# |
Date |
Type |
Current Affairs |
No. Of Views |
Status |
Action |
2801 |
14-09-2021 |
Odia |
- ‘କୋରିଆନ୍ ସେଣ୍ଟ୍ରାଲ୍ ନିଉଜ୍ ଏଜେନ୍ସି’ ସୂଚନା ଅନୁସାରେ, ଗତ ଦୁଇ ବର୍ଷ ଧରି ଉନ୍ନୀତ କରାଯାଇଥିବା ‘କ୍ରୁଜ୍’ କ୍ଷେପଣାସ୍ତ୍ର ଶନିବାର ଓ ରବିବାର ଦିନ କରାଯାଇଥିବା ପରୀକ୍ଷାରେ ନିର୍ଦ୍ଧାରିତ ୧୫୦୦ କିଲୋମିଟର୍ ଦୂରବର୍ତ୍ତୀ ଲକ୍ଷ୍ୟଭେଦ କରିଛି। ଗତି ପଥରେ ୮ଟି ଭଙ୍ଗୀରେ ଏହା ଉତ୍ତର କୋରିଆ ଓ ଏହାର ଜଳରାଶି ଉପର ଦେଇ ଗତି କରିବା ପରେ ଲକ୍ଷ୍ୟସ୍ଥଳରେ ପଡ଼ିଥିଲା।
- ନୂଆଦିଲ୍ଲୀସ୍ଥିତ ବର୍ଦ୍ଧମାନ ମହାବୀର କଲେଜ ଓ ସଫଦର୍ଜଙ୍ଗ ହସ୍ପିଟାଲର କମ୍ୟୁନିଟି ମେଡିକାଲ ବିଭାଗ ପକ୍ଷରୁ ଏହି ଅନୁଧ୍ୟାନ କରାଯାଇଥିଲା। ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ କୋଭିଡ୍-୧୯ ଟିକା ଉପଲବ୍ଧ ହେବା ପରେ ୬୩ ପ୍ରତିଶତ ପିତାମାତା ସେମାନଙ୍କ ପିଲାଙ୍କୁ ଟିକା ଦେବାକୁ ଆଗ୍ରହୀ ବୋଲି ପ୍ରକାଶ କରିଛନ୍ତି। ଫ୍ୟାମିଲି ମେଡିସିନ ଓ ଫ୍ୟାମିଲି ହେଲ୍ଥକେୟାର ଜର୍ନାଲରେ ଏକ ଅନୁଧ୍ୟାନ ତଥ୍ୟ ପ୍ରକାଶ ପାଇଛି।
- ୧୨ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ବନ୍ଦ ରହିବ ସ୍କୁଲ । ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏହି ୧୨ ଜିଲ୍ଲାଗୁଡିକ ହେଲା ପୁରୀ, ଖୋର୍ଦ୍ଧା କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ ଓ ନୟାଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି ।ସେହିଭଳି ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼କୁ ମଧ୍ୟ ରେଡ୍ ଆଲର୍ଟ ଜାରି କରିଥିଲେ ଏସଆରସି ।
- ଏଥର +୨ ଅରିଜିନାଲ ମାର୍କସିଟ୍ ଓ ମାଇଗ୍ରେଶନ ସାର୍ଟିଫିକେଟ ବିନା +୩ ଆଡମିଶନ କରିପାରିବେ ଛାତ୍ରୀଛାତ୍ର । କରୋନା ଯୋଗୁ ଡାଉନଲୋଡ୍ ମାର୍କସିଟ୍ରେ ଏଥର ଆଡମିଶନ କରି ହେବ ବୋଲି ଶିକ୍ଷା ପକ୍ଷରୁ ସୂଚନା ମିଳିଛି ।
- ସୋମବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ, ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡିଜଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ଓସ୍କାର ଫର୍ଣ୍ଣାଣ୍ଡିଜଙ୍କୁ ୮୦ ବର୍ଷ ହୋଇଥିଲା ଓ ଗତ ଦୁଇ ମାସ ଧରି ସେ ମାଙ୍ଗାଲୁରୁର ୟେନୋପୋୟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
- ତାମିଲନାଡୁରେ ଥିବା ଓଲା ଇଲେକ୍ଟ୍ରିକ୍ ସ୍କୁଟର ପ୍ଲାଣ୍ଟ କେବଳ ମହିଳାମାନଙ୍କ ଦ୍ବାରା ପରିଚାଳିତ ହେବ । ସେଥିପାଇଁ ପ୍ଲାଣ୍ଟରେ ୧୦ ହଜାରୁ ଅଧିକ ମହିଳାଙ୍କୁ ନିଯୁକ୍ତି ମିଳିବ । ଏହା ସହ ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ମହିଳାଙ୍କ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ବିଶ୍ବର ପ୍ରଥମ ମୋଟର ଭେଇକିଲ୍ ମ୍ୟାନୁପାକ୍ଚରିଂ ପ୍ଲାଣ୍ଟ ଓଲା, ଯାହାକି ସମ୍ପୂର୍ଣ୍ଣ ମହିଳାଙ୍କ ଦ୍ବାରା ପରିଚାଳିତ ହେବ।
- ନିଟ୍ ପରୀକ୍ଷାରେ ସାମିଲ୍ ହେବେ ନାହିଁ ତାମିଲନାଡୁର ଛାତ୍ର-ଛାତ୍ରୀ। ସୋମବାର ବିଧାନସଭାରେ ଆଗତ ବିଧେୟକ ଗୃହୀତ ହୋଇଛି। ଏହି ବିଧେୟକରେ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଉଦ୍ଦିଷ୍ଟ ନିଟ୍ ପରୀକ୍ଷାରୁ ତାମିଲନାଡୁର ଛାତ୍ର-ଛାତ୍ରୀଙ୍କୁ ରିହାତି ଦେବା ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଲୋଡା ଯାଇଛି।
- ରାଜଧାନୀ ଦିଲ୍ଲୀରେ ୭୫ ବର୍ଷେର ରେକର୍ଡ ଭାଙ୍ଗିଛି ବର୍ଷା । ଲଗାଣ ବର୍ଷାରେ ବେହାର ହୋଇଛି ରାଜଧାନୀ । ରାସ୍ତା ଘାଟ ଜଳାର୍ଣ୍ଣବ, ବିମାନବନ୍ଦରେ ବି ପଶିଛି ପାଣି ।
- ଦେଶର ଛଅଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୦% କୋଭିଡ ପ୍ରଥମ ପାନ ଟିକା ଦାନ; ଦାଦର ଓ ନଗର ହାଭେଲି, ଡାମ ଓ ଡିୟୁ, ହିମାଚଳ ପ୍ରଦେଶ, ଲଦାଖ, ଲାକ୍ଷାଦ୍ୱୀପ ଓ ସିକିମକୁ ମିଳିଛି ଏହି ସଫଳତା ମୀଲଛି ।
- ସୋମବାର ଗୁଜରାଟ ଗାନ୍ଧିନଗର ସ୍ଥିତ ରାଜଭବନରେ ଆୟୋଜିତ ଏକ ସମାରୋହରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଭୂପେନ୍ଦ୍ର ପଟେଲଙ୍କୁ ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
- ତେବେ ସୁପ୍ରିମକୋର୍ଟରେ ପେଗାସସ ଗୁଇନ୍ଦାଗିରି ପ୍ରସଙ୍ଗ ମାମଲାର ଶୁଣାଣି ଚାଲିଥିବାବେଳେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିବାକୁ ସରକାର ମନ କରିଦେଇଛନ୍ତି। । ତେବେ ଏହାକୁ ନେଇ ରାଷ୍ଟ୍ରର ସୁରକ୍ଷା ପ୍ରସଙ୍ଗ ଜଡିତ ଥିବାରୁ ସରକାର ଏ ସର୍ମ୍ପକରେ ବିସ୍ତୃତ ସତ୍ୟପାଠ ଦାଖଲ କରିବେ ନାହିଁ ବୋଲି ସଲିସିଟର ଜେନେରାଲ ତୁଷାର ମେହଟା ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରାଇଛନ୍ତି।
- ପାରାଦ୍ବୀପ ବନ୍ଦରରେ ଲାଗିଲା ଏକ୍ସ-ରେ କଣ୍ଟେନର ସ୍କାନିଂ ସିଷ୍ଟମ, ଘଣ୍ଟାକୁ ୨୫ ଟି କଣ୍ଟେନରକୁ କରିବ ସ୍କାନ୍ ।
- ଲଘୁଚାପ ଦୁର୍ବଳ ହେଲା ବେଳକୁ ଆସନ୍ତା ୧୭ ତାରିଖ ସୁଦ୍ଧା ଉତ୍ତର ବେଙ୍ଗାପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୧୮ ତାରିଖ ସୁଦ୍ଧା ଉତ୍ତର ଓଡ଼ିଶାର ଉପକୂଳରେ ପହଞ୍ଚିବ ।
- କରୋନା ସଂକ୍ରମଣ ଯୋଗୁଁ ଭାରତ-ଇଂଲଣ୍ଡ ମଧ୍ୟରେ ୫ମ ଟେଷ୍ଟମ୍ୟାଚ୍ ବାତିଲ ହୋଇଛି । ବିସିସିଆଇ କହିଛି ଯେ ଏହି ଟେଷ୍ଟମ୍ୟାଚ୍ ପୁନଃନିର୍ଦ୍ଧାରିତ ହେବ ।
- ଇଞ୍ଜିନିୟରିଂ ପାଠ୍ୟକ୍ରମରେ ରାମାୟଣ, ମହାଭାରତ ଏବଂ ରାମଚରିତ ମାନସକୁ ସାମିଲ କରିବା ପାଇଁ ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ।
- ୭୫ କୋଟି ଟପିଲା ଟିକାକରଣ, ଡିସେମ୍ବର ସୁଦ୍ଧା ୨୦୦ କୋଟି ଡୋଜ୍ ଟିକାକରଣ ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ, ତା’ହା କେମିତି ସମ୍ଭବ ହେବ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରେ ଲାଗିଛି ।
- ପୁରୀରେ ୩୧୭.୩ ମିଲିମିଟର ବର୍ଷା ହୋଇଥିବା ବେଳେ, ଜଗତସିଂହପୁରରେ ୩୦୬, ଖୋର୍ଦ୍ଧାରେ ୧୬୩.୨, କଟକରେ ୧୪୩.୯, କେନ୍ଦ୍ରାପଡ଼ାରେ ୧୪୧.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ବୌଦ୍ଧରେ ୧୩୨ ମିଲିମିଟର ବର୍ଷା ହୋଇଥିବା ବେଳେ, ଯାଜପୁରରେ ୧୨୮.୮, ନୟାଗଡ଼ରେ ୧୧୫.୧ ଓ ସୁବର୍ଣ୍ଣପୁରରେ ୧୦୪.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଚଳିତ ମୌସୁମୀ ସିଜିନ୍ର ସବୁଠୁ ବଡ ଲଘୁଚାପ । ଗତ ୫ ବର୍ଷ ମଧ୍ୟରେ ଏମିତି ବର୍ଷା ହୋଇନଥିଲା । ଖୋର୍ଦ୍ଧା, ଜଗତସିଂହପୁର, ପୁରୀରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲା କାକଟପୁରରେ ରେକର୍ଡ ୫୨୫ ମିମି ବର୍ଷା ହୋଇଛି । ୧୯୩୪ ସେପ୍ଟେମ୍ବର ୨୦ରେ ୨୩୪ମିମି ବର୍ଷା ହୋଇଥିଲା । ୮୭ ବର୍ଷ ପରେ ପୁଣି ସେପ୍ଟେମ୍ବର ମାସରେ ରେକର୍ଡ ଭାଙ୍ଗି ଅଧିକ ବର୍ଷା ହୋଇଛି ।
- ପାର୍ବଣ ପରେ ଦେଶରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଦେଶରେ ୨ ଲକ୍ଷରୁ ଅଧିକ ଆଇସିୟୁ ଶଯ୍ୟାକୁ କେବଳ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରଖାଯିବାର ବ୍ୟବସ୍ଥା କରାଯାଉଛି। ଏଥିରୁ ପାଖାପାଖି ୫୦ ପ୍ରତିଶତ ଆଇସିୟୁ ଶଯ୍ୟାରେ ଭେଣ୍ଟିଲେଟର ସୁବିଧା ରହିବ।
- ଲଘୁଚାପଜନିତ ଲଗାଣ ବର୍ଷାରେ ପୂରି ଉଠିଛି ହୀରାକୁଦ। କିଛିଦିନ ଧରି ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ଠାରୁ ଜଳସ୍ତର କମ୍ ଥିଲା। ଆଜି ସଂଧ୍ୟା ୬ଟା ସୁଦ୍ଧା ଏହା ୬୨୫.୧୦ ଫୁଟ୍ରେ ପହଞ୍ଚିଛି।
- ପ୍ରତିଦିନ ଯେଉଁ ନୂତନ ଆକ୍ରାନ୍ତ ବାହାରୁଛନ୍ତି ସେଥିରେ ଶୂନରୁ ୧୮ବର୍ଷର ଶିଶୁଙ୍କ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଛି। ମାତ୍ର ୧୫ ଦିନ ମଧ୍ୟରେ ଏହି ଆକ୍ରାନ୍ତ ହାର ବଢ଼ି ୧୯ ପ୍ରତିଶତରେ ପହଞ୍ଚିଲାଣି। ପୂର୍ବରୁ ଶିଶୁ ଆକ୍ରାନ୍ତ ୫ ପ୍ରତିଶତ ଭିତରେ ରହୁଥିବାବେଳେ ଏବେ ଏହି ହାର ୧୯ ପ୍ରତିଶତକୁ ଛୁଇଁଛି।
|
607 |
