# |
Date |
Type |
Current Affairs |
No. Of Views |
Status |
Action |
1591 |
07-06-2023 |
Odia |
-
କଟକ ରେଭେନ୍ସା ପଡିଆରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏସସିବି ହସ୍ପିଟାଲ ଯାଇ ସେଠାରେ ୫୮ ଆହତ ଯାତ୍ରୀ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।
-
ସୁନ୍ଦରଗଡ଼ ଗ୍ରାମ୍ୟ ପୂର୍ତ୍ତ ଡିଭିଜନର ଯନ୍ତ୍ରୀଙ୍କ ଘରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ସୁନ୍ଦରଗଡ଼ ଓ ଭଦ୍ରକର ୭ ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ସଞ୍ଜୟ ବେହେରାଙ୍କ ବନ୍ତ ସ୍ଥିତ ନିଜ ପୈତୃକ ଘରେ, ଶଶୁର ଘର ସିଂଢୋଲ ଏବଂ ଭଦ୍ରକ ସ୍ଥିତ ବାସ ଭବନରେ ରେଡ ଚାଲିଛି। ଚଢ଼ାଉରେ ସାମିଲ ଅଛନ୍ତି ୪ ଡ଼ିଏସପି, ୧୦ ଇନିସ୍ପେକ୍ଟର, ୪ ଏଏସଆଇ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ।
-
ସ୍ବାସ୍ଥ୍ୟସେବାରେ ଓଡ଼ିଶା ଛୁଇଁଛି ଆଉ ଏକ ମାଇଲଖୁଣ୍ଟ। ଆଜି ୧୨୦୫ ଜଣ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୂଆ ୧୨୦୫ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି ।
-
ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା, ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଆହତ ହୋଇ ନ ଥିବା ସତ୍ୱେ ମାନସିକ ଆଘାତ ପାଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହାସହ ସମସ୍ତ ମୃତାହତଙ୍କ ପରିବାରକୁ ୪ ମାସ ଯାଏଁ ମାଗଣା ରାସନ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।
-
୨୦୧୧ ଜାନୁଆରି ୨୧ରେ ମନରେଗା ଦୁର୍ନୀତି, ୨୦୧୪ ମେ’ ୯ରେ ଚିଟଫଣ୍ଡ ଦୁର୍ନୀତି, ୨୦୧୫ ଜାନୁଆରି ୨୧ରେ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଠାବ କରିବା ପାଇଁ ସିବିଆଇକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ତିନିଟି ମାମଲାରୁ ଦୁଇଟିର ତଦନ୍ତ ସିବିଆଇ ଶେଷ କରିଥିବା ବେଳେ ଚିଟ୍ଫଣ୍ଡ ଦୁର୍ନୀତି ଏବେ ବି ଜାରିରହିଛି।
-
କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ୍ ଫ୍ରେମୱାର୍କ (ଏନ୍ଆଇଆର୍ଏଫ୍)-୨୦୨୩ରେ ଦେଶରେ ଶ୍ରେଷ୍ଠ କଲେଜ ବର୍ଗରେ ଦିଲ୍ଲୀର ମିରାଣ୍ଡା ହାଉସ କଲେଜ ପୁଣିଥରେ ପ୍ରଥମ ସ୍ଥାନ ଅଧିକାର କରିଛି।
-
ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଆନ୍ଧ୍ର ପ୍ରଦେଶକୁ ୧୨,୮୧୧. ୧୫ କୋଟି ଟଙ୍କା ମଂଜୁର କରିଛି।
-
ଦୁନିଆର ଏକଛତ୍ରବାଦୀ ଶାସକ ଭାବେ ପରିଚିତ ଆଡଲଫ ହିଟଲରଙ୍କ ଏକ ସ୍ୱତନ୍ତ୍ର ପେନ୍ସିଲକୁ ପ୍ରାୟ ୮୧ ଲକ୍ଷ ଟଙ୍କାରେ ନିଲାମ କରାଯାଇପାରେ। ଏକ ରିପୋର୍ଟ ଅନୁଯାୟୀ, ଏହି ପେନ୍ସିଲ୍ ତାଙ୍କୁ ତାଙ୍କ ପ୍ରେମିକା ଇଭା ବ୍ରାନ୍ ଉପହାର ଦେଇଥିଲେ।
-
ବିଶିଷ୍ଟ ଉଦ୍ୟୋଗପତି ତଥା ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀ ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ବିଷୟରେ ଖବର ପାଇ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ଶିକାର ହୋଇଥିବା ପୀଡ଼ିତ ପରିବାର ପାଇଁ ୬ମାସ ପର୍ଯ୍ୟନ୍ତ ମାଗଣାରେ ରାସନ ଦିଆଯିବ ବୋଲି କହିଛନ୍ତି ।
-
ଏକ ହାଇପରସୋନିକ କ୍ଷେପଣାସ୍ତ୍ର ନିର୍ମାଣ କରିଥିବା ଇରାନ ଦାବି କରିଛି , ଯାହାକି ଶବ୍ଦର ବେଗଠାରୁ ୧୫ ଗୁଣ ବେଗରେ ଗତି କରିପାରିବ । ଇରାନ ଏଭଳି ଏକ ସମୟରେ ଘୋଷଣା କରିଛି ଯେତେବେଳେ ଆମେରିକା ସହ ତାହାର ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି ।
-
ଦୁଇ ହଜାର ପ୍ରାଥମିକ କୃଷି କ୍ରେଡିଟ ସୋସାଇଟିକୁ ପ୍ରଧାନ ମନ୍ତ୍ର ଜନ ଔଷଧୀ କେନ୍ଦ୍ର ଖୋଲିବାକୁ ଅନୁମତି ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
-
ସରକାର ପୁନର୍ବାର କୁସ୍ତିଯୋଦ୍ଧାମାନଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି।
-
କର୍ନାଟକ ବିଧାନ ପରିଷଦର ୩ଟି ଆସନ ପାଇଁ ନିର୍ବାଚନ ଆୟୋଗ ମଙ୍ଗଳବାର ତାରିଖ ଘୋଷଣା କରିଛନ୍ତି। ଏହି ଆସନଗୁଡିକ ପାଇଁ ଜୁନ ୩୦ରେ ମତଦାନ ଅନୁଷ୍ଠିତ ହେବ.
-
ବୁଥ୍ସ୍ତରରେ ଏଣିକି ଛାତ୍ର କଂଗ୍ରେସର ସକ୍ରିୟ ପ୍ରତିନିଧି ନିଯୁକ୍ତ ହେବେ। ତୃଣମୂଳସ୍ତରରୁ ଲଢ଼େଇକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ୪୦ ହଜାର ବୁଥ୍ରେ ଛାତ୍ର କଂଗ୍ରେସ ପ୍ରତିନିଧି ନିଯୁକ୍ତ କରିବ।
-
ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ୨୦୨୩ ମେ ମାସରେ ୫,୧୯, ୪୭୪ ୟୁନିଟ୍ ମୋଟର ସାଇକେଲ ବିକ୍ରି କରିଛି। ଏପରିକି ୨୦୨୨ ମେ’ ମାସ ତୁଳନାରେ କମ୍ପାନୀର ବିକ୍ରି ଅଭିବୃଦ୍ଧି ୭% ରହିଛି।
-
ଦକ୍ଷିଣ ୟୁକ୍ରେନ୍ ଓ ରୁଷିଆ ମଝିରେ ଥିବା ଏକ ବୃହତ୍ ଡ୍ୟାମ୍କୁ ମଙ୍ଗଳବାର ଟାର୍ଗେଟ କରାଯାଇଛି। ଫଳରେ ଏହାର ଏକ ବଡ଼ ଅଂଶ ଭୁଶୁଡ଼ିପଡ଼ିଛି।
-
ବାଲେଶ୍ବର ଜିଲା ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ । ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ।
-
ସମୟ ସହିତ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆରେ ସମ୍ମାନ ହାସଲ କରିଛି ବୋଲି କହିଛନ୍ତି ଭାରତୀୟ ବ୍ୟାଟର ବିରାଟ କୋହଲି। ପୂର୍ବରୁ ଅଷ୍ଟ୍ରେଲିଆ ଭାରତକୁ ଏହାର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଗଣୁଥିଲା।
-
ମହିଳା ଏସିଆ କପ୍ ଜୁନିୟର ହକିରେ ଭାରତୀୟ ଦଳ କୋରିଆ ସହିତ ପଏଣ୍ଟ ବାଣ୍ଟିଛି। ୨-୦ରେ ପଛୁଆ ରହିଥିବା ବେଳେ ଦଳ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍ ଡ୍ର ରଖିବାରେ ସମର୍ଥ ହୋଇଥିଲା।
|
473 |
Y |
|
1592 |
07-06-2023 |
English |
-
Union Civil Aviation Minister Jyotiraditya Scindia on Wednesday said that 200-220 more airports, heliports and water aerodromes will be built in the country over the next five years.
