Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
11 25-01-2026 Odia
  1. 1.ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ଦିଲ୍ଲୀରେ ପହଞ୍ଚିଛନ୍ତି । ସେ  ୭୭ତମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ।

  2. 2.୬୧ହଜାରରୁ ଅଧିକ ଯୁବକ, ଯୁବତୀ ନିଯୁକ୍ତିପତ୍ର ପାଇଲେ । ୧୮ତମ ରୋଜଗାର ମେଳା ଅବସରରେ ୬୧ହଜାରରୁ ଅଧିକ ଯୁବକ, ଯୁବତୀଙ୍କୁ  ନିଯୁକ୍ତିପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣ୍ଟିଛନ୍ତି।

  3. 3.ରବିବାର ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ସ୍ଥିତ ପବିତ୍ର ତୀର୍ଥ ପୁଷ୍କରିଣୀରେ ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ମହେନ୍ଦ୍ର ବେଳାର ବହୁ ପୂର୍ବରୁ ଭୋର ୪.୦୧ ମିନିଟରେ ତିନି ଠାକୁର ସ୍ନାନ କରିବା ପରେ ୪.୨୫ ମିନିଟରେ ୩ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ବୁଡ଼ ପକାଇ ଥିଲେ।

  4. 4.ଆସନ୍ତା ଫେବୃଆରୀ ୧୩ ତାରିଖରେ ସର୍ବ ଭାରତୀୟ ସ୍ତରରେ ‘ବର ବଧୂ’ ମୁକ୍ତିଲାଭ କରିବ। ନିଛକ ଓଡ଼ିଆ କାହାଣୀକୁ ଆଧାର କରି ପ୍ରସ୍ତୁତ ‘ବର ବଧୂ’ ଚଳଚ୍ଚିତ୍ରର ସମସ୍ତ ଗୀତକୁ ଉପସ୍ଥିତ ଦର୍ଶକ ବେଶ ପସନ୍ଦ କରିଥିଲେ। ବିଶେଷକରି ଯୁବବର୍ଗଙ୍କୁ ଏହି ଗୀତ ଆକୃଷ୍ଟ କରିବ ବୋଲି କୁହାଯାଉଛି ।          

  5. 5.କେନ୍ଦ୍ର ସରକାର ଜାତୀୟ ସଙ୍ଗୀତ “ଜନ ଗଣ ମନ” ପରି ଜାତୀୟ ଗୀତ “ବନ୍ଦେ ମାତରମ୍” ପାଇଁ ନିୟମ ଆଣିବାକୁ ବିଚାର କରୁଛନ୍ତି। ଏହି ମାସର ଆରମ୍ଭରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

  6. 6.ଗଣତନ୍ତ୍ର ଦିବସ ପୂର୍ବରୁ ୨୦୨୬ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ବର୍ଡର-୨ ଥିଏଟରରେ ରିଲିଜ୍ କରିଛି।     

  7. 7.ତମାଖୁ ଜାତୀୟ ଖାଉଟି ସାମଗ୍ରୀର କାରବାର ଉପରେ ଚାରି ଦିନ ପୂର୍ବେ ସ୍ଵାସ୍ଥ୍ୟ ବିଭାଗ କଠୋର କଟକଣା ଲଗାଇଛି। ପୂର୍ବରୁ ପ୍ରଚଳିତ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି।           

  8. 8. ‘ଜାତୀୟ ଶିଶୁକନ୍ୟା ଦିବସ’ ଅବସରରେ ସମ୍ବଲପୁରର ଐତିହାସିକ ସି.ଏସ.ବି ଜିଲ୍ଲା ସ୍କୁଲର ବାର୍ଷିକୋତ୍ସବ ‘ଜ୍ୟୋତିର୍ଗମୟ’ରେ ‘ବୋଇଂ ସୁକନ୍ୟା ପ୍ରୋଗ୍ରାମ ଷ୍ଟେମ୍ ଲ୍ୟାବ୍’ର ଉଦଘାଟନ ହୋଇଯାଇଛି।

  9. 9.ଭିଜନ୍‌ ୨୦୨୬ ଓ ଭିଜନ୍‌ ୨୦୪୭କୁ ନଜରରେ ରଖି ରାଜ୍ୟରେ ଏକ ସୁରକ୍ଷିତ, ସମନ୍ବିତ ଓ ସହଭାଗୀ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଇକୋସିଷ୍ଟମ୍‌ ଗଠନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ‘ସର୍ଭମ୍‌’ର ନେତୃତ୍ବଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ହୋଇଛି।

  10. 10.୨୦୩୬ ସୁଦ୍ଧା ରାଜ୍ୟ ସରକାର ବିକଶିତ ଓଡ଼ିଶା ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାକୁ କିପରି ଧାର୍ଯ୍ୟ ସମୟରେ ହାସଲ କରାଯିବ ସେନେଇ ନୀତି ଆୟୋଗଙ୍କ ସହଯୋଗରେ ରାଜ୍ୟ ସରକାର କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି।

  11. 11.ଶିକ୍ଷାବର୍ଷ ୨୦୨୬-୨୭ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ। ଏହା 'ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା' (ଓଏସସିଏଫ) ଉପରେ ଆଧାରିତ ହେବ। ରାଜ୍ୟର ୧ ଲକ୍ଷ ୬୭ ହଜାର ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମରେ ଦକ୍ଷ କରିବା ପାଇଁ ଏନସିଇଆରଟି ଏବଂ ଆଇଆଇଟି ମାଡ୍ରାସ ସହାୟତାରେ ଏଆଇ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବା ଆରମ୍ଭ ହୋଇଛି।

  12. 12.ଭାରତକୁ ବିଭିନ୍ନ ଦେଶରୁ ଆସୁଥିବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ପରିମାଣ ନଭେମ୍ବରରେ ହ୍ରାସ ପାଇଛି। ଫଳରେ କ୍ରମାଗତ ୪ ମାସ ହେଲା ଏଫ୍‌ଡିଆଇ ହ୍ରାସ ପାଇବାରେ ରହିଛି।

  13. 13.ହତ୍ୟା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇ ଜଣେ ପୁରୁଷ ଓ ଜଣେ ମହିଳା ଜେଲଦଣ୍ଡ ଭୋଗୁଥିଲେ। ଜେଲ୍‌ରେ ଅବସ୍ଥାନ କାଳରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ରାଜସ୍ଥାନ ହାଇକୋର୍ଟ ସେମାନଙ୍କର ବିବାହ ସମ୍ପନ୍ନ ହେବା ପାଇଁ ଉଭୟଙ୍କୁ ୧୫ ଦିନିଆ ପାରୋଲ ଅନୁମତି ଦେଇଥିବା ଜଣାପଡିଛି।        

  14. 14.ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି ପ୍ରତିଯୋଗିତାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ବିଜେତା ହୋଇଛି। ସେହିଭଳି ବୀର ବହାଦୁର ସିଂହ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ (ଉତ୍ତରପ୍ରଦେଶ) ଦ୍ୱିତୀୟ, ମହାତ୍ମା ଗାନ୍ଧୀ କାଶୀ ବିଶ୍ୱବିଦ୍ୟାଳୟ (ବାରାଣାସୀ) ତୃତୀୟ ଓ କିଟ୍‌ ବିଶ୍ୱବିଦ୍ୟାଳୟ (ଭୁବନେଶ୍ବର) ଚତୁର୍ଥ ସ୍ଥାନ ହାସଲ କରିଛନ୍ତି।

  15. 15. ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଟି୨୦ ବିଶ୍ୱକପ ୨୦୨୬ରୁ ବାଂଲାଦେଶକୁ ଆଉଟ କରିଦେଇଛି । ଶନିବାର ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି।

32 Y
12 25-01-2026 English
  1. 1.ISRO chairman V Narayanan on Saturday said the space agency is working on multiple satellite launches planned for 2026. Speaking to reporters on the sidelines of an event here, he said, “We are planning to send a lot of satellites (this year)".

