# |
Date |
Type |
Current Affairs |
No. Of Views |
Status |
Action |
3431 |
02-10-2020 |
Odia |
ଆଜିର ଅନୁଚିନ୍ତା ......
ରୂପକୁ ଯେତେ ସଜାଇଲେ କଣ ହେବ ଯଦି ତୁମ ପାଖରେ ଗୁଣ ନାହିଁ,ସେ ରୂପର କିଛି ମହତ୍ତ୍ଵ ନାହିଁ କାରଣ ସମ୍ମାନ ଆଉ ଇଜ୍ଜତ କେବଳ ସଂସ୍କାରରୁ ହିଁ ମିଳେ ଯେପରି ରାଜା ନିଜ ଦେଶରେ ସମ୍ମାନ ପାଉଥିବା ବେଳେ ବିଦ୍ବାନ ସାରା ଦେଶରେ ସମ୍ମାନ ପାଏ ।
- ବର୍ତ୍ତମାନ ବିଦେଶକୁ ଟଙ୍କା ପଠାଇବା ସମୟରେ ଉତ୍ସ (TCS) ରେ ସଂଗୃହିତ୫% ଟ୍ୟାକ୍ସକୁ ଅତିରିକ୍ତ ଦେୟ ଦେବାକୁ ପଡିବ |
- ସ୍ଥାୟୀ ଜମା ସୁଧ ଉପରେ ଟିକସ ସଞ୍ଚୟ କରିବାକୁ, ଜମା ହେବାକୁ ଥିବା ୧୫G ଏବଂ ୧୫H ଫର୍ମ, ଆୟକର କିମ୍ବା ଜିଏସ୍ଟି ଚ୍ୟାଲେଞ୍ଜ ସହିତ ଆକାଉଣ୍ଟ ଷ୍ଟେଟମେଣ୍ଟ ଅନୁରୋଧ, ଟର୍ମ ଜମା ରସିଦ ମଧ୍ୟ ଘରେ ଉପଲବ୍ଧ | ବର୍ତମାନ ଏହି ସେବା ବର୍ତ୍ତମାନ ଅକ୍ଟୋବର୨୦୨୦ ରୁ ଘରେ ଉପଲବ୍ଧ ହେବ |
- ବଢ଼ିଲା ବିଦ୍ୟୁତ୍ ଶୁଳ୍କ। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି) ବିଦ୍ୟୁତ୍ ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରିଛନ୍ତି।
- ସେପ୍ଟେମ୍ବର ମାସରେ ଉଭୟ ଦେଶ ଓ ରାଜ୍ୟରେ ଅଧିକ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଆଦାୟ ହୋଇଛି। ଓଡ଼ିଶାରେ ଏହି ମାସରେ ୨୩୮୪ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି ଯାହା ଗତବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ।
- ଦେଶରେ ବିମାନବନ୍ଦରଗୁଡ଼ିକର ପରିଚାଳନା ଦାୟିତ୍ବରେ ଥିବା ସରକାରୀ ସଂସ୍ଥା ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ନିଜ ଇତିହାସରେ ପ୍ରଥମ ଥର ଲାଗି କ୍ଷତି ସହିବାକୁ ଯାଉଛି। କରୋନା ମହାମାରୀ ପ୍ରଭାବ ଯୋଗୁଁ ଏହା ୨୫ ବର୍ଷ ପରେ ପ୍ରଥମ କ୍ଷତି ସହିବ। ଏହି ସଂସ୍ଥାକୁ ୧୯୯୫ରେ ସ୍ଥାପନ କରାଯାଇଥିଲା। ସେହି ବର୍ଷଠାରୁ କୌଣସି ଗୋଟିଏ ବର୍ଷ ଏହାର କ୍ଷତି ହୋଇନାହିଁ।
- ସର୍ବଭାରତୀୟ ସ୍ତରରେ ଅକ୍ଟୋବର ମାସରେ ବ୍ୟାଙ୍କଗୁଡ଼ିକ ପ୍ରାୟ ୧୪ ଦିନ ବନ୍ଦ ରହିବ। ଲଗାତାର ଭାବେ ନୁହେଁ ବରଂ ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ଦିନରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
- ଦେଶରେ କଳା ଟଙ୍କା କାରବାର ସ˚ପର୍କରେ ତଦନ୍ତ କରୁଥିବା ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି)ର ବୈଠକରେ ଆଜି ଡ୍ରଗ୍ସ କାରବାରରେ କଳାଟଙ୍କା ପ୍ରସ˚ଗରେ ଆଲୋଚନା ହୋଇଛି।
- ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନକୁ ‘ଅନ୍ତର୍ଜାତୀୟ ଅହି˚ସା ଦିବସ’ ଭାବେ ପାଳନ କରିବା ପାଇଁ ୧୫ ଜୁନ୍ ୨୦୦୭ରେ ‘ଜାତି ସ˚ଘ’ର ସାଧାରଣ ପରିଷଦ ଅନୁମୋଦନ ଦେଇଥିଲା ଏବ˚ ସେହି ବର୍ଷ ପ୍ରଥମ ଥର ପାଇଁ ବିଶ୍ବ ସ୍ତରରେ ଏହି ଦିବସ ପାଳିତ ହୋଇଥିଲା। ଏହି ଦିବସ ପାଳନ ପାଇଁ ଜାନୁଆରି ୨୦୦୪ରେ ପ୍ରଥମେ ପ୍ରସ୍ତାବ ଦେଇଥିଲେ ଇରାନିଆନ୍ ନୋବେଲ୍ ବିଜୟିନୀ ସିରିନ ଇବାଦି।
- ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ୍)ରେ ସିଲ୍ଭର ଲେକ୍ର ସହ-ନିବେଶକଗଣ ଅଧିକ ୧୮୭୫ କୋଟି ଟଙ୍କା ନିବେଶ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ) ଓ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ ପକ୍ଷରୁ ଘୋଷଣା କରାଯାଇଛି। ଏ
- ରେନୋ ଇଣ୍ଡିଆ ପକ୍ଷରୁ କ୍ବିଡ୍ର ନୂଆ ନିଓଟେକ୍ ଏଡିସନ୍କୁ ଉନ୍ମୋଚନ କରାଯାଇଛି। କ୍ବିଡ୍ ୦.୮ଏଲ୍ ଏମ୍ଟି, ୧.<
|
665 |
Y |
|
3432 |
02-10-2020 |
English |
- China is all ready to send out the world’s first asteroid mining robot into space in November 2020.
- The French Space Agency CNES announced on September 30, 2020 that it going to participate in ISRO’s Venus Mission which has been named SHUKRAYAAN.
- NABARD to undertake Sanitation Literacy Campaign in Karnataka
- E-commerce marketplace, Flipkart and Bajaj Allianz General Insurance have launched a cyber insurance cover for online financial frauds.