-
Union minister Anurag Thakur presented a written proposal to protesting wrestlers after a five-hour meeting today. It assured completion of investigation against the wrestling federation chief by June 15, but had no word on his arrest.
-
The Uttar Pradesh government has undertaken a major upgradation, renovation and beautification work for temples and religious sites in Prayagraj, ahead of the 2025 Maha Kumbh.
-
The addition of ‘trust’ and ‘distrust’ buttons on social media, alongside standard ‘like’ buttons, could help reduce the spread of misinformation, finds a new experimental study.
-
The Reserve Bank of India’s rate-setting Monetary Policy Committee (MPC) began deliberations Tuesday amid expectations that the central bank will keep the benchmark interest rates unchanged at 6.5 per cent on the back of easing retail inflation and the need to push economic growth.
-
Chief Election Commissioner Rajiv Kumar has inaugurated the new hostel block at the India International Institute of Democracy and Election Management (IIIDEM) in Delhi.
-
National Institutional Ranking Framework (NIRF): IIT Madras remained the best educational institution in overall rankings for the fifth consecutive term.
-
The bye-elections to the Karnataka Legislative Council will be held on June 30, the Election Commission of India announced on Tuesday. The by-polls are being held after three members -- Laxman Savadi, Baburao Chinchansur and R Shankar -- resigned to contest the Assembly elections in the state. Only Savadi won the election.
-
The deep depression over the Arabian Sea is likely to turn into a severe cyclonic storm called Biparjoy in the next 24 hours, and will most likely make landfall in Pakistan.
-
The Central Bureau of Investigation has registered a case to probe Balasore train accident.
-
A day after NIA Special Court Mohali, declared Arshdeep Singh Dala a Proclaimed Offender in a targeted killing conspiracy case, NIA raided several premises connected with associates of Canada-based individual designated terrorist in Punjab and Haryana.
-
The internet ban in Manipur which was imposed amid violence on May 3 has been extended till June 10. Nearly 98 people were killed and 310 others were injured in the ethnic violence in the state. Around 10,000 Army and Assam Rifles personnel have been deployed to bring back peace.
-
The government has decided to allow two thousand Primary Agricultural Credit Societies PACS to open Pradhan Mantri Bhartiya Jan Aushadhi Kendras across the country.
-
Central Board of Film Certification (CBFC) has launched its revamped website and the new mobile app in Mumbai. CBFC Chairman Prasoon Joshi launched the website and the newly developed mobile app.
-
Actress Anna Shay, popular for her role in series 'Bling Empire', died due to a stroke at the age of 62.
-
President Droupadi Murmu has been conferred with Suriname’s highest civilian award by President Chandrikapersad Santokhi.
-
Pakistan has issued 215 visas to Sikh pilgrims from India to facilitate their participation at an event to be held on the eve of the 'martyrdom day' of Guru Arjan Dev. The annual festival will be held in Pakistan from June 8 to June 17.
|
437 |
Y |
|
1593 |
06-06-2023 |
Odia |
-
ଭାରତ ଆର୍ଥିକ ବର୍ଷ ୨୦୨୯-୩୦ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୬.୬ ପ୍ରତିଶତ ହାରରେ ଆଗକୁ ବଢ଼ିବ। ଏସିଆର ଅନ୍ୟ କୌଣସି ଦେଶ ଭାରତ ଭଳି ଦ୍ରୁତ ଗତିରେ ଆଗକୁ ବଢ଼ିପାରିବେ ନାହିଁ। ଏଭଳିକି ଚୀନ୍ ବି ଭାରତ ପାଖାପାଖି ପହଞ୍ଚିପାରିବନି।
-
ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି ଯେ ମୌସୁମୀ ଆସିବାରେ ଆହୁରି ୨-୩ ଦିନ ଲାଗିଯିବ । ଏହି ହିସାବରେ ଓଡ଼ିଶାକୁ ମୌସୁମୀ ଆସୁ ଆସୁ ଜୁନ ୧୭ ଟପିଯିବ ।
-
ଆଇଆରସିଟିସି ୱେବସାଇଟ୍ ଅନୁଯାୟୀ, ୨୦୨୧ ନଭେମ୍ବର ପହିଲାରୁ ସମସ୍ତ ଟିକସକୁ ମିଶାଇ ପ୍ରିମିୟମ ଯାତ୍ରୀ ପିଛା ୩୫ ପଇସା ରହିଛି। ଅର୍ଥାତ୍ ରେଳ ଯାତ୍ରା ବୀମା ପାଇଁ ଯାତ୍ରୀଙ୍କୁ ମାତ୍ର ୩୫ ପଇସା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ବଦଳରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ମିଳୁଛି ।
-
ବାରଣାସୀର ‘ଏମପି-ଏମଏଲଏ କୋର୍ଟ’ ଅବଧେଶ ରାୟ ହତ୍ୟା ମାମଲାରେ ସୋମବାର ରାୟ ଶୁଣାଇଛନ୍ତି। ଏହି ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
-
ପ୍ରେସମିଟରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୭୫ରେ ସ୍ଥିର ଅଛି । ମୃତଦେହ ଚିହ୍ନଟ ଏବଂ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ଏ ଯାଏ ୧୭୦ ଜଣଙ୍କ ମୃତଦେହ ଚିହ୍ନଟ ସରିଲାଣି । ଆହତଙ୍କ ଚିକିତ୍ସା ପାଇଁ ରକ୍ତର ଅଭାବ ନାହିଁ ବୋଲି ମୁଖ୍ୟ ସଚିବ ସ୍ପଷ୍ଟ କରିଛନ୍ତି। ସାରା ଓଡ଼ିଶାର ଲୋକେ ସ୍ବତଃପ୍ରବୃତ ଭାବେ ରକ୍ତ ଦେଇ ଚାଲିଛନ୍ତି।
-
ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟରେ ସମ୍ପର୍କର ପରିବର୍ତ୍ତନ ଯୋଗୁ ଲିଭ୍ ଇନରେ ରହୁଥିବା ଶହ ଶହ ଯୁବବର୍ଗଙ୍କ ପାର୍ଇ ବିପଦ ସୃଷ୍ଟି ହୋଇଛି। ଫଳରେ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହୋଇଛି । ବିପଦକୁ ଅନୁଭବ କରି ଏଭଳି ଯୁବବର୍ଗମାନେ ସୁରକ୍ଷା ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଆବେଦନ କରିଛନ୍ତି। ଗତ ଚାରି ଦିନ ଧରି ହାଇକୋର୍ଟରେ ଏହି ପ୍ରସଙ୍ଗରେ ବିତର୍କ ଚାଲିଛି, କିନ୍ତୁ ବିଚାରପତିମାନେ ନିଷ୍ପତ୍ତ ନେବା ସ୍ଥିତିରେ ପହଞ୍ଚି ପାରି ନାହାନ୍ତି।
-
‘ମହାଭାରତ’ ସିରିଏଲରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟାଲଙ୍କର ୭୯ ବର୍ଷ ବୟସରେ ଦେହାନ୍ତ ହୋଇଛି।
-
