| # |
Date |
Type |
Current Affairs |
No. Of Views |
Status |
Action |
| 1 |
07-01-2026 |
Odia |
-
1.ଭେନେଜୁଏଲା ଆମେରିକାକୁ ୩୦-୫୦ ନିୟୁତ ବ୍ୟାରେଲ ତେଲ ବିକ୍ରି କରିବାକୁ ରାଜି ହୋଇଛି। ଆମେରିକା ଏହି ତେଲକୁ ବଜାର ମୂଲ୍ୟରେ କିଣିବ।
-
2. ଆମେରିକୀୟ ସାମରିକ କାର୍ଯ୍ୟାନୁଷ୍ଠାନରେ ଅତି କମରେ ୨୪ ଜଣ ଭେନେଜୁଏଲା ସୁରକ୍ଷା ଅଧିକାରୀ ନିହତ ହୋଇଛନ୍ତି। ଏହା ଦ୍ୱାରା ସରକାରୀ ମୃତ୍ୟୁ ସଂଖ୍ୟା ୫୬କୁ ପହଞ୍ଚୁଛି।
-
3.ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସିନ୍ସିନାଟିସ୍ଥିତ ଘର ଉପରେ ଆକ୍ରମଣ ହୋଇଛି। ଘରର ଅନେକ ଝରକା ଭାଙ୍ଗିଯାଇଛି।
-
4.ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ନଗର ନିଗମର ଅଧିକାରୀମାନେ ସୟଦ ଫୈଜ ଏଲାହି ମସଜିଦ ଏବଂ ତୁର୍କମାନ ଗେଟ୍ ସ୍ଥିତ କବରସ୍ଥାନ ସଂଲଗ୍ନ ଏକ ଜମିରେ ଭଙ୍ଗା ଅଭିଯାନ ଚଳାଇବା ସମୟରେ ସଂଘର୍ଷ ଘଟିଛି।
-
5.ନିତି ଆୟୋଗ ରିପୋର୍ଟ ଅନୁଯାୟୀ ୨୦୨୧-୨୨ ଶିକ୍ଷାବର୍ଷରେ ଓଡ଼ିଶାକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗଠାରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରିବାକୁ ଆସିଛନ୍ତି। ଓଡ଼ିଶାରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ଓଡ଼ିଶାରେ ୨୩୬୨ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି। ସେଥିମଧ୍ୟରୁ କେବଳ କିଟ୍ରେ ବିଶ୍ୱର ୭୦ଟି ଦେଶରୁ ୨ ହଜାରରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ ପଢ଼ୁଛନ୍ତି।
-
6.ପାଟନା ମୁନ୍ୟନିସିପାଲ କର୍ପୋରେସନ ଜନସାଧାରଣଙ୍କ ପାଇଁ ଏକ ନିର୍ଦ୍ଦେଶ ଅନୁଯାୟୀ, ଖୋଲାରେ ଛେପ ପକାଉଥିବା ଯେକୌଣସି ବ୍ୟକ୍ତିଙ୍କୁ ଏବେ “ସହର ଶତ୍ରୁ” ଭାବରେ ଆଖ୍ୟା ଦିଆଯିବ। ଏହା ସହିତ ୫୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯିବ।
-
7.ଆଇଆରସିଟିସି ଉପଭୋକ୍ତାମାନଙ୍କୁ ସେମାନଙ୍କର ଆଧାର କାର୍ଡ ଲିଙ୍କ କରିବାକୁ ପଡିବ । ନୂତନ ନିୟମ ଅନୁସାରେ ଆସନ୍ତା ୧୨ ଜାନୁଆରୀରୁ ଟ୍ରେନ ଟିକେଟ ବୁକିଂର ପ୍ରଥମ ଦିନରେ ଟିକେଟ ବୁକିଂ କରିପାରିବେ ନାହିଁ ।
-
8.ଉତ୍ତରପ୍ରଦେଶରେ ୨.୮୯ କୋଟି ଭୋଟରଙ୍କ ନାମ କଟିଗଲା। ନିର୍ବାଚନ କମିଶନରଙ୍କ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ପରେ ଏସବୁ ନାମ କାଟି ଦିଆଯାଇଛି।
-
9.ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ଵତୀ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପାଇଁ ଶେଖ ହାସିନାଙ୍କୁ ଦାୟୀ କରିଛନ୍ତି ।
-
10.ରାଜ୍ୟରେ ବୈଧ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର ନଥିଲେ ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ନଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିବା ସହ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
11.ବାୟୁ ପ୍ରଦୂଷଣ ରୋକିବାକୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବାଲେଶ୍ଵର ପରେ କଟକ, ଭୁବନେଶ୍ବର, ଅନୁଗୁଳ ଓ ତାଳଚେର ସହରରେ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଯାଇଛି। ସହର ଭିତରେ କୌଣସି ପ୍ରକାର ଭଙ୍ଗା କାର୍ଯ୍ୟ ହୋଇପାରିବ ନାହିଁ।
-
12.୨୦୨୫ ମସିହାରେ ଓଡ଼ିଶାରେ ମୋଟ ୮ ଲକ୍ଷ ୯୧ ହଜାର ୭୫୨ଟି ଗାଡ଼ି ବିକ୍ରି ହୋଇଛି। ୨୦୨୪ ତୁଳନାରେ ଏହା ୧୦.୨୪ ପ୍ରତିଶତ ଅଧିକ। ୨୦୨୫ ମସିହାରେ ରାଜ୍ୟରେ ବିକ୍ରି ହୋଇଥିବା ସମୁଦାୟ ଗାଡ଼ି ମଧ୍ୟରୁ ୨ ଚକିଆ ଯାନ ସଂଖ୍ୟା ହେଉଛି ୭ ଲକ୍ଷ ୧୪ ହଜାର ୭୨୦।
-
13.ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ଵତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି ପେପର୍-୨ ପରୀକ୍ଷା ଦେଇପାରିବେ।
-
14.ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର, ବାଳିକା ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମାର୍ଚ୍ଚ ୮ ପୂର୍ବରୁ ଯେପରି ଶୌଚାଳୟ ସୁନିଶ୍ଚିତ ହେବ ସେନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସଂପୃକ୍ତ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
15.ଚିଳିକାଙ୍କୁ ଆସୁଥିବା ୨୦ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଗୋଡରେ ବନ ବିଭାଗ ପକ୍ଷରୁ ସାଟେଲାଇଟ ଟ୍ରାନ୍ସମିଟର ଲଗାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସାଟେଲାଇଟ ଟ୍ରାନ୍ସମିଟର ଦ୍ୱାରା ବିଦେଶାଗତ ପକ୍ଷୀ କେଉଁଠୁ ଆସୁଛନ୍ତି ତାହା ଜଣାପଡିବ ବୋଲି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।
|
10 |
Y |
|
| 2 |
07-01-2026 |
English |
-
1.A special POCSO court in Bargarh district sentenced a man to death after finding him guilty of rape and murder of a six-year-old minor girl in Paikmal area of the district in November 2024.
