# |
Date |
Type |
Current Affairs |
No. Of Views |
Status |
Action |
3391 |
14-11-2020 |
Odia |
- ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସାଢେ ଚାରି କୋଟି ଓଡିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ସ୍ଥାନ ପାଇବ।ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତୀ ପଢିବାର ସୁଯୋଗ ପାଇବେ।
- ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ଓଡ଼ିଶାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ଅନଲାଇନ ଶିକ୍ଷା ଦେବ। ଏ ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଟିସିଏସ୍ ଚୁକ୍ତି ସ୍ୱାକ୍ଷରିତ କରିଛି । ତେବେ ଏହା କେବଳ ୨୧୪ଟି ଆଦର୍ଶ ବିଦ୍ୟାଳୟ ଓ ୧୦୧ ଉତ୍କର୍ଷ ବିଦ୍ୟାଳୟରେ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
- ଓଡିଶା ସମେତ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ୬ ରାଜ୍ୟକୁ କେନ୍ଦ୍ର ସରକାର ସହାୟତା ଘୋଷଣା କରିଛନ୍ତି । ବାତ୍ୟା ଅମ୍ଫନ ପାଇଁ ଓଡ଼ିଶାକୁ ୧୨୮.୨୩ କୋଟି ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି ।
- ଭାରତୀୟ ସେନାର ସୂତ୍ର ଅନୁଯାୟୀ, ଭାରତ ପକ୍ଷରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ୭-୮ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ଏଥିରେ ପାକିସ୍ତାନୀ ସେନାର ସ୍ପେଶାଲ ସର୍ଭିସ ଗ୍ରୁପ୍ ର ୨-୩ କମାଣ୍ଡୋ ମଧ୍ୟ ଅନ୍ତର୍ଭୁକ୍ତ। ଏହା ସହିତ ୧୦-୧୨ ପାକିସ୍ତାନୀ ସୈନିକ ମଧ୍ୟ ଆହତ ହୋଇଛନ୍ତି। ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ବହୁ କ୍ଷତି ସହିଛି। ପାକିସ୍ତାନୀ ସେନାର ଅନେକ ବଙ୍କର ଏବଂ ଲଞ୍ଚ ପ୍ୟାଡ୍ ମଧ୍ୟ ନଷ୍ଟ ହୋଇଯାଇଛି।
- ଦୀର୍ଘ ୨୦ବର୍ଷ ପରେ ପାକିସ୍ତାନରୁ ଫେରି ଜନ୍ମମାଟିରେ ପହଞ୍ଚିଲେ ବିର୍ଜୁ କୁଲୁ । ସୁନ୍ଦରଗଡ କୁତ୍ରାରେ ପହଞ୍ଚିଲେ ବିର୍ଜୁ କୁଲୁ । ସେ କୁତ୍ରା ବ୍ଲକ୍ ଅଫିସ ନିକଟରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ ଆଦିବାସୀ ବାଦ୍ୟ ବଜାଇ ସ୍ବାଗତ କରାଯାଇଥିଲା ।
- ପାକିସ୍ତାନ ପେଶାବର ହାଇକୋର୍ଟର ମୁଖ୍ୟ ବିଚାରପତି ବକାର ଅହମ୍ମଦ ସେଠ୍ ୫୯ ବର୍ଷ ବୟସ୍କ ଅକ୍ଟୋବର ୨୨ ତାରିଖ ଦିନ କୋଭିଡ ପଜିଟିଭ ତାଙ୍କର ମୃତ୍ୟୁ ହୋଇଛି।ମୁଖ୍ୟ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳରେ ସେ ପୂର୍ବତନ ସେନା ରାଷ୍ଟ୍ରପତି ପରଭେଜ ମୁଶର୍ରଫଙ୍କ ରାଜଦ୍ରୋହ ମାମଲାର ଶୁଣାଣି କରିଥିଲେ।
- ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି ତଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହା ସହ ରାଜ୍ୟର ଷୋଡ଼ଶ ବିଧାନସଭା ଭଙ୍ଗହୋଇଛି।
- ନୋ ନୀତିଶ, ନୋ ତେଜସ୍ବୀ: ବିହାରରେ ‘ନୋଟା’ରେ ପଡ଼ିଛି ୭ ଲକ୍ଷ ଭୋଟ୍
- ରେକର୍ଡ ସଂଖ୍ୟକ ୫ ଲକ୍ଷ ୫୦ ହଜାର ଦୀପ ପ୍ରଜ୍ଜ୍ବଳିତ କରାଯାଇ ଆରମ୍ଭ ହୋଇଛି ଅଯୋଧ୍ୟା ଦୀପତ୍ସୋବ।
- ଓଡିଶା ସିଭିଲକୋର୍ଟ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ ର ଉପଧାରା (୧)ର କ୍ଷମତା ପ୍ରୟୋଗକରି ଧାରା ୧୦ ଓ ବାଣିଜ୍ୟିକ କୋର୍ଟ ଅଧିନିୟମ ୨୦୧୫ ର ଧାରା ୩ ର ପଠନ ସହିତ ଏବଂ ବିଧା ବିଭାଗର ଅଧିସୂଚନା ସଂଖ୍ୟା ୧୨୬୪୦, ବିଧି ତା ୨୬.୧୦.୨୦୧୭ର ଅଧିକ୍ରମଣରେ ରାଜ୍ୟ ସରକାର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସୁପାରିସ ଏବଂ ପରାମର୍ଶକ୍ରମେ କଟକ, ଭୁବନେଶ୍ୱର, ବ୍ରହ୍ମପୁରରେ ଓ ସମ୍ବଲପୁର ଠାରେ ୪ ଗୋଟି ସିଭିଲ ଜଜ୍ ( ସିନିୟର ଡିଭିଜନ ) କୋର୍ଟ ପ୍ରତିଷ୍ଠା କରିବା ନିମନ୍ତେ ନିଷ୍ପତି ନେଇଛନ୍ତି
- ଆଗାମୀ ଡିସେମ୍ବର ମାସ ସୁଦ୍ଧା ଭାରତକୁ ୧୦ କୋଟି ଆଷ୍ଟ୍ରାଜେନିକା କରୋନା ଟିକା ମିଳିବ ବୋଲି ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି।
