# |
Date |
Type |
Current Affairs |
No. Of Views |
Status |
Action |
1441 |
30-08-2023 |
Odia |
-
ଚୀନ୍ ଏହାର ପାଗଳାମି ପୁଣି ଦେଖାଇଛି। ସୋମବାର ଦିନ ସରକାରୀ ଭାବେ ଏକ ନୂଆ ମାନଚିତ୍ର ଜାରି କରିଛି। ଏଥିରେ ଭାରତର ଅରୁଣାଚଳପ୍ରଦେଶକୁ ନିଜର ଅଞ୍ଚଳ ଦର୍ଶାଇଛି।
-
ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ ଯୋଗୁଁ ମଙ୍ଗଳବାର ରାତିରେ ଏଷ୍ଟୋନିଆ ନିକଟରେ ଥିବା ରୁଷ୍ର ପସ୍କୋଭ୍ ବିମାନ ବନ୍ଦରରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା କଥା ଆଞ୍ଚଳିକ ଗଭର୍ଣ୍ଣର୍ ମିଖାଇଲ୍ ବେଦେର୍ଣ୍ଣିକୋଭ୍ କହିଛନ୍ତି।
-
ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସିଡି । ସବସିଡିକୁ କ୍ୟାବିନେଟର ମଞ୍ଜୁରୀ । ଉଜ୍ୱଳା ହିତାଧିକାରୀ ହେବେ ଉପକୃତ ।(୩୦.୦୮.୨୦୨୩)ଠାରୁ ଦେଶର ସମସ୍ତ ବଜାରରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ ପାଇବ ।
-
କିଛି ସପ୍ତାହ ପୂର୍ବେ କେଜି ପିଛା ୨୫୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଦାମ୍ ଏବେ ୧୪ ଟଙ୍କା ଭଳି ନିମ୍ନ ସ୍ତରକୁ ଖସିଆସିଛି। ବିଭିନ୍ନ ସ୍ଥାନରେ ଟମାଟୋ ଦାମ୍ ଏବେ ୧୪-୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଭୁବନେଶ୍ବରରେ ଟମାଟୋ କେଜି ୩୦-୪୦ ଟଙ୍କା ରହିଛି।
-
୩୭୦ ଧାରା ଉଚ୍ଛେଦ ମାମଲାର ଶୁଣାଣି ଚାଲିଥିବା ବେଳେ ମଙ୍ଗଳବାର ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି। ତାହା ହେଲା କେବେ ସୁଦ୍ଧା ଜମ୍ମୁ-କାଶ୍ମୀର ତା’ର ରାଜ୍ୟ ପାହ୍ୟା ଫେରି ପାଇବ। କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ,ଖୁବ୍ଶୀଘ୍ର ଏହା ରାଜ୍ୟ ମାନ୍ୟତା ଫେରିପାଇବ। ଉଚ୍ଚସ୍ତରୀୟ ବୈଠକ ପରେ ଏହାର ସମୟସୀମା ସମ୍ପର୍କରେ ଅଗଷ୍ଟ ୩୧ ସୁଦ୍ଧା ସେ କୋର୍ଟଙ୍କୁ ଅବଗତ କରାଇବେ।
-
ସଫଳ ଚନ୍ଦ୍ର ଅଭିଯାନ ପରେ ଭାରତ ପ୍ରଥମ ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ-ଏଲ୧’ ପାଇଁ ପ୍ରସ୍ତୁତ ଅଛି। ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ-ଏଲ୍୧ ଲଞ୍ଚ କରିବାକୁ ଯାଉଛି।
-
ପ୍ରଦୂଷଣ ସାରା ବିଶ୍ବକୁ କଲବଲ କରୁଛି। ଦିଲ୍ଲୀ ହେଉଛି ବିଶ୍ବର ସର୍ବାଧିକ ପ୍ରଦୂଷିତ ସହର। ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯଦି ବର୍ତ୍ତମାନର ପ୍ରଦୂଷଣ ସ୍ତର ଆଗକୁ ବି ଜାରି ରହିବ ତେବେ ଦିଲ୍ଲୀ ବାସିନ୍ଦାଙ୍କର ଆୟୁ ୧୧.୯ ବର୍ଷ କମିଯିବ।
-
ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ଆଣିଛନ୍ତି ଏକ ସ୍ପର୍ଶକାତର ଅଭିଯୋଗ। ସେ ଦଳିତ ହୋଇଥିବାରୁ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ଦ୍ୱାରା ନିର୍ଯାତନା ଓ ଧମକର ଶିକାର ହେଉଥିବା ଅଭିଯୋଗ କରିଛନ୍ତି।
-
ଚନ୍ଦ୍ରରେ ଅଛି ସଲଫର୍, ଆଲୁମିନିୟମ୍, କ୍ୟାଲସିୟମ୍, ଅକ୍ସିଜେନ୍ । ଟୁଇଟ୍ କରି ସୂଚନା ଦେଲା ଇସ୍ରୋ ।
-
ଜି-୨୦ ବୈଠକ ପୂର୍ବରୁ ପୁଣି ତେଜିଲା ସୀମା ବିବାଦ । ନୂଆ ମାନଚିତ୍ର ଜାରି କରି ଅରୁଣାଚଳ ପ୍ରଦେଶକୁ ନିଜର ଦର୍ଶାଇଲା ଚୀନ ।
-
ଅକ୍ଟୋବର ୧୫ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରି ପରୀକ୍ଷା, ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି ।
-
‘କେବେ ସୁଦ୍ଧା ରାଜ୍ୟପାହ୍ୟା ଫେରି ପାଇବ ଜମ୍ମୁ-କାଶ୍ମୀର?’: କେନ୍ଦ୍ରକୁ ସୁପ୍ରିମ୍କୋର୍ଟଙ୍କ ପ୍ରଶ୍ନ ।
-
କିକ୍ ବକ୍ସିଂରେ ସ୍ୱର୍ଣ୍ଣପଦକ ପାଇଲେ ଜ୍ୟୋତ୍ସ୍ନାରାଣୀ, ଜାତୀୟ ସ୍ତରକୁ ଉନ୍ନୀତ ।
-
ମାସ ପରେ ପୁନଃ ଆରମ୍ଭ ହେଲା ସୂର୍ଯ୍ୟମନ୍ଦିରରେ ବାଲି କଢା କାର୍ଯ୍ୟ, ଗର୍ଭଗୃହରୁ ଖୁବ ଶୀଘ୍ର ବାହାରିବ ବାଲି ,୧୨୦ ବର୍ଷ ପରେ ଖୋଲିବ ସୂର୍ଯ୍ୟମନ୍ଦିର ର ଗର୍ଭଗୃହର ପ୍ରବେଶ ପଥ ।
-
ଟେକ୍ନିକାଲ ଟେକ୍ସଟାଇଲରେ ଷ୍ଟାର୍ଟଅପଙ୍କୁ ୫୦ ଲକ୍ଷର ଅନୁଦାନ ଦେବେ ସରକାର, ନବସୃଜନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ।
-
ମୁକୁଳିଲେ ପ୍ରଫୁଲ ସାମନ୍ତରା; ହାତମୁହଁ ବାନ୍ଧି ହୋଟେଲରୁ ଉଠାଇ ନେଇଥିଲେ ।
-
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦିନ ପୁଣିଥରେ ତାଙ୍କ ପୁରୁଣା ଦାବି ଦୋହରାଇଛନ୍ତି। ନୀତୀଶ କହିଛନ୍ତି, ଯେକୌଣସି ସମୟରେ ୨୦୨୪ ଲୋକସଭା ନିର୍ବାଚନ ହୋଇପାରେ। ତେବେ ଦ୍ବିତୀୟ ଥର ପାଇଁ ନୀତୀଶ ଏହା କହିଛନ୍ତି।
-
ସୋସିଆଲ ମିଡିଆରେ ନିକଟରେ ଏକ ଭିଡିଓ ଘୁରି ବୁଲୁଛି। ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ରାସ୍ତାପାର୍ଶ୍ବରେ ମୋମୋ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଏହି ବ୍ୟକ୍ତି ଜଣକ ଇଂରାଜୀ କହିକହି ଗ୍ରାହକଙ୍କୁ ମୋମୋ ବିକ୍ରି କରୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।
-
ଦେଶର ପରିବର୍ତ୍ତନଶୀଳ ମୂଲ୍ୟକୁ ପ୍ରତିହତ କରିବା ଏବଂ ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟରେ ଅଣ୍ଡା ଯୋଗାଇବା ନେଇ ଭାରତରୁ ୯.୨୧କୋଟି ଅଣ୍ଡା ଆମଦାନୀ କରିବ ଶ୍ରୀଲଙ୍କା।
-
ଆଜିଠାରୁ ଏସିଆ କପ ୨୦୨୩ ଆରମ୍ଭ ହେଉଛି। ଓପନିଂ ମ୍ୟାଚ ନେପାଳ ଏବଂ ପାକିସ୍ତାନ ମଧ୍ୟରେ ମୁଲତାନ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।
|
411 |
Y |
|
1442 |
30-08-2023 |
English |
-
Union Minister for Chemicals and Fertilizers Dr. Mansukh Mandaviya has said that the government will soon launch a new scheme for Promotion of Research and Innovation in Pharma- Med Sector- PRIP with a total outlay of 5000 crore.
