# |
Date |
Type |
Current Affairs |
No. Of Views |
Status |
Action |
3201 |
17-02-2021 |
Odia |
- କିରଣ ବେଦୀ ୨୦୧୬, ମେ ୨୯ରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ହେଲେ ପୁଡୁଚେରୀରେ କଂଗ୍ରେସ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ସହ ତାଙ୍କ ଅନେକ ସମୟରେ ମତଭେଦ ରହୁଥିଲା ।ତେଲେଙ୍ଗାନାର ରାଜ୍ୟପାଳ ଡ. ତାମିଲସାଇ ସୁନ୍ଦରରାଜନଙ୍କୁ ପୁଡ଼ୁଚେରୀର ଉପରାଜ୍ୟପାଳଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇଦିଆଯାଇଛି ।
- ଗୋଧ୍ରା ଟ୍ରେନ ପୋଡ଼ି ୧୯ ବର୍ଷ ପରେ ଏହି ଘଟଣାର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ରଫିକ ହୁସେନ ବହୁଟୁକଙ୍କୁ ପୋଲିସ ଗିରଫ ହୋଇଛି।
- ଦେଶର ୧୮୮ଟି ଜିଲ୍ଲାରେ ଗତ ୭ ଦିନ ମଧ୍ୟରେ ଜଣେ ହେଲେ ନୂଆ କରୋନା ରୋଗୀ ବାହାରି ନାହାନ୍ତି। ସେହିଭଳି ଗତ ୨୧ ଦିନ ମଧ୍ୟରେ ଦେଶର ୨୧ଟି ଜିଲ୍ଲାରେ ଜଣେ ହେଲେ ନୂଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି।
- ‘ହୁ’ ଟିମ୍ର ମୁଖ୍ୟ ତଦନ୍ତକାରୀ ପିଟର୍ ବେନ୍ ଏମ୍ବାର୍କ କହିଛନ୍ତି ଯେ ଉହାନରେ ହିଁ କରୋନା ଭାଇରସ୍ ବ୍ୟାପକ ଭାବେ ପ୍ରଥମେ ବ୍ୟାପିଥିଲା ଏବଂ କର୍ତ୍ତୃପକ୍ଷ ଏହାକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇନଥିଲେ।
- ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଦୈନିକ ୨୪ଘଣ୍ଟାରୁ ୧୪ ଘଣ୍ଟା ପାଠ ପଢ଼। ୬ ଘଣ୍ଟା ଶୋଇବା ପାଇଁ ଓ ୪ ଘଣ୍ଟା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଦେବା ପାଇଁ ପରାମର୍ଶ ଦିଆ ଯାଇଛି
- ସ୍ମାର୍ଟ ସିଟି ରାଉରକେଲାରେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପିୟୁଟି ପରିସରରେ ଦେଶର ସର୍ବବୃହତ୍ ଅତ୍ୟାଧୁନିକ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ନିର୍ମାଣ ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ଷ୍ଟାଡିୟମରେ ଏକକାଳୀନ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ। ଏଥିସହ ମୁଖ୍ୟମନ୍ତ୍ରୀ ଜିଲ୍ଲାର ମୋଟ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି l
- ସୋସିଆଲ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟ କରି ଗୁଜବ ରଟେଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ଦେବୀଲାଲ ବୁରଦକ ଓ ସ୍ୱରୂପ ରାମଙ୍କୁ ରାଜଦ୍ରୋହ ଅପରାଧରେ ଗିରଫ କରିଥିଲା। ଅତିରିକ୍ତ ସେସନସ୍ ଜଜଙ୍କ କୋର୍ଟ ମାମଲାରେ ଶୁଣାଣି କରିଛନ୍ତି। ଉପଦ୍ରବୀଙ୍କୁ ଚୁପ କରିବା ଲାଗି ସରକାର ଏପର୍ଯ୍ୟନ୍ତ ଏହି ଆଇନର ଉପଯୋଗ କରିଆସିଛନ୍ତି। ତେବେ ଅସନ୍ତୁଷ୍ଟଙ୍କୁ ଡରାଇବା ଲାଗି ଏହାର ଉପଯୋଗ ଆଇନର ମର୍ଯ୍ୟଦା କ୍ଷୁର୍ଣ୍ଣ କରୁଥିବା କୋର୍ଟ କହିଛନ୍ତି।
- ବ୍ରିଟେନ ପରେ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଭୂତାଣୁ ଷ୍ଟ୍ରେନ୍ ଏପରି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ତେବେ ଭାରତ ମଧ୍ୟ ଏବେ ଏହି ଭୂତାଣୁ ଷ୍ଟ୍ରେନରୁ ମୁକ୍ତ ନଥିବା ମଙ୍ଗଳବାର ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମହାନିର୍ଦ୍ଦେଶକ ବଲରାମ ଭାର୍ଗବଙ୍କ ସୂଚନାରୁ ଜଣାପଡିଛି।
- ଏଥର ମହାକୁମ୍ଭ ମାତ୍ର ୩୦ ଦିନ ପାଇଁ ହେବ। ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ। ୩୦ ଦିନ ପାଇଁ କୁମ୍ଭ ଆୟୋଜନ କରାଯାଇଛି।
- ଭାରତୀୟ ଛାତ୍ରୀ ରଶ୍ମୀ ସାମନ୍ତ ବ୍ରିଟେନର ବିଶ୍ୱବିଖ୍ୟାତ ଅକ୍ସଫର୍ଡ ୟୁନିଭର୍ସିଟି ଛାତ୍ରସଂଘର ସଭାପତି ନିର୍ବାଚିତ ହୋଇ ପ୍ରଥମ ଭାରତୀୟ ମହିଳାଭାବରେ ଇତିହାସ ରଚିଛନ୍ତି।
- ମେ’ ୧୮ ତାରିଖ ସକାଳ ୪ଟା ୧୫ ମିନିଟରେ ଶ୍ରଦ୍ଧାଳୁଙ୍କ ପାଇଁ ବଦ୍ରୀନାଥ ମନ୍ଦିର କବାଟ ଖୋଲି ଦିଆଯିବ।
- ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ପୋଲିସକର୍ମୀ ମଦ ସେବନ ନକରିବାର ଶପଥ ନେଇଛନ୍ତି। ଏଥିପାଇଁ କୌଣସି ପୋଲିସକର୍ମୀ ଯଦି ଡ୍ୟୁଟି ସମୟରେ ମଦ ପିଇଥିବା ଧରା ପଡନ୍ତି ତେବେ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ତତ୍କାଳ ଚାକିରିରୁ ବରଖାସ୍ତ କରାଯିବ।
- ‘ଏମ୍ଏଯସ୍ ଧୋନୀ- ଦି ଅନ୍ଟୋାଲ୍ଡ ଷ୍ଟୋରୀ’ ଏବଂ ‘କେସରୀ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ଼ ଅଭିନେତା ସନ୍ଦୀପ ନାହରଙ୍କ ମୃତ୍ୟୁ ଘଟିଛି। ୩୦ ବର୍ଷୀୟ ସନ୍ଦୀପଙ୍କୁ ତାଙ୍କ ପତ୍ନୀ କାଞ୍ଚନ ଏବଂ ସାଙ୍ଗମାନେ ଗୋରେଗାଓଁସ୍ଥିତ ଫ୍ଲାଟରେ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ। ପରେ ତାଙ୍କୁ ଏସଭିଆର୍ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
- ଦିଲ୍ଲୀର ପାମ୍ ଗ୍ରୀନ୍ ରିସର୍ଟରେ ଫେବୃଆରୀ ୧୨ରୁ ୧୪ ମଧ୍ୟରେ ତିନିଦିନ ଧରି ଆୟୋଜିତ ମିସ୍ ଟିନ୍ ଇଣ୍ଡିଆ ୟୁନିଭର୍ସ ୨୦୨୧ ପ୍ରତିଯୋଗିତାରେ ଓଡ଼ିଆ ଝିଅ ପ୍ରିତିକା ଜେନା ପ୍ରଥମ ଓ ତମନ୍ନା ଦାଶ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।
- ପାତାଳୀ ଶ୍ରୀକ୍ଷେତ୍ର ବିଶ୍ବ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେବ। ଆଜିକୁ ୧୬୦୦ ବର୍ଷ ତଳେ ମହାପ୍ରଭୂ ଏଠାରେ ୧୪୪ ବର୍ଷ ଧରି ପାତାଳୀ ହୋଇଥିଲେ। ଏଠାରୁ ଚତୁର୍ଦ୍ଧା ବିଗ୍ରହଙ୍କୁ ପୁରୀକୁ ନିଆଯାଇ ନବକଳେବର କରାଯାଇଥିଲା।
- ହାଇକୋର୍ଟ ସାରଥୀଙ୍କୁ ପ୍ରବଚନ ଅନୁମତି ଦେଇଥିବା ସୂଚନା ମିଳିଛି। କୋଭିଡ଼୍ ନିୟମକୁ ପାଳନ କରିବା ସହ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସେ ପ୍ରବଚନ ଦେଇପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
- ଗୁରୁତର ଶକ୍ତି ସଂକଟ ଆମେରିକାରେ ଅଶୋଧିତ ତୈଳ (କ୍ରୁଡ) ଉତ୍ପାଦନ ହ୍ରାସ କରିଛି। ବଡବଡ ରିଫାଇନାରୀ ବନ୍ଦ ହୋଇଯିବା ତୈଳ ଉତ୍ପାଦନରେ ବାଧା ଉପୁଜିଥିବା ବେଳେ ପାଇପଲାଇନ୍ ଯୋଗାଣ ମଧ୍ୟ ଠପ ହୋଇଯାଇଛି। ଫଳରେ ନ୍ୟୁୟର୍କରେ ବର୍ଷରେ ପ୍ରଥମ ଥର କ୍ରୁଡ ବାରଲ ପିଛା ଦର ୬୦ ଡଲାରକୁ ପହଞ୍ଚିଛି।
- ରଥକାଠ ଅନୁକୂଳ ଅବସରରେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜନୈକ ଦାତା ସୁବର୍ଣ୍ଣ ଅଳଙ୍କାର ଦାନ କରିଛନ୍ତି। ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ରହିଛି ବଡ ଠାକୁରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଏବଂ ୨ଟି ଝୋବା, ମା ସୁଭଦ୍ରାଙ୍କ ୨ଟି ତଡକି ଏବଂ ୨ଟି ଝୋବା ।
- କୋଭିଡ୍-୧୯ ମହାମାରୀ ପାଇଁ ଗତବର୍ଷ ପ୍ରଥମ ସଂସ୍କରଣ ବାଧାପ୍ରାପ୍ତ ହେବା ପରେ ଅନ୍ଏକାଡେମି ରୋଡ୍ ସେଫଟି ବିଶ୍ବ ସିରିଜ୍ ଟି-୨୦ ପ୍ରତିଯୋଗିତା ଚଳିତ ବର୍ଷ ମାର୍ଚ୍ଚ ୨ରୁ ଆରମ୍ଭ ହେବାକୁ ଯାଉଛି।
- ୨୦୧୬ରେ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ହୋଇଥିବା ଦେଶଦ୍ରୋହ ମାମଲାକୁ ନେଇ ପଟିଆଲା ହାଉସ୍ କୋର୍ଟ କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କୁ ସମନ ଜାରି କରିଛି ।ସମସ୍ତ ଅଭିଯୁକ୍ତଙ୍କୁ ମାର୍ଚ୍ଚ ମାସ ୧୫ ତାରିଖରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । (Collected from mass media)
|
686 |
Y |
|
3202 |
17-02-2021 |
English |
- President Ramnath Kovind has removed Kiran Bedi with immediate effect and handed over the additional charge of Puducherry to Telangana Governor Tamilisai Soundarajan.
- The Supreme Court Tuesday dismissed a plea seeking direction to the Centre to return Rs 365 crore donated by MPs from MPLADS fund to PM CARES Fund for tackling exigencies emerging from the COVID-19 pandemic.
