# |
Date |
Type |
Current Affairs |
No. Of Views |
Status |
Action |
1621 |
25-05-2023 |
Odia |
-
ଜିମ୍ବାୱେବାସୀ ସମଗ୍ର ବିଶ୍ବରେ ସବୁଠାରୁ ଅଧିକ ଦୁଃଖୀ ବୋଲି ଖ୍ୟାତନାମା ଅର୍ଥନୀତିଜ୍ଞ ଷ୍ଟିଭ୍ ହାନ୍କେ୍ସଙ୍କ ତରଫରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି। ଏହି ଆକଳନ ଅନୁଯାୟୀ ସ୍ବିଜରଲାଣ୍ଡ ହେଉଛି ସବୁଠାରୁ ଖୁସି ରାଷ୍ଟ୍ର। ଦୁଃଖ ସୂଚକାଙ୍କରେ ସ୍ବିଜରଲାଣ୍ଡ୍ ସବା ପଛରେ ରହିଛି।
-
ସ୍ବିଜରଲାଣ୍ଡ୍ ପରେ କୁଏତ ହେଉଛି ଦ୍ବିତୀୟ ସର୍ବାଧିକ ଖୁସି ରାଷ୍ଟ୍ର। ଏହା ପଛକୁ ପଛ ରହିଛନ୍ତି ଆୟର୍ଲାଣ୍ଡ, ଜାପାନ, ମାଲେସିୟା, ତାଇୱାନ, ନାଇଜର, ଥାଇଲାଣ୍ଡ୍ , ତୋଗ ଏବଂ ମାଲତା ଭାରତ ଏହି ସୂଚକାଙ୍କ ତାଲିକାରେ ୧୦୩ ସ୍ଥାନରେ ରହିଛି।
-
ନୂତନ ସଂସଦ ଭବନକୁ ଆସନ୍ତା ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ। ଏହି ଉଦ୍ଘାଟନ ଉତ୍ସବକୁ ୧୯ଟି ବିରୋଧୀ ଦଳ ବର୍ଜନ କରିବେ ବୋଲି ବୁଧବାର ଘୋଷଣା କରିଛନ୍ତି।
-
ଜେନିଭାଠାରେ ୭୬ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଡକ୍ଟର ମାଣ୍ଡଭ୍ୟ ହିଲ୍ ବାଇ ଇଣ୍ଡିଆ ଓ ହିଲ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟ ଆଲୋକପାତ କରିଛନ୍ତି। ବିଶ୍ୱସ୍ତରର ସ୍ୱାସ୍ଥ୍ୟସେବା ପରିବ୍ୟାପ୍ତ ପାଇଁ ଭାରତର ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ ରଖିଛି ।
-
ଭାରତ ସମେତ ୧୬ଟି ଏସୀୟ ଦେଶ ଜଳବାୟୁ ପରିବର୍ତ୍ତନ-ଜନିତ ଜଳସଂକଟର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହିନ୍ଦୁକୁଶ-ହିମାଳୟୀୟ ଜଳ ବ୍ୟବସ୍ଥା ଏବେ ଏସିଆ ପାଇଁ ଚିନ୍ତାର କାରଣ ହୋଇଛି।
-
ତିନିବର୍ଷରୁ ଊର୍ଦ୍ଧ୍ବକାଳ ପରେ ସାରା ବିଶ୍ବରେ କୋଭିଡ୍ଜନିତ ଜରୁରୀ ପରିସ୍ଥିତିର ଅନ୍ତ ଘଟିଛି ବୋଲି କୁହାଯାଉଛି। ତଥାପି ଏହା ଏବେ ବି ପ୍ରତି ୪ ମିନିଟରେ ଜଣେ ଲୋକଙ୍କ ମୃତ୍ୟୁର କାରଣ ହେଉଛି।
-
ହୁ ମୁଖ୍ୟ କହିଛନ୍ତି, ପରବର୍ତ୍ତୀ ମହାମାରୀ ପାଇଁ ବିଶ୍ବ ପ୍ରସ୍ତୁତ ହୋଇଯିବା ଉଚିତ। ପରବର୍ତ୍ତୀ ମହାମାରୀ କରୋନା ମହାମାରୀଠାରୁ ମଧ୍ୟ ଆହୁରି ଘାତକ ହୋଇପାରେ।
-
କର୍ଣ୍ଣାଟକରେ ନିର୍ବାଚନ ବୈତରଣୀ ପାର ହେବା ପାଇଁ କଂଗ୍ରେସ ଯେଉଁ ‘୫ ପ୍ରତିଶ୍ରୁତି’ ଦେଇଥିଲା, ତାକୁ ପୂରଣ କରିବାକୁ ହେଲେ ରାଜ୍ୟର ନୂତନ କଂଗ୍ରେସ ସରକାରକୁ ବର୍ଷକୁ ୪୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
-
କେନ୍ଦ୍ର ସରକାର ଯେଉଁ ଚିଠା ଡିଜିଟାଲ୍ ଇଣ୍ଡିଆ ବିଲ୍ ପ୍ରସ୍ତୁତ କରିଛନ୍ତି ସେଥିରେ ଇଣ୍ଟରନେଟ୍କୁ ପିଲାମାନଙ୍କ ଲାଗି ସୁରକ୍ଷିତ ରଖିବାର ବ୍ୟବସ୍ଥା କରାଯାଇଛି। ଏ ସମ୍ପର୍କରେ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି।
-
ଦକ୍ଷିଣ ଚୀନ ସାଗରରୁ ମିଳିଥିବା ଦୁଇଟି ଜାହାଜର ଅବଶେଷ ମିଳିଛି । ସେଗୁଡ଼ିକ ୫୦୦ ବର୍ଷ ପୁରୁଣା ମିଙ୍ଗ ରାଜବଂଶ ଅମଳର ବୋଲି ଅନୁମାନ କରାଯାଉଛି । ଏଥିରୁ ଚୀନର ପ୍ରତ୍ନତତ୍ତ୍ୱବିତ୍ମାନେ ପୁରୁଣା ସିଲ୍କ ରୋଡ୍ ବାଣିଜ୍ୟ ମାର୍ଗ ବିଷୟରେ ସୂଚନା ପାଇବାକୁ ଉଦ୍ୟମ କରୁଛନ୍ତି ।
-
ଆସନ୍ତା ରବିବାର ଦିନ ନୂଆ ସଂସଦ ଭବନ ଉଦ୍ଘାଟନ କରିବା ଅବସରରେ ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ପ୍ରଧାନମନ୍ତ୍ରୀ ମୋଦୀ ‘ସେଙ୍ଗୋଲ୍’ (ଅଳଙ୍କୃତ ରାଜ-ଦଣ୍ଡ) ସ୍ଥାପନା କରିବେ ବୋଲି ଆଜି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
-
ଦଳ ବିରୋଧି ଟିପ୍ପଣିକୁ ନେଇ ମହାରାଷ୍ଟ୍ର କଂଗ୍ରେସ ଦଳର ପୂର୍ବତନ ବିଧାୟକ ଆଶିଷ ଦେଶମୁଖଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି।
-
ସମାଜବାଦି ପାର୍ଟିର ନେତା ତଥା ପୂର୍ବତନ ବିଧାୟକ ଆଜମ ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବୁଧବାର ନିମ୍ନ ଅଦାଲତ ଘୃଣା ଭାଷଣ ମାମଲାରେ ତାଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ଆଦେଶକୁ ଖାରଜ କରିଛନ୍ତି।
-
ପାଟନା ହାଇକୋର୍ଟ କହିଛନ୍ତି ଋଣ ଡିଫଲ୍ଟ ମାଲିକଙ୍କଠାରୁ ଯାନବାହନ ଜବତ କରିବା ଭୁଲ ଅଟେ। ଏହା ସମ୍ବିଧାନ ଦ୍ୱାରା ନିଶ୍ଚିତ ଜୀବନ ଏବଂ ଜୀବିକା ପାଇଁ ମୌଳିକ ଅଧିକାରର ଚରମ ଉଲ୍ଲଂଘନ ।
-
ତାମିଲନାଡୁର ତମାଖୁ-ଗୁଟଖା ଉତ୍ପାଦନ ଏବଂ ପରିବହନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ସୁରକ୍ଷା କମିଶନର ଏହି ସୂଚନା ଦେଇଛନ୍ତି।
-
କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧୀନ ଥିବାବେଳେ ସମ୍ପୃକ୍ତ କର୍ମଚାରୀଙ୍କୁ ନିୟମିତ କିମ୍ବା ଅସ୍ଥାୟୀ ପଦୋନ୍ନତି ମଞ୍ଜୁର କରାଯାଇପାରିବ ନାହିଁ।
-
ଆସନ୍ତା ୨୭ ତାରିଖରେ ନୂଆ ଦିଲ୍ଲୀରେ ନୀତି ଆୟୋଗର ଅଷ୍ଟମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗ ଦେବେ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପୁଣିଥରେ ରାଜ୍ୟ ପକ୍ଷରୁ ଉତ୍ଥାପନ କରାଯିବ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ବ୍ଲକରେ ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ ସ୍ଥାପନ କରିବାକୁ ନିର୍ଦେଶ ଦେଇଛନ୍ତି। ମିଶନ ମୋଡରେ ମାର୍କେଟିଂ ଲିଙ୍କେଜ୍ ସହିତ ସ୍ଥାପନ ହେବ ଏହି ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ।
-
ଆଗାମୀ ଦିନରେ ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥବା ଲୋକଙ୍କୁ ମୋ ବସ୍ ସୁବିଧା ମିଳିପାରିବ। ଲୋକେ ନିଜ ଗ୍ରାମପଞ୍ଚାୟତ ଠାରୁ ବ୍ଲକକୁ ଯାଉଥିଲେ କମ୍ ଟଙ୍କା ଦେଇ ମୋ ବସ୍ରେ ଯିବା ଆସିବା କରିପାରିବେ। ରାଜ୍ୟ ସରକାର ଏନେଇ ଲକ୍ଷ୍ମୀ ଯୋଜନା ଆରମ୍ଭ କରିଦେଇଛନ୍ତି।
-
୫ମ ଥର ପାଇଁ ଚେନ୍ନଇକୁ ଆଇପିଏଲ ବିଜେତା କରିବା ନେଇ ଧୋନି ଆଉ ମାତ୍ର ଗୋଟିଏ ବିଜୟଠାରୁ ଦୂରରେ ରହିଛନ୍ତି। ଚେନ୍ନଇ ସୁପରକିଙ୍ଗ୍ସର ଏହି ସଫଳ ଅଧିନାୟକ ଚଳିତ ଆଇପିଏଲର ଫାଇନାଲ ପରେ ଅବସର ନେବା ନେଇ ଚର୍ଚ୍ଚା ହେଉଛି। ଏପରିକି ୨୯ରେ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଆଇପିଏଲ-୧୬ ଫାଇନାଲ ପରେ ଧୋନି ଅବସର ନେବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।
ଖବରକୁ ପ୍ରସ୍ତୁତ କରିବାରେ ବିଭିନ୍ନ website ର ସାହାଯ୍ୟ ନିଆ ଯାଇଛି , ଯଦି କୌଣସି ଘଟଣା, ତାରିଖ କିମ୍ବା ତ୍ରୁଟି ରହି ଯାଏ ସେଥି ପାଇଁ ମୁଁ ଦାୟୀ ନୁହେଁ ।
|
440 |
Y |
|
1622 |
25-05-2023 |
English |
-
Through technology, we are trying to take justice to every home. Under E courts phase three, Rs 7,000 crore has been provided by the government of India. Through technology, judicial work can be linked with common life said DY Chandrachuda, Chief Justice of India
-
The Hanke’s Annual Misery Index (HAMI) 2022 list of the world’s most miserable countries is released. As per the index, Zimbabwe has topped the list of world’s most miserable country.
