-
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଚନ୍ଦ୍ରଯାନ-୩ ମିଶନର ସଫଳତା ପାଇଁ ମହତ୍ତ୍ବପୂର୍ଣ୍ଣ ଅବଦାନ ରଖିଥିବା ଟିମକୁ ଅନ୍ତରୀକ୍ଷ ଅଭିଯାତ୍ରା ଓ ଅନ୍ବେଷଣ ପାଇଁ ଆମେରିକା(ୟୁଏସ୍)ର ସ୍ପେସ୍ ଫାଉଣ୍ଡେସନ ପକ୍ଷରୁ ୨୦୨୪ ଜନ୍ ଏଲ. ଜାକ୍ ସ୍ବିଗେର୍ଟ ଜୁନିଅର୍ ଆୱାର୍ଡ ମିଳିଛି।
-
ବିଚାରାଧୀନ ମାମଲା ଉପରେ ବିଭିନ୍ନ ବାର୍ତ୍ତା, ମନ୍ତବ୍ୟ ଓ ନିବନ୍ଧ ପୋଷ୍ଟିଂ ପାଇଁ ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡ଼ିକର ବ୍ୟାପକ ଦୁରୁପଯୋଗ ଗମ୍ଭୀର ଚିନ୍ତାଜନକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
-
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ସମ୍ପୃକ୍ତ ଅଭିଯୋଗରେ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ନେତ୍ରୀ କେ. କବିତାଙ୍କୁ ସିବିଆଇ ଗିରଫ କରିଛି।
-
ଫେବୃଆରୀ ୧୬ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ସବୁଠୁ ବଡ଼ ସମାଲୋଚକ ତଥା ବିରୋଧୀ ନେତା ଆଲେକ୍ସି ନାଭାଲ୍ନିଙ୍କର ଆର୍କଟିକ୍ ଜେଲରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା।
-
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ସୂଚନା ଅଧିକାର(ଆରଟିଆଇ) ଅଧିନିୟମ ଅନୁଯାୟୀ ନିର୍ବାଚନ ଆୟୋଗ(ଇସି)ଙ୍କୁ ଦିଆଯାଇଥିବା ଇଲୋକ୍ଟ୍ରାଲ ବଣ୍ଡର ବିବରଣୀ ଦେବାକୁ ମନା କରି ଦେଇଛନ୍ତି। ତେବେ ରେକର୍ଡ ଆୟୋଗର ଓ୍ବେସାଇଟରେ ସାର୍ବଜନିନ ହୋଇସାରିଛି।
-
ଆଇଫୋନ୍ ନିର୍ମାତା ଆପଲ୍ ଭାରତ ସମେତ ଅନ୍ୟ ୯୧ ଟି ଦେଶର ଉପଭୋକ୍ତାଙ୍କୁ ଏକ ନୂତନ ବିଜ୍ଞପ୍ତି ଜାରି କରି ପେଗାସସ୍ ମାଲୱେୟାର ସମେତ ‘ମର୍ସିନାରୀ ସ୍ପାଏୱେୟାର’ ସାଇବର ଆକ୍ରମଣ ବିଷୟରେ ଚେତାବନୀ ଦେଇଛି।
-
ପାଣି ଓ ଅଙ୍ଗାରକାମ୍ଳରୁ ମିଳୁଛି ଇ-ଇନ୍ଧନ। ଏହା ଜୀବାଶ୍ମ ଇନ୍ଧନର ବିକଳ୍ପ। ଏହା ଦ୍ବାରା ପରିବେଶ ପ୍ରଦୂଷଣ କମ୍ ହେବା ସହ ଗ୍ରୀନ୍ ହାଉସ୍ ପ୍ରଭାବକୁ କମ୍ କରାଯାଇପାରିବ। ବଢ଼ୁଥିବା ବିଶ୍ବତାପମାନକୁ ମଧ୍ୟ ଏହାଦ୍ବାରା ନିୟନ୍ତ୍ରଣ କରିହେବ। ଏହି ଇ-ଇନ୍ଧନକୁ ଟେକ୍ସାସ୍ର ଏକ ଷ୍ଟାର୍ଟଅପ୍ କମ୍ପାନୀ ବିକଶିତ କରିଥିବା ଜଣାପଡ଼ିଛି।
-
ମଧ୍ୟପ୍ରଦେଶର ଜନୈକ ପୂର୍ବତନ ଆଇଏଏସ୍ ଅଧିକାରୀ ଦମ୍ପତି ଏକ ବହୁମୂଲ୍ୟ ଭେଟି ଦେଇଛନ୍ତି। ସେମାନେ ୫ କୋଟି ଟଙ୍କା ମୂଲ୍ୟର ୨୪ କ୍ୟାରେଟ୍ ସୁନାରେ ନିର୍ମିତ ରାମଚରିତ ମାନସ ଉପହାର ପ୍ରଦାନ କରିଛନ୍ତି।
-
ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ଏକ ମନିଲଣ୍ଡରିଂ ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ନେତ୍ରୀ କେ କବିତାଙ୍କୁ ତିହାର ଜେଲ୍ ଭିତରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଛି।
-
ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ବଡ଼ ଝଟକା ଲାଗିଛି। ନ୍ୟାସନାଲ ହେରାଲ୍ଡ ମାମଲାରେ ମନିଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ)ର ବିଚାର କର୍ତ୍ତୃପକ୍ଷ କଂଗ୍ରେସ ଦ୍ୱାରା ନିୟନ୍ତ୍ରିତ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ (ଏଜେଏଲ୍) ଓ ୟଙ୍ଗ୍ ଇଣ୍ଡିଆନ୍ର ୭୫୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତକୁ ବୈଧ ବୋଲି କହିଛନ୍ତି।
-
ଲୋକସଭା ନିର୍ବାଚନ ପୂର୍ବରୁ ନିଯୁକ୍ତି ସମୟରେ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ବହିଷ୍କାର କରାଯାଇଛି।
-
କଂଗ୍ରେସର ପୂର୍ବତନ ନେତା ରୋହନ ଗୁପ୍ତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ରୋହନ କିଛି ସମୟ ପୂର୍ବରୁ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ।
-
ଇଦ୍-ଉଲ-ଫିତର ଅବସରରେ ଲୋକଙ୍କୁ ମମତା କହିଛନ୍ତି, ‘‘ଯଦି କେହି ଦଙ୍ଗା କରିବାକୁ ଆସନ୍ତି ତେବେ ଚୁପ୍ ରୁହନ୍ତୁ ଏବଂ ମୁଣ୍ଡ ଥଣ୍ଡା ରଖନ୍ତୁ । ଆମେ ସୁନ୍ଦର ଓ ଶାନ୍ତ ପରିବେଶ ଚାହୁଁଛୁ ତେଣୁ ସମସ୍ତଙ୍କୁ ସାଥୀରେ ରହିବା ଆବଶ୍ୟକ।’’
-
ଖୋର୍ଦ୍ଧାରେ ପୁଣି ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ। ପ୍ରଶାନ୍ତ ଜଗଦ୍ଦେବଙ୍କୁ ବି ତୀବ୍ର ବିରୋଧ । ଗାଁରୁ କଲେ ତଡିପାର । ଏପରି ଦୃଶ୍ଯ ଦେଖିବାକୁ ମିଳିଛି ଟାଙ୍ଗୀ ବ୍ଲକ ଛଣଗିରି ଗାଁରେ ।
-
ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତର ନୂଆ ରେକର୍ଡ। ଦେଶରେ ଏକ ମାସ