- Filmmaker Shekhar Kapur named FTII governing council chairman
- The National Crime Records Bureau (NCRB) has released the annual Crime in India 2019 report. Crime against SCs have increased by over 7% and crimes against STs have increased by 26% in year 2019 compared to 2018.
- Union Minister for Tribal Affairs to launch India’s largest handicraft and organic products marketplace, Tribes India E-Marketplace (market.tribesindia.com) on the occasion of Gandhi Jayanti on October 2, 2020.
- .BrahMos Land-Attack Cruise Missile (surface-to-surface) was successfully flight tested from the Integrated Test Range at Balasore in Odisha.
- India’s eight core industrial sectors contracted by 8.5% in August 2020 compared to August 2019, marking the sixth month in a row of shrinking output.
- The International Day of Older Persons (IDOP) is observed on 1st October (designated in 1990 by the United Nations General Assembly) every year.
- The Ministry of Social Justice & Empowerment has launched the ‘Ambedkar Social Innovation and Incubation Mission (ASIIM)’ under Venture Capital Fund for Scheduled Castes (SCs) .
- The Ministry of Housing and Urban Affairs will celebrate six years of Swachh Bharat Mission on the occasion of birth anniversary of Mahatma Gandhi .
- The Union Minister of Science and Technology Dr Harsh Vardhan launched the Council of Scientific and Industrial Research Technologies for rural development.
- The Indian Coast guard Vessel Karnaklata Barua was commissioned at Kolkata.
- The family of Chittipeddi Kotaiah is going to apply for Geographical Indications Registry’s (GIR) tag for ‘Kakinada kaja’.
|
681 |
Y |
|
3433 |
01-10-2020 |
English |
1. The National Institute of Nutrition (NIN) has increased the average body weight for Indians by 5kg (from 60 to 65 kgs for men and 50 to 55 kg for women) in its recent report.
2.India successfully test fired the surface-to-surface supersonic cruise missile BrahMos having an indigenous booster and airframe section at Balasore, Odisha
3.30th September is observed by the United Nations as International Translation Day, every year.
4.Harijan Sevak Sangh was founded on September 30, in 1932, when Gandhi Ji was on fast in the Yervada Jail, Pune.
5.Defence Minister Rajnath Singh has launched the Defence India Startup Challenge (DISC 4) during the iDEX event.
6.India and the Kingdom of Denmark have launched the Green Strategic Partnership for delivering sustainable solutions to India.
7.The United Arab Emirates (UAE) has decided to send an unmanned spacecraft to the moon in 2024.
8.India and Bangladesh have agreed to set up a ‘High Level Monitoring Committee’ to regularly review the progress of implementation of projects which are being run with Line of Credit (Loc) provided by India.
9.The Palghar administration has asked authorities to remain alert against a possible spread of the Congo fever in the Maharashtra district.
