# |
Date |
Type |
Current Affairs |
No. Of Views |
Status |
Action |
951 |
08-05-2024 |
Odia |
- 1.ଜାତୀୟ ଖାତା ପରିସଂଖ୍ୟାନ ୨୦୨୪ ତଥ୍ୟ ଅନୁସାରେ ଦେଶର ପରିବାର ସଞ୍ଚୟ ପରିମାଣ ଗତ ତିନି ବର୍ଷରେ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୧୪.୧୬ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ୨୦୨୦-୨୧ରେ ପରିବାର ସଞ୍ଚୟ ପରିମାଣ ୨୩.୨୯ ଲକ୍ଷ କୋଟି ଟଙ୍କା ଭଳି ଉଚ୍ଚ ସ୍ତରରେ ଥିଲା।
-
2.୨୦୨୦-୨୧ରେ ପରିବାରଗୁଡ଼ିକ ଉପରେ ୯୩,୭୨୩ କୋଟି ଟଙ୍କାର ଋଣ ବୋଝ ଥିଲା ଯାହା ୨୦୨୧-୨୨ ସୁଦ୍ଧା ୧.୯୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା ବୋଲି ଜଣାପଡ଼ିଛି।
-
3.ଗତ ତିନିଟି କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସରେ ୧୦୦୦ ପଏଣ୍ଟ ପାଖାପାଖି ହ୍ରାସ ହୋଇଛି। ଏହାର ପ୍ରଭାବରେ ନିବେଶକମାନେ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।
-
4.ସୋମବାରର ପୁଲିତଜର ପୁରସ୍କାରରେ ଗାଜା ଯୁଦ୍ଧକୁ ବିଶେଷ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଇସ୍ରାଏଲ, ହମାସର ସଂଘର୍ଷକୁ କଭର କରିଥିବା ଖବରଦାତାଙ୍କୁ ବିଶେଷ ପ୍ରଶଂସା କାଯାଇଥିଲା।
-
5.ଇସ୍ରାଏଲ୍ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅନ୍ତର୍ଗତ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି ମୃତାହତ ହୋଇଥିବା କଥା ଇସ୍ରାଏଲ ସେନା ସ୍ପଷ୍ଟ କରିନାହିଁ।
-
6.ସ୍ବାମୀ ଓ ଶାଶୁଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।
-
7.ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କରିଥିବା ଭାଜପାକୁ ଲାଗିଛି ଶକ୍ତ ଝଟକା। କଂଗ୍ରେସ ସମ୍ପର୍କରେ ଆପତ୍ତିଜନକ ଭିଡିଓ କରି ନିର୍ବାଚନ କମିଶନରଙ୍କ ରୋଷର ଶିକାର ହୋଇଛି କର୍ନାଟକ ଭାଜପା।
-
8.ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ମଙ୍ଗଳବାର ମହାକାଶକୁ ଉଡ଼ାଣ ଭରିବାର କିଛି ଘଣ୍ଟା ପୂର୍ବରୁ ନାସା ଓ ବୋଇଂ ତାଙ୍କର ମହାକାଶ ଯାତ୍ରାକୁ ସ୍ଥଗିତ ରଖିଛନ୍ତି
-
9.ସୁନୀତା କେଜ୍ରିୱାଲ ଏବଂ କଳ୍ପନା ସୋରେନ୍। ଭାରତୀୟ ରାଜନୀତିରେ ନୂଆ ଓ ଚର୍ଚ୍ଚିତ ନାମ। ବିରୋଧୀ ‘ଇଣ୍ଡିଆ’ ମେଣ୍ଟରେ ହାଇପ୍ରୋଫାଇଲ ଚେହେରା। ଚଳିତ ସାଧାରଣ ନିର୍ବାଚନରେ ଏମାନେ ନିଜ ସ୍ବାମୀଙ୍କ ବଦଳରେ ଦଳର ମଙ୍ଗ ଧରିଛନ୍ତି।
-
10.୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଛି। ତୃତୀୟ ପର୍ଯ୍ୟାୟରେ ୧୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ନିର୍ବାଚନମଣ୍ଡଳୀରେ ମତଦାନ ହୋଇଛି। ଗତକାଲି ରାତି ୧୦ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ୬୩.୨୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା।
-
11.ହରିୟାଣା ରାଜ୍ୟରେ ୩ ଜଣ ସ୍ଵାଧୀନ ବିଧାୟକ ବିଜେପି ସରକାରରୁ ଅଚାନକ ସମର୍ଥନ ପ୍ରତ୍ୟାହାର କରିନେଇ ବିରୋଧୀ ଦଳ କଂଗ୍ରେସକୁ ସମର୍ଥନ ଘୋଷଣା କରିଛନ୍ତି।
-
12.ପଶ୍ଚିମ ବଙ୍ଗ ବିଦ୍ୟାଳୟଗୁଡ଼ିକରେ ୨୫,୭୫୩ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ରଦ୍ଦ କରିବା ପାଇଁ ଏପ୍ରିଲ ୨୨ ତାରିଖରେ କଲିକତା ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସୁପ୍ରିମ୍କୋର୍ଟ ରୋକ୍ ଲଗାଇଛନ୍ତି।
-
13.ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଚଢ଼ଉ କରି ୩୫ କୋଟି ଟଙ୍କା ଜବତ କରିବା ପରେ ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ ଏବଂ ତାଙ୍କ ଘରୋଇ ସହାୟକ ଜାହାଙ୍ଗୀରଙ୍କୁ ଆଜି ଗିରଫ କରିଛି।
-
14.ରୁଷିଆର ରାଷ୍ଟ୍ରପତି ଭାବେ ଭ୍ଲାଦିମିର ପୁଟିନ୍ ୬ ବର୍ଷ ପାଇଁ ଶପଥ ଗ୍ରହଣ କରିଛନ୍ତି।
-
15.ବ୍ରିଟେନର ଜେଲରେ ଥିବା ନୀରବ ମୋଦୀ ପଞ୍ଚମ ଥର ପାଇଁ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଛି।
-
16.ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟରରେ ସୁରକ୍ଷାବାହିନୀ ଲସ୍କର-ଇ-ତୋଏବା କମାଣ୍ଡର ବାସିତ ଅହମ୍ମଦ ଡାରଙ୍କ ସମେତ ମୋଟ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି।
-
17.୨୦୨୦ ନିର୍ବାଚନ ସମୟରେ ନାମାଙ୍କନ ପତ୍ର ଦାଖଲ ବେଳେ କେଜ୍ରିୱାଲ ଦେଇଥିବା ତଥ୍ୟ ଅନୁଯାୟୀ ସେ ମୋଟ ୩.୪୪କୋଟି ଟଙ୍କାର ମାଲିକ ଥିଲେ। ନଗଦ ଅର୍ଥ ଆକରରେ ତାଙ୍କ ପାଖରେ ମାତ୍ର ୧୨ହଜାର ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ପାଖରେ ମାତ୍ର ୯ହଜାର ଟଙ୍କା ଥିଲା। ତାଙ୍କ ପରିବାରରେ ୬ଟି ବ୍ୟାଙ୍କ ଆକାଉଣ୍ଟ ଥିଲା, ଯେଉଁଥିରେ ସମୁଦାୟ ୩୩.୨୯ ଲକ୍ଷ ଟଙ୍କା ଜମା କରାଯାଇଥିଲା।
-
18.କଂଗ୍ରେସର ପୂର୍ବତନ ମୁଖପାତ୍ର ରାଧିକା ଖେରା ବିଜେପିରେ ସାମିଲ ହୋଇଛନ୍ତି। ଦୁଇ ଦିନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିବା ରାଧିକା ମଙ୍ଗଳବାର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି।
-
19.ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି। ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ହେଲିକପ୍ଟର ଜରିଆରେ ଜର୍ସିକୁ ଉନ୍ମୋଚିତ କରାଯାଇଛି।
-
20.ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ନିଆଁ ଲାଗି ଏକ ବସ୍ ସମ୍ପୂର୍ଣ୍ଣ ଜଳି ଯାଇଛି। ନିର୍ବାଚନୀ ଡ୍ୟୁଟି ସାରି ବହୁ ସଂଖ୍ୟକ ସରକାରୀ କର୍ମଚାରୀଙ୍କୁ ଧରି ବସ୍ଟି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ବସ୍ରେ ଥିବା ବହୁ ନିର୍ବାଚନୀ ସାମଗ୍ରୀ ଯଥା EVM ଓ VVPAT ଜଳି ଯାଇଥିବା ବେଳେ ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାଯାଇଛି।
|
331 |
Y |
|
952 |
08-05-2024 |
English |
-
1.Vladimir Putin began his fifth term Tuesday as Russian leader.
