# |
Date |
Type |
Current Affairs |
No. Of Views |
Status |
Action |
1181 |
11-01-2024 |
Odia |
-
ଓଡିଶା ରାଜ୍ୟ ସରକାର ୫୧୨ ନୂଆ ସହକାରୀ ପ୍ରଫେସର, ସହକାରୀ ଟ୍ରେନିଂ ଅଫିସର, କନିଷ୍ଠ ସହକାରୀ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାୟ ୪୦୦ରୁ ଅଧିକ ନର୍ସିଂ, ଫାର୍ମାସୀ ଓ ଆନୁସଂଗିକ ମେଡିକାଲ ଛାତ୍ରଛାତ୍ରୀ ଭେଟି ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ନବୀନ ନିବାସରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।
-
ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ବିଦ୍ରୋହୀ ଶିବସେନା ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ଭାବେ ମାନ୍ୟତା ଦେଇଛନ୍ତି ।
-
ଆଳିର ପୂର୍ବତନ ବିଧାୟିକା ତଥା ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ମାଆ ସୁଶ୍ରୀ ଦେବୀ। ୭୩ ବର୍ଷ ବୟସରେ ଆଜି କଟକ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି।
-
ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ।ଏହି ସମାରୋହଙ୍କୁ ଅନେକ ଲୋକ ଓ ରାଜନୈତିକ ଦଳମାନଙ୍କୁ ନିମନ୍ତ୍ରଣ ମିଳିଥିଲେ ବି କଂଗ୍ରେସ ନେତାମାନେ ଏହି ଉତ୍ସବରେ ଯୋଗ ଦେବେ ନାହିଁ ।
-
ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଖୋର୍ଦ୍ଧା ଅଞ୍ଚଳର ୧୯ ବର୍ଷୀୟ ଶୁଭ୍ରାଂଶୁଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଛି । ଏଥିପାଇଁ ଘରୋଇ ହସ୍ପିଟାଲରେ ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସସିବିରେ ମାତ୍ର ୪ ଲକ୍ଷ ଟଙ୍କାରେ ଏପରି ପ୍ରତିରୋପଣ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରାଯାଇଛି ।
-
ଅଯୋଧ୍ୟାର ରାମମନ୍ଦିରକୁ ଉତ୍ତରପ୍ରଦେଶ ଏଟାହ ଜିଲ୍ଲାର ଜଲେସର ସହରରୁ ୨୪୦୦ କେଜି ଓଜନର ଏକ ବିଶାଳ ଘଣ୍ଟି ମିଳିବାକୁ ଯାଉଛି। ଯାହା ୨୫ ଲକ୍ଷ ଟଙ୍କାରେ ଅଷ୍ଟଧାତୁରେ ନିର୍ମିତ ହୋଇଛି।
-
ଆମେରିକା ଓ ବ୍ରିଟେନର ନୌସେନା ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ୧୮ଟି ଡ୍ରୋନ୍ ଏବଂ ୩ଟି କ୍ଷେପଣାସ୍ତ୍ରକୁ ଗୋଟିଏ ରାତିରେ ନଷ୍ଟ କରିଛି।
-
ଆମେରିକାର ଘରୋଇ କମ୍ପାନି ଆଷ୍ଟ୍ରୋବୋଟିକ୍ର ଚନ୍ଦ୍ର ଲ୍ୟାଣ୍ଡର ମିସନ ବିଫଳ ହୋଇଥିବା ନେଇ ମଙ୍ଗଳବାର ପ୍ରକାଶ କରିଛି।
-
ଗୋଆର ଏକ ସର୍ଭିସ ଆପାର୍ଟମେଣ୍ଟରେ ନିଜ ୪ ବର୍ଷର ପୁଅକୁ ହତ୍ୟା କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ସେଠ୍ ବାଳକକୁ ଶ୍ବାସରୁଦ୍ଧ କରିବା ପାଇଁ ତଉଲିଆ କିମ୍ବା ତକିଆ ବ୍ୟବହାର କରିଥିବା ଡାକ୍ତର କହିଛନ୍ତି।
-
ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଗୁଜୁରାଟରେ ଗ୍ରୀନ୍ ଏନର୍ଜି ଆଣ୍ଡ୍ ରିନ୍ୟୁଏବଲ୍ ସେକ୍ଟର (ସବୁଜ ଶକ୍ତି ଏବଂ ନବୀକରଣ ଯୋଗ୍ୟ କ୍ଷେତ୍ରରେ) ୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାର ଯୋଜନା ରଖିଛି
-
ଭାରତର ଇତିହାସରେ ନରେନ୍ଦ୍ର ମୋଦୀ ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ।
-
ଆସନ୍ତା ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଅଗ୍ରାଧିକାର କ୍ଷେତ୍ର ଲାଗି ୨,୦୦,୬୦୮ କୋଟି ଟଙ୍କାର ଋଣ ଯୋଜନା ପ୍ରସ୍ତୁତ କରାଯାଇଛି।
-
ବିଶ୍ବର ଅଗ୍ରଣୀ କ୍ରିପ୍ଟୋ ଏକ୍ସଚେଞ୍ଜ୍ ବିନାନ୍ସକୁ ଆପଲ୍ ଏହାର ଆପ୍ ଷ୍ଟୋର୍ରୁ ହଟାଇଦେଇଛି। ବିଟ୍ଫିନେକ୍ସ, ଏଚ୍ଟିଏକ୍ସ ଓ କୁକଏନ୍ ଭଳି ଆଠଟି କ୍ରିପ୍ଟୋ ଏକ୍ସଚେଞ୍ଜ୍ ଆଉ ଆପ୍ ଷ୍ଟୋର୍ରେ ନାହିଁ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଆପ୍ଗୁଡ଼ିକୁ ହଟାଇ ଦିଆଯାଇଛି।
-
ମଣିପୁର ସରକାର ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅନୁମତି ଦେଇଛନ୍ତି। ସୀମିତ ସଂଖ୍ୟକ ଲୋକଙ୍କ ସହ ଏହି ଅନୁମତି ଦିଆଯାଇଛି।
-
ପ୍ରଧାନମନ୍ତ୍ରୀ କିଷାନ ନିଧି ଟଙ୍କା ପରିମାଣ ଦୁଇଗୁଣା କରିବାକୁ ସରକାର ବଜେଟରେ ଚିନ୍ତା କରୁଛନ୍ତି। ଏହା ହେଲେ ମହିଳା କୃଷକଙ୍କ ସଞ୍ଚୟ ଖାତାକୁ ୧୨ ହଜାର ଟଙ୍କା ଆସିବ।
-
୧୯୬୨ରେ ଭାରତ-ଚାଇନା ଯୁଦ୍ଧରେ ବୀରତ୍ୱ ପ୍ରଦର୍ଶନ କରିଥିବା ବ୍ରିଗେଡିୟର(ଅବସରପ୍ରାପ୍ତ) AJS ବହଲଙ୍କର ୮୨ବର୍ଷରେ ଦେହାନ୍ତ ହୋଇଛି।
-
୫ ଦିନିଆ ବେଜିଂ ଗସ୍ତରେ ଥିବା ମାଳଦ୍ୱୀପ ରାଷ୍ଟ୍ରପତି ମେହାମେଦ ମୁଇଜୁ ମଙ୍ଗଳବାର ନିଜ ଦେଶକୁ ଅଧିକ ପର୍ଯ୍ୟଟକଙ୍କ ପଠାଇବା ପାଇଁ ଚାଇନାକୁ ଅନୁରୋଧ କରିଛନ୍ତି।
-
କେରଳର ଜଣେ ପ୍ରଫେସରଙ୍କ ପାପୁଲି କାଟିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସହାବକୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କୋର୍ଟ ଜାନୁଆରୀ ୨୪ ପର୍ଯ୍ୟନ୍ତ ଜେଲକୁ ପଠାଇ ଦେଇଛନ୍ତି।
-
ଶ୍ରୀଲଙ୍କାର କାଣ୍ଡିରେ ଆଇଆଇଟି ମାଡ୍ରାସର ଏକ ନୂଆ କ୍ୟାମ୍ପସ ଆରମ୍ଭ ହେବ ବୋଲି ଶ୍ରୀଲଙ୍କା ଶିକ୍ଷା ମନ୍ତ୍ରୀ ଡଃ ସୁଶୀଲ ପ୍ରେମଜୟନ୍ତା କହିଛନ୍ତି। ଅର୍ଥମନ୍ତ୍ରୀ ଭାବରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରେମାସିଂହ ୨୦୧୪ ବର୍ଷ ପାଇଁ ପ୍ରସ୍ତାବିତ ବଜେଟରେ ଏହା ଅନ୍ତର୍ଭୁକ୍ତ ହୋଇଛି।
|
369 |
Y |
|
1182 |
11-01-2024 |
English |
-
In a relief to Maharashtra Chief Minister Eknath Shinde, Assembly Speaker Rahul Narwekar Wednesday held that the Shiv Sena faction led by him was the “real political party” when rival groups emerged in June 2022.