10.Amnesty International India has halted its human rights operations in India due to the freezing of its bank accounts by the Government of India.
11.Scientists from the Pune-based Maximum Containment Laboratory and Indian Council of Medical Research (ICMR)-National Institute of Virology have noted the presence of antibodies against the Cat Que virus (CQV) in two human serum samples.
12.Google India on September 30, 2020 announced the launch of its nationwide campaign “Make Small Strong” in order to help support small businesses and drive demand through customer support.
13.Several states have complained about the growing crisis of Indian federalism due to Ordinances and the Bills brought by the Centre which encroaches on their area of legislation.
14.Serum Institute of India (SII) has received funds from Gavi, the Vaccine Alliance and the Bill and Melinda Gates Foundation, that would allow it to double its supply of Covid-19 vaccines (200 million doses) to India and other poorer countries as part of the Gavi COVAX facility.
15.NITI Aayog and Embassy of the Netherlands, New Delhi have signed a Statement of Intent (SoI) in order to support the decarbonization and energy transition agenda to accommodate cleaner and more energy. |
723 |
Y |
|
3434 |
01-10-2020 |
Odia |
ଆଜିର ଅନୁଚିନ୍ତା ......
ଆଘାତ ଏଭଳି ଏକ ଜିନିଷ ଯାହା ମଣିଷକୁ ସଠିକ୍ ଜ୍ଞାନ ଦେଇଥାଏ, କାରଣ ଯେ ପର୍ଯ୍ୟନ୍ତ କାହାଠାରୁ କୌଣସି ଆଘାତ ନ ପାଇଥାଏ ସେପର୍ଯ୍ଯନ୍ତ ସଠିକ୍ ରାସ୍ତାକୁ ଆସି ପାରି ନ ଥାଏ ।
1. କୋଭିଡ୍ ସମୟରେ ଭାରତୀୟ ଅତିଧନୀଙ୍କ ସମ୍ପତ୍ତି ପରିମାଣରେ ୨୦% ବୃଦ୍ଧି ଘଟିଥିବା ଜଣାଯାଇଛି। ଆଇଆଇଏଫ୍ଏଲ୍ ହୁରୁନ୍ ଧନୀ ତାଲିକାନୁଯାୟୀ, ୧୦୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିଧାରୀ ଧନୀ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
2. ବିପର୍ଯ୍ୟୟ ପରିଚାଳନାରେ ସଫଳତା ପାଇଁ ପୂର୍ବରୁ ଓଡ଼ିଶାକୁ ଜାତିସଂଘ ପକ୍ଷରୁ ପ୍ରଶଂସା କରାଯାଇଥିବାବେଳେ ଏବେ କୋଭିଡ୍-୧୯ ପରିଚାଳନାରେ ସଫଳତା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (‘ହୁ’) ଓଡ଼ିଶାକୁ ପ୍ରଶଂସା କରିଛି ।
3. IPL2020: ରାଜସ୍ଥାନ ରାୟଲ୍ସକୁ ୩୭ ରନରେ ପରାସ୍ତ କରି ଆଇପିଏଲରେ ପ୍ରଥମ ବିଜୟ ହାସଲ କଲା କୋଲକାତା ନାଇଟ ରାଇଡର୍ସ ।
4. ଖୁବ୍ ଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି ପୂର୍ବତନ ଟିମ୍ ଇଣ୍ଡିଆ କ୍ୟାପ୍ଚେନ ଏମ.ଏସ୍.ଧୋନୀ । ଏକ ୱେବ୍ ସିରିଜରୁ ସେ ବଲିଉଡ ଏଣ୍ଟ୍ରିକରିବେ।
5. ଓଡ଼ିଶାରେ ଆସନ୍ତା ଅକ୍ଟୋବର ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସମସ୍ତ ସରକାରୀ ଅଫିସ ଚାଲିବ।
6. ଚାନ୍ଦିପୁରରେ ଥିବା ଅନ୍ତରୀଣ ପରୀକ୍ଷଣ ଘାଟିରୁ ବୁଧବାର ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସ୍ର ବ୍ୟାବହାରିକ ପରୀକ୍ଷଣ।
7. ଓଡ଼ିଶାରେ ଗାଡ଼ି କାଗଜପତ୍ର, ଡ଼୍ରାଇଭିଂ ଲାଇସେନ୍ସ ଧରି ବୁଲିବା ଝମେଲା ଶେଷ।ଡ଼ିଜିଟାଲ ଲକରରେ ରହିଥିବା ଏହି ପ୍ରମାଣପତ୍ର ହେବ ବୈଧ।
8. ନନ୍ଦକାନନକୁ ଦିନକୁ ଯାଇପାରିବେ ସର୍ବାଧିକ ୧୫ ଶହ ଲୋକ ।
9. 28 ବର୍ଷ ପରେ ଆସିଲା ବାବ୍ରି ମସଜିଦ୍ ଧ୍ୱଂସ ମାମଲାର ରାୟ, ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ୍ କଲେ ସ୍ୱତନ୍ତ୍ର କୋର୍ଟ।
10.ଗୁଗୁଲ ମିଟର ଯେଉଁ ମାଗଣା ସେବା ୩୦ ସେପ୍ଟେମ୍ବରରେ ଶେଷ କରାଯିବାକୁ ଘୋଷଣା ହୋଇଥିଲା ତାହାକୁ ମାର୍ଚ୩୧, ୨୦୨୧ ପର୍ଯ୍ୟନ୍ତ କମ୍ପାନୀ ଘୁଞ୍ଚାଇ ଦେଇଛି । ଅର୍ଥାତ ଗ୍ରାହକମାନେ ଗୁଗୁଲ୍ ମିଟ୍ ମାଗଣା ସେବା ଆଉ ୬ ମାସ ପାଇପାରିବେ।
|
664 |
Y |
|
3435 |
30-09-2020 |
English |
1. The Maharashtra government has banned the sale of loose cigarettes and beedis, to reduce the consumption of tobacco and to comply with the Cigarettes and Other Tobacco Products Act (COTPA) 2003.
