Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
941 14-05-2024 Odia
  1. 1.ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଛୁଇଁବ। ଏଥିପାଇଁ ପାଗ ଅନୁକୂଳ ରହିଛି।

  2. 2.ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କ ସ୍ଥାନରେ ସେ ଉପପ୍ରଧାନମନ୍ତ୍ରୀ ଆନ୍ଦ୍ରେଇ ବେଲୋସୋଭଙ୍କୁ ନିଯୁକ୍ତ କରିଛନ୍ତି।

  3. 3.ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ଦ୍ୱୀପରେ ଆଗ୍ନେୟଗିରିରୁ ପ୍ରବାହିତ ଶୀତଳ ଲାଭାର ବନ୍ୟା ଯୋଗୁଁ ୪୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।

  4. 4.ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୯୬ଟି ଆସନରେ ୬୩.୦୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।

  5. 5.ଚତୁର୍ଥ ପର୍ଯ୍ୟାୟ ମତଦାନ ସହିତ ଲୋକସଭାର ମୋଟ୍ ୫୪୩ ଆସନ ମଧ୍ୟରୁ ୩୮୧ ଆସନ‌ରେ ଭୋଟ୍ ଗ୍ରହଣ ଶେଷ ହୋଇଛି। ପରବର୍ତ୍ତୀ ତିନିଟି ପର୍ଯ୍ୟାୟରେ ଆଉ ଅବଶିଷ୍ଟ ୧୬୨ଟି ଆସନରେ ଭୋଟ ଗ୍ରହଣ କରାଯିବ।

  6. 6.ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀ (୭୨)ଙ୍କର ପରଲୋକ ଘଟିଛି। ସେ କର୍କଟ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ଚିକିତ୍ସିତ ହେଉଥିଲେ।

  7. 7.ଗୁଜୁରାଟର ଦାଣ୍ଡି ବେଳାଭୂମିରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି | ବାସ୍ତବରେ ଗତକାଲି ପିକନିକ୍ କରୁଥିବା ସମୟରେ ଜଣେ ମହିଳା, ତାଙ୍କ ଦୁଇ ପୁଅ ଏବଂ ଭାଣେଜୀ ସମୁଦ୍ରରେ ଭାସିଯାଇଥିଲେ |

  8. 8.ମୁମ୍ବାଇରେ ପ୍ରବଳ ପବନ ଓ ବର୍ଷା ହୋଇଛି । ମହାନଗରୀର  ଘାଟକୋପରରେ ଥିବା ୧୦୦ ଫୁଟ ଲମ୍ବର ହୋର୍ଡିଂ ବାତ୍ୟା ଯୋଗୁଁ ଉପୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି।

  9. 9.୯୦ ପ୍ରତିଶତ ଅଂଶଧନ ଥିବା ଏଲ ଆଣ୍ଡ ଟି କମ୍ପାନୀର ସଭାପତି ଆର ଶଙ୍କର ରମଣ ଏହାକୁ ଗୁରୁତର ସହ ବିଚାର କରୁଛନ୍ତି। ୨୦୨୬ ପରେ ହାଇଦ୍ରାବାଦ ମେଟ୍ରୋ ପ୍ରକଳ୍ପ ବିକ୍ରୟ କରିବାକୁ ଏଲ ଆଣ୍ଡ ଟି ଯୋଜନା କରୁଛି |

  10. 10.ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ପକ୍ଷରୁ ମଧ୍ୟ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୩.୬୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

  11. 11.ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଆସନ୍ତା ନଭେମ୍ବର ୧୦ରେ ତାଙ୍କ ପଦରୁ ଅବସର ନେବେ। ସେ ୯ ନଭେମ୍ବର ୨୦୨୨ରେ ଭାରତର ୫୦ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

  12. 12.ଆଇଟିଆଇଜିଏ ଆସିଆନ ଇଣ୍ଡିଆ ଟ୍ରେଡ ଇନ୍‌ ଗୁଡ୍ସ ଏଗ୍ରିମେଣ୍ଟ(ଏଆଇଟିଆଇଜିଏ )ର ସମୀକ୍ଷା ପାଇଁ ଚତୁର୍ଥ ଯୁଗ୍ମ କମିଟି ବୈଠକ ମେ ୭ରୁ ୯ ମଧ୍ୟରେ ମାଲେସିଆର ପୁଟ୍ରାଜୟାଠାରେ ଅନୁଷ୍ଠିତ ହୋଇଯାଇଛି।

  13. 13.୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର କୋଇଲା ଆମଦାନୀ ୭.୭% ବୃଦ୍ଧି ହୋଇ ୨୬୮.୨୪ ମେଟ୍ରେିକ୍‌ ଟନ୍‌ (ଏମଟି)ରେ ପହଞ୍ଚିଛି।

  14. 14.ବୋଲେରୋରୁ ୨.୬୫ ଲକ୍ଷ ଜବତ ହୋଇଛି। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଛି। ଶ୍ୟାମାଖୁଣ୍ଟା ବ୍ଲକ ରଙ୍ଗମାଟିଆ ଛକରେ ଯାଞ୍ଚବେଳେ ଜବତ ହୋଇଥିଲା।

  15. 15.ଗଞ୍ଜାମ ଜିଲାରେ ମତଦାନ ସମୟରେ କାର୍ଯ୍ୟରେ ଅବହେଳା ଯୋଗୁଁ ୩ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

320 Y
942 14-05-2024 English
  1. 1.The first phase of Lok Sabha and Assembly elections in Odisha Monday was peaceful barring some sporadic incidents of violence, with a voter turnout of over 64 per cent, officials said. The electoral fate of 280 candidates contesting in four Lok Sabha seats and 28 Assembly segments in the first phase was sealed in the EVM.

  2. 2. A voter turnout of over 64 per cent was recorded Monday in the fourth phase of the Lok Sabha elections covering 96 constituencies spread over 10 states and Union territories, with scattered incidents of violence reported in West Bengal and Andhra Pradesh.

  3. 3.A day before filing his nomination papers from the Varanasi Lok Sabha seat, Prime Minister Narendra Modi held a six-kilometre-long roadshow Monday evening and said the warmth and affection of people is “unbelievable”.

  4. 4.More than 9,600 children were wrongly incarcerated in adult prisons across India between January 1, 2016, and December 31, 2021, a new study has found.

  5. 5.India’s retail inflation rate eases slightly in April, partly due to lower fuel prices, although food prices remained elevated .

