# |
Date |
Type |
Current Affairs |
No. Of Views |
Status |
Action |
1441 |
27-08-2023 |
Odia |
-
ଚନ୍ଦ୍ର ମିଶନର ସଫଳତା ପରେ ଏବେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନଜର ସୂର୍ଯ୍ୟ ଉପରେ । ସୂର୍ଯ୍ୟର ରହସ୍ୟ ଅଧ୍ୟୟନ ପାଇଁ ଇସ୍ରୋ ସମ୍ଭବତଃ ଆସନ୍ତା ସେପ୍ଟେମ୍ବର ୨ରେ ଆଦିତ୍ୟ ମିଶନ ଏଲ୍-୧ ଲଞ୍ଚ ପାଇଁ ପ୍ରସ୍ତୁତି କରୁଛି ।
-
ଉଷୁନା ଚାଉଳ ରପ୍ତାନି ଉପରେ କେନ୍ଦ୍ର ସରକାର ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲଗାଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣରେ ସ୍ଥାନୀୟ ଷ୍ଟକ୍ ବଜାୟ ରଖିବା ଏବଂ ଘରୋଇ ଦରକୁ ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।
-
୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନରେ, ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୨ ଦିନ ସମୟ । ଅତିକ୍ରମ କରିଛି ମାତ୍ର ୮ ମିଟର ବାଟ l କେମିତି ଅଛି ଜହ୍ନ ରାଇଜ ? ବୁଲି ଦେଖୁଛି ପ୍ରଜ୍ଞାନ, ଖୋଜୁଛି ପାଣିର ସନ୍ଧାନ l
-
୨୦୨୧ରେ ସ୍ଥାପିତ ‘ଜେପ୍ଟୋ’ ଏବେ ୧୧,୫୫୬ କୋଟି ଟଙ୍କାର କମ୍ପାନି ବୋଲି ‘ଡିଏନ୍ଏ’ ରିପୋର୍ଟ କରିଛି। ଆଦିତ ପାଲିଚା ଓ କୈବଲ୍ୟ ଭୋରାଙ୍କଦ୍ବାରା ସ୍ଥାପିତ ଏହି କମ୍ପାନି ବର୍ଷ ୨୦୨୩ରେ ଦେଶର ପ୍ରଥମ ‘ୟୁନିକର୍ଣ୍ଣ’ର ମାନ୍ୟତା ପାଇଛି।
-
ଚଳିତ ବର୍ଷଠାରୁ ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’, ରାଜ୍ୟସ୍ତରରେ ଶ୍ରେଷ୍ଠ ୧୦୦ ଛାତ୍ରଛାତ୍ରୀଙ୍କୁ ୫୦ ହଜାର, ଜିଲ୍ଲାସ୍ତରରେ ଶ୍ରେଷ୍ଠ ୩ ହଜାର ଜଣଙ୍କୁ ୧୦ ହଜାର ଓ ପ୍ରତି ବ୍ଲକରେ ଶ୍ରେଷ୍ଠ ୧୦୦ ଜଣଙ୍କୁ ୫ ହଜାର ଟଙ୍କା ଲେଖାଏଁ ମିଳିବ l
-
ରାଜ୍ୟ ପୋଲିସ୍ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ପାଇଁ ପଦକ ପ୍ରଦାନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ l
-
'ଚନ୍ଦ୍ରାୟାନ ୩’କୁ ନେଇ ହେବ ଫିଲ୍ମ, ଘୋଷଣା କଲେ ‘ମିଶନ ମଙ୍ଗଳ’ର ନିର୍ଦ୍ଦେଶକ ଜଗନ ଶକ୍ତି l ମିଶନ ମଙ୍ଗଳୟାନରେ ଅଭିନୟ କରିଥିବା ସମସ୍ତ କଳାକାର ଏହି ଫିଲ୍ମରେ ରହିବେ।
-
ଗଞ୍ଜାମ ଜିଲ୍ଲା ଗସ୍ତରେ ୫ଟି ସଚିବ, ୧୮୦ କୋଟି ଟଙ୍କା ବ୍ୟୟରେ ରଙ୍ଗେଇଲୁଣ୍ଡା, ଛତ୍ରପୁର ମେଗା ପାଇପ୍ ଜଳ ପ୍ରକଳ୍ପର ହେବ ଶୁଭାରମ୍ଭ l ଜୁଲାଇ ୨୦୨୫ ସୁଦ୍ଧା ହେବ ସମାପ୍ତ l
-
ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନ ଟଙ୍କା ହେଲା ବେଶ ଦୁର୍ବଳ, ୩୦୦ ଟଙ୍କା ଟପିଲା ଡଲାର ଦାମ୍ l
-
ଗଗନଯାନ ମିସନ୍ ଅନ୍ତର୍ଗତ ଭାରତ ମହାକାଶକୁ ମହିଳା ରୋବଟ ‘ବ୍ୟୋମମିତ୍ର’ ପଠାଇବ। କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏନ୍ଡିଟିଭି ଜି୨୦-କନକ୍ଲେଭ୍କୁ ଏକ ସାକ୍ଷାତକାର ଦେଇ ଆଜି ଏହା କହିଛନ୍ତି।
-
ଶୁକ୍ରବାର ଦିନ ପଞ୍ଜାବର ହୋସିଆର୍ପୁର ଅଞ୍ଚଳରେ ଧକ୍କା ଦେଇଥିବା ଟ୍ରାକ୍ଟର୍କୁ ଗୋଟାଏ ଟ୍ରକ୍ ପ୍ରାୟ ୫୦୦ ମିଟର୍ ଦୂରକୁ ଟାଣି ନେବାରୁ ଟ୍ରାକ୍ଟର୍ ଚକାରେ ଲାଖି ରହିଥିବା ଟ୍ରାକ୍ଟର୍ ଡ୍ରାଇଭର୍ଙ୍କ ଶବ ଖଣ୍ଡ ବିଖଣ୍ଡ ହୋଇ ରାସ୍ତାରେ ଛିଟିକି ପଡ଼ିଥିବା କଥା ପୁଲିସ କହିଛି।
-
ଆଦାନି-ହିଣ୍ଡେନବର୍ଗ ମାମଲାର ତଦନ୍ତ ରିପୋର୍ଟ ଶୁକ୍ରବାର ସୁପ୍ରିମକୋର୍ଟରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଦାଖଲ କରିଛି। ସୁପ୍ରିମକୋର୍ଟକୁ ସେବି ଦେଇଥିବା ସୂଚନା ମୁତାବକ ୨୪ଟି ତଦନ୍ତ ମଧ୍ୟରୁ ୨୨ଟି ଚୂଡ଼ାନ୍ତ ହୋଇଥିବାବେଳେ ୨ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି। ୨୨ଟି ଚୂଡ଼ାନ୍ତ ରିପୋର୍ଟ ସହିତ ଗୋଟିଏ ଅନ୍ତରୀଣ ରିପୋର୍ଟକୁ ଉପଯୁକ୍ତ କର୍ତ୍ତୃପକ୍ଷ ମଞ୍ଜୁରି ଦେଇଛନ୍ତି।
-
ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନ ଟଙ୍କା ବେଶ ଦୁର୍ବଳ ହୋଇପଡ଼ିଛି। ଏକ ଡଲାର ଦାମ୍ ୩୦୦ ପାକିସ୍ତାନୀ ଟଙ୍କାରୁ ଅଧିକ ହୋଇଛି। ଶୁକ୍ରବାର ଡଲାର ଦାମ୍ ୩୦୧ ପାକିସ୍ତାନୀ ଟଙ୍କାରେ ବନ୍ଦ ହୋଇଛି।
-
ନ୍ଦ୍ରଯାନ-୩ର ସଫଳତା ପରେ ଏବେ ଭାରତ ନିଜର ଆଗାମୀ ମହାକାଶ ମିଶନକୁ ନେଇ ବେଶ ଉତ୍ସାହିତ ରହିଛି। ବିଶ୍ବର ପ୍ରଥମ ଦେଶ ଭାବେ ଭାରତ ଚନ୍ଦ୍ରର ସବୁଠୁ କଠିନ ଅଞ୍ଚଳରେ ଚନ୍ଦ୍ରଯାନକୁ ଅବରତଣ କରାଇବାରେ ସଫଳ ହୋଇଛି।
-
ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଆଉ ଏକ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି। ଏକଦା ଭୋକର ଭୂଗୋଳ ଭାବେ ପରିଚିତ ଆଦିବାସୀ ଅଧ୍ୟଷିତ କଳାହାଣ୍ଡି ଜିଲ୍ଲାବାସୀ ବିମାନରେ ବସିବାର ସୁଯୋଗ ପାଇବେ। ଜିଲ୍ଲାର ଉତ୍କେଲା ବିମାନବନ୍ଦରରୁ ଆସନ୍ତା ୩୧ ତାରିଖରୁ ବିମାନ ଚଳାଚଳ ଆରମ୍ଭ ହେବ
-
ୱାର୍ଲଡ ରେସ୍ଲିଂ ଏଣ୍ଟରଟେନମେଣ୍ଟ ( WWE ) ଷ୍ଟାର ରେସ୍ଲର ୱିଣ୍ଡହେମ ରୋଟୁଣ୍ଡାଙ୍କ ହୃଦଘାତରେ ହେଲା ପରଲୋକ l
-
ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା ଆସନ୍ତା ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଭାରତରୁ ମୋଟ ୬୩୪ଜଣ କ୍ରୀଡ଼ାବିତ୍ ୩୮ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ କରିବେ।
-
ୟୁପିଆଇ ଲାଇଟରେ ବିନା ଇଣ୍ଟରନେଟ୍ରେ ୫୦୦ଟଙ୍କା ଯାଏଁ କରିପାରିବେ ପେମେଣ୍ଟ, ନିର୍ଦ୍ଦେଶାନାମା ଜାରି କଲା ଆରବିଆଇ ।
-
ଏସିଏମ୍ଇ ଗ୍ରୁପ୍ ପକ୍ଷରୁ ଟାଟା ଷ୍ଟିଲ୍ ଏସ୍ଇଜେଡ୍ର ଗୋପାଳପୁର ଶିଳ୍ପ ପାର୍କରେ ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ସ୍ଥାପନ କରାଯିବ ।
-
ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆସନ୍ତା ସେପ୍ଟେମ୍ବର ୨ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍କୁ ଅମ୍ପାୟାର ଭାବେ ଇଂଲଣ୍ଡର ରିଚାର୍ଡ ଏଲିଙ୍ଗୱର୍ଥ ଓ ଶ୍ରୀଲଙ୍କାର ରୁଚିରା ପାଲିୟାଗୁରୁ ପରିଚାଳନା କରିବେ।
|
429 |
Y |
|
1442 |
27-08-2023 |
English |
-
Odisha’s undisputed leader for the last 23 years, Naveen Patnaik, has been adjudged the most popular Chief Minister of his home state in a survey conducted by India Today. Patnaik got positive ratings from around 61.3 per cent people of the state in MOTN poll in contrast to 78 per cent rating he got in 2022. Patnaik was followed Chhattisgarh CM Bhupesh Baghel, Delhi CM Arvind Kejriwal and Gujarat CM Bhupendra Patel.