2. Serum Institute of India (SII) has announced on September 29, 2020 that it will produce an additional 100 million COVID-19 vaccine doses for India and other low and middle-income countries in 2021.
3. A new Defence Acquisition Procedure (DAP) 2020 was released by the Ministry of Defence (MoD).
4. The Indian Council of Medical Research (ICMR) has warned of the danger that is being posed by another virus that have been found in China named ‘Cat Que Virus’ (CQV).
5. September 29 is observed as World Heart Day.
6. Rights group Amnesty International has halted its operations in India after alleging a “witch-hunt” by the government.
7 Bharati script is designed to be a common script that can express all the major Indian languages.
8 The ESG funds are increasingly becoming popular in the mutual fund industry in India. Recently, ICICI Prudential Mutual Fund has come out with its ESG fund.
9 Many states are exploring the possibilities of passing legislation under Article 254(2) of the Constitution, to negate the enforcement of three Farm Acts passed by the Central government under Entry 33 of the Concurrent List.
10 The Prime Minister has inaugurated six mega projects in Uttarakhand under the Namami Gange Mission mostly relating to the sewage treatment in Uttarakhand.
11 To mark the centenary of the discovery of the Harappan civilization at Mohenjo-Daro, the India Study Centre Trust in collaboration with the Directorate of Archaeology and Museums, Maharashtra, will organise a 10-day online lecture series from 5th October 2020.
12 The EPFO has started a facility on the UMANG App which enables members of the Employees’ Pension Scheme (EPS) 1995 to apply online for Scheme Certificates.
13 A special drive to uproot the invasive Lantana bushes in the Sajjangarh Wildlife Sanctuary in Rajasthan’s Udaipur district has been carried out along with the plantation of native species on the cleared patches of land.
14 The Defence Acquisition Council (DAC) has approved the proposals for the capital acquisition of equipment that the Armed Forces of India requires at an cost of Rs. 2,900 crores.
15 The World Health Organization announced on September 29, 2020 that it will roll out 120 million rapid diagnostic tests for COVID-19 joining hands with its partners. |
708 |
Y |
|
3436 |
30-09-2020 |
Odia |
ଆଜିର ଅନୁଚିନ୍ତା-----
ରାଜା ସବୁବେଳେ ମୁକ୍ତ। ରାଜାର ଚିନ୍ତା ଏବଂ ଚେତନା ସମଗ୍ର ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ଭଲ ହେଉ କି ମନ୍ଦ, ରାଜ୍ୟର ଉନ୍ନତି ଅବନତି ପାଇଁ ସ୍ବୟଂ ରାଜ୍ୟମୁଖ୍ୟ ଉତ୍ତରଦାୟୀ।
1.ସଂକ୍ରମଣ ବଢ଼ି ଚାଲିଛି। ବିଶ୍ବରେ ୩ କୋଟି ୩୬ ଲକ୍ଷ ୧୮ ହଜାରରୁ ଅଧିକ କରୋନା ସଂକ୍ରମିତ ହୋଇ ସାରିଥିବାବେଳେ ୧୦ ଲକ୍ଷରୁ ଅଧିକଙ୍କ କରୋନାରେ ମୃତ୍ୟୁ ହୋଇଛି। ବିଶ୍ବରେ ଏବେ ବି ୯୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି।
2. . ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ଏକାଦଶ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ପରାସ୍ତ କରିଛି ।