-
The Congress Wednesday announced that party chief Mallikarjun Kharge, Sonia Gandhi and Adhir Ranjan Chowdhury have “respectfully declined” the invitation to attend the Ram Temple consecration ceremony, alleging that it has been made into a “political project” by the BJP and the RSS for “electoral gain”
-
Ram Mandir Inauguration: The Ram temple in Ayodhya is set to receive a bell weighing 2,400 kg. The monumental bell has been made of 'ashtadhatu' (eight metals) and costs ₹ 25 lakhs.
-
In reaction to Maharashtra Assembly Speaker Rahul Narwekar giving the verdict that the Eknath Shinde faction was real Shiv Sena following the June 2022 split in the party, Aaditya Thackeray said that he has never seen a more "shameless verdict".
-
Andhra Pradesh High Court granted bail to former Chief Minister N Chandrababu Naidu in three cases including the Inner Ring Road case, Liquor case and Sand Policy case.
-
International Working President, Vishva Hindu Parishad Alok Kumar on Wednesday said that BJP veteran LK Advani will attend the Ram Temple "Pran Pratistha" ceremony on January 22 in Ayodhya.
-
US stock exchange Nasdaq has held talks with Indian authorities on potentially allowing local Indian companies to list directly on foreign stock exchanges, a senior Nasdaq executive said.
-
The maximum speed limit for four-wheelers on the Mumbai Trans Harbour Link (MTHL) will be 100 kmph, while motorbikes, autorickshaws and tractors won't be allowed on the sea bridge, the police said on Wednesday.
-
A Delhi Court on Wednesday extended till January 20 the judicial custody of AAP leaders Manish Sisodia and Sanjay Singh in a money laundering case related to the alleged excise scam.
-
A special court in Mumbai permitted Jet Airways founder Naresh Goyal, an accused in the alleged fraud of ₹ 538 crore on Canara Bank, to meet his ailing wife on January 13 on humanitarian grounds.
-
In a key development spearheaded by the Ministry of Health and Family Welfare, Delhi-based Skye Air has secured a major mandate to enhance healthcare accessibility in the eastern region.
-
As per the direction of Chief Minister Naveen Patnaik, 5T & Nabin Odisha Chairman Kartik Pandian visited Khurda and Nayagarh Wednesday and reviewed the progress of various developmental works in these districts. He also interacted with students and general public.
-
The State-Level Single Window Clearance Authority (SLSWCA), chaired by Chief Secretary PK Jena, approved 14 projects worth `1,713.65 crore that world create employment opportunities for 5,134 individuals, Wednesday.
-
Forest department personnel of Bhitarkanika National Park will carry out a three-day enumeration drive of dolphins from January 20. The census will end January 22 and will be conducted from Dhamara to Mahanadi river mouth within the Bhitarkanika mangrove wetlands and also in rivers within Gahirmatha Marine Sanctuary.
-
Chinese President Xi Jinping Wednesday held talks with his Maldivian counterpart Mohamed Muizzu after which the two countries signed 20 key agreements and elevated their bilateral ties to a comprehensive strategic cooperative partnership.
-
India’s economy is likely to surpass $4 trillion in 2024-25 and further escalate to $5 trillion by 2026-27, according to a PHDCCI report released Wednesday.
-
The spotlight will be only on the returning Rohit Sharma as his long-time colleague Virat Kohli pulled out of the opening T20I against Afghanistan due to “personal reasons” ahead of the first ever white-ball series between the two teams, beginning here Thursday
-
In good news for bibliophiles, two publishers Penguin Random House India (PRHI) and Cambridge University Press will come together for the first time to host a one-of-its-kind literature festival and book fair in Nagaland, starting February 9.
-
The fifth census of migratory birds and a festival on conservation of winged species at Kaziranga National Park in Assam have begun with participation of hundreds of enumerators, students and volunteers, a senior official said Wednesday.
-
Rourkela has emerged among the top 15 pioneer cities within the country in the ‘Streets for People and India Cycles for Change’ programme. This programme has been conducted by the Union Ministry of Housing and Urban Affairs and ended recently.
|
358 |
Y |
|
1183 |
10-01-2024 |
Odia |
