# |
Date |
Type |
Current Affairs |
No. Of Views |
Status |
Action |
2811 |
08-09-2021 |
Odia |
- ମୁଲ୍ଲା ମହମ୍ମଦ ହସନ ଅଙ୍ଖୁଦ ଆଫଗାନିସ୍ତାନରେ ତାଲିବାନ ସରକାରର ପ୍ରଧାନମନ୍ତ୍ରୀ ହେବେ । ଅନ୍ତରୀଣ ସରକାରରେ ସିରାଜ ହକ୍କାନୀଙ୍କୁ ଆଭ୍ୟନ୍ତରୀଣ ମାମଲାର ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ମୁଲ୍ଲା ୟାକୁବଙ୍କୁ ରକ୍ଷା ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି ।
- ୨୦୨୧ରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଅଛି । ହୋଇନାହିଁ ଆତଙ୍କବାଦୀ ଆକ୍ରମଣ । ୫ ଜିଲ୍ଲା ହୋଇଛି ମାଓମୁକ୍ତ । ବ୍ରାଉନସୁଗାର ଓ ଗଞ୍ଜେଇ ଜବତରେ ମିଳିଛି ବଡ଼ ସଫଳତା । ଚଳିତବର୍ଷ ୫ ଜିଲ୍ଲା ଅନୁଗୁଳ, ବୌଦ୍ଧ, ଦେବଗଡ଼, ନୟାଗଡ଼ ଓ ସମ୍ବଲପୁର ମାଓମୁକ୍ତ ହୋଇଛି । ପୋଲିସ କାର୍ଯ୍ୟାନୁଷ୍ଠାନରେ ୩ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୧୫ ଜଣ ଆତ୍ମସମର୍ପଣ କରିଛନ୍ତି ।
- ୨୦୨୦ରେ ୧୯୩୧ ଓ ୨୦୨୧ରେ ୯୬୧ଟି ସାଇବର ମାମଲା ରୁଜୁ ହୋଇଥିଲା । ୫୧୭ଜଣଙ୍କୁ ଗିରଫ କରାଯାଇଛି । ମାହାଙ୍ଗା ଡବଲ ମର୍ଡର, ଗୁରୁଜୀ ମାନସ ଦାସ ପରି ମାମଲାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ବିଧାନସଭାରେ ବିରୋଧୀଙ୍କ ମୁଲତବି ପ୍ରସ୍ତାବ ଆଲୋଚନାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି ।
- ଅପରାଧ ଓ ଜରୁରୀ ସମୟରେ ସେବା ଯୋଗାଇ ଦେବାକୁ ଭୁବନେଶ୍ୱରରେ କମାଣ୍ଡ ସେଣ୍ଟର ପ୍ରତିଷ୍ଠା ହୋଇଛି । ୧୧୨ ନମ୍ବର ଦ୍ୱାରା ପୋଲିସ, ଆମ୍ବୁଲାନ୍ସ, ଅଗ୍ନିଶମ, ମହିଳା ଓ ଶିଶୁ ସହାୟତା ଦିଆଯାଇଛି । ଏଥିଲାଗି ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତି ପାଇଛନ୍ତି।
- ଦ ସ୍କୁଲ୍ ଚିଲଡ୍ରେନ୍ସ ଅନଲାଇନ୍ ଆଣ୍ଡ ଅଫଲାଇନ୍ ଲର୍ଣ୍ଣିଂସ୍ ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ଲୁକଡ୍ ଆଉଟ୍: ଏମରଜେନ୍ସି ରିପୋର୍ଟ ଅନ୍ ସ୍କୁଲ୍ ଏଜୁକେସନ ଶୀର୍ଷକ ସର୍ଭେରେ ଦେଶର ପ୍ରାୟ ୧୪୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଗ୍ରାମାଞ୍ଚଳର ୨୮ ପ୍ରତିଶତ ଶିକ୍ଷାର୍ଥୀ ସର୍ଭେ ବେଳେ ପଢ଼ାପଢ଼ି କରୁଥିବାବେଳେ ୩୭ ପ୍ରତିଶତ ପାଠପଢ଼ାରୁ ସମ୍ପୂର୍ଣ୍ଣ ବଞ୍ଚିତ । ଆଉ ୫୦ ପ୍ରତିଶତ ପିଲା ଗୋଟିଏ ମଧ୍ୟ ବାକ୍ୟ ପଢ଼ିବାକୁ ସକ୍ଷମ ହୋଇ ନଥିଲେ ।
- ମୌଳବାଦ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଆର୍ଏସଏସ୍ ମୁଖ୍ୟ ଦେଶର ସମ୍ବେଦନଶୀଳ ମୁସଲିମ ନେତାମାନଙ୍କୁ ଆହ୍ବାନ କରିଛନ୍ତି। ସମ୍ବେଦନଶୀଳ ମୁସଲିମ ନେତାମାନେ ଉଗ୍ରବାଦକୁ ନିଶ୍ଚିତ ଭାବେ ବିରୋଧ କରିବା ଆବଶ୍ୟକ।
- ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ଏଥର ନିର୍ବାଚିତ ହେଲେ ଆଉ କୌଣସି ପାର୍କ, ମୂର୍ତ୍ତି ବା ସ୍ମାରକୀ ନିର୍ମାଣ କରିବେ ନାହିଁ ବୋଲି କହିଛନ୍ତି।
- ପଂଜଶୀରରେ ପାକିସ୍ତାନର ବିମାନ ଆକ୍ରମଣ ଘଟଣାକୁ ଇରାନ୍ କଡ଼ା ବିରୋଧ କରିଛି। ପଂଜଶୀରରେ ପାକିସ୍ତାନର ଏହି କାର୍ଯ୍ୟକ୍ରମକୁ ପ୍ରଥମ ରାଷ୍ଟ୍ର ଭାବେ ଇରାନ କଡ଼ା ସମାଲୋଚନା କରିଛି। ଇରାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ସୟିସ ଖତିବଜାଦେହ କହିଛନ୍ତି, ରାତିର ଘଟଣାକୁ ଆମେ କଡ଼ା ନିନ୍ଦା କରୁଛୁ।
- ଅଗଷ୍ଟ ୧୮ରେ କୃଷକମାନଙ୍କ ଉପରେ ହୋଇଥିବା ପୁଲିସ ଲାଠିମାଡ଼ ପ୍ରତିବାଦରେ ହରିୟାଣାରେ ଆନ୍ଦୋଳନ ଡାକରା କୃଷକମାନେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସହ ସେମାନଙ୍କ ଆଲୋଚନା ବିଫଳ ହୋଇଯାଇଛି । ଆଲୋଚନା ବିଫଳ ହେବା ପରେ କୃଷକମାନେ ମିନି ସେକ୍ରେଟାରିଏଟ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ଲାଗିଥିବା ବାରିକେଡକୁ ସେମାନେ ଭାଙ୍ଗିଦେଇଥିବା ଜଣାଯାଇଛି ।
- ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ପ୍ରତି ପୂଜା କମିଟିକୁ ୫୦ ହଜାର ଟଙ୍କା ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି।
- ରାଜ୍ୟରେ ଏବେ ଯେତେ ଚିକିତ୍ସାଧୀନ ରୋଗୀ ରହିଛନ୍ତି, ତାହାର ୭୦ ପ୍ରତିଶତ ଆକ୍ରାନ୍ତ କେବଳ ୪ଟି ଜିଲ୍ଲାର। ଏଥିରେ ଖୋର୍ଧାରୁ ସର୍ବାଧିକ ୪୭ ପ୍ରତିଶତ, କଟକ ୧୩, ବାଲେଶ୍ବର ୬ ଓ ଯାଜପୁର ଜିଲ୍ଲାରୁ ୪ ପ୍ରତିଶତ ଚିକିତ୍ସାଧୀନ ରୋଗୀ ଅଛନ୍ତି।
- ଓଡ଼ିଶାରେ ତିନି ବର୍ଷ ମଧ୍ୟରେ ୨୮୨ ହାତୀଙ୍କର ମୃତ୍ୟୁ ହୋଇଛି। ୧୭ଟି ବାଘ ମଧ୍ୟ ପ୍ରାଣ ହରାଇଛନ୍ତି। ତେବେ ଦେଶର ଅନ୍ୟ ରାଜ୍ୟରେ ହାତୀ ଓ ବାଘ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ତାହା ହ୍ରାସ ପାଉଥିବା କଥା ସତ ନୁହେଁ।
- ପୌର ନିର୍ବାଚନରେ ସଂରକ୍ଷଣ ସୀମା ୫୦% ଭିତରେ ସୀମିତ ରହିବ। ଏଥିପାଇଁ ପୌର ଆଇନରେ ସଂଶୋଧନ କରାଯାଇଛି। ବିଧାନସଭାରେ ଓଡ଼ିଶା ପୌର ଆଇନ,୧୯୫୦ ଓ ଓଡ଼ିଶା ପୌର ନିଗମ ଆଇନ,୨୦୦୩ରେ ସଂଶୋଧନ ବିଲ୍ ଆଜି ପାରିତ ହୋଇଛି।
- ଯୁକ୍ତ୩ ତଥା ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସରିବା ପରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ସେଥିରେ ବହୁ ପିଲା ଏଥର କଲେଜରେ ସିଟ୍ ନ ପାଇବା ଆଶଙ୍କା ସୃଷ୍ଟି ହୋଇଛି ।
- ‘ୱାନ୍ ନେସନ୍, ୱାନ୍ ରାସନ୍’ ଯୋଜନାରେ ରାଜ୍ୟ ଭିତରେ ୩୦ ହଜାର ଏବଂ ରାଜ୍ୟ ବାହାରେ ୧୨୩ ଜଣ ପ୍ରବାସୀ ଶ୍ରମିକ ଲାଭାନ୍ବିତ ହୋଇଛନ୍ତି। ସେହିପରି ବାହାର ରାଜ୍ୟର ମାତ୍ର ୨୬ ଜଣ ଓଡ଼ିଶାରୁ ରାସନ ପାଇଥିବା ସୂଚନା ଦେଇଛି ରାଜ୍ୟ
- ପିଲାମାନଙ୍କୁ ଏଣିକି ସ୍କୁଲ ପରିସରରେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ହେବ। ମାସ୍କ ପିନ୍ଧି ନଥିଲେ ସ୍କୁଲ ଭିତରକୁ ପ୍ରବେଶ କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଛି।
- ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଜୟ ଗୋଏଲ ଗାନ୍ଧୀ ସ୍ମୃତି ଏବଂ ଦର୍ଶନ ସମିତିର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଏହି ସମିତିର ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଯୁକ୍ତି ଦେଇଛନ୍ତି।
- ବିର୍ଲାଙ୍କ ନେତୃତ୍ୱରେ ଏକ ଭାରତୀୟ ସଂସଦୀୟ ପ୍ରତିନିଧି ଦଳ ସେପ୍ଟେମ୍ବର ୭-୮ରେ ସଂସଦର ବାଚସ୍ପତିଙ୍କ ପଞ୍ଚମ ବିଶ୍ୱ ସମ୍ମିଳନୀ ଏବଂ ସେପ୍ଟେମ୍ବର ୯ରେ ଭିଏନାରେ ଆତଙ୍କବାଦ ମୁକାବିଲା ଉପରେ ପ୍ରଥମ ବିଶ୍ୱସ୍ତରୀୟ ସମ୍ମିଳନୀରେ ଯୋଗଦେବାକୁ ଯାଉଛନ୍ତି।
- ଭାରତୀୟ ଭେଷଜ ଗବେଷଣା ପରିଷଦ – ଆଇସିଏମଆର ନୀରବ ରହିଲେ ଚଳିବନି, ଘରୋଇ ପରୀକ୍ଷାଗାର ସମ୍ବନ୍ଧରେ ଆସୁଥିବା ଅଭିଯୋଗଗୁଡିକ ଉପରେ ଆଇସିଏମଆର ଦୃଷ୍ଟି ଦେବା ସହ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ , ଦିଲ୍ଲୀ ହାଇକୋର୍ଟ ଆଜି ଏକ ମାମଲାର ଶୁଣାଣି କରି କହିଛନ୍ତି ।
- ସୋମବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ମୂଲ୍ୟ ବୃଦ୍ଧି ଘଟିବା ପରେ ମୁକେଶଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୯୪ ବିଲିଅନ ଡଲାରରୁ ସାମାନ୍ୟ କିଛି ଅଧିକ ହୋଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ତାଙ୍କ ସମ୍ପତ୍ତି ୧୭ ବିଲିଅନ ଡଲାର ବୃଦ୍ଧି ପାଇଥିବାବେଳେ କେବଳ ସପ୍ତାହକ ମଧ୍ୟରେ ଏହି ବୃଦ୍ଧିର ପ୍ରାୟ ଅର୍ଦ୍ଧେକ ତାଙ୍କ ସମ୍ପତ୍ତିରେ ଯୋଗ ହୋଇଛି।
|
565 |
Y |
|
2812 |
08-09-2021 |
English |
- The cumulative number of COVID-19 vaccine doses administered in the country has crossed 70 crore, with the last 10 crore doses being given in just 13 days, the fastest so far, the Union health ministry said on Tuesday.
- Odisha government would force to impose lockdown once again if the guidelines issued in view of Covid-19 are not followed by people strictly, warned Chief Minister Naveen Patnaik on Tuesday
- Odisha Municipal Laws (Amendment) Bill 2021 was passed in the State Assembly, limiting the total reservation of seats to 50 per cent in favour of SC, ST and BCC.
- The southwest monsoon has been active over Odisha and the well-marked Low Pressure area over north Coastal Andhra Pradesh and adjoining south Odisha lies over south Chhattisgarh and adjoining south Odisha.
- Bisweswar Tudu, the Union Minister of State in the Ministry of Jal Shakti and Tribal Affairs on Monday assured that all the disputes pertaining to rivers in Odisha will be resolved soon.
- Amid rise in Covid infection among children in Odisha, the health authorities held concerned parents and families responsible for their 'laxity' behind increase in cases.
