Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1211 29-12-2023 Odia
  1. ଓଡ଼ିଶାରେ ୨ ହଜାର ୩୯୨ ଜଣ ଏମବିବିଏସ ଡାକ୍ତର ଥିବା ବେଳେ ୮୧ ଜଣ ଦାନ୍ତ ଡାକ୍ତର ଅଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ପର୍ବରେ ସମସ୍ତ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

  2. ପରିବାର ସହିତ ସମୁଦ୍ର ସ୍ନାନ ଏବଂ ପ୍ରାକୃତିକ ସୌନ୍ଦର୍ୟ୍ୟ ଉପଭୋଗ ପାଇଁ ପର୍ଯ୍ୟଟକ ମାନେ ଭିଡ଼ ଜମାଇଛନ୍ତି। ନୂଆବର୍ଷକୁ ନେଇ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାରେ ଲାଗିଥିବା ବେଳେ ପୁରୀ ନିକଟବର୍ତ୍ତୀ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ, ସାତପଡ଼ା ଆଦିରେ ମଧ୍ୟ ଭିଡ଼ ବୃଦ୍ଧି ପାଇଛି।

  3. କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ଡଙ୍ଗାବୁଡି ୫ ଜଣ ନିଖୋଜ ହୋଇ ଯାଇଛନ୍ତି । ତେବେ ଜଣଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଠାବ ହୋଇଛି।

  4. ଯାଜପୁର ଜିଲ୍ଲା ଧର୍ମଶାଳାର ବିଜେପି ନେତା ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କ ଉପରେ ୨୨୮ କୋଟିରୁ ଅଧିକ ଟଙ୍କା ଜରିମାନା କରିଛି ଜିଲ୍ଲା ପ୍ରଶାସନ। ଦର୍ପଣ ତହସିଲ ଅଧିନ ମାଣ୍ଡୁକା ପାହାଡ଼ରେ ବେଆଇନ ମୋରମ ଚାଲାଣ ହେଉଥିବାବେଳେ ଜିଲ୍ଲା ପ୍ରଶାସନ ରେଡ୍ କରିଥିଲା।

  5. କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ ୧’ ସଂକ୍ରମଣ ମାମଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୪ଘଣ୍ଟା ମଧ୍ୟରେ ଆଉ ୩ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ରେ ପହଞ୍ଚିଛି।

  6. ଭାରତର ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ କାତାରର ଏକ କୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ନେଇ ବଡ଼ ଆଶ୍ୱସ୍ତିକର ଖବର ଆସିଛ। ଭାରତ ସରକାରଙ୍କ ଆବେଦନ କ୍ରମେ ସମସ୍ତ ୮ ଜଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି।

  7. ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ  ଅଯୋଧ୍ୟା ଜଙ୍କସନ ରେଳ ଷ୍ଟେସନ ଅଯୋଧ୍ୟା ଧାମ ନାମରେ ପରିଚିତ ହେବ। ବୁଧବାର ରେଳ ବିଭାଗ ଏନେଇ ଘୋଷଣା କରିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରେଳ ଷ୍ଟେସନ ଅଯୋଧ୍ୟା ଧାମର ନାମକରଣ କରିବାକୁ ରେଳ ଅଧିକାରୀଙ୍କୁ ନିବେଦନ କରିଛନ୍ତି।

  8. ନୂଆବର୍ଷରେ ନନ୍ଦନକାନନ ଚିଡ଼ିଆଖାନା ପାଇବ ନୂଆ ଅତିଥି। ନନ୍ଦନକାନନ ଚିଡ଼ିଆଖାନାକୁ ଆସିବେ ଚିତା, ଧଳା ସିଂହ ଶାବକ ଓ ନୂଆ ପକ୍ଷୀ। ଦୁବାଇ ଚିଡ଼ିଆଖାନା ସହ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଜାନୁଆରୀ ମାସରେ ଏମାନଙ୍କୁ ଅଣାଯିବ। ସେହିପରି ଆଲିପୁର ଜୁ ସହ ଏକ୍ସଚେଞ୍ଜ କାର୍ଯ୍ୟ କ୍ରମ ଅଧୀନରେ ଆଉ ଏକ ଜିରାଫ ମଧ୍ୟ ନନ୍ଦନକାନନକୁ ଆସିବ

  9. ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ପିଏମ୍‌ଜେଡିୱାଇ)। ଏହି ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ ୫୧ କୋଟିରୁ ଅଧିକ ଆକାଉଣ୍ଟ ଖୋଲାଯାଇଛି।୧୦ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି। ଏହି ବନ୍ଦ ବ୍ୟାଙ୍କ ଆକାଉଣ୍ଟଗୁଡିକରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ଅର୍ଥ ଜମା ରହିଛି। ଏହି ଅର୍ଥର କୌଣସି ଦାବିଦାର ନ ଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡିଛି।

  10. ମଧ୍ୟପ୍ରଦେଶର ଗୁନାଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ରାତି ପ୍ରାୟ ୯ ଟା ସମୟରେ ଡମ୍ପରକୁ ଧକ୍କା ଦେବା  କାରଣରୁ ବସରେ ନିଆଁ ଲାଗିଯାଇଥିଲା। ଏଥିରେ ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି।

  11. ଜାନୁଆରି ୨୨ରେ ହେବାକୁ ଥିବା ବେଳେ ଏଥିପାଇଁ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି । ମନ୍ଦିର ଉଦ୍‌ଘାଟନ ସମାରୋହ ପାଇଁ ଅଯୋଧ୍ୟା ସହରକୁ ନୂଆ ରୂପ ଦିଆଯାଉଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠ ପାଇଁ ଗର୍ଭଗୃହରେ କେବଳ ୫ ଜଣ ଉପସ୍ଥିତ ରହିବେ।

  12. ଏହି ଯଜ୍ଞରେ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗର୍ଭଗୃହରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀଙ୍କ ସହିତ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାଶ।

  13. ଅଭିନେତା ତଥା ଡିଏମଡିକେ ମୁଖ୍ୟ ବିଜୟକାନ୍ତ (୭୧)ଙ୍କର ଗୁରୁବାର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଗୁରୁବାର ସକାଳେ ଦେହାନ୍ତ ହୋଇଯାଇଛି। କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

  14. ଯଦିଓ ଇସଲାମିକ ଆଇନ ପୁରୁଷଙ୍କୁ ବହୁବିବାହର ଅଧିକାର ଦେଇଥାଏ, ତଥାପି ତାଙ୍କୁ ସମସ୍ତ ପତ୍ନୀଙ୍କୁ ସମାନ ବ୍ୟବହାର କରିବାକୁ ପଡିବ, ନଚେତ୍ ଏହା ନିଷ୍ଠୁରତା ହେବ ବୋଲି ମାଡ୍ରାସ ହାଇକୋର୍ଟ ନିକଟରେ ରାୟ ଦେଇଛନ୍ତି।

  15. ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ପାଇଁ ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ଶିବସେନା ୨୩ ଆସନରେ ଲଢ଼ିବ ବୋଲି ସୂଚନା ଦେବା ସହ ଏ ବାବଦରେ ସହମତି ପାଇଁ ଇଣ୍ଡିଆ ମେଣ୍ଟକୁ ପ୍ରସ୍ତାବ ଦେଇଛି। ତେବେ ଉଦ୍ଧବଙ୍କ ୨୩ ଆସନ ପ୍ରସ୍ତାବକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି।

  16. ରାଜସ୍ଥାନ କ୍ୟାଡର୍‌ ବରିଷ୍ଠ ଆଇପିଏସ୍‌ ଅଫିସର ନୀନା ସିଂହ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ(ସିଆଇଏସ୍‌ଏଫ୍‌)ର ପ୍ରଥମ ମହିଳା ମୁଖ୍ୟ (ଡିଜି )ନିଯୁକ୍ତ ହୋଇଛନ୍ତି।

  17. ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ପେଟ୍ରୋଲ ଓ ଡିଜେଲ ଦରରେ ଏକ ବଡ଼ ହ୍ରାସ ପାଇଁ ପ୍ରସ୍ତୁତ ହେଉଛନ୍ତି ।

  18. ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ଆନ୍ଧ୍ରପ୍ରଦେଶ ରାଜନୀତିରେ ପ୍ରବେଶ କରିଛନ୍ତି। ୩୭ ବର୍ଷୀୟ ଅମ୍ବାତି ରାୟୁଡୁ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟିରେ ଯୋଗ ଦେଇଛନ୍ତି |

  19. ଅଯୋଧ୍ୟା ବିମାନବନ୍ଦରକୁ ‘ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦର ଅଯୋଧ୍ୟା ଧାମ’ ନାମରେ ନାମିତ କରାଯାଇଛି। ଏହି ବିମାନବନ୍ଦରକୁ ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ।

  20. ୟୁଏଇର ଆବୁଧାବିରେ ଥିବା ବିଏପିଏସ ହିନ୍ଦୁ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯିବେ। ତାଙ୍କୁ ମନ୍ଦିର ପକ୍ଷରୁ ନିମନ୍ତ୍ରଣ କରାଯାଇଛି।

385 Y
1212 29-12-2023 English
  1. Eight former Indian Navy personnel, counting days for imminent death following the award of capital punishment by a court in Qatar, heaved a sigh of relief, Thursday, after an appellate court in the Gulf Sheikhdom commuted their death sentence, in what is being termed as a huge diplomatic win for India.

