# |
Date |
Type |
Current Affairs |
No. Of Views |
Status |
Action |
1201 |
01-01-2024 |
Odia |
-
ବଦଳିଯାଇଛି କ୍ୟାଲେଣ୍ଡରର ପୃଷ୍ଠା। ନୂଆ ଉତ୍ସାହ, ନୂଆ ସମ୍ଭାବନା ନେଇ ଆସିଛି ବର୍ଷ ୨୦୨୪ । ନୂଆବର୍ଷ ମଙ୍ଗଳମୟ ହେଉ। ବିଶ୍ବର ପ୍ରଥମ ଦେଶ ଭାବରେ ନ୍ୟୁଜିଲାଣ୍ଡରେ ନୂତନ ବର୍ଷ ପ୍ରବେଶ କରିବା ପରେ କ୍ରମାନୁସାରେ ଅନ୍ୟ ଦେଶମାନେ ନୂଆବର୍ଷକୁ ପାଳନ କରିଛନ୍ତି।
-
ଆମେ ଯାହା କରୁ, ଯାହାକିଛି ନିଷ୍ପତ୍ତି ନେଉ ତାହାର ପ୍ରଥମ ମାନଦଣ୍ଡ ହେବା ଉଚିତ ଦେଶ କ’ଣ ପାଇବ। ‘ରାଷ୍ଟ୍ର ପ୍ରଥମ’ ଠାରୁ ଆଉ ବଡ଼ ମନ୍ତ୍ର କିଛି ନାହିଁ। ଉକ୍ତ ମନ୍ତ୍ରକୁ ଅନୁସରଣ କରି ଆମେ ଭାରତୀୟମାନେ ଆମ ଦେଶକୁ ବିକଶିତ ଏବଂ ଆତ୍ମନିର୍ଭରଶୀଳ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
-
ରୁଷ୍-ୟୁକ୍ରେନ୍ ଯୁଦ୍ଧ ଓ ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧକୁ ନେଇ ଉପୁଜିଥିବା ସଙ୍କଟ ଜାତିସଂଘର ବହୁତ ବଡ଼ ବିଫଳତାକୁ ପ୍ରତିପାଦିତ କରିଛି।
-
ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ମିଲାନରୁ ପ୍ରକାଶିତ ଏକ କଠୋର ଦକ୍ଷିଣପନ୍ଥୀ ଦୈନିକ ସମ୍ବାଦପତ୍ର ଲିବେରୋ କ୍ୱାଟିଡିଆନୋ ‘ମ୍ୟାନ୍ ଅଫ୍ ଦି ଇୟର’ ଭାବେ ମନୋନୀତ କରିଛି।
-
ରୁଷ୍ର ବେଲଗୋରୋଡ୍ରେ ଗୋଳା ଆକ୍ରମଣ ଫଳରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୩ ଜଣ ପିଲା ରହିଛନ୍ତି। ଏଥିସହିତ ୧୧୦ ଜଣ ଆହତ ହୋଇଛନ୍ତି।
-
ଷୋଡ଼ଶ ଅର୍ଥ ଆୟୋଗ ମୁଖ୍ୟ ଭାବେ ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିୟାଙ୍କୁ ନିଯୁକ୍ତି ଦିଆଯାଇଛି। ରିତ୍ବିକ ରଞ୍ଜନମ୍ ପାଣ୍ଡେଙ୍କୁ ଆୟୋଗର ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।
-
ନୂଆବର୍ଷରେ ମାନବଜାତି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ୨୦୨୪ ଜାନୁଆରି ପହିଲା ମଧ୍ୟରାତ୍ରରେ ବିଶ୍ୱର ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮ ବିଲିୟନ (୮୦୦ କୋଟି) ଅତିକ୍ରମ କରିବ ବୋଲି ଗୁରୁବାର ଆମେରିକୀୟ ଜନଗଣନା ବ୍ୟୁରୋ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି।
-
ସରକାର ରବିବାର ‘ତେହେରିକ-ଏ-ହୁରିୟତ ଜାମ୍ମୁ କାଶ୍ମୀର’କୁ ବେଆଇନ ସଂଗଠନ ଘୋଷଣା କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
-
୨୦୨୩ରେ ଭିଜିଲାନ୍ସ ବିଭାଗକୁ ଅନେକ ଅଭୂତପୂର୍ବ ସଫଳତା ମିଳିଛି। ଚଳିତବର୍ଷ ୨୬୫ ଅପରାଧିକ ମାମଲା ପଞ୍ଜିକୃତ ହୋଇଥିବାବେଳେ ୧୬୬ ଅଫିସର ଓ ଅନ୍ୟାନ୍ୟ ଅଧିକାରୀ ଗିରଫ । ୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ପଞ୍ଜିକୃତ ହୋଇଥିବାବେଳେ ୧୨୪ କୋଟି ଟଙ୍କାର ସମ୍ପତ୍ତି ଜବତ । ଲାଞ୍ଚ ନେବା ବେଳେ ୯୮ଟି ଘଟଣା ଧରାଯାଇଛି ।
-
୨୦୨୧ରୁ ୨୦୨୨ ପର୍ଯ୍ୟନ୍ତ ମେସିନ୍ ଲର୍ଣ୍ଣିଂଠାରୁ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ) ପର୍ଯ୍ୟନ୍ତ ଅନେକ ବଡ଼ ପରିବର୍ତ୍ତନ ଦେଖୀବାକୁ ମିଳିଛି। ତେବେ ବର୍ଷ ୨୦୨୩ ମଧ୍ୟ ନୂତନ ଟେକ୍ନୋଲୋଜି ଦୃଷ୍ଟିରୁ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି। ବର୍ଷ ୨୦୨୩ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ଚାଟ୍ଜିପିଟି ସବୁଠାରୁ ଲୋକପ୍ରିୟ ଥିଲା।
-
ରବିବାର ରାଜ୍ୟରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ଅନ୍ୟପକ୍ଷେ ଦେଶରେ ମଧ୍ୟ କରୋନା ପଜିଟିଭଙ୍କ ସଂଖ୍ୟା ବଢିଚାଲିଛି। ରାଜ୍ୟର ୧୯ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଆକ୍ଟିଭ କେସ ସଂଖ୍ୟା ୧୮ ରହିଛି ।
-
ଜାନୁୟାରୀ ପହିଲାଠାରୁ ଦୀର୍ଘ ଏକ ବର୍ଷ ହେବ ବନ୍ଦ ରହିଥିବା ୟୁପିଆଇ ଆକାଉଣ୍ଟଗୁଡିକୁ ବନ୍ଦ କରାଯିବ। ପେଟିଏମ୍, ଫୋନ୍ ପେ ଏବଂ ଗୁଗୁଲ୍ ପେ ଭଳି ବ୍ୟାଙ୍କ ଏବଂ ତୃତୀୟ ପକ୍ଷ ଆପ୍ ମଧ୍ୟ ଜାନୁଆରୀ ପହିଲାରୁ ଏହିପରି ୟୁପିଆଇ ଆଇଡିଗୁଡିକୁ ନିଷ୍କ୍ରିୟ କରିବ।
-
ନୂଆ ବର୍ଷ ଆରମ୍ଭରୁ ପାର୍ସଲ ପଠାଇବା ମହଙ୍ଗା ହୋଇପାରେ। ଓଭରସିଜ୍ ଲଜିଷ୍ଟିକ୍ ବ୍ରାଣ୍ଡ ବ୍ଲୁ ଡାର୍ଟ ପାର୍ସଲ ମୂଲ୍ୟରେ କୁ ୭ପ୍ରତିଶତକୁ ବୃଦ୍ଧି କରିଛି।
-
ଗୁଗୁଲ୍ରେ ଚଳିତବର୍ଷ ବିଶ୍ୱକପ୍ ସର୍ଚ୍ଚ ଦୃଷ୍ଟିରୁ ନୂତନ ରେକର୍ଡ ଛୁଇଁଛି। ଗୁଗୁଲ୍ ଦ୍ବାରା ଶେୟାର କରାଯାଇଥିବା ସୂଚନାରେ ଚଳିତବର୍ଷ ଭାରତର ଲୋକମାନେ କ’ଣ ସବୁ ସର୍ବାଧିକ ସର୍ଚ୍ଚ ଖୋଜିଛନ୍ତି ସେ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଗୁଗୁଲ୍ ଟପ୍ ଟେନ୍ ସର୍ଚ୍ଚ ଲିଷ୍ଟରେ ସ୍ଥାନ ପାଇଛି।
-
ନୂଆବର୍ଷରେ ନୂଆ ଅନୁଭୂତି ବଖାଣିବ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ (ଆଇଏସ୍ବିଟି)। ଏହି ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିସାରିଛି। ଶେଷ ସ୍ପର୍ଶ ଦିଆଯାଉଥିବା ଏହି ବସ୍ଷ୍ଟାଣ୍ଡକୁ ୨୦୨୪ ଜାନୁଆରୀରେ ଉଦ୍ଘାଟନ କରାଯିବା ନେଇ ଯୋଜନା ରହିଛି। ଓଡ଼ିଶାର ପ୍ରଥମ ବିଶ୍ୱସ୍ତରୀୟ ଟ୍ରାନ୍ଜିଟ୍ ସିଷ୍ଟମ ବସ୍ ଟର୍ମିନାଲ ଭାବେ ବରମୁଣ୍ଡାକୁ ବିକଶିତ କରାଯାଉଛି।
-
୧୯୬୦ ମସିହାରେ ପ୍ରତିଷ୍ଠା କରାଯାଇ ୧୯୭୯ମସିହାରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା ନନ୍ଦନକାନନ। ଏହାର ମୋଟ ୪୦୦ ହେକ୍ଟର (୯୦୦ଏକର) ଜମିରେ ରହିଛି ଚିଡ଼ିଆଖାନା ଓ ବଟାନିକାଲ୍ ଗାର୍ଡେନ। ଏଠାରେ ଏସିଆ ମହାଦେଶର ସବୁଠୁ ବଡ଼ ଚିଡ଼ିଆଖାନା ଓ ପୃଥିବୀର ସବୁଠୁ ବଡ଼ ବିରଳ ଧଳାବାଘ ପ୍ରଜନନ କେନ୍ଦ୍ର ରହିଛି।
-
ବିନା ଅନୁମତିରେ ପ୍ରାୟ ୧୨୬ଟି ଗଛ କାଟିବା ସହିତ କର୍ଣ୍ଣାଟକର ହସନ୍ ଜିଲ୍ଲାସ୍ଥିତ ଏକ ଗାଁକୁ ସେ କାଠ ଚୋରାଚାଲାଣ କରିଥିବା ଅଭିଯୋଗରେ ‘ବିଜେପି’ ସାଂସଦ ପ୍ରତାପ ସିମ୍ହାଙ୍କ ଭାଇ ବିକ୍ରମି ସିମ୍ହାଙ୍କ ନାମରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି
-
‘ଇନ୍ଷ୍ଟାଗ୍ରାମ୍’ରେ ପ୍ରେମ ବ୍ୟାପାରକୁ ନେଇ ବୁଧବାର ରାତିରେ ଉତ୍ତରପୂର୍ବ ଦିଲ୍ଲୀର ଭାଗିରଥୀ ବିହାର ଅଞ୍ଚଳର ଏକ ଅଣଓସାରିଆ ଗଳିରେ ଜଣେ ୧୮ ବର୍ଷିୟ ଯୁବକ ଜଣେ ୨୦ ବର୍ଷିୟ ଯୁବକଙ୍କୁ ୫୦ ଥର ଛୁରି ଭୁସି ହତ୍ୟା କରିଥିବା କଥା ପୁଲିସ କହିଛି।
-
ଦେଶରେ ୮୪୧ଜଣ ନୂଆ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ୍ସାଇଟ୍ ସୂଚନାରୁ ଜଣାପଡ଼ିଛି। ଗତ ୨୨୭ ଦିନ ବା ୭ ମାସରେ ଏହା ହେଉଛି ସର୍ବାଧିକ ସଂକ୍ରମଣ ବୃଦ୍ଧି ରିପୋର୍ଟ।
-
ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଦୁଇ ପ୍ରତିଯୋଗୀ ପଦକ ହାସଲ କରିଛନ୍ତି। ବରିଷ୍ଠ ମହିଳା ୫୫କେଜି ବର୍ଗରେ ସ୍ନେହା ସୋରେନ୍ଙ୍କୁ ଦୁଇଟି ପଦକ ମିଳିଛି।
|
367 |
Y |
|
1202 |
01-01-2024 |
English |
-
India will usher in the New Year 2024 in a grand manner launching its first X-ray Polarimeter Satellite (XPoSat), which would offer insights into celestial objects like black holes, along with 10 other payloads Monday morning, said the Indian space agency.
-
Tripura Chief Minister Manik Saha Sunday claimed that Prime Minister Narendra Modi’s ‘Mann Ki Baat’ programme was more popular among the masses than ‘Mahabharat’ and ‘Ramayan’ mega TV serials of the 1980s.
-
A cancer care centre will come up in Western Odisha’s Veer Surendra Sai Institute of Medical Sciences and Research (VIMSAR), Burla by the end of 2024, an official source said.
-
The Indian Navy has deployed task groups comprising frontline destroyers and frigates in the central and north Arabian Sea and augmented its force levels in the region to undertake maritime security operations in view of recent attacks on commercial vessels in key shipping lanes.
-
For all the changes that technology has brought about, one thing will stay the same in 2024. Generation Alpha, kids born in the 2010s, are going to want to be “different” from their parents. For them, that means spending less time online.
-
Twenty-six-yearold SR Toshali, who secured eighth rank in the Odisha Judicial Service (OJS) Examination, said Sunday she was shaken by the 2012 ‘Nirbhaya’ gangrape case and it motivated her to pursue law to provide justice to women and children who are victims of such incidents.
-
A “bullishness” greets the skies as more passengers are set to step into airports and more aircraft, including A350s, are ready to carry them in expanding routes in 2024 even as the fate of two bankrupt airlines remain uncertain.
-
Delhi Chief Minister and AAP convener Arvind Kejriwal Sunday said his party has gained popularity for its "work-centric politics" and asserted the party workers should be ready "to go to jail for the paths we have chosen for the public good".
-
Bihar Chief Minister Nitish Kumar owns assets worth ₹ 1.64 crore, according to his latest public disclosure.
-
Jammu and Kashmir Police on Sunday announced cash rewards ranging from ₹ 1 lakh to ₹ 12.5 lakh will be given to people who provide information that will lead to tangible action against terrorism and drug trade.
-
With four Master's degrees and a PhD to his name, a man in Punjab is selling vegetables to make ends meet. Dr. Sandeep Singh, 39, was a contractual professor at Punjabi University in Patiala.
-
Shivraj Singh Chouhan said that schemes like 'Ladli Behna' have changed the lives of women of the state and he will continue to actively cooperate in connecting them and making them aware of the benefits of the scheme.
-
The central government on Sunday appointed Arvind Panagariya as the chairman of the new Finance Commission that will recommend how federal taxes will be shared with states.
-
The government on Sunday declared pro-Pakistan separatist amalgam Tehreek-e-Hurriyat (TeH) Jammu and Kashmir a banned organisation for fomenting terrorism and spreading anti-India propaganda in the Union territory.
-
Shubman Gill has managed to score only one fifty-plus score in the traditional format in 10 innings in 2023, a hundred against Australia at home in March.