-
After the successful moon lander venture, Indian Space Research Organisation (ISRO) is now gearing up for the launch of a solar mission in a week’s time, likely September 2, to study the Sun.
-
: Over 400 writers from India, Nepal, Bhutan, Bangladesh and Sri Lanka are set to attend threeday Kalinga Literary Festival (KLF) to be held in Kathmandu from September 1, said event’s director Rashmi Ranjan Parida
-
As part of a student exchange programme, 40 students from the 2022-23 batch of World Skill Centre (WSC) here left for Singapore Saturday to acquire advanced skills training and international exposure
-
The Enforcement Directorate (ED) Saturday said it has attached assets worth `1.53 crore as proceeds of crime acquired by Jyoti Ranjna Beura alias Golden Baba, the proprietor of Jyoti Trading and Co Bhubaneswar
-
Gopabandhu Academy of Administration (GAA), Bhubaneswar signed a Memorandum of Understanding (MoU) Friday with the Centurion University of Technology and Management (CUTM) to establish collaborative knowledge partnership in the field of academics, research and training
-
Advancing the state police’s efforts to check cybercrime, 57 new cyber police stations will be set up in Uttar Pradesh within the next two months, the Uttar Pradesh government said Saturday
-
The Haryana government Saturday ordered the suspension of mobile internet and bulk SMS services in the communally-charged Nuh district till August 28 in view of a call for a 'shobha yatra'
-
PM Modi to share his thoughts in Mann Ki Baat programme 104th Episode on Sunday.
-
Central govt is set to launch ‘Mera Bill Mera Adhikaar’ an invoice incentive scheme to encourage the culture of customers asking for invoices and bills for all purchases. Centre in association with state governments, is launching this scheme on 1st September, 2023.
-
The Union Government has proposed to start Tribal University at Parvatipuram Manyam district of northern region of Andhra Pradesh.
-
ISRO releases video of Chandrayaan-3 rover Pragyan rolling down to moon's surface from lander. Chandrayaan 2 orbiter revolving around the Moon since 2019 has taken photos of Chandrayaan 3 Lander Vikram.
-
Punjab governor Banwarilal Purohit on Friday has threatened that he would write to president Droupadi Murmu and impose President's rule in the state and initiate criminal proceedings if Aam Aadmi Party (AAP) leader and Punjab Chief Minister Bhagwant Mann does not ‘respond to his letters’.
-
The Bihar government directed its departments and the district administrations to become more proactive on social media, and increase the number of followers of their accounts.
-
The Supreme Court on Friday refused to pass any order on the Tamil Nadu government's plea seeking release of 24,000 cusecs of Cauvery water daily by Karnataka for irrigating the standing crops.
-
Telangana High Court declares Gadwal BRS MLA‘s election invalid: The petiioner contended that the BRS MLA did not disclose details of the 24.09 acres of land he owned at Puddur village in Gadwal mandal of Jogulamba Gadwal district.
-
Defence Secretary Shri Giridhar Aramane laid the keel of four Coast Guard Fast Patrol vessels (FPVs) on 25th August, 2023 at Goa Shipyard Limited (GSL).
-
Chief of the Naval Staff and Commandant of Philippine Coast Guard signed the Standard Operating Procedure (SOP) for exchange of White Shipping Information on 23 August 2023.
-
: President Vladimir Putin has ordered Wagner fighters to sign an oath of allegiance to the Russian state after a deadly plane crash believed to have killed Yevgeny Prigozhin, the volatile chief of the mercenary group
-
. IndianAmerican presidential aspirant Vivek Ramaswamy has hinted at running on a joint ticket with Republican rival and former US President Donald Trump if he fails to secure the party’s nomination for the 2024 race to the White House, a media report said
|
432 |
Y |
|
1443 |
26-08-2023 |
Odia |
-
ସରକାର ଶେଷର ଟେସ୍ଲା ପାଇଁ ଆମଦାନୀ ଶୁଳ୍କରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ହେଲେ ଭାରତକୁ ଟେସ୍ଲାର ଏଣ୍ଡ୍ରି ସହଜ ହୋଇଯିବ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକରେ ଗଞ୍ଜାମ ଗସ୍ତରେ ଯାଇଥିବା ୫-ଟି ସଚିବ ଭିକେ ପାଣ୍ଡିଆନ୍ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ ପରିବର୍ତ୍ତେ ଅକସ୍ମାତ ଗଜପତି ଜିଲ୍ଲା ଗସ୍ତରେ ଯାଇଛନ୍ତି । ସନ୍ଧ୍ୟାରେ ସେ ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା କାର୍ଯ୍ୟ ଓ ଥାନା ପରିଦର୍ଶନ କରି ଲୋକଙ୍କଠାରୁ ମତାମତ ସଂଗ୍ରହ କରିଛନ୍ତି ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନସ ଜରିଆରେ ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍ଘାଟନ କରିଛନ୍ତି। କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।
-
ଆସନ୍ତା ମାସରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗଦେବେ ନାହିଁ।
-
କଟକରେ ଚଳଚ୍ଚିତ୍ର ସଂଗ୍ରହାଳୟ ହେବ, ଦୃଶ୍ୟଶ୍ରାବ୍ୟ ବଖାଣିବ ଚଳଚ୍ଚିତ୍ର ଇତିହାସ।
-
୨୮ରୁ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା, ୩ଟି ବିଭାଗରେ ପିଲାମାନଙ୍କ ନାମ ଲେଖା ହେବ।
-
ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ା ଗିରଫ, ଆୟଠାରୁ ୨୦୬% ଅଧିକ ସମ୍ପତ୍ତି ଅଛି।
-
ରାଜ୍ୟପାଳ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ୭୪ ଜଣଙ୍କୁ ପଦକ ପ୍ରଦାନ କଲେ ।
-
କିଟ୍-ଟେକ୍ନୋଲୋଜି ବିଜିନେସ୍ ଇନକ୍ୟୁବେଟରର ନବମ ବାୟୋଟେକ୍ ଶିଳ୍ପ ସମାବେଶ, ୩୦ରୁ ଅଧିକ ଶିଳ୍ପସଂସ୍ଥାର ମୁଖ୍ୟ ଯୋଗଦେଇଛନ୍ତି।
-