-
2.A 40-year-old Hindu man, Moni Chakraborty, a grocery shop owner, has been murdered after unidentified attackers struck him with a sharp weapon in Bangladesh’s Narsingdi city.
-
3.The Orissa High Court Tuesday issued a show-cause notice to the state government asking for submission of compliance affidavit on the enforcement of Pollution Under Control Certificate (PUCC) and direction to retail fuel outlets not to dispense fuel to vehicles without it.
-
4.The state government has imposed a ban on all kinds of construction work from 6pm to 10am to curb rising air pollution in Bhubaneswar and Cuttack,
-
5.Haryana is set to witness the launch of India’s first hydrogen-powered train as preparations in this regard have reached final stages, according to a Haryana government.
-
6.Vigilance sleuths arrested a forester in Bolangir district while allegedly accepting a bribe of Rs 10,000 from a local farmer.
-
7.The Babasaheb Bhimrao Ambedkar Bus Terminal (BSABT) at Baramunda is set to emerge as a major transport and business hub, with IT companies likely to commence operations from the facility soon.
-
8.In the eastern region, Odisha ranks first, while KIIT stands fifth nationally among private universities for foreign student enrollment.
-
9.Panic gripped Morada block of Mayurbhanj district following a reported outbreak of jaundice, with more than 25 children said to be affected in Khuruntia village under Palasamunduli panchayat.
-
10.Andhra Pradesh’s 14th State Investment Promotion Board meeting, chaired by Chief Minister N Chandrababu Naidu Tuesday, approved investment proposals worth over Rs 19,000 crore with the potential to generate nearly 12,000 jobs.
-
11.The Uttar Pradesh Cabinet Tuesday approved incentives to attract semiconductor companies willing to invest Rs 3,000 crore or more in the state, aiming to boost high-end manufacturing and generate large-scale employment.
-
12.The rupee snapped its four-day losing streak and appreciated by 12 paise to settle at 90.18 against the US dollar.,
-
13.Rising for the fourth straight day, the gold price Tuesday jumped by Rs1,100 to Rs1,41,500 per 10 grams, tracking firm global trends, according to the All India Sarafa Association.
-
14.Oxford University Press India acknowledged that some statements contained in the book "Shivaji: Hindu King in Islamic India", published in 2003, were unverified.
-
15.India imported about 144 billion euros' worth of crude oil from Russia since the start of the Ukraine war, a European think tank said,
|
11 |
Y |
|
| 3 |
06-01-2026 |
Odia |
-
1.ସୋମନାଥର ଗୌରବମୟ ଇତିହାସ ଉପରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପ୍ରେରଣାଦାୟକ ଲେଖା ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଜୟ ସୋମନାଥ! ସୋମନାଥ ଉପରେ ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ୨୦୨୬ରେ ପୂରଣ ହେଉଛି।
-
2.ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗର ୯୫% ସମାଧାନ ହୋଇଛି ।
-
3.ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଘର,ସପିଂ ମଲ,ହାଟ,ହୋଟେଲ,କ୍ୟାଫେ ଆଦିରୁ ସଫେଇ ପାଇଁ ଦେୟ ଆଦାୟ କରିବ ବିଏମସି । ପ୍ରତି ଜାଗାରୁ ଅଳିଆ ସଫେଇ ବାବଦରେ ଏହି ଦେୟ ଆଦାୟ କରିବ ବିଏମସି ।
-
4.ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ ଦୁଇଦିନିଆ ସରକାରୀ ଗସ୍ତରେ ଭାରତ ଆସିବେ। ଚାନ୍ସେଲର ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଫ୍ରେଡ୍ରିଚ୍ଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ଜାନୁଆରି ୧୨-୧୩ରେ ହେବ। ଭାରତ-ଜର୍ମାନୀ ସମ୍ପର୍କ ଦୃଷ୍ଟିରୁ ଏହି ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