-
Gross foreign direct investment (FDI) flows, for the first time in a decade, declined on an annual basis in 2022- 23 to $71 billion mainly due to a slowdown in the global economy, according to the RBI data.
-
Prime Minister Narendra Modi today virtually flagged off the indigenously-built Vande Bharat Express that connects Dehradun with New Delhi.
-
The new Congress government in Karnataka is all set to remove the ban on hijab in the state, sources said Wednesday.
-
The Board of Secondary Education (BSE), Odisha announced Wednesday that it has decided to do away with the summative assessment (SA) system that was in place due to the outbreak of Covid-19. It said that it will reintroduce the pre-pandemic mode of holding a single annual examination for Class X students from this academic session.
-
The supplementary examination for Class X (Matriculation) in Odisha will begin July 3, BSE president Ramashis Hazra said Wednesday.
-
Bhubneswar , A 34-yearold man was hacked to death by four persons over past enmity at GED slum in Unit-I locality under Capital police station limits here, Wednesday.
-
Amid speculation about early elections in the state, all the three prominent political parties – BJD, BJP and Congress – have maintained that they are prepared to face an early fight.
-
The Biju Janata Dal (BJD) Wednesday said it will take part in the inauguration of the new Parliament building (Central Vista) May 28, even as 19 Opposition parties, including the Congress, decided to boycott the event.
-
The Cooperation department decided to initiate a drive for collection of loans advanced by Primary Agricultural Credit Societies and Large Area Multipurpose Cooperative Societies (PACS/LAMPCS) and co-operative central banks DCCBs from May 25 to June 25.
-
The Union Health Ministry is planning to launch a 60-day pan India campaign on the theme ‘tobacco-free youth’ May 31 which will focus on taking steps to prevent initiation of tobacco use among youngsters and assisting users to quit.
-
The Shri Ram Janmabhoomi Tirath Kshetra Trust has decided to form a team of language experts. These experts will have the knowledge of not just Indian but foreign languages as well to address queries of devotees coming to the Ram temple from across the country and abroad.
-
Some bank branches ran out of cash and temporarily halted the exchange of withdrawn `2000 currency notes as they awaited replenishment of supply from the currency chest on the second day of note swap Wednesday.
-
Describing himself as an “annoying skipper,” MS Dhoni said months of intense preparation for the IPL has taken a “heavy toll” on him and that he would take a call on his retirement in eight to nine months.
-
India has recorded 535 new coronavirus infections, while the active cases have decreased to 6,168 from 6,591, according to the Union Health Ministry data updated on Thursday.
-
President Droupadi Murmu praised the Chief Justice Of India, DY Chandrachud, for delivering his address in Hindi during the inauguration of the new Jharkhand High Court building.
-
Delhi Chief Minister and Aam Aadmi Party (AAP) national convenor Arvind Kejriwal will meet Nationalist Congress Party president Sharad Pawar in Mumbai on Thursday.
-
The Delhi government has moved the Supreme Court against an order of the National Green Tribunal naming Lieutenant Governor V K Saxena as the chairperson of the High-Level Committee (HLC) on Yamuna.
-
The Enforcement Directorate (ED) on Wednesday said it detected illegal foreign remittances of about ₹ 4,000 crore after it carried out multi-state raids against foreign-registered online gaming websites and companies.
|
471 |
Y |
|
1623 |
24-05-2023 |
Odia |
-
ୟୁପିଏସସି ସିଭିଲ ସର୍ଭିସ ରେଜଲ୍ଟ । ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ଗାରିମା ଲୋହିଆ ୨ୟ ସ୍ଥାନରେ ରହିଛନ୍ତି । ସେହିଭଳି ଉମା ହରାଥି ଏନ୍ ଏହି ତାଲିକାର ୩ୟ ସ୍ଥାନରେ ରହିଛନ୍ତି । ୪ର୍ଥ ସ୍ଥାନରେ ସ୍ମ୍ରିତି ମିଶ୍ର, ୫ମ ସ୍ଥାନରେ ମୟୁର ହାଜାରିକା ରହିଛନ୍ତି।
-
ଓଡ଼ିଶାରୁ ଅନୁପ ଦାସ ୩୮ ନମ୍ବର ରାଙ୍କରେ ଥିବା ବେଳେ ପ୍ରଣିତା ଦାସ ୪୨, ଅର୍ଣ୍ଣବ ମିଶ୍ର ୫୬, ଦୀକ୍ଷିତା ଯୋଶୀ ୫୮, କ୍ରିତିକା ମିଶ୍ର ୬୬, କସ୍ତୁରୀ ପଣ୍ଡା ୬୭, ପଲ୍ଲବୀ ମିଶ୍ର ୭୩ ଓ ପ୍ରଶାନ୍ତ ରାଜ ୯୭ ରାଙ୍କ ପାଇଛନ୍ତି।
-
ଜମ୍ମୁ କାଶ୍ମୀରର ଶ୍ରୀନଗରରେ ବହୁ ପ୍ରତିକ୍ଷୀତ ଜି-୨୦ ବୈଠକ ଶ୍ରୀନଗରର ଶେର୍-ଏ-କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟର (ଏସକେଆଇସିସି)ରେ ତୃତୀୟ ଜି-୨୦ ଟୁରିଜମ ୱାର୍କିଂ ଗ୍ରୁପ୍ ବୈଠକ ହେଉଛି। ସୋମବାରଠାରୁ ଜାମ୍ମୁ-କାଶ୍ମୀରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଜି-୨୦ ପର୍ଯ୍ୟଟନ କାର୍ଯ୍ୟକାରୀ ଗୋଷ୍ଠୀ(ଟିଡବ୍ଲ୍ୟୁଜି)ର ବୈଠକ । ଏଥିରେ ୬୦ ଜଣ ବିଦେଶୀଙ୍କ ସହିତ ୧୨୨ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରତିପକ୍ଷ ମିଳିତ ଭାବେ ପ୍ରସିଦ୍ଧ ହାରିସ ପାର୍କ ସହରାଞ୍ଚଳକୁ ‘ଲିଟିଲ୍ ଇଣ୍ଡିଆ’ ନାମରେ ନାମିତ କରିଛନ୍ତି। ହାରିସ ପାର୍କ ହେଉଛି ପଶ୍ଚିମ ସିଡନିର ଏକ ପ୍ରମୁଖ ବିକଶିତ ଅଞ୍ଚଳ।
-
ନିଜ ଗାର୍ଲଫ୍ରେଣ୍ଡଙ୍କୁ ଦୁଷ୍କର୍ମ କରିବା ଓ ତାଙ୍କୁ ଧର୍ମାନ୍ତରିତ କରାଇବା ପାଇଁ ଚେଷ୍ଟା କରୁଥିବା ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ୨୩ ବର୍ଷୀୟ ଯୁବକକୁ ଗିରଫ କରାଯାଇଛି। ଦ କେରଳ ଷ୍ଟୋରି ଦେଖିବା ପରେ ତାଙ୍କ ପ୍ରେମିକା ତାଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିଲେ।