  2. 2.US Treasury Secretary Scott Bessent Friday signalled the potential removal of additional 25% tariffs on India following a sharp reduction in Indian imports of Russian oil.

  3. 3.Login credentials, including usernames, passwords, of over 149 million accounts of internet fi rms, including Gmail, Instagram, Facebook, and Netflix, have allegedly been leaked, a report published by Express VPN said.

  4. 4.A 70-foot-long steel bridge weighing over 10 tonnes built on a canal more than four decades ago was stolen overnight in Chhattisgarh’s Korba city, leaving local residents stunned, police said Saturday.

  5. 5.The textiles sector in India has seen tremendous growth in the last decade — from Rs 8.4 lakh crore in 2014 to around Rs 16 lakh crore today, becoming one of the biggest platforms for generating employment, according to the government.

  6. 6.The Delhi Police has arrested a 27-year-old man from Odisha, along with seven others from separate states, for allegedly duping an elderly NRI couple of over Rs 14 crore through ‘digital arrest’, busting a cyber fraud racket with links to operators based in Cambodia and Nepal.

  7. 7.The Odisha government Saturday lauded the inclusion of three major Buddhist sites from the state - Ratnagiri, Lalitgiri and Udaygiri - in the Tentative List of India by UNESCO for consideration of granting World Heritage Site recognition.

  8. 8.Nobel laureate Amartya Sen has voiced deep unease over the SIR process in West Bengal, warning that the exercise is being conducted with “undue haste” and may jeopardise democratic participation, particularly with the assembly elections approaching in a few months.

  9. 9.The Supreme Court has sought responses from the Centre, the CBI and others on a plea filed by a 78-year-old retired banker who was duped of Rs 23 crore after allegedly being put under “digital arrest” for nearly a month.

  10. 10.President Donald Trump Saturday threatened to impose a 100 per cent tariff on goods imported from Canada if America’s northern neighbour went ahead with its trade deal with China.

  11. 11.India’s QR-code payment network, the Unified Payments Interface (UPI), is expanding beyond its borders, with Japan among countries trialing the system to serve growing numbers of Indian tourists, a report has said.

  12. 12.Odisha State BJP president Manmohan Samal Saturday indicated that the upcoming panchayat elections could be held earlier than scheduled, possibly two to three months ahead of the Census.

  13. 13.Keonjhar police have intensified their crackdown on the cattle mafia under a special anti-cattle smuggling drive, as they froze multiple bank accounts linked to the arrested accused Saturday.

  14. 14.The ICC confirmed that Scotland has replaced Bangladesh in the upcoming T20 World Cup.

  15. 15.Odisha were left staring at a daunting final-day challenge after Tamil Nadu tightened their grip on the Ranji Trophy fixture at the KIIT Cricket Stadium here Saturday.

22 Y
13 24-01-2026 Odia

 

  1. 1.ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ନେତାଜୀ ଶତାବ୍ଦୀର ମହାନାୟକ ଥିଲେ।

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬୧ ହଜାରରୁ ଅଧିକ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ।

  3. 3.ଉତ୍ତର ପ୍ରଦେଶ ଦିବସ ଅବସରରେ ରାଜ୍ୟର ପାଞ୍ଚ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଉତ୍ତରପ୍ରଦେଶ ଗୌରବ ସମ୍ମାନ ମିଳିବ। ମହାକାଶଚାରୀ ଶୁଭାଂଶୁ ଶୁକ୍ଲା, ଅଲାଖ ପାଣ୍ଡେ, ଡକ୍ଟର ହରିଓମ ପନୱାର, ରଶ୍ମି ଆର୍ଯ୍ୟ ଏବଂ ଡକ୍ଟର ସୁଧାଂଶୁ ସିଂହଙ୍କ ସହିତ, ୟୁପି ଗୌରବ ସମ୍ମାନରେ ସମ୍ମାନିତ କରାଯିବ।

  4. 4.ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମାଘ ମେଳାରେ ବସନ୍ତ ପଞ୍ଚମୀ ଅବସରରେ ଶୁକ୍ରବାର ଦିନ ୩.୫୬ କୋଟି ହଜାର ଭକ୍ତ ଗଙ୍ଗା ଏବଂ ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ।

  5. 5.ଭାରତ ସରକାରଙ୍କ ପକ୍ଷରୁ ‘ଜନଗଣନା ୨୦୨୬’ର ପ୍ରଥମ ପର୍ଯ୍ୟାୟ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ନିର୍ଦ୍ଦେଶାବଳୀ ଅନୁଯାୟୀ, ଗଣନାକାରୀମାନେ ପ୍ରତ୍ୟେକ ପରିବାରକୁ ସେମାନଙ୍କର ରହଣି ଓ ସୁବିଧା ସୁଯୋଗ ସମ୍ପର୍କିତ ୩୩ଟି ପ୍ରଶ୍ନ ପଚାରିବେ।  

  6. 6.ପଶ୍ଚିମ ଉତ୍ତରପ୍ରଦେଶ ପରେ ପୂର୍ବାଞ୍ଚଳକୁ ସ୍ଵତନ୍ତ୍ର ରାଜ୍ୟ ପାଇଁ ଦାବି ଉଠିଛି। ଆମେଠିରେ ଏକ କାର୍ଯ୍ୟକ୍ରମ ସମୟରେ ଦୁଇ ବରିଷ୍ଠ ବିଜେପି ନେତା  ସ୍ଵତନ୍ତ୍ର ରାଜ୍ୟ ପାଇଁ ଦାବି ଉଠାଇଛନ୍ତି ।

  7. 7.ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ ବଡ଼ ଧରଣର ହ୍ରାସ ସହ ବନ୍ଦ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୬୯ ପଏଣ୍ଟ ହ୍ରାସ ପାଇ ୮୧,୫୩୭ ପଏଣ୍ଟରେ ବନ୍ଦ ହୋଇଛି।

  8. 8.ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମାଘ ମେଳାରେ ମୌନୀ ଅମାବାସ୍ୟା ପରଠାରୁ ଧାରଣାରେ ବସିଥିବା ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଗତ ଛଅ ଦିନ ଧରି ଧର୍ମଘଟ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଆଜି ଶଙ୍କରାଚାର‌୍ୟ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି ।