  2. DMDK founder and yesteryear Tamil actor died here Thursday following illness. He was 71

  3. Snigdha Malviya of Uttar Pradesh has won KIIT Nanhi Pari Little Miss India 2023 title here during a glittering show held on the varsity’s campus, Thursday. The event was organized by the KIIT School of Film and Fashion.

  4. Chief Minister Naveen Patnaik called upon young doctors to adopt humane approach while attending to patients to create confidence in them, while speaking at the orientation programme for 2,473 medical officers, who have been inducted into state medical services, at Kalinga Stadium here Thursday.

  5. The Supreme Court Collegium has recommended appointment of Justice Bidyut Ranjan Sarangi, acting Chief Justice of Orissa High Court, as the Chief Justice of Jharkhand High Court.

  6. The Enforcement Directorate (ED) Thursday said it has attached bank deposits and immovable assets worth Rs 3.68 crore in a money-laundering investigation linked to a case of illegal online cricket betting in Odisha.

  7. Koraput/Jeypore, Dec 28: Koraput Police has seized a huge cache of explosives as it busted a Maoist hideout during a combing operation at Gumudaput jungle under Machhkund police limits in Koraput district, police said Thursday.

  8. Berhampur University (BU) in Ganjam district has decided to install rooftop solar plants of 95-kw capacity in four more new buildings, as a part of its green campus drive, an official said.

  9. A total of 157 cases of COVID-19 subvariant JN.1 have been detected in the country, with Kerala reporting the highest number of 78, followed by Gujarat at 34, according to the INSACOG's data updated Thursday

  10. Purchase of three plots of land in Haryana in 2005-06 by Congress leader Sonia Gandhi’s son-in-law Robert Vadra from a real estate agent is being probed along with a land deal made by his wife Priyanka Gandhi Vadra, the ED claimed in a recently filed money laundering case charge sheet.

  11. Three Manipur-cadre IPS officers were appointed as chiefs of central paramilitary forces T hursday, with astute Intelligence Bureau officer Rahul Rasgotra getting the charge of the Indo-Tibetan Border Police and Nina Singh becoming the first woman to head the Central Industrial Security Force.

  12. Ukrainian President Volodymyr Zelenskyy Thursday thanked the US for releasing the last remaining package of weapons available for Ukraine under existing authorisation, as uncertainty surrounds further aid to his war-torn country.

  13. Israeli forces bombarded cities, towns and refugee camps across Gaza overnight and into Thursday, killing dozens of people in an air and ground offensive against Hamas that has widened to most of the territory and forced thousands more to flee from homes and shelters.

  14. India is likely to remain the fastest-growing major economy in the world in 2024 on the back of strong consumer demand leading to a pickup in investment across sectors such as construction, hospitality and infrastructure including railways and aviation, Assocham said Thursday

  15. Intimidated by pace and scarred by extra bounce, an under-prepared India suffered an embarrassing innings and 32 run loss to a far superior South Africa in the opening Test which ended inside three days here.

  16. The Samyukta Kisan Morcha (SKM) will hold a tractor parade on Republic Day in around 500 districts across the country, the organistion said in a statement said on Thursday.

  17. Maharashtra Chief Minister Eknath Shinde set the Shiv Sena's Lok Sabha campaign rolling on Thursday by announcing he would tour 48 constituencies in the state as part of the 'Shivsankalp Abhiyaan'.

  18. Aam Aadmi Party's (AAP) Member of Parliament Sanjay Singh will offer prayers to Bharat Mata's idol inside the jail and observe fasting every Friday. The Senior AAP leader has given a message from jail to stand united to safeguard the country's democracy.

  19. The Enforcement Directorate (ED) on Thursday conducted raids at nine different places in Kolkata in connection with its investigation into the alleged teachers' recruitment scam, a senior official said.

  20. Asserting that signboards in Karnataka must display information in Kannada, Chief Minister Siddaramaiah on Thursday said the government would enact an ordinance to ensure compliance.

403 Y
1213 28-12-2023 Odia
  1. କଂଗ୍ରେସ ନେତା ରାହୁଲ ଗାନ୍ଧି ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବେ। ଆସନ୍ତାବର୍ଷ ଜାନୁଆରି ୧୪ରୁ ଉକ୍ତ ଯାତ୍ରା ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ୬୭ ଦିନର ଏହି ଯାତ୍ରାରେ ରାହୁଲ ଦେଶର ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଅନ୍ତର୍ଗତ ୬୨୦୦ କିମି ଯାତ୍ରା କରିବେ।

  2. ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଧବାର ସକାଳେ ହରିଆଣାର ଝଜ୍ଜର ଜିଲ୍ଲାରେ ଏକ ‘ଆଖଡ଼ା’ ଗସ୍ତ କରି ବଜରଙ୍ଗ ପୁନିଆଙ୍କ ସମେତ କିଛି କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି।

  3. କର୍ଣ୍ଣାଟକରେ କନ୍ନଡ଼ ଭାଷାର ବ୍ୟବହାର ନିଶ୍ଚିତ କରିବାକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି। କର୍ଣ୍ଣାଟକ ରକ୍ଷଣା ବେଦିକେ ସଂଗଠନ ପକ୍ଷରୁ ବିଭିନ୍ନ ଦୋକାନବଜାର, ବସ୍‌ଷ୍ଟାଣ୍ଡ, ବିମାନବନ୍ଦର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

  4. ଭାରତରେ କୋଭିଡ୍-୧୯ର ଜେଏନ୍.୧ ସବ୍-ଭାରିଆଣ୍ଟର ଆଉ ୪୦ଟି ମାମଲା ଚିହ୍ନଟ ହେବା ପରେଏହି ଭାରିଆଣ୍ଟର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଛି। ଗୁଜରାଟରୁ ୩୬, କର୍ଣ୍ଣାଟକରୁ ୩୪, ଗୋଆରୁ ୧୪, ମହାରାଷ୍ଟ୍ରରୁ ୯, ରାଜସ୍ଥାନ ଓ ତାମିଲନାଡୁରୁ ୪ ଜଣ ଲେଖାଏଁ ଏବଂ ତେଲେଙ୍ଗାନାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

  5. ଜାନୁଆରି ୨୨ରେ ରାମ ମନ୍ଦିର ଉଦ୍‌ଘାଟନ ହେବ। ଏହି କାର୍ଯ୍ୟକ୍ରମକୁ ଆଉ ଏକମାସରୁ କମ୍‌ ସମୟ ଥିବା ବେଳେ ରାମ ମନ୍ଦିର ଟ୍ରଷ୍ଟ ମନ୍ଦିର ପରିସରର ଲ୍ୟାଣ୍ଡସ୍କେପ୍ ମ୍ୟାପ୍ ଉପସ୍ଥାପନ କରି ୭୦ ଏକର ପରିସରର ସମୀକ୍ଷା ପ୍ରଦାନ କରିଛି।

  6. ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ଭଜନ ଲାଲ ସରକାର ଜାନୁଆରୀ ପହିଲାରୁ ବିପିଏଲ କାର୍ଡଧାରୀଙ୍କୁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବାକୁ ଘୋଷଣା କରିଛନ୍ତି ।

  7. ପାଖାପାଖି ସାଢେ ୧୬ ବର୍ଷ ଧରି ମୁଖ୍ୟମନ୍ତ୍ରୀ ବାସଭବନରେ ରହୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବାସଭବନ ଛାଡି ଦେଇଛନ୍ତି | ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଲିଙ୍କ୍ ରୋଡର ବି୮ ବଙ୍ଗଳାକୁ ଚାଲିଯାଇଛନ୍ତି ।