-
ଭାରତର ସୂଚନା ପ୍ରଯୁକ୍ତି ଶିଳ୍ପରେ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରାୟ ୬୦ ହଜାର ଠିକା କର୍ମଚାରୀ ଚାକିରି ହରାଇଛନ୍ତି। ଠିକାଦାରଙ୍କ ଜରିଆରେ କମ୍ପାନିଗୁଡ଼ିକ ପ୍ରଦାନ କରୁଥିବା ଠିକା କର୍ମଚାରୀ ନିଯୁକ୍ତି ପୂର୍ବବର୍ଷ ତୁଳନାରେ ୭.୭ ପ୍ରତିଶତ ସଂକୁଚିତ ହୋଇଛି।
-
ଭାରତୀୟ ନୌସେନା ଏହାର ସ୍ବଦେଶୀ ସି ସ୍କିମିଂ କ୍ଷେପଣାସ୍ତ୍ର ବିନାଶକ ଆଇଏନଏସ ମୋର୍ମୁଗୋଆରୁ ମଧ୍ୟମ ରେଞ୍ଜ ସର୍ଫେସକୁ ଏୟାର ମିଶାଇଲକୁ ସଫଳତାର ସହ ପରୀକ୍ଷଣ କରିଛି।
-
ଜ୍ଞାନବାପୀ ମସଜିଦ ମାମଲା ସହ ଜଡ଼ିତ ସମସ୍ତ ୭ଟି ମାମଲାର ଏକାଠି ଶୁଣାଣି ହେବ। ବାରଣାସୀ ଜିଲ୍ଲା କୋର୍ଟ ଏହି ରାୟ ଦେଇଛନ୍ତି।
-
ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବୀୟ ଚିତା ସିୟାୟା ବା ଜ୍ବାଲା ଜନ୍ମ ଦେଇଥିବା ୪ ଶାବକଙ୍କ ମଧ୍ୟରୁ ଏକ ମାଈ ଚିତା ଶାବକର ମୃତ୍ୟୁ ଘଟିଥିବା ମଙ୍ଗଳବାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
-
ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟ ଯୋଗୁଁ ଗତ ୫୦ ବର୍ଷ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସମଗ୍ର ବିଶ୍ବରେ ଏହି ଜଳବାୟୁ ପରିବର୍ତ୍ତନ ପାଇଁ ୪.୩ ଲକ୍ଷ କୋଟି ଡଲାରରୁ ଅଧିକ ଆର୍ଥିକ କ୍ଷୟକ୍ଷତି ହୋଇଛି।
-
ହିନ୍ଦୁ ପରମ୍ପରାରେ ଖଡ଼ିଛୁଆଁ ବା ବିଦ୍ୟାରମ୍ଭ ହେଉଛି ଏକ ସଂସ୍କାର। ସାଧାରଣତଃ ଗୁରୁ ବା ଆଚାର୍ଯ୍ୟଙ୍କ ଦ୍ବାରା ପିଲାର ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ରବିବାର କେରଳର କଂଗ୍ରେସ ସାଂସଦ ଶଶି ଥରୁର ଗୋଟିଏ ଅଢ଼େଇ ବର୍ଷ ପିଲାର ଗୁରୁ ବନିଯାଇଛନ୍ତି।
-
୨୦୧୬ ନଭେମ୍ବରରେ ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍କୁ ଅଚଳ କରିଦେଲେ। ତାହାର ଭରଣା ଲାଗି ୨ ହଜାର ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା। ସମୟକ୍ରମେ ଏହି ଅଭାବ ପୂରଣ ହେବାପରେ ୨୦୧୮ରୁ ସରକାର ୨ ହଜାର ଟଙ୍କିଆ ନୋଟ୍ ଛାପିବା ବନ୍ଦ କରିଦେଇଛନ୍ତି। ବଜାରରୁ ୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍ ହଠାତ୍ ଉଭାନ ହୋଇଯାଇଛି। ଏହାକୁ କଳାବଜାରୀ ଲୁଚାଇ ରଖିଛନ୍ତି ବୋଲି ସନ୍ଦେହ କରାଯାଉଛି।
-
ପରିଚୟ ପତ୍ର ନ ଦେଖି ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବା ବିରୋଧରେ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖି ଛନ୍ତି।
-
ଭାରତରେ ୨୦୦୦ ଟଙ୍କିଆ ନୋଟ ଉପରେ ନିଷେଧାଦେଶ ଖବର ପାଇବା ପରେ ଜଣେ ଭକ୍ତ ହିମାଚଳ ପ୍ରଦେଶର ମା ଜ୍ୱାଳାମୁଖୀ ମନ୍ଦିରରେ ୨୦୦୦ ଟଙ୍କିଆ ନୋଟର ୪୦୦ ନୋଟ ଅର୍ଥାତ ୮ଲକ୍ଷ ଟଙ୍କା ଦାନ କରିଛନ୍ତି।
-
ଉତ୍ତରପ୍ରଦେଶରେ ଭାଜପା ଲୋକସଭା ନିର୍ବାଚନ ପୂର୍ବରୁ ତୋଫାନୀ ଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିଛି। ମେ ୩୦ ରୁ ଜୁନ ୩୦ ମଧ୍ୟରେ ପ୍ରସ୍ତୁତ ଯୋଜନାଗୁଡିକରେ ବହୁ ଗୁରୁତ୍ୱପୂର୍ଣ୍ଣ ରାଲି ହେବ।
-
ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଓ କିରୀମେରା , ଏହି ଦୁଇଟି ବ୍ଲକକୁ ନୂତନ ଭାବରେ ଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଇଁ ରାଜ୍ୟ ସରକାର ୯ ଟି ନୂତନ ପଦବୀକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅଧୀନରେ ଲାଇକେର ଓ କିରୀମେରା ବ୍ଲକର ସମସ୍ତ ଗାଁ ଏହି ନୂତନ ITDA ଅଧୀନରେ ରହିବ।
-
ଓଡିଶା ରାଜଭବନ ପରିସରରେ ଏକ ସୁଉଚ୍ଚ ଜାତୀୟ ପତାକାସ୍ତମ୍ଭ ସ୍ଥାପନା କରାଯାଇଛି। ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବଟନ୍ ଦବାଇବା ପରେ ପୋଲିସ୍ ବ୍ୟାଣ୍ଡର ଧୁନ୍ରେ ଜାତୀୟ ପତାକା ସ୍ତମ୍ଭର ଉଚ୍ଚକୁ ଉଠିଥିଲା ଓ ଏହାର ଉତ୍ତୋଳନ ପରେ ପୁଲିସ୍ ବ୍ୟାଣ୍ଡ ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ ।
-
ତାତିରୁ ନାହିଁ ନିସ୍ତାର, ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ରାଜ୍ୟର ୭ ସହରର ତାପମାତ୍ରା ୪୨ ଡିଗ୍ରୀ ଟପିଛି। ଅପରପକ୍ଷରେ ୪୦ ଡିଗ୍ରୀ ଉପରେ ରାଜ୍ୟର ୨୨ ସହରର ତାପମାତ୍ରା।ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ।
-
ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦେଶର କୁସ୍ତିଯୋଦ୍ଧାମନଙ୍କର ଦିଲ୍ଲୀର ଯନ୍ତରମନ୍ତରଠାରେ ଧାରଣା ଜାରି ରହିଛି।
-
ବର୍ଷୀୟାନ ପର୍ବତାରୋହୀ କାମି ରୀତା ଶେର୍ପା ମଙ୍ଗଳବାର ୨୮ତମ ଥର ଏଭେରେଷ୍ଟ ଆରୋହଣ କରି ତାଙ୍କର ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ସର୍ବାଧିକ ଥର ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ ଆରୋହଣ କରିବାରେ ଏହା ବିଶ୍ୱ ରେକର୍ଡ।
|
467 |
Y |
|
1624 |
24-05-2023 |
English |
-
The state government has banned consumption of ganja at Shiva shrines across Odisha. Following a request by Ananta Balia Trust, Culture department director Dillip Routray has asked all Collectors and SPs to take necessary measures to stop the consumption of ganja on the premises of shrines of Lord Shiva.
-
Veteran Sherpa guide Kami Rita scaled Mount Everest for the 28th time Tuesday, beating his own record less than a week after setting it, as two guides compete with each other for the title of most climbs of the world’s highest peak.
-
Women bagged the top four ranks in the Civil Services Examination (CSE) 2022 with Delhi University graduate Ishita Kishore securing the first spot, the Union Public Service Commission (UPSC) announced Tuesday.
-
Chief Minister Naveen Patnaik Tuesday congratulated the candidates from Odisha who cleared the CSE 2022. Over 20 candidates from Odisha cracked the exam. Anup Das with All India Rank-38 emerged as the topper from Odisha.
-
The Odisha government has now initiated steps to set up smart classrooms in 6,974 elementary and secondary schools of the state. According to sources, the School and Mass Education department has decided to set up 13,948 smart classrooms in these 6,974 elementary and secondary schools.
-
On the occasion of World Turtle Day, Tuesday, Chief Minister Naveen Patnaik said continuous conservation efforts, unflinching dedication of volunteers and awareness campaigns have made the Odisha coast a favourite rookery for Olive Ridley turtles.