  6. 6.Governor Raghubar Das appointed Dr Manash Ranjan Sahoo as vice-chancellor (VC) of Odisha University of Health Sciences (OUHS) here, Monday.

  7. 7.Congress leader Rahul Gandhi and party president Mallikarjun Kharge will visit Odisha May 15 and May 16, respectively to address election rallies.

  8. 8.The Supreme Court Monday dismissed a plea seeking removal of Arvind Kejriwal as the Delhi chief minister after his arrest in a money laundering case, holding that the petitioner had no legal right to seek his ouster.

  9. 9.The Delhi government has informed the high court here that 143 toilets have been constructed in the national capital for exclusive use by transgender persons.

  10. 10. In a goodwill gesture, India has decided to extend vital budgetary support to the Maldives government with the rollover of a $50 million Treasury Bill for another year on the Maldivian government’s special request, it was announced Monday.

  11. 11.Finance Minister Nirmala Sitharman said Monday that India has fared relatively well compared with other countries as far as the government debt to GDP ratio is concerned and the country is the third least indebted nation among low- and middle-income countries (LMIC)

  12.  12.Varun Beverages Ltd, a franchise partner of PepsiCo, Monday reported a 25 per cent rise in consolidated profit after tax at `547.98 crore in the first quarter ended March 2024.

  13. 13.Online food delivery firm Zomato Ltd Monday reported a consolidated net profit of `175 crore in the March quarter on the back of higher revenue.

  14. 14.Star Indian javelin throwers Neeraj Chopra and Kishore Jena have been given direct entry into the Federation Cup finals here May 15, having already bettered the minimum qualification mark of 75m multiple times in their careers.

  15. 15.An academically-inclined child is a dream realised in most Indian households and that’s why Olympic-bound runner Jyothika Sri Dandi aspired to be a doctor before she realised that her father would be happier seeing her excel in sports.

314 Y
943 13-05-2024 Odia
  1. 1.ଅଷ୍ଟାଦଶ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଆଜି (ସୋମବାର) ସକାଳେ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୋଟ ୧୭୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।

  2. 2.ଭାରତୀୟ ଜେଲ୍‌ଗୁଡ଼ିକରେ ଆଇନର ବିରୁଦ୍ଧାଚରଣ କରି ପ୍ରାୟ ୯୬୦୦ ଶିଶୁ (୧୮ ବର୍ଷରୁ କମ୍‌)ଙ୍କୁ ରଖାଯାଇଥିଲା ବୋଲି ଲଣ୍ଡନ ସ୍ଥିତ ସଂସ୍ଥା ‘ଆଇପ୍ରୋବୋନୋ’ର ଏକ ରିପୋର୍ଟରୁ ଜଣାପଡିଛି ।

  3. 3.ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ ମସିହାରେ ହୋଇଥିଲା। ସେହି ସମୟରେ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ୨୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ୨୦୨୪ ସାଧାରଣ ନିର୍ବାଚରେ ଏହି ସୀମା ୯୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି।

  4. 4. ରୁଷ୍-ୟୁକ୍ରେନ ଯୁଦ୍ଧ କାରଣରୁ ଆମେରିକା ସମେତ ଅନେକ ୟୁରୋପୀୟ ଦେଶ ମସ୍କୋ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲେ। ଏହି କାରଣରୁ ସମଗ୍ର ବିଶ୍ୱ ରୁଷିଆଠାରୁ ଅଶୋଧିତ ତୈଳ ଓ ଗ୍ୟାସ କିଣିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲା ।

  5. 5.ନ୍ୟୁୟର୍କର ଭାରତୀୟ କନସୁଲେଟ୍ ଜରୁରୀକାଳୀନ ଆବଶ୍ୟକତା ପାଇଁ ଛୁଟିଦିନରେ ମଧ୍ୟ ଖୋଲା ରହିବାକୁ ଘୋଷଣା କରିଛି। ୧୦ ମେ’ରୁ ଛୁଟିଦିନରେ ଏହା ଅପରାହ୍ନ ୩ ଟାରୁ ୪ ଟା ପର୍ଯ୍ୟନ୍ତ ଖୋଲା ରହିବ।

  6. 6.ଉତ୍ତର ପ୍ରଦେଶର ଝାନ୍‌ସୀରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିବାହ ପାଇଁ ବରଯାତ୍ରୀ ଧରି ଯାଉଥିବା ବେଳେ ବରଙ୍କ ସମେତ ୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବରଙ୍କ ନାମ ‌ଆକାଶ ଅହିରୱାର ଥିବା ବେଳେ ବୟସ ୨୫ ହୋଇଥିଲା।

  7. 7.ଲଦାଖ୍‌ର ଗଲୱାନ ଘାଟିରେ ୨୦୨୦ରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ପରେ ଦେଶରେ ଚୀନ୍ ବିରୋଧୀ ପରିବେଶ ସୃଷ୍ଟି ହୋଇଥିଲା।

  8. 8.ବୈଦେଶିକ ସଂସ୍ଥାଗତ ନିବେଶକମାନେ ଭାରତୀୟ ଷ୍ଟକ୍ ବଜାରରୁ ୧୦ ଦିନ ମଧ୍ୟରେ ୧୭ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ‌

  9. 9.ଲୋକଙ୍କ ପାଖରେ ସ୍ମାର୍ଟଫୋନ ଉପଲବ୍ଧ ହେବା କାରଣରୁ ଡିଜିଟାଲ ବା ୟୁପିଆଇ କାରବାର ସହଜ ହୋଇଯାଇଛି। ଅନ୍‌ଲାଇନ୍‌ରେ ବା ୟୁପିଆଇରେ ଅର୍ଥ ସ୍ଥାନାନ୍ତରଣ ଏବଂ ଜିନିଷ କିଣାକିଣି ଆଖି ପିଛୁ‌ଳାକେ ହୋଇପାରୁଛି।

  10. 10.ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଗସ୍ତରେ ଆସିବେ ରାହୁଲ।

  11. 11.ପାକିସ୍ତାନ ଟେଲିକମ ଅପରେଟରମାନେ ଶନିବାର ୫୦୦୦ କାର୍ଡ ମଧ୍ୟରୁ ୩୫୦୦ରୁ ଅଧିକ ଅଣ-ଫିଲର (ବ୍ୟକ୍ତିବିଶେଷ ଯେଉଁମାନେ ଆୟକର ରିଟର୍ଣ୍ଣ ଦାଖଲ କରନ୍ତି ନାହିଁ) ଙ୍କର ମୋବାଇଲ ଫୋନ ସିମ ଅବରୋଧ ବା ବ୍ଲକ କରିଛନ୍ତି।