ଧାରଣାରୁ ଓହରିଯିବା ରିପୋର୍ଟକୁ ଭୁଲ ବୋଲି ବର୍ଣ୍ଣନା କରି ସାକ୍ଷୀ ମଲିକ କହିଛନ୍ତି ଯେ ଏହି ଖବର ସଂପୂର୍ଣ୍ଣ ଭୁଲ ଅଟେ। ନ୍ୟାୟ ସଂଗ୍ରାମରେ ଆମ ମଧ୍ୟରୁ କେହି ପଛଘୁଞ୍ଚା ଦେଇ ନାହାଁନ୍ତି କିମ୍ବା ଏହା ମଧ୍ୟ କରିବେ ନାହିଁ। ସତ୍ୟଗ୍ରାହ ସହିତ ମୁଁ ରେଳବାଇରେ ମୋର ଦାୟିତ୍ୱ ପୂରଣ କରୁଛି। ଆମେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରି ରହିଛି। ଦୟାକରି କୌଣସି ଭୁଲ ଖବର ପ୍ରସାରଣ କରନ୍ତୁ ନାହିଁ ବୋଲି ସେ କହିଛନ୍ତି।
-
ଛତିଶଗଡ଼ର ବିଜାପୁରରେ ପୁଣିଥରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରିଛନ୍ତି ମାଓବାଦୀ।ସୋମବାର ସକାଳେ ବିଜାପୁରରେ ଆଇଇଡି ବିସ୍ଫୋରଣରେ ତିନି ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି।
-
ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ପହଞ୍ଚିଥିଲା ଯେତେବେଳେ ଲିଭ ଇନରେ ରହୁଥିବା ୧୦୦ ଦମ୍ପତି ବିବାହ କରିଥିଲେ ମଧ୍ୟ ବିଭିନ୍ନ ସମୟରେ ସୁରକ୍ଷା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ସେମାନେ ପୂର୍ବରୁ ବିବାହ କରିସାରିଛନ୍ତି, କିନ୍ତୁ ଛାଡପତ୍ର ନ ହୋଇ ଅନ୍ୟ ସମ୍ପର୍କରେ ରହିବାକୁ ଲାଗିଲେ। ଏହାର ଫଳାଫଳ କ’ଣ ହେବ ସେମାନେ ଚିନ୍ତା କରି ନାହାନ୍ତି। ବର୍ତ୍ତମାନ ହାଇକୋର୍ଟ ଏଭଳି ମାମଲା ରୁଜୁ କରି ଶୁଣାଣି ଆରମ୍ଭ କରିଛନ୍ତି।
-
ଚାଇନା ଏହାର ଆପତ୍ତିଜନକ କାର୍ଯ୍ୟ ବନ୍ଦ କରୁ ନାହିଁ। ଫଳରେ ତାଇଓ୍ବାନର ବିବାଦୀୟ ଅଞ୍ଚଳରେ ଆମେରିକା ସହିତ ସ୍ଥିତି ମୁହାଁମୁହିଁ ହେବାରେ ଲାଗିଛି। ଚାଇନା କ୍ରମାଗତ ଭାବରେ ଆମେରିକାକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି।
-
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଆମେରିକାରେ ମେ’ ମାସରେ ପ୍ରାୟ ୪,୦୦୦ ଲୋକଙ୍କ ଚାକିରି ଛଡ଼ାଇନେଇଛି। ଚ୍ୟାଲେଞ୍ଜର, ଗ୍ରେ ଆଣ୍ଡ କ୍ରିଷ୍ଟମାସ୍ ପକ୍ଷରୁ ଜାରି ମାସିକ ରିପୋର୍ଟରେ ଏହା କୁହାଯାଇଛି।
-
ଦୀର୍ଘଦିନ ହେବ ତୁର୍କୀରେ ରାଷ୍ଟ୍ରପତି ଥିବା ରେସେପ ତୈୟପ ଏର୍ଦୋଗନ ତାଙ୍କର ତୃତୀୟ କାର୍ଯ୍ୟକାଳ ପାଇଁ ରାଷ୍ଟ୍ରପତି ପଦର ଶପଥ ନେଇଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ଆମେରିକା ଗସ୍ତ ପୂର୍ବରୁ କଂଗ୍ରେସ ନେତା ସାମ ପିଟ୍ରୋଡା କହିଛନ୍ତି ବିଶ୍ୱର ବହୁ ଜନବହୁଳ ଦେଶର ପ୍ରଧାନମନ୍ତ୍ରୀ ସବୁ ସ୍ଥାନରେ ସମ୍ମାନର ଯୋଗ୍ୟ ଏବଂ ସେ ଏଥିପାଇଁ ଗର୍ବିତ।
-
ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଭାଗିତା ବୃଦ୍ଧି ଲାଗି ମହତ୍ତ୍ୱାକାଂକ୍ଷୀ ୫ ବର୍ଷୀୟା ରୋଡ୍ମ୍ୟାପ୍ ଉପରେ ସୋମବାର ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି।
-
ଭାରତ ଜନ୍ମିତ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ ବିକ୍ରମ ପଟେଲ ହାର୍ଭାର୍ଡ ମେଡିକାଲ ସ୍କୁଲ(ଏଚ୍ଏମ୍ଏସ୍)ର ଗ୍ଲୋବାଲ ହେଲ୍ଥ ଆଣ୍ଡ ସୋସିଆଲ ମେଡିସିନ ବିଭାଗର ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।
-
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ୍) ୨୦୨୩ ପ୍ରକାଶ ପାଇଛି।ଶ୍ରେଷ୍ଠ ୧୦୦ କଲେଜ ବର୍ଗରେ ଓଡ଼ିଶାର ଗୋଟିଏ ବି ଶିକ୍ଷାନୁଷ୍ଠାନ ନାହିଁ। ଶ୍ରେଷ୍ଠ ୫୦ ଗବେଷଣା ଅନୁଷ୍ଠାନ ବର୍ଗରେ ଏନଆଇଟି ରାଉରକେଲା ୨୯ତମ ସ୍ଥାନ, କିଟ୍ ୪୪ତମ ଏବଂ ସୋଆ ୪୯ତମ ସ୍ଥାନରେ ରହିଛି। ଶ୍ରେଷ୍ଠ ୩୦ ଆର୍କିଟେକଚର ଆଣ୍ଡ ପ୍ଲାନିଂରେ ଏନଆଇଟି ରାଉରକେଲା ୮ମ ସ୍ଥାନରେ ଏବଂ ଶ୍ରେଷ୍ଠ ୪୦ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ବର୍ଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ୨୨ତମ ସ୍ଥାନରେ ରହିଛନ୍ତି।
-
ଇଚିଅନ (ଦକ୍ଷିଣ କୋରିଆ)ରେ ଚାଲିଥିବା ୨୦ ବର୍ଷରୁ କମ୍ ଏସିଆନ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ରେ ସିଦ୍ଧାର୍ଥ ଚୌଧାରୀ ଭାରତ ପାଇଁ ତୃତୀୟ ସ୍ବର୍ଣ୍ଣ ପଦକ ଆଣିଦେଇଛନ୍ତି।
-
ଜର୍ମାନୀର ସୁଲ୍ଠାରେ ଚାଲିଥିବା ଆଇଏସଏସ୍ଏଫ୍ ଜୁନିୟର ଶୁଟିଂ ବିଶ୍ୱକପ୍ରେ ଭାରତର ଧନୁଷ ଶ୍ରୀକାନ୍ତ ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
-
ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସ୍ପିନରଙ୍କ ପାଇଁ ଅନୁଷ୍ଠିତ ୧୫ ଦିନିଆ ଶିବିର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଭେଙ୍କଟପତି ରାଜୁଙ୍କ ତତ୍ତ୍ୱାବଧାନରେ ସୋମବାର ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି।
|
443 |
Y |
|
1594 |
06-06-2023 |
English |
-
Veteran actor and filmmaker Sarabjeet Singh alias ‘Gufi’ Paintal Gufi was 78 and best remembered for his role as the cunning ‘Shakuni Mama’ in the mega-teleserial by the late BR Chopra, ‘Mahabharat’ (1988- 1990) which was died.
-
Just three days after the triple train tragedy in Balasore, a goods train of a private company derailed in Bargarh district, officials said Monday.
-
Asserting that none of the protesting wrestlers have backed down, Olympic medallists Sakshi Malik and Bajrang Punia Monday said they will continue their fight for justice and rubbished reports of their withdrawal from the protest as attempts to sabotage the movement.
-
A court in Varanasi Monday awarded life sentence to gangster politician Mukhtar Ansari for the murder of a Congress leader’s brother, Awadhesh Rai, more than 30 years ago.
-
The Government Medical College & Hospital, Bhawanipatna in Kalahandi district has been rechristened as ‘Saheed Rendo Majhi Medical College and Hospital’ in the honour of the great freedom fighter of the western Odisha district.
-
Chief Secretary Pradeep Kumar Jena said his government has no intention to hide the deaths in the Balasore train crash and the entire rescue operation was being conducted in full public view. Reacting to allegations that the death toll was being manipulated, he said Odisha believes in transparency.
-
Facing an uphill task of preserving the bodies of those killed in the Balasore train accident, AIIMS-Bhubaneswar has procured at least five deep freezer containers from Paradip Port to prevent further decay of the mortal remains of the deceased.
-
The Siksha ‘O’ Anusandhan (SoA) Deemed to be University jumped to 26th ranking while Kalinga Institute of Industrial Technology (KIIT) jumped to 29th rank in the National Institutional Ranking Framework (NIRF), 2023, which was released by the Union Education ministry Monday.