- Nepal has expressed its concern over the "objectionable remarks" allegedly made by Indian Home Minster Amit Shah on "plans to expand" his Bharatiya Janata Party in neighbouring countries.
- Another suspect, lawyer Nikita Jacob's similar plea was heard by Justice P D Naik at the high court's principal bench in Mumbai, which said it would pass order on Wednesday.
- Petrol and diesel prices in the national capital stand at Rs 89.29 a litre (increase by 30 paise) and Rs 79.70 per litre (increase by 35 paise), respectively.
- Eleven students of AIIMS Gorakhpur had moved the Apex Court seeking its direction to allow them to sit in the first-year examinations.
- Police sought extension of Sidhu's custodial interrogation, saying it was required for further investigation and to identify other accused persons in the case.
- A court here has taken cognisance of a chargesheet filed by the Delhi Police against former Jawaharlal Nehru University Students' Union (JNUSU) President Kanhaiya Kumar and 9 others in a 2016 sedition case and summoned them on March 15.
- The principal and a teacher of a school here have been awarded death sentence and imprisonment for life, respectively, by a court for the rape of a Class 5 student in Bihar.
- Maharashtra registered 3,663 new cases of the coronavirus disease on Tuesday, 461 of them in Mumbai, after reporting 4,092 infections on Sunday, highest single-day tally in more than a month.
- Rashtriya Swayamsevak Sangh (RSS) chief Mohan Bhagwat met veteran Bollywood actor and former Member of Parliament Mithun Chakraborty at his Mumbai residence on Tuesday morning.
- According to the agreement between India and China, the People’s Liberation Army (PLA) troops will withdraw to the east of Finger 8 at Sirijap while Indian Army soldiers will return to the Dhan Singh Thapa post between Finger 2 and Finger 3.
- A major road accident took place on Tuesday in Sidhi district of Madhya Pradesh. A bus carrying 54 passengers fell into a canal in Rampur Naikin police station area of Sidhi district.
- Uttar Pradesh Chief Minister Yogi Adityanath has introduced 'Abhyudaya Coaching' in the state to help the youth in preparing for many competitive exams like Civil, NEET and JEE.
- The sedition law cannot be used to "quieten the disquiet under the pretence of muzzling miscreants", a court in Delhi said while granting bail to two men accused of posting fake videos on Facebook on the farmer protests.
- Activist Shantanu Muluk, one of the three main accused in the "Toolkit" case, has received interim protection from arrest.
- The Jagannath Temple Management Committee has approved a ₹ 800-crore heritage corridor project aimed at redeveloping the surrounding area of the 12th century shrine, sources said on Tuesday.
- Senior UN official Siddharth Chatterjee has formally taken over as the United Nations Resident Coordinator in China
- The Badrinath temple will reopen for devotees on May 18 this year.
- Suspended Rajasthan Administrative Service officer Pinky Meena, who had been in jail for the past one month for allegedly demanding a bribe of Rs 10 lakh from a highway company, has married a judge from the Rajasthan Judicial Service. (Collected from mass media)
|
645 |
Y |
|
3203 |
16-02-2021 |
English |
- Normal life was completely affected across Odisha on Monday due to a six-hour bandh called by the Congress in protest against fuel price rise.Educational Institutions remained closed, train services were affected and vehicles remained off the roads in the bandh that began at 7 am.
- The Bombay High Court on Monday Refused to quash an FIR lodged against late actor Sushant Singh Rajput's sister Priyanka Singh for allegedly forging and fabricating a medical prescription for her brother.
- he Department of Space (DoS) has envisaged a national effort to meet the goal of successful demonstration of human spaceflight capability and to achieve the vision of sustained human presence in space.India's maiden human spaceflight module 'Gaganyaan' will be launched after the second unmanned mission planned in 2022-23, Union Minister Jitendra Singh said last week.
- The toolkit has been cited by some critics as a "proof" of her conspiracy to fuel protests in India.The 21-year-old activist was arrested on Saturday from Bengaluru and sent to five days police remand on Sunday by a Delhi court here.
- A day after the centre hiked the price of LPG cylinders in the national capital by ₹ 50 - a non-subsidised cylinder will now cost ₹ 769 - the Congress has lashed out at "Narendra Modi's ruthless and immoral government"
- Gujarat Chief Minister Vijay Rupani has tested positive for coronavirus, hours after he fainted on stage during an election rally in Vadodra
- To prevent the spread of coronavirus, the Gujarat government on Monday extended till February 28 the night curfew in four major cities of the state- Ahmedabad, Surat, Vadodara and Rajkot.
- West Bengal Chief Minister Mamata Banerjee on Monday virtually launched the ''Maa'' scheme under which her government would provide a meal at a nominal cost of ₹ 5 to poor people.
