# |
Date |
Type |
Current Affairs |
No. Of Views |
Status |
Action |
2791 |
19-09-2021 |
Odia |
- କ୍ୟାପଟେନ ଅମରିନ୍ଦର ସିଂ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଅମରିନ୍ଦରଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ରାଜ୍ୟପାଳଙ୍କୁ ଦେଇଛନ୍ତି । ଦ୍ୱିତୀୟ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା ଅମରିନ୍ଦର ଦ୍ୱିତୀୟ ପାଳିର ୫ ବର୍ଷ ପୂରଣ ପୂର୍ବରୁ ଇସ୍ତଫା ଦେଇଛନ୍ତି ।
- ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ର ଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଛି । ୧୯୭୬ରେ ସେ ସାହିତ୍ୟ ପାଇଁ ଝଙ୍କାର ସମ୍ମାନ ପାଇଥିଲେ । ୧୯୮୪ରେ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ସେ ୧୯୮୨ରୁ ୧୯୯୦ ଯାଏଁ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଓ ୧୯୯୧ରୁ ୧୯୯୪ ଯାଏଁ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ ।
- ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ଆସନ୍ତା ୨୦ ତାରିଖରୁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କରୋନା ଗାଇଡଲାଇନ୍ ମାନି ଶ୍ରେଣୀଗୃହରେ ଶିକ୍ଷା ଦାନ କରାଯିବ । କ୍ୟାମ୍ପସ ଓ ଶ୍ରେଣୀଗୃହରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ । ଶ୍ରେଣୀଗୃହ, ଲାଇବ୍ରେରୀ ସହ ଲାବୋରେଟୋରିରେ ସାମାଜିକ ଦୂରତା ରକ୍ଷା କରାଯିବ ।
- ବିବେକ ଆନନ୍ଦ ଓବରୋଏଙ୍କ ଅଭିନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ’ ଏକ ଡିଜିଟାଲ୍ ରିଲିଜ୍ ହେବାକୁ ଯାଉଛି। ୨୩ ସେପ୍ଟେମ୍ବରରୁ ‘ପିଏମ ନରେନ୍ଦ୍ର ମୋଦୀ’ ଏମଏକ୍ସ ପ୍ଲେୟାରରେ ମୁକ୍ତିଲାଭ କରିବ |
- ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପଟେନ ଅମରିନ୍ଦର ସିଂ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ଅମରିନ୍ଦର ସିଂହଙ୍କ ପ୍ରତିକ୍ରିୟା: ‘ମୁଁ କଂଗ୍ରେସରେ ଅଛି, ଘନିଷ୍ଠ ନେତାଙ୍କ ପରାମର୍ଶ ପରେ ପରବର୍ତ୍ତୀ ନିଷ୍ପତ୍ତି’ । ସିଦ୍ଧୁ ଜଣେ ଅଯୋଗ୍ୟ ବ୍ୟକ୍ତି, ପଞ୍ଜାବକୁ ବରବାଦ କରିଦେବେ : କ୍ୟାପଟେନ ଅମରିନ୍ଦର ସିଂ । କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି : ସୋନିଆ ବାଛିବେ ପଂଜାବର ନୂଆ ମୁଖ୍ୟମନ୍ତ୍ରୀ ।
- ହିନ୍ଦି ପୁସ୍ତକ ‘କଲ୍ୟାଣୀ’ର ଓଡ଼ିଆ ଅନୁବାଦ ପାଇଁ ମଞ୍ଜୁ ମୋଦୀଙ୍କୁ ମିଳିବ ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ।
- କେନ୍ଦ୍ର ସରକାର ବିମାନ କମ୍ପାନୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଏଣିକି ବିମାନ କମ୍ପାନୀ ମାସକୁ ୧୫ ଦିନ ଭଡ଼ା ନିର୍ଦ୍ଧାରଣ କରିପାରିବେ । ବାକି ୧୫ ଦିନ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସୂଚୀ ଅନୁସାରେ ଭଡ଼ା ନିର୍ଦ୍ଧାରଣ ହେବ । ଭଡ଼ା ଷ୍ଟକଚର ଅନୁସାରେ, ସରକାର ସବୁଠୁ କମ୍ ଓ ସବୁଠୁ ଅଧିକ ଭଡ଼ା ନିର୍ଦ୍ଧାରଣ କରୁଥିଲେ । ଏବେ ଏଥିରୁ ବିମାନ କମ୍ପାନୀଙ୍କୁ ଆଶ୍ୱସ୍ତି ମିଳିଛି । ସରକାର ମାସକୁ ୧୫ ଦିନ ଭଡ଼ା ନିର୍ଦ୍ଧାରଣ କରିବାକୁ ଥିବାବେଳେ ବାକି ୧୫ ଦିନ ବିମାନ କମ୍ପାନୀ ଚାହିଦାକୁ ଦେଖି ଭଡ଼ା ସ୍ଥିର କରିବେ ।
- ଦେଶରେ ପ୍ରଥମ: ୨ବର୍ଷୀୟ ଶିଶୁର ସଫଳ ଏକମୋ ଚିକିତ୍ସା କରିି ଇତିହାସ ରଚିିଲା ଭୁବନେଶ୍ବର ଏମ୍ସ
- ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ରହି ସାରିଥିବା ସାଂସଦ ବାବୁଲ ସୁପ୍ରିୟୋ ବିଜେପି ଛାଡ଼ି ଟିଏମସିରେ ସାମିଲ୍ ହୋଇଛନ୍ତି । କିଛିଦିନ ତଳେ ବାବୁଲ୍ ସୁପ୍ରିୟୋ ବିଜେପିରୁ ଇସ୍ତଫା ଦେଇଥିଲେ
- ସୋନୁ ସୁଦଙ୍କ ଉପରେ ୨୦ କୋଟିର ଟ୍ୟାକ୍ସ ଚୋରି ଅଭିଯୋଗ: ପ୍ରମାଣ ଥିବା ଦାବି କଲା ଆୟକର ବିଭାଗ ।
- ଦିବ୍ୟା ଅଗ୍ରଓ୍ବାଲ ହେଲେ ବିଗବସ୍ ଓଟିଟି ଓ୍ବିନର, ନିଶାନ୍ତ ପ୍ରଥମ ଏବଂ ଶମିତା ଦ୍ବିତୀୟ ରନର ଅପ୍ ।
- ଶ୍ରୀନଗରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ, ଅସ୍ତ୍ରଶସ୍ତ୍ର ଛାଡି ଛତ୍ରଭଙ୍ଗ ଦେଲେ ଆତଙ୍କୀ ।
- ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ପ୍ରଥମ ମ୍ୟାଚରେ ଟସ୍ ପଡିବା ପୂର୍ବରୁ ପଡିଆକୁ ଓହ୍ଲାଇବାକୁ ମନା କରି ଦେଇଛି । ଯାହା ପଳରେ ପାକିସ୍ତାନକୁ ପୁଣି ଥରେ ନିନ୍ଦିତ ହେବାକୁ ପଡିଛି ।
- ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧିନ ବିସିସିଆଇ ଅନୀଲ କୁମ୍ବଲେଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦବୀ ଲାଗି ଆବେଦନ କରିବା ପାଇଁ ପ୍ରସ୍ତାବ ଦେଇପାରେ। ୨୦୧୬-୧୭ରେ କୁମ୍ବଲେ ଏକ ବର୍ଷ ପାଇଁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିଲେ। ସଚିନ ତେନ୍ଦୁଲକର, ଭିଭିଏସ୍ ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ଗଠିତ ତତ୍କାଳୀନ କ୍ରିକେଟ ପରାମର୍ଶଦାତା କମିଟି କୁମ୍ବଲେଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦେଇଥିଲା।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିବସ ଅବସରରେ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ପଦକ ବିଜେତା କ୍ରୀଡ଼ାବିତ୍ମାନଙ୍କ ଉପହାର ଇ-ନିଲାମ ଆରମ୍ଭ ହୋଇଛି। ଶନିବାର ଇ-ବିକ୍ରୟର ପ୍ରଥମ ଦିନରେ ୧୧ଜଣ କ୍ରୀଡ଼ାବିତ୍ଙ୍କ ଉପହାରରୁ ୧୦ କୋଟି ଟଙ୍କା ଆୟ ହୋଇଛି। ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଜାଭେଲିନର ଦାମ୍ ୧ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି।
- ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା ଏକାଧିକ ଅଫର ମଧ୍ୟରେ ଗୃହଋଣ ଉପରେ ସୁଧ ହାର ହ୍ରାସ କରାଯାଇଛି। ଏଥିରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ଉପରେ ସୁଧହାର ୫୦ ବେସିସ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ପିଏନବି ପକ୍ଷରୁ ଘୋଷଣା କରାଯାଇଛି ଯେ ଏବେ ଗୃହଋଣ ଉପରେ ସୁଧ ହାର ୬.୬୦% ଲାଗୁହେବ।
- ଏନ୍ସିଆରବି ରିପୋର୍ଟ ଅନୁଯାୟୀ ୨୦୨୦ରେ ବାଲ୍ୟ ବିବାହ ନିରାକରଣ ଆଇନ ଅଧୀନରେ ୭୮୫ ମାମଲା ରୁଜୁ ହୋଇଛି। କର୍ଣ୍ଣାଟକରେ ବାଲ୍ୟ ବିବାହ ବିରୋଧରେ ସର୍ବାଧିକ ୧୮୪ ମାମଲା ରୁଜୁ ହୋଇଥିବାବେଳେ ଆସାମରେ ୧୩୮, ପଶ୍ଚିମବଙ୍ଗରେ ୯୮, ତାମିଲନାଡ଼ୁରେ ୭୭ ଏବଂ ତେଲେଙ୍ଗାନାରେ ୬୨ ମାମଲା ରୁଜୁ ହୋଇଛି। ତେବେ ୨୦୧୯ରେ ୫୨୩ ମାମଲା ଏବଂ ୨୦୧୮ରେ ୫୦୧ , ୨୦୧୭ରେ ୩୯୫, ୨୦୧୬ରେ ୩୨୬ ଏବଂ ୨୦୧୫ରେ ୨୯୩ ମାମଲା ରୁଜୁ ହୋଇଥିଲା। ୨୦୨୦ରେ ଦେଶରେ ବାଲ୍ୟ ବିବାହରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି।
- ଭାରତୀୟ ଆଇନ ବ୍ୟବସ୍ଥା ଏବେ ବି ଉପନିବେଶ ଢାଞ୍ଚାରେ ରହିଛି ଏବଂ ଏହାକୁ ଅଧିକ ସୁଲଭ ଏବଂ ପ୍ରଭାବୀ କରିବା ପାଇଁ ଏହାର ଭାରତୀୟକରଣ ଜରୁରୀ ବୋଲି ପ୍ରଧାନ ବିଚାରପତି ଏନ୍ଭି ରମଣା କହିଛନ୍ତି।
- କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଶୁକ୍ରବାର କହିଛନ୍ତି ଯେ, ଭାରତ ବିଶ୍ବର ଦୀର୍ଘତମ ଏକ୍ସପ୍ରେସ୍ୱେ ନିର୍ମାଣ ଶେଷ କରିବାକୁ ଯାଉଛି ଏବଂ ତାହା ହେଉଛି ‘ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ହାଇୱେ’। ଏହି ଦ୍ରୁତ-ରାଜପଥର ଦୈର୍ଘ୍ୟ ୧,୩୮୦ କିମି ହେବ
- ବିଶିଷ୍ଟ ଗାଳ୍ପିକା ଯଶୋଧାରା ମିଶ୍ରଙ୍କୁ ଓଡ଼ିଆ ଗଳ୍ପ ସଂକଳନ ‘ସମୁଦ୍ର କୂଳ ଘର’ ପାଇଁ ୨୦୨୦ର ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରରେ ସମ୍ମାନିତ କରଯାଇଛି।
|
614 |
Y |
|
2792 |
19-09-2021 |
English |
- India saw a single-day rise of 35,662 new COVID-19 infections, while the active cases increased to 3,40,639, according to the Union Health Ministry data updated on Saturday.