3. ପବିତ୍ର ଗଙ୍ଗା ନଦୀକୁ ନିର୍ମଳ ପାଇଁ ଉତ୍ତରାଖଣ୍ଡରେ ୬ଟି ବୃହତ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ।
4. ନଭେମ୍ବର ୩ରେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ, ଅକ୍ଟୋବର ୧୬ ସୁଦ୍ଧା ନାମାଙ୍କନ ଦାଖଲ।
5. ଚୀନ ବିରୋଧରେ ଅଷ୍ଟ୍ରେଲିଆ କରିବ ଭାରତକୁ ସହଯୋଗ’ ସୂଚନା ଦେଲେ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀ ।
6. -ଶ୍ରୀଲଙ୍କା ସରକାର ର ବଡ଼ ପଦକ୍ଷେପ, ଦେଶରେ ଗୋହତ୍ୟା ଓ ଅନ୍ୟ ପଶୁଙ୍କ ବଳି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି । ତେବେ କେବଳ ସେହି ଲୋକମାନେ ବିଫ୍ କିଣିପାରିବେ ଯେଉଁମାନେ ଏହାକୁ ଖାଇଥାନ୍ତି ।
7. ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଲକଡାଉନ୍ ପରଠୁ ଏବେସୁଦ୍ଧା ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ଆୟ କରୁଛନ୍ତି । ତାଙ୍କ ନେଟ୍ ଓ୍ୱର୍ଥ ବା ମୋଟ୍ ସମ୍ପତ୍ତି ବୃଦ୍ଧି ପାଇ ୬,୫୮,୪୦୦ କୋଟିରେ ପହଁଚିଛି ।
8. ୧୯୫୯ ମସିହାର ଏଲଏସି ସଂଜ୍ଞାକୁ ଚୀନ୍ ଗ୍ରହଣ କରୁଛି ବୋଲି କହିଛି। ତେବେ ଚୀନର ଏଭଳି ବୟାନକୁ ଭାରତ ଦୃଢ଼ ବିରୋଧ କରିଛି। ଚୀନ ପକ୍ଷରୁ ଏକପାଖିଆ ଭାବେ ନିରୂପିତ ହୋଇଥିବା ୧୯୫୯ ମସିହାର ଏହି ସଂଜ୍ଞା ଭାରତ ପକ୍ଷରେ କଦାପି ଗ୍ରହଣୀୟ ନୁହେଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛି।
9. ସରକାରୀ ଜୀବନ ବୀମା କଂପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ୨୫% ଅଂଶଧନ ବିକ୍ରି କରିବା ଉପରେ ସରକାର ବିଚାର କରୁଛନ୍ତି। ଏଥିପାଇଁ କ୍ୟାବିନେଟ୍ ଅନୁମୋଦନ ଲୋଡ଼ାଯିବ।
10. ଆମାଜନ୍ ପକ୍ଷରୁ ଡେଲିଭରି ଷ୍ଟେସନ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଉତ୍ସବ ଚାହିଦା ପୂରଣ କରିବା ଲାଗି କଂପାନି ୨୦୦ ନୂଆ ଡେଲିଭରି ଷ୍ଟେସନ ଯୋଡ଼ିଛି। ଡେଲିଭରିକୁ ସୁଦୃଢ଼ କରିବା ଲାଗି ଆଇ ହାଭ୍ ସ୍ପେସ୍ ଅଭିଯାନ ଅଧୀନରେ କଂପାନି ୩୫୦ ସହରର ୨୮,୦୦୦ରୁ ଅଧିକ କିରାନା ଦୋକାନକୁ ଯୋଡ଼ିଛି। |
639 |
Y |
|
3437 |
29-09-2020 |
English |
1. Valtteri Bottas (Mercedes-Finland) has won the Formula One Russian Grand Prix 2020 held at Sochi Autodrom, Russia.
2. Flight Lieutenant, Shivangi Singh to become the first woman fighter pilot of India to fly the Rafale combat aircraft that was formally inducted into the Indian Air Force(IAF)
3. Territorial dispute between Armenia and Azerbaijan over the Nagorno-Karabakh region has re-erupted with heavy clashes.
4 India has entered into a Memorandum of Understanding (MoU) with Denmark in the field of Intellectual Property (IP) Cooperation.
5. The state government of Odisha has decided to reach out to children in remote areas through the radio as online classes fail to reach most students due to poor mobile connectivity.
6. In a recent referendum, the Swiss people have rejected a bid to reduce immigration from the European Union (EU).
7. The Prime Minister-designate of Lebanon, Mustapha Adib has announced his resignation following his failure to form a new cabinet.
8. The Ministry of Statistics and Programme Implementation has released the “Health in India” report providing data on India’s health sector.
9. Scientists note that human-induced climate change promotes the conditions on which wildfires depend.
10. World Rabies Day is observed on 28th September every year, globally.
11. India’s sandalwood trees are facing a serious threat from the destructive disease called Sandalwood Spike Disease (SSD).