- ୨୦୧୯-୨୦ ଆର୍ଥିକ ବର୍ଷରେ ଲଘୁ ଖଣିଜ ଦ୍ରବ୍ୟରୁ ରାଜସ୍ବ ସଂଗ୍ରହରେ ୧୨୪ ପ୍ରତିଶତ (୬୮୦ କୋଟି ଟଙ୍କା) ଅଭିବୃଦ୍ଧି ହାସଲ ହୋଇଛି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଡିଜିଟାଲ ମୋଡ୍ରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି।
- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିଜ ପରାଜୟକୁ ଅସ୍ବୀକାର କରି ଚାଲିଥିବା ବେଳେ ଏବେ ଆରିଜୋନା ରାଜ୍ୟ ଡେମୋକ୍ରାଟିକ୍ ଦଳ ହାତକୁ ଚାଲିଯାଇଛି। ଏଠାରେ ବାଇଡେନ୍ଙ୍କ ବିଜୟ ତାଙ୍କ ନିର୍ବାଚକ ଭୋଟ୍ ସ୍ଥିତିକୁ ଅଧିକ ସୁଦୃଢ କରିଛି।
- ୫ଟି ଓ ମୋ ସରକାରା ଅଭିଯାନରେ ସରକାର ପେନସନଭୋଗୀଙ୍କ ପାଇଁ କରୋନା ମହାମାରୀ ସମୟରେ ଏକ ସୁବିଧା ଘୋଷଣା କରିଛନ୍ତି। ପେନସନଭୋଗୀମାନେ ଟ୍ରେଜେରିକୁ ନଯାଇ ଆଇଏଫ୍ଏମ୍ଏସ୍ ପୋର୍ଟାଲରୁ ଆୟକର ପାଇଁ ଉଦ୍ଦିଷ୍ଟ ଫର୍ମ-୧୬ ଡାଉନଲୋଡ କରିପାରିବେ। ଫଳରେ ଫର୍ମ-୧୬ ପାଇଁ ପେନସନଭୋଗୀମାନେ ଟ୍ରେଜେରିକୁ ନଆସି ଆୟକର ରିଟର୍ଣ୍ଣ ଘରେ ଦାଖଲ କରିପାରିବେ।
- ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ଶୁକ୍ରବାର ଦିନ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘କ୍ୟୁଆରସାମ’ (କୁଇକ ରିଆକ୍ସନ ସର୍ଫେସ ଟୁ ଏୟାର ମିସାଇଲ)ର ସଫଳ ପରୀକ୍ଷା କରାଯାଇଛି। ଚାନ୍ଦିପୁର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ କାନିଷ୍ଟରରୁ ଅପରାହ୍ଣ ପ୍ରାୟ ୩.୫୦ ମିନିଟ ସମୟରେ ଉତକ୍ଷେପଣ କରାଯାଇଥିଲା। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ର ୩୦ କିଲୋମିଟର ଭିତରେ ଥିବା ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା।
|
630 |
Y |
|
3392 |
14-11-2020 |
English |
- Serum Institute of India, the world's largest vaccine maker, is ramping up production of AstraZeneca's Covid-19 shot to have 100 million doses ready by December for an inoculation drive expected to begin across India that same month.
- India successfully test-fired the Quick Reaction Surface to Air Missile system on Friday off the coast of Balasore, Odisha.
- At least eight Pakistan Army soldiers killed on Friday in retaliatory firing by the Indian Army in response to ceasefire violations from across the Line of Control, Indian Army sources said.
- Noted journalist and writer Ravi Belagere dies of heart attack. Belagere was a known name in Karnataka from his popular Kannada tabloid “Hi Bangalore” and more than 70 of his literary works including fiction, translation, storytelling, column writing and biography.
- The State Bank of India, Hyderabad Circle, has come forward to adopt 15 tigers at Nehru Zoological Park (NZP) in Hyderabad for one year.
- The national capital recorded its air quality in the 'very poor' category on Friday and it was likely to become 'severe' on Diwali night, according to government agencies.
- Children’s Day 2020: Remembering Jawaharlal Nehru on His 131st Birth Anniversary
- The Delhi government will construct 89,400 flats for economically weaker sections (EWS) and slum dwellers across the national capital by 2025.
