# |
Date |
Type |
Current Affairs |
No. Of Views |
Status |
Action |
441 |
20-01-2025 |
Odia |
- 1.ଆମେରିକାରେ ସୋମବାରଠାରୁ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେବ। ଟ୍ରମ୍ପ ସୋମବାର ଦ୍ବିତୀୟ ବାର ଆମେରିକା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।
- 2.ରୁଷ୍-ୟୁକ୍ରେନ୍ ମଧ୍ୟରେ ଗତ ୩ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ରୁଷ୍ ସମର୍ଥନରେ ସଂପ୍ରତି ଉତ୍ତରକୋରିଆର ସେନା ସାମିଲ ହୋଇଛନ୍ତି। ତେବେ ଆଧୁନିକ ଯୁଦ୍ଧରେ ପାରଙ୍ଗମ ନଥିବା କିମ୍ ଜଙ୍ଗ୍ ଉନ୍ଙ୍କ ସେନା କ୍ଷୀପ୍ରଗତିରେ ମୃତ୍ୟୁମୁଖରେ ପଡ଼ୁଥିବା ଜଣାଯାଇଛି।
- 3.ଇସ୍ରାଏଲ୍ ଏବଂ ହାମାସ୍ ମଧ୍ୟରେ ବହୁ ପ୍ରତୀକ୍ଷିତ ଅସ୍ତ୍ରବିରତିର ଏକ ଅଂଶ ଭାବରେ ରବିବାର ହମାସ ପକ୍ଷରୁ ତିନି ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରାଯାଇଛି । ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ୩୩ ଜଣ ବନ୍ଧକଙ୍କୁ ମୁକ୍ତ କରିବ ବୋଲି ଆଶା କରାଯାଉଛି। ଆଜି ମୁକ୍ତ ହୋଇଥିବା ୩ ବନ୍ଧକ ହେଲେ ରୋମି ଗୋନ୍, ଏମିଲି ଡାମାରୀ ଏବଂ ଡୋରୋନ୍ ଷ୍ଟେନବ୍ରେଚର ।
- 4. ଆମେରିକୀୟ ସର୍ଟ ସେଲିଂ ସଂସ୍ଥା ହିଣ୍ଡେନ୍ବର୍ଗ ରିସର୍ଚ୍ଚର ମୁଖ୍ୟ ନାଥନ୍ ଆଣ୍ଡରସନ୍ଙ୍କ ପ୍ରତି ବଡ଼ ବିପଦ ମାଡ଼ିଆସୁଛି। ତାଙ୍କ ନାମରେ ଓଣ୍ଟାରିଓର ସୁପରିଅର୍ କୋର୍ଟ ଅଫ୍ ଜଷ୍ଟିସ୍ରେ ଏକ ମାନହାନି ମାମଲା ରୁଜୁ କରାଯାଇଛି।
- 5.ଆମେରିକାରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟିକଟକ୍ ବନ୍ଦ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ଟିକଟକ୍ ଆମେରିକାରେ କାମ କରିବା ବନ୍ଦ କରିଦେଇଥିଲା। ଏହା ଆପଲ୍ ଓ ଗୁଗୁଲ୍ ଆପ୍ ଷ୍ଟୋରରୁ ମଧ୍ୟ ଅଦୃଶ୍ୟ ହୋଇଯାଇଛି। ବର୍ତ୍ତମାନ ଆମେରିକାରେ ଏହି ଆପ୍ ଡାଉନଲୋଡ୍ ହୋଇପାରିବ ନାହିଁ।
- 6.ବାଂଲାଦେଶରେ ବର୍ଷକୁ ବର୍ଷ ଖରାପ ହେଉଥିବା ବାୟୁ ଗୁଣବତ୍ତା ଏବେ ବିନାଶକାରୀ ହେବାରେ ଲାଗିଛି। ଏଠାରେ, ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ଏକ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଏବଂ ୧୦୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର କ୍ଷତି ହେଉଥିବା ଆକଳନ କରାଯାଇଛି।
- 7.ନୟାଗଡ଼ ଜିଲ୍ଲା ମାଟିତଳେ ଲିଥିୟମ୍ ଗଚ୍ଛିତ ଥିବାର ସଙ୍କେତ ମିଳିଥିବାନେଇ କେନ୍ଦ୍ର ଖଣି ସଚିବ ଭି ଏଲ୍ କାନ୍ତା ରାଓ ସୂଚନା ଦେଇଛନ୍ତି।
- 8.ସଡ଼କ ସୁରକ୍ଷା କ୍ଷେତ୍ରରେ ଟ୍ରାଫିକ୍ ବ୍ୟବସ୍ଥାର ପ୍ରମୁଖ ଭୂମିକା ରହିଛି। ଏହାର ପରିଚାଳନା ପାଇଁ ରାଜ୍ୟରେ ଏବେ ୨୧୯୮ ଜଣ ଟ୍ରାଫିକ ପୋଲିସ କାର୍ଯ୍ୟ କରୁଛନ୍ତି। ଚଳିତବର୍ଷ ଆଉ ୨ ହଜାର ନୂଆ ପଦବୀ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
- 9.ରାଜ୍ୟରେ ମୋଟ ୧୯,୦୫,୪୯୦ଟି ଜମିର ସାଟେଲାଇଟ୍ ଫଟୋଚିତ୍ର ମଧ୍ୟରୁ ୧୮,୮୮,୩୫୪ଟି ଜମିର ଫିଲଡ୍ ସର୍ଭେ ଶେଷ ହୋଇସାରିଛି । ବାକି ୧୭୧୩୬ଟି ଜମିର ସାଟେଲାଇଟ୍ ଫଟୋଚିତ୍ରର ଫିଲଡ୍ ସର୍ଭେ ଏବେବି ଶେଷ ହୋଇପାରିନି ।
- 10.ରାଜ୍ୟରେ ଜାତୀୟ ରାଜପଥରେ ଥିବା ୨୨ଟି ଟୋଲଗେଟ୍ ଦେଇ ଦୈନିକ ପ୍ରାୟ ୩୦ହଜାର ଗାଡ଼ି ଯାତାୟତ କରୁଛି । ଯଦି ମୋଟରଯାନର ବୈଧ ଇନ୍ସ୍ୟୁରାନ୍ସ, ପଲ୍ୟୁସନ୍ ଓ ଫିଟନେସ୍ ନଥିବ ତାହା ଇ-ଡିଟେକ୍ସନ୍ ଆପ୍ଲିକେସନ୍ ମାଧ୍ୟମରେ ସହଜରେ ଚିହ୍ନଟ ହେବ ।
- 11.ଚଳିତ ବର୍ଷ ବନବିଭାଗ ପକ୍ଷରୁ ରାଜ୍ୟରେ ଗୋଟିଏ ଦିନରେ ପକ୍ଷୀ ଗଣତି କରାଯାଇଥିଲା। ରାଜ୍ୟରେ ସଂପ୍ରତି ପ୍ରାୟ ୨୦୦ ପ୍ରଜାତିର ୧୫ ଲକ୍ଷରୁ ଅଧିକ ପକ୍ଷୀଙ୍କ ସମାବେଶ ହୋଇଛି। ପ୍ରଥମକରି ଗହୀରମଥାରେ ଗ୍ରେଟ୍ ବିଟେନ୍ ପକ୍ଷୀ ଦେଖାଦେଇଛି।
- 12.ଚିଲିକାର ସାତପଡାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା। ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ।
- 13.ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ତଥା ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱ ଡ. ଗୋପାଳ ଚନ୍ଦ୍ର କରଙ୍କର ଆଜି (ଜାନୁଆରି ୧୯) ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି।
- 14.ଭାରତୀୟ ଆଥଲେଟିକ୍ସ ପୋଷ୍ଟର ବୟ ନୀରଜ ଚୋପ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରବିବାର ସେ ହିମାନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
- 15.ଖୋ ଖୋର ପ୍ରଥମ ବିଶ୍ୱ ବିଜେତା ଦଳ ପାଲଟିଛି ଭାରତ । ଜାନୁଆରୀ ୧୯ ତାରିଖ ରବିବାର ନୂଆଦିଲ୍ଲୀରେ ଖେଳାଯାଇଥିବା ଫାଇନାଲରେ ଭାରତୀୟ ମହିଳା ଦଳ ଏକତରଫା ଢଙ୍ଗରେ ନେପାଳକୁ ୩୮ ପଏଣ୍ଟ ବ୍ୟବଧାନରେ ସହଜରେ ପରାସ୍ତ କରି ଟାଇଟଲ ଜିତିଥିଲା।
|
201 |
Y |
|
442 |
20-01-2025 |
English |
