# |
Date |
Type |
Current Affairs |
No. Of Views |
Status |
Action |
1161 |
23-01-2024 |
Odia |
-
ପ୍ରାୟ ୫୦୦ ବର୍ଷର ବ୍ୟବଧାନ ପରେ ଅଯୋଧ୍ୟାରେ ନିର୍ମିତ ନୂଆ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ସ୍ଥାନ ପାଇଛନ୍ତି।
-
ମହୀଶୂରର ସ୍ଥପତି ଯୋଗୀରାଜ କହିଛନ୍ତି ଯେ ସେ ନିଜକୁ ଏବେ ପୃଥିବୀର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ବୋଲି ଭାବୁଛନ୍ତି। ‘ମୁଁ ଅନୁଭବ କରୁଛି ଯେ ମୁଁ ବର୍ତ୍ତମାନ ପୃଥିବୀର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମଲାଲାଙ୍କ ମୂର୍ତ୍ତିର ‘ପ୍ରାଣପ୍ରତିଷ୍ଠା’ ଶେଷ କରିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଆଜି ସମଗ୍ର ଭାରତ ଅଯୋଧ୍ୟାମୟ ହୋଇଉଠିଛି।
-
ଭାରତୀୟ ସେନାରେ ଆତ୍ମହତ୍ୟା ଭଳି ମାମଲା ଯେଭଳି ନ ଘଟେ ସେ ନେଇ ସେନାରେ ଭର୍ତ୍ତି ପୂର୍ବରୁ ପ୍ରାର୍ଥୀଙ୍କ ତ୍ରିସ୍ତରୀୟ ମାନସିକ ସ୍ବାସ୍ଥ୍ୟର ଯାଂଚ ହେବ।
-
ଅମ୍ବାନୀ ପରିବାର ରାମ ମନ୍ଦିର ଟ୍ରଷ୍ଟକୁ ୨.୫୧କୋଟି ଟଙ୍କାର ଦାନ ଦେଇଛନ୍ତି ।
-
ଅଯୋଧ୍ୟାରେ ରାମ ମନ୍ଦିରରେ ଭଗବାନ ରାମଲଲାଙ୍କ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ସୌରଶକ୍ତି ଯୋଜନା ଘୋଷଣା କରିଛନ୍ତି। ଏହାର ନାଁ ହେଉଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ।
-
କ୍ୟାସ୍ଲେସ୍ (ନଗଦବିହୀନ) କାରବାରର ବାଦଶାହ ଭାବେ ଉଭା ହୋଇଛି ଭାରତ। ବିଶ୍ବର ଅନ୍ୟ କୌଣସି ଦେଶରେ ଏଭଳି ମାତ୍ରାରେ ନଗଦ କାରବାର ହେଉନାହିଁ।
-
ଫୋର୍ବସ୍ ଇଣ୍ଡିଆ ପ୍ରସ୍ତୁତ କରିଥିବା ତାଲିକା ଅନୁସାରେ ଟି-ସିରିଜ୍ ଚ୍ୟାନେଲ୍ର ସବ୍ସ୍କ୍ରାଇବର୍ ସଂଖ୍ୟା ହେଉଛି ୨୫ କୋଟି ୭୦ ଲକ୍ଷରୁ ଅଧିକ। ବିଶ୍ବର ଅନ୍ୟ କୌଣସି ଚ୍ୟାନେଲ୍ର ଏତେ ଅଧିକ ସବ୍ସ୍କ୍ରାଇବର୍ ନାହାନ୍ତି।
-
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ସକାଳେ ଭକ୍ତମାନେ ପୂଜାପାଠ କରିବା ପାଇଁ ଶ୍ରୀ ରାମ ମନ୍ଦିରର ମୁଖ୍ୟ ଫାଟକରେ ବହୁ ସଂଖ୍ୟାରେ ଏକାଠି ହେବା ଆରମ୍ଭ କରିଛନ୍ତି ଏବଂ ଶ୍ରୀ ରାମ ଲାଲାଙ୍କ ଦର୍ଶନ କରିଛନ୍ତି।
-
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଚାଲିଥିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କୋଲକାତାରେ ଏକ ସର୍ବଧର୍ମ ସଦ୍ଭବ ରାଲି କରିଛନ୍ତି।
-
ପରିସଂଖ୍ୟାନ ଦର୍ଶାଉଛି ପ୍ରତିବର୍ଷ ଭାରତରେ କୋଟିଏରୁ ଅଧିକ ଲୋକ ବିବାହ କରନ୍ତି, ଯାହା ଦେଶର ସାଂସ୍କୃତିକ ବିବିଧତା ଏବଂ ରୀତିନୀତିର ରଙ୍ଗୀନ ଚିତ୍ର ଉପସ୍ଥାପନ କରିଥାଏ।
-
୧୬୦୦ ଫୁଟ ପାହାଡ଼ ଶୀର୍ଷରେ ଆଖି ଲାଖିଗଲା ପରି ଭବ୍ୟ ରାମ ମନ୍ଦିର। ପ୍ରାକୃତିକ ପରିବେଶରେ ସ୍ଥାପିତ ହୋଇଛି ଭବ୍ୟ ରାମ ମନ୍ଦିର। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ ସ୍ଥିତ ରାମ ମନ୍ଦିର ହୋଇଛି ଲୋକାର୍ପିତ।
-
ଚଳିତ ଜାନୁୟାରୀ ୨୧ ଓ ୨୧ ତାରିଖ ଦୁଇଦିନ ବ୍ୟାପି ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମଠାରେ ଆୟୋଜିତ ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ, ପାଇପ ବ୍ୟାଣ୍ଡ (ବାଳିକା) ବିଭାଗରେ ଅଂଶ ଗ୍ରହଣ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
-
ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ପରଲୋକ ଘଟିଛି। କିଛି ଦିନ ହେବ ଅସୁସ୍ଥତା କାରଣରୁ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ଥିଲେ ଅରୁଣ । ଆଜି ୭୬ ବର୍ଷ ବୟସରେ କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିିଛି।
-
ଚଞ୍ଚଳ ରାଣା ହେଲେ ଖୋର୍ଦ୍ଧା ଜିଲ୍ଲାପାଳ।କେ. ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ, ସ୍ୱଧା ଦେବ ସିଂ ହେଲେ ନୟାଗଡ଼ ଜିଲ୍ଲାପାଳ। ମହମ୍ମଦ ଅବଦଲ ଅଖତର ହେଲେ ଅନୁଗୁଳ ଜିଲ୍ଲାପାଳ । ଶୁଭଙ୍କର ମହାପାତ୍ର ହେଲେ ଯାଜପୁର ଜିଲ୍ଲାପାଳ। କୀର୍ତ୍ତି ଭାସନ ହେଲେ କୋରାପୁଟ ଜିଲ୍ଲାପାଳ। ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ହେଲେ।
-
ରାଜ୍ୟରେ କଫି ଚାଷ ବୃଦ୍ଧି ନେଇ ପ୍ରସ୍ତାବକୁ ମଞ୍ଜୁରୀ ମଳିଛି। ୧୦ ହଜାର ଏକର ଜମିରେ କଫି ଚାଷ ହେଉଛି । କଫି ଚାଷକୁ ୧ ଲକ୍ଷ ଏକରକୁ ସଂପ୍ରସାରଣ କରାଯିବ। ୬ ଜିଲ୍ଲାରେ ହେବ କଫି ଚାଷ । ଏଥିପାଇଁ ଖର୍ଚ୍ଚ ହେବ ୧୧୪୪ କୋଟି ।
-
ଗୁରୁଚାପ ବଳୟର ସକ୍ରିୟତା ଆଗାମୀ ୨୫ତାରିଖ ଯାଏଁ ରହୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗିରହିବ । ୨୬ରୁ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି । ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ କୋହଲା ପାଗ ସହ ଲାଗିରହିଛି ଝିପିଝିପି ବର୍ଷା ।
-
ଜାନୁଆରୀ ୨୩ ନେତାଜୀ ଜୟନ୍ତୀରୁ ବିଜୁ ଜନତା ଦଳ ‘ପରିବାର ସମ୍ପର୍କ ଅଭିଯାନ’ ଆରମ୍ଭ କରିବ। ଜାନୁଆରୀ ୨୩ରୁ ଆରମ୍ଭ ହୋଇ ଏହି ପରିବାର ସମ୍ପର୍କ ଅଭିଯାନ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ଯାଏ ଚାଲିବ।
-
ପ୍ରତି ଜିଲ୍ଲାରୁ ପ୍ରତିନିଧି ଏହି ଟଙ୍କା ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟ ଡୋନେସନ୍ ସେଲ୍ରେ ଦେବେ। ୨୨ରୁ ୨୫ତାରିଖ ପର୍ଯ୍ୟନ୍ତ ଏହି ସେଲ୍ରେ ଟଙ୍କା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ଏହି ଟଙ୍କା ଗଣତି କରି ରଖିବେ।
-
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଆଦିକବି ସାରଳା ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଚାରୋଟି କକ୍ଷରେ ଓଡ଼ିଆ ଭାଷାକୁ ନେଇ ବିଭିନ୍ନ ସମ୍ପାନରେ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ତଥ୍ୟଭିତ୍ତିକ ବିଚାର ବିମର୍ଶ କରାଯିବ ।
|
376 |
Y |
|
1162 |
23-01-2024 |
English |
-
The new Ram Lalla idol was consecrated at the Ayodhya temple Monday, an event attended by Prime Minister Narendra Modi and watched by lakhs of people on television at their homes and in temples across the country
-
All 11 convicts in the Bilkis Bano case have surrendered at the Godhra sub jail in Gujarat’s Panchmahal district in keeping with the deadline set by the Supreme Court. They surrendered before jail authorities late Sunday night, local Crime Branch inspector NL Desai said.