ଭୁବନେଶ୍ବର ମହାନଗର ନିଗମ-ବିଏମସି ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ, ଅଧିକ ଦକ୍ଷ ଓ କ୍ରିୟାଶୀଳ ହେବ ବିଏମସି।
-
ପଂଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଆଜି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କୁ ଚେତାବନୀ ଦେଇଛନ୍ତି। ସରକାର ସମ୍ବିଧାନ ବିରୋଧୀ କାର୍ଯ୍ୟ କରିବା ବନ୍ଦ ନକଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ସୁପାରିସ କରିବେ ବୋଲି ରାଜ୍ୟପାଳ କହିଛନ୍ତି।
-
୨୦୨୦ ନିର୍ବାଚନ ଫଳକୁ ବଦଳାଇବା ପାଇଁ ଷଡ଼୍ଯନ୍ତ୍ର କରିଥିବା ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆଜି ଗିରଫ ହୋଇଛନ୍ତି। ଗତ ୫ ମାସ ମଧ୍ୟରେ ଏହାକୁ ମିଶାଇ ସେ ଚାରି ଥର ଗିରଫ ହେଲେଣି।
-
ଧାରା ୩୭୦ ଉଚ୍ଛେଦ ସମୟରେ ସମ୍ବିଧାନ ସହିତ କୌଣସି ଧୋକାବାଜି ହୋଇନାହିଁ। ଗୁରୁବାରଠାରୁ ଏହି ଧାରା ଉଚ୍ଛେଦକୁ ନେଇ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ବେଳେ ସୁପ୍ରିମକୋର୍ଟର ସମ୍ବିଧାନ ପୀଠରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା କୁହାଯାଇଛି।
-
ଗ୍ରୀସ୍ ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କରିଛନ୍ତି।
-
ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ଭାରତୀୟ ଆମେରିକୀୟ ବିବେକ ରାମସ୍ବାମୀଙ୍କ ଲୋକପ୍ରିୟତା ଏବଂ ଅନଲାଇନରେ ପାଣ୍ଠି ସଂଗ୍ରହ ବଢ଼ିବାରେ ଲାଗିଛି। ଦଳ ପକ୍ଷରୁ ପ୍ରଥମ ବିତର୍କ ପରେ ୧ ଘଣ୍ଟା ମଧ୍ୟରେ ୩୮ ବର୍ଷୀୟ ରାମସ୍ବାମୀଙ୍କୁ ୪,୫୦,୦୦୦ ଡଲାର (୩.୭ କୋଟି ଟଙ୍କା) ଚାନ୍ଦା ମିଳିଛି।
-
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଦାନି-ହିଣ୍ଡେନ୍ବର୍ଗ ମାମଲାର ଷ୍ଟାଟସ୍ ରିପୋର୍ଟ ସୁପ୍ରିମ କୋର୍ଟରେ ଦାଖଲ କରିଛି। ଏହି ମାମଲାରେ ଯେଉଁ ୨୪ଟି ବିଷୟର ତଦନ୍ତ କରିବା ଦାୟିତ୍ବ ଦିଆଯାଇଥିଲା ସେଥିରୁ ୨୨ଟିର ତଦନ୍ତ ଶେଷ ହୋଇଛି।
-
‘ଓବେରୟ ହୋଟେଲ୍ ଆଣ୍ଡ୍ ରିସର୍ଟ’ ସହିତ ମିଶି ‘ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍’ ମୁମ୍ବାଇର ‘ଅନନ୍ତ ବିଳାସ’ ଓ ଇଂଲଣ୍ଡ୍ର ‘ଷ୍ଟୋକ୍ ପାର୍କ’ ସମେତ ତିନୋଟି ପ୍ରସିଦ୍ଧ ହୋଟେଲ୍ ପ୍ରକଳ୍ପର ପରିଚଳାନା କରିବ ବୋଲି ଗୁରୁବାର ଦିନ ‘ରିଲାଏନ୍ସ୍’ କହିଛି।
-
ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ଯେଉଁ ଖର୍ଚ୍ଚ ହୋଇଛି ତାହା ହଲିଉଡ୍ ସିନେମା ‘ଇଣ୍ଟରଷ୍ଟେଲାର’ ଓ ବଲିଉଡ୍ ସିନେମା ‘ଆଦିପୁରୁଷ’ରେ ହୋଇଥିବା ଖର୍ଚ୍ଚଠାରୁ କମ୍। ମାତ୍ର ୬୧୫ କୋଟି ଟଙ୍କାରେ ଚନ୍ଦ୍ରଯାନ-୩ ଅଭିଯାନ ସଫଳ ହୋଇଛି।
-
ନୂଆ ଫସଲ ବଜାରକୁ ଆସିବା ପରେ ଆସନ୍ତା ମାସରୁ ପନିପରିବା ଦାମ୍ ଶସ୍ତା ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଟମାଟୋ ସମେତ ବିଭିନ୍ନ ପନିପରିବା ମହଙ୍ଗା ହେବା ପରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ପୁଣି ଥରେ ବେଲଗାମ ହୋଇପଡ଼ିଛି।
-
ଇତିହାସ ରଚିଲେ ଓଡ଼ିଆ ପୁଅ କିଶୋର ଜେନା। ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସରେ ଅଂଶଗ୍ରହଣ କରିଥିବା କିଶୋର ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି।
|
550 |
Y |
|
1444 |
25-08-2023 |
Odia |
-
ଇଣ୍ଡିଆ ଟୁଡେ-ସି ଭୋଟର ପକ୍ଷରୁ ହୋଇଥିବା ମୁଡ୍ ଅଫ୍ ଦି ନେସନ୍ ସର୍ଭେରେ ଭାଗ ନେଇଥିବା ୫୨ ପ୍ରତିଶତ ଲୋକ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି। ଏମାନେ ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଆଗ୍ରହୀ।
-
ଚନ୍ଦ୍ରରେ ଜଳ ଅଛି କିନା ଓ କେତେ ଜଳ ଅଛି ତାହା ଆମକୁ ଜଣାଇବ ଚନ୍ଦ୍ରଯାନ-୩। ୧୪ ଦିନ ପର୍ଯ୍ୟନ୍ତ ଛଅଚକିଆ ରୋଭର ଚନ୍ଦ୍ରପୃଷ୍ଠ ଉପରେ ପରୀକ୍ଷାନିରୀକ୍ଷା କରିବ। ଉଭୟ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭରର ଗୋଟିଏ ଚନ୍ଦ୍ର ଦିବସ ବା ପୃଥିବୀର ୧୪ ଦିନର ମିସନ ପରମାୟୁ ରହିଛି। ଚନ୍ଦ୍ରର ଦକ୍ଷିଣମେରୁରେ ଜଳ ଓ ଚନ୍ଦ୍ର ଖଣିଜର ଉପସ୍ଥିତି ନେଇ ରୋଭର ପରୀକ୍ଷାନିରୀକ୍ଷା କରି ଆମକୁ ଜଣାଇବ। ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି।
-
କରୋନା ମହାମାରୀର ଘାତକ ପ୍ରଭାବରେ ଏସିଆ ମହାଦେଶର ବହୁ ଲୋକ ଉତ୍କଟ ଦାରିଦ୍ର ହୋଇପଡ଼ିଛନ୍ତି। ପ୍ରାୟ ୭ କୋଟି ଲୋକ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଥିବା ଜଣାପଡ଼ିଛି।
-
ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିବା ସହ ଭାରତ ଇତିହାସ ରହିଛି। ତେବେ ଚନ୍ଦ୍ରଯାନ-୩ ମିସନ୍ ଶେଷ ହେବା ସହ ଏବେ ସମସ୍ତଙ୍କ ନଜର ଚନ୍ଦ୍ରଯାନ-୪ ଉପରେ।
-
‘୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ଘୋଷଣା କରାଯାଇଛି। ‘ଗଙ୍ଗୁବାଇ କାଠିଆୱାଡି’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ଆଲିଆ ଭଟ୍ଟଙ୍କୁ ଓ ‘ମିମି’ ଚଳଚ୍ଚିତ୍ର ପାଇଁ କୃତୀ ସାନନ୍ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ କରାଯାଇଛି। ‘ପୁଷ୍ପା’ ଚଳଚ୍ଚିତ୍ର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ‘ଶ୍ରେଷ୍ଠ ଅଭିନେତା ପୁରସ୍କାର’ ପ୍ରଦାନ କରାଯିବ।
-
ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବିବେଚିତ ହୋଇଛି ‘ପ୍ରତୀକ୍ଷା’, ପାଇବ ଜାତୀୟ ପୁରସ୍କାର।
-
ଆସନ୍ତାବର୍ଷ ଜାନୁଆରି ୧ରୁ ୬ଟି ନୂଆ ରାଷ୍ଟ୍ର ବ୍ରିକ୍ସରେ ଯୋଗ ଦେବେ। ଏହି ୬ ରାଷ୍ଟ୍ର ହେଉଛନ୍ତି ଇଜିପ୍ଟ, ଇଥିଓପିଆ, ଇରାନ, ଆର୍ଜେଣ୍ଟିନା, ୟୁଏଇ ଏବଂ ସାଉଦି ଆରବ।
-
ଦିଲ୍ଲୀରେ ଦୁଇ ଦିନିଆ ଜାତୀୟ ସୁରକ୍ଷା ରଣନୀତି (ଏନ୍ଏସ୍ଏସ୍) ସମ୍ମିଳନୀ-୨୦୨୩ ଆରମ୍ଭ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି।
-
୨୦୨୨ ର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ ର ଦ୍ୱିତୀୟ ତ୍ରୈମାସିକରେ ସଡକ ଦୁର୍ଘଟଣାରେ ଓଡିଶାରେ କମିଛି । ସଡକ ଦୁର୍ଘଟଣା ୭.୫୬% ହ୍ରାସ ପାଇଥିବାବେଳେ ମୃତ୍ୟୁହାର ୬.୨୪% ହ୍ରାସ ପାଇଛି।
-
ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର କୃଷିରେ ଉଲ୍ଲେଖନୀୟ ବିକାଶ ଘଟିଛି । ଖାଦ୍ୟଶସ୍ୟରେ ଏକ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ଆଜି ବଳକା ରାଜ୍ୟରେ ପରିଣତ ହୋଇଛି ।
-
ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି ।
-
ଭାରତର ୧୮ ବର୍ଷିୟ ଆର୍ ପ୍ରଜ୍ଞାନନ୍ଦ ଚେସ୍ ବିଶ୍ୱକପ୍ରେ ରନର୍ସ ଅପ୍ – ରଚିଲେ ଇତିହାସ।
-
ବାୟୁସେନା କିଣିବ ୮୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୧୦୦ରୁ ଅଧିକ ଏଲସିଏ ମାର୍କ-୧ ଯୁଦ୍ଧ ବିମାନ।
-
ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ ‘ଆଦିତ୍ୟ ଏଲ-୧’। ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ବହୁପ୍ରତୀକ୍ଷିତ ମୁନ୍ ମିଶନ ‘ଚନ୍ଦ୍ରଯାନ-୩’ର ସଫଳ ଲ୍ୟାଣ୍ଡିଂ ପରେ ମିଶନ ଆଦିତ୍ୟ ଏଲ-୧ ଲଞ୍ଚ କରାଯିବା ନେଇ ସମ୍ଭାବିତ ସମୟ ଘୋଷଣା କରିଛି ଇସ୍ରୋ ।
-
କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସ୍ଏସ୍) ଏବଂ କେନ୍ଦ୍ରୀୟ ଯୋଜନା ଅର୍ଥ ଖର୍ଚ୍ଚରେ ବିଭାଗୀୟ ଅଧିକାରୀମାନେ ଆନ୍ତରିକତା ଦେଖାଉ ନାହାନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥ ଖର୍ଚ୍ଚ ନେଇ ବିଭିନ୍ନ ପ୍ରକାର କଟକଣା ରହିଥିବାରୁ ରାଜ୍ୟ ପ୍ରଶାସନିକ ଅଧିକାରୀମାନେ ସେଥିପ୍ରତି ଗୁରୁତ୍ବ ଦେଉ ନାହାନ୍ତି।
-