- Eminent Odia litterateur and journalist Manorama Mohapatra died here at the age of 87. She had won the Sahitya Academy Award in 1984, Soviet Nehru Award in 1988, Critic Circle of India Award in 1990, Iswar Chandra Vidyasagar Samman in 1991 and Rupambara Award in 1994
- The Central Board of Direct Taxes (CBDT) Saturday alleged that actor Sonu Sood and his associates evaded tax of Rs 20 crore and claimed that after the Income Tax (I-T) department raided him.
- Congress veteran Amarinder Singh Saturday resigned as Chief Minister of Punjab, ending one chapter of dissent but throwing open another of uncertainty for the ruling party in the state headed towards elections in about four months.
- Former Union minister and BJP MP Babul Supriyo Saturday joined West Bengal Chief Minister Mamata Banerjee's All India Trinamool Congress.
- The Higher Education (HE) department Saturday directed the universities and colleges for commencement of classroom teaching for 2020-21 first year undergraduate (UG) students from September 20 by following Covid-19 prevention guidelines.
- Former legislator of Patna Assembly constituency in Keonjhar district Ramray Munda passed away Saturday morning at his residence in Chakundapal village under this block. He was 83.
- Chief Justice of India Justice NV Ramana called for Indianisation of legal system in the country Saturday in a function held in Vidhana Soudha in Bangalore organised by the Karnataka State Bar Council to pay tributes to Late Justice Mohana M Shantanagaudar
- Ravindra Narayan Ravi was Saturday sworn-in as the Governor of Tamil Nadu, succeeding Banwarilal Purohit who has since been shifted to Punjab. Ravi, shifted from Nagaland.
- According to the National Crime Records Bureau (NCRB) data of 2020, a total of 785 cases were registered under the Prohibition of Child Marriage Act. The number of cases registered was the highest in Karnataka at 184, followed by Assam at 138, West Bengal at 98, Tamil Nadu at 77 and Telangana at 62.
- Odisha state Public Health director Niranjan Mishra today said that the Covid in Odisha is at a stable condition. “ The daily Covid cases in the state has declined to 500 to 600 and Covid hospitalisation has also declined, so the Corona casualty,” Mishra said.
- Delhi Capitals (DC), Mumbai Indians (MI), Punjab Kings (PBKS), Rajasthan Royals (RR), Royal Challengers Bangalore (RCB) & Sunrisers Hyderabad (SRH) named more replacements for the remainder of the VIVO Indian Premier League (IPL) 2021, which will be played in the United Arab Emirates from September 19.
- Prime Minister Narendra Modi on Saturday interacted with healthcare workers and beneficiaries of the COVID vaccination programme in Goa through a video conference on the completion of 100% first dose coverage for the adult population in Goa.
- Minister for Commerce & Industry, Piyush Goyal held a detailed interaction with coffee growers, roasters, exporters and other stakeholders at Coffee Board Head Office, Bengaluru.
- Vedanta Aluminium has launched a safety mobile application called ‘V-Safe’ at its largest aluminium smelter in Jharsuguda to bolster its safetyculture.
- Congress, senior party leader Shashi Tharoor on Saturday emphasised that more energy needs to be instilled in the organizational structure of the party.
- Politician-writer M Veerappa Moily and poet Arundhathi Subramaniam were among the 20 authors who received the Sahitya Akademi Award for 2020 at a ceremony in Delhi on Saturday. The award, which includes a casket containing an engraved copper plaque, a shawl and an amount of ₹ 1,00,000, was presented at the award presentation function.
- The executive board also announced the Sahitya Akademi Translation Prize 2020 in 24 Indian languages on Saturday. The translation prize carries an amount of Rs 50,000 and a copper plaque which will be presented to the translators of each of these books at a special function to be held sometime later this year, it said.
- More than 10,000 migrants, mainly fleeing Haiti, are currently being held under a bridge at Del Rio near the US-Mexico border as immigration facilities in the area have reached capacity.
- Water from 115 countries to be offered at Ayodhya it replicates message of Vasudhaiva Kutumbakam said , Rajnath Singh .
|
631 |
Y |
|
2793 |
18-09-2021 |
Odia |
- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପେଟ୍ରୋଲ ଓ ଡିଜେଲକୁ ବର୍ତ୍ତମାନ ଜିଏସଟିରେ ସାମିଲ୍ ନେଇ ବିଚାର କରିବା ପାଇଁ ଏହା ସଠିକ୍ ସମୟ ନୁହେଁ । ଏଥିପାଇଁ ରାଜସ୍ୱ ସହ ଜଡ଼ିତ କେତେକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
- ବୈଦ୍ୟୁତିକ ଯାନ କ୍ରୟ ପାଇଁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର । ଦୁଇ ଚକିଆ ଯାନ କ୍ରୟ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ବା ସର୍ବୋଚ୍ଚ ୫ ହଜାର ଟଙ୍କା ସହାୟତା ଦେବ ରାଜ୍ୟ । ସେହିପରି ତିନି ଚକିଆ ଯାନ ପାଇଁ ୧୫ ପ୍ରତିଶତ ବା ସର୍ବାଧିକ ୧୦ହଜାର ଟଙ୍କା, ଚାରି ଚକିଆ ଯାନ ପାଇଁ ୫୦ହଜାର ଓ ବସ୍ କ୍ରୟ ପାଇଁ ୪ ଲକ୍ଷ ପର୍ଯ୍ୟନ୍ତ ସହାୟତା ଦିଆଯିବ । ମାଲବାହୀ ଯାନ କିଣିବା ପାଇଁ ଗ୍ରାହକଙ୍କୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର ।
