Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
541 30-11-2024 Odia
  1. 1.ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଉଦ୍‌ଘାଟନ କରିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଯୋଗଦେବେ।

  2. 2.ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାଲିଯାତ୍ରା ଓ ଓଡିଶା ପର୍ବର ସଫଳ ଆୟୋଜନ ସମ୍ପର୍କରେ କହିବା ସହ ଆସନ୍ତା ଡିସେମ୍ବର ୪ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ନୌସେନା ଦିବସ ଓ ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ପାଳନ ହେବା ନେଇ କହିଥିଲେ।

  3. 3.ଜଙ୍ଗଲ ନିଅଁା, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହ ଶିକାର ଓ ଚୋରା କାରବାର ରୋକିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଜଙ୍ଗଲ ସୁରକ୍ଷାରେ ଅଲ୍‌-ଟେରେନ୍‌ ଭେହିକିଲ୍‌ (ଏଟିଭି), ଅଗ୍ନି ନିରାକରଣ ସହାୟତା ୟୁନିଟ୍‌ ସହ ୧୩୯ ଅତ୍ୟାଧୁନିକ ଯାନକୁ ସାମିଲ କରିଛି ଜଙ୍ଗଲ ବିଭାଗ।

  4. 4.ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଜାତୀୟ ରାଜପଥ ନଂ୧୬ ଗୁରାପଲ୍ଲି ଟୋଲ୍‌ଗେଟ ନିକଟରେ ଖଲ୍ଲିକୋଟ ପୋଲିସର ଗାଡ଼ି ଯାଞ୍ଚବେଳେ ଏକ କାର୍‌ରୁ ୮୮ କେଜି ରୁପା ସହ ନଗଦ ୫ ଲକ୍ଷ ୪୬ ହଜାର ୬ ଶହ ଟଙ୍କା ଜବତ ହୋଇଛି। ଏହି କାର୍‌ରେ ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଏହି ରୁପା ଇଟା ଚାଲାଣ ହେଉଥିବା ବେଳେ ପୋଲିସ ଯାଞ୍ଚ ବେଳେ ଧରାପଡ଼ିଥିଲା।

  5. 5.ଓପିଜିସି ହେଉଛି, ଓଡ଼ିଶାର ବୃହତ୍‌ ତାପଜ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର। ରାଜ୍ୟର ମୋଟ୍‌ ବିଜୁଳି ଚାହିଦାର ୩୦% ଓପିଜିସି ପୂରଣ କରିଥାଏ। ଏପରିକି ଏକ ବିଶ୍ୱସ୍ତରୀୟ ସ୍ବଚ୍ଛ, ନିରାପଦ ଏବଂ ନିର୍ଭରଯୋଗ୍ୟ ଶକ୍ତି ଉତ୍ପାଦନ କରିବାରେ ଓପିଜିସି ପ୍ରତିଶ୍ରୁତିବଦ୍ଧ ରହିଛି।

  6. 6.ସମ୍ଭଲରେ ଥିବା ମୋଗଲ ଯୁଗର ଶାହି ଜାମା ମସଜିଦ୍‌ ସର୍ଭେ ସଂକ୍ରାନ୍ତରେ କୌଣସି ରାୟ ନଦେବା ପାଇଁ ସୁପ୍ରିମକୋର୍ଟ ସମ୍ଭଲ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  7. 7.ଓଡ଼ିଶା ହାଇକୋର୍ଟରେ ୨୯ ନଭେମ୍ବର ୨୦୨୪ ସୁଦ୍ଧା ୧୪ଟି ବିଚାରପତି ପଦ ଖାଲି ପଡ଼ିଛି। ୩୩ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦରୁ ବର୍ତ୍ତମାନ ୧୯ ଜଣ କାର୍ଯ୍ୟ କରୁଛନ୍ତି। ନ୍ୟାୟପାଳିକାରେ ସମଗ୍ର ଦେଶରେ ୫ ହଜାର ୬୦୦ରୁ ଅଧିକ ବିଚାରପତି ପଦବୀ ଖାଲି ପଡ଼ିଛି ବୋଲି ସରକାର ସୂଚନା ଦେଇଛନ୍ତି।

  8. 8.୯୦ଟି କ୍ଷେପଣାସ୍ତ୍ର ଓ ୧୦୦ଟି ଡ୍ରୋନ୍ ସହ ରୁଷ୍ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ଗୁରୁବାର ରାତିସାରା ଆକ୍ରମଣ କରିଥିଲା। ଫଳରେ ପ୍ରବଳ ଶୀତ ସମୟରେ ଏବେ ୧୦ ଲକ୍ଷରୁ ଅଧିକ ଲୋକ ବିଜୁଳି ଅଭାବରୁ ବିନା ହିଟରରେ ଓ ଅନ୍ଧାରରେ ରହୁଛନ୍ତି।

  9. 9.ଉତ୍ପାଦନ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଯୋଗୁଁ ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୫.୪ ପ୍ରତିଶତକୁ ଖସି ଆସିଛି, ଯାହା କି ପାଖାପାଖି ଦୁଇ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର।

  10. 10.ଖୁଚୁରା ବଜାରରେ ଦରଦାମ୍ ସ୍ଥିତି କିଭଳି ପରିବର୍ତ୍ତନ ହେଉଛି ତାହା ଜଣାଇବା ଲାଗି ପ୍ରତି ମାସ ଖୁଚୁରା ମୁଦ୍ରାସ୍ଫୀତି ଘୋଷଣା କରାଯାଉଛି ଯାହା ଏବେ ୬ ପ୍ରତିଶତରୁ ଅଧିକ ରହୁଛି ।

  11. 11.ଡିସେମ୍ବର ୧ ତାରିଖରୁ ମୋବାଇଲକୁ କୌଣସି ଓଟିପି ଆସିବ ନାହିଁ । ବିନା ଓଟିପିରେ କିଭଳି କାମ କରାଯିବ ତାହାକୁ ନେଇ ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ଏ ଖବରକୁ ନେଇ ଟ୍ରାଇ ଲୋକମାନଙ୍କୁ ଚିନ୍ତା ନକରିବାକୁ ସୂଚନା ଦେଇଛି।

  12. 12. ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଦାନୀ ଋଣର ସମୀକ୍ଷା ଆରମ୍ଭ କରାଯାଇଛି।