-
2.Over 63 per cent voter turnout was recorded Tuesday in the third phase of Lok Sabha elections in 93 constituencies spread over 11 states and Union Territories (UTs) with stray incidents of violence in West Bengal.
-
3.Three Independent MLAs Tuesday withdrew support to the BJP government in Haryana and announced they would back the Congress, reducing the Nayab Singh Saini government to a minority in the state Assembly,
-
4.The Election Commission of India (ECI) Tuesday issued notification for polls to six Lok Sabha and 42 Assembly seats in the state June 1.
-
5.The CBI Tuesday seized more than `1.42 crore cash during searches at the premises of a Thane-based company’s manager who was arrested along with a Food Safety and Standards Authority of India (FSSAI) assistant director in a bribery case, officials said.
-
6.The Supreme Court Tuesday asked the police in states and Union Territories (UTs) to ensure that innocents and individuals from backward communities are not named in a history sheet. Initiating suo motu action, a bench of Justices Surya Kant and KV Viswanathan said there are some studies available in the public domain that reveal a pattern of ‘unfair, prejudicial and atrocious’ mindset.
-
7.The Additional District and Sessions Court here Tuesday convicted three persons for murder and sentenced them to life imprisonment. Judge Satyanarayan Patra also slapped a fine of `50,000 on each of the convicts.
-
8.A total of 965 Electronic Voting Machine (EVM) components – control units, VVPATs and ballot units – were replaced due to malfunctioning in the third and last phase of polling across the four Lok Sabha seats in Assam Tuesday, officials said.
-
9.It is imperative for celebrities and public figures to act responsibly while endorsing a consumer product as advertisers and endorsers are equally responsible for issuing misleading advertisements, the Supreme Court said Tuesday.
-
10.In a major relief to 25,753 teachers and non-teaching staff of West Bengal, the Supreme Court Tuesday stayed the order of the Calcutta High Court order invalidating their appointment made by the state’s School Service Commission (SSC) in the state-run and state-aided schools.
-
11.Election Commission Tuesday directed social media platform ‘X’ to “immediately” take down an animated video shared by the Karnataka unit of the BJP related to the row over reservation for the Muslim community.
-
12.Visitors from India, China, Russia, Japan, Malaysia, Thailand, and Indonesia will continue to receive tourist visas free of charge, the Sri Lankan government has said.
-
13.Israeli tanks seized control of Gaza’s vital Rafah border crossing Tuesday as Israel brushed off urgent warnings from close allies and moved into the southern city even as cease-fire negotiations with Hamas remained on a knife’s edge.
-
14.Net household savings declined sharply by `9 lakh crore to `14.16 lakh crore in three years to 2022-23, according to the latest National Account Statistics 2024 of the Ministry of Statistics and Programme Implementation.
-
15.Delhi Capitals earned a hard-fought 20-run win over Rajasthan Royals to technically stay alive in the IPL playoff race as home spinners Axar Patel and Kuldeep Yadav played a key role in the team’s victory in the must-win contest here Tuesday.
|
317 |
Y |
|
953 |
07-05-2024 |
Odia |
-
1. ବୋଇଙ୍ଗ୍ ଷ୍ଟାରଲାଇନର ପ୍ରଥମ ମାନବ ମହାକାଶ ଯାତ୍ରା ପାଇଁ ପାଗ ଭିଡ଼ୁଥିବା ବେଳେ ଏଥିରେ ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ମଙ୍ଗଳବାର ମହାକାଶକୁ ଯିବେ ବୋଲି ଜଣାପଡ଼ିଛି।
-
2. ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୬ ମାସରୁ ଅଧିକ ସମୟ ଧରି ଚାଲିଛି । ବର୍ତ୍ତମାନ ଏହି ଯୁଦ୍ଧ ବନ୍ଦ ହେବା ପରି ମନେ ହେଉନାହିଁ।
-
3. ଝାଡ଼ଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି (ଅବସରପ୍ରାପ୍ତ) ସଞ୍ଜୟ କୁମାର ମିଶ୍ର। ଜଷ୍ଟିସ୍ ମିଶ୍ର ଦ୍ରବ୍ୟ ଓ ସେବା କର ଆପିଲେଟ୍ ଟ୍ରିବ୍ୟୁନାଲ (ଜିଏସ୍ଟିଏଟି)ର ପ୍ରଥମ ସଭାପତି ଭାବେ ଆଜି ଶପଥ ନେଇଛନ୍ତି ।
-
4. ଅଷ୍ଟ୍ରେଲିଆରେ କିଛି ଭାରତୀୟ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ବେଳେ ଜଣେ ୨୨ ବର୍ଷୀୟ ଏମଟେକ୍ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି।
-
5. ତାମିଲନାଡୁର କନ୍ୟାକୁମାରୀ ଉପକୂଳରେ ସମୁଦ୍ରରେ ବୁଡ଼ି ଦୁଇ ଛାତ୍ରୀଙ୍କ ସମେତ ମୋଟ ୫ ଜଣ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି।
-
6. ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା କମ୍ପାନି ସର୍ବଭାରତୀୟ ସ୍ତରରେ ଏହାର ୪ଜି ସେବା ଆରମ୍ଭ କରିବ। ଆତ୍ମନିର୍ଭର ଭାରତ ନୀତିକୁ ଗ୍ରହଣ କରି କମ୍ପାନି ସ୍ବଦେଶୀ ଜ୍ଞାନକୌଶଳକୁ ଏଥିପାଇଁ ବ୍ୟବହାର କରିଛି।
-
7. ଦିଲ୍ଲୀ ପୁଲିସ ୧୫ ଟନ୍ ଭଳି ବିପୁଳ ପରିମାଣର ବିଷାକ୍ତ ମସଲା ଜବତ କରିଛି। ଉତ୍ତରପୂର୍ବ ଦିଲ୍ଲୀର କରୱାଲ ନଗର ଅଞ୍ଚଳରେ ଥିବା ଦୁଇଟି କାରଖାନାରେ ଏହି ମସଲା ପ୍ରସ୍ତୁତ ହୋଇଛି।
-
8. ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଂଗଠନ ‘ସିଖ୍ସ ଫର୍ ଜଷ୍ଟିସ୍’ ଠାରୁ ରାଜନୈତିକ ପାଣ୍ଠି ଗ୍ରହଣ କରିବା ଭଳି ସଂଗୀନ ଅଭିଯୋଗ କେଜ୍ରିୱାଲଙ୍କ ସମେତ ତାଙ୍କ ଦଳ ଆପ୍ ବିରୋଧରେ ଆସିଛି। ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଏହି ଅଭିଯୋଗ ମିଳିବା ପରେ ସେ ଏହାର ଏନ୍ଆଇଏ ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିସ କରିଛନ୍ତି।
-
9. ଆର୍ଥିକ ବର୍ଷ ୨୦୨୩-୨୪ରେ ସାରା ଦେଶରେ ୧,୮୫,୩୧୨ଟି ନୂଆ କମ୍ପାନିର ପଞ୍ଜୀକରଣ ହୋଇଥିଲା। ସେଥିରୁ ୩୨୧୬ଟି କମ୍ପାନି ଓଡ଼ିଶାରେ ପଞ୍ଜୀକରଣ ହୋଇଥିଲା ବୋଲି କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ଏକ ରିପୋର୍ଟରୁ ଜଣାପଡ଼ିଛି।
-
10.ଦରଦାମ୍ ଚାପ ଦେଇ ଗତି କରୁଥିବା ଗ୍ରାମୀଣ ଅର୍ଥନୀତିରେ ସୁଧାର ଘଟୁଛି। ତେଲ, ସାବୁନ ଓ ସାମ୍ପୁ ଆଦି ବିକ୍ରି କରୁଥିବା କମ୍ପାନିଗୁଡ଼ିକର ବ୍ୟବସାୟରେ ହୋଇଥିବା ବୃଦ୍ଧିରୁ ଏଭଳି ସଙ୍କେତ ମିଳିଛି।
-
11.ଟିକେଟ୍ କାଟିବା ପରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଢେଙ୍କାନାଳ ଲୋକ ସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି।
-
12.ନିର୍ବାଚନ ପ୍ରଚାର ବେଳେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଯୁକ୍ତିର ଦୁରୁପଯୋଗ କରାଯାଇ ଡିପ୍ ଫେକ୍ ପ୍ରସ୍ତୁତ କରାଯିବା ଏବଂ ତଥ୍ୟକୁ ବିକୃତ କରାଯାଉଥିବାରୁ ନିର୍ବାଚନ କମିଶନ(ଇସି) ସୋମବାର ରାଜନୈତିକ ଦଳଗୁଡ଼ିକୁ ତାଗିଦ କରିଛନ୍ତି।
-
13.ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି।
-
14.୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି।
-
15.ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି।
-
16.କାଉନସିଲ ଫର୍ ଦି ଇଣ୍ଡିଆନ୍ ସ୍ପୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ୍ ( ସିଆଏସସିଇ) ଦ୍ଵାରା ପରିଚାଳିତ ଆଇସିଏସଇର ଦଶମ ଓ ଆଇଏସସି ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଦଶମରେ ୯୯. ୪୭ ଏବଂ ଦ୍ୱାଦଶରେ ୯୮.୧୯ ପ୍ରତିଶତ ପାସ୍ ହାର ରହିଛି।
-
17.ଜିନ୍ପିଙ୍ଗ ପ୍ୟାରିସରେ ପହଞ୍ଚିବା ପରେ ସେଠାରେ ‘ତିବ୍ବତକୁ ମୁକ୍ତ କର’ ନାରା ଶୁଣିବାକୁ ମିଳିଛି। ତିବ୍ବତୀୟ ବିକ୍ଷୋଭକାରୀମାନେ ରାସ୍ତାକୁ ଆସି ଜିନ୍ପିଙ୍ଗଙ୍କ ବିରୋଧରେ ନାରା ଦେଇଛନ୍ତି।
-
18.୨୦୨୫ ପ୍ରାରମ୍ଭରେ ଗୁଜୁରାଟର ସାନନ୍ଦ କାରଖାନାରୁ ପ୍ରଥମ ବ୍ୟାଚ୍ ସେମିକଣ୍ଡକ୍ଟର ରପ୍ତାନି କରିବ ମାଇକ୍ରନ ଇଣ୍ଡିଆ।
-
19.ବହୁ ପ୍ରତୀକ୍ଷିତ ପୁରୁଷ ଟି-୨୦ ବିଶ୍ଵକପକୁ ଆତଙ୍କବାଦୀ ଧମକ ମିଳିଛି । ଏହି କ୍ରିକେଟ ମହାକୁମ୍ଭର ସହ-ଆୟୋଜକ ୱେଷ୍ଟଇଣ୍ଡିଜକୁ ଉତ୍ତର ପାକିସ୍ତାନର ଆତଙ୍କବାଦୀଙ୍କ ପକ୍ଷରୁ ଧମକ ଦିଆଯାଇଛି।
-
20.ନିକଟରେ ନିର୍ମାତା ଫିଲ୍ମର ପ୍ରଥମ ଗୀତ ‘ପୁଷ୍ପା-ପୁଷ୍ପା’ ରିଲିଜ୍ କରିଛନ୍ତି। ଏହା ୬ଟି ଭାଷାରେ ରିଲିଜ୍ ହୋଇଛି। ଏହି ଗୀତ ଏବେ ଇତିହାସ ରଚିଛି। ‘ପୁଷ୍ପା-ପୁଷ୍ପା’ ଗୀତର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେଉଛି।
|
329 |
Y |
|
954 |
07-05-2024 |
English |
-
1.Israel carries out airstrikes Monday in Rafah, hours after it tells Palestinians to evacuate parts of the southern Gaza city
-
2. India’s services sector output among fastest in 14 years amid favourable economic conditions.
-
3. Delhi Lt Governor VK Saxena has recommended an NIA probe against Chief Minister Arvind Kejriwal for allegedly receiving political funding from the banned terrorist organisation ‘Sikhs for Justice’, Raj Niwas sources said Monday.
-
4. The Election Commission (EC) Monday directed political parties to remove fake content from their social media platforms within three hours of such content being brought to their notice.
-
5. Prime Minister Narendra Modi has asserted that there should be zero tolerance for someone like Prajwal Revanna.
-
6. The reports claiming question paper leak in the medical entrance exam NEET-UG are “completely baseless and without any ground”, the National Testing Agency (NTA) clarified Monday.
-
7. Russian President Vladimir Putin has ordered nuclear weapons drills near Ukraine, Moscow said Monday, in response to “threats” from Western officials to deploy NATO troops to Ukraine.
-
8. Indian-origin astronaut Sunita Williams is ready to fly into space for the third time Tuesday as the pilot aboard Boeing’s Starliner spacecraft in its the first crewed test flight.
-
9.The Orissa High Court commuted Monday the death sentence awarded by a lower court to a man for rape and murder of a six-year-old girl in Cuttack in 2018 to life imprisonment.
-
10.State-owned BSNL will start rolling out 4G services across the country from August, using completely indigenous technology in line with the government’s ‘Atmanirbhar’ policy, according to official sources.
-
11.Mahindra Group Chairman Anand Mahindra Monday came forward to help a 10-year-old Delhi boy, who was selling rolls after his father’s demise, saying that the boy’s education should not be affected and his foundation would explore ways of helping him.
-
12.A minor boy, a student of Class X, was found hanging from the ceiling of his hostel room here, police informed Monday. Personnel of the Town police station here stated hostel inmates had first noticed the body and informed the police.
-
13.The T20 World Cup in the Americas has received a terror threat, Trinidad’s Prime Minister Dr Keith Rowley revealed here Sunday.
-
14.India women beat Bangladesh via D/L method in the 4th T20I extending their lead to 4-0 in the five-match series.