  8. କେନ୍ଦ୍ର ସରକାର ବୁଧବାର ମୁସଲିମ୍ ଲିଗ୍ ଜମ୍ମୁ-କଶ୍ମୀର-ମସାରତ ଆଲାମ୍ ଗୋଷ୍ଠୀ (ଏମ୍ଏଲଜେକେ-ଏମ୍ଏ)କୁ ନିଷିଦ୍ଧ କରିଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ସରକାର ଏହି ପଦକ୍ଷେପ ନେଇଛନ୍ତି।

  9. କେନ୍ଦ୍ର ସରକାର ନଡ଼ିଆ ପାଇଁ ଏମଏସପି ସ୍ଥିର କରିଛନ୍ତି। ଏହା ବ୍ୟତୀତ ବିହାରର ଦିଘା ଏବଂ ସୋନପୁର ମଧ୍ୟରେ ଗଙ୍ଗା ନଦୀ ଉପରେ ୬ ଲେନ ବ୍ରିଜ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

  10. ଗ୍ରାହକମାନଙ୍କୁ ଏଫ୍‌ଡିରେ ଅଧିକ ସୁଧ ଦେବା ଲାଗି ଦେଶର ପାଞ୍ଚଟି ବ୍ୟାଙ୍କ ଘୋଷଣା କରିଛନ୍ତି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କୋଟକ୍ ମହିନ୍ଦ୍ରା ବ୍ୟାଙ୍କ, ଡିସିବି ବ୍ୟାଙ୍କ ଓ ଫେଡେରାଲ୍‌ ବ୍ୟାଙ୍କ ଏଫ୍‌ଡି ଉପରେ ଅଧିକ ସୁଧ ଦେବେ। ଷ୍ଟେଟ୍‌ ବ୍ୟାଙ୍କ ଏହାର ଏଫ୍‌ଡିଗୁଡ଼ିକର ସୁଧରେ ୦.୫୦ ପ୍ରତିଶତ ପର୍ଯ୍ୟନ୍ତର ବୃଦ୍ଧି ଘୋଷଣା କରିଛି।

  11. ସାଧାରଣ ପୃଷ୍ଠଭୂମିରୁ ଆସିଥିବା ସୁଶୀଲ ପ୍ରଥମଥର କେବିସିରେ ୫ କୋଟି ଟଙ୍କା ଜିତି ଦର୍ଶକଙ୍କ ହୃଦୟ ଜିତିଥିଲେ। ଏବେ ସୁଶୀଲ କୁମାର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ଏବଂ ଏଥର ଏହାର କାରଣ କେବିସି ନୁହେଁ, ବରଂ ବିପିଏସସି ଶିକ୍ଷକ ନିଯୁକ୍ତି ପରୀକ୍ଷା। ସୁଶୀଲ ଏହି ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି

  12. ଆସନ୍ତା ଡିସେମ୍ବର ୩୦ରେ ସରନା ଧର୍ମକୁ ସ୍ବୀକୃତି ପ୍ରଦାନ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନ (ଏଏସ୍‌ଏ) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି।

  13. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ପୋଲିସର ନୂଆ ମହାନିର୍ଦ୍ଦେଶକ(ଡିଜିପି) ଭାବେ ଆଇପିଏସ୍‌ ରାଜୀବ କୁମାରଙ୍କୁ ଦାୟିତ୍ୱ ଦେଇଛନ୍ତି। ବୁଧବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

  14. ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏମ୍‌.ଫିଲ୍‌ ଡିଗ୍ରୀ ପାଠ୍ୟକ୍ରମକୁ ବନ୍ଦ କରିଦେଇଛି। ଫଳରେ ବର୍ତ୍ତମାନଠାରୁ କୌଣସି କଲେଜରେ ଏମ୍‌.ଫିଲ୍‌ରେ ଆଡମିଶନ ହେବ ନାହିଁ।

  15. ‘ଓସ୍କାର୍‌’ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ପାରାସାଇଟ୍‌’ରେ ଅଭିନୟ କରିଥିବା ଖ୍ୟାତିସମ୍ପନ୍ନ ଦକ୍ଷିଣ କୋରିଆ ଅଭିନେତା ଲି ସୁନ୍‌-କ୍ୟୁନ୍‌ଙ୍କର ମୃତ୍ୟୁ ହୋଇଯାଇଥିବା କଥା ଆଜି ଦକ୍ଷିଣ କୋରିଆର ‘ଇମର୍ଜେନ୍‌ସି ଅଫିସ୍‌’ ଘୋଷଣା କରିଛି।

  16. ଗତ ୨୪ ଘଣ୍ଟା ମଧ୍ୟରେ ଅତି କମ୍‌ରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି। ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସ ଏହି ଯୁଦ୍ଧକୁ ତାଙ୍କ ଲୋକଙ୍କ ବିରୋଧରେ ଏକ ଗମ୍ଭୀର ଅପରାଧ ବୋଲି କହିଛନ୍ତି।

  17. ସେଞ୍ଚୁରିଅନ ଟେଷ୍ଟର ୨ୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୫ ଓ୍ବିକେଟ ହରାଇ ୨୫୬ ରନ କରିଛି । ଏହା ସହିତ ଦକ୍ଷିଣ ଆଫ୍ରିକା ଭାରତଠାରୁ ୧୧ ରନରେ ଆଗୁଆ ହୋଇଯାଇଛି ।

  18. ବିଶ୍ୱ ଚାମ୍ପିୟନଶିପ୍‌ ପଦକ ବିଜେତା ଭିନେଶ ଫୋଗଟ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ଚିଠି ଲେଖି ସରକାରଙ୍କୁ ତାଙ୍କ ଖେଳରନତ୍ ଓ ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି। ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଓ ବଧିର ଅଲିମ୍ପିକ୍ସ ଚାମ୍ପିୟନ ବୀରେନ୍ଦର ସିଂ ଯାଦବ ସେମାନଙ୍କ ପଦ୍ମଶ୍ରୀ ପୁରସ୍କାର ଫେରସ୍ତ କରିବା ପରେ ଏବେ ଭିନେଶ ନିଷ୍ପତ୍ତି ନେଇଛନ୍ତି।

  19. ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି ଯେ କରଓ୍ବା ଚୌଥ ପାଳନ ନ କରିବା ଜଣେ ବ୍ୟକ୍ତିଙ୍କର ନିର ଇଛା ଉପରେ ନିର୍ଭର କରେ। ଏହା ନିଷ୍ଠୁରତା ନୁହେଁ କିମ୍ବା ବୈବାହିକ ସମ୍ପର୍କ ଭାଙ୍ଗିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ସ୍ବାମୀଙ୍କ ପାଇଁ ବ୍ରତ ଉପବାସ ଲାଗି ସ୍ତ୍ରୀଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ। ଜଷ୍ଟିସ ସୁରେଶ କୁମାର କୈତ ଏବଂ ଜଷ୍ଟିସ ନୀନା ବଂସାଲ କୃଷ୍ଣଙ୍କ ଏକ ଡିଭିଜନ ବେଞ୍ଚ କହିଛନ୍ତି ବିଭିନ୍ନ ଧାର୍ମିକ ବିଶ୍ୱାସ ରହିଛି। କେତେକ ଧାର୍ମିକ କର୍ତ୍ତବ୍ୟ ପାଳନ ନ କରିବା ସ୍ବାମୀଙ୍କ ପ୍ରତି ନିଷ୍ଠୁରତା ନୁହେଁ।

  20. ସ୍ତ୍ରୀଙ୍କ ଉପରେ ସନ୍ଦେହ କରିବା ଏକ ଅପରାଧ। ଏହା ମଧ୍ୟ ଏକ ଦାମ୍ପତ୍ୟ କ୍ରୁରତା ବୋଲି କର୍ନାଟକ ହାଇକୋର୍ଟ କହିଛନ୍ତି। ଏହା ସହିତ ସ୍ତ୍ରୀଙ୍କ ଚରିତ୍ର ଆଧାରରେ ଛାଡପତ୍ର ପାଇଁ ଆବେଦନ କରିଥିବା ସ୍ବାମୀଙ୍କ ଉପରେ କୋର୍ଟ ୧୦ ହଜାର ଡଲାର ଜରିମାନା ଲାଗୁ କରିଛନ୍ତି।

390 Y
1214 28-12-2023 English
  1. The University Grants Commission (UGC) warned universities Wednesday against offering MPhil courses. The UGC said it is not a recognised degree and cautioned students against taking admission in such programmes.

  2. Odisha reported two fresh Covid-19 cases, pushing the coronavirus tally to five in December so far, a Health department official said here Wednesday.

