-
ଇଣ୍ଡୋ ଆମେରିକାନ୍ ଆର୍ଟସ କାଉନସିଲ୍ ପକ୍ଷରୁ ‘ନ୍ୟୁୟର୍କ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍’ (ଏନ୍ୱାଇଆଇଏଫ୍ଏଫ୍) ପାଇଁ ମନୋନୀତ ହୋଇଥିବା ବିଭିନ୍ନ ଭାରତୀୟ ଭାଷାର ୫୦ଟି ଫିଲ୍ମ ଭିତରେ ଦୁଇଟି ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’ ଓ ‘ଦମନ’ ସ୍ଥାନ ପାଇଛି।
-
୩ ମାସ ଧରି ଅଚଳ ହୋଇ ପଡ଼ି ରହିଥିବା ନନ୍ଦନକାନନ ଟଏଟ୍ରେନ୍ ମରାମତି ହେବାପରେ ଗଡ଼ିଛି। ଚଳିତ ବର୍ଷ ଜାନୁଆରି ୨୫ ତାରିଖରୁ ଇଂଜିନରେ ଲାଗିଥିବା ବ୍ୟାଟେରି ଅଚଳ ହୋଇ ଯାଇଥିଲା।
-
ସମଗ୍ର ବିଶ୍ୱରେ ଏକ ନୂଆ ଚର୍ଚ୍ଚା ଚାଲିଛି। ମହାକାଶରେ ଅଛି ପରମାଣୁ ଅସ୍ତ୍ର। କିନ୍ତୁ ପ୍ରଶ୍ନ ଉଠୁଛି, ମହାକାଶରେ ଏଭଳି ଅସ୍ତ୍ରଶସ୍ତ୍ର ଅଛି କି?
-
ପୁରୀଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ୩ଟି କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି। ସେହି କମ୍ପାନିଗୁଡ଼ିକ ହେଲେ ଆଦାନି, ଜିଏମ୍ଆର୍ ଏବଂ ଫେୟାରଫାକ୍ସ।
-
କାମ୍ବୋଡିଆର ଏକ ସାମରିକ ବେସ୍ରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୦ ସୈନିକ ପ୍ରାଣ ହରାଇଛନ୍ତି।
-
ଦିଲ୍ଲୀ ହାଇକୋର୍ଟ କହିଛନ୍ତି ସନ୍ତାନଙ୍କର ପିତା କିଏ ବୋଲି ସ୍ତ୍ରୀଙ୍କୁ ପ୍ରଶ୍ନ କରିବା ଏକ ଅପରାଧ। ଏକ ମାମଲାରେ ସନ୍ତାନଙ୍କର ପିତୃତ୍ୱକୁ ସ୍ୱୀକାର କରିବାକୁ ମନା କରିବା ଏବଂ ସ୍ତ୍ରୀଙ୍କ ବିରୋଧରେ ବୈବାହିକ ସମ୍ପର୍କର ଭିତ୍ତିହୀନ ଅଭିଯୋଗ କରିବା ସ୍ତ୍ରୀଙ୍କ ପ୍ରତି ମାନସିକ ନିର୍ଯାତନା ବୋଲି କୋର୍ଟ କହିଛନ୍ତି।
-
ଶ୍ରୀଲଙ୍କାର ହମ୍ବନଟୋଟାରେ ଥିବା ମଟାଲା ରାଜପକ୍ଷେ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା ବର୍ତ୍ତମାନ ଏକ ଭାରତୀୟ ଏବଂ ଋଷ କମ୍ପାନୀକୁ ହସ୍ତାନ୍ତର କରାଯାଇଛି।
-
ଭାରତ ବିରୋଧୀ ଗତିବିଧିର କେନ୍ଦ୍ର ପାଲଟିଛି ମାଳଦ୍ବୀପ । ୪,୫୦୦ ଟନ୍ ଓଜନ ବିଶିଷ୍ଟ ଚୀନର ଗୁପ୍ତଚର ଜାହାଜ ଜିଆଙ୍ଗ ୟାଙ୍ଗ ହଙ୍ଗ୍-୦୩ ମାଳଦ୍ବୀପରେ ପହଞ୍ଚିଛି।
-
ଲୋହିତ ସାଗରରେ ଭାରତ ଅଭିମୁଖେ ଆସୁଥିବା ଏକ ତୈଳବାହୀ ଜାହାଜଉପରେ ପୁଣି ଆକ୍ରମଣ ହୋଇଛି । ହୁତି ବିଦ୍ରୋହୀଙ୍କ ଆକ୍ରମଣରେ ଏହି ଜାହାଜ କ୍ଷତିଗ୍ରସ୍ତ ହେବା ସହ ସେଥିରେ ନିଆଁ ଲାଗିଯାଇଛି ।
-
ମୁମ୍ବାଇ ଉତ୍ତର ମଧ୍ୟ ଲୋକସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବର୍ଷା ଗାଏକୱାଡଙ୍କୁ ଭୋଟ ଦେବାକୁ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି
-
ଭାରତୀୟମାନେ ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟାଳୟରେ ସର୍ବଶ୍ରେଷ୍ଠ ପଦବୀରେ ଅବସ୍ଥାପିତ ଅଛନ୍ତି ଏବଂ ସେମାନଙ୍କର ପ୍ରତିଭାକୁ ସର୍ବତ୍ର ପ୍ରଶଂସା କରାଯାଇଥାଏ। ୟୁଟ୍ୟୁବ୍, ଆଡୋବ୍, ଗୁଗୁଲ୍, ଷ୍ଟାରବକ୍ସ ଏବଂ ଆଇବିଏମ୍ ପରି ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି।
-
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଜଙ୍ଗଲ ନିଆଁ ବନ ବିଭାଗକୁ ଚିନ୍ତାରେ ପକାଇଦେଇଛି।
-
୮ଟି ଆସନ ପ୍ରାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଯେଉଁଥିରେ ଅଭିନେତା ଅରିନ୍ଦମ ରାଏଙ୍କୁ କେନ୍ଦ୍ରାପଡା ସାଲେପୁରରୁ ଟିକେଟ୍ ନେଇଛି। କିନ୍ତୁ ଅନୁଭବ ମହାନ୍ତିଙ୍କୁ ନିରାଶ କରିଛି ବୋଲି କୁହାଯାଉଛି।
-
ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଆଉ ୩ ଆସନ ବାକିଅଛି।
-
ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ବଡ଼ ଝଟ୍କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ ସଂସ୍କାର ଏବଂ ଶ୍ରାଦ୍ଧରେ ସାମିଲ ହୋଇପାରିବେ ନାହିଁ।