- ୧୧୨ ଡାଏଲ୍ କଲେ ଗୋଟିଏ ନମ୍ବରରେ ପୋଲିସ ଓ ଅଗ୍ନିଶମ ସେବା ମିଳିବ । ଏଣିକି ଅଗ୍ନିଶମ ସେବା ପାଇଁ ୧୦୧ ପରିବର୍ତ୍ତେ ୧୧୨କୁ କଲ୍ କରି ଜରୁରୀକାଳୀନ ପରିସ୍ଥିତିରେ ଲୋକେ ସେବା ପାଇ ପାରିବେ ।
- ଆସୋଚାମ ରିପୋର୍ଟ ଅନୁସାରେ ଗତ ଦଶନ୍ଧି ମଧ୍ୟରେ ରାଜ୍ୟର ଦାରିଦ୍ର୍ୟ ୨୪ ପ୍ରତିଶତ କମିଛି । ଫଳରେ ରାଜ୍ୟର ୮ ନିୟୁତରୁ ଅଧିକ ଲୋକ ଦାରିଦ୍ର୍ୟ ଶୃଙ୍ଖଳରୁ ମୁକ୍ତ ହୋଇ ପାରିଛନ୍ତି । ଯାହାକି ସମଗ୍ର ଦେଶରେ ସର୍ବାଧିକ । ଏଥିସହିତ ପ୍ରକଳ୍ପ କାର୍ଯ୍ୟକାରିତା ହାରରେ ମଧ୍ୟ ଓଡ଼ିଶା ପ୍ରଥମ ସ୍ଥାନ ପାଇଥିବା ଆସୋଚାମ ରିପୋର୍ଟ ୨୦୧୭ରେ କୁହାଯାଇଛି । ବିଦ୍ୟୁତ୍ ସଂଯୋଗୀକରଣ, ଗ୍ରାମୀଣ ରାସ୍ତା, ଆବାସ, କୃଷକ ମହିଳା ସଶକ୍ତୀକରଣ ଆଦି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ।
- ପ୍ରାୟ ୨୭ ନିୟୁତ ୟୁରୋ ମୂଲ୍ୟର ଏହି ବିମାନ କିଣିବା ଲାଗି ପଦକ୍ଷେପ ନିଆଯାଇଛି । ମିଳିଥିବା ସୂଚନା ମୁତାବକ ଗୋଟିଏ ବିମାନର ମୂଲ୍ୟ ହେଉଛି ୧.୧୨୫ ନିୟୁତ ୟୁରୋ । ଫ୍ରାନସର ଡାସଲ୍ଟ ଆଭିଏସନ ପକ୍ଷରୁ ନିର୍ମିତ ମିରେଜ-୨୦୦୦ ବିମାନ ଭାରତୀୟ ପ୍ରତିରକ୍ଷାକୁ ଅଧିକ ସଶକ୍ତ କରିବ ବୋଲି କୁହାଯାଇଛି । ଏହି ୨୪ଟି ବିମାନରୁ ୮ଟି ବିମାନ ରେଡି-ଟୁ-ଫ୍ଲାଏ ଅବସ୍ଥାରେ ରହିଛି ।
- ସିଆରପିଏଫରେ ମହିଳା ଯବାନମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବାକୁ ପଦକ୍ଷେପ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୬ ପ୍ଲାଟୁନ ମହିଳା ଯବାନଙ୍କୁ ପ୍ରିଶକ୍ଷଣ ଦିଆଯିବ । ଏହି ମହିଳା ଯବାନମାନେ AK-47 ବ୍ୟବହାର ନେଇ ମଧ୍ୟ ପ୍ରଶିକ୍ଷଣ ଲାଭ କରିବେ । ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସୁରକ୍ଷା ଦାୟିତ୍ବରେ ସିଆରପିଏଫ ରହିଛି । ଦେଶରେ ଭିଭିଆଇପିଙ୍କ ସୁରକ୍ଷାରେ ଏଣିକି ମୁତୟନ ହେବେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ବା ସିଆରପିଏଫର ମହିଳା ଯବାନ ।
- ଗୋଟିଏ ଦିନରେ ୨ କୋଟିରୁ ଅଧିକ ଡୋଜ୍ (ମାତ୍ରା) କରୋନା ଟିକା ଦେଇ ଭାରତ ସମଗ୍ର ବିଶ୍ବରେ ଏକ ବିରଳ ସଫଳତା ହାସଲ କରିଛି । ଜନ୍ମ ଦିନରେ ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଉପହାର ଦେଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ ମାଣ୍ଡଭିଆ ଟୁଇଟ୍ କରି କହିଛନ୍ତି ।
- ଉଭୟ ଜୀବନସାଥୀ ଅଲଗା ଧର୍ମର ହୋଇଥିଲେ ବି ସେମାନଙ୍କୁ ବିରୋଧ କରିବାର ଅଧିକାର କାହାର ବି ନାହିଁ | ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ, ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଧର୍ମ ନିର୍ବିଶେଷରେ ଜଣେ ସାବାଳିକା ନିଜ ପସନ୍ଦର ଜୀବନ ସାଥୀ ବାଛିବା ପାଇଁ ଅଧିକାର ପାଇଛନ୍ତି। ଏପରି ଦମ୍ପତିଙ୍କ ବିବାହ ସମ୍ପର୍କକୁ ବିରୋଧ କରିବାର କାହାର ଅଧିକାର ନାହିଁ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୨୦୩୫ଟି ଶାମୁକାରେ ତାଙ୍କର ଏକ ମୋଦୀଙ୍କ ବାଲୁକାକଳା ଗଢ଼ିଛନ୍ତି।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଦିବସ ଅବସରରେ ଭୁବନେଶ୍ବରରେ ରହୁଥିବା ପ୍ରିୟଙ୍କା ସାହାଣୀ ନାମ୍ନୀ ଜଣେ ବାଳିକା ୮ ଫୁଟ୍ ଉଚ୍ଚ ଏବଂ ୪ ଫୁଟ୍ ଓସାରର ଗୋଟାଏ ପ୍ଲାଇ ବୋର୍ଡରେ ଶସ୍ୟ ଦାନା ଲଗାଇ ତାଙ୍କର (ମୋଦୀ) ପ୍ରତିକୃତି ତିଆରି କରିଛନ୍ତି। ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ଦ୍ବାରା ପ୍ରକାଶିତ ସର୍ବଶେଷ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୦ରେ ବାମପନ୍ଥୀ ଉଗ୍ରବାଦ ଯୋଗୁ ସର୍ବାଧିକ ସଂଖ୍ୟକ ପୁଲିସ ମୃତ୍ୟୁବରଣ କରିଛନ୍ତି। ନକ୍ସଲବାଦୀ କାର୍ଯ୍ୟକଳାପ ଯୋଗୁଁ ୨୦୨୦ରେ ୫୯ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥଲେ
- ସ୍ଵିଗି ଓ ଜୋମାଟୋ ପରି ଫୁଡ୍ ଡେଲିଭରି ଆପ୍ ଏବେ ୫ ପ୍ରତିଶତ ଜିଏସଟି ପରିଧିକୁ ଆସିବ। ଏମିତି ହେଲେ ଅନଲାଇନରେ ଖାଦ୍ୟ ଅର୍ଡର କରିବା ମହଙ୍ଗା ହୋଇଯିବ। ହେଲେ ଜିଏସଟି ପରିଷଦର ୪୫ତମ ବୈଠକରେ ଏହାକୁ ନେଇ କୌଣସି ନିର୍ଣ୍ଣୟ ନିଆଯାଇ ନାହିଁ। ମାତ୍ର ଏହା ସତ୍ତ୍ଵେ ବି ଗ୍ରାହକଙ୍କୁ ଅନଲାଇନରେ ଖାଦ୍ୟ ମଗାଇବା ମହଙ୍ଗା ପଡିପାରେ।
- ଦୁନିଆର ସବୁଠୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ୍ ଉପରେ ୧୭୭ ନିୟୁତ ଡଲାର (ପାଖାପାଖୁ ୧୩୦୫ କୋଟି ଟଙ୍କା)ର ଜରିମାନା ଲାଗିଛି। ମୋବାଇଲ୍ ଅପରେଟିଂ ସିଷ୍ଟମ ଏବଂ ଆପ୍ ମାର୍କେଟରେ ଏକଚାଟିଆ ମନୋଭାବ ପାଇଁ ଗୁଗଲକୁ ଏହି ଝଟକା ଲାଗିଛି। ଗୁଗଲର ମମମୁଖୀ ବ୍ୟବହାର ଉପରେ ପ୍ରହାର କରିବାକୁ ଦକ୍ଷିଣ କୋରିଆ ଏକ ବିଲ୍ ପାସ କରାଇଥିଲା । ଏବେ ଏହା ଆଇନ୍ରେ ପରିଣତ ହୋଇଛି। ସବୁଠୁ ବଡ଼ କଥା ହେଉଛି ଆଇନ୍ ଆସିବା ପରେ ପ୍ରଥମେ ଗୁଗଲ ଉପରେ ଏତେ ବଡ଼ ଜରିମାନା ଲାଗିଛି ।
- ମହାନଦୀର ପଛୁଆ ପାଣିରେ ଖୋର୍ଦ୍ଧାର ୩ ପଞ୍ଚାୟତରେ ବନ୍ୟା ସ୍ଥିତି, ପ୍ରଶାସନ ପାଖରେ ଖବର ନାହିଁ କି ତଥ୍ୟ ନାହିଁ ।
- ରାଉରକେଲାରେ ପ୍ରତିଷ୍ଠା ହେବ ସୌରଚାଳିତ ଶୀତଳ ଭଣ୍ଡାର ।
- କୋଟିଆର ୧୨ଟି ପଡା ସହ କୋରାପୁଟ ଜିଲ୍ଲାର ଶତାଧିକ ପଡାକୁ ଦିଆଯିବ ରାଜସ୍ୱ ଗ୍ରାମର ମାନ୍ୟତା । ଡିସେମ୍ବର ପୂର୍ବରୁ ଏହି ପଡା ଗ୍ରାମଗୁଡିକୁ ରାଜସ୍ୱ ଗାଁ ଭାବେ ମାନ୍ୟତା ଦିଆଯିବ ବୋଲି ପ୍ରମୁଖ ବିଷ୍ଣୁପଦ ସେଠୀ କହିଛନ୍ତି ।
- “ପାକିସ୍ତାନ କ୍ରିକେଟକୁ ନ୍ୟୁଜିଲାଣ୍ଡ ହତ୍ୟା କରିଛି । ରାଓ୍ବଲପିଣ୍ଡିରୁ ଆସିଛି ଏଭଳି ଦୁଃଖଦ ଖବର“ ବୋଲି ପୂର୍ବତନ ପେସର ଟୁଇଟ୍ କରିଛନ୍ତି ।
- . ଜଣାଶୁଣା ବୈଜ୍ଞାନିକ ତନୁ ପଦ୍ମନାଭନ୍ଙ୍କ ପରଲୋକ । ଶୁକ୍ରବାର ପୁଣେରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ତାଙ୍କର ଜଣେ ପୂର୍ବତନ ସହକର୍ମୀ ଏହି ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା ।
- ୩ କୃଷି ଆଇନକୁ ପୂରିଲା ୧ ବର୍ଷ । କଳା ଦିବସ ପାଳିଲା ସିରୋମଣି ଅକାଳି ଦଳ ।
- ରାଜ୍ୟର ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କ ନିଯୁକ୍ତି ନିମନ୍ତେ ଆସନ୍ତା ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ଧରି ପରୀକ୍ଷା ଅନୁଷ୍ଠିତ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ମର୍ମରେ ଏହି ନିଷ୍ପତ୍ତି ନିଆଯାଇଛି ।
- କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ଇଣ୍ଡିଆନ୍ କାଙ୍ଗ ସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍ଆର୍) ପକ୍ଷରୁ ନୂଆ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଏହା ଅଧିନରେ କରୋନା ଜନିତ ମୃତ୍ୟୁର ସରକାରୀ ତଥ୍ୟ ଜାରି କରାଯିବ। ସୁପ୍ରିମକୋର୍ଟ ସମାଲୋଚନା କରିବାର ୧୦ ଦିନ ପରେ କେନ୍ଦ୍ର ଏହି ନୂଆ ମାର୍ଗଦର୍ଶିକା ଜାରି କରିଛି ।
|
592 |
Y |
|
2794 |
18-09-2021 |
English |
- India crossed 2.5 crore Covid vaccinations in a day for the first time on Friday as the government raced to deliver a record on Prime Minister Narendra Modi's birthday. Union Health Minister Mansukh Mandaviya tweeted.