  9. 9.ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଓହରିଯିବାର ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ସମାପ୍ତ । ଟ୍ରମ୍ପ ପ୍ରଶାସନ ଜାନୁଆରୀ ୨୦ ୨୦୨୫ରେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଓହରିଯିବାର ଘୋଷଣା କରିଥିଲା।

  10. 10.ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଅନୁକୂଳ ହେଲା ପ୍ରଥମ କାଠ । ଶ୍ରୀକ୍ଷେତ୍ରରେ ରଥକାଠ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତଙ୍କ ଉପସ୍ଥିତିରେ କରାଗଲା ଅନୁକୂଳ ।

  11. 11.ଓଡ଼ିଶା  ‘ପିଏମ୍‌-ସ୍ବନିଧି’ ଋଣ ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହେଲା ।

  12. 12.ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୭ ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲାରେ ଆମିଷ ବିକ୍ରି ଉପରେ ଜିଲାପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।

  13. 13.ଆସନ୍ତା ୨୭ତାରିଖରେ ସାରା ଦେଶରେ ବ୍ୟାଙ୍କିଂ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ପ୍ରାୟ ୮ଲକ୍ଷ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ଦେଶବ୍ୟାପୀ ଗୋଟିଏ ଦିନିଆ ଧର୍ମଘଟ କରିବାକୁ ଯୋଜନା କରିଛନ୍ତି ।

  14. 14.କେନ୍ଦ୍ର ସରକାର ପ୍ରାୟ ୯୩ ହଜାର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ସାଧାରଣ ବୀମା କମ୍ପାନୀ, ନାବାର୍ଡ ଏବଂ ଆରବିଆଇ ର କର୍ମଚାରୀଙ୍କ ଦରମା ଓ ପେନସନ ସଂଶୋଧନ ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟ ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି।

  15. 15.ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୩୭ ବଲ୍‌, ୪ ଛକା, ୯ ଚୌକା ୮୨* ରନ୍‌) ଓ ଇଶନ କିଶନ(୩୨ ବଲ୍‌, ୧୧ ଚୌକା, ୪ ଛକା, ୭୬ ରନ୍‌)ଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ରାୟପୁର ଶହୀଦ ବୀର ନାରାୟଣ ସିଂ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୭ ଉଇକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି।

31 Y
14 24-01-2026 English
  1. 1.Ukrainian and Russian negotiators set to tackle the vital issue of territory during two days of talks in Abu Dhabi.

  2. 2.The Koraput district administration has issued an order prohibiting the sale of non-vegetarian food items across the district on the occasion of Republic Day.

  3. 3.Vice President CP Radhakrishnan Friday paid tributes to Subhas Chandra Bose on his 129th birth anniversary, and said all those who fought for the country’s Independence must be honoured by every Indian.

  4. 4.Bank employee unions have decided to go on a nationwide strike January 27 to press for a long-pending demand for a five-day work week.

  5. 5.President Droupadi Murmu will be on a six-day visit to the state from February 2 to 7, during which she will attend and participate in various programmes across the state.

  6. 6.The Criminal Investigation Department (CID) of Odisha Crime Branch has arrested a cybercriminal who deceived a gullible investor to the tune of Rs 2.01 crore in an online investment fraud.

  7. 7.The All India Institute of Medical Sciences (AIIMS)-Bhubaneswar has been honoured as the No. 1 government facility in the country in terms of health record linkage under the Ayushman Bharat Digital Mission (ABDM), official sources said Friday.

  8. 8.Pattamundai, A woman and her toddler daughter narrowly escaped an alleged attempt by her father-in-law to burn them alive for giving birth to a girl child in Kendrapara district, police said Friday.

  9. 9.Ranapur, A 23-yearold youth was sent to judicial custody and a minor detained for questioning in connection with the alleged rape of a minor girl in Nayagarh district, police said Friday.

  10. 10.Ganjam police have launched Operation Anweshan to trace missing women and children across the district and rescued 46 persons(35 women and 11 minors) within two days of the drive.

  11. 11.Dehradun, The Uniform Civil Code (UCC), implemented in Uttarakhand a year ago, has achieved considerable success particularly in the registration of marriages under the new law.

  12. 12.The gates of the Badrinath temple in the Chamoli district of Uttarakhand will reopen for devotees April 23 this year after a sixmonth winter closure.

  13. 13.Dhar (MP), Amid tight security, thousands of Hindus performed puja to mark Basant Panchami and a handful of Muslim devotes offered namaz at separate locations within the disputed Bhojshala-Kamal Maula Mosque complex in Madhya Pradesh’s Dhar district Friday.

  14. 14.The Karnataka High Court Friday lifted the ban on bike taxis, paving the way for the resumption of services across the state.A division bench comprising Chief Justice Vibhu Bakhru and Justice C M Joshi directed the state government to register motorcycles as transport vehicles and issue them carriage permits.

  15. 15.Kollam (Kerala) A court here Friday granted statutory bail to former TDB administrative officer Murari Babu in two cases related to the alleged gold loss from the Sabarimala temple.

  16. 16.Bangladesh’s deposed prime minister Sheikh Hasina Friday called on the people of the country to overthrow the Muhammad Yunus-led regime, saying free and fair elections will not be possible if it remains in power.

  17. 17.The Computer Emergency Response Team (CERT-In) at the centre of India's cybersecurity architecture handled over 29.44 lakh cyber incidents in 2025, issued 1,530 alerts and 390 vulnerability notes, the government said Friday.

  18. 18.India's gross tax revenue is projected to improve in FY27, rising by 9.6 per cent, marginally lower than projected nominal GDP growth of 10.1 per cent, a report said Friday.

  19. 19.TP Central Odisha Distribution Limited (TPCODL) was conferred with the AIDA Gold Award for "Improved Revenue Recovery in a Rural Area" at the EDICON 2026, held in New Delhi.

  20. 20.Vedanta Kalinga Lancers booked their spot in the final of the Men's Hockey India League with a 2-1 win against Ranchi Royals at the Kalinga Stadium here Friday.