-
15.India continued their dominant run against Bangladesh with a 56-run win via Duckworth-Lewis (D/L) method in the rain curtailed fourth women’s T20 here Monday
|
327 |
Y |
|
955 |
06-05-2024 |
Odia |
- 1. ସ୍ୱାସ୍ଥ୍ୟ ବୀମାଧାରୀଙ୍କ ପାଇଁ ବଡ଼ ଖବର। ଆଗକୁ ହେବ ସ୍ବାସ୍ଥ୍ୟ ବୀମା ପ୍ରିମିୟମ୍ ବାବଦରେ ବୀମାଧାରୀଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ନୂଆ ନିୟମ ମୁତାବକ, ଏଣିକି ବୀମା କ୍ଲେମ ପାଇଁ ଆପଣଙ୍କୁ ଅତିବେଶୀରେ ୩ ବର୍ଷ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ପୂର୍ବରୁ ଏହି ସମୟସୀମା ୪ ବର୍ଷ ରହିଥିଲା।
-
2. ଷାଠିଏ ଦଶକ ବେଳକୁ ପେନିସିଲିନ୍ ତିଆରିରେ ଆତ୍ମନିର୍ଭରଶୀଳ ଥିବା ଭାରତ ପରବର୍ତ୍ତୀ ତିନି ଦଶନ୍ଧିରେ ସେହି ମାନ୍ୟତା ବଜାୟ ରଖିବାରେ ବିଫଳ ହୋଇଥିଲା। ଏବେ ଏହା ଚୀନ୍ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପଡ଼ିଛି।
-
3. ବିଶ୍ବର ସବୁଠୁ ଚର୍ଚ୍ଚିତ ନିବେଶକ ତଥା ବର୍କସାୟାର ହାଥାୱେର ଅଧ୍ୟକ୍ଷ ଓ ସିଇଓ ୱାରେନ ବଫେଟ୍ ଭାରତକୁ ସୁଯୋଗର ଗନ୍ତାଘର ଭାବେ ବର୍ଣ୍ଣନା କରିଛନ୍ତି। କମ୍ପାନିର ବାର୍ଷିକ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଭାରତରେ ହାସଲ ହୋଇନଥିବା ବହୁ ସୁଯୋଗ ରହିଛି।
-
4. ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ସର୍ବସମ୍ମତିକ୍ରମେ ଅଲ-ଜଜିରା ନ୍ୟୁଜର କାର୍ଯ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
5. ସ୍ଥାୟୀ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଇସ୍ରାଏଲର ପ୍ରତିବଦ୍ଧତା ଗାଜାରେ ଶାନ୍ତିର ସମ୍ଭାବନା ବଢ଼ାଇଛି। ଇଜିପ୍ଟର ରାଜଧାନୀ କାଇରୋରେ ଚାଲିଥିବା ଆଲୋଚନାରେ ଶନିବାର ଇସ୍ରାଏଲ୍ ଅଧିକାରୀ ଏଭଳି ମନୋଭାବ ପ୍ରକାଶ କରିଛନ୍ତି।
-
6. ଓଡିଶା ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ ଅନୁଦାନ ବ୍ୟବସ୍ଥା ମଧ୍ୟ ରହିଛି।
-
7. ବିଶ୍ୱର ସର୍ବବୃହତ ନିର୍ବାଚନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ଏବଂ ଏହାର ପାରିଦର୍ଶିତା ଓ ପ୍ରତିବଦ୍ଧତା ସଂପର୍କରେ ବାସ୍ତବ ଜ୍ଞାନ ହାସଲ ପାଇଁ ୨୩ଟି ରାଷ୍ଟ୍ରର ୭୫ ଜଣ ପ୍ରତିନିଧି ଭାରତ ପହଞ୍ଚିଛନ୍ତି।
-
8. ରାଧିକା ଖେଡା କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଘୋଷଣା କରିଛନ୍ତି। ନିକଟରେ ରାଧିକାଙ୍କ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ କାନ୍ଦୁଥିବାର ନଜର ଆସିଥିଲେ। ଇସ୍ତଫା ଦେବାବେଳେ ରାଧିକା କହିଛନ୍ତି ଯେ ମୁଁ ଜଣେ ଝିଅ ଏବଂ ଲଢ଼ିପାରେ।
-
9. ପ୍ରମିଳା ପୂଜାରୀ ଏସ୍ୟୁସିଆଇ (କମ୍ୟୁନିଷ୍ଟ ପାର୍ଟି)ରୁ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ହୋଇଛନ୍ତି। ବୃତ୍ତିରେ ଦିନମଜୁରିଆ। ସଞ୍ଚିତ ସମ୍ପତ୍ତି କହିଲେ ମାତ୍ର ୨୦ ହଜାର ଟଙ୍କା। ଷ୍ଟେଟ୍ ବ୍ୟାଙ୍କରେ ୨୦ ହଜାର ୧୨୫, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଅଛି ୧୧୨୫ ଟଙ୍କା। ଟଙ୍କା ।
-
10 ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଝଟକା ଲାଗିଛି। ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ଦ୍ୱାରା ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରାଯାଇଛି।
-
11. ଉତ୍ତରପ୍ରଦେଶର ଗାଜିଆବାଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଶାଲିମାର ଗାର୍ଡନ ଅଞ୍ଚଳସ୍ଥ ଟାଟା ଷ୍ଟିଲର ନ୍ୟାସନାଲ ବିଜନେସ ହେଡ ବିନୟ ତ୍ୟାଗୀଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
-
12. ଭାରତୀୟ ମସଲାକୁ ନେଇ ଉପୁଯିତିବା ବିବାଦ ମଧ୍ୟରେ ସ୍ପତିକାରଣ ରଖିଛି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫ୍ଏସ୍ଏସ୍ଏଆଇ)। ବିଭିନ୍ନ ଦେଶ ଭାରତୀୟ ମସଲା ଉପରେ ଲଗାଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି।
-
13. ଭାଜପାର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେବା ସହ ହିନ୍ଦୁ ସଂଗଠନର ଜଣେ ନେତାଙ୍କୁ ହତ୍ୟା ଯୋଜନା କରିଥିବା ଅଭିଯୋଗରେ ସୁରଟର ଜଣେ ମୌଲବୀଙ୍କୁ ଗୁଜରାଟ ପୋଲିସ ଗିରଫ କରିଛି।
-
14. ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍ପି ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ ବଢିଛି। ଏହି ମାମଲାରେ ତାଙ୍କ ବିରୋଧରେ ବ୍ଲୁ କର୍ନର୍ ନୋଟିସ ଜାରି କରାଯାଇଥିବା କର୍ନାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ସୂଚନା ଦେଇଛନ୍ତି।
-
15. ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ରାୟରେ କହିଛନ୍ତି। ଏପରିକି ସ୍ତ୍ରୀଙ୍କର ସହମତି ନ ଥିଲେ ମଧ୍ୟ ଏଭଳି ସମ୍ପର୍କ ବଳାତ୍କାର ନୁହେଁ।
-
16. ମାଷ୍ଟର୍କ୍ୟାଣ୍ଟିନ ଥିବା ବିଦ୍ୟାର୍ଥୀ ବୁକ୍ ଷ୍ଟୋର, ୟୁନିଟ୍-୯ରେ ଥିବା ମା’ ମଙ୍ଗଳା ବୁକ୍ ଷ୍ଟୋର ଓ ରବିଟକିଜ ନିକଟ ଶୁଭମ୍ ବୁକ୍ ଷ୍ଟୋରର ଗୋଦାମରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ନକଲି ବହି ଓ ଅଟୋକୁ ଜବତ କରାଯାଇଛି।
-
17. ଦକ୍ଷିଣ ବ୍ରାଜିଲର ‘ରିୟୋ ଗ୍ରାଣ୍ଡେ ଡେଲ ସୁଲ’ ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷାଯୋଗୁଁ ବନ୍ୟା ଆସି ବିପର୍ଯ୍ୟୟ ସୃଷ୍ଟି କରିଛି। ଏ ପର୍ଯ୍ୟନ୍ତ ବନ୍ୟା ଏବଂ ଭୂସ୍ଖଳନରେ ୫୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୭୦ ଜଣ ନିଖୋଜ ଅଛନ୍ତି।
-
18.ଆନ୍ଧ୍ରପ୍ରଦେଶ ଡିଜିପି କେ.ଭି. ରାଜେନ୍ଦ୍ରନାଥ ରେଡ୍ଡୀଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ବିପକ୍ଷଙ୍କ ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି।
-
19. ବିହାରର କିଶାନଗଞ୍ଜରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା। ଜଣେ ମହିଳା ଏକା ସାଙ୍ଗରେ ପାଞ୍ଚଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ସବୁଠୁ ବଡ଼ କଥା ହେଉଛି କି ମାଆ ସମେତ ସମସ୍ତ ଶିଶୁ ମଧ୍ୟ ସୁସ୍ଥ ଅଛନ୍ତି।
-
20. ନିର୍ବାଚନ ପ୍ରଚାର ସମୟରେ ଜବତ ହେଉଛି ପୁଳା ପୁଳା ଟଙ୍କା। ଏହିକ୍ରମରେ ଆନ୍ଧ୍ରପ୍ରଦେଶ ପୁଲିସ ୨,୦୦୦ କୋଟି ନଗଦ ଟଙ୍କା ଜବତ କରିବା ସହ ୪ଟି କଣ୍ଟେନରକୁ ଜବତ ରଖିଥିଲା। ଏହି ସବୁ କଣ୍ଟେନର କେରଳରୁ ଆନ୍ଧ୍ରପ୍ରଦେଶକୁ ଯାଉଥିଲା।