12. Union Health Minister Dr. Harsh Vardhan inaugurated the vaccine portal for Covid-19 on September 28, 2020 in order to create awareness among masses.
13. The Board of Control for Cricket in India (BCCI) has appointed Neetu David, one of finest woman cricketers of India in the late ’90s and early 2000, as the Chairman of the 5 member women’s national selection panel.
14. The Defence minister Rajnath Singh unveiled the Defence Acquisition Procedure (DAP) -2020 today on September 28, 2020.
15. 28th September is the birth anniversary of revolutionary freedom fighter Bhagat Singh. |
687 |
Y |
|
3438 |
29-09-2020 |
Odia |
ଆଜିର ଅନୁଚିନ୍ତା ---
ମଣିଷ ଘର ବଦଳାଇ ଥାଏ,ବସ୍ତ୍ର ବଦଳେଇଥାଏ,ସମ୍ପର୍କ ବଦଳେଇଥାଏ ତଥାପି ଦୁଃଖୀ ରହିଥାଏ କାହିଁକି ନା ନିଜ ସ୍ବଭାବ ବଦଳେଇ ପାରେ ନାହିଁ ।
1 ଟୋକିଓ ଅଲିମ୍ପିକ୍ସ ମଶାଲ ରିଲେ ଆସନ୍ତାବର୍ଷ ମାର୍ଚ୍ଚ ୨୫ରୁ ଜାପାନର ଫୁକୁସିମା ଅଞ୍ଚଳରୁ ଆରମ୍ଭହେବ ବୋଲି ଅଲିମ୍ପିକ୍ସର ଆୟୋଜନ କମିଟି ଘୋଷଣା କରିଛି।
2. କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ଦୁର୍ଗାପୂଜା ଆୟୋଜନ ଉପରେ ନିଷେଧାଦେଶ ଜାରି କରିଛନ୍ତି । କୌଣସିସ୍ଥାନରେ ସାର୍ବଜନୀନ ଦୁର୍ଗାପୂଜା ହୋଇ ପାରିବ ନାହିଁ ବୋଲି ସରକାର ନିର୍ଦେଶ ଦେଇଛନ୍ତି ।
3. କରୋନା ଯୋଗୁଁ ତ୍ରସ୍ତ ବିଶ୍ଵ ସମୁଦାୟ ପାଇଁ ପୁଣି ଏକ ଖରାପ ଖବର । ବ୍ରିଟେନର ଏଡ଼ିନବର୍ଗ ବିଶ୍ଵବିଦ୍ୟାଳୟ ସଂକ୍ରାମକ ରୋଗ ବିଭାଗ ପ୍ରଫେସର ମାର୍କ ବୁଲହାଉସ କରୋନା ମହାମାରୀର ତୃତୀୟ ଲହର ଆସିବା ନେଇ ଆଶଙ୍କା କରିଛନ୍ତି ।
4. ୨୦୨୦-୨୧ରେ ଦେଶର ଅର୍ଥନୀତିରେ ବା ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୧୧% ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି।
5. ଭାରତୀୟ ସେନାଙ୍କ ନିମନ୍ତେ ଆମେରିକାରୁ କିଣାଯିବ ୭୨୦୦୦ ରାଇଫଲ; ଖର୍ଚ ହେବ ୭୮୦ କୋଟି ଟଙ୍କା
6. ଆସନ୍ତା ଅକ୍ଟୋବର ୪ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବ ।
7. ଲୋକପ୍ରିୟ ପ୍ରାର୍ଥନା ‘ଇତନି ଶକ୍ତି ହମେ ଦେ ନା ଦାତା…’ର ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୭୪ ବର୍ଷ ହୋଇଥିଲା ।
8. . ଇ-ଚାଲାନକୁ ନେଇ କେନ୍ଦ୍ର ବଦଳାଇଲା ନିୟମ ! ରାସ୍ତାରେ ଗାଡି ଅଟକାଇ ଯାଞ୍ଚ ହେବ ନାହିଁ କାଗଜପତ୍ର ।
9. -ଭାରତୀୟ ବାୟୁସେନାରେ ସାମିଲ ହେବ ଆଉ ୫ ରାଫେଲ ଯୁଦ୍ଧ ବିମାନ ।
10. IPL 2020: ସୁପର ଓଭର ସୁପର ମୁକାବିଲା, ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । |
688 |
Y |
|
3439 |
28-09-2020 |
English |
28.09.20
1. The National Medical Commission (NMC) has replaced the Medical Council of India (MCI), as per the gazette notification issued by the Ministry of Health and Family Welfare.
2. Students and youth under the banner of Fridays For Future (FFF) protested outside the Ministry of Environment, Forest and Climate Change (MoEFCC) demanding scrapping of Draft Environment Impact Assessment, 2020 and the government to act against the climate crisis.