  13. 13.  ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ  ୨୦୨୫ ଜାନୁଆରୀ ୧ ତାରିଖରୁ ସପ୍ତାହକୁ ୪ଦିନ ଇନ୍ଦୋର ଅଭିମୁଖେ ଇଣ୍ଡିଗୋ ବିମାନ ଯାତ୍ରା କରିବ। ଡେରାଡୁନ୍କୁ ସପ୍ତାହକୁ ୩ ଦିନ ବିମାନଯାତ୍ରା କରିପାରିବେ ଯାତ୍ରୀ । ସେହିପରି ଜାନୁୟାରୀ ୩ରୁ ଲକ୍ଷ୍ନୌ ଓ ଜୟପୁରକୁ ସପ୍ତାହରେ ୩ ଦିନ ବିମାନ ସେବା ଯୋଗାଯିବ। ଏହାବ୍ୟତୀତ କୋଚିନକୁ ସପ୍ତାହରେ ୭ଦିନଯାକ ଏୟାରଇଣ୍ଡିଆ ସେବା ଯୋଗାଇବ ।

  14. 14.ଦୁବାଇରେ ଆୟୋଜିତ ଗ୍ଲୋବଲ ୱମେନ ଫୋରମରେ ଭାଗ ନେବା ସମୟରେ ସ୍କ୍ରିନରୁ କଟିଲା ଐଶ୍ବର୍ଯ୍ୟା ରାଏଙ୍କ ନାମରୁ ବଚ୍ଚନ ସାଙ୍ଗିଆ। ଐଶ୍ବର୍ଯ୍ୟାଙ୍କ ଫ୍ୟାନ୍ସଙ୍କ ମନରେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ।

  15. 15.ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହେଉଥିବାବେଳେ କ୍ରମଶଃ ବାତ୍ୟାର ରୂପ ନେବାକୁ ଯାଉଛି। ବାତ୍ୟାର ନାଁ ‘ଫେଙ୍ଗାଲ’ ରଖାଯାଇଥିବାବେଳେ ଏହା ତାମିଲନାଡୁ ଉପକୂଳରେ ମାଡ଼ହେବା ସମ୍ଭାବନା ଅଛି।

222 Y
542 30-11-2024 English
  1. 1.The GDP had expanded by 8.1 per cent in the July-September quarter of 2023-24 fi scal. The previous low level of GDP growth at 4.3 per cent was recorded in the third quarter of financial year 2022-23

  2. 2.Four-time Grammy Award winner Ed Sheeran is all set to bring his iconic + - = ÷ x tour to India and will cover six places including Pune, Hyderabad, Chennai, Bangalore, Shillong and Delhi NCR in 2025. The tour kicks off in Pune January 30.

  3. 3. The Supreme Court Friday ordered a Sambhal trial court to halt proceedings in the case over the Mughal-era Shahi Jama Masjid and its survey at Chandausi while directing the UP government to maintain peace and harmony in the violence-hit town.

  4. 4.India Friday said the indictment of Indian billionaire Gautam Adani by US prosecutors is a ‘legal matter’ involving private fi rms, individuals and the US Department of Justice and that New Delhi was not informed about the case in advance.

  5. 5.A day after issuing a government resolution (GR) for the release of Rs10 crore funds to strengthen the state Waqf Board, the Maharashtra government Friday withdrew the order amid opposition by the BJP.

  6. 6.In a significant step to enhance forest fire management and wildlife protection, Forest department deployed 139 specially designed vehicles equipped with advanced features to various forest divisions across the state .

  7. 7.A delegation of 50 students from various higher education institutions from the state, who reached Maharashtra Friday will have the opportunity to interact with the Governor of the western state and explore signifi cant cultural and historical sites there.

  8. 8. With Prime Minister Narendra Modi expected to lay the foundation stone for the long-anticipated South Coast Railway (SCoR) Zone headquarters at Visakhapatnam in Andhra Pradesh soon.

  9. 9.India Friday said the interim government in Bangladesh must live up to its responsibility of protecting all minorities as it expressed serious concern over the "surge" of extremist rhetoric and increasing incidents of violence against Hindus as well as attacks on temples in the neighbouring country.

  10. 10.Saudi Arabia has abandoned its pursuit of an ambitious defence treaty with Washington in return for normalising relations with Israel and is now pushing for a more modest military cooperation agreement, two Saudi and four Western offi cials told Reuters.

  11. 11.Russian drone attacks on Ukraine injured at least eight people and damaged residential buildings in the capital Kyiv and in the southern Odesa region overnight, offi - cials said Friday

  12. 12.Banks’ credit to industry grew by 8 per cent in October 2024 compared to 4.8 per cent in the year-ago period, according to the RBI data released Friday

  13. 13.The ICC has told the Pakistan Cricket Board (PCB) to either accept the ‘hybrid’ model of hosting for next year’s Champions Trophy or be prepared to be ousted from the event .

  14. 14.Shubman Gill returned to the India nets Friday, showing enough signs of a full recovery from a thumb injury that ruled him out of the series opener against Australia in Perth.

  15. 15.Cyclonic storm ‘Fengal’over Bay of Bengal is likely to make a landfall November 30 afternoon, close to Pondicherry, with wind speed upto 90 kmph, the India Meteorological Department said Friday.

222 Y
543 29-11-2024 Odia
  1. 1.ଜେଏମଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ସୁପ୍ରିମୋ ହେମନ୍ତ ସୋରେନ ଆଜି ଚତୁର୍ଥ  ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। 

  2. 2.କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଲୋକସଭା ସାଂସଦ ଭାବେ ଶପଥ ନେଇଛନ୍ତି।

  3. 3.ବାଂଲାଦେଶରେ ଇସ୍କନର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଢାକା ହାଇକୋର୍ଟ ଗୁରୁବାର ନିଜ ପକ୍ଷରୁ ଏକ ଆଦେଶ ଜାରି କରିବାକୁ ମନା କରିଦେଇଛନ୍ତି।

  4. 4.ବାଂଲାଦେଶରେ ଇସ୍କନର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଢାକା ହାଇକୋର୍ଟ ଗୁରୁବାର ନିଜ ପକ୍ଷରୁ ଏକ ଆଦେଶ ଜାରି କରିବାକୁ ମନା କରିଦେଇଛନ୍ତି।

  5. 5.ଲାନସେଟ୍‌ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ୨୦୦୦ରୁ ୨୦୧୯ ମଧ୍ୟରେ ଦୁଇ ଦଶନ୍ଧିରେ  ଚାଷଜମିରେ ନଡ଼ାପୋଡ଼ି, ଜଙ୍ଗଲ ନିଆଁ ଏବଂ ମାନବକୃତ ନିଆଁ ଆଦି ଯୋଗୁ ସୃଷ୍ଟ ବାୟୁପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଭାରତରେ ଅତି କମ୍‌ରେ ୨.୫ ନିୟୁତ (୨୫ ଲକ୍ଷ) ଲୋକଙ୍କ ମୃତ୍ୟୁ ହୋଇଛି। 