- India's largest power producer and a public sector undertaking (PSU) under the Ministry of Power, NTPC Limited has successfully developed geo-polymer coarse aggregate from fly ash, the Ministry of Power said on Friday.
- A high-level committee of the Union Home Ministry on Friday approved Rs 4,381.88 crores for relief and assistance under the National Disaster Response Fund (NDRF) to six states after recent natural calamities caused widespread devastation.
- Chief Minister Arvind Kejriwal on November 13 stated that the COVID-19 situation in the national capital is expected to come under control in the next 7 to 10 days
- The Odisha Government has decided to set up four commercial courts at Cuttack Sadar, Bhubaneswar, Berhampur and Sambalpur, a notification of the Law Department
- Japanese astrophysicist Masatoshi Koshiba, a co-winner of the 2002 Nobel Prize in physics for confirming the existence of elementary particles called neutrinos, has died. He was 94.
- A resident of Odisha’s Sundargarh district Birju Kullu who had accidentally crossed over to Pakistan and spent 20 years in the Lahore jail was brought back home on Friday.
- 2G mobile Internet service extended in 18 out of 20 districts till Nov 26 in J&K
|
733 |
Y |
|
3393 |
22-10-2020 |
English |
- Haryana State emerged as the best state in the Anemia Mukt Bharat (AMB) Index among all the 29 states in the country.
- The North Atlantic Treaty organisation (NATO) will setup a new Space Centre in Ramstein, Germany.
- A giant cat geoglyph was discovered on a hill at the famous Nazca Lines site in Peru.
- Odisha Chief Minister, Naveen Patnaik has launched the electricity consumer service portal ”Mo Bidyut” and a mobile app through video conference.
- During April to August, 2020, total Foreign Direct Investment (FDI) inflow of USD 35.73 billion was received. It is the highest ever for the first 5 months of a financial year.
- Punjab became the first State in the country to formally reject the Central government’s three Farm Acts by passing three Bills to negate the Union laws.
- The Russian President has proposed extending by one year the New START (Strategic Arms Reduction Treaty) between the USA and Russia expiring in February 2021.
- The 6th edition of the India International Science Festival (IISF) will be held virtually in 2020.
- India has acquired the second rank in terms of the number of migrants going to the Organisation for Economic Co-operation and Development (OECD) countries and acquiring the citizenship of those countries. China retained its top spot.
- Railway Protection Force (RPF), Visakhapatnam has started implementing ‘Meri Saheli’ initiative in AP Express (Visakhapatnam to New Delhi), in order to provide proactive security to women passengers.
- China has objected to any official exchanges between India and Taiwan.
