-
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ଗିରଫ କରିଛି।
-
୨୦୨୪ ଲୋକସଭା ନିର୍ବାଚନ ଘୋଷଣା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ହ୍ୱାଟ୍ସଆପ୍ରେ ‘ବିକଶିତ ଭାରତ’ ବାର୍ତ୍ତା ପଠାଇବା ତୁରନ୍ତ ବନ୍ଦ କରିବାକୁ ନିର୍ବାଚନ କମିସନ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।
-
ଏକ ଆପରାଧିକ ମାମଲାରେ ଦଣ୍ଡାଦେଶକୁ କୋର୍ଟ ସ୍ଥଗିତ ରଖିବା ସତ୍ତ୍ବେ ଡିଏମ୍କେ ନେତା କେ ପୋନମୁଡ଼ିଙ୍କୁ ରାଜ୍ୟ କ୍ୟାବିନେଟରେ ପୁନଃସାମିଲ କରିବାକୁ ମନା କରିଥିବାରୁ ତାମିଲନାଡୁ ରାଜ୍ୟପାଳ ଆର୍ଏନ୍ ରବିଙ୍କୁ ସୁପ୍ରିମ୍କୋର୍ଟ ଭର୍ତ୍ସନା କରିଛନ୍ତି।
-
ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଗୁରୁବାର ନିର୍ବାଚନ କମିସନଙ୍କ ନିକଟରେ ୟୁନିକ୍ ନମ୍ବର ସମେତ ନିର୍ବାଚନୀ ବଣ୍ଡ୍ର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିଛି। ନିର୍ବାଚନ କମିସନ ଏହି ନୂଆ ତଥ୍ୟକୁ ନିଜ ୱେବ୍ସାଇଟ୍ରେ ଉପଲବ୍ଧ କରାଇଛନ୍ତି।
-
ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି ଯେ ଭାରତରେ ବେଆଇନ ପ୍ରବେଶ କରିଥିବା ବିଦେଶୀଙ୍କୁ ଶରଣାର୍ଥୀ ଭାବରେ ଗ୍ରହଣ କରାଯାଇପାରିବ ନାହିଁ।
-
ୱାସିଂଟନ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଫର୍ ହେଲ୍ଥ ମେଟ୍ରିକ୍ସ ଆଣ୍ଡ ଇଭାଲୁଏସନ୍ (ଆଇଏଚ୍ଏମ୍ଇ) ନେତୃତ୍ୱରେ କରାଯାଇଥିବା ଏକ ଗବେଷଣା ଗ୍ଲୋବାଲ ବର୍ଡନ୍ ଅଫ୍ ଡିଜିଜେସ୍, ଇଞ୍ଜୁରିଜ୍ ଆଣ୍ଡ ରିସ୍କ ଫ୍ୟାକର୍ଜ୍ସ ଷ୍ଟଡି ୨୦୨୧ ଉପରେ ଆଧାରିତ ନୂତନ ବିଶ୍ଳେଷଣ ଅନୁଯାୟୀ, ବିଶ୍ୱ ପ୍ରଜନନ ହାର ୧୯୫୦ରେ ୪.୮୪ ଥିବା ବେଳେ ୨୦୨୧ ସୁଦ୍ଧା ଏହା ୨.୫୯କୁ ହ୍ରାସ ପାଇଛି। ଏହି ଗବେଷଣା ବୁଧବାର ଲାନସେଟ୍ ପତ୍ରିକାରେ ପ୍ରକାଶ ପାଇଛି।
-
ପିଆଇବି (ପ୍ରେସ୍ ଇନ୍ଫର୍ମେସନ୍ ବ୍ୟୁରୋ) ଅଧୀନରେ ଫ୍ୟାକ୍ଟ ଚେକ୍ ୟୁନିଟ୍ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ଗତକାଲି ଜାରି କରିଥିବା ଏକ ବିଜ୍ଞପ୍ତିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ‘
-
ନିର୍ବାଚନ କମିସନର ନିଯୁକ୍ତି ନେଇ କୌଣସି ରହିତାଦେଶ ଜାରି କରିବାକୁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି।
-
ଲଶ୍କର-ଇ-ତୋଏବା ଭଳି ଆତଙ୍କବାଦୀ ଗୋଷ୍ଠୀଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୁକ୍ତଙ୍କୁ ବିଜେପି ସାଂସଦ ମଞ୍ଚରେ ସମ୍ମାନୀତ କରିଛନ୍ତି।
-
ସମ୍ପ୍ରତି ଭାରତ ପୃଥିବୀର ସବୁଠାରୁ ଜନବହୁଳ ଦେଶ ପାଲଟିଛି। ତେବେ ଦେଶର ଜନସଂଖ୍ୟା ୨୦୫୦ ବେଳକୁ ବହୁତ କମିଯିବ। ଯଦି ଏହି ରିପୋର୍ଟ ସତ୍ୟ ହୁଏ ତେବେ ଆଗାମୀ ୨୬ ବର୍ଷ ପରେ ଭାରତ ବୃଦ୍ଧବୃଦ୍ଧାଙ୍କ ଦେଶ ପାଲଟିଯିବ।