- The Samyukta Kisan Morcha (SKM) on Wednesday evening opened a new front near the Karnal mini-secretariat after the Haryana government refused to initiate disciplinary action against the then sub-divisional magistrate for ordering the police to break the heads of protesting farmers on August 28.
- The solicitor-general has sought time to submit before the Supreme Court whether the Centre wanted to file a fresh affidavit on the Pegasus snooping controversy. The Supreme Court has adjourned the hearing till September 13
- There have been "catastrophic consequences" of the prolonged school closure in the country due to Covid-19, with over 37 per cent of students in rural areas not studying at all and 48 per cent not being able to read more than a few words, a recent survey has claimed.
- A gurdwara in New Mahavir Nagar in west Delhi on Tuesday sheltered 44 Afghan Sikhs who were among 78 people evacuated from Afghanistan after Kabul fell to the Taliban last month.
- The Supreme Court on Tuesday extended the medical bail by eight weeks of the former statutory auditor of Amrapali Group of companies and directed for constitution of the medical board at AIIMS for his examination
- Commerce and Industry Minister Piyush Goyal has been appointed as India's Sherpa for the G20, an influential grouping that brings together the world's major economies.
- Odisha’s mass education department has initiated a probe after 33 students tested positive for Covid, in Bargarh and Dhenkanal, in the last two days.
- NCW chief Rekha Sharma said there has been a rise in the complaints because the commission has been regularly conducting awareness programs due to which the public is now more aware about its work.
- The Ministry of Agriculture and Farmers’ Welfare (MoAFW), held via video conferencing, Tomar asked the states to create their own database using the database prepared by the Centre, and allow linkage to state land record data
- Taliban has announced Mullah Hassan Akhund as the new leader of the government to be formed in Afghanistan.
- With the farmers escalating their protest, Anil Ghanwat, one of the members of the Supreme Court-appointed committee on farm laws, has written to Chief Justice of India (CJI) N.V. Ramana and urged him to make public the report submitted on the matter for “peaceful resolution of the stalemate”.
- The Central Intelligence Agency (CIA) office in Kabul named 'Eagle' was opened to news reporters on Monday. The Taliban told reporters the US personnel destroyed equipment and weapons worth hundreds of millions of dollars.
- Telangana Chief Minister K Chandrasekhar Rao on Monday called on Union Jal Shakti Minister Gajendra Singh Shekhawat and urged him to drop 11 projects from the list of unapproved projects in Godavari basin in the notification issued by the Union ministry last month.
- Just a few days ahead of Ganesh Chaturthi, district guardian minister, Dr. Nitin Raut has said that the third wave has started. While speaking to the media on Monday he said that some restrictions will be imposed but the final decision will come after discussing with the public representatives
|
615 |
Y |
|
2813 |
07-09-2021 |
English |
- Principal Secretary, Higher Education department has cited 'COVID-19 related dislocation' as a reason for not taking up the proposal of introducing NCC as a general elective subject in universities and autonomous colleges in Odisha from this year.
- The Odisha Municipal Rules (Amendment) Bill 2021 was tabled in the State Assembly on Monday. The introduction of the bill comes at a time when the elections are scheduled to be held next year.
- Around Rs 25.34 crore in penalty has been collected from motorists for traffic rule violations in Bhubaneswar-UPD from 2020 till Aug 2021. While Rs 13.50 crore had been collected in the whole of 2020, Rs 11.83 crore was collected till August this year.
- Ila–Bansidhar Panda Kala Samman for 2021 has been announced. Noted painter Jagdish Kanungo and eminent Ghumura artiste Jayanta Behera have been selected to receive the prestigious award.
- Addressing the House during the on-going monsoon session of the State legislature, Pujari said, the per capita loan burden has increased to Rs 23,761 in 2021-22 as against Rs 9,144 in 2011-12.
- A total of 25 of 30 districts in Odisha have received deficit rainfall between -59% and -20 % in the last three months.
- Total 11,456 posts are lying vacant in Odisha Police by August 1, 2021, informed State Home Minister Dibya Shankar Mishra today. Replying to a query asked by Jashipur MLA Ganesh Ram Singh Khuntia in the monsoon session
- Two teachers from Odisha -- Ashok Kumar Satpathy and Ajit Kumar Sethy -- were conferred with the prestigious National Awards on the occasion of Teachers' Day today.
- A smog tower is a structure designed as large-scale air purifiers to reduce pollution particles in surrounding areas. Delhi will get its second smog tower which is scheduled to be launched near the Anand Vihar metro station
- The Supreme Court on Monday warned the Narendra Modi government of contempt proceedings if it failed to take steps to immediately fill 250 vacancies in various tribunals.
- Delhi University is set for phased opening of colleges, departments and centres. On Monday, it issued a notification suggesting the theory classes for all the Under-Graduate (UG) and Post Graduate (PG) would be continued online till further order. For laboratory and practical classes, the UG and PG students will be able to come to departments and colleges on voluntary basis from 15th September.
- Bharatiya Kisan Sangh (BKS) will stage a protest and a dharna at 600 districts headquarters to demand guarantee of ''profitable price'' for agriculture crop grown by small farmers from the government on September 8.
- The internet services on mobile devices were restored in eight of the 10 districts in the Kashmir valley on Monday, police said.