-
Children of National Food Security Act (NFSA) or State Food Security Scheme (SFSS) beneficiaries whose names are not included in the database will now be able to avail the benefits of the Biju Swasthya Kalyan Yojna (BSKY) following the approval of the Odisha government, Tuesday.
-
The Odisha Public Service Commission (OPSC) will conduct the Odisha Civil Services (OCS) Examination, 2022 (Preliminary) October 15 this year.
-
Following the instruction of Chief Minister Naveen Patnaik, 5T Secretary VK Pandian Tuesday visited Jajpur and interacted with the Mission Shakti group members and college students.
-
Koraput Police from this district have busted an inter-state online fraud racket arresting three members of the gang from Bihar, officials said Tuesday.
-
A high court in Pakistan Tuesday suspended Imran Khan's three-year sentence in the Toshakhana corruption case and ordered his release from jail, but the embattled former premier will continue to remain in prison in the cipher case.
-
Delhi has emerged as the world’s most polluted city in a new study which has also found that its residents are on track to lose 11.9 years of life if the current levels of pollution continue to be higher than the limit set by the WHO
-
LIBS confirms presence of Sulphur (S) on lunar surface : The Laser-Induced Breakdown Spectroscopy (LIBS) instrument onboard Chandrayaan-3 Rover has made the first-ever in-situ measurements on the elemental composition of the lunar surface near the south pole.
-
ISRO's Aditya-L1, the first space-based Indian observatory to study the Sun will be launched on Saturday at 11.50 hrs from Sriharikota space station in Andhra Pradesh.
-
Gujarat government announces 27% reservation for OBCs in local bodies like panchayats, municipalities & civic corporations.
-
Union Minister Nitin Gadkari launches world's first 100% Ethanol-fueled car in New Delhi.
-
The Supreme Court of India on Tuesday, while hearing the Article 370 case, asked the Centre to indicate if there is a time frame to restore the statehood for Jammu and Kashmir.
-
Chief Minister Bhagwant Mann inaugurated the “Khedan Watan Punjab Diyan” edition 2, a state-level event, this evening and disbursed over Rs 5.94 crore to 1,807 sportspersons from Punjab, who had won awards at state, national and international levels since 2017 to 2022. The money was transferred into their accounts.
-
The Government of India is considering increasing the retirement age of Managing Directors (MDs) and Chief Executive Officers (CEOs) of public sector banks by two years.
-
The government has decided to reduce the price of domestic LPG cylinders by 200 rupees for all the consumers, the benefit now stands at 400 rupees per LPG cylinder for the Ujjawala beneficiaries. He said government will provide 75 lakh new free LPG connections under Ujjwala scheme.
-
India lodged a strong protest through diplomatic channels with the Chinese side on the so called 2023 standard map of China that lays claim to India’s territory.
-
The preparation for G20 summit in New Delhi on 9th and 10th of the next month is in full swing.
-
Ahead of U.S. President Biden’s visit to Delhi, Ambassador Garcetti outlooks cooperation on trade, counter-terror, G20 and China.
-
The addition of six new members to the BRICS grouping will see it controlling 46 per cent of the world’s population and 30 per cent of its economic output, according to a research paper.
-
On the occasion of National Sports Day, celebrated annually on the birth anniversary of the hockey legend Major Dhyan Chand, Odisha recognised and honoured outstanding contributions to sports and games.
|
426 |
Y |
|
1443 |
29-08-2023 |
Odia |
-
ଚଳିତ ବର୍ଷ ଓଡ଼ିଶାର ଦୁଇ ଜଣ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ହେଲେ ଶଶିଶେଖର କରଶର୍ମା ଓ ସୁବାସ ଚନ୍ଦ୍ର ରାଉତ। ଶଶିଶେଖର କରଶର୍ମା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ । ସୁବାସ ଚନ୍ଦ୍ର ରାଉତ ଜଗତସିଂହପୁର ସ୍ଥିତ ବୃନ୍ଦାବନ ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି।
-
୨୬୨ ଆସିଷ୍ଟାଣ୍ଟ ପ୍ରଫେସର ଓ ୮୮ ଟି କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନ କନଭେନସ ସେଣ୍ଟରରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
-
ଭାରତରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି। ତାଙ୍କ ବଦଳରେ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ରୁଷର ପ୍ରତିନିଧିତ୍ବ କରିବେ ବୋଲି ପୁଟିନ ଜଣାଇଛନ୍ତି ।
-
୫ଟି ମହାନଗରର ଗରିବ ବସ୍ତି ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣ ପତ୍ର । ଜାଗା ମିଶନରେ ୬୫ ହଜାର ପରିବାରକୁ ମିଳିଲା ଜମି ଅଧିକାର। ସବୁ ପରିବାରକୁ ଜମି ଅଧିକାର ମିଳିବା ପର୍ଯ୍ୟନ୍ତ ଜାରି ରହିବ ଏ କାର୍ଯ୍ୟକ୍ରମ। ରାଜ୍ୟରେ ଆଉ ରହିବନି ବସ୍ତି। ସବୁ ବସ୍ତି ହେବ ବିଜୁ ଆଦର୍ଶ କଲୋନୀ।
-
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇ ଭାରତୀୟ ଏଆଇ ମଡେଲ୍ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଏବଂ ଏହି ନୂଆ ପ୍ରଯୁକ୍ତିର ଲାଭକୁ ଭାରତୀୟ ନାଗରିକମାନଙ୍କ ପାଖରେ ପହଂଚାଇବା ପାଇଁ ଜିଓ ପ୍ଲାଟଫର୍ମ ଆଗ୍ରହୀ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ।
-
ଚନ୍ଦ୍ରରେ ତଥ୍ୟ ସଂଗ୍ରହ କରୁଥିବା ପ୍ରଜ୍ଞାନ କିଛି ବାଟ ଯିବା ପରେ ହଠାତ୍ ଗୋଟିଏ ଗାତର ସମ୍ମୁଖୀନ ହୋଇଥିଲା। ନିର୍ଦ୍ଧାରିତ ଚଲାପଥରେ ଥିବା ୪ ମିଟର ବ୍ୟାସ ବିଶିଷ୍ଟ ଗାତ ତା’ ନଜରରେ ପଡ଼ିଥିଲା। ତେବେ ଗାତର ୩ ମିଟର ଆଗରୁ ପ୍ରଜ୍ଞାନ ଏ ସମ୍ପର୍କରେ ଜାଣିପାରି ଲ୍ୟାଣ୍ଡର ବିକ୍ରମକୁ ସୂଚନା ଦେଇଥିଲା। ଏହାପରେ ତା’ର ନିର୍ଦ୍ଧାରିତ ପଥକୁ ବଦଳା ଯାଇଥିଲା।
-
ଚନ୍ଦ୍ର ମିଶନର ସଫଳତା ପରେ ଏବେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନଜର ସୂର୍ଯ୍ୟ ଉପରେ । ସୂର୍ଯ୍ୟର ରହସ୍ୟ ଅଧ୍ୟୟନ ପାଇଁ ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ ମିଶନ ଏଲ୍-୧ର ଶୁଭାରମ୍ଭ ହେବ । ଏ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଟ୍ବିଟରେ ଲେଖାଯାଇଛି ଯେ, ସେପ୍ଟେମ୍ବର ୨ ତାରିଖ ୧୧ଟା ୫୦ ମିନିଟରେ ଲଞ୍ଚ ହେବ ।
-
ଉତ୍ତରପ୍ରଦେଶର ମହୋବାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ଶିବଙ୍କ ପୂଜା କରୁଥିବା ବେଳେ ଏକ ନାଗସାପ ଆସି ମହିଳାଙ୍କ ଗୋଡ଼ରେ ଗୁଡ଼ାଇ ହୋଇଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଉକ୍ତ ସାପଟି ମହିଳାଙ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନଥିଲା।
-
NCERT ସପ୍ତମ ଶ୍ରେଣୀ ଇଂରାଜୀ ବହିରେ ସାମିଲ ହେଲା ଜାତୀୟ ଯୁଦ୍ଧ ସ୍ମାରକୀ ସମ୍ପର୍କୀତ ବିଷୟବସ୍ତୁ। ଇଂରାଜୀ ବହି ହନିକମ୍ବରେ ଶେଷ ବିଷୟ ଭାବେ ''ଏ ହୋମେଜ୍ ଟୁ ଆୱାର ବ୍ରେଭ୍ ସୋଲଜର୍ସ'' ନାଁରେ ଏହି ବିଷୟବସ୍ତୁ ପଢ଼ିବେ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ।
-
ମୁଁ କିଛି ହେବାକୁ ଆଶାୟୀ ନୁହେଁ, ବରଂ ମୁଁ କେବଳ ସମସ୍ତଙ୍କୁ ଏକଜୁଟ କରିବା ପାଇଁ ଚାହୁଁଛି ; ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।
-
କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ପ୍ରଚଳନ କରାଯାଇଛି। ଅବିଭାଜିତ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ ତେଲୁଗୁ ଅଭିନେତା ଏନ୍ଟି ରାମାରାଓଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ ସ୍ମୃତିରେ ନାମିତ ଏହି ସ୍ବତନ୍ତ୍ର ମୁଦ୍ରାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକାର୍ପିତ କରିଛନ୍ତି।
-