  6. 6.ଜମିୟତ ଉଲେମା-ଏ-ହିନ୍ଦ ପରେ ଦେଶର ବିଭିନ୍ନ ସ୍ଥାନରେ ମସଜିଦ ଓ ଦରଘାରେ ଦାବିକୁ ନେଇ ଚାଲିଥିବା ଆଇନଗତ ଲଢ଼େଇ କୁ ନେଇ ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ' ବୋର୍ଡ (ଏଆଇଏମପିଏଲବି) ମଧ୍ୟ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛି।

  7. 7.ରାଜ୍ୟ ସରକାର ମହିଳା ବିରୋଧୀ ଅପରାଧକୁ ଆଦୌ ବରଦାସ୍ତ କରିବେନି। ଏହି ମାମଲାଗୁଡ଼ିକର ତ୍ବରିତ ବିଚାର ପାଇଁ ରାଜ୍ୟରେ ଚାରିଟି ଫାଷ୍ଟ୍ ଟ୍ରାକ୍ କୋର୍ଟ ପ୍ରତିଷ୍ଠା ହେବ। ଏ ନେଇ ବିଚାର ବିମର୍ଷ ଚାଲିଛି।

  8. 8.ଆଉ ୬ ଦିନର ଅପେକ୍ଷା। ଡିସେମ୍ବର ୪ ତାରିଖରେ ପାଳିତ ହେବାକୁ ଯାଉଛି ନୌସେନା ଦିବସ। ପ୍ରଥମ ଥର ପାଇଁ ଓଡ଼ିଶାର ପୁରୀ ବେଳାଭୂମିରେ ଏହି ଦିବସ ପାଳନ କରିବାକୁ ଯାଉଛି ନୌବାହିନୀ।

  9. 9.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଆସିବେ।

  10. 10.ଆସନ୍ତା ଡିସେମ୍ବର ୧୫ ତାରିଖ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ ଆବାସ-ଗ୍ରାମୀଣ)ର ନୂଆ ସର୍ଭେ ଆରମ୍ଭ ହେବ। ସବୁ ଯୋଗ୍ୟ ପରିବାରକୁ ମିଳିବ ଘର।

  11. 11.ଉପର ଓ ତଳ ବାଲିଯାତ୍ରା ପଡ଼ିଆ ପ୍ରଦୂଷିତ। ବାଲିଯାତ୍ରା ସରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ସଫା ହୋଇନି ପଡ଼ିଆ। କୁଢ଼ କୁଢ଼ ଆବର୍ଜନା ପଡିରହିଛି।

  12. 12.ଓଡ଼ିଆ ଶିକ୍ଷକମାନେ ରାଜ୍ୟରେ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି-କଳା) ଙ୍କ ପରି ସମାନ ଦରମା ଏବଂ ଭତ୍ତା ପାଇବେ। ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଆଜି ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। 

  13. 13.ରାଜ୍ୟର ପ୍ରତ୍ୟେକ ଜିଲାରେ ମୁକ୍ତାକାଶ କାରାଗାର ପ୍ରତିଷ୍ଠା କରିବାକୁ ଓଡ଼ିଶାର କାରାଗାର ମହାନିର୍ଦ୍ଦେଶକ (ଡିଜି)ଙ୍କୁ ସୁପାରିଶ କରିଛନ୍ତି ହାଇକୋର୍ଟ।

  14. 14.ଓଡ଼ିଶାର ଶୀତକାଳୀନ ହାତୀ ଗଣନା ୨୦୨୪ ରିପୋର୍ଟ। ମୋଟ ୩୮ ଟି ଡିଭିଜନରେ ଅନୁଷ୍ଠିତ ହୋଇଥିବା ଏହି ଗଣନା ଅନୁଯାୟୀ ସାମାନ୍ୟ ବୃଦ୍ଧି ସହିତ ଓଡ଼ିଶାରେ ଏବେ ୨୦୧୩ ଟି ହାତୀ ରହିଛନ୍ତି। 

  15. 15.ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶା ସରକାର ଟିକସମୁକ୍ତ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏବଂ ରାଜ୍ୟର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ସିନେମାକୁ ଓଡ଼ିଶାରେ କରମୁକ୍ତ ଘୋଷଣା କରାଗଲା ବୋଲି ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି।