-
ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୨ ତାରିଖରେ ହେବ। ଏଥିପାଇଁ ଅଯୋଧ୍ୟା ଠାରୁ ଆରମ୍ଭ କରି ସାର ଦେଶ ଉତ୍ସବମୁଖର ହୋଇଉଠିଛି। ଅଯୋଧ୍ୟାକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।
-
ଜଳମାର୍ଗରେ ଆକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ଆରବ ସାଗର ଏବଂ ଆଡ଼େନ ଉପସାଗରରେ ଏହାର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି। ୧୦ରୁ ଅଧିକ ଯୁଦ୍ଧପୋତକୁ ଉତ୍ତର ଓ କେନ୍ଦ୍ରୀୟ ଆରବ ସାଗରରୁ ଆଡ଼େନ ଉପସାଗର ମଧ୍ୟରେ ରଖାଯାଇଛି। କେବଳ ଜଳଦସ୍ୟୁ ନୁହେଁ ସମ୍ଭାବ୍ୟ ଡ୍ରୋନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ମଧ୍ୟ ଏହା କରାଯାଇଛି।
-
ମିନିକୟ ଦ୍ବୀପ ସମୂହରେ ନୂଆ ବିମାନବନ୍ଦର ନିର୍ମାଣ ହେବ। ଏହି ବିମାନବନ୍ଦରରେ ବାଣିଜ୍ୟିକ ବିମାନ ସହିତ ଯୁଦ୍ଧ ବିମାନ ଏବଂ ସାମରିକ ବିମାନ ମଧ୍ୟ ଚଳାଚଳର କ୍ଷମତା ରହିବ।
-
ଭାରତ ଗସ୍ତରେ ଆସିଥିବା ୟୁଏଇର ରାଷ୍ଟ୍ରପତି ଶେଖ୍ ମହମଦ ବିନ୍ ଜାୟେଦ ଅଲ ନାହୟାନ୍ଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମଦାବାଦରେ ରୋଡ୍ ସୋ କରିଛନ୍ତି।
-
ଅଯୋଧ୍ୟାସ୍ଥିତ ରାମମନ୍ଦିରର ଦ୍ବାରଗୁଡ଼ିକରେ ସୁନା କବାଟ ଲାଗୁଛି। ସୁନା କବାଟ ଲାଗିଥିବାର ପ୍ରଥମ ଫଟୋ ଆଜି ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଉକ୍ତ କବାଟର ଉଚ୍ଚତା ୧୨ ଫୁଟ ଏବଂ ଚଉଡ଼ା ୮ ଫୁଟ। ଉକ୍ତ ସୁନା କବାଟକୁ ବର୍ତ୍ତମାନ ପ୍ରଥମ ମହଲାରେ ଲଗାଯାଇଛି।
-
ପ୍ରୋଷ୍ଟେଟ୍ କର୍କଟରୋଗରେ ଆକ୍ରାନ୍ତ ହୋଇ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୫୫ ବର୍ଷୀୟ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓସ୍ତାଦ ରସିଦ ଖାନଙ୍କର ବୁଧବାର ପରଲୋକ ହୋଇଯାଇଛି।
-
ଫ୍ରାନ୍ସ ରାଷ୍ଟ୍ରପତି ଗାବ୍ରିଏଲ ମାକ୍ରନ ମଙ୍ଗଳବାର ଶିକ୍ଷାମନ୍ତ୍ରୀ ଗାବ୍ରିଏଲ ଅଟ୍ଟଲଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ଗାବ୍ରିଏଲ ଫ୍ରାନ୍ସର ପ୍ରଥମ ସମଲିଙ୍ଗୀ ଏବଂ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
-
: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ମାଇନିଂ କର୍ପୋରେସନ ଲିମିଟେଡ୍ (ଓଏମ୍ସି)କୁ ମର୍ଯ୍ୟାଦାଜନକ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର- ୨୦୨୩ରେ ସମ୍ମାନିତ କରିଛନ୍ତି।
-
ଆର୍ଥିକ ବର୍ଷ ୨୦୨୪-୨୫ରେ ଭାରତୀୟ ଅର୍ଥନୀତି ୬.୪ ପ୍ରତିଶତ ହାରରେ ଆଗକୁ ବଢ଼ିବ। ପୁଞ୍ଜିନିବେଶ ଧାରା ଅବ୍ୟାହତ ରହିଥିବା ବେଳେ ସେବା କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଭାରତକୁ ଦ୍ରୁତ ଗତିରେ ଆଗକୁ ନେବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି।
-
ଚିଠା ଗାଇଡ୍ଲାଇନ୍ ଅନୁସାରେ କୌଣସି କୋଚିଂ ସେଣ୍ଟର୍ ବିଜ୍ଞାପନରେ ୧୦୦ ପ୍ରତିଶତ ଚୟନ, ୧୦୦% ନିଯୁକ୍ତି ଗ୍ୟାରେଣ୍ଟି କିମ୍ବା ପ୍ରିଲିମିନାରି ଓ ମେନ୍ ପରୀକ୍ଷା ଲାଗି ଗ୍ୟାରେଣ୍ଟି ଭଳି ଶବ୍ଦ ବ୍ୟବହାର କରିବେନି।
-
ଚଳିତ ମାସ ୨୨ରେ ଅନୁଷ୍ଠିତ ହେବାକୁ ଥିବା ଏହି ବହୁ ପ୍ରତିକ୍ଷୀତ କାର୍ଯ୍ୟକ୍ରମରେ ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି କ୍ରୀଡ଼ା, ରାଜନୀତି, ଧାର୍ମିକ ଏବଂ କଳା ଆଦି କ୍ଷେତ୍ରର ୧୦,୦୦୦ରୁ ଅଧିକ ଅତିଥି ଯୋଗଦେବ।
-
ଚଳିତ ବର୍ଷ ଫେବ୍ରୁଆରି ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ସେଥିରେ ଆୟକରଦାତାଙ୍କ ଲାଗି ବିଶେଷ ସୁବିଧା ଉପଲବ୍ଧ ହେବନାହିଁ।
-
ବିଏସ୍କେୱାଇ ‘ନବୀନ କାର୍ଡ ‘ପାଇଁ ଗ୍ରାମାଞ୍ଚଳରେ ସୃଷ୍ଟି ହୋଇଛି ପ୍ରବଳ ଉତ୍ସାହ। ଗତ ୪ ଦିନ ମଧ୍ୟରେ ନବୀନ କାର୍ଡ ପାଇଁ ୧.୨ ଲକ୍ଷ ପଞ୍ଜୀକରଣ ହୋଇଥିବାବେଳେ ୭୧୦୦୦ ଆବେଦନପତ୍ର ବିଭାଗ ନିକଟରେ ପହଞ୍ଚିଛି।
-
ଖୁବ୍ଶୀଘ୍ର ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ସହ ଅଙ୍ଗନବାଡ଼ି ଓ ଆଶାଦିଦିଙ୍କ ଦରମା ବଢିବ। ଏନେଇ ନବରଙ୍ଗପୁରରେ ୫ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଘୋଷଣା କରିଛନ୍ତି।
-
ଣିକି ଟ୍ରାଫିକରେ ଅଟକିବନି ଗାଡ଼ି। ଗୋଟିଏ ଟ୍ରାଫିକ ଛକରୁ ଆଉ ଗୋଟିଏ ଟ୍ରାଫିକ ଛକରେ ପହଞ୍ଚିବା ବେଳକୁ ସେଇ ଛକରେ ଜଳିବ ସବୁଜବତି (ଗ୍ରୀନ୍ ସିଗ୍ନାଲ୍)। ଫଳରେ ଗାଡ଼ିଚାଳକ କୌଣସି ଛକରେ ଅଟକିବେ ନାହିଁ।
-
ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ(ଟିଜିଟି) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୦୬୪ ଟିଜିଟି ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। କଳା, ପିସିଏମ୍, ସିବିଜେଡ୍, ହିନ୍ଦୀ, ସଂସ୍କୃତ ଏବଂ ଉର୍ଦ୍ଦୁ ବିଷୟ ସମେତ ପିଇଟି ଶିକ୍ଷକ।
-
ବୋତଲରେ ପାଣିରେ ଲକ୍ଷ ଲକ୍ଷ ପ୍ଲାଷ୍ଟିକ ଖଣ୍ଡ ଅଛି । ଏସବୁ ଯୋଗୁ ଆମେ ପିଉଥିବା ପାଣି ଆମକୁ ଅସୁସ୍ଥ କରିପାରେ। ଏହି ଗବେଷଣାର ରିପୋର୍ଟ ‘ପ୍ରୋସିଡିଙ୍ଗସ ଅଫ ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସ’ରେ ପ୍ରକାଶିତ ହୋଇଛି।
-
ଘୋଷଣା ହୋଇଛି ନିଟ ପିଜି ୨୦୨୪ ପରୀକ୍ଷା ତାରିଖ। ୨୦୨୪ ଜୁଲାଇ ୭ରୁ ପରୀକ୍ଷା ଆରମ୍ଭ ହେବ।
-
ଭାରତର ୪ ଜଣଙ୍କ ମଧ୍ୟରୁ ଜଣଙ୍କ ଦେହରେ ଟାଇମ ବମ୍ ଲାଗିଛି। କିନ୍ତୁ ଏ ସମ୍ପର୍କରେ ଲୋକେ ଅଜଣା। ଏହା ହେଉଛି ଉଚ୍ଚ ରକ୍ତଚାପ। ଭାରତରେ ୯୦ ପ୍ରତିଶତ ଲୋକଙ୍କର ଉଚ୍ଚ ରକ୍ତଚାପ ଅଧିକ ଥିବା ସେମାନେ ଜାଣନ୍ତି ନାହିଁ।
-
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱରେ ୧.୨୮ ବିଲିୟନ ଲୋକଙ୍କର ଉଚ୍ଚ ରକ୍ତଚାପ ରହିଛି। ସେଥିମଧ୍ୟରୁ ୩୦ ରୁ ୪୦ ବର୍ଷ ବୟସର ଲୋକଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ୧,୨୮ ବିଲିୟନ ଲୋକଙ୍କ ମଧ୍ୟରୁ ୪୬ ପ୍ରତିଶତ ଲୋକ ଜାଣନ୍ତି ନାହିଁ ସେମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି।
|
374 |
Y |
|
1184 |
10-01-2024 |
English |
-
Maldivian President Mohamed Muizzu on Tuesday appealed to China to "intensify" efforts to send more tourists to his country, amid a spate of cancellation of reservations by Indian tourists after a diplomatic row erupted over the derogatory remarks by his ministers against Prime Minister Narendra Modi.