|
384 |
Y |
|
1203 |
31-12-2023 |
Odia |
-
ଓଡିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷା ଫଳ ପ୍ରକାଶ ପାଇଛି। ୭୮୭ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।
-
ଚଳିତ ବର୍ଷ ଚାରୁକଳା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଚିତ୍ରଶିଳ୍ପୀ ସୋଫିୟା ସ୍ଥିନ୍ , ଦିନେଶ ମୁଦୁଲି , ବିକ୍ରମ କେଶରୀ , ନରେନ୍ଦ୍ର କୁମାର ମାଝୀ ଓ ନରେଶ ସୁନା , ଭାସ୍କର୍ଯ୍ୟରେ ଭିକାରୀ ପ୍ରଧାନ , କାନ୍ତ କିଶୋର ମହାରଣା ଓ ହିମାଂଶୁ ମହନ୍ତ , ମୁଦ୍ରଣ କଳାରେ ଅମୀୟ ରଞ୍ଜନ ଓଝା ଓ ଅଙ୍କିତା ସାହୁ ଏବଂ ପାରମ୍ପରିକ କଳାରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ପୁଷ୍ପାଞ୍ଜଳି ରାଓ ପ୍ରମୁଖଙ୍କୁ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର – ୨୦୨୩ରେ ପୁରସ୍କୃତ କରାଯାଇଥିଲା ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା ବସିଥିବା ଚଳିତ ବର୍ଷର ଶେଷ କ୍ୟାବିନେଟ୍ ବୈଠକ ଶେଷ ହୋଇଛି। ବର୍ଷର ଶେଷ କ୍ୟାବିନେଟ ବୈଠକରେ ୧୦ ବିଭାଗର ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି।
-
ପୁଲିସ ଡିଜି ସୁନୀଲ ବଂଶଲ ଆସନ୍ତାକାଲି ଅବସର ନେଉଥିବା ବେଳେ ତାଙ୍କ ସ୍ଥାନରେ ଅରୁଣ ଷଡ଼ଙ୍ଗୀଙ୍କୁ ପୁଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
-
ବିଏମସିର ସବୁ କର୍ମଚାରୀମାନେ କାର୍ଯ୍ୟାଳୟରେ ସକାଳ ୯ ଟା ୪୫ ମିନିଟରୁ ୧୦ ଟା ୧୫ ମିନିଟ ଭିତରେ ପହଞ୍ଚିବା ଲାଗି ହୋଇଛି ନିର୍ଦ୍ଦେଶ । ସକାଳ ୧୦ଟା ୩୦ପରେ ଅଫିସରେ ପହଞ୍ଚିଲେ ବନ୍ଦ ହେବ ଦରମା ।
-
ଗ୍ୟାଙ୍ଗଷ୍ଟର ଲଖବୀର ସିଂହ ଲାଣ୍ଡାକୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛି । କେନ୍ଦ୍ର ସରକାର ଏକ ଅଧିସୂଚନା ଜାରି କରି ଏହି ଘୋଷଣା କରିଛନ୍ତି । ୨୦୨୧ରେ ଲାଣ୍ଡା ବିରୋଧରେ କେନ୍ଦ୍ର ସରକାର ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲେ ।
-
ଡ. ମନୋରମା ମହାନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଗୁଜରାଟ ଅହମଦାବାଦସ୍ଥିତ ପାଣିପାଗ କେନ୍ଦ୍ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଡ. ମହାନ୍ତିଙ୍କୁ (ବୈଜ୍ଞାନିକ-ଏଫ୍) ଗ୍ରେଡ୍କୁ ପଦନ୍ନୋତି ସହ ଏହି ନୂତନ ନିଯୁକ୍ତି ମିଳିଛି।
-
୨୦୨୪ ଜାନୁଆରି ପହିଲା ମଧ୍ୟରାତ୍ରରେ ବିଶ୍ୱର ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮ ବିଲିୟନ (୮୦୦ କୋଟି) ଅତିକ୍ରମ କରିବ ବୋଲି ଗୁରୁବାର ଆମେରିକୀୟ ଜନଗଣନା ବ୍ୟୁରୋ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି।
-
ରାଜସ୍ଥାନରେ ଭଜନଲାଲ ଶର୍ମାଙ୍କ କ୍ୟାବିନେଟ୍ର ସମ୍ପ୍ରସାରଣ ହୋଇଛି। ମୋଟ ୨୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଭଜନଲାଲ ଶର୍ମାଙ୍କ ମନ୍ତ୍ରିମଣ୍ଡଳରେ ୧୬ ଜଣ ନୂଆ ଚେହେରାଙ୍କ ସହ ପୁରୁଣା ଚେହେରାଙ୍କୁ ବି ସୁଯୋଗ ମିଳିଛି।
-
ଯୁଦ୍ଧଗ୍ରସ୍ତ ପାଲେଷ୍ଟାଇନ ଅଞ୍ଚଳର ଉତ୍ତରରେ ଥିବା ନିଜ ଘରଠାରୁ ଅନେକ ମାଇଲ ଦୂରରେ ଦକ୍ଷିଣ ଗାଜାର ଏକ ଡାକ୍ତରଖାନାରେ ଇମାନ ଅଲ୍ ମାସ୍ରି ନାମ୍ନୀ ଗାଜାର ଜଣେ ମହିଳା ୪ଟି ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି।
-
ଆମେରିକାର ମାସାଚୁସେଟ୍ସ ରାଜ୍ୟରେ ଜଣେ ଧନୀ ଭାରତୀୟ ବଂଶୋଦ୍ଭବ ଦମ୍ପତି ଏବଂ ସେମାନଙ୍କ ଝିଅର ମୃତଦେହ ଉଦ୍ଧାର କରାଯାଇଛି।
-
ଭାରତରେ ଏବେ ଧୂଳି ପ୍ରଦୂଷଣ ଉଦ୍ବେଗଜନକ ହେଲାଣି। ଧୂଳି ଯୋଗୁଁ ଅଧିକରୁ ଅଧିକ ସଂଖ୍ୟକ ଲୋକ ପ୍ରତିବର୍ଷା ରୋଗାକ୍ରାନ୍ତ ହେଉଛନ୍ତି। ଆଇଆଇଟି ଦିଲ୍ଲୀ ଓ କାନପୁର ଦ୍ବାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି।
-
୨୦୨୩ରେ ସୁପ୍ରିମକୋର୍ଟଙ୍କ ୩୨ଟି ଐତିହାସିକ ରାୟ ତାଲିକାରେ ଓଡ଼ିଶାର ଦୁଇଟି ରାୟ ସ୍ଥାନ ପାଇଛି। ସୁପ୍ରିମକୋର୍ଟଙ୍କ ଦ୍ବାରା ସଦ୍ୟ ପ୍ରକାଶିତ ଇଣ୍ଡିଆନ ଜୁଡିସିଆରି-ବାର୍ଷିକ ରିପୋର୍ଟ ୨୦୨୨-୨୩ର ଲ୍ୟାଣ୍ଡମାର୍କ ଜଜ୍ମେଣ୍ଟ ଶୀର୍ଷକରେ ମୋଟ ୩୨ଟି ରାୟକୁ ଉଲ୍ଲେଖ କରାଯାଇଛି।
-
ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାସ୍ୱର୍ଣ୍ଣ ପଦକ ବିଜେତା ଭିନେଶ ଫୋଗାଟ୍ ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ହେଉଥିବା ବ୍ୟବହାରକୁ ବିରୋଧ କରି ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି।
-
ବିଳମ୍ବିତ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଡିସେମ୍ବର ୩୧। ଆୟକର ବିଭାଗ ପକ୍ଷରୁ ଏ ନେଇ ସାମାଜିକ ଗଣମାଧ୍ୟମ ଜରିଆରେ ରିଟର୍ଣ୍ଣ ଦାଖଲ କରି ନଥିବା ବ୍ୟକ୍ତିମାନଙ୍କୁ ସୂଚନା ଦିଆଯାଇଛି।
-
ଷ୍ଟକ୍ ବଜାର ନିବେଶକମାନଙ୍କ ଲାଗି ୨୦୨୩ ଏକ ସ୍ମରଣୀୟ ବର୍ଷ ସାବ୍ୟସ୍ତ ହୋଇଛି। ଗୋଟିଏ ବର୍ଷରେ ନିବେଶକମାନଙ୍କ ସମ୍ପତ୍ତିରେ ରେକର୍ଡ ୮୦.୬୨ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି।
-
ଆସନ୍ତା ବର୍ଷ ୨୦୨୪ ମସିହାରେ ଚଳିତ ବର୍ଷ ତୁଳନାରେ ଅଧିକ ଗରମ ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ସୃଷ୍ଟି ହୋଇଥିବା ଏଲ୍- ନିନୋ ଆସନ୍ତାବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି।
-
ସ୍ମାର୍ଟଫୋନ ଆସିବା ସହିତ ୟୁଜରଙ୍କୁ ନୂତନ ବୈଶିଷ୍ଟ୍ୟ ମଧ୍ୟ ମିଳିଛି। ଟ୍ରୁକଲରର ଏପରି ଏକ ବୈଶିଷ୍ଟ୍ୟ ଅଛି ଯେଉଁଥିରେ ଉପଭୋକ୍ତା ଫୋନ ନମ୍ବର ସହିତ କଲରଙ୍କ ନାମ ଦେଖିଥାନ୍ତି । କିନ୍ତୁ ବର୍ତ୍ତମାନ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଥିରେ, କଲିଂ ବ୍ୟବହାରକାରୀଙ୍କ ନାମ କାହାକୁ ଦୃଶ୍ୟମାନ ହେବ ନାହିଁ। ସରକାର ଏହାର ନୂତନ ଟେଲି ଯୋଗାଯୋଗ ବିଲରେ ଏହି ନିଷ୍ପତ୍ତି ନେଇଛନ୍ତି।
-
ଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନଃ ବିକଶିତ ଅଯୋଧ୍ୟା ରେଳ ଷ୍ଟେଶନର ଉଦ୍ଘାଟନ କରିଛନ୍ତି। ଦୁଇଟି ନୂଆ ଅମୃତ ଭାରତ ଏବଂ ୬ଟି ନୂତନ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ସବୁଜ ପତାକା ଦେଖାଇଛନ୍ତି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଦେଶ ପାଇଁ ଅନ୍ୟାନ୍ୟ ରେଳ ପ୍ରକଳ୍ପକୁ ମଧ୍ୟ ଉତ୍ସର୍ଗ କରିଛନ୍ତି।
-
ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ସମର୍ପଣ ପୂର୍ବରୁ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା କହିଛନ୍ତି ଭଗବାନ ଶ୍ରୀରାମ କେବଳ ହିନ୍ଦୁ ନୁହଁନ୍ତି ବରଂ ବିଶ୍ୱର ସମସ୍ତ ଲୋକଙ୍କର ଅଟନ୍ତି।
|
433 |
Y |
|
1204 |
31-12-2023 |
English |
-
Enhancement of upper age limit of candidates appearing for Odisha Civil Service (OCS) exams to 38, from the existing 32, for the 2024 recruitment calendar, and addition of 200 more electric buses to the Mo Bus fleet are among the 13 proposals that received a go-ahead from the state Cabinet, chaired by Chief Minister Naveen Patnaik, Saturday.