  3. Indian Olympic Association (IOA) constituted Wednesday a three-member ad hoc committee to run the day-to-day affairs of the WFI after the Sports Ministry suspended the wrestling national body for not following the provisions of its own constitution while taking decisions.

  4. In a bid to ensure that Zero Night celebrations go incident-free in twin cities, the Commissionerate Police has stepped up its vigil and urged hotel, club and apartment owners to finish New Year eve parties by 12:30am. The police also instructed the stakeholders not to use loudspeakers whose sound exceeds 65 decibel.

  5. With an aim to ensure smooth and efficient management of healthcare facilities in Ayurvedic hospitals and dispensaries, the state government has decided to restructure and revive the pay structure of Odisha Ayurvedic Medical Service (OAMS) Cadre of the Health and Family Welfare department.

  6. The deadline for sports and cultural activities under ‘Nua-O’ programme of the state government has been extended till January 15. This was revealed during a review meeting of the ‘Nua-O’ initiative held at the conference hall of Rural Development department under the chairmanship of Higher Education Minister Atanu Sabyasachi Nayak and the department’s commissioner-cum-secretary Arbind Agrawal.

  7. Indian Institute of Technology (IIT) Bhubaneswar has established a new Artificial Intelligence (AI) and HPC Research Centre (AHRC) to conduct interdisciplinary and collaborative research in the fields of AI and High Performance Computing (HPC).

  8. Ayodhya railway junction in Uttar Pradesh has been renamed as Ayodhya Dham junction, local MP Lallu Singh said Wednesday. The announcement came days before the inauguration of the redevelopment railway station by Prime Minister Narendra Modi

  9. The Congress Wednesday announced it will hold ‘Bharat Nyay Yatra’ led by Rahul Gandhi from Manipur to Mumbai, passing through 14 states and 85 districts from east to west of India in 67 days, beginning January 14, an exercise seen as party’s attempt to rally support ahead of the crucial 2024 Lok Sabha elections.

  10. Delhi has reported its first case of COVID-19 sub-variant JN.1, officials said Wednesday. Delhi has more than 35 active cases with nine fresh infections being reported Wednesday, an official said, adding that a 28-year-old man, who had comorbidities, died, with Covid not being the primary reason.

  11. The Union Cabinet on Wednesday approved the construction of a new 4.56 km long, 6-lane bridge on the river Ganga, connecting Digha and Sonepur in Bihar, according to an official statement.

  12. Reserve Bank of India has given its nod for the reverse merger of IDFC Ltd with its banking subsidiary IDFC First Bank.

  13. A total of 400 stalls will be erected by Women Self Help Groups (WSHGs), Producers Groups (PGs) and Producers Enterprises (PEs) having various handicrafts, handloom and food spices products from 26 states in the SISIR SARAS-2024.

  14.  Indian Institute of Technology (IIT) Bhubaneswar has established a new Artificial Intelligence (AI) and HPC Research Centre (AHRC) to conduct interdisciplinary and collaborative research in the fields of AI and High Performance Computing (HPC)

  15. Sensex and Nifty soared to fresh closing record highs Wednesday, with the 30-share benchmark index crossing the historic 72,000 mark, boosted by optimism over the country’s macroeconomic fundamentals and firm global market trend.

  16. Odisha is all set to host the Junior and Senior Artistic Gymnastics National Championships at the Gymnastics Centre in the Kalinga Stadium here. The championship will see top gymnasts, including Dipa Karmakar who will compete after a gap of eight years, across the country.

  17.  Australia’s pace-bowling captain Pat Cummins struck twice in four balls to crush Pakistan’s comeback attempt on the second day of the second Test Wednesday

  18. The India Meteorological Department (IMD) on Thursday said dense fog will cover parts of Delhi, Uttar Pradesh, Haryana and Punjab till December 31.

  19. The Enforcement Directorate said it has attached assets worth more than ₹ 278 crore of various entities, including those with links to China, in a money-laundering probe over the alleged cheating of investors through mobile app "HPZ Token".

  20. West Bengal Chief Minister Mamata Banerjee is also likely to skip the inauguration ceremony of the Ram Mandir in Ayodhya on January 22. There is no official confirmation yet.

440 Y
1215 22-12-2023 Odia
  1. ଭାରତୀୟ ସମାଜରେ କୌଣସି ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବ୍ରିଟିସ ବିଜ୍‌ନେସ୍ ଦୈନିକ ‘ଫାଇନାନ୍ସିଆଲ ଟାଇମ୍ସ’ (ଏଫ୍‌ଟି)କୁ ଏକ ବିରଳ ସାକ୍ଷାତ୍‌କାର ଦେଇ ମୋଦୀ କହିଛନ୍ତି, ଆମ ଦେଶରେ ଉପଲବ୍ଧ ସ୍ୱାଧୀନତାକୁ ବ୍ୟବହାର କରି ପ୍ରତିଦିନ ସମ୍ପାଦକୀୟ, ଟିଭି ଚ୍ୟାନେଲ, ସୋସିଆଲ ମିଡିଆ, ଭିଡିଓ, ଟ୍ୱିଟ୍ ଇତ୍ୟାଦି ମାଧ୍ୟମରେ ଆମ ଉପରେ ଏହି ଅଭିଯୋଗ ଲଦିଦିଆଯାଉଛି।

  2. ବ୍ରିଟିଶ ଅମଳର ତ୍ରୁଟିପୂର୍ଣ୍ଣ ଓ ସମସ୍ୟା ସୃଷ୍ଟିକାରୀ ଆଇନଗୁଡ଼ିକୁ ଉଚ୍ଛେଦ କରିବାକୁ ସରକାର ଚାହୁଥିବାରୁ ଭାରତୀୟ ଦଣ୍ଡ ସଂହିତା ବଦଳରେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବାକୁ ଯାଉଛି।

  3. ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆଜି ଆତଙ୍କବାଦୀମାନେ ସେନାର ଏକ ଟ୍ରକ୍‌ ଓ ଜିପ୍‌ସି ଉପରେ ଅତର୍କିତ ପ୍ରଚଣ୍ଡ ଆକ୍ରମଣ କରିବାରୁ ୩ ଜଣ ଯବାନ ସହିଦ ହୋଇଯାଇଛନ୍ତି।

  4. ଅଯୋଧ୍ୟାରେ ଆସନ୍ତାମାସ ୨୨ ତାରିଖରେ ରାମ ମନ୍ଦିର ପ୍ରାଣପ୍ରତିଷ୍ଠ ସମାରୋହ ହେବ। ଏଥିରେ ଯୋଗଦେବା ଲାଗି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧି, ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଂଜନ ଚୌଧୁରୀ ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଛି।

  5. ଚେକ୍‌ ଗଣତନ୍ତ୍ରର ପ୍ରେଗ୍‌ସ୍ଥିତ ଏକ ବିଶ୍ବବିଦ୍ୟାଳୟରେ ଆଜି ବଡ଼ଧରଣର ଗୁଳିକାଣ୍ଡ ହୋଇଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି।

  6. ସଂସଦ ଭବନ ପରିସରର ‘ବ୍ୟାପକ’ ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍)କୁ ହସ୍ତାନ୍ତର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

  7. ଯେଉଁମାନେ ପାନ୍-ଆଧାର ସଂଯୋଗ କରିବାରେ ବିଳମ୍ବ କରିଛନ୍ତି ସେମାନଙ୍କଠାରୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ୨,୧୨୫ କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି ବୋଲି ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି

  8. ୧୯୯୪ ବ୍ୟାଚ୍‌ର ଆଇଆର୍‌ଏସ୍‌ ଅଧିକାରୀ ଅଂଶୁମାନ ପଟ୍ଟନାୟକଙ୍କୁ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ)ର ନୂଆ ମହାନିର୍ଦ୍ଦେଶକ-ତଦନ୍ତ (ଡିଜି) ଭାବେ ନିଯୁକ୍ତି ମିଳିଛି।

  9. ବହୁ ଚର୍ଚ୍ଚିତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନରେ ବିଦାୟୀ ସଭାପତି ବ୍ରିଜଭୂଷଣ ଶରଣଙ୍କ ଘନିଷ୍ଠ ଅନୁଗତ ବୋଲି କୁହାଯାଉଥିବା ସଞ୍ଜୟ ସିଂ ସଭାପତି ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି।