- World Health Organisation's (WHO) approval for the emergency use authorisation (EUA) to COVID-19 vaccine Covaxin, developed by the Hyderabad-based Bharat Biotech, is likely to be delayed till October 5.
- UN chief Antonio Guterres on Friday appointed Nobel Laureate Kailash Satyarthi as new Sustainable Development Goals (SDG) Advocate ahead of the start of the 76th UN General Assembly.
- A Delhi court on Friday came down heavily on the city police for its "lackadaisical approach" and said that no steps for the proper prosecution of 2020 riots cases have been taken by the Police Commissioner and other top officials.
- Food delivery apps like Zomato and Swiggy must pay GST, or Goods and Services Tax, instead of the restaurant they pick up orders from, Finance Minister Nirmala Sitharaman said Friday after a meeting of the GST Council in Lucknow.
- Union Minister Nitin Gadkari on Friday said he gets ₹ 4 lakh every month as royalty from YouTube, as viewership of his lecture videos posted on the platform has increased during the pandemic period.
- Noted theoretical physicist and recipient of Padma Shri award, Professor Thanu Padmanabhan died due to cardiac arrest in Pune on Friday, a former colleague said. He was 64.
- The Union home ministry has given its go-ahead to the Central Reserve Police Force to deploy its women constables for VVIP security duty.
- The Orissa High Court on Friday rejected the petition filed by Balu Bazar Puja committee, one of the oldest Durga Puja committees of Cuttack, seeking relaxation on limiting the height of the Durga idol to four feet high.
- The Narendra Modi government scrambled on Thursday to reinstate Justice Ashok Iqbal Singh Cheema as chairperson of the National Company Law Appellate Tribunal (NCLAT) to enable him to complete his term on September 20 after the Supreme Court threatened to suo motu stay the Tribunal Reforms Act, 2021.
- The Bhubaneswar Municipal Commissioner (BMC) has sealed offices of the Sub-collector and Tehsildar of Bhubaneswar for two days after several employees tested positive for COVID-19
- Time limit for intimation of Aadhaar number to the Income tax Department for linking of PAN with Aadhaar has been extended from 30th September, 2021 to 31st March, 2022.
- Concessional GST rates on COVID-19 related medicines were announced earlier, applicable till Sep 30. The concessions have now been extended till Dec 31, 2021.
- Union Road Transport and Highways Minister Nitin Gadkari on Thursday inaugurated or laid foundation stones of 34 road projects worth Rs 9,577 crore in Madhya Pradesh
- Anupam Kher, known for his acting prowess, will be conferred with the Honorary Doctorate in Hindu Studies by The Hindu University of America.
- Kenneth McKenzie, Commander of US Central Command, admitted on Friday that a US drone strike in late August in Kabul killed as many as 10 civilians, including 7 children.
- According to Sena, now that Delhi and Punjab governments are trying to join hands with Sonu Sood in his social work, the actor became a tax evader for BJP.
- Uttarakhand Chief Minister Pushkar Singh Dhami on Friday announced that the Chardham Yatra in the state will begin from September 18. The announcement comes as Nainital High Court on Thursday lifted the ban on Chardham Yatra and allowed only fully COVID vaccinated people with a mandatory COVID-19 negative report for the annual pilgrimage.
- With a view to cut down carbon emissions, the Odisha Cabinet in August had approved the Electric Vehicle Policy 2021. Odisha became the 10th state in the country to have a full-fledged policy for the ambitious project.
- The Supreme Court on Wednesday sought the Centre's response on a plea against the abolition of the Odisha Administrative Tribunal (OAT).
|
612 |
Y |
|
2795 |
17-09-2021 |
English |
- The BJP Thursday inducted 24 ministers, including 21 who have become ministers for the first time. With the fresh inductions, the strength of the ministry led by CM Bhupendra Patel, a first-term MLA and minister, has gone up to 25.
- Virat Kohli announced Thursday he will step down as India’s T20I captain after the World Cup in UAE, but will continue to lead the side in ODIs and Tests. “
- With the Covid-19 pandemic taking a heavy toll on school education, a research study on status of education in Odisha has revealed that only 20 per cent of the villages in the districts studied do not have internet connectivity and only 33 per cent students are attending online classes
- As many as 580 people tested positive for Covid19 in Odisha Thursday, pushing the tally to 10,18,298, and 77 of them were children, a Health department official said. The rate of infection among children and adolescents stood at 13.2 per cent, he added. Khurda district, of which state Capital Bhubaneswar is a part, reported the highest number of new cases at 261, followed by Cuttack at 87. The two districts together accounted for 60 per cent of the new cases.
- China has fully vaccinated more than one billion people against the coronavirus; 71% of its population. The country is racing to get the vast majority of its population vaccinated as a new outbreak takes hold in the southeast
- The State Pollution Control Board has awarded the prestigious Pollution Control Excellence Award 2021 to Nalco’s Panchpatmali Bauxite Mine for their effective pollution control measures and sound environmental management practices.
- The country’s largest lender State Bank of India Thursday announced various festive offers for prospective home loan customers, including a credit score-linked home loans starting at 6.70 per cent, irrespective of the loan amount.
- The government Thursday said that 20 percent of India's adult population have received both doses of the Covid-19 vaccine, while 62 percent of the adults were administered the first shot. There have been reports on the booster shots while the priority of the government is to fully vaccinate the eligible population, said ICMR DG Balram Bhargava.
- The Higher Education (HE) department Thursday directed colleges and universities of the state to provide hostel accommodation to the students of regular courses on priority basis.
- The Odisha police have posted as many as 1016 officers of Assistant sub-inspector (ASI) rank in different districts.These police personnel had successfully completed in-service written examination and training before they were posted in different districts and other organisations on September 15, 2021.
- The BJP on Thursday went for an overhaul in Gujarat by dropping all the ministers in the previous Vijay Rupani government.
- Prime Minister Narendra Modi made the remarks after inaugurating two new multi-storey office complexes at Kasturba Gandhi Marg and Africa Avenue for over 7,000 employees of the Defence Ministry and the armed forces.
- Union Health Minister Mansukh Mandaviya has said Prime Minister Narendra Modi had announced free COVID-19 vaccines for all citizens and urged people to give him PM Modi birthday gift by getting vaccinated those who have not taken the dose so far.
- With 30,570 more people testing positive for COVID-19, India's overall infection tally has risen to 3,33,47,325, while the count of active cases has dipped to 3,42,923, according to the Union Health Ministry on Thursday.
- The Dalai Lama on Thursday said India should share its ancient knowledge with the world and praised the country's secular approach to treating all spiritual traditions with respect.
- The Odisha state council of the Confederation of Indian Industry (CII) on Thursday donated 15 oxygen concentrators to the Bhubaneswar Municipal Corporation (BMC) to help the administration in its effort to fight against the COVID-19 pandemic amid concerns of a possible third wave.
- A total of Rs 1,500 crore has been invested for Utkal Alumina’s expansionat Kashipur in Rayagada. More than 500 people have been employed for this new unit.
- Under the initiative, BYJU’S will also provide “free” coaching classes to over 3,000 “meritorious” students of Classes 11 and 12, offered by Aakash Institute, for engineering and medical entrance examinations.
- Kannur University has decided not to teach the works of V D Savarkar and M S Golwalkar, which were included in the syllabus of the post-graduate course in Governance and Politics. The decision followed the recommendation of a two-member committee appointed by the university to review the syllabus.
- The Odisha government on Thursday urged the National Bank for Agriculture and Rural Development (NABARD) chairman G.R. Chintala to enhance its loan assistance for the state to Rs 10,000 crore. The state is prepared to implement the projects worth Rs 5000 crore under RIDF, Rs 4500 crore under RIAS and Rs 500 crore under LTIF.