- Microsoft is joining hands with the SpaceX that is led by the billionaire entrepreneur Elon Musk. This is being done to target the space customers.
- The Police Commemoration Day is celebrated on October 21 every year.
- India and Indonesia will be holding the fifth joint working group on coal meeting virtually on November 5, 2020.
- The OSIRIS-Rex spacecraft launched by NASA to the Asteroid Bennu in 2016 has now touched the Asteroid After two years of circling.
|
764 |
Y |
|
3394 |
22-10-2020 |
Odia |
- ସୁପରଷ୍ଟାର ମହେଶ ବାବୁ, ଜେଆର ଏନଟିଆର ଏବଂ ଚିରଞ୍ଜୀବୀଙ୍କ ପରେ ସୁପରଷ୍ଟାର ପ୍ରଭାସ ହାଇଦ୍ରାବାଦରେ ହୋଇଥିବା ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି | ବନ୍ୟା ପ୍ରପୀଡିତଙ୍କ ପାଇଁ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧.୫ କୋଟି ଟଙ୍କା ଦାନ କରିଛନ୍ତି।
- ଦଶହରା ପୂର୍ବରୁ ୨୦୧୯-୨୦୨୦ ବର୍ଷ ନିମନ୍ତେ କେନ୍ଦ୍ର ସରକାର ବୋନସ୍ ଘୋଷଣା କରିଛନ୍ତି। ଏହି ବୋନସ୍ ୩୦.୬୭ ଲକ୍ଷ ଅଣଗେଜେଟେଡ୍ କର୍ମଚାରୀଙ୍କୁ ଉପକୃତ କରିବ। ଏଥିନିମନ୍ତେ ସମୁଦାୟ ୩, ୭୩୭ କୋଟି ବ୍ୟୟ ହେବ।
- ୨୦୧୯ରେ ଭୀଷଣ ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସିବା କାରଣରୁ ୧୧୬, ୦୦୦ରୁ ଅଧିକ ଶିଶୁ ଜନ୍ମ ହେବାର ମାସକ ମଧ୍ୟରେ ପ୍ରାଣ ହରାଇଥିବା କଥା ‘ଷ୍ଟେଟ୍ ଅଫ୍ ଗ୍ଲୋବାଲ୍ ଏୟାର୍ ୨୦୨୦’ ରିପୋର୍ଟରୁ ଜଣାପଡ଼ିଛି।
- ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଥିବା ହରିୟାଣାର ପ୍ରଦୀପ ସିଂ ସମୁଦାୟ ୨୦୨୫ ମାର୍କରୁ ୧୦୭୨ ମାର୍କ ପାଇଛନ୍ତି | ଦ୍ଵିତୀୟ ସ୍ଥାନ ହାସଲ କରିଥିବା ନିତିନ କିଶୋରଙ୍କୁ ୧୦୬୩ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଭା ବର୍ମାଙ୍କୁ ୧୦୬୨ ମାର୍କ ମିଳିଛି | ସିଭିଲ ସର୍ଭିସ ପରୀକ୍ଷା ୨୦୧୯ରେ ସଫଳ ହୋଇଥିବା ୨୨ଜଣ ଓଡ଼ିଆଙ୍କ ମଧ୍ୟରେ ସର୍ବଭାରତୀୟ ସ୍ତରରେ ୧୦ମ ସ୍ଥାନ ହାସଲ କରିଥିବା ସଞ୍ଜିତା ମହାପାତ୍ରଙ୍କୁ ମିଳିଛି ୧୦୪୨ ମାର୍କ |
- କେନ୍ଦ୍ରସରକାର କୋଲକତାଠାରେ ବିଶ୍ୱସ୍ତରୀୟ ସୁବିଧା ଥିବା ଫୁଲବାଗାନ ଅଣ୍ଡର ୱାଟର ମେଟ୍ରୋ ଷ୍ଟେସନକୁ ସର୍ବସାଧାରଣଙ୍କୁ ଦୁର୍ଗାପୂଜା ଭେଟି ଦେଇଛନ୍ତି ।
- ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ (NHSRCL) ର ଜଣେ ଅଧିକାରୀ ଦେଇଛନ୍ତି | ନ୍ୟାସନାଲ ହାଇ ସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ଅଚଳ ଖେର କହିଛନ୍ତି ଯେ ଦେଶର ପ୍ରଥମ ହାଇସ୍ପିଡ୍ ଟ୍ରେନ୍ ୨୦୨୩ ଶେଷ ସୁଦ୍ଧା ଚାଲିପାରେ। ଏହି ହାଇ ସ୍ପିଡ୍ ରେଳର ଗତି ଘଣ୍ଟା ପ୍ରତି ୩୨୦ କିଲୋମିଟର ହେବ |
- ନୋକିଆ ପକ୍ଷରୁ କୁହାଯାଇଛି ଯେ ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ପାଇଁ ୪ଜି ନେଟୱାର୍କ ସ୍ଥାପନ ପାଇଁ ଏବେ କମ୍ପାନୀ ପ୍ରସ୍ତୁତ ହେଉଛି |
- ନୋକିଆ ପକ୍ଷରୁ ଏଥିପାଇଁ ଏକ ବିଶାଳ ଯୋଜନା କରାଯାଇଛି | ଚନ୍ଦ୍ର ପୃଷ୍ଠରେ କିଭଳି ହାଲୁକା, ସ୍ୱଳ୍ପ କ୍ଷମତା ସମ୍ପନ୍ନ ଏଲଟିଇ ଟାୱାର ସ୍ଥାପନ କରିବ ସେଥିପାଇଁ ଯୋଜନା କରାଯାଉଛି | ଆସନ୍ତା ୨୦୨୨ ଶେଷ ବେଳକୁ ଏହି ଟାୱାର ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖିଥିବାବେଳେ ନୋକିଆ କହିଛି ଯେ ଏମିତି ଟେକ୍ନୋଲୋଜି ବ୍ୟବହାର କରାଯିବ ଯାହା ଦ୍ୱାରା ରିମୋଟ ମାଧ୍ୟମରେ ରୋଭରକୁ ଦୂରରୁ ନିୟନ୍ତ୍ରଣ କରିହେବ |
- ୧୯୮୭ର ଓଡିଶା କ୍ୟାଡର ଆଇପିଏସ ଅଧିକାରୀ ସୁନୀଲ କୁମାର ବନ୍ସଲଙ୍କୁ ଗୋଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ରୂପେ ନିଯୁକ୍ତି ମିଳିଛି।
- ମାଲକାନଗିରି ଜିଲ୍ଲାର ଦୁର୍ଗମ ସ୍ବାଭିମାନ ଅଞ୍ଚଳର ଲୋକମାନଙ୍କ ଦୁଃଖ ଦୁର୍ଦ୍ଦଶା ଓ ବଞ୍ଚିବା ପାଇଁ ସଂଘର୍ଷ କାହାଣୀ ଦେଶର ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଏଣ୍ଡ
659 |
Y |
|
|
3395 |
21-10-2020 |
Odia |
ଆଜିର ଅନୁଚିନ୍ତା......