-
Ahead of the inauguration of the Shree Jagannath Temple Heritage Corridor project in Puri January 17, Chief Minister Naveen Patnaik's close aide VK Pandian Saturday reviewed the progress of pilgrim's holding area, queue management and traffic control in the holy town.
-
A day before Sunil Bansal retires as Odisha DGP, the state government Saturday said senior IPS officer Arun Kumar Sarangi will hold the post as additional charge till further notice.
-
Chief Minister Naveen Patnaik Saturday laid foundation stone for two major irrigation projects that would be developed at a cost of `1,849 crore in Nabarangpur district.
-
Prime Minister Narendra Modi has urged people not to visit Ayodhya January 22 for inauguration of the Ram Temple. “As bhakts, we would not like to cause any problems to Lord Ram. You all can come starting January 23 till eternity... Ram Mandir is now there forever and ever,”.
-
The 45th executive council meeting of Mo School Abhiyan took place here Saturday under the chairmanship of School and Mass Education Commissioner-cum-Secretary Aswathy S.
-
The Union government has been considering empowering local bodies to provide security to historical monuments especially to those which are not under the list of centrally protected monuments.
-
The Bar Council of India has issued a notification announcing that advocate Bhakta Bhusan Barik has been elected as Member, Bar Council of India (BCI) from the State Bar Council of Odisha.
-
The Enforcement Directorate (ED) has issued a letter-cum-summons to Jharkhand Chief Minister Hemant Soren seeking his availability for questioning in a money laundering case linked to an alleged land scam, official sources said Saturday.
-
Israeli tanks pushed deeper into districts in central and southern Gaza overnight under heavy air and artillery fire, residents said, pressing a deadly offensive that has razed much of the enclave and that Israel has said may last months more.
-
Pakistan’s election body has rejected former Prime Minister Imran Khan’s nomination to contest the 2024 national elections in two constituencies, officials and his party’s media team said Saturday.
-
A wealthy Indian-origin couple and their teenage daughter were found dead in their $5 million mansion in the US state of Massachusetts in an apparent domestic violence incident, according to media reports.
-
The government Friday said that as many as 76 mineral blocks have been auctioned in the current year. Of the 76 mineral blocks, 30 mineral blocks were auctioned for mining lease and the remaining 46 were sold as a composite licence.
-
Multiple World Championship medallist Vinesh Phogat Saturday returned her Khel Ratna and Arjuna Award, keeping the two awards lying in the middle of national capital’s Kartavya Path after Delhi Police stopped her from reaching the prime minister’s office
-
Veteran goalkeeper Savita Punia will continue to lead the side and Vandana Katariya will be her deputy as Hockey India Saturday named an 18-member Indian women’s team for the Olympic Qualifiers scheduled to be held in Ranchi from January 13 to 19.
|
386 |
Y |
|
1205 |
30-12-2023 |
Odia |
-
ପଦ୍ମପୁର ପାଇଁ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳ ପଦବୀ ସ୍ରୁଷ୍ଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି। ଏଥି ସହିତ ପଦ୍ମପୁରର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ଭାବରେ ୨୦୨୦ ବ୍ୟାଚର ଆଇଏଏସ ଅଫିସର ଚଭନ କୁନାଲ ମୋତିରାମଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।
-
ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଅଭିଯାନକୁ ଆଶାତୀତ ସଫଳତା ମିଳିଛି। ଚଳିତ ବର୍ଷ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ସଂଗ୍ରହ ହୋଇଛି ‘୧’ ଲକ୍ଷ ୟୁନିଟ ରକ୍ତ।
-
ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରିଛନ୍ତି ।
-
ଭୁବନେଶ୍ବରର ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ। ହସ୍ପିଟାଲ ପରିସରରେ ଥିବା ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି।
-
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଭାରତକୁ ବଡ଼ ଦଣ୍ଡ ଦେଇଛି ଆଇସିସି। ଭାରତୀୟ ଦଳକୁ ମ୍ୟାଚ୍ ଫି ର ୧୦ ପ୍ରତିଶତ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ର ୨ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହରାଇବାକୁ ପଡିଛି। ସେଞ୍ଚୁରିଅନରେ ପ୍ରଥମ ଟେଷ୍ଟରେ ଭାରତ ଗୋଟେ ଇନିଂସ ଏବଂ ୩୨ ରନରେ ପରାଜୟର ସମ୍ମୁଖୀନ ହୋଇଥିଲା।
-
ପ୍ରାଥମିକତା ଭିତ୍ତିରେ ଶିକ୍ଷକ ଆବଶ୍ୟକ କରୁଥିବା ବିଭିନ୍ନ ବିଦ୍ୟାଳୟର ତାଲିକା ପ୍ରସ୍ତୁତ କରାଯିବ। ସେହି ତାଲିକା ଭିତ୍ତିରେ ବିଦ୍ୟାଳୟଗୁଡ଼ିକରେ ଖୁବ୍ଶିଘ ନିଯୁକ୍ତି ଦିଆଯିବ। ନିଯୁକ୍ତି ଅପେକ୍ଷାରେ ଥିବା ୨୦ ହଜାର କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି।
-
ଇଂରାଜୀ ନୂଆବର୍ଷରେ ପୁରୀରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ସମ୍ଭାବନା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଥିବା ବେଳେ ୯ଟି ସେକ୍ଟରରେ କରାଯିବ।
-
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂହ ଇସ୍ତଫା ଦେଇଛନ୍ତି। ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନୀତୀଶ କୁମାରଙ୍କୁ ପୁଣି ଥରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୋବେ ମନୋନୀତ କରାଯାଇଛି ।
-
BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ,ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍ପିଟାଲ ଗୁଡିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
-
ରାଜ୍ୟରେ ପୁଣି ଡରାଇବା ଆରମ୍ଭ କଲାଣି କରୋନା। କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ ୧’ ସଂକ୍ରମଣ ମାମଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୪ଘଣ୍ଟା ମଧ୍ୟରେ ଆଉ ୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩ ରେ ପହଞ୍ଚିଛି।
-
୨୨ ଜାନୁଆରିରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସୋନିଆ ଯୋଗଦେବା ସମ୍ଭାବନା ରହିଛି।
-
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଆବଶ୍ୟକତା କ’ଣ ବୋଲି ଇଣ୍ଡିଆନ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ସାମ୍ ପିଟ୍ରୋଡ଼ା ନିକଟରେ ଦେଇଥିବା ମନ୍ତବ୍ୟ ଠାରୁ କଂଗ୍ରେସ ଦଳ ନିଜକୁ ଦୂରେଇ ନେଇଛି।
-
ୟୁକ୍ରେନ୍ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ରୁଷ୍। କିଭ୍, ଲଭିବ୍, ଓଡେଶା, ନିପ୍ରୋ, ଖାରଖିଭ୍, ଜାପୋରିଝିଆ ସମେତ ବିଭିନ୍ନ ସହରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଭୟାନକ ଆକ୍ରମଣ ଜାରି ରହିଛି। ଆଜି ସକାଳ ସୁଦ୍ଧା ରୁଷ୍ ୧୨୨ଟି କ୍ଷେପଣାସ୍ତ୍ର ମାଡ଼ ହୋଇଛି ।
-
ଆସାମର ଉଗ୍ରବାଦୀ ସଂଗଠନ ୟୁନାଇଟେଡ଼ ଲିବରେସନ ଫ୍ରଣ୍ଟ୍ ଅଫ୍ ଆସାମ (ଉଲ୍ଫା), ଆସାମ ସରକାର ଏବଂ କେନ୍ଦ୍ର ସରକାର ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି ।
-
ଓଡ଼ିଶା ମଧ୍ୟ ଦେଇ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ଜରିଆରେ ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ।
-
ଶେଷରେ ଯାହା ଆଶଙ୍କା କରାଯାଉଥିଲା ତାହା ହେଲା । ମଣିଷଙ୍କ ଚାକିରି ଖାଇବା ଆରମ୍ଭ କରିଛି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ । କିଛି ଦିନ ତଳେ ଖବର ଆସିଥିଲା ଯେ ଏଆଇ ଲାଗୁ କରିବା ଯୋଗୁଁ ପେଟିଏମ୍ ପ୍ରାୟ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ ।
-
ଲଗାତାର ତିନି ବର୍ଷ ହେଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାଧାରଣତନ୍ତ୍ର ଦିବସରେ ଚୟନ ହୋଇପାରି ନଥିବାବେଳେ ଏଥର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି।
-
ପ୍ରସାଧାନ ସାମଗ୍ରୀ ବ୍ରାଣ୍ଡ୍ ଲୋରିଅଲ୍ ଏସ୍ଏର ଉପାଧ୍ୟକ୍ଷା ଫ୍ରାଙ୍କୋଇସ୍ ବେଟେନ୍କୋର୍ଟ ମେୟର୍ସ ବିଶ୍ବର ସବୁଠୁ ବଡ଼ ଧନୀ ମହିଳା ଭାବେ ଉଭା ହୋଇଛନ୍ତି। ସେ ହେଉଛନ୍ତି ଦୁନିଆର ପ୍ରଥମ ମହିଳା ଯିଏ ୧୦,୦୦୦ କୋଟି ଡଲାର ସମ୍ପତ୍ତିର ମାଲିକାଣୀ।
-
ନୂଆବର୍ଷରୁ ଦେଶରେ କେତେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ସିପିଆଇ) ପକ୍ଷରୁ ନିଷ୍କ୍ରିୟ ୟୁପିଆଇ ଆଇଡିଗୁଡ଼ିକୁ ଅଚଳ କରାଯିବ।
-
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ବଳ୍ପ ସଞ୍ଚୟ ସ୍କିମ୍ ପାଇଁ ନୂଆ ସୁଧ ଘୋଷଣା କରାଯାଇଛି। ସୁକନ୍ୟା ସମୃଦ୍ଧି ଯୋଜନାର ସୁଧକୁ ୮ ପ୍ରତିଶତରୁ ବୃଦ୍ଧି ପାଇ ୮.୨ ପ୍ରତିଶତ କରାଯାଇଛି।
|
426 |
Y |
|
1206 |
30-12-2023 |
English |
-
Tesla and SpaceX CEO Elon Musk returns as the world’s richest man with a net worth now estimated to be $232 billion
-
Russia launches 122 missiles and dozens of drones against Ukrainian targets, killing at least 27 civilians across the country.