-
1.Donald Trump is all set to be sworn in as 47th President of the United States in the Rotunda of the Capitol Monday, after the forecast bitter cold prompted planners to move the ceremony under the building’s neoclassical dome for the first time in four decades.
-
2.Foreign investors have pulled out Rs44,396 crore from Indian equities this month, driven by strength of the dollar.
-
3.A recent Geological Survey of India (GSI) study has indicated the presence of lithium – a widely used metal in the production of glass, aluminum products and batteries – in some districts of Odisha, a senior GSI official said Sunday.
-
4.A ceasefire between Israel and Hamas took hold in the Gaza Strip Sunday, ushering in an initial six-week period of calm and raising hopes for the release of dozens of militant-held hostages and an end to the devastating 15-month war.
-
5.In a bid to realise the dream of air taxis and transform urban mobility in India, the country’s first flying taxi prototype, called ‘Shunya’, has been unveiled at the ‘Bharat Mobility Global Expo 2025’ here.
-
6.The Mid-Winter Waterfowl Survey-2025, conducted jointly by Odisha State Wildlife Organisation, Chilika Development Authority (CDA), and Bombay Natural History Society (BNHS), in Chilika Lagoon recorded a total of 11,27,728 of 196 species this year as against 11,37,759 of 187 species of the previous year
-
7. A rare species of bird, Savanna Nightjar (Bhuin Chadhei), has been spotted at the Kuldiha Wildlife Sanctuary in the Nilagiri region of Balasore district.
-
8.A 22-bogie train chugged between Katra and Srinagar railway stations Sunday, officials said, marking the fi rst successful trial run on the newly completed line to connect Kashmir with the rest of the country via rail.
-
9.The Indian Army Sunday provided comprehensive training to Village Defence Guards (VDGs) in a forward area of the Mendhar sector in Jammu and Kashmir’s Poonch district, security officials said.
-
10.Officials in Colombia say about 80 people have been killed in the country’s northeast region following failed attempts to hold peace talks with the National Liberation Army.
-
11.Nate Anderson, ‘activist’ short-seller who has announced shutting down of his almost eight years old research firm Hindenburg, is under cloud for alleged links with hedge funds in preparing reports targeting companies, a Canadian portal said citing documents fi led before a court in Ontario.
-
12.The funding season in the Indian startup ecosystem continued its growth this week as startups cumulatively raised more than $308 million across 24 deals.
-
13.An increase in private investments and employment is expected to keep India’s overall growth around a stable 6.4-6.7 per cent during the current fi nancial year and is likely to drive up the growth to 7.0 per cent in FY26, according to a survey released by apex business chamber CII Sunday.
-
14.Javelin superstar Neeraj Chopra, one of India’s most eligible bachelors, tied the knot with tennis player Himani Mor couple of days back in an intimate ceremony that has taken everyone by surprise.
-
15.The inaugural Kho Kho World Cup in New Delhi concluded on a historic note with India securing the titles in both men’s and women’s competitions.