-
5.ଭେନେଜୁଏଲାରେ କ୍ଷମତା ପରିବର୍ତ୍ତନ ପରେ ଆମେରିକା ସ୍ପଷ୍ଟ କରିଛି ଯେ ତୁରନ୍ତ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ଆମେରିକା କହିଛି ଯେ ପ୍ରଥମେ ଦେଶକୁ ସ୍ଥିର କରିବା ଏବଂ ପରିସ୍ଥିତିକୁ ଉନ୍ନତ କରିବା ଆବଶ୍ୟକ। ତା'ପରେ ହିଁ ଜନସାଧାରଣ ଭୋଟ ଦେଇପାରିବେ।
-
6.ସିଲିକନ୍ ଟେକ୍ ଲ୍ୟାବ୍ର ଏମ୍ଡି ସୁରେଶ ନାୟକ ଓପିଆର୍ବିଠାରୁ ପୁଲିସ ଏସ୍ଆଇ ପରୀକ୍ଷା ପ୍ରଶ୍ନପତ୍ରର ଏକ ସେଟ୍ ନେଇଥିଲେ। ସେହି ପ୍ରଶ୍ନପତ୍ରକୁ ଆଶାୟୀଙ୍କୁ ଦେଖାଇ ପ୍ରଭାବିତ କରିଥିଲେ। ଯେଉଁମାନେ ୨୫ଲକ୍ଷ ଟଙ୍କା ଦେବେ ସେମାନଙ୍କୁ ପ୍ରଶ୍ନପତ୍ର ମିଳିବା ସହ ଚାକିରି ପକ୍କା ବୋଲି କହିଥିଲେ।ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍ରେ ଏଭଳି ସାଂଘାତିକ ତଥ୍ୟ ସାମନାକୁ ଆସିଛି।
-
7.ରାଜ୍ୟର ୭୬୨ଟି ପିଏମ୍ଶ୍ରୀ ବିଦ୍ୟାଳୟରେ ଏହି ଅଭିଯାନ ଆରମ୍ଭ କରିବାକୁ କୁହାଯାଇଛି। ଜାନୁଆରି ୬ରୁ ୧୦ ମଧ୍ୟରେ ବିଦ୍ୟାଳୟ ସ୍ତରରେ ମୌଖିକ ଭାଷା ବିକାଶ, ଫୋନିକ୍ସ/ଡିକୋଡିଂ, ବିସ୍ତୃତ ପଠନ, ଲିଖନ ଭଳି କାର୍ଯ୍ୟକଳାପ କରାଯିବ। ପରବର୍ତ୍ତୀ ସମୟରେ ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ହେବା ପରେ ଜାନୁଆରିରେ ରାଜ୍ୟସ୍ତରୀୟ ରିଡିଂ ଏକ୍ସଲେନ୍ସ ମେଳା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
-
8.ନିତି ଆୟୋଗର ପୂର୍ବତନ ଅଧ୍ୟକ୍ଷ ଅମିତାଭ କାନ୍ତଙ୍କ ସୂଚନା ଅନୁସାରେ ଦେଶରେ ବର୍ତ୍ତମାନ ୭୭ ଲକ୍ଷରୁ ଅଧିକ ଲୋକ ଗିଗ୍ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୩୦ ସୁଦ୍ଧା ସେମାନଙ୍କ ସଂଖ୍ୟା ୨ କୋଟି ୩୫ ଲକ୍ଷରୁ ଅଧିକ ହେବ।
-
9. ଭେନେଜୁଏଲାର ଗାଦିଚ୍ୟୁତ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ସିଲିଆ ଫ୍ଲୋରେସଙ୍କୁ ସୋମବାର ମାନ୍ହଟନସ୍ଥିତ ଅଦାଲତରେ ହାଜର କରାଯାଇଛି। ଗତ ଶନିବାର ଆମେରିକା ସେନା ମାଦୁରୋ ଦମ୍ପତିଙ୍କୁ ଗିରଫ କରିବା ସହ ବ୍ରୁକଲିନର ମେଟ୍ରୋପଲିଟାଲ ଡିଟେନସନ୍ ସେଣ୍ଟର(ଏମ୍ଡିସି)ରେ ରଖିଥିଲା।
-
10.କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୁଣେରୁ ପୂର୍ବତନ ସାଂସଦ ସୁରେଶ କଲମାଡିଙ୍କ ୮୨ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କର ରାଜନୀତିରେ ଏକ ଲମ୍ବା କ୍ୟାରିଅର ଥିଲା। ସୁରେଶ କଲମାଡି କ୍ରୀଡା କ୍ଷେତ୍ରରେ ମଧ୍ୟ ବହୁତ କିଛି କରିଛନ୍ତି।
-
11.ବାଂଲାଦେଶରେ ଜଣେ ୪୦ ବର୍ଷୀୟା ବିଧବା ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଏହା ପରେ ତାଙ୍କୁ ଏକ ଗଛରେ ବାନ୍ଧି ଅତ୍ୟାଚାର କରାଯିବା ସହ ତାଙ୍କ କେଶ କାଟିଦିଆଯାଇଛି । ଚାରିପଟେ ଶହ ଶହ ଲୋକ ଦେଖୁଥିଲେ ବି ମୁକଦର୍ଶକ ସାଜିଥିଲେ। ଘଟଣାଟି ଘଟିଛି ଝିନାଇଦା ଜିଲ୍ଲାର କାଳିଗଞ୍ଜରେ ।
-
12.ଆଉ ନାହାନ୍ତି ନାମକରା ଖଳନାୟକ ଜ୍ଞାନ ରଞ୍ଜନ ସାହୁ। ତୁଳସୀ, ଧଉଳି, ଶିବାନୀ, ରଙ୍ଗମହଲ ଭଳି ପାର୍ଟିରେ ତାଙ୍କର ଅଭିନୟର ଜଲୱା ଦେଖାଇଥିଲେ।
-
13.ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରୁ ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ ବିଦା ପରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଫଳରେ ବାଂଲାଦେଶ ଟି୨୦ ବିଶ୍ବକପ-୨୦୨୬ର ଭାରତରେ ମ୍ୟାଚ ଖେଳିବାକୁ ଅନିଚ୍ଛା ପ୍ରକାଶ କରିଛି।
-
14. ଅମ୍ବାନୀ ପରିବାର ବୋଟାଡ ଜିଲାର ପ୍ରସିଦ୍ଧ ଶ୍ରୀ କଷ୍ଟଭଞ୍ଜନ ଦେବ ହନୁମାନଜୀ ମନ୍ଦିର (ସାରଙ୍ଗପୁର ହନୁମାନ ମନ୍ଦିର) ପରିଦର୍ଶନ କରିଥିଲେ, ଯେଉଁଠାରେ ସେମାନେ ରୀତିଗତ ପ୍ରାର୍ଥନା କରିଥିଲେ ଏବଂ ଦେବତାଙ୍କ ଆଶୀର୍ବାଦ ଲୋଡ଼ିଥିଲେ। ଦର୍ଶନ ପରେ, ମୁକେଶ ଅମ୍ବାନୀ ମନ୍ଦିରର ବିକାଶକୁ ସମର୍ଥନ କରିବା ଏବଂ ଭକ୍ତମାନଙ୍କ ପାଇଁ ଉତ୍ତମ ସୁବିଧା ଯୋଗାଇବା ପାଇଁ ମନ୍ଦିର ଟ୍ରଷ୍ଟକୁ ୫ କୋଟି ଦାନ ଘୋଷଣା କରିଥିଲେ।
-
15.IMD ଅନୁଯାୟୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଥଣ୍ଡା ଲହରୀ ଏବଂ ଥଣ୍ଡା ଦିନ ପରିସ୍ଥିତି ସୃଷ୍ଟି ହୋଇପାରେ।
|
28 |
Y |
|
| 4 |
06-01-2026 |
English |
-
1.Odisha Chief Minister Mohan Charan Majhi Monday conducted the 16th round of his public grievance hearing programme at the CM’s Grievance Cell at Unit-II, Bhubaneswar, reaffirming the state government’s commitment to responsive and people-centric governance.
-
2.A Hindu businessman, who was also the acting editor of a newspaper, was fatally shot in the head by unidentified assailants Monday in Jessore district in southern Bangladesh, officials said.