  12. 12.ନେପାଳର ‘ଏଭରେଷ୍ଟ ମ୍ୟାନ୍‌’ ଭାବରେ ଜଣାଶୁଣା କାମି ରୀତା ଶେର୍ପା ରବିବାର ୨୯ତମ ଥର ପାଇଁ ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଉପରକୁ ଚଢ଼ି ନିଜର ରେକର୍ଡ ଭାଙ୍ଗିଛନ୍ତି।

  13. 13.୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର କୋଇଲା ଆମଦାନୀ ୭.୭% ବୃଦ୍ଧି ହୋଇ ୨୬୮.୨୪ ମେଟ୍ରେିକ୍‌ ଟନ୍‌ (ଏମଟି)ରେ ପହଞ୍ଚିଛି।

  14. 14.୧୦ ନିୟୁତ ଘରକୁ ସୌର ପ୍ୟାନେଲ ଯୋଗାଇବାରେ ସାହାଯ୍ୟ କରିବା ପାଇଁ ସରକାର ସୌର ପ୍ୟାନେଲ ସ୍ଥାପନ ଏବଂ ପରିଚାଳନାରେ ପାରଦର୍ଶୀ ଥିବା ୧୦୦,୦୦୦-ଶକ୍ତିଶାଳୀ କର୍ମଜୀବୀ ପ୍ରସ୍ତୁତ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି।

  15. 15.ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରି ବୈଜୟନ୍ତ ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପୂର୍ବତନ ପ୍ରଶାସକ ତଥା ଏବେକାର ପଲିଟିସିଆନ୍ ହ୍ୟାଣ୍ଡଲର ଯେଉଁଭଳି ଏବେ କଣ୍ଢେଇ ଭାବେ ନଚୋଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ।

  16. 16.ଶେଷ ହେବାକୁ ଯାଉଛି ଜେମ୍ସ ଆଣ୍ଡରସନ ଯୁଗ। ଇଂଲଣ୍ଡର କିମ୍ବଦନ୍ତୀ ତଥା ଭେଟରାନ ସ୍ପିଡଷ୍ଟର ଜେମ୍ସ ‌ଆଣ୍ଡରସନ ଟେଷ୍ଟ କ୍ରିକେଟରୁ ନେବେ ଅବସର। ଆଜି ସେ ଏ ସମ୍ପର୍କରେ ଘୋଷଣା କରିଛନ୍ତି।

  17. 17.ହରିଆଣାରେ ଜାରି ରହିଛି ରାଜନୈତିକ ସଙ୍କଟ। ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ ୩୦ ଜଣ କଂଗ୍ରେସ ବିଧାୟକଙ୍କ ଦସ୍ତଖତ ମାଗିଛନ୍ତି, ତେଣୁ ଫ୍ଲୋର ଟେଷ୍ଟ ଶୀଘ୍ର ହୋଇପାରେ ବୋଲି ଖଟ୍ଟର ଦାବି କରିଛନ୍ତି।

  18. 18.ଜୁନ ୧ ଯାଏ ଅନ୍ତରୀଣ ଜାମିନ ପାଇଥିବା କେଜ୍ରିୱାଲ ଆଜି କହିଛନ୍ତି, “୨୦ ଦିନ ପରେ ମୋତେ ଜେଲ ଫେରିବାକୁ ପଡ଼ିବ। ଯଦି ଆପଣମାନେ ଝାଡ଼ୁ (ଆପର ନିର୍ବାଚନୀ ଚିହ୍ନ)କୁ ବାଛିବେ, ତା’ହେଲେ ମୋତେ ଆଉ ଜେଲ ଯିବାକୁ ପଡ଼ିବ ନାହିଁ।”

  19. 19.'ଇସ୍ରାଏଲ୍‌ର ଅସ୍ତିତ୍ୱ ପ୍ରତି ଯଦି କୌଣସି ବିପଦ ଆସେ ତେବେ ଏହାକୁ ସହ୍ୟ କରାଯିବ ନାହିଁ। ଆମେ କାହାକୁ ଛାଡିବୁ ନାହିଁ। ପରମାଣୁ ବୋମା ପକାଇ ଉଡାଇ ଦେବୁ।' ହମାସ ସହ ଯୁଦ୍ଧ ଭିତରେ ଇସ୍ରାଏଲକୁ ଏଭଳି କିଛି ଧମକ ଦେଇଛି ଇରା

  20. 20.ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ୫ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ଏହି ବିଜୟ ସହ ଚେନ୍ନାଇ ପ୍ଲେଅଫର ନିକଟତର ହୋଇଛି

303 Y
944 13-05-2024 English
  1. 1.Nepal’s legendary mountaineer Kami Rita Sherpa made history Sunday by breaking his record for the highest number of ascents of Mt Everest as he scaled the world’s highest peak for the 29th time. The 54-year-old veteran climber reached the 8,849-metre peak at 7.25am local time Sunday.

  2.  2.The representation of women in the ongoing Lok Sabha polls continues to remain dismally low, as only about 12 per cent of the candidates in the fifth phase are female, according to an analysis by poll rights body ADR.

  3. 3.According to Indian Meteorological Department (IMD) centre here, rainfall activities are very likely to occur over several districts in the state till May 19. IMD also issued yellow warning for next five day.

  4. 4.Manipur Chief Minister N Biren Singh Sunday said 2,480 illegal immigrants were detected in the northeastern state in 2023 but the campaign was cut short after violence broke out May 3 last year.

  5. 5.Polling for four Lok Sabha constituencies and 28 assembly seats in Odisha began  Monday, amid stringent security measures, officials said. Voting started at 7 am in Berhampur, Koraput, Nabarangpur, and Kalahandi parliamentary constituencies along with 28 assembly segments within the jurisdiction of these Lok Sabha seats. Polling will continue.

  6. 6. Polling is underway in all 17 Lok Sabha constituencies in Telangana Monday, officials said. 

  7. 7.Chennai Super Kings Sunday clinched a five-wicket win over Rajasthan Royals in a low-scoring thriller to brighten their IPL playoffs qualification chances in Chennai Sunday.

  8.  8.Eight hospitals and the IGI Airport in Delhi received bomb threats through emails Sunday,

  9. 9.The Trinamool Congress Sunday lodged a complaint with the EC against National Commission for Women Chairperson Rekha Sharma, accusing her of being "one of the major conspirators" of incidents in Sandeshkhali .