24 Y
15 23-01-2026 Odia
  1. 1.ପତଞ୍ଜଳି ଯୋଗପୀଠ ଦ୍ଵାରା ପରିଚାଳିତ ବିଶ୍ଵର  ପ୍ରଥମ ହାଇବ୍ରିଡ୍‌ ହସ୍ପିଟାଲ ପତଞ୍ଜଳି ଏମର୍ଜେନ୍ସି ଆଣ୍ଡ୍‌ କ୍ରିଟିକାଲ୍‌ କେୟାର ହସ୍ପିଟାଲ୍‌କୁ ଗୃହମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଛନ୍ତି।

  2. 2.ଜାମ୍ମୁ-କଶ୍ମୀରର ପାହାଡ଼ିଆ ଅଞ୍ଚଳ ଡୋଡା ଜିଲ୍ଲାରେ ଏକ ବଡ଼ ଧରଣର ଦୁର୍ଘଟଣାରେ ସେନାବାହିନୀର ଏକ ବୁଲେଟ୍-ପ୍ରୁଫ୍ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରାୟ ୪୦୦ ଫୁଟ୍ ଗଭୀର ଏକ ଖାଇକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୧୦ ଜଣ ସେନା ଯବାନ ସହିଦ ହୋଇଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି।

  3. 3.ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରଚଟିଆ, କାଉ ଓ ପାରା ବଂଶ ଲୋପ ପାଇବା ଉପରେ। ଏଭଳି ସ୍ଥିତିରେ ବାଦୁଡ଼ିର ଅହେତୁକ ବଂଶ ବିସ୍ତାର ଜଳବାୟୁ ପରିବର୍ତ୍ତନର ଏକ ଆଭାସ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ବଲାଙ୍ଗୀର ସହରର ଭଗବତୀନଗରଠାରେ କେବଳ ପାଞ୍ଚଟି ଗଛରେ ପାଖାପାଖି ୩ରୁ ୪ହଜାର ବାଦୁଡ଼ି ବସା ବାନ୍ଧି ରହିଛନ୍ତି।

  4. 4.ଆନ୍ଧ୍ରପ୍ରଦେଶ ସରକାର ୧୬ ବର୍ଷରୁ କମ୍‌ ବୟସ୍କ ପିଲାମାନଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ନିଷେଧାଜ୍ଞା ଲାଗୁ କରିବାକୁ ଚିନ୍ତା କରୁଛନ୍ତି।

  5. 5.ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି)ର ନୂଆ ଆୟୁକ୍ତ ହୋଇଛନ୍ତି ୧୯୯୪ ବ୍ୟାଚ ଆଇଏଏସ୍‌ ଅଧିକାରୀ ସଞ୍ଜିବ ଖିରୱାର। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନୂଆ ନିଯୁକ୍ତିକୁ ମଞ୍ଜୁରି ମିଳିଛି।

  6. 6.ଦେଶର ସର୍ବବୃହତ୍ ଏୟାରଲାଇନ୍ସ ଇଣ୍ଡିଗୋ ଏହାର ତୃତୀୟ ତ୍ରୟମାସ ଆର୍ଥିକ ଫଳାଫଳ ଘୋଷଣା କରିଛି। ଏଥିରୁ ଜଣାଯାଇଛି କମ୍ପାନିର ତୃତୀୟ ତ୍ରୟମାସ ଲାଭ ୭୮ ପ୍ରତିଶତ ହ୍ରାସ ଘଟି ୫୪୯.୧ କୋଟି ରହିଛି।

  7. 7.ପୁରୀ ଜିଲ୍ଲାର ୭୨ ଜଣ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ସରକାରୀ ସଚେତନତା କାର୍ଯ୍ୟକ୍ରମର ରିପୋର୍ଟ ଦାଖଲ ନକରିବା ଏବଂ ୟୁଟିଲାଇଜେସନ ସାର୍ଟିଫିକେଟ୍ (UC) ଦେଇନଥିବା ଅଭିଯୋଗରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଦୀପକ କୁମାର ପାଢ଼ୀ ଏହି ୭୨ ଜଣଙ୍କ ଜାନୁଆରୀ ମାସର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  8. 8.ଜଣେ ମହିଳା ହେବେ ବିଏମସିର ମେୟର, ଯାହା ଏକ ଲଟେରୀ ମାଧ୍ୟମରେ ସ୍ଥିର କରାଯାଇଛି । ମହାରାଷ୍ଟ୍ରର ସମସ୍ତ ୨୯ଟି ପୌର ସଂସ୍ଥାରେ ମେୟର କେଉଁ ଜାତି କିମ୍ବା ବର୍ଗର ହେବେ ତାହା ଏକ ଲଟେରୀ ମାଧ୍ୟମରେ ସ୍ଥିର କରାଯାଇଥିଲା।

  9. 9.ଚଳିତ ମାସ ୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗ୍ରାହକମାନେ ସପିଂ ବେଳେ ୨୬ ହଜାର ଟଙ୍କା ତତ୍କାଳ ବ୍ୟାଙ୍କ ରିହାତି, କଞ୍ଜ୍ୟୁମର ଡ୍ୟୁରେବଲଲ୍ଋଣ ଉପରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ଓ ୟୁପିଆଇ ପେମେଣ୍ଟ୍‌ରେ ୫ ପ୍ରତିଶତ ଅସୀମିତ ରିହାତି ପାଇପାରିବେ। ଏହି ସେଲ୍‌ ରିଲାଏନ୍ସ ଡିଜିଟାଲ, ମାଇଁଜିଓ ଷ୍ଟୋର୍ ଓ ରିଲାଏନ୍ସ ଡିଜିଟାଲର ଅନଲାଇନ୍‌ ପ୍ଲାଟଫର୍ମରେ ଉପଲବ୍ଧ ହୋଇଛି।

  10. 10.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି କରିଛନ୍ତି । ପୂର୍ବରୁ ଗ୍ରାମରକ୍ଷୀ ୧୮୦୦ ଟଙ୍କା ପାଉଥିବାବେଳେ ୭୦୦ ଟଙ୍କା ବୃଦ୍ଧି କୁ ନେଇ  ବର୍ତ୍ତମାନ ଗ୍ରାମରକ୍ଷୀମାନେ ୨୫୦୦ ଟଙ୍କା ମାସିକ ଭତ୍ତା ପାଇବେ।

  11. 11. ଓଡିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲକୁ ନକ୍ସଲମୁକ୍ତ କରିବା ପାଇଁ ଅପରେସନ୍‌କୁ ଜୋରଦାର କରାଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୬ଟାରେ ପଶ୍ଚିମ ସିଂହଭୂମ ଛୋଟନାଗରାରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ନକ୍ସଲ ସଙ୍ଗଠନର ଶୀର୍ଷ ନେତା ଏରିଆ କମାଣ୍ଡର ଅନଲ୍‌ଦା ଓରଫ୍‌ ପତିରାମ ମାଝୀ ସହ ୧୫ ନକ୍ସଲ ନିହତ ହୋଇଛନ୍ତି। 

  12. 12.କଟକ ସଦର ତହସିଲର ଆରଆଇ ଜାନକୀ ରଞ୍ଜନ ମଲ୍ଲିକ ଏକ ମାମଲାରେ ରିପୋର୍ଟ ଦାଖଲ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

  13. 13.ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ବନ୍ଦର ନିକଟସ୍ଥ ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। 

  14. 14.ଦିଲ୍ଲୀର ଏକ ଅଦାଲତ ଅରବିନ୍ଦଙ୍କୁ ଅବକାରୀ ନୀତି ମାମଲାରେ ଏଜେନ୍ସିର ସମନକୁ ଏଡାଇବା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାୟର କରାଯାଇଥିବା ଦୁଇଟି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛି ।