-
With a view to strengthening road connectivity in rural areas, the odisha state government has constructed 6,800- km roads with an investment of `18,500 crore since 2019.
-
Intense heatwave condition continued to prevail in many parts of the state Tuesday with mercury breaching the 42 degrees Celsius mark at eight places. The Met department said that there will be no major change in maximum temperature at many places in Odisha during the next five days.
-
More than 840 million people worldwide will suffer back pain by 2050, largely due to population increase and the ageing people, according to a modelling study published in the Lancet Rheumatology journal.
-
The TMC, the CPI and the AAP Tuesday said they will skip the inauguration ceremony of the new Parliament building even as the war of words over the prime minister and not the president scheduled to do the honours on May 28 continued between the government and the Congress.
-
A Mumbai Sessions Court has recently ruled that sex work can be termed an “offence” when its done in a public place causing nuisance to others, as it set free a 34-year-old commercial sex worker who was shunted to a shelter home against her wishes.
-
A court Tuesday issued fresh summons to Delhi Chief Minister Arvind Kejriwal and AAP's Rajya Sabha member Sanjay Singh to appear before it on June 7 in a criminal defamation case lodged by the Gujarat University over Prime Minister Narendra Modi's academic degree.
-
The Income Tax department has enabled online filing of income tax returns (ITRs) 1 and 4, filed by individuals, professionals and small businesses, for 2022-23 fiscal. In a tweet, the income tax department said, the software/utilities for preparing other ITRs/ Forms will be enabled shortly.
-
Ishita Kishore, a Delhi University graduate who topped the civil services examination this year, says that she did not expect this result and was feeling on top of the world.
-
India has recorded 552 new coronavirus infections while the active cases have decreased to 6,591 from 7,104, according to the Union Health Ministry data updated on Wednesday.
-
Nineteen opposition parties, including the Congress, Aam Aadmi Party (AAP), Trinamool Congress, the Left, Rashtriya Janata Dal (RJD), Dravida Munnetra Kazhagam (DMK) and Uddhav Thackeray faction of the Shiv Sena on Wednesday said they will not be part of the event.
-
Twenty-six goats taken for grazing were killed due to lightning strikes in the Uttarkashi district of Uttarakhand on Wednesday.
-
Karnataka CM Siddaramaiah on Tuesday addressed a meeting of senior police officers at Vidhansouda conference hall and instructed the police officials to give priority to solving traffic problems in Bengaluru city and controlling cyber crimes.
-
As part of his efforts to drum up opposition support for his government's fight against the Centre over an ordinance on the control of administrative services in Delhi, Arvind Kejriwal will meet Shiv Sena (UBT) leader Uddhav Thackeray on Wednesday.
-
The Lieutenant Governor of Jammu and Kashmir, Manoj Sinha, today said the media in Union territory is "absolutely free" a matter on which questions have been raised at both national and international level.
|
456 |
Y |
|
1625 |
23-05-2023 |
Odia |
-
ରାଜ୍ୟରେ ଚଳିତ ବର୍ଷ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣହାର ଅଧିକ ରହିଛି । ସିବିଏସ୍ଇରେ ୯୩.୬୪%, ଆଇସିଏସଇରେ ୯୮.୫୪% ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ପରୀକ୍ଷାଫଳରେ ଉତ୍ତୀର୍ଣ୍ଣ ହାର ୯୬.୪% ରହିଛି । ମେ’ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ନାମଲେଖା ପାଇଁ ଖୋଲିବ ସାମ୍ସ ପୋର୍ଟାଲ ।
-
୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଇଛି । ଏଥିମଧ୍ୟରୁ ୧୦୦ ଗୋଟି ବିଦ୍ୟାଳୟରେ କଳା ଓ ୬ ଗୋଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ।
-
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ବଙ୍ଗରିପୋଷି ରେଞ୍ଜ ଚାକିଡି ବିଟ ଅଞ୍ଚଳରେ ଘଟିଛି ଘଟଣା। ମୃତ ଫରେଷ୍ଟ ଗାର୍ଡ ହେଲେ ବିମଲ କୁମାର ଜେନା । ତାଙ୍କ ଘର ବାରିପଦା ଭଂଜପୁରରେ ବୋଲି ଜଣାପଡିଛି ।
-
ଓଡ଼ିଶାର ଭୁବନେଶ୍ବର ଉପକଣ୍ଠ ଥିବା ଖୋର୍ଦ୍ଧା ଶିଳ୍ପାଞ୍ଚଳଠାରେ ଆଇଟିସିର ଅତ୍ୟାଧୁନିକ ଇଣ୍ଟିଗ୍ରେଟେଡ ଗ୍ରାହକ ସାମଗ୍ରୀ ଉତ୍ପାଦନ ଏବଂ ଲଜିଷ୍ଟିକ ( ଆଇସିଏମଏଲ ) ସୁବିଧା ଉଦଘାଟନ କରିଛନ୍ତି । ଆର୍ଶିବାଦ ଅଟା , ୟେପି , ନୁଡୁଲ୍ସ , ସନଫିଷ୍ଟ ବିସ୍କୁଟ , ଚିପ୍ପ ଏବଂ ଅନ୍ୟ ସହିତ ଆଇଟିସିର ବିଶ୍ବ ସ୍ତରୀୟ ଖାଦ୍ୟ ବ୍ରାଣ୍ଡ ପ୍ରର୍ଯ୍ୟାୟକ୍ରମେ ଉତ୍ପାଦନ କରାଯିବ।
-
ଓଡିଶାରେ ଚାଷୀଙ୍କୁ ଦିଆଯାଉଛି ଶୂନ୍ୟ ପ୍ରତିଶତ ସୁଧରେ ଋଣରେ ୩୨ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି । ଫସଲ ବୀମାରେ ପ୍ରିମିୟମ ଭରିବେ ରାଜ୍ୟ ସରକାର। ଚଳିତ ଖରିଫ ଧାନକିଣାରେ ଦେବେ ଅର୍ଥରାଶି। ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି।
-
ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତିନିଜଣ ମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ଏବେ ବିଭାଗ ବଣ୍ଟନ କରାଯାଇଛି। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ବ ଦିଆଯାଇଛି। ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ବ ଦିଆଯାଇଛି।
-
ଓଡ଼ିଶା ହାଇକୋର୍ଟର ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଛୁଟି। ତେବେ ଛୁଟି ମଧ୍ୟରେ ଜରୁରୀ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କାର୍ଯ୍ୟ କରିବେ। ଛୁଟି ଦିନରେ ଅବକାଶକାଳୀନ ଖଣ୍ଡପୀଠ କାଲି ସମେତ ୨୫,୩୦ ଓ ଜୁନ୍ ୧,୬,୮,୧୨ ଓ ୧୩ତାରିଖରେ ଜରୁରୀମାମଲାର ଶୁଣାଣି କରିବେ।
-
ସ୍ନାତକ ସ୍ତରରେ ମଧ୍ୟ ଇଣ୍ଟର୍ଣ୍ଣସିପ୍ ଅଧ୍ୟୟନ କରିବେ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗୁରୁତ୍ୱ ଦେଇଛି। ନୂଆ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବାକୁ ଥିବାବେଳେ ଏ ସମ୍ପର୍କିତ ସବିଶେଷ ମାର୍ଗଦର୍ଶିକା ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ୟୁଜସି ପକ୍ଷରୁ ସୂଚନା ଦିଆଯାଇଛି।
-
ଦୋକାନୀ ଗ୍ରାହକଙ୍କଠାରୁ ୨ହଜାର ଟଙ୍କିଆ ନୋଟ ଗ୍ରହଣ କରିବାକୁ ମନା କରିପାରିବେ ନାହିଁ । ଏ ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସ୍ପଷ୍ଟ କରିଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅଷ୍ଟ୍ରେଲିଆର ସିଡ୍ନୀରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ସରକାରଙ୍କ ଅତିଥି ଭାବେ ମେ ୨୨ରୁ ୨୪ ପର୍ଯ୍ୟନ୍ତ ସେ ସେଠାରେ ରହିବେ।
-
୨୦୨୩ କର୍ଣ୍ଣାଟକ କ୍ୟାବିନେଟରେ ସମସ୍ତ ୯ ଜଣ କୋଟିପତି ମନ୍ତ୍ରୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଏଡିଆର ରିପୋର୍ଟ ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ୟାବିନେଟ୍ରେ ସବୁଠାରୁ ଧନୀ ମନ୍ତ୍ରୀ। ଅନ୍ୟପକ୍ଷେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେଙ୍କର ସବୁଠାରୁ କମ୍ ସମ୍ପତ୍ତି।
-
ମଣିପୁରର ରାଜଧାନୀ ଇମ୍ଫାଲର ଚେକନ ଅଞ୍ଚଳରେ ସୋମବାର ସାନି ହିଂସା ଆରମ୍ଭ ହେବା ପରେ ମଣିପୁରର ଜଣେ ପୂର୍ବତନ ବିଧାୟକ ଓ ଅନ୍ୟ ଦୁଇଜଣଙ୍କୁ ବନ୍ଧୁକ ସହ ଗିରଫ କରାଯାଇଛି। ଏବଂ ଅଞ୍ଚଳରେ ସୁରକ୍ଷା ବଳ ମୁତୟନ କରାଯାଇଛି।