ଧାରା ୩୫ଏ ଜାମ୍ମୁ-କାଶ୍ମୀର ନାଗରିକଙ୍କ ଅନେକ ମୌଳିକ ଅଧିକାର ଛଡ଼ାଇ ନେଲା: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ।
-
ଏଆଇ ସମ୍ପର୍କରେ ବର୍ତ୍ତମାନ ଜାତିସଂଘର ପ୍ରକାଶ ପାଇଥିବା ଅଧ୍ୟୟନ ରିପୋର୍ଟ ଲୋକଙ୍କୁ କେତେକାଂଶରେ ଆଶ୍ବସ୍ତ କରିଛି। ନିକଟରେ ଜାତିସଂଘର ଆନ୍ତର୍ଜାତିକ ଶ୍ରମ ସଂସ୍ଥା( ଆଇଏଲ୍ଓ) କହିଛି ଯେ, ଏଆଇ ଆମମାନଙ୍କର କାର୍ଯ୍ୟଶୈଳୀ ବଦଳାଇଦେବ, କିନ୍ତୁ ମାନବର ସ୍ଥାନ ନେବନାହିଁ। ରିପୋର୍ଟରେ କୁହାଯାଇଛି ଯେ, ଆଗକୁ ବିଭିନ୍ନ ଚାକିରୀ ଓ ଶିଳ୍ପ କ୍ଷେତ୍ର ଆଶିଂକ ସ୍ୱୟଂଚାଳିତ ହେବ।
-
ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ ବିରୋଧରେ ଆମେରିକାର ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଯେଉଁ ଗମ୍ଭୀର ଅଭିଯୋଗ ଆଣିଥିଲା, ସେଥିରୁ କିଛିଟା ଅଭିଯୋଗରେ ସତ୍ୟତା ଥିବା ଭଳି ମନେ ହେଉଛି। କିଛି ଅଭିଯୋଗର ତଦନ୍ତ କରିବାକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ସୁପ୍ରିମ୍ କୋର୍ଟ କହିଥିଲେ। ସେବି କରିଥିବା ତଦନ୍ତରେ ଆଦାନି ପକ୍ଷରୁ କିଛିଟା ତ୍ରୁଟି ଥିବା ଧରାପଡ଼ିଛି ବୋଲି କୁହାଯାଉଛି।
-
ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ବରିଷ୍ଠତମ କୂଟନୀତିଜ୍ଞ ହେବେ ଗୀତିକା ଶ୍ରୀବାସ୍ତବ। ପ୍ରଥମ ମହିଳା କୂଟନୀତିଜ୍ଞ ଭାବେ ସେ ପାକିସ୍ତାନସ୍ଥିତ ଭାରତୀୟ ଉଚ୍ଚାଯୁକ୍ତ କାର୍ଯ୍ୟାଳୟରେ ଏହି ପଦବିରେ ନିଯୁକ୍ତ ହୋଇଛନ୍ତି।
-
ବେଙ୍ଗାଲୁରୁରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ତାଙ୍କ ଲିଭ ଇନ୍ ପାର୍ଟନର ପ୍ରେସର କୁକରରେ ପିଟିପିଟି ହତ୍ୟା କରିଛି। ଦକ୍ଷିଣ ବେଙ୍ଗାଲୁରୁର ବେଗୁରରେ ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି।
-
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ଆଉ କିଛି ଲୋକଙ୍କ ବିରୋଧରେ ସିବିଆଇ ସୋମବାର ମାମଲା ରୁଜୁ କରିଛି। ଇଡିର ସହକାରୀ ନିର୍ଦ୍ଦେଶକ ପୱନ ଖତ୍ରୀଙ୍କ ବିରୋଧରେ ସିବିଆଇ ଏଫଆଇଆର ରୁଜୁ କରିଛି।
-
ବିଭିନ୍ନ ପାରା ମିଲ୍ଟାରି ଫୋର୍ସରେ ଚାକିରି କରିବା ପାଇଁ ମନୋନୀତ ହୋଇଥିବା ୫୧,୧୦୬ଜଣ ପ୍ରାର୍ଥୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ରୋଜଗାର ମେଳା’ର ଅଷ୍ଟମ ସଂସ୍କରଣରେ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।
-
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି, ଭାଜପା ଡିସେମ୍ବର ୨୦୨୩ରେ ଲୋକ ସଭା ନିର୍ବାଚନ କରିପାରେ। ସେ ଦାବି କରିଛନ୍ତି ଯେ, ଭାଜପା ପ୍ରଚାର ପାଇଁ ସମସ୍ତ ହେଲକପ୍ଟର ବୁକ କରିଛି।
-
ବିଶ୍ୱ ଆଥଲେଟିକ୍ ଚାମ୍ପିଅନସିପ୍ର ଅଂଶଗ୍ରହଣ କରି ତାଙ୍କ ପ୍ରଦର୍ଶନରେ ଦେଶ ତଥା ଓଡିଆ ପ୍ରଶଂସକଙ୍କ ହୃଦୟ ଜିଣିପାରିଥିବା ଓଡ଼ିଆ ଆଥଲେଟ୍ କିଶୋର କୁମାର ଜେନାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର । ପୁୁରସ୍କାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
|
422 |
Y |
|
1444 |
29-08-2023 |
English |
-
Chief Minister Naveen Patnaik Monday handed over land ownership certificates to 65,000 poor families living in slums under Bhubaneswar, Cuttack, Berhampur, Sambalpur, and Rourkela municipal corporation areas at a programme organised at the Kalinga Stadium here. Incidentally, Odisha is the only state in the country to give land rights to slum dwellers.
-
After Chandrayaan-3 Moon mission’s success, ISRO Monday announced that India’s first solar mission Aditya-L1 to study the Sun will be launched September 2 at 11.50am from Sriharikota spaceport
-
With 65,000 poor families living in urban slums across the state receiving land ownership certificate from Chief Minister Naveen Patnaik Monday, the total number of beneficiary families covered under the Jaga Mission programme, which started in 2018, stands well over 2,40,000 at present.
-
Union Education and Skill Development Minister Dharmendra Pradhan will launch an innovative comic book titled ‘Let’s move forward’ which is developed jointly by National Council of Educational Research and Training (NCERT) and United Nations Educational, Scientific and Cultural Organisation (UNESCO)
-
The Central Bureau of Investigation (CBI) has registered an FIR against Enforcement Directorate (ED) assistant director Pawan Khatri in connection with an alleged payment of `5 crore bribe by liquor businessman Amandeep Dhall who wanted help in the Delhi excise policy scam case, officials said.
-
Chief Minister Naveen Patnaik Monday announced a cash reward of `25 lakh for javelin thrower Kishore Jena who is the first athlete from Odisha to represent India at the finals of the World Athletics Championship.
-
Chief Secretary Pradeep Kumar Jena inaugurated the office of Centre for Good Governance, Odisha (CGGO) in the presence of GAA Director General Raj Kumar Sharma at the premises of Gopabandhu Academy of Administration here Monday.
-
At a time when people are battling inflation and finding it hard to make both ends meet, the Rajasthan government has brought much needed relief for the citizens by providing gas cylinders for Rs 500.
-
The Nuh administration Monday allowed 15 seers and leaders of rightwing groups to offer prayers at the Shiva temple in Nalhar area of this district in Haryana which has been turned into a fortress in view of the Sarv Jatiya Hindu Mahapanchayat’s call for a ‘shobha yatra’.
-
Police in Uttar Pradesh have filed a FIR against fact-checker and Alt News cofounder Mohd Zubair for social media posts allegedly revealing the identity of the Muslim boy slapped repeatedly by his classmates on the orders of their school teacher who also appeared to make communal remarks.
-
The Supreme Court Monday was told by the Union government that nobody except it is entitled to conduct a census or any exercise akin to a census.
-
Supreme Court Monday disposed of a plea related to the demolition drive to clear alleged illegal constructions near Krishna Janmabhoomi in Uttar Pradesh's Mathura, and granted liberty to the petitioner to seek relief before the civil court.
-
China will no longer require a negative COVID-19 test result for incoming travellers starting Wednesday, a milestone in its reopening to the rest of the world after a threeyear isolation that began with the country's borders closing in March 2020.
-
An investigation of India’s Adani group by the market regulator has uncovered violations of rules on disclosures by listed entities and limits on the holdings of offshore funds, two sources with direct knowledge of the matter said.
-
Solar capacity addition in the country declined 58 per cent to 1.7 gigawatt in the April-June period, mainly due to land and transmission-related issues, Mercom India said Monday.
-
Leading bourse NSE’s exchange-traded currency derivatives, which completes 15 years Tuesday, witnessed close to 2,000 crore contracts worth Rs 609 lakh crore transactions during its journey.
-
The situation in Manipur is "firmly under control", Union Minister B L Verma said on Monday and stressed there should be no politics on the issue.
-
A Delhi court sentenced former MLA Rambeer Shokeen to four months in jail for failing to appear before it despite repeated summons.
-
Neeraj Chopra has arguably become India’s greatest sportsperson of all time but the slightest reference makes the newly-crowned World Champion uncomfortable.