  15. 15.ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ କୁକି ସଂପ୍ରଦାୟର ଲୋକେମାନେ ମୈତେଇ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ଅପହରଣ କରି ଗୁଳି କରି ହତ୍ୟା କରିଛନ୍ତି, ଯାହା ଅଶାନ୍ତ ମଣିପୁରରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।

  16. 16.ମଧ୍ୟପ୍ରଦେଶର ସହରର ଭାଗୀରଥପୁରାରେ ଦୂଷିତ ଜଳ ପରେ ଜିଲ୍ଲାର ମହୁ ତହସିଲ ମୁଖ୍ୟାଳୟର ପଟ୍ଟି ବଜାର ଅଞ୍ଚଳରେ ୧୦ରୁ ୧୫ ଦିନ ମଧ୍ୟରେ ୧୯ ଜଣ ଶିଶୁଙ୍କ ସମେତ ପ୍ରାୟ ୨୫ ଜଣ ଜଣ୍ଡିସ, ଟାଇଫଏଡ୍ ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଛନ୍ତି।

  17. 17.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କେରଳ ଗସ୍ତ କରିବେ।  ପ୍ରଧାନମନ୍ତ୍ରୀ ମୋଦୀ ତିନୋଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ସମେତ ଚାରୋଟି ନୂତନ ରେଳ ସେବାକୁ ପତାକା ଦେଖାଇବେ। ଏଗୁଡ଼ିକ କେରଳ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୂରଗାମୀ ଏବଂ ଆଞ୍ଚଳିକ ସଂଯୋଗକୁ ସୁଦୃଢ଼ ​​କରିବ।

  18. 18.୨୦୨୬ ଟି20 ବିଶ୍ୱକପ୍‌ ପୂର୍ବରୁ ବିବାଦ ବଢ଼ିବାରେ ଲାଗିଛି। ଭାରତରେ ନ ଖେଳିବା ଜିଦ୍ ରେ ବାଂଲାଦେଶ ବିଶ୍ୱକପରୁ ଓହରିଯିବା ପରେ ପାକିସ୍ତାନ ମଧ୍ୟ ବୟକଟ୍‌ କରିବାକୁ ଧମକ ଦେଇଛି।

  19. 19.ବାଂଲାଦେଶ କ୍ରିକେଟ୍ ଦଳ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବ ନାହିଁ। ଏ ନେଇ ଘୋଷଣା କରିଛନ୍ତି ବାଂଲାଦେଶ ସରକାର। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)

  20. 20.ଜାତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ବିଜେତା ହୋଇଛି। ସ୍ଥାନୀୟ ହାଇଟେକ୍‌ ପଡ଼ିଆରେ ଖେଳାଯାଇଥିବା ଗୁରୁବାର ଫାଇନାଲ୍‌ରେ ଓଡ଼ିଶା ୩୨ ରନ୍‌ରେ ମଧ୍ୟପ୍ରଦେଶକୁ ମାତ୍‌ ଦେଇଛି।

26 Y
16 23-01-2026 English
  1. 1.In a first, nine women Agniveers will be part of the Indian Air Force's band contingent that will march down the Kartavya Path during the 77th Republic Day Parade playing music, according to officials.

  2. 2.India's electricity distribution network has crossed the milestone of five lakh circuit kilometres with the potential to carry high-voltage energy of 220 kilovolts and above and 1,407 gigavolt amperes of transformation capacity, the power ministry said Thursday .

  3. 3.An Army truck skidded off the road and plunged into a deep gorge in Doda district of Jammu and Kashmir (J&K) Thursday, killing 10 soldiers and injuring 11 others.

  4. 4.In a high drama in Karnataka Assembly, Governor Thaawarchand Gehlot Thursday refused to read the state-prepared address to a joint session of the state legislature and concluded his customary speech in just three lines.

  5. 5.A Delhi court Thursday acquitted former Congress MP Sajjan Kumar in a case related to inciting violence in the Janakpuri area in the national capital during the 1984 anti-Sikh riots, saying the prosecution failed to prove the charges beyond a reasonable doubt.

  6. 6.Chief Minister Mohan Charan Majhi Thursday disbursed over Rs 315 crore to the bank accounts of more than 4.57 lakh beneficiaries under Subhadra Yojana.

  7. 7. Chief Minister Mohan Charan Majhi Thursday announced a hike in the monthly allowance for ‘Grama Rakhis’ (village guards) to Rs 2,500 from Rs 1,800, an official said.

  8. 8.Sixteen Maoists, including top leader Anal, were killed in a gunfight with security forces in Jharkhand’s West Singhbhum district Thursday, Union Home Minister Amit Shah said.

  9. 9.Chief Minister Mohan Charan Majhi is all set to inaugurate and lay foundation stone for 20 major industrial projects worth Rs30,000 crore during his two-day visit to Sambalpur and Rourkela beginning January 27.

  10. 10.Ahead of the 77th Republic Day, Odisha Police hoisted the national flag on the uninhabited Udabali Island in the Bay of Bengal, a few kilometres off Dhamara Port, and announced a Rs 149-crore plan for strengthening coastal security

  11. 11.Chief Minister Mohan Charan Majhi , addressing the State-Level Pani Panchayat Fortnight–2026 at Lok Seva Bhawan Convention Centre, he said the Pani Panchayat system has brought a transformative change in the lives of farmers and the agricultural sector of the state

  12. 12.The ruling LDF and the opposition UDF Thursday traded accusations against each other, both inside and outside the Kerala Assembly, in connection with the Sabarimala gold loss issue.

  13. 13.The EC has allotted 'whistle' as the symbol for actor-politician Vijay’s TVK and enthusiastic party workers have already taken it across the state, senior leader CTR Nirmal Kumar said Thursday.

  14. 14.A heavy posse of police and paramilitary personnel has been deployed in Dhar district of Madhya Pradesh as the Supreme Court stepped in Thursday to avoid any tension at the disputed 11th-century Bhojshala-Kamal Maula Mosque.

  15. 15.The Bangladesh Cricket Board (BCB) has reaffirmed its decision not to tour India for next month’s Twenty20 World Cup.