|
185 |
Y |
|
443 |
19-01-2025 |
Odia |
-
1.ହମାସ ସହ ଅସ୍ତ୍ରବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟ୍ ଅନୁମୋଦନ ମିଳିଥିବାରୁ ଆସନ୍ତାକାଲି(ରବିବାର)ଠାରୁ ୬ ସପ୍ତାହ ଯୁଦ୍ଧବିରତି ସହ ଗାଜାରେ ଚାଲିଥିବା ୧୫ ମାସର ଯୁଦ୍ଧ ସ୍ଥଗିତ ହେବାର ବାଟ ଫିଟିଛି।
-
2. ଭାରତରେ ରାଜନୈତିକ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା କହିଛନ୍ତି ଯେ ତାଙ୍କୁ କ୍ଷମତାଚ୍ୟୁତ କରିବାପରେ ତୁରନ୍ତ ହତ୍ୟା କରିବାକୁ ଯୋଜନା ହୋଇଥିଲା। ‘ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନେ ମୋତେ ଓ ମୋ ଭଉଣୀ ଶେଖ୍ ରେହନାଙ୍କୁ ହତ୍ୟା କରିବା ପାଇଁ ଷଡ୍ଯନ୍ତ୍ର କାର୍ଯ୍ୟକାରୀ କରିଥିଲେ ମଧ୍ୟ ଆମେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛୁ’ ବୋଲି ହସିନା କହିଛନ୍ତି।
-
3. କୋଲକାତାର ବହୁଚର୍ଚ୍ଚିତ ଆର୍ଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଂଜୟ ରାୟ ଦୋଷୀ ସାବ୍ୟସ୍ତ ହୋଇଛି।
-
4.ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାଁଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ସନ୍ଦିଗ୍ଧ ଆକାଶଙ୍କୁ ଛତିଶଗଡ଼ରୁ ଗିରଫ କରାଯାଇଥିଲା । ସନ୍ଦିଗ୍ଧ ଜଣକ ଜ୍ଞାନେଶ୍ୱରୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା।
-
5.ତେଜସ୍ୱୀ ଯାଦବ ବିହାରରେ ଆରଜେଡିର ନୂଆ ମୁଖ୍ୟ ହେବେ । ଆରଜେଡିରେ ଏବେ ଏକ ତେଜସ୍ବୀ ଯୁଗ ଆରମ୍ଭ ହୋଇଛି ।
-
6.ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ଜନସଂଖ୍ୟା ବୃଦ୍ଧି ପାଇଁ ପ୍ରୋତ୍ସାହନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ ଏକ ନୂତନ ଆଇନ ଅନୁଯାୟୀ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଅତି କମରେ ଦୁଇଟି ସନ୍ତାନ ରହିବା ଆବଶ୍ୟକ।
-
7.ଇଣ୍ଟରନେଟ୍ ଆଣ୍ଡ୍ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଆଇଏଏମ୍ଏଆଇ) ଏବଂ ଗବେଷଣା ସଂସ୍ଥା କନ୍ତାରା ପକ୍ଷରୁ ମିଳିତଭାବେ ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ ୨୦୨୪ରେ ଭାରତରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୮୮.୬ କୋଟିରେ ପହଞ୍ଚି ଯାଇଛି।
-
8.ଦେଶର ଅନ୍ୟତମ ପ୍ରମୁଖ ଆଇଟି କମ୍ପାନି ୱିପ୍ରୋ ୨୦୨୫-୨୬ ବର୍ଷରେ ୧୦ ହଜାରରୁ ୧୨ ହଜାର କର୍ମଚାରୀଙ୍କୁ କ୍ୟାମ୍ପସ୍ ଜରିଆରେ ନିଯୁକ୍ତି ପ୍ରଦାନ କରିବ। ଚଳିତ ଆର୍ଥିକବର୍ଷର ତୃତୀୟ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ୱିପ୍ରୋର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ସୌରଭ ଗୋଭିଲ ଦେଇଛନ୍ତି ।
-
9.ମେଗା ଅଟୋ ଏକ୍ସପୋରେ ଭାରତରେ ନିର୍ମିତ ପ୍ରଥମ ସୌରଚାଳିତ କାର୍ ପ୍ରଦର୍ଶିତ ହୋଇଛି। ଭେଭି ମୋବିଲିଟି ପକ୍ଷରୁ ଏହି କାର୍ ନିର୍ମାଣ କରାଯାଇଛି। ୩ଟି ଭାରିଆଣ୍ଟ୍ର କାର୍ ହେଲା ନୋଭା, ଷ୍ଟେଲା ଏବଂ ଭେଗା। ଏହି କାର୍ର ଏକ୍ସ ସୋରୁମ୍ ମୂଲ୍ୟ ୩ ଲକ୍ଷ ୨୫ ହଜାର ଟଙ୍କାରୁ ଆରମ୍ଭ ହୋଇଛି।
-
10.ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶା ସରକାରଙ୍କର ୮ଟି ଗୁରୁତ୍ବପୂର୍ଣ୍ଣ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି।
-
11.ଲୋକମାନେ ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକର ମହଙ୍ଗା ରିଚାର୍ଜରେ ବିରକ୍ତ ହୋଇଗଲେଣି। ନିକଟ ଅତୀତରେ, ଲୋକମାନେ ଘରୋଇ କମ୍ପାନୀଗୁଡ଼ିକୁ ଛାଡି ସରକାରୀ ଟେଲିକମ୍ ମ୍ପାନୀକ ବିଏସଏନଏଲକୁ ଆଦରିବା ଆରମ୍ଭ କରିଛନ୍ତି।
-
12.ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାର କେ.ପି ପାଓ୍ବାର ପ୍ଲାଣ୍ଟରେ କୋଲ୍ ହପର ଭୁଶୁଡିବା ଯୋଗୁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମୃତଦେହ ମିଳିବା ପରେ କମ୍ପାନୀର ସୁରକ୍ଷାକୁ ନେଇ ଉକ୍ତ ପାଓ୍ବାର ପ୍ଲାଣ୍ଟକୁ ବନ୍ଦ ପାଇଁ ଫ୍ୟାକ୍ଟ୍ରିଜ୍ ଆଣ୍ଡ ବ୍ରଏଲର ଉପନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।
-
13.ସାବରମତୀ ଢାଞ୍ଚାରେ ମହାନଦୀ ରିଭରଫ୍ରଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବେ ବାସ୍ତବ ରୂପ ନେବାକୁ ଯାଉଛି।
-
14.ଇ-କଓ୍ବୋଇସି କରିବା ଲାଗି ଧାର୍ଯ୍ୟ କରାଯାଇଥିବା ସମୟ ସରି ଆସୁଥିବାବେଳେ ଏପର୍ଯ୍ୟନ୍ତ ଆହୁରି ୪୧ ଲକ୍ଷ ହିତାଧିକାରୀ ବାକି ରହିଛନ୍ତି। ଯେଉଁ ହିତାଧିକାରୀ ତାଲିକାରେ ରହିଛନ୍ତି ସେମାନଙ୍କ ମଧ୍ୟରୁ ୪ ଲକ୍ଷ ଆୟକର ଭରୁଥିବା ଖୋଦ୍ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
-
15.ନିଯୁକ୍ତିଦାତାଙ୍କ ବିନା ଯାଞ୍ଚ ଏବଂ ଅନୁମୋଦନରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ)ର ୭.୬ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟ ସେମାନଙ୍କ ନାମ, ଜନ୍ମତାରିଖ ଆଦି ଅନ୍ଲାଇନରେ ବଦଳାଇପାରିବେ।
|
220 |
Y |
|
444 |
19-01-2025 |
English |
-
1.Toll gates in the state will identify and penalise the vehicles from February 1 if they don’t possess valid insurance documents with them, the state transport authority (STA) informed Saturday.