-
3.The United States could raise tariffs on India if New Delhi does not meet Washington’s demand to curb purchases of Russian oil, President Donald Trump said Sunday, escalating pressure on the South Asian country as trade talks remain inconclusive.
-
4.The Supreme Court Monday refused bail to activists Umar Khalid and Sharjeel Imam in the 2020 Delhi riots conspiracy case but granted it to five others, citing “hierarchy of participation” and saying all accused in the case do not stand on the same footing.
-
5.On the occasion of New Year 2026, BMC Mayor Sulochana Das called upon citizens to actively participate in Swachh Survekshan 2025–26 to help place the city among India’s topranked clean cities.
-
6.Vigilance officials Monday caught two engineers of the Odisha Lift Irrigation Corporation (OLIC) red-handed while allegedly accepting a bribe of Rs60,000 from a contractor in Udala subdivision of Mayurbhanj district.
-
7.On the occasion of the National Bird Day, wildlife activists Monday installed artificial nests in several houses of Basudevpur village in Ganjam district in an effort to conserve house sparrows.
-
8.Indian Army's Trishakti Corps has installed a 10-KW solar power plant at Muguthang village, located at an altitude of around 15,000 feet near the India-China border in North Sikkim, an official statement said Monday.
-
9.The Supreme Court Monday asked the Centre to consider taking a decision within four months on the revision of wage ceiling for the Employees Provident Fund Scheme (EPFO) which has not been revised in the last 11 years.
-
10.India Monday urged its nationals to avoid non-essential travel to Iran as the country has been rocked by a wave of protests over inflation and currency devaluation.
-
11.The Indian Railways has spent 80.54 per cent, which is `2,03,138 crore of the total gross budgetary support (GBS) of `2,52,200 crore, as of the end of December 2025, the ministry said Monday.
-
12. Mobile phones and hidden SIM cards can be seized from migrants arriving illegally in the UK on small boats across the English Channel under new powers enforced from Monday.
-
13.The telecom regulator Trai has imposed a penalty of Rs150 crore on telecom operators for their failure to curb spam calls and messages, according to an official source.
-
14.Crude Oil prices rose by Rs42 to Rs5,197 per barrel in the futures trade Monday amid cautious sentiment over geopolitical developments.
-
15.Bangladesh Monday banned the broadcast of IPL's upcoming season to protest pacer Mustafi zur Rahman's ouster from the world's biggest T20 league on BCCI instructions amid a steady deterioration of the country's diplomatic ties with India .
|
13 |
Y |
|
| 5 |
05-01-2026 |
Odia |
-
1.ନାଇଜେରିଆର ଡ୍ରଗ୍ ପ୍ରବର୍ତ୍ତନ ସଂସ୍ଥା ଲାଗୋସର ମୁଖ୍ୟ ବନ୍ଦରରେ ଏକ ବାଣିଜ୍ୟ ଜାହାଜରୁ ୩୧.୫ କିଲୋଗ୍ରାମ କୋକେନ୍ ଉଦ୍ଧାର କରିବା ପରେ ୨୨ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଗିରଫ କରିଛି।
-
2.ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନ୍ସିଏସ୍) ଅନୁଯାୟୀ ଆସାମର ମୋରିଗାଓଁ ଜିଲ୍ଲାରେ ୫.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହା ଭୋର ୪ଟା ୧୭ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ୨୬.୩୭ ଉତ୍ତର ଅକ୍ଷାଂଶ ଏବଂ ୯୨.୨୯ ପୂର୍ବ ଦ୍ରାଘିମାରେ ୫୦ କିଲୋମିଟର ଗଭୀରତାରେ ଥିଲା।
-
3.ନାଇଜେରିଆର ଏକ ଗାଁକୁ ବନ୍ଧୁକଧାରୀମାନେ ଅତି କମରେ ୩୦ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
-
4.ନୂଆବର୍ଷ ଆରମ୍ଭରେ ଦିଲ୍ଲୀ ସରକାର ଗରିବ ଏବଂ ଅଭାବୀ ପରିବାରକୁ ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅଧୀନରେ ମାଗଣା ଚିନି ବଣ୍ଟନକୁ ମଞ୍ଜୁରୀ ଦିଆଯାଇଛି।
-
5.କୋରାପୁଟର ଜଳବାୟୁ ମସଲା ଜାତୀୟ ଫସଲ ପାଇଁ ବେଶ ଉପଯୋଗୀ। କଫି, ଗୋଲମରିଚ, ଅଳେଇଚ, ଅଦା, ହଳଦୀ, ମାଣ୍ଡିଆ, ସୁଆଁ, ତେନ୍ତୁଳି ବହୁଳ ପରିମାଣରେ ଉତ୍ପାଦିତ ହେଉଛି ଏହି ଜିଲ୍ଲାରୁ। ହେଲେ ବଜାର ବ୍ୟବସ୍ଥା ଓ ପ୍ରକ୍ରିୟାକରଣ ୟୁନିଟ ନଥିବାରୁ ଫାଇଦା ଉଠାଉଛି।
-
6.ଖୋର୍ଦ୍ଧା ପିଏମ୍ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ (ହେପାଟାଇଟିସ୍-ସି) ଆତଙ୍କ। ବିଦ୍ୟାଳୟରେ ଜଣ୍ଡିସ୍ ଏଭଳି କୋକୁଆଭୟ ସୃଷ୍ଟି କରିଛି ଯେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଘରକୁ ପଳାଇ ଗଲେଣି। ଘରକୁ ଯାଇଥିବା ବିଦ୍ୟାର୍ଥୀଙ୍କ ରକ୍ତ ନମୁନା ମଧ୍ୟ ପଜିଟିଭ୍ ବାହାରୁଛି।
-
7.ଆମ ବସ୍ ଦୁର୍ଘଟଣା ରୋକିବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଡ୍ରାଇଭରଙ୍କ ଏଣିକି ଥାର୍ଡ ପାର୍ଟି ସ୍କ୍ରିନିଂ ଟେଷ୍ଟ କରାଯିବ। ସ୍କ୍ରିନିଂ ଟେଷ୍ଟ ପାସ୍ କଲେ ଗାଡ଼ି ଚଳାଇବାକୁ ଡ୍ରାଇଭରଙ୍କୁ ଅନୁମତି ମିଳିବ। ନଚେତ ମିଳିବ ନାହିଁ ବୋଲି ସଚିବ ପାଢୀ ଗଣମାଧ୍ୟମକୁ କହିଛନ୍ତି।