  10. ସାହାରା ଇଣ୍ଡିଆରେ ଫସିଥିବା ଟଙ୍କାକୁ ଫେରି ପାଇବାକୁ ଚାହିଁ ରହିଥିବା କୋଟି କୋଟି ଲୋକଙ୍କ ଲାଗି ଖୁସି ଖବର। ଏବେଠାରୁ ନିବେଶକମାନେ ରିଫଣ୍ଡ ପୋର୍ଟାଲରୁ ୧୯,୯୯୯ ଟଙ୍କା ଯାଏ କ୍ଲେମ୍‌ ଫାଇଲ କରିପାରିବେ।

  11. ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ରୌଜ୍‌ ଏଭିନ୍ୟୁ ଗୁରୁବାର (ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ଜାନୁୟାରୀ ୧୦ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

  12. ବେଆଇନ ଭାବେ ସମ୍ପତ୍ତି ଠୁଳ କରିଥିବା ମାମଲାରେ ମାଡ୍ରାସ ହାଇକୋର୍ଟ ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡିଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

  13. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ମୁସଲମାନମାନଙ୍କ ପାଇଁ ସ୍ବର୍ଗ ବୋଲି ବର୍ଣ୍ଣନା କରିଛନ୍ତି। ବିଦେଶୀ ଖବରକାଗଜ ‘ଫାଇନାନ୍ସିଆଲ ଟାଇମ୍ସ’କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଏକ ପ୍ରଶ୍ନର ଉତ୍ତରରେ ପିଏମ ମୋଦି ଏଭଳି କହିଛନ୍ତି ।

  14. ଟେଲିକମ ବିଲ ୨୦୨୩ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଛି। ଏହି ବିଲରେ ସରକାର ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଭାବ ପକାଇ ଅନେକ ପଦକ୍ଷେପ ନେବାକୁ ଅନୁମତି ପାଇଛନ୍ତି।

  15. ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ତ ସିଂହ ପାନୁ ହତ୍ୟା ମାମଲାରେ ପୁଣି ଭାରତକୁ ଟାର୍ଗେଟ କରିଛନ୍ତି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

381 Y
1216 22-12-2023 English
  1. The Parliament Thursday gave its nod to a Bill that seeks to establish a mechanism to appoint the chief election commissioner (CEC) and election commissioners (ECs), with Law Minister Arjun Ram Meghwal asserting that it’s in line with the SC directions

  2.  

  3. Madhya Pradesh Chief Minister Mohan Yadav on Thursday said the BJP 's manifesto was like the Ramayan and Gita and assured that all welfare schemes of the previous government will continue in the state.

  4. Punjab Minister Aman Arora and eight others were sentenced to a two-year imprisonment by a court in Sangrur district on Thursday in a 15-year-old case in which a relative of Aman Arora had accused him of attacking him in his house.

  5. The Congress on Thursday asserted that it would take all necessary steps to make the INDIA bloc an effective bulwark and force against the BJP and its allies, while vowing to be fully prepared at the earliest to fight the Lok Sabha election

  6. A special court here on Thursday granted bail to Yes Bank cofounder Rana Kapoor in a money-laundering case linked to alleged financial irregularities at the bank.

  7. The Fourteenth Session of the 17th Lok Sabha, which commenced on December 4, 2023, was adjourned sine die a day ahead of schedule on Thursday, recorded 74 per cent productivity in the Winter Session of Parliament, Lok Sabha Speaker Om Birla said.

  8. The Delhi High Court on Thursday ordered expeditious disposal of around 200 pending criminal cases against former and serving lawmakers, especially those where there is a stay on trial for over six months.

  9. Parliament on Thursday passed a Bill to replace a British-era law governing the publishing industry and simplify the process of registration of periodicals, amid demands by members in the Lok Sabha to also extend the regulation to YouTube channels.

  10. Uttar Pradesh Tourism and Culture Minister Jaiveer Singh said on Thursday that Prime Minister Narendra Modi will inaugurate the Ayodhya Airport on December 30

  11. Karnataka JD(S) chief HD Kumaraswamy said his party will complete seat-sharing talks for the 2024 Lok Sabha elections with the BJP by January end.

  12. The Patiala House Court has extended the custodial remand of four accused individuals, Manoranjan, Neelam, Sagar, and Anmol, to the Special Cell of Delhi Police for 15 more days until January 5, 2024, in the Parliament security breach case

  13. The Lok Sabha and the Raya Sabha passed three bills that seek to replace old criminal laws -- the Indian Penal Code (IPC), Code of Criminal Procedure (CrPC), and the Indian Evidence Act. The Rajya Sabha also cleared the Telecommunications Bill, 2023.

  14. Four gangsters were arrested in two separate encounters in Punjab today, the police said. While two were arrested in the Mohali district, the other two were taken into custody in the Tarn Taran district.

  15. The Delhi High Court on Thursday asked the Election Commission of India to take a decision as soon as possible, preferably within eight weeks, on a notice it sent to Congress leader Rahul Gandhi for his alleged "pickpocket" jibe at PM Narendra Modi.

  16. 3 more Opposition MPs suspended from Lok Sabha for unruly behaviour, total count now 146

  17. Union Minister of State (Independent Charge) Science & Technology Jitendra Singh on Wednesday said that Prime Minister Narendra Modi went beyond the rulebook to do away with almost 2,000 obsolete rules

  18. Kerala reported 300 new active cases of COVID-19 and 3 deaths on December 20, as per the Ministry of Health and Family Welfare.

  19. Chief Minister Naveen Patnaik Thursday launched four irrigation projects worth `3,160 crore in Keonjhar, Mayurbhanj and Balasore districts.

  20. North Korean leader Kim Jong Un said Pyongyang would not hesitate to launch a nuclear attack if an enemy provokes it with nuclear weapons, state media reported Thursday

431 Y
1217 21-12-2023 Odia
  1. ପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ତାଙ୍କ ବିରୋଧରେ ଥିବା ଅଭିଯୋଗ ପାଇଁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କଲରାଡୋ ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିବାରୁ ଏହାକୁ ନେଇ ଆମେରିକା ରାଜନୀତି ସରଗରମ ହୋଇଉଠିଛି।

  2. ଜଣେ ଭାରତୀୟ-ଆମେରିକୀୟ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗର ଯାଞ୍ଚ କରାଯିବ, କିନ୍ତୁ ଗୋଟିଏ ଦୁଇଟି ଘଟଣା ଭାରତ-ଆମେରିକା ସମ୍ପର୍କକୁ ପ୍ରଭାବିତ କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି।

  3. ଭାରତର ବହୁ ଚର୍ଚ୍ଚିତ ପ୍ରଥମ ସୂର୍ଯ୍ୟ ଅଭିଯାନ ଆଦିତ୍ୟ-ଏଲ୍‌-୧ ଜାନୁଆରୀ ପ୍ରଥମ ସପ୍ତାହରେ ଲ୍ୟାଗ୍‌ରେଞ୍ଜ ପଏଣ୍ଟ-୧ରେ ପହଞ୍ଚିବ।

  4. ଦିଲ୍ଲୀରେ ଥିବା ବେଆଇନ ବସ୍ତି ଉଚ୍ଛେଦ ନିମନ୍ତେ ସମୟ ସୀମାକୁ ପୁଣି ତିନି ବର୍ଷ ବୃଦ୍ଧି କରାଯାଇଛି। ଏନେଇ ମଙ୍ଗଳବାର ସଂସଦରେ ବିଲ୍‌ ପାରିତ ହେବା ସହ ଗୃହୀତ ହୋଇଛି।

  5. ଦୁର୍ନୀତି ମାମଲାରେ ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡ଼ି ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ତାମିଲନାଡୁ ରାଜ୍ୟପାଳ ଆର୍‌ଏନ୍ ରବି ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କୁ କହିଛନ୍ତି

  6. ୩ଟି ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆଜି ଲୋକସଭାରେ ଗୃହୀତ ହୋଇଛି। ଅନେକ ପୁରୁଣା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ ଲିଖିତ ଏତଲା ଦାଖଲ ହେବାର ତିନି ଦିନ ମଧ୍ୟରେ ଏଫ୍‌ଆଇଆର୍‌ ପଞ୍ଜୀକୃତ ହେବ। ପ୍ରାଥମିକ ଅନୁସନ୍ଧାନ ରିପୋର୍ଟ ୧୪ ଦିନ ମଧ୍ୟରେ ଶେଷ ହେବ। କେବଳ ଏତିକି ନୁହେଁ, ତଦନ୍ତ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଦାଖଲ ହେବ। ତଦନ୍ତ ଶେଷ ହୋଇନଥିଲେ ମଧ୍ୟ ଚାର୍ଜସିଟ୍‌ ଦାଖଲ ସମୟ ୧୮୦ ଦିନରୁ ଅଧିକ ହେବନାହିଁ।