-
A 33-yearold man was allegedly killed in Ganjam district for ‘not repaying’ `10,000 borrowed from the accused, police said Friday.
-
The state government Friday extended the tenure of Chief Secretary Pradeep Kumar Jena by six months till June 30, 202
-
At least three persons were injured after a cylinder used for filling refrigerant gas in airconditioners exploded at a private hospital here Friday, police said. The incident took place at Hi-Tech Hospital at Pandara.
-
Chief Minister Naveen Patnaik Friday launched the third phase of the state’s flagship health scheme - Biju Swasthya Kalyan Yojana (BSKY). It is estimated that over 1.10 crore families, covering nearly 90 per cent of the state’s population, will be provided health assurance under BSKY.
-
The pro-talks faction of the United Liberation Front of Asom (ULFA) Friday signed a peace accord with the Central and Assam governments, agreeing to shun violence, disband the organisation and join the democratic process.
-
The world population grew by 75 million people over the past year and on New Year’s Day it will stand at more than 8 billion people, according to figures released by the US Census Bureau.
-
Chief Minister Naveen Patnaik Friday approved the proposal for the creation of a new post of Additional District Magistrate (ADM) for Padampur sub-division in Bargarh district, an official release by the CMO said.
-
The state government Friday promoted 12 IPS officers to the ranks additional DGP, IGP and DIGP, an official said. The promotion would be made effective from January 1, 2024, the official said.
-
The district police here has made elaborate preparations to ensure Srimandir devotees a hassle-free darshan of the deities during the New Year.
-
Dense fog engulfed many parts of Odisha Friday, according to the India Meteorological Department (IMD).
-
Kalahandi University will now be known as Maa Manikeswari University as Chief Minister Naveen Patnaik Friday approved a proposal of Higher Education department for changing the name of the educational institution.
-
As many as 482 Post Graduate Teachers (PGTs) joined non-government aided higher secondary schools of the state at an induction programme organised at the Lok Seva Bhawan here Friday.
-
A supplementary budget of `290 crore was passed at the monthly council meeting of Bhubaneswar Municipal Corporation (BMC) Friday. Mayor Sulochana Das, Commissioner Vijay Amruta Kulange and other BMC officials were present at the meeting.
-
President Droupadi Murmu has given her assent to a Bill that seeks to put in place a mechanism for the appointment of Chief Election Commissioner and other Election Commissioners, according to a government notification issued Friday.
-
West Bengal Education Minister Bratya Basu has said the state government will not abide by the decision of the University Grants Commission (UGC) to universities to stop admission to MPhil programmes for the 2023-24 academic year.
-
The government Friday raised the interest rates on Sukanya Samriddhi scheme by 20 basis points and three-year term deposit scheme by 10 basis points for the January-March quarter, while retaining the rates for all other small savings schemes.
-
Assam Chief Minister Himanta Biswa Sarma has apologised for uploading a post with casteist remarks on his social media platforms saying that his team made an "incorrect translation" of a verse from the Bhagavad Gita
-
Odisha FC pulled off a dominant 4-1 win over Jamshedpur FC in a high-octane, entertaining firsthalf action as the Juggernauts enter the Indian Super League (ISL) 2023-24 season break high on confidence.
|
406 |
Y |
|
1207 |
29-12-2023 |
Odia |
-
ଓଡ଼ିଶାରେ ୨ ହଜାର ୩୯୨ ଜଣ ଏମବିବିଏସ ଡାକ୍ତର ଥିବା ବେଳେ ୮୧ ଜଣ ଦାନ୍ତ ଡାକ୍ତର ଅଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ପର୍ବରେ ସମସ୍ତ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।
-
ପରିବାର ସହିତ ସମୁଦ୍ର ସ୍ନାନ ଏବଂ ପ୍ରାକୃତିକ ସୌନ୍ଦର୍ୟ୍ୟ ଉପଭୋଗ ପାଇଁ ପର୍ଯ୍ୟଟକ ମାନେ ଭିଡ଼ ଜମାଇଛନ୍ତି। ନୂଆବର୍ଷକୁ ନେଇ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାରେ ଲାଗିଥିବା ବେଳେ ପୁରୀ ନିକଟବର୍ତ୍ତୀ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ, ସାତପଡ଼ା ଆଦିରେ ମଧ୍ୟ ଭିଡ଼ ବୃଦ୍ଧି ପାଇଛି।
-
କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ଡଙ୍ଗାବୁଡି ୫ ଜଣ ନିଖୋଜ ହୋଇ ଯାଇଛନ୍ତି । ତେବେ ଜଣଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଠାବ ହୋଇଛି।
-
ଯାଜପୁର ଜିଲ୍ଲା ଧର୍ମଶାଳାର ବିଜେପି ନେତା ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କ ଉପରେ ୨୨୮ କୋଟିରୁ ଅଧିକ ଟଙ୍କା ଜରିମାନା କରିଛି ଜିଲ୍ଲା ପ୍ରଶାସନ। ଦର୍ପଣ ତହସିଲ ଅଧିନ ମାଣ୍ଡୁକା ପାହାଡ଼ରେ ବେଆଇନ ମୋରମ ଚାଲାଣ ହେଉଥିବାବେଳେ ଜିଲ୍ଲା ପ୍ରଶାସନ ରେଡ୍ କରିଥିଲା।
-
କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ ୧’ ସଂକ୍ରମଣ ମାମଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୪ଘଣ୍ଟା ମଧ୍ୟରେ ଆଉ ୩ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ରେ ପହଞ୍ଚିଛି।
-
ଭାରତର ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ କାତାରର ଏକ କୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ନେଇ ବଡ଼ ଆଶ୍ୱସ୍ତିକର ଖବର ଆସିଛ। ଭାରତ ସରକାରଙ୍କ ଆବେଦନ କ୍ରମେ ସମସ୍ତ ୮ ଜଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି।
-
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ଜଙ୍କସନ ରେଳ ଷ୍ଟେସନ ଅଯୋଧ୍ୟା ଧାମ ନାମରେ ପରିଚିତ ହେବ। ବୁଧବାର ରେଳ ବିଭାଗ ଏନେଇ ଘୋଷଣା କରିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରେଳ ଷ୍ଟେସନ ଅଯୋଧ୍ୟା ଧାମର ନାମକରଣ କରିବାକୁ ରେଳ ଅଧିକାରୀଙ୍କୁ ନିବେଦନ କରିଛନ୍ତି।
-
ନୂଆବର୍ଷରେ ନନ୍ଦନକାନନ ଚିଡ଼ିଆଖାନା ପାଇବ ନୂଆ ଅତିଥି। ନନ୍ଦନକାନନ ଚିଡ଼ିଆଖାନାକୁ ଆସିବେ ଚିତା, ଧଳା ସିଂହ ଶାବକ ଓ ନୂଆ ପକ୍ଷୀ। ଦୁବାଇ ଚିଡ଼ିଆଖାନା ସହ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଜାନୁଆରୀ ମାସରେ ଏମାନଙ୍କୁ ଅଣାଯିବ। ସେହିପରି ଆଲିପୁର ଜୁ ସହ ଏକ୍ସଚେଞ୍ଜ କାର୍ଯ୍ୟ କ୍ରମ ଅଧୀନରେ ଆଉ ଏକ ଜିରାଫ ମଧ୍ୟ ନନ୍ଦନକାନନକୁ ଆସିବ