3. The 51st Edition of the International Film Festival of India, IFFI will be held from 16th to 24th January, next year in Goa. Earlier it was scheduled to be held from 20th November to 28th November, this year.
4. The Reserve Bank of India (RBI) will implement the “Technology Vision for Cyber Security’ for Urban Co-operative Banks (2020-2023) . to protect Urban Co-operative banks from cyber-attacks.
5. Veteran Atomic Scientist and Former Chairman of Atomic Energy Commission(AEC), Sekhar Basu passed away due to COVID-19.
6. A tyre company of RPG Enterprises (Rama Prasad Goenka Group), CEAT Limited has signed Indian Actor Aamir Khan as its brand ambassador for 2 years.“7 Prime Minister Narendra Modi addressed the 75th United Nations General Assembly session through a pre-recorded video statement
8. The Permanent Court of Arbitration (PCA) at The Hague (Netherlands) ruled that India’s retrospective imposition of a tax liability, as well as interest and penalties on Vodafone Group for a 2007 deal was violation of the Bilateral Investment Treaty with Netherlands
9. An investigation by the global watchdog Rainforest Action Network (RAN) has shown that various food, cosmetics and finance companies have links with companies implicated in the destruction of the Leuser Ecosystem, a forest area on the island of Sumatra, Indonesia.
10. Legendary singer SP Balasubrahmanyam passed away after a long battle with the coronavirus.
11. Amid massive farmer protests, President Ram Nath Kovind on Sunday, gave his assent to all three Farm Bills passed by the Parliament - Essential Commodities (Amendment) 2020, The Farmers (Empowerment and Protection) Agreement on Price Assurance and Farm services Act 2020 and the Farmers' produce trade and Commerce (Promotion and Facilitation) Act 2020.
12.Home Minister Amit Shah inaugurated the Destination North East 2020 on the occasion of world tourism day .
13.The National Testing Agency (NTA) has released the answer keys for the National Eligibility cum Entrance Test (NEET 2020). The NEET asnwer key has been released by the NTA on its portal on Saturday. Candidates who appeared for the exam can check the answer key for all sets (E1-E6, F1-F6, G1-G6, H1-H6) by visiting the official website of the NTA - ntaneet.nic.in.
14.The government is celebrating the fourth anniversary of the surgical strike on Monday. In response to the deadly attack on an army camp in Uri, Jammu and Kashmir in September 2016, against terrorist groups
15.India's total recoveries cross 50 lakh mark. The last 10 lakh recoveries were added in just 11 days: Union Ministry of Health and Family Welfare |