ଗିରଫ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ଫ ଜାମିନ୍ରେ ଆସିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ବଦଳାଇବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ।
-
୨୬ ତାରିଖରେ ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡିଶାର ୧୭ଟି ଜିଲାରେ ଘଡଘଡି ଓ ବିଜୁଳି ସହିତ ବର୍ଷା ହେବ । ୨୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।
-
ସମାଜର ନିମ୍ନ ଆୟବର୍ଗର ଗ୍ରାହକମାନଙ୍କୁ ସ୍ବଳ୍ପ ପରିମାଣର ଅଣୁ ଋଣ ପ୍ରଦାନ କରିବାରେ ମାଇକ୍ରୋଫାଇନାନ୍ସ ସଂସ୍ଥା (ଏମ୍ଏଫ୍ଆଇ) ବ୍ୟାଙ୍କଗୁଡ଼ିକୁ ପଛରେ ପକାଇ ଦେଇଛନ୍ତି।
-
ଚଳିତ ମାସ ୨୯ରେ ଆସିବ ଦେଶର ୧୦୦% ଇଥାନଲ୍ ଚାଳିତ କାର୍। ସେଥିରେ ଇନ୍ଧନ ଭାବେ ଇଥାନଲ୍କୁ ବ୍ୟବହାର କରାଯିବ। ଟୟୋଟା ଏହି ଗାଡ଼ି ବିକାଶ କରିଥିବା କୁହାଯାଉଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଗାଡ଼ିକୁ ଉନ୍ମୋଚନ କରିବେ।
-
ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଫିଡେ ଚେସ୍ ବିଶ୍ବକପ୍ରେ ଉପବିଜେତା ହୋଇଛନ୍ତି। ଗୁରୁବାର ଆଜରବୈଜାନର ବକୁରେ ଖେଳାଯାଇଥିବା ନିର୍ଣ୍ଣାୟକ ଟାଇବ୍ରେକର ଶେଷରେ ବିଶ୍ବ ୧ ନମ୍ବର ମାଗ୍ନସ୍ କାର୍ଲସେନ୍ ୨.୫-୧.୫ରେ ପ୍ରଜ୍ଞାନନ୍ଦଙ୍କୁ ପରାଜିତ କରି ପ୍ରଥମ ଥର ବିଶ୍ବକପ୍ ଏବଂ ପଞ୍ଚମ ଥର ବିଶ୍ବ ମୁକୁଟ ହାତେଇଛନ୍ତି।
|
407 |
Y |
|
1445 |
25-08-2023 |
English |
-
In a hat-tip to mainstream cinema in the north and the south, ‘Rocketry: The Nambi Effect’ was named the best feature film at the 69th National Film Awards announced Thursday, while Allu Arjun, Alia Bhatt and Kriti Sanon won the top acting honours. Bhatt and Sanon shared the best actress prize for their roles in ‘Gangubai Kathiawadi’ and ‘Mimi’, respectively. Southern cinema sensation Arjun bagged the best actor award for Telugu blockbuster ‘Pushpa: The Rise (Part I)’. It is the first National Film Award for all three stars.
-
Even as Odisha is witnessing heavy rainfall due to the southwest monsoon, the India Meteorological Department (IMD) has predicted more downpour till Saturday
-
Vaccine manufacturer Indian Immunologicals Limited (IIL) expects to commercially launch its dengue fever vaccine by early 2026, a top executive said, as the race to develop the country’s first such vaccine heats up.
-
Internationally acclaimed chef Vikash Khanna Thursday highly praised the culture, sculpture, art, heritage and traditional food of Odisha during an interaction with Chief Minister Naveen Patnaik through videoconferencing
-
: Indicating a stricter enforcement of road safety norms, road accidents and related fatalities have fallen by 7.56 per cent and 6.24 per cent, respectively during the second quarter of 2023 as compared to the corresponding period in 2022, state Transport department officials said, Thursday.
-
Pragyan rover of Chandrayaan-3 has rolled down on the Lunar surface. ISRO has said that Made in India and Made for the Moon rover Pragyan has ramped down from the Lander and India took a walk on the moon.
-
The 26th National Conference on e-Governance began in Indore to deliberate on providing better facilities to the citizens.
-
Lieutenant Governor Manoj Sinha inaugurated and laid foundation stones for various developmental projects of Budgam district in central Kashmir and launched the “Beautification of Budgam Town” initiative.
-
The Supreme Court on Wednesday accepted the Centre's assurance that it does not intend to “touch” the special constitutional provisions protecting the interests of the people of the northeastern States.
-
Telangana government has transferred Rs 72,815 crore to farmers accounts in 11 phases of Rythu Bandhu since May 2018, under which Rs 5,000 per acre is extended for each kharif and rabi season.
-
Millet Man of India, Dr. Khader Vali, said that it is a myth that millets are animal or bird food. He stated that millets are human food as well and any disease can be eliminated if one eats millet. He said addressing while addressing FICCI Millet Conclave in New Delhi.
-
National Council of Educational Research and Training (NCERT) releases final National Curriculum Framework.
-
The National Medical Commission on Thursday put on hold the regulations that make it mandatory for doctors to prescribe generic drugs and bar them from accepting gifts from pharma companies or endorsing any drug brands.
-
The three-day monsoon session of the Haryana Vidhan Sabha, beginning today. From August 25-29.
-
Prime Minister Narendra Modi is visiting Bengaluru early on August 26 morning to congratulate the ISRO team of scientists on the success of Chandrayaan-3 and is scheduled to visit ISRO’s Telemetry Tracking and Command Network (ISTRAC) in Peenya.
-
54th Network Planning Group meeting under PM GatiShakti has recommended four infrastructure projects worth more than seven thousand 600 crore rupees.
-
Government e-Marketplace (GeM) has crossed Rs 1 lakh crore in Gross Merchandise Value (GMV) within a remarkable span of 145 days in FY 23-24.
-
The Reserve Bank of India (RBI) has granted its approval for the voluntary amalgamation of Twin Cities Co-operative Urban Bank Ltd with Kranti Co-operative Urban Bank Ltd. The amalgamation scheme sayarted with effect from August 23, 2023.
-
The founder of the Wagner private mercenary group, Yevgeny Prigozhin, who Russian aviation authority says was on board a plane that crashed with no survivors, was once close enough to Vladimir Putin to be called his ‘personal chef’ before he led a mutiny that posed the greatest challenge to the president’s long rule.