-
Actor Kangana Ranaut's petition for a stay on proceedings of a defamation complaint filed against her was only a delaying tactic, lyricist and complainant Javed Akhtar submitted to the Bombay High Court on Tuesday
-
Five children of a family sleeping in their house died due to suffocation in Uttar Pradesh's Amroha district. Two others in critical situation were rushed to a hospital.
-
The Ministry of Home Affairs (MHA) on Tuesday sought a "detailed report" from the West Bengal government over attack on Enforcement Directorate (ED) teams.
-
The first golden door has been installed at the Ram Temple in Ayodhya ahead of the Pran Pratishtha ceremony.
-
The four-year-old son of the Bengaluru start-up founder Suchana Seth was smothered with a pillow and died of suffocation, doctors of Hiriyur Hospital said after preliminary examination of the body as it came for postmortem.
-
The Uttar Pradesh government on Tuesday declared a holiday for all educational institutions in the state on January 22, the day of the consecration ceremony at the Ram temple in Ayodhya.
-
The Jharkhand cabinet on Tuesday approved guidelines to deal with notices to state officials by external probe agencies, making it mandatory for them to inform the Cabinet Secretariat and Vigilance Department.
-
A litre of bottled water contains about 2.4 lakh plastic pieces on an average and can create health problems for users.
-
The National Eligibility-cum-Entrance TestPostgraduate (NEET-PG) examination has been rescheduled to July 7 this year, the National Board of Examinations in Medical Sciences said Tuesday here. The cut-off date for the purpose of eligibility for the exam this year is August 15, last year. The exam was earlier scheduled to be held March 3
-
French President Emmanuel Macron named Tuesday education minister Gabriel Attal as prime minister in a bid to give new momentum to his presidency. In the process the 34-year-old became France’s youngest and first openly gay head of government. Attal is popularly referred to as ‘jeune ei gai’ (young and gay).
-
: Chief Minister Naveen Patnaik Tuesday inaugurated the Malkangiri Airport in the southwestern part of the state.
-
As many as 70,488 applicants, involving more than 1.82 lakh people, have registered for the Biju Swasthya Kalyan Yojna (BSKY) Nabin Card through the registration portal till Tuesday, informed an official
-
The Congress Tuesday held preliminary talks for seat-sharing in upcoming Lok Sabha elections with the Shiv Sena (UBT) and Nationalist Congress Party for Maharashtra and with the Samajwadi Party for Uttar Pradesh
-
China congratulates Bangladesh for holding general elections as scheduled and we congratulate Awami League on winning the elections.
-
As India doubles down on local manufacturing, Apple assembled iPhones worth more than `1 lakh crore in India in 2023, out which it exported iPhones worth approximately `65,000 crore to other countries, according to industry sources.
-
Google search interest regarding the prices of just three vegetables -- tomatoes, onions, and potatoes (TOP) -- has turned out to be a useful indicator of price anxiety in India, according to an ICRA study released Tuesday.
-
India’s Kidambi Srikanth progressed to the second round of Malaysia Open Super 1000 badminton tournament with a come-from-behind win over World No.5 Indonesian Jonatan Christie here Tuesday
-
MAJOR DHYAN CHAND KHEL RATNA AWARD: Chirag Shetty and Satwik Sairaj Rankireddy (badminton).
-
DHYAN CHAND AWARD FOR LIFETIME ACHIEVEMENT: Manjusha Kanwar (badminton), Vineet Kumar Sharma (hockey), Kavitha Selvaraj (kabaddi).
|
347 |
Y |
|
1185 |
09-01-2024 |
Odia |
-
ଗଣେଶ ଶଙ୍କର ବିଦ୍ୟାର୍ଥୀ ମେମୋରିଆଲ୍ ମେଡିକାଲ୍ କଲେଜ ହସପିଟାଲ୍ର ପ୍ରସୂତୀ ବିଭାଗର କାର୍ଯ୍ୟକାରୀ ଅଧିକାରୀ ଡା. ସୀମା ଦ୍ବିବେଦୀ କହିଛନ୍ତି ଯେ ସେମାନଙ୍କ ନିକଟରେ ୨୨ ତାରିଖରେ ଅସ୍ତ୍ରୋପଚାର ପ୍ରସବ ନିମନ୍ତେ ୧୨ରୁ ୧୪ଟି ଲିଖିତ ଅନୁରୋଧ ଆସି ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ସେହିଦିନ ୩୫ଟି ପ୍ରସବ ନିମନ୍ତେ ବ୍ୟବସ୍ଥା କରାଯାଇଛି।
-
ହରିୟାଣା ସିରସା ଠାରେ ଥିବା ଚୌଧୁରୀ ଦେବୀ ଲାଲା ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ ବିରୋଧରେ ୫୦୦ ଛାତ୍ରୀ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ଏନେଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମହିଳା କମିସନ ଅଧ୍ୟକ୍ଷଙ୍କ ନିକଟରେ ସେମାନେ ଲିଖିତ ଅଭିଯୋଗ କରିଛନ୍ତି।
-
ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଆଗୁଆ ମୁକୁଳିଥିବା ଦୋଷୀମାନଙ୍କୁ ଜେଲ୍ରେ ଆତ୍ମସର୍ମପଣ କରିବାକୁ ନିର୍ଦ୍ଦେଶ ଦେବା ସହିତ ଗୁଜରାଟ ସରକାରଙ୍କ ଉପରେ ମଧ୍ୟ ଭୀଷଣ ମାତ୍ରାରେ ବିରକ୍ତି ପ୍ରକାଶ କରିଛନ୍ତି।
-
ଦେଶରେ ବ୍ୟକ୍ତିଗତ ଆୟକର ଦାଖଲ କରୁଥିବା ଆୟକରଦାତାଙ୍କ ମଧ୍ୟରୁ ପ୍ରାୟ ୧୫ ପ୍ରତିଶତ ଟିକସଦାତା ହେଉଛନ୍ତି ମହିଳା। ଓଡ଼ିଶାରେ ଏହି ହାର ୧୨-୧୬ ପ୍ରତିଶତ ମଧ୍ୟରେ ରହିଛି ବୋଲି ଷ୍ଟେଟ୍ ବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି।
-
ଭାରତ ଓ ମାଳଦ୍ୱୀପ ମଧ୍ୟରେ ବିବାଦର ପ୍ରଭାବ ଏବେ ପର୍ଯ୍ୟଟକଙ୍କ ଉପରେ ମଧ୍ୟ ଦେଖିବାକୁ ମିଳୁଛି । ଭାରତୀୟ ଟ୍ରାଭେଲ କମ୍ପାନୀମାନେ ଏବେ ମାଳଦ୍ୱୀପର ବୁକିଂ ବାତିଲ କରୁଛନ୍ତି ଏବଂ ପର୍ଯ୍ୟଟକମାନଙ୍କୁ ଲାକ୍ଷାଦ୍ୱୀପ ଯିବାକୁ ପ୍ରେରଣା ଦେଉଛନ୍ତି
-
ଆସନ୍ତା ଫେବ୍ରୁଆରୀ ୩ରୁ ୩ ଦିନ ଧରି ରାଜ୍ୟରେ ଅନୁଷ୍ଠିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ସମଗ୍ର ବିଶ୍ୱରେ ଓଡ଼ିଆ ଭାଷାକୁ ସମୃଦ୍ଧ, ଲୋକପ୍ରିୟ ଓ ଗ୍ରହଣୀୟ କରାଯିବା ନିମନ୍ତେ ଆୟୋଜିତ ଏହି ସମ୍ମିଳନୀରେ ଭାଷା ଗବେଷକ, ଭାଷାବିତ୍ମାନେ ଯୋଗ ଦେଇ ବ୍ୟାପକ ବିଚାରବିମର୍ଶ କରିବେ।