-
2.The Odisha Police Recruitment Board has released a detailed notification for the Combined Police Service Examination. This drive aims to fill various posts, including Sub-Inspector (SI), Station Officer, and Assistant Jailor. The official notification was issued Friday.
-
3.A Kolkata court Saturday declared Sanjay Roy ‘guilty’ of raping and murdering an on-duty doctor at the state-run RG Kar Medical College and Hospital, a heinous crime that sparked nationwide outrage and prolonged protests.
-
4.A team of US scientists has uncovered how a molecule found on certain bacteria may drive blood clotting in sepsis -- a life-threatening condition that causes about eight million deaths per year
-
5.A total of 242 people in Odisha Saturday got property cards under the SVAMITVA scheme, aimed at bolstering economic activities and help in poverty alleviation. These were among the 65 lakh property cards distributed across the country by Prime Minister Narendra Modi.
-
6.President of the University of Cincinnati, USA Neville G Pinto was conferred the prestigious KISS Lifetime Achievement Award during his visit to the KISS campus recently.
-
7.The 7th Delhi Assembly convened for just 74 days over its five-year term, the lowest number compared to all previous assemblies, according to a report by the think tank PRS Legislative Research.
-
8. The AAP Saturday screened a trailer of its controversial documentary film ‘Unbreakable’ at its office and vowed to take the ‘banned’ film to every Delhiite to expose the alleged conspiracy of the BJP and the Delhi Police to stop its private screening.
-
9.Union Home Minister Amit Shah has ordered the constitution of an inter-ministerial team to visit a village in Jammu and Kashmir's Rajouri district to ascertain the causes of deaths in three incidents in the past six weeks.
-
10.The Centre has proposed a meeting with the protesting farmers February 14 in Chandigarh to discuss their demands, a senior official of the Union government said Saturday.
-
11.The Uttarakhand Waqf Board has set up the state's fi rst modern madrasa offering general education under the NCERT curriculum with Sanskrit as an optional subject besides Arabic.
-
12.Deposed Bangladesh prime minister Sheikh Hasina has said she and her younger sister Sheikh Rehana escaped death by just 20-25 minutes August 5 last year when her Awami League government was toppled in a student-led mass uprising.
-
13.The government, in the ensuing Budget session of Parliament, is likely to introduce a new income tax bill which seeks to simplify the current I-T law, make it comprehensible and reduce the number of pages by about 60 per cent.
-
14.India's data transmission capacity is expected to grow four times with the activation of new submarine cables due in 2025 that connect the country to several key markets of the world, Trai Chairman Anil Kumar Lahoti said.
-
15.Rohit Sharma seems to have reservations about certain clauses in the 10-point disciplinary guidelines prepared by the BCCI at the behest of head coach Gautam Gambhir and India skipper is set to discuss the issue with the Board secretary Devajit Saikia.
|
174 |
Y |
|
445 |
18-01-2025 |
Odia |
-
1.ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୬ ଜଣ ନିଖୋଜ ଅଛନ୍ତି ଏବଂ ୯୬ ଜଣ ଭାରତ ଫେରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି ।
-
2.୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲରୁ ଅପହୃତ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଏବେ ବାଟ ସଫା ହୋଇଛି। ଦୋହାରେ ଇସ୍ରାଏଲ ଓ ହମାସ ମଧ୍ୟରେ ବୁଝାମଣା ହେବା ପରେ ଏବେ ଇସ୍ରାଏଲ ସୁରକ୍ଷା କ୍ୟାବିନେଟ୍ ଏହି ଚୁକ୍ତିକୁ ଅନୁମୋଦନ କରିଛି।
-
3.ଆଦାନୀ ଗ୍ରୁପ୍ ବିରୋଧରେ ସଙ୍ଗିନ ଅଭିଯୋଗ ଆଣି ଭାରତରେ ଚର୍ଚିତ ହୋଇଥିବା ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନ୍ବର୍ଗ ରିସର୍ଚ ବନ୍ଦ କରିବାକୁ ଏହାର ପ୍ରତିଷ୍ଠାତା ନାଥନ୍ ଆଣ୍ଡରସନ୍ ଘୋଷଣା କରିଛନ୍ତି।
-
4.ସମଗ୍ର ବିଶ୍ବରେ ୪୦.୨ କୋଟି ଲୋକ କାମ କରିବାକୁ ଚାହୁଛନ୍ତି, କିନ୍ତୁ ସେମାନଙ୍କୁ କାମ ମିଳୁନାହିଁ। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଓ) ରିପୋର୍ଟ ଅନୁସାରେ ୧୮.୬ କୋଟି ଲୋକ ସମ୍ପୂର୍ଣ୍ଣ ବେକାର ହୋଇ ବୁଲୁଥିବା ବେଳେ ୧୩.୭ କୋଟି ଲୋକ କାମ ପାଇଁ ନିଜକୁ ଉପଲବ୍ଧ କରିପାରିନାହାନ୍ତି।
-
5.ଦିଲ୍ଲୀ ନିର୍ବାଚନରେ ମଇଦାନକୁ ଓହ୍ଲାଇଛି ଏନସିପି। ଅଜିତ ପାଓ୍ବାରଙ୍କ ଦଳ ଏନସିପି ଦିଲ୍ଲୀରେ ଡେବ୍ୟୁ କରିଛି। ଏଥିସହ ବିଧାନସଭା ର୍ନିବାଚନ ପାଇଁ ୩୦ ଜଣ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଘୋଷଣା କରିଛି।
-
6.ଆଗାମୀ ୨ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ବାର୍ଷିକ ୬.୭ ପ୍ରତିଶତ ରହିବ ବୋଲି ବିଶ୍ୱବ୍ୟାଙ୍କର ସଦ୍ୟତମ ଅଭିବୃଦ୍ଧି ଆକଳନରେ କୁହାଯାଇଛି।
-
7.ଭାରତ ସଞ୍ଚାର ନିଗମ ଲିମିଟେଡ 3G ସିମ ବ୍ୟବହାରକାରୀମାନେ ଡାଟା ଉପଭୋଗ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ସେମାନଙ୍କର ସିମ ଅପଗ୍ରେଡ କରିବାକୁ ପଡିବ। BSNL ତାର ଗ୍ରାହକମାନଙ୍କୁ ବିନା ମୂଲ୍ୟରେ 3G ସିମ ବଦଳରେ 4G ସିମ ଯୋଗାଇ ଦେଉଛି। ଭବିଷ୍ୟତରେ, ଏହି ସିମ୍ରେ 5G ଉପଭୋଗ କରାଯାଇପାରିବ।