-
A total of 17 districts got new collectors as per the notification issued. Bolangir Collector Chanchal Rana is the new Khurda Collector. He replaces K Sudarshan Chakravarthy who has been appointed director at Minor Minerals department.
-
There is always a huge uproar whenever a human being is killed by an animal or a reptile. The government in all countries, the police and other agencies swing into action whenever there is a tiger or shark attack.
-
Popular Odia poet Krushna Kumar Mohanty of Shaymali Das and Rubi Ray fame from Balasore will represent the state at the Multilingual Poets’ Meet in Kolkata.
-
Chief Minister Naveen Patnaik Monday watched the live telecast of the consecration ceremony of the Ram temple at Ayodhya, while people across the state celebrated the mega event.
-
The state Cabinet, under the chairmanship of Chief Minister Naveen Patnaik, Monday approved the Coffee Plantation for Sustainable Livelihood (CPSL) scheme with an outlay of `1,144 crore which will enhance coffee plantation area in Odisha from the present 10,000 acres to 1 lakh acres in the next 10 years.
-
Climate change has affected the arrival of migratory birds in the state this winter season, a report said Monday.
-
Artists in Berhampur have crafted miniature replicas of the Ayodhya Ram temple and Ram Lalla idol, using wood, chalks and stones. They took the initiative in view of the ‘Pran Pratishtha’ of the Ram Lalla idol at the Ayodhya temple Monday
-
The final electoral roll of Delhi published Monday ahead of the Lok Sabha polls showed a significant 85 per cent rise in the number of young voters in the 18 to 19 years age group as well as improved registration of women voters.
-
The Enforcement Directorate has issued a fresh summons to Jharkhand Chief Minister Hemant Soren and asked him to again record his statement in a money laundering case between January 27 and 31, official sources said Monday.
-
The BJP vs ruling DMK battle over live telecast of the Ayodhya Ram temple consecration in Tamil Nadu shrines reached the Supreme Court Monday, with the apex court asking the authorities to act in accordance with the law and not based on any oral instructions.
-
Polish Prime Minister Donald Tusk arrived in Ukraine’s capital Monday for talks with President Volodymyr Zelenskyy on how Poland can keep supporting the country’s almost two-year war with Russia and resolve a dispute between the neighbouring nations over grain shipments and trucking.
-
Domestic coal-based power generation increased 7.14 per cent to 872 billion units (BU) in the AprilDecember period of the current fiscal.
-
The Delhi High Court on Tuesday recalled its earlier order allowing a woman, who lost her husband in October last year, to terminate her 29-week foetus.
-
Tension has gripped Guwahati limits as about 5,000 Congress workers try to enter the city to continue the Rahul Gandhi-led Bharat Jodo Nyay Yatra. A huge contingent of state police is on the spot to prevent the Congress rally from hitting Guwahati .
-
The Ram Temple in Ayodhya was thrown open to the public this morning, a day after the much-celebrated consecration ceremony, presided over by Prime Minister Narendra Modi and attended by a host of politicians and celebrities.
-
Laser instrument onboard a NASA spacecraft orbiting the Moon has successfully pinged the Vikram lander of India's Chandrayaan-3 mission, the US space agency said.
-
A mob of 50-60 persons was booked by Mira Bhayander Vasai Virar police in Thane district for allegedly assaulting a man who was part of a procession on the eve of the idol consecration of the Ram Temple in Ayodhya, an official said.
-
JSW Group is set to invest 400 billion rupees ($4.81 billion) in electric vehicle (EV) manufacturing projects in Odisha, as it takes on both domestic and international players in India's small but booming EV market.