237 Y
544 29-11-2024 English
  1. 1.JMM leader Hemant Soren took oath as the 14th Chief Minister of Jharkhand in a grand ceremony here Thursday, amid the presence of a galaxy of INDIA bloc leaders. The 49-year-old tribal leader was sworn in as the CM by Jharkhand Governor Santosh Kumar Gangwar.
  2. 2.Around 53,480 acre of government land is under encroachment across various districts of the state, R&DM Minister Suresh Pujari told the Assembly.
  3. 3.A total of 2,103 elephants were found in 38 forest divisions of the state during the three-day winter census exercise, fi ve more than the May survey fi gures, according to the census report released by the Forest department, Thursday.
  4. 4. The BJP government in state has renamed 21 schemes launched by the previous BJD regime, Chief Minister Mohan Charan Majhi told the Assembly Thursday.
  5. 5.The state government Thursday approved 20 investment projects worth `1.36 lakh crore, an offi cial statement said.
  6. 6.Humara Bachpan Trust (HBT) recently participated in the nationwide launch of the Bal Vivah Mukt Bharat (Child Marriage Free India) campaign, inaugurated by the government of India at Vigyan Bhawan in New Delhi.
  7. 7.To bolster the fisheries sector in Odisha, the Department of Fisheries (DoF), under the Ministry of Fisheries, Animal Husbandry & Dairying (MoFAH&D), has approved a substantial project under the Pradhan Mantri Matsya Sampada Yojana (PMMSY), amounting to Rs1,265.42 crore, with a Central share of Rs564 crore allocated for the development of fisheries and aquaculture in the state.
  8. 8.The Kerala government announced Thursday a groundbreaking decision to grant two days of menstrual leave each month to female students in Industrial Training Institutes (ITIs).
  9. 9.Proceedings in Parliament were Thursday washed out for the third day since the beginning of the Winter Session following disruptions by the Opposition over the Adani issue and violence in Manipur and Sambhal.
  10. 10.The national capital has reported an “isolated” case of Japanese Encephalitis, offi cial sources said Thursday.
  11. 11.An Enforcement Directorate (ED) team undertaking searches at a farmhouse in Delhi in a cyber fraud linked money laundering case was allegedly attacked Thursday, injuring an agency official.
  12. 12.Russia unleashed its second big attack on Ukraine’s energy infrastructure this month Thursday, cutting power to more than 1 million people in the west, south and centre of the country.
  13. 13.Deposed Bangladesh Prime Minister Sheikh Hasina Thursday demanded the immediate release of Hindu leader Chinmoy Krishna Das, echoing India’s concerns over the safety of the minority community in the neighbouring country.
  14. 14.An endangered type of cockatoo found only in southwest Australia is among the longest-living bird species in the world, according to a new research.
  15. 15.Fair trade regulator CCI Thursday ordered a probe against Google and its affiliates for alleged unfair business practices with respect to listing of real money gaming apps on Play Store.
234 Y
545 28-11-2024 Odia
  1. 1.କୌଣସି ଧର୍ମ ପ୍ରତି ଆସ୍ଥା ନ ଥାଇ କେବଳ ସଂରକ୍ଷଣ ସୁବିଧା ହାସଲ ପାଇଁ ଧର୍ମ ପରିବର୍ତ୍ତନ କରିବା ସମ୍ବିଧାନ ସହ ବିଶ୍ୱାସଘାତ ବୋଲି ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।.
  2. 2.ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନି ଆଦାନୀ ଗ୍ରୁପ୍ ପକ୍ଷରୁ ବୁଧବାର କୁହାଯାଇଛି ଯେ ଏହି ଅଭିଯୋଗ ହେବା ପରେ ଷ୍ଟକ୍ ବଜାରରେ କମ୍ପାନି ୪,୬୪,୨୩୬ କୋଟି ଟଙ୍କା (୫୫ ବିଲିଅନ୍ ଡଲାର) ହରାଇଛି।
  3. 3.ଦେଶରେ ୨୦୧୮-୧୯ରୁ ୨୦୨୩-୨୪ ଭିତରେ ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଚାରି ଗୁଣା ବଢ଼ିଥିବା ବେଳେ ୨୦୨୦-୨୧ରୁ ତିନି ବର୍ଷ ଭିତରେ ଜାଲ୍ ୨୦୦୦ ଟଙ୍କିଆ ନୋଟ୍‌ ତିନି ଗୁଣା ବଢ଼ିଛି।
  4. 4.ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ତିଆରି କରାଯାଇଥିବା ବନ୍ଦେ ଭାରତ ଟ୍ରେନ୍‌ର ସଫଳତା ପରେ ଆଉ ଏକ ହାଇସ୍ପିଡ୍‌ ଟ୍ରେନ୍ ବିକାଶ କରାଯାଉଛି। ତାହାର ଡିଜାଇନ୍ ଓ ଉତ୍ପାଦନ ଚେନ୍ନାଇରେ ହେବ। ସେହି ହାଇସ୍ପିଡ୍‌ ଟ୍ରେନ୍ ଘଣ୍ଟା ପିଛା ୨୮୦ କିମି ବେଗରେ ଯାତ୍ରା କରିବ।
  5. 5.ବାଂଲାଦେଶରେ ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରିକୁ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏକ ବୟାନ ଜାରି କରାଯାଇଛି।
  6. 6.ଯୁଦ୍ଧବିରତି ଚୁକ୍ତି ନିମନ୍ତେ ଇସ୍ରାଏଲ ଓ ଲେବାନନ୍‌ର ହେଜବୁଲ୍ଲା ରାଜି ହୋଇଛନ୍ତି, କିନ୍ତୁ ଇରାନ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ଉତ୍ତେଜନା ବଢ଼ିବାରେ   ଲାଗିଛି। ଆଗକୁ ଇସ୍ରାଏଲ ବିରୋଧରେ ଇରାନ ନିଜର ଆକ୍ରମଣକୁ ଆହୁରି ସଂଗଠିତ ଓ ଭୟାନକ କରିବ।
  7. 7.କୋଟିପତି ନିବେଶକ ୱାରେନ୍‌ ବଫେଟ୍‌ ନିଜ ସଂପତ୍ତି ଦାନ କରି ଅନେକ ସମୟରେ ଚର୍ଚ୍ଚାର ପରିସର ଭିତରକୁ ଆସୁଥିବା ବେଳେ ନିକଟରେ ସେ ପୁଣି ଅନେକ ଫାଉଣ୍ଡେସନକୁ ଆଉ ୧.୧ ବିଲିୟନ ଡଲାର୍ ଦାନ କରିଛନ୍ତି।
  8. 8.ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍‌ୱେରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଡାକ୍ତରଙ୍କ ମୃତ୍ୟୁ ଘଟିଛି।
  9. 9.କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ବାଣିଜ୍ୟିକ କୋଇଲା ଖଣି ନିଲାମର ଦଶମ ପର୍ଯ୍ୟାୟରେ ୯ଟି ‌ଖଣି ନିଲାମ ହୋଇଛି। ସେଥିରେ ଓଡ଼ିଶାର ଦୁଇଟି କୋଇଲା ଖଣି ରହିଛି। ଓଡ଼ିଶାର ନୂଆ ପାତ୍ରପଡ଼ା ସାଉଥ୍‌ ଖଣିକୁ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ ହାସଲ କରିଛି।
  10. 10.ଚଳଚ୍ଚିତ୍ର ନିର୍ମାତା ଅଶ୍ୱିନୀ ଧୀରଙ୍କ ୧୮ବର୍ଷର ପୁଅ ଜଲଜ ଧୀରଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଘଟଣାରେ କାର ଚଳାଉଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।
  11. 11.ଅଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'ପୁଷ୍ପା: ଦି ରାଇଜ୍'ରେ ଅଲୁ ଅର୍ଜୁନଙ୍କ ଭାଇ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ତେଲୁଗୁ ଅଭିନେତା ଶ୍ରୀ ତେଜ ଏବେ ବିବାଦରେ। ବିବାହ ପ୍ରତିଶ୍ରୁତି ଦେଇ ସେ ଜଣେ ମହିଳାଙ୍କୁ ମାନସିକ, ଆର୍ଥିକ ତଥା ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
  12. 12.ପୁଞ୍ଜିନିବେଶ ନାଁରେ ଜଣେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।
  13. 13.ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଜନ୍‌ ଆଲ୍‌ଫ୍ରେଡ୍‌ ଟିନିସ୍‌ଉଡ୍‌ଙ୍କର ୧୧୨ ବର୍ଷରେ ପରଲୋକ ହୋଇଯାଇଛି। ୧୯୧୨ ଅଗଷ୍ଟ ୨୬ରେ ଟିନିସ୍‌ଉଡ୍‌ଙ୍କ ଜନ୍ମ। ସେ ତାଙ୍କ ଜୀବନକାଳରେ ୨ଟି ବିଶ୍ୱଯୁଦ୍ଧ ଏବଂ ୨୪ ଜଣ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛନ୍ତି।
  14. 14.ହରିୟାଣାର ଫରିଦାବାଦରେ ରହୁଥିବା ଜଣେ ପୂର୍ବତନ ସେନା ଅଧିକାରୀ ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ଡିଜିଟାଲ ଆରେଷ୍ଟ କରି ସାଇବର ଠକମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।
  15. 15.ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟକୁ ସିଲ୍‌ କରି କଡ଼ା ଯାଞ୍ଚ କରୁଛନ୍ତି ପୁଲିସ ଓ ବିଏସଏଫ । ଭୁବନେଶ୍ୱର ଭିତରକୁ ଆସୁଥିବା ଗାଡ଼ି ଓ ବାହାରକୁ ଯାଉଥିବା ସମସ୍ତ ଗାଡ଼ିର ତନଖି କରାଯାଉଛି ।
278 Y
546 28-11-2024 English
  1. 1.Chief Minister Mohan Charan Majhi said Wednesday that the Odisha government was contemplating to recruit women in the fi re services and may bring about certain changes in the existing rules for the purpose.