-
8.ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହେବ। ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ହେବ ଏବଂ ଫେବ୍ରୁଆରି ପହିଲାରେ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ।
-
9.ତାମିଲନାଡୁର ବିଭିନ୍ନ ଜିଲ୍ଲାରେ ପୋଙ୍ଗଲ ଅବସରରେ ଆୟୋଜିତ ଜାଲିକାଟୁ ମହୋତ୍ସବରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଭିଡ଼ ଭିତରେ ଷଣ୍ଢ ଦୌଡ଼ିବାର ଏହି ଖେଳରେ ଗୋଟିଏ ଦିନରେ ୪୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
-
10.ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କୁ ନିଯୁକ୍ତି ମିଳିଛି। ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ଜାନୁଆରି ୧୯ରେ ଅବସର ଗ୍ରହଣ କରିବେ ।
-
11.ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ୮୦୦ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା କରିଛନ୍ତି। ଭୁବନେଶ୍ବର ରେଳଷ୍ଟେସନ୍ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରମ୍ପରିକ ପୂଜା ସହିତ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି।
-
12.ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ (ଆର୍ଆଇଏନ୍ଏଲ୍)ର ଭାଇଜାଗ୍ ଷ୍ଟିଲ୍ ପ୍ଲାଣ୍ଟ ପ୍ରତି ସରକାର ଦୃଷ୍ଟି ଦେବାକୁ ଚାହୁନଥିଲେ ତାହାର ପୁନରୁଦ୍ଧାର ଲାଗି ୧୧,୪୪୦ କୋଟି ଟଙ୍କାର ପ୍ୟାକେଜ୍ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
-
13.ଏବେ ସୁଦ୍ଧା ରାଜ୍ୟ ସରକାର ୩୦ ହଜାର ଟନ୍ ଧାନ କିଣି ସାରିଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରକାଶ କରିଛନ୍ତି।
-
14.ଭରତପୁର ଥାନା ଅଧୀନ ଘାଟିକିଆ ମୌଜାରେ ସରକାରୀ ଜମି ଉପରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମକୁ ଶୁକ୍ରବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବୁଲ୍ଡୋଜର ଲଗାଇ ଭାଙ୍ଗି ଦିଆଯାଇଛି।
-
15.ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ୧-୩ ଗୋଲରେ ପରାଜୟ ପରେ ବିସିସିଆଇ ବହୁତ ସକ୍ରିୟ ହୋଇ ଉଠିଛି।
|
258 |
Y |
|
446 |
18-01-2025 |
English |
-
1.President Droupadi Murmu appointed Justice Arindam Sinha, the senior-most puisne Judge of Orissa High Court, as its acting Chief Justice with effect from January 20. Chief Justice Chakradhari Sharan Singh is set to retire January 19.
-
2.A Pakistan court Friday sentenced former prime minister Imran Khan and his wife Bushra Bibi to 14 and seven years in prison respectively after finding them guilty of corruption in the 190 million pounds al-Qadir Trust case.
-
3.Parliament’s Budget Session will be held from January 31 to April 4, with Finance Minister Nirmala Sitharaman set to table her eighth straight Budget February 1.
-
4.The first batch of 800 senior citizens from Khurda, Puri, Cuttack, Jagatsinghpur, Kendrapara and Dhenkanal districts began their pilgrimage to places in Maharashtra, such as Shirdi and Nashik.
-
5.India said 12 Indian nationals have been killed while serving with the Russian military and another 16 listed by Russia as missing.
-
6.The Enforcement Directorate said it has attached more than 140 units of immovable assets worth about Rs300 crore in a MUDA-linked money laundering case involving Karnataka Chief Minister Siddaramaiah and others.
-
7.The state government Friday hiked the monthly remuneration of junior teachers from Rs11,000 to Rs16,000, the CMO said in a statement.
-
8.The Bharti Kisan Union (Krantikari) Thursday slammed the Punjab government for the arrest warrants issued against 25 farmers and insertion of an attempt to murder charge in the FIR in connection with the 2022 prime minister security breach matter in the state.
-
9.Jammu and Kashmir, Chief Minister Omar Abdullah Thursday expressed satisfaction over the empowerment of more than 12,000 ‘Lakhpati Didis’ in the Union territory and expressed hope that this number would grow significantly.
-
10.The telecom department launched the Sanchar Saathi mobile app to make it easier to report any suspected fraud communications by allowing the public to flag such incidents directly from their mobile phone call logs.
-
11.Israel must withdraw from Lebanese territories and stop conducting military operations inside Lebanon that violate the UN Security Council resolution halting the 14-month Israel-Hezbollah war.
-
12.India’s foreign exchange reserves extended their losing streak for a sixth straight week and stood at a 10-month low of $625.87 billion as of January 10, data from the Reserve Bank of India showed Friday.
-
13.Seven persons, mostly spectators and a bull owner, died in the jallikattu and manjuvirattu events held across Tamil Nadu on Kaanum Pongal day, police said Friday..
-
14.This is blatant in the national capital, the Supreme Court Friday said as it came down heavily on the MCD over 3,000 tonne of solid waste remaining untreated everyday.
-
15.TV actor Aman Jaiswal (23) died after a truck rammed into his motorbike on Jogeshwari road in Mumbai on Friday.