-
The Indian team entered the final of the Women’s Asian Hockey 5s World Cup Qualifier after defeating Malaysia 9-5 in Salalah, here Monday. India will now play the Final Monday. The victory also helped them seal a berth in the FIH Women’s Hockey 5s World Cup.
|
434 |
Y |
|
1445 |
28-08-2023 |
Odia |
-
୨୦୨୩ ପାଇଁ ଟେନିସ ତାରକା ଦେବାଶିଷ ସାହୁ ଏକଲବ୍ୟ ପୁରସ୍କାର ବିଜେତା ହୋଇଛନ୍ତି। ଟେନିସ ତାରକା ଦେବାଶିଷ ସାହୁ ଏକଲବ୍ୟ ପୁରସ୍କାର ସହ ୫ଲକ୍ଷ ଟଙ୍କାର ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେହିପରି ୨୦୨୩ ମସିହା ପାଇଁ ୨ଜଣ ଉପବିଜେତାଙ୍କ ନାମ ମଧ୍ୟ ଘୋଷଣା ହୋଇଛି। ଆଥଲେଟ ବାପି ହାଁସଦା ଓ ଭାରୋତ୍ତଳକ ଜ୍ୟୋତ୍ସ୍ନା ଶବରଙ୍କୁ ଉପବିଜେତା ଭାବେ ଘୋଷଣା କରାଯାଇଛି।
-
ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କର ରବିବାର ରାତି ୯ଟାରେ ଏସ୍ସିବିର ମେଡିସିନ୍ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ପଦ୍ମଶ୍ରୀ ମହାପାତ୍ର ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ଗତ ୪ ତାରିଖରେ ଏସ୍ସିବି ମେଡିସିନ୍ ୱାର୍ଡରେ ଭର୍ତ୍ତି ହୋଇଥିଲେ।
-
ବିଶ୍ବର ବହୁ ଲୋକପ୍ରିୟ କଂପାନିର ନେତୃତ୍ବ ସମ୍ଭାଳୁଛନ୍ତି ଭାରତୀୟସିଇସ। ଗୁଗୁଲ୍ଠାରୁ ଆରମ୍ଭ କରି ମାଇକ୍ରୋସଫ୍ଟ, ୟୁଟ୍ୟୁବ୍, ଆଇବିଏମ୍, ନେଟ୍ଆପ୍, ଷ୍ଟାରବକ୍ସ, ମାଇକ୍ରନ୍ ଟେକ୍ନୋଲୋଜି, ଆଡୋବ୍ ଆଦିର ସିଇଓ ଭାବେ ଭାରତୀୟ କାର୍ଯ୍ୟ କରୁଛନ୍ତି।
-
ଅଗଷ୍ଟ ୨୩ରେ ଭାରତର ‘ଚନ୍ଦ୍ରଯାନ-୩’ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଦେଶର କୋଣ ଅନୁକୋଣରେ ଲୋକେ ଉତ୍ସବ ମନାଇଛନ୍ତି। ବୁଧବାର ଚନ୍ଦ୍ରର ଦକ୍ଷିଣମେରୁରେ ସଫଳଭାବେ ଅବତରଣ କରିଥିଲା ‘ଚନ୍ଦ୍ରଯାନ-୩’।
-
ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ୧୦୪ତମ ମନ୍ କୀ ବାତ୍ରେ କହିଥିଲେ ଯେ, ଚନ୍ଦ୍ରଯାନ-୩ ଏହା ପ୍ରମାଣିତ କରିଛି ଯେ ସଂକଳ୍ପର କିଛି ସୂର୍ଯ୍ୟ ଚନ୍ଦ୍ରରେ ମଧ୍ୟ ଉଦୟ ହୋଇଛି।
-
ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ରବିବାର ତିରୁଅନନ୍ତପୁରମ୍ସ୍ଥିତ ପୌର୍ଣ୍ଣମୀକାବୁ, ଭଦ୍ରକାଳୀ ମନ୍ଦିର ପରିଦର୍ଶନ କରିଛନ୍ତି।
-
ହରିୟାଣାର ନୁହରେ ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍ପି) ପକ୍ଷରୁ ଆସନ୍ତାକାଲି (ସୋମବାର) ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରା ବାହାର କରିବା ପାଇଁ ଘୋଷଣା କରାଯାଇଛି।
-
ଅଷ୍ଟ୍ରେଲିଆରେ ଯୁଦ୍ଧାଭ୍ୟାସ ବେଳେ ଆମେରିକୀୟ ବିମାନ ଦୁର୍ଘଟଣାଗ୍ରସ୍ତ, ତିନି ଯବାନଙ୍କ ମୃତ୍ୟୁ। ।
-
ଚନ୍ଦ୍ରଯାନ-୩ର ଅବତରଣ ସ୍ଥଳକୁ ‘ଶିବଶକ୍ତି’ ନାମକରଣ କରାଯିବା ଭୁଲ୍ ନୁହେଁ : ସୋମନାଥ ।
-
ରୁଷର ଘରୋଇ ସେନା ଓ୍ବାଗନରର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ମୃତ୍ୟୁକୁ ନେଇ ଗତ କିଛି ଦିନ ହେଲା ଚାଲିଥିବା କଳ୍ପନଜଳ୍ପନାର ଅବସାନ ହୋଇଛି । ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ରୁଷର ଅନୁସନ୍ଧାନ କାରୀ କମିଟି ସ୍ପଷ୍ଟ କରିଛି।
-
ଗତ ୯ ବର୍ଷରେ ଭାରତକୁ ଅନେକ ସଫଳତା ମିଳିଛି। ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଓ ୟୁପିଆଇ ଭଳି ପଦକ୍ଷେପ ଭାରତକୁ ଏକ ଡିଜିଟାଲ୍ ଅର୍ଥନୀତିରେ ପରିଣତ କରିଥିବା ବେଳେ ଅଧିକାଂଶ ଲୋକଙ୍କ ପାଖରେ ବ୍ୟାଙ୍କ ସେବା ପହଞ୍ଚିପାରିଛି।
-
ବୁଲେଟ୍ ୩୫୦ ହେଉଛି ରୟାଲ ଏନଫିଲଡର ସବୁଠାରୁ ଲୋକପ୍ରିୟ ଓ ଐତିହାସିକ ବାଇକ୍ । ରୟାଲ ଏନଫିଲ୍ଡ ବୁଲେଟ ମଡେଲକୁ ଏତେ ଭଲ ପାଇବା ମିଳିଥିଲା ଯେ ଅନେକ ଲୋକ ରୟାଲ ଏନଫିଲ୍ଡ କମ୍ପାନିର ଅନ୍ୟ ବାଇକଗୁଡ଼ିକୁ ମଧ୍ୟ ବୁଲେଟ ବୋଲି ଡାକିଥାନ୍ତି ।
-
ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ବଡ଼ଧରଣର ହ୍ରାସ ଘଟିଛି। ଅଗଷ୍ଟ ୧୮ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରାଭଣ୍ଡାର ୭.୩ ବିଲିଅନ ଡଲାର ହ୍ରାସ ସହିତ ୫୯୫ ବିଲିଅନ ଡଲାର ତଳକୁ ଖସିଆସିଛି।
-
ଦେଶରେ ଟେଲିଫୋନ ଗ୍ରାହକଙ୍କ ସଂଖ୍ୟା ଜୁନ ମାସରେ ସାମାନ୍ୟ ବୃଦ୍ଧି ପାଇଛି। ଚଳିତବର୍ଷ ଜୁନ ମାସରେ ଦେଶରେ ଟେଲିଫୋନ ଗ୍ରାହକଙ୍କ ସଂଖ୍ୟା ୧୧୭.୩୮୯ କୋଟିରେ ପହଞ୍ଚିଛି। ଚଳିତବର୍ଷ ମେ’ ମାସରେ ଟେଲିଫୋନ ଗ୍ରାହକଙ୍କ ସଂଖ୍ୟା ୧୧୭.୨୫୭ କୋଟି ରହିଥିଲା।
-
ଯୌନ ପିପାଶୁଙ୍କ ଜିନା ହାରାମ କରିବ ଓଡିଶା ପୋଲିସ । ଇନଭେଷ୍ଟିଗେସନ ଅଫିସର ପଢିଲେ ଫରେନସିକ ଟେକ୍ନିକ । POCSO ଓ JJ ମାମଲାରେ ଖସି ପାରିବେନି ଅଭିଯୁକ୍ତ । ବଢିବ ଦଣ୍ଡବିଧାନ ହାର, କମିବ ଘୃଣ୍ୟ କାର୍ଯ୍ୟ ।
-
ସାନଖେମୁଣ୍ଡିରେ ଘୋଡାହାଡ ଡ୍ୟାମ୍ ଜଳ ପ୍ରକଳ୍ପ ପାଇଁ ୧୭୦ କୋଟି ଖର୍ଚ୍ଚ ହେବ। ଏହାଦ୍ବାରା ୮ଟି ପଞ୍ଚାୟତ ଉପକୃତ ହେବେ। ଋଷିକୂଲ୍ୟା ଜାନିବିଲି ପ୍ରକଳ୍ପ ପାଇଁ ୧୦୩ କୋଟି ଟଙ୍କା ଖର୍ଚ୍ଚ ହେବ। ଧରାକୋଟ କୁକୁଡ଼ାଖଣ୍ଡି ସାନଖେମୁଣ୍ଡି ୧ ଲକ୍ଷ ୩୦ ହଜାର ଏକର ଚାଷ ଜମିକୁ ପାଣି ଯୋଗାଯିବ। ପଲାସପୁର ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା ମରାମତି ପାଇଁ ୨୧ କୋଟି ଟଙ୍କା ଖର୍ଚ୍ଚ ହେବ।
-
ଭୁବନେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲା ଆଦି ୫ ମହାନଗର ନିଗମର ୮୭୫ ବସ୍ତିରୁ ୬୫ ହଜାର ପରିବାରକୁ ପଟ୍ଟାବଣ୍ଟନ କରାଯିବ। ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ୬୫ ହଜାର ପରିବାର ମଧ୍ୟରୁ କେବଳ ବିଏମସି ଅଞ୍ଚଳରୁ ୫୧ ହଜାର ପରିବାରକୁ ପଟ୍ଟା ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି।
-
ଆସନ୍ତା ୩୧ ତାରିଖରେ ଉଦଘାଟନ ହେବ କଳାହାଣ୍ଡିର ଉତ୍କେଲା ବିମାନ ବନ୍ଦର। ପୂରଣ ହେବ ଦୀର୍ଘ ଦଶନ୍ଧିର ସ୍ବପ୍ନ । ୩୧ ତାରିଖ ସକାଳ ସାଢେ ୧୦ରେ ଉତ୍କେଲା ବିମାନ ବନ୍ଦରକୁ ଉଡ଼ିବ ବିମାନ ।
-
ଯଦି ଅବସର ପରେ ସେ ଏକାଧିକ କୋଠା, ବାଡ଼ି ଏବଂ ପ୍ଲଟ୍ କିଣନ୍ତି, ତେବେ ଭିଜିଲାନ୍ସ କୋର୍ଟରୁ ଅନୁମତି ଆଣି ସେମାନଙ୍କ ଘରେ ଚଢ଼ଉ କରୁଛି। ବର୍ତ୍ତମାନ ଅବସର ନେଇଥିବା ୪୬ଜଣ ସରକାରୀ କର୍ମଚାରୀଙ୍କ ଉପରେ ଭିଜିଲାନ୍ସ ନଜର ରଖିଛି।
-
ଇତିହାସ ସୃଷ୍ଟି କଲେ ନୀରଜ ଚୋପ୍ରା। ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ 2023 ରେ ଜିତିଲେ ସ୍ୱର୍ଣ୍ଣ। ନୀରଜ ପ୍ରଥମ ଥ୍ରୋରେ ଫାଉଲ କରିଥିଲେ, କିନ୍ତୁ ଦ୍ୱିତୀୟ ଥ୍ରୋରେ ସେ 88.17 ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ଜିତିଥିଲେ।
|
414 |
Y |
|
1446 |
28-08-2023 |
English |
-
Eminent litterateur Padma Shri Jayanta Mahapatra died Sunday while undergoing treatment at the SCB Medical College and Hospital in Cuttack. He was 95.