-
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରାଯାଇଛି । ଶଙ୍କରାଚାର୍ଯ୍ୟଙ୍କୁ ଛତିଶଗଡ଼ ରାୟପୁରରେ ନିମନ୍ତ୍ରଣ କରିଛନ୍ତି ଗଜପତି ମହାରାଜ । ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ଆମନ୍ତ୍ରଣ ଜଣାଇଛନ୍ତି ପୁରୀ ଗଜପତି । ଆସନ୍ତା ୧୭ ତାରିଖରେ ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବର ଭବ୍ୟ ଆୟୋଜନ ହେଉଛି ।
-
ରାଜସ୍ଥାନର କରଣପୁର ବିଧାନସଭା ଆସନରୁ ବିଜେପିକୁ ଲାଗିଛି ଶକ୍ତ ଝଟକା । ମନ୍ତ୍ରୀ ହେବାର ୧୦ ଦିନ ପରେ ଉପ-ନିର୍ବାଚନରେ ୧୨ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଛନ୍ତି ସୁରେନ୍ଦ୍ର ପାଲ ସିଂହ ଟିଟି। ତାଙ୍କୁ କଂଗ୍ରେସ ପ୍ରାର୍ଥୀ ରୂପିନ୍ଦର ସିଂହ ହରାଇଛନ୍ତି।
-
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବା କ୍ୟାଡରର ନବ ନିଯୁକ୍ତ ୩୯୮ଜଣ ସିଭିଲ ଜୁନିଅର ଇଞ୍ଜିନିୟରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।
-
ଓଡ଼ିଶାର ପ୍ରାଚୀନ ଐତିହ୍ୟର ପ୍ରତିଫଳନ ହେଉଛି ଅଠରନଳା। ୨୮୦ଫୁଟ ଦୈର୍ଘ୍ୟ, ୩୬ ଫୁଟ ପ୍ରସ୍ଥ ଓ ୨୦.୬୬ ଫୁଟ ଉଚ୍ଚତାବିଶିଷ୍ଟ ଅଠରନଳା ସେତୁ ଲେଟେରାଇଟ୍ ପଥରରରେ ଓ ଚୂନରେ ନିର୍ମିତ ଏହି ସେତୁ ପ୍ରାୟ ୧୦୦୦ ବର୍ଷର ପୁରୁଣା। ତଥାପି ଏହି ସେତୁ ଏବେ ବି ଅକ୍ଷୁର୍ଣ୍ଣ।
-
ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରସ୍ତୁତ କରିବେ ନିଜସ୍ୱ ହାତଲେଖା ପୁସ୍ତକ। ଗଳ୍ପ ପଠନ ଓ କବିତା ଆବୃତ୍ତି ମଧ୍ୟ କରିବେ। ନିଜର ଭାଷା ଏବଂ ସାହିତ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀଙ୍କ ଲିଖିତ ପୁସ୍ତକର ଶୀର୍ଷକ ‘ମୋ କଥା ମୋ କାହାଣୀ’ ରଖାଯିବ।
-
ଜାତୀୟ ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ -୧୯ ସବ ଭାରିଆଣ୍ଟ ଜେଏନ୍.୧ର ୨୪ଟି ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ତିନିଜଣ ଆକ୍ରାନ୍ତ ଦିଲ୍ଲୀ ବାହାରେ ରହୁଛନ୍ତି। ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି।
-
ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ନେଇ ଦେଶରେ ଉତ୍ସବ ଏବଂ ଖୁସିର ପରିବେଶ ରହିଛି। ଏହି ସମୟରେ, ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏକ ଉତ୍ତେଜନାକାରୀ ଭାଷଣ ଯୋଗୁୁ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି
-
ପିଆଜ ଏବଂ ଟମାଟୋ ଦର ହ୍ରାସ ପାଇବା ଫଳରେ ଡିସେମ୍ବର ମାସରେ ଶସ୍ତା ହୋଇଛି ଖାଇବା ଥାଳି। ଶାକାହାରୀ ଥାଳି ୩ ପ୍ରତିଶତ ହ୍ରାସ ପାଇଥିଲା ବେଳେ ମାଂସାହାରୀ ୫ ପ୍ରତିଶତ ହ୍ରାସ ପାଇଛି।
-
ସୋମବାର ଭାରତୀୟ ଷ୍ଟକ୍ ମାର୍କେଟରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। ନିଫ୍ଟି ଏବଂ ସେନ୍ସେକ୍ସ ହ୍ରାସ ସହିତ ବନ୍ଦ ହୋଇଛି। ସେନ୍ସେକ୍ସ ୬୭୦ ପଏଣ୍ଟ ବା ୦.୯୩ ପ୍ରତିଶତ ହ୍ରାସ ପାଇ ୭୧,୩୫୫ରେ ବନ୍ଦ ହୋଇଥିଲା।
|
402 |
Y |
|
1186 |
09-01-2024 |
English |
-
The Odisha Motor Transport Workers’ Federation which had called for an indefinite strike against the new hit-and-run laws, decided to end their agitation after holding discussions with Chief Secretary Pradeep Kumar Jena here, Monday.
-
Joe Biden nee Joseph Robinette Biden Jr. may not throw his hat for a second time in the US Presidential race in 2024, if the ‘Pillow Talk’ predictions for this year are to be believed.
-
As many as 504 (civil) junior engineers joined the state government here, Monday. While 398 of them were appointed to the Panchayati Raj department, 78 have joined the Odisha Municipal Engineering Cadre and 28 the Public Health Engineering Cadre under the Housing and Urban Development departmen
-
Tamil Nadu signs investment pacts worth over $39bn with firms such as Apple suppliers, Tata Electronics, Pegatron and others.
-
Chief Minister Naveen Patnaik will inaugurate the newly-constructed Malkangiri Airport January 9, reports said.
-
There has been a slight rise in the number of migratory birds visiting Bhitarkanika National Park this winter, according to the latest census report of the feathered guests released by the Forest department.
-
The row over the attacks on ED teams in West Bengal escalated Monday with the federal agency saying that the state police registered an FIR only under bailable sections in the January 5 Sandeshkhali incident, while no details were given to it in the Bongaon assault case.
-
The Congress and the AAP discussed seat-sharing prospects for the Lok Sabha polls in Punjab, Delhi and other states Monday, and decided to meet again to give a final shape to the arrangements between the two key constituents of the INDIA opposition bloc.
-
Rajasthan state minister Surendra Pal Singh lost the Assembly election in Karanpur constituency by a margin of 11,283 votes to his Congress rival Monday, an embarrassing defeat for the BJP days after it assumed office in the state.
-
Young Indian shooters Varun Tomar and Esha Singh on Monday secured two Olympic quota places for the country with gold medals in the men’s and women’s 10m Air Pistol events of the Asian Qualifiers here.
-
Two Delhi Police officers died after their car collided with a truck near the Kundali border in Haryana's Sonipat district.
-
The Ram Janmabhoomi Teerth Kshetra Trust has cancelled a procession scheduled for January 17 that would have allowed devotees catch a glimpse of the new idol of Ram Lalla across the Ayodhya city ahead of the consecration ceremony.
-
Compassion and sympathy have no role to play where rule of law is required to be enforced, the Supreme Court said on Monday while refusing to accept the plea of protection of the liberty of the convicts in the Bilkis Bano case.
-
The Allahabad High Court on Monday stayed criminal proceedings initiated by a local court in Gautam Buddh Nagar against Rashtriya Lok Dal chief Jayant Chaudhary for alleged violation of model code and COVID-19 norms during 2022 Uttar Pradesh assembly.