-
Over 200 Indian fishermen, who were in Pakistan jails, returned to their homeland in Vadodara Sunday night.
-
The Indian Institute of Technology (IIT) Madras retained the top spot among institutes in the country for the fifth consecutive year, while the Indian Institute of Science (IISc) Bengaluru was adjudged the best university and research institution, according to the Ministry of Education's National Institutional Ranking Framework (NIRF).
-
Around 60 Afghan girls were hospitalised after being poisoned at their school in northern Afghanistan, police said Monday.
-
Moscow said Monday it had thwarted a major Ukrainian offensive in the south of Ukraine’s Donetsk region but Russia’s main mercenary leader said Russian forces had lost ground around Bakhmut further north.
-
Ashok Gehlot government's big-ticket promise - cooking gas cylinders at ₹ 500 - came into effect today, barely six months away from the assembly elections in Rajasthan.
-
India can reduce its pollution by over 40 per cent by not using fossil fuels like petrol and diesel, while the country imports crude oil worth ₹ 16 lakh crore every year, Union Minister Nitin Gadkari said.
-
The Enforcement Directorate (ED) on Monday said it has seized ₹ 2.74 crore worth assets of a Kolkata-based business family which allegedly held a Swiss bank account and whose name figured in the Panama Papers leak.
-
The state's Budget will be tabled on July 7, Karnataka Chief Minister Siddaramaiah said on Monday.
-
Embattled Adani Group Monday said it has repaid loans aggregating $2.65 billion to complete a prepayment programme to cut overall leverage in an attempt to win back investor trust post a damning report of a US short seller.
-
The government has mopped up Rs 4,185 crore through a three per cent stake sale in state-run Coal India. The holding of the government has come down to 63.13 per cent in the coal producer after the offer-forsale (OFS), CIL said in a stock exchange filing.
-
Star Australia batter Steve Smith Monday expressed his concerns over the future of the five-day game ahead of the World Test Championship (WTC) final against India beginning here Wednesday.
-
India's top wrestlers - Sakshee Malikkh, Vinesh Phogat and Bajrang Punia - have denied reports that they have withdrawn from the protest.
|
458 |
Y |
|
1595 |
05-06-2023 |
Odia |
-
ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରୁ କୋହିନୂର ହୀରା ନେଇ ଯାଇଥିଲା ବୋଲି ରାଜ ପରିବାର ମାନିଛି। ଏହି ମୂଲ୍ୟବାନ ହୀରାକୁ ଦେବା ପାଇଁ ମହାରାଜ ଦିଲୀପ ସିଂହଙ୍କୁ ବାଧ୍ୟ କରାଯାଇଥିଲା। ଏବେ ବ୍ରିଟେନ ‘ଟାୱାର ଅଫ ଲଣ୍ଡନ’ରେ ରାଜ ପରିବାରର ଅଳଙ୍କାରଗୁଡିକର ପ୍ରଦର୍ଶନୀ ଲାଗିଛି।
-
ବାହାନଗା ରେଳ ଦୁର୍ଘଟଣାର ହେବ ସିବିଆଇ ତଦନ୍ତ। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
-
ବାଲେଶ୍ୱର ବାହାନାଗା ରେଳ ଦୁର୍ଘଟଣା ସହିତ ଜଡିତ ୧୭୦ ମୃତ ଶରୀରକୁ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ରଖାଯାଇଛି ।
-
ବାହାନଗାଠାରେ ହୋଇଥିବା ଛାତିଥରା ଟ୍ରେନ ଦୁର୍ଘଟଣାର କାରଣ ସିଗ୍ନାଲିଂ ତ୍ରୁଟି ବୋଲି ରେଳବାଇ ଏହାର ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି। ଦୁର୍ଘଟଣାର କାରଣ ସଂପର୍କରେ ସୂଚନା ଦେବା ପାଇଁ ରେଳ ବୋର୍ଡ ପକ୍ଷରୁ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।
-
ଓଡ଼ିଶାର ବାଲେଶ୍ବରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ନେଇ ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନି ଗଭୀର ଶୋକ ପ୍ରକାଶ କରିଛନ୍ତି ।ଏହି ଦୁର୍ଘଟଣାରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କର ବିଦ୍ୟାଳୟ ଶିକ୍ଷା ଦାୟିତ୍ବ ଆଦାନୀ ଗ୍ରୁପ ଗ୍ରହଣ କରିବ ବୋଲି ସେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।
-
ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ନିର୍ମାଣାଧୀନ ଅଗୁୱାନି-ସୁଲତାନଗଞ୍ଜ ସେତୁର କିଛି ଅଂଶ ଭୁଶୁଡି ପଡିଛି । ସ୍ଥାନୀୟ ଲୋକଙ୍କ ଦ୍ବାରା ସୁଟିଂ ହୋଇଥିବା ସେତୁ ଭୁଶୁଡି ପଡିବା ସମୟର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି ।
-
ମଣିପୁରର ବିଭିନ୍ନ ଅଞ୍ଚଳରେ ଜାତିଆଣ ହିଂସାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଜାତୀୟ ରାଜପଥ-୨ରେ ବଡ଼ ଧରଣର ଅବରୋଧ ଦେଖିବାକୁ ମିଳିଛି।
-
ବାଲେଶ୍ବର ରେଳ ଦୁର୍ଘଟଣା ପୀଡ଼ିତ ଲୋକମାନଙ୍କ ପ୍ରତି ସହାୟତାର ହାତ ପହଞ୍ଚିବାରେ ଲାଗିଛି । ଏହି ଦୁର୍ଘଟଣାରେ ଅନାଥ ହୋଇଥିବା ପିଲାଙ୍କୁ ମାଗଣାରେ ପାଠ ପଢାଇବେ ବୋଲି କହିଛନ୍ତି କ୍ରିକେଟ ଖେଳାଳି ବୀରେନ୍ଦ୍ର ସେହୱାଗ ।
-
ଜ୍ଞାନବାପି ଶୃଙ୍ଗର ଗୌରୀ ମାମଲାର ମୁଖ୍ୟ ପକ୍ଷବାଦୀ ତଥା ବିଶ୍ୱ ବୈଦିକ ସନାତନ ସଂଘର ପ୍ରତିଷ୍ଠାତା ଜିତେନ୍ଦ୍ର ସିଂହ ବିସେନ ଜ୍ଞାନବାପି ସହ ଜଡ଼ିତ ସମସ୍ତ ମାମଲାରୁ ଓହରିବା ନେଇ ଘୋଷଣା କରିଛନ୍ତି।
-
ମହାରାଷ୍ଟ୍ରର ଜଙ୍ଗଲ ଓ ସଂସ୍କୃତି ମନ୍ତ୍ରୀ ସୁଧୀର ମୁନଙ୍ଗନ୍ତୀୱର ଆଜି କହିଛନ୍ତି ଯେ ସିମେଣ୍ଟରେ ତିଆରି କାନ୍ଥ ଭାଙ୍ଗିପାରେ, କିନ୍ତୁ ସିନ୍ଦେ-ଫଡନାଭିସଙ୍କ ଗଠବନ୍ଧନ ଭାଙ୍ଗିବ ନାହିଁ |
-
ଚୀନର ମହାକାଶ ଷ୍ଟେସନ୍ ନିର୍ମାଣ ପାଇଁ ଦୀର୍ଘ ୬ ମାସ ଧରି ଚାଲିଥିବା ଅଭିଯାନ ଶେଷ କରିବା ପରେ ୩ ଜଣ ଚୀନ୍ ମହାକାଶଚାରୀ ରବିବାର ସେନଜୋ-୧୫ ମାନବବାହୀ ମହାକାଶଯାନରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି।
-
ଟ୍ରେନ କଲିଜନ ଆଭଏଡାନ୍ସ ସିଷ୍ଟମ (ଟିସିଏଏସ୍) ବା ‘କବଚ’ର ପରୀକ୍ଷଣ ଗତବର୍ଷ ରେଳମନ୍ତ୍ରୀଙ୍କ ଦ୍ବାରା ହୋଇଛି। ୨୦୨୪ ସୁଦ୍ଧା ଏହି ପ୍ରଯୁକ୍ତି ଟ୍ରେନଗୁଡ଼ିକରେ ଲାଗିପାରେ ବୋଲି ରେଳ ମନ୍ତ୍ରାଳୟର ପ୍ରବକ୍ତା ଅମିତାଭ ଶର୍ମା ଶନିବାର କହିଛନ୍ତି।
-
ରିହାତିରେ ରୁଷ୍ରୁ ମିଳୁଥିବା ତେଲକୁ ଭାରତ ହାତ ଛଡ଼ା କରିବାକୁ ଚାହୁନାହିଁ। ପ୍ରତି ମାସରେ ଏହା ଅଧିକରୁ ଅଧିକ ତେଲ କିଣୁଛି। ମେ’ ମାସରେ ରୁଷ୍ ତେଲ କିଣାରେ ରେକର୍ଡ ହୋଇଛି। ଏହି ମାସରେ ଭାରତ ୪୨ ପ୍ରତିଶତ ତେଲ ରୁଷ୍ରୁ କିଣିଛି।
-
ଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶର ସମସ୍ତ ୧୨ଟି ସରକାରୀ ବ୍ୟାଙ୍କ ଲାଭ କରିଛନ୍ତି। ତେଣୁ ସରକାର ଏଥର ସେମାନଙ୍କଠାରୁ ଦୁଇ ଗୁଣା ଅଧିକ ଲାଭାଂଶ ପାଇବେ ବୋଲି ଆଶା କରାଯାଉଛି।
-
ସାହାରା ଇଣ୍ଡିଆ ଲାଇଫ୍ ଇନ୍ସ୍ୟୁରାନ୍ସକୁ ଏସ୍ବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ କଂପାନି ଲିମିଟେଡ୍ କିଣିବ। ସାହାରା ଇଣ୍ଡିଆ ଲାଇଫ୍ର ସମସ୍ତ ପଲିସି ଓ ସମ୍ପତ୍ତିକୁ ଏସ୍ବିଆଇ ଲାଇଫ୍ ଅଧିଗ୍ରହଣ କରିବ।
-
ଶିଳ୍ପପତି ରତନ ଟାଟାଙ୍କ ଟାଟା ଗ୍ରୁପ୍ ଗୁଜରାଟର ସାନନ୍ଦରେ ଇଲେକ୍ଟ୍ରିକ୍ ଗାଡ଼ି ବ୍ୟାଟେରି ତିଆରି କରିବା ଲାଗି ଏକ କାରଖାନା ସ୍ଥାପନ କରିବ। ସେଥିରେ କଂପାନି ୧୩ ହଜାର କୋଟି ଟଙ୍କା ନିବେଶ କରିବ।
-
ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ବୀମା ସୁବିଧା ରହିଛି। କିନ୍ତୁ ଏକଥା ବୋଧହୁଏ ଅନେକ ଜାଣି ନଥାନ୍ତି। ଆଇଆରସିଟିସି ଯାତ୍ରୀମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ଯୋଗାଇ ଦେଇଥାଏ।
-
କେନ୍ଦ୍ର ଓ ରାଜ୍ୟ ସରକାର ମୃତକ ଓ ଗୁରୁତର ଆହତଙ୍କ ପରିବାର ପାଇଁ ସ୍ଥାୟୀ ମାସିକ ଆୟର ବ୍ୟବସ୍ଥା କରିବାକୁ ସୁଦ ଦାବି କରିଛନ୍ତି। ଏଥିସହ ଜନସାଧାରଣଙ୍କୁ ମଧ୍ୟ ପୀଡ଼ିତଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଅଭିନେତା ଅନୁରୋଧ କରିଛନ୍ତି।
-
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଓ ୟୁନିଭର୍ସାଲ୍ ଯୋଗ ସ୍ପୋର୍ଟସ୍ ଫେଡେରେସନ୍ର ମିଳିତ ସହଯୋଗରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଦୁଇଦିନିଆ ନ୍ୟାସନାଲ ଯୋଗ ସ୍ପୋର୍ଟ୍ସ ଚାମ୍ପିଅନସିପ୍-୨୦୨୩ ଉଦ୍ଯାପିତ ହୋଇଯାଇଛି। ଯେଉଁଥିରେ ଭାରତର ୨୨ଟି ରାଜ୍ୟରୁ ୩୫୦ରୁ ଊର୍ଦ୍ଧ୍ବ ଯୋଗ ଆଥଲେଟ୍ ଅଂଶଗ୍ରହଣ କରିଥିଲେ।
-
ଦକ୍ଷିଣ କୋରିଆର ୟେଞ୍ଚିଅନ୍ରେ ରବିବାରଠାରୁ ଆରମ୍ଭ ହୋଇଥିବା ୨୦ ବର୍ଷରୁ କମ୍ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଚମତ୍କାର ଢଙ୍ଗରେ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ଦିବସରେ ୨ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକରୁ ଅଭିଯାନ ଆରମ୍ଭ କରିଛନ୍ତି। ଯୁବ ପ୍ରତିଭା ରୋଜାନା ମଲ୍ଲିକ ହୀନା ମହିଳା ୪୦୦ ମିଟର୍ ଦୌଡ଼ରେ ୫୩.୩୧ ସେକେଣ୍ଡ୍ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ।
|
443 |
Y |
|
1596 |
05-06-2023 |
English |
-
The railways Sunday sought a CBI inquiry into the Balasore train crash, hours after Minister Ashwini Vaishnaw said the ‘root cause’ of the accident and the people behind the ‘criminal’ act have been identified.
-
Chief Minister Naveen Patnaik Sunday announced an ex gratia of `5 lakh to the family members of the people from the state killed in the triple train accident at Bahanaga Bazar near Balasore.
-
Odisha police Sunday appealed to all sections to desist from circulating rumours giving a communal colour to Balasore’s triple train accident.
-
Expressing grief over the tragedy, the Life Insurance Corporation (LIC) has announced to support those affected and expedite settlement claims to provide financial relief. Siddhartha Mohanty,
-
Noted actor Sulochana Latkar ,the well-known actor of Marathi and Hindi cinema died due to a prolonged illness at a hospital in Mumbai at the age of 94 years.
-
An under-construction bridge over the Ganga river collapsed in Bihar Sunday, portions of which were deliberately destroyed in a planned fashion under expert advice as it had design flaws, claimed state government officials.
-
The Uttar Pradesh social welfare department has come up with an ‘Elder Line’ 14567 service to rescue aged destitute and help them find shelter in old age homes. The initiative is a brain child of Minister of state (Independent Charge) for Social Welfare Asim Arun, who had earlier headed the emergency helpline 112 as an Additional Director General.
-
The Centre Sunday set up a Commission of Inquiry, headed by former chief justice of the Gauhati High Court Ajai Lamba, to probe the recent series of violence in Manipur that claimed more than 80 lives.
-
Ukrainian President Volodymyr Zelenskyy said Sunday that Russia’s war, now in its 16th month, has killed at least 500 Ukrainian children. Zelenskyy provided the number hours after rescue workers found the body of a 2-year-old girl who died in one of the latest Russian strikes.
-
The Reserve Bank of India (RBI) will maintain the policy repo rate at 6.5 per cent during its upcoming June 8 announcement, considering the easing of retail inflation in April and the potential for further decline, indicating the effectiveness of previous policy rate actions, anticipate experts.
-
The country’s largest two-wheeler maker Hero MotoCorp has increased price of its electric scooter VIDA V1 Pro by around `6,000 in order to offset the impact of curtailed subsidy structure on electric two-wheelers coming into effect from June 1.
-
The combined market valuation of seven of the top-10 most-valued firms eroded by Rs 65,656.36 crore last week, with Reliance Industries taking the biggest hit, amid a muted trend in domestic equities.
-
Sustainable or ESG (environmental, social, and governance) focused mutual funds, which are in a nascent stage in India, have seen their asset base declining by Rs 2,020 crore in fiscal 2022-23 even as experts hope such funds will attract greater attention in coming years.
-
Salt-to-software conglomerate Tata Group signed an agreement with the Gujarat government to set up a giga-factory for manufacturing lithium-ion cells, with an estimated initial investment of around ₹ 13,000 crore.