|
376 |
Y |
|
1163 |
22-01-2024 |
Odia |
-
ଅଯୋଧ୍ୟା ରାମମନ୍ଦିରରେ ଭଗବାନ ରାମଙ୍କ ପ୍ରାଣପ୍ରତିଷ୍ଠା ଦିନ ଜାନୁଆରି ୨୨କୁ ସାରା ବିଶ୍ୱ ଉତ୍ସାହର ସହ ଅପେକ୍ଷା କରିଛି। ସାରା ବିଶ୍ୱର ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଉତ୍ସାହ ଓ ଭକ୍ତିର ଲହରି ଖେଳିଯାଇଛି।
-
ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ଗତ ୧୬ ତାରିଖରୁ ମନ୍ଦିରରେ ବିଭିନ୍ନ ରୀତିକାନ୍ତି ଜାରି ରହିଛି। ଏହି ପରିପ୍ରେକ୍ଷୀରେ ରବିବାର ପଞ୍ଚମ ଦିନରେ ୧୨୧ ଆଚାର୍ଯ୍ୟ ବିଭିନ୍ନ ରୀତିନୀତି ସହ ମହାପୂଜା କରିଛନ୍ତି।
-
ସନ୍ଦେହଜନକ କାର୍ଯ୍ୟକଳାପ କିମ୍ବା ପ୍ରୟାସ ଉପରେ ନଜର ରଖିବାକୁ କେନ୍ଦ୍ର ସରକାର ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରାୟ ୧୦୦ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରାଯାଇଛି।
-
ମାଳଦ୍ୱୀପରେ ଶନିବାର ଜଣେ ୧୪ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଅସୁସ୍ଥ ବାଳକକୁ ଏୟାରଲିଫ୍ଟ କରିବା ପାଇଁ ଭାରତ ଦ୍ୱାରା ଯୋଗାଇ ଦିଆଯାଇଥିବା ଡୋନିୟର ବିମାନ ବ୍ୟବହାର କରିବାକୁ ଅନୁମତି ନ ଦେବାରୁ ବାଳକର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି।
-
ଓଡ଼ିଆ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାଦେଖି ଅଭିଭୂତ ହୋଇପଡିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ଆଜି ଯୋଗୀ ଏହି ବାଲୁକା କଳାକୃତିକୁ ଦେଖି ସୁଦର୍ଶନଙ୍କୁ ପ୍ରଶଂସା କରିବା ସହ ସେଲ୍ଫି ମଧ୍ୟ ନେଇଛନ୍ତି |
-
ଓଡ଼ିଆ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାଦେଖି ଅଭିଭୂତ ହୋଇପଡିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ଆଜି ଯୋଗୀ ଏହି ବାଲୁକା କଳାକୃତିକୁ ଦେଖି ସୁଦର୍ଶନଙ୍କୁ ପ୍ରଶଂସା କରିବା ସହ ସେଲ୍ଫି ମଧ୍ୟ ନେଇଛନ୍ତି |
-
ବହୁରାଷ୍ଟ୍ରୀୟ ଆମେରିକୀୟ ସଫ୍ଟୱେର୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ (ସିଇଓ) ସଞ୍ଜୟ ଶାହା ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ କମ୍ପାନୀର ରୌପ୍ୟ ଜୟନ୍ତୀ ଉତ୍ସବର ଏରିଏଲ୍ ସୋ ସମୟରେ ଷ୍ଟେଜରୁ ଖସିପଡି ମୃତ୍ୟୁ ବରଣ କରିଛନ୍ତି।
-
ଏକ ରାଷ୍ଟ୍ର, ଏକ ନିର୍ବାଚନ ବ୍ୟବସ୍ଥାରେ ଦେଶରେ ଲୋକସଭା ନିର୍ବାଚନ ସହିତ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ କରାଯିବ। ଦେଶରେ ଏକସଙ୍ଗେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ସପକ୍ଷରେ ୮୧ ପ୍ରତିଶତ ମତ ଦେଇଛନ୍ତି।
-
ଆମେରିକାର ମହାକାଶ ସଂସ୍ଥା-ନାସା କହିଛି। ବହୁ ପ୍ରଚେଷ୍ଟା ପରେ ଏହା ସମ୍ଭବ ହୋଇପାରିଛି ବୋଲି ସଂସ୍ଥା କହିଛି। ପ୍ରାୟ ୧.୬ ଫୁଟ (୦.୫ ମିଟର) ଉଚ୍ଚତା ବିଶିଷ୍ଟ ଏକ ଡ୍ରୋନ୍, ରୋଭର ପର୍ସେଭେରାନ୍ସରେ ୨୦୨୧ ମସିହାରେ ମଙ୍ଗଳ ଗ୍ରହରେ ପହଞ୍ଚିଥିଲା ଏବଂ ଅନ୍ୟ ଗ୍ରହରେ ସ୍ଵତଃସ୍ପୂର୍ତ ଭାବରେ ଉଡ଼ିଥିବା ପ୍ରଥମ ମୋଟର ଚାଳିତ ଯାନ ହୋଇଗଲା।
-
ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେବାବେଳେ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମଧ୍ୟଯୁଗ ଯୁଗର ଭଗବାନ ରାମ ଏବଂ ବୈଷ୍ଣବ ସାଧୁଙ୍କ ମଧ୍ୟରେ କୌଣସି ପ୍ରତିଯୋଗିତା ହୋଇପାରିବ ନାହିଁ। ଯିଏ ରାଜ୍ୟରେ ପ୍ରତୀକ ଭାବରେ ବସିଛି।ସେ ଏହା ମଧ୍ୟ କହିଛନ୍ତି ଯେ ଜାନୁୟାରୀ ୨୨ ରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ସଂଖ୍ୟାଲଘୁ ପ୍ରାଧାନ୍ୟ ଅଞ୍ଚଳରେ ସମ୍ବେଦନଶୀଳ ରାସ୍ତାରେ କମାଣ୍ଡୋ ନିୟୋଜିତ ହେବେ।
-
ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ ପାଇଁ ରାସ୍ତା ପରିଷ୍କାର କରିଥିବା ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚର ଜଣେ ବିଚାରପତି କେବଳ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଅଂଶଗ୍ରହଣ କରିବେ।
-
ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରାମ ମନ୍ଦିରରେ ରାମ ଲାଲାଙ୍କ ସମର୍ପଣ ସମାରୋହକୁ ଦୃଷ୍ଟିରେ ରଖି ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବାକୁ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛି।
-
୨୦୨୩ ପାଇଁ ଘୋଷଣା ହେଲା ରାଜ୍ୟପାଳ ପୋଲିସ ପଦକ । ୨ ଜଣ ଆଇଜିଙ୍କ ସମେତ ୨୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ଏହି ସମ୍ମାନଜନକ ରାଜ୍ୟପାଳ ପଦକ । କ୍ୟାଟୋଗରୀ -୧ରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ପୋଲିସ ପଦକ ପାଇବେ ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଥିଲେ। ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ତେବେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଉଥିବାରୁ ଏହାର ବହୁଳ ପ୍ରଚାର ପ୍ରସାର କରାଯିବ।
-
ଶୁଭାରମ୍ଭ ହୋଇଛି ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ସ୍ବାସ୍ଥ୍ୟସେବାରେ ଏହା ହେବ ରାଜ୍ୟର ସବୁଠୁ ଅତ୍ୟାଧୁନିକ ହସ୍ପପିଟାଲ ।
-
ବାଜ୍ୟାପ୍ତ ହେଲା ଜଟଣୀ ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସଙ୍କ ସମ୍ପତ୍ତି। ନିଶା ବେପାରୀ ଶିବ ପ୍ରସାଦଙ୍କ ୭୪ ଲକ୍ଷ ୭୫ ହଜାର ଟଙ୍କା ବାଜ୍ୟାପ୍ତ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍। ବ୍ରାଉନସୁଗର ବେପାର କରି ଗିରଫ ହୋଇଛନ୍ତି ଶିବ ।
-
ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ହାଇଟେକ କଲେଜ ଆଗରେ ଆଜି ବାରଟା ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଲେଶ୍ଵର ଆଡ଼ୁ ଆସୁଥିବା ଏକ ଟ୍ରକ୍ ୩ ଜଣ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି।
-
ଜାନୁଆରୀ ୨୬ ତାରିଖରେ ଦେଶ ପାଳିବ ୭୫ତମ ସାଧାରଣତନ୍ତ୍ର ଦିବସ । ଆଉ ମାତ୍ର ୪ ଦିନ ପରେ ସମଗ୍ର ଦେଶ ବେଶ ଧୁମ୍ଧାମ୍ରେ ସାଧାରଣତନ୍ତ୍ର ଦିବସ ପାଳନ କରିବ।
-
‘ଲକ୍ଷ୍ମୀ’ ବସ୍ ସେବା ନବରଙ୍ଗପୁର ଜିଲ୍ଲାର ଅପହଞ୍ଚ ଗ୍ରାମବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଏହି ବସ୍ ସେବା ଦ୍ବାରା ଏବେ ଜିଲ୍ଲାର ଆଭ୍ୟନ୍ତର ଅଞ୍ଚଳରୁ ସହରକୁ ଯାତାୟାତ ସୁଗମ ହୋଇଛି। ଏନେଇ ଆଭ୍ୟନ୍ତର ତଥା ଅପହଞ୍ଚ ଗ୍ରାମବାସୀଙ୍କ ମନରେ ଏବେ ହସ ଫୁଟିଥିବା ବେଳେ ଉକ୍ତ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି।
-
୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ରହିବା ସହ ସ୍ଥାନେସ୍ଥାନେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ। ୨୨ ଓ ୨୩ତାରିଖରେ ବର୍ଷାର ସମ୍ଭାବନା ସର୍ବାଧିକ ରହିବ ବୋଲି ବରିଷ୍ଠ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
|
354 |
Y |
|
1164 |
22-01-2024 |
English |
-
Prime Minister Narendra Modi will attend the Pran Pratishtha or consecration ceremony at the grand Ram Temple in Ayodhya today. PM Modi has been preparing for the mega ceremony for the past 11 days by following rigorous rites.