- The Punjab State Election Commission on Monday ordered repolling at three booths of the Municipal Councils of Patran and Samana in Patiala.
- The Indian Air Force and Indian navy have already given orders for 288 Astra Mark-1 Missiles which are already "proven" on the Russian-origin Sukhoi-30MKI fighters.
- There are 1,39,637 active cases of coronavirus infections in the country which comprise 1.28 per cent of the total caseload, the data stated.
- AAP national convenor and Delhi Chief Minister Arvind Kejriwal will address a 'kisan mahapanchayat' at Meerut on February 28 in support of farmers protesting the Centre's new agri laws, the party said on Monday.
- The Ministry of Finance, Department of Expenditure has released the 16th weekly instalment of Rs.5,000 crore to the States today to meet the GST compensation shortfall.
- The Reserve Bank of India (RBI) will simultaneously sell and purchase government securities under open market operations (OMOs) on 25 February it said on Monday. RBI will purchase securities maturing in 2025, 2029 and 2033, and sell short-dated securities maturing in November this year and February 2022.
- Maharashtra's coronavirus recovery rate is 95.7%, while the fatality rate is 2.5%
- Non-bailable warrants have been issued against Nikita Jacob and Shantanu for their alleged involvement in the toolkit case
- The Orissa High Court on Monday dismissed two PILs challenging the selection of site for the Netaji Bus Terminus in Cuttack, effectively clearing the path for the State government to go ahead with the proposed project.
- The Kerala government is all set to pay revised pension from April 1, 2021, as per the recommendation of the 11th Pay Commission.
- The Odisha government will begin Covid-19 vaccination drive for population above 50 years of age from March 1.
- The Odisha Legislative Assembly is all set to go paperless during the upcoming budget session, beginning on February 18.
|
699 |
Y |
|
3204 |
16-02-2021 |
Odia |
- ସ୍ବଦେଶୀ ଡ୍ରୋନ ଜ୍ଞାନକୌଶଳ ବିକାଶ ଦୃଷ୍ଟିରୁ ଡିଆରଡିଓ ସୈନ୍ୟ ଉପକରଣଗୁଡ଼ିକୁ ଅତ୍ୟାଧୁନିକ କରିବାରେ ଉଦ୍ୟମ ଚଳାଇଛି। ଏହି କ୍ରମରେ ‘ରୁସ୍ତମ-୨’ ମଧ୍ୟ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ାଣ ଭରି ପାରୁଥିବା ଅତ୍ୟାଧୁନିକ ମାନବବିହୀନ ବିମାନ ବା ଡ୍ରୋନ ହେବ।
- ସୂଚନାଯୋଗ୍ୟ ଯେ ୧୯୯୯-୨୦୦୦ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ପରିମାଣ ବର୍ଷକୁ ୩ କୋଟି ଥିବାବେଳେ ଏବେ ତାହା ୧୦୦ କୋଟିକୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ପରିମାଣ ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ହେବ।
- ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପକ୍ଷରୁ ସୋମବାର ଦିଆଯାଇଥିବା ଓଡିଶା ବନ୍ଦ ପାଳନ ଡାକରା ସଫଳ ଓ ଶାନ୍ତିପୂର୍ଣ୍ଣ ହୋଇଥିବା ଜଣାପଡିଛି।
- ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ମଞ୍ଚ ଉପରେ ଭାଷଣ ଦେଉଥିବାବେଳେ ସେ ଚେତାଶୂନ୍ୟ ହୋଇପଡିଥିଲେ।
- ଏକ ୨ ଦିନିଆ ଜାତୀୟ ଇ-ବିଧାନ ପ୍ରୟୋଗ କର୍ମଶାଳା ଓଡିଶା ବିଧାନସଭା ନୂଆ ସମ୍ମିଳନୀ କକ୍ଷରେ ଆଜି ଉଦ୍ଘାଟିତ ହୋଇଯାଇଛି। ଏହି କର୍ମଶାଳାକୁ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ଉଦ୍ଘାଟନ କରିଥିଲେ।
- ଫେବୃଆରୀ ଶେଷ ଭାଗରେ ଭାଗବତ ଗୀତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଏବଂ ନାମ ସହିତ ମହାକାଶକୁ ଏକ ଉପଗ୍ରହ ଉତକ୍ଷେପଣ କରାଯିବ। ଭାରତର ମହାକାଶ କାର୍ଯ୍ୟକ୍ରମକୁ ନୂତନ ସ୍ବରୂପ ପ୍ରଦାନ କରିଥିବା ବିଶିଷ୍ଟ ମହାକାଶ ବିଜ୍ଞାନୀ ସତୀଶ ଧାୱନଙ୍କ ନାମରେ ଏହି ନାନୋ ସାଟେଲାଇଟ୍ ନାମିତ ହୋଇଛି।
- ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକ ପକ୍ଷରୁ କ୍ରମାଗତ ସପ୍ତମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୨୯ ରୁ ୩୦ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୨୫ ରୁ ୨୬ ପଇସା ବୃଦ୍ଧି ପାଇଛି। ଦିଲ୍ଲୀ ଏବଂ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।
- ସରକାରଙ୍କ ଘରୋଇକରଣର ଆଗାମୀ ପର୍ଯ୍ୟାୟ ପାଇଁ ୪ ମଧ୍ୟମ ଧରଣର ରାଜ୍ୟ ସଞ୍ଚାଳିତ ବ୍ୟାଙ୍କକୁ ଚୟନ କରିଛନ୍ତି। ଏହି ଚାରି ବ୍ୟାଙ୍କ ଖୁବ୍ ଶୀଘ୍ର ଘରୋଇକରଣ ହେବାକୁ ଯାଉଛି। ତାଲିକାରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର, ବ୍ୟାଙ୍କ ଅଫ ଇଣ୍ଡିଆ(ବିଓଆଇ), ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ସାମିଲ।
- ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଛୋଟ ବ୍ୟବସାୟୀଙ୍କ ସହ କଥା ହୋଇଛନ୍ତି। ଏହାସହ ସେମାନଙ୍କ ବ୍ୟବସାୟ ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ସମୟରେ ଆଟଲାଣ୍ଟାର ଭାରତୀୟ ରେଷ୍ଟୁରାଣ୍ଟ ‘ନାନ୍-ଷ୍ଟପ୍’ ମାଳିକ ନୀଲ ଏବଂ ସମୀରଙ୍କ ସହ କଥା ହୋଇଛନ୍ତି ବାଇଡେନ୍। ଏହା ସହ ଆଟଲାଣ୍ଟା ଗଲେ ସେମାନଙ୍କ ରେଷ୍ଟୁରାଣ୍ଟ ଯିବେ ବୋଲି ମଧ୍ୟ କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍।
- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ୫ ଟଙ୍କାରେ ଖାଇବାକୁ ଦେବାକୁ ନୂଆ ଯୋଜନା ଆରମ୍ଭ କରିଛନ୍ତି ଦିଦି। ଏହି ନୂଆ ଯୋଜନାର ନାଁ ରଖାଯାଇଛି ‘ମା’ ଯୋଜନା। ଏହି ନାଁ ତୃଣମୂଳ କଂଗ୍ରେସର ସ୍ଲୋଗାନ ‘ମା’ ମାଟି ମାନୁଷ’ରୁ ନିଆଯାଇଛି।
