-
ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ବୁଧବାର ଆମେରିକା ରୁଷିକୁ ୟୁକ୍ରେନ ବିରୋଧରେ ଆନ୍ତର୍ଜାତୀୟ ରାସାୟନିକ ଅସ୍ତ୍ର ପ୍ରତିବନ୍ଧକ ଉଲ୍ଲଂଘନ କରିଛି ବୋଲି ଅଭିଯୋଗ କରିଛି।
-
ଦକ୍ଷିଣ ଆମେରିକାର କଲମ୍ବିଆରେ ଚୋରି ମାମଲା ସାମ୍ନାକୁ ଆସିଛି। ଏନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶର ଦୁଇଟି ସାମରିକ ବେସ୍ରୁ ହଜାରେରୁ ଅଧିକ ସେଲ ଏବଂ ୩୭ ଟି କ୍ଷେପଣାସ୍ତ୍ର ଚୋରି ହୋଇଛି।
-
କଂଗ୍ରେସରୁ ଇସ୍ତଫା ଦେଇଥିବା ସଞ୍ଜୟ ନିରୁପମ୍ ଶେଷରେ ତାଙ୍କର ନୂତନ ରାଜନୈତିକ ଗନ୍ତବ୍ୟ ସ୍ଥଳ ସ୍ଥିର କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗଦେବେ।
-
ତେଲେଙ୍ଗାନା ସିଏମ ଏବଂ ପୂର୍ବତନ ବିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ବିରୋଧରେ ନିର୍ବାଚନ ଆୟୋଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆସନ୍ତା ୪୮ ଘଣ୍ଟା ପାଇଁ ନିର୍ବାଚନ ଆୟୋଗ କେସିଆରକୁ ପ୍ରଚାର କରିବାକୁ ବାରଣ କରିଛନ୍ତି।
-
ବୃଦ୍ଧ ଦମ୍ପତିଙ୍କ ଅନୁରୋଧ କ୍ରମେ ହାଇକୋର୍ଟ ମଧ୍ୟ ନିଜର ନିୟମ ପରିବର୍ତ୍ତନ କରିଛନ୍ତି। ଗତ ବର୍ଷ ଏହି ଦମ୍ପତିଙ୍କ ପୁଅ (୧୯) ଆତ୍ମହତ୍ୟା କରିଥିଲେ। ଏହା ପରେ ଦମ୍ପତି ସନ୍ତାନ ଜନ୍ମ ଆଶାରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏହି ମାମଲାର ଶୁଣାଣି ପରେ, ହାଇକୋର୍ଟ ଆଇଭିଏଫ୍ ମାଧ୍ୟମରେ ଚିକିତ୍ସା ପାଇଁ ଦମ୍ପତିଙ୍କୁ ବିଶେଷ ଅନୁମତି ଦେଇଛନ୍ତି।
-
ଚଳିତ ବର୍ଷ ଅକ୍ଷୟ ତୃତୀୟା ଅବସରରେ ଅନେକ ଲୋକ ସୁନା ଓ ରୁପା କିଣିଥାନ୍ତି । ଅକ୍ଷୟ ତୃତୀୟା ପୂର୍ବରୁ ସୁନା ଓ ରୁପାର ନୂତନ ମୂଲ୍ୟକୁ ଅପଡେଟ୍ କରାଯାଇଛି । ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ୧,୦୯୦ ଟଙ୍କା ହ୍ରାସ ପାଇଛି ।
-
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ପ୍ରତିବର୍ଷ ୨୫ କୁମାରୀ ଝିଅଙ୍କୁ ଚୟନ କରନ୍ତି। ଏହି ଝିଅମାନଙ୍କୁ ଚୟନ କରି, ଝିଅମାନେ ତାଙ୍କ ପ୍ଲିଜର ସ୍କ୍ବାଡ୍ର ଏକ ଅଂଶ ଭାବେ କାର୍ଯ୍ୟ କରନ୍ତି।
-
ଦେଶ ଏବଂ ବିଶ୍ୱରେ ଗୋଦରେଜ୍ ଗ୍ରୁପ୍ର ଏକ ସ୍ୱତନ୍ତ୍ର ସ୍ଥାନ ଅଛି । ଏହି ଗ୍ରୁପ୍ ସାବୁନ୍ ଏବଂ ଘର ଉପକରଣଠାରୁ ଆରମ୍ଭକରି ରିଅଲ୍ ଇଷ୍ଟେଟ୍ ପର୍ଯ୍ୟନ୍ତ କାରବାର ବିସ୍ତାର କରିଛି। ୧୨୭ ବର୍ଷ ପୁରୁଣା ଏହି ଗ୍ରୁପ୍ ମଧ୍ୟ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ କରାଯାଇଛି ।
-