  10. 10.The Enforcement Directorate has summoned Jharkhand Rural Development Minister and Congress leader Alamgir Alam for questioning in a money laundering case May 14, official sources said Sunday.

  11.  11.In a purported video that surfaced from Sandeshkhali, a local BJP leader was heard saying that over 70 women had received Rs 2,000 each for taking part in protests against local TMC satrap Shahjahan Sheikh .

  12. 12.Special security arrangements have been made in polling booths located in left wing extremist (LWE) affected areas of Odisha going to polls May 13, Director General of Police (DGP) Arun Sarangi said Sunday.

  13.  13.Former Chief Election Commissioner OP Rawat Sunday described 'NOTA' as having a ‘symbolic’ impact and said if it gets more than 50 per cent votes in a seat, only then a thought could be given to make it legally effective on poll results.

  14. 14.India informed the United Nations Forum on Forests (UNFF) that it has made significant advancements in forest conservation and management, leading to a consistent increase in forest cover over the past 15 years.

  15. 15.A whopping 89 per cent of Indian mothers are concerned about the screen time of their children, according to a report Sunday.

  16. 16.Large public sector companies have spent a little over `50,200 crore towards capital expenditure in April FY25 alone, which is 6.46 per cent of their full fiscal target of `7.77 lakh crore, an official said.

  17. 17.Gold Exchange Traded Fund (ETF) witness a net outflow of ` 396 crore last month, making it the first withdrawal after March 2023, owing to profit booking.

  18.  18.Subbamma Jasti has become India’s oldest women billionaire, as per the real-time billionaires’ list by Forbes. Jasti marked her debut on the Forbes list last month when her net worth touched $1.1 billion.

  19. 19.Chennai Super Kings stayed in contention for a place in the IPL play-offs with a five-wicket win over Rajasthan Royals after pacer Simarjeet Singh exemplified the home team’s discipline with the ball with career-best figures of 3/26 here Sunday.

  20. 20. Indian track athlete K M Deeksha set a new national record in the women’s 1,500m while Avinash Sable finished second in men’s 5,000m event at the Sound Running Track Fest in Los Angeles.

292 Y
945 12-05-2024 Odia
  1. 1.ମିଳିତ ଜାତିସଂଘରେ ଇସ୍ରାଏଲର ରାଷ୍ଟ୍ରଦୂତ ଗିଲାଡ୍ ଏର୍ଡାନ୍ ପାଲେଷ୍ଟାଇନକୁ ଅତିରିକ୍ତ ଅଧିକାର ଦେବା ପାଇଁ ହୋଇଥିବା ମତଦାନକୁ ବିରୋଧ କରି ସାଧାରଣ ସଭାରେ ମିଳିତ ଜାତିସଂଘ ଚାର୍ଟର(ସନନ୍ଦ) କପି ଚିରିଦେଇଛନ୍ତି।

  2. 2.ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ଆତଙ୍କବାଦୀଙ୍କ ଉପରେ ପାକିସ୍ତାନ ସେନା ଦୁଇଟି ଏୟାର ଷ୍ଟ୍ରାଇକ୍ କରିଛି। ଗୋଟିଏ ଏୟାରଷ୍ଟ୍ରାଇକ୍ ଆଫଗାନିସ୍ତାନ ଭିତରେ କରାଯାଇଥିବାବେଳେ ୨ୟଟି ଆଫଗାନିସ୍ତାନକୁ ଲାଗିଥିବା ପାକିସ୍ତାନ ସୀମାନ୍ତ ଅଂଚଳରେ କରାଯାଇଛି । 

  3. 3.ଜଣେ ଆଦିବାସୀ ମହିଳା ମେଘାଳୟର ପ୍ରଥମ ପୁଲିସ ମହାନିର୍ଦେଶକ (ଡିଜିପି)ହେବାକୁ ଯାଉଛନ୍ତି। ୧୯୯୨ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଈଦାଶିଶା ନୋଙ୍ଗ୍ରାଙ୍ଗଙ୍କୁ ଶନିବାର ସରକାର ଏହି ପଦରେ ନିଯୁକ୍ତି ଦେଇଛନ୍ତି।

  4. 4.ପ୍ରଜ୍ବଳ ରେବନ୍ନା ସେକ୍ସ ଭିଡିଓ ମାମଲାରେ ବିଜେପି ନେତା ଦେବରାଜେ ଗୌଡ଼ା ଶୁକ୍ରବାର ରାତିରେ ଗିରଫ ହୋଇଛନ୍ତି। ପୁଲିସ ଅନୁଯାୟୀ ଦେବରାଜେ ଗୌଡ଼ା ଜଣେ ଓକିଲ ଯିଏ କି ଭିଡିଓ ଭାଇରାଲ୍‌ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।

  5. 5.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ ଚାହିଁଲେ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ରାସ୍ତାରେ ଭେଟିବେ, କିନ୍ତୁ ରାଜଭବନ ଯିବେ ନାହିଁ,।

  6.  6.ନିଜେ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚାଞ୍ଚଲ୍ୟକର ବୟାନର ଜବାବ ଦେଇ କହିଛନ୍ତି ଯେ ବିଜେପିର ସମ୍ବିଧାନରେ କୁହାଯାଇନାହିଁ ଯେ ୭୫ ବର୍ଷ ବୟସ ପରେ କୌଣସି ଦଳର ନେତା ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। 

  7.  7.ବିବାଦରେ ଫଶିଗଲେ ବେବୋ। ଗର୍ଭଧାରଣ ଯାତ୍ରାକୁ ନେଇ ପ୍ରକାଶ କରିଥିବା ଏକ ପୁସ୍ତକର ଶୀର୍ଷକରେ ‘‘ବାଇବେଲ୍‌’’ ଶବ୍ଦ ଲେଖି ବିବାଦରେ ଫଶିଗଲେ ଅଭିନେତ୍ରୀ କରୀନା କପୁର। ଏଥିପାଇଁ ତାଙ୍କୁ ମଧ୍ୟପ୍ରଦେଶର ହାଇକୋର୍ଟରୁ ନୋଟିସ୍‌ ମିଳିଛି।

  8. 8.ବରଗଡ଼ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଅବ୍ୟବସ୍ଥାକୁ ସଜାଡ଼ିବା ପାଇଁ ସରକାର ବଦଳାଇବାକୁ ନିବେଦନ କରିଛନ୍ତି ।