|
326 |
Y |
|
956 |
06-05-2024 |
English |
-
1. Bengaluru Senior JD(S) leader and party MLA HD Revanna was remanded to police custody till May 8 by a city court.
-
2. Severe heatwave conditions scorched Odisha Sunday with the mercury shooting to 45 degrees Celsius in Titilagarh.
-
3. Ravindra Jadeja’s all-round effort helps CSK keep the playoff hopes alive with an easy win over Punjab Kings.
-
4. Israeli government moves to shut down the operations of the Al Jazeera television network in the country, branding it a mouthpiece for Hamas.
-
5. Accusing Chhattisgarh Governor Biswabhusan Harichandan of violating the model code of conduct (MCC), the BJD Sunday urged the Election Commission to restrict his visit to Odisha till the completion of the simultaneous Lok Sabha and Assembly polls in the state.
-
6. Courts have to take a participatory role in a trial and not act as “mere tape recorders”, the Supreme Court said here and lamented that there is “practically no effective and meaningful cross-examination” by public prosecutors of any hostile witness during hearings of criminal appeals.
-
7. Manipur Chief Minister N Biren Singh Saturday said that 877 square km of forest cover in the northeastern state were destroyed in 34 years (1987-2021), primarily for the illegal cultivation of poppy, which has been used to manufacture various drugs.
-
8. Reservations for Scheduled Casts (SCs), Scheduled Tribes (STs) and Other Backward Classes (OBC) would not end as long as there is even one BJP MP in the Parliament, Union Home Minister Amit Shah said Sunday.
-
9. Senior JD(S) leader and party MLA H D Revanna was remanded to police custody till May 8 by a city court Sunday in connection with a case of alleged kidnapping and illegal confining of a woman.
-
10.The Election Commission Sunday ordered the transfer of Andhra Pradesh Director General of Police KV Rajendranath Reddy with immediate effect, sources said.
-
11. West Bengal Governor C V Ananda Bose Sunday directed all staffers of Raj Bhavan to ignore any communication from the Kolkata Police in connection with a woman employee’s complaint of molestation against him.
-
12. A total of 35 Naxalites, three of them carrying a cumulative reward of `3 lakh, surrendered in Chhattisgarh’s Dantewada district Sunday, a senior police official said. A 16-year-old girl and an 18-year-old boy are among those who turned themselves in before the police, he said.
-
13. Indians are one of the largest leaders of innovation in Silicon Valley and America’s tech industry cannot survive without them, the CEO of the Silicon Valley Central Chamber of Commerce has said.
-
14. Massive floods in Brazil’s southern Rio Grande do Sul state killed at least 60 people and another 101 were reported missing, according to Sunday’s toll from local authorities. At least 155 people were injured, while damage from the rains forced more than 80,000 people from their homes.
-
15. As Ukraine marked its third Easter at war, Russia launched a barrage of drones concentrated in Ukraine’s east where the situation on the front line is worsening.
-
16. More than 1.85 lakh companies were registered in the country last fiscal, higher than the count recorded in the year-ago period, and nearly 16,600 companies were set up in March this year, according to official data.
-
17. Foreign investors have adopted a “wait and watch” stance amidst the ongoing general elections and have infused just `1,156 crore in the first two trading sessions of this month.
-
18.Credit outstanding to the housing sector rose by nearly `10 lakh crore in the last two fiscals to reach a record `27.23 lakh crore in March this year, according to RBI’s data on ‘Sectoral Deployment of Bank Credit’
-
19.Ravindra Jadeja (43 and three wickets) orchestrated a master-class allround show as Chennai Super Kings (CSK) regained their winning touch with a comprehensive 28-run win over Punjab Kings (PBKS) in a low-scoring IPL fixture here Sunday.
-
20.Second leg runner Rajesh Ramesh pulled out due to cramps as the Indian men’s 4x400m team failed to finish Sunday their heats at the World Athletics Relays in Nassau, Bahamas, during round one of Paris Olympics qualification.