ଯେତେବେଳେ ଆମ ଭିତରେ ପରସ୍ପରର ଦୃଷ୍ଟିକୋଣ ରୁ ପରିସ୍ଥିତି କୁ ବୁଝିବାର କ୍ଷମତା ଆସିଯାଏ ; ଆମର ସମ୍ବନ୍ଧ ସେତେବେଳେ ବହୁତ ଭଲ ରେ ଚାଲେ ।
- ଭାରତୀୟ ସେନାରେ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ସେବାରତ ଦୁଇ ଓଡ଼ିଆ ଯବାନ ସୁନୀଲ କୁମାର ବିଶ୍ୱାଳ ଏବଂ ଅବିନାଶ ଜେନା ପଦୋନ୍ନତି ପାଇ ଲେଫ୍ଟନାଂଟ ଅଧିକାରୀ ପାହ୍ୟା ହାସଲ କରିଛନ୍ତି।
- ଶବ୍ଦଠାରୁ ଅଧିକ ବେଗରେ ଉଡାଣ କରିପାରୁଥିବା ସୁପରସୋନିକ୍ ବ୍ରହ୍ମୋସ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଭାରତୀୟ ନୌସେନାର ଆଇଏନଏସ ଚେନ୍ନାଇରୁ ଏହାକୁ ସଫଳତାର ସହ ପରୀକ୍ଷଣ କରାଯାଇଛି।
- ଦେଶର ୩୦% ଲୋକ କରୋନା ସଂକ୍ରମିତ ହୋଇ ସାରିଛନ୍ତି ଏବଂ ସେମାନଙ୍କ ଦେହରେ କରୋନାକୁ ମୁକାବିଲା କରିବା ପାଇଁ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ବୋଲି ଏହି ପ୍ୟାନେଲ ମତ ଦେଇଛି ।
- ଇଣ୍ଡିଆନ୍ ପ୍ରିମିୟର ଲିଗ(ଆଇପିଏଲ୍)-୧୩ର ୩୫ତମ ମ୍ୟାଚ୍କୁ ସୁପର ଓଭରରେ ବିଜୟ ଲାଭ କରିଛି କୋଲକାତା ନାଇଟ୍ ରାଇଡର୍ସ। ଆବୁଧାବିର ଶେଖ ଜୟେଦ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ୧୬୪ ରନ୍ ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିଥିଲା।
- ପାର୍ବଣ ଋତୁରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଆଇଆରସିଟିସି ପୁଣିଥରେ ତେଜସ୍ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳ ଆରମ୍ଭ କରିଛି। କରୋନା ଭୂତାଣୁ ମହାମାରୀ କାରଣରୁଲକ୍ଷ୍ନୌ-ନୂଆଦିଲ୍ଲୀ ଏବଂ ଅହମଦାବାଦ-ମୁମ୍ବାଇ ତେଜସ୍ ଏକ୍ସପ୍ରେସ୍ ଟେନ୍କୁ ଗତ ମାର୍ଚ୍ଚ ୧୯ ତାରିଖରୁ ବାତିଲ୍ କରାଯାଇଥିଲା।
- ଜଣେ ଗ୍ରାହକଙ୍କୁ ଏକ ସମୟରେ ପାଞ୍ଚ ହଜାରରୁ ଅଧିକ ଟଙ୍କା ଉଠାଇଲେ ୨୪ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ।ବର୍ତ୍ତମାନ ସମୟରେ ଉପଭୋକ୍ତାମାନେ ଏଟିଏମରୁ ପାଞ୍ଚଟି ମାଗଣା କାରବାର କରୁଛନ୍ତି। ଏହା ପରେ ଯଦି ସେହି ମାସରେ ଅଧିକ କାରବାର କରାଯାଏ, ତେବେ ଷଷ୍ଠ କାରବାରର ମୂଲ୍ୟ ୨୦ ଟଙ୍କା ଦେବାକୁ ପଡୁଛି।
- ଦୀର୍ଘ ସମୟ ଅପେକ୍ଷା କରିବା ପରେ ମୋଟରୋଲାର ଟ୍ରୁ ଓୟାରଲେସ ଇୟରବଡ ଭାରତୀୟ ବଜାରରେ ବଜାରରେ ପର୍ବେଶ କରିଛି। ମୋଟରୋଲାର ଟେକ୍ ୩ ଟ୍ରାଇକ୍ସ ଇୟରବଡ୍(Tech3 TriX) ଗୋଟିଏରେ ତିନୋଟିର ଫିଚର ପାଇପାରିବେ। ଏହାକୁ ଆମେ ଥ୍ରୀ ଇନ ଓ୍ବାନ ମଧ୍ୟ କହି ପାରିବା ।
- କୋଭିଡ୍ ସମୟରେ ଖବରକାଗଜ ପଠନକୁ ନେଇ ପାଠକଙ୍କ ମନରେ କୌଣସି ଦ୍ବନ୍ଦ୍ବ ରହିବା ଉଚିତ ନୁହେଁ। ଖବରକାଗଜ ଦ୍ବାରା କରୋନା ବ୍ୟାପେନାହିଁ ଏବଂ ଏହାର ପଠନ ସଂପୂର୍ଣ୍ଣ
703 |
Y |
|
|
3396 |
21-10-2020 |
English |
-
- Union Minister Nitin Gadkari laid down the foundation stone for India’s first multi-modal logistics park in Assam on October 20, 2020.
- The first-ever Shanghai Cooperation Organization (SCO) Start up Forum will be launched on 27th October 2020.
- NITI Aayog announced the establishment of first of its kind the Frontier Technologies Cloud Innovation Centre (CIC) on October 19, 2020.
- The central government have increased the election campaign expenditure limit of the candidates by 10%.
- The National Green Tribunal (NGT) stated on October 20, 2020 that environmental clearance granted to the Kaleshwaram lift irrigation project in Telangana, having a retrospective effect, is in violation of legal requirement.