ଦିଲ୍ଲୀରେ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍ ୧୯ ଟଙ୍କା ହ୍ରାସ ପାଇଛି। ଏହାଫଳରେ ଏବେ ସେଠାରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ୧୭୪୫ ଟଙ୍କାକୁ କମିଛି।
-
ଜେଟ୍ ଏୟାରୱେଜ୍ର ସହ-ପ୍ରତିଷ୍ଠାତା ନରେଶ ଗୋୟଲ ଜାମିନ ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଶ୍ରୀ ଗୋୟଲ ଏବଂ ତାଙ୍କ ପତ୍ନୀଙ୍କର କର୍କଟ ରୋଗ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏଭଳି ସ୍ଥିତିରେ ତାଙ୍କୁ ଜାମିନ ଦିଆଯାଉ ବୋଲି ସେ ଆବେଦନ କରିଛନ୍ତି।
-
ଗତକାଲି ପାଣିପାଗରେ ପରିବର୍ତ୍ତନ ହୋଇଛି। ଭୁବନେଶ୍ବର, କଟକ ଓ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀର ପ୍ରଭାବରେ ସନ୍ଧ୍ୟାରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି।
-
ଆଗାମୀ ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରହ୍ମପୁରରେ ସକାଳ ୧୦ଟା ଓ ନବରଙ୍ଗପୁରରେ ସାଢ଼େ ୧୨ଟାରେ ଜନସଭା କରିବେ ପ୍ରଧାନମନ୍ତ୍ରୀ। ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ।
-
ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି ।
-
ବି’ ଟାଉନ୍ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ କରିଥିବା ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଛନ୍ତି।
-
ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍ଟି ସଂଗ୍ରହ ୨.୧୦ ଲକ୍ଷ କୋଟିରେ ପହଞ୍ଚିଛି।
-
ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ପୋଷ୍ୟ ଭାବେ ଗ୍ରହଣ କରିଥିବା ପୁଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
-
ଅନୁପ୍ରବେଶ ବେଳେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ଏନକାଉଣ୍ଟର ହୋଇଛି। ବିଏସଏଫ୍ ଯବାନଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ ହୋଇଥିବା ସୂଚନା ମିଳିଛି।
-
ଦିଲ୍ଲୀରେ ବହୁଜନ ସମାଜ ପାର୍ଟି ମଧ୍ୟ ଜାତୀୟ ରାଜଧାନୀରେ ରାଜନୈକ ଲାଭ ଦେଖୁଛି ଏବଂ ପାର୍ଟି ସହରର ସମସ୍ତ ସାତୋଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇଛି।
-
ନୟାଗଡ଼ ଅବକାରୀ ବିଭାଗ ସ୍କ୍ବାଡ୍କୁ ଏକ ବଡ଼ ସଫଳତା ମିଳିଛି। ଦୀର୍ଘ ଦିନ ହେଲା ସ୍କ୍ବାଡ୍ର ସ୍କାନର୍ରେ ଥିବା ଚାନ୍ଦପୁର ଥାନା ଅଧୀନ ମୟୂରଝାଲିଆ ଗାଁର ରୀନା ପ୍ରଧାନ (୪୮) ଓ ତାଙ୍କ ପୁଅ ସଚିନ ପ୍ରଧାନ (୨୧)ଙ୍କୁ ଗିରଫ କରାଯାଇଛି।