-
All 11 convicts in the 2002 Bilkis Bano gangrape case surrendered at a Gujarat jail on Sunday night in line with the Supreme Court enforced deadline.
-
The country’s exports of goods and services rose marginally by 0.4 per cent to $765.6 billion in 2023 despite global economic uncertainties, according to the commerce ministry data.
-
Temple trust member Anil Mishra and his wife Usha have been performing the rituals leading up to the event as ‘Pradhan Yajman’ (main hosts).
-
25 people die and 20 get injured after Ukrainian forces shell the Russian-controlled city of Donetsk in eastern Ukraine.
-
The Palestinian death toll from the war between Israel and Hamas has soared past 25,000, the Health Ministry in the Gaza Strip said Sunday, while the Israeli government appeared far from achieving its goals of crushing the militant group and freeing more than 100 hostages
-
The Congress Sunday alleged that its leaders were ‘attacked’ during the Bharat Jodo Nyay Yatra by BJP supporters, with Rahul Gandhi, who was heckled by a crowd chanting “Jai Shri Ram” and “Modi, Modi” slogans, asserting that his party is neither scared of the prime minister nor the Assam chief minister.
-
The All India Institute of Medical Sciences (AIIMS) here will remain open Monday, reversing its earlier decision to shut OPD services till 2:30pm on the occasion of the consecration ceremony at the Ayodhya Ram temple.
-
The Special Task Force (STF) of the state Crime Branch has forfeited ill-gotten property worth over `73 lakh of a drug trafficker in Odisha, an official in know of the development said, Sunday. Cash and bank deposits to the tune of `73.75 lakh of Shiba Prasad Das alias Shibu, a drug trafficker, of Mundia Sahi under.
-
Inaugurating the new campus of Institute of Medical Sciences (IMS) and SUM Hospital at Phulanakhara, located between Bhubaneswar and Cuttack, Sunday, Chief Minister Naveen Patnaik said that the hospital will help in meeting healthcare needs of people of the twin cities and the entire state.
-
Science and Technology department principal secretary and Planning and Convergence special secretary Chithra Arumugam inaugurated a weather station at the Bakul Library in Satyanagar here Saturday.
-
India will send back 276 Myanmarese soldiers who fled to Mizoram last week following gunfights with an ethnic insurgent group, an official said Sunday. With this repatriation, which will continue for two days -- Monday and T u e s d ay, m o r e t h a n 6 0 0 Myanmarese soldiers who fled to Mizoram will be sent back to their country, he said.
-
Months before the Lok Sabha polls, the TMC and BJP in West Bengal will evaluate their political prowess Monday, aligning with the Ram temple consecration in Ayodhya, with Mamata Banerjee slated to lead an "allfaith" rally seeking to project a counter-narrative to BJP's hindutva politics.
-
A police think tank that functions under the union home ministry has issued an advisory and alert against a variety of scams that take place on popular social media messaging platform WhatsApp leading to cyber crimes and financial frauds.
-
A Russian-registered charter plane with six people on board disappeared from radar screens over Afghanistan a day earlier, Russian aviation authorities said Sunday, after Afghan police said they had received reports of a crash.
|
351 |
Y |
|
1165 |
21-01-2024 |
Odia |
-
ଜାନୁଆରି ୨୨ ତାରିଖରେ ରାମଜନ୍ମଭୂମି ମନ୍ଦିରରେ ରାମଲାଲାଙ୍କ ପ୍ରତିଷ୍ଠା ସମାରୋହରେ ୫୪ଟି ଦେଶରୁ ୧୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବେ ବୋଲି ନିଶ୍ଚିତ ହୋଇଥିବା ବେଳେ ବିଦେଶୀ ଅତିଥିଙ୍କ ଭାରତ ଆଗମନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
-
ଭାରତ-ମ୍ୟାଁମାର ସୀମାରେ ଏଣିକି ଅନୁପ୍ରବେଶ ବନ୍ଦ କରିବା ପାଇଁ ସୁରକ୍ଷା ଅତ୍ୟନ୍ତ କଡ଼ାକଡ଼ି କରାଯିବ। ଏହା ସହିତ ସମଗ୍ର ସୀମାରେ ତାର ବାଡ଼ ଲଗାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଘୋଷଣା କରିଛନ୍ତି।
-
ଦେଶରେ 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ସେନେଇ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି।
-
ନିର୍ବାଚନ ଆୟୋଗ କହିଛନ୍ତି ଲୋକସଭା ଏବଂ ବିଧାନସଭା ନିର୍ବାଚନର ଏକକାଳୀନ ନିର୍ବାଚନ ହେଲେ ନୂତନ ’ଇଲେକ୍ଟ୍ରୋନିକ ଭୋଟିଂ ମେସିନ’ (ଇଭିଏମ) କିଣିବା ପାଇଁ ପ୍ରତି ୧୫ ବର୍ଷରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଆବଶ୍ୟକ ହେବ।
-
ଆସନ୍ତା ସୋମବାର (ଜାନୁଆରି ୨୨)ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି।
-
ଆସନ୍ତା ସୋମବାର (ଜାନୁଆରି ୨୨)ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କାରବାର ବନ୍ଦ ରହିବ। ଅନ୍ୟପକ୍ଷରେ ଶନିବାର ( ଜାନୁଆରି ୨୦)ରେ ପ୍ରଥମ ଥର ପାଇଁ ଷ୍ଟକ ବଜାର ଖୋଲା ହେଲା।
-
ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ଦାୟିତ୍ବବାନ ହୋଇ ଖବର ପ୍ରକାଶ କରିବାକୁ ସରକାର କହିଛନ୍ତି ।
-
ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍ ମଲ୍ଲିକଙ୍କ ବୈବାହିକ ଜୀବନ ଶେଷରେ ଭିନ୍ନ ମୋଡ଼ ନେଇଛି। କାରଣ ଦ୍ବିତୀୟ ବିବାହ କରି ସାରିଛନ୍ତି ସାନିଆଙ୍କ ସ୍ବାମୀ ସୋଏବ।
-
ହାଇଦ୍ରାବାଦସ୍ଥିତ ରାମୋଜୀ ଫିଲ୍ମ ସିଟିରେ ରୌପ୍ୟ ଜୟନ୍ତୀ ପାଳନ ଉତ୍ସବ ବେଳେ ଦୁର୍ଘଟଣା ଘଟିବାରୁ ଆମେରିକାର ଏକ ଘରୋଇ କମ୍ପାନିରେ ‘ସିଇଓ’ ଥିବା ସଞ୍ଜୟ ଶାହାଙ୍କର ମୃତ୍ୟୁ ଘଟିଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି।