-
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ପିଏମ୍ଜେଡିୱାଇ)। ଏହି ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ ୫୧ କୋଟିରୁ ଅଧିକ ଆକାଉଣ୍ଟ ଖୋଲାଯାଇଛି।୧୦ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି। ଏହି ବନ୍ଦ ବ୍ୟାଙ୍କ ଆକାଉଣ୍ଟଗୁଡିକରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ଅର୍ଥ ଜମା ରହିଛି। ଏହି ଅର୍ଥର କୌଣସି ଦାବିଦାର ନ ଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡିଛି।
-
ମଧ୍ୟପ୍ରଦେଶର ଗୁନାଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ରାତି ପ୍ରାୟ ୯ ଟା ସମୟରେ ଡମ୍ପରକୁ ଧକ୍କା ଦେବା କାରଣରୁ ବସରେ ନିଆଁ ଲାଗିଯାଇଥିଲା। ଏଥିରେ ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି।
-
ଜାନୁଆରି ୨୨ରେ ହେବାକୁ ଥିବା ବେଳେ ଏଥିପାଇଁ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି । ମନ୍ଦିର ଉଦ୍ଘାଟନ ସମାରୋହ ପାଇଁ ଅଯୋଧ୍ୟା ସହରକୁ ନୂଆ ରୂପ ଦିଆଯାଉଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠ ପାଇଁ ଗର୍ଭଗୃହରେ କେବଳ ୫ ଜଣ ଉପସ୍ଥିତ ରହିବେ।
-
ଏହି ଯଜ୍ଞରେ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗର୍ଭଗୃହରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀଙ୍କ ସହିତ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାଶ।
-
ଅଭିନେତା ତଥା ଡିଏମଡିକେ ମୁଖ୍ୟ ବିଜୟକାନ୍ତ (୭୧)ଙ୍କର ଗୁରୁବାର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଗୁରୁବାର ସକାଳେ ଦେହାନ୍ତ ହୋଇଯାଇଛି। କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।
-
ଯଦିଓ ଇସଲାମିକ ଆଇନ ପୁରୁଷଙ୍କୁ ବହୁବିବାହର ଅଧିକାର ଦେଇଥାଏ, ତଥାପି ତାଙ୍କୁ ସମସ୍ତ ପତ୍ନୀଙ୍କୁ ସମାନ ବ୍ୟବହାର କରିବାକୁ ପଡିବ, ନଚେତ୍ ଏହା ନିଷ୍ଠୁରତା ହେବ ବୋଲି ମାଡ୍ରାସ ହାଇକୋର୍ଟ ନିକଟରେ ରାୟ ଦେଇଛନ୍ତି।
-
ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ପାଇଁ ଉଦ୍ଧବ ଠାକ୍ରେ ଗୋଷ୍ଠୀର ଶିବସେନା ୨୩ ଆସନରେ ଲଢ଼ିବ ବୋଲି ସୂଚନା ଦେବା ସହ ଏ ବାବଦରେ ସହମତି ପାଇଁ ଇଣ୍ଡିଆ ମେଣ୍ଟକୁ ପ୍ରସ୍ତାବ ଦେଇଛି। ତେବେ ଉଦ୍ଧବଙ୍କ ୨୩ ଆସନ ପ୍ରସ୍ତାବକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି।
-
ରାଜସ୍ଥାନ କ୍ୟାଡର୍ ବରିଷ୍ଠ ଆଇପିଏସ୍ ଅଫିସର ନୀନା ସିଂହ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ(ସିଆଇଏସ୍ଏଫ୍)ର ପ୍ରଥମ ମହିଳା ମୁଖ୍ୟ (ଡିଜି )ନିଯୁକ୍ତ ହୋଇଛନ୍ତି।
-
ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ପେଟ୍ରୋଲ ଓ ଡିଜେଲ ଦରରେ ଏକ ବଡ଼ ହ୍ରାସ ପାଇଁ ପ୍ରସ୍ତୁତ ହେଉଛନ୍ତି ।
-
ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ଆନ୍ଧ୍ରପ୍ରଦେଶ ରାଜନୀତିରେ ପ୍ରବେଶ କରିଛନ୍ତି। ୩୭ ବର୍ଷୀୟ ଅମ୍ବାତି ରାୟୁଡୁ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟିରେ ଯୋଗ ଦେଇଛନ୍ତି |
-
ଅଯୋଧ୍ୟା ବିମାନବନ୍ଦରକୁ ‘ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦର ଅଯୋଧ୍ୟା ଧାମ’ ନାମରେ ନାମିତ କରାଯାଇଛି। ଏହି ବିମାନବନ୍ଦରକୁ ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ।
-
ୟୁଏଇର ଆବୁଧାବିରେ ଥିବା ବିଏପିଏସ ହିନ୍ଦୁ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯିବେ। ତାଙ୍କୁ ମନ୍ଦିର ପକ୍ଷରୁ ନିମନ୍ତ୍ରଣ କରାଯାଇଛି।
|
384 |
Y |
|
1208 |
29-12-2023 |
English |
-
Eight former Indian Navy personnel, counting days for imminent death following the award of capital punishment by a court in Qatar, heaved a sigh of relief, Thursday, after an appellate court in the Gulf Sheikhdom commuted their death sentence, in what is being termed as a huge diplomatic win for India.
-
DMDK founder and yesteryear Tamil actor died here Thursday following illness. He was 71
-
Snigdha Malviya of Uttar Pradesh has won KIIT Nanhi Pari Little Miss India 2023 title here during a glittering show held on the varsity’s campus, Thursday. The event was organized by the KIIT School of Film and Fashion.
-
Chief Minister Naveen Patnaik called upon young doctors to adopt humane approach while attending to patients to create confidence in them, while speaking at the orientation programme for 2,473 medical officers, who have been inducted into state medical services, at Kalinga Stadium here Thursday.
-
The Supreme Court Collegium has recommended appointment of Justice Bidyut Ranjan Sarangi, acting Chief Justice of Orissa High Court, as the Chief Justice of Jharkhand High Court.
-
The Enforcement Directorate (ED) Thursday said it has attached bank deposits and immovable assets worth Rs 3.68 crore in a money-laundering investigation linked to a case of illegal online cricket betting in Odisha.
-
Koraput/Jeypore, Dec 28: Koraput Police has seized a huge cache of explosives as it busted a Maoist hideout during a combing operation at Gumudaput jungle under Machhkund police limits in Koraput district, police said Thursday.
-
Berhampur University (BU) in Ganjam district has decided to install rooftop solar plants of 95-kw capacity in four more new buildings, as a part of its green campus drive, an official said.
-
A total of 157 cases of COVID-19 subvariant JN.1 have been detected in the country, with Kerala reporting the highest number of 78, followed by Gujarat at 34, according to the INSACOG's data updated Thursday
-
Purchase of three plots of land in Haryana in 2005-06 by Congress leader Sonia Gandhi’s son-in-law Robert Vadra from a real estate agent is being probed along with a land deal made by his wife Priyanka Gandhi Vadra, the ED claimed in a recently filed money laundering case charge sheet.
-
Three Manipur-cadre IPS officers were appointed as chiefs of central paramilitary forces T hursday, with astute Intelligence Bureau officer Rahul Rasgotra getting the charge of the Indo-Tibetan Border Police and Nina Singh becoming the first woman to head the Central Industrial Security Force.
-
Ukrainian President Volodymyr Zelenskyy Thursday thanked the US for releasing the last remaining package of weapons available for Ukraine under existing authorisation, as uncertainty surrounds further aid to his war-torn country.
-
Israeli forces bombarded cities, towns and refugee camps across Gaza overnight and into Thursday, killing dozens of people in an air and ground offensive against Hamas that has widened to most of the territory and forced thousands more to flee from homes and shelters.