-
The twin city Commissionerate Police Sunday arrested five members of a gang for their alleged involvement in a robbery at Nandan Vihar under Infocity police limits here, August 2
-
Flight services between Utkela Airport in Kalahandi and the Capital city is scheduled to be inaugurated August 31. The flight operations will commence as the Director General of Civil Aviation (DGCA) has granted the requisite license to the Utkela Airport August 7.
-
Deaths of people due to human-elephant conflicts is on the rise in Assam with 118 people losing their lives since last year. During the same period, as many as 29 wild elephants have died, either after being run over by trains or other reasons, including electrocution.
-
The influential Twipra Students Federation (TSF) has called for a 12-hour shutdown in Tripura Monday demanding introduction of Roman script for the tribal Kokborok language and passage of the 125th Constitutional Amendment Bill
-
:As the race for the 2024 Lok Sabha polls hots up, all eyes are on the Opposition bloc INDIA's meeting in Mumbai where a logo of the coalition is likely to be unveiled and strategic issues including seat sharing are expected to be deliberated upon
-
At least eight people were killed and scores injured in a blast at an illegal firecrackers factory in West Bengal's North 24 Parganas district Sunday morning, police said.
-
ISRO Sunday released a graph of the temperature variation on the lunar surface and a senior scientist of the space agency expressed surprise over the high temperature recorded on the Moon
-
Zimbabwe’s re-elected President Emmerson Mnangagwa suggested Sunday that those people questioning the results of last week's election, which an opposition leader dismissed as a “gigantic fraud”, take their case to court.
-
The government has decided not to allow exports of basmati rice below $1,200 per tonne to restrict possible “illegal” shipment of white non-basmati rice in the garb of premium basmati rice.
-
Prime Minister Narendra Modi Sunday called for a global framework for ethical use of Artificial Intelligence (AI) as he flagged concerns surrounding bias in such modern technologies and their impact on the society.
-
Foreign direct investment (FDI) into India declined 34 per cent to $10.94 billion during April-June 2023-24, dragged by lower inflows in computer hardware and software, telecom, auto and pharma, according to government data.
-
Lionel Messi needed just a few seconds for his unparalleled skills to shine, a flash of brilliance that capped a memorable Major League Soccer debut
-
The AIFF Sunday announced India’s U-16 squad comprising 23 members for the upcoming SAFF Championship to be played next month.
-
All India Chess Federation (AICF) president Sanjay Kapoor said Indian chess has entered the “golden era” and the country will have over a hundred Grandmasters within two years.
|
402 |
Y |
|
1447 |
27-08-2023 |
Odia |
-
ଚନ୍ଦ୍ର ମିଶନର ସଫଳତା ପରେ ଏବେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନଜର ସୂର୍ଯ୍ୟ ଉପରେ । ସୂର୍ଯ୍ୟର ରହସ୍ୟ ଅଧ୍ୟୟନ ପାଇଁ ଇସ୍ରୋ ସମ୍ଭବତଃ ଆସନ୍ତା ସେପ୍ଟେମ୍ବର ୨ରେ ଆଦିତ୍ୟ ମିଶନ ଏଲ୍-୧ ଲଞ୍ଚ ପାଇଁ ପ୍ରସ୍ତୁତି କରୁଛି ।
-
ଉଷୁନା ଚାଉଳ ରପ୍ତାନି ଉପରେ କେନ୍ଦ୍ର ସରକାର ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲଗାଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣରେ ସ୍ଥାନୀୟ ଷ୍ଟକ୍ ବଜାୟ ରଖିବା ଏବଂ ଘରୋଇ ଦରକୁ ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।
-
୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନରେ, ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୨ ଦିନ ସମୟ । ଅତିକ୍ରମ କରିଛି ମାତ୍ର ୮ ମିଟର ବାଟ l କେମିତି ଅଛି ଜହ୍ନ ରାଇଜ ? ବୁଲି ଦେଖୁଛି ପ୍ରଜ୍ଞାନ, ଖୋଜୁଛି ପାଣିର ସନ୍ଧାନ l
-
୨୦୨୧ରେ ସ୍ଥାପିତ ‘ଜେପ୍ଟୋ’ ଏବେ ୧୧,୫୫୬ କୋଟି ଟଙ୍କାର କମ୍ପାନି ବୋଲି ‘ଡିଏନ୍ଏ’ ରିପୋର୍ଟ କରିଛି। ଆଦିତ ପାଲିଚା ଓ କୈବଲ୍ୟ ଭୋରାଙ୍କଦ୍ବାରା ସ୍ଥାପିତ ଏହି କମ୍ପାନି ବର୍ଷ ୨୦୨୩ରେ ଦେଶର ପ୍ରଥମ ‘ୟୁନିକର୍ଣ୍ଣ’ର ମାନ୍ୟତା ପାଇଛି।
-
ଚଳିତ ବର୍ଷଠାରୁ ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’, ରାଜ୍ୟସ୍ତରରେ ଶ୍ରେଷ୍ଠ ୧୦୦ ଛାତ୍ରଛାତ୍ରୀଙ୍କୁ ୫୦ ହଜାର, ଜିଲ୍ଲାସ୍ତରରେ ଶ୍ରେଷ୍ଠ ୩ ହଜାର ଜଣଙ୍କୁ ୧୦ ହଜାର ଓ ପ୍ରତି ବ୍ଲକରେ ଶ୍ରେଷ୍ଠ ୧୦୦ ଜଣଙ୍କୁ ୫ ହଜାର ଟଙ୍କା ଲେଖାଏଁ ମିଳିବ l
-
ରାଜ୍ୟ ପୋଲିସ୍ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ପାଇଁ ପଦକ ପ୍ରଦାନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ l
-
'ଚନ୍ଦ୍ରାୟାନ ୩’କୁ ନେଇ ହେବ ଫିଲ୍ମ, ଘୋଷଣା କଲେ ‘ମିଶନ ମଙ୍ଗଳ’ର ନିର୍ଦ୍ଦେଶକ ଜଗନ ଶକ୍ତି l ମିଶନ ମଙ୍ଗଳୟାନରେ ଅଭିନୟ କରିଥିବା ସମସ୍ତ କଳାକାର ଏହି ଫିଲ୍ମରେ ରହିବେ।
-
ଗଞ୍ଜାମ ଜିଲ୍ଲା ଗସ୍ତରେ ୫ଟି ସଚିବ, ୧୮୦ କୋଟି ଟଙ୍କା ବ୍ୟୟରେ ରଙ୍ଗେଇଲୁଣ୍ଡା, ଛତ୍ରପୁର ମେଗା ପାଇପ୍ ଜଳ ପ୍ରକଳ୍ପର ହେବ ଶୁଭାରମ୍ଭ l ଜୁଲାଇ ୨୦୨୫ ସୁଦ୍ଧା ହେବ ସମାପ୍ତ l
-
ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନ ଟଙ୍କା ହେଲା ବେଶ ଦୁର୍ବଳ, ୩୦୦ ଟଙ୍କା ଟପିଲା ଡଲାର ଦାମ୍ l
-
ଗଗନଯାନ ମିସନ୍ ଅନ୍ତର୍ଗତ ଭାରତ ମହାକାଶକୁ ମହିଳା ରୋବଟ ‘ବ୍ୟୋମମିତ୍ର’ ପଠାଇବ। କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏନ୍ଡିଟିଭି ଜି୨୦-କନକ୍ଲେଭ୍କୁ ଏକ ସାକ୍ଷାତକାର ଦେଇ ଆଜି ଏହା କହିଛନ୍ତି।
-