|
611 |
Y |
|
2796 |
17-09-2021 |
Odia |
- ଚଳିତ ବର୍ଷ ମହାନଦୀରେ ଆସୁଛି ପ୍ରଥମ ବନ୍ୟା । ଆସନ୍ତାକାଲି ସକାଳ ସୁଦ୍ଧା କଟକ ମୁଣ୍ଡଳିରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ । ଏଥିପାଇଁ ୭ଟି ଉପକୂଳ ଜିଲ୍ଲାକୁ ଆଲର୍ଟ କରାଯାଇଛି । ଆସନ୍ତାକାଲି ରାତି ସୁଦ୍ଧା କଟକ, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିବ ।
- ଲୋକାୟୁକ୍ତ ସଦସ୍ୟ ଡକ୍ଟର ଦେବବ୍ରତ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ତାଙ୍କ ଲିଖିତ ପୁସ୍ତକ ‘ସିକ୍ରେଟ୍ ଅଫ୍ ଶିମିଳିପାଳ’ (ଶିମିଳିପାଳର ରହସ୍ୟ)ର ଏକ କପି ପ୍ରଦାନ କରିଛନ୍ତି । ଯେଉଁଥିରେ ହାତୀ ଓ କଳା ବାଘଙ୍କ ପାଇଁ ଶିମିଳିପାଳ କିଭଳି ଉପଯୋଗୀ ତାହା ବର୍ଣ୍ଣିତ ହୋଇଛି ।
- ଓଡିଶାକୁ କେନ୍ଦ୍ରରୁ ମିଳିଛି ପର୍ଯ୍ୟାପ୍ତ ସହାୟତା : ଚାଷୀଙ୍କ ଠାରୁ ଉଜ୍ଜଳା ଯୋଜନା, ବିପର୍ଯ୍ୟୟ ପରିଚାଳନାରୁ ରାଜପଥ ନିର୍ମାଣ, ସବୁ ଯୋଗାଇ ଦେଇଛନ୍ତି ମୋଦି ।
- ଟି-୨୦ ଅଧିନାୟକ ପଦ ଛାଡିବେ କ୍ୟାପଟେନ କୋହଲି । ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟର ଅଧିନାୟକ ପଦ ଛାଡିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିରାଟ ।
- ବୁଧବାର ଆୟକର ବିଭାଗ ସୋନୁଙ୍କ ଘର ସମେତ ତାଙ୍କ ଲିଙ୍କରେ ଥିବା ୬ଟି ସ୍ଥାନ ଉପରେ ସର୍ଭେ କରିଥିଲା। ତେବେ ଆଜି ମଧ୍ୟ ଏହି ସର୍ଭେ ଜାରି ରହିଛି। ଏହି ସର୍ଭେର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବାବେଳେ, ସୋନୁଙ୍କୁ ଫ୍ୟାନମାନଙ୍କ ସମର୍ଥନ ମିଳିଛି । ସୋନୁ ସୁଦଙ୍କ ଆର୍ଥିକ ରେକର୍ଡ, ଆୟ, ଆକାଉଣ୍ଟ ବୁକ୍, ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ କରାଯାଉଛି। ତେବେ ସୋନୁଙ୍କ ଘରେ ଚାଲିଥିବା ଏହି ସର୍ଭେକୁ ନେଇ ଆଦମୀ ପାର୍ଟି ଅସନ୍ତୋଷ ବ୍ୟକ୍ତ କରିଛି।
- ଶନିବାର ସନ୍ଧ୍ୟାରେ ମହାନଦୀରେ ଆସିପାରେ ମଧ୍ୟମ ଧରଣର ବନ୍ୟା । ୪ ଜିଲ୍ଲା ପ୍ରଶାସନକୁ ସତର୍କ କଲେ ସରକାର ।
- ଓଡିଶାରେ ଆରମ୍ଭ ଭାରତର ପ୍ରଥମ ଅନଲାଇନ ଚିତ୍ରକଳା ପ୍ରଦର୍ଶନୀ । ସ୍ଥାନ ପାଇଲା ଓଡିଆ ଚିତ୍ରଶିଳ୍ପୀଙ୍କ କାରୁକାର୍ଯ୍ୟ…।
- ଗାଡ଼ି ଦର ୩ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ ହିରୋ ମୋଟୋକର୍ପ, ୨୦ରୁ ଲାଗୁ ହେବ ।
- ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ସାରା ଦେଶରେ ୨୦୨୦ ମସିହାରେ ଘଟିଥିବା ଅପରାଧର ତଥ୍ୟ ପ୍ରକାଶ ପାଇଛି। ଏହି ଆକଳନ ଅନୁଯାୟୀ ରାଜସ୍ଥାନ ସର୍ବାଧିକ ଦୁଷ୍କର୍ମ ମାମଲାରେ ଶୀର୍ଷରେ ରହିଛି। ଯେଉଁଠି ୫ ହଜାର ୩୧୦ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି। ଏହି ତାଲିକାରେ ଉତ୍ତରପ୍ରଦେଶ ୨ହଜାର ୭୯୬ଟି ମାମଲା ସହ ଦ୍ୱତୀୟ ସ୍ଥାନରେ ରହିଛି।
- ଟାଫେ ପକ୍ଷରୁ ଓଡିଶାରେ ମେସି ଫୁର୍ଗସନ ୨୪୪ ଏବଂ ୨୪୬ ଡାଇନାଟ୍ରାକ -୪ଡବ୍ଲୁ ଟ୍ରାକ୍ଟରର ବଜାର ପ୍ରବେଶ ।
- ବଙ୍ଗୋପ ସାଗରରେ ସାଗରରେ ସୃଷ୍ଟି ହେବାକୁ ଆଉ ଏକ ଲଘୁଚାପ, ଏହି ସବୁ ଜିଲ୍ଲା ପାଇଁ ସତର୍କ ବାଣୀ ଜାରି କଲା ପାଣିପାଗ ବିଭାଗ । ଆସନ୍ତା ୧୮ ତାରିଖରେ ବଙ୍ଗୋପ ସାଗରର ଉତ୍ତର ଓଡିଶା ଉପକୂଳରେ ଏହି ଘୂର୍ଣ୍ଣିବଳୟ ସକ୍ରିୟ ହେବାର ସମ୍ଭାବନା ରହିଛି ।
- ବିଶ୍ବର ବିଶ୍ବାସ ଜିତିଲା ମୁମ୍ବାଇ, ଦେଲା ସଚ୍ଚୋଟତାର ବଳିଷ୍ଠ ପ୍ରମାଣ: ଅନେଷ୍ଟ ସିଟି ତାଲିକାରେ ନଂ-୨ ।
- ପୁଣି ଥରିଲା କାବୁଲ । ଆଫଗାନିସ୍ତାନର କାବୁଲରେ ପୁଣି ରକେଟ୍ ମାଡ ହୋଇଥିବା ନେଇ ସୂଚନା ।
- ବୃଦ୍ଧି ପାଇଲା ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ । ଏହି ସମ୍ପ୍ରସାରଣ ସହିତ, ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା ବାର୍ଷିକ 1.5 ମିଲିୟନ୍ ଟନ୍ ରୁ 2 ମିଲିୟନ୍ ଟନ୍ କୁ ବୃଦ୍ଧି କରାଯାଇଛି ।
- ଦେଶର ବ୍ୟାଙ୍କ କ୍ଷେତ୍ରରେ ସ୍ଥିରତା ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ବ୍ୟାଡ ବ୍ୟାଙ୍କ ପାଇଁ ୩ ହଜାର ୬ ଶହ କୋଟିର ବ୍ୟବସ୍ଥା କରାଯାଇଛି ।
- ଚାଇନାର ସିଚୁଆନ୍ ପ୍ରଦେଶରେ ଗୁରୁବାର ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି ।
- ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ: ୨୪ ଘଣ୍ଟାରେ ଗଲାଣି ୪୫ ଜୀବନ, ଆଗାମୀ ଦୁଇ ଦିନ ସ୍କୁଲ୍-କଲେଜ୍ ବନ୍ଦ ।
- କେନ୍ଦ୍ରୀୟ ଭିଷ୍ଟା ପ୍ରକଳ୍ପର ସମାଲୋଚକଙ୍କୁ କଡ଼ା ଜବାବ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ନୂଆ ପ୍ରତିରକ୍ଷା ଅଫିସ କମ୍ପ୍ଲେକ୍ସ କଲେ ଉଦଘାଟନ୍ ।
- ୨୦ ରେ ଆସିବେ ରାଜ୍ୟସଭା କମିଟି: ମହାନଦୀରେ ଜଳ ପ୍ରକଳ୍ପ ଓ ନୂଆ ବିମାନ ବନ୍ଦର ନିର୍ମାଣର କରିବେ ସମୀକ୍ଷା ।
- ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ତାରିଖ ଘୁଞ୍ଚିଲା । ଏହାକୁ ଘୁଞ୍ଚାଯାଇ ୧୮ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
|
603 |
Y |
|
2797 |
16-09-2021 |
Odia |
- ୨୦୨୦ର ଅପରାଧ ତଥ୍ୟକୁ ଭିତ୍ତିକରି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆରବି) ଏଭଳି ରିପୋର୍ଟ ଦେଇଛି। ବୁଧବାର ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶରେ ୨୦୨୦ରେ ୨୯ ହଜାର ୧୯୩ ହତ୍ୟାକାଣ୍ଡ ଘଟିଥିବାବେଳେ କେବଳ ସର୍ବାଧିକ ଅପରାଧ ପ୍ରବଣ ରାଜ୍ୟ ଉତ୍ତର ପ୍ରଦେଶରେ ୩୭୭୯ଟି ଘଟଣା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି।ଭାରତରେ ପ୍ରତ୍ୟହ ହାରାହାରି ୮୦ ହତ୍ୟାକାଣ୍ଡ ଓ ୭୭ ଧର୍ଷଣ ତଥା ବଳାତ୍କାର ଘଟଣା ଘଟୁଛି।
- ଆଗାମୀ ୬ମାସ ମଧ୍ୟରେ କରୋନା ଭୂତାଣୁ ଏପରିସ୍ଥିତିକୁ ଆସିବ ବୋଲି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ନିର୍ଦେଶକ ସୁଜିତ ସିଂହ କହିଛନ୍ତି। କରୋନା ଭୂତାଣୁ ଅନେକ ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରିଥିଲେ ମଧ୍ୟ ୬ମାସ ମଧ୍ୟରେ ଏହା ଆଞ୍ଚଳିକସ୍ଥିତିକୁ ଆସିବ
- ଓଡ଼ିଶା ରହିଛି। ରାଜ୍ୟର ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଏଭଳି ପ୍ରାୟ ୧୧୩ଟି ମାମଲା ଘଟୁଛି। ସଦ୍ୟ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)- ୨୦୨୦ ବିବରଣୀରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କେବଳ ମହିଳା ବିରୋଧୀ ଅପରାଧ ନୁହେଁ; ଶିଶୁଙ୍କ ବିରୋଧରେ ଅପରାଧ, ହତ୍ୟା ଓ ଅନ୍ୟାନ୍ୟ ଅପରାଧ କ୍ଷେତ୍ରରେ ବି ରାଜ୍ୟର ସ୍ଥିତି ଉଦ୍ବେଗଜନକ ରହିଥିବା ଜଣାପଡିଛି। ୨୦୧୮ରୁ ୨୦୨୦ ମସିହା ମଧ୍ୟରେ ଏହି ୩ ବର୍ଷରେ ମହିଳାଙ୍କ ବିରୋଧରେ ଅପରାଧ ତଥ୍ୟ ଦେଖିଲେ ଏହା ବଢୁଥିବା ଜଣାପଡିଛି।
- ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସରକାର ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର କରିଛନ୍ତି । ଏହି ଉଦ୍ଦେଶ୍ୟ ନିମନ୍ତେ ୨୬, ୦୫୮ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ କରାଯାଇଛି ।
- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବହୁମୁଖୀ ସ୍ଥାସ୍ଥ୍ୟ ସୁପରଭାଇଜର ଶ୍ରୀମତୀ ପ୍ରେମଲତା ବାରିକଙ୍କୁ ମିଳିଛି ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗେଲ ପୁରସ୍କାର । ରାଷ୍ଟ୍ରପତି ଭବନରେ ବୁଧବାର ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗେଲ ପୁରସ୍କାର-୨୦୨୦ ପ୍ରଦାନ କରାଯାଇଛି।