|
316 |
Y |
|
957 |
05-05-2024 |
Odia |
-
1.ଉତ୍ତରପ୍ରଦେଶର ମୋଦୀନଗରରେ ଏକ ମସଲା ମିଲ୍ରେ ହଳଦୀଗୁଣ୍ଡ ଓ ଲଙ୍କାଗୁଣ୍ଡରେ ପୋଷାକ ରଙ୍ଗ ମିଶାଯାଉଥିବା ଧରାପଡ଼ିଛି। ମସଲାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏମିତି କରାଯାଉଥିବା କୁହାଯାଉଛି। ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନଙ୍କ କହିବାନୁଯାୟୀ, ଏକାଧିକ ପ୍ୟାକେଟ୍ ସିନ୍ଥେଟିକ ରଙ୍ଗ ଜବତ କରାଯାଇଛି।
-
2.କର୍ଣ୍ଣାଟକ ସରକାର ଫେରାର ଜେଡିଏସ ସାଂସଦ ପ୍ରଜ୍ୱଲ ରେଭାନ୍ନାକୁ ଠାବ କରିବା ପାଇଁ ଅନ୍ୟ ଦେଶର ସହାୟତା ନେବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଅନୁରୋଧ କରିଛନ୍ତି।
-
3.ଦୁଇ ଦିନ ଧରି ନିଖୋଜ ଥିବା ତାମିଲନାଡୁ କଂଗ୍ରେସ ଜିଲ୍ଲା ସଭାପତି କେପିକେ ଜୟକୁମାରଙ୍କ ମୃତଦେହ ତିରୁନେଲଭେଲିରେ ଉଦ୍ଧାର କରାଯାଇଛି।
-
4.ଜମ୍ମୁର ପୁଞ୍ଚ ଜିଲ୍ଲାରେ ବାୟୁସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ମିଳିଛି । ଏହି ଆକ୍ରମଣରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।
-
5.୨୩ଟି ଦେଶର ବିଭିନ୍ନ ଇଏମବି ଏବଂ ନିର୍ବାଚନ ସଂଗଠନର ପ୍ରତିନିଧିତ୍ୱ କରୁଥିବା ୭୫ ଜଣ ପ୍ରତିନିଧି ବିଶ୍ୱର ସର୍ବବୃହତ ନିର୍ବାଚନୀ କାର୍ଯ୍ୟକ୍ରମ ଭାରତୀୟ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରିବେ। ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ଇଲେକ୍ଟୋରାଲ ସିଷ୍ଟମ (ଆଇଏଫଇଏସ)ର ସଦସ୍ୟ ଏବଂ ଭୁଟାନ ଏବଂ ଇସ୍ରାଏଲର ଗଣମାଧ୍ୟମ ଦଳ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ।
-
6.ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ବିରୋଧରେ ଜଣେ ମହିଳାଙ୍କ ପ୍ରତି ଅସଦାଚରଣ ଅଭିଯୋଗରେ କୋଲକାତା ପୁଲିସ ବର୍ତ୍ତମାନ ଏକ ତଦନ୍ତ ଟିମ ଗଠନ କରିଛି। ଶନିବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆସନ୍ତା କିଛି ଦିନ ମଧ୍ୟରେ ସାକ୍ଷୀଙ୍କୁ ପଚରାଉଚୁରା କରାଯିବ |
-
7.ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି।
-
8.ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ୫ ଓ ୬ ତାରିଖ ପରେ ଆସନ୍ତା ୧୦ ତାରିଖରେ ସେ ଓଡ଼ିଶା ଆସିବେ।
-
9.ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା ହରାଇ ନାହାନ୍ତି ନିମାପଡ଼ା ବିଧାୟକ ସମୀର ଦାଶଙ୍କ ସମର୍ଥକ। ଶନିବାର ସମୀର ପୁଣି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ସମାବେଶରେ ବିଜେଡିର ଶତାଧିକ ସମର୍ଥକ ସାମିଲ ହୋଇଥିଲେ।
-
10.ଚଳିତ ନିର୍ବାଚରେ ମଧ୍ୟ ଜଣେ ମହିଳା ରାଜ୍ୟର ସବୁଠାରୁ ଗରିବ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଯାହାଙ୍କ ପାଖରେ ମାତ୍ର ୨୦ହଜାର ଟଙ୍କା ରହିଛି। ଶୁଣି ଆଶ୍ଚର୍ଯ୍ୟ ଳାଗୁଥିଲେ ମଧ୍ୟ ସତ। ସେ ହେଉଛନ୍ତି କୋରାପୁଟର SUCI ପ୍ରାର୍ଥୀ ପ୍ରମିଳା ପୂଜାରୀ।
-
11.କର୍ନାଟକ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍ ବିଧାୟକ ଏଚ୍.ଡି. ରେଭନ୍ନାଙ୍କୁ ଏସ୍ଆଇଟି ଶନିବାର ଗିରଫ କରିଛି।
-
12.ବିଶେଷକରି ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସାମାଜିକ କର୍ମୀ ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର ପ୍ରଦାନ କରାଯାଇଛି।
-
13.ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍ ଚାହିଦାକୁ ବିନା ନେଟ୍ୱର୍କ ସମସ୍ୟାରେ ସଫଳତାର ସହ ପୂରଣ କରିଛି।
-
14.ରାଜ୍ୟରେ ତ୍ୱରୀତ ଶିଳ୍ପାୟନ ଦିଗରେ ରହିଥିବା ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଆଜି ଇସ୍ପାତ ଉତ୍ପାଦନରେ ଓଡ଼ିଶାକୁ ୧ ନମ୍ବର ସ୍ଥାନରେ ପହଞ୍ଚାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାରେ ୨୬ ନିୟୁତ ଟନ୍ ଷ୍ଟିଲ୍ ଉତ୍ପାଦନ ହୋଇଛି। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୧୧% ଅଧିକ।
-
15.ପ୍ରଥମଥର ନିମନ୍ତେ କଟକ ବଡ଼ ମେଡିକାଲରେ ଯକୃତ ପ୍ରତିରୋପଣ ସଫଳ ହୋଇଛି। ମାସେ ପୂର୍ବେ ଏହି ପ୍ରତିରୋପଣ କରାଯାଇଥିବା ବେଳେ ଯକୃତ ଗ୍ରହଣ କରିଥିବା ବ୍ୟକ୍ତି ଓ ଯକୃତଦାତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେଲାଣି। ଉଭୟଙ୍କୁ ଶନିବାର ଡିସଚାର୍ଜ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ଜଣାଇଛନ୍ତି।
-
16.ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତପକ୍ଷ (ଟ୍ରାଇ) ସାରା ଦେଶରେ ଟେଲିକମ୍ କମ୍ପାନୀଗୁଡ଼ିକୁ କଲିଂ ନେମ୍ ଉପସ୍ଥାପନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ପରେ ଯଦି ଜଣେ ଅଜ୍ଞାତ ବ୍ୟକ୍ତି ଆପଣଙ୍କ ଫୋନକୁ କଲ୍ କରନ୍ତି, ତେବେ ଆପଣଙ୍କ ଫୋନ୍ର ସ୍କ୍ରିନରେ ତାଙ୍କ ନାମ ଦୃଶ୍ୟମାନ ହେବ।
-
17.ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଜ୍ଞାନକୌଶଳ ଅଣାଯାଇ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଗାଡ଼ି ଚଳାଚଳ ଓ ଟ୍ରାଫିକ୍ ପରିଚାଳନାକୁ ସୁଗମ ଓ ସୁବ୍ୟବସ୍ଥିତ କରିବା ଲାଗି ବଡି କ୍ୟାମେରା ଅଣାଯାଇଛି।
-
18.ହିନ୍ଦୁ ବିବାହ ଏକ ସଂସ୍କାର। ଏହା ଏକ ଧାର୍ମିକ ଉତ୍ସବ ମଧ୍ୟ। ରୀତିନୀତି ଏବଂ ପରମ୍ପରା ପାଳନ ନ କଲେ ପଞ୍ଜିକରଣ ହୋଇଥିଲେ ବି ବିବାହକୁ ବୈଧ କୁହାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
-
19.ଇପିଏଲର ୫୨ ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଗୁଜୁରାଟ ଟାଇଟନ୍ସ(ଜିଟି)କୁ ୪ ୱିକେଟରେ ପରାଜିତ କରିଛି। ଧାର୍ଯ୍ୟ ୨୪୮ ରନ୍ର ପିଛା କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୩.୪ ଓଭରରେ ୬ ୱିକେଟ ହରାଇ ୧୫୨ ରନ୍ କରିଥିଲା।
-
20.ଚନ୍ଦ୍ରପୃଷ୍ଠରେ ଥିବା ଗର୍ତ୍ତରେ ବରଫ ରହିଛି। ଏହା ଜଳରୁ ଜମି ସୃଷ୍ଟି ହୋଇଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଦାବି କରାଯାଇଛି। ସ୍ପେସ ଆପ୍ଲିକେସନ ସେଣ୍ଟର (ଏସଏସି)/ଇସ୍ରୋର ବୈଜ୍ଞାନିକଙ୍କ ଦ୍ବାରା ଆଇଆଇଟି କାନପୁର, ଦକ୍ଷିଣ କାଲିଫର୍ଣ୍ଣିୟା ୟୁନିଭର୍ସିଟି, ଜେଟ୍ ପ୍ରପଲସନ ଲ୍ୟାବ ଏବଂ ଆଇଆଇଟି ଧାନବାଦର ଗବେଷକଙ୍କ ସହାୟତାରେ ଏହି ଅଧ୍ୟୟନ କରାଯାଇଛି।
|
316 |
Y |
|
958 |
05-05-2024 |
English |
1. Jammu: One soldier was killed and four were injured as terrorists ambushed an Indian Air Force (IAF) convoy in Jammu and Kashmir's Poonch district Saturday,
2. 2. Kolkata Police have constituted an inquiry team to probe a woman employee's allegation of molestation by Governor CV Ananda Bose, a senior officer said Saturday.