-
: United World Wrestling (UWW), the global governing body for wrestling, has suspended the Wrestling Federation of India (WFI) for not conducting its elections on time, a development which will not allow Indian grapplers to compete at the upcoming World Championships under the Indian flag
|
465 |
Y |
|
1446 |
24-08-2023 |
Odia |
-
ସମଗ୍ର ବିଶ୍ବ ଭାରତର ଏହି ସଫଳତାକୁ ସ୍ବାଗତ କରିଛି ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସଫଳତାର ଶିଖର ଛୁଇଁଛି।ଅଗଷ୍ଟ ୨୩ ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍ରେ ବିକ୍ରମ ଲ୍ୟାଣ୍ଡର ରୋଭର୍ ସହିତ ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ସହ ଦକ୍ଷିଣ ମେରୁରେ ସଫଳ ଅବତରଣ କରିବାରେ ବିଶ୍ବର ପ୍ରଥମ ରାଷ୍ଟ୍ର ପାଲଟିଛି।
-
ପ୍ରଥମ ରାଷ୍ଟ୍ର ଭାବେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ପହଞ୍ଚିବାରେ ସଫଳ ହୋଇଛି ଏବଂ ଚତୁର୍ଥ ରାଷ୍ଟ୍ର ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିଛି। ଚନ୍ଦ୍ରଯାନ-୨ର ବିଫଳତା ହିଁ ଚନ୍ଦ୍ରଯାନ-୩ ସଫଳତା ପାଇଁ ବାଟ କଢ଼ାଇନେଇଛି
-
ଚନ୍ଦ୍ରଯାନ-୩ ପଛରେ ଅବଦାନ ରଖିଥିବା ପ୍ରମୁଖ ବ୍ୟକ୍ତିତ୍ବ ହେଉଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ। ଗତବର୍ଷ ସେ ଇସ୍ରୋର ମୁଖ୍ୟ ପଦ ଅଳଂକୃତ କରିବା ପରଠାରୁ ଚନ୍ଦ୍ରଯାନ-୩ ପାଇଁ ମନପ୍ରାଣ ଦେଇ ଲାଗିପଡ଼ିଥିଲେ। ଚନ୍ଦ୍ରଯାନ-୩ ଛଡ଼ା ଇସ୍ରୋର ଅନ୍ୟ ଅଭିଯାନ ଗଗନଯାନ (ଭାରତର ପ୍ରଥମ ମାନବଯୁକ୍ତ ମିସନ) ଏବଂ ଆଦିତ୍ୟ-ଏଲ୍୧ (ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଭାରତର ମିସନ) ଲାଗି ମଧ୍ୟ ତାଙ୍କର ଅବଦାନ ରହିଛି।
-
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ପୂର୍ବରୁ ଉପହାସ କରିଥିବା ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ହୁସେନ୍ ଭାରତର ତୃତୀୟ ଚନ୍ଦ୍ର ମିସନ ‘ଚନ୍ଦ୍ରଯାନ-୩’କୁ ପ୍ରଶଂସା କରିବା ସହ ଏହାକୁ ମାନବଜାତି ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି।
-
ଦରବୃଦ୍ଧି ମୁକାବିଲା ଲାଗି ଉଦ୍ୟମ ଜାରି ରଖିଥିବା କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ କଟକଣା ଲଗାଇବା ବିଷୟରେ ବିଚାର କରୁଛନ୍ତି। ସାତବର୍ଷ ପରେ ପ୍ରଥମ ଥର ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବେ।
-
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଗତ ଜୁନ୍ ମାସରେ ସାମରିକ ବିଦ୍ରୋହ କରିଥିବା ଘରୋଇ ୱାଗ୍ନର ସେନା ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
-
ସାରା ବିଶ୍ବରେ ୯.୧ ନିୟୁତରୁ ଅଧିକ ଲୋକ ଅନ୍ଲାଇନ୍ରେ ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ଅବତରଣକୁ ଦେଖିଥିଲେ। ଫେସବୁକ୍ରେ ୩୫୫.୬ ହଜାର ଲୋକ ଏହାର ଲାଇଭ୍ ଷ୍ଟ୍ରିମିଂକୁ ଉପଭୋଗ କରିଥିଲେ।
-
ବନ୍ୟା, ବାତ୍ୟା, ଭୂକମ୍ପ୍ ଭଳି ବିପତ୍ତି ବେଳେ ଲୋକମାନଙ୍କୁ ସତର୍କ କରିବା ଲାଗି ସେମାନଙ୍କ ମୋବାଇଲ୍ ଫୋନ୍ରେ ସରକାର ମେସେଜ୍ ପଠାଇବେ। ବର୍ତ୍ତମାନ ଏହି ବ୍ୟବସ୍ଥାର ପରୀକ୍ଷଣ ଚାଲିଛି।
-
ମିଜୋରାମରେ ଆଜି ଏକ ନିର୍ମାଣାଧୀନ ରେଳ ପୋଲ ଭୁଶୁଡ଼ି ପଡ଼ିବା ଫଳରେ ଅତି କମ୍ରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଅଇଜଲଠାରୁ ୨୧ କିମି ଦୂର ସାଇରଙ୍ଗ ଅଞ୍ଚଳରେ ଆଜି ଏହି ଦୁର୍ଘଟଣା ହୋଇଛି।
-
ଫୋନ୍କୁ ଚାର୍ଜର ଲଗାଇ କଥା ହେବା ଅନେକ ଲୋକଙ୍କ ଏକ ଖରାପ ଅଭ୍ୟାସ। ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇପାରେ ବୋଲି ବିଶ୍ବର ଅଗ୍ରଣୀ ଫୋନ୍ ନିର୍ମାତା ଆପଲ୍ ସତର୍କ କରାଇଛି।
-
ହ୍ବାଟସ୍ଆପ୍ରେ ବିନା ନାମରେ ଗ୍ରୁପ୍ ସୃଷ୍ଟି କରିହେବ। ତରବର ଭାବେ ହାତଗଣତି କିଛି ଲୋକଙ୍କୁ ନେଇ ଗ୍ରୁପ୍ ତିଆରି କରିବା ଦରକାର ହେଉଥିବା ବେଳେ ବିନା ନାମରେ ତାହା ସୃଷ୍ଟି କରିହେବ ବୋଲି ମେଟା ମୁଖ୍ୟ ମାର୍କ ଜୁକରବର୍ଗ କହିଛନ୍ତି।
-
କେନ୍ଦୁଝର ଜିଲ୍ଲାରେ ତୁରନ୍ତ ‘ମୋ ବସ୍’ ସେବା ଆରମ୍ଭ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ଖଣିଜ ଜିଲ୍ଲା କେନ୍ଦୁଝର ବାସିନ୍ଦାଙ୍କ ପାଇଁ ଗମନାଗମନ ସୁଲଭ ଓ ସୁଗମ ହୋଇପାରିବ ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସ୍ଷ୍ଟାଣ୍ଟ ଉଦ୍ଘାଟନ କରିଛନ୍ତି । ଏହାସହିତ ୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍ସ୍ତରୀୟ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ମଧ୍ୟ ରଖିଛନ୍ତି ।
-
୨୭ ବର୍ଷର ସମସ୍ୟା ୧୫ ଦିନରେ ପୂରଣ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ। ବଲାଙ୍ଗୀର ଗସ୍ତ ସମୟରେ ୫ଟି ସଚିବଙ୍କୁ ଲୋଇସିଂହା ତହସିଲ ସମସ୍ୟା ନେଇ ଅବଗତ କରିଥିଲା ଜିଲ୍ଲା ରାଜସ୍ୱ ଅମଲା ସଂଘ। ୧୫ ଦିନରେ ସମସ୍ୟାର ସମାଧାନ ହୋଇଛି। ଏହା ପରେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜସ୍ୱ ଅମଲା ସଂଘ ।
-
ଏଣିକି ଏକାଦଶ ଓ ଦ୍ବାଦଶରେ ଦୁଇଥର ହେବ ବୋର୍ଡ ପରୀକ୍ଷା । ମାର୍କ ସିଟକୁ ଚଢିବ ପିଲାଙ୍କ ବେଷ୍ଟ ସ୍କୋର । ଏଥିସହ ଗୋଟିଏ ଭାରତୀୟ ଭାଷ ସହ ଦୁଇଟି ଭାଷାରେ ଛାତ୍ରଛାତ୍ରୀ ପଢିବେ। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।
-
ଖୋର୍ଦ୍ଧା ଜଟଣୀ ପିପିଲି ରାସ୍ତା ୨୧କୋଟି ଟଙ୍କା ଓ ଡେଲାଙ୍ଗ ରାସ୍ତା ୩୦କୋଟି ଟଙ୍କାର ଫ୍ଲାଏ ଓଭର ବ୍ରିଜ ଉଦଘାଟନ ହେବ । ଜଟଣୀ ଖୋର୍ଦ୍ଧା ବେଗୁନିଆ ବ୍ଲକରେ ପିଇବା ପାଣି ପାଇ ୨୩୦କୋଟି ଟଙ୍କା ଖର୍ଚ୍ଚ ହେବ। ଯୁବ ପିଢୀଙ୍କ ପାଇଁ ଜଟଣୀରେ ୯କୋଟି ଟଙ୍କାରେ ଷ୍ଟାଡିୟମ୍ ହେଉଛି ବୋଲି ୫ଟି ସଚିବ ଭିକେ ପାଣ୍ଡିଆନ୍ କହିଥିଲେ।
-
ଆଲିୟନ୍ଙ୍କ ଠାରୁ ଆଜି ଆସିପାରେ ଉତ୍ତର – ୪୦ ବର୍ଷ ତଳେ ପଠାଯାଇଥିଲା ରେଡିଓ ସିଗନାଲ୍ l ପୃଥିବୀଠାରୁ ୧୬.୭ ଆଲୋକ ବର୍ଷ ଦୂରରେ ଥିବା ଅଲ୍ଟଏୟାର ନାମକ ଗ୍ରହରୁ ଏହାର ପ୍ରତ୍ୟୁତ୍ତୋର ଆସିପାରେ ବୋଲି ମହାକାଶ ବିଜ୍ଞାନୀମାନେ ଆଶାବାଦୀ ଅଛନ୍ତି ।
-
ଆମେରିକାରେ କରୋନା ଲହର l ଇଜି.୫-ଏଫଏଲ.୧.୫.୧-ବିଏ.୨.୮୬ ଭାରିଆଣ୍ଟ ସକ୍ରିୟ l ସିଡିସି ଅନୁଯାୟୀ, ଦେଶର ନୂତନ ସଂକ୍ରମଣର ୧୩.୩ ପ୍ରତିଶତ ପାଇଁ ଏହା ଦାୟୀ।
-
ସର୍ବିୟାର ଅଭିଜ୍ଞ ଖେଳାଳି ନୋଭାକ୍ ଜୋକୋଭିକ୍ ସିନ୍ସିନାଟି ମାଷ୍ଟର୍ସ ଟେନିସ୍ ଏଟିପି ଟୁର୍ଣ୍ଣାମେଣ୍ଟର ଏକକ ପ୍ରତିଯୋଗିତାରେ ଚମ୍ପିଆନ୍ ହୋଇଛନ୍ତି । ରବିବାର ରାତିରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍ରେ ୨ୟ ସିଡ୍ ଜୋକୋଭିକ୍ ୫-୭, ୭-୬, ୭-୬ ସେଟ୍ରେ ଟପ୍ ସିଡ୍ ସ୍ପେନ୍ର ଯୁବ ଖେଳାଳି କାର୍ଲୋସ ଆଲ୍କାରାଜଙ୍କୁ ପରାସ୍ତ କରିଛନ୍ତି।
-
ଆୟରଲାଣ୍ଡର ସଂକ୍ଷିପ୍ତ ଗସ୍ତରେ ଭାରତୀୟ ଦଳ ଯାହା ଚାହୁଁଥିଲା; ତାହା ପାଇସାରିଛି । ଯଶପ୍ରୀତ ବୁମ୍ରା ଓ ପ୍ରସିଦ୍ଧ କ୍ରିଷ୍ଣା ତାଙ୍କ ବୋଲିଂ ଫର୍ମ ଦେଖାଇବା ସହ ଫିଟ୍ନେସ୍ର ପ୍ରମାଣ ମଧ୍ୟ ଦେଇଛନ୍ତି । ଦୁହେଁ ଏସିଆ କପ୍ ଦଳରେ ସ୍ଥାନ ପାଇଛନ୍ତି। ଭାରତୀୟ ଯୁବ ଦଳ ଅଦ୍ୟାବଧି ୨ଟି ମ୍ୟାଚ୍ରେ ଭଲ ପ୍ରଦର୍ଶନ କରି ସହଜରେ ଜିତିଛି ।
|
402 |
Y |
|
1447 |
24-08-2023 |
English |
-
India joined Wednesday an elite group of three other nations to have sent a spacecraft on the moon as Chandrayaan-3 landed a rover on the lunar surface to explore the uncharted territories near the South Pole. India also created history by becoming the first nation to achieve successful landing on the South Pole of the moon.