-
ଶୁକ୍ରବାର ଦିନ ଗୋଆର କ୍ୟାବୋ ଡି ରାମା ବେଳାଭୂମି ଅନ୍ତର୍ଗତ ସମୁଦ୍ରରେ ସ୍ତ୍ରୀଙ୍କୁ ବୁଡ଼ାଇ ମାରିଥିବା ଅଭିଯୋଗରେ ଦକ୍ଷିଣ ଗୋଆସ୍ଥିତ ଏକ ବିଳାସମୟ ହୋଟେଲ୍ର ମ୍ୟାନେଜର୍ଙ୍କୁ ଶନିବାର ଦିନ ଗିରଫ କରାଯାଇଥିବା କଥା ପୁଲିସ କହିଛି।
-
ଆଇନଗତ ଉପାୟରେ ଏଣିକି ଭାରତୀୟ ବନ୍ୟପ୍ରାଣୀଙ୍କୁ କିଣା ବିକା କରି ହେବ।
-
ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷା ବର୍ତ୍ତମାନ ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ବୋର୍ଡ ଏଥିପାଇଁ ନୂଆ ନିୟମ ଆଣିଛି। ୨୦୨୪-୨୫ ବର୍ଷର ଛାତ୍ରୀଛାତ୍ରମାନଙ୍କୁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ପାଇଁ ହାଜର ହେବାକୁ ପଡିବ ।
-
ଦିଲ୍ଲୀର ରୌଜ୍ ଏଭେନ୍ୟୁ କୋର୍ଟ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୩ ଫେବୃଆରୀ ପର୍ଯ୍ୟନ୍ତ ଏଏପି ଏମ୍ପି ସଞ୍ଜୟ ସିଂ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି।
-
ଜାନୁଆରୀ ୨୨ରେ ରାମ ମନ୍ଦିର ସମର୍ପଣ ସମାରୋହରେ ଦେଶର ବିଭିନ୍ନ ପ୍ରାନ୍ତରୁ ୧୪ ଜଣ ଦମ୍ପତି ‘ଯଜମାନ’ କର୍ତ୍ତବ୍ୟ ପାଳନ କରିବେ।
-
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ୨୦୨୩ ନଭେମ୍ବର ମାସରେ ୧୩ ଲକ୍ଷ ୯୫ ହଜାର ସଦସ୍ୟ ଗ୍ରହଣ କରିଛି। ସଂଗଠନ ଦ୍ୱାରା ପ୍ରକାଶିତ ସୂଚନାରୁ ଏହା ଜଣାପଡିଛି।
-
୫ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ତୃତୀୟ ଦିନରେ ଆଜି ୫ଟି ଜିଲ୍ଲାରେ ୩୬୧ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୟୁରଭଞ୍ଜ ଜିଲ୍ଲାର ୧୦୫ ହାଇସ୍କୁଲ, ବଲାଙ୍ଗିର ଜିଲ୍ଲାର ୧୦୦, ସମ୍ବଲପୁର ଜିଲ୍ଲାର ୬୩, ରାୟଗଡ଼ା ଜିଲ୍ଲାର ୬୦ ଓ ନୂଆପଡ଼ା ଜିଲ୍ଲାର ୩୩ ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି ।
-
ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
-
ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନ କେନ୍ଦୁଆପଦା RI ଶରତ କୁମାର ଜେନା । ଜମିର କିସମ ପରିବର୍ତ୍ତନ ଲାଗି ଆବେଦନ କରିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଶରତ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ (Instream Storage Structure) ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏଥିପାଇଁ ୪,୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।
-
ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଠାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲିସ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି । ଘଟଣାସ୍ଥଳରୁ ତିନୋଟି ବନ୍ଧୁକ, ଔଷଧ, ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି ।
|
345 |
Y |
|
1166 |
21-01-2024 |
English |
-
The Election Commission would require an estimated `10,000 crore every 15 years to procure new Electronic Voting Machines (EVMs) if simultaneous polls are held for Lok Sabha and assemblies, according to the poll body.
-
: Chief Minister Naveen Patnaik Saturday laid foundation stones for 19 instream storage structures in 13 districts worth Rs 4,600 crore.
-
Former Lok Sabha MP Anadi Sahu died at his residence in Cuttack Saturday. He was 84.
-
Chief Minister Naveen Patnaik Saturday inaugurated 361 transformed schools in 5 districts on the third day of the 4th phase of school transformation programme under 5T initiative of the state government. Chairman 5T and Nabin Odisha Kartik Pandian was also present on this occasion.
-
Union Minister Sarbananda Sonowal Saturday said the country is moving towards an integrated approach where the Ayush system of medicine will be used along with the modern ones.
-
Senior BJP leader and former MLA Jaynarayan Mohanty passed away Saturday after prolonged illness, family members said. Mohanty, 73, is survived by two sons and a daughter. He breathed his last at AIIMS,
-
The Enforcement Directorate (ED) Saturday interrogated Jharkhand Chief Minister Hemant Soren for over seven hours in connection with a money laundering case linked to land deals, following which he claimed that a conspiracy was hatched against him.
-
Home Minister Amit Shah Saturday said the government will end the free movement of people at the India-Myanmar border, and fence it completely so that it can be protected like the country's boundary with Bangladesh.
-
The Congress Saturday alleged that its workers were assaulted, their vehicles vandalised and banners torn in Assam's North Lakhimpur town, through which the Rahul Gandhi-led Bharat Jodo Nyay Yatra proceeded.
-
Between 10,000 and 15,000 people were killed in one city in Sudan’s West Darfur region last year in ethnic violence by the paramilitary Rapid Support Forces (RSF) and allied Arab militia, according to a United Nations report seen by Reuters Friday.
-
Nepal has requested Russia to not admit Nepalese nationals into the Russian Army and help repatriate those who have already joined the country’s forces to fight the war in Ukraine.
-
Manipur Chief minister N Biren Singh today indicated the central forces are not doing enough to bring normalcy in crisis-hit Manipur.
-
The Gujarat High Court has directed the state government to submit an action taken report on the death of students and teachers in a recent boat tragedy, observing that it has "shocked the conscience" of the public.
-
Retirement fund body EPFO added 13.95 lakh net members in November 2023, as per the latest payroll data released Saturday