  7. ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଦେଶର ମୋଟ ଋଣ ପରିମାଣ ୨୦୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏପ୍ରିଲ୍-ଜୁନ୍ ତ୍ରୈମାସିକରେ ତାହା ୨୦୦ ଲକ୍ଷ କୋଟି ଟଙ୍କା ଥିଲା। ମୋଟ ଋଣରେ କେନ୍ଦ୍ର ସରକାରଙ୍କ ଭାଗ ୧୬୧.୧ ଲକ୍ଷ କୋଟି ଟଙ୍କା ରହିଛି।

  8. ଫେବ୍ରୁଆରିରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଯାଇଛି। ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ବୁଧବାର ସମ୍ଭାବ୍ୟ ପ୍ରାର୍ଥୀଙ୍କ ଠାରୁ ନାମାଙ୍କନ ପତ୍ର ଗ୍ରହଣ କରିବା ଆରମ୍ଭ କରିଛନ୍ତି।

  9. ଚଳିତ ବର୍ଷର ସେପ୍ଟେମ୍ବର ରାଜ୍ୟ ଟେଲିକମ୍ ଶିଳ୍ପ ଲାଗି ଏକ ଖରାପ ମାସ ସାବ୍ୟସ୍ତ ହୋଇଛି। ବହୁ ସଂଖ୍ୟାରେ ଗ୍ରାହକ ମୋବାଇଲ୍‌ ନେଟ୍‌ୱର୍କଠାରୁ ଦୂରେଇ ଯାଇଛନ୍ତି। ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁସାରେ ସେପ୍ଟେମ୍ବରରେ ଓଡ଼ିଶା ପ୍ରାୟ ୫ ଲକ୍ଷ ପୁରୁଣା ମୋବାଇଲ୍ ଗ୍ରାହକଙ୍କୁ ହରାଇଛି।

  10. ସବୁଠୁ ୫୦ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ପ୍ରୀତି ପଲ୍ଲବୀ ପଟ୍ଟନାୟକଙ୍କୁ ସ୍ଥାନ ମିଳିଛି। ଫୋର୍କ ମିଡିଆ ଗ୍ରୁପ୍ ସହଯୋଗରେ ଏଲିଟ୍‌ ପତ୍ରିକା ପକ୍ଷରୁ ଐତିହାସିକ ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରୀତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

  11. ଫ୍ରାନ୍ସ ସରକାର ବିଦେଶୀମାନଙ୍କ ପାଇଁ ସେଠାରେ ପରିବାର ସହ ରହିବା ଓ ତାହା ସହ ଜଡିତ କେତେକ ନିୟମକୁ କଠୋର କରିଛନ୍ତି। ଫ୍ରାନ୍ସ ସଂସଦ ଇମିଗ୍ରେସନ ନୀତିକୁ କଡାକଡି କରି ଏକ ଆଇନ ପ୍ରଣୟନ କରିଛି। ନୂତନ ନିୟମ ଅନୁଯାୟୀ ପ୍ରବାସୀମାନଙ୍କ ପାଇଁ ପରିବାର ସଦସ୍ୟଙ୍କୁ ଫ୍ରାନ୍ସକୁ ଆଣିବା ଅଧିକ କଷ୍ଟସାଧ୍ୟ ହେବ

  12. ରାଜ୍ୟସଭାରେ କେନ୍ଦ୍ରୀୟ ଦ୍ରବ୍ୟ ଏବଂ ସେବା କର ସଂଶୋଧନ ବିଲ୍ – ୨୦୨୩ ଆଗତ କରାଯାଇଛି। ଏହି ବିଲ୍ ପାରିତ ହେଲେ କେନ୍ଦ୍ରୀୟ ଦ୍ରବ୍ୟ ଏବଂ ସେବା କର ବିଧେୟକ ୨୦୧୭ର ବ୍ୟବସ୍ଥାରେ ସଂଶୋଧନ ହୋଇପାରିବ।

  13. ଚୀନ ତା’ର କାର୍ଯ୍ୟକଳାପରୁ ନିବୃତ ହେଉନାହିଁ। ଏବେ ପୁଣି ଥରେ ଚୀନ୍‌ ବେଲୁନ ତାଇୱାନ ସୀମା ଅତିକ୍ରମ କରିଛି।

  14. ରାଷ୍ଟ୍ରୀୟ ଖେଳ ପୁରସ୍କାର ୨୦୨୩ ପାଇଁ ଖେଳାଳିଙ୍କ ନାଁ  ଘୋଷଣା ହୋଇଛି । ଭାରତୀୟ ଟିମ୍‌ର ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ସମେତ ମୋଟ ୨୬ ଖେଳାଳିଙ୍କୁ ଅର୍ଜ୍ଜୁନ ପୁରସ୍କାର ମିଳିବ । ଅନ୍ୟପଟେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଷ୍ଟାର ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡିକୁ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ସମ୍ମାନ ମିଳିବ ।

  15. ବିଶିଷ୍ଟ କବି ଆଶୁତୋଷ ପରିଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ।  କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଆଶୁତୋଷ ପରିଡାଙ୍କୁ ମିଳିବ ସମ୍ମାନ । ୨୦୨୩ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ୨୪ ଟି ଭାରତୀୟ ଭାଷା ପାଇଁ ପୁରସ୍କାର ଘୋଷିତ ହୋଇଛି ।

  16. ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।

  17. ସାହାରା ଗ୍ରୁପରୁ ଅଧିକ ଟଙ୍କା ପାଇବାକୁ ଏବଂ ଏହାକୁ ନିବେଶକଙ୍କ ନିକଟକୁ ଫେରାଇବାକୁ ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବେ।

  18. ବୁଧବାର, ବାଣିଜ୍ୟ ସପ୍ତାହର ତୃତୀୟ ଦିନରେ ଷ୍ଟକ ମାର୍କେଟରେ ଭୂକମ୍ପ ହୋଇଛି। ବଜାର ଖୋଲିବା ମାତ୍ରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଥିଲା। କାରବାରର ଶେଷ ଘଣ୍ଟାରେ ହଠାତ ଶେୟାର ବଜାର ଭୁଶୁଡି ପଡିଥିଲା

  19. ମୋବାଇଲ ଏବଂ ସିମ କାର୍ଡ ସହ ଜଡିତ ନିୟମକୁ ସରକାର ପରିବର୍ତ୍ତନ କରିଛନ୍ତି। ପୁରୁଣା ନିୟମରେ ସହଜ ଥିଲା, ଯାହା ଦ୍ୱାରା ବେଆଇନ ସିମ କାର୍ଡ କିଣି ବିଭିନ୍ନ ଅପରାଧ କରାଯାଇ ପାରୁଥିଲା।

  20. ସ୍ମାର୍ଟଫୋନ ଯୋଗୁ ଲୋକଙ୍କ ପାଇଁ ଅନେକ ଜିନିଷ ସହଜ ହୋଇଯାଇଛି । କିନ୍ତୁ କିଛି ଜିନିଷ ମଧ୍ୟ କଷ୍ଟସାଧ୍ୟ ହୋଇଛି । ଏକ ଫୋନ କଲ ଗ୍ରାହକଙ୍କୁ ବିଚଳିତ କରିବା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନିମିଷକେ ଖାଲି କରି ଦେଇପାରେ। ତେଣୁ ସ୍ମାଟଫୋନ ୟୁଜର ସବୁବେଳେ କେତେକ ବିଷୟଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ।

395 Y
1218 21-12-2023 English
  1. The Union government will introduce new technologies, including GPSbased toll collection systems, by March next year to replace existing highway toll plazas, Union Minister Nitin Gadkari said Wednesday.

  2. Amid suspension of 143 Opposition members following protests over the recent security breach in Parliament, three crucial Bills - Bharatiya Nyaya (Second) Sanhita, 2023, the Bharatiya Nagarik Suraksha (Second) Sanhita, 2023 and the Bharatiya Sakshya (Second) Bill, 2023 - that will replace Indian Penal Code (IPC) of 1860, Code of Criminal Procedure (CrPC) of 1973 and Indian Evidence Act, of 1872 were passed in Lok Sabha Wednesday.

  3. As many as 21 cases of Covid-19 sub-variant JN.1 have been detected across the country till now, NITI Aayog member (Health) VK Paul said Wednesday but asserted that there was no need to panic.

  4. Cold wave continues to sweep Odisha, with 14 places in the state recording minimum temperatures at or below 10 degrees Celsius

  5. The state government Wednesday said the state hasn’t reported any Covid case over the past week, amid an uptick in infections in various parts of the country.