- As per Tourist Statistics released by Ministry of Tourism Uttar Pradesh attracted the highest number of domestic tourists in year 2019.
- India successfully test fired the Stand-Off Anti-Tank Missile named as SANT.
- The Asian Development Bank (ADB) and the Indian government have signed an agreement for a loan of $177 million on October 19, 2020.
- The Indian Ministry of Defense issued a release updating about the upcoming trilateral India-U.S.-Japan Malabar exercises.
- The Development of North East Region (DoNER) minister, Dr. Jitendra Singh has invited the United Kingdom (UK) government and the private sector to explore business opportunities in North-East India.
- The China Academy of Electronics & Information Technology under the China Electronics Technology Group Corporation recently conducted tests on a fixed-wing drone swarm system.
- The Centre is working on a plan to restrict the number of fertiliser bags that individual farmers can buy during any cropping season.
- Assam-Mizoram border witnessed firing over a territory dispute, which spotlights the long-standing inter-state boundary issues in the Northeast, particularly between Assam and the states which were carved out of it.
- According to the September 2020 Centre for Monitoring Indian Economy (CMIE) data, economic recovery after the lockdown has thrown up some paradoxes for India.
- In Badminton, former Japanese World Champion Nozomi Okuhara clinched the Denmark Open title beating three-time world champion Carolina Marin in women's singles.11020
|
735 |
Y |
|
3397 |
20-10-2020 |
English |
1 A 23-year-old, Mumbai based girl, Aishwarya Sridhar became the first Indian woman to win the 2020 Wildlife Photographer of the Year award.
2 The Union Agriculture Minister Narendra Singh Tomar has launched the AYUSHMAN SAHAKAR scheme on October 19, 2020.
3 India has successfully conducted the night trial of its nuclear-capable Prithvi-2 missile from Integrated Test Range (ITR) at Chandipur near Balasore, off Odisha coast.
4 Advocate Rohan Jaitley, the son of late Union Minister Arun Jaitley, has been elected unopposed as the President of the Delhi and District Cricket Association (DDCA).
5 The Prime Minister of New Zealand, Jacinda Ardern, won a landslide victory in the country’s general election, to be elected as the PM for the second consecutive three-year term.
6 Israel and Bahrain signed an agreement at Manama on October 18, 2020 to establish diplomatic ties.
7 The Philippine government has decided to resume oil exploration in the disputed South China Sea.
8 Dr Michael Irani of Great Britain (GBR) has been appointed as the Interim President of the International Weightlifting Federation(IWF).
9 The 8th annual joint exercise between Indian and Sri Lankan navies – SLINEX-20 began on October 19, 2020 off the Trincomalee coast.
10 Bangladesh has invited Prime Minister Narendra Modi to join the celebrations of the 50 years of the country’s independence.
11 Japanese Prime Minister (PM) Yoshihide Suga, agreed on October 19, 2020 with the Vietnamese counterpart to step up defence and security cooperation.
12 A sustainable Municipal Solid Waste Processing Facility has been developed by the CSIR –CMERI.