-
India is likely to remain the fastest-growing major economy in the world in 2024 on the back of strong consumer demand leading to a pickup in investment across sectors such as construction, hospitality and infrastructure including railways and aviation, Assocham said Thursday
-
Intimidated by pace and scarred by extra bounce, an under-prepared India suffered an embarrassing innings and 32 run loss to a far superior South Africa in the opening Test which ended inside three days here.
-
The Samyukta Kisan Morcha (SKM) will hold a tractor parade on Republic Day in around 500 districts across the country, the organistion said in a statement said on Thursday.
-
Maharashtra Chief Minister Eknath Shinde set the Shiv Sena's Lok Sabha campaign rolling on Thursday by announcing he would tour 48 constituencies in the state as part of the 'Shivsankalp Abhiyaan'.
-
Aam Aadmi Party's (AAP) Member of Parliament Sanjay Singh will offer prayers to Bharat Mata's idol inside the jail and observe fasting every Friday. The Senior AAP leader has given a message from jail to stand united to safeguard the country's democracy.
-
The Enforcement Directorate (ED) on Thursday conducted raids at nine different places in Kolkata in connection with its investigation into the alleged teachers' recruitment scam, a senior official said.
-
Asserting that signboards in Karnataka must display information in Kannada, Chief Minister Siddaramaiah on Thursday said the government would enact an ordinance to ensure compliance.
|
402 |
Y |
|
1209 |
28-12-2023 |
Odia |
-
କଂଗ୍ରେସ ନେତା ରାହୁଲ ଗାନ୍ଧି ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବେ। ଆସନ୍ତାବର୍ଷ ଜାନୁଆରି ୧୪ରୁ ଉକ୍ତ ଯାତ୍ରା ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ୬୭ ଦିନର ଏହି ଯାତ୍ରାରେ ରାହୁଲ ଦେଶର ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଅନ୍ତର୍ଗତ ୬୨୦୦ କିମି ଯାତ୍ରା କରିବେ।
-
ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଧବାର ସକାଳେ ହରିଆଣାର ଝଜ୍ଜର ଜିଲ୍ଲାରେ ଏକ ‘ଆଖଡ଼ା’ ଗସ୍ତ କରି ବଜରଙ୍ଗ ପୁନିଆଙ୍କ ସମେତ କିଛି କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି।
-
କର୍ଣ୍ଣାଟକରେ କନ୍ନଡ଼ ଭାଷାର ବ୍ୟବହାର ନିଶ୍ଚିତ କରିବାକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି। କର୍ଣ୍ଣାଟକ ରକ୍ଷଣା ବେଦିକେ ସଂଗଠନ ପକ୍ଷରୁ ବିଭିନ୍ନ ଦୋକାନବଜାର, ବସ୍ଷ୍ଟାଣ୍ଡ, ବିମାନବନ୍ଦର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
-
ଭାରତରେ କୋଭିଡ୍-୧୯ର ଜେଏନ୍.୧ ସବ୍-ଭାରିଆଣ୍ଟର ଆଉ ୪୦ଟି ମାମଲା ଚିହ୍ନଟ ହେବା ପରେଏହି ଭାରିଆଣ୍ଟର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଛି। ଗୁଜରାଟରୁ ୩୬, କର୍ଣ୍ଣାଟକରୁ ୩୪, ଗୋଆରୁ ୧୪, ମହାରାଷ୍ଟ୍ରରୁ ୯, ରାଜସ୍ଥାନ ଓ ତାମିଲନାଡୁରୁ ୪ ଜଣ ଲେଖାଏଁ ଏବଂ ତେଲେଙ୍ଗାନାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
-
ଜାନୁଆରି ୨୨ରେ ରାମ ମନ୍ଦିର ଉଦ୍ଘାଟନ ହେବ। ଏହି କାର୍ଯ୍ୟକ୍ରମକୁ ଆଉ ଏକମାସରୁ କମ୍ ସମୟ ଥିବା ବେଳେ ରାମ ମନ୍ଦିର ଟ୍ରଷ୍ଟ ମନ୍ଦିର ପରିସରର ଲ୍ୟାଣ୍ଡସ୍କେପ୍ ମ୍ୟାପ୍ ଉପସ୍ଥାପନ କରି ୭୦ ଏକର ପରିସରର ସମୀକ୍ଷା ପ୍ରଦାନ କରିଛି।
-
ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ଭଜନ ଲାଲ ସରକାର ଜାନୁଆରୀ ପହିଲାରୁ ବିପିଏଲ କାର୍ଡଧାରୀଙ୍କୁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବାକୁ ଘୋଷଣା କରିଛନ୍ତି ।
-
ପାଖାପାଖି ସାଢେ ୧୬ ବର୍ଷ ଧରି ମୁଖ୍ୟମନ୍ତ୍ରୀ ବାସଭବନରେ ରହୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବାସଭବନ ଛାଡି ଦେଇଛନ୍ତି | ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଲିଙ୍କ୍ ରୋଡର ବି୮ ବଙ୍ଗଳାକୁ ଚାଲିଯାଇଛନ୍ତି ।
-
କେନ୍ଦ୍ର ସରକାର ବୁଧବାର ମୁସଲିମ୍ ଲିଗ୍ ଜମ୍ମୁ-କଶ୍ମୀର-ମସାରତ ଆଲାମ୍ ଗୋଷ୍ଠୀ (ଏମ୍ଏଲଜେକେ-ଏମ୍ଏ)କୁ ନିଷିଦ୍ଧ କରିଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ସରକାର ଏହି ପଦକ୍ଷେପ ନେଇଛନ୍ତି।
-
କେନ୍ଦ୍ର ସରକାର ନଡ଼ିଆ ପାଇଁ ଏମଏସପି ସ୍ଥିର କରିଛନ୍ତି। ଏହା ବ୍ୟତୀତ ବିହାରର ଦିଘା ଏବଂ ସୋନପୁର ମଧ୍ୟରେ ଗଙ୍ଗା ନଦୀ ଉପରେ ୬ ଲେନ ବ୍ରିଜ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି।
-
ଗ୍ରାହକମାନଙ୍କୁ ଏଫ୍ଡିରେ ଅଧିକ ସୁଧ ଦେବା ଲାଗି ଦେଶର ପାଞ୍ଚଟି ବ୍ୟାଙ୍କ ଘୋଷଣା କରିଛନ୍ତି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, କୋଟକ୍ ମହିନ୍ଦ୍ରା ବ୍ୟାଙ୍କ, ଡିସିବି ବ୍ୟାଙ୍କ ଓ ଫେଡେରାଲ୍ ବ୍ୟାଙ୍କ ଏଫ୍ଡି ଉପରେ ଅଧିକ ସୁଧ ଦେବେ। ଷ୍ଟେଟ୍ ବ୍ୟାଙ୍କ ଏହାର ଏଫ୍ଡିଗୁଡ଼ିକର ସୁଧରେ ୦.୫୦ ପ୍ରତିଶତ ପର୍ଯ୍ୟନ୍ତର ବୃଦ୍ଧି ଘୋଷଣା କରିଛି।
-
ସାଧାରଣ ପୃଷ୍ଠଭୂମିରୁ ଆସିଥିବା ସୁଶୀଲ ପ୍ରଥମଥର କେବିସିରେ ୫ କୋଟି ଟଙ୍କା ଜିତି ଦର୍ଶକଙ୍କ ହୃଦୟ ଜିତିଥିଲେ। ଏବେ ସୁଶୀଲ କୁମାର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ଏବଂ ଏଥର ଏହାର କାରଣ କେବିସି ନୁହେଁ, ବରଂ ବିପିଏସସି ଶିକ୍ଷକ ନିଯୁକ୍ତି ପରୀକ୍ଷା। ସୁଶୀଲ ଏହି ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି
-
ଆସନ୍ତା ଡିସେମ୍ବର ୩୦ରେ ସରନା ଧର୍ମକୁ ସ୍ବୀକୃତି ପ୍ରଦାନ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନ (ଏଏସ୍ଏ) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି।
-
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ପୋଲିସର ନୂଆ ମହାନିର୍ଦ୍ଦେଶକ(ଡିଜିପି) ଭାବେ ଆଇପିଏସ୍ ରାଜୀବ କୁମାରଙ୍କୁ ଦାୟିତ୍ୱ ଦେଇଛନ୍ତି। ବୁଧବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
-
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏମ୍.ଫିଲ୍ ଡିଗ୍ରୀ ପାଠ୍ୟକ୍ରମକୁ ବନ୍ଦ କରିଦେଇଛି। ଫଳରେ ବର୍ତ୍ତମାନଠାରୁ କୌଣସି କଲେଜରେ ଏମ୍.ଫିଲ୍ରେ ଆଡମିଶନ ହେବ ନାହିଁ।
-
‘ଓସ୍କାର୍’ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ପାରାସାଇଟ୍’ରେ ଅଭିନୟ କରିଥିବା ଖ୍ୟାତିସମ୍ପନ୍ନ ଦକ୍ଷିଣ କୋରିଆ ଅଭିନେତା ଲି ସୁନ୍-କ୍ୟୁନ୍ଙ୍କର ମୃତ୍ୟୁ ହୋଇଯାଇଥିବା କଥା ଆଜି ଦକ୍ଷିଣ କୋରିଆର ‘ଇମର୍ଜେନ୍ସି ଅଫିସ୍’ ଘୋଷଣା କରିଛି।
-
ଗତ ୨୪ ଘଣ୍ଟା ମଧ୍ୟରେ ଅତି କମ୍ରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି। ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସ ଏହି ଯୁଦ୍ଧକୁ ତାଙ୍କ ଲୋକଙ୍କ ବିରୋଧରେ ଏକ ଗମ୍ଭୀର ଅପରାଧ ବୋଲି କହିଛନ୍ତି।
-
ସେଞ୍ଚୁରିଅନ ଟେଷ୍ଟର ୨ୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୫ ଓ୍ବିକେଟ ହରାଇ ୨୫୬ ରନ କରିଛି । ଏହା ସହିତ ଦକ୍ଷିଣ ଆଫ୍ରିକା ଭାରତଠାରୁ ୧୧ ରନରେ ଆଗୁଆ ହୋଇଯାଇଛି ।
-
ବିଶ୍ୱ ଚାମ୍ପିୟନଶିପ୍ ପଦକ ବିଜେତା ଭିନେଶ ଫୋଗଟ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ଚିଠି ଲେଖି ସରକାରଙ୍କୁ ତାଙ୍କ ଖେଳରନତ୍ ଓ ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି। ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଓ ବଧିର ଅଲିମ୍ପିକ୍ସ ଚାମ୍ପିୟନ ବୀରେନ୍ଦର ସିଂ ଯାଦବ ସେମାନଙ୍କ ପଦ୍ମଶ୍ରୀ ପୁରସ୍କାର ଫେରସ୍ତ କରିବା ପରେ ଏବେ ଭିନେଶ ନିଷ୍ପତ୍ତି ନେଇଛନ୍ତି।