Y |
|
2802 |
14-09-2021 |
English |
- Guidelines on financial compensation for those who died after contracting the coronavirus must be submitted by September 23, the Supreme Court told the government today.
- Bhupendra Patel, a first-time MLA, was sworn in as Gujarat's new Chief Minister two days after Vijay Rupani and his entire cabinet quit, setting the stage for a reboot a year before polls in Prime Minister Narendra Modi's home state.
- The government on Monday said "it had nothing to hide" but cited "national security" to tell the Supreme Court it would not file a detailed affidavit in response to petitions seeking a formal inquiry into the Pegasus spyware scandal.
- The state has so far received 2.81 lakh applications from STs and Other Traditional Forest Dwellers (OTFD) till February this year, of which 1.8 lakh claims were rejected
- Two days after Vijay Rupani resigned in a surprise move, first-time MLA Bhupendra Patel was sworn in as the 17th Gujarat Chief Minister on Monday. The 59-year-old, who represents Ghatlodia constituency, was administered oath of office and secrecy by Governor Acharya Devvrat at a simple ceremony at Raj Bhavan.
- A local social activist filed the petition before the court of Chief Judicial Magistrate, Muzaffarpur, alleging that the Muslim community, to which he belongs, was insulted by the remarks of the firebrand BJP leader.
- A national-level shooter, Namanveer Singh Brar, was found dead in Mohali on Monday morning. According to the police, Brar died by suicide at his residence in Sector 71 of the city.
- Phattuseneri is one of 21 villages in Kotia gram panchayat that lie at the centre of a longstanding border conflict between Odisha and Andhra Pradesh.
- India has crossed the landmark of administering 75 crore Covid vaccine doses, Union Health Minister Mansukh Mandaviya said Monday.
- Karnataka Chief Minister Basavaraj Bommai flagged off 120 ambulances in Bengaluru that will be part of a fleet of 710 ambulances operating under Arogya Kavacha 108 scheme.
- Telangana Chief Minister K. Chandrasekhar Rao will soon inaugurate 15,660 double bedroom houses at Kollur in Sangareddy district.
- Sports Ministry announces free registration for 2 lakh school students for Fit India Quiz. 1 lakh schools can nominate maximum 2 students for free for the quiz on first cum first basis. India Quiz, the participation fee of Rs 225 for the 2 lakh students from the first 1 lakh schools has been waived off.
- Karnataka BJP MLA Shrimant Balasaheb Patil has made a big claim. He said that "when I was in the Congress party and there was a JDS-Congress government in the state, I was offered money to join the BJP."
- This new television Sansad TV channel has been created after merging Lok Sabha and Rajya Sabha. The merger was officially announced by the Rajya Sabha Secretariat office in March. PM Narendra Modi will launch Sansad TV on September 15, i.e. Friday
- Covaxin has been authorised for emergency use in India and has also been exported to several countries but it has not yet received an emergency use listing from the World Health Organisation.
- 17 more people have tested negative for Nipah virus. Of these, 5 persons were tested at NIV Pune and the rest in a specially set up lab at Kozhikode Medical College. Samples of a total of 140 people have been found negative": Kerala Health Minister Veena George said.
- COVID-19 curfew in Uttarakhand to continue from 6 am of September 14 to 6 am of September 21.
- According to yesterday's data by the Union Health Ministry, the active cases have declined to 3,74,269, while the total death count has increased to 4,42,874 with 219 new fatalities being reported on Monday.
- Power Minister R K Singh has written to West Bengal Chief Minister Mamata Banerjee, raising doubts over her intentions in opposing the Electricity (Amendment) Bill, 2021 and asked why she wants to protect private monopoly in electricity distribution.
- The Madhya Pradesh government is all set to include Ramayan, Mahabharat and Ramacharitamanasa studies in Engineering education soon. The Minister of Higher Education Department, Madhya Pradesh Mohan Yadav declared it on Monday.
|
626 |
Y |
|
2803 |
13-09-2021 |
English |
- India reported 28,591 new cases in the last 24 hours, 14 per cent lower than yesterday's cases (33,376). The country also reported 338 deaths over the same period.
- The Centre has informed the Supreme Court that the Health Ministry and the Indian Council of Medical Research (ICMR) have come out with guidelines for issuing an “official document” for COVID-related deaths.
- The CBI has arrested seven persons on Sunday in connection with a murder case in Cooch Behar linked to post-poll violence in West Bengal, officials said.
- Asserting that Aam Aadmi Party (AAP) would contest all 403 assembly seats in Uttar Pradesh, senior leader Sanjay Singh has said
- The Odisha government has urged people to be cautious during the festive season with the state still reporting over 600 positive Covid cases daily.
- Several parts of Odisha, including the capital city Bhubaneswar, on Sunday experienced heavy downpour, under the influence of a well-marked low-pressure area over the Bay of Bengal, officials said.
- A key BJP legislative meet was held to decide the next Chief Minister of Gujarat, a day after Vijay Rupani unexpectedly resigned from the post giving no specific reason behind his shock move. Bhupendra Patel has been named as the next Gujarat Chief Minister.
- India will under an automatic exchange of information pact with Switzerland get the third set of Swiss bank account details of its nationals this month.
- Union Health Minister Mansukh Mandaviya lauds 6 states and UTs - Goa, Himachal Pradesh, Ladakh, Sikkim, Lakshadweep, Dadra & Nagar Haveli, and Daman & Diu for administering the first COVID-19 vaccine dose to 100% of the adult population.
- CBI has arrested 11 persons in an ongoing investigation of two separate cases related to post-poll violence and other offences in the state, ANI reported.
- With over 74 crore COVID vaccines administered so far, India marches another achievement in its fight against COVID-19: GOI stated.
- The Assam state government stated this in its official statement issued on Saturday. Starting on August 28, Armed Forces (Special Powers) Act (AFSPA) law will remain in force for the next six months. However, the government has not said anything about the reasons for extending the deadline of the law.
- In response to the Supreme Court order on Covid-19 death certificates, the government submitted a detailed affidavit that mentioned guidelines regarding the issue of such death certificates.
- Rajya Sabha MP Sanjay Raut said that the Shiv Sena would "definitely" contest the 2022 Goa Assembly polls, adding that the party was likely to field candidates in Uttar Pradesh as well.
- The first patient who received post-COVID ECMO treatment at the SCB Hospital in Cuttack died on Saturday night
- Triggered by a well-marked low pressure over the Bay of Bengal, the capital city received 119 mm of rain until evening. While 78 mm rain was observed till 3:45 pm, heavy rains lashed the capital for an hour during evening.
- The Cuttack unit of BJP has called for a 12- hour bandh in the Silver City here Monday (September 13) to protest against the restrictions imposed by the state government on the celebration of Durga puja.
- Iran and the UN atomic agency Sunday announced the IAEA (International Atomic Energy Agency) will keep up surveillance of Tehran's nuclear activities, soothing a sore point in talks to resuscitate a 2015 deal to curb its programme.
- Japan's government says more than 50% of the population has been fully vaccinated. Japan's vaccine rollouts began in mid-February.
- The Income Tax Department Sunday said it has issued refunds of over `70,120 crore till September 6 this year. Of this personal income tax refunds of `16,753 crore have been issued in over 24.70 lakh cases and corporate tax refund of `53,367 crore have been issued in 1.38 lakh cases.
|
634 |
Y |
|
2804 |
13-09-2021 |
Odia |
- ଗତ 24 ଘଣ୍ଟା ମଧ୍ୟରେ ଭାରତ 28,591 ନୂତନ ମାମଲା ରିପୋର୍ଟ କରିଛି, ଯାହା ଗତକାଲିର ମାମଲା ତୁଳନାରେ 14 ପ୍ରତିଶତ କମ୍ (33,376)। ସେହି ସମୟ ମଧ୍ୟରେ ଦେଶରେ 338 ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି।
- ଆମେରିକା ଆଟଲାଣ୍ଟା ଚିଡ଼ିଆଖାନାରେ ୧୩ଟି ଗରିଲା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛି ୬୦ବର୍ଷ ବୟସ୍କ ଓଜି । ଚିଡ଼ିଆଖାନାରେ ରହିଥିବା ସମସ୍ତ ଗରିଲାଙ୍କ ମଧ୍ୟରେ ଓଜି ହେଉଛି ସବୁଠାରୁ ବୟସ୍କ । ଗତ ଶୁକ୍ରବାର ଏହି ଗରିଲାମାନଙ୍କ ନିକଟରେ କାଶ ହେବା ସହ ନାକରୁ ତରଳ ପଦାର୍ଥ ନିର୍ଗତ ହେବା ପରିଲକ୍ଷିତ ହୋଇଥିଲା । ପରେ ଜର୍ଜିଆ ବିଶ୍ବବିଦ୍ୟାଳୟର ଏକ ଡାକ୍ତର ଟିମ୍ ପହଞ୍ଚି ସେମାନଙ୍କୁ ପରୀକ୍ଷା କରିଥିଲେ ।
- ତାଲିବାନର ନୂଆ ସରକାରକୁ ଏକ ବ୍ୟବସ୍ଥା ଛଡା ଆଉ କିଛି ମାନିବୁ ନାହିଁ ବୋଲି କହିଛନ୍ତି ବୖେଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ତାଲିବାନ ସରକାରରେ ସବୁ ବର୍ଗଙ୍କୁ ସମାନ ଅଧିକାର ମିଳିବା ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି ।
- ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେଇଛନ୍ତି ଗୁଜରାଟ ବିଜେପି ବିଧାୟକ । ଗୁଜରାଟର ୧୭ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ । ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଥିବା ଭୂପେନ୍ଦ୍ର ପଟେଲ୍ ଆସନ୍ତାକାଲି ଶପଥ ନେବେ । ସୋମବାର ଦ୍ୱିପହର ୨.୨୦ଟାରେ ଭୂପେନ୍ଦ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।
- ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା । ଏନେଇ ରାଜ୍ୟର ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ ଏବଂ ନୟାଗଡ଼ ରହିଛି ।
- ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ ଏବେ ବିଶ୍ବ ରାଜନୀତିରେ ହୃଦକମ୍ପ ସୃଷ୍ଟି ହେଲା ଭଳି ସ୍ଥିତି ଉପୁଜିଛି। ଆଫଗାନିସ୍ତାର ଏହି ସରକାରରେ ସାମିଲ ହୋଇଥିବା ସଦସ୍ୟମାନଙ୍କ ପୃଷ୍ଠଭୂମି ଯେଭଳି ରହିଛି ତାହା ଆମେରିକା ସମେତ ରୁଷିଆ ଏବଂ ୟୁରୋପର ବହୁ ରାଷ୍ଟ୍ରଙ୍କୁ ଚିନ୍ତିତ କରିଛି।
- ଗତ କିଛି ଦିନ ହେବ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିବା ଅକ୍ଷୟ କୁମାରଙ୍କ ମା’ଙ୍କ ବୁଧବାର ଦେହାନ୍ତ ହୋଇଛି। ତାଙ୍କୁ ଆଇସିୟୁରେ ଥିବା ମୁମ୍ବାଇର ହିରାନନ୍ଦାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆମ୍ ଆଦମି ପାର୍ଟି (ଆପ୍)ର ରାଷ୍ଟ୍ରୀୟ ଆବାହକ ଭାବରେ ରବିବାର ପୁନଃ ନିର୍ବାଚିତ ହୋଇଛନ୍ତି। କେଜରିୱାଲ କ୍ରମାଗତ ତୃତୀୟ ଥର ପାଇଁ ଏହି ପଦବୀକୁ ନିର୍ବାଚିତ ହୋଇଛନ୍ତି। ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅବସରରେର କେଜରିୱାଲଙ୍କ ନାମକୁ ଏଥିପାଇଁ ଅନୁମୋଦନ କରାଯାଇଥିଲା।
- ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତିର ଅଭିବୃଦ୍ଧି ଘଟିବ। ଆର୍ଥିକ ବର୍ଷର ପ୍ରଥମ ତିନିମାସ ତୁଳନାରେ ଅବଶିଷ୍ଟ ତିନିଟି ତ୍ରୟମାସିକରେ ଏହି ଅଭିବୃଦ୍ଧି ହାର ତ୍ୱରାନ୍ୱିତ ହେବାନେଇ ଦୃଢ ଆଶା ପ୍ରକଟ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।
- ଟି-୨୦ ବିଶ୍ଵ କପ୍ କ୍ରିକେଟ୍ରୁ ଅବସର ନେବେ ନେଦରଲାଣ୍ଡର ଷ୍ଟାର ଅଲରାଉଣ୍ଡର ରିୟାନ ଟେନ ଡୋଇଶେ । ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପରେ କ୍ରିକେଟ୍ରୁ ଅବସର ନେବାକୁ ସେ ନିଷ୍ପତ୍ତି ନେଇଛନ୍ତି ।
- ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳର ମେଣ୍ଟର ଭାବେ ନିଯୁକ୍ତ ହୋଇଛନ୍ତି । ବିସିସିଆଇ ଗୁରୁବାର ଭାରତର ୧୫ ଜଣିଆ ଦଳ ଘୋଷଣା କରିଛି ।
- କରୋନା ଚିହ୍ନଟ ହେବାର ୩୦ ଦିନ ଭିତରେ ମୃତ୍ୟୁ ଘଟିଲେ ତାକୁ କୋଭିଡ୍ ଡେଥ୍ ଭାବେ ବିବେଚନା କରାଯିବ।
- ଆସାମ ରାଜ୍ୟ ସରକାର ଶନିବାର ଦିନ ଦେଇଥିବା ସରକାରୀ ବିବୃତ୍ତିରେ ଏହା କହିଛନ୍ତି। ଅଗଷ୍ଟ 28 ରୁ (AFSPA) ଆଇନ ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଆଇନର ସମୟସୀମା ବୃଦ୍ଧି କରିବାର କାରଣ ସମ୍ପର୍କରେ ସରକାର କିଛି କହି ନାହାଁନ୍ତି।
- ଏପର୍ଯ୍ୟନ୍ତ 74 କୋଟିରୁ ଅଧିକ COVID ଟିକା ଦିଆଯାଉଥିବାରୁ ଭାରତ COVID-19 ବିରୋଧରେ ଲଢ଼େଇରେ ଆଉ ଏକ ସଫଳତା ହାସଲ କରିଛି: GOI କହିଛି।
- ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ଶିବସେନା 2022 ଗୋଆ ବିଧାନସଭା ନିର୍ବାଚନରେ ନିଶ୍ଚିତ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ଦଳ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି।
- ଆୟକର ବିଭାଗ ରବିବାର କହିଛି ଯେ ଚଳିତ ବର୍ଷ ସେପ୍ଟେମ୍ବର 6 ପର୍ଯ୍ୟନ୍ତ ଏହା 70,120 କୋଟିରୁ ଅଧିକ ଟଙ୍କା ଫେରସ୍ତ କରିଛି। 24.70 ଲକ୍ଷରୁ ଅଧିକ ମାମଲାରେ 16,753 କୋଟିର ବ୍ୟକ୍ତିଗତ ଆୟକର ଫେରସ୍ତ ଏବଂ 1.38 ଲକ୍ଷ ମାମଲାରେ 53,367 କୋଟି କର୍ପୋରେଟ୍ ଟ୍ୟାକ୍ସ ଫେରସ୍ତ ପ୍ରଦାନ କରାଯାଇଛି।
- ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁରସିଦ ରବିବାର କହିଛନ୍ତି ଯେ 2022 ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସକୌଣସି ଦଳ ସହ ମେଣ୍ଟ କରିବ ନାହିଁ।
- ଛତିଶଗଡର କୋରବାସ୍ଥିତ ଜିଲ୍ଲା କୋର୍ଟର ଜଣେ ବିଚାରପତି 2018 ମସିହାରେ ଏକ ସଡ଼କ ଦୁର୍ଘଟଣାରେ ଏକାଧିକ ଆହତ ହେବା ପରେ ପକ୍ଷାଘାତର ଶିକାର ହୋଇଥିବା 42 ବର୍ଷୀୟ ବ୍ୟକ୍ତିଙ୍କୁ 20 ଲକ୍ଷ କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ପରିସରର ଚାରି କାନ୍ଥରୁ ବାହାରିଥିଲେ।
- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଚାନ୍ଦନୀଚୋୖକ ଅଞ୍ଚଳର ପୁନ ବିକାଶ ଉଦଘାଟନ କରିଛନ୍ତି ଯାହା ଅଧିକ ପରିଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି।
- ତାଲିବାନ ଦଖଲ ପରେ ସେଠାରେ ମାନବିକ ସଙ୍କଟ ସମ୍ପର୍କରେ ଚେତାବନୀ ଦେଇ ଆଫଗାନିସ୍ତାନ ପାଇଁ 600 ମିଲିୟନ ଡଲାରରୁ ଅଧିକ ଟଙ୍କା ସଂଗ୍ରହ କରିବାକୁ ମିଳିତ ଜାତିସଂଘ ସୋମବାର ଜେନେଭାରେ ଏକ ସହାୟତା ସମ୍ମିଳନୀ ଡକାଉଛି।
|
697 |
Y |
|
2805 |
12-09-2021 |
Odia |
- ରବି ଫସଲ ପାଇଁ ନୂଆଁଖାଇରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏଁ ଜମା କରାଯାଇଛି ।
- ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ହେଲାଣି ୮ କୋଟି । କୋଭିଡ୍ ମହାମାରୀ ନେଇ ଘରକୁ ଘରେ ସର୍ଭେ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟର ମୋଟ ଜନସଂଖ୍ୟାର ଅଢ଼େଇ କୋଟି ହେଉଛନ୍ତି ପ୍ରାପ୍ତ ବୟସ୍କ । ସେମାନଙ୍କ ଭିତରୁ ପ୍ରାୟ ୨୫ ଲକ୍ଷ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।
- ଆନ୍ତର୍ଜାତିକ ଡାଇବେଟିସ୍ ଫେଡେରେସନ୍ର ଆକଳନ ଅନୁଯାୟୀ, ୨୦୪୫ ବେଳକୁ ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଜନସଂଖ୍ୟାର ୭୪ ପ୍ରତିଶତରେ ପହଞ୍ଚିବ ବୋଲି ଆକଳନ କରାଯାଇଛି ।
- ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଶନିବାର ଦିନ ବିଜୟ ରୁପାଣୀ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ସହ ସାକ୍ଷାତ କରି ରୁପାଣୀ ନିଜ ଇସ୍ତଫା ହସ୍ତାନ୍ତର କରିଛନ୍ତି ।
- ୧୯୭୫ ମସିହାରେ ଆହ୍ଲାବାଦ ହାଇକୋର୍ଟ ଇନ୍ଦିରା ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଏହି ଘଟଣାକୁ ପ୍ରୟାଗରାଜରେ ଆୟୋଜିତ ଏକ ସମାରୋହରେ ଭାରତର ପ୍ରଧାନ ବିଚାରପତି ଏନଭି ରମଣା ଉଠାଇଛନ୍ତି। ସେ ସମୟରେ ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଜଗମୋହନଲାଲ ସିହ୍ନା ସେହି ନିଷ୍ପତ୍ତିକୁ ପାରିତ କରିଥିଲେ।
- ଆମେରିକା ଓ୍ୱାଲର୍ଡ ଟ୍ରେଡ ଟାଓ୍ୱାର ହମଲାର ୨୦ ବର୍ଷ ପୂର୍ତ୍ତି ଅବସରରେ ସରକାର ଶପଥ ନେବ ବୋଲି ପୂର୍ବରୁ ଗତ ୭ ତାରିଖରେ ତାଲିବାନ ଘୋଷଣା କରିଥିଲା । ସରକାର ଗଠନ ନେଇ ସହଯୋଗୀ ସଙ୍ଗଠନ ଗୁ଼ଡିକରୁ ପ୍ରବଳ ଚାପ ପଡ଼ିବା ପରେ ଏହି ସରକାର ଶପଥ ନେଇପାରିନାହିଁ ।
- ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ୟୁପିର ସମସ୍ତ ୪୦୩ ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି । ଶିବସେନା ତରଫରୁ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
- ଅଯୋଧ୍ୟା ରାମମନ୍ଦିର ନିର୍ମାଣକୁ ନେଇ ଆସିଛି ବଡ ଖବର । ମୁଖ୍ୟ ମନ୍ଦିରର ଚତୁଃପାର୍ଶ୍ବରେ ନିର୍ମାଣ ହେବ ଆଉ ୬ଟି ମନ୍ଦିର । ମନ୍ଦିରର ପରିକ୍ରମା ପଥରେ ଏହି ୬ଟି ମନ୍ଦିର ନିର୍ମାଣ ହେବ ବୋଲି ଏବେ ସୂଚନା ମିଳିଛି ।
- ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଲା ଗୁଜୁରାଟର ରାଜନୀତି। ୫ବର୍ଷ କ୍ଷମତାରେ ରହିବା ପରେ ଇସ୍ତଫା ଦେଇଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ।
- ଆଫଗାନ ପ୍ରତିବାଦକାରୀ ଓ ସାମ୍ବାଦିକମାନଙ୍କ ଉପରେ ତାଲିବାନ୍ ଚଳାଇଥିବା ଭୀଷଣ ଦମନ ଅଭିଯାନ ଲାଗି ଜାତିସଂଘ ଉଦ୍ବେଗ ପ୍ରକାଶ କରିବା ସହ ନିନ୍ଦା କରିଛି।
- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମା’ ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ‘ନୂଆଁଖାଇ ଜୁହାର’ ଜଣାଇବା ସହ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’ ଏଠାକୁ ଆସୁଥିବା ଭକ୍ତମାନଙ୍କୁ ସମ୍ବଲପୁର ତଥା ଓଡ଼ିଶାର ଗୌରବମୟ ଇତିହାସ ବିଷୟରେ ପରିଚିତ କରାଇବ ବୋଲି କହିଛନ୍ତି।
- ଗତ ୬ ମାସରେ ବିଜେପି ୪ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେଇଛି। ରାଜନୈତିକ ବିଶେଷଜ୍ଞ ଏହା ପଛର କାରଣ ଖୋଜିବାରେ ଲାଗି ପଡିଛନ୍ତି। କିନ୍ତୁ ନିର୍ବାଚନ ରଣନୀତି ଏହା ସ୍ଥିର କରିବ ଯେ, ବିଜେପିର ଏହି ରଣନୀତି କେତେ ସଫଳ।
- ଭାରତରେ କେବଳ ଫୋର୍ଡ ନୁହନ୍ତି ୪ ହଜାରରୁ ଅଧିକ ଛୋଟମୋଟ କମ୍ପାନୀ ମଧ୍ୟ ସେମାନଙ୍କ କାରବାର ବନ୍ଦ କରିବାକୁ ଯାଉଛନ୍ତି। ଶନିବାର ଏହା କହିଛନ୍ତି କନସୋର୍ଟିୟମ ଅଫ ଇଣ୍ଡିଆନ ଆସୋସିଏସନସ୍ (ସିଆଇଏ)ଙ୍କ କନଭେନର କେ.ଇ.ରଘୁନାଥନ ।
- ଚାଷୀ ଓ ପୋଲିସ ସଂଘର୍ଷ ଓ ପରେ ଲାଠି ଚାର୍ଜ ମାମଲାର ହରିୟାଣା ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀ ଓ ପୋଲିସ ବିବାଦର ମୁଖ୍ୟକାରଣ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କୁ ସରକାର ଛୁଟିରେ ପଠାଇ ଦେଇଛନ୍ତି। ହରିୟାଣା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେବେନ୍ଦ୍ର ସିଂହ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ମାମଲାର ତଦନ୍ତ ହେବ ବୋଲି କର୍ଣ୍ଣାଲରେ ଗଣମାଧ୍ୟମକୁ କହିଛନ୍ତି।
- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ସତ୍ୟପାଠରେ ଦାଖଲ କରିଛନ୍ତି ନିଜର ସମ୍ପତ୍ତି ତାଲିକା ।ତାଙ୍କର ଏକ ବ୍ୟାଙ୍କ ଆକାଉଣ୍ଟରେ ୧୨, ୦୨,୩୫୬ ଟଙ୍କା ଜମା ରହିଛି । ଏହା ସହିତ ମୋଟ ବ୍ୟାଙ୍କ ବାଲାନ୍ସ ୧୩, ୫୩, ୩୫୬ ଟଙ୍କା ବୋଲି ଦର୍ଶାଯାଇଥିଲା । ଜାତୀୟ ସଞ୍ଚୟ ପ୍ରମାଣପତ୍ର ବାବଦରେ ମମତା ବାନାର୍ଜୀଙ୍କ ପାଟରେ ୧୮,୪୯୦ ଟଙ୍କା ରହିଛି । ଅପରପକ୍ଷରେ,ଦିଦିଙ୍କ ପାଖରେ ୯ ଗ୍ରାମ ଅଳଙ୍କାର ରହିଛି । ଯାହାର ବଜାରରେ ଦାମ ୪୩,୮୩୭ ଟଙ୍କା ହେବ ବୋଲି ସତ୍ୟପାଠରେ କୁହାଯାଇଛି।
- ଗତ ୨୪ ଘଣ୍ଟାରେ ଦିଆଯାଇଥିବା ୬୫,୨୭,୧୭୫ ଟିକାକୁ ମିଶାଇ ଭାରତର ମୋଟ କୋଭିଡ୍-୧୯ ଟିକାକରଣ ୭୩ କୋଟି ଟପିଛି ବୋଲି ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ୧,୦୩,୬୩,୩୨୯ ଜଣ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୮୫,୭୦,୩୪୦ ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି।
- ଫ୍ରାନ୍ସ ଠାରୁ ଭାରତ ୩୬ଟି ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ କିଣିବା ପାଇଁ ଚୁକ୍ତି କରିଛି। ବର୍ତ୍ତମାନ ସୁଦ୍ଧା ଫ୍ରାନ୍ସ ୨୬ଟି ବିମାନ ପ୍ରଦାନ କରିସାରିଛି। ୪.୫ ଜେନେରେସନର ଏହି ଲଢ଼ୁଆ ବିମାନ ଗୁଡ଼ିକ ଅମ୍ବାଲା ଏବଂ ହସିମାରାରେ ମୁତୟନ କରାଯାଇଛି। ଆସନ୍ତାମାସରୁ ୩ ମାସ ପର୍ଯ୍ୟନ୍ତ ଫ୍ରାନ୍ସରୁ ମାସକୁ ୩ଟି ଲେଖାଏଁ ରାଫେଲ ବିମାନ ଆସିବ।
- ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅର୍ଥମନ୍ତ୍ରାଳୟ ପକ୍ଷରୁ ଜାରି ଅଧିସୂଚନାରେ ଅଶୋଧିତ ପାମ ତେଲର ଆମଦାନୀ ଶୁଳ୍କ ୧୦ ପ୍ରତିଶତ ହ୍ରାସ କରି ୨.୫ ପ୍ରତିଶତ କରାଯାଇଥିବା କୁହାଯାଇଛି। ସେହିପରି ଅଶୋଧିତ ସୋୟା ଓ ସୂର୍ଯ୍ୟମୂଖୀ ତୈଳରେ ୭.୫ ପ୍ରତିଶତ ଶୁଳ୍କ ହ୍ରାସ କରାଯାଇ ୨.୫ ପ୍ରତିଶତ କରାଯାଇଛି। ଏହି ଅଧିସୂଚନା ସାରା ଦେଶରେ ଶନିବାର ଲାଗୁ ହୋଇଯାଇଛି।
- ଅଚଳ ହୋଇପଡ଼ିଥିବା ଏବଂ କାମରେ ଆସିନଥିବା ବଗିଗୁଡ଼ିକୁ ଘରୋଇ କମ୍ପାନୀକୁ ଲିଜ୍ରେ ଦେବ ଭାରତୀୟ ରେଳ। କୋଚିଂ ଷ୍ଟକ୍ ଏବଂ ବେୟର ଶେଲ୍ସଗୁଡ଼ିକୁ ଏବେ ଘରୋଇ କମ୍ପାନୀ କିଣି ପାରିବେ।
- କେରଳ ସ୍ଥିତ ନିଜ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଲୋକପ୍ରିୟ ମଲୟାଲମ ଟିଭି ଅଭିନେତା ରମେଶ ୱିଲିୟାସଲାଙ୍କ ମୃତ ଦେହ। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା।
|
870 |
Y |
|
2806 |
12-09-2021 |
English |
- India recorded 33,376 new cases of COVID-19 and 308 related deaths on Saturday, according to the Union Health Ministry. The total death count is now 4,42,317.
- Rupani's resignation came with more than 14 months to go for his second term as CM. Considered an Amit Shah man, he had replaced Anandiben Patel in similar circumstances in August 2016, and celebrated five years of being in power recently.
- Odisha government has transferred Rs 742.58 crore to accounts of around 37 lakh farmers under the Krushak Assistance for Livelihood and Income Augmentation (KALIA) scheme.
- Lalbagh police arrested Satya Shankar Satpathy and another two in this connection. Sources said, Satya Shankar had availed 68 lakh loan from the Corporation Bank ,Cuttack branch.However,he submitted forged land records of Satyabadi Baliarsing as collateral security.
- Vijay Goel took charge yesterday as Vice Chairman of Gandhi Smriti and Darshan Samiti at a function in Gandhi Smriti in New Delhi, the site of the martyrdom of Mahatma Gandhi, the Father of the Nation.
- A low-pressure area has formed over East-central and adjoining Northeast Bay of Bengal under the influence of the cyclonic circulation over East-central Bay of Bengal & neighbourhood, informed the Bhubaneswar Met Centre.
- Cuttack Shanti (peace) committee on Saturday decided to approach Chief Minister Naveen Patnaik as a last resort in seeking relaxations on height of idol of goddess Durga.
- As many as 4619 Hindi, Sanskrit and Physical Education Teacher posts will be filled up through the recruitment drive in government Secondary schools across the State.
- Odisha Pramod Bhagat, who scripted history by becoming the first gold medal winner from India in para-badminton at Tokyo Paralympics, on Friday expressed his desire of becoming a deputy collector.
- The Shiv Sena on Saturday announced that it will contest all 403 seats in the Uttar Pradesh Assembly elections in 2022. The decision was taken at the party's regional executive body meeting in Lucknow.
- The Supreme Court had, on September 6, expressed dissatisfaction over the way the Centre has not appointed the Tribunal members and slammed it. The Centre on Saturday cleared the appointment of judicial and technical members to the NCLT and the ITAT. It has approved the proposal for the appointment of 18 members to the NCLT - eight judicial members and 10 technical members.
- The Gujarat BJP legislature party is likely to meet on Sunday to choose the new chief minister following Vijay Rupani's resignation, a party spokesperson said on Saturday.
- The Editors Guild said the teams of IT officials visited the offices of two organisations and conducted investigations throughout the day on September 10.The Editors Guild of India is deeply disturbed about the Income Tax “surveys” at the offices of news websites http://NewsClick.in and http://Newslaundry.com.
- The farmers protesting outside the Karnal district headquarters called off their sit-in on Saturday after the Haryana government ordered a judicial probe into the clash between farmers and police on August 28.The state government also sent IAS officer Ayush Sinha, who is at the center of a row over his remarks on leave till completion of the inquiry.
- Punjab Chief Minister Amarinder Singh announced on Friday that state government employees failing to take even the first dose of Covid vaccine for any reason other than medical will be compulsorily sent on leave after September 15.
- The Bharatiya Janata Party (BJP), which nominated party leader Priyanka Tibrewal Friday for the September 30 bypoll to Bhabanipur assembly seat against Chief Minister Mamata Banerjee, has released a list of its 20 star campaigners for the election.
- ZyCoV-D is the world's first DNA-based vaccine against the coronavirus and when injected produces the spike protein of the SARS-CoV-2 virus and elicits an immune response, which plays a vital role in protection from the disease as well as viral clearance.
- The Telangana government’s pilot project ‘Medicine from the Sky’ was launched on Saturday to deliver medicines to remote areas using drones.
- Thailand will be lifting the travel ban on fully vaccinated travellers from October 1, in an attempt to cover coronavirus-induced losses in tourism. Fully vaccinated passengers will be allowed to visit Bangkok and 4 other provinces from October 1, without undergoing two weeks’ hotel quarantine, the kingdom said in a statement on Friday.
- Haryana’s first sports injury rehabilitation centre, the first of the four such centres in the state, will be set up in Panchkula at the Tau Devi Lal Sports Complex in Sector 3.
|
751 |
Y |
|
2807 |
11-09-2021 |
Odia |
- ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଡିସିପି ଅଫିସରେ ନୂତନ ଲାଇବ୍ରେରୀକୁ ଉଦଘାଟନ କରିଛନ୍ତି । ଡକ୍ଟର ବିଜୟ ସାହୁ ଫାଉଣ୍ଡେସନ ସହାୟତାରେ ଏହି ଲାଇବ୍ରେରୀ ନିର୍ମାଣ କରାଯାଇଛି । ଡିସିପି ଅଫିସକୁ ଗ୍ରୀଭାନ୍ସ ପାଇଁ ଆସୁଥିବା ଲୋକଙ୍କ ପାଇଁ ଏହି ଓ୍ବେଟିଂ ହଲ କମ ଲାଇବ୍ରେରୀ ବେଶ ସହାୟକ ହେବ ବୋଲି କହିଛନ୍ତି ପୋଲିସ କମିଶନର । ଉଦଘାଟନ ଉତ୍ସବରେ ସାଇ ଇଣ୍ଟରନ୍ୟାସନଲ ସ୍କୁଲ ଚେୟାରମ୍ୟାନ ଶିଳ୍ପୀ ସାହୁ ଯୋଗ ଦେଇଥିଲେ । ସ୍କୁଲ ବାହାରେ ଏହା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରଥମ ଲାଇବ୍ରେରୀ ।
- ନକଲି ଆରଟିପିସିଆର ରିପୋର୍ଟ ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରୁଥିବା ଭକ୍ତଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଭୁଲ ରିପୋର୍ଟ ଦେଖାଇବା ନେଇ ସିଂହଦ୍ବାର ଓ କୁମ୍ଭାରପଡା ଥାନାରେ 3 ଟି ମାମଲା ରୁଜୁ କରାଯାଇଥିବା ବେଳେ 12ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ 4ଜଣ ଭକ୍ତ ରହିଛନ୍ତି ।
- ଆଫଗାନିସ୍ତାନରେ ନିଷିଦ୍ଧ ହୋଇପାରେ ମହିଳା କ୍ରୀଡ଼ା । ମହିଳା କ୍ରିକେଟ ସମେତ ଅନ୍ୟାନ୍ୟ ଖେଳକୁ ନିଷିଦ୍ଧ କରିବା ଲାଗି ଯୋଜନା ପ୍ରସ୍ତୁତ ।
- କୋଭିଡ ନିରାକରଣ ଲାଗି ବୁଷ୍ଟର ଡୋଜ ନଦେବାକୁ ବିଭିନ୍ନ ରାଷ୍ଟ୍ରକୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।
- ତାଲିବାନ ସରକାର ସେପ୍ଟେମ୍ବର ୧୧ (୯/୧୧) ତାରିଖରେ ଶପଥ ଗ୍ରହଣ କରିବାକୁ ଦିନ ଧାର୍ଯ୍ୟ କରିଥିବାବେଳେ ଏହାକୁ ନେଇ ଆମେରିକା କ୍ଷୁବ୍ଧ ହୋଇଛି । ଫଳରେ ଏହାକୁ ନେଇ ତାଲିବାନ ସରକାର ଏହାର ଶପଥ ଗ୍ରହଣ ଉତ୍ସବ ଦିନକୁ ପରିବର୍ତ୍ତନ କରିଛି । ୨୦୦୧ର ଏହି ଦିନରେ ଆତଙ୍କବାଦୀ ସଂଗଠନ ଅଲ-କାଏଦା ଆମେରିକାର ୪ଟି ସ୍ଥାନରେ ଆକ୍ରମଣ ଘଟାଇଥିଲା । ଏଥିରେ ଆମେରିକାର ୩୦୦୦ ନାଗରିକ ପ୍ରାଣ ହରାଇଥିଲେ ।
- ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସସି)ରେ ଏକ ବିତର୍କ ହୋଇଛି। ଗୁରୁବାର ହୋଇଥିବା ବିତର୍କରେ ଭାଗ ନେଇ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି କହିଛନ୍ତି ଯେ ଆତଙ୍କବାଦ ପ୍ରସଙ୍ଗରେ ତାଲିବାନ ସରକାର ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ଦରକାର।
- ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ତାଙ୍କର ଏହି ପାରମ୍ପରିକ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେପି ତାଙ୍କ ସହ ପ୍ରତିଦ୍ବନ୍ଦ୍ବିତା ପାଇଁ ପ୍ରିୟଙ୍କା ଟିବରେୱାଲଙ୍କୁ ସୁଯୋଗ ଦେଇଛି। ତାଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ ଶୀଘ୍ର ଘୋଷଣା କରାଯିବ। ପ୍ରିୟଙ୍କା ପେସାରେ ଜଣେ ଆଇନଜୀବୀ।
- ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାର ୧୦ ବର୍ଗ କିଲୋମିଟର ଅଞ୍ଚଳକୁ ଉତ୍ତରପ୍ରଦେଶ ସରକାର ଧାର୍ମିକ କ୍ଷେତ୍ର ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ଧାର୍ମିକ କ୍ଷେତ୍ର ଘୋଷଣା ହୋଇଥିବା ସମଗ୍ର ୧୦ ବର୍ଗ କିଲୋମିଟର ଜୋନରେ ମଦ ଏବଂ ମାଂସ ବିକ୍ରି ଉପରେ କଟକଣା ଜାରି କରାଯାଇଛି।
- ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ସେଥିପାଇଁ ଆଜି ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମରିସ ପେନ୍ ଏବଂ ପ୍ରତିରକ୍ଷା ମନ୍ତ୍ରୀ ପିଟର ଡାଟନ ନୂଆଦିଲ୍ଲୀରେ ପହଂଚିଛନ୍ତି।
- ଆଧୁନିକ ଏଲଏଚବି କୋଚ ସହିତ ଆଜି ଭୂବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ (ଟ୍ରେନ ସଂଖ୍ୟା ୦୮୪୪୫/୦୮୪୪୬) ଶୁଭାରମ୍ଭ ହୋଇଛି। ନୂଆଦିଲ୍ଳୀ ସ୍ଥିତ ରେଳ ଭବନଠାରେ ଭିଡ଼ିଓ କନଫରେସିଂ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ ଓ ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତକା ଦେଖାଇ ହୀରାଖଣ୍ଡ ଏକ୍ସପ୍ରେସର ଯାତ୍ରା ଶୁଭାରମ୍ଭ କରିଥିଲେ।
- ଗତକାଲି ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଜାତୀୟ ଲୋକ ଅଦାଲତ ଆୟୋଜନ କରାଯାଉଥିବା ବେଳେ ଓଡ଼ିଶାରେ ଏହା ସେପ୍ଟେମ୍ବର ୧୯ରେ ଆୟୋଜନ କରାଯିବ।
- ଉତ୍ତରପ୍ରଦେଶର ଜଣେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଆତ୍ମାରାମ ତୋମର (୭୫)ଙ୍କର ତାଙ୍କ ବାସଭବନରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ୧୯୯୭ରେ କଲ୍ୟାଣ ସିଂହ ସରକାରରେ ସେ ମନ୍ତ୍ରୀ ପଦରେ ରହିଥିଲେ।
- ଗତ ଅଗଷ୍ଟ ୨୮ ତାରିଖରେ କର୍ନାଲ୍ ଲାଠିମାଡ଼ ଘଟଣାରେ ଚାଷୀ ନେତାମାନେ ଶୁକ୍ରବାର ପୁଣିଥରେ ହରିୟାଣା ସରକାରୀ ଅଧିକାରୀଙ୍କୁ ଭେଟିଛନ୍ତି। ଗତ ୪ ଦିନ ମଧ୍ୟରେ ସେମାନେ ୩ ଥର ଅଧିକାରୀଙ୍କୁ ଭେଟିଲେଣି।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ଟିଭିକୁ ମିଶ୍ରଣ କରି ପ୍ରସ୍ତୁତ ନୂତନ ସଂସଦ ଟିଭିର ସେପ୍ଟେମ୍ବର ୧୫ରେ ଶୁଭାରମ୍ଭ କରିବେ । ସଂସଦ ଟିଭି ଦେଶ-ବିଦେଶର ଦର୍ଶକଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଦେଶର ସଂସ୍ଥା ସଂପର୍କିତ ବିଷୟ ଉପରେ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ବିଷୟ ବସ୍ତୁ ପ୍ରସ୍ତୁତ କରାଯିବ।
- ଶତ୍ରୁ ସୀମା ଭେଦ କରି ଭାରତ ଭିତରକୁ ପ୍ରବେଶ କରୁଥିବା ବିମାନକୁ ଚାରିଆଡ଼ୁ ଘେରିବାକୁ ବାୟୁସେନାକୁ ଆହୁରି ମଜବୁତ କରାଯିବ । ୬ ଟି ରାଜ୍ୟରେ ଏୟାର ବର୍ଣ୍ଣ ୱାର୍ଣ୍ଣିଂ ସ୍ଥାପନ କରିବା ଏବଂ କଣ୍ଟ୍ରୋଲ୍ ଏୟାରକ୍ରାଫ୍ଟ କିଣିବା ପାଇଁ ୧୧ ହଜାର କୋଟିର ପ୍ରସ୍ତାବ ଉପରେ କ୍ୟାବିନେଟ୍ କମିଟି ସବୁଜ ସଙ୍କେତ ଦେଇଛି ।
- ଆମେରିକା ଆତଙ୍କବାଦୀ ଆକ୍ରମଣକୁ ୨୦ ବର୍ଷ ପୂରିଛି। ୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କବାଦୀ ସଂଗଠନ ଅଲ୍ -କାଏଦା ଏହି ଆକ୍ରମଣ ଘଟାଇଥିଲା, ଯାହା ସଂପୂର୍ଣ୍ଣ ବିଶ୍ୱକୁ ଥରାଇ ଦେଇଥିଲା। ବିଶ୍ୱବ୍ୟାପୀ ଏହି ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା।
- ଟୋକିଓ ପାରାଲିମ୍ପିକ୍ସରେ ପ୍ରଥମ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି ।
- ଆସନ୍ତା ମାସରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍ ନିମନ୍ତେ ଭାରତୀୟ କ୍ରିକେଟ୍ ଦଳର ମାର୍ଗଦର୍ଶକ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ।
- ଦେଶର ଦଶମ ରାଜ୍ୟ ଭାବେ ଓଡ଼ିଶା ସରକାର ବୈଦ୍ୟୁତିକ ମୋଟରଯାନ ନୀତିକୁ ମଞ୍ଜୁରୀ ଦେଇଥିବାବେଳେ ଆସନ୍ତା ୨୦୨୫ ମସିହା ସୁଦ୍ଧା ଓଡ଼ିଶାରେ ୨୦ ପ୍ରତିଶତ ଇଲେକ୍ଟ୍ରିକ ଚାଳିତ ମୋଟରଯାନ ଚଳାଚଳ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ।
- ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଏଣିକି ଦୈନିକ ୪ଲକ୍ଷ ଟିକା ଦେବା ପାଇଁ ଜିଲ୍ଲାୱାରି ଟାର୍ଗେଟ୍ ଧାର୍ଯ୍ୟ କରିଛନ୍ତି । ଡିସେମ୍ବର ମାସ ଶେଷସୁଦ୍ଧା ଟିକାକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।
|
574 |
Y |
|
2808 |
11-09-2021 |
English |
- India reported 34,973 fresh coronavirus infections on Friday, according to the Union health ministry data. The cumulative tally of cases has increased to 3,31,74,954, while active cases have declined to 3,90,646.
- Prime Minister Narendra Modi is slated to launch Sansad TV, a new channel formed by merging the Lok Sabha TV and Rajya Sabha TV, on September 15, sources said on Friday
- Odisha Chief Minister Naveen Patnaik felicitated Pramod Bhagat with a cash award of Rs 6 Crores at the Kalinga Hockey Stadium, here. He has also been offered a Group A level government job
- West Bengal Chief Minister Mamata Banerjee Friday filed her nomination papers for the September 30 Bhabanipur assembly by-poll.
- NCP president Sharad Pawar has praised Maharashtra Chief Minister Uddhav Thackeray as a "soft-spoken person" who doesn't back out when faced with responsibility.
- Chief Minister Amarinder Singh announced on Friday that state government employees failing to take even the first dose of Covid vaccine for any reason other than medical will be compulsorily sent on leave after September 15.
- Nuakhai is celebrated by offering porridge prepared from new paddy crop (Nabanna) to the Goddess Samaleswari, the presiding deity of western Odisha, to seek blessings for a bumper harvest.
- The Odisha government on Friday ruled out any relaxation in the guidelines issued for the conduct of Puja in mandaps/ pandals during the festive season.
- Police busted a racket issuing fake Covid negative report for entry into Srimandir in pilgrim town Puri and arrested 12 persons including the mastermind and 4 devotees in this connection.The fake RT-PCR reports were used for getting permission to enter into the shrine, Puri Police informed.
- Army chief General M.M. Naravane on Friday visited the western command headquarters in Haryana’s Panchkula and reviewed the security and operational situation on the India-Pakistan border.
- The Election Commission on Thursday announced that elections for seven Rajya Sabha seats and a bypoll to the Bihar Legislative Council would be held on October 4.
- Punjab and Haryana High Court on Friday stayed the investigations, in connection with multiple cases, against former DGP Sumedh Singh Saini till polls in Punjab which are due in February 2022.
- Over 50 per cent of agricultural households in the country were in debt with average outstanding loan per household at ₹ 74,121 in 2019, says a survey conducted by National Statistical Office (NSO).
- Tamil Nadu government would commemorate the death anniversary of firebrand poet and freedom fighter Subramania Bharati on September 11 as "Mahakavi" Day.
- The college density in Odisha remained stagnant at 23 and remained below the national average during the years 2014-19, the Comptroller and Auditor General of India (CAG) said.
- On Prime Minister Narendra Modi's birthday, BJP workers will motivate people to get Covid-19 vaccines by launching a special drive across the country.
- Suresh Narayanan has surpassed HUL Chairman and Managing Director Sanjiv Mehta to take the top spot on the list. He took home an overall salary of Rs 17.19 crore in CY2020.
- Substandard and expired medicines brought from Bangladesh are being packed and sold in new packaging to the patients. The Crime Branch of Delhi Police has arrested four people of this gang. Lawyers and pharmacists are included in this gang. This gang operates from Faridabad and Karnal in Haryana and used to supply fake medicines in Delhi.
- The weapons and the other items that were looted from the American troops in Afghanistan are put out to sell in Pakistan.
- Earthquake tremors felt in Uttarakhand this morning. People were in panic due to the tremors of the earthquake that occurred early morning. There is no report of any damage anywhere, the magnitude of the earthquake was 4.6.
|
582 |
Y |
|
2809 |
10-09-2021 |
English |
- The Central Board of Direct Taxes (CBDT) on Thursday further extended the deadline to file Income Tax Return (ITR) for fiscal year 2020-21 to December 31, 2021. The deadline has been extended for a second time on account of technical glitches on the new income tax e-filing portal.
- Look-out circulars have been issued by authorities against Union minister Narayan Rane's wife Nilam and MLA-son Nitesh in connection with cases related to unpaid loans taken from a financial institution, said a senior Pune police official on Thursday
- Samyukt Kisan Morcha will be holding "kisan panchayats" in all divisional headquarters of UP later this month to protest against various issues affecting farmers, including their main demand to repeal the three agricultural laws passed by the Centre.
- Unveiling the 100-day design plan of the Ministry of Civil Aviation, Jyotiraditya Scindia said that the ministry will focus on three main areas which are infrastructure, policy targets and reforms initiative.
- Biju Janta Dal (BJD) has suspended its Chilika MLA Prashanta Kumar Jagdev from the party for allegedly beating up a Bharatiya Janata Party leader.
- As per the NIRF Ranking 2021 (National Institutional Ranking Framework) by the Union Ministry of Education., Siksha ‘O’ Anusandhan (SOA) has been ranked 37th, Kalinga Institute of Industrial Technology (KIIT) 39th, National Institute of Technology (NIT) Rourkela 41st and Indian Institute of Technology (IIT) Bhubaneswar 58th.
- Union Minister Dr. Jitendra Singh said that, the Centre will conduct Common Eligibility Test in 2022 with a view to bring entrance examinations to the doorstep of the candidates. He said, CET will be conducted for the posts of Staff Selection Commission, Banking and Railways initially, in all districts of the country
- The Higher Education Department today released first cut-off marks for admission in Plus III courses at Degree Colleges in Odisha. As per the data provided by the department, of the total 2,44,252 students applied, 1,68,537 have been selected. The seat strength at Degree colleges are 2,49,539.
- Adobe on Wednesday announced the appointment of Prativa Mohapatra as the Vice President and Managing Director of Adobe India.
- The Odisha Government has announced a cash award of Rs 6 crore and Group-A level government job for Paralympics Gold medalist Pramod Bhagat, said Sports & Youth Services Department
- The territory of Afghanistan must not be used to carry out terror attacks against other countries, the five-nation influential grouping BRICS said on Thursday
- Uncertainty has spread in everywhere in the world and the current developments in Afghanistan is one such example, Defence Minister Rajnath Singh said on Thursday.
- A survey by the Union education ministry shows the Centre set up only 72 higher education institutions — five central universities and 67 Institutions of National Importance (INIs)
- Former Nagaland Governor R. N. Ravi as the Governor of Tamil Nadu. Banwarilal Purohit, Governor of Tamil Nadu who was holding additional charge of the Governor of Punjab is appointed as regular Governor of Punjab.
- Prof. Jagdish Mukhi, Governor of Assam is appointed to discharge the functions of the Governor of Nagaland in addition to his own duties, until regular arrangements are made
- Lt Gen (retd) Gurmit Singh is appointed as New Uttarakhand Governor.
- Banwarilal Purohit is appointed as Governor of Punjab
- The Allahabad High Court on 09 Sep stayed a Varanasi court order for an "archaeological survey" of the Kashi Vishwanath Temple-Gyanvapi Mosque complex for determining if any temple ever existed in place of the mosque.
- The construction of the Ram temple structure in Ayodhya will be done using Pink stone sourced from Rajasthan, and the temple campus will include a museum, research centre, 'gaushala' and a 'yagya shala', sources in the temple trust said.
- Rashtriya Swayamsevak Sangh chief Mohan Bhagwat on Thursday launched a mobile app developed to make more accessible works of "national" thinkers
|
580 |
Y |
|
2810 |
10-09-2021 |
Odia |
- କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ବା ସିବିଡିଟି କରଦାତାଙ୍କୁ ବଡ଼ ରିହାତି ଦେଇଛନ୍ତି । ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଇଟିଆର ରିଟର୍ଣ୍ଣ ଫାଇଲ୍ କରିନାହାନ୍ତି ସେମାନଙ୍କ ପାଇଁ ସମୟ ସୀମା ୩୧ ଡିସେମ୍ୱର ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି ।
- ଜାତିଭିତିକ ଜନଗଣନା ଓ ସଂରକ୍ଷଣ ସୀମା 50 ପ୍ରତିଶତ ଉପରେ ରଖିବା ନେଇ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି । ସଂକଳ୍ପଟିକୁ ରାଜ୍ୟ ଓବିସି କମିଶନଙ୍କ ନିକଟକୁ ବିଧାନସଭା ପକ୍ଷରୁ ପଠାଯିବ । ଆଉ କମିଶନ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କୁ ପଠାଇବେ ।
- ଜାତୀୟ ରାଜପଥରେ ଯୁଦ୍ଧ ବିମାନର ଅବତରଣ । ସୁଖୋଇ ଓ ଜାଗୁଆର ଭଳି ଯୁଦ୍ଧ ବିମାନ ହାଇଓ୍ୱେରେ ଓହ୍ଲାଇଛି । ରାଜସ୍ଥାନ ଜାଲୋର ହାଇୱେରେ ପରୀକ୍ଷାମୂଳକ ଭାବେ ଆଜି ଏହାର ଡେମୋ ପ୍ରଦର୍ଶନ କରାଯାଇଛି। ପ୍ରଥମ C-130J ସୁପର ହର୍କୁଲେସର ଅବତରଣ କରିଥିଲା ।ପରେ ଲଢୁଆ ଯୁଦ୍ଧ ବିମାନ ସୁଖୋଇର SU-30MK । ପ୍ରଥମ ଥର ପାଇଁ ଲଢୁଆ ଯୁଦ୍ଧ ବିମାନ ରାଜପଥରେ ଅବତରଣ କରିଛି ।
- ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି। ଏଥି ସହିତ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖାଯାଇଛି। ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନ ସେପ୍ଟେଟର ୧ ତାରିଖ ଠାରୁ ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ସମୁଦାୟ ୮ଟି କାର୍ଯ୍ୟ ଦିବସ ଥିଲା।
- କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଏନଆଇଆରଏଫ (ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମଓ୍ବାର୍କ) ରାଙ୍କିଙ୍ଗ୍ ୨୦୨୧ ପ୍ରକାଶିତ ହୋଇଛି । ତାଲିକାର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ରହିଛି । ଓଡ଼ିଶାର ସୋଆ ୩୭ ନମ୍ବରରେ ଥିବା ବେଳେ କିଟ୍ ୩୯, ଏନଆଇଟି ରାଉରକେଲା ୪୧, ଆଇଆଇଟି ଭୁବନେଶ୍ୱର ୫୮ ନମ୍ବର ସ୍ଥାନରେ ରହିଛି । ତେବେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ-୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ନାହିଁ ।
- ଏଣିକି ଶନିବାର ଖୋଲା ରହିବ ଶ୍ରୀମନ୍ଦିର। ସୋମବାର ଠାରୁ ଶନିବାର ପର୍ଯ୍ଯନ୍ତ ଶ୍ରଦ୍ଧାଳୁ ଜଗା ଦର୍ଶନ କରିପାରିବେ। ରବିବାର ସାନିଟାଇଜ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ଯା ୭ଟା ଯାଏଁ ଜଗା ଦର୍ଶନ ପାଇଁ ଅନୁମତି ଥିଲା। ଏହି ସମୟ ଅବଧିରେ ସାମାନ୍ଯ କୋହଳ କରାଯାଇ ଦର୍ଶନ ବ୍ଯବସ୍ଥା ରାତି ୯ଟା ଯାଏଁ ବୃଦ୍ଧି କରାଯାଇଛି।
- କଟକ ଉପକଣ୍ଠ କନ୍ଦରପୁରରେ ଦୁଇ ଜଣ ଅଜଣା ଯୁବକ ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ଗୁଳିମାଡ କରିଛନ୍ତି । ଗୁଳିମାଡରେ ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇଛନ୍ତି । ବ୍ୟବସାୟୀଙ୍କ ଗୋଡରେ ଗୁଳି ବାଜିଛି ।
- ନୂଆଖାଇ ଅବସରରେ ଆସନ୍ତା ୧୧ ତାରିଖରେ ଚାଷୀମାନଙ୍କୁ ‘କାଳିଆ’ ଯୋଜନାରେ ଟଙ୍କା ମିଳିବ।
- ଏନ୍ଆଇଆର୍ଏଫ୍ ରାଙ୍କିଂରେ ଲଗାତାର ତୃତୀୟ ବର୍ଷ ପାଇଁ ପ୍ରଥମ ସ୍ଥାନରେ ଆଇଆଇଟି ମାଡ୍ରାସ ।
- ପ୍ରକାଶ ପାଇଲା ଯୁକ୍ତ ୩ କଟ୍ ଅଫ୍ ମାର୍କ: ପ୍ରଥମ ପର୍ଯ୍ୟାୟରେ ୧,୬୮,୫୩୭ ପିଲା ହେଲେ ଚୟନ ।
- ସିଲ କରିଥିଲା ଓଡ଼ିଶା, ଖୋଲି ଦେଲା ଆନ୍ଧ୍ର : ବନ୍ଦ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଖୋଲି ପାଠ ପଢ଼ାଉଛି ଆନ୍ଧ୍ର ପ୍ରଶାସନ ।
- ଆମେରିକାର କଡା ଚେତାବନୀ ପରେ ଆଫଗାନରେ ଫସିଥିବା ୨୦୦ ନାଗରିକଙ୍କୁ ଛାଡିବାକୁ ରାଜିହେଲା ତାଲିବାନ ।
- ଭାରତରେ କାର ନିର୍ମାଣ ବନ୍ଦ କରିବ ଆମେରିକା କମ୍ପାନୀ ଫୋର୍ଡ, ପ୍ରଭାବିତ ହେବେ ୪୦୦୦ରୁ ଅଧିକ କର୍ମଚାରୀ ।
- ତେନ୍ଦୁଲକର ଓ ଧୋନିଙ୍କ ପରେ ନିର୍ମାଣ ହେବ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ: ଘୋଷଣା କଲା ଲଭ ଫିଲ୍ମସର ।
- ସରିଲା ବିଧାନସଭାର ମୌସୁମୀ ଅଧିବେଶନ, ପାରିତ ହେଲା ୧୩ଟି ବିଲ୍ ।
- ବଢ଼ିଲା ଦୈନିକ ଟିକାକରଣ ଲକ୍ଷ୍ୟ, ଏବେ ଦୈନିକ ୪ଲକ୍ଷ ଲୋକଙ୍କୁ ଦିଆଯିବ ଟିକା ।
- ୪୯ନଂ ଜାତୀୟ ରାଜପଥରେ କୁଚିଣ୍ଡା ନିକଟ ଖର୍ଲା ନଦୀରେ ଥିବା ଝୁଲେନ ପୋଲ ଭୁଶୁଡିଲା ।ପୋଲ ଉପରେ ଯାଉଥିବା ଏକ ଟ୍ରକ ତଳକୁ ଖସି ପଡିଛି । ନଦୀରୁ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି ।
- ଦିଲ୍ଲୀ ଏୟାରପୋର୍ଟ ଏକ୍ସପ୍ରେସ ମେଟ୍ରୋର ଏକ ମାମଲାରେ ରିଲାଏନ୍ସ ଗ୍ରୁପ୍ର କମ୍ପାନୀ ରିଲାଏନ୍ସ ଇନଫ୍ରା ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିବା ଜଣାପଡ଼ିଛି। ଏହି ନିଷ୍ପତ୍ତି କ୍ରମେ ରିଲାଏନ୍ସ ଇନଫ୍ରାକୁ ୬୩୨ ମିଲିୟନ୍ ଡଲାର ଅର୍ଥାତ ପାଖାପାଖି ୪୬୦୦ କୋଟି ଟଙ୍କା ମିଳିବ।
- ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ଆସନ୍ତା ୧୦ ତାରିଖ ପରେ ଏହା ହେବ ସେପ୍ଟେମ୍ବର ମାସର ତୃତୀୟ ଲଘୁଚାପ । ଏହାଦ୍ୱାରା ସାରା ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।
- ଗୁରୁବାର ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଆଇସିଏମ୍ଆର ମହାନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି କରୋନାର ଗୋଟିଏ ପାନ ଟିକା ସଂକ୍ରମଣ ପରବର୍ତ୍ତୀ ମୃତ୍ୟୁ ଆଶଙ୍କାକୁ ୯୬.୬% ପ୍ରତିରୋଧ କରିଥାଏ। ଆଉ ଯଦି ଜଣେ ଦୁଇଟି ପାନ ଟିକା ନେଇଥାଏ ତାର ଏପରି ମୃତ୍ୟୁ ଆଶଙ୍କା ୯୭.୫% ଦୂର କରିଥାଏ।
|
566 |
Y |
|