- ସରକାର ନୂଆ ନିୟମ ଅନୁଯାୟୀ ଓଭରଟାଇମ୍ ସମୟ ସୀମା ବଦଳାଇ ପାରନ୍ତି । ନୂଆ ନିୟମ ଅନୁଯାୟୀ, ଯଦି ନିର୍ଦ୍ଧାରିତ ଘଣ୍ଟା ଅପେକ୍ଷା ୧୫ ମିନିଟ୍ ଅଧିକ କାମ କରାଯାଏ, ତେବେ ଏହାକୁ ଓଭରଟାଇମ୍ ଶ୍ରେଣୀରେ ରଖାଯିବ । ଏଥିପାଇଁ କମ୍ପାନୀକୁ କର୍ମଚାରୀଙ୍କୁ ଏ ନେଇ ପାରିଶ୍ରମିକ ଦେବାକୁ ପଡିବ ।
- ଗ୍ରେଟା ଥନବର୍ଗଙ୍କ ତରଫରୁ କୃଷକ ଆନ୍ଦୋଳନକୁ ନେଇ ସେୟାର କରିଥିବା ଟୁଲକିଟ ମାମଲାରେ କ୍ଲାଇମେଟ୍ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଦିଲ୍ଲୀ ପୋଲିସର ସାଇବର କ୍ରାଇମ ୟୁନିଟ ଶନିବାର ଦିନ ଦିଶାଙ୍କୁ ତାଙ୍କ ବେଙ୍ଗାଲୁରୁ ସ୍ଥିତ ଘରୁ ଗିରଫ କରିଥିଲେ।
- ଚଳିତ ସପ୍ତାହର ପ୍ରଥମ ଦିନ ଅର୍ଥାତ ସୋମବାର ଦେଶବାସୀଙ୍କୁ ମହଙ୍ଗା ମାଡ ହୋଇଛି । ଏଲପିଜି ସିଲିଣ୍ଡର ଦାମ୍ ୫୦ ଟଙ୍କା ଯାଏଁ ବୃଦ୍ଧି ପାଇଛି । ସେହିପରି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଛ ।
- କେନ୍ଦ୍ର ସରକାରୀ କର୍ମଚାରୀ ଏବେ ସବୁ କାର୍ଯ୍ୟ ଦିବସରେ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ଜରୁରୀ । ଏନେଇ ଶ୍ରମ ମନ୍ତ୍ରାଳୟ ଏକ ନିର୍ଦ୍ଦେଶନାମା ଜାରି କରି କର୍ମଚାରୀଙ୍କୁ କହିଛି ।
- ମାର୍ଚ୍ଚରେ ୫୦ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଭାରତ ଟିକା ଦେବା ଆରମ୍ଭ କରିବ। ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ଏଭଳି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ।
- ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସ୍ରେ ଏହି ଦୁଇ ଲୋକପ୍ରିୟ ସୋସିଆଲ୍ ନେଟ୍ୱର୍କିଂ ସାଇଟକୁ ସେମାନଙ୍କର ବର୍ତ୍ତମାନ ପ୍ରଚଳିତ ପ୍ରାଇଭେସି ପଲିସି ବା ଗୋପନୀୟତା ନୀତି ବିଷୟରେ ସ୍ପଷ୍ଟ କରିବାକୁ କୁହାଯାଇଛି। ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ ଗୋପନୀୟ ରଖାଯାଉନଥିବା ଅଭିଯୋଗ କରି ଏକ ମାମଲା ରୁଜ୍ଜୁ ହେବା ପରେ ସର୍ବୋଚ୍ଚ ଅଦାଲତ ଏହି ନୋଟିସ୍ ଜାରି କରିଛନ୍ତି।
- ଦୀର୍ଘ ୧୩ ମାସ ପରେ ଚେନ୍ନାଇ ମେଟ୍ରୋପଲିଟାନ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍(ଏମ୍ଟିସି) ସୋମବାର ପୁଣି ଥରେ ବୟସ୍କ ଲୋକମାନଙ୍କ ପାଇଁ ବସ୍ରେ ମାଗଣା ଟିକେଟ୍ ବ୍ୟବସ୍ଥା ଲାଗୁ କରିଛି। ୨୦୧୬ ମସିହା ଫେବ୍ରୁଆରି ମାସରେ ଆରମ୍ଭ ହୋଇଥିବା ଏହି ଯୋଜନା ଅନୁସାରେ ୬୦ ବର୍ଷରୁ ଊର୍ଧ୍ବ ବୟସ୍କମାନେ ଏମ୍ଟିସି ବସ୍ରେ ମାସକୁ ୧୦ ଥର ମାଗଣାରେ ଯାତ୍ରା କରିପାରିବାର ସୁବିଧା ରହିଛି।
- ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଟିକା ପ୍ରଦାନ ନେଇ ପୁଣି ଥରେ ତୃତୀୟ ଥର ପାଇଁ ସରକାର ଅବଧି ବୃଦ୍ଧି କରିଛନ୍ତି। ଏହି ଅବଧି ଆସନ୍ତା ୨୫ ତାରିଖକୁ ବୃଦ୍ଧି କରାଯାଇଛି।
- କର୍ଣ୍ଣାଟକ ସରକାର ଅଯୋଗ୍ୟ ବିପିଏଲ କାର୍ଡଧାରୀଙ୍କ ବିରୋଧରେ ନିଜର ଆଭିମୁଖ୍ୟ କୋଠର କରିଛନ୍ତି। ସରକାର ଦୁଇ ଚକିଆ ଯାନ, ଟିଭି, ଫ୍ରିଜ୍ କିମ୍ବା ପାଞ୍ଚ ଏକରରୁ ଅଧିକ ଜମି ଥିବା ବିପିଏଲକାର୍ଡ ହିତାଧିକାରୀଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ନିଜର କାର୍ଡ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
- ଅବସର ନେବାର ୨୧ ବର୍ଷ ପରେ ଜଳସଂପଦ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିଛି ନ୍ୟାୟ । ତାଙ୍କର ପେନସନ୍, ଅବସରକାଳୀନ ସମସ୍ତ ପ୍ରାପ୍ୟ ୨ମାସ ଭିତରେ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
|
608 |
Y |
|
3205 |
15-02-2021 |
Odia |
- ନ୍ୟୁଜିଲାଣ୍ଡର ସବୁଠୁ ବଡ଼ ସହର ଅକଲାଣ୍ଡରେ ତିନି ଦିନିଆ ଲକଡାଉନ କରାଯାଇଛି। ଏହି ଲକଡାଉନ୍ ରବିବାର ମଧ୍ୟରାତ୍ରରୁ କାର୍ଯ୍ୟକାରୀ ହେବ।
- ଚେନ୍ନାଇରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ଅର୍ଜୁନ ମୁଖ୍ୟଯୁଦ୍ଧ ଟ୍ୟାଙ୍କ (ଏମକେ-୧ଏ) ସେନାକୁ ହସ୍ତାନ୍ତର କରିଛନ୍ତି। ସେ ଏହି ଅତ୍ୟାଧୁନିକ ଟ୍ୟାଙ୍କର ସଲାମୀ ମଧ୍ୟ ଗ୍ରହଣ କରିଛନ୍ତି।
- ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ମାମଲା ବନ୍ଦ ହୋଇଯାଇଛି । ଶନିବାର ମହାଭିଯୋଗ ପ୍ରସ୍ତାବକୁ ନେଇ ସିନେଟରେ ଭୋଟିଂ ହୋଇଥିଲା । ଏଥିରେ ୫୭ଟି ଭୋଟ୍ ତାଙ୍କ ବିରୋଧରେ ପଡିଥିବା ବେଳେ ୪୩ଟି ଭୋଟ୍ ତାଙ୍କ ସପକ୍ଷରେ ପଡିଥିଲା । ତେଣୁ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ବହୁମତ ମିଳିନଥିଲା ।
- କୃଷି ଆଇନ ବିରୋଧରେ ଦିଲ୍ଲୀରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କୁ ସମର୍ଥନ କରିଛନ୍ତି ମହାତ୍ମା ଗାନ୍ଧିଙ୍କ ନାତୁଣୀ ତାରା ଗାନ୍ଧି ଭଟ୍ଟାଚାର୍ଯ୍ୟ। ଆନ୍ଦୋଳନକୁ ତାଙ୍କର ସମର୍ଥନ ଜଣାଇବା ଲାଗି ସେ ଶନିବାର ଗାଜିପୁର ବର୍ଡରରେ ପହଞ୍ଚିଥିଲେ।
- ଅର୍ଥମନ୍ତ୍ରୀ ଲୋକସଭାରେ କହିଛନ୍ତି ଯେ, ଭାରତର ବ୍ୟବସାୟ ଜନସଙ୍ଘରୁ ବିଜେପିର ଯାତ୍ରା ଭଳି । ନାଗରିକ, ଟିକସ୍ ଦାତା ଆଦି ଦେଶର ଆର୍ଥିକ ମୂଳଦୁଆ ମଜବୁତ ଦିଗରେ କାମ କରୁଛନ୍ତି ।
- ବିଶ୍ୱର କେବଳ ଏକ ପ୍ରତିଶତ ଗାଡି ଭାରତରେ ଥିବାବେଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା(୧୦ ପ୍ରତିଶତ) ଭାରତରେ ଘଟିଥାଏ | ସଡକ ସୁରକ୍ଷା ଉପରେ ବିଶ୍ୱ ବ୍ୟାଙ୍କର ରିପୋର୍ଟରେ କିଛି ଏଭଳି ସୂଚନା ଦିଆଯାଇଛି |
- ଫେବ୍ରୁଆରି ୧୫ ମଧ୍ୟରାତ୍ରିରୁ ବାଧ୍ୟତାମୂଳକ ଭାବେ ଲାଗୁ ହେବ ଫାସଟ୍ୟାଗ ।
- ବିଜେପି ମମତା ସରକାରଙ୍କ ବିରୋଧରେ ପରିବର୍ତ୍ତନ ରଥଯାତ୍ରା ଆରମ୍ଭ କରିଥିବାବେଳେ ଟିଏମସି(ତୃଣମୂଳ କଂଗ୍ରେସ) ‘ଦିଦିର ଦୂତ’ ଯାତ୍ରା ଶୁଭାରମ୍ଭ କରିଛି |
- ବାଇଡେନ୍ ପ୍ରଶାସନ ‘ସାଧାରଣ ସେବାରେ ପ୍ରବୀଣ’ ଦୁଇଜଣ ଭାରତୀୟ ବଂଶୋଦ୍ଭବଙ୍କୁନିଯୁକ୍ତ କରିଛି। ସୋନାଲୀ ନିଜ୍ହଓ୍ଵାନ୍ ‘ଡାଇରେକ୍ଟର୍ ଅଫ୍ ଆମେରିକର୍ପସ୍ ଷ୍ଟେଟ୍ ଆଣ୍ଡ୍ ନ୍ୟାସ୍ନାଲ୍’ର ନିର୍ଦେଶକ ଏବଂ ପ୍ରିଷ୍ଟନ୍ଙ୍କୁ ‘ଏକ୍ଷ୍ଟର୍ନାଲ୍ ଆଫେୟାର୍ସ’ର ନୂତନ ମୁଖ୍ୟ ଭାବେ ମନୋନୀତ କରାଯାଇଛି।
- ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡ଼େଙ୍କ ୧୪ ମାସର କାର୍ଯ୍ୟକାଳ ସରିବାକୁ ଆଉ ମାତ୍ର ମାସକରୁ ଅଳ୍ପ ଅଧିକ ବାକି ରହିଛି।
- ଦେଶରେ ନିର୍ମାଣ ହୋଇଥିବା ଯୁଦ୍ଧ ବିମାନ ତେଜସ୍ର ସଫଳତା ପରେ ଏବେ ସ୍ବଦେଶୀ ଯୁଦ୍ଧ ଟ୍ୟାଙ୍କ ‘ଅର୍ଜୁନ’ ସେନାରେ ସାମିଲ ହେବାକୁ ଯାଉଛି। ଆସନ୍ତାକାଲି ୧୧୮ଟି ଅର୍ଜୁନ ଟ୍ୟାଙ୍କ ଆନୁଷ୍ଠାନିକ ଭାବେ ସେନାରେ ସାମିଲ ହେବ