- ଦୂରସଂଚାର କମ୍ପାନୀଗୁଡିକ କ୍ଷେତ୍ରରେ ଆଡଜେଷ୍ଟେଡ ଗ୍ରସ ରେଭିନ୍ୟୁ (ଏଡିଆର) ବକେୟା ଅର୍ଥ ପୈଠ ନିମନ୍ତେ ଚାରିବର୍ଷ ମୋରାଟୋରିୟମକୁ କେନ୍ଦ୍ର କ୍ୟାବିନେଟ ସବୁଜ ସଙ୍କେତ ପ୍ରଦାନ କରିଛି। ଏହା ସଂପ୍ରତି ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଭାରତର ଦୂରସଂଚାର କମ୍ପାନୀଗୁଡିକ ପାଇଁ ଏକ ବୃହତ ଆଶ୍ୱସ୍ତି ଆଣିଦେଇଛି। ବିଶେଷକରି ଭୋଡାଫୋନ ଆଇଡିଆ ଭଳି କମ୍ପାନୀ ଏହି ନିଷ୍ପତ୍ତି ଦ୍ୱାରା ଉପକୃତ ହେବ।
- ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ୍ ବିରଳା ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଅବସରରେ ମିଳିତ ଭାବେ ‘ସଂସଦ ଟିଭି’ ର ଶୁଭାରମ୍ଭ କରିଛନ୍ତି ।
- ଭଞ୍ଜନଗରରେ କୃଷି ମହାବିଦ୍ୟାଳୟ ଠାରୁ ନୂତନ ରେଳପଥ ଓ ବିମାନବନ୍ଦର ପାଇଁ ୬ ପ୍ରସ୍ତାବ ଆଗତ ।
- ଆଇପିଏଲ୍ର ଆଗାମୀ ସିଜନ୍ରେ ଦୁଇଟି ନୂଆ ଦଳ ସାମିଲ ହେବାକୁ ଯାଉଛନ୍ତି । ନୂଆ ଦଳ ନିଲାମ ପାଇଁ ବିସିସିଆଇ ପ୍ରସ୍ତୁତି ଚଳାଇଛି । ଏନେଇ ବିସିସିଆଇ ଦ୍ୱାରା ଅକ୍ଟୋବର ୧୭ରେ ନିଲାମ ପ୍ରକ୍ରିୟା ଆୟୋଜନ କରାଯାଇପାରେ ।
- ଟାଇମ୍ ମାଗାଜିନ: ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ପୁଣି ମୋଦୀ । ମମତା ବାନାର୍ଜୀ, ଅଦାରା ପୁନାୱାଲାଙ୍କ ନାଁ ମଧ୍ୟ ସାମିଲ।
- ଦାଦନ ଖଟାଇବା ପାଇଁ ମାନବ ଚୋରାଚାଲଣରେ ଓଡ଼ିଶା ପ୍ରଥମ, ୨୫୭୩୮ ମହିଳାଙ୍କ ପତ୍ତା ମିଳୁନି ।
- ଭାରତ ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ଦୌଡରେ ଆଗୁଆ ରହିଛି ଟାଟା ଗ୍ରୁପସ ଓ ସ୍ପାଇସ ଜେଟ୍ ।
- ଅଟୋମେଟିକ୍ ରୁଟ୍ ମାଧ୍ୟମରେ ଟେଲିକମ୍ କ୍ଷେତ୍ରରେ ୧୦୦% ଏଫଡିଆଇକୁ ମଞ୍ଜୁରୀ: ଅଶ୍ୱିନୀ ବୈଷ୍ଣବ ।
- ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍, ବିଫଳ ଦେଶ କହି ସମାଲୋଚନା କଲା ଭାରତ ।
- ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ତାଙ୍କ ଲିଙ୍କ୍ରେ ଥିବା ଲକ୍ଷ୍ନୌର ଏକ କମ୍ପାନୀ ଉପରେ ବୁଧବାର ଆୟକର ବିଭାଗ (ଆଇଟି) ଚଢ଼ାଉ କରିଛି ।
- ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ । ୧୮ରେ ନେଇପାରେ ଲଘୁଚାପର ରୂପ । ସେପଟେ ମହାନଦୀରେ ଆସିବ ବନ୍ୟା
- ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ୬୨୮ ଫୁଟ ରଖିବାକୁ ନିଷ୍ପତି ନିଆଯାଇଛି । ବଳକା ଜଳକୁ ନିଷ୍କାସନ କରିବାକୁ ଅଧିକ ଗେଟ୍ ଖୋଲାଯିବ । ଏବେ ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଅଧିକ ଗେଟ ଖୋଲାଯିବା ପରେ ମୁଣ୍ଡୁଳିଠାରେ ଘଣ୍ଟା ପ୍ରତି ୭ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।
- ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ବୁଧବାର ଶପଥ ନେଇଛନ୍ତି ଲେଫ୍ଟନାଣ୍ଟ ଜେନେରାଲ(ଅବସରପ୍ରାପ୍ତ) ଗୁରମିତ ସିଂହ। ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଆରଏସ୍ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।
- ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ସଞ୍ଜୟ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ୟୁରୋପୀୟ ସଂଘ ସହିତ ଭାରତ ସ୍ଥାନାନ୍ତରଣ ଏବଂ ମୋବିଲିଟି ସମ୍ପର୍କିତ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିଛି। ଫ୍ରାନ୍ସ, ଜର୍ମାନ, ଡେନମାର୍କ, ବ୍ରିଟେନ, ବେନେଲକ୍ସ, ପର୍ତ୍ତୁଗାଲ ଏବଂ ଅନ୍ୟମାନଙ୍କ ସହ ଭାରତ ଦ୍ୱିପାକ୍ଷିକ ବୁଝାମଣା ସ୍ଵାକ୍ଷର କରିଛି ଏବଂ ସର୍ତ୍ତ ଅନୁଯାୟୀ ଭାରତୀୟ ବୃତ୍ତିଗତମାନଙ୍କୁ ୟୁଏଇରେ କାମ କରିବାର ସୁଯୋଗ ପ୍ରଦାନ କରିଛି। ଭାରତୀୟ ଛାତ୍ରମାନେ ସ୍ନାତକୋତ୍ତର ପରେ ୟୁଏଇରେ କାର୍ଯ୍ୟ କରିବା ପାଇଁ ରହିପାରିବେ ଏବଂ ଇଣ୍ଟର୍ନସିପ୍ କରିବେ ବୋଲି ସେ କହିଛନ୍ତି।
- ଚଳିତ ମାସ ୨୬ ତାରିଖରେ ଶ୍ରୀନଗରସ୍ଥିତ ଡାଲ ହ୍ରଦ ଉପରେ ଏୟାର ସୋ ଆୟୋଜନ କରିବାକୁ ଯାଉଛି। ଭାରତୀୟ ବାୟୁସେନାରେ ସାମିଲ ହେବା ନିମନ୍ତେ ଜମ୍ମୁ କାଶ୍ମୀର ଯୁବଗୋଷ୍ଠୀଙ୍କୁ ପ୍ରବର୍ତ୍ତାଇବା ଲକ୍ଷ୍ୟରେ ଏହି ସୋ ଆୟୋଜନ କରାଯାଇଛି।
|
606 |
Y |
|
2798 |
16-09-2021 |
English |
- Lt Gen (Retd) Gurmit Singh was sworn in on Wednesday as the new governor of Uttarakhand.The oath of office was administered to Singh by the Chief Justice of the Uttarakhand High Court Justice RS Chauhan at a simple function held at the Raj Bhawan
- Last date for submission of the Online Application Form for admission into various Under Graduate, Post-Graduate, Integrated Post-Graduate and Research programmes offered by the Central University of Odisha has been extended up to 30 September 2021.
- Income Tax Department officials descended on the premises linked to actor Sonu Sood in Mumbai and some other places on Wednesday in connection with an alleged tax evasion probe, official sources.
- The Union Cabinet approved Wednesday a `26,058 crore production linked incentive (PLI) scheme for auto, auto-components and drone industries to enhance India's manufacturing capabilities, Union Minister Anurag Thakur said Wednesday. The PLI scheme will incentivize the emergence of advanced automotive technologies’ global supply chain in India. It is estimated that over a period of five years, the PLI scheme will lead to fresh investments of over `42,500 crore, will create additional employment opportunities of over 7.5 lakh jobs, Thakur said.
- The Supreme Court issued notice Wednesday to the Union government and the state of Odisha on a petition challenging the abolition of Orissa Administrative Tribunal (OAT). A three-judge bench of the apex court comprising Justices L Nageswara Rao, Sanjiv Khanna and BR Gavai sought responses from the Odisha government, Orissa High Court and Ministry of Personnel, Public Grievances and Pension within eight weeks
- The unified emergency call number ‘112’, which has been operationalised in the state as part of the 5T principles of governance, has received a total of 8,708 calls in the month of August this year
- After the Higher Education (HE) department decided to disburse Rs 30,000 each to the accounts of meritorious Plus II pass out students through Direct Benefit Transfer (DBT), the department Wednesday directed the principals of nodal colleges of the state to shift the undistributed laptops of 2019-20 to the department.
- TMC MP Arpita Ghosh has resigned from the Rajya Sabha and her resignation has been accepted by Chairman of the House and Vice President M Venkaiah Naidu, a notification from the Rajya Sabha Secretariat said Wednesday.