  9. 9.ମାୟାବତୀ ଏକ  ସାଧାରଣ ସଭାରେ ଏକତ୍ରିତ ହୋଇଥିବା ପ୍ରବଳ ଜନସମାଗମରୁ ସମସ୍ତ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ ବିଜେପି ଉପରେ ତୀବ୍ର ମୌଖିକ ଆକ୍ରମଣ କରିଥିଲେ। ସେ କହିଥିଲେ ଯେ ଯଦି ଇଭିଏମ  ଜାଲିଆତି ନ ହୁଏ ତେବେ ଏଥର ସରକାର ବଦଳିବ ।

  10. 10ଋତୁସ୍ରାବ ସମୟରେ ସବୈତନିକ ଛୁଟି ପାଇଁ ଜାତିସଂଘରେ ଓଡ଼ିଆ ଝିଅ ସ୍ବର ଉଠାଇଛନ୍ତି। କେନିଆର ନାଇରୋବିରେ ମିଳିତ ଜାତିସଂଘର ନାଗରିକ ସମାଜ (ସିଭିଲ ସୋସାଇଟି) ସମ୍ମିଳନୀରେ ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ ‘ପେଡ୍‌ ପିରିଅଡ୍‌ ଲିଭ୍‌’ ନେଇ ଉଠାଇଥିବା ପ୍ରସଙ୍ଗ ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି। 

  11.  11.ଇଣ୍ଡେକ୍ସ ଅଫ୍‌ ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ (ଆଇଆଇପି)ର ତଥ୍ୟ ଅନୁଯାୟୀ, ୨୦୨୪ ମାର୍ଚ୍ଚରେ ଶିଳ୍ପ ଉତ୍ପାଦନର ଅଭିବୃଦ୍ଧି ହାର ୪.୯ ପ୍ରତିଶତ ହୋଇଛି।

  12. 12.କାଳ ବୈଶାଖୀ ଓ ବଜ୍ରପାତ ଯୋଗୁଁ ବିଭିନ୍ନ ଅଞ୍ଚଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ ଆହତ ହୋଇଛନ୍ତି। ବାଲେଶ୍ବର ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।

  13. 13.ଶ୍ରୀ ଅଲେଖ ରନ୍ଧାରୀ ନବରଙ୍ଗପୁର ଜିଲାର ଏକ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ କାର୍ଯ୍ୟରତ ଥିଲ। ତାଙ୍କ ପରିବାରବର୍ଗଙ୍କୁ ବିଧି ମୁତାବକ ସାହାଯ୍ୟ ବ୍ୟତିରେକ ଭାରତ ନିର୍ବାଚନ ଆୟୋଗଙ୍କ ଘୋଷଣାମତେ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଘୋଷଣା କରିଛନ୍ତି।

  14. 14.ନିଶା ଦହିଆ ପଞ୍ଚମ କୁସ୍ତିଯୋଦ୍ଧା ଭାବେ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଇସ୍ତାନବୁଲରେ ଅନୁଷ୍ଠିତ ବିଶ୍ୱ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ନିଶା ୬୮ କେଜି ଓଜନ ବର୍ଗର ସେମିଫାଇନାଲରେ ରୋମାନିଆର ଆଲୋକଜାଣ୍ଡ୍ରା ଆଞ୍ଜେଲଙ୍କୁ ପରାସ୍ତ କରିଥିଲେ।

  15. 15.ଲୋକସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ଦଳବଦଳ ପ୍ରକ୍ରିୟା ନିର୍ବାଚନ ସମୟରେ ମଧ୍ୟ ଜାରି ରହିଛି। ନିକଟରେ କଂଗ୍ରେସକୁ ଚକିତ କରି ଜଣେ ପ୍ରାର୍ଥୀ ଇନ୍ଦୋର ଲୋକସଭା ଆସନରୁ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ।

327 Y
946 12-05-2024 English
  1. 1.The Shri Badrinath Dham in Uttarakhand opened its doors for devotees at 6 am on Sunday morning amid chimes of melodious tunes by the Army Band with complete rituals, vedic chants and slogans of 'Badri Vishal Lal Ki Jai'.

  2. 2.As the National Aeronautics and Space Administration (NASA) readies to return astronauts to the moon and convert the space rock into an orbital outpost, plans are apparently being mulled to build a train on its surface.

  3. 3.Nandini Satpathy was way ahead of her times in not just introducing pro-people policies, but she was even a sophisticated cultural icon of her era, renowned journalist Pallavi Rebbapragada said at the launch of her biography on Odisha’s only chief minister here Saturday.

  4. 4.Armed with two voter cards issued by two states, over 5,500 electors of the disputed Kotia region are eligible to exercise their franchise in both Andhra Pradesh and Odisha elections in the fourth phase May 13.

  5. 5.BJP leader Maneka Gandhi Saturday indicated that her son Varun Gandhi’s writings that were sometimes critical of the government may have cost him the party’s Lok Sabha ticket from Pilibhit but asserted that he would do very well even without it.

  6. 6.Prime Minister Narendra Modi Saturday lashed out at Congress over remarks on the “purification” of the Ram Mandir by the senior Congress leader Nana Patole.

  7. 7.The Tamil Nadu government’s health department has increased surveillance in several villages of Coimbatore District against the spread of the dreaded West Nile Virus and deployed 12 Mobile Medical Teams (MMT) to screen people in 12 blocks.

  8. 8.The Delhi High Court has granted bail to Abdul Subhan Qureshi, the alleged co-founder of banned terror organisation Indian Mujahideen (IM), in a terror case.

  9. 9.The Supreme Court has granted bail to former Mumbai Police officer Pradeep Sharma, awarded life sentence in the 2006 fake encounter killing case of gangster Ramnarayan Gupta alias Lakkhan Bhaiya.

  10.  10.Russian forces have captured five villages as part of a renewed ground assault in Ukraine’s northeast, the country’s Defence Ministry said Saturday.

  11. 11. India is projecting its biggest power shortfall in 14 years in June after a slump in hydropower generation, its government told Reuters, and is racing to avoid outages by deferring planned plant maintenance and re-opening idled units.

  12. 12. Olympic champion Neeraj Chopra’s presence will turn the National Federation Cup, starting Sunday, into a high-profile domestic competition though several top athletes have decided to skip the four-day Senior Championships.

  13. 13.Delhi Chief Minister Arvind Kejriwal on Saturday addressed his first press conference and held roadshows for the Lok Sabha election campaign, a day after the Supreme Court granted him interim bail for 21 days.