ଶୁକ୍ରବାର ଦିନ ପଞ୍ଜାବର ହୋସିଆର୍ପୁର ଅଞ୍ଚଳରେ ଧକ୍କା ଦେଇଥିବା ଟ୍ରାକ୍ଟର୍କୁ ଗୋଟାଏ ଟ୍ରକ୍ ପ୍ରାୟ ୫୦୦ ମିଟର୍ ଦୂରକୁ ଟାଣି ନେବାରୁ ଟ୍ରାକ୍ଟର୍ ଚକାରେ ଲାଖି ରହିଥିବା ଟ୍ରାକ୍ଟର୍ ଡ୍ରାଇଭର୍ଙ୍କ ଶବ ଖଣ୍ଡ ବିଖଣ୍ଡ ହୋଇ ରାସ୍ତାରେ ଛିଟିକି ପଡ଼ିଥିବା କଥା ପୁଲିସ କହିଛି।
-
ଆଦାନି-ହିଣ୍ଡେନବର୍ଗ ମାମଲାର ତଦନ୍ତ ରିପୋର୍ଟ ଶୁକ୍ରବାର ସୁପ୍ରିମକୋର୍ଟରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଦାଖଲ କରିଛି। ସୁପ୍ରିମକୋର୍ଟକୁ ସେବି ଦେଇଥିବା ସୂଚନା ମୁତାବକ ୨୪ଟି ତଦନ୍ତ ମଧ୍ୟରୁ ୨୨ଟି ଚୂଡ଼ାନ୍ତ ହୋଇଥିବାବେଳେ ୨ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି। ୨୨ଟି ଚୂଡ଼ାନ୍ତ ରିପୋର୍ଟ ସହିତ ଗୋଟିଏ ଅନ୍ତରୀଣ ରିପୋର୍ଟକୁ ଉପଯୁକ୍ତ କର୍ତ୍ତୃପକ୍ଷ ମଞ୍ଜୁରି ଦେଇଛନ୍ତି।
-
ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନ ଟଙ୍କା ବେଶ ଦୁର୍ବଳ ହୋଇପଡ଼ିଛି। ଏକ ଡଲାର ଦାମ୍ ୩୦୦ ପାକିସ୍ତାନୀ ଟଙ୍କାରୁ ଅଧିକ ହୋଇଛି। ଶୁକ୍ରବାର ଡଲାର ଦାମ୍ ୩୦୧ ପାକିସ୍ତାନୀ ଟଙ୍କାରେ ବନ୍ଦ ହୋଇଛି।
-
ନ୍ଦ୍ରଯାନ-୩ର ସଫଳତା ପରେ ଏବେ ଭାରତ ନିଜର ଆଗାମୀ ମହାକାଶ ମିଶନକୁ ନେଇ ବେଶ ଉତ୍ସାହିତ ରହିଛି। ବିଶ୍ବର ପ୍ରଥମ ଦେଶ ଭାବେ ଭାରତ ଚନ୍ଦ୍ରର ସବୁଠୁ କଠିନ ଅଞ୍ଚଳରେ ଚନ୍ଦ୍ରଯାନକୁ ଅବରତଣ କରାଇବାରେ ସଫଳ ହୋଇଛି।
-
ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଆଉ ଏକ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି। ଏକଦା ଭୋକର ଭୂଗୋଳ ଭାବେ ପରିଚିତ ଆଦିବାସୀ ଅଧ୍ୟଷିତ କଳାହାଣ୍ଡି ଜିଲ୍ଲାବାସୀ ବିମାନରେ ବସିବାର ସୁଯୋଗ ପାଇବେ। ଜିଲ୍ଲାର ଉତ୍କେଲା ବିମାନବନ୍ଦରରୁ ଆସନ୍ତା ୩୧ ତାରିଖରୁ ବିମାନ ଚଳାଚଳ ଆରମ୍ଭ ହେବ
-
ୱାର୍ଲଡ ରେସ୍ଲିଂ ଏଣ୍ଟରଟେନମେଣ୍ଟ ( WWE ) ଷ୍ଟାର ରେସ୍ଲର ୱିଣ୍ଡହେମ ରୋଟୁଣ୍ଡାଙ୍କ ହୃଦଘାତରେ ହେଲା ପରଲୋକ l
-
ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା ଆସନ୍ତା ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଭାରତରୁ ମୋଟ ୬୩୪ଜଣ କ୍ରୀଡ଼ାବିତ୍ ୩୮ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ କରିବେ।
-
ୟୁପିଆଇ ଲାଇଟରେ ବିନା ଇଣ୍ଟରନେଟ୍ରେ ୫୦୦ଟଙ୍କା ଯାଏଁ କରିପାରିବେ ପେମେଣ୍ଟ, ନିର୍ଦ୍ଦେଶାନାମା ଜାରି କଲା ଆରବିଆଇ ।
-
ଏସିଏମ୍ଇ ଗ୍ରୁପ୍ ପକ୍ଷରୁ ଟାଟା ଷ୍ଟିଲ୍ ଏସ୍ଇଜେଡ୍ର ଗୋପାଳପୁର ଶିଳ୍ପ ପାର୍କରେ ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ସ୍ଥାପନ କରାଯିବ ।
-
ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆସନ୍ତା ସେପ୍ଟେମ୍ବର ୨ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍କୁ ଅମ୍ପାୟାର ଭାବେ ଇଂଲଣ୍ଡର ରିଚାର୍ଡ ଏଲିଙ୍ଗୱର୍ଥ ଓ ଶ୍ରୀଲଙ୍କାର ରୁଚିରା ପାଲିୟାଗୁରୁ ପରିଚାଳନା କରିବେ।
|
431 |
Y |
|
1448 |
27-08-2023 |
English |
-
Odisha’s undisputed leader for the last 23 years, Naveen Patnaik, has been adjudged the most popular Chief Minister of his home state in a survey conducted by India Today. Patnaik got positive ratings from around 61.3 per cent people of the state in MOTN poll in contrast to 78 per cent rating he got in 2022. Patnaik was followed Chhattisgarh CM Bhupesh Baghel, Delhi CM Arvind Kejriwal and Gujarat CM Bhupendra Patel.
-
After the successful moon lander venture, Indian Space Research Organisation (ISRO) is now gearing up for the launch of a solar mission in a week’s time, likely September 2, to study the Sun.
-
: Over 400 writers from India, Nepal, Bhutan, Bangladesh and Sri Lanka are set to attend threeday Kalinga Literary Festival (KLF) to be held in Kathmandu from September 1, said event’s director Rashmi Ranjan Parida
-
As part of a student exchange programme, 40 students from the 2022-23 batch of World Skill Centre (WSC) here left for Singapore Saturday to acquire advanced skills training and international exposure
-
The Enforcement Directorate (ED) Saturday said it has attached assets worth `1.53 crore as proceeds of crime acquired by Jyoti Ranjna Beura alias Golden Baba, the proprietor of Jyoti Trading and Co Bhubaneswar
-
Gopabandhu Academy of Administration (GAA), Bhubaneswar signed a Memorandum of Understanding (MoU) Friday with the Centurion University of Technology and Management (CUTM) to establish collaborative knowledge partnership in the field of academics, research and training
-
Advancing the state police’s efforts to check cybercrime, 57 new cyber police stations will be set up in Uttar Pradesh within the next two months, the Uttar Pradesh government said Saturday
-
The Haryana government Saturday ordered the suspension of mobile internet and bulk SMS services in the communally-charged Nuh district till August 28 in view of a call for a 'shobha yatra'
-
PM Modi to share his thoughts in Mann Ki Baat programme 104th Episode on Sunday.
-
Central govt is set to launch ‘Mera Bill Mera Adhikaar’ an invoice incentive scheme to encourage the culture of customers asking for invoices and bills for all purchases. Centre in association with state governments, is launching this scheme on 1st September, 2023.
-
The Union Government has proposed to start Tribal University at Parvatipuram Manyam district of northern region of Andhra Pradesh.
-
ISRO releases video of Chandrayaan-3 rover Pragyan rolling down to moon's surface from lander. Chandrayaan 2 orbiter revolving around the Moon since 2019 has taken photos of Chandrayaan 3 Lander Vikram.
-
Punjab governor Banwarilal Purohit on Friday has threatened that he would write to president Droupadi Murmu and impose President's rule in the state and initiate criminal proceedings if Aam Aadmi Party (AAP) leader and Punjab Chief Minister Bhagwant Mann does not ‘respond to his letters’.