-
Top-ranked Iga Swiatek is out of the Australian Open after a 3-6, 6-3, 6-4 third-round loss to 50th-ranked Linda Noskova Saturday. Swiatek is a four-time major winner but has never been past the semifinals at Melbourne Park
|
368 |
Y |
|
1167 |
20-01-2024 |
Odia |
-
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୨୨ରେ ୧୯ ଜଣ ଅସାଧାରଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିବେ।
-
ଚଳିତ ବର୍ଷ ଜାନୁଆରୀ ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ୭୫ତମ ଗଣତନ୍ତ୍ର ଦିବସ ପରେଡ ମହିଳା-କେନ୍ଦ୍ରିତ ହେବ, ଯେଉଁଥିରେ ‘ବିକଶିତ ଭାରତ’ ଏବଂ ‘ଭାରତ – ଗଣତନ୍ତ୍ର ମା’ ବିଷୟ ରହିବ।
-
ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି କହିଛନ୍ତି ଯେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ – ଏନଡିଆରଏଫ ଚଳିତ ବର୍ଷ ଶେଷ ସୁଦ୍ଧା ୭୦ ହଜାରରୁ ଅଧିକ ଲୋକଙ୍କୁ ବିପର୍ଯ୍ୟୟ ପରିଚାଳନାରେ ତାଲିମ ଦେବ।
-
ସରକାର କହିଛନ୍ତି ଯେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ୫ କୋଟିରୁ ଅଧିକ ଲୋକ ମାଗଣା ସ୍ୱାସ୍ଥ୍ୟ ସେବା ପାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ପ୍ରାୟ ଦୁଇ ଲକ୍ଷ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି।
-
ଆବୁଧାବିର ଏମିରେଟ୍ସରେ ଶାସନ କରୁଥିବା ଏବଂ ୩୦୫ ବିଲିୟନ ଡଲାର (୨୫,୩୮,୬୬୭ କୋଟି ଟଙ୍କା) ସମ୍ପତ୍ତିର ମାଲିକ ଅଲ୍ ନାହ୍ୟାନ ରାଜପରିବାର ୨୦୨୩ରେ ୱାଲମାର୍ଟ ଇଙ୍କ୍ର ଉତ୍ତରାଧିକାରୀମାନଙ୍କୁ ପଛରେ ପକାଇ ବିଶ୍ୱର ସବୁଠାରୁ ଧନୀ ପରିବାରରେ ପରିଣତ ହୋଇଛି, ଯାହାର ସମ୍ପତ୍ତି ୨୩୨.୨ ବିଲିୟନ ଡଲାର (୧୯,୩୧,୩୭୪ କୋଟି ଟଙ୍କା) ବୋଲି ବ୍ଲୁମ୍ବର୍ଗ ରିପୋର୍ଟ କରିଛି।
-
ଗୁରୁବାର ରାମଲାଲାଙ୍କ ମୂର୍ତ୍ତିକୁ ଗର୍ଭଗୃହରେ ସ୍ଥାପନ କରାଯାଇଥିଲା। ଆଜି ପ୍ରଥମ ଥର ପାଇଁ ସୁନ୍ଦର ମୁଖମଣ୍ଡଳ ଓ ଅବୟବର ଫଟୋ ସାଧାରଣରେ ଦେଖିବାକୁ ମିଳିଛି।
-
ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ୨୨ ତାରିଖରେ ସଂପନ୍ନ ହେବାପରେ ୨୩ ତାରିଖରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିରରେ ରାମଲାଲାଙ୍କ ଦର୍ଶନ ପାଇଁ ଖୋଲି ଦିଆଯିବ ।
-
ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି) ପଶ୍ଚିମବଙ୍ଗରେ କଂଗ୍ରେସ ସହିତ କୌଣସି ଆସନ ବୁଝାମଣା କରିବ ନାହିଁ। ସମସ୍ତ ୪୨ଟି ଯାକ ଆସନରେ ଏକା ଲଢ଼ିବ।
-
୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ଇଭିଏମ୍ ଏବଂ ନିର୍ବାଚନ ପ୍ରକ୍ରିୟାକୁ ନେଇ ଇଣ୍ଟରନେଟ୍ ମିଡିଆର ଅପପ୍ରଚାର ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଆୟୋଗ ଯୋଜନା ପ୍ରସ୍ତୁତ କରୁଥିବା ସୂତ୍ରରୁ ଜଣାପଡ଼ିଛି।
-
ଚଳିତବର୍ଷ ଗଣତନ୍ତ୍ର ଦିବସ ପରେଡ୍ରେ ଭାରତୀୟ ବାୟୁସେନାର ମୋଟ ୫୧ଟି ବିମାନ ସାମିଲ ହେବ। ଏଥିରେ ୨୯ଟି ଯୁଦ୍ଧ ବିମାନ, ୮ଟି ପରିବହନ ବିମାନ, ୧୩ଟି ହେଲିକପ୍ଟର ଏବଂ ଗୋଟିଏ ଐତିହ୍ୟ ବିମାନ ଅଂଶଗ୍ରହଣ କରିବ।
-
ମହାକାଶ ଗବେଷଣା କ୍ଷେତ୍ରରେ ଜାପାନ ଆଜି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ବିଶ୍ବର ପଞ୍ଚମ ଦେଶ ଭାବେ ଜାପାନ ଚନ୍ଦ୍ରପୃଷ୍ଠରେ ଯାନ ଅବତରଣ କରାଇ ଏହି ବିରଳ ସଫଳତା ହାସଲ କରିଛି।
-
ବିଲକିସ୍ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ବ୍ୟକ୍ତିଙ୍କୁ ଆସନ୍ତା ୨ ଦିନ ମଧ୍ୟରେ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
ଡାକ୍ତରମାନେ ଏଣିକି ଆଣ୍ଟିବାୟୋଟିକ ଲେଖିବା ବେଳେ ସେମାନଙ୍କୁ କାରଣ ସ୍ପଷ୍ଟ କରିବାକୁ ପଡ଼ିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ମେଡିକାଲ କଲେଜ ଏବଂ ମେଡିକାଲ ଆସୋସିଏସନର ସମସ୍ତ ଡାକ୍ତରଙ୍କୁ ଏଭଳି ପରାମର୍ଶ ଦେଇଛି।
-
୨୦୨୧-୨୨ ତୁଳନାରେ ୨୦୨୨-୨୩ରେ ରାଜ୍ୟରେ ଟ୍ରକ୍ ବିକ୍ରି ୧୦୦ ପ୍ରତିଶତ ବଢ଼ିଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ୧୩ ହଜାରରୁ ଅଧିକ ଟ୍ରକ୍ ବିକ୍ରି ହୋଇଛି ବୋଲି ଅଶୋକ ଲେଲ୍ୟାଣ୍ଡ୍ର ସଭାପତି ସଞ୍ଜୀବ କୁମାର କହିଛନ୍ତି।
-
ପଶ୍ଚିମ ଓଡ଼ିଶାର ତିନିଟି ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୨୩,୩୮୯.୪୩ କୋଟି ଟଙ୍କା ନିବେଶ ହେବ। ଆଜିଠାରୁ ଝାରସୁଗୁଡ଼ାରେ ଆରମ୍ଭ ହୋଇଥିବା ତିନିଦିନିଆ ୨୪ତମ ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶାରେ ଏନେଇ ଓଡ଼ିଶା ସରକାରଙ୍କ ସହ ୧୧ଟି କଂପାନି ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଛନ୍ତି।
-
କନ୍ଧମାଳ ହଳଦୀକୁ କୃଷି ଉତ୍ପାଦ ବର୍ଗରେ ଚଳିତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ମର୍ଯ୍ୟାଦାଜନକ ଏକ ଜିଲ୍ଲା ଏକ ଉତ୍ପାଦ ( ଓଡିଓପି) ପୁରସ୍କାର ମିଳିଛି। କନ୍ଧମାଳ ହଳଦୀ ଦେଶରେ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ପାଇଛି।
-
ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂ ପୁଣି ଥରେ ପାରୋଲ ପାଇଛନ୍ତି। ଏଥର ରାମ ରହିମଙ୍କୁ ୫୦ ଦିନ ପାଇଁ ପାରୋଲ ମିଳିଛି।
-
ବରିଷ୍ଠ ଆଇପିଏସ ଅଧିକାରୀ ଦଲଜିତ ସିଂ ଚୌଧୁରୀଙ୍କୁ ସଶସ୍ତ୍ର ସୀମା ବଳର ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି।
-
ଚୀନ୍ ଉପରେ ପାକିସ୍ତାନ କ୍ରୋଧିତ ବୋଲି କୁହାଯାଉଛି। ଇରାନ ଆକ୍ରମଣକୁ ନେଇ ଚୀନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ନ ମିଳିବା ହେଉଛି ଏହାର କାରଣ। ଇରାନ ମଙ୍ଗଳବାର ପାକିସ୍ତାନର ଆତଙ୍କବାଦୀ ସଂଗଠନ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା।
-
ଶୁକ୍ରବାର ସମାପ୍ତ ହୋଇଥିବା ପ୍ରଥମ ଟେଷ୍ଟମ୍ୟାଚ୍କୁ ଘରୋଇ ଅଷ୍ଟ୍ରେଲିଆ ସହଜରେ ଜିତିନେଇଛି। ୱେଷ୍ଟଇଣ୍ଡିଜ୍କୁ ୧୦ ୱିକେଟ୍ରେ ହରାଇ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଅପରାଜେୟ ୧-୦ ଲିଡ୍ ନେଇପାରିଛି ଅଷ୍ଟ୍ରେଲିଆ।
|
347 |
Y |
|
1168 |
20-01-2024 |
English |
-
Eleven convicts in the case of gangrape of Bilkis Bano and the murder of seven of her family members during the 2002 riots in Gujarat will have to surrender January 21 as the Supreme Court Friday dismissed their plea seeking an extension of time to surrender.
-
Minor girls at an Indore orphanage narrated tales of abuse and alleged horrifying ways of punishment, including branding with hot tongs, hanging upside down and forcing to inhale smoke from burning red chillies, prompting the local administration to seal the facility and the police to file an FIR against five women.