  2. 2. Maharashtra Chief Minister, Eknath Shinde made it clear Wednesday that he has assured PM Modi of abiding by whatever decision the BJP takes on naming his successor.

  3. 3.Lok Sabha proceedings were suspended for a second day Wednesday after disruptions by lawmakers demanding a discussion of the US indictment of billionaire Gautam Adani, while stocks of his group’s companies clawed back some losses.

  4. 4.The Odisha government is gearing up to implement the National Education Policy (NEP) in schools across the state by 2025, School and Mass Education Minister Nityananda Gond stated Wednesday.

  5. 5.In an incident highlighting abject poverty, a Bihar-based couple along with fi ve others was arrested as they sold their fouryear-old daughter for Rs 40,000.

  6. 6.The Odisha government has removed the names of over 1.77 lakh dead beneficiaries from the public distribution system (PDS) since June 15, 2024, the Assembly was informed Wednesday.

  7. 7.The state government Wednesday said it has no intention of allowing Adani Group or any other company to conduct bauxite mining in Gandhamardan hills spread over Bolangir and Baragarh districts.

  8. 8.Jharkhand Chief Minister Hemant Soren Wednesday reviewed the preparations for the oath-taking ceremony to be held at Morabadi Ground in Ranchi Thursday.

  9. 9.The state government has issued directives to shut down illegal black stone mining and crusher units on the Aruha hill of Jajpur district. A letter to this effect was sent by the state’s Steel and Mines department to the Jajpur Collector and the Deputy Director of Mines (DDM)

  10. 10.Vigilance sleuths Wednesday raided the properties of junior mining offi cer Padmanabh Hota from Keonjhar on charges of amassing disproportionate assets.

  11. 11.A ceasefire between Israel and the Lebanese militant group Hezbollah appeared to be holding Wednesday, as residents in cars heaped with belongings streamed back toward southern Lebanon despite warnings from the Israeli and Lebanese military that they stay away from certain areas.

  12. 12.The National Green Tribunal has been informed through a report that Punjab’s stubble burning incidents have decreased by 70 per cent.

  13. 13.Information & Broadcasting Minister Ashwini Vaishnaw Wednesday called for stricter laws to curb vulgar content on social media, saying absence of editorial oversight has led to “uncontrolled expression” on such platforms

  14. 14.Pakistan’s jailed former PM Imran Khan’s party suspends protests seeking his release following hundreds of arrests.

  15. 15.Indian GM D Gukesh restores parity by defeating Ding Liren in the third game of the World Chess Championships.

238 Y
547 27-11-2024 Odia
  1. 1.ଭାରତୀୟ ସମ୍ବିଧାନ ଏକ ଜୀବନ୍ତ ଓ ପ୍ରଗତିଶୀଳ ଦସ୍ତାବିଜ ଯାହା ମାଧ୍ୟମରେ ଆମେ ସାମାଜିକ ନ୍ୟାୟ ଓ ଅନ୍ତର୍ଭୁକ୍ତ ବିକାଶର ଲକ୍ଷ୍ୟ ହାସଲ କରିପାରିଛୁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

  2. 2.ଫିଚ୍‌ ପକ୍ଷରୁ ଆଦାନୀ ପୋର୍ଟସ୍‌ର ରେଟିଂକୁ ବିବିବି ନେଗେଟିଭ୍‌କୁ ହ୍ରାସ କରାଯାଇଥିବା ବେଳେ ନର୍ଥ କ୍ବିନ୍‌ସଲ୍ୟାଣ୍ଡ୍‌ ଏକ୍ସପୋର୍ଟ ଟର୍ମିନାଲର ରେଟିଂକୁ ବିବି+ ଏବଂ ମୁମ୍ବାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଲିମିଟେଡ୍‌ର ରେଟିଂକୁ ବିବି+ ରେଟିଂ ପ୍ରଦାନ କରାଯାଇଛି।

  3. 3.ଏସାର ଗ୍ରୁପ୍‌ ଅଧ୍ୟକ୍ଷ ତଥା ସହ-ପ୍ରତିଷ୍ଠାତା ଶଶିକାନ୍ତ ରୁଇଆଙ୍କର ୮୧ ବର୍ଷ ବୟସରେ ନଭେମ୍ବର ୨୫ ତାରିଖ ରାତି ୧୧ଟା ୫୫ରେ ମୁମ୍ବାଇଠାରେ ପରଲୋକ ହୋଇଛି।

  4. 4.ଓଲା ଗିଗ୍ ରେଞ୍ଜର ମୂଲ୍ୟ ଆକର୍ଷଣୀୟ ରହିଛି । ଓଲା ଗିଗର ମୂଲ୍ୟ ୩୯,୯୯୯ ଟଙ୍କା ଥିବାବେଳେ ଓଲା ଗିଗ ପ୍ଲସର ମୂଲ୍ୟ ୪୯,୯୯୯ ଟଙ୍କା ରହିଛି । ଗିଗ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଚାଲିପାରିବ ଓ ଗିଗ୍ ପ୍ଲସ ଘଣ୍ଟା ପ୍ରତି ୪୫ କିଲୋମିଟର ବେଗରେ ଚାଲିପାରିବ ।

  5. 5.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ବିଧାନସଭାରେ ୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଚଳିତ ଆର୍ଥିକ ବର୍ଷ (୨୦୨୪-୨୫) ଲାଗି ରାଜ୍ୟ ସରକାର ମୂଳ ବଜେଟ୍‌ରେ୨.୬୫ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ।