-
The Bihar government directed its departments and the district administrations to become more proactive on social media, and increase the number of followers of their accounts.
-
The Supreme Court on Friday refused to pass any order on the Tamil Nadu government's plea seeking release of 24,000 cusecs of Cauvery water daily by Karnataka for irrigating the standing crops.
-
Telangana High Court declares Gadwal BRS MLA‘s election invalid: The petiioner contended that the BRS MLA did not disclose details of the 24.09 acres of land he owned at Puddur village in Gadwal mandal of Jogulamba Gadwal district.
-
Defence Secretary Shri Giridhar Aramane laid the keel of four Coast Guard Fast Patrol vessels (FPVs) on 25th August, 2023 at Goa Shipyard Limited (GSL).
-
Chief of the Naval Staff and Commandant of Philippine Coast Guard signed the Standard Operating Procedure (SOP) for exchange of White Shipping Information on 23 August 2023.
-
: President Vladimir Putin has ordered Wagner fighters to sign an oath of allegiance to the Russian state after a deadly plane crash believed to have killed Yevgeny Prigozhin, the volatile chief of the mercenary group
-
. IndianAmerican presidential aspirant Vivek Ramaswamy has hinted at running on a joint ticket with Republican rival and former US President Donald Trump if he fails to secure the party’s nomination for the 2024 race to the White House, a media report said
|
435 |
Y |
|
1449 |
26-08-2023 |
Odia |
-
ସରକାର ଶେଷର ଟେସ୍ଲା ପାଇଁ ଆମଦାନୀ ଶୁଳ୍କରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ହେଲେ ଭାରତକୁ ଟେସ୍ଲାର ଏଣ୍ଡ୍ରି ସହଜ ହୋଇଯିବ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକରେ ଗଞ୍ଜାମ ଗସ୍ତରେ ଯାଇଥିବା ୫-ଟି ସଚିବ ଭିକେ ପାଣ୍ଡିଆନ୍ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ ପରିବର୍ତ୍ତେ ଅକସ୍ମାତ ଗଜପତି ଜିଲ୍ଲା ଗସ୍ତରେ ଯାଇଛନ୍ତି । ସନ୍ଧ୍ୟାରେ ସେ ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା କାର୍ଯ୍ୟ ଓ ଥାନା ପରିଦର୍ଶନ କରି ଲୋକଙ୍କଠାରୁ ମତାମତ ସଂଗ୍ରହ କରିଛନ୍ତି ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନସ ଜରିଆରେ ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍ଘାଟନ କରିଛନ୍ତି। କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।
-
ଆସନ୍ତା ମାସରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗଦେବେ ନାହିଁ।
-
କଟକରେ ଚଳଚ୍ଚିତ୍ର ସଂଗ୍ରହାଳୟ ହେବ, ଦୃଶ୍ୟଶ୍ରାବ୍ୟ ବଖାଣିବ ଚଳଚ୍ଚିତ୍ର ଇତିହାସ।
-
୨୮ରୁ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା, ୩ଟି ବିଭାଗରେ ପିଲାମାନଙ୍କ ନାମ ଲେଖା ହେବ।
-
ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ା ଗିରଫ, ଆୟଠାରୁ ୨୦୬% ଅଧିକ ସମ୍ପତ୍ତି ଅଛି।
-
ରାଜ୍ୟପାଳ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ୭୪ ଜଣଙ୍କୁ ପଦକ ପ୍ରଦାନ କଲେ ।
-
କିଟ୍-ଟେକ୍ନୋଲୋଜି ବିଜିନେସ୍ ଇନକ୍ୟୁବେଟରର ନବମ ବାୟୋଟେକ୍ ଶିଳ୍ପ ସମାବେଶ, ୩୦ରୁ ଅଧିକ ଶିଳ୍ପସଂସ୍ଥାର ମୁଖ୍ୟ ଯୋଗଦେଇଛନ୍ତି।
-
ଭୁବନେଶ୍ବର ମହାନଗର ନିଗମ-ବିଏମସି ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ, ଅଧିକ ଦକ୍ଷ ଓ କ୍ରିୟାଶୀଳ ହେବ ବିଏମସି।
-
ପଂଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଆଜି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କୁ ଚେତାବନୀ ଦେଇଛନ୍ତି। ସରକାର ସମ୍ବିଧାନ ବିରୋଧୀ କାର୍ଯ୍ୟ କରିବା ବନ୍ଦ ନକଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ସୁପାରିସ କରିବେ ବୋଲି ରାଜ୍ୟପାଳ କହିଛନ୍ତି।
-
୨୦୨୦ ନିର୍ବାଚନ ଫଳକୁ ବଦଳାଇବା ପାଇଁ ଷଡ଼୍ଯନ୍ତ୍ର କରିଥିବା ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆଜି ଗିରଫ ହୋଇଛନ୍ତି। ଗତ ୫ ମାସ ମଧ୍ୟରେ ଏହାକୁ ମିଶାଇ ସେ ଚାରି ଥର ଗିରଫ ହେଲେଣି।
-
ଧାରା ୩୭୦ ଉଚ୍ଛେଦ ସମୟରେ ସମ୍ବିଧାନ ସହିତ କୌଣସି ଧୋକାବାଜି ହୋଇନାହିଁ। ଗୁରୁବାରଠାରୁ ଏହି ଧାରା ଉଚ୍ଛେଦକୁ ନେଇ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ବେଳେ ସୁପ୍ରିମକୋର୍ଟର ସମ୍ବିଧାନ ପୀଠରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା କୁହାଯାଇଛି।
-
ଗ୍ରୀସ୍ ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କରିଛନ୍ତି।
-
ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ଭାରତୀୟ ଆମେରିକୀୟ ବିବେକ ରାମସ୍ବାମୀଙ୍କ ଲୋକପ୍ରିୟତା ଏବଂ ଅନଲାଇନରେ ପାଣ୍ଠି ସଂଗ୍ରହ ବଢ଼ିବାରେ ଲାଗିଛି। ଦଳ ପକ୍ଷରୁ ପ୍ରଥମ ବିତର୍କ ପରେ ୧ ଘଣ୍ଟା ମଧ୍ୟରେ ୩୮ ବର୍ଷୀୟ ରାମସ୍ବାମୀଙ୍କୁ ୪,୫୦,୦୦୦ ଡଲାର (୩.୭ କୋଟି ଟଙ୍କା) ଚାନ୍ଦା ମିଳିଛି।
-
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଦାନି-ହିଣ୍ଡେନ୍ବର୍ଗ ମାମଲାର ଷ୍ଟାଟସ୍ ରିପୋର୍ଟ ସୁପ୍ରିମ କୋର୍ଟରେ ଦାଖଲ କରିଛି। ଏହି ମାମଲାରେ ଯେଉଁ ୨୪ଟି ବିଷୟର ତଦନ୍ତ କରିବା ଦାୟିତ୍ବ ଦିଆଯାଇଥିଲା ସେଥିରୁ ୨୨ଟିର ତଦନ୍ତ ଶେଷ ହୋଇଛି।
-
‘ଓବେରୟ ହୋଟେଲ୍ ଆଣ୍ଡ୍ ରିସର୍ଟ’ ସହିତ ମିଶି ‘ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍’ ମୁମ୍ବାଇର ‘ଅନନ୍ତ ବିଳାସ’ ଓ ଇଂଲଣ୍ଡ୍ର ‘ଷ୍ଟୋକ୍ ପାର୍କ’ ସମେତ ତିନୋଟି ପ୍ରସିଦ୍ଧ ହୋଟେଲ୍ ପ୍ରକଳ୍ପର ପରିଚଳାନା କରିବ ବୋଲି ଗୁରୁବାର ଦିନ ‘ରିଲାଏନ୍ସ୍’ କହିଛି।
-
ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ଯେଉଁ ଖର୍ଚ୍ଚ ହୋଇଛି ତାହା ହଲିଉଡ୍ ସିନେମା ‘ଇଣ୍ଟରଷ୍ଟେଲାର’ ଓ ବଲିଉଡ୍ ସିନେମା ‘ଆଦିପୁରୁଷ’ରେ ହୋଇଥିବା ଖର୍ଚ୍ଚଠାରୁ କମ୍। ମାତ୍ର ୬୧୫ କୋଟି ଟଙ୍କାରେ ଚନ୍ଦ୍ରଯାନ-୩ ଅଭିଯାନ ସଫଳ ହୋଇଛି।