|
194 |
Y |
|
447 |
17-01-2025 |
Odia |
-
1.ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଗୁରୁବାର ସକାଳେ ଦୁଇଟି ଭାରତୀୟ ଉପଗ୍ରହକୁ ମହାକାଶରେ ଡକିଂ ବା ସଂଯୋଗ କରାଇବାରେ ସଫଳ ହୋଇଛି।
-
2.ତାଞ୍ଜାନିଆରେ ମାର୍ବର୍ଗ ଭୂତାଣୁ ବ୍ୟାପିବା ପରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାରୁ ଦେଶ ଓ ଏହାର ପଡ଼ୋଶୀ ଦେଶରେ ଚିନ୍ତା ବଢ଼ିଯାଇଛି। ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି।
-
3.ଗାଜା ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଇସ୍ରାଏଲ ଆକ୍ରମଣରେ ଗାଜାରେ ୪୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୪୦ ହଜାରରୁ ଅଧିକଙ୍କୁ ଚିହ୍ନଟ କରାଯାଇଛି। ମୃତକଙ୍କ ମଧ୍ୟରେ ୧୩,୩୧୯ ଜଣ ଶିଶୁ ଅଛନ୍ତି।
-
4.ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବ ସୁବିୟାଣ୍ଟୋ ମୁଖ୍ୟ ଅତିଥି ହେବେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି।
-
5.ବହୁ ପ୍ରତୀକ୍ଷିତ ଅଷ୍ଟମ ବେତନ ଆୟୋଗ ଗଠନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମଞ୍ଜୁରି ଦେବାପରେ କର୍ମଚାରୀ ଖୁସ୍।
-
6.ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୁରୁବାର ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି ।
-
7.ବଦଳିବ ଅଙ୍ଗନବାଡ଼ି କର୍ମୀ/ଶିକ୍ଷକଙ୍କ ଯୋଗ୍ୟତା। ଦ୍ବାଦଶ କିମ୍ବା ତଦୁର୍ଦ୍ଧ ଯୋଗ୍ୟତାଧାରୀ ଅଙ୍ଗନବାଡ଼ି ଶିକ୍ଷକଙ୍କୁ ଶୈଶବ ଯତ୍ନ ଓ ଶିକ୍ଷା(ଇସିସିଇ)ରେ ୬ ମାସିଆ ପ୍ରମାଣପତ୍ର ହାସଲ କରିବାକୁ ପଡ଼ିବ। ନିମ୍ନ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତିଙ୍କ ପାଇଁ ଏକବର୍ଷିଆ ଡିପ୍ଲୋମା କାର୍ଯ୍ୟକ୍ରମ ଦିଆଯିବ।
-
8.ସମଗ୍ର ବିଶ୍ବରେ ୪୦.୨ କୋଟି ଲୋକ କାମ କରିବାକୁ ଚାହୁଛନ୍ତି, କିନ୍ତୁ ସେମାନଙ୍କୁ କାମ ମିଳୁନାହିଁ। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଓ) ଏହାର ରିପୋର୍ଟରେ ଏକଥା ଜଣାଇଛି। ୧୮.୬ କୋଟି ଲୋକ ସମ୍ପୂର୍ଣ୍ଣ ବେକାର ହୋଇ ବୁଲୁଥିବା ବେଳେ ୧୩.୭ କୋଟି ଲୋକ କାମ ପାଇଁ ନିଜକୁ ଉପଲବ୍ଧ କରିପାରିନାହାନ୍ତି। ୭.୯ କୋଟି ଲୋକ କାମ ଖୋଜିଖୋଜି ହତାଶ ହୋଇପଡ଼ିଛନ୍ତି।
-
9.ଓଡିଶାରେ ରାଜ୍ୟର ରାସନ କାର୍ଡ ହିତାଧିକାରୀମାନେ ସେମାନଙ୍କ ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀଅଟେ।
-
10.ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଘୋଷଣା କରିଛି ଯେ ନ୍ୟାସନାଲ ଏଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ ଟେଷ୍ଟ ବା NEET (UG)-୨୦୨୫ ପେନ୍ ଆଣ୍ଡ୍ ପେପର୍ ମୋଡ୍ (OMR-ଆଧାରିତ) ରେ ଗୋଟିଏ ଦିନ ଏବଂ ଗୋଟିଏ ସିଫ୍ଟରେ କରାଯିବ।
-
11.ଆଦାନୀ ଗ୍ରୁପର ୧୫୦ ବିଲିଅନର ପର୍ଦ୍ଦାଫାଶ କରି କମ୍ପାନୀକୁ ଦୋହଲାଇ ଦେଇଥିବା ହିଣ୍ଡେନଗ୍ରୁପରେ ତାଲା ପଡିଛି। ହିଣ୍ଡେନବର୍ଗର ପ୍ରତିଷ୍ଠାତା ଆଣ୍ଡରସନ, ଫାର୍ମକୁ ବନ୍ଦ କରିବା ନେଇ ବଡ଼ ଘୋଷଣା କରିଛନ୍ତି।
-
12.ଭୋଜପୁରୀ ସିନେମା ଶିଳ୍ପରୁ ଏକ ଦୁଃଖଦ ଖବର ଆସିଛି। ଲୋକପ୍ରିୟ ଅଭିନେତା ସୁଦୀପ ପାଣ୍ଡେଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଛି।
-
13.ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ତାଙ୍କ ମୁମ୍ବାଇର ବାନ୍ଦ୍ରାସ୍ଥିତ ଘରେ ଆକ୍ରମଣକାରୀ ଛଅଥର ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଆକ୍ରମଣକାରୀଙ୍କ ଛୁରୀର ଏକ ଅଂଶ ଭାଙ୍ଗି ସୈଫଙ୍କ ମେରୁଦଣ୍ଡ ଭିତରକୁ ପଶିଯାଇଥିଲା।
-
14.୫୦ ବର୍ଷ ବୟସରେ ଗ୍ରାଜୁଏଟ୍ ହୋଇଥିଲେ ଅକ୍ଷୟ କୁମାରଙ୍କ ସ୍ତ୍ରୀ ଜଣାଶୁଣା ବଲିଉଡ ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନା । ସେ ଲଣ୍ଡନ ୟୁନିଭର୍ସିଟିରୁ ଫିକ୍ସନ ରାଇଟିଙ୍ଗରେ ମାଷ୍ଟର ଡିଗ୍ରୀ ଶେଷ କରିଥିଲେ ।
-
15.କଳିଙ୍ଗ ଷ୍ଟାଡିୟମରେ ଫେବୃଆରୀ ୧୫ରୁ ଆରମ୍ଭ ହେବ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି।
|
228 |
Y |
|
448 |
17-01-2025 |
English |
-
1.The Union Cabinet, chaired by Prime Minister Narendra Modi, Thursday approved setting up of the 8th Pay Commission to revise salaries of nearly 50 lakh Central government employees and allowances of 65 lakh pensioners.
-
2.India Wednesday welcomed the announcement on a Gaza ceasefi re and hostage release deal between Israel and Hamas.
-
3.The government Thursday approved setting up of a third launch pad at Sriharikota to send heavier spacecraft in orbit as it aims to build a space station, carry out human spacefl ight Gaganyaan and land an astronaut on the moon.
-
4. Google will buy carbon credits from an Indian initiative that turns large amounts of agricultural waste into biochar - a form of charcoal that removes carbon dioxide from the atmosphere and returns it to the soil.