  6. Eminent Odia poet Ashutosh Parida is among the 24 recipients of Sahitya Akademi Awards 2023, the organisation announced, Wednesday

  7. Kalahandi district, once infamous for starvation deaths and child sale, is experiencing a turnaround in its fortune through fish cultivation.

  8. Paradip Port has proved its efficiency and achieved yet another 100 Million Metric Tonnes (MMT) of cargo handling in the shortest time in its history.

  9. The controversy over a TMC MP mimicking Vice President Jagdeep Dhankhar took political centrestage Wednesday with the issue playing out both inside and outside Parliament and President Droupadi Murmu joining Prime Minister Narendra Modi in expressing dismay.

  10. The Enforcement Directorate has summoned Bihar deputy chief minister Tejashwi Yadav and his father and RJD chief Lalu Prasad for questioning in the railways land-for-jobs money laundering case probe, official sources said Wednesday.

  11. The European Union reached agreement early Wednesday on new rules designed to share out the cost and work of hosting migrants more evenly and to limit the numbers of people coming in.

  12. Ukraine’s President Volodymyr Zelenskyy said Tuesday the military had proposed mobilising 450,000-500,000 more Ukrainians into the armed forces in what would mark a dramatic step up of Kyiv’s war with Russia.

  13. The government will approach the Supreme Court again to get more funds from the Sahara Group, as three crore investors have sought a refund of `80,000 crore stuck with the company’s cooperative societies.

  14. An army truck was ambushed by terrorists in Jammu and Kashmir's Poonch district today. This was the second terror attack on the army in the region in less than a month.

  15. There are a total of 10 "black tigers" in India, all exclusively found in Odisha's Similipal, the government informed the Parliament on Thursday.

389 Y
1219 20-12-2023 Odia
  1. ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ପାଇଁ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଛି। ୨୦୨୪ ଫେବୃଆରୀ ମାସରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ପାଇଁ ଐତିହ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି।

  2. ଗୁଜୁରାଟର ଜଣେ ଭକ୍ତ ମଙ୍ଗଳବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନକୁ ସ୍ୱର୍ଣ୍ଣ ଅଳଙ୍କାର ସମର୍ପଣ କରିଛନ୍ତି ।ଦୈନନ୍ଦିନ ବେଶରେ ଲାଗୁଥିବା ସୂବର୍ଣ୍ଣ ଚିତା ବା ତିଲକ ଦୁଇଟି ପ୍ରଦାନ କରିଛନ୍ତି । ଏହାର ଓଜନ ପ୍ରାୟ ୧କିଗ୍ରା ୭୫ଗ୍ରାମ ରହିଛି । ଏଥିସହିତ ଶ୍ରୀମନ୍ଦିର ଭିତରେ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ୩ଟି ରୂପା ମୁକୁଟ ଦେଇଛନ୍ତି ଗୁଜୁରାଟ ଅହମ୍ମଦାବାଦର ଭକ୍ତ ଚିରାଗ ଚିନୁଭାଇ ପଟେଲ 

  3. ଚୀନର ଗାଂସୁ ପାନ୍ତରେ ସୋମବାର ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ରହିଛି । ଚୀନର ଭୂକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ, ସୋମବାର ୧୧ଟା ୫୯ ମିନିଟରେ ଉତ୍ତର ପଶ୍ଚିମୀ ଚୀନର ଗାଂସୁ ପ୍ରାନ୍ତରେ ଜୋରଦାର ଭୂକମ୍ପ ଅନୁଭୂତ ହୋଇଛି ।

  4. ତିନି ଦିନ ଧରି ଚାଲିଥିବା ଏହି ଧାରାରେ କୌଣସି ବିରାମ ଲାଗୁନାହିଁ। ଆଜି ବିରୋଧୀ ଦଳର ଆଉ ୪୯ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଏହାସହିତ ନିଲମ୍ବିତ ସାଂସଦମାନଙ୍କ ସଂଖୃା ୧୪୧ରେ ପହଞ୍ଚିଛି। ଏହି ନିଲମ୍ବନର ପ୍ରତିବାଦରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଅସନ୍ତା ୨୨ ତାରିଖରେ ଦେଶବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ କରାଯିବ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଘୋଷଣା କରିଛନ୍ତି।

  5. ପୃଥିବୀର କକ୍ଷ ପକ୍ଷରେ ୬ ରହସ୍ୟମୟ ଓ ଅପରିଚିତ ବସ୍ତୁକୁ ଚୀନର ମହାକାଶ ଯାନ ସେନ୍‌ଲଙ୍ଗ୍‌ (ଦୈବୀ ଡ୍ରାଗନ) ସ୍ଥାପିତ କରିଛି। ଏହି ଘଟଣା ପରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ସମେତ ବିଭିନ୍ନ ରାଷ୍ଟ୍ରର ମହାକାଶ ଗବେଷଣା ସଂସ୍ଥାନଗୁଡ଼ିକ ମଧ୍ୟରେ ଚହଳ ସୃଷ୍ଟି ହୋଇଛି।

  6. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଆଗମୀ ଦିନରେ ତାଙ୍କ ପିଉସୀଙ୍କଠାରୁ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ବୋଲି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖପାତ୍ର କୁନାଲ ଘୋଷ ସୋମବାର କହିଛନ୍ତି।

  7. ଶ୍ରୀଲଙ୍କାର ସାମୁଦ୍ରିକ ସୀମାରେ ଚୀନର ଗୁଇନ୍ଦା ଓ ଗବେଷଣା ଜାହଜ ସ୍ଥାପନ ଉପରେ ଶ୍ରୀଲଙ୍କା ସରକାର ପ୍ରତିବନ୍ଧକ ଲଗାଇଛି। ଶ୍ରୀଲଙ୍କା ସରକାର ଚୀନର ଜଳପୋତ ଉପରେ ୧ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଥିବା

  8. ଇତିମଧ୍ୟରେ ଇସ୍ରାଏଲ ସେନା ଅଦ୍ୟାବଧି ୧୦୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କୁ ବନ୍ଦୀ କରିଛି। ଆଇଡିଏଫ୍ ମୁଖ୍ୟ କହିଛନ୍ତି ଯେ ଯେତେବେଳେ ଲଢୁଆମାନେ ଅସ୍ତ୍ରଶସ୍ତ୍ର ତଳେ ଥୋଇଦେଇ ହାତ ଉଠାନ୍ତି, ଆମେ ସେମାନଙ୍କୁ ଗିରଫ କରୁ, ଆମେ ସେମାନଙ୍କୁ ଗୁଳି କରୁନାହିଁ।

  9. ବୁକିଂ ଡଟ୍‌ କମ୍ ଜାରି କରିଥିବା ରିପୋର୍ଟ ଅନୁସାରେ ଛୁଟିଦିନରେ ଲୋକମାନେ ଭ୍ରମଣ କରିବା ଲାଗି ପସନ୍ଦ କରୁଥିବା ସ୍ଥାନ ମଧ୍ୟରେ ପୁରୀ ଦ୍ବିତୀୟ ସ୍ଥାନରେ ଥିଲା। ଏବେ ରିତେଶ ଅଗ୍ରୱାଲଙ୍କ କଂପାନି ଓୟୋ ଜାରି କରିଥିବା ରିପୋର୍ଟ ଅନୁସାରେ ଧାର୍ମିକ ସ୍ଥଳ ମଧ୍ୟରେ ବୁକିଂରେ ପୁରୀ ଏକ ନମ୍ବର ସ୍ଥାନରେ ରହିଛି। 

  10.  ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଘରୋଇ ଏୟାରଲାଇନ୍ସ ସ୍ପାଇସ୍‌ଜେଟ୍‌ରେ ମୁମ୍ବାଇରେ ବାସ କରୁଥିବା ଓଡ଼ିଆ ଦମ୍ପତି ହରିହର ମହାପାତ୍ର ଓ ପ୍ରୀତି ମହାପାତ୍ର ୧୧୦୦ କୋଟି ଟଙ୍କା ନିବେଶ କରିଛନ୍ତି। ସେମାନେ ସ୍ପାଇସ୍‌ଜେଟ୍‌ର ୧୯ ପ୍ରତିଶତ ଅଂଶଧନ ହାସଲ କରିଛନ୍ତି। 