712 |
Y |
|
3440 |
28-09-2020 |
Odia |
- ଓଡ଼ିଆ ବୈଜ୍ଞାନିକଙ୍କୁ ମିଳିଛି ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା-୨୦୨୦ ପାଇଁ ରସାୟନିକ ବିଜ୍ଞାନ କ୍ଷେତ୍ରରେ ଜ୍ୟୋତିର୍ମୟୀ ଦାଶ ପାଇଛନ୍ତି ‘ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର’। ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୨ଜଣ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ମିଳିଛି।
- ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଂସଦରେ ଗୃହୀତ ହୋଇଥିବା ଜାମ୍ମୁ କାଶ୍ମୀର ସରକାରୀ ଭାଷା ବିଧେୟକ – ୨୦୨୦କୁ ଆଜି ଅନୁମୋଦନ ଦେଇଛନ୍ତି। ଏହି ବିଧେୟକ ଅନୁଯାୟୀ କାଶ୍ମୀରୀ, ଡୋଗ୍ରି, ହିନ୍ଦୀ, ଇଂରାଜୀ ଏବଂ ଉର୍ଦ୍ଦୁ ଏବେ ଠାରୁ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ଭାଷା ହେବ। ପୂର୍ବରୁ କେବଳ ଉର୍ଦ୍ଦୁ ଏବଂ ଇଂରାଜୀ ସେହି ଅଞ୍ଚଳ ପାଇଁ ସରକାରୀ ଭାଷା ଥିଲା।
- ହର୍ଡ ଇମ୍ୟୁନିଟି ଠାରୁ ବହୁ ଦୂରରେ ଭାରତ: ଦ୍ୱିତୀୟ ସେରୋ ସର୍ଭେରେ ଦେଶରେ ମୋଟ ସଂକ୍ରମଣ ହାର ଲୋକସଂଖ୍ୟା ତୁଳନାରେ ନଗଣ୍ୟ; କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଲେ କେବଳ ଶ୍ୱାସତନ୍ତ୍ର ନୁହେଁ ଶରୀରର ବିଭିନ୍ନ ଅଙ୍ଗକୁ କରୁଛି ପ୍ରଭାବିତ ।
- ଶାରଜାରେ ଆଇପିଏଲର ରୋମାଂଚ: ହାଇସ୍କୋରିଂ ମ୍ୟାଚରେ ପଂଜାବ ହାତରୁ ମ୍ୟାଚକୁ ଛଡ଼ାଇନେଲା ରାଜସ୍ଥାନ; ଗୋଟିଏ ଓଭରରେ ୫ଟି ଛକା ମାରି ମ୍ୟାଚର ମୋଡ ବଦଳାଇ ଦେଲେ ତେୱାଟିଆ ।
- ଆତ୍ମା ଭିତ୍ତିଭୂମି ଉପଯୋଗ କରାଯାଇ ୫ଲକ୍ଷ ଭାଗଚାଷୀଙ୍କୁ ନେଇ ୧ଲକ୍ଷ ମିଳିତ ଦେୟ ଗୋଷ୍ଠୀ ଗଠନ କରାଯିବ। ଏହା ମାଧ୍ୟମରେ ଭାଗଚାଷୀ ଓ ଭୂମିହୀନ ଚାଷୀମାନେ ବିଭିନ୍ନ ବ୍ୟାଙ୍କରୁ ଫସଲ ଋଣ ପାଇପାରିବେ ବୋଲି କୃଷି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ମାର୍ଗଦର୍ଶିକାରୁ ଜଣାଯାଇଛି।
- ଆସନ୍ତା ଡିସେମ୍ବର ସୁଦ୍ଧା ଦେଶରେ ଚାରୋଟି ଯାକ ଶ୍ରମ ସଂହିତାକୁ କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି। ସୂଚନାଯୋଗ୍ୟ ନିକଟରେ କେନ୍ଦ୍ର ସରକାର ଏହି ସମସ୍ତ ଶ୍ରମ ସଂହିତା ବିଧେୟକକୁ ସଂସଦରେ ମଞ୍ଜୁରି ପ୍ରଦାନ କରିଥିଲେ।
- ଚଳିତ ଆଇପିଏଲର ନବମ ମ୍ୟାଚରେ ରବିବାର କିଙ୍ଗସ୍ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ସାମ୍ନାସାମ୍ନି ହେବେ। ସାରଜାରେ ଏହି ମ୍ୟାଚ ଖେଳାଯିବ।
- ବିଶ୍ୱରେ ୧୦ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଶୀର୍ଷରେ ଆମେରିକା । ଭାରତରେ ସୁସ୍ଥତା ହାର ସବୁଠାରୁ ଅଧିକ
- ସାମଗ୍ରୀ ବିକ୍ରି କ୍ଷେତ୍ରରେ ଆମାଜନ, ଫ୍ଲିପକାର୍ଟ ଭଳି ଇ-କମର୍ସ କମ୍ପାନିଙ୍କୁ ଅଧିକ ସୁବିଧା ସୁଯୋଗ ମିଳୁଛି। ତେଣୁ ଏହା ବିରୋଧରେ ବାରମ୍ବାର ବିଦ୍ରୋହ କରି ଆସୁଥିବା ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଶେଷରେ ନିଜର ଏକ ଇ-କମର୍ସ ପୋର୍ଟାଲ ଖୋଲିବା ପାଇଁ ଘୋଷଣା କରିଛି। ଆସନ୍ତାମାସରେ ଖୋଲାଯିବାକୁ ଥିବା ଏହି ପୋର୍ଟାଲର ନାମ ଭାରତଇମାର୍କେଟ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ (ଡିପିଆଇଆଇଟି) ସହଯୋଗରେ ସିଏଆଇଟି ଏହି ପ୍ଲାଟଫର୍ମ ଆରମ୍ଭ କରିବ।
- ବିଏସଏନଏଲ ନୂଆ ବ୍ରଡବ୍ୟାଣ୍ଡ ପ୍ଲାନ୍ ଲଞ୍ଚ୍ କରିଛି । କମ୍ପାନି ୪ଟି ନୂଆ ପ୍ଲାନ୍ ଲଞ୍ଚ କରିଛି ଯାହା ଜିଓ ଏବଂ ଏୟାରଟେଲକୁ ଟକ୍କର ଦେବ ବୋଲି କୁହାଯାଉଛି। ଏହି ୪ଟି ପ୍ଲାନ୍ ଯଥାକ୍ରମେ ୪୪୯, ୭୯୯, ୯୯୯, ୧୪୯୯ ଟଙ୍କାର ରହିଛି। ଏହିସବୁ ପ୍ଲାନରେ କମ୍ପାନି ଉପଭୋକ୍ତାଙ୍କୁ କଲିଂ, ହାଇ ସ୍ପିଡ୍ ଡାଟା ଓ ଡିସନି ପ୍ଲସ୍ ହଟଷ୍ଟାରର ସଦସ୍ୟତା ମଧ୍ୟ ପ୍ରଦାନ କରିବ ବୋଲି ଦାବି କରିଛି।
|
679 |
Y |
|