-
କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ଜଣେ ସରକାରୀ ସ୍କୁଲର ଶିକ୍ଷକ ସିଦ୍ଦରମେୟା ସରକାରଙ୍କ ମାଗଣା ପ୍ରତିଶ୍ରୁତିକୁ ସମାଲୋଚନା କରି ନିଲମ୍ବିତ ହୋଇଛନ୍ତି।
-
ଦିଲ୍ଲୀରେ ଶାସକ ଆପ୍ କେନ୍ଦ୍ରର ସର୍ଭିସ ଅର୍ଡିନାନ୍ସ ( ସେବା ଅଧ୍ୟାଦେଶ) ବିରୋଧରେ ଘରକୁ ଘର ପ୍ରଚାର କରିବ ଏବଂ ଜୁନ୍ ୧୧ ତାରିଖରେ ଦିଲ୍ଲୀର ରାମଲିଳା ମଇଦାନରେ ଏହା ଏକ ରାଲି କରିବ ବଳି କହିଛି ।
-
ତେଲୁଗୁ ଓ ତାମିଲ ସିନେମାର ଖ୍ୟାତନାମା ଅଭିନେତା ଶରତ ବାବୁଙ୍କର ୭୧ ବର୍ଷ ବୟସରେ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ସୋମବାର ଦିନ ପରଲୋକ ହୋଇଛି।
-
ମଡେଲ ତଥା ଯୁବ ଅଭିନେତା ୩୨ ବର୍ଷୀୟ ଆଦିତ୍ୟ ସିଂହ ରାଜପୁତଙ୍କ ମୃତଦେହ ସୋମବାର ତାଙ୍କ ଅନ୍ଧେରିସ୍ଥିତ ଆପାର୍ଟମେଣ୍ଟ ୱାସ୍ରୁମ୍ରୁ ଉଦ୍ଧାର କରାଯାଇଛି। ମାତ୍ରାଧିକ ନିଶା ସେବନ ଯୋଗୁ ଅଭିନେତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
-
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଯେ ୨୦୨୩ ଶେଷ ସୁଦ୍ଧା ଆସାମରୁ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (ଆଫସ୍ପା) ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ କହିଛନ୍ତି।
-
ଆଜି ‘ବିଶ୍ଵ କଇଁଛ ଦିବସ’। ଆମେରିକୀୟ କଇଁଛ ଉଦ୍ଧାର ସଂଘ ପ୍ରଥମଥର ୨୦୦୦ ମେ ୨୩ରେ ‘ବିଶ୍ଵ କଇଁଛ ଦିବସ’ ପାଳନର ଘୋଷଣା କରିଥିଲା । ବିଶ୍ଵ ସ୍ତରରେ ୩୦୦ରୁ ଅଧିକ ପ୍ରଜାତିର କଇଁଛ ଦେଖାଯାନ୍ତି।
-
ମଙ୍ଗଳବାର ଅର୍ଥାତ ମେ’ ୨୩ ତାରିଖ ସନ୍ଧ୍ୟାରେ ଉଜ୍ଜ୍ୱଳ ଗ୍ରହ ଶୁକ୍ରର ଖୁବ ନିକଟରେ ଦେଖାଯିବ ଚନ୍ଦ୍ର। ସେମାନଙ୍କ ଭିତରେ କୌଣସି ଦୂରତା ପ୍ରାୟ ୨ ଡିଗ୍ରୀ ରହିବ ଏବଂ ସେମାନଙ୍କ ଭିତରେ କୌଣସି ଦୂରତା ବଢ଼ିଯାଇ ପ୍ରାୟ ୧୫ ଡିଗ୍ରୀ ହେବ।
-
ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୬ତମ ସଂସ୍କରଣର ପ୍ଲେ-ଅଫ୍ ରୂପରେଖ ରବିବାର ସ୍ପଷ୍ଟ ହୋଇଛି। ଟାଇଟଲ ଦୌଡ଼ରେ ଗତଥରର ଚାମ୍ପିଅନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ, ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ, କ୍ରୁନାଲ ପାଣ୍ଡ୍ୟାଙ୍କ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ରହିଛନ୍ତି।
ଖବରକୁ ପ୍ରସ୍ତୁତ କରିବାରେ ବିଭିନ୍ନ website ର ସାହାଯ୍ୟ ନିଆଯାଇଛି , ଯଦି କୌଣସି ଘଟଣା, ତାରିଖ କିମ୍ବା ତ୍ରୁଟି ରହି ଯାଏ ସେଥି ପାଇଁ ମୁଁ ଦାୟୀ ନୁହେଁ । |
433 |
Y |
|
1626 |
23-05-2023 |
English |
-
Chief Minister Naveen Patnaik Monday inducted three new ministers in his Cabinet. Senior BJD MLAs Bikram Keshari Arukha, Sudam Marndi and Sarada Prasad Nayak took oath Monday as Cabinet ministers here at a swearing-in ceremony held at State Convention Centre in Lok Seva Bhawan.
-
Crop insurance will be completely free for farmers for the next three years, Cooperation Minister Atanu Sabyasachi Nayak said. Chief Minister Naveen Patnaik, Nayak said the government will pay the farmers’ share of premium (2 per cent of sum assured) for the next three years crop insurance cycle - Kharif 2023 to Rabi 2025-26.
-
The Enforcement Directorate (ED) said Monday it has seized an Audi car valued at `51 lakh as part of a money laundering investigation against Jyoti Ranjan Beura alias Golden Baba, an alleged fraudster based in Odisha.
-
Chief Minister Naveen Patnaik Monday inaugurated ITC's integrated consumer goods manufacturing and logistics facility at Khurda.
-
The Congress asked the Centre Monday to honour the Supreme Court verdict on Delhi services and said a final call on supporting the legislation that seeks to replace the ordinance in Parliament would be taken after discussions with like-minded political parties.
-
Walking stick, baby walker, air conditioner, balloon and bangles are among the 193 "free symbols" issued by the Election Commission recently for Independents and candidates of unrecognised parties to pick from.
-
The Delhi High Court Monday issued notice to the British Broadcasting Corporation (BBC) on a plea by an NGO seeking damages, claiming its documentary “India: The Modi Question” casts a slur on the reputation of India and makes false and defamatory imputations against Prime Minister Narendra Modi and the Indian judiciary .
-
The government is planning to bring a bill in Parliament to link data related to birth and death with electoral rolls and the overall development process, Union Home Minister Amit Shah said on Monday.
-
The Border Security Force intercepted a fifth Pakistani drone in the last four days that intruded into India from along the International Border in Punjab to drop a drugs consignment, officials said on Monday.
-
Punjab Chief Minister Bhagwant Mann on Monday alleged that the nephew of his predecessor Charanjit Singh Channi had demanded ₹ 2 crore from a cricketer to secure him a government job under the sports quota.
-
The opening of the new parliament by Prime Minister Narendra Modi -- due on May 28 -- has set off a huge political row. Opposition parties have contended that the President, as the "highest Constitutional authority", should be inaugurating it.
-
Shantha Murthy MG allegedly shared Hm Rajashekhar Hiremath's post against Siddaramaiah on the day he was sworn in as Chief Minister on May 20.
-
Assam Chief Minister Himanta Biswa Sarma, in a huge announcement today, said that he was aiming for the complete withdrawal of the controversial law AFSPA from the entire state by the end of this year.
-
The mission is designed to deploy the NVS-01 navigation satellite, weighing 2,232 kilograms, into a Geosynchronous Transfer Orbit (GTO).
-
Actor, model and casting coordinator Aditya Singh Rajput aged 32 was found dead at his apartment in Mumbai's Andheri area.
-
Forest department officials busted a turtle smuggling racket Monday by seizing 119 turtles and arresting a person during patrolling at Nuaguda Square of this town in Nabarangpur district.
-
The Municipal Corporation of Delhi (MCD) has issued an order recently prohibiting the use of acid for cleaning public toilets operated by it, the Delhi Commission for Women (DCW) said Monday.
-
A logo to commemorate 200 years of Assam Tea was unveiled here Sunday, coinciding with International Tea Day. Assam Tea, which contributes to over 50 per cent of the tea produced annually in the country, was first discovered growing in the wild in 1823 by Major Robert Bruce.
-
Former Mumbai NCB chief Sameer Wankhede, accused in a cruise 'drug bust' bribery case, Monday submitted a letter to the office of the Mumbai police commissioner seeking protection after claiming he and his wife were receiving death threats for the last few days.