- The Supreme Court on Wednesday accused the Centralgovernment of “cherrypicking” names for appointments to tribunals groaning under backlogs and left almost defunct by longpending vacancies.
- The Delhi government onWednesday banned storage,sale and use of all types of firecrackers with immediate effect in the Capital.
- Students who secured a score of above 87.89 in the Joint Entrance Examination (JEEMain) will be eligible to apply for the entrance test for admission to the Indian Institutes of Technology, the National Testing Agency announced on Wednesday.
- Sansad TV, a news channel combining the Lok Sabha TV and the Rajya Sabha TV, was launched on Wednesday at a function presided over by Rajya Sabha Chairman M. Venkaiah Naidu in the presence of Prime Minister Narendra Modi and Speaker Om Birla.
- The Delhi Government on Wednesday moved the Supreme Court against the Centre’s amendments to the Government of National Capital Territory of Delhi (GNCTD) Act claming the Centre is violating the “principles of federalism”.
- TIME on Wednesday unveiled its ‘The 100 Most Influential People of 2021’, a global list that includes US President Joe Biden, Vice President Kamala Harris, Chinese President Xi Jinping, Duke and Duchess of Sussex Prince Harry and Meghan, former US President Donald Trump and cofounder of the Taliban Mullah Baradar.
- Prime Minister Narendra Modi, Bengal Chief Minister Mamata Banerjee and Serum Institute of India CEO Adar Poonawalla have been named among the world’s 100 most influential people of 2021 by TIME magazine.
- India reported an average 80 murders daily in 2020, totalling 29,193 fatalities over the year, with Uttar Pradesh topping the chart among States, according to the latest National Crime Records Bureau (NCRB) data issued on Wednesday
- Deputy Chief Minister Manish Sisodia on Wednesday said the Delhi Government has earned 23 per cent less revenue in the current financial year but it will gain 10,000 crore from bidding of liquor shops under the new excise policy.
- The Chief Electoral Officer (CEO) of Delhi, Dr Ranbir Singh, has directed all the District Election Officers (DMs) to bolster the process of enrolling young electors between the age brackets of 18- 19 years and 20-29 years to address the issue of their under-representation in the electoral roll.
- Daily new cases of coronavirus in India continued to remained below 30,000 with the country recording 27,176 fresh COVID-19 cases, while 284 new fatalities were recorded, according to the Union Health Ministry data updated on Wednesday.
- The Calcutta High Court on Wednesday dismissed a petition by some licensed fair price shop (FPS) owners challenging the West Bengal government's newly introduced 'Duare Ration (ration at doorstep)' programme
|
587 |
Y |
|
2799 |
15-09-2021 |
English |
- Plus 2 offline examination will begin begin from October 1, informed conducted by the Council of Higher Secondary Education (CHSE)
- After Malkangiri and Kalahandi, Chief Minister Naveen Patnaik today launched distribution of smart health card under Biju Swasthya Kalyan Yojana (BSKY) to beneficiaries in Sundargarh district.
- On Sept 20 A Mumbai court on Tuesday allowed actor Kangana Ranaut's plea seeking exemption from personal appearance for the day in a criminal defamation complaint filed by lyricist Javed Akhtar, and said it will issue a warrant against her if she fails to appear on the next date of hearing on September 20.
- The wholesale price-based inflation rose marginally to 11.39 per cent in August, mainly due to higher prices of manufactured goods, even as prices of food articles softened.
- Odisha is in news again though for wrong reasons as the rate of crimes against women in 2020 is stated to be the highest in the country. This was revealed by the annual report released by National Crime Records Bureau (NCRB) Tuesday which pegged the overall crime rate against women at 112.9 for 2020.
- Odisha State Open University (OSOU) Tuesday opened a study centre for the inmates of Jharpada Jail here. At least 15 inmates of the jail are studying in different subjects under the OSOU. They will be provided free education at the newly-opened study centre, OSOU sources said
- Russian President Vladimir Putin is self-isolating as a precaution after several members of his entourage fell ill with Covid-19, but is “absolutely” healthy and does not have the disease himself, the Kremlin said Tuesday.
- Online food delivery major Zomato’s Cofounder Gaurav Gupta has resigned from the company after a six-year stint.
- The gross nonperforming assets (GNPAs) of banks are expected to cross `10 lakh crore by March 2022, an ASSOCHAMCrisil joint study had said.
- West Bengal Chief Minister Mamata Banerjee-led Trinamool Congress (TMC) on Tuesday named Sushmita Dev as its candidate for bypoll to a Rajya Sabha seat in the state.The seat fell vacant after Manas Bhunia quit the Rajya Sabha after winning the West Bengal Assembly polls from Sabang in Paschim Medinipur.
- Delhi Chief Minister Arvind Kejriwal-led government has announced to provide financial assistance up to Rs 50,000 and a rebate of 10 percent on water bills to encourage the people to install rooftop rainwater harvesting systems.The Delhi Jal Board in a statement said the city government has extended the last date for the implementation of the Rainwater Harvesting (RWH) provisions till December 31, 2021.
- While referring to the recent cycle of appointments of Chief Ministers, Union Road Transport and Highways Minister, Nitin Gadkari said no one is happy with their position and wants to do better, he added that politics is an instrument to bring about social & economic change.
- Prime Minister Narendra Modi will address the United Nations General Assembly in New York on September 25.
- The Madras High Court has dismissed a notification from the central government, fixing 120 kmph as the speed limit for vehicles plying on highways.
- The applications developed by the AIIMS have been named Shaksham and Disha respectively. The apps have been designed to deal with severe mental illness for patients suffering from chronic mental health illness and also for those who got the first episodes of such symptoms