13 The Managing Director and CEO of Union Bank of India, Rajkiran Rai G has been elected as the Chairman of Indian Banks’ Association (IBA) for the term 2020-21.
14 The Japanese Former World Champion Nozomi Okuhara has won the Denmark Open title in Badminton.
15 Vishal V. Sharma has been appointed as the next Permanent Representative of India to the UNESCO, with the rank of Ambassador. |
756 |
Y |
|
3398 |
20-10-2020 |
Odia |
ଆଜିର ଅନୁଚିନ୍ତା-----
ଆପଣଙ୍କ ଜୀବନରେ କିଛି ବଦଳିବ ନାହିଁ,ଯେ ପର୍ଯ୍ୟନ୍ତ ଆପଣ ନିଜକୁ ବଦଳାଇବେ ନାହିଁ ।
- ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ଭଳି ଯେ କୌଣସି ପ୍ରକାର ଏକ୍ଜିଟ ପୋଲ ଉପରେ ଭାରତର ନିର୍ବାଚନ ଆୟୋଗ କଟକଣା ଜାରି କରିଛନ୍ତି।
- ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ବାଲେଶ୍ୱର ଆଇଟିଆର ପକ୍ଷରୁ ଚାନ୍ଦିପୁର ଉପକୂଳରୁ ‘ସାଣ୍ଟ’ (ଷ୍ଟାଣ୍ଡ ଅଫ ଆଣ୍ଟି ଟ୍ୟାଙ୍କ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି।
- ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଅର୍ଥନୈତିକ ଅଭିବୃଦ୍ଧିର ମୁଖ୍ୟ ଆୟୁଧ ହେଉଛି ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକର ଏବଂ ଏହାକୁ ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ବୃଦ୍ଧି କରିବା ଆବଶ୍ୟକ।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡ଼ିଓ କନ୍ଫରେନ୍ସ ଜରିଆରେ ବିଦ୍ୟୁତ ଉପଭୋକ୍ତା ସେବା ପୋର୍ଟାଲ୍ ‘ମୋ ବିଦ୍ୟୁତ’ ଓ ମୋବାଇଲ୍ ଆପ୍ର ଲୋକାର୍ପଣ କରିଛନ୍ତି । ୫-ଟି ପଦକ୍ଷେପ ଅଧୀନରେ ଆରମ୍ଭ କରାଯାଇଥିବା ଏହି ଆପ୍ ମାଧ୍ୟମରେ ବିଦ୍ୟୁତ୍ ଗ୍ରାହକମାନେ ଅନଲାଇନରେ ବିଭିନ୍ନ ସେବା ଯଥା ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ , ବିଲ ପୈଠ, ବିଦ୍ୟୁତ ସେବା ସଂପର୍କିତ ଅଭିଯୋଗ ଦାଖଲ ଆଦି ପାଇପାରିବେ।
- କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଆୟୁଷ୍ମାନ ସହକାର ଯୋଜନା ଆରମ୍ଭ କରିଛନ୍ତି। ଦେଶରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୃଷ୍ଟିରେ ସମବାୟ ସମିତିକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାରେ ସହାୟତା ଦେବ
- ଭାରତ ସରକାରଙ୍କ ‘ପିଏମ୍କୁସୁମ’ ଯୋଜନା ରାଜ୍ୟରେ ଦିଶାହୀନ ହୋଇ ଚାଲିଛି।
- ଆରୋଗ୍ୟ ହାର ୮୮.୨୬ ପ୍ରତିଶତ : କୋଭିଡ ଆରୋଗ୍ୟ କ୍ଷେତ୍ରରେ ଭାରତ ଶୀର୍ଷରେସର୍ବଭାରତୀୟ ସ୍ତରରେ ଓଡିଆଙ୍କ ଦବଦବା, ଦେଶର ୧୦ ସୁପରକ୍ରାଟ ମଧ୍ୟରେ ୩ ଜଣ ଓଡିଆଡ. ପି.କେ. ମିଶ୍ର ପ୍ରଥମ, ତୃତୀୟରେ ଶକ୍ତିକାନ୍ତ ଦାଶ ଓ ସପ୍ତମରେ ଗିରିଶ ମୁର୍ମୁ
- ଭାରତର ଘରୋଇ କମ୍ପାନିଙ୍କ ଦ୍ବାରା ନିଜସ୍ବ ଜ୍ଞାନକୌଶଳରେ ବିକଶିତ ଦୁଇଟି କୋଭିଡ୍ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ନାକବୁନ୍ଦା ପରୀକ୍ଷଣ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି।
- ଏସିଆରେ ଭାରତର ପ୍ରାଧାନ୍ୟ କମୁଛି: ଆମେରିକା କ୍ଷମତାଶାଳୀ, ଦ୍ବିତୀୟରେ ଚୀନ୍ ଚତୁର୍ଥକୁ ଖସିଲା ଭାରତ, କୂଟନୈତିକ ପ୍ରଭାବରେ ଉନ୍ନତି
- ଧନୀ ଗ୍ରହଣ କରନ୍ତୁ ‘ପୋଷ୍ୟ ପରିବାର’ ମାସକୁ ୫୦୦୦ ଟଙ୍କା ଦେବେ ବଳଦରେ ଟିକସ ରିହାତି ପାଇବେ
|
3399 |
19-10-2020 |
Odia |
ଆଜିର ଅନୁଚିନ୍ତା......
ଯେତେବେଳେ ଆମ ଭିତରେ ପରସ୍ପରର ଦୃଷ୍ଟିକୋଣ ରୁ ପରିସ୍ଥିତି କୁ ବୁଝିବାର କ୍ଷମତା ଆସିଯାଏ ; ଆମର ସମ୍ବନ୍ଧ ସେତେବେଳେ ବହୁତ ଭଲ ରେ ଚାଲେ ।
- ଭାରତୀୟ ସେନାରେ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ସେବାରତ ଦୁଇ ଓଡ଼ିଆ ଯବାନ ସୁନୀଲ କୁମାର ବିଶ୍ୱାଳ ଏବଂ ଅବିନାଶ ଜେନା ପଦୋନ୍ନତି ପାଇ ଲେଫ୍ଟନାଂଟ ଅଧିକାରୀ ପାହ୍ୟା ହାସଲ କରିଛନ୍ତି।
- ଶବ୍ଦଠାରୁ ଅଧିକ ବେଗରେ ଉଡାଣ କରିପାରୁଥିବା ସୁପରସୋନିକ୍ ବ୍ରହ୍ମୋସ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଭାରତୀୟ ନୌସେନାର ଆଇଏନଏସ ଚେନ୍ନାଇରୁ ଏହାକୁ ସଫଳତାର ସହ ପରୀକ୍ଷଣ କରାଯାଇଛି।
- ଦେଶର ୩୦% ଲୋକ କରୋନା ସଂକ୍ରମିତ ହୋଇ ସାରିଛନ୍ତି ଏବଂ ସେମାନଙ୍କ ଦେହରେ କରୋନାକୁ ମୁକାବିଲା କରିବା ପାଇଁ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ବୋଲି ଏହି ପ୍ୟାନେଲ ମତ ଦେଇଛି ।
- ଇଣ୍ଡିଆନ୍ ପ୍ରିମିୟର ଲିଗ(ଆଇପିଏଲ୍)-୧୩ର ୩୫ତମ ମ୍ୟାଚ୍କୁ ସୁପର ଓଭରରେ ବିଜୟ ଲାଭ କରିଛି କୋଲକାତା ନାଇଟ୍ ରାଇଡର୍ସ। ଆବୁଧାବିର ଶେଖ ଜୟେଦ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ୧୬୪ ରନ୍ ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିଥିଲା।