-
Olympic champion Neeraj Chopra became the world number one for the first time in his career in the latest men’s javelin throw rankings issued by the World Athletics
|
464 |
Y |
|
1627 |
22-05-2023 |
Odia |
-
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ରବିବାର କହିଛନ୍ତି, ଡେଟ୍ ସିଲିଂ ସୀମା ବୃଦ୍ଧି ପାଇଁ ସରକାରଙ୍କ ପ୍ରସ୍ତାବ ଉପରେ ବିରୋଧୀ ରିପବ୍ଲିକାନ୍ଙ୍କ ଅଫର୍ ଗ୍ରହଣଯୋଗ୍ୟ ନୁହେଁ।
-
ରୁଷିଆ ସୈନ୍ୟମାନଙ୍କ ସହାୟତାରେ ଓ୍ବାଗ୍ନର ଘରୋଇ ସେନା ବାଖ୍ମୁଟ୍କୁ ନିୟନ୍ତ୍ରଣକୁ ନେଇଛି। ଓ୍ବାଗ୍ନର ମୁଖ୍ୟ ୟେଭ୍ଗେନି ପ୍ରିଗୋଝିନ୍ ମଧ୍ୟ ଅନୁରୂପ ଦାବି କରିଛନ୍ତି। ଅନ୍ୟପକ୍ଷରେ ବାଖ୍ମୁଟ୍ ପାଇଁ ଲଢ଼େଇ ଜାରି ରହିଥିବା ୟୁକ୍ରେନ୍ କର୍ତ୍ତୃପକ୍ଷ କହିଛନ୍ତି।
-
ଗତ ୧୦ ମାସ ମଧ୍ୟରେ ପାକିସ୍ତାନର ମୁଦ୍ରାସ୍ଫୀତି ହାର ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଛି। ଏହି ୧୦ ମାସ ମଧ୍ୟରେ ପାକିସ୍ତାନକୁ ବାହ୍ୟ ସହାୟତା ୩୮ ପ୍ରତିଶତ ହ୍ରାସ ପାଇଛି।
-
ରୁଷ୍-ୟୁକ୍ରେନ ଯୁଦ୍ଧରୁ ଜବରଦସ୍ତ ଫାଇଦା ଉଠାଉଛି ଚୀନ୍। ରୁଷ୍ ଓ ପାଶ୍ଚାତ୍ୟ ସମର୍ଥିତ ୟୁକ୍ରେନ୍ ଯୁଦ୍ଧ ଅବସରରେ ଭ୍ଲାଡିଭୋସ୍ତକ ବନ୍ଦର ପରି ଭୌଗୋଳିକ ଅଞ୍ଚଳରେ ଆଡ୍ଡା ଜମାଇପାରିଛି ଚୀନ୍ ଏବଂ ଏହାର ଅଟୋ ଶିଳ୍ପର ମଧ୍ୟ ଦ୍ରୁତ ବିକାଶ ଘଟିଛି।
-
ଗୁଜରାଟର ଦାହୋଦ ସ୍ମାର୍ଟ ସିଟି ପ୍ରଶାସନ ପକ୍ଷରୁ ଶତାଧିକ ବର୍ଷ ତଳର ବୋଲି ବିଶ୍ବାସ କରାଯାଉଥିବା ଏକ ମସଜିଦ ଓ ୪ଟି ମନ୍ଦିର ସମେତ ୮ଟି ସ୍ଥାନର ପୂଜାସ୍ଥାନକୁ ଭଙ୍ଗାଯାଇଛି।
-
ଆଜି ସକାଳ ୯ଟା ୫୦ରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ତିନି ଜଣ ନୂଆ ମନ୍ତ୍ରୀ ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ପ୍ରସନ୍ନ ନାୟକ ଶପଥ ନେବେ। ସ୍ବାସ୍ଥ୍ୟ, ଶିକ୍ଷା ଓ ଶ୍ରମ ମନ୍ତ୍ରୀ ଭାବେ ତିନି ଜଣ ବିଧାୟକଙ୍କୁ ଦାୟିତ୍ବ ମିଳିବ।
-
ଆସନ୍ତା ଜୁନ ମାସରୁ ମଧୁବାବୁ ପେନସନ୍ ଯୋଜନା(MBPY)ରେ ମିଳୁଥିବା ଭତ୍ତା ଆଉ ଆକାଉଣ୍ଟକୁ ଯିବ ନାହିଁ। ଜୁନ ମାସରୁ ଏହା ସମ୍ପୂର୍ଣ୍ଣ କ୍ୟାସ ଆକାରରେ ଦିଆଯିବ।
-
ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଭରିବାକୁ ପଡିବ ନାହିଁ କୌଣସି ଫର୍ମ l ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏନେଇ ବିଜ୍ଞପ୍ତି କଲା ଜାରି l
-
ଶେଷ ପର୍ଯ୍ୟାୟରେ ଇସ୍ରୋ (ISRO)ର ଡିମ୍ ପ୍ରୋଜେକ୍ଟ ଚନ୍ଦ୍ରଯାନ-୩। ଏହି ମହାକାଶ ଯାନକୁ ୟୁଆର ରାଓ ଉପଗ୍ରହ କେନ୍ଦ୍ରରୁ ଜୁଲାଇ ଦ୍ବିତୀୟ ସପ୍ତାହରେ ଲଞ୍ଚ ପାଇଁ ନିର୍ଦ୍ଧାରିତ ହେଲା ସମୟ ।
-
୨୪ ତାରିଖ ଯାଏଁ ଶ୍ରୀନଗରରେ ଆରମ୍ଭ ହେବାକୁ ଯାଉଛି G-20 ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀର ସମ୍ମିଳନୀ। ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ସହ ୨ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ଏହା ପ୍ରଥମ ଅନ୍ତର୍ଜତୀୟ ସମ୍ମିଳନୀ।
-
କାଳବୈଶାଖୀ ,ଭୟଙ୍କର ବଜ୍ରପାତ ଯୋଗୁଁ ଭାଙ୍ଗିଲା ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ର ସାମ୍ନା ଗ୍ଲାସ, ଜଳିଗଲା ବିଦ୍ୟୁତ ତାର l ଯାଜପୁର ବୈତରଣୀ ରୋଡ୍ ନିକଟରେ ଅଟକିଲା ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍।
-
କୋରିଆନ୍ ଭାଷାରେ ତିଆରି ହେବ ‘ଦୃଶ୍ୟମ’ ଫିଲ୍ମ, ଓସ୍କାର ବିଜୟୀ ଫିଲ୍ମ ‘ପାରାସାଇଟ’ର ଅଭିନେତା ସଙ୍ଗ କଙ୍ଗ ହୋ ନିଭାଇବେ ମୁଖ୍ୟ ଭୂମିକା l ଏହା ପ୍ରଥମ ଭାରତୀୟ ଫିଲ୍ମ ଯାହା କୋରିଆ ଭାଷାରେ ନିର୍ମିତ ହେବାକୁ ଯାଉଛି l
-
ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ଉଦଘାଟନ୍ କରିବାକୁ ରାହୁଲ ଗାନ୍ଧୀ କଲେ ଦାବି l
-
ଆସନ୍ତା ରବିବାର ଦିନ ନୂଆ ସଂସଦ ଭବନ ସାମ୍ନାରେ ମହିଳା ପଞ୍ଚାୟତ ବସାଇବାକୁ ଆନ୍ଦୋଳରତ କୁସ୍ତି ଯୋଦ୍ଧା କଲେ ଘୋଷଣା l
-
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଶପଥ ଗ୍ରହଣ ସମାରୋହରେ ବହୁ ସଂଖ୍ୟାରେ ବିରୋଧୀ ଦଳର ନେତାଙ୍କ ଉପସ୍ଥିତି ପର୍ଯ୍ୟାପ୍ତ ନୁହେଁ। ଏହି ଧରଣର ଲୋକଦେଖାଣିଆ କାର୍ଯ୍ୟକ୍ରମ ଅପେକ୍ଷା ବାସ୍ତବ ବିରୋଧୀ ଏକତା ଅଧିକ ଆବଶ୍ୟକ ବୋଲି କଂଗ୍ରେସର ପୂର୍ବତନ ନେତା ତଥା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି।
-
ବଙ୍ଗଳା ଟିଭି ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି। ୨୯ ବର୍ଷୀୟା ସୁଚନ୍ଦ୍ରା ସୁଟିଂ ସାରି ଶନିବାର ରାତିରେ ଏକ ବାଇକ୍ ଟାକ୍ସିରେ ଘରକୁ ଫେରିବା ସମୟରେ ବାରନଗର ଅଞ୍ଚଳରେ ଦୁର୍ଘଟଣା ହୋଇଥିଲା।
-
ଲଞ୍ଚ୍ ହେଲା ଭର୍ଜ ମୋଟରସାଇକେଲର ନୂଆ ମଡେଲ୍। ଏହି ବାଇକ୍କୁ ଫର୍ମୁଲା ୱାନ୍ (ଏଫ୧) ରେସର ମିକା ହାକକିନ୍ ଡିଜାଇନ୍ କରିଛନ୍ତି । କମ୍ପାନି ଏହାର ମାତ୍ର ୧୦୦ ୟୁନିଟ୍ ବିକ୍ରି କରିବ ।
-
ଏଲ ସାଲଭାଡୋରରେ ଏକ ଫୁଟବଲ ମ୍ୟାଚ ଦେଖିବା ପାଇଁ ପ୍ରବେଶ ପଥରେ ହୋଇଥିବା ଦଳାଚକଟାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୧୦୦ ରୁ ଅଧିକ ଆହତ ହୋଇଛନ୍ତି ।
-
ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ୱିକେଟରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ l
-
ଆଇପିଏଲରେ ଗତକାଲି ୭୦ତମ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଗୁଜରାଟ୍ ୬ ଓ୍ଵିକେଟ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇଲା l କୋହଲିଙ୍କ ଉପରେ ଭାରି ପଡ଼ିଲେ ଗିଲ୍, ପରାଜୟ ସହ IPL 2023ରୁ ବିଦା ହେଲା RCB, ସେପଟେ ୬୯ ତମ ମ୍ୟାଚ ରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ବିକେଟରେ ପରାସ୍ତ କରି ପ୍ଲେ ଅଫରେ ପହଞ୍ଚିଲା ମୁମ୍ବାଇ ଇଣ୍ଡିଆନ୍ସ l
ଖବରକୁ ପ୍ରସ୍ତୁତ କରିବାରେ ବିଭିନ୍ନ website ର ସାହାଯ୍ୟ ନିଆ ଯାଇଛି , ଯଦି କୌଣସି ଘଟଣା, ତାରିଖ କିମ୍ବା ତ୍ରୁଟି ରହି ଯାଏ ସେଥି ପାଇଁ ମୁଁ ଦାୟୀ ନୁହେଁ । |
468 |
Y |
|
1628 |
22-05-2023 |
English |
-
According to reliable sources, three senior MLAs Bikram Keshari Arukha, Sarada Nayak and Sudam Marndi are likely to be inducted in the Cabinet, Monday
-
Tree branches fell on the Puri-Howrah Vande Bharat Express during a storm in Jajpur district Sunday, stranding it there for over three hours, officials said. The branches got entangled with its pantograph, besides cracking its windshield, bringing the train to a halt, they said.