3. 3. Of the 37 candidates in the fray for the four Lok Sabha seats in Odisha going to the polls May 13, as many as 17 are crorepatis, according to a report.
4. 4. A special CBI court in Haryana's Panchkula awarded the death sentence to four convicts in the 2016 Nuh gangrapes and double murder case Saturday, officials said.
5. 5.Karnataka JD(S) MLA HD Revanna was taken into custody Saturday by sleuths of the Special Investigation Team (SIT), minutes after a Court in Bengaluru rejected his anticipatory bail plea in a kidnapping case, officials said.
6. 6.National spokesperson of BJP ally Rashtriya Lok Dal Rohit Jakhar has resigned from the party in protest against the BJP giving a ticket to the son of incumbent MP Brij Bhushan Sharan Singh, who is facing criminal charges of sexually harassing women wrestlers
7. 7.In a major development, the Special Investigation Team (SIT) of Karnataka Police Saturday tracked a kidnapped woman. The woman was rescued from the farmhouse of Rajashekar, the personal assistant (PA) to JD-S MLA HD Revanna, the father of Prajwal Revanna, at Kalenahalli village in Mysuru district, sources said.
8. 8. Arvinder Singh Lovely, former Delhi Congress chief and Rajkumar Chauhan, a former Congress minister, joined the Bharatiya Janata Party (BJP) at the party headquarters in the capital Saturday.
9. 9. The record-breaking heatwave spell affecting east India and parts of the southern peninsular region continued unabated Friday, with temperatures settling above 44 degrees Celsius in at least 13 places. Intensely hot conditions prevailed in parts of Odisha, Gangetic West Bengal, Telangana, Andhra Pradesh..
10. 10.The Enforcement Directorate has made a fresh arrest in the Delhi excise policy-linked money-laundering case and taken a man identified as Vinod Chauhan into custody, official sources said Friday.
11. 11. Congress candidate for the Puri Lok Sabha constituency Sucharita Mohanty has declined to contest the elections and returned the party ticket alleging lack of funding from the party.
12. 12.The arrests made Friday by the Canadian police in connection with the killing of Khalistan separatist Hardeep Singh Nijjar are Indian nationals, revealed authorities, Saturday.
13. 13.The Orissa High Court has held that reengagement of a casual labourer cannot be ordered upon the expiry of a temporary scheme.
14. 14.The National Commission for Protection of Child Rights (NCPCR) has asked chief secretaries/administrators of all states and Union Territories to prevent illegal transportation of children.
15. 15. Congress leader Priyanka Gandhi Vadra Saturday attacked the Narendra Modi government on the issue of Covid vaccine and claimed that many healthy youngsters who had taken the jab are getting heart attacks.
16. 16.The Delhi CEO’s office has approved AAP’s Lok Sabha elections campaign song after the party made modifications to it, officials have said. AAP MLA Dilip Pandey, who penned and voiced the song, confirmed that the song was approved Friday.
17. 17.Paytm’s parent company One97 Communications president and chief operating officer Bhavesh Gupta has resigned from the company, an official statement said Saturday.
18. 18.Bipin Singh came to haunt Mohun Bagan once again as a gritty Mumbai City FC rode on the midfielder’s strike to secure a stunning 3-1 comeback win and grab the ISL title for a second time in front of a partisan Salt Lake Stadium crowd here Saturday
19. 19. Royal Challengers Bengaluru pressed the self-destruction button halfway but a blazing fifty by captain Faf du Plessis had enough torque in it to carry them to a four-wicket over Gujarat Titans in their IPL match here Saturday.
20. 20. Defending champions Chennai Super Kings will look to set their house in order and get back to winning ways when they face an upbeat yet unpredictable Punjab Kings for the second time in a row in the IPL here Sunday |
325 |
Y |
|
959 |
04-05-2024 |
Odia |
-
1.ଜାତିସଂଘ ସାଧାରଣ ପରିଷଦ (ୟୁଏନ୍ଜିଏ)ରେ ଇସଲାମାବାଦର ରାଷ୍ଟ୍ରଦୂତଙ୍କ ‘ବିନାଶକାରୀ ଓ ମାରାତ୍ମକ’ ମନ୍ତବ୍ୟକୁ ସମାଲୋଚନା କରି ଭାରତ କହିଛି ଯେ ପାକିସ୍ତାନର ସବୁ କ୍ଷେତ୍ରରେ ସନ୍ଦେହଜନକ ଟ୍ରାକ୍ ରେକର୍ଡ ରହିଛି।
-
2.ଲିଷ୍ଟିଂ ଏବଂ ସଂପୃକ୍ତ ପକ୍ଷ କାରବାର ନିୟମ ଉଲ୍ଲଂଘନ ପାଇଁ ଆଦାନି ଗ୍ରୁପ୍ର ୬ଟି କମ୍ପାନିକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। ସେହି ସଂସ୍ଥାଗୁଡ଼ିକ ହେଉଛି ଆଦାନି ପୋର୍ଟସ୍ ଆଣ୍ଡ୍ ସ୍ପେସିଆଲ୍ ଇକୋନୋମିକ୍ ଜୋନ୍, ଆଦାନି ପାୱାର, ଆଦାନି ଏନର୍ଜି ସଲ୍ୟୁସନ୍ସ, ଆଦାନି ୱିଲ୍ମାର୍ ଏବଂ ଆଦାନି ଟୋଟାଲ୍ ଗ୍ୟାସ୍।
-
3.ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଗତ ଆର୍ଥିକବର୍ଷର ଚତୁର୍ଥ ତ୍ରୟମାସରେ ଶତକଡା ୪୫ ପ୍ରତିଶତ ଅଭିବୃଦ୍ଧି ହାସଲ କରି ୧,୨୧୮ କୋଟି ଟଙ୍କାର ନିଟ୍ ଲାଭ ସଂଗ୍ରହ କରିଛି।
-
4.୨୦୨୪ ମାର୍ଚ୍ଚ ମାସରେ ଖଣିଜ ଉତ୍ପାଦନ ସୂଚକାଙ୍କ ୧୫୬.୧ରେ ପହଂଚିଛି ଯାହା ୨୦୨୩ ମାର୍ଚ୍ଚ ମାସ ତୁଳନାରେ ୧.୨% ବୃଦ୍ଧି ଦର୍ଶାଉଛି।
-
5.ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ପଦରୁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି।
-
6.ନିର୍ବାଚନରେ ହାଇପ୍ରୋଫାଇଲ ଆସନଗୁଡ଼ିକରେ ସମାନ ନାମଧାରୀ ବ୍ୟକ୍ତିଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଆଜି ଖାରଜ କରିଛନ୍ତି।
-
7.ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରୁ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ମେ ୭ରେ ହେବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି।
