-
‘ଡ୍ରୋନ୍ ଯୁଦ୍ଧ’କୁ ନେଇ ସମଗ୍ର ବିଶ୍ବରେ ସଙ୍କଟ ସୃଷ୍ଟି ହୋଇଛି। ଏବେ କୃତ୍ରିମ ବୁଦ୍ଧିମତା ଯୋଡ଼ି ହେବା ପରେ ଏହି ସଙ୍କଟ ଆହୁରି ଘନିଭୂତ ହୋଇଛି। ଯଦିଓ ଏହି ଡ୍ରୋନ୍ ଯୁଦ୍ଧକୁ ନେଇ ମିଳିତ ଜାତିସଂଘ ଠାରୁ ଆରମ୍ଭ ବିଶ୍ବର ଅନେକ ଶାନ୍ତି ସଂଗଠନ ଚିନ୍ତା ପ୍ରକଟ କରିଛନ୍ତି
-
ଫେବ୍ରୁଆରି ୫ରେ ଲୋକସଭାରେ ଉପସ୍ଥିତ ରହିବାକୁ ବିଜେପି ପକ୍ଷରୁ ନିଜ ସାଂସଦମାନଙ୍କୁ ହ୍ବିପ୍ ଜାରି କରାଯାଇଛି । ବିଜେପି ପକ୍ଷରୁ ଏକ ୩ ଧାଡ଼ି ବିଶିଷ୍ଟ ହ୍ବିପ୍ ଜାରି କରାଯାଇଛି ।
-
ଉତ୍ତରପ୍ରଦେଶରେ ୨୦୦ରୁ ଅଧିକ ଦମ୍ପତିଙ୍କ ମିଛ ବିବାହ ଉତ୍ସବ ସାମ୍ନାକୁ ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ବିବାହ ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ସମାଜ ମଙ୍ଗଳ ବିଭାଗର ଦୁଇ ଅଧିକାରୀଙ୍କ ସମେତ ୧୫ ଜଣଙ୍କୁ ଗିରଫ କରାଯାଇଛି।
-
ବିଶ୍ବର ୩୮୭ଟି ସହର ଏହାଦ୍ବାରା ଭୀଷଣ କ୍ଷତିଗ୍ରସ୍ତ। ଟ୍ରାଫିକ ସମସ୍ୟା ଯୋଗୁଁ ବ୍ରିଟେନର ରାଜଧାନୀ ଲଣ୍ଡନ ବିଶ୍ବର ସର୍ବାଧିକ ପ୍ରଭାବିତ ସହର ହୋଇଥିବା ବେଳେ ବେଙ୍ଗାଲୁରୁ ଭାରତର ସର୍ବାଧିତ ପ୍ରଭାବିତ ସହର ପାଲଟିଛି।
-
ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ବେଆଇନ ସମ୍ପତ୍ତି ଉପରେ ପୁଲିସ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ନେଉଛି। ସମ୍ପ୍ରତି ଖବର ଆସିଛି କି ଅତିକର ଗ୍ରେଟର ନୋଏଡା ସେକ୍ଟର-୩୬ସ୍ଥିତ କୋଠା ଉପରେ ଉତ୍ତରପ୍ରଦେଶ ପୁଲିସ ବୁଲଡୋଜର ଚଢ଼ାଇବାକୁ ପ୍ରସ୍ତୁତ ହୋଇଛି।
-
ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ସମ୍ମାନିତ ହେଲେ ବିଶେଷ ପ୍ରତିଭା । ଓଡ଼ିଆ ଭାଷା ପ୍ରତି ବିଶେଷ ଅବଦାନ ଓ ସମ୍ମାନ ଲାଭ କରି ଗର୍ବ ଆଣିଥିବା ବିଶେଷ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବୟିତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା ସମ୍ମାନିତ ହୋଇଛନ୍ତି
-
ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଓଡିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡିଶା ସରକାର ଓ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ,ନୂଆ ଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି ।
-
ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ” ବିଧାନସଭାରେ ଭାଷା ଆଇନ” ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି।ସୂଚନାଯୋଗ୍ୟ ଯେ, ୧୯୪୮ ମସିହା ରେ ପ୍ରସ୍ତାବିତ ଭାଷା ଆଇନ ଆଲୋଚନାଠାରୁ ଆରମ୍ଭ କରି ୧୯୫୪ ଭାଷା ଆଇନ ପାରିତ ହେବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ବିଧାନସଭାରେ ଭାଷା ଆଇନ- ୨୦୧୮ର ସଂଶୋଧନ ପର୍ଯ୍ୟନ୍ତ ବିଧାନସଭାରେ ହୋଇଥିବା ସମସ୍ତ ଆଲୋଚନା ଓ ତଥ୍ୟ ଏହି ପୁସ୍ତକରେ ସ୍ଥାନିତ ହୋଇଅଛି।
-
ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେଉଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା।
-
ଓଡ଼ିଆମାନେ ଆବୃତ୍ତି କରୁଥିବା ଏହି କାଳଜୟୀ କବିତାକୁ ଏବେ ରୋବଟ୍ ଆବୃତ୍ତି କରୁଛି। ଓଡ଼ିଆ ଲିପିର ବିକାଶ ହେବା ସହ କମ୍ପ୍ୟୁଟରରେ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଅତି ସୁନ୍ଦର ଭାବେ ଖଞ୍ଜି ଦିଆଯାଇଛି। ଜନତା ମଇଦାନରେ ଅନୁଷ୍ଠିତ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ରେ ଏହାର ଝଲକ୍ ଦେଖିବାକୁ ମିଳିଛି।
-
ପ୍ରତ୍ୟେକ ବିଧାନସଭା ନିର୍ବାଚନରେ ପୂର୍ବ ନିର୍ବାଚନ ତୁଳନାରେ ଜବତ ଅର୍ଥ ପରିମାଣ ବଢ଼ିଚାଲିଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଅଧ୍ୟକ୍ଷ ନୀତିନ ଗୁପ୍ତା କହିଛନ୍ତି।
-
ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ନିଯୁକ୍ତ ଉଚ୍ଚସ୍ତରୀୟ କମିଟି ସୁପାରିସ କରିଥିବା ସମାନ ନାଗରିକ ସଂହିତା (ୟୁସିସି) ବିଲ୍ ରବିବାର ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି।
-
ଜମ୍ମୁ-କଶ୍ମୀରର କୁପ୍ଓ୍ବାଡା ଜିଲାର ଏକ ସେନା ଶପିଂ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟି ୮ ଦୋକାନ ନଷ୍ଟ ହୋଇଯାଇଥିବା ବେଳେ ୬ ଯବାନ ଆହତ ହୋଇଛନ୍ତି।
-
ଆୟକର ବିଭାଗର ଇ-ଫାଇଲ ପୋର୍ଟାଲରେ ୩ ଦିନ ପର୍ଯ୍ୟନ୍ତ ସେବା ଯୋଗାଇ ଦିଆଯିବ ନାହିଁ। ରକ୍ଷଣାବେକ୍ଷଣ ଯୋଗୁ ପୋର୍ଟାଲ ଫେବୃଆରୀ ୩ ବନ୍ଦ ରହିଥିବାବେଳେ ୫ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ।
-
ଗୌତମ ଆଦାନୀଙ୍କ ନେତୃତ୍ୱରେ ଆଦାନୀ ଗ୍ରୁପ ଦେଶର ସର୍ବବୃହତ କପର୍ ପ୍ଲାଣ୍ଟ୍ ଖୋଲିବାକୁ ଯାଉଛି। ଏହି ପ୍ଲାଣ୍ଟ୍ ଗୁଜରାଟର ମୁଣ୍ଡ୍ରାଠାରେ ନିର୍ମାଣ ହେବ।