-
5. India’s markets regulator is pushing fund houses to popularise monthly investments as low as Rs250, or $3, to expand the reach of equity investing in the world’s most populous country.
-
6.The Additional District Magistrate (ADM) of Khurda has imposed a fine of Rs14.4 lakh on Parle Biscuits Private Limited for printing misleading information on packets of ‘sugar free’ biscuits in violation of the provisions under the Food Safety and Standards Act (FSSA), 200
-
7.The Odisha government constituted a committee to develop the State Curriculum Framework under the ambit of National Education Policy, 2020 (NEP-2020) and in alignment with the National Curriculum Framework with local contextualisation.
-
8.The Odisha government will provide a monthly honorarium of `30,000 to each of the Padma awardees of the state from the current month. The Odia Language, Literature and Culture department issued a notification to this effect.
-
9.Armed police forces are being deployed to assist Forest personnel in patrolling poaching-prone areas of Similipal Tiger Reserve (STR) spread over Mayurbhanj and Balasore districts.
-
10.Apollo Hospitals, Bhubaneswar officially launched its comprehensive Liver Transplant Programme .
-
11.The East Coast Railway (ECoR) has shattered all previous records by achieving an unprecedented freight loading milestone of 200.13 million tonne in a remarkably swift 290 days during the 2024-25 fiscal.
-
12.In a major boost to India’s ambitious future space missions, ISRO successfully performed the docking of satellites as part of the Space Docking Experiment (SpaDeX) and announced that post docking, control of two satellites as a single object was also achieved.
-
13.As many as 12 Naxalites were killed in a fierce encounter with security forces in Chhattisgarh’s Bijapur district Thursday.
-
14.Jan Suraaj Party founder Prashant Kishor Thursday withdrew his fast unto death after 14 days of protest over alleged irregularities in a competitive exam conducted by the Bihar Public Service Commission December 13 last year.
-
15.Two-time Olympic medallist PV Sindhu progressed to the quarterfi nals, while Kiran George delivered a gritty performance under pressure to keep the home flag flying in men’s singles at the India Open badminton tournament .
|
185 |
Y |
|
449 |
16-01-2025 |
Odia |
-
1.ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ୍ ଗିରଫ ହୋଇଛନ୍ତି। ରାଷ୍ଟ୍ରର ପ୍ରଥମ ରାଷ୍ଟ୍ରପତି ଭାବେ ସେ କ୍ଷମତାରେ ଥାଇ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଗିରଫ ହୋଇଛନ୍ତି। ୬୪ ବର୍ଷୀୟ ୟୁନ୍ଙ୍କ ବିରୋଧରେ ମହାଭିଯୋଗ ଆସିଥିଲା।
-
2.ଇସ୍ରାଏଲ ଏବଂ ହମାସ ୧୫ ମାସ ପାଇଁ ଗାଜାରେ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଯୁଦ୍ଧବିରତି ସମୟରେ, ହମାସ ଗାଜାରେ ବନ୍ଧକ ରଖାଯାଇଥିବା ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରିବ। ପ୍ରତିବଦଳରେ, ଇସ୍ରାଏଲ ମଧ୍ୟ ହମାସର ଲୋକଙ୍କୁ ମୁକ୍ତ କରିବ। ତଥାପି, ଏହି ଅସ୍ତ୍ରବିରତି ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ।
-
3.ରୁଷ୍ ୟୁକ୍ରେନ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ କରିଛି। ଏକାସାଙ୍ଗରେ ୟୁକ୍ରେନର ୧୦୦ ଟି ସ୍ଥାନରେ ଉପରେ ଆକ୍ରମଣ କରିଛି ରୁଷ ସେନା । କୃଷ୍ଣ ସାଗରର ଟିୟୁ-୯୫ ବୋମାବର୍ଷକ ବିମାନରୁ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ଏହି ଆକ୍ରମଣ କରାଯାଇଛି।
-
4.ବେଙ୍ଗାଲୁରୁର ଏକ ସ୍ପେଶ ଷ୍ଟାର୍ଟଅପ୍ ପିକ୍ସେଲ ବୁଧବାର ମହାକାଶରେ ଏକ ଘରୋଇ ଉପଗ୍ରହ ଉପଗ୍ରହ କନଷ୍ଟେଲେସନ ଉତକ୍ଷେପଣ କରିଛି। ଏହା ହେଉଛି ଦେଶର ପ୍ରଥମ ଘରୋଇ ଇମେଜିଂ ସାଟେଲାଇଟ୍ କନଷ୍ଟେଲେସନ। ଏଲନ ମସ୍କଙ୍କ ସ୍ପେସ ଏକ୍ସ ରକେଟ ମାଧ୍ୟମରେ କାଲିଫର୍ଣ୍ଣିଆରୁ ଏସବୁ ସାଟେଲାଇଟକୁ ପ୍ରେରଣ କରାଯାଇଛି ।
-
5.ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି । ସରକାରୀ ଖର୍ଚ୍ଚରେ ନିଜର ଓ ନିଜ ଦଳର ସଂକେତ ହାତୀ ମୂର୍ତ୍ତି ଲଗାଇବା ବିରୋଧରେ ତାଙ୍କ ବିରୋଧରେ ରୁଜ୍ଜୁ ହୋଇଥିବା ମାମଲାକୁ ରଦ୍ଦ କରିଛନ୍ତି କୋର୍ଟ ।
-
6.ବର୍ତ୍ତମାନ ସୁଦ୍ଧା ଓଡ଼ିଶା ରାଜ୍ୟରେ ୨୦୫୦ରୁ ଅଧିକ ଷ୍ଟାର୍ଟଅପ୍ ଗଠନ ହୋଇଛି।ସବୁଠୁ ଉତ୍ସାହଜନକ ବିଷୟ ହେଉଛି ୧୩୨୪ଟି ଷ୍ଟାର୍ଟଅପ୍ ମହିଳାଙ୍କ ନେତୃତ୍ବରେ ପରିଚାଳିତ ହେଉଛି ।
-
7.ଶେଷରେ କ୍ଷମା ମାଗିଲା ମେଟା ଇଣ୍ଡିଆ। ସିଇଓ ମାର୍କ ଜୁକରବର୍ଗ ଭାରତର ନିର୍ବାଚନକୁ ନେଇ ଦେଇଥିବା ବିବାଦୀୟ ବୟାନକୁ କମ୍ପାନୀ ପକ୍ଷରୁ ‘ଅନିଚ୍ଛାକୃତ ତ୍ରୁଟି’ ବୋଲି ବୁଧବାର କୁହାଯାଇଛି।
-
8.ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ଘଟିଛି। ଶାବକଟି ଅସୁସ୍ଥ ଥିବାରୁ ୧୨ ଜାନୁଆରି ୨୦୨୫ରୁ ସେ ଚିକିତ୍ସିତ ହେଉଥିଲା। କିନ୍ତୁ ପରେ ମୃତ୍ୟୂ ଘଟିଥିଲା।
-
9.ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିକାରୀ ମାଇକେଲ୍ ଦେବବ୍ରତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଗତବର୍ଷ ତାଙ୍କ କାର୍ଯ୍ୟକାଳକୁ ୨୦୨୫ ଜାନୁଆରି ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
-
10.ଭାରତର ଅଭିବୃଦ୍ଧି ୨୦୨୪-୨୫ରେ ୬.୮ ପ୍ରତିଶତ ଓ ୨୦୨୫-୨୬ରେ ୭.୭ ପ୍ରତିଶତ ରହିଲେ ତାହା ଜାପାନକୁ ଅତିକ୍ରମ କରି ବିଶ୍ବର ଚତୁର୍ଥ ବୃହତ୍ ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବ ବୋଲି ଶିଳ୍ପ ସଂଘ ପିଏଚ୍ଡିସିସିଆଇ ପୂର୍ବାନୁମାନ କରିଛି।