-
ରାଜ୍ୟରେ ଏକ ଅକ୍ଷୟ ଶକ୍ତି ଗବେଷଣା କେନ୍ଦ୍ର ସ୍ଥାପନ କରିବା ଲାଗି ଆଇଆଇଟି ଭୁବନେଶ୍ବର ଦେଇଥିବା ପ୍ରସ୍ତାବ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଏହି ଗବେଷଣା କେନ୍ଦ୍ରରେ ସବୁଜ ଶକ୍ତି ଉତ୍ପାଦନ, ସଞ୍ଚରଣ ଏବଂ ଷ୍ଟୋରେଜ୍ ସମାଧାନ ଉପରେ ଗବେଷଣା ଓ ବିକାଶ କାର୍ଯ୍ୟ ହେବ।
-
ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନ୍ଟିପିସିର ଅକ୍ଷୟ ଶକ୍ତି ଶାଖା ଏନ୍ଟିପିସି ରିନୁଏବଲ୍ ଏନର୍ଜି ଲିମିଟେଡ୍ ରାଜ୍ୟରେ ଏକ ଗ୍ରିନ୍ ହାଇଡ୍ରୋଜେନ୍ କାରଖାନା ସ୍ଥାପନ କରିବା ପ୍ରସ୍ତାବ ଦେଇଛି।
-
ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ହ୍ରାସ ସଙ୍କେତ ଦେବା ପରେ ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହଜନକ କାରବାର ହୋଇଛି। ବମ୍ବେ ଷ୍ଟକ୍ ବଜାର ସେନ୍ସେକ୍ସ ଗୁରୁବାର ୫୪୦ ପଏଣ୍ଟ ବୃଦ୍ଧି ପାଇ ୭୨,୬୪୧ ପଏଣ୍ଟରେ ବନ୍ଦ ହୋଇଛି।
-
ଜାଲ୍ ପରିଚୟପତ୍ର ଓ ଠିକଣା ପ୍ରମାଣପତ୍ର ମାଧ୍ୟମରେ ୨୧ ଲକ୍ଷରୁ ଅଧିକ ସିମ୍ କାର୍ଡ ନିଆଯାଇଛି। ଟେଲିକମ୍ ବିଭାଗର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଡିଜିଟାଲ୍ ଗୁଇନ୍ଦା ସଂସ୍ଥା ଏହା ଜାଣିବା ପରେ ଟେଲିକମ୍ କମ୍ପାନିଙ୍କୁ ଅବଗତ କରିଛି।
-
ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ସହଯୋଗରେ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଜେଜିୟୁ) ସର୍ବବୃହତ ମାନବ ଜାତୀୟ ପତାକା ତିଆରି କରି ଗିନିଜ୍ ବିଶ୍ବ ରେକର୍ଡ ସ୍ଥାପନ କରିଛି।
-
ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଗୁରୁବାର ରାଜସ୍ଥାନରେ ଭାଜପାକୁ ବଡ ଝଟକା ଲାଗିଛି। ପୂର୍ବତନ ଭାଜପା ବିଧାୟକ ତଥା ଭେଟେରାନ ଗୁର୍ଜର ନେତା ପ୍ରହ୍ଲାଦ ଗୁଞ୍ଜଲ କଂଗ୍ରେସରେ ଯୋଗ ଦେଇଥିଲେ।
-
ସୁପ୍ରିମକୋର୍ଟଙ୍କ ନୋଟିସ ପରେ କ୍ଷମା ମାଗିଲା ପତଞ୍ଜଳି। ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ କମ୍ପାନୀ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି।
-
୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ଗୌଡା ରାଜନୀତିରୁ ଅବସର ଘୋଷଣା କରିଛନ୍ତି।
-
ଏସ୍-୪୦୦ ମିଶାଇଲ୍ ସିଷ୍ଟମ ଉପରେ ଭାରତ ଏବଂ ରୁଷିଆ ମଧ୍ୟରେ ଏକ ଚୁକ୍ତି ହୋଇଥିଲା, କିନ୍ତୁ ଏହାର ସମ୍ପୂର୍ଣ୍ଣ ବିତରଣ ଏପର୍ଯ୍ୟନ୍ତ ହୋଇନାହିଁ।
-
ଓଡିଶାରେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଥମୁନାହିଁ। ଏନେଇ ଦୁଇ ଦଳର ଶୀର୍ଷ ନେତା ଠାରୁ ଆରମ୍ଭ କରି ଦଳୀୟ ନେତାଙ୍କ ଠାରୁ ହାଇକମାଣ୍ଡ ବିଭିନ୍ନ କଥା କହିଲେ ମଧ୍ୟ ଝୁଲାବସ୍ଥାରେ ମେଣ୍ଟ ରହିଛି।