- Ministry of Home Affairs has informed that the last date for filing nominations for Padma Awards is on Wednesday.
- The cumulative coronavirus cases in India increased to 3,32,89,579 with 25,404 new infections on Tuesday, while the death count climbed to 4,43,213 as 339 more deaths due to the infection were recorded yesterday, according to Union health ministry.
- Nagaland wants an amicable settlement of the long standing inter-state border dispute with Assam and has entrusted its border affairs department to work out modalities for discussions with the government of the neighbouring state.
- "Ramcharitmanas" of Tulsidas will be part of the curriculum for undergraduate students in Madhya Pradesh and students of engineering will have to learn about Ramsetu -- which many in the right wing considers a feat of engineering.
- Misbehaviour with tourists will now be a cognisable offence in Rajasthan and a non-bailable one if repeated.
|
601 |
Y |
|
2800 |
15-09-2021 |
Odia |
- ମାଲିଙ୍ଗାଙ୍କ ଅନେକ ଫ୍ୟାନ, ଫୋଲର୍ସ ରହିଥିବାବେଳେ ତାଙ୍କ ଅବସର କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ମାଲିଙ୍ଗା ତାଙ୍କର କ୍ରିକେଟ୍ କ୍ୟାରିୟର ମଧ୍ୟରେ ୩୦ଟି ଟେଷ୍ଟ ମ୍ୟାଚ, ୨୨୬ଟି ଦିନିକିଆ ଓ ୮୪ଟି ଟି-୨୦ ମ୍ୟାଚ୍ ଖେଳି ମୋଟ ୫୪୬ଟି ଓ୍ବିକେଟ୍ ହାସଲ କରିଛନ୍ତି । ଦୀର୍ଘ ୧୭ ବର୍ଷର ଯାତ୍ରାରେ ପଡିଛି ପୂର୍ଣ୍ଣଚ୍ଛେଦ । ପୂର୍ବରୁ ଦିନିକିଆ ଓ ଟେଷ୍ଟରୁ ଅବସର ଘୋଷଣା କରିଥିବା ମଲିଙ୍ଗା ଆଜି ଟି-୨୦ କ୍ରିକେଟକୁ ଅଲବିଦା କହିଛନ୍ତି ।
- ତାଳଚେର ଠାରେ ମହାନଦୀ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ଏବଂ ହସ୍ପିଟାଲକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଚିଠି କେନ୍ଦ୍ରୀୟ ଅତିରିକ୍ତ ଶାସନ ସଚିବ ଜଣାଇଥିଲେ,ତାଳଚେର ଠାରେ ଏହି ପ୍ରତିଷ୍ଠାନର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଛି । ୫୦୦ ଶଯ୍ୟା ବିଶିଷ୍ଟ ଏହି ଭେଷଜ ମହାବିଦ୍ୟାଳୟ ନିର୍ମାଣ, ଆନୁଷଙ୍ଗିକ ଆସବାବପତ୍ର, ଯନ୍ତ୍ରପାତି ଏବଂ ଚିକିତ୍ସା ଉପକରଣ ଆଦି ପାଇଁ ଏମସିଏଲ୍ ତରଫରୁ ୫୦୦ କୋଟି ଟଙ୍କା ପ୍ରାବଧାନ କରାଯାଇଛି ।
- ରାଜ୍ୟରେ ଆରମ୍ଭ ହେବ ଭାରତ ସିରିଡ୍ ଗାଡ଼ି ପଞ୍ଜିକରଣ । ସେନା ଅଧିକାରୀ, କେନ୍ଦ୍ର ସରକାରଙ୍କ ଅଧିକାରୀ, ୪ରୁ ଅଧିକ ରାଜ୍ୟରେ କାର୍ଯ୍ୟାଳୟ ଥିବା ସଂସ୍ଥାର କର୍ମଚାରୀ ଏହି ସୁବିଧା ପାଇପାରିବେ । ତେବେ ବେସରକାରୀ ସଂସ୍ଥାର କର୍ମଚାରୀ ନିଜ ଗାଡ଼ିର ପଞ୍ଜିକରଣ କରିବାକୁ ହେଲେ ପରିବହନ ୱେବସାଇଟରେ ଥିବା ଫର୍ମ ନମ୍ବର ୬୦ ପୂରଣ କରିବାକୁ ହେବ । ଆବେଦନକାରୀଙ୍କୁ ଦୁଇ ବର୍ଷର ରୋଡ ଟ୍ୟାକ୍ସ ଦେବାକୁ ପଡ଼ିବ । ରୋଡ୍ ଟ୍ୟାକ୍ସ ପାଇଁ ଭିନ୍ନ ଭିନ୍ନ ସ୍ଲାବ ରହିଛି । ଯଦି ଗାଡ଼ିର ମୂଲ୍ୟ ୧୦ ଲକ୍ଷରୁ କମ୍ ତାହା ହେଲେ ୮ ପ୍ରତିଶତ, ୧୦ରୁ ୨୦ ଲକ୍ଷ ହୋଇଥିଲେ ୧୦ ପ୍ରତିଶତ, ୨୦ରୁ ଅଧିକ ହୋଇଥିଲେ ୧୨ ପ୍ରତିଶତ ଟିକସ ଆଦାୟ କରାଯିବ ।
- ଏସବିଆଇ ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କର ପାନକୁ ଆଧାର କାର୍ଡ ସହିତ ଲିଙ୍କ କରିବାକୁ ପଡିବ । ସେପ୍ଟେମ୍ବର ଶେଷ ସୁଦ୍ଧା ସେମାନଙ୍କୁ ଏହା କରିବାକୁ ପଡିବ ।
- ଗତରାତିରେ ‘ଦି ନ୍ୟାସ୍ନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି’ (ଏନ୍ଟିଏ) ତା’ର ୱେବ୍ସାଇଟ୍ରେ ୨୦୨୧ ‘ଜଏଣ୍ଟ୍ ଏଣ୍ଟ୍ରାନ୍ସ୍ ଏକ୍ଜାମିନେସନ୍’ (ଜେଇଇ) ମେନ୍ ୪ର୍ଥ ପର୍ଯ୍ୟାୟର ଫଳାଫଳ ପ୍ରକାଶ କରିଛି। ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୪୪ଜଣ ଶତପ୍ରତିଶତ ହାସଲ କରିଥିବା ବେଳେ ୧୮ଜଣ ୧ ନମ୍ବର ରୢାଙ୍କ୍ରେ ଅଛନ୍ତି।
- ଇଂଜିନିୟରିଂ ପାଠ୍ୟକ୍ରମରେ ରାମାୟଣ ଓ ମହାଭାରତ ସାମିଲ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ମହାଭାରତ, ରାମାୟଣ ଓ ରାମଚରିତ ମାନସ ଭର୍ତ୍ତି କରାଯାଇଥିବା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।
- ଉତ୍ତରପ୍ରଦେଶ ପରେ ଏବେ ପୁଣି ହରିୟାଣାରେ ଡେଙ୍ଗୁ ଏବଂ ଅଜଣା ଜର ଯୋଗୁଁ ୨୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଛି।
- ସାଧାରଣ ଜନତାଙ୍କ ରୋଷରୁ ବର୍ତ୍ତିବା ପାଇଁ ସରକାର ପେଟ୍ରୋଲ ଏବଂ ଡିଜେଲକୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)ରେ ସାମିଲ କରିବା ଉପରେ ବିଚାର କରିବାକୁ ଯାଉଛନ୍ତି ।
- ରାଜ୍ୟ ସରକାର ଏଥି ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅଧିକ କ୍ଷମତାପନ୍ନ ଓ କ୍ରିୟାଶୀଳ କରିଛନ୍ତି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।
- ଶିବରାଜ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ହିନ୍ଦୀରେ ପଢ଼ିବେ MBBS ଛାତ୍ରଛାତ୍ରୀ । ଏଣିକି ହିନ୍ଦୀରେ ପଢ଼ା ହେବ ମେଡିକାଲ ପାଠ।
- ଜାତୀୟ ରାଜପଥରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକର ଘଣ୍ଟାପ୍ରତି ବେଗ ୧୨୦ କିମିକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଯେଉଁ ନିର୍ଦ୍ଦେଶନାମା ଜାରି କରିଥିଲେ, ତାହା କାଟ ଖାଇ ଯାଇଛି ।
- ଅକ୍ଟୋବର ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା । ଅକ୍ଟୋବର ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ପିଲାମାନଙ୍କର ପରୀକ୍ଷା ଜାରି ରହିବ। ଏପରିକି ରବିବାର ମଧ୍ୟ ପରୀକ୍ଷା କରାଯିବ।
- ବଢୁଛି ବ୍ରାହ୍ମଣୀ, ବୈତରଣୀ ନଦୀର ଜଳସ୍ତର । ବିପଦ ସଙ୍କେତ ଉପରେ ବୋହୁଛି ବ୍ରାହ୍ମଣୀ । ବିପଦ ସଙ୍କେତ ୬୭ ଫୁଟ ରହିଥିବାବେଳେ ସନ୍ଧ୍ୟା ୭ଟା ବେଳକୁ ଏଠାରେ ଜଳସ୍ତର ୬୭.୮୦ ଫୁଟରେ ପ୍ରବାହିତ ହେଉଥିଲା ।
- ଲଗାଣ ବର୍ଷା : ୨୦ ଜିଲ୍ଲାର ୨୦ ଲକ୍ଷ ଲୋକ ପ୍ରଭାବିତ, ୧୩ ହଜାର ସ୍ଥାନାନ୍ତର । ସେଥି ମଧ୍ୟରୁ ଏହି ଜିଲ୍ଲାଗୁଡିକ–ଅନୁଗୋଳ, ବରଗଡ଼, ବାଲେଶ୍ୱର, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ନୂଆପଡ଼ା, ପୁରୀ ଓ ସୋନପୁର ଜିଲ୍ଲା ।
- ଆଫଗାନିସ୍ତାନରେ ୧୫୩ ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଯାଇଛି। ଉକ୍ତ ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ୨୦ ପ୍ରଦେଶରେ ଏମାନଙ୍କ କାମ ବନ୍ଦ କରିଦେଇଛନ୍ତି। ରେଡିଓ, ପ୍ରିଣ୍ଟ୍ ଏବଂ ଟିଭି ଚ୍ୟାନେଲ୍ ଗୁଡ଼ିକ ବନ୍ଦ ହୋଇଯାଇଛି। ଆର୍ଥିକ ସମସ୍ୟା ସହ ବିଭିନ୍ନ କଟକଣା ପାଇଁ ୧୫୦ରୁ ଅଧିକ ଗଣମାଧ୍ୟମ ସଂସ୍ଥା କାମ କରିବା ବନ୍ଦ କରିଦେଇଛନ୍ତି।
- ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳରେ ଯୋଗ ଦେଇ ଥିବା ଆସାମ ସିଲଚର ଆସନର ପୂର୍ବତନ ସାଂସଦ ସୁସ୍ମିତା ଦେବଙ୍କୁ ‘ତୃଣମୂଳ କଂଗ୍ରେସ’ ରାଜ୍ୟସଭା ପାଇଁ ମନୋନୀତ କରିଛି।
- ଏକ ଆକଳନ ଅନୁଯାୟୀ, ସମୁଦ୍ର ପତ୍ତନ ବୃଦ୍ଧି ହେତୁ ୨୦୫୦ ସୁଦ୍ଧା ବାଂଲାଦେଶର ପ୍ରାୟ ୧୭% ଜଳମଗ୍ନ ହେବାର ଆଶଙ୍କା ଦେଖାଦେଇଛି। ମାନବାଧିକାର ପରିଷଦର ୪୮ତମ ଅଧିବେଶନକୁ ସମ୍ବୋଧିତ କରି ଜାତିସଂଘ ମାନବାଧିକାର କମିଶନର ମିସେଲ ବାଚଲେଟ୍ ବିଶ୍ୱ ଅର୍ଥନୈତିକ ଫୋରମର ଏକ ରିପୋର୍ଟକୁ ଉଦ୍ଧୃତ କରି କହିଛନ୍ତି, ସମୁଦ୍ର ପତ୍ତନ ବୃଦ୍ଧି ହେତୁ ୨୦୫୦ ସୁଦ୍ଧା ଯାହା ବାଂଲାଦେଶର ୨ କୋଟି ଲୋକ ଗୃହଶୂନ୍ୟ ହେବା ଆଶଙ୍କା ଦେଖାଦେଇଛି।
- କନସୋର୍ଟିୟମର ବରିଷ୍ଠ ସଦସ୍ୟ ତଥା ଜେଟ ଏୟାରୱେଜର ପ୍ରସ୍ତାବିତ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ମୁରାରି ଲାଲ ଜଲାନ କହିଛନ୍ତି, ସେମାନେ ୨୦୨୧ ଜୁନ୍ ମାସରେ ଏନସିଏଲଟି ଠାରୁ ଅନୁମୋଦନ ହାସଲ କରିସାରିଛନ୍ତି ଏବଂ ସେବେଠାରୁ ସେମାନେ ଏହାର ବିମାନ ଆକାଶରେ ଉଡାଣ ଆରମ୍ଭ କରିବାକୁ ସମସ୍ତ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ମିଶି କାର୍ଯ୍ୟ କରୁଛନ୍ତି। ଜେଟ ଏୟାରୱେଜ ୨୦୨୨ ପ୍ରଥମ ତ୍ର୍ରୟମାସିକରେ ଘରୋଇ ରୁଟ୍ରେ ଉଡାଣ କରିବ
- ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ । ବାମ ପାର୍ଶ୍ବର ୪ଟି ଗେଟ୍ ଖୋଲିଥିବା ବେଳେ ଓ ଡାହାଣ ପାର୍ଶ୍ବର ୨ଟି ସ୍ଳୁଇସ୍ ଗେଟ୍ ଖୋଲାଯାଇଛି । ଏନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
- ଗତବର୍ଷ ୟୁଏସ୍ଏର ଷ୍ଟାନଫୋର୍ଡ ୟୁନିଭର୍ସିଟି ଦ୍ବାରା ପ୍ରସ୍ତୁତ ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳାଙ୍କ ନାମ ସ୍ଥାନୀତ ହୋଇଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ତାଙ୍କର ଅବଦାନକୁ ନେଇ ନିକଟରେ ତାଙ୍କୁ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଛି ।
|
618 |
Y |
|