-
11.ଶିମିଳିପାଳରେ ଏକକାଳୀନ ୧୫ଜଣ ବନ୍ଧୁକଧାରୀ ପ୍ରବେଶ କରି ବିରଳ କଳାବାଘ ଶିକାର କଲେ। ହେଲେ ବନବିଭାଗ ଏହାର ଟେର୍ ପାଇଲାନି। ଆଉ କଳାବାଘର ଚମଡ଼ା ଜବତ ସହ ୪ ଜଣଙ୍କୁ ଗିରଫ କରି ଦୋଷ ଲୁଚାଇବାକୁ ଉଦ୍ୟମ ହୋଇଛି।
-
12.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ କେନ୍ଦୁଝର ଏଡିଏମ୍ ଭାବେ କାର୍ଯ୍ୟ କରୁଥିବା ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି।
-
13.ରାଜ୍ୟରେ ଜାତୀୟ ଶିକ୍ଷା ନୀତି (ଏନଇପି)- ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍ ପ୍ରସ୍ତୁତି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
-
14.ଆମ ଆଦ୍ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆକ୍ରମଣ କରିବାକୁ ଏକ ଖଲିସ୍ତାନୀ ସମର୍ଥକଙ୍କ ଗୋଷ୍ଠୀ ଯୋଜନା କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ହସ୍ତଗତ ହୋଇଛି।
-
15.ଭାରତର ମହିଳା କ୍ରିକେଟ୍ ଦଳ ବୁଧବାର (ଜାନୁଆରୀ ୧୫) ରାଜକୋଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ତୃତୀୟ ଏକଦିବସୀୟ ମ୍ୟାଚ୍ କୁ ୩୦୪ ରନରେ ଜିତି ସିରିଜରେ ୩-୦ରେ ମୂଳ ପଛ କରିଛି.
|
245 |
Y |
|
450 |
16-01-2025 |
English |
-
1.Meta India Wednesday apologised for CEO Mark Zuckerberg’s remarks that the incumbent government in India lost power in the 2024 elections due to its handling of the Covid-19 pandemic and termed it an “inadvertent error”
-
2.Forest officials have arrested four people from Similipal after seizure of the skin and nails of a juvenile melanistic Royal Bengal Tiger from their possession, a senior official said Wednesday.
-
3.Following the implementation of the National Education Policy (NEP) 2020 in all state-run universities and affiliated colleges, the state government Wednesday announced the policy’s rollout in schools across the state, aligning with the National Curriculum Framework while also incorporating local context.
-
4.Israel and Hamas agreed to a ceasefire deal, mediators announced Wednesday, pausing a devastating 15-month war in the Gaza Strip and raising the possibility of winding down the deadliest and most destructive fighting between the bitter enemies.
-
5.Tiger population at Nandankanan Zoological Park (NZP) here reduced to 27 as a white tiger cub died during treatment Wednesday. This apart, a doe (female deer) housed in the deer enclosure also died on the same day.
-
6.Chief Minister Mohan Charan Majhi Wednesday launched an enhanced social security pension scheme for individuals aged 80 years and above, and those with disability of 80 per cent or above. More than 4 lakh elderly and differently-abled people, who were earlier receiving Rs1,200, will get Rs3,500 a month.
-
7.Health and Family Welfare (H&FW) department, under the chairmanship of department’s commissioner-cum-secretary Aswathy S organised a review meeting on HMPV here Wednesday.
-
8.The 10th edition of the Dhwani Film Festival will be held October 14 and 15, informed the festival chairperson Jitendra Kumar Biswal at a press meet here Wednesday.
-
9.Two couples have been arrested for allegedly cheating at least 11 job seekers of over Rs11.70 lakh in Ganjam district on the pretext of getting them jobs in a company at Bhubaneswar, police said Wednesday.
-
10.A 20-year-old woman was allegedly shot dead in Gwalior city by her father and her cousin for refusing to marry the man chosen by them even as police officials were present right outside the house, a senior official said Wednesday.
-
11.The Supreme Court Wednesday deliberated over making hologrambased colour-coded stickers for vehicles mandatory across the country and stressed on the effective implementation of the pollution under control (PUC) certificate norms.
-
12.Bookings as well as airfares for flights to Prayagraj have jumped multifold as more people travel for the Maha Kumbh, with the air ticket prices rising up to 21 per cent for the Delhi-Prayagraj flights.
-
13.India’s trade deficit narrowed to $21.94 billion in December after last month’s shocking surge to a lifetime high on the back of miscalculations in gold imports, government data showed Wednesday.
-
14.The Ranji Trophy has benefited from an unexpected sprinkling of stardust with several big-name India batters returning to domestic cricket looking to find form after their horror run over the last three months.
-
15.Records tumbled like nine pins as the Indian women's cricket team, powered by skipper Smriti Mandhana’s 70-ball century, demolished Ireland by a whopping 304 runs to claim its biggest-ever ODI win and complete a 3-0 clean sweep here Wednesday.
|
198 |
Y |
|