-
Samajwadi Party leader Mukesh Siddharth, who recently made controversial remarks against Uttar Pradesh minister Somendra Tomar, has been arrested, police said on Monday.
|
341 |
Y |
|
1187 |
08-01-2024 |
Odia |
- ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ମୁଖ୍ୟ ଶେଖ୍ ହସିନା ପୁଣିଥରେ କ୍ଷମତା ଦଖଲ କରିବାକୁ ଯାଉଛନ୍ତି। ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ ସହ ହସିନା ପଞ୍ଚମ ଥର ପାଇଁ ସରକାର ଗଠନ କରିବା ରାସ୍ତା ସଫା ହୋଇଯାଇଛି।
- ଇସ୍ରାଏଲ ଓ ହମାସ୍ ମଧ୍ୟରେ ଗତ ଅକ୍ଟୋବର ୭ରୁ ସଂଘର୍ଷ ଚାଲିଛି। ଏଥିରେ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏଥିସହିତ ଗାଜା ଧ୍ବଂସସ୍ତୂପରେ ପରିଣତ ହୋଇସାରିଲାଣି। ନିକଟ ଭବିଷ୍ୟତରେ ଏହି ଯୁଦ୍ଧ ଥମିବା ବି ଦେଖାଯାଉନାହିଁ।
- ଆମ୍ ଆଦମୀ ପାର୍ଟି (ଆପ୍)ର ଆବାହକ ଅରବିନ୍ଦ କେଜ୍ରିୱାଲ ରବିବାର ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ଜେଲରେ ଥିବା ଗୁଜରାଟର ଡେଡିଆପଡ଼ା ବିଧାୟକ ଚୈତାର ବାସବ ଆଗାମୀ ଲୋକସଭା ନିର୍ବାଚନରେ ଭରୁଚ ଆସନ ପାଇଁ ଦଳର ପ୍ରାର୍ଥୀ ହେବେ।
- ସୀତାଙ୍କ ଜନ୍ମସ୍ଥାନ ନେପାଳର ଜନକପୁରରୁ ପ୍ରଭୁ ଶ୍ରୀରାମଙ୍କ ପାଇଁ ଅଯୋଧ୍ୟାରେ ୩୦୦୦ରୁ ଅଧିକ ଉପହାର ଆଜି ଆସି ପହଞ୍ଚିଛି। ହଜାରେରୁ ଅଧିକ ପ୍ୟାକେଟ ଏବଂ ବାଲ୍ଟିରେ ଉପହାରଗୁଡ଼ିକ ଆସିଛି। ଏଥିସହିତ ସେହି ଅଞ୍ଚଳର ମିଠା ଏବଂ ଡ୍ରାଏ୍ ଫ୍ରୁଟ୍ସ ମଧ୍ୟ ରହିଛି।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ୨ ମନ୍ତ୍ରୀ ଓ ଜଣେ ସାଂସଦ ଅଡ଼ୁଆରେ ପଡ଼ିଯାଇଛନ୍ତି । ମାଳଦ୍ୱୀପ ସରକାର ରବିବାର ନିଜର ତିନି ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି।
- ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଠକେଇରେ ସାମିଲ ଥିବା ୧୩୮ଟି ଜାଲ୍ ସଂସ୍ଥାକୁ ଓଡ଼ିଶାରେ ଚିହ୍ନଟ କରାଯାଇଛି। କେନ୍ଦ୍ର ସରକାର ଜାରି କରିଥିବା ଏକ ତଥ୍ୟରୁ ଏହା ଜଣାପଡ଼ିଛି। ୨୦୨୩ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଓଡ଼ିଶାରେ ୧୩୮ ଜାଲ୍ କଂପାନି ଚିହ୍ନଟ କରାଯାଇଥିବା ବେଳେ ସେମାନେ ୩୩୭ କୋଟି ଟଙ୍କାର ଟିକସ ଠକେଇ କରିଥିବା ସନ୍ଦେହ କରାଯାଉଛି।
- ଏକ ଚିନି କାରଖାନା ପ୍ରତିଷ୍ଠା ପାଇଁ ଏକ ସମବାୟ ବ୍ୟାଙ୍କରୁ ନିଆଯାଇଥିବା ୪୩୯.୦୭ କୋଟି ଟଙ୍କାର ଋଣ ପରିଶୋଧ କରିବାରେ ବିଫଳ ହୋଇଥିବା ଅଭିଯୋଗରେ ବେଙ୍ଗାଲୁରୁ ପୁଲିସ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ରମେଶ ଜାରକିହୋଲିଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।
- ଦିଲ୍ଲୀରୁ ଟରଣ୍ଟୋ ଉଡ଼ାଣ ଧରିଥିବା ଏୟାର ଇଣ୍ଡିଆର ଏକ ବିମାନରେ ଅଳ୍ପଦିନ ତଳେ ଜଣେ ମହିଳା ତାଙ୍କ ସ୍ବାମୀ ଓ ଦୁଇ ପିଲାଙ୍କ ସହ ଯାତ୍ରା କରିଛନ୍ତି। ସାଢ଼େ ୪ ଲକ୍ଷ ଟଙ୍କା ଦେଇ ସେ ବିମାନ ଟିକଟ କିଣିଥିଲେ ମଧ୍ୟ ତାଙ୍କ ପାଇଁ ଏ ବିମାନଯାତ୍ରା ଆଦୌ ଆନନ୍ଦଦାୟକ ନଥିଲା।
- ନୂଆ ବର୍ଷ ଅର୍ଥାତ୍ ୨୦୨୪ ପରେ ଗୁଗୁଲ୍ ନିଜର ଲକ୍ଷ ଲକ୍ଷ ୟୁଜର୍ସଙ୍କୁ ଏକ ନୂଆ ଉପହାର ଦେଇଛି। ଏବେ ଗୁଗଲର କ୍ରୋମ୍ ରେ ୱେବସାଇଟ୍ ବ୍ରାଉଜ କରୁଥିବା ୟୁଜର୍ସଙ୍କ ଡାଟାକୁ କେହି ଟ୍ରାକ୍ କରିପାରିବେ ନାହିଁ।
- ଭାରତର ଝିଅ ସୁଚେତା ସତୀଶଙ୍କ ଦ୍ୱାରା ପୁଣି ଥରେ ପ୍ରମାଣିତ ହୋଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସୁଚେତା କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ୧୪୦ ଭାଷାରେ ଗୀତ ଗାଇ ତାଙ୍କ ନାମରେ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି।
- ଚଳିତ ବର୍ଷର ସଂସଦରତ୍ନ ପୁରସ୍କାର ପାଇଁ ଲୋକ ସଭାର ୫ ଏମ୍ପିଙ୍କୁ ଚୟନ କରାଯାଇଛି। ଭାଜପା ଏମ୍ପି ସୁକାନ୍ତ ମଜୁମଦାର, ସୁଧୀର ଗୁପ୍ତା, ଶିବସେନାର ଶ୍ରୀକାନ୍ତ ଏକନାଥ ଶିନ୍ଦେ, ଏନ୍ସିପିର ଅମୋଲ ରାମସିଂ କୋଲ୍ହେ ଏବଂ କଂଗ୍ରେସ ଏମ୍ପି କୁଲଦୀପ ରାୟ ଶର୍ମା ଏହି ପୁରସ୍କାର ପାଇବାକୁ ଯାଉଥିବା ଆୟୋଜକମାନେ ଘୋଷଣା କରିଛନ୍ତି।
- ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ମଦ ବିକ୍ରି ନେଇ ନିଷେଧାଦେଶ ଆଇନ ଲାଗୁ କରି ନିଜର ପତିଆରା ଜାହିର କରୁଛନ୍ତି। କିନ୍ତୁ ଏହି ଆଇନ ପରେ ଅନ୍ୟ ନିଶା ପଦାର୍ଥର ବିକ୍ରୟ ବୃଦ୍ଧି ପାଇବାରେ ଲାଗିଛି।
- ଇଡି ଟିମ୍ ଉପରେ ଆକ୍ରମଣ ପରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ଇଡି ପକ୍ଷରୁ ଲୁକଆଉଟ ସର୍କୁଲାର ଜାରି କରିଯାଇଥିଲା। ଅଧୀର ରଞ୍ଜନ ଚୌଧୁରୀଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ କହିଥିଲେ, ଇଡି କଣ କରିବ? ଇଡି ହେଉଛି ସବୁଠୁ ବଡ଼ ଇଡିଏଟ୍। ଆଶା ବଙ୍ଗଳା ସରକାର ଏନେଇ କିଛି କାର୍ଯ୍ୟନୁଷ୍ଠାନ ନେବେ।
- କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୭୫୬ ଜଣ ନୂଆ କରୋନା ଆକ୍ରାନ୍ତ ହୋଇଥିବାବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। କେରଳ ଏବଂ ମହାରାଷ୍ଟ୍ରରେ ଦୁଇ ଦୁଇ ଜଣ ଏବଂ ଜମ୍ମୁ-କଶ୍ମୀରରେ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ସକ୍ରିୟ ମାମଲା ସଂଖ୍ୟା ମଧ୍ୟ ୪,୦୪୯ ରେ ପହଞ୍ଚିଛି।
- ଭାରତୀୟ ବାୟୁସେନା ବହୁତ ସଫଳତା ହାସଲ କରିଛି। ବାସ୍ତବରେ ବାୟୁସେନା ଏହାର ସି-୧୩୦ ଜେ ସୁପର ହର୍କ୍ୟୁଲସ ବିମାନକୁ ରାତିରେ କାର୍ଗିଲ ଏୟାରଷ୍ଟ୍ରିପରେ ଅବତରଣ କରିବାରେ ସଫଳ ହୋଇଛି।
|
363 |
Y |
|
1188 |
08-01-2024 |
English |
-
PM Sheikh Hasina secures a record fourth straight term as her Awami League party won two-thirds of the seats.