20 Y
17 22-01-2026 Odia
  1. 1.ଆମେରିକାର ବିମାନ ସୁରକ୍ଷା ଅଭିଯାନ ଗୋଷ୍ଠୀ ଦାବି କରିଛି ଯେ ଏୟାର ଇଣ୍ଡିଆର ବୋଇଂ ୭୮୭ ବିମାନ ଯାନ୍ତ୍ରିକ ସମସ୍ୟାରେ ପୀଡିତ ଥିଲା। ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବା ପୂର୍ବରୁ ମଧ୍ୟ ବିମାନଟି ଅନେକ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା।

  2. 2.ଗ୍ରୀନଲାଣ୍ଡ ଉପରେ ୟୁରୋପୀୟ ଦେଶମାନଙ୍କ ଉପରେ ଶୁଳ୍କ ଲଗାଇବାର ଧମକ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନର ଅନୁମାନ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ମତକୁ ନରମ କରିବାର ସଙ୍କେତ ଦେଇଛନ୍ତି।

  3. 3.ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର ବିଚାର ସମୟରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

  4. 4. ଗାଡ଼ିର ଚାଲାଣ ପଇଠ ନ କଲେ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଗାଡ଼ିର ପଞ୍ଜୀକରଣ ସମ୍ପର୍କିତ ଆବେଦନ ଆଗକୁ ବଢ଼ିବ ନାହିଁ। କେନ୍ଦ୍ର ସରକାର ମୋଟର ଯାନ ନିୟମରେ ସ୍ବତନ୍ତ୍ର ସଂଶୋଧନ ରେ ଉଲ୍ଲେଖ ରହିଛି ଯେ ଯଦି କୌଣସି ଗାଡ଼ିର ବର୍ଷକୁ ୫ କିମ୍ବା ତାଠାରୁ ଅଧିକ ଥର ଚାଲାଣ କଟିବ ତେବେ ଗାଡ଼ି ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପଡ଼ିବ।

  5. 5.ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ ଙ୍କ  ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାରୁ ତାଙ୍କୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲକୁ ରେଫର କରାଯାଇଥିଲା। ନୃତ୍ୟ ଗୋପାଳ ଦାସ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।   

  6. 6.ଅପରେସନ୍‌ ଗୋରକ୍ଷାରେ କେନ୍ଦୁଝର ପୁଲିସକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି। ଗୋରୁ ମାଫିଆଙ୍କର ଆହୁରି ୨୫ଟି ଆକାଉଣ୍ଟ ଓ ୩୫ଟି ଲକର୍‌ ଠାବ ହୋଇଛି।

  7. 7.ଫେବ୍ରୁଆରି ପ୍ରଥମ ସପ୍ତାହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଫେବ୍ରୁଆରି ୨ରେ ଭୁବନେଶ୍ବରରେ ପହଞ୍ଚି ୩ ତାରିଖରେ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। 

  8. 8.ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି।

  9. 9.ଏକ୍ୟୁଆଇ ମ୍ୟାନେଜମେଣ୍ଟ କମିଶନ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ, ଯାନବାହନ ଚଳାଚଳଜନିତ ବାୟୁ ପ୍ରଦୂଷଣ ଦିଲ୍ଲୀ-ଏନ୍‌ସିଆର୍‌ରେ ସବୁଠୁ ବିପଜ୍ଜନକ। ଏକ୍ୟୁଆଇରେ ସୁଧାର ଆଣିବା ପାଇଁ ସିଏକ୍ୟୁଏମ୍‌ ୧୫ଟି ପଦକ୍ଷେପ ସୁପାରିସ କରିଛନ୍ତି।

  10. 10.ଓଡିଶାରେ ଶିକ୍ଷା ହାର ବଢ଼ାଇବା ଏବଂ ସମସ୍ତଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଛାଡ଼ିଥିବା ଏବଂ ସ୍କୁଲ୍ ଯାଉନଥିବା ୧୪ ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ନାମଲେଖା ଏବଂ ପରୀକ୍ଷା ଫି ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

  11. 11.ଗଙ୍ଗପଡ଼ା ରାସ୍ତାକଡ଼ରେ କଣ୍ଟେନରକୁ ପଛରୁ ପିଟିଲା ଥାର୍ । ତେବେ ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ଥାର୍‌ ଗାଡ଼ି ସଂପୂର୍ଣ୍ଣ ଚୁର୍‌ମାର୍ ହୋଇଯାଇଛି । ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।ମୃତକ ମାନେ ହେଲେ ଇନ୍ଫୋଭାଲି ଥାନା ଅଧୀନ ମଦନପୁର ପଞ୍ଚାୟତ କାଇମାଟିଆ ଅଞ୍ଚଳରେ।

  12. 12.ସରକାରୀ ଡାଟାବେସ ‘ଆଧାର’ ଅନୁସାରେ ପିପିଲିପାଲି ଗ୍ରାମର ଚାଷୀ ଟଙ୍କଧର ଗିରି  ମୃତ। ଆଧାର ଡାଟାବେସର ଏହି ଗୁରୁତର ତ୍ରୁଟି ଯୋଗୁଁ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ପିପିଲିପାଲି ଗ୍ରାମର ଜଣେ ଚାଷୀ ନିଜ ଅମଳ ଧାନ ବିକ୍ରି କରିପାରୁ ନାହାନ୍ତି। 

  13. 13.ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ ପ୍ରାୟ ୫୬,୪୯୫ ଜଣ ପରୀକ୍ଷାର୍ଥୀ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଅଂଶଗ୍ରହଣ କରିଛନ୍ତି।

  14. 14.ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY)। ୨୦୨୬ ଜାନୁଆରୀ ୧ ତାରିଖରେ ଏହି ଯୋଜନା ୯ ବର୍ଷ ପୂର୍ଣ୍ଣ କରିଛି। ଏହି ଯୋଜନା ଅଧୀନରେ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଏ। ପ୍ରଥମ ସନ୍ତାନ ପାଇଁ ୫,୦୦୦ ଟଙ୍କା ଓ ଦ୍ୱିତୀୟ ସନ୍ତାନ ବାଳିକା ହେଲେ ୬,୦୦୦ ଟଙ୍କା ନଗଦ ସହାୟତା ମିଳେ।

  15. 15.ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସଭାପତି ଅମିନୁଲ ଇସଲାମ ବୁଲବୁଲ ତାଙ୍କର ସ୍ଥିତି ସ୍ପଷ୍ଟ କରି କହିଛନ୍ତି ଯେ ଭାରତରେ ୨୦୨୬ ଟି୨୦ ବିଶ୍ୱକପ୍ ଆୟୋଜନ କରିବା ସମ୍ପର୍କରେ ତାଙ୍କର ମତ ଅପରିବର୍ତ୍ତିତ ରହିଛି। ସେ କହିଛନ୍ତି, ଭାରତରେ ଆମେ ସୁରକ୍ଷିତ ନୋହୁଁ। ଭାରତ ବାହାରେ ଟି୨୦ ମ୍ୟାଚ୍‌ ଖେଳିବୁ। ଏହା ଉଲ୍ଲେଖନୀୟ ଯେ ବିଶ୍ୱକପ୍ ଫେବ୍ରୁଆରି ୭ ତାରିଖରୁ ଆରମ୍ଭ ହେବ।

30 Y
18 22-01-2026 English
  1. 1.NASA’s Sunita Williams - one of two astronauts stuck for months at the International Space Station - has retired. The space agency announced the news Tuesday, saying her retirement took effect at the end of December.

  2. 2.US President Donald Trump ruled out the use of force in his bid to control Greenland Wednesday, but said in a speech in Davos that no other country can secure the Danish territory.

  3. 3.Sabrina Carpenter is the first artist confirmed to be performing at the 2026 Grammy Awards. The Espresso hitmaker received six nods - and will grace the stage at Los Angeles' Crypto.com Arena February 1.