- The Supreme Court Monday said that its registry will issue notice to the Centre on the lawsuit filed by the West Bengal government alleging that CBI is going ahead with investigation without securing the pre-requisite nod from the state under the law
- India aims to ramp up its medical oxygen production capacity to 15,000 tonnes per day before a potential third wave of coronavirus infections that is expected to hit the country as soon as mid-September, an industry executive said.
|
643 |
Y |
|
2814 |
07-09-2021 |
Odia |
- ଚଳିତ ବର୍ଷ ପେଟ୍ରୋଲ ଏବଂ ଡିଜେଲ ଭଳି ପେଟ୍ରୋଲିୟମ୍ ପଦାର୍ଥ ଉପରେ ଲାଗୁ ଟ୍ୟାକ୍ସ ଜରିଆରେ ସରକାର ୧ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି, ଯାହା ହାରାହାରି ପୂର୍ବ ଆଦାୟ ଅପେକ୍ଷା ୪୮ ପ୍ରତିଶତ ଅଧିକ । ଅର୍ଥମନ୍ତ୍ରାଳୟର କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଆକାଉଣ୍ଟସ(ସିଜିଏ)ଙ୍କ ରିପୋର୍ଟରେ ପ୍ରକାଶ ।୨୦୧୬ରେ ବସ୍ତୁ ଏବଂ ସେବା କର ବା ଜିଏସ୍ଟି ବ୍ୟବସ୍ଥା ଆରମ୍ଭ ହୋଇଥିଲା । ପରେ ଆଭିଏସନ୍ ଟର୍ବାଇନ୍ ଫର୍ମୁଲା, ପେଟ୍ରୋଲ, ଡିଜେଲ ଏବଂ ପ୍ରାକୃତିକ ଗ୍ୟାସ ଉପରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଆଦାୟ କରୁଛନ୍ତି । ଏତଦ୍ବ୍ୟତୀତ ଅନ୍ୟ ସବୁ ଉତ୍ପାଦ ଉପରେ ମଧ୍ୟ ଜିଏସଟି ଆଦାୟ କରାଯାଏ । ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ଆଦାୟ ହୋଇଥିବା ଟିକସ ପରିମାଣରେ ୪୮ ପ୍ରତିଶତର ବୃଦ୍ଧି ଘଟିଛି ।
- ସେପ୍ଟେମ୍ବର 12 ତାରିଖରେ ହେବ ନିଟ୍ ପରୀକ୍ଷା । ପରୀକ୍ଷା ତାରିଖ ଘୁଞ୍ଚାଇବା ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଆଶାୟୀ ଛାତ୍ରଛାତ୍ରୀଙ୍କ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ ।
- ଟ୍ୱିନ୍ ସିଟିରେ ଅମାନିଆଙ୍କ ଠାରୁ ଆଦାୟ ହୋଇଛି ୨୧କୋଟି ୬୨ଲକ୍ଷ ୯୯ହଜାର ୧୦୦ ଟଙ୍କା ଜରିମାନା । ୨୦୨୦-୨୧ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ଏହି ଜରିମାନା ଆଦାୟ କରିଛି ପୋଲିସ । ଟ୍ରାଫିକ ନିୟମ ଉଲଘଂନ କରି ୮ ମାସରେ ୧୧ କୋଟି ୮୩ ଲକ୍ଷ ୬୫ ହଜାର ୭୦୦ ଟଙ୍କା ଫାଇନ ଆଦାୟ ହୋଇଛି । ବିନା ହେଲମେଟ ଧାରୀଙ୍କ ଠୁଁ ୯ କୋଟି ୨୦ ଲକ୍ଷ ୯ ହଜାର ୩ ଶହ ଆଦାୟ ହୋଇଛି । ବିନା ସିଟ ବେଲ୍ଟ ୫୬ ଲକ୍ଷ ୬ ହଜାର ୧୦୦ ଟଙ୍କା ଫାଇନ ଆଦାୟ ହୋଇଛି । ବିନା ମାସ୍କ ଧାରୀଙ୍କଠୁଁ ୩ ଲକ୍ଷ ୧୮ ହଜାର ଟଙ୍କା ଆଦାୟ ହୋଇଥିବା ଗୃହରେ ଉତ୍ତର ରଖିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।
- ସେନା ଏବଂ ବାୟୁସେନା ସହ ଅନ୍ୟ ସୁରକ୍ଷାବଳର ଅଧିକାରୀଙ୍କୁ ଖୁବ ଶୀଘ୍ର ଭଗବଦ୍ ଗୀତା ଏବଂ ଚାଣକ୍ୟଙ୍କ ଅର୍ଥଶାସ୍ତ୍ରର ଜ୍ଞାନ ଦିଆଯିବ। ଏଣିକି ଭଗବଦ୍ ଗୀତା ସାଙ୍ଗକୁ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରକୁ ସିଲାବସରେ ଅନ୍ତର୍ଭୁକ୍ତ କରିବାକୁ ବିଚାର କରାଯାଉଛି | ସ
- ଆଫଗାନିସ୍ତାନରେ ଥିବା କାବୁଲର୍ର ରାଷ୍ଟ୍ରାୟତ ରେକର୍ଡିଙ୍ଗ୍ ଷ୍ଟୁଡିଓମାନଙ୍କରେ ଦୁଇଟି ‘ଗ୍ରାଣ୍ଡ୍ ପିଆନୋ’ ଏବଂ ଅନ୍ୟ ବାଦ୍ୟଯନ୍ତ୍ର ସବୁକୁ ନଷ୍ଟ କରି ଦିଆଯାଇଛି।
- ରାଉରକେଲାର ଝିଅ ଡି. ପୂଜା ନିକଟରେ ମୁମ୍ବାଇରେ ଆୟୋଜିତ ‘ ମିସ୍ ଟିନ୍ ୟୁନିଭର୍ସ’ ପ୍ରତିଯୋଗିତାରେ ଭାଗ ନେଇ ଟାଇଟଲ୍ ହାସଲ କରିଛନ୍ତି।
- କମ୍ପ୍ୟୁଟର ବ୍ୟବସାୟୀ ଲୋକେଶ ପଟୱାରୀଙ୍କ ଶିଶୁପୁତ୍ର ଶ୍ଳୋକ ପଟୱାରୀ ଇଂରାଜୀ ବର୍ଣ୍ଣମାଳାର ଏ ରୁ ଜେଡ ପର୍ଯ୍ୟନ୍ତ ଓ ହିନ୍ଦୀ ବର୍ଣ୍ଣମାଳାର ଅ ରୁ କ୍ଷ ପର୍ଯ୍ୟନ୍ତ ସଠିକ ଉଚ୍ଚାରଣ, ୧ ରୁ ୧୦ ପର୍ଯ୍ୟନ୍ତ ସଂଖ୍ୟା ଡାକିବା, ୧୧ଟି ପଶୁଙ୍କ ରାବକୁ ଅନୁକରଣ; ୧୭ଟି ଫଳ, ୧୮ଟି ବନ୍ୟଜନ୍ତୁ, ୮ଟି ଗୃହପାଳିତ ପଶୁ, ମନୁଷ୍ୟ ଶରୀରର ୧୯ଟି ଅଙ୍ଗପ୍ରତ୍ୟଙ୍ଗ, ୮ଟି ରଙ୍ଗ ଓ ୧୦ଟି ଆକୃତିକୁ ଦେଖି ନିର୍ଭୁଲ ଚିହ୍ନଟ କରିପାରୁଛି। ଶିଶୁ ଶ୍ଲୋକଙ୍କର ଏଭଳି ପାରଦର୍ଶିତା ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସର ମୁଖ୍ୟ ସମ୍ପାଦକ ଡ଼.ବିଶ୍ବରୂପ ରାୟ ଚୌଧୁରୀ ଅଗଷ୍ଟ ୧୩ ତାରିଖରେ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।
- ଚଳିତ ମାସରୁ ଆନ୍ତର୍ଜାତିକ ଉଡାଣ ପୁଣି ଆରମ୍ଭ ହେବାକୁ ଯାଉଛି। ଆମେରିକା, ବ୍ରିଟେନ, ୟୁଏଇ, କେନିୟା, ଭୁଟାନ ଓ ଫ୍ରାନ୍ସ ସମେତ ବିଶ୍ୱର ୨୮ଟି ରାଷ୍ଟ୍ରକୁ ଭାରତରୁ ବିମାନ ସେବା ଆରମ୍ଭ ହେବ।
- ଆଫଗାନିସ୍ତାନର ନୂତନ ସରକାର ଗଠନ ଉତ୍ସବରେ ଯୋଗଦେବାକୁ ପାକିସ୍ତାନ, ଚୀନ, ରୁଷ, କାତାର, ତୁର୍କୀ ଏବଂ ଇରାନ ପ୍ରଭୃତି ରାଷ୍ଟ୍ରଙ୍କୁ ଆମନ୍ତ୍ରଣ କରିଛି। ସୂଚନାଯୋଗ୍ୟ ଯେ ପାକିସ୍ତାନ, ଚୀନ ଓ ରୁଷର ଦୂତାବାସ ସମ୍ପ୍ରତି ଆଫଗାନିସ୍ତାନରେ ରହିଛି।
- କୋଭିଡ-୧୯ ମହାମାରୀର ତୃତୀୟ ତରଙ୍ଗକୁ ମୁକାବିଲା କରିବା ପାଇଁ ଭାରତ ଶ୍ରୀଲଙ୍କାକୁ ପ୍ରାୟ ୧୫୦ ଟନ୍ ଅଧିକ ଅମ୍ଳଜାନ ପଠାଇଛି।
- ଅଣୁ,କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ ପାଇଁ ନାଲ୍କୋ ତରଫରୁ ଶୁଭାରମ୍ଭ ହେଲା ‘ନମସ୍ୟ’ ମୋବାଇଲ ଆପ୍ ।
- ସରକାରୀ ସୁବିଧାରୁ ବଞ୍ଚିତ ହେବେ ଜିଲ୍ଲାର ୧୧୪୬ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ।
- କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ପରିସରସ୍ଥ ଖୋର୍ଦ୍ଧା କୃଷିବିଜ୍ଞାନ କେନ୍ଦ୍ର (କେଭିକେ) ଓ ଭୁବନେଶ୍ୱରର ଅଣସରକାରୀ ସଂସ୍ଥା ନିଗମର ମିଳିତ ସହଯୋଗରେ ବାଲିପାଟଣା ବ୍ଲକରେ ଆଜି ଏକ କୃଷକ ଉତ୍ପାଦକ କଂପାନୀ ଲିମିଟେଡ ଉଦ୍ଘାଟିତ ହୋଇଯାଇଛି ।
- ଭାରତ ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ କ୍ରିକେଟ୍ରେ ଇଂଲଣ୍ଡକୁ ୧୫୭ ରନରେ ହରାଇଛି। ଏହି ବିଜୟ ସହ ଦଳ ପାଞ୍ଚ ମ୍ୟାଚ୍ର ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ କରି ଦଳକୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି ।
- IT କର୍ମଚାରୀଙ୍କ ପାଇଁ ଶେଷ ହେବାକୁ ଯାଉଛି ଓ୍ବାର୍କ ଫ୍ରମ୍ ହୋମ୍ ! ଅଫିସ ଆସି କାମ କରିବାକୁ ଯୋଜନା କରୁଛି ଅଗ୍ରଣୀ ସପ୍ଟଓ୍ବେୟାର କମ୍ପାନୀ TCS ।
- ରାଜ୍ୟ ସରକାର ବିଧାନସଭାରେ ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ-୨୦୨୧ ଆଗତ କରି ସଂରକ୍ଷଣ ସୀମାକୁ ସର୍ବାଧିକ ୫୦ ପ୍ରତିଶତ ରହିବ ବୋଲି ସ୍ପଷ୍ଟ କରିଛନ୍ତି ।
- ଶିବନ କହିଛନ୍ତି ଚନ୍ଦ୍ରଯାନ-୨ ଚନ୍ଦ୍ର ଚତୁଃପାର୍ଶ୍ଵରେ ୯୦୦୦ରୁ ଅଧିକ ଥର ପରିକ୍ରମା ମାରି ସାରିଛି । ସେଥିରେ ଲାଗିଥିବା ଇମେଜିଙ୍ଗ ଓ ବୈଜ୍ଞାନିକ ଉପକରଣ ମାଧ୍ୟମରେ ଇସ୍ରୋକୁ ଉତ୍କୃଷ୍ଟ ତଥ୍ୟ ମିଳି ପାରୁଛି ।
- ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, କୌଣସି ମନ୍ଦିରର ଜମି ଉପରେ କେବଳ ଭଗବାନଙ୍କ ମାଲିକାନା ହକ ରହିଛି। ଜମି ଉପରେ ପୂଜାରୀ କିମ୍ବା କୌଣସି ସରକାରୀ ଅଧିକାରୀ ନିଜର ଅଧିକାର ଜାହିର କରି ପାରିବେ ନାହିଁ ।
- ଉତ୍ତର-ପୂର୍ବ ଏବଂ ତତ୍ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ସର୍କୁଲେସନ୍ ସୋମବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଓଡ଼ିଶା ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ୭.୬ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ପଶ୍ଚିମ- ଦକ୍ଷିଣପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ।