-
The Special Task Force (STF) of state Crime Branch (CB) has arrested a 36-year-old man after recovering Rs 1 crore worth brown sugar from his possession at one of the government quarters in Unit-VIII area under Capital police limits here, an official said Sunday
-
Orissa High Court Chief Justice S Muralidhar inaugurated thirteen New Courts in the Cadre of Senior Civil Judge in Puri, Boudh, Ganjam, Kalahandi, Angul, Jharsuguda, Sundargarh, Malkangiri, Nabarangpur, Balasore and Baragarh in hybrid mode.
-
Congress leader Rahul Gandhi Sunday said that the President should inaugurate the new Parliament building and not the Prime Minister.
-
Former Mumbai NCB chief Sameer Wankhede was questioned for more than five hours on the second day in a row Sunday by CBI probing the alleged Rs 25 crore bribe demand from actor Shah Rukh Khan for not implicating his son Aryan in the Cordelia cruise 'drug bust' case, an official said
-
Ukrainian President Volodymyr Zelenskyy said Sunday that Russian forces weren't occupying Bakhmut, casting doubt on Moscow's insistence that the eastern Ukrainian city had fallen. Responding to a reporter's question about the status of the city at the Group of Seven summit in Japan, Zelenskyy said: “Bakhmut is not occupied by the Russian Federation.”
-
No form or requisition slip is required for exchange of ` 2,000 notes up to a limit of `20,000 at a time as part of exercise to withdraw high-value currency notes from circulation.
-
Foreign investors have put in `30,945 crore in the Indian equities in May so far, driven by strong macroeconomic fundamentals, prospect of reducing interest rates, positive earnings outlook and falling valuations of stocks.
-
A heat wave warning has been issued for Delhi and adjoining areas for Monday after several parts of the capital recorded maximum temperatures above 45 degrees Celsius.
-
Karnataka Chief Minister Siddaramaiah on Sunday said that he would prefer books over flowers or shawls given by people as a mark of respect at various events.
-
Haryana Chief Minister Manohar Lal Khattar on Sunday said that more than 80 per cent of villages in the state are getting 24-hour electricity and efforts are underway to provide 24x7 electricity to the remaining 600 villages by the end of this year.
-
A day after assuming office as Karnataka Chief Minister, Siddaramaiah on Sunday asked Bengaluru police to take back zero traffic protocol for him.
-
Farmers said they will organise a mahila mahapanchayat, or women's council, at the new Parliament House next Sunday - the same day it is supposed to be inaugurated.
-
Former Narcotics Control Bureau (NCB) Zonal Director Sameer Wankhede was questioned by the Central Bureau of Investigation in connection with the alleged bribery in the drugs-on-cruise case concerning Aryan Khan.
-
Minister of State for Science and Technology, Dr. Jitendra Singh announced on Saturday that 231 stolen antiques have been repatriated to India in the last nine years.
-
In Jammu and Kashmir, one hundred e-buses will begin operations in Jammu in August this year under the Smart Urban e-Mobility Project.
-
Delhi Chief Minister and AAP national convenor Arvind Kejriwal will meet the chiefs of the TMC Mamata Benerjee, Shiv Sena (UBT) Uddhav Tackery, and the NCP Sharad Pawar this week seeking their support.
-
The Yoga Mahotsav will be held at 6 AM on 27th of May at Parade Grounds in Secunderabad to mark the 25 days countdown to the International Yoga Day.
-
The Reserve Bank of India (RBI) has approved the transfer of Rs 87,416 crore surplus to the government for the financial year 2022-23. This amount is nearly three times higher than the previous year’s transfer of Rs 30,307 crore.
|
445 |
Y |
|
1629 |
21-05-2023 |
Odia |
-
ହିରୋସିମାରେ ଚାଲିଥିବା ଜି-୭ ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ । ମୋଦିଙ୍କୁ ଦେଖି ଆଲିଙ୍ଗନ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।
-
ସିଦ୍ଧରମୈୟା କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି । ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମରେ ଆୟୋଜିତ ଭବ୍ୟ ଶପଥଗ୍ରହଣ ସମାରୋହରେ ରାଜ୍ୟପାଳ ଥାୱର ଚାନ୍ଦ ମୁଖ୍ୟମନ୍ତ୍ରୀ,ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି।
-
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ (Police Recruitment Board) ଗଠନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ । ଏତଦ୍ବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା ଅନ୍ୟ ପଦବୀ ମଧ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି ।
-
ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ସହଯୋଗୀ ଥିବା ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ବା ଏନବିଡବ୍ଲୁ ଜାରି ହୋଇଛି । ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟରେ ହାଜର ହେଉ ନଥିଲେ ଶ୍ରଦ୍ଧାଞ୍ଜଳି ବେହେରା ।
-
ଓଡିଶାରେ ସୋମବାର ପୂର୍ବାହ୍ନରେ ଶପଥ ନେଇ ପାରନ୍ତି ୩ ନୂଆ ମନ୍ତ୍ରୀ । ଲୋକସଭା ଭବନର କନଭେନସନ୍ ହଲରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ ବୋଲି ସୂଚନା ମିଳିଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନୂଆ ମନ୍ତ୍ରୀମାନଙ୍କୁ ଗୋପନୀୟତାର ଶପଥ ପାଠ କରାଇବେ । ନିକଟରେ ୨ ମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ।
-
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆବଶ୍ୟକ ପଡିଲେ +୨ କଲେଜ୍ ସିଟ ବଢାଯିବ ବୋଲି ସୂଚନା ଦେଇଛନ୍ତି ।
-
କଳାହାଣ୍ଡିର ପ୍ରସିଦ୍ଧ ବୁଢ଼ାରାଜା ମନ୍ଦିର ରୂପାନ୍ତରିତ ହେବ । ବଦଳିବ ବୁଢ଼ାରାଜା ମନ୍ଦିରର ରୂପରେଖ ।
-
ଶନିବାର ପୁରୀ ତିନିରଥର ୧୮ ଅଖରେ ୩୬ ଚକ ସଂଯୋଗ କରି ଡେରାଯାଇଛି । ଅର୍ଥାତ୍ ତିନିରଥର ମୋଟ ୪୨ଟି ଚକରେ ୨୧ଟି ଅଖ ସଂଯୋଗ କରାଯାଇଛି । ନନ୍ଦିଘୋଷ ରଥର ୧୬ ଚକ ୮ ଅଖ, ତାଳଧ୍ୱଜ ରଥର ୧୪ ଚକ ୭ ଅଖ ଏବଂ ଦେବଦଳନ ରଥର ୧୨ ଚକ ୬ ଅଖ ରହିଛି ।
-
ଆୟ ମାମଲାରେ ଦେଶର ଐତିହାସିକ ତୀର୍ଥ ସ୍ଥାନ ତିରୁପତି ବାଲାଜୀ ମନ୍ଦିର ପରେ ବର୍ତ୍ତମାନ ପାଟନାର ମହାବୀର ମନ୍ଦିର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି, ଯେଉଁଠାରେ ସର୍ବାଧିକ ପ୍ରସାଦ ବିକ୍ରି ହେଉଛି।
-
ରାଜସ୍ଥାନ ସରକାରୀ ଅଟ୍ଟାଳିକା ‘ଯୋଜନା ଭବନ’ର ତଳଘର ବା ‘ବେସ୍ମେଣ୍ଟ୍’ରୁ ସରକାରୀ ଅଧିକାରୀମାନେ ଶୁକ୍ରବାର ଦିନ ନଗଦ ୨.୩୧ କୋଟି ଟଙ୍କା ଓ ୧ କିଲୋ ସୁନା ବିସ୍କୁଟ୍ ପାଇଥିବା କଥା ପୁଲିସ କହିଛି।
-
ଗତକାଲି ୨୦୦୦ ଟଙ୍କିଆକୁ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରାଯିବା ପରେ ଆଜି ଗୁଜରାଟରେ ସୁନା ଓ ରୁପା ମହଙ୍ଗା ହୋଇଛି। କିଛି ବ୍ୟବସାୟୀ ୧୦ ଗ୍ରାମ ସୁନାକୁ ୭୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଗତକାଲି ସେହି ଦାମ୍ ୬୦,୨୭୫ ଟଙ୍କା ଥିଲା।
-
କେନ୍ଦ୍ର ସରକାରଙ୍କ ଭିତ୍ତିଭୂମି ଓ ପ୍ରକଳ୍ପ ନିରୀକ୍ଷଣ ଡିଭିଜନ୍ (ଆଇପିଏମଡି) ତଥ୍ୟ ଅନୁସାରେ ଏବେ ଓଡ଼ିଶାରେ ୧୫୦ କୋଟି ଟଙ୍କାରୁ ଅଧିକ ବ୍ୟୟ ପ୍ରସ୍ତାବିତ ୧୫ଟି ରେଳ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଏହି ସବୁ ପ୍ରକଳ୍ପ ୧୯୯୧ରୁ ୨୦୨୦ ମଧ୍ୟରେ ଅନୁମୋଦିତ ହୋଇଥିଲା।
-