  4. 4.The State Environment Impact Assessment Authority (SEIAA) has directed the Deputy Director of Mines (Khurda) to conduct an immediate enquiry into the allegations of illegal mining and violation of environment norms at Ramchandrapur Laterite Quarry-2 in the district.

  5. 5. Hailing the Mukhyamantri Kamadhenu Yojana, Chief Minister Mohan Charan Majhi Wednesday said Odisha has produced 1.35 lakh litres more milk in the last one and a half years.

  6. 6.The Opposition BJD Wednesday slammed the state government for the proposed termination of direct flight service between Bhubaneswar and Dubai, saying it exposes the inefficiency of the government to safeguard the larger interest of air travellers to the global travel hub.

  7. 7.The Cuttack District Consumer Disputes Redressal Commission has directed an insurance company to pay Rs 56.9 lakh as compensation to the family of a policyholder who died after failing to pay a premium while bedridden due to illness.

  8. 8.In a move towards child-centric urban development, the Bhubaneswar Municipal Corporation (BMC) Wednesday signed a Memorandum of Understanding (MoU) with UNICEF to create child-friendly public spaces across the City.

  9. 9.Town Police in Bargarh seized 5,050 bottles of cough syrup and arrested six persons, including a woman, during a raid at an under-construction building near Bargarh-Katapali Road Wednesday. Two juveniles were also detained for their involvement in the offence, police said.

  10. 10.In a bizarre and a striking incident of Aadhaar goof-up, a farmer from Bijepur area in this district was deprived of selling his harvested paddy as his Aadhaar record erroneously showed him as ‘dead’.

  11. 11.A flawed question in the e-KYC process for the Ladki Bahin scheme has resulted in more than 24 lakh women beneficiaries in Maharashtra being wrongly classified as government employees, leading to the abrupt stoppage of their monthly financial assistance.

  12. 12.For months, Rajesh Kumar and Bindiya from Punjab’s Jalandhar are living between despair and acceptance, searching in Jammu for answers about their 22-year-old daughter and her friend, who went missing after a cloudburst in Jammu and Kashmir’s Kishtwar district in August last year.

  13. 13.The Supreme Court Wednesday said setting up of additional trial courts will make the judicial system “robust” as the accused will not be needed to come to the apex court for reliefs like bail or expeditious hearing in criminal cases.

  14. 14.An FIR was filed against the Election Commission in West Bengal's Purulia district in connection with the death of an 82-yearold man who allegedly ended his life due to "anxiety over the ongoing SIR", a senior officer said Wednesday.

  15. 15.A father-daughter duo, who alleged that they faced horrible conditions on an Air India Delhi-New York flight in 2023 with broken seats, unhygienic washrooms and poor food service, have been awarded Rs1.5 lakh compensation for the mental agony and harassment.

23 Y
19 21-01-2026 Odia
  1. 1.ଉତ୍ତର ଆମେରିକୀୟ ଏରୋସ୍ପେସ୍ ଡିଫେନ୍ସ କମାଣ୍ଡ (ନୋରାଡ୍‌) ଘୋଷଣା କରିଛି ଯେ ଆମେରିକାର ବିମାନ   ଉତ୍ତର-ପଶ୍ଚିମ ଗ୍ରିନଲାଣ୍ଡର ପିଟୁଫିକ୍ ସ୍ପେସ୍ ବେସରେ ପହଞ୍ଚିଛି, ଯାହା ପୂର୍ବରୁ ଥୁଲେ ଏୟାର ଫୋର୍ସ ବେସ୍ ଭାବରେ ଜଣାଶୁଣା। ଆମେରିକାର ଏଭଳି ପଦକ୍ଷେପ ବିରୋଧରେ ଗ୍ରିନଲାଣ୍ଡବାସୀ ଏକୁଜଟ ହୋଇଛନ୍ତି।

  2. 2.ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ଦ୍ୱିତୀୟ ମହିଳା ଉଷା ଭାନ୍ସଙ୍କ ଘର ପୁଣି ଥରେ ଆନନ୍ଦରେ ପରିପୂର୍ଣ୍ଣ ହେବାକୁ ଯାଉଛି। ଉଷା ଭାନ୍ସ ଚଳିତ ବର୍ଷ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନକୁ ଜନ୍ମ ଦେବେ ବୋଲି ଆଶା କରାଯାଉଛି।

  3. 3.ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ କହିଛନ୍ତି ଯେ ରୁଷିଆ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଶୁଳ୍କ ଲାଗୁ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସେନେଟ୍ ଅନୁମୋଦନର ଆବଶ୍ୟକତା ନାହିଁ।

  4. 4.ହାଇକୋର୍ଟ ଦୁଇଟି ଅଦାଲତ ଅବମାନନା ମାମଲର ଶୁଣାଣି କରି ଉଚ୍ଚଶିକ୍ଷା ସଚିବ ଶ୍ରୀ ଅଗ୍ରୱାଲଙ୍କ ବିରୋଧରେ ଜାମିନଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି। ଉଚ୍ଚଶିକ୍ଷା ସଚିବଙ୍କୁ ଜାନୁଆରି ୨୨ରେ ହାଜର କରାଇବା ପାଇଁ ଏପରି ଜାମିନଯୋଗ୍ୟ ଗିରଫ ପରୱାନା ଜାରି କରାଯାଇଛି।

  5. 5.ଚଳିତ ମାସ ୧୮ ତାରିଖ ଦିନ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି। ଗତବର୍ଷ ଭିତରକନିକାରେ ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ ଭିଡ଼ ଜମାଇଥିବା ବେଳେ ଚଳିତବର୍ଷ ଭିତରକନିକାକୁ ୧ ଲକ୍ଷ ୫୨ ହଜାର ୭୬୨କୁ ବୃଦ୍ଧି ପାଇଛି। 

  6. 6.ଗତ ବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳଗୁଡିକରେ ୧୮୨୬ ଟି ବଉଳାକୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୮୫୮କୁ ବୃଦ୍ଧି ପାଇଛି। ଅର୍ଥାତ୍ ଗତବର୍ଷ ଠାରୁ ଚଳିତ ବର୍ଷ ୩୨ଟି କୁମ୍ଭୀର ଅଧିକ ଥିବା ଚଳିତ ବର୍ଷର କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡିଛି ।

  7. 7. ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଡଲଫିନ ଗଣନା । ଏହି ଗଣନା ପ୍ରକ୍ରିୟା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। 

  8. 8.ନିର୍ବାଚନ ବର୍ଷ ୨୦୨୪-୨୫ ରେ, ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଥିବା ଦଳର ଅଡିଟ୍ ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ବିଜେପି ନିର୍ବାଚନରେ ମୋଟ ୩.୩୩୫.୩୬ କୋଟି ଖର୍ଚ୍ଚ କରିଛି, ଯାହା କଂଗ୍ରେସର ଖର୍ଚ୍ଚର ପ୍ରାୟ ଚାରି ଗୁଣ । କଂଗ୍ରେସ ଖର୍ଚ୍ଚ କରିଛି ୮୯୬.୨୨ କୋଟି ଟଙ୍କା ।