  14. 14.Suspended Congress leader Nilesh Kumbhani, whose nomination form was rejected over discrepancies leading to BJP winning the Surat Lok Sabha seat, resurfaced on Saturday after 20 days and alleged it was Congress that had betrayed him first in 2017.

  15. 15.Maldives Minister of Foreign Affairs Moosa Zameer on Saturday said 76 Indian military personnel were replaced by civilian employees of the Hindustan Aeronautics Limited

311 Y
947 11-05-2024 Odia
  1. ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମିଖାଇଲ ମିସୁଷ୍ଟିନଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ପୁନଃନିଯୁକ୍ତ କରିଛନ୍ତି। ପୁଟିନ୍ ତାଙ୍କ ନାମ ସଂସଦର ନିମ୍ନ ସଦନରେ ଅନୁମୋଦନ ପାଇଁ ପଠାଇଛନ୍ତି।

  2. ଜାତିସଂଘର ସଂସ୍ଥା ‘ଇଣ୍ଟରନ୍ୟାସନାଲ୍ ଅର୍ଗାନାଇଜେସନ୍ ଫର୍‌ ମାଇଗ୍ରେସନ୍ (ଆଇଓଏମ୍‌)ର ରିପୋର୍ଟ ଅନୁସାରେ ୨୦୨୨ରେ ଭାରତ ୧୧,୧୦୦ କୋଟି ଡଲାର ହାସଲ କରିଛି। ଏହି ତାଲିକାରେ ଭାରତ ପଛକୁ ରହିଛନ୍ତି ମେକ୍ସିକୋ, ଚୀନ୍, ଫିଲିପାଇନ୍ସ ଓ ଫ୍ରାନ୍ସ।

  3. ୨୦୨୪ ମାର୍ଚ୍ଚ ମାସ ପାଇଁ ଦେଶର ଶିଳ୍ପ ଉତ୍ପାଦନ ତଥ୍ୟ ଆଜି ସରକାର ପ୍ରକାଶ କରିଛନ୍ତି। ମାର୍ଚ୍ଚରେ ଶିଳ୍ପ ଅଭିବୃଦ୍ଧି ୪.୯ ପ୍ରତିଶତ ରହିଛି। ମୁଖ୍ୟତଃ ଖଣି କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁ ଶିଳ୍ପ ଉତ୍ପାଦନ ମନ୍ଥର ହୋଇଛି।

  4. ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଲାଭାଂଶ ଆକାରରେ ଭାରତ ସରକାରଙ୍କୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିପାରେ।

  5. ରାଜ୍ୟର ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଅଧିଗ୍ରହଣ କରିଥିବା ଟାଟା ପାୱାର ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ୩୦୭ କୋଟି ଟଙ୍କାର ଟିକସ ପରବର୍ତ୍ତୀ ଲାଭ କରିଛି।

  6. ଲଗାତାର ୩ ଦିନ ଧରି ହ୍ରାସ ପରେ ଶେଷରେ ଷ୍ଟକ ବଜାରରେ ଉତ୍ସାହ ଫେରିଛି ।  ସପ୍ତାହର ଶେଷ କାରବାର ଦିବସ ଅର୍ଥାତ୍ ଶୁକ୍ରବାର (ମେ ୧୦) ଭାରତୀୟ ଷ୍ଟକ ବଜାରରେ ବୃଦ୍ଧି ଦେଖିବାକୁ ମିଳିଥିଲା

  7. ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ହୋଇଥିବା ଯୌନ ନିର୍ୟାତନା ମାମଲାରେ ଦିଲ୍ଲୀର ଏକ ଅଦାଲତ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ବ୍ରଜଭୂଷଣଙ୍କ ବିରୋଧରେ ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

  8. ଅକ୍ଷୟ ତୃତୀୟାରେ ଶୁକ୍ରବାର ଭୁବନେଶ୍ବର ଜନପଥରେ ଥିବା ଗହଣା ଦୋକାନଗୁଡ଼ିକରେ କିଛି ଏଭଳି ଦୃଶ୍ୟ ଥିଲା।ଗୋଟିଏ ଦିନରେ ପ୍ରାୟ ଅଢ଼େଇ କ୍ବିଣ୍ଟାଲ ସୁନା ବିକ୍ରି ହୋଇଛି ଯାହାର ମୂଲ୍ୟ ୧୭୫ କୋଟି ଟଙ୍କାରୁ ଅଧିକ।

  9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ୩ଜିଲା ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ରେ ନିର୍ବାଚନୀ ପ୍ରଚାର କରିବେ।

  10. ଆସନ୍ତା ମାସରେ ୟୁଜିସି-ଏନ୍‌ଇଟି ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଅବଧିକୁ ଅନ୍‌ଲାଇନ ଆବେଦନକୁ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

  11. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲ୍‌ରୁ ମୁକୁଳିଛନ୍ତି। ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲ ୫୦ ଦିନ ଜେଲ୍‌ରେ ରହିବାପରେ ଆଜି ତାଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।

  12. ଖଲିସ୍ତାନୀ ନେତା ତଥା 'ୱାରିସ୍ ଦେ ପଞ୍ଜାବ'ର ମୁଖ୍ୟ ଅମୃତପାଲ ସିଂହ ପଞ୍ଜାବର ଖଦୁର ସାହେବ ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛି।

  13. 'କ୍ଷମା କରିବ ବାପା...ମୁଁ ପୁଲିସ ହୋଇପାରିବି ନାହିଁ'। ଏଭଳି ଲେଖି ଜୀବନ ହାରିଲେ ଛାତ୍ର। ରାଜସ୍ଥାନର କୋଟାରେ ଘଟିଛି ଏଭଳି ଘଟଣା। ପୁଲିସ କହିଛି ଯେ, ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ପିତାଙ୍କ ମୃତ୍ୟୁ କାରଣରୁ ମାନସିକ ଚାପରେ ରହୁଥିଲେ।

  14. କଳାହାଣ୍ଡି ଜିଲାରେ ପୁଣି ଜନନୀ ଯନ୍ତ୍ରଣାର ଏକ ଚିତ୍ର ସାମ୍‌ନାକୁ ଆସିଛି। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ୪ କି.ମି. ଚାଲି ଚାଲି ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା।

  15. ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ।

299 Y
948 11-05-2024 English
  1. The Iron Lady of Orissa, one of the most awaited books authored by eminent journalist Pallavi Rebbapragada, will be released here at Walking BookFairs, Sunday.