-
8.ନୂଆପଡା ଜିଲା ଖଡିଆଳ ରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି ।
-
9. ନୂତନ ବର୍ଷ ଆରମ୍ଭରେ ସରକାରୀ ଟେଲିକମ କମ୍ପାନୀ BSNL ତାର ଗ୍ରାହକମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇଛି। ଜାନୁଆରୀ 1, 2026 ଠାରୁ, BSNL ଦେଶବ୍ୟାପୀ ଭଏସ ଓଭର ୱାଇଫାଇ (VoWiFi) ସେବା ଆରମ୍ଭ କରିଛି।
-
10. ରୋହତକର ସୁନାରିଆ ଜେଲରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ୪୦ ଦିନର ପାରୋଲ ଦିଆଯାଇଛି। ପାରୋଲ ଅବଧି ମଧ୍ୟରେ ସେ ହରିୟାଣାର ସିରସାରେ ଥିବା ଡେରା ସଚ୍ଚା ସୌଦାରେ ରହିବେ।
-
11. ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗଜପତି ମହାରାଜ । ମହାପ୍ରଭୁ ବର୍ଷସାରା ବାହାରକୁ ଆସି ପରିବେନି କହି ନିଜ ଉଦବେଗ ପ୍ରକାଶ କରିଛନ୍ତି ଗଜପତି ମହାରାଜ ।
-
12.ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ସରକାରକୁ ଏକ ବର୍ଷ ପୂରଣ ହୋଇଥିବାବେଳେ ମେଣ୍ଟରେ ମତଭେଦ ଦେଖିବାକୁ ମିଳିଛି।
-
13.ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣକୁ ନେଇ ଚୀନ ଉଦ୍ବେଗ ପ୍ରକାଶ କରିବା ସହିତ ୱାଶିଂଟନକୁ କଡା ଚେତାବନୀ ଦେଇଛି।
-
14.ଆନ୍ଧ୍ରପ୍ରଦେଶର ବାରୁଆ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଦୃତ ବେଗରେ ଆସୁଥିବା କାର ଲରିର ପଛପଟୁ ଧକ୍କା ଦେବାରୁ ଘଟିଛି ଏଭଳି ଅଘଟଣ ।
-
15.୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ। ଏଥିପାଇଁ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି।
|
20 |
Y |
|
| 6 |
05-01-2026 |
English |
-
1.The Indian Psychiatric Society (IPS) has expressed deep concern over the persistently high mental health treatment gap in India, noting that nearly 80-85 per cent of individuals suffering from psychiatric disorders do not receive timely or appropriate care.
-
2.No ad-hoc judges have been appointed in high courts so far to tackle pending criminal cases, nearly a year after the Supreme Court cleared the decks for it, as the high courts have not evinced interest.
-
3.At least 30 villagers have been killed and several others are missing after gunmen raided a village in northern Nigeria’s Niger state, police said Sunday.
-
4.The United States might have taken charge of Venezuela’s oil sector, but that is unlikely to change oil prices immediately as years of neglect and sanctions have damaged the industry there.
-
5.The first ‘Patha Utsav’ of 2026, organised by the Bhubaneswar Municipal Corporation (BMC), turned out to be a huge success, drawing a massive crowd Sunday.
-
6.A Bhubaneswar court sentenced drug peddler Sk Hasim Bux to 20 years of rigorous imprisonment (RI) and imposed a fi ne of Rs1 lakh for traffi cking contraband brown sugar.
-
7.Swachh Sathis who achieve 90 per cent collection of user fees will receive special incentive of Rs5,000, announced Bhubaneswar Municipal Corporation (BMC) Mayor Sulochana Das recently.
-
8.Odisha Vigilance Sunday arrested CRRI Police Station, Cuttack Inspector In-Charge (IIC) Bijay Kumar Barik while accepting Rs 40,000 as bribe from a licensed liquor vendor.
-
9.Khariar King Dr Jitamitra Prasad Singh Deo, a noted historian, archaeologist and researcher, passed away Sunday in his palace at Khariar town under Nuapada district. He was 80.
-
10.The Uttar Pradesh government Sunday launched the state's first Barille library with a collection of more than 4,000 books, an official statement said.
-
11.Braving the bitter cold, devotees thronged the Sangam Sunday for a holy dip in the Ganga during the ongoing Magh Mela.
-
12.Former union minister Maneka Gandhi Sunday advocated a nationwide ban on the sale and use of firecrackers in the country to check air pollution.
-
13.India Sunday voiced “deep concern” over the US capturing Venezuela’s President Nicolas Maduro and his wife in a military operation, and said it is closely monitoring the unfolding situation in the oil-rich South American country.
-
14.Dera Sacha Sauda chief Gurmeet Ram Rahim Singh, who is serving a 20-year jail term for raping two of his disciples and is currently lodged in the Sunaria jail in Haryana's Rohtak, was again granted a 40-day parole, said sources Sunday.
-
15.Authorities here have barred courier companies and parcel services from transporting narcotic drugs, psychotropic substances and other contraband without a valid permit, and directed them to ensure police verification of all their employees.