- ଏଲପିଜି ଗ୍ୟାସ୍ ସିଲିଣ୍ଡର ପିଛା ଦର ଆଉ ୫୦ ଟଙ୍କା ମହଙ୍ଗା ହୋଇଛି। ସବସିଡି ଗ୍ୟାସ୍ ସିଲିଣ୍ଡରରେ ଏହି ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ରବିବାର ମଧ୍ୟ ରାତ୍ରରୁ ରାଷ୍ଟ୍ରୀୟ ରାଜଧାନୀରେ ନୂଆ ଦର ଲାଗୁ ହେବ ବୋଲି ଘୋଷଣା କରାଯାଇଛି।
- ଭାରତରେ ୩ଟି ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ସମର୍ଥନ କରିଛି ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଏକ ସଂଗଠନ।
- ପତିଆଲାରେ ଚଳିତ ଫେବୃଆରୀ ୧୮ରେ ପ୍ରଥମ, ୨୫ରେ ୨ୟ ଓ ମାର୍ଚ୍ଚ ୫ରେ ୩ୟ ଇଣ୍ଡିଆନ ଗ୍ରାଁ ପ୍ରି ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଓଡ଼ିଆ ଧାବିକା ଅଲିମ୍ପିଆନ ଦୂତି ଚାନ୍ଦ ଓ ଧାବକ ଅମିୟ ମଲ୍ଲିକ ଅଂଶଗ୍ରହଣ କରିବେ।
- ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ ମ୍ୟାଚର ୨ୟ ଦିନରେଇଂଲଣ୍ଡ ନିଜ ପ୍ରଥମ ଇନିଂସରେ ୧୩୪ରନରେ ଅଲଆଉଟ ହେବା ପରେ ଭାରତ ୨ୟ ଇନିଂସରେ ଗୋଟିଏ ଓ୍ବିକେଟ ହରାଇ ୫୪ ରନ କରି ୨୪୯ ରନରେ ଅଗ୍ରଣୀ ହୋଇପାରିଛି ।
|
679 |
Y |
|
3206 |
15-02-2021 |
English |
- FASTag mandatory from Feb 15 midnight; vehicles sans tag to pay double toll fee
- Seventeen Indian fishermen have been apprehended by Pakistan Maritime Security Agency (PMSA) in the Arabian Sea, an official of a fishermen's association claimed on Saturday.
- The Odisha Legislative Assembly is all set to go paperless during the upcoming budget session, beginning on February 18.
- A doctor in Sambalpur district has opened a 'One Rupee' clinic to provide treatment to the poor and underprivileged people.
- The price of Liquefied Petroleum Gas (LPG) has been hiked again in Delhi. The price of a 14.2 kg LPG cylinder for domestic use will be costlier by Rs 50.
- Vice President M Venkaiah Naidu and Prime Minister Narendra Modi on Sunday paid tributes to the CRPF jawans who were killed in the terror attack in Pulwama district of south Kashmir
- Prime Minister Narendra Modi on Sunday handed over the indigenously developed Arjun Main Battle Tank Mark 1A to the Army
- A 21-year-old climate activist has been arrested from Bengaluru for being allegedly involved in sharing the "toolkit" related to the farmer's protest on social media, police said
- The Central government on Saturday approved Rs 3,113.05 crore additional assistance to five states and Union Territories (UTs) which were affected by natural disasters during 2020, the Ministry of Home Affairs (MHA) said on Saturday. The assistance is being provided to Andhra Pradesh, Bihar, Tamil Nadu, Madhya Pradesh and Puducherry, which were affected by floods, cyclones (Nivar and Burevi) and pest attack.
- Prime Minister Narendra Modi on Sunday unveiled projects of around ₹ 6,000 crore in Kerala including a petrochemical complex and ferries for inland waterways at Willingdon Islands, asserting that these projects will energise India's growth trajectory and tourism.
- West Bengal Minister of State for Parliamentary Affairs Tapas Roy has said that the Left-Congress alliance doesn't have the strength to put up a fight against the BJP and claimed that only his party chief Mamata Banerjee can take them on.
- Accusing the BJP and RSS of dividing Assam, Congress leader Rahul Gandhi on Sunday said that his party will protect every principle of the Assam Accord and will never implement the Citizenship (Amendment) Act if voted to power in the state.
- Delhi Police has announced a reward of ₹ 1 lakh for information leading to the arrest of Lakhbir Singh alias Lakha Sidhana, who is wanted for his involvement in the Republic Day violence in the national capital.
- Shiv Sena on Sunday accused Prime Minister Narendra Modi of ridiculing protesters including farmers agitating against the three farm laws and those who fought for India's independence after he used word ''andolanjeevi'' (one who thrives on protests).
- American electric car giant Tesla's first manufacturing unit in India will be set up in Karnataka, Chief Minister BS Yediyurappa said in a statement.
|
723 |
Y |
|
3207 |
14-02-2021 |
English |
- Lok Sabha was adjourned on Saturday as the first phase of the Budget session concluded.The House would reconvene on March 8 after recess. The Budget session usually is held in two phases.
- he drive to collect Samarpan Nidhi was launched on January 15 and so far, Rs 1,511 crore has been collected, said Swami Govind Dev Giri,
- The Uttar Pradesh government has announced the withdrawal of cases registered against the public pertaining to lockdown violation during the COVID-19 pandemic to around 2.5 lakh people.