-
Chandrayaan-3: Vikram lander to make soft landing on Moon at 6.04 pm on 23rd August.
-
Board examinations will be conducted twice a year and students will get an option to retain their best score, according to the New Curriculum Framework (NCF) prepared by the Ministry of Education (MoE). Aiming to make the exams ‘easier’, rather than ‘high stakes’, the various boards have also been asked to develop capacities to be able to conduct ‘on-demand’ examinations in due course of time
-
Odisha is now among the seven leading states in terms of estimated procurement of rice during the ensuing Kharif Marketing Season (KMS) 2023-24, according to the Ministry of Consumer Affairs, Food and Public Distribution
-
If things go as per plan, the Capital Region Urban Transport (CRUT) will very soon launch Mo Bus service in Keonjhar district. This was revealed during the 44th Board Meeting of CRUT convened recently under the chairmanship of Anu Garg, Development
-
Chief Minister Naveen Patnaik Wednesday inaugurated 21 bus stands in 13 districts apart from laying foundation stones for 124 bus stands in 26 districts under ‘Ama Bus Stand’ scheme.
-
5T Secretary VK Pandian continued his visit to Khurda Wednesday and reviewed the progress of various developmental works in the district.
-
The Supreme Court Wednesday said there is “intrinsic evidence” that Article 370 has a “self-limiting character” and it seems to have worked itself out after the term of the Jammu and Kashmir Constituent Assembly ended in 1957.
-
It is not true that India is not reducing coal-based power generation capacity in the energy mix, a senior government official said, adding that the country is targeting over 64 per cent of non-fossil fuelbased capacity by 2030.
-
Procurement of goods and services from government portal GeM has crossed `1 lakh crore so far this fiscal on account of an increase in buying activities by different ministries and departments, an official statement said Wednesday.
-
Election Commission today announced by-poll to one seat of Rajya Sabha from Uttar Pradesh. Notification for the by-poll will be issued on 29th of this month and nominations can be filed till 5th September.
-
The Brihanmumbai Municipal Corporation (BMC) has once again started a strict implementation of a ban on the manufacture, use, sale, transportation, handling, and storage of single-use plastic, to make Mumbai plastic-free.
-
TAMIL NADU CM M.K.Stalin has contributed Ten Crore rupees towards the relief work undertaken by the Himachal Government.
-
Tirupati: The TTD has introduced the Balaji Baggage Management System (BBMS) as part of the efforts to enhance the pilgrimage experience in Tirumala. This automated system simplifies devotees’ luggage and their mobile phone ‘deposits’ for short durations and their retrieval after the temple visit and prayers.
-
Six people were arrested on Tuesday in connection with the rape of a 16-year-old girl at her house in Hyderabad. The teenager was allegedly sexually assaulted by three men including a rowdy-sheeter at her house on Monday, Rachakonda Police Commissioner D S Chauhan told.
-
BEML expects defence revenue to reach rs 4,500-5,000 crore in 4-5 years.
-
Popular Haryanvi singer Raju Punjabi, who had released his last song 'Aapse Milke Yaara Humko Accha Laga Tha' on August 12, passed away at a private hospital in Hisar on August 22. According to a few reports, Raju was undergoing treatment for jaundice for the past few days in the same hospital
-
National record holder long jumper Jeswin Aldrin qualified for his maiden World Athletics Championships finals but fellow competitor Murali Sreeshankar made a shock exit at the qualification round after his worst performance of the season here Wednesday
-
Amanpreet Singh won the men’s 25m standard pistol to give India their fifth gold medal in the ongoing ISSF Shooting World Championship here Wednesday, even as the women’s standard pistol trio picked up a bronze in the team competition.
-
The third and final T20I between India and Ireland here Wednesday was washed out without a ball being bowled. India had already sealed the series 2-0 with a win in the second T20I Sunday. The series opener, which India won by two runs via DLS method, was also marred by rain.
|
435 |
Y |
|
1448 |
23-08-2023 |
Odia |
-
ଜି-୨୦ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଆଗାମୀ ସେପ୍ଟେମ୍ବର ୭ରୁ ୧୦ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ ବୋଲି ହ୍ବାଇଟ୍ ହାଉସ୍ ଜାରି କରିଥିବା ‘ପ୍ରେସ୍ ରିଲିଜ୍’ରେ ଉଲ୍ଲେଖ ଅଛି।
-
ଏଥରର ପ୍ରବଳ ବର୍ଷା ଓ ବନ୍ୟାରେ ଏହାର ବ୍ୟାପକ କ୍ଷତି ଘଟିଛି। ପ୍ରାୟ ୩୦୦ ଲୋକଙ୍କର ମୃତ୍ୟୁ ହେବା ସହ ୧୦ ହଜାର ଘରେ ଫାଟ ସୃଷ୍ଟି ହୋଇଛି। ପାହାଡ଼ର ରାଣୀ ଭାବରେ ଜଣାଶୁଣା ଶିମଳା ପ୍ରତି ବିପଦ ବଢ଼ିବାରେ ଲାଗିଛି।
-
୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ନେଇ ଚନ୍ଦ୍ରର ଦକ୍ଷିଣମେରୁରେ ନରମ ଅବତରଣ କରି ଇତିହାସ ରଚନା କରିବାକୁ ଯାଉଛି ଚନ୍ଦ୍ରଯାନ-୩। ସାରା ବିଶ୍ବରେ ଏହାକୁ ନେଇ ଉତ୍କଣ୍ଠା।
-
ସୁପ୍ରିମକୋର୍ଟରେ ଆଜି ସାଂସଦ ଫୈଜଲଙ୍କୁ ଶକ୍ତ ଝଟ୍କା ଲାଗିଛି। ଫୈଜଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ସଂକ୍ରାନ୍ତ କେରଳ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି ଏବଂ ୬ ସପ୍ତାହ ମଧ୍ୟରେ ଲାକ୍ଷାଦ୍ବୀପ ସାଂସଦଙ୍କ ଦଣ୍ଡାଦେଶ ମାମଲାରେ ନିଷ୍ପତ୍ତି ନେବାପାଇଁ କୋର୍ଟ କେରଳ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୧୭ ବର୍ଷର ପୁଅ ନିଜ ମାଆ ତାଙ୍କ ମୋବାଇଲ ଫୋନରେ କାହାକୁ ମେସେଜ ପଠାଉଥିବା ଦେଖି ତାଙ୍କ ଚରିତ୍ରକୁ ସନ୍ଦେହ କରି କୁରାଢ଼ିରେ ହାଣି ହତ୍ୟା କରିଛି।
-
କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ରୋଗୀ ହସ୍ପିଟାଲରୁ ଡିସଚାର୍ଜ ହେବାପରେ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଜଣାପଡ଼ିଛି ଯେ ୬.୫ ପ୍ରତିଶତ କରୋନା ରୋଗୀଙ୍କର ହସ୍ପିଟାଲରୁ ଡିସଚାର୍ଜ ହେବାର ବର୍ଷକ ମଧ୍ୟରେ ମୃତ୍ୟୁ ହୋଇଛି।