  11.  ନିଜର ସମ୍ପତ୍ତି ବଢ଼ାଇବାରେ ଓପି ଜିନ୍ଦଲ ଗ୍ରୁପ୍‌ର ଅଧ୍ୟକ୍ଷା ସାବିତ୍ରୀ ଜିନ୍ଦଲ ଆଗରେ ରହିଛନ୍ତି। ବ୍ଲୁମ୍‌ବର୍ଗ ବିଲିଓନେୟାର ସୂଚୀ ଅନୁସାରେ ଦେଶର ଏକ ନମ୍ବର ଧନୀ ମୁକେଶଠାରୁ ତାଙ୍କ ସମ୍ପତ୍ତି ଅଧିକ ବଢ଼ିଛି।

  12. ଦିଲ୍ଲୀରେ ଅନଧିକୃତ ଭାବେ ଗଢ଼ିଉଠିଥିବା କୋଠାଗୁଡ଼ିକ ବିରୋଧରେ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁରକ୍ଷାକୁ ଡିସେମ୍ବର ୩୧ ସମୟସୀମା ଶେଷ ହେବା ପରେ ଆଉ ୩ ବର୍ଷ ବଢ଼ାଇବାକୁ ଏକ ବିଲ୍‌ ମଙ୍ଗଳବାର ଲୋକ ସଭାରେ ଗୃହୀତ ହୋଇଛି।

  13. ଯଦି କେହି ବିନା କାରଣରେ କଲ କରି ହଇରାଣ କରୁଛନ୍ତି, ତା’ହେଲେ ତାଙ୍କ ଉପରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରିବ।

  14. ୨୦୨୦ରୁ ୨୦୨୩ ଗତ ୩ ବର୍ଷ ମଧ୍ୟରେ ୨୦୬ ସିଆରପିଏଫ ଯବାନ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ପ୍ରଦାନ କରିଛନ୍ତି।

  15. ଉତ୍ତରପ୍ରଦେଶର ବାରାଣାସୀରେ ଅବସ୍ଥିତ କାଶୀ ବିଶ୍ୱନାଥ-ଜ୍ଞାନଵାପି ଜମି ମାଲିକାନା ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ବିଚାରପତି ରୋହିତ ରଂଜନ ଅଗ୍ରୱାଲଙ୍କ ଖଣ୍ଡପୀଠ ମାଲିକାନା ବିବାଦ ମାମଲାକୁ ଚ୍ୟାଲେଞ୍ଜ କରି ଅଞ୍ଜୁମାନ ଇଣ୍ଟେଜାମିଆ ମସଜିଦ କମିଟି ଦାଖଲ କରିଥିବା ଆବେଦନକୁ ଖାରଜ କରିଛନ୍ତି।

  16. ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ମହିଳା ଉଦ୍ୟୋଗୀଙ୍କୁ ୩୦ କୋଟିରୁ ଅଧିକ ବନ୍ଧକ ମୁକ୍ତ ଋଣ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ଉଦ୍ୟୋଗୀ ଅଭିଳାଷକୁ ବୃଦ୍ଧି କରିନାହିଁ ବରଂ ଦେଶର ଉନ୍ନତ ବିକାଶକୁ ମଧ୍ୟ ସୁନିଶ୍ଚିତ କରିଛି।

  17. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜି -୨୦ ଅଧ୍ୟକ୍ଷତା ମାଧ୍ୟମରେ ଭାରତ ଭିନ୍ନ ଭିନ୍ନ ଦାୟିତ୍ୱ ଏବଂ ସମ୍ପୃକ୍ତ ସାମର୍ଥ୍ୟ ଆଧାରରେ ଜଳବାୟୁ କାର୍ଯ୍ୟକୁ ଏକ ସହଯୋଗୀ ପ୍ରକ୍ରିୟା କରିବାକୁ ପ୍ରତିଶୃତି ଦେଇଛି। ସେ କହିଛନ୍ତି ଯେ ଭାରତକୁ କେବଳ ବିଶ୍ୱର ଦେଶମାନେ ଗ୍ରହଣ କରି ନ ଥିଲେ ବରଂ ଏହାକୁ ୟୁଏଇର ଘୋଷଣାପତ୍ରରେ ମଧ୍ୟ ସାମିଲ କରିଛନ୍ତି।

  18. ପ୍ରଶାନ୍ତ ଶର୍ମାଙ୍କ ଦ୍ବାରା ନିର୍ଦେଶିତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ହନୁମାନ’କୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି।ଇତି ମଧ୍ୟରେ ଫିଲ୍ମର ହିନ୍ଦୀ ଟ୍ରେଲର ରିଲିଜ୍‌ ହୋଇଛି, ଯାହା ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି।

  19. ଦୁବାଇର କୋକାକୋଲା ଆରେନାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ନିଲାମ ଚାଲିଛି। ବିଶ୍ୱକପ ତାରକା ମିଚେଲ ଷ୍ଟାର୍କ ଏବଂ ପ୍ୟାଟ୍ କମିନ୍ସ ଏହି ନିଲାମରେ ସବୁଠୁଁ ଆଗରେ ରହିଛନ୍ତି।

  20. ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମୁକାବିଲା ସ୍ଥାନୀୟ ସେଣ୍ଟ ଜର୍ଜସ ପାର୍କରେ ଖେଳାଯାଉଛି। ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୬.୨ ଓଭରରେ ୨୧୧ ରନ କରି ଅଲଆଉଟ ହୋଇଯାଇଛି ।

372 Y
1220 20-12-2023 English
  1. The Odisha government Tuesday decided to organise a World Odia Language Conference in February next year to further strengthen, spread and popularise the language in the state and outside.

  2. A day after 78 suspensions in both the Houses, Lok Sabha Tuesday suspended 49 more Opposition MPs for unruly behaviour, including Koraput MP Saptagiri Ulaka, as the turmoil continued in the Parliament over the security breach in Lok Sabha December 13. The INDIA bloc’s strength has reduced to almost one third in the Lok Sabha

  3. The Odisha government Tuesday claimed that the dropout rate in Class X was 27 per cent in the state in 2021-22 and not 49.9 per cent as stated by Union Education Minister Dharmendra Pradhan in the Lok Sabha a day before.

  4. A nine-year-old girl was allegedly abducted, raped and then murdered by her 52-year-old landlord, who dumped her body in a canal in outer Delhi's Swaroop Nagar, police said, Tuesday.

  5. West Bengal Chief Minister and TMC supremo Mamata Banerjee and Delhi Chief Minister Arvind Kejriwal Tuesday proposed Congress president Mallikarjun Kharge's name as the opposition INDIA bloc's PM candidate, saying he could be the ‘first Dalit prime minister’ of the country, but no decision was taken on it.

  6. Cold wave continues to sweep Odisha with 11 places in the state recording minimum temperatures below 10 degrees Celsius, the India Meteorological Department (IMD) said Tuesday.

  7. INDIA bloc leaders Tuesday sought the intervention of President Droupadi Murmu over the suspension of 141 opposition MPs from Parliament.

  8. Governor Raghubar Das has drawn the attention of Chief Minister Naveen Patnaik to certain issues faced by the people of Angul and Dhenkanal districts

  9. The Orissa Botanical Society (OBS) conferred Prof Gadadhara Mishra Memorial Plant Physiology Award 2023 on Debabrata Panda of Central University of Odisha (CUO) at the 46th annual conference of OBS organised on the premises of Dhenkanal Auonomous College, Monday.

  10. The Orissa Botanical Society (OBS) conferred Prof Gadadhara Mishra Memorial Plant Physiology Award 2023 on Debabrata Panda of Central University of Odisha (CUO) at the 46th annual conference of OBS organised on the premises of Dhenkanal Auonomous College, Monday.

  11. The Calcutta High Court Tuesday refused to grant a prayer by BJP MP Dilip Ghosh and another person for change of date of a Teachers’ Eligibility Test (TET) in West Bengal since it coincides with the December 24 Bhagavad Gita chant programme, scheduled to be attended by Prime Minister Narendra Modi.

  12.  Enforcement Directorate (ED) Tuesday conducted raids at the West Bengal Forest Department office. Minister Jyotipriya Mallick has already been arrested by the ED in October this year for his alleged involvement in the case.

  13. Senior BJP MLA and former Chhattisgarh Chief Minister Raman Singh was Tuesday unanimously elected as the Speaker of Chhattisgarh Assembly. The first session of the newly-elected Assembly began Tuesday

  14. Suspended from Parliament, opposition leaders Tuesday staged protests on the stairs of the building with Trinamool Congress leader Kalyan Banerjee breaking into an impromptu skit mocking Vice President Jagdeep Dhankhar and Rahul Gandhi making a video of the performance, sparking a political controversy

  15. The Gujarat High Court Tuesday rejected the bail application of Oreva Group CMD Jaysukh Patel, the main accused in the October 2022 Morbi suspension bridge collapse that killed 135 persons.

406 Y