|
15 |
Y |
|
| 7 |
04-01-2026 |
Odia |
-
1.ଓଡ଼ିଶା ଦିନକୁ ଦିନ ପ୍ରଦୂଷଣରେ ରେକର୍ଡ ଭାଙ୍ଗୁଛି । ଦେଶର ସର୍ବାଧିକ ପ୍ରଦୂଷିତ ୪ ସହର ଭିତରେ ଓଡ଼ିଶାର ତାଳଚେର, ବାରିପଦା ଓ ଅନୁଗୁଳ ୩ ସହର ରହିଛି।
-
2.ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ଆମେରିକୀୟ ସେନାର ହେପାଜତରେ ଅଛନ୍ତି।
-
3.ପାକିସ୍ତାନ ବାୟୁସେନା ଶନିବାର ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ତୈମୂର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୬୦୦ କିଲୋମିଟର ରହିଛି।
-
4.ଆମେରିକାର ଆରିଜୋନା ରାଜ୍ୟର ପିନାଲ୍ କାଉଣ୍ଟିର ଏକ ପାର୍ବତ୍ୟ ଅଞ୍ଚଳରେ ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି।
-
5.ବୁଦ୍ଧଙ୍କ ପବିତ୍ର ଅବଶେଷ କେବଳ କଳାକୃତି ନୁହେଁ, ବରଂ ଭାରତର ପବିତ୍ର ଐତିହ୍ୟର ଅଂଶବିଶେଷ। ୧୮୯୮ରେ ଆବିଷ୍କୃତ ପିପରହଓ୍ବା ରତ୍ନ ୧୨୭ ବର୍ଷ ପରେ ଭାରତ ଫେରିଥିବାବେଳେ ନୂଆଦିଲ୍ଲୀରେ ଏହାର ପ୍ରଦର୍ଶନ ପାଇଁ ବିଶାଳ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।
-
6.ମଧ୍ୟପ୍ରଦେଶର ଖରଗୋନ୍ ଜିଲାରେ ନର୍ମଦା ନଦୀକୂଳରୁ ପ୍ରାୟ ୨୦୦ ଶୁଆଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏତେ ସଂଖ୍ୟକ ଶୁଆ ମରିବା ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
-
7.ଶ୍ରୀନଗର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ନେତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ମୁଫତି ଏକ ବିବାଦୀୟ ବୟାନ ଜାରି କରି କହିଛନ୍ତି। ଆମେ କଶ୍ମୀରରେ ହିନ୍ଦୁତ୍ୱକୁ ପ୍ରଚଳନ କରିବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି।
-
8.ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ମୋଟଙ୍ଗା ଥାନା ବଦାଳୋ ନିକଟସ୍ଥ ଗୋପାଳପୁରଠାରେ ଥିବା କଳାମୁଗୁନି ପଥର ଖଣିରେ ଏକ ବଡ଼ଧରଣର ବିସ୍ଫୋରଣ ଘଟି ୪ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ।
-
9.ଏହି ମାସରେ ସମସ୍ତ ଆରଟିଓକୁ ପର୍ଯ୍ୟାପ୍ତ ପରିମାଣର ଗ୍ରୀନ ଷ୍ଟିକର ଦିଆଯିବ । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ, କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।
-
10.ସାମାଜିକ ଗଣମାଧ୍ୟମରେ ଲୋକସେବା ଭବନ, ରାଜୀବ ଭବନ ଏବଂ ଖାରବେଳ ଭବନରେ ରିଲ୍ସ, ଭିଡିଓ ଉତ୍ତୋଳନ ଉପରେ ସରକାର କଟକଣା ଲଗାଇଛନ୍ତି।
-
11. ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ବିଦେଶୀ ଗଞ୍ଜେଇ (ମାରିଜୁଆନା) ଜବତ କରାଯାଇଛି। ଜବତ ମାରିଜୁଆନାର ମୂଲ୍ୟ ୮କୋଟି ହେବ ବୋଲି ଅନୁମାନ କରାଯାଉଛି।
-
12.ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ରେ ୧୪ଟି, ଓଡ଼ିଶା ରାଜସ୍ବ ସେବା (ଓଆର୍ଏସ୍)ରେ ୧୧୩ଟି, ଓଡ଼ିଶା ପରିବହନ ସେବା (ଓଟିଏସ୍)ରେ ୧୬ଟି ଓ ଓଡ଼ିଶା ମଙ୍ଗଳ ସେବା (ଓଡବ୍ଲ୍ୟୁଏସ୍)ରେ ୮ଟି ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି)କୁ ଅନୁରୋଧ କରାଯାଇଛି।
-
13.୨୦୨୫ ନଭେମ୍ବର ମାସରେ ଓଡ଼ିଶାରେ ୧.୫୫ ଲକ୍ଷ(୧,୫୪,୯୨୨) ନୂଆ ମୋବାଇଲ ଫୋନ ଗ୍ରାହକ ସୃଷ୍ଟି ହୋଇଛନ୍ତି। ରାଜ୍ୟରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୬୧ ଲକ୍ଷ ୩୬ ହଜାର ୮୨୪ରେ ପହଞ୍ଚିଛି।
-
14.ମାଓ ଦମନରେ ସୀମାନ୍ତ ଛତିଶଗଡ଼ର ସୁକମା ଓ ବିଜାପୁର ପୁଲିସକୁ ମିଳିଛି ବଡ଼ ସଫଳତା। ଦୁଇଟି ସ୍ଥାନରେ ହୋଇଥିବା ଏନ୍କାଉଣ୍ଟରରେ ୧୪ ନକ୍ସଲ ନିହତ ହୋଇଛନ୍ତି।
-
15.ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) IPL ଫ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସ (KKR)କୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ବିଦା କରିବାକୁ ନିର୍ଦ୍ଦେଶ ଦେଇଛି।
|
19 |
Y |
|
| 8 |
04-01-2026 |
English |
-
1.Prime Minister Narendra Modi Saturday inaugurated an exposition of sacred ancient gems and bone fragments linked to the Buddha, asserting that they were not mere artefacts but part of India’s revered heritage.
-
2.US President Donald Trump said Saturday that Venezuelan President Nicolas Maduro and his wife were aboard US warship Iwo Jima and headed to New York, where they will face prosecution.
-
3.Chief Minister Mohan Charan Majhi Saturday recommended to the Odisha Public Service Commission (OPSC) to conduct examinations for fi lling up an additional 151 vacant posts, including 14 in the state civil service.
-
4. A powerful explosion rocked a stone quarry near Gopalpur village under Motanga police limits in Dhenkanal district Saturday evening, reportedly killing four worker.
-
5.India saw new investment announcements worth Rs 26.62 lakh crore in the first nine months of FY26, with Odisha bringing 13.1 per cent of such intents taking the second spot after Andhra Pradesh (25.3 per cent), according to a new report Saturday.
-
6.All educational institutions across Odisha will observe a statewide programme of collective singing of Vande Mataram January 12, coinciding with Swami Vivekananda Jayanti and the National Youth Day.
-
7.In a first, the state government has implemented Aadhaar-based payments to ensure that only genuine farmers registered on Paddy Procurement Automation System (P-PAS) portal receive payment directly into their bank accounts.
-
8.The Odisha government will soon undertake restoration work at Chilika Lake, Asia’s largest brackish water lagoon and a designated Ramsar site, as its brackish character has been adversely affected by silting at the lake’s mouth.
-
9.The Jagatsinghpur district mining officer has been suspended on charge of collusion with leaseholders and sand mafi a in illegal sand mining.
-
10.A people-led conservation collective, ‘We Are Aravalli’, Saturday released a satellite audit claiming that nearly one-third of the Aravalli mountain range is under ecological risk, and demanded a complete ban on mining across the region.