  2. Security forces gun down at least 12 Naxalites in an encounter in Chhattisgarh’s Bijapur district.

  3. Last batch of Indian military personnel stationed in the Maldives repatriated, the government of President Mohamed Muizzu says.

  4. Industrial production growth slows to 9 per cent month-on-month in March 2024, mainly due to poor show by the mining sector.

  5. Bureaucrat-turned-BJD leader Kartik Pandian Friday asserted that he would quit politics if party president Naveen Patnaik does not become the Chief Minister of Odisha for the sixth time in a row after the Assembly elections.

  6.  Embattled Delhi Chief Minister Arvind Kejriwal walked out of the Tihar Jail Friday evening, hours after the Supreme Court granted him interim bail in a money laundering case to enable him to campaign in the Lok Sabha elections.

  7. The East Coast Railway (ECoR) has decided to run more special trains in its jurisdiction towards different destinations of the country to avoid additional rush in regular trains during summers, ECoR sources said Friday.

  8. A pregnant woman had to walk for 4 kilometre to reach hospital Friday as the 108 ambulance failed to reach Paradangaguda village under Chancher panchayat of Bhawanipatna Sadar block in Kalahandi district as it lacks a motorable road

  9. In the wake of a Rottweiler dog attacking a five-year-old girl in Chennai, the Tamil Nadu Animal Husbandry Department banned any import, breeding, or sale of 33 breeds of dogs that have been termed “dangerous” for people.

  10. In order to protect students from the impact of heatwave, schools should avoid conducting special classes during the ongoing summer holidays and district collectors should ensure compliance, Tamil Nadu Chief Secretary Shiv Das Meena said.

  11. The Election Commission Friday took strong exception to Congress chief Mallikarjun Kharge’s letter to Opposition leaders over voter turnout data, terming it an attempt to “push a biased narrative” under the guise of seeking clarifications.

  12. Russian President Vladimir Putin reappointed Mikhail Mishustin as the country’s Prime Minister Friday, a widely anticipated move to keep on a technocrat who has maintained a low political profile.

  13. moured ground attack Friday near Ukraine’s second city of Kharkiv in the northeast of the country and made small inroads, opening a new front in a war that has long been waged in the east and south.

  14. Bharat Petroleum Corporation Ltd (BPCL) plans to invest `1.7 lakh crore over the next five years in its core oil refining, fuel marketing and petrochemical business as well as in clean energy such as hydrogen, its chairman G Krishnakumar said Friday.

  15.  India’s gold imports, which have a bearing on the country’s current account deficit (CAD), surged by 30 per cent to $45.54 billion during 2023-24 due to strong domestic demand, according to government data. The imports stood at $35 billion in 2022-23.

297 Y
949 10-05-2024 Odia
  1. ଲୋକକଳା ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି । ଗୁରୁବାର ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

  2. ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ | ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନ ଦ୍ୱାରା ଯାତ୍ରା କରନ୍ତି |

  3. ହରିଆଣାର ଫତେହବାଦରେ ରହୁଥିବା ଦୁଷ୍କର୍ମକାରୀ ଜଲେବି ବାବାଙ୍କ ମୃତ୍ୟୁ ହୋଇଯାଇଛି। ଗତ ଡିସେମ୍ବର ୫ ତାରିଖରେ ହରିଆଣା ଫତେବାଦ କୋର୍ଟ ଦୁଷ୍କର୍ମ ମାମଲାରେ ଜଲେବି ବାବାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ କେନ୍ଦ୍ରୀୟ ଜେଲ-୨ରେ ବନ୍ଦୀ କରିଥିଲେ।

  4. ଓଡ଼ିଶାରେ ଶହେ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ମାଗଣା ମିଳିବ। ୧୦୦ରୁ ୧୫୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ଉପରେ ଗ୍ରାହକମାନେ ରିହାତି ପାଇବେ। ଓଡ଼ିଶାରେ ଏବେ ୭୫ ପ୍ରତିଶତ ପରିବାର ୧୦୦ ୟୁନିଟ୍‌ରୁ କମ୍‌ ବିଜୁଳି ବ୍ୟବହାର କରୁଥିବାରୁ ବହୁ ସଂଖ୍ୟାରେ ଲୋକ ଏହାଦ୍ବାରା ଉପକୃତ ହେବେ।

  5. ଇତିମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ପୂର୍ବତନ ସହଯୋଗୀ ଦୁଷ୍ୟନ୍ତ ଚୌତାଲା ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କ ନିକଟକୁ ଏକ ଚିଠି ଲେଖି ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ୍‌ ପାଇଁ ଦାବି କରିଛନ୍ତି।

  6.  ନିର୍ବାଚନ କମିସନ ବୁଧବାର ରାତିରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନର ମତଦାନ ପ୍ରତିଶତକୁ ଅପଡେଟ୍‌ କରିଛନ୍ତି। ମେ’ ୮ ତାରିଖ ରାତି ୧୦ଟା ସୁଦ୍ଧା କମିସନଙ୍କ ଦ୍ବାରା ଦିଆଯାଇଥିବା ଅପଡେଟ୍‌ ତଥ୍ୟ ଅନୁଯାୟୀ ତୃତୀୟ ପର୍ଯ୍ୟାୟରେ ୬୫.୬୮ ପ୍ରତିଶତ ମତଦାନ ‌ହୋଇଛି।

  7. ଆନ୍ଧ୍ରପ୍ରଦେଶର ଏନ୍‌ଟିଆର ଜିଲ୍ଲାର ଏକ ଚେକ୍‌ପୋଷ୍ଟରୁ ଗୁରୁବାର ଏକ ଟ୍ରକ୍‌ରୁ ୮ କୋଟି ନଗଦ ଟଙ୍କା ଜବତ କରାଯାଇଛି। ନଗଦ ଟଙ୍କା ଜବତ ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି।

  8. କତାରରୁ ୮ ଜଣ ପୂର୍ବତନ ଭାରତୀୟ ନୌସେନା ସୈନିକଙ୍କୁ ନିରାପଦ ପ୍ରତ୍ୟାବର୍ତ୍ତନ ପରେ ଭାରତ ଆଉ ଏକ ପ୍ରମୁଖ କୂଟନୈତିକ ସଫଳତା ହାସଲ କରିଛି।