-
The Budget Session of the Odisha Assembly will begin February 5, a notification said Friday.
-
The world’s richest family owns a `4,078 crore presidential palace (three times the size of Pentagon), eight private jets and a popular football club, according to a report by GQ.
-
A con artist, who fleeced a man to the tune of `3.18 lakh by posing as a prospective bride on a matrimonial website, was arrested by the Commissionerate Police, Friday.
-
The state government inked pacts with 11 companies for different projects to the tune of `23,389 crore during the Enterprise Odisha Summit held at Jharsuguda Friday.
-
Housing and Urban Development department Friday issued guidelines for the state-wide awareness programme Ama Odisha Nabin Odisha (Sahari), being undertaken from January 22 to inform people about benefits offered under various government schemes.
-
Police have seized 23 illegal arms from various places in and around the Similipal Tiger Reserve (STR) in Mayurbhanj district in the last few months and arrested eight people in this connection.
-
Twenty of the 35 works under the 'Imagine Panaji' Smart City project have been completed, a senior official said Thursday.
-
The Samajwadi Party and the Rashtriya Lok Dal Friday announced their alliance for the Lok Sabha polls, with the RLD saying that the other party will leave seven seats in western Uttar Pradesh for its nominees. SP president Akhilesh Yadav.
-
Expelled Lok Sabha MP Mahua Moitra Friday vacated her government bungalow here, a day after the Delhi High Court dismissed her plea for a stay on eviction proceedings.
-
Dera Sacha Sauda chief and rape convict Gurmeet Ram Rahim Singh has been granted 50-day parole, official sources said Friday.
-
In a first, the Supreme Court Friday designated 11 women lawyers as senior advocates in one go.
-
The first made-in-India chip will be out by December, Union Minister Ashwini Vaishnaw said, crediting Prime Minister Narendra Modi for developing a very strong semiconductor industry in the country in a short span of time with focus on the entire ecosystem.
-
The Centre has issued a notice to Amazon, accusing the e-commerce giant of engaging in "deceptive trade practices" related to the sale of sweets under the name 'Shri Ram Mandir Ayodhya Prasad.'
|
365 |
Y |
|
1169 |
19-01-2024 |
Odia |
-
ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ମୂଳ କମ୍ପାନି ମେଟା ପକ୍ଷରୁ ଆକଳନ କରାଯାଇଛି ଯେ ଦିନକୁ ୧ ଲକ୍ଷରୁ ଅଧିକ ଶିଶୁଙ୍କ ନିକଟକୁ ଅଶ୍ଳୀଳ ଫଟେ ଏବଂ ଭିଡିଓ ପଠାଯାଉଛି। ୨୦୨୧ ମସିହାରେ କମ୍ପାନି ପକ୍ଷରୁ କରାଯାଇଥିବା ଏକ ଆଭ୍ୟନ୍ତରୀଣ ଉପସ୍ଥାପନା ସମୟରେ ଏହା କୁହାଯାଇଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଅଯୋଧ୍ୟାରେ ରାମ ମନ୍ଦିରକୁ ସମର୍ପିତ ସ୍ମାରକୀ ଡାକଟିକଟର ଏକ ସିରିଜ୍ ଏବଂ ଏକ ୪୮ ପୃଷ୍ଠାର ପୁସ୍ତିକା ଉନ୍ମୋଚନ କରିଛନ୍ତି। ପୁସ୍ତିକାଟି ହେଉଛି ଭଗବାନ ଶ୍ରୀରାମଙ୍କୁ ସମ୍ମାନ ଜଣାଇ ସାରା ବିଶ୍ୱରେ ପ୍ରଚଳିତ ଥିବା ଡାକଟିକଟ ବା ଷ୍ଟାମ୍ପଗୁଡ଼ିକର ଏକ ସଂକଳନ।
-
କେରଳର ପ୍ରସିଦ୍ଧ ଶ୍ରୀପଦ୍ମନାଭସ୍ୱାମୀ ମନ୍ଦିର ପକ୍ଷରୁ ଅଯୋଧ୍ୟା ରାମମନ୍ଦିରକୁ ଉପହାର ସ୍ୱରୂପ ପାରମ୍ପରିକ ଧନୁ ‘ଓନାଭିଲୁ’ ପ୍ରଦାନ କରାଯିବ।
-
ପାକିସ୍ତାନ ଓ ଇରାନ ପରସ୍ପରର ସୀମା ଅଞ୍ଚଳରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ନେଇ ବିସ୍ଫୋରକ ସ୍ଥିତି ଉପୁଜିଛି।
-
ଗୁଜରାଟର ବଡ଼ୋଦରା ଜିଲ୍ଲା ନିକଟରେ ଥିବା ହରନୀ ମୋତନାଥ ହ୍ରଦରେ ଆଜି ଡଙ୍ଗା ବୁଡ଼ିଯିବା ଯୋଗୁ ୧୬ ଜଣ ସ୍କୁଲ୍ ଛାତ୍ର ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି।
-
ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ସଂସଦରୁ ବହିଷ୍କୃତ ହୋଇଥିବା ଟିଏମସି ନେତ୍ରୀ ମହୁଆ ମୈତ୍ରଙ୍କୁ ଧକ୍କା ଲାଗିଛି । ତାଙ୍କୁ ଏବେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିବ ।
-
ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିସର ବଢୁଥିବାବେଳେ ଓ ହୁତି ବିଦ୍ରୋହୀମାନେ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରୁଥିବାବେଳେ ସତର୍କ ହୋଇଉଠିଛି ଭାରତୀୟ ନୌସେନା ।
-
ଅଯୋଧ୍ୟାରେ ଗର୍ଭଗୃହରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ୪ ଘଣ୍ଟାର ପୂଜା ପରେ ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି ନୃତ୍ୟ ମଣ୍ଡପରେ ପହଞ୍ଚିଥିଲା। ବୈଦିକ ବିଧି ଅନୁଯାୟୀ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା।
-
ରାମ ମନ୍ଦିରର ଉଦ୍ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ ଜାନୁଆରି ୨୨ ତାରିଖରେ ସମ୍ପୂର୍ଣ୍ଣ ଦେଶରେ ଅଧାଦିନର ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର।
-
ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଆକାଶ ଏୟାର ମିଳିତ ଭାବେ ୧୧୨୦ଟି ବିମାନ କିଣିବେ। ୨୦୨୩ରେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ୯୭୦ଟି ବିମାନ କିଣିବା ବରାଦ ଦେଇଥିଲେ।
-
ରାଷ୍ଟ୍ରାୟତ୍ତ କୋଇଲା କମ୍ପାନି ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍)ର ସହାୟକ ସଂସ୍ଥା ମହାନଦୀ ବେସିନ୍ ପାୱାର ଲିମିଟେଡ୍ (ଏମ୍ବିପିଏଲ୍) ପକ୍ଷରୁ ସୁନ୍ଦରଗଡ଼ରେ ଏକ ୧୬୦୦ ମେଗାୱାଟ୍ର ଥର୍ମାଲ୍ ପାୱାର ପ୍ଲାଣ୍ଟ୍ ସ୍ଥାପନ କରାଯିବ।
-
ବଜାଜ ଅଟୋ ପକ୍ଷରୁ ନୂଆ ତିନିଚକିଆ ମାଲବାହୀ ଇଲେକ୍ଟ୍ରିକ୍ ଯାନ ଏକ୍ସଏଲ୍ କାର୍ଗୋ ଇ-ଟେକ୍ ୧୨.୦କୁ ଉନ୍ମୋଚନ କରାଯାଇଛି। ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ କମ୍ପାନିର ଭିପି-ସେଲ୍ସ ରାଜୀବ ବର୍ମା ତାହାକୁ ଉନ୍ମୋଚନ କରିଥିଲେ।
-
ସ୍ମାର୍ଟଫୋନ ନିର୍ମାତା ସାମସଙ୍ଗ ଏକ ବଡ ଘୋଷଣା କରିଛି । ସାମସଙ୍ଗ ଏହାର ନୋଇଡା କାରଖାନାରେ ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ସଜ୍ଜିତ ଗାଲାକ୍ସି ଏସ୨୪ ସିରିଜ୍ ସ୍ମାର୍ଟଫୋନ୍ ତିଆରି କରିବ।
-