  6. 6.ଭାରତ ସରକାର ପାନ୍‌ କାର୍ଡ ପାଇଁ ନୂତନ PAN ୨.୦ ଯୋଜନା ଆଣିଛନ୍ତି, ଯେଉଁଥିରେ QR କୋଡ୍‌ ଥିବା ପାନ କାର୍ଡ ମାଗଣାରେ ଅପଗ୍ରେଡ୍‌ ହେବ। ଆନୁମାନିକ ୧,୪୩୫ କୋଟି ଟଙ୍କା ବ୍ୟୟରେ ଏହି ଯୋଜନା ପ୍ରସ୍ତୁତ କରାଯାଉଛି।

  7.  7.ମହାଲେଖାକାରଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ଓଡିଶା ରାଜ୍ୟର ଜିଏସ୍‌ଡିପି ଋଣ ଅନୁପାତ ୨୦୨୩ ଜୁଲାଇ ପର୍ଯ୍ୟନ୍ତ ୧୦.୧୨ ପ୍ରତିଶତ ରହିଥିବା ବେଳେ ସୁଧ ଦେୟ ଓ ରାଜସ୍ବ ଆୟର ଅନୁପାତ ୧.୮୫ ପ୍ରତିଶତ ରହିଛି।

  8. 8.ପୁଞ୍ଜିନିବେଶ ନାଁରେ ଜଣେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ହେଉଛନ୍ତି ଛତିଶଗଡ, ରାୟପୁରର ଅଶ୍ୱିନୀ ପାଲ (୪୧ ବର୍ଷ)।

  9. 9.ୟୁକ୍ରେନ୍‌ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷିଆ। ଏକାସାଙ୍ଗରେ ୟୁକ୍ରେନ୍‌ ଉପରେ ୧୫୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କରିଛି। ଏହି ଆକ୍ରମଣରେ ୟୁକ୍ରେନ୍‌ର ବହୁତ କ୍ଷତି ପହଞ୍ଚିଥିବା ବେଳେ ଅନେକ ଅଞ୍ଚଳରୁ ବିଦ୍ୟୁତ୍‌ ଚାଲିଯାଇଛି।

  10. 10.ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବଦଳରେ ନିର୍ବାଚନରେ ​​ବାଲାଟ ପେପର ବ୍ୟବହାର ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।

  11. 11.ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମୋଟ ୪,୧୩୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେମାନଙ୍କ ମଧ୍ୟରୁ ୩,୫୧୫ ଜଣ ଇସିଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ଭୋଟ ଶେୟାର ହାସଲ କରିବାରେ ବିଫଳ ହୋଇଥିବାରୁ ଅମାନତ ଜମା ହରାଇଛନ୍ତି।

  12. 12.ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ମୌଜାରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମ ବିରୋଧରେ ପୁଣି ଏକ ସଙ୍ଗିନ ଅଭିଯୋଗ ଆସିଛି। ଆଶ୍ରମ କର୍ତ୍ତୃପକ୍ଷ ତାଙ୍କ ସ୍ତ୍ରୀଙ୍କୁ କବ୍‌ଜା କରି ରଖିବା ସହ ୨ ଲକ୍ଷ ଟଙ୍କା ଦାବି କରିଥିବା ଜଣେ ବ୍ୟକ୍ତି ଶହୀଦନଗର ଥାନାରେ ଏତଲା ଦେଇଛନ୍ତି। 

  13. 13.କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ଏବଂ ରାଜ୍ୟ ସୂଚନା କମିଶନ (ଏସ୍‌ଆଇସି)ରେ ଖାଲିପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  14. 14.ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ସୋମବାର ସୁଦ୍ଧା ବନ୍ୟା ଓ ଭୂସ୍ଖଳନ ଯୋଗୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ସୁମାତ୍ରା ଦ୍ୱୀପର ୪ ଅଞ୍ଚଳରେ ଇଣ୍ଡୋନେସିଆ ସୈନ୍ୟ ବାହିନୀ ସହ ଉଦ୍ଧାରକାରୀ ଦଳପକ୍ଷରୁ ରେସ୍କ୍ୟୁ ଅପରେଶନ ଜାରି ରହିଛି

  15. 15.ଏମ୍‌ଆଇଟି ଇଞ୍ଜିନିୟର ଏବଂ ଟିଭି ଉପସ୍ଥାପିକାରୁ ମହାକାଶ ଯାତ୍ରା କରିବାରେ ୧୦୦ତମ ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଏମିଲି କାଲାଣ୍ଡ୍ରେଲି।

251 Y
548 27-11-2024 English
  1. 1.Chief Minister Mohan Charan Majhi Tuesday said all should express gratitude to the architects of the Constitution, which has ensured equal rights to everyone irrespective of caste, creed and religion.

  2. 2.Israeli war planes hit Beirut’s southern suburbs with a wave of airstrikes Tuesday just before Israel’s cabinet met to discuss a ceasefi re deal with its Hezbollah foes

  3. 3.The Election Commission Tuesday announced bypolls for six Rajya Sabha seats, including one in Odisha, December 20.

  4. 4.Taking serious note of vacancies in the Central Information Commission (CIC) and state information commissions (SICs), the Supreme Court Tuesday asked the Centre and the state governments to apprise it about the steps taken to fill up the posts.

  5. 5.Essar Group co-founder Shashi Ruia has died after a prolonged illness. He was 80.

  6. 6.Existing Permanent Account Number (PAN) card holders are not required to apply for a new one under the upgraded PAN 2.0 system that is primarily aimed at introducing a 'common identifi er' for all business-related activities, the Income Tax department said Tuesday.

  7. 7. Four months after presenting the annual Budget for fi nancial year 2024-25, Chief Minister Mohan Charan Majhi presented a Supplementary Budget of `12,156 crore for the fi scal in the Assembly Tuesday.

  8. 8.Forty elephants, fi ve leopards and 200 other wildlife species have died in Odisha in about fi ve months from July, Forest, Environment and Climate Change Minister Ganesh Ram Singh Khuntia told the Assembly, Tuesday.

  9. 9.Bhaskar Pradhan, an artifi cial insemination technician from Subarnapur district was honoured with the National Gopal Ratna Award 2024 for being the best Artifi cial Insemination Technician.

  10. 10.The state government has launched the Mukhyamantri Kamadhenu Yojana with the aim of doubling the state’s milk production in the next five years.

  11. 11.The distinctive fragrance of Odisha’s aromatic rice has captivated visitors at the India International Trade Fair (IITF) 2024 in New Delhi.