  9. 9.ନିତିନ ନବୀନ ୪୫ ବର୍ଷୀୟ ମଙ୍ଗଳବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦରେ ଆସୀନ ହେବାରେ ସର୍ବକନିଷ୍ଠ ନେତା।

  10. 10.ୟୁପିଆଇ ପେମେଣ୍ଟ ସେବା ପ୍ରଦାନକାରୀ କମ୍ପାନି ଫୋନ୍‌ପେ ପ୍ରାରମ୍ଭିକ ପବ୍ଲିକ୍‌ ଅଫର୍‌ (ଆଇପିଓ) ଆଣିବ। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କମ୍ପାନିର ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ଆଇପିଓ ଜରିଆରେ କମ୍ପାନି ପ୍ରାୟ ୧୨ ହଜାର କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖିଛି।

  11. 11. ପଶୁ କର୍ମୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ଏକ ପୋଡକାଷ୍ଟ ସମୟରେ ବୁଲା କୁକୁର ମାମଲାରେ କୋର୍ଟଙ୍କ ବିଚାରଧାରା ଉପରେ ଦେଇଥିବା ମନ୍ତବ୍ୟକୁ ସୁପ୍ରିମ୍‌କୋର୍ଟ କଡ଼ା ସମାଲୋଚନା କରିଛନ୍ତି।

  12. 12. ଜାନୁଆରୀ ୨୦, ୨୦୨୬, ରୁପା-ଭିତ୍ତିକ ଏକ୍ସଚେଞ୍ଜ-ଟ୍ରାଡେଡ୍ ଫଣ୍ଡ (ସିଲଭର୍ ETFs) ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ମାର୍ଚ୍ଚ ମାସରେ ରୁପା ଫ୍ୟୁଚର୍ସ କିଲୋଗ୍ରାମ ପିଛା ୩୧୮,୦୦୦ ଅତିକ୍ରମ କରିଛି । ବିଶ୍ୱ ଉତ୍ତେଜନା ଏବଂ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ରୁପା ଚମକୁଛି ।

  13. 13.ଗୁଣପୁର ଉପଖଣ୍ଡ ମେଡିକାଲ ପରିସରରେ ଅକ୍ସିଜେନ ପ୍ଳାଣ୍ଟ ସ୍ଥାପନ କରାଯାଇଥିଲା । ଦୀର୍ଘ ବର୍ଷ ଧରି ଏହା ନିର୍ମାଣ ହୋଇଥିଲେ ମଧ୍ୟ ରୋଗୀଙ୍କ କାମରେ ଆସିପାରିଲା ନାହିଁ । ଭୂବନେଶ୍ବର ଏକ ଯାନ୍ତ୍ରିକ ଦଳ ଗତ ଦୁଇଦିନ ମରାମତି କରିବା ପରେ ପ୍ଲାଣ୍ଟଟି କାର୍ଯ୍ୟକ୍ଷମ ହୋଇଛି ।

  14. 14.ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ୧୦୬୬ ପଏଣ୍ଟ ତଳକୁ ଖସି ୮୨୧୮୦.୪୭ ପଏଣ୍ଟରେ ବନ୍ଦ ହୋଇଛି। ଗତକାଲିର ଶେଷ କାରବାର ତୁଳନାରେ ଏଥିରେ ୧.୨୮ ପ୍ରତିଶତ ହ୍ରାସ ଘଟିଛି।

  15. 15. ଆଇଆଇଟି ଦିଲ୍ଲୀ ପକ୍ଷରୁ ଆୟୋଜିତ ସ୍କୁଲ୍‌ ୟୁଥ୍‌ ଆଇଡିଆଥନ୍‌-୨୦୨୫ରେ ଓଡିଏମ୍‌ ପବ୍ଲିକ ସ୍କୁଲ ରାଜ୍ୟରେ ପ୍ରଥମ ଓ ଦେଶରେ ତୃତୀୟ ସ୍ତାନରେ ରହିଛି। ଏହି କାର୍ଯ୍ୟକ୍ରମର ଗ୍ରାଣ୍ଡ ଫାଇନାଲ୍‌ରେ ୧୩୦୦୦ରୁ ଅଧିକ ସ୍କୁଲ ଭାଗ ନେଇଥିଲେ।

28 Y
20 21-01-2026 English
  1. 1.Nitin Nabin, 45-year-old was Tuesday formally declared as the BJP’s 12th national president, succeeding JP Nadda.  

  2. 2.India’s first camel milk processing plant, set up by the Kutch District Cooperative Milk Producers Union, popularly known as Sarhad Dairy, procured 4,754 litres of camel milk daily in 2024-25. The Bhuj-based dairy paid a total of `8.72 crore to over 350 camel farming families during the year.

  3. 3.Over 4.21 lakh birds visited Hirakud reservoir in Sambalpur district this winter, registering a significant increase from last year, revealed the bird census.

  4. 4.The Odisha government Tuesday announced that a month-long house listing exercise for Census 2027 would begin April 16, a notification said. Nearly 90% of the census data is likely to be collected through digital mode.

  5. 5.Around 70 shops were gutted and goods worth lakhs of rupees were destroyed in a major fi re at Unit-I market in Bhubaneswar Tuesday, police said.

  6. 6.The state government has announced plans to construct a grand temple on the premises of Mahima shrine at Joranda in Dhenkanal district. The Mahima Temple, also known as ‘Shunya Mandira’, is the principal seat of Mahima Dharma.

  7. 7.The three-day annual dolphin census began Tuesday in Chilika, Asia’s biggest brackish water lagoon, officials said. Over 100 persons, including experts, retired forest officers, wildlife activists and forest staff, were engaged .

  8. 8.The Supreme Court has ruled that state police authorities can investigate and file a chargesheet against Union government employees when it comes to the offences of bribery and corruption under Prevention of Corruption Act.

  9. 9.The Supreme Court Tuesday said it will close most of the petitions related to hate speeches pending since 2021 and in which the court has asked police to suo motu register FIRs.

  10. 10.The Supreme Court Tuesday came down heavily on former Union minister Maneka Gandhi for her remarks criticising apex court orders in the stray dog issue, saying she has committed contempt of court.

  11. 11.The rupee depreciated 7 paise to close at a record low of 90.97 against the US dollar Tuesday, as strong dollar demand from metal importers and persistent foreign fund outflows dented investor sentiment.

  12. 12.India has decided to withdraw the families and dependents of Indian officials posted in Bangladesh amid the security concerns following the increasing activities of extremist elements in the country.

  13. 13.A rare 233-year-old Sanskrit manuscript of Valmiki's Ramayana has been gifted to the Ram Katha museum in Ayodhya, the Culture Ministry said.

  14. 14.The Election Commission on Tuesday told the Supreme Court that its order on special intensive revision (SIR) of electoral rolls in various states is legislative in character, lays down guiding principles, and prescribes documents needed.

  15. 15.Sunita Williams, currently visiting India, is set to participate in the ninth edition of the Kerala Literature Festival (KLF) 

21 Y