ମଙ୍ଗଳବାର ପ୍ରସ୍ତୁତ ହୋଇଥିବା କୋଚିଂ ସେଣ୍ଟର ୨୦୨୪ ରେଜିଷ୍ଟ୍ରେସନ ଏବଂ ରେଗୁଲେସନ ପାଇଁ ନିର୍ଦ୍ଦେଶାବଳୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଛି। ନୂଆ ନିୟମ ଅନୁଯାୟୀ ଏଣିକି ବୃତ୍ତିଗତ ପାଠ୍ୟକ୍ରମ ପାଇଁ ତାଲିମ ପ୍ରଦାନ କରୁଥିବା କୋଚିଂ ପ୍ରତିଷ୍ଠାନଗୁଡିକ ବର୍ତ୍ତମାନ ପଞ୍ଜୀକୃତ ହେବା ଆବଶ୍ୟକ। ସେହିପରି ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇ ପାରିବେ ନାହିଁ କିମ୍ବା ଅତିରିକ୍ତ ଫି ଆଦାୟ କରିପାରିବେ ନାହିଁ ଏବଂ ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଛି।
-
ଆମ ଆଦମୀ ପାର୍ଟି (ଏଏପି) ନେତା ଅଶୋକ ତନୱାର ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସରେ ଯୋଗଦେବା କାରଣରୁ ଦଳ ଛାଡିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲେଖିଥିବା ଚିଠିରେ ତନୱାର କହିଛନ୍ତି।
-
ଭବିଷ୍ୟତରେ ଭାରତୀୟ ରେଲଓ୍ବେ, ସ୍ବିଜରଲ୍ୟାଣ୍ଡ ରେଲଓ୍ବେ ଏକତ୍ର କାର୍ଯ୍ୟ କରିବେ। ଘଟଣାହେଲା, ଭାରତୀୟ ରେଲଓ୍ବେ ସ୍ବିଜରଲ୍ୟାଣ୍ଡର ରେଲଓ୍ବେ ସହିତ ଏକ ଏମଓୟୁ ସ୍ବାକ୍ଷର କରିବାକୁ ଯୋଜନା ପ୍ରସ୍ତୁତ କରୁଛି।
-
ଦେଶରେ ଆଣ୍ଟିବାୟୋଟିକ କିମ୍ବା ଆଣ୍ଟିମାଇକ୍ରୋବାୟଲ ଔଷଧର ଅପବ୍ୟବହାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଡାକ୍ତରମାନଙ୍କୁ ଏହି ଔଷଧ ଲେଖିବାବେଳେ ‘ସଠିକ ସୂଚକ’ ଲେଖିବା ବାଧ୍ୟତାମୂଳକ କରିଛନ୍ତି।
-
ଅଯୋଧ୍ୟାରେ ନବ ନିର୍ମିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍ସାହର ପରିବେଶ। ତେବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଅଧା ଦିନ ଅର୍ଥାତ ‘ହାଫ୍ ଡ଼େ’ ଛୁଟି ଘୋଷଣା କରିଛନ୍ତି ଉଭୟ କେନ୍ଦ୍ର ସରକାର ଓ ଓଡିଶା ସରକାର।
-
ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ୍-୧ର ସଫଳତା ପରେ ଏବେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ଇସ୍ରୋ ମହାକାଶରେ ଆଉ ଏକ ସ୍ୱତନ୍ତ୍ରକାର୍ଯ୍ୟ କରିବା ପାଇଁ ଯାଉଛି । ଗଗନ ଯାନରେ ମହାକାଶକୁ ମାନବ ପଠାଇବ ଇସ୍ରୋ ।
-
କେନ୍ଦ୍ର କ୍ୟାବିନେଟ ଷୋଡଶ ଅର୍ଥ ଆୟୋଗ ନିମନ୍ତେ ଯୁଗ୍ମ ସଚିବ ସ୍ତରରେ ତିନୋଟି ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଯୁଗ୍ମ ସଚିବ ସ୍ଥରରେ ଦୁଇଟି ପଦବୀ ଏବଂ ଗୋଟିଏ ଅର୍ଥନୈତିକ ପରାମର୍ଶଦାତା ପଦବୀ ସୃଷ୍ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
|
399 |
Y |
|
1170 |
19-01-2024 |
English |
-
In a move aimed at curbing the rising incidents of student suicides, especially in Rajasthan’s Kota, the Ministry of Education (MoE) has issued guidelines barring coaching centres from enrolling students below 16 years of age and making misleading promises for success in entrance examinations.
-
Government offices across the country, including Odisha, will remain closed for half a day January 22, due to the Ram temple consecration ceremony in Ayodhya, official sources said, Thursday.
-
Chief Minister Naveen Patnaik launched Shree Jagannath Express bus services under the state government’s Location Accessible Multimodal Initiative (LAccMI) here, Thursday.
-
Under Jagannath Express Bus Services, women of the state can avail 50 per cent fare concession during their journey from district headquarters, major subdivisions to the Pilgrim City of Puri, announced Chief Minister Naveen Patnaik while launching the special-purpose public transportation service under the government’s flagship scheme Location Accessible Multi-modal Initiative (LAccMI) here Thursday.
-
Delhi University Vice-Chancellor Yogesh Singh Thursday said the varsity would continue to keep under its affiliation 12 of its colleges that are fully funded by the state government.
-
Battery-operated carts will be made available for devotees visiting Ayodhya to offer prayers at the Ram temple and the Hanuman Garhi temple, officials said Thursday.
-
Bilkis Bano Case Convicts Ordered To Surrender, Supreme Court Rejects Their Request
-
Japan signed a deal with the United States Thursday to purchase up to 400 Tomahawk cruise missiles as part of its ongoing military buildup in response to increased regional threats
-
An Israeli airstrike on a home killed 16 people, half of them children, in the southern Gaza town of Rafah, medics said early Thursday. The military continued to strike targets in areas of the besieged territory where it has told civilians to seek refuge.
-
With Akasa Air announcing an order for 150 aircraft Thursday, three Indian carriers together have ordered a total of 1,120 planes in less than one year as they expand their presence in the country’s fast growing civil aviation market.
-
The Indian women’s hockey team fought with tigerish resolve but lost its nerves in the most crucial phase of the penalty shootout, going down to Germany 3-4 in the second semifinal of the FIH Olympic Qualifier here Thursday.
-
Chhattisgarh Chief Minister Vishnu Deo Sai announced on Thursday that all government offices will remain closed on January 22 till 2:30 pm, given the Pran Pratishtha ceremony of the Ram Temple in Ayodhya
-
Twelve students and two teachers drowned after a boat overturned in a lake on the outskirts of Vadodara city in Gujarat on Thursday, officials said.
-
The Enforcement Directorate (ED) on Thursday raided eight places in and around Kolkata in connection with its probe into alleged irregularities in recruitment in state-run and-aided schools of West Bengal, a senior officer said.
-
In a setback to INDIA bloc, several Arvind Kejriwal-led Aam Admi Party and Congress workers joined the Bharatiya Janata Party in Chandigarh on Thursday ahead of the upcoming Lok Sabha polls.
|
372 |
Y |
|