- A bill to merge the Jammu and Kashmir (J&K) cadre of all-India services officers with the Arunachal Pradesh, Goa, Mizoram Union Territory (AGMUT) cadre was passed by Lok Sabha on Saturday by a voice vote.The Jammu and Kashmir Reorganisation (Amendment) Bill, 2021 has already been passed by Rajya Sabha.
- The Sena also criticised the delay in governor's approval of 12 names recommended by the state cabinet for their nomination to the Legislative Council from his quota.
- The protests over the farm laws refuse to end even as the government has spent nearly Rs 8 crore in the ‘myth-busting’ campaign on the three legislations. The amount was spent by different government departments between September 2020 and January 2021.
- Prime Minister Narendra Modi will hand over the Arjun Main Battle Tank Mark-1A (MK-1A) to the Indian Army on February 14 in Chennai, Tamil Nadu.
- The Supreme Court has issued bailable warrants against the chairperson of an NGO for not depositing the cost of ₹ 25 lakh imposed on it for filing 64 PILs over the years without any success and "repeatedly misusing" the jurisdiction of the top court.
- The Shiv Sena, which is in power in Maharashtra, on Saturday accused state Governor Bhagat Singh Koshyari of toeing the BJP's line, and said that if the centre wants the Constitution to be upheld, it should recall him.
- Every year World Radio Day is celebrated on February 13. This year is the 10th anniversary of World Radio Day
- Union minister Harsh Vardhan on Friday said that the Scientific Social Responsibility policy is proposed to be put before the Cabinet very soon.
- Inter-caste marriages will possibly reduce caste and community tensions, the Supreme Court has said
- India is the largest producer and consumer of pulses in the world, contributing nearly 24 per cent to the global output, Agriculture Minister Narendra Singh Tomar said on Saturday.
- The Goa government will spend ₹100 crore of the ₹300 crore announced by the Centre for the Liberation Day celebrations for developing panchayats and municipality areas, chief minister Pramod Sawant said on Saturday.
- India has vaccinated 80,52,454 people until 6 pm on Saturday. According to the doctors, the second round of Covid-19 vaccine booster dose is to be given to a beneficiary after a gap of 28 days
- Indian Railway Catering And Tourism Corporation Limited(IRCTC) will restart the first set of "private" Tejas Express trains, the Delhi-Lucknow and Mumbai Ahmedabad Tejas Express trains
- The Agartala-Anand Vihar Tejas Express service is planned to start on 15 February
- The Union Public Service Commission (UPSC) has issued an advertisement to recruit 30 persons at the Joint Secretary and Director level in the Central administration through Lateral Entry.
- The Finance Secretary has said that the new system of faceless assessment and appeal would help bring down tax disputes substantially.
- The Centre has withdrawn the draft heritage bylaws issued by the National Monuments Authority (NMA) for Shree Jagannath Temple in Puri, Odisha.
|
893 |
Y |
|
3208 |
14-02-2021 |
Odia |
- ଆମେରିକା ଯଦି ନିଜର ଭିତ୍ତିଭୂମି ବିକାଶ ଖର୍ଚ୍ଚକୁ ନ ବଢ଼ାଏ, ତେବେ ଚୀନ୍ ଆମଠାରୁ ଆମ ଦାନା ଛଡ଼େଇନେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସତର୍କ କରାଇ ଦେଇଛନ୍ତି।
- ମାଇକ୍ରୋସପ୍ଟର ସହ ସଂସ୍ଥାପକ ତଥା ସମାଜସେବୀ ବିଲ୍ ଗେଟ୍ସ ୨୦୧୫ରେ ବିଶ୍ୱକୁ ମହାମାରୀ ସମ୍ପର୍କରେ ସଚେତନ କରାଇଥିଲେ। ଏବେ ବିଲ୍ ଗେଟ୍ସଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ କହିଛନ୍ତି, ଆଗାମୀ ଯୁଦ୍ଧରେ ମିସାଇଲ ବା ନ୍ୟୁକ୍ଲିୟର ସହ ନୁହେଁ, ଭାଇରସ ସହ ଆମକୁ ଲଢିବାକୁ ପଡ଼ିପାରେ।
- କେନ୍ଦ୍ର ସରକାର ଫ୍ୟାଷ୍ଟଟ୍ୟାଗ୍ ବାଧ୍ୟତାମୂଳକ କରିବାକୁ ପୂର୍ବରୁ ଘୋଷଣା କରିଛନ୍ତି । ସରକାର ଫେବୃଆରୀ ୧୫ ତାରିଖ ଠାରୁ ଲାଗୁ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି
- ଏବେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ଲାଗି ମଧ୍ୟ ଏହାକୁ ଜରୁରି କରାଯାଇଛି। ଯାହା ଦେଶରେ ୧ ଏପ୍ରିଲ ୨୦୨୧ରୁ ଲାଗୁ ହେବ।
- ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଆରମ୍ଭ ହେବ।
- ଡା.ରାମଚନ୍ଦାନୀ ଶୁକ୍ରବାର ଠାରୁ ଏକ କ୍ଲିନିକ୍ ଖୋଲିଛନ୍ତି। କ୍ଲିନିକକୁ ଚିକିତ୍ସା ସେବା ପାଇବା ପାଇଁ ଆସୁଥିବା ରୋଗୀଙ୍କୁ ମାତ୍ର ଏକ ଟଙ୍କା ଫି ଦେବାକୁ ପଡ଼ିବ। ତେବେ କୌଣସି ଏକ କ୍ଲିନିକ୍ରେ ଟଙ୍କାଟିଏ ଫି ଦେଇ ଚିକିତ୍ସା ସେବା ପାଇବା ପଶ୍ଚିମ ଓଡିଶାରେ ପ୍ରଥମ ବୋଲି ଜଣାପଡିଛି।
- ରାଷ୍ଟ୍ରୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଅନେକ ସହରରୁ ଦିଲ୍ଲୀକୁ ନନ୍ ଷ୍ଟପ୍ ବିମାନ ସେବା ଆରମ୍ଭ କରିଛି। ଏୟାର ଇଣ୍ଡିଆ ରାଞ୍ଚି, କୋଲକାତା, ଯୋଧପୁର, ବେଙ୍ଗାଲୁରୁ ଓ ଆସାମ ରାଜଧାନୀ ଦିବ୍ରୁଗଡରୁ ଦିଲ୍ଲୀ ଯାଏଁ ବିମାନ ସେବା ଆରମ୍ଭ କରିଛି।
- ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଏପ୍ରିଲ୍ ୧ରୁ ଚଳାଯିବା ନେଇ ସେମିତି କୌଣସି ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ କରାଯାଇନାହିଁ ବୋଲି ଶନିବାର ରେଳବାଇ ପକ୍ଷରୁ କୁହାଯାଇଛି ।