-
8.ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଉ ଏକ ଗିରଫ କରିଛି। ଏହି ମାମଲାରେ ଇଡି ଟିମ୍ ଗୋଆରୁ ଆଇନଜୀବୀ ବିନୋଦ ଚୌହାନଙ୍କୁ ଗିରଫ କରିଛି।
-
9.ତିହାର ଜେଲ ପରିସରର ସେଣ୍ଟ୍ରାଲ ଜେଲ-୩ ଭିତରେ ଜଣେ କଏଦୀକୁ ହତ୍ୟା କରାଯାଇଛି। ମୃତକର ନାମ ଦୀପକ ବୋଲି ଜଣାପଡ଼ିଛି। ତାକୁ ୨୯ ବର୍ଷ ହୋଇଥିଲା।
-
10ଓଡ଼ିଶାରେ ମୋବାଇଲ୍ ଗ୍ରାହକ ସଂଖ୍ୟା ୧ ଲକ୍ଷ ୭୫ ହଜାର ୮୯୦ ବଢ଼ିଛି। ଫଳରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୭ ଲକ୍ଷ ୬ ହଜାର ୩୫କୁ ବୃଦ୍ଧି ପାଇଛି।
-
11.କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନୂଆଦିଲ୍ଲୀସ୍ଥିତ ଏନଟିପିସି ଲିମିଟେଡର ଜଣେ ବରିଷ୍ଠ ମ୍ୟାନେଜର ବିଜୟ କୁମାରଙ୍କୁ ଲାଞ୍ଚ ନେବା ମାମଲାରେ ଗିରଫ କରିଛି।
-
12.ଉତ୍ତରପ୍ରଦେଶର କୈସରଗଞ୍ଜ ନିର୍ବାଚନ ମଣ୍ଡଳୀରୁ ଛଅ ଥର ସାଂସଦ ଥିବା ବ୍ରିଜଭୂଷଣ ଶରଣ ସିଂହଙ୍କ ସ୍ଥାନରେ ତାଙ୍କ ପୁଅ କରଣ ଭୂଷଣ ସିଂହଙ୍କୁ ପ୍ରାର୍ଥୀ କରିବା ପାଇଁ ଭାରତୀୟ ଜନତା ପାର୍ଟିର ନିଷ୍ପତ୍ତିକୁ କୁସ୍ତିଯୋଦ୍ଧାମାନେ ତୀବ୍ର ସମାଲୋଚନା କରିଛନ୍ତି।
-
13.ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଠିକ୍ ସମୟରେ ନୋ ଡ୍ୟୁଜ ସାର୍ଟିଫିକେଟ ପ୍ରଦାନ କରିବାକୁ ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି।
-
14.ଘସିପୁରା ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ସୌମ୍ୟ ପଟ୍ଟନାୟକ । ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ସ୍ବାଧୀନ ଭାବେ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।
-
15.ଲୋକସଭା ନିର୍ବାଚନ ୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧ ହଜାର ୭୧୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ
-
16.୨୦୧୮ରୁ ୨୦୨୦ ମଧ୍ୟରେ ଜବତ ହୋଇଥିବା ୭୦,୭୭୨.୪୮ କିଲୋଗ୍ରାମ ହେରୋଇନ୍ ରେକର୍ଡରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି।
-
17.ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍ କରିଛି।
-
18.ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ।
-
19.କାଲିଫର୍ନିଆର ଲସ୍ ଏଞ୍ଜେଲସ୍ସ୍ଥିତ ବିଶ୍ୱବିଦ୍ୟାଳୟ (ୟୁସିଏଲ୍ଏ)ପରିସରରେ ପାଲେଷ୍ଟିନୀୟ ସପକ୍ଷବାଦୀ ଆନ୍ଦୋଳନ ଜାରି ରହିଥିବାବେଳେ ବିଳମ୍ବିତ ରାତିରେ ହେଲମେଟ ପିନ୍ଧିଥିବା ପୋଲିସ କ୍ୟାମ୍ପସ୍ରେ ପ୍ରବେଶ କରି ଫ୍ଲାସ୍ ବ୍ୟାଙ୍ଗ ଫାୟାର କରିବା ସହ ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଛନ୍ତି।
-
20.ପଞ୍ଜାବର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର ଜୀବିତ। ତାଙ୍କ ମୃତ୍ୟୁ ଖବର ବୁଧବାର ଗଣମାଧ୍ୟମରେ ଆସିଛି।
|
344 |
Y |
|
960 |
04-05-2024 |
English |
1.The Central Board of Secondary Education (CBSE) Class X and XII results are likely to be announced after May 20, officials said Friday.
2. 2.Chief Justice of India DY Chandrachud arrived here on a three-day official trip to visit Nepal – during which he will meet his Nepalese counterpart and address a symposium on child rights. “This is for the first time in history that any sitting Chief Justice of India paid an official visit to Nepal on record,” according to Ved Prasad Upreti, spokesperson at the Supreme Court.
3. 3. Investors’ wealth eroded by Rs 2.25 lakh crore Friday, the day when the BSE Sensex tanked 733 points, amid profit-taking and worries over premium valuations of local stocks.
4. 4.Iran has said it released all the crew members of Portugueseflagged cargo vessel MSC Aries that had 17 Indians among its 25 crews.
5. 5. India’s Permanent Representative to the UN Ambassador Ruchira Kamboj slams Pakistan’s ‘destructive and pernicious’ remarks.
6. 6. Seven out of 10 listed firms of Adani group receive show-cause notices from SEBI for alleged violation of related party transactions.
7. 7.A rape case has been filed against the JD(S)- BJP alliance candidate for Hassan Lok Sabha seat Prajwal Revanna, Karnataka Chief Minister Siddaramaiah said Friday.
8. 8.In a welcome respite from the blistering heatwave conditions prevailing in the state, the weather bureau predicted a significant drop of up to 3-4 degrees Celsius in the next 48 hours.
9. 9.The state government Friday transferred and posted senior bureaucrat Sujata R Karthikeyan as special secretary in the Finance department following an order of the Election Commission (EC).
10. 10Tata Steel Special Economic Zone Limited (TSSEZL) and HHP Five Private Limited (Hygenco) have inked a pact to establish a green hydrogen and green ammonia plant at TSSEZL’s Gopalpur Industrial Park (GIP), an official said Friday.
11. 11. The decades-long territorial dispute over Kotia villages, nestled in the picturesque hills of Eastern Ghats along the border of Odisha and Andhra Pradesh, has once again come to the fore during the ongoing general elections across the nation.
12. 12.Police here in Keonjhar district seized a bag containing `20 lakh cash from a vehicle during line checking Friday afternoon.
13. 13.Vigilance sleuths Friday apprehended an assistant executive engineer (AEE) for accepting a bribe of `50,000 from a contractor. Vigilance sources said Rabindra Patra, the Assistant Executive Engineer of RWS & S, Jharsuguda, was caught while accepting a bribe of `50,000 from a contractor for facilitating the release of his pending bills related to works executed by him.
14. 14. The Supreme Court Friday stayed the opening of a road outside Punjab Chief Minister Bhagwant Mann’s residence in Chandigarh on an experimental basis.
15. 15. Kolkata Knight Riders bowling unit performed in unison to win a battle of attrition against five-time champions Mumbai Indians by 24 runs in an IPL match here Friday |
342 |
Y |
|