-
One of the main litigants from the Hindu side Jitendra Singh Visen has announced that he and his family are withdrawing from all cases related Gynavapi issue due to alleged "harassment".
|
425 |
Y |
|
1597 |
04-06-2023 |
Odia |
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ମନ୍ତ୍ରକୁ କାର୍ଯ୍ୟକାରୀ କରିବାରେ ଓଡ଼୍ରାଫ୍ ଓ ଓସଡ଼ମା ଯେପରି ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି ତାହାକୁ ଯାତ୍ରୀମାନେ ମଧ୍ୟ ଭୁରିଭୁରି ପ୍ରଶଂସା କରିଛନ୍ତି। ସ୍ଥାନୀୟ ଜନସାଧାରଣ, ସ୍ୱେଚ୍ଛାସେବୀ, ବିଜୁ ଯୁବ ବାହିନୀ, ‘ଓଡ଼ିଶା-ମୋ ପରିବାର’ର ସଦସ୍ୟଙ୍କ ସହ ମିଶି ଓଡ଼୍ରାଫ୍ ଓ ଓସଡ଼ମାର ଜବାନଙ୍କ ଆପତକାଳୀନ କାର୍ଯ୍ୟ ଅନେକ ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଛି।
-
ଓଡ଼ିଶାର ବାଲେଶ୍ବରରେ ହୋଇଥିବା ଦୁର୍ଭାଗ୍ୟଜନକ ରେଳ ଦୁର୍ଘଟଣା ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶୋକବ୍ୟକ୍ତ କରିଛନ୍ତି।
-
ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅଜୟ ବଙ୍ଗା ଶୁକ୍ରବାର ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ବିଶ୍ୱ ବ୍ୟାଙ୍କର ୧୪ତମ ଅଧ୍ୟକ୍ଷ ହୋଇଛନ୍ତି। ତାଙ୍କ କାର୍ଯ୍ୟକାଳ ୫ ବର୍ଷ ରହିବ ।
-
କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ, ତାଇୱାନ ରାଷ୍ଟ୍ରପତି ତାଇ ଇଙ୍ଗ ୱେନ୍, ୟୁରୋପୀୟ ପରିଷଦ ସଭାପତି ଚାର୍ଲସ ମିସେଲ, ଅଷ୍ଟ୍ରେଲିଆ ବିଦେଶ ମନ୍ତ୍ରୀ ପେନ୍ନି ୱଙ୍ଗ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଅନ୍ୟ ପ୍ରମୁଖ ନେତାମାନେ ଏହି ଟ୍ରେନ୍ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
-
କେନ୍ଦ୍ର ସରକାର ଶୁକ୍ରବାର ୧୪ଟି ଫିକ୍ସଡ-ଡୋଜ୍ କମ୍ବିନେସନ (ଏଫ୍ଡିସି) ଔଷଧକୁ ଚିକିତ୍ସା ସମ୍ବନ୍ଧୀୟ ପ୍ରାସଙ୍ଗିକତା ଅଭାବରୁ ନିଷିଦ୍ଧ କରିଛନ୍ତି।
-
ଭୟାବହ ଟ୍ରେନ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦୦୦ ଜଣ ଲୋକଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି।
-
ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟର ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ପଶ୍ଚିମବଙ୍ଗ ସରକାର ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହାଛଡ଼ା ପ୍ରତ୍ୟେକ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ରାଜ୍ୟର ପୀଡ଼ିତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି।
-
୧୯୯୧ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଆଇଏଏସ୍ ତଥା ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ସଚିବ ସୌରଭ ଗର୍ଗଙ୍କୁ ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଟ୍ରେନଯାତ୍ରୀଙ୍କୁ ଭେଟିଛନ୍ତି। ଆହତ ବ୍ୟକ୍ତି ଓ ସେମାନଙ୍କର ସଂପର୍କୀୟଙ୍କ ସହିତ କଥା ହୋଇ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି।
-
ମହାରାଷ୍ଟ୍ର ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାଲକଲେ ବିଧାୟକ ପଙ୍କଜା ମୁଣ୍ଡେଙ୍କ ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ପଙ୍କଜା ଦଳର, କିନ୍ତୁ ଦଳ ପଙ୍କଜାଙ୍କର ନୁହେଁ।
-
ମୋବାଇଲରେ କ୍ୟାଶ୍ଲେସ୍ ଇ- ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗୁ କେଉଁଆଡ଼େ ଗଲେ ପାଖରେ ଟଙ୍କା ରଖିବା ଓ ଏହା ଚୋରି ହେବାର ଟେନ୍ଶନ୍ କମିଛି।
-
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସକାଳ ୭ଟା ସୁଦ୍ଧା ମହାପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସରିଯାଇଛି।
-
ଏଣିକି ୨୦ ବର୍ଷ ପୁରୁଣା ଉଚ୍ଚ ଶିକ୍ଷା ପ୍ରତିଷ୍ଠାନକୁ ମିଳିବ ଡିମ୍ଡି ବିଶ୍ୱବିଦ୍ୟାଳୟର ମାନ୍ୟତା l ଏ ନେଇ ଜାରି ହେଲା ଗାଇଡଲାଇନ l
-
ରାଜ୍ୟରେ ଖୁବଶୀଘ୍ର ଖୋଲିବ ୭ ଟି ନୂଆ ବିଏସସି ନର୍ସିଂ କଲେଜ । ବଲାଙ୍ଗୀର, ବାରିପଦା, ପୁରୀ, ବାଲେଶ୍ୱର, ତାଳଚେର, କୋରାପୁଟ ଓ ଯାଜପୁରରେ ଖୋଲିବ ଏହି ୭ କଲେଜ । ଏହାକୁ ମିଶାଇ କଲେଜ ସଂଖ୍ୟା ୧୫କୁ ହେବ ବୃଦ୍ଧି ।
-
ପ୍ରଥମରୁ ଅଷ୍ଟମ ସ୍କୁଲ ପିଲାଙ୍କ ପାଇଁ ଆସିଲା ପୋଷାକ ଗାଇଡଲାଇନ୍, ପ୍ରଥମରୁ ପଞ୍ଚମ ଛାତ୍ରୀଙ୍କ ପାଇଁ ରହିଲା ନୀଳ ଫ୍ରକ୍ l
-
ବେଙ୍ଗାଲୁରୁ- କନ୍ନଡ ଅଭିନେତା ନୀତିନ ଗୋପୀଙ୍କର ୩୯ ବର୍ଷ ବୟସରେ ହୃଦଘାତରେ ହେଲେ ପରଲୋକ l
-
ସାଉଥ ଅଭିନେତା ପ୍ରଭାସଙ୍କ ମୁଭି ‘ଆଦିପୁରୁଷ’ ରିଲିଜ ପୂର୍ବରୁ କଲା ଧମାଲ l ୫୦୦କୋଟି ବଜେଟରେ ନିର୍ମିତ ଆଦିପୁରୁଷ ରିଲିଜ ପୂର୍ବରୁ ୪୩୨ କୋଟି ଟଙ୍କା କଲା କଲେକ୍ସନ l ଏହି ଫିଲ୍ମଟି ଜୁନ ୧୬ରେ ରିଲିଜ୍ ହେବ।
-
ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ହେଲା ଆରମ୍ଭ l ୧୮୬ ସିଟ୍ ବିଶିଷ୍ଟ ଇଣ୍ଡିଗୋ ବିମାନ ସିଙ୍ଗାପୁର ଓ ବ୍ୟାଙ୍ଗକ୍କୁ ଭୁବନେଶ୍ୱରରୁ ସପ୍ତାହକୁ ଦୁଇଥର ଉଡ଼ାଣ ଭରିବ ।
-
ଟେଷ୍ଟ କ୍ରିକେଟରୁ ନିଜ ଅବସର ନେଇ ଘୋଷଣା କଲେ ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ତଥା ପୂର୍ବତନ ଅଧିନାୟକ ଡାଭିଡ ୱାର୍ଣ୍ଣର l
-
ଆସନ୍ତା ଜୁନ୍ ୧୭ରୁ ୨୫ତାରିଖ ପର୍ଯ୍ୟନ୍ତ ଜର୍ମାନୀର ବର୍ଲିନ୍ ଠାରେ ହେବାକୁ ଥିବା ସ୍ୱତନ୍ତ୍ର ଅଲମ୍ପିକ୍ସର ଗ୍ରୀଷ୍ମକାଳୀନ କ୍ରୀଡାରେ ଭାଗନେବା ଲାଗି ଆଠଗଠର କଳ୍ପନା ଜେନା ଓ କଟକର ପ୍ରଶିକ୍ଷିକା ସସ୍ମିତା ରାଉତରାୟ ବାସ୍କେଟବଲ କୋଚ୍ ଭାବେ ଯୋଗଦେବା ପାଇଁ ହେଲେ ମନୋନୀତ l
|
457 |
Y |
|
1598 |
04-06-2023 |
English |
-
President Droupadi Murmu has expressed grief over losing lives in the unfortunate rail accident in Balasore.
-
The Rural Development Ministry has said that about 88 per cent of the wage payment has been made through Aadhaar Based Payment Bridge System (ABPS) till May this year.