- ରାଜ୍ୟପାଳ ବିଜେପି ଦିଶା ନିର୍ଦେଶରେ କାର୍ଯ୍ୟ କରୁଛନ୍ତି। ଏହା ସହ ଯଦି କେନ୍ଦ୍ର ସରକାର ଚାହୁଁଛନ୍ତି ସମ୍ବିଧାନ ବଞ୍ଚିରହୁ ତେବେ ରାଜ୍ୟପାଳଙ୍କୁ ପ୍ରତ୍ୟାହାର କରିନିଅନ୍ତୁ ବୋଲି ଶିବସେନା ଦାବି ମଧ୍ୟ କରିଛି।
- ଚାଷୀ ଆନ୍ଦୋଳନ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ଦ୍ବାରା ଗଠିତ କମିଟି ଇତିମଧ୍ୟରେ ପଞ୍ଜାବ, ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଓ କର୍ଣ୍ଣାଟକ ସମେତ ୧୮ଟି ରାଜ୍ୟ ସରକାରଙ୍କ ସହ ନୂତନ କୃଷି ଆଇନ ସମ୍ପର୍କରେ ଆଲୋଚନା କରି ସାରିଲେଣି ବୋଲି କହିଛନ୍ତି।
- କୋଟିଆ ମାମଲାରେ ସୁପ୍ରିମ କୋର୍ଟ ଆଜି ଆନ୍ଧ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ୧୯ ତାରିଖ ପୂର୍ବରୁ ଜବାବ ଦେବାପାଇଁ କୁହାଯାଇଛି।
- ୨୦୨୦ ମସିହାରେ ଆନ୍ଧ୍ରପ୍ରଦେଶ, ବିହାର, ତାମିଲ୍ନାଡ଼ୁ, ପୁଦୁଚେରୀ ଏବଂ ମଧ୍ୟପ୍ରଦେଶରେ ହୋଇଥିବା ପ୍ରାକୃତିକ ଦୁର୍ବିପାକ ଏବଂ ପଙ୍ଗପାଳ ଆକ୍ରମଣର କ୍ଷତିକୁ ବିଚାର କରି ୩ ହଜାର ୧ଶହ ୧୩ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି ।
- ୨୦୨୧ ବିଶ୍ୱ ରେଡିଓ ଦିବସର ଶୀର୍ଷକ ‘ନୂଆ ବିଶ୍ୱ – ନୂଆ ରେଡିଓ’ ରହିଛି।
- ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ଲାଗି ଆଜି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ବିକାଶ ଭବନ ଓ ବିଶ୍ୱନାଥ ପାଠାଗାରର କିଛି ଅଂଶ ଭଙ୍ଗା ଯାଇଛି । ଏହା ଛଡ଼ା ଏକ ସ୍କୁଲ ମଧ୍ୟ ଭଙ୍ଗା ଯାଇଛି ।
- ୨୦୨୦ରେ ଦେଶରେ ମୋଟ ୯୬୫ ଥର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ପ୍ରତିଦିନ ହିସାବରେ ଦେଖିଲେ ଦୈନିକ ୨/୩ ଥର ଭୂକମ୍ପନ ହୋଇଥିବା ନ୍ୟାଶନାଲ ସେଣ୍ଟର ଅଫ ସେସିମୋଲୋଜି (ଏନସିଏସ) ତରଫରୁ ସୂଚନା ଦିଆଯାଇଛି।
- ଉତ୍ତରପ୍ରଦେଶର ଯୋଗୀ ସରକାର କରୋନା ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଓ ସଟଡାଉନର ସାମାନ୍ୟ ଭୁଲ କରିଥିବା ବ୍ୟକ୍ତିଙ୍କ ଉପରୁ କେସ ଉଠାଇନେବାକୁ ନିଷ୍ପତ୍ତି ନେଇଛନ୍ତି | ଏହା ଦ୍ୱାରା ପ୍ରାୟ ଅଢେଇଲକ୍ଷ ଲୋକଙ୍କୁ ଲାଭ ମିଳିବ
- କେନ୍ଦ୍ର ସରକାର ଫ୍ୟାମିଲି ପେନସନ୍ କ୍ଷେତ୍ରରେ ଏକ ସୁଦୂରପ୍ରସାରୀ ସଂସ୍କାର ଆଣିଛନ୍ତି। ଏହାର ସର୍ବାଧିକ ସୀମାକୁ ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
- ରାଜ୍ୟରେ ପଞ୍ଜୀକୃତ ୮୩ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି। ହେଲେ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଥମ ଡୋଜ୍ ଟିକାକରଣ ପାଇଁ ବଢ଼ା ଯାଇଥିବା ଅବଧି ଆଜି ଶେଷ ହେଉଛି।
- ଗତ ୭ ତାରିଖରେ କରାଯାଇଥିବା ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଶୀତ କମିଛି। ଏଥିସହ ବର୍ଷାର ସମ୍ଭାବନା ଅଧିକ ହୋଇଛି। ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ।
- ଓଡ଼ିଶାର ଜଣାଶୁଣା ସାମ୍ବାଦିକ,ଲେଖକ,ସମ୍ପାଦକ ତଥା ବିଶିଷ୍ଟ ପରିବେଶ କର୍ମୀ ଅଭୟ ସିଂହଙ୍କର ଦେହାନ୍ତ ହୋଇଯାଇଛି।
|
638 |
Y |
|
3209 |
13-02-2021 |
Odia |
- ଏକାମ୍ର କ୍ଷେତ୍ରରୁ ବାଇ ଲ ପ୍ରତ୍ୟାହାର କରୁ କେନ୍ଦ୍ର ପ୍ରସଙ୍ଗ ଉଠାଇବାକୁ ଓଡିଆ ସାଂସଦଙ୍କୁ ଅପିଲ୍ ଟ୍ଵିଟ୍ କରି ଦାବି କଲେ ମୁଖ୍ୟମନ୍ତ୍ରୀ
- ତୃତୀୟ କିସ୍ତିରେ ଚାଷୀଙ୍କୁ ମିଳିଲା ୨୦୦୦ ଟଙ୍କା
- ସ୍ବାସ୍ଥ୍ୟବିଭାଗର ଆକଳନ ଅନୁଯାୟୀ ଶୁକ୍ରବାର ସୁଦ୍ଧା ପ୍ରାୟ ୪ଲକ୍ଷ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ୍ ଯୋଦ୍ଧା ଟିକା ନେଇ ସାରିଲେଣି। ଆସନ୍ତାକାଲି ୨ୟ ପର୍ଯ୍ୟାୟର ଶେଷ ଦିନ। ଇତିମଧ୍ୟରେ ୮୩.୧% ସ୍ବାସ୍ଥ୍ୟକର୍ମୀ ଏବଂ ୫୭.୭% ସମ୍ମୁଖ କୋଭିଡ୍ ଯୋଦ୍ଧା ଟିକା ନେଇ ସାରିଲେଣି
- ଦକ୍ଷିଣ ଦିଲ୍ଲୀରେ ଏବେ ଗ୍ରାହକଙ୍କୁ ଖାଦ୍ୟ ପରିବେଷଣ କରୁଥିବା ରେଷ୍ଟୁରାଣ୍ଟ ମାନେ ନନ୍ ଭେଜ୍ ଖାଦ୍ୟ ପରଷିବା ବେଳେ ସେମାନଙ୍କ ପସନ୍ଦ ପଚାରି ସେହି ଅନୁସାରେ ପରଷିବେ। ଏଥିରେ ସେମାନଙ୍କୁ ପରଷା ଯାଉଥିବା ଖାଦ୍ୟ ‘ହଲାଲ’ ନା ‘ଝଟକା’ ଗ୍ରାହକ ଜାଣିପାରିବେ।
- ଚାମୋଲୀ ଜିଲ୍ଲା ଋଷିଗଙ୍ଗା ନଦୀ ଉପରି ଭାଗରେ ଏକ ହ୍ରଦ ସୃଷ୍ଟି ହୋଇଥିବା ଏବେ ଜଣାପଡିଛି। ଯାହାକୁ ନେଇ ସମଗ୍ର ଜିଲ୍ଲା ଏବେ ଆତଙ୍କିତ ଅବସ୍ଥାରେ। ଉପଗ୍ରହରୁ ମିଳିଥିବା ଚିତ୍ରରୁ ଏହି ହ୍ରଦର ସୂଚନା ମିଳିଛି।
- ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥବା ବେଳେ ଚଣ୍ଡୀଗଡ଼ ଓ ଉତ୍ତରାଖଣ୍ଡରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି।
- ଏଥି ସହିତ ଜମ୍ମୁରେ ଭୂକମ୍ପର ଜୋର୍ଦାର ଝଟ୍କା ଅନୁଭୂତ ହୋଇଛି।
- ବୁର୍ଲା ଭିମସାରରେ ଡ଼ାକ୍ତରମାନେ କୋଭିଡ଼-୧୯ ଟିକାର ଦୁଇଟି ଡ଼ୋଜ ପରେ ଆଣ୍ଟିବଡ଼ି ଆଞ୍ଚଳିକ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟରର(ଆରଏମଆସି) ସାଇଣ୍ଟିଷ୍ଟ ବୈଜ୍ଞାନିକ ମାନଙ୍କ ମିଳିତ ମିଳିତ ସହଯୋଗରେ ଅଧ୍ୟୟନ କରାଯିବ।
- ରାକେଶ ଟିକାୟତ ସଫା ସଫା କହିଛନ୍ତି ଯେ, ‘କୃଷି ଆଇନ ପ୍ରତ୍ୟାହାର ହେବା ପରେ ଯାଇ ଚାଷୀମାନେ ଘରକୁ ଫେରିବେ ।
- ପ୍ରଥମ କରି କୌଣସି ସ୍ପେସ୍ ଏଜେନ୍ସି ଭାରତୀୟ ଶିଳ୍ପ ସାହାର୍ଯ୍ୟରେ ସାଟେଲାଇଟ୍ ଏବଂ ରକେଟ୍ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛି ।ଏହି ଦୁଇଟି କମ୍ପାନୀର ସାଟେଲାଇଟ୍ରେ ସୋଲାର୍ ପ୍ୟାନେଲ୍କୁ ଲାଗାଇବାରେ ଇସ୍ରୋ ସହାୟତା କରିଛି ।
- କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାରେ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ବିରୋଧୀ ଦଳର ନେତା ଭାବେ ଚୟନ କରାଯାଇଛି ।
- ଲଦାଖସ୍ଥିତ ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସିରେ ଦୀର୍ଘ ୯ ମାସ ଧରି ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଏହା ଧିରେଧିରେ ପ୍ରଶମିତ ହେବାରେ ଲାଗିଛି । ଉଭୟ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ପରେ ଚୀନ୍ ପଛକୁ ହଟିଛି ।
- ୫୦ବର୍ଷରୁ ଅଧିକ ବର୍ଷର ଲୋକଙ୍କୁ ୨୦୨୧ ମାର୍ଚ୍ଚରୁ କରୋନା ସଂକ୍ରମଣରୁ ରକ୍ଷା ପାଇ ପାଇଁ ଟିକା ଦେବା ଆରମ୍ଭ କରାଯିବ।
- ବରିଷ୍ଠ ଟିଏମସି ନେତା ତଥା ରାଜ୍ୟସଭା ସାଂସଦ ଦୀନେଶ ତ୍ରିବେଦୀ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି।
- ବିଧାନସଭା ନିର୍ବାଚନ ପୂର୍ବରୁ ଆସାମ ସରକାର ଶୁକ୍ରବାର ମଧ୍ୟରାତ୍ରିରୁ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୫ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକି ଦେଶର ସବୁଠାରୁ କମ୍ ଦର ହେବ।
- ‘କୋଟିଆ’ରେ ଅନୁପ୍ରବେଶ ସଂକ୍ରାନ୍ତରେ ଆନ୍ଧ୍ର ସରକାରଙ୍କ ବିରୋଧରେ ଦାଖଲ କରାଯାଇଥିବା ଅଦାଲତ ଅବମାନନା ମାମଲାର ତ୍ବରିତ ଶୁଣାଣି କରି ସୁପ୍ରିମକୋର୍ଟ ପ୍ରତିପକ୍ଷ ଆନ୍ଧ୍ର ପ୍ରଦେଶକୁ ନୋଟିସ୍ ଜାରି କରିଛନ୍ତି।
- କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଆଗାମୀ ଦିନରେ ଆହୁରି ବ୍ୟାପକ କରିବାକୁ ଯୋଜନା ହେଉଛି। ଚାଷୀ ଆନ୍ଦୋଳନର ମୁଖ୍ୟ ସ୍ଥଳ ଦିଲ୍ଲୀ ସିଂଘୁ ସୀମାରେ ଦୀର୍ଘକାଳୀନ ଆନ୍ଦୋଳନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିିଛି।
- ଓଡ଼ିଶା କ୍ରିକେଟ୍କୁ ବିଗତ ଏକ ଦଶନ୍ଧି ଧରି ସେବା କରିଥିବା ବୋଲିଂ ଅଲରାଉଣ୍ଡର୍ ଦୀପକ ବେହେରା ଗୁରୁବାର ଅପ୍ରତ୍ୟାଶିତ ଭାବେ ସବୁ ଫର୍ମାଟ୍ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।
- ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଉଦ୍ୟୋଗ ଆଧାର ପୋର୍ଟାଲ ଅନୁସାରେ ୨୦୧୫ ଜୁନ୍ ମାସରୁ ୨୦୨୦ ମସିହା ମଧ୍ୟରେ ଦେଶରେ ୧ କୋଟି ୨ ଲକ୍ଷ ୩୨ ହଜାର ୪୬୮ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପଞ୍ଜିକୃତ ହୋଇଛି।
- ମୋଗଲ ଉଦ୍ୟାନ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲା ରହିବ। ସତର୍କତାମୂଳକ ପଦକ୍ଷେପ ଭାବରେ, ଚଳିତ ବର୍ଷ ୱାକ-ଇନ୍ ପ୍ରବେଶ ଉପଲବ୍ଧ ହେବ ନାହିଁ। ଭ୍ରମଣକାରୀଙ୍କୁ କେବଳ ଅଗ୍ରୀମ ଅନଲାଇନ ଟିକଟ ବୁକିଂ ମାଧ୍ୟମରେ ଉଦ୍ୟାନ ବୁଲି ଦେଖିବାକୁ ଅନୁମତି ଦିଆଯିବ।
- ୨୦୧୯ ଜୁନ୍ ପରଠାରୁ ‘କାଳିଆ’ ସହାୟତା ମିଳି ନ ଥିବାରୁ ରାଜ୍ୟ ସରକାର ଓଡ଼ିଶାର ୫୩ ଲକ୍ଷ ଚାଷୀଙ୍କୁ ୧୨ ଶହ କୋଟି ଟଙ୍କା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ଜରିଆରେ ବାଣ୍ଟିବେ। ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି ଅର୍ଥ ସିଧାସଳଖ ଦିଆଯିବ।
|
643 |
Y |
|
3210 |
13-02-2021 |
English |
- Union Minister of State (Independent Charge) Development of North Eastern Region (DoNER), MoS PMO, Personnel, Public Grievances, Pensions, Dr.Jitendra Singh on Friday said the upper ceiling for family pension has been raised from Rs 45,000 to Rs 1,25,000 per month.
- TMC MP Dinesh Trivedi announced his resignation from the Rajya Sabha
- India has become the fastest country in the world to achieve over 70 lakh vaccinations against Covid-19. India
- Petrol and diesel will become cheaper by Rs 5 in Assam from Friday midnight, while the 25 per cent additional cess on liquor will also be removed
- The Supreme Court on Friday issued a notice to the Centre and Twitter on a plea seeking a mechanism to check content on Twitter spreading hatred through fake news
- Congress MP Mallikarjun Kharge is set to replace Ghulam Nabi Azad as Leader of Opposition in the Rajya Sabha, sources said.
- Odisha Chief Minister Naveen Patnaik on Friday urged the Centre to withdraw the National Monuments Authority’s (NMA) heritage bylaws for two more temples in the State. Patnaik took to Twitter and demanded withdrawal of the draft bylaws for Ananta Basudev and Brahmeswar Temple of Ekamra Kshetra
- Commercial air service is scheduled to start from the Jeypore airstrip in Koraput district in the next six to eight months.
- The Supreme Court has served a notice to the Andhra Pradesh government to file its response on a writ petition filed by the Odisha Government
- The Odisha Legislative Assembly is all set to go paperless with the implementation of the 'e-Vidhan project' from the upcoming budget session starting on February 18, an official said today.
- SC seeks replies of Centre, states on delay in payment of dues of Rs 15,683 crore to sugarcane farmers
- The BJP’s Bengal chapter has an incomparable social media wing comprising 60 lakh-strong manpower and 40,000 WhatsApp groups.
- Jharkhand govt ropes in IIM to train teachers posted in Model Schools
- A former president of the Indian Newspaper Society (1987-88) and chairman of UNI (1984-86), Ghosh was well known in print media circles.
- Union Minister for Agriculture and Farmers Welfare and Food Processing Industries Narendra Singh Tomar laid the foundation stone of a regional centre of Indian Pulses Research Institute (IIPR) at Khurda on the occasion of the World Pulses Day.
- Tata Motors Ltd – country’s largest vehicle manufacturer by revenue – on Friday announced the appointment of Marc Llistosella as the managing director and chief executive officer of its India business which comprises the commercial and passenger vehicle businesses
- Severely hit by the COVID-19 pandemic, Delhi Metro has appealed to the Centre to revise the safety protocols to allow it to operate trains with at least full seating capacity to make up for the revenue shortfall.
- Central government’s ambitious program National Digital Health Mission (NDHM) has used only approximately 50% of the allocated budget for creating health IDs in 2020-21.
- Indian Railways plan to connect all the state capitals in the country's north-eastern part received a boost after the Union government in its Budget for the year 2021-22 has allocated Rs.1, 000 crore for the Bairabi – Sairang project in Mizoram.
- The upper ceiling of the family pensions has been increased to ₹1.25 lakh from existing ₹45,000 per month, union minister Jitendra Singh said. This move is aimed at bringing 'ease of living' for the family members of the deceased employees, the minister said.
|
718 |
Y |
|