-
Elena Rybakina claims her sixth career title with a victory over top-seeded Aryna Sabalenka at the Brisbane International tennis tournament.
-
Tamil Nadu signs investment pacts worth over $4.39bn with firms such as Apple suppliers, Tata Electronics, Pegatron and others.
-
After extensive internal consultations, the Congress has begun seatsharing talks in some states with like-minded parties of the INDIA bloc for Lok Sabha elections.
-
For the first time, a C-130J Super Hercules transport aircraft of the Indian Air Force (IAF) carried out a night landing at the high-altitude Kargil advanced landing ground near the Line of Control (LoC) with Pakistan.
-
Goa Chief Minister Pramod Sawant Sunday visited the 12thcentury Jagannath temple in Puri and offered prayers. Sawant visited the temple along with his family members.
-
Expressing concern that TMC leader Sahajahan Sheikh, the prime accused in the case of assault on ED officials, may have "crossed the border", West Bengal Governor C V Ananda Bose has instructed authorities to arrest him immediately and investigate his alleged connections with terrorists.
-
The Enforcement Directorate has summoned senior Kerala CPI(M) leader Thomas Isaac for questioning in a FEMA case linked to probe into the alleged violations in the financial dealings of KIIFB during his tenure as the finance minister in the previous LDF government, official sources said Sunday.
-
NCP leader and Maharashtra Deputy Chief Minister Ajit Pawar Sunday took a veiled jibe at his uncle Sharad Pawar over his age, saying some people are not ready to retire even though they are in their 80s.
-
The government on Sunday said GST officers have detected 29,273 bogus firms involved in fake Input Tax Credit (ITC) claims of `44,015 crore in eight months till December 2023 during a drive against fake registration, which helped save revenue of `4,646 crore.
-
Rafael Nadal has withdrawn from the Australian Open with an injury after playing just one tournament in his comeback from 12 months on the sidelines.
-
A BJP leader was killed in Chhattisgarh's Kanker district on Sunday evening, with the police suspecting that he sustained a bullet wound, an official said.
-
India and Saudi Arabia on Sunday signed a bilateral agreement under which New Delhi has been allocated a quota of 1,75,025 pilgrims for the annual Haj pilgrimage in 2024.
-
Alleging "power has intoxicated" the Congress government, BJP leader and former Chief Minister Basavaraj Bommai on Sunday said that a state of "undeclared emergency" is prevailing in Karnataka.
-
The Congress on Sunday released a list of coordinators for 539 Lok Sabha constituencies who will assess the political situation in their respective areas and give feedback to the leadership for seat-sharing talks in the INDIA bloc.
|
414 |
Y |
|
1189 |
07-01-2024 |
Odia |
-
୧୫୦ ବର୍ଷ ଧରି ଲାଗି ରହିଥିବା ଚାଷୀଙ୍କର ଏକ ବଡ ସମସ୍ୟାର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସିକ୍କିମ ପଟ୍ଟାଧାରୀ ରୟତମାନେ ନିଜ ଜମିର ସତ୍ତ୍ବ ପାଇବା ନେଇ ସମସ୍ୟା ଲାଗି ରହିଥିଲା । ହେଲେ ଏହି ସମସ୍ୟା ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ରାଜସ୍ବ ଆଇନରେ ପରିବର୍ତ୍ତନ ଅଣାଯାଇଛି। ସମଗ୍ର ରାଜ୍ୟର ୨ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ । କେବଳ ବାଲେଶ୍ବର ଜିଲ୍ଲାର ୧୮ ହଜାର ରୟତ ପରିବାର ଉପକୃତ ହେବେ ।
-
କେନ୍ଦ୍ର ସରକାରଙ୍କ ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ କରି ଷ୍ଟିୟରିଂ ଛାଡ ଆନ୍ଦୋଳନ କରୁଥିଲେ ଡ୍ରାଇଭର । ଆନ୍ଦୋଳନରୁ ଓଡ଼ିଶା ଡ୍ରାଇଭର ମହାସଂଘ ଓହରିଥିବା ଜଣାପଡ଼ିଛି। ଡ୍ରାଇଭରମାନଙ୍କ ବହୁ ଦାବି ପୂରଣ କରିଛନ୍ତି ରାଜ୍ୟ ସରକାର ।
-
ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ।
-
ଆଦିତ୍ୟ ଏଲ-୧ ସାଟେଲାଇଟ ନିର୍ଦ୍ଧାରିତ L1 ପଏଣ୍ଟର ହେଲୋ ଅର୍ବିଟରେ ପହଞ୍ଚି ସାରିଛି । ଏବେ ଆଦିତ୍ୟ ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି । ୨ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଆଦିତ୍ୟର ଯାତ୍ରା ଶେଷ ହୋଇଛି । ୪ ଶହ କୋଟି ଟଙ୍କା ଖର୍ଚ୍ଚରେ ଭାରତର ଏହି ମିଶନ ସାରା ଦୁନିଆର ସାଟେଲାଇଟକୁ ସୂର୍ଯ୍ୟଝଡ଼ରୁ ସୁରକ୍ଷା ଦେବ ।
-
ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ ବୋଲି ସୂଚନା ଦିଆଯାଇଛି।
-
ବିଲଡରଙ୍କୁ କୋଟିଏ ଟଙ୍କାର ଠକେଇ ଘଟଣାରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ସୁରଜିତ ଧଳଙ୍କ ବାନ୍ଧିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) । ବିଲଡର କଳିଙ୍ଗ କେଶରୀ ରଥଙ୍କ ଅଭିଯୋଗ ଆଧାରରେ ଓ୍ୱେବ୍ ପୋର୍ଟାଲ‘ରିପୋଟର୍ସ ଟୁଡେ’ ଓ ଖବର କାଗଜ ‘ମହାଭାରତ’ ମାଲିକ ସୁରଜିତ ଧଳଙ୍କୁ ଗିରଫ କରାଯାଇଥିବା ଅର୍ଥନୈତିକ ଅପରାଧ ଶାଖା ପ୍ରେସ ବିବୃତିରେ ଜଣାଇଛି।
-
ଆସନ୍ତା ୧୭ ତାରିଖରେ ବହୁପ୍ରତୀକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ସମଗ୍ର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ।
-
ଭାରତ ପ୍ରଥମ ଏବଂ ବିଶ୍ବର ଦ୍ବିତୀୟ ସୂର୍ଯ୍ୟ ଅଭିଯାନ ନିଜ ଲକ୍ଷ୍ୟପଥର ନିକଟତର ହେଉଛି। ଆଜି ଅର୍ଥାତ ଶନିବାର ଅପରାହ୍ଣ ୪ଟାରେ ଏହା ସୂର୍ଯ୍ୟଙ୍କ ଲାଗରେଞ୍ଜ ତଥା ହେଲୋ ଅର୍ବିଟ (ଏଲ୍-୧) ପଏଣ୍ଟରେ ପ୍ରବେଶ କରିବ। ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ ଏହି ସୂଚନା ଦେଇଛନ୍ତି।
-
କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ଼ୋଙ୍କ ସରକାରୀ ବିମାନ ଦ୍ବିତୀୟ ଥର ପାଇଁ ଯାନ୍ତ୍ରିକ ତ୍ରୁଟିର ଶିକାର ହୋଇଛି। ମିଳିଥିବା ସୂଚନାନୁସାରେ, ଡିସେମ୍ବର ୨୬ ତାରିଖରେ ନିଜର ପରିବାର ସହ ଛୁଟି ମନାଇବାକୁ ଜାମାଇକାର ଏକ ବିଳାସପୂର୍ଣ୍ଣ ହୋଟେଲ୍କୁ ଯାଇଥିଲେ।