-
The triple train collision site in Odisha's Balasore at least 288 people have lost their lives and hundreds of people have been injured in the incident that took place on Friday.
-
The Odisha Health Department on Saturday said 1,175 patients have been admitted to private hospitals so far after the triple train crash in Balasore on Friday. Of these, 793 patients have been discharged while 382 patients continue to be in the hospital among which two are critical.
-
West Bengal government has granted an ex-gratia compensation of Rs5 lakh each for the families of people from the state who died in the Odisha train accident, the CMO announced on Saturday. The state government has also declared Rs1 lakh for those who sustained injuries in the incident.
-
National Council of Educational Research and Training (NCERT) has termed those reports as misleading and factually incorrect wherein it is claimed that Evolution and Periodic Table has been dropped from NCERT books.
-
Texas Governor Greg Abbott signed into law Friday a ban on treatment for transgender minors, making his state the largest in the United States to place restrictions on youth access to such care.
-
In a world where so many countries do not let you talk about sex openly, Sweden is now turning it into a sport! While many countries, even many European ones, are slow to make big moves in recognizing sex as a recreational activity, Sweden, in true trendsetter style, has not held back.
-
Government has banned 14 fixed-dose drugs as they have been found to lack therapeutic justification and may pose risks to health.
-
Manipur, the peace committee consisting of different ministers and MLAs has been formed and teams have rushed to the violence affected areas to restore normalcy there.
-
Life Insurance Corporation of India (LIC) announced many relaxations for the claim settlement process for the victims of the Odisha triple train crash.
-
Maharashtra government has signed an MoU with Bajaj Finserv under which the non-banking finance company will invest Rs5,000 crore in Pune, Deputy Chief Minister Devendra Fadnavis announced on Saturday.
-
LPG coverage in India rose from 62% in 2016 to 105.4 % in 2023.
-
For the welfare of state’s farmers, the government is going to start one Krushak Assistance for Livelihood and Income Augmentation (KALIA) Centre each in every district of Odisha, informed Agriculture & Farmers' Empowerment Minister Ranendra Pratap Swain here Saturday.
-
Nine Indian sailors of a merchant vessel who were held captive for several months by a local militia in Libya have been released, people familiar with the development said Saturday
-
The Supreme Court Saturday stayed an unusual order of the Allahabad High Court asking the head of the department of astrology of Lucknow University to decide whether a woman, an alleged rape victim, is 'manglik' or not.
-
Mizoram Deputy Chief Minister Tawnluia Friday claimed that 86 per cent of rural households in the northeastern state have been provided with tap water connections under the Centre’s Jal Jeevan Mission.
-
US Defence Secretary Lloyd Austin will pay a two-day visit to India beginning Sunday to discuss ways to further expand the bilateral strategic engagement ahead of Prime Minister Narendra Modi's trip to Washington.
-
. The G20 third Health Woking Group meeting will be held in Hyderabad from Sunday (4th June 2023).
-
President of war-torn Ukraine, Volodymyr Zelenskyy, expressed condolences over the deadly train accident in Odisha.
|
421 |
Y |
|
1599 |
03-06-2023 |
Odia |
-
ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଦୁଇ ଏକ୍ସପ୍ରେସ୍ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ଭିତରେ ହୋଇଥିବା ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶେଷ ଖବର ସୁଦ୍ଧା ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୪୦ ରେ ପହଞ୍ଚିଥିବା ବେଳେ ୯୦୦ ରୁ ଅଧିକ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟ ଡାକ୍ତରଖାନାମାନଙ୍କରେ ଭର୍ତ୍ତି କରାଯାଇଛି।
-
ଦୁର୍ଘଟଣାରେ ମୃତକଙ୍କ ପରିବାର ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏଥି ସହିତ ଗୁରୁତର ଆହତଙ୍କ ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ସହାୟତା ରାଶି ଘୋଷଣା କରାଯାଇଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣା ପରେ ଡାକ୍ତରୀ ଚିକିତ୍ସା ଦେବା ନିମନ୍ତେ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି।
-
ଭାରତରେ ରାଜଦ୍ରୋହ ଆଇନ ରହିବା ଉଚିତ। ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ୧୨୪କ ଧାରାରେ ରାଜଦ୍ରୋହ ସଂପର୍କରେ ଅବତାରଣା କରାଯାଇଛି। ତେବେ ଏହାକୁ କେଉଁସବୁ ପରିସ୍ଥିତିରେ ଲାଗୁ କରାଯିବା ଆବଶ୍ୟକ ସେଥିରେ ସଂଶୋଧନ ଅଣାଯିବା ଉଚିତ ବୋଲି ଅବସରପ୍ରାପ୍ତ ବିଚାରପତି ଋତୁରାଜ ଅୱସ୍ଥିଙ୍କ ନେତୃତ୍ବରେ ଗଠିତ ଲ’ କମିସନ ତାଙ୍କ ରିପୋର୍ଟରେ କହିଛନ୍ତି।
-
ମିଆଁମାରରୁ ପ୍ରାୟ ୩୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଛନ୍ତି ଏବଂ ରାଜ୍ୟରେ ଅଶାନ୍ତ ସ୍ଥିତି ସୃଷ୍ଟି କରୁଛନ୍ତି। ସେମାନେ ଦକ୍ଷିଣ ମଣିପୁରର ସେରୋଉ ଏବଂ ସୁଗନୁ ଗ୍ରାମରେ ପ୍ରାୟ ୪୫୦ ଘର ଜାଳି ଦେଇଛନ୍ତି।
-
ଯୌନ ଶୋଷଣ ଅଭିଯୋଗରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଗିରଫ କରିବା ଦାବି ନେଇ ଆନ୍ଦୋଳନ ଚଳାଇଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି ଖାପ୍ ପଂଚାୟତ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି।
-
୧୯୯୧ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଆଇଏଏସ୍ ତଥା ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ସଚିବ ସୌରଭ ଗର୍ଗଙ୍କୁ ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
-
ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର କୁଳପତି ବିଦ୍ୟୁତ୍ ଚକ୍ରବର୍ତ୍ତୀ କହିଛନ୍ତି ଯେ ଅମର୍ତ୍ତ୍ୟ ସେନଙ୍କଠାରୁ ଜମି ଫେରାଇ ଆଣିବା ପାଇଁ ବିଶ୍ୱବିଦ୍ୟାଳୟ ଆଇନଗତ ପଦକ୍ଷେପ ଗ୍ରହଣ କରିବ। ସେ କହିଛନ୍ତି ଯେ ଜମିର ଜବରଦଖଲକୁ ସମର୍ଥନ କରାଯାଇପାରିବ ନାହିଁ ଏବଂ ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ୍।
-
କୋର୍ଟ ସିସୋଡିଆଙ୍କୁ ଶନିବାର ୩ ଜୁନ ସକାଳ ୧୦ଟାରୁ ସନ୍ଧ୍ୟା୫ଟା ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଇ କହିଛନ୍ତି କି ଏହି ସମୟ ମଧ୍ୟରେ ସେ ତାଙ୍କ ପତ୍ନୀଙ୍କୁ ଭେଟିପାରିବେ। ଏହାସହ କୋର୍ଟ ମଧ୍ୟବର୍ତ୍ତିକାଳୀନ ଜାମିନ ଆବେଦନକୁ ନେଇ ରାୟ ସଂରକ୍ଷିତ ରଖିଛନ୍ତି।
-
ନ୍ୟାୟ ପାଇଁ ଦିଲ୍ଲୀ ଯନ୍ତରମନ୍ତରରେ ଲଢ଼େଇ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କ ସମର୍ଥନରେ ବାହାରିଛି ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଦଳ। ଆନ୍ଦୋଳନ ରତ ରେସଲରମାନଙ୍କୁ ଅସମ୍ମାନ କରାଯିବାକୁ ଟିମ୍ ସଦସ୍ୟମାନେ ଘୋର ନିନ୍ଦା କରିଛନ୍ତି।
-
ରାହୁଲ ଗାନ୍ଧୀ ଷ୍ଟାନଫୋର୍ଡ ୟୁନିଭରସିଟିରେ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ସମୟରେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ପ୍ରଶ୍ନ ଉପରେ ରାହୁଲ ଗାନ୍ଧୀ ସ୍ପଷ୍ଟ କରିଛନ୍ତି ଯେ ସେ ଏହି ପ୍ରସଙ୍ଗରେ ମୋଦି ସରକାରଙ୍କ ସହ ଅଛନ୍ତି।