-
ନୂଆ ଫସଲ ବଜାରକୁ ଆସିବା ପରେ ଆସନ୍ତା ମାସରୁ ପନିପରିବା ଦାମ୍ ଶସ୍ତା ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଟମାଟୋ ସମେତ ବିଭିନ୍ନ ପନିପରିବା ମହଙ୍ଗା ହେବା ପରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ପୁଣି ଥରେ ବେଲଗାମ ହୋଇପଡ଼ିଛି।
-
ଇତିହାସ ରଚିଲେ ଓଡ଼ିଆ ପୁଅ କିଶୋର ଜେନା। ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସରେ ଅଂଶଗ୍ରହଣ କରିଥିବା କିଶୋର ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି।
|
553 |
Y |
|
1450 |
25-08-2023 |
Odia |
-
ଇଣ୍ଡିଆ ଟୁଡେ-ସି ଭୋଟର ପକ୍ଷରୁ ହୋଇଥିବା ମୁଡ୍ ଅଫ୍ ଦି ନେସନ୍ ସର୍ଭେରେ ଭାଗ ନେଇଥିବା ୫୨ ପ୍ରତିଶତ ଲୋକ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି। ଏମାନେ ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଆଗ୍ରହୀ।
-
ଚନ୍ଦ୍ରରେ ଜଳ ଅଛି କିନା ଓ କେତେ ଜଳ ଅଛି ତାହା ଆମକୁ ଜଣାଇବ ଚନ୍ଦ୍ରଯାନ-୩। ୧୪ ଦିନ ପର୍ଯ୍ୟନ୍ତ ଛଅଚକିଆ ରୋଭର ଚନ୍ଦ୍ରପୃଷ୍ଠ ଉପରେ ପରୀକ୍ଷାନିରୀକ୍ଷା କରିବ। ଉଭୟ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭରର ଗୋଟିଏ ଚନ୍ଦ୍ର ଦିବସ ବା ପୃଥିବୀର ୧୪ ଦିନର ମିସନ ପରମାୟୁ ରହିଛି। ଚନ୍ଦ୍ରର ଦକ୍ଷିଣମେରୁରେ ଜଳ ଓ ଚନ୍ଦ୍ର ଖଣିଜର ଉପସ୍ଥିତି ନେଇ ରୋଭର ପରୀକ୍ଷାନିରୀକ୍ଷା କରି ଆମକୁ ଜଣାଇବ। ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି।
-
କରୋନା ମହାମାରୀର ଘାତକ ପ୍ରଭାବରେ ଏସିଆ ମହାଦେଶର ବହୁ ଲୋକ ଉତ୍କଟ ଦାରିଦ୍ର ହୋଇପଡ଼ିଛନ୍ତି। ପ୍ରାୟ ୭ କୋଟି ଲୋକ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଥିବା ଜଣାପଡ଼ିଛି।
-
ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିବା ସହ ଭାରତ ଇତିହାସ ରହିଛି। ତେବେ ଚନ୍ଦ୍ରଯାନ-୩ ମିସନ୍ ଶେଷ ହେବା ସହ ଏବେ ସମସ୍ତଙ୍କ ନଜର ଚନ୍ଦ୍ରଯାନ-୪ ଉପରେ।
-
‘୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ଘୋଷଣା କରାଯାଇଛି। ‘ଗଙ୍ଗୁବାଇ କାଠିଆୱାଡି’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ଆଲିଆ ଭଟ୍ଟଙ୍କୁ ଓ ‘ମିମି’ ଚଳଚ୍ଚିତ୍ର ପାଇଁ କୃତୀ ସାନନ୍ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ କରାଯାଇଛି। ‘ପୁଷ୍ପା’ ଚଳଚ୍ଚିତ୍ର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ‘ଶ୍ରେଷ୍ଠ ଅଭିନେତା ପୁରସ୍କାର’ ପ୍ରଦାନ କରାଯିବ।
-
ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବିବେଚିତ ହୋଇଛି ‘ପ୍ରତୀକ୍ଷା’, ପାଇବ ଜାତୀୟ ପୁରସ୍କାର।
-
ଆସନ୍ତାବର୍ଷ ଜାନୁଆରି ୧ରୁ ୬ଟି ନୂଆ ରାଷ୍ଟ୍ର ବ୍ରିକ୍ସରେ ଯୋଗ ଦେବେ। ଏହି ୬ ରାଷ୍ଟ୍ର ହେଉଛନ୍ତି ଇଜିପ୍ଟ, ଇଥିଓପିଆ, ଇରାନ, ଆର୍ଜେଣ୍ଟିନା, ୟୁଏଇ ଏବଂ ସାଉଦି ଆରବ।
-
ଦିଲ୍ଲୀରେ ଦୁଇ ଦିନିଆ ଜାତୀୟ ସୁରକ୍ଷା ରଣନୀତି (ଏନ୍ଏସ୍ଏସ୍) ସମ୍ମିଳନୀ-୨୦୨୩ ଆରମ୍ଭ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି।
-
୨୦୨୨ ର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ ର ଦ୍ୱିତୀୟ ତ୍ରୈମାସିକରେ ସଡକ ଦୁର୍ଘଟଣାରେ ଓଡିଶାରେ କମିଛି । ସଡକ ଦୁର୍ଘଟଣା ୭.୫୬% ହ୍ରାସ ପାଇଥିବାବେଳେ ମୃତ୍ୟୁହାର ୬.୨୪% ହ୍ରାସ ପାଇଛି।
-
ବିଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର କୃଷିରେ ଉଲ୍ଲେଖନୀୟ ବିକାଶ ଘଟିଛି । ଖାଦ୍ୟଶସ୍ୟରେ ଏକ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ଆଜି ବଳକା ରାଜ୍ୟରେ ପରିଣତ ହୋଇଛି ।
-
ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି ।
-
ଭାରତର ୧୮ ବର୍ଷିୟ ଆର୍ ପ୍ରଜ୍ଞାନନ୍ଦ ଚେସ୍ ବିଶ୍ୱକପ୍ରେ ରନର୍ସ ଅପ୍ – ରଚିଲେ ଇତିହାସ।
-
ବାୟୁସେନା କିଣିବ ୮୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୧୦୦ରୁ ଅଧିକ ଏଲସିଏ ମାର୍କ-୧ ଯୁଦ୍ଧ ବିମାନ।
-
ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ ‘ଆଦିତ୍ୟ ଏଲ-୧’। ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ବହୁପ୍ରତୀକ୍ଷିତ ମୁନ୍ ମିଶନ ‘ଚନ୍ଦ୍ରଯାନ-୩’ର ସଫଳ ଲ୍ୟାଣ୍ଡିଂ ପରେ ମିଶନ ଆଦିତ୍ୟ ଏଲ-୧ ଲଞ୍ଚ କରାଯିବା ନେଇ ସମ୍ଭାବିତ ସମୟ ଘୋଷଣା କରିଛି ଇସ୍ରୋ ।
-
କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସ୍ଏସ୍) ଏବଂ କେନ୍ଦ୍ରୀୟ ଯୋଜନା ଅର୍ଥ ଖର୍ଚ୍ଚରେ ବିଭାଗୀୟ ଅଧିକାରୀମାନେ ଆନ୍ତରିକତା ଦେଖାଉ ନାହାନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥ ଖର୍ଚ୍ଚ ନେଇ ବିଭିନ୍ନ ପ୍ରକାର କଟକଣା ରହିଥିବାରୁ ରାଜ୍ୟ ପ୍ରଶାସନିକ ଅଧିକାରୀମାନେ ସେଥିପ୍ରତି ଗୁରୁତ୍ବ ଦେଉ ନାହାନ୍ତି।
-
ଗିରଫ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ଫ ଜାମିନ୍ରେ ଆସିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ବଦଳାଇବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ।
-
୨୬ ତାରିଖରେ ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡିଶାର ୧୭ଟି ଜିଲାରେ ଘଡଘଡି ଓ ବିଜୁଳି ସହିତ ବର୍ଷା ହେବ । ୨୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।
-
ସମାଜର ନିମ୍ନ ଆୟବର୍ଗର ଗ୍ରାହକମାନଙ୍କୁ ସ୍ବଳ୍ପ ପରିମାଣର ଅଣୁ ଋଣ ପ୍ରଦାନ କରିବାରେ ମାଇକ୍ରୋଫାଇନାନ୍ସ ସଂସ୍ଥା (ଏମ୍ଏଫ୍ଆଇ) ବ୍ୟାଙ୍କଗୁଡ଼ିକୁ ପଛରେ ପକାଇ ଦେଇଛନ୍ତି।
-
ଚଳିତ ମାସ ୨୯ରେ ଆସିବ ଦେଶର ୧୦୦% ଇଥାନଲ୍ ଚାଳିତ କାର୍। ସେଥିରେ ଇନ୍ଧନ ଭାବେ ଇଥାନଲ୍କୁ ବ୍ୟବହାର କରାଯିବ। ଟୟୋଟା ଏହି ଗାଡ଼ି ବିକାଶ କରିଥିବା କୁହାଯାଉଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଗାଡ଼ିକୁ ଉନ୍ମୋଚନ କରିବେ।
-
ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଫିଡେ ଚେସ୍ ବିଶ୍ବକପ୍ରେ ଉପବିଜେତା ହୋଇଛନ୍ତି। ଗୁରୁବାର ଆଜରବୈଜାନର ବକୁରେ ଖେଳାଯାଇଥିବା ନିର୍ଣ୍ଣାୟକ ଟାଇବ୍ରେକର ଶେଷରେ ବିଶ୍ବ ୧ ନମ୍ବର ମାଗ୍ନସ୍ କାର୍ଲସେନ୍ ୨.୫-୧.୫ରେ ପ୍ରଜ୍ଞାନନ୍ଦଙ୍କୁ ପରାଜିତ କରି ପ୍ରଥମ ଥର ବିଶ୍ବକପ୍ ଏବଂ ପଞ୍ଚମ ଥର ବିଶ୍ବ ମୁକୁଟ ହାତେଇଛନ୍ତି।
|
409 |
Y |
|