- ପାର୍ବଣ ଋତୁରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଆଇଆରସିଟିସି ପୁଣିଥରେ ତେଜସ୍ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳ ଆରମ୍ଭ କରିଛି। କରୋନା ଭୂତାଣୁ ମହାମାରୀ କାରଣରୁଲକ୍ଷ୍ନୌ-ନୂଆଦିଲ୍ଲୀ ଏବଂ ଅହମଦାବାଦ-ମୁମ୍ବାଇ ତେଜସ୍ ଏକ୍ସପ୍ରେସ୍ ଟେନ୍କୁ ଗତ ମାର୍ଚ୍ଚ ୧୯ ତାରିଖରୁ ବାତିଲ୍ କରାଯାଇଥିଲା।
- ଜଣେ ଗ୍ରାହକଙ୍କୁ ଏକ ସମୟରେ ପାଞ୍ଚ ହଜାରରୁ ଅଧିକ ଟଙ୍କା ଉଠାଇଲେ ୨୪ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ।ବର୍ତ୍ତମାନ ସମୟରେ ଉପଭୋକ୍ତାମାନେ ଏଟିଏମରୁ ପାଞ୍ଚଟି ମାଗଣା କାରବାର କରୁଛନ୍ତି। ଏହା ପରେ ଯଦି ସେହି ମାସରେ ଅଧିକ କାରବାର କରାଯାଏ, ତେବେ ଷଷ୍ଠ କାରବାରର ମୂଲ୍ୟ ୨୦ ଟଙ୍କା ଦେବାକୁ ପଡୁଛି।
- ଦୀର୍ଘ ସମୟ ଅପେକ୍ଷା କରିବା ପରେ ମୋଟରୋଲାର ଟ୍ରୁ ଓୟାରଲେସ ଇୟରବଡ ଭାରତୀୟ ବଜାରରେ ବଜାରରେ ପର୍ବେଶ କରିଛି। ମୋଟରୋଲାର ଟେକ୍ ୩ ଟ୍ରାଇକ୍ସ ଇୟରବଡ୍(Tech3 TriX) ଗୋଟିଏରେ ତିନୋଟିର ଫିଚର ପାଇପାରିବେ। ଏହାକୁ ଆମେ ଥ୍ରୀ ଇନ ଓ୍ବାନ ମଧ୍ୟ କହି ପାରିବା ।
- କୋଭିଡ୍ ସମୟରେ ଖବରକାଗଜ ପଠନକୁ ନେଇ ପାଠକଙ୍କ ମନରେ କୌଣସି ଦ୍ବନ୍ଦ୍ବ ରହିବା ଉଚିତ ନୁହେଁ। ଖବରକାଗଜ ଦ୍ବାରା କରୋନା ବ୍ୟାପେନାହିଁ ଏବଂ ଏହାର ପଠନ ସଂପୂର୍ଣ୍ଣ
667 |
Y |
|
|
3400 |
19-10-2020 |
English |
1 Globally an estimated 1 crore people contracted tuberculosis in 2019, and over a quarter of them were in India, says the just released Global Tuberculosis Report 2020.
2 The Russian Direct Investment Fund (RDIF) and Dr Reddy’s Laboratories Limited had agreed to cooperate on clinical trials and distribution of Sputnik V COVID-19 vaccine in India.
3 India test-fires BrahMos missile from Navy’s stealth destroyer hitting the right target.
4 Scientists in the US have developed a new method using which they have been able to prevent the novel coronavirus from replicating itself. The method involves blocking a protein that the virus uses to cut and disable important components of our immune system and also to produce copies of itself.
5 Uttar Pradesh government launched 6-month long women empowerment programme 'Mission Shakti' to raise awareness and tackle crime against women in the state.
6 The Reserve Bank of India (RBI), in its annual report August 2020, said, “India has now reached a stage in which surplus food grain management has become a major challenge.”
7 Amul made it to 16th position on Rabobank's Global Top 20 Dairy Companies list.
8 Donald Trump promises free antibody coronavirus treatment to all Americans.
9 Mr Anurag Thakur, Minister of State for Finance and Corporate Affairs, Government of India said that adopting the motto 'vocal for local', the states can now produce more and export more, thereby promoting competitive federalism.
10 Genrobotic wins national start up 2020 award for Bandicoot. Bandicoot is the first manhole cleaning robot to eliminate need for human workers.
11 Google Lens which can search what you see using your camera can now recognise 15 billion things, up from one billion just two years ago.
12 NASA's Osiris-Rex spacecraft will briefly touch down on a large asteroid next week and grab some rocks and dust from its surface to be returned to Earth for study.
13 The US Government has set the dates of two more executions this year which also includes that of the first woman since 1953.
14 Old Faithful, the famous geyser in Yellowstone National Park, may go silent after erupting continuously for nearly 800 years, experts have discovered.
15 Cannot rule out possibility of a second wave of Covid-19 during winters, says NITI Aayog chief VK Paul. |
727 |
Y |
|