-
ମାଧ୍ୟମିକ ଶିକ୍ଷାର ସୁଦୃଢ଼ୀକରଣ ପରେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାର ନବକଳେବର କରିବାକୁ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ଗଣଶିକ୍ଷା ବିଭାଗ ଅଧୀନରେ ଖୁବ୍ ଶୀଘ୍ର ୨୦ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇବେ ।
-
ଚିଲିକା ସମେତ ୬ଟି ବ୍ଲକ୍ରେ ପାନୀୟ ଜଳ ସମସ୍ୟା ଦୂର କରିବ ୯୨୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ବୃହତ ପାଇପ୍ ପାଣି ପ୍ରକଳ୍ପ । ସେହିପରି ୩୫ କୋଟି ଟଙ୍କା ବ୍ୟୟରେ ମତ୍ସ୍ୟଜୀବୀଙ୍କ ପାଇଁ ପ୍ରତିଷ୍ଠା ହେବ ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ।
-
ମା’ ଉଗ୍ରତାରା ଏବଂ ମା’ ଭଗବତୀଙ୍କ ପୀଠର ବିକାଶ ପାଇଁ ୧୯ କୋଟି ଟଙ୍କା ଲେଖାଏଁ ବ୍ୟୟ କରାଯିବ । ଏହି ଗସ୍ତ ଅବସରରେ ୫-ଟି ସଚିବ ଟାଙ୍ଗୀର କାଳୁପଡ଼ା ଘାଟ ଏବଂ ଚିଲିକା ସ୍ଥିତ ସୋରଣା ଠାରେ ୩୫ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଫିସ୍ ଲ୍ୟାଣ୍ଡିଂ ସେଣ୍ଟର, ବାଣପୁର ଠାରେ ୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ନୂଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ବାଣପୁର ଓ ବାଲୁଗାଁ ଠାରେ ୧୨ କୋଟି ଟଙ୍କା ବ୍ୟୟରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କାମର ଅଗ୍ରଗତି ସମୀକ୍ଷା କରିଥିଲେ ।
-
ଜିମ୍ବାୱେର ପୂର୍ବତନ ପ୍ରଖ୍ୟାତ କ୍ରିକେଟ୍ ଅଲ୍ରାଉଣ୍ଡର୍ ହିଥ୍ ଷ୍ଟ୍ରିକ୍ଙ୍କର ଦେହାନ୍ତ ଘଟିଛି। କ୍ୟାନସରରେ ପୀଡିତ ହୋଇ ଦୀର୍ଘ ଦିନ ହେଲା ଚିକିତ୍ସାଧୀନ ଥିଲେ। ହିଥ ଷ୍ଟ୍ରିକ୍ଙ୍କର ମାତ୍ର ୪୯ ବର୍ଷ ବୟସରେ ପରଲୋକ ହୋଇଛି । ସେ ଦକ୍ଷିଣ ଆଫ୍ରିକାରେ ଚିକିତ୍ସିତ ହେଉଥିଲେ।
-
ସାରଦା ଚିଟ୍ଫଣ୍ଡ ଠକେଇ ମାମଲାରେ ବାଲେଶ୍ୱରର ସ୍ୱତନ୍ତ୍ର ଓପିଆଇଡି କୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ଼ କମ୍ପାନିର ରାଜ୍ୟ ସଂଯୋଜକ ବିଚିତ୍ରାନନ୍ଦ ଦାସ ଓ ବାଲେଶ୍ଵର ଶାଖାର ମ୍ୟାନେଜର ବାସୁଦେବ ସାମଲଙ୍କୁ ୫ ବର୍ଷ ଲେଖାଏଁ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ସ୍ୱତନ୍ତ୍ର ଓପିଆଇଡି କୋର୍ଟର ଜଜ ବିଶ୍ୱଜିତ ଦାସ।
-
ଅନୁଗୁଳ DIG ବ୍ରିଜେଶ ରାୟଙ୍କୁ ବଦଳି କରାଯାଇଛି। ବ୍ରିଜେଶ ରାୟଙ୍କୁ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ରାଜ୍ୟ ସରକାର। ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
-
ନର୍ସ ପଦବୀ ପୂରଣ ପାଇଁ ବାଟ ଫିଟିଲା। ନିଯୁକ୍ତି ପ୍ରକ୍ରିୟା ଉପରେ ଥିବା ଅନ୍ତରୀଣ ନିର୍ଦ୍ଧେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ। ହାଇକୋର୍ଟ ମେ’ ୧ ର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ।
-
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ଆଜି ପରଲୋକ ଘଟିଛି। ୯୯ ବର୍ଷୀୟ ଶ୍ରୀ ଦାସ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସ୍ପିପିଟାଲରେ ଚିକିତ୍ସାଧିନ ଥିବା ବେଳ ଆଜି ସକାଳ ୬.୪୦ ମିନିଟରେ ଇହଲୀଳା ସମ୍ବରଣ କରିଛନ୍ତି ।
-
ଜଙ୍ଗଲ ନିଆଁ ଗ୍ରୀସ ଏବଂ ସ୍ପେନର ଚିନ୍ତା ବଢ଼ାଇ ଦେଇଛି। ସ୍ପେନର କେନରି ଦ୍ବୀପରେ ଥିବା ଟେନରିଫ ଜଙ୍ଗଲ ଏବଂ ତୁର୍କୀ ସୀମା ନିକଟରେ ଥିବା ଗ୍ରୀସ୍ ଗତ ଚାରି ଦିନ ହେଲା ଜଳୁଛି। ଜଙ୍ଗଲରେ ଫସି ରହିଥିବା କିଛି ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହି ନିଆଁ ଗ୍ରୀସ୍ ଜଙ୍ଗଲରେ ୨୦ ଜଣ ପ୍ରବାସୀଙ୍କ ଜୀବନ ନେଇଛି। ମଙ୍ଗଳବାର ଏମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।
-
ଡମପଡା ଦୁଲଣାପୁରର ପୂର୍ବତନ ସରପଞ୍ଚ ସୁନିଲ ସାହୁଙ୍କ ଘରେ ରେଡ୍ ଚାଲିଛି। ମନରେଗା ଦୁର୍ନୀତି ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ତୁଳସୀପୁର ସ୍ଥିତ ପେଟ୍ରୋଲ ପମ୍ପରେ ମଧ୍ୟ ଚାଲିଛି ରେଡ୍ । ମନରେଗା ଦୁର୍ନୀତି ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ପରେ ଏହି ରେଡ୍ ଚାଲିଛି।
-
କେନ୍ଦ୍ର ସରକାରଙ୍କ ପକ୍ଷରୁ କଲିକତା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବଙ୍କୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି
-
କେନ୍ଦ୍ର ସରକାର ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ମୋହିତ ଗୁପ୍ତାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
-
କଲିକତା ହାଇକୋର୍ଟ କହିଛନ୍ତି ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୯୮-ଏ ର ଅପବ୍ୟବହାର କରି ମହିଳାମାନେ ଏକ ଉପାୟରେ ଆଇନଗତ ଆତଙ୍କବାଦ ବିସ୍ତାର କରିଛନ୍ତି।
-
ଏଲଓସି ନିକଟରେ ଆତଙ୍କବାଦୀ ପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ। ସୂଚନା ଅନୁସାରେ, ପୁଞ୍ଚ ଜିଲାର ବାଲାକୋଟ ସେକ୍ଟରରେ ଲାଇନ ଅଫ କଣ୍ଟ୍ରୋଲ (ଏଲଓସି)ରେ ଭାରତୀୟ ସେନା ୨ଜଣ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି। ସେମାନଙ୍କ ନିକଟରୁ ସୁରକ୍ଷାବାହିନୀ ଗୋଟିଏ ଏକେ ୪୭, ୩୦ ରାଉଣ୍ଡ ଗୁଳି, ଦୁଇଟି ହ୍ୟାଣ୍ଡ ଗ୍ରେନେଡ ଏବଂ ଗୁଳି ଜବତ ହୋଇଥିବା ଜଣାପଡ଼ିଛି।
|
388 |
Y |
|
1449 |
22-08-2023 |
Odia |
-
୪୭ ବର୍ଷ ପରେ ଚନ୍ଦ୍ର ଅଭିଯାନ ଆରମ୍ଭ କରି ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ ପାଇଁ ରୁଷ୍ ଲୁନା-୨୫କୁ ପଠାଇଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଚନ୍ଦ୍ରପୃଷ୍ଠରେ ଖସିପଡ଼ିଛି।
-
ଗୁଜରାଟ ହାଇକୋର୍ଟ ଉପରେ ପ୍ରବଳ ବର୍ଷିବା ସହ ଆଜି ସୁପ୍ରିମ୍କୋର୍ଟ କହିଛନ୍ତି ଯେ କୌଣସି କୋର୍ଟ ଉପରକୋର୍ଟ ବିରୋଧରେ ଆଦେଶ ଦେବା ସାମ୍ବିଧାନିକ ଦର୍ଶନକୁ ବିରୋଧାଚରଣ କରୁଛି। ସୂଚନାଯୋଗ୍ୟ ଯେ ମାମଲାଟି ଏକ ଦୁଷ୍କର୍ମ-ପୀଡ଼ିତାର ଗର୍ଭପାତ ଆବେଦନ ସହ ଜଡ଼ିତ।
-
ବିହାରର ପାଟନାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାର୍କର ନାମ ପରିବର୍ତ୍ତନ କରି କୋକୋନଟ୍ ପାର୍କରେ ପୁନଃନାମିତ କରାଯାଇଛି। ବିହାରର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ ପାଟନାର କଙ୍କରବାଗ୍ରେ ଅବସ୍ଥିତ ଅଟଳ ବିହାରୀ ବାଜପେୟୀ ପାର୍କକୁ କୋକୋନଟ୍ ପାର୍କ କରିଛନ୍ତି।
-
କଟକ:'ମାନବ' ପୋର୍ଟାଲ ଲୋକାର୍ପିତ , SC, ST ଅପରାଧିକ ମାମଲାରେ ତଦନ୍ତ ତ୍ବରାନ୍ବିତ ହେବ ।
-
ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ୍ରେ ୩ଟି ବୃହତ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ୧୦୧ କୋଟି ଟଙ୍କା ମଞ୍ଜୁର ହୋଇଛି ।
-
୨୦୨୩-୨୪ ଆର୍ଥିକ ଶିକ୍ଷା ବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଓଡ଼ିଶାର ୧୪ଟି ସ୍କୁଲକୁ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁରୀ, ।
-
ଅନୁଗୋଳ:ପବିତ୍ର ମୋହନ ସେତୁ ନାମରେ ନାମିତ ହେଲା କଣିହା ସ୍ଥିତ ବ୍ରାହ୍ମଣୀ ନଦୀ ସେତୁ।
-
୬ ମାସରେ ଖୋର୍ଦ୍ଧା ଜିଲ୍ଲାର ସବୁ କଲେଜର ହେବ ରୂପାନ୍ତରଣ, ସବୁ +୨ ଓ +୩ କଲେଜର ହେବ ରୂପାନ୍ତର।
-
ବ୍ରିକ୍ସ ଶିଖର ସମ୍ମିଳନୀ: ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଯିବେ ଦକ୍ଷିଣ ଆଫ୍ରିକା, ୪୦ ବର୍ଷ ପରେ ପିଏମ୍ଙ୍କ ଗ୍ରୀସ୍ ଯାତ୍ରା।
-
ତିନି ଦିନିଆ ଗୋଆ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ସେଠାରେ ସେ ରାଜ ଭବନରେ ଗୋଆ ସରକାରଙ୍କ ଦ୍ୱାରା ଆୟୋଜିତ ଏକ ନାଗରିକ ସ୍ୱାଗତ ସମାରୋହରେ ଯୋଗଦେବେ।
-
ଜହ୍ନ ରାଇଜରେ ଲ୍ୟାଣ୍ଡରକୁ ମିଳିଲା ନୂଆ ବନ୍ଧୁ । ଦୀର୍ଘ ୪ ବର୍ଷ ପରେ ୨୦୧୯ରେ ଯାଇଥିବା ଚନ୍ଦ୍ରୟାନ-2' ର ଅର୍ବିଟର 'ୱେଲକମ୍ ବଡି' ବା 'ସ୍ୱାଗତ ବନ୍ଧୁ' ବୋଲି ସମ୍ବୋଧନ କରି ପ୍ରଥମ ଥର ପାଇଁ ସିଗନାଲ ଦେଲା ଚନ୍ଦ୍ରୟାନ-୨ର ଅର୍ବିଟର୍ ।
-
ରାଜ୍ୟରେ ଫସଲ ବୀମା ପଞ୍ଜିକରଣ ୨୩.୫୦ ଲକ୍ଷକୁ ହେଲା ବୃଦ୍ଧି, ୨୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଏବଂ ପ୍ରାୟ ୪ ଲକ୍ଷ ମହିଳା କୃଷକ ହେଲେ ସାମିଲ l
-
ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ବିଶ୍ୱବିଦ୍ୟାଳୟକୁ ହେବେ ସ୍ଥାନାନ୍ତରିତ l
-
ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହେଲା ଚାର୍ଜଫ୍ରେମ l
-
ନିଲାମ ହେବନି ସନ୍ନିଙ୍କ ବଙ୍ଗଳା l ପ୍ରତ୍ୟାହାର ହେଲା ନୋଟିସ, ସନ୍ନି ଦେଓଲଙ୍କୁ ମିଳିଲା ଆଶ୍ୱସ୍ତି: ୨୪ ଘଂଟା ଭିତରେ ଘର ନିଲାମ ନୋଟିସ ଫେରାଇ ନେଲା ବ୍ୟାଙ୍କ l
-
ଦେଶରେ ଲମ୍ବିଛି ଦୁର୍ନୀତିର ଚେର l ଗୋଟିଏ ବର୍ଷରେ ଦେଶରେ ଏକ ଲକ୍ଷ ୧୫ ହଜାର ଦୁର୍ନୀତି ହୋଇଥିବା ସିଭିସି ରିପୋର୍ଟରେ ହେଲା ଖୁଲ୍ଲାସା l
-
ରାଜ୍ୟର ୮ଟି ଜିଲ୍ଲାରେ ମୋଟ ୮୩୭.୫୭କୋଟି ଟଙ୍କାର ୯ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋରେ ମିଳିଲା ମଞ୍ଜୁରୀ l
-
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ସିବି୩୫୦ ହାଇନେସ୍ ଓ ସିବି୩୫୦ଆର୍ଏସ୍ ଗ୍ରାହକଙ୍କ ପାଇଁ “୧୦ ବର୍ଷ ବର୍ଦ୍ଧିତ ୱାରେଂଟି’ ଓ “ବର୍ଦ୍ଧିତ ୱାରେଂଟି ପ୍ଲସ୍’ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ l
-
ବିଶ୍ୱ ଆଥଲେଟିକ୍ସର ନୂଆ ଚାମ୍ପିଅନ ହେଲେ ଆମେରିକାର ନୁହ ଲାଇଲ୍ସ, ୧୦୦ ମିଟରକୁ ୯.୮୩ ସେକେଣ୍ଡରେ ଦୌଡ଼ି ରଚିଲେ ରେକର୍ଡ l
-
ଚେସ୍ ବିଶ୍ୱକପ ଫାଇନାଲରେ ପ୍ରବେଶକଲେ ପ୍ରଜ୍ଞାନାନନ୍ଦା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ l ଫାଇନାଲରେ କାର୍ଲସନଙ୍କ ସହ ହେବ ଟକ୍କର l
|
406 |
Y |
|
1450 |
22-08-2023 |
English |
-
Days before Chandrayaan-3’s lander ‘Vikram’ attempts a soft landing on the surface of the Lunar South Pole, ISRO Monday said it has established a twoway communication with the Chandrayaan-2 orbiter ‘PRADAN’.
-
Of the 2,426 dengue cases detected in Odisha so far, Khurda district alone accounts for 1,220 patients. In Bhubaneswar, which is part of Khurda district, 1,164 dengue cases were detected, including 300 last week, officials said.Director, Public Health Niranjan Mishra.
-
The Enforcement Directorate (ED) has filed a chargesheet in a special court against the chief managing director and other directors of ARSS Infrastructure Projects Limited and its subsidiary companies, seeking their conviction in connection with a case registered under the Prevention of Money Laundering Act (PMLA), 2002, an official said, Monday
-
The State Level Single Window Clearance Authority (SLSWCA), chaired by Chief Secretary Pradeep Kumar Jena, Monday approved nine projects worth `873.57 crore that would create employment opportunities for 2,516 persons in Odisha
-
As per the direction of Chief Minister Naveen Patnaik, Secretary to CM (5T) VK Pandian interacted with the college students of Khurda district Monday
-
Indian nationals, who were held captive by an armed group in Libya, have been rescued and brought back to India following sustained efforts by the Ministry of External Affairs (MEA), people familiar with the matter said Monday
-
A wanted former block development officer (BDO) of Narayanpatna block under Koraput district was arrested Monday by the sleuths of Odisha Vigilance Directorate for his alleged involvement in multiple cases of misappropriation of government funds to the tune of `34 lakh
-
The Odisha Police STF seized 1,100 gm of brown sugar worth `1 crore from Balasore town and arrested four persons in connection with it, police said Monday.
-
External Affairs Minister S Jaishankar was among nine MPs who took the oath as members of the Rajya Sabha Monday. The oath was administered by Chairman Jagdeep Dhankhar in the Rajya Sabha chamber in Parliament House.
-
Enrolment under Pradhan Mantri Fasal Bima Yojana (PMFBY) in the state has gone up from about 11 lakh in the previous year to 23.50 lakh in the current Kharif season.
-
A local court here Monday framed charges against Gopalpur MLA Pradeep Kumar Panigrahy, former IFS officer Abhay Kant Pathak’s son Akash Pathak and Panigrahy’s close aide V Sarveswar Rao in connection with a case related to the duping of job aspirants through impersonation and forgery.
-
The Assam government has sought public opinion on a proposed law to end polygamy in the state, Chief Minister Himanta Biswa Sarma said Monday
-
Even as the tunneling operation has picked up momentum in the vicinity of the Agra Fort, the Taj City Metro rail project has been hit by an unexpected controversy.
-
Assam government employees will stage a two-day protest from Tuesday demanding re-introduction of the old pension scheme (OPS) and threatened to intensify their agitation if their prayer is not heard, the apex body said Monday.
-
Ruling BRS president and Telangana Chief Minister K Chandrasekhar Rao Monday stole a march on the opposition Congress and BJP, announcing 115 candidates for the total 119 seats in the upcoming Assembly polls, and choosing to contest in two seats himself -- Gajwel and Kamareddy.
-
As many as 6,841 corruption cases probed by the CBI were pending trials in different courts, 313 of them for more than 20 years, according to the latest annual report of the Central Vigilance Commission (CVC)
-
Observing that pregnancy in cases of sexual assault is a cause of stress and trauma to the victims, the Supreme Court Monday allowed a rape survivor to undergo medical termination of her over 27-week foetus after noting that she is clinically fit for the procedure which will not adversely affect her child bearing capacity
-
Nurse Lucy Letby was Monday sentenced to a whole-life term by a UK court for killing seven babies and attempting to murder at least six others while working at a hospital in northern England
-
Ukrainian President Volodymyr Zelenskyy told a crowd in Denmark Monday that promised deliveries of US-made F-16 fighter jets had made him confident Ukraine could end Russia’s invasion.
-
Indian captain Rohit Sharma wants his middle order batters to show flexibility as no one in the national team owns any particular batting position.
|
451 |
Y |
|