ଜାପାନର ହିରୋସିମାରେ ଏକଜୁଟ ହୋଇଥିବା ଜି୭ ରାଷ୍ଟ୍ରର ମୁଖ୍ୟମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପ୍ରଭାବ ଉପରେ ଆଲୋଚନା କରିଛନ୍ତି। ଏଥିପାଇଁ ଆନ୍ତର୍ଜାତିକ ସ୍ତରରେ ଏକ ନିର୍ଦିଷ୍ଟ ମାନଦଣ୍ଡ ଧାର୍ଯ୍ୟ କରିବାର ଆବଶ୍ୟକତା ଥିବା କହିଛନ୍ତି।
-
ଅଫିସରମାନଙ୍କ ଉପରେ ଦିଲ୍ଲୀର ନିର୍ବାଚିତ ସରକାରଙ୍କର କର୍ତ୍ତୃତ୍ବ ରହିବ ବୋଲି ସୁପ୍ରିମ କୋର୍ଟ ଦେଇଥିବା ରାୟକୁ ନିଷ୍କ୍ରିୟ କରିବାକୁ ଯାଇ କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରିଛନ୍ତି। କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରାଯିବ ବୋଲି ସେ କହିଛନ୍ତି। ଅନ୍ୟ ବିରୋଧୀ ଦଳ ମଧ୍ୟ କେନ୍ଦ୍ରର ଏହି ପଦକ୍ଷେପକୁ ସମାଲୋଚନା କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଅନ୍ୟ ରାଜ୍ୟରେ ନିର୍ବାଚିତ ସରକାର ପାଇଁ ଏହି ସତର୍କ ସୂଚନା।
-
ଦୁବାଇ ମାଟିକୁ ଚାନ୍ଦ ଆଣିବାକୁ ପ୍ରସ୍ତୁତି କରାଯାଉଛି। ଏଥିପାଇଁ ୪୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। କାନାଡା ଉଦ୍ୟୋଗୀ ମାଇକେଲ ହ୍ୟାଣ୍ଡର୍ସନ ୯୦୦ ଫୁଟର ଚନ୍ଦ୍ରର ମଡେଲକୁ ଆକାର ଦେବେ। ଶହେ ଫୁଟ ଉଚ୍ଚ କୋଠା ଉପରେ ଏହି ଚାନ୍ଦ ନିର୍ମାଣ କରାଯିବ।
-
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ର ଅଧିକାରୀ ଭାବେ ମିଛ ପରିଚୟ ନେଇ କଡ଼ା ସୁରକ୍ଷା ମଧ୍ୟରେ ଜମ୍ମୁ-କଶ୍ମୀର ଗସ୍ତ କରିଥିବା ଗୁଜରାଟର ମହାଠକ କିରନ୍ ପଟେଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପିଏମ୍ଏଲ୍ଏରେ ମାମଲା ରୁଜୁ କରିଛି।
-
କେଜ୍ରିଓ୍ବାଲ ସରକାର ଏବଂ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଏକ ନୂତନ ଅଧ୍ୟାଦେଶ ପାରିତ କରିଛନ୍ତି। ଏହି ଅଧ୍ୟାଦେଶ ସହାୟତାରେ ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ଅଧିକାରକୁ କଡ଼ାକଡ଼ି କରାଯାଇଛି।
-
ବିଶ୍ୱର ବୃହତ୍ ହ୍ରଦଗୁଡ଼ିକ ଶୁଖିବାରେ ଲାଗିଛି। ଜଳ ଅପଚୟ ଏବଂ ତାପମାତ୍ରା ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି ଆମେରିକାର ୟୁନିଭର୍ସିଟି ଅଫ୍ ଭର୍ଜିନିଆ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ପାଖାପାଖି ୫୦% ବୃହତ୍ ହ୍ରଦ ଏ ପ୍ରକାର ଜଟିଳ ସ୍ଥିତି ଦେଇ ଗତି କରୁଥିବା ଜର୍ନାଲ ସାଇନ୍ସରେ ପ୍ରକାଶ ପାଇଥିବା ଅଧ୍ୟୟନ ସମ୍ବନ୍ଧୀୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
-
ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏକ ଅଭିନବ ସେବା ‘ମିସ୍ଡ କଲ୍ରେ ନୂତନ ବିଦ୍ୟୁତ୍ ସଂଯୋଗ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।
-
ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍(୫୮) ଅଷ୍ଟମ ଥର ପାଇଁ ବାପା ହେବାକୁ ଯାଉଛନ୍ତି। ବୋରିସ୍ଙ୍କ ସ୍ତ୍ରୀ କ୍ୟାରି ଜନ୍ସନ୍ ୮ ମାସ ଗର୍ଭବତୀ ଥିବା କଥା ସୋସିଆଲ ମିଡିଆ ପୋଷ୍ଟ ଶେୟାର କରି କହିଛନ୍ତି।
|
466 |
Y |
|
1630 |
21-05-2023 |
English |
-
Chief Minister Naveen Patnaik Saturday approved a proposal for setting up of a Police Recruitment Board (PRB) in Odisha.
-
The Ministry of Railways has sanctioned construction of two new projects for Odisha – Bargarh Road to Nuapada Road via Padampur and Railway BG line between Talcher and Angul with ‘Y’ connection at Talcher— as special projects, an official said, Saturday.
-
Chief Minister Naveen Patnaik is likely to reshuffle his Cabinet Monday (May 22), official sources said. There are three vacancies in the state Cabinet, and the new ministers are likely to be inducted at a simple ceremony around 9.30am Monday at the Lok Seva Bhawan, they said.
-
While the dark web – the hidden collective of internet sites accessible by a specialised web browser or authorisation – only comprises an estimated 5 per cent of the entire internet, it has 2.7 million daily users (as of April) and the volume of illegal activities being executed is alarming, a report has warned.
-
The Enforcement Directorate (ED) has seized around 2 kg gold along with cash and other incriminating material during raids at various commercial and residential properties belonging to two real estate firms in the City in connection with a loan fraud case.
-
The Railways Ministry has sanctioned construction of two new railway line projects in Odisha including the Bargarh Road to Nuapada Road line via Padampur as Special Railway Project, for which both the Centre and state government had locked their horns during the Padampur by-election.
-
Capital Region Urban Trust (CRUT) Saturday clarified that an empty ‘Mo Bus’ caught an unexpected fire at Space Chowk in Rourkela, Saturday morning while it was on the way to the depot for maintenance.
-
The Union government’s move to withdraw `2,000 currency notes from circulation was a calculated move to cover up the drubbing the BJP faced in Karnataka assembly elections.
-
Like other essential items and transport fuel, ethnic violence-hit Manipur is also facing an acute shortage of life-saving drugs.
-
More than Rs 2.31 crore in cash and one kg of gold was recovered from a locked almirah in the basement of Yojana Bhawan here, police said.
-
Once a thriving and profitable vocation, clock and watchmakers in Srinagar today are living a life of penury with some even converting their repair shops into tea stalls to make ends me.
-
The Indian Air Force (IAF) has temporarily grounded its fleet of around 50 MiG-21 fighter aircraft following the crash of one of the jets in Rajasthan's Hanumangarh nearly two weeks ago, people familiar with the matter said Saturday.
-
Amid quality issues being raised globally for the cough syrups exported by Indian firms, the Centre is actively considering a proposal of testing drugs at government laboratories before they are dispatched to other countries.
-
Retirement fund body EPFO added 13.40 lakh members on a net basis in March, taking the total addition to 1.39 crore in 2022-23, according to payroll data released Saturday. EPFO had added a total of 1.22 crore members on a net basis in 2021-22
-
About 67 per cent of Indian enterprises are looking at outsourcing key areas of their security landscape to manage security service providers (MSSPs) in the next three years, according to a new IDC report.
-
India has recorded 756 new coronavirus infections, while the active cases have dipped to 8,115 from 8,675, according to the Union Health Ministry data updated on Sunday.
-
Delhi Services Minister Saurabh Bharadwaj has submitted a complaint to police accusing Chief Secretary Naresh Kumar of issuing a death threat to him, officials said on Saturday.
-
The Dalai Lama on Saturday congratulated Mr Siddaramaiah on becoming the Chief Minister of Karnataka for the second time.
-
Karnataka Chief Minister Siddaramaiah on Saturday said the Assembly session will be convened for three days from May 22, during which the newly elected MLAs will be administered oath, and a new Speaker will be elected.
-
The CBI questioned former Mumbai NCB chief Sameer Wankhede for more than five hours in a case in which he is accused of demanding a ₹ 25 crore bribe from superstar Shah Rukh Khan for not implicating his son Aryan in a drug case, officials said
|
485 |
Y |
|