  12. 12.The state government Tuesday declined IAS offi cer Sujata Karthikeyan’s application seeking extension of child care leave (CCL) for another six months.

  13. 13.The World Craft Council (WCC) Tuesday said it is planning to introduce the seal of authenticity of crafts - an initiative aimed at addressing the “pressing need” for globally-recognised certifi - cation for handmade crafts of Jammu and Kashmir

  14. 14.Rahul Gandhi had promised a caste census in Telangana. The work of caste census in Telangana has been completed 92 percent.

  15. 15.At least 20 wagons of a coal-laden goods train derailed in Bilaspur railway division of Chhattisgarh Tuesday morning.

245 Y
549 26-11-2024 Odia
  1. 1.ସମ୍ବିଧାନର ମୁଖବନ୍ଧରୁ ‘ସମାଜବାଦ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ହଟିବ ନାହିଁ। ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସମ୍ବିଧାନ ସଂଶୋଧନ କରାଯାଇ ଏହି ଦୁଇ ଶବ୍ଦକୁ ମୁଖବନ୍ଧରେ ସାମିଲକୁ ଚାଲେଞ୍ଜ କରି ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। 

  2. 2.ମହିଳାଙ୍କ ପାଇଁ ନିଜ ଘର ହେଉଛି ସବୁଠୁ ବିପଜ୍ଜନକ ସ୍ଥାନ। ବିଶ୍ବରେ ଦୈନିକ ୧୪୦ ଜଣ ମହିଳା ଓ ଝିଅ ପ୍ରତିଦିନ ହତ୍ୟାର ଶିକାର ହେଉଛନ୍ତି। ଜାତିସଂଘ ମହିଳା ଏବଂ ଜାତିସଂଘ ଡ୍ରଗ୍ସ ଆଣ୍ଡ୍ କ୍ରାଇମ୍ ପକ୍ଷରୁ ମିଳିତଭାବେ ପ୍ରକାଶିତ ରିପୋର୍ଟରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। 

  3. 3.ବାଂଲାଦେଶ ଇସ୍ପନ ପୁଣ୍ଡରୀକ ଧାମ ସାଧୁ ତଥା ସଂଖ୍ୟାଲଘୁ ସଂଗଠନ ବାଂଲାଦେଶ ସନାତନୀ ଜାଗରଣ ଜୋତେର ପ୍ରବକ୍ତା ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଢାକା‌ ବିମାନ ବନ୍ଦରରେ ଗିରଫ କରାଯାଇଛି।

  4. 4.ରାଜ୍ୟକୁ ଅର୍ଥନୈତିକ ଶକ୍ତି ଯୋଗାଇବା ଲକ୍ଷ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ବ୍ରିଟେନ-ଜର୍ମାନୀ ଗସ୍ତରେ ଅଛନ୍ତି।

  5. 5.ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଆଦାନୀ ଗ୍ରୁପରୁ ୧୦୦ କୋଟି ଟଙ୍କା ଦାନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।

  6. 6.କେରଳରେ ଶିଶୁମାନଙ୍କ ସହ ଯୌନ ଶୋଷଣ ମାମଲା ବଢ଼ି ବଢ଼ି ଚାଲିଛି ଏବଂ ସେମାନେ ଘରେ ଏବଂ ସ୍କୁଲରେ ମଧ୍ୟ ସୁରକ୍ଷିତ ନାହାନ୍ତି। ଶିଶୁ ଯୌନ ଶୋଷଣ ମାମଲାର ୨୧% ଘଟଣା ପିଲାଙ୍କ ଘରେ ଏବଂ ୪% ସ୍କୁଲରେ ଘଟିଥିବା ନେଇ ଜଣାପଡ଼ିଛି।

  7. 7.ମଣିପୁର ହିଂସା‌ ଥମୁନି। ହିଂସା ବଢ଼ୁଥିବାରୁ ମଣିପୁର ସରକାର ୯ଟି ଜିଲ୍ଲାରେ ପୁଣିଥରେ ଇଣ୍ଟରନେଟ୍‌ କଟକଣା ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। 

  8. 8.ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଜୁମା ମସ୍‌ଜିଦ ପରିସରରେ ରବିବାର ସର୍ଭେକୁ ବିରୋଧ ବେଳେ ହିଂସାକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ ୭ ଜଣଙ୍କୁ ଗିରଫ କରିଛି।

  9. 9.୨୦୨୧ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି।

  10. 10.ଝାଡ଼ଖଣ୍ଡରେ ୮୯ ପ୍ରତିଶତ ନବ ନିର୍ବାଚିତ ବିଧାୟକ କୋଟିପତି। କଂଗ୍ରେସ ଦଳର ରାମେଶ୍ବର ଓରାଓଁ ହେଉଛନ୍ତି ସବୁଠାରୁ ଧନୀ ବିଧାୟକ।  ତାଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୪୨.୨୦ କୋଟି।

  11. 11.ଇଣ୍ଡିଆନ କୋଷ୍ଟଗାର୍ଡ (ଆଇସିଜି) ଆଣ୍ଡାମାନ ସାଗରରେ ଏକ ମାଛଧରା ଡଙ୍ଗାରୁ ପ୍ରାୟ ୫ ଟନ୍ ଡ୍ରଗ୍ସ ଜବତ କରିଛି |

  12. 12. ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌କୁ ଆଉ ଏକ ଶକ୍ତ ଝଟ୍‌କା ଲାଗିଛି। ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଆଦାନି ଗ୍ରିନ୍ ଏନର୍ଜିସ୍ ଲିମିଟେଡ୍‌ ଓ ଆଦାନି ଟୋଟାଲ୍ ଗ୍ୟାସ୍‌ରେ ପୁଞ୍ଜିନିବେଶ କରିଥିବା ଫ୍ରାନ୍ସର ସଂସ୍ଥା ଟୋଟାଲ୍ଏନର୍ଜିସ୍ ନୂଆ ପାଣ୍ଠି ଦେବା ଉପରେ ରୋକ ଲଗାଇଛି। 

  13. 13.ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଦିବ୍ୟାଙ୍ଗଙ୍କ ସମେତ ସମାଜର ସବୁ ବର୍ଗର ଲୋକଙ୍କୁ ଋଣ ଦେବା ଲାଗି ରାଜ୍ୟରେ କାରବାର କରୁଥିବା ବ୍ୟାଙ୍କଗୁଡ଼ିକୁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ଆହ୍ବାନ ଦେଇଛନ୍ତି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ନଜରରେ ରଖି ଋଣ ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। 