-
ତାମିଲନାଡୁର ଗଲ୍ଫ୍ ଅଫ୍ ମନ୍ନାର୍ ଅଞ୍ଚଳର ଦୁଇଟି ମାଛଧରା ଡଙ୍ଗାରୁ ପ୍ରାୟ ୨୦.୨ କୋଟି ଟଙ୍କା ମୂଲ୍ୟର ୩୨.୬ କିଲୋଗ୍ରାମ ସୁନା ଜବତ କରାଯାଇଛି। ଏହି ଚୋରା ସୁନା ଶ୍ରୀଲଙ୍କାରୁ ଭାରତକୁ ଆସୁଥିଲା |
-
ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ହେବାକୁ ଥିବା ପୂର୍ବପ୍ରସ୍ତୁତି ଓ ସ୍ୱତନ୍ତ୍ର ନୀତି ପାଇଁ ଗତକାଲି ରାତି ୧୦ଟାରୁ ଆଜି ଦିନ ୨ଟା ଯାଏଁ ୧୬ ଘଣ୍ଟା ଧରି ସାଧରଣ ଲୋକଙ୍କ ପାଇଁ ଠାକୁର ଦର୍ଶନ ବନ୍ଦ ରହିବ।
-
ଏଣିକି ଇ-ସ୍କୁଟର କିଣିବା ହେବ ସହଜ, ଏସଏଚଜି ମହିଳା ଦେବେନି ଡାଉନପେମେଣ୍ଟ l ଆସନ୍ତା ୧୬ ତାରିଖରୁ ଏସଏଚଜି ମହିଳାଙ୍କୁ ଋଣ ପ୍ରଦାନ ବେଳେ ମାର୍ଜିନ ମନି ହେବ ଛାଡ଼ l
-
ଶ୍ରୀଲଙ୍କାର ଅଭିଯୋଗ, ଭାରତୀୟ ଆଇଡ୍ରପ୍ ଦ୍ବାରା ୩୫ ଲୋକଙ୍କ ଆଖିରେ ସଂକ୍ରମଣ ହୋଇଛି।
-
କର୍ଣ୍ଣାଟକରେ ଚଳିତ ଆର୍ଥିକ ବର୍ଷରୁ ମହିଳାଙ୍କୁ ମିଳିବ ମୁଣ୍ଡପିଛା ୨ ହଜାର ଟଙ୍କା ଏବଂ ବସ୍ ଯାତ୍ରା ମାଗଣା ହେବ । ଏ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଦେଲେ ସୂଚନା l
-
ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୨୨ରେ ଆମେରିକୀୟ କଂଗ୍ରେସର ମିଳିତ ବୈଠକକୁ କରିବେ ସମ୍ବୋଧିତ l
-
ଭାରତ ଚୀନ୍କୁ ସୀମାରେ ପ୍ରତିହତ କରିବା ସହ ନିଜ ସୀମାର ସୁରକ୍ଷା ପାଇଁ ଦୃଢ ପ୍ରତିବଦ୍ଧ ଥିବା ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ ମାଇକ୍ ପମ୍ପିଓ ଭାରତ କୁ ଭୁରି ଭୁରି କଲେ ପ୍ରଶଂସା l
-
ରୁଷ-ୟୁକ୍ରେନ ଯୁଦ୍ଧ ଉଗ୍ର ହେଉଛି, ୟୁକ୍ରେନର ଘନ ଘନ ଆକ୍ରମଣ ପରେ ରକ୍ତମୁଖା ରୁଷ କରୁଛି ମିସାଇଲ ମାଡ l ସମଗ୍ର ୟୁକ୍ରେନରେ ଗତକାଲି ଦେଶସାରା ହାଇଆଲର୍ଟ ହେଲା ଜାରି l
-
ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଖାଦ୍ୟ ଯୋଗାଡ କରିବାକୁ ବି ପଇସା ନାହିଁ, ସେପଟେ ଋଣ ଦେବା ପାଇଁ ମନା କରିଦେଲା ଆଇଏମଏଫ l
-
ଆରିନା ସାବାଲେଙ୍କା, ଆନାସ୍ତାସିଆ ପାଭଲ୍ୟୁଚେଙ୍କୋଭା, ଏଲିସ ମେର୍ଟେନ୍ସ, ଡାରିଆ କାସାଟ୍କିନା ପ୍ରମୁଖ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।
|
524 |
Y |
|
1600 |
03-06-2023 |
English |
-
At least 240 people were killed and more than 900 injured in a horrific triple train crash on Friday in Odisha involving the Bengaluru-Howrah Superfast Express, the ShalimarChennai Central Coromandel Express and a goods train, officials and hospital doctors said.
-
Ex-gratia compensation to the victims of this unfortunate train accident in Odisha;Rs10 Lakh in case of death,
RS 2 Lakh towards grievous and Rs 50,000 for minor injuries. — Ashwini Vaishnaw
-
As many as 48,783 candidates have been allotted ranks in their corresponding courses as per their performance in the Odisha Joint Entrance Examination, results of which were published Friday. The entrance examination was held for various technical/professional courses. This year, a total of 55,979 candidates registered for the examination, while 48,815 candidates (87%) appeared in the test.
-
A ‘khap mahapanchayat’ held here Friday demanded the arrest of Wrestling Federation of India (WFI) chief and BJP MP Brij Bhushan Sharan Singh and said if the demand is not met, farmers will take the protesting wrestlers to Delhi’s Jantar Mantar on June 9.
-
The Ayodhya district administration has denied permission to BJP MP Brij Bhushan Sharan Singh to hold a rally here June 5, an official said Friday.
-
TheOdisha state government has disbursed more than `11,600 crore to farmers under Krushak Assistance for Livelihood and Income Augmentation (KALIA) scheme since 2018.
-
Odisha State’s fish production, which was 59 lakh tonne in 2018-19, stood at 10.52 lakh tonne in 2022-23, marking a remarkable 40 per cent growth, Fisheries and Animal Resources Development (F&ARD) Minister Ranendra Pratap Swain said here, Friday.
-
For engagement of super specialists, Rs 3 crore of corpus fund, one crore each, has been placed with superintendents of 3 major medical colleges to enable them to negotiate on case to basis as per requirement namely SCB MCH, Cuttack, VIMSAR, Burla, and MKCG MCH Berhampur in Odisha .
-
Owing to abundant mango harvest in Dhenkanal this year, the district has bagged the top spot in state with production of 50,000 metric tonne mangoes.
-
The Law Commission has proposed retaining the penal provision for the offence of sedition, saying repealing it altogether can have serious adverse ramifications for the security and integrity of the country, prompting a push back by the Congress amid government assertion that the recommendations were "persuasive" and "not binding"
-
The Delhi High Court Friday permitted AAP leader Manish Sisodia, under arrest in cases related to alleged irregularities in the city government's excise policy, to meet his ailing wife at his residence on Saturday.
-
The Karnataka Cabinet Friday decided to implement the ruling Congress's five poll guarantees, without any discrimination of caste or religion, and has fixed a timeline to operationalise the schemes within this financial year, Chief Minister Siddaramaiah said.
-
A survey of calls received by the central government's National Tobacco Quit Line Services (NTQLS) has shown that most of the tobacco quitters in the country are from Uttar Pradesh.
-
Prime Minister Narendra Modi will address a joint session of the US Congress on June 22 during his official state visit to the country and will share his vision of India's future and speak on the global challenges facing the two countries, top congressional leaders announced on Friday.
-
Pakistan Friday released 200 Indian fishermen from a prison in Karachi and will hand them over to Indian authorities at the Wagah border after “due process.”
-
The Centre Friday directed edible oil associations to further reduce the maximum retail price (MRP) of major edible oils by `8-12 per litre with immediate effect, in line with the global market.
-
Cash-strapped Go First, which is undergoing voluntary insolvency resolution process, plans to restart operations with 26 planes and 152 daily flights, and has submitted the revival plan to aviation regulator DGCA, according to a source.
-
Uttarakhand Uniform Civil Code (UCC) Chairperson Justice (Retd) Ranjana Prakash Desai on Friday met Law Commission Chairman Justice (Retd) Rituraj Awasthi in Uttarakhand Sadan in the national capital.
-
For the first time in India, ambulances with 5G network will transform delivery of emergency care, where the treatment of a patient will begin in the ambulance itself as these ambulances will have the capabilities providing critical care.
-
Union Railways Minister Ashwini Vaishnaw on Friday said that Vande Bharat trains will start covering all the states by June.
|
436 |
Y |
|