-
11.The Rajasthan government has made daily newspaper reading compulsory in all government schools in an effort to promote reading habits, improve vocabulary and enhance general awareness among students.
-
12. Gujarat Deputy Chief Minister Harsh Sanghavi Saturday reviewed the situation at Gandhinagar Civil Hospital after 104 patients, including children, were admitted for suspected typhoid.
-
13.In the first Naxalite encounter of 2026, at least 14 Maoists, including wanted ultras Vetti Mangdu and Madvi Hunga, were killed in separate encounters in Chhattisgarh’s Sukma and Bijapur districts in the Bastar region Saturday, officials said.
-
14.India Saturday night advised its nationals to avoid all non-essential travel to Venezuela in view of the situation arising out of the capture of the oil-rich country’s president by the US.
-
15.The transport ministry has proposed assigning Aadhaar-like unique identification number to EV batteries to ensure their end to-end traceability and efficient recycling.
|
15 |
Y |
|
| 9 |
03-01-2026 |
Odia |
-
1.ପୂଜ୍ୟପୂଜା ଭାରତୀୟ ପରମ୍ପରାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଓଡ଼ିଶାରେ ଏହି ପରମ୍ପରାକୁ ଆଗେଇ ନେବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଣ୍ଟା ଭିଡ଼ିଛି। ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କର ୭୫ଟି ପ୍ରତିମୂର୍ତ୍ତି ସ୍ଥାପନ କରି ରାଜ୍ୟ ଓ ଜାତି ପ୍ରତି ସେମାନଙ୍କ ଅବଦାନକୁ ପର ପିଢ଼ିକୁ ଜଣାଇବା ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି।
-
2.ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଆଶାୟୀଙ୍କୁ ଝଟ୍କା ଦେଇଛି। ୭ଟି ସେବାରେ ୩୧୪ ପଦବିରେ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି।
-
3.ମଧ୍ୟପ୍ରଦେଶର ଇନ୍ଦୋରରେ ଦୂଷିତ ପାନୀୟ ଜଳ ପାଇଁ ହିଁ ଡାଇରିଆ ବ୍ୟାପିଛି ଏବଂ ୧୪ ଜଣଙ୍କ ଜୀବନ ଯାଇଛି। ଗତ ୮ ବର୍ଷ ଧରି ଇନ୍ଦୋର ଭାରତର ସବୁଠାରୁ ସ୍ବଚ୍ଛ ସହର ହୋଇଥିଲେ ଇତିମଧ୍ୟରେ ଲ୍ୟାବ୍ ରିପୋର୍ଟ ମଧ୍ୟ ସ୍ପଷ୍ଟ କରିଛି ଯେ ଇନ୍ଦୋରରେ ପାଇପ୍ଲାଇନ୍ ଲିକେଜ୍ ଯୋଗୁ ପାନୀୟ ଜଳରେ ନର୍ଦ୍ଦମା ଜଳ ମିଶି ଏହା ଦୂଷିତ ହୋଇଛି।
-
4.ଇରାନରେ ଅର୍ଥନୈତିକ ସଙ୍କଟ ଯୋଗୁଁ ବଡ଼ ଧରଣର ପ୍ରତିବାଦ ଜାରି ରହିଥିବା ବେଳେ ଗତକାଲିଠାରୁ ଏହା ଅଧିକ ହିଂସାତ୍ମକ ହୋଇଉଠିଛି ଏବଂ ସମଗ୍ର ଦେଶରେ ଅସ୍ଥିରତା ଲାଗି ରହିଛି।
-
5.୨୦୨୫-୨୬ ଆର୍ଥିକବର୍ଷର ପ୍ରଥମ ୯ ମାସରେ ନୂଆ ନିବେଶ ଘୋଷଣା କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ଦେଶରେ ଘୋଷଣା ହୋଇଥିବା ମୋଟ ୨୬.୬୨ ଲକ୍ଷ କୋଟିରୁ ନିବେଶ ମଧ୍ୟରୁ ୧୩.୧ ପ୍ରତିଶତ ନିବେଶ ଓଡ଼ିଶାରେ ହୋଇଛି।
-
6.୨୦୨୫-୨୬ ଆର୍ଥିକବର୍ଷର ପ୍ରଥମ ୯ ମାସରେ ନୂଆ ନିବେଶ ଘୋଷଣା କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ଦେଶରେ ଘୋଷଣା ହୋଇଥିବା ମୋଟ ୨୬.୬୨ ଲକ୍ଷ କୋଟିରୁ ନିବେଶ ମଧ୍ୟରୁ ୧୩.୧ ପ୍ରତିଶତ ନିବେଶ ଓଡ଼ିଶାରେ ହୋଇଛି।ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସମସ୍ତ RTOରେ ବିଶେଷ କାଉଣ୍ଟର ଖୋଲାଯିବ।
-
7.ବିଶ୍ଵର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଏଆଇ ଟୁଲ୍ ‘ଗ୍ରୋକ୍’ର ବ୍ୟାପକ ଅପବ୍ୟବହାରକୁ ନେଇ ବିଶ୍ଵବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷ କରି ପୁରୁଷମାନେ ମହିଳାମାନଙ୍କ ପୋଷାକ ବଦଳାଇବା ଲାଗି ‘ଗ୍ରୋକ୍’ ନିର୍ଦ୍ଦେଶ ଦେଇ ସେହି ଛବିକୁ ପୋଷ୍ଟ କରୁଛନ୍ତି।
-
8.ନେପାଳ ଭଦ୍ରପୁର ବିମାନବନ୍ଦରେ ଅବତରଣ ସମୟରେ ରନୱେରୁ ଖସି ଯାଇଥିଲା । ବିମାନଟି କାଠମାଣ୍ଡୁରୁ ଭଦ୍ରପୁର ଯାଉଥିଲା । ବିମାନରେ ୫୧ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଅଘଟଣ ପରେ ସମସ୍ଥ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି ।
-
9.ରାଉରକେଲା – ପୁରୀ – ରାଉରକେଲା ବନ୍ଦେ ଭାରତ ମଙ୍ଗଳବାର ବ୍ୟତିତ ସପ୍ତାହର ସମସ୍ତ ଦିବସରେ ଚଳାଚଳ କରିବ ।
-
10.ଜାନୁଆରୀ ୩ତାରିଖ ଦିନ ପୌଷ ପୂର୍ଣ୍ଣମୀରେ ଦେଖାଯିବ ସୁପରମୁନ୍ । ପୂର୍ଣ୍ଣମୀ ସମୟରେ ଚନ୍ଦ୍ର ପ୍ରାୟ ୩ଲକ୍ଷ ୬୨ହଜାର କିମି ନିକଟରେ ରହିବ ଓ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୧୪ପ୍ରତିଶତ ବଡ ସହ ୩୦ପ୍ରତିଶତ ଉଜ୍ୱଳ ଦେଖାଯିବ ।
-
11.ଓଡିଶାରେ ରାଜ୍ୟର ୩୦ ଜିଲାର ୨୬ ଲକ୍ଷ ୧୪ ହଜାର ୧୩୭ ପ୍ଲଟ ମଧ୍ୟରୁ ୨୪ ଲକ୍ଷ ୯୪ ହଜାର ୪୩୭ ପ୍ଲଟର କ୍ଷେତ୍ରୀୟ ସର୍ବେକ୍ଷଣ ଶେଷ ହୋଇଛି।
-
12. ଆଇଟି (IT) ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ଇଲେକ୍ଟ୍ରୋନିକ୍ସ ଉପକରଣର ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ୪୬ ହଜାର କୋଟି ଟଙ୍କାର ଅନୁଦାନକୁ ଅନୁମୋଦନ ମିଳିଛି। ପ୍ରମୁଖ କମ୍ପାନୀ ସାମସଙ୍ଗ, ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଫକ୍ସକନ୍ ଭଳି ବଡ଼ ବଡ଼ କମ୍ପାନୀଗୁଡ଼ିକ ଏହି ଯୋଜନା ଦ୍ୱାରା ଉପକୃତ ହେବେ।