  14.  14.ସପ୍ତାହର ପ୍ରଥମ ଦିନରେ ଷ୍ଟକ ବଜାରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି। ମହାରାଷ୍ଟ୍ର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାଯୁତିର ଜବରଦସ୍ତ ବିଜୟ ନିବେଶଙ୍କ ଉତ୍ସାହକୁ ବଢାଇଦେଇଛି । 

  15. 15.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆର୍ଥତ୍କ ବ୍ୟାପାର କ୍ୟାବିନେଟ୍‌ କମିଟି ଆୟକର ବିଭାଗର ସ୍ଥାୟୀ ଅକାଉଣ୍ଟ ନମ୍ବରର ଦ୍ୱିତୀୟ ପର୍ଯ୍ୟାୟ (ପାନ୍‌ ୨.୦) ପ୍ରକଳ୍ପକୁ ସୋମବାର ମଞ୍ଜୁରୀ ପ୍ରଦାନ କରିଛନ୍ତି।

  16. 16.କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଏକ୍ଜାମିନେଶନ୍ସ (ସିଆଇଏସ୍‌ସିଇ) ୨୦୨୫ ବର୍ଷ ପାଇଁ ଆଇସିଏସ୍‌ଇ ଦଶମ ଶ୍ରେଣୀ ଏବଂ ଆଇସିଏସ୍‌ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ନିମନ୍ତେ ସୋମବାର କାର୍ଯ୍ୟସୂଚୀ ପ୍ରକାଶ କରିଛି।

  17. 17.ଆଇଫୋନ୍‌ ମାଧ୍ୟମରେ ନିରୂପଣ ହେଉଛି ମୁଖ ଗହ୍ବର କର୍କଟ। ଶୀଘ୍ର ରୋଗ ଚିହ୍ନଟ ଫଳରେ ଯଥାଶୀଘ୍ର ଚିକିତ୍ସା ମଧ୍ୟ ଆରମ୍ଭ ହୋଇପାରୁଛି। ଏଥିସହ ସମୟ ଓ ସମ୍ବଳ ମଧ୍ୟ ବଞ୍ଚାଯାଇପାରୁଛି। ଫଳରେ ରୋଗୀଙ୍କ ଜୀବନ ରକ୍ଷା ହୋଇପାରୁଥିବା ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନ୍‌ଏଚଏସ୍‌) ଦାବି କରିଛି।

  18. 18.ନାଟୋ ମେଣ୍ଟରେ ୟୁକ୍ରେନର ଯୋଗଦାନକୁ ସେ ବିରୋଧ କରିନଥିଲେ ବହୁ ବର୍ଷ ଆଗରୁ ଋଷ୍-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥାନ୍ତା ବୋଲି ମତ ଦେଇଛନ୍ତି ଜର୍ମାନୀର ପୂର୍ବତନ ଚାନସେଲର ଆଞ୍ଜେଲା ମାର୍କେଲ୍ ।

  19. 19.ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଚାଲିପାରିଲା ନାହିଁ ଗୃହ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଉଭୟ ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

  20. 20.ବିହାରର ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୩ ବର୍ଷ ବୟସରେ ବିଶ୍ୱର ସର୍ବବୃହତ କ୍ରିକେଟ ଲିଗ୍ ଆଇପିଏଲର ଚୁକ୍ତି ହାସଲ କରିଛନ୍ତି। ଆଇପିଏଲ୍ ନିଲାମର ଦ୍ୱିତୀୟ ଦିନରେ ରାଜସ୍ଥାନ ରୟାଲ୍ସ ୧.୧୦ କୋଟି ଟଙ୍କାର ବିଡ୍ କରି ବୈଭବଙ୍କୁ କିଣିଛି।

276 Y
550 26-11-2024 English
  1. 1.Prime Minister Narendra Modi is scheduled to undertake a threeday visit to the state from November 29 to attend an all-India conference of Director Generals of Police and Inspector Generals of Police in Bhubaneswar.

  2. 2.The Council for the Indian School Certifi cate Examinations (CISCE) Monday released the schedule for ICSE (Class X) and ISC (Class XII) examinations.

  3. 3.The Bhubaneswar Municipal Corporation (BMC) Monday took a host of decisions to provide the citizens state-of-the-art amenities including installation of solar-powered water kiosks on major thoroughfares and construction of permanent sheds at key intersections in the City.

  4. 4.According to a report released by the Kerala State Commission for the Protection of Child Rights recently, 21 per cent of such cases were reported at children’s homes, and 4 per cent in schools.

  5. 5.AAP national convenor Arvind Kejriwal Monday announced that an additional 80,000 people in Delhi are now eligible for old-age pensions, bringing the total number of benefi ciaries to 5.3 lakh.

  6. 6.The Indian Coast Guard (ICG) seized a vessel with six Myanmarese crew carrying 6,000 kg of contraband Methamphetamine near Andaman and Nicobar Islands, an offi cial said Monday. The drugs were found packed in around 3,000 packets of 2 kg each, which are worth several crores of rupees in the international market.

  7. 7.The single-day coal despatch from commercial mines was the highest ever at 0.617 million tonne Sunday, a coal ministry statement said. “This represents a remarkable 36 per cent growth compared to the despatch of 0.453 MT on the same day last year.

  8. 8.French energy giant Total Energies SE Monday said it was not aware of the corruption investigation its partner Adani group’s founder chairman was facing in the US and that it is pausing fresh investments in the conglomerate pending the outcome of the charges.

  9. 9.India’s domestic air passenger traffic grew 5.3 per cent to 1.36 crore in October from 1.26 crore in the same month last year, aviation regulator DGCA’s monthly data showed Tuesday.

  10. 10.Preliminary results from an Iraqi national census, the fi rst in nearly 40 years, show that the population has grown to 45.4 million, the Prime Minister said Monday.

  11. 11.SP MP Zia-ur-Rehman Barq, party MLA Iqbal Mehmood’s son Sohail Iqbal booked, and 25 people arrested.

  12. 12.Policeman killed, 70 injured as former PM Imran Khan’s supporters clash with cops.

  13. 13.Seventy-one tigers died due to unnatural causes, including poaching and seizures, since 2021, the Environment Ministry said Monday.

  14. 14.Bihar’s Vaibhav Suryavanshi became the youngest-ever player to be signed by an IPL franchise at 13 years as Rajasthan Royals bought the prodigy for Rs 1.10 crore in the mega auction here Monday.

  15. 15.Jasprit Bumrah led a feisty bunch of Indian cricketers to their most dominant Test victory on Australian soil, winning by a massive 295 runs in a remarkable turnaround that will fi nd a pride of place among the country’s golden moments in international cricket.

230 Y