-
ଚୀନ୍ ବେଆଇନ ଭାବେ ଏବେ ଉତ୍ତର-ପୂର୍ବ ଭୁଟାନରେ ପ୍ରବେଶ କରିଥିବା ଜଣାପଡ଼ିଛି। ଏକ ନୂତନ ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି ଯେ ଭୁଟାନର ସାଂସ୍କୃତିକ ମହତ୍ତ୍ୱ ଥିବା ବେୟୁଲ୍ ଖେନ୍ପାଜୋଙ୍ଗରେ ଏକ ନଦୀ ଉପତ୍ୟକାରେ କିଛି ମାସ ମଧ୍ୟରେ ଚୀନ୍ ଏକ ଟାଉନସିପ୍ ନିର୍ମାଣ କରିଛି।
-
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ନେତା ଅମର ଅଟନ୍ତି ଏବଂ ତାଙ୍କୁ ନ୍ୟାୟିକ ନିର୍ଦ୍ଦେଶ ମାଧ୍ୟମରେ ସ୍ୱୀକୃତି ଦେବାର ଆବଶ୍ୟକତା ନାହିଁ ବୋଲି ଶୁକ୍ରବାର ସୁପ୍ରିମ୍କୋର୍ଟ କହିଛନ୍ତି।
-
ଗତ ଜାନୁଆରି ୨ ତାରିଖରେ ଲେବାନନର ରାଜଧାନୀ ବେରୁତରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ ହମାସର ଉପନେତା ସାଲେହ ଅଲ୍-ଆରୁରି ନିହତ ହୋଇଥିଲେ। ଲେବାନନର ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ୍ଲା ହମାସ କମାଣ୍ଡରଙ୍କ ମୃତ୍ୟୁ ପାଇଁ ଇସ୍ରାଏଲକୁ ଦାୟୀ କରିଛି।
-
ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଅପରାଧିକ ପୃଷ୍ଠଭୂମି ଯୋଗୁ ଚରିତ୍ରଗତ ପ୍ରମାଣପତ୍ର ରଦ୍ଦ କରିବା ଉଚିତ ନୁହେଁ। ଏଭଳି ବ୍ୟକ୍ତିଙ୍କୁ କାରଣ ଦର୍ଶାଇବାକୁ କିମ୍ବା ତାଙ୍କ ଅଭିଯୋଗର ଶୁଣାଣି କରିବାର ସୁଯୋଗ ଦିଆଯିବା ଆବଶ୍ୟକ।
-
ବମ୍ବେ ହାଇକୋର୍ଟ କହିଛନ୍ତି ଇଣ୍ଡଷ୍ଟ୍ରିଆଲ ଏମ୍ପ୍ଲୟମେଣ୍ଟ ଆକ୍ଟ, ୧୯୪୬ ଷ୍ଟାଣ୍ଡିଂ ଅର୍ଡର ଆକ୍ଟର ଧାରା ୧୦-ଏ ଅନୁଯାୟୀ ନିଲମ୍ବନ ସମୟରେ ଜଣେ କର୍ମଚାରୀ ନିର୍ବାହ ଭତ୍ତା ପାଇବାକୁ ହକଦାର।
-
ମୁମ୍ବାଇର ଏକ କୋର୍ଟ ଜଣେ ବ୍ୟାଡମିଣ୍ଟନ କୋଚଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନାବାଳିକେ ବ୍ୟାଡମିଣ୍ଟନ ଖେଳାଳି ଙ୍କ ପିଠିରେ ପିଟିବା ଏବଂ ବକ୍ଷସ୍ଥଳରେ ହାତ ରଖିବା ଅପରାଧ ପାଇଁ ଏହି ଦଣ୍ଡ ଦିଆଯାଇଛି।
|
361 |
Y |
|
1190 |
07-01-2024 |
English |
-
The President of France, Emmanuel Macron, has been invited to attend India's Republic Day celebrations.
-
A court here has allowed AAP leader Sanjay Singh, arrested in a money laundering case linked to the alleged Delhi excise scam, to physically visit the returning officer for the Rajya Sabha election in connection with the filing of nomination papers.
-
Defence Minister Rajnath Singh is set to embark upon a three-day visit to the UK from Monday, seen as significant to the bilateral partnership in the sphere of defence and security as the last ministerial level visit took place 22 years ago.
-
In yet another twist in the Hi-Tech Hospital AC compressor blast and the subsequent major goofup in identification of the dead bodies, the man who was declared dead four days ago and found to be alive later, succumbed to his burn injuries Saturday, officials of the hospital said.
-
In yet another success for its space programme, India’s first solar mission craft Aditya-L1 Saturday reached its destination, the L1 point, about 1.5 million kilometres from Earth from where it will orbit the Sun and study our star’s wonders, uninterrupted by eclipses and occultations.
-
Chief Minister Naveen Patnaik launched virtually Saturday projects worth more than `120 crore which will boost the sports development in Sambalpur district. He inaugurated the Burla Indoor Stadium and laid the foundation stones for the Sambalpur Football Academy and the Sambalpur University Sports Complex, including a hockey stadium.
-
Credit to agriculture, MSME and Women Self Help Groups (WSHGs) is a pre-requisite for building a strong economy, said Chief Minsiter Naveen Patnaik here Saturday while giving cash awards to ‘Champion Banks’ for providing credit to these sectors.
-
Around 800 Bengali writers will read out their compositions and participate in sessions at a fiveday literary meet and little magazine fair here, starting from January 10, in Kolkata officials said Saturday
-
A day after a mob assaulted ED officers during a raid at the residence of TMC leader Shahjahan Sheikh in West Bengal, the Central agency Saturday issued a lookout notice for him, an official said.
-
India has recorded 756 new cases of Covid, while the number of active cases of the infection stood at 4,049, the health ministry said on Sunday.
-
Jet Airways founder Naresh Goyal, an accused in the alleged fraud of `538 crore at Canara Bank, Saturday told a special court here with “folded hands” that he had “lost every hope of life” and it will be “better if he dies in jail” than living in his present condition.
-
The National Investigation Agency (NIA) Saturday attached four properties owned by members of the Lawrence Bishnoi organised terror-crime syndicate in three states, an official said.
-
A Varanasi court Saturday fixed January 24 for deciding whether to make public the sealed Archeological Survey of India (ASI) report on the Gyanvapi mosque complex survey and provide copies to the parties.
-
Aviation regulator DGCA Saturday directed domestic airlines to immediately carry out inspection of emergency exits of all Boeing 737-8 Max planes in their fleet. The directive comes in the wake of the Alaska Airlines incident involving Boeing 737 -9 Max aircraft. On Friday, the Alaska Airlines plane’s outer section, including a window, fell off mid-air.
-
Defending champions Odisha Juggernauts became the third side to enter the semifinals of the Ultimate Kho Kho (UKK), edging past Gujarat Giants 30-27 here Saturday
|
380 |
Y |
|