-
13.ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (IIT), ହାଇଦ୍ରାବାଦର ଜଣେ ଛାତ୍ର ଏକ ବିରାଟ ସଫଳତା ହାସଲ କରିଛନ୍ତି। କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂର ଅନ୍ତିମ ବର୍ଷର ୨୧ ବର୍ଷୀୟ ଛାତ୍ର ଏଡୱାର୍ଡ ନାଥନ୍ ଭର୍ଗିସଙ୍କୁ ବାର୍ଷିକ ୨.୫ କୋଟି ଟଙ୍କାର ବ୍ୟୟବହୁଳ ପ୍ୟାକେଜ୍ ପ୍ରଦାନ କରାଯାଇଛି। ୨୦୦୮ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ଏହି ଶିକ୍ଷାନୁଷ୍ଠାନରେ ଏହା ହେଉଛି ସର୍ବୋଚ୍ଚ ପ୍ୟାକେଜ୍।
-
14.ରାଜ୍ୟର ଉନ୍ନୟନ କମିଶନର(ଡିସି) ଭାବେ ନିଯୁକ୍ତି ପାଇଥିବା ୧୯୯୩ ବ୍ୟାଚ୍ ଆଇଏଏସ୍ ଅଫିସର ଦେଓ ରଞ୍ଜନ କୁମାର ସିଂ ଶୁକ୍ରବାର ତାଙ୍କ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି।
-
15.ରେଲଓ୍ବେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁସାରେ, ଦେଶର ପ୍ରଥମ ବୁଲେଟ ଟ୍ରେନ ଅଗଷ୍ଟ ୧୫, ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ। ପ୍ରାରମ୍ଭିକ ଭାବରେ, ଏହି ଟ୍ରେନ ଗୁଜରାଟର ସୁରଟ ଏବଂ ବାପି ମଧ୍ୟରେ ଚାଲିବ। ପ୍ରଥମ ପର୍ଯ୍ୟାୟରେ, ସୁରଟ ଏବଂ ବିଲିମୋରା ମଧ୍ୟରେ ସେବା ଆରମ୍ଭ ହେବ। ଏହା ପରେ, ବାପିରୁ ସୁରଟ ସେକ୍ସନ ଖୋଲିବ।
|
22 |
Y |
|
| 10 |
03-01-2026 |
English |
-
1.The government issued a stern notice to Elon Muskled social media platform X to immediately remove all vulgar, obscene and unlawful content, especially generated by AI app Grok, or face action under the law.
-
2.The Odisha transport authority has decided to distribute green stickers to show the validity of a vehicle’s pollution under control certificate (PUCC). The sticker will be made available in the offices of all regional transport offi cers (RTOs) and pollution testing centres from January 10.
-
3.Odisha government credited a total of Rs 2,566 crore to farmers’ bank accounts as part of the ongoing paddy procurement process.
-
4.Senior Congress leader and former MLA Akshay Kumar Acharya died here Friday, family sources said. He was 78.
-
5.Tamil Nadu has successfully deployed AI tools to prevent human-animal conflicts, a move that has significantly reduced incidents involving wild elephants.
-
6.Around 1.6 lakh people visited the Kochi–Muziris Biennale contemporary arts festival from December 12 to 31, 2025, organisers said Friday.
-
7.The Madhya Pradesh government Friday shunted out the Indore municipal commissioner and suspended two senior officials. The health crisis was now under control due to the emergency measures taken, and there was "no abnormal increase in fresh cases,".
-
8.Pan masala manufacturers need to apply for registration under the health and national security cess law immediately after it comes into effect from February 1.
-
9.At least 200 parrots have died on the banks of the Narmada River in Madhya Pradesh's Khargone district due to food poisoning, officials said Friday.
-
10.Yemen’s southern separatist movement said Friday it aimed to hold a referendum on independence from the north in two years, following its seizure of swathes of the country last month in a move that triggered a major feud between Gulf powers.
-
11.Hong Kong’s anti-graft agency arrested 21 people on suspicion of corruption in relation to renovation work at two residential estates.
-
12.China removed a three-decade-old tax exemption on contraceptive drugs and devices from January 1 in new steps to spur a flagging birth rate. Condoms and contraceptive pills now incur value-added tax of 13%, the standard rate for most consumer goods.
-
13. Insurance behemoth Life Insurance Corporation of India (LIC) on Friday announced the launch of a two-month-long campaign for the revival of individual lapsed policies.
-
14.Seven-time Grand Slam champion Venus Williams received a wild card entry into the main draw at the 2026 Australian Open.
-
15.Accord Tamil Nadu Dragons will bank on the home support when they cross swords with Hyderabad Toofans in the opening match of the men's Hockey India League (HIL) here Saturday.
|
16 |
Y |
|