  9. କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରି ଧାମର କବାଟ ଖୋଲିବା ସହିତ ଚାରଧାମ ଯାତ୍ରା ଆରମ୍ଭ ହେବ। ରୀତିନୀତି ଅନୁଯାୟୀ, ଭକ୍ତମାନଙ୍କ ପାଇଁ ସକାଳ ସାତଟାରେ ଦର୍ଶନ ପାଇବା ପାଇଁ କେଦାରନାଥ ଧାମର ଦ୍ୱାର ଖୋଲିଛି।

  10. କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଛି। ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇରେ ପଞ୍ଜୀକୃତ ଷ୍ଟକ୍‌ଗୁଡିକର ଶେୟାର ବଡ ଧରଣର କମିଥିଲାବେଳେ ନିବେଶକମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହିଛନ୍ତି।

  11. ଭାରତରେ ୧୯୫୦ରୁ ୨୦୧୫ ମଧ୍ୟରେ ହିନ୍ଦୁମାନଙ୍କ ସଂଖ୍ୟା ୭.୮୨ ପ୍ରତିଶତ ହ୍ରାସ ପାଇଥିବାବେଳେ ମୁସଲମାନ ଜନସଂଖ୍ୟା ୪୩.୧୫ ପ୍ରତିଶତ ବୃଦ୍ଧି ପାଇଛି।

  12. ପ୍ରୋଟିନ୍‌ ପାଉଡର ଓ ଅନ୍ୟାନ୍ୟ ପ୍ରୋଟିନ୍‌ ସପ୍ଲିମେଣ୍ଟଗୁଡ଼ିକଠାରୁ ଦୂରେଇ ରହିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପରାମର୍ଶ ଦେଇଛି। ଲୁଣ ଖାଇବାରେ କଟକଣା ସମେତ ଚିନି ଏବଂ ପ୍ରକ୍ରିୟାକୃତ ଖାଦ୍ୟ କମ୍‌ ଖାଇବାକୁ ଆଇସିଏମ୍‌ଆର୍‌ ସୁପାରିସ୍‌ କରିଛି।

  13. ଓଡ଼ିଶାର ପ୍ରଥମ ଏବଂ ଏକ ମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଉପରେ ଲିଖିତ ଜୀବନୀ (ବାୟୋଗ୍ରାଫି) ‘ନନ୍ଦିନୀ ଶତପଥୀ: ଦ ଆଇରନ୍‌ ଲେଡି ଅଫ୍‌ ଓଡ଼ିଶା’ ମେ’ ୧୧ ତାରିଖରେ ସତ୍ୟନଗରସ୍ଥିତ ବକୁଳ ଲାଇବ୍ରେରିରେ ଉନ୍ମୋଚନ ହେବ।

  14. ଶେଫାଳି ସିଲହେଟରେ ବାଂଲାଦେଶ ବିପକ୍ଷରେ ଅନ୍ତର୍ଜାତୀୟ କ୍ୟାରିୟରର ୧୦୦ ତମ ମ୍ୟାଚ ଖେଳିବାକୁ ଆସିଥିଲେ ଏବଂ ଏହି ସମୟରେ ସେ ପଡ଼ିଆରେ ପାଦ ଦେବା ମାତ୍ରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ୩୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଥିଲେ।

  15. ପୁରୁଣ ପୋଷ୍ଟ ଅଫିସ୍‌ ଲେନ୍‌ ବୁଦ୍ଧେଶ୍ୱରୀ କଲୋନୀରେ ଥିବା ଏକ ଫ୍ଲେକ୍ସ ପ୍ରିଣ୍ଟ ମିଡିଆ ହାଉସ୍‌ ଉପରେ ଆଜି ଆୟକର ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ଜଣାଯାଇଛି। ଚଢ଼ାଉ ଚାଲିଥିବା ବେଳେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ସୂଚନା ରହିଛି।

296 Y
950 10-05-2024 English
  1.  Prime Minister Narendra Modi is set to hold a roadshow here on today on Janpath Bhubaneswar.

  2.  Opposition leaders Thursday accused the BJP of trying to create communal divide over a report that claimed the share of Hindu population in the country decreased between 1950 and 2015.

  3. The Indian Council of Medical Research (ICMR) has urged people to avoid protein supplements for building body mass and has recommended restricting salt intake, minimising sugar and ultra processed foods and reading information on food labels to make informed and healthy food choices.

  4. The Economic Offences Wing (EOW) has arrested a former accountant of a company for `2.63 crore alleged fraud.

  5.  With gradual improvement in the situation in Maoist-affected Swabhiman Anchal in Malkangiri district, the administration has decided not to air-drop personnel and security forces to polling stations as was done in 2019.

  6. JJP leader Dushyant Chautala has written to Haryana Governor Bandaru Dattatreya, saying the BJP government no longer commands a majority and sought an immediate floor test.

  7. Nine workers, including five women, died and 10 others were injured in a blaze at a fireworks-manufacturing unit in Sivakasi Thursday, a senior police official said.

  8. India will again delay caps on market share for a popular digital payments method, two sources told Reuters, benefiting Google Pay and Walmart-backed PhonePe as the authorities prioritise growth over concerns about market concentration.

  9. Sandeshkhali, a small town in the heart of West Bengal, again finds itself at the epicenter of a political storm as allegations and counter-allegations fly between the Trinamool Congress (TMC) and the Bharatiya Janata Party (BJP).

  10. Amid the ongoing debate between BJP and the Opposition leaders about the reservation and minority quota, Andhra Pradesh Chief Minister YS Jagan Mohan Reddy said 4 per cent of Muslim reservations "will remain".

  11. In the wake of pharmaceutical giant AstraZeneca admitting in a UK court that its Covid vaccine can cause blood clots in rare cases, a group of doctors on Thursday expressed deep concern over the safety of the Covishield vaccine.

  12. Edtech firm Think and Learn -- owner of Byju’s brand -- has slashed course subscription fees by 30-40 per cent and hiked sales incentives by 50-100 per cent, according to sources.

  13. During the earnings call for the March quarter, chief executive officer (CEO) Dara Khosrowshahi announced that Uber has over 1 million drivers, according to reports. India has become the third country, following the US and Brazil, to achieve the milestone of 1 million drivers.

  14. Olympic champion Neeraj Chopra’s Paris Games preparations will be put through a stern test when he begins his season in the first leg of the prestigious Diamond League one-day meet series against a star-studded but familiar field, here Friday

  15. Israeli forces massed tanks and opened fire close to built-up areas of Rafah Thursday, residents said, after US President Joe Biden vowed to withhold weapons from Israel if its forces launch a major invasion of the southern Gaza city.

332 Y