-
ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି ଯେ କରଓ୍ବା ଚୌଥ ପାଳନ ନ କରିବା ଜଣେ ବ୍ୟକ୍ତିଙ୍କର ନିର ଇଛା ଉପରେ ନିର୍ଭର କରେ। ଏହା ନିଷ୍ଠୁରତା ନୁହେଁ କିମ୍ବା ବୈବାହିକ ସମ୍ପର୍କ ଭାଙ୍ଗିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ସ୍ବାମୀଙ୍କ ପାଇଁ ବ୍ରତ ଉପବାସ ଲାଗି ସ୍ତ୍ରୀଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ। ଜଷ୍ଟିସ ସୁରେଶ କୁମାର କୈତ ଏବଂ ଜଷ୍ଟିସ ନୀନା ବଂସାଲ କୃଷ୍ଣଙ୍କ ଏକ ଡିଭିଜନ ବେଞ୍ଚ କହିଛନ୍ତି ବିଭିନ୍ନ ଧାର୍ମିକ ବିଶ୍ୱାସ ରହିଛି। କେତେକ ଧାର୍ମିକ କର୍ତ୍ତବ୍ୟ ପାଳନ ନ କରିବା ସ୍ବାମୀଙ୍କ ପ୍ରତି ନିଷ୍ଠୁରତା ନୁହେଁ।
-
ସ୍ତ୍ରୀଙ୍କ ଉପରେ ସନ୍ଦେହ କରିବା ଏକ ଅପରାଧ। ଏହା ମଧ୍ୟ ଏକ ଦାମ୍ପତ୍ୟ କ୍ରୁରତା ବୋଲି କର୍ନାଟକ ହାଇକୋର୍ଟ କହିଛନ୍ତି। ଏହା ସହିତ ସ୍ତ୍ରୀଙ୍କ ଚରିତ୍ର ଆଧାରରେ ଛାଡପତ୍ର ପାଇଁ ଆବେଦନ କରିଥିବା ସ୍ବାମୀଙ୍କ ଉପରେ କୋର୍ଟ ୧୦ ହଜାର ଡଲାର ଜରିମାନା ଲାଗୁ କରିଛନ୍ତି।
|
388 |
Y |
|
1210 |
28-12-2023 |
English |
-
The University Grants Commission (UGC) warned universities Wednesday against offering MPhil courses. The UGC said it is not a recognised degree and cautioned students against taking admission in such programmes.
-
Odisha reported two fresh Covid-19 cases, pushing the coronavirus tally to five in December so far, a Health department official said here Wednesday.
-
Indian Olympic Association (IOA) constituted Wednesday a three-member ad hoc committee to run the day-to-day affairs of the WFI after the Sports Ministry suspended the wrestling national body for not following the provisions of its own constitution while taking decisions.
-
In a bid to ensure that Zero Night celebrations go incident-free in twin cities, the Commissionerate Police has stepped up its vigil and urged hotel, club and apartment owners to finish New Year eve parties by 12:30am. The police also instructed the stakeholders not to use loudspeakers whose sound exceeds 65 decibel.
-
With an aim to ensure smooth and efficient management of healthcare facilities in Ayurvedic hospitals and dispensaries, the state government has decided to restructure and revive the pay structure of Odisha Ayurvedic Medical Service (OAMS) Cadre of the Health and Family Welfare department.
-
The deadline for sports and cultural activities under ‘Nua-O’ programme of the state government has been extended till January 15. This was revealed during a review meeting of the ‘Nua-O’ initiative held at the conference hall of Rural Development department under the chairmanship of Higher Education Minister Atanu Sabyasachi Nayak and the department’s commissioner-cum-secretary Arbind Agrawal.
-
Indian Institute of Technology (IIT) Bhubaneswar has established a new Artificial Intelligence (AI) and HPC Research Centre (AHRC) to conduct interdisciplinary and collaborative research in the fields of AI and High Performance Computing (HPC).
-
Ayodhya railway junction in Uttar Pradesh has been renamed as Ayodhya Dham junction, local MP Lallu Singh said Wednesday. The announcement came days before the inauguration of the redevelopment railway station by Prime Minister Narendra Modi
-
The Congress Wednesday announced it will hold ‘Bharat Nyay Yatra’ led by Rahul Gandhi from Manipur to Mumbai, passing through 14 states and 85 districts from east to west of India in 67 days, beginning January 14, an exercise seen as party’s attempt to rally support ahead of the crucial 2024 Lok Sabha elections.
-
Delhi has reported its first case of COVID-19 sub-variant JN.1, officials said Wednesday. Delhi has more than 35 active cases with nine fresh infections being reported Wednesday, an official said, adding that a 28-year-old man, who had comorbidities, died, with Covid not being the primary reason.
-
The Union Cabinet on Wednesday approved the construction of a new 4.56 km long, 6-lane bridge on the river Ganga, connecting Digha and Sonepur in Bihar, according to an official statement.
-
Reserve Bank of India has given its nod for the reverse merger of IDFC Ltd with its banking subsidiary IDFC First Bank.
-
A total of 400 stalls will be erected by Women Self Help Groups (WSHGs), Producers Groups (PGs) and Producers Enterprises (PEs) having various handicrafts, handloom and food spices products from 26 states in the SISIR SARAS-2024.
-
Indian Institute of Technology (IIT) Bhubaneswar has established a new Artificial Intelligence (AI) and HPC Research Centre (AHRC) to conduct interdisciplinary and collaborative research in the fields of AI and High Performance Computing (HPC)
-
Sensex and Nifty soared to fresh closing record highs Wednesday, with the 30-share benchmark index crossing the historic 72,000 mark, boosted by optimism over the country’s macroeconomic fundamentals and firm global market trend.
-
Odisha is all set to host the Junior and Senior Artistic Gymnastics National Championships at the Gymnastics Centre in the Kalinga Stadium here. The championship will see top gymnasts, including Dipa Karmakar who will compete after a gap of eight years, across the country.
-
Australia’s pace-bowling captain Pat Cummins struck twice in four balls to crush Pakistan’s comeback attempt on the second day of the second Test Wednesday
-
The India Meteorological Department (IMD) on Thursday said dense fog will cover parts of Delhi, Uttar Pradesh, Haryana and Punjab till December 31.
-
The Enforcement Directorate said it has attached assets worth more than ₹ 278 crore of various entities, including those with links to China, in a money-laundering probe over the alleged cheating of investors through mobile app "HPZ Token".
-
West Bengal Chief Minister Mamata Banerjee is also likely to skip the inauguration ceremony of the Ram Mandir in Ayodhya on January 22. There is no official confirmation yet.
|
437 |
Y |
|