- ସେନା ଓ ବାୟୁସେନା ସହ ଭାରତୀୟ ସଶସ୍ତ୍ର ବାହିନୀ ଅଧିକାରୀଙ୍କୁ ଭଗବତ ଗୀତା ଓ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଜ୍ଞାନ ଦିଆଯିବ। ସିଲାବସରେ ଭଗବତ ଗୀତା ଓ ଅର୍ଥଶାସ୍ତ୍ର ସାମିଲ କରିବାକୁ ବିଚାର କରାଯାଉଛି।
|
547 |
Y |
|
2815 |
06-09-2021 |
English |
- Odisha Chief Minister Naveen Patnaik laid the foundation stone of Excellence Centre for Odisha Adarsha Vidyalayas in Bhubaneswar through virtual mode on the occasion of the Teachers’ Day
- President of India Ram Nath Kovind on Sunday felicitated 44 selected teachers of the country with the prestigious National Teacher Award at a special function held virtually.
- Two teachers from Odisha- Ashok Satpathy (Bhadrak) and Ajit Kumar Sethy (Ganjam)- were honoured with the National Teachers Award, 2021.
- Silver sheets with intricate designs have been installed on the gigantic seven wooden doors-Jay Vijay Dwara, Beherana Dwara, Adi Nursinha temple, Bimala temple, Mahalaxmi temple and Sata Pahacha Dwara.
- The Taliban on Sunday pledged to guarantee the safety of humanitarian workers and aid access in Afghanistan in a meeting with the UN humanitarian chief in Kabul, a UN spokesman said.
- The leader of the Afghan opposition group resisting Taliban forces in the Panjshir valley north of Kabul said on Sunday he welcomed proposals from religious scholars for a negotiated settlement to end the fighting.
- The process of appointment of judges to high courts is through a well-established process where the HC collegium considers seniority, merit and all inputs received by the government, the Supreme Court has said while imposing a cost of Rs 5 lakh on an advocate for abusing the court proceedings by trying to stop the elevation of a judge.
- Thousands of farmers from Uttar Pradesh and neighbouring states on Sunday gathered at Muzaffarnagar for a Kisan mahapanchayat aimed at "saving the country", just months ahead of the crucial UP Assembly polls.
- The Inland Waterways Authority of India recently signed two MoUs to set up the northeast’s first ship repair facility at Pandu here and another for the smooth transport of large cargo vessels in Assam.Both the initiatives are part of a vision to improve the waterways for economic development and prosperity of Assam and the northeast.
- Over 50 BJP supporters hit the streets to protest against the allocation of a room for offering namaz in state Assembly and burnt effigies of chief minister Hemant Soren
- Manoj Kumar Singh, a mathematics teacher from Jamshedpur, is the sole recipient from Jharkhand of the National Award to Teachers 2021
- Veteran trade union leader and Port Pensioners’ Association Paradip (PPAP) general secretary Parsuram Mallick passed away on Friday at 76.
- As many as 48,57,460 persons in the State are getting monthly pension and social assistance under the National Social Assistance (NSA) scheme. Among them are old aged, widow, Persons with disability, leprosies, AIDS patients, Single women, distressed, eunuchs and Covid orphans.
- The Aam Aadmi Party (AAP) today launched “Kisan Mazdoor Khet Bachao Yatra” in Haryana to give more emphasis to the voice of the farmers agitating against the three agricultural laws introduced by the Central Government
- The Delhi Police Commissioner, Rakesh Asthana took the salute at the ‘Passing out Parade’ of newly inducted Constables held at Police Training College (PTC) in Delhi’s Jharoda Kalan.
- In a statement, Nepal’s Home Ministry said that in the past few days, “the activities of chanting slogans, holding demonstrations and protest and burning effigies to tarnish the image of the neighbouring friendly nation’s prime minister has caught” its attention.
- India and Singapore on Saturday completed their three-day joint exercise at sea conducted at the southern edge of the South China Sea.The two countries did what was the 28th edition of Singapore-India Maritime Bilateral Exercise (SIMBEX).
- As the Supreme Court continues to function in a hybrid mode, a young girl has written to Chief Justice of India NV Ramana seeking to know about reopening of courts in view of reopening of schools. Her letter has been converted into a PIL to consider issues relating to reopening of courts for physical hearing.
- Maj Gen Niranjan Kumar Shrestha, Director General of Military Training and Doctrine of Nepal Army visited the Indian Military Academy (IMA), Dehradun, along with a high level delegation comprising nine members from different military establishments of the Nepalese Army.
- Former Union Health Secretary Keshav Desiraju passed away at a private hospital in Chennai due to acute coronary syndrome on Sunday. Keshav Desiraju is also the grandson of former President of India Sarvepalli Radhakrishnan and his demise on "Teacher's Day", the day celebrated on the remembrance of his grandfather, has shocked his kin. He was 66.
|
609 |
Y |
|
2816 |
06-09-2021 |
Odia |
- ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୪୩ ଶିକ୍ଷକଙ୍କୁ ନିଯୁକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
- କେନ୍ଦ୍ର ସରକାର ରବିବାର ଦେଇଥିବା ତଥ୍ୟ ଅନୁସାରେ ଟିକାକରଣରେ ଭାରତ ଜି୭ ରାଷ୍ଟ୍ରକୁ ପଛରେ ପକାଇଛି । ସରକାର ଦେଇଥିବା ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ୧୮ କୋଟି ଡୋଜ୍ ଟିକାକରଣ ହୋଇଛି । ଜି୭ ରାଷ୍ଟ୍ର ସମୂହର ଟିକାକରଣ ତୁଳନାରେ ଏହା ବେଶ୍ ଅଧିକ ।
- ଭବାନୀପୁର ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଉପନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧୩ । ୧୬ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରାଯାଇ ପାରିବ । ମମତା ଭବାନୀପୁରରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି ।
- ନଭେମ୍ବର ୧ ତାରିଖ ଠାରୁ ଏହି ମେସେଜିଂ ଆପ୍ ଆଉ ପୁରୁଣା ଫୋନ୍ ଗୁଡିକରେ ଚାଲିବନି । ପାଖାପାଖି ୪୩ଟି ପୁରୁଣା ଫୋନ୍ ମଡେଲରେ ହ୍ୱାଟ୍ସଆପ୍ କାମ କରିବ ନାହିଁ।
- କାର୍ଯ୍ୟରତ ୪ ଜଣ ଆଇଏଏସ୍ ଅଧିକାରୀଙ୍କ ସହ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜେଲ୍ ଦଣ୍ଡାଦେଶ ସହ ଜରିମାନା ଲଗାଇଛନ୍ତି ହାଇକୋର୍ଟ । ଜଣେ ୬୨ ବର୍ଷୀୟା କୃଷକଙ୍କ ଆବେଦନର ଶୁଣାଣି କରି କୋର୍ଟ ଏଭଳି ରାୟ ଦେଇଛନ୍ତି । ବୃଦ୍ଧା ଜଣଙ୍କ ୬ ବର୍ଷ ଧରି ନିଜ ହକ୍ ପାଇଁ ଆଇନଗତ ଲଢ଼େଇ ଲଢ଼ୁଥିଲେ ।
- କେରଳରେ ମାଡି ଚାଲିଛି ନିପା ଭାଇରସ୍। କେରଳ କୋଝିକୋଡରେ ନିପା ଭାଇରସରେ ସଂକ୍ରମିତ ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକ ଜଣକ ହେଉଛନ୍ତି ୧୨ ବର୍ଷୀୟ ବାଳକ। ଗତ ୩ ତାରିଖରେ କୋଝିକୋଡର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
- ୧୯ ବର୍ଷୀୟା ସୁଟର ଅବନୀ ଲେଖରା ଟୋକିଓରେ ସ୍ୱର୍ଣ୍ଣ ସହ ୨ଟି ପଦକ ଜିତିଛନ୍ତି । ଅବନି SH1 ବର୍ଗରେ ୧୦ ମିଟର ଏୟାର ପିସ୍ତଲରେ ସ୍ୱର୍ଣ୍ଣ ଓ ୫୦ ମିଟର ରାଇଫଲ ଥ୍ରୀରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରତ ଚଳିତଥର ୫ ସ୍ୱର୍ଣ୍ଣ ସହ ୧୯ ପଦକ ଜିତିଛି ।
- ନୂତନ କମିଟି ଘୋଷଣା କରିଛି ହକି ଓଡ଼ିଶା । ସଭାପତି ଭାବେ ଜଷ୍ଟିସ ଏ.ଏସ.ନାଇଡୁ ଓ ପ୍ରତାପ ଶତପଥୀ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।
- କିଷାନ ମହାପଞ୍ଚାୟତରେ ଭାରତ ବନ୍ଦ ଡାକରା ଦିଆଯାଇଛି। ରବିବାର ମୁଜଫରନଗରରେ ଅନୁଷ୍ଠିତ ଏହି ବିଶାଳ କାର୍ଯ୍ୟକ୍ରମରେ ମିଳିତ କିଷାନ ମଞ୍ଚ ୨୭ ସେପ୍ଟେମ୍ବରରେ ସାରା ଦେଶରେ ସବୁ କିଛି ବନ୍ଦ ରହିବ ବୋଲି ଘୋଷଣା କରିଛି।
- ଛାତ୍ରଛାତ୍ରୀଙ୍କ ବହୁମୁଖୀ ପ୍ରତିଭାକୁ ଚିହ୍ନିବାରେ ଶିକ୍ଷକ ମାନଙ୍କର ବଡ ଭୂମିକା ରହିଛି ବୋଲି ରବିବାର ଗୁରୁ ଦିବସ ଅବସରରେ ଭର୍ଚ୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ‘ଜାତୀୟ ଶିକ୍ଷକ ପୁରସ୍କାର’ ସମାରୋହରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇ କହିଛନ୍ତି ।
- ଓଡ଼ିଶାର ୨ ଜଣ ଶିକ୍ଷକଙ୍କ ସମେତ ୪୪ ଜଣ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷକ ସମାଜ ଏକବିଂଶ ଶତାବ୍ଦୀରେ ଭାରତର ଭବିଷ୍ୟତକୁ ପରିବର୍ତନ ବୋଲି ରବିବାର ଗୁରୁ ଦିବସ ଅବସରରେ ଭର୍ଚ୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ‘ଜାତୀୟ ଶିକ୍ଷକ ପୁରସ୍କାର’ ସମାରୋହରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇ କହିଛନ୍ତି ।
- ଉତ୍ତରପ୍ରଦେଶ ମୁଜଫରପୁର ଜିଲ୍ଲାରେ ୩ କୃଷି ଆଇନକୁ ବିରୋଧ କରି ରବିବାର କିଷାନ ମହାପଞ୍ଚାୟନ ଅନୁଷ୍ଠିତ ହେଉଛି। ଏଥିରେ ବିଜେପି ସାଂସଦ ବରୁଣ ଗାନ୍ଧି ଚାଷୀଙ୍କ ସପକ୍ଷରେ ବାହାରିଛନ୍ତି। ବରୁଣ ଟ୍ୱିଟରରେ କିଷାନ ମହାପଞ୍ଚାୟତର ଭିଡିଓ ସେୟାର କରି ଲୋକଙ୍କୁ ଚାଷୀଙ୍କ କଷ୍ଟ ବୁଝିବାକୁ ଅନୁରୋଧ କରିଛନ୍ତି।
- ଚଳିତ ବର୍ଷ ଅଗଷ୍ଟରେ ଭାରତରୁ ପଣ୍ୟ ସାମଗ୍ରୀ ରପ୍ତାନି ୪୫.୧୭% ବୃଦ୍ଧିପାଇ ୩୩.୧୪ ବିଲିଅନ ହଲାର ହୋଇଛି, ଯାହା ଗତବର୍ଷ ଅଗଷ୍ଟରେ ୨୨.୮୩ ବିଲିଅନ ଡଲାର ରହିଥିଲା। ତାହାସହିତ ୨୦୧୯ ଅଗଷ୍ଟରେ ହୋଇଥିବା ରପ୍ତାନି ତୁଳନାରେ ଚଳିତ ବର୍ଷ ଅଗଷ୍ଟରେ ରପ୍ତାନି ୨୭.୫% ଅଧିକ ବୋଲି ଜଣାଯାଇଛି।
- ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ ଅର୍ଥାତ ସିଏମଆଇଆଇ ଅନୁଯାୟୀ କେବଳ ଅଗଷ୍ଟ ମାସରେ ୧୫ ଲକ୍ଷ ଭାରତୀୟଙ୍କ ହାତରୁ ରୋଜଗାର ଚାଲି ଯାଇଛି। ଏଥିରୁ ୧୩ ଲକ୍ଷ ଗ୍ରାମାଞ୍ଚଳର। ଏସବିଆଇର ଅର୍ଥଶାସ୍ତ୍ରୀଙ୍କ ରିପୋର୍ଟ ଅନୁଯାୟୀ, ଜୁନ ତ୍ରୈମାସରେ ୩୦.୭୪ ଲକ୍ଷ ନିୟମିତ ନିଯୁକ୍ତି ଲୋକଙ୍କୁ ମିଳିଛି। ଏଥିରୁ ୧୬.୩ ଲକ୍ଷ ନୂତନ ନିଯୁକ୍ତ ରହିଛି। ଏହିସବୁ ପ୍ରଥମ ଥର ଇପିଏଫଓରେ ଯୋଗ ଦେଇଛନ୍ତି।
- ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ)ଙ୍କ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବୃହତ୍ତ ସ୍ୱୟଂସହାୟକ ଗୋଷ୍ଠୀ (ଏସଏଚଜି) ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲୀ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୦ଟି ଶାଖା ପକ୍ଷରୁ ୬୫୦ଟି ଏସଏଚଜିଙ୍କୁ ୧୪.୩୦ କୋଟି ଟଙ୍କା ଋଣ ଆବଣ୍ଟନ ହୋଇଛି।
- ୨୦୧୨ ଲଣ୍ଡନ ପାରାଲିମ୍ପିକ୍ରେ ଭାରତ କେବଳ ଗୋଟିଏ ପଦକରେ ସନ୍ତୁଷ୍ଟ ହୋଇଥିଲା। ୨୦୧୬ ରିଓ ଅଲିମ୍ପିକ୍ରେ ଦେଶକୁ ୪ଟି ପଦକ ମିଳିଥିଲା। ଅନ୍ୟପଟେ ଚଳିତ ବର୍ଷ ଭାରତ ୫ ସ୍ବର୍ଣ୍ଣ, ୮ଟି ରୌପ୍ୟ ଏବଂ ୬ ବ୍ରୋଞ୍ଜ ଜିତିବା ସହ ପଦକ ତାଲିକାରେ ୨୪ ତମ ସ୍ଥାନକୁ ପହଞ୍ଚିଛି।
- ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟ୍ରେ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି। ଚତୁର୍ଥ ଟେଷ୍ଟର ଦ୍ଵିତୀୟ ଇନିଂସରେ କୋହଲି ୩୦ ରନ କରିବା ମାତ୍ରେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୧୦ ହଜାର ରନ ପୂରଣ କରିଛନ୍ତି।
- କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ବେଙ୍ଗାଲୁରୁରେ ଗଣମାଧ୍ୟମକୁ କହିଛନ୍ତି ଯେ ସମସ୍ତ କ୍ରୀଡା ଫେଡେରେସନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡିବ ଏବଂ ବଡ ଯୋଜନା ପ୍ରସ୍ତୁତ କରିବାକୁ ଆମକୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ ଯାହା ଦ୍ୱାରା ୨୦୨୪ ଏବଂ ୨୦୨୮ ଅଲିମ୍ପିକ୍ ଗେମ୍ସରେ ଭାରତର ସ୍ଥିତି ଆହୁରି ସୁଦୃଢ ହେବ।
-
|
2817 |
05-09-2021 |
Odia |
- ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ବସିଥିଲା। ଏଥିରେ ୨୧୭୧.୮୨ କୋଟି ଟଙ୍କାର ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏସବୁ ପ୍ରକଳ୍ପରେ ୫ ହଜାର ୨୪୨ ଜଣଙ୍କୁ ରାଜ୍ୟ ଭିତରେ ନିଯୁକ୍ତି ମିଳିବ ।
- ଯାଜପୁର ଜିଲ୍ଲାରେ ମାଇଁ ହୋମ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ପ୍ରତିଷ୍ଠା କରିବ । ଏଥିରେ ୬୫୦ କୋଟି ଟଙ୍କା ବିନିଯୋଗ ହେବାକୁ ଥିବା ବେଳେ ୭୫୦ ଜଣଙ୍କୁ ନିଯୁକ୍ତି ମିଳିବ । ଝାରସୁଗୁଡ଼ାରେ ଏଲ.ଏନ ମେଟାଲିକ୍ସ ଲିମିଟେଡ୍ ୨୦୫ କୋଟି ବିନିଯୋଗ କରିବ, ଏଥିରେ ୫୭୧ ଜଣ ନିଯୁକ୍ତି ପାଇବେ । ଜଗତସିହଂପୁରର ଉଦୟବଟରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ରିଭେରାଇନ୍ ଜେଟ୍ଟି ପ୍ରତିଷ୍ଠା କରିବ । ଏଥିରେ ୧୫୦ କୋଟି ବିନିଯୋଗ ହେବାକୁ ଥିବାବେଳେ ୨୮୦ ଜଣ କାମ ପାଇବେ ।
- ସୋନପୁରରେ ମାସ୍ ବାୟୋ ଫୁଏଲ୍ସ ୨୫୮.୦୫ କୋଟି ବିନିଯୋଗରେ ଏଥାନଲ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ । ଯେଉଁଥିରେ ୩୦୦ ଜଣ ନିଯୁକ୍ତି ପାଇବେ । ସେହିଭଳି ଭାଇବ୍ରାଣ୍ଟ ସ୍ପିରିଟ୍ ବରଗଡ଼ରେ ୧୦୦ କୋଟି ବିନିଯୋଗ କରି ଏଥାନଲ ୟୁନିଟ୍ କରିବ । ଏଥିରେ ୨୨୫୦ ଜଣଙ୍କୁ ନିଯୁକ୍ତି ମିଳିବ ।
- ଯାଜପୁର କଳିଙ୍ଗନଗରରେ ଭିସିଆଇ କେମିକାଲ୍ କୋଇଲା ପ୍ଲାଣ୍ଟ କରିବ । ଏଥିରେ ୨୧୦ କୋଟି ବିନିଯୋଗ ହେବାକୁ ଥିବା ବେଳେ ୧୫୭ ଜଣ ନିଯୁକ୍ତି ପାଇବେ । ରାମକୋ ସିମେଣ୍ଟ ହରିଦାସପୁର ୟୁନିଟର ସମ୍ପ୍ରସାରଣ ପାଇଁ ୧୯୦ କୋଟି ନିବେଶ କରିବ । ଏହାଦ୍ୱାରା ୬୦ ଜଣଙ୍କୁ ନିଯୁକ୍ତି ମିଳିବ ।
- ଖୋର୍ଦ୍ଧାରେ ଏକ ପଞ୍ଚ ତାରକା ହୋଟେଲ ପ୍ରତିଷ୍ଠା କରିବ ଲକଜୁରି ଆସେଟ୍ସ ପ୍ରା.ଲି । ଏଥିରେ ୧୮୧.୬୦ କୋଟି ଟଙ୍କା ନିବେଶକ ହେବାକୁ ଥିବାବେଳେ ୨୨୪ ଜଣ କାମ ପାଇବେ । ସେହିଭଳି ଖୋର୍ଦ୍ଧାରେ ଲାଲଚାନ୍ଦ ରିସୋର୍ଟ ହୋଟେଲ ଶିଳ୍ପ ପାଇଁ ୧୧୯.୬୭ କୋଟି ନିବେଶ କରିବେ । ଏଥିରେ ୩୫୦ ଜଣ ନିଯୁକ୍ତି ପାଇବେ । ଶୈଳବାଳା ଇନଫ୍ରାଷ୍ଟକ୍ଚର ପ୍ରା.ଲି ଖୋର୍ଦ୍ଧାରେ ୪ ତାରକା ବିଶିଷ୍ଟ ହୋଟେଲ୍ ପାଇଁ ୧୦୭.୫୦ କୋଟି ନିବେଶ କରିବେ । ଯେଉଁଥିରେ ୩୦୦ ଜଣ ନିଯୁକ୍ତି ପାଇବେ ।
- ଟୋକିଓ ପାରା ଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଦେଶ ପାଇଁ ଆଣିଛନ୍ତି ସ୍ୱର୍ଣ୍ଣ ପଦକ । ପ୍ରମୋଦଙ୍କ ସଫଳତା ଦେଶବାସୀଙ୍କୁ ଖୁସି କରିଛି । ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କ ବିଜୟକୁ ‘ସ୍ୱର୍ଣ୍ଣିମ ମୁହୂର୍ତ୍ତ’ ବୋଲି କହିଛନ୍ତି ।
- ବିଧାନସଭାରେ ଅସୁସ୍ଥ ହୋଇ ପଡ଼ିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବାଚସ୍ପତିଙ୍କ ପୋଡ଼ିୟମ ତଳେ ଚେୟାର ଉପରେ ଚଢ଼ି ପ୍ରତିବାଦ କରୁଥିଲେ ତାରା । ଏହି ସମୟରେ ତାରା ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ସହଯୋଗୀ ବିଧାୟକ ତାଙ୍କୁ ପାଣି ପିଇବାକୁ ଦେଇ ଚେୟାରରେ ବସାଇଥିଲେ । ନିକଟରେ ସେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ।
- ଟୋକିଓ ପାରା ଅଲମ୍ପିକ୍ସରେ ଭାରତ ଆଉ ଏକ ସ୍ୱର୍ଣ୍ଣ ପଦକ ହାତେଇଛି। ଏଥର ସୁଟିଂରେ ସ୍ୱର୍ଣ୍ଣ ମିଳିଛି ଏବଂ ଏହାକୁ ଜିତିଛନ୍ତି ୧୯ ବର୍ଷୀୟ ସୁଟର ମନୀଷ ନରୱାଲ।ପୁରୁଷ ମିକ୍ସଡ୍ ୫୦ ମିଟର ପିସ୍ତଲ ଇଭେଣ୍ଟରେ ମନୀଷ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମନୀଷ ଫାଇନାଲରେ ୨୧୮ ଦଶମିକ ୨ ସ୍କୋର କରି ବାଜି ମାରିନେଇଛନ୍ତି । ଏହି ସମାନ ଇଭେଣ୍ଟରେ ରୋପ୍ୟ ପଦକ ମଧ୍ୟ ଭାରତ ହାତେଇଛି।
- ଆମେରିକାର ପୂର୍ବ ଉପକୂଳରେ ପ୍ରଳୟ ରଚିଛି ସାମୁଦ୍ରିକ ଝଡ଼ ଇଡ଼ା ,ବୁଧବାର ରାତିରୁ ଶୁକ୍ରବାର ସକାଳ ଯାଏଁ ହୋଇଥିବା ବର୍ଷାରେ ମେରିଲ୍ୟାଣ୍ଡରୁ କନେକ୍ଟିକଟ ମଧ୍ୟରେ ୪୬ ଜଣଙ୍କ ମୃତ୍ୟୁ ହୋଇଛି ।
- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ଼ କୁହାଯାଉଥିବା ଭବାନୀପୁର ବିଧାନସଭା ଆସନରେ ଉପନିର୍ବାଚନ ହେବା ନେଇ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ଆସନରେ ସେପ୍ଟେମ୍ବର ୩୦ ତାରିଖରେ ଉପନିର୍ବାଚନ ହେବ । ଏହା ସହ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ସମାନ ତାରିଖରେ ପଶ୍ଚିମବଙ୍ଗର ସମସେରଗଞ୍ଜ, ଜଙ୍ଗୀପୁର ଓ ଭବାନୀପୁର ଆସନ ପାଇଁ ବି ଉପନିର୍ବାଚନ ଅନୁଷ୍ଠିତ ହେବ ।
- ଉପନିର୍ବାଚନ ହେବାକୁ ଥିବା ରାଜ୍ୟର ମୁଖ୍ୟ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା ପରେ ୩୧ଟି ବିଧାନସଭା ଓ ୩ ଟି ଲୋକସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି ।
- କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର କାର୍ଯ୍ୟଶୈଳୀକୁ ନେଇ ସୁପ୍ରିମକୋର୍ଟ ଖପ୍ପା ହୋଇଛନ୍ତି | ଆଉ ସେଥିପାଇଁ ସୁପ୍ରିମକୋର୍ଟ ସିବିଆଇକୁ ସଫଳତା ହାର ବାବଦରେ ବିସ୍ତୃତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି |
- ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ସଂସ୍ଥା ‘ଦ ମର୍ଣ୍ଣିଂ କନସଲ୍ଟ’ ଦ୍ବାରା କରାଯାଇଥିବା ସର୍ଭେ ଅନୁସାରେ ମୋଦୀଙ୍କ ଆପ୍ରୁଭାଲ ରେଟିଂ ୭୦ ପ୍ରତିଶତ ରହିଛି । ୬୪ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡର ୨ୟ ସ୍ଥାନରେ ଅଛନ୍ତି । ୩ୟ ସ୍ଥାନରେ ଅଛନ୍ତି ଇଟାଲିର ରାଷ୍ଟ୍ରପତି ମେରିଓ ଡ୍ରାଘି । ୪୮ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୫ମ ସ୍ଥାନରେ ରହିଛନ୍ତି ।
- ପିପିଲି ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଳ କୁମାର ଲୋହାନୀ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କରୋନା କଟକଣା ମାନି ନିର୍ବାଚନରେ ସମସ୍ତ କାମ କରାଯିବ।
- କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁଁ ଦେଶରେ ୩୯ଟି ଔଷଧର ଦାମ୍ ହ୍ରାସ ପାଇଛି। ଏହି ଔଷଧଗୁଡ଼ିକ କ୍ୟାନସର୍, ଡାଇବେଟିସ୍ ଓ ଟିବି ଆଦି ରୋଗରେ ପୀଡ଼ିତ ରୋଗୀମାନେ ବ୍ୟବହାର କରୁଛନ୍ତି। ଜୀବାଣୁ ନାଶକ ଏବଂ ଭୂତାଣୁ ନାଶକ ଔଷଧଗୁଡ଼ିକର ଦାମ୍ ମଧ୍ୟ ହ୍ରାସ ପାଇଛି।
- ସରକାରୀ ଦେୟକୁ କାର୍ଡ, ୟୁପିଆଇ, କ୍ୟୁଆର୍ କୋଡ୍ ଓ ୱାଲେଟ୍ ଆଦି ଜରିଆରେ ପଇଠ କରିହେବ।
- ଇଂରାଜୀ ବିଷୟରେ ଉତ୍ତୀର୍ଣ୍ଣ ହେବା ସହ ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ କରିଛନ୍ତି ଚୌଟାଲା। ୮୬ ବର୍ଷୀୟ ଚୌଟାଲା ଅଗଷ୍ଟ ୧୮ ତାରିଖରେ ଇଂରାଜୀ ପରୀକ୍ଷା ଦେଇଥିଲେ। ଏହାର ଫଳାଫଳ ଶନିବାର ବାହାରିଛି। ଏଥିରେ ଚୌଟାଲା ୮୮ ପ୍ରତିଶତ ମାର୍କ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।
- ଏବେକା ସମୟରେ କେନ୍ଦ୍ରୀୟ ଏଜେନ୍ସୀର ଯେଉଁ ପ୍ରକାର ଉପଯୋଗ ହେଉଛି ତାହା କେବେ ପୂର୍ବରୁ ହୋଇ ନାହିଁ। ବର୍ତ୍ତମାନ କେନ୍ଦ୍ର ସରକାର ବିରୋଧୀ ରାଜନୈତିକ ଦଳର ନେତାଙ୍କ ଉପରେ ଚାପ ପକାଇବା ଲାଗି ଇଡିର ଉପଯୋଗ କରୁଥିବା ପାୱାର ସିଧାଶଳଖ ଅଭିଯୋଗ କରିଛନ୍ତି।
- ଆଫଗାନିସ୍ତାନରେ ପୂର୍ବ ସରକାରଙ୍କ ଅଧିକାରୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଆକାଉଣ୍ଟର ଦୂରୁପଯୋଗରୁ ତାଲିବାନକୁ ରୋକିବା ଲାଗି ଗୁଗଲ ଏହି ପଦକ୍ଷେପ ନେଇଥିବା ଜଣାପଡିଛି।
- ବଙ୍ଗୋପସାଗରରେ ତିନି ତିନୋଟି ଲଘୁଚାପ ଦାନା ବାନ୍ଧୁଛି । ଉତ୍ତରପୂର୍ବ ଓ ତତସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇପାରେ। ସେହିଭଳି ଦକ୍ଷିଣ ଛତିଶଗଡ଼ ଏବଂ ଆନ୍ଧ୍ର ଉପକୂଳରେ ଆଉ ୨ଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବର୍ଷାର ପରିମାଣ ମଧ୍ୟ ବଢ଼ିବ ।
|
550 |
Y |
|
2818 |
05-09-2021 |
English |
- Odisha’s Pramod Bhagat beating Great Britain’s Daniel Bethell in the Badminton Men’s Singles SL3 gold medal match. Prime Minister Narendra Modi and Odisha Chief Minister Naveen Patnaik congratulated him for winning Gold medal in Badminton at the Paralympics Games in Tokyo.
- Senior Congress leader and Jeypore MLA Tara Prasad Bahinipati fell sick all of sudden during Assembly proceedings today.
- Olympians Birendra Lakra, Amit Rohidas, Deepagres Ekka and Namita Toppo were felicitated at a special event organized by the Rourkela Municipal Corporation and Smart City at the local Civic Centre.
- Chief Minister Naveen Patnaik spoke to Gold medalist Pramod Bhagat through virtual mode and congratulated him for his marvellous performance at Tokyo Paralympics.
- The State Level Single Window Clearance Authority (SLSWCA) held today under the chairmanship of the Chief Secretary Suresh Chandra Mahapatra approved 10 industrial projects worth Rs 2171.82 crore that would generate employment opportunities for over 5,242 persons.
- My Home Industries Pvt. Limited (MHPL) to set up a 3 MTPA Cement Grinding unit at Badchana, Jajpur with an investment of INR 650 crore, which will generate potential employment opportunities for over 750 persons.
- The 103rd SLSWCA gave a nod to VCI Chemical Industries Pvt Ltd to set up a Coal Tar Distillation Plant with a 1,00,000TPA capacity at Kalinganagar in Jajpur at an investment of INR 210 crore, which will generate potential employment opportunities for over 157 persons.
- The panel has approved a cement plant project by Ramco Cements Limited to expand its existing plant with the addition of a cement grinding capacity of 0.9 MTPA at Haridaspur in Jajpur at an investment of INR 190 crore, which will generate potential employment opportunities for over 60 persons.
- A 5-star Hotel by Luxurio Assets Private Limited against an investment of INR 181.60 crore to be set up at Bhubaneswar, Khurdha, which will generate potential employment opportunities for over 224 persons.
- A Hotel cum luxury resort by Lalchand Resort Pvt Ltd against an investment of INR 119.67 crore to be set up in Khurdha, which will generate potential employment opportunities for over 350 persons.
- A 4-star hotel by Sailabala Infrastructure Pvt Ltd against an investment of INR 107.50 crore to be set up at Chandaka Industrial Estate, Khurdha, which will generate potential employment opportunities for over 300 persons.
- Chief Secretary Suresh Chandra Mahapatra along with Development Commissioner Pradeep Kumar Jena visited the Ekamra Haat( Art and Craft Market) today for reviewing the ground level progress of the renovation works there.
- The Odisha University of Technology and Research (OUTR) Bill, 2021 passed in the state Assembly today to upgrade the four-decade old College of Engineering and Technology (CET) in Bhubaneswar into a non-affiliating unitary university.
- Science and Technology Minister Ashok Chandra Panda on Saturday informed that science centres will be set up in 30 districts of the state.Replying to a question in the state Assembly, Panda said science teachers will be sent to Bengaluru for further training.
- The Border Security Force opened fire on a suspected drone along the Indo-Pak border in Punjab's Tarn Taran district, an official said Saturday.
- Delhi government will celebrate Teachers' Day on Sunday as 'Abhar Diwas' and award 122 teachers who discharged their duties diligently during the Covid pandemic, Deputy Manish Sisodia said today.
- A bypoll for the Bhabanipur Assembly seat in Bengal - the seat Mamata Banerjee will contest and must win to remain Chief Minister - will be held on September 30, the Election Commission said Saturday afternoon.
- Chief Justice NV Ramana is a "good judge and a good human being", Solicitor General Tushar Mehta said Saturday at a Bar Council of India event.
- Citing inordinate delay in cases being prosecuted by the Central Bureau of Investigation (CBI), the Supreme Court has sought data on the agency's success rate in court cases and is likely to evaluate its performance.
- Teachers' Day is celebrated on the birthday of Dr Sarvepalli Radhakrishnan, the first vice-president of India and the second president of the nation. Dr Radhakrishnan was an esteemed educationist.
|
572 |
Y |
|
2819 |
04-09-2021 |
Odia |
- ପ୍ରଥମ ପର୍ଯ୍ୟାୟରେ ୧୧୦ଟି ନୂତନ ଯାତ୍ରୀବାହୀ ବସ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ନୂଆ ବସ ପ୍ରଦୂଷଣ ରହିତ ରହିଛି, ଏଥି ସହିତ ବିଏସ୍-୬ ଶ୍ରେଣୀର ମଧ୍ୟ । ନୂତନ ବସରେ ରୁଟ୍ ଟ୍ରାକିଂ ବ୍ୟବସ୍ଥା ରହିଛି । ଏହି ଅତ୍ୟାଧୁନିକ ନୂଆ ବସକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
- ସହିଦନଗରରେ ଶୁଭାରମ୍ଭ ହେଲା OTDCର ଓଡ଼ିଆ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟକୁ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ OTDC ଅଧକ୍ଷା ଶ୍ରିମୟୀ ମିଶ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ 5T ସଚିବ ଭି.କେ ପାଣ୍ଡିୟାନ ମଧ୍ୟ ଉପସ୍ଥିତ ରହିଥିଲେ ।
- ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ମନୋନୀତ ହେଲା ଓଡ଼ିଆ ସର୍ଟ ଫିଲ୍ମ । ବାଲେଶ୍ଵରର ଶିଳ୍ପୀ କେଶୁଦାସଙ୍କ ନିର୍ଦ୍ଦେଶିତ ଫିଲ୍ମ ଏ ଲିଟିଲ ପଟସେର୍ଡ ଆର୍ଟିଷ୍ଟ ଇନ୍ କୋଭିଡ ୧୯ ଫିଲ୍ମ ମନୋନୀତ ହୋଇଛି । ଜେବିଏସ୍ ଓ ଓରିଫାର୍ମିଙ୍ଗ ଭୁବନେଶ୍ୱର ଦ୍ବାରା ଆୟୋଜିତ ୨ୟ କୋଭିଡ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ଏହା ମନୋନୀତ ହେଇଛି । ଭାରତ ସହ ଅନ୍ୟାନ୍ୟ ଦେଶର ମୋଟ ୨୭୫ଟି ଫିଲ୍ମ ଆସିଥିବା ବେଳେ ଓଡ଼ିଶାର ୧୦ଟି କ୍ଷୁଦ୍ର ଚଳଚ୍ଚିତ୍ର ସ୍ଥାନିତ ହୋଇଛି ।
- ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲାକୁ ଥିଲା ଗୁପ୍ତ ସୁଡଙ୍ଗ। ଖୋଦ ରାଜଧାନୀ ଦିଲ୍ଲୀର ମଧ୍ୟଭାଗରେ ଏକ ପୁରାତନ ଦୀର୍ଘ ସୁଡଙ୍ଗର ଆବିଷ୍କାର ପରେ ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳିଛି। ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିଓ୍ୱାସ ଗୋୟଲ କହିଛନ୍ତି ଅତୀତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏହି ସୁଡଙ୍ଗ ଦେଇ ଲାଲକିଲ୍ଲା ନିଆଯାଉଥିଲା। ଲୋକଙ୍କ ଭିତରେ ଯେପରି ଉତ୍ତେଜନା ପ୍ରକାଶ ପାଇବ ନାହିଁ ତାହାକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଉଥିଲା।
- କରୋନା କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ଦେବା ନୀତି ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କ୍ଷତିପୂରଣ ନୀତି ପ୍ରସ୍ତୁତ କରିବା ବ୍ୟତୀତ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର ପ୍ରକୃତ କାରଣ ରେକର୍ଡ କରିବା ପାଇଁ ଏକ ସିଷ୍ଟମ ପ୍ରସ୍ତୁତ କରିବାକୁ କୋର୍ଟ କେନ୍ଦ୍ରକୁ କହିଥିଲେ। ହେଲେ ଏପର୍ଯ୍ୟନ୍ତ କୌଣସିଥିରେ ବି ସଫଳ ହୋଇପାରିଲେ ନାହିଁ କେନ୍ଦ୍ରସରକାର।
- ତାଲିବାନ ଆତଙ୍କି ଗୋଷ୍ଠୀ କାଶ୍ମୀର ସମେତ ବିଶ୍ୱର ସମସ୍ତ ସ୍ଥାନରେ ମୁସଲମାନଙ୍କ ପାଇଁ କହିବାର ଅଧିକାର ରଖୁଛନ୍ତି ବୋଲି କହିବା ଘଟଣା ଭାରତର ଚିନ୍ତା ବଢାଇ ଦେଇଛି।
- ତୀରନ୍ଦାଜରେ ହରବିନ୍ଦର ସିଂହ କାଂସ୍ୟ (ବ୍ରୋଞ୍ଜ) ପଦକ ଜିତିଛନ୍ତି। ପାରା ଅଲିମ୍ପିକ୍ସରେ ତୀରନ୍ଦାଜରେ ଏହା ଭାରତର ପ୍ରଥମ ପଦକ। ହରବିନ୍ଦର କୋରିଆର ଏମ.ଏସ କିମଙ୍କୁ ୬-୫ରେ ପରାସ୍ତ କରି ଏହି ଗୌରବ ହାସଲ କରିଛନ୍ତି। ଏଥିସହ ଭାରତ ପୁଣି ଗୋଟିଏ ଦିନରେ ୩ଟି ପଦକ ଜିତିଛି।
- ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଶୁଟର୍ ଅବନୀ ଲଖେରା। ଅବନୀ ପାରାଲିମ୍ପିକ୍ସରେ ତାଙ୍କର ଦ୍ୱିତୀୟ ପଦକ ଜିତିଛନ୍ତି। ଶୁକ୍ରବାର ଅବନୀ ମହିଳାଙ୍କ ୫୦ ମିଟର୍ ରାଇଫଲ୍-୩ ପୋଜିସନ୍ ଏସଏଚ୍-୧ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ପଦକ ସହ ଭାରତର ପଦକ ସଂଖ୍ୟା ୧୨ରେ ପହଞ୍ଚି ଯାଇଛି।
- 9. ଧାବିକା ଦୂତି ଚାନ୍ଦଙ୍କ ଅଭିଯୋଗ ପରେ ଜଣେ ୱେବ ପୋର୍ଟାଲ ଏଡିଟରଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଛି । ଏଡିଟର ସୁଧାଂଶୁ ରାଉତଙ୍କ ସହ ସମ୍ପୃକ୍ତ ୱେବ୍ ପୋର୍ଟାଲର ଜଣେ ସାମ୍ବାଦିକଙ୍କୁ ମଧ୍ୟ ଗିରଫ କରାଯାଇଛି ।
- କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ହେଉ କି ସ୍ବେଚ୍ଛାକୃତ ଭବିଷ୍ୟନିଧି ପାଣ୍ଠି(ଭିପିଏଫ୍)ରେ ଏଣିକି କର୍ମଚାରୀଙ୍କ ବାର୍ଷିକ ଯୋଗଦାନ ୨.୫ ଲକ୍ଷରୁ ଅଧିକ ହେବ ସେ କ୍ଷେତ୍ରରେ ସଦସ୍ୟଙ୍କୁ ମିଳିଥିବା ସୁଧ ଉପରେ ଟିକସ ଦେବାକୁ ହେବ।
- ପଞ୍ଜଶୀରରେ ୩୫୦ ଜଣ ତାଲିବାନୀ ନିପାତ। ସେଠକାର ସାମ୍ୱାଦିକ ନାତିକ ମାଲିକଜାଦା ଦ୍ୱାରା କରାଯାଇଥିବା ଟ୍ୱିଟ୍ ଅନୁଯାୟୀ ଆଫଗାନିସ୍ତାନର ପଞ୍ଜଶୀରର ପ୍ରବେଶ ପଥ ଗୁଲବାହାର ଅଞ୍ଚଳରେ ତାଲିବାନ ସୈନିକ ଏବଂ ନର୍ଦନ ଏଲାଏନ୍ସ ମଧ୍ୟରେ ମୁହାଁମୁହିଁ ହୋଇଥିଲେ ।
- ବଢ଼ି ଚାଲିଛି କମ୍ପାନୀ ମୁଖ୍ୟ ମୁକେଶ ଅମ୍ୱାନୀଙ୍କ ସମ୍ପତ୍ତି । ଶୁକ୍ରବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ବଜାର ମୂଲ୍ୟ ବୃଦ୍ଧି ପାଇ ୧୫ ଲକ୍ଷ କୋଟିରେ ପହଞ୍ଚିଛି । (Market Capitalization) ଏମ୍କ୍ୟାପ୍ରେ ଏହି ସ୍ତର ହାସଲ କରିଥିବା ରିଲାଏନ୍ସ ଦେଶର ପ୍ରଥମ କମ୍ପାନୀ ।
- ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ୪୬ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୬ ହଜାର ପଦବୀକୁ ଅକ୍ଟୋବର ଶେଷ ସୁଦ୍ଧା ପୂରଣ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ ବିଶ୍ୱବିଦ୍ୟାଳୟର କୁଳପତି ମାନଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
- ଆଫଗାନିସ୍ତାନର ମାନବାଧିକାର କର୍ମୀ ହୋରିଆ ମୋସାଡିକ୍ କହିଛନ୍ତି। ସେ କହିଛନ୍ତି, ମୁକ୍ତ କଏଦୀମାନେ “ମହିଳା ବିଚାରପତି, ମହିଳା ଓକିଲ ଏବଂ ମହିଳା ପୋଲିସ ଅଧିକାରୀଙ୍କୁ ମୃତ୍ୟୁ ଧମକ
|
568 |
Y |
|
2820 |
04-09-2021 |
English |
- Odisha registered 681 new COVID-19 cases in last 24 hours, of which 118 people between 0-18 age group were new infectees, informed the State Information & Public Relation Department today.
- Iconic Adarsha Vidyalaya will come up on 25 acres of land at Andharua on the outskirts of Bhubaneswar. The ground breaking ceremony of the institution will be held on September 5.
- Odisha Revenue and Disaster Management Minister Sudam Marndi on Friday said that 1621 persons have been killed in lightning strikes across Odisha till date since 2018
- The Higher Education department has stated that the refresher course is being launched on an experimental basis. If online refresher course runs well, it will be extended to aided college teachers in the State.
- The National Investigation Agency (NIA) on Friday told the Bombay High Court in an oral statement that it will not take any coercive action against poet-activist Varavara Rao till September 6.
- The Supreme Court Friday stayed for a week Kerala government's decision to conduct offline exams for Class XI commencing from September 6 amid the rising cases of Covid.
- The Bengal government has taken over the Kanchenjunga Stadium of Siliguri, the second largest football stadium of the state after the Yuva Bharati Krirangan in Calcutta.
- Telangana CM K. Chandrashekar Rao, who is on a visit to Delhi since September 1, met Prime Minister Narendra Modi at his residence on 03 Sep (Friday) evening. In his 50-minute-long meeting with the Prime Minister, Rao submitted a charter of 10 demands.
- Andhra Pradesh CM Jaganmohan Reddy on 03 Sep (Friday) credited Rs 1124 crore towards incentives for Micro, Small and Medium Enterprises (MSMEs) and textile units across the state. This would benefit 97,423 units and over 12 lakh employees.
- Hansa New Generation (NG) aircraft, designed and developed by CSIR-National Aerospace Laboratories (NAL), Bangalore a constituent lab of CSIR, has successfully made its maiden flight on 3 Sept 2021.
- India's Covid chart showed improvement today, with the country recording 42,618 cases, a drop of 6% from yesterday. 330 deaths were recorded during the period, according to the Health Ministry. Active cases constitute 1.23% of the total cases.
- The state government has spent Rs 33,61,359 for the development and promotion of Odia language. This was informed by Odia Language Literature & Culture Minister Jyoti Prakash Panigrahi.
- The Supreme Court Collegium headed by Chief Justice of India (CJI) N V Ramana has recommended as many as 68 names in one go for appointment as judges in 12 high courts, including in Allahabad, Rajasthan and Calcutta, that are facing a severe crunch of judges.
- Individual taxpayers, pay attention, please. You must file your Income Tax Return on or before September 30 or you will have to pay a late fee of Rs 5000. The Central government recently extended the deadline for ITR filing to September 30 due to the COVID pandemic.
- Book lovers in Delhi are going to have a super fun time as Delhi Book Fair is back. The 27th edition of the Delhi Book Fair has been organised by the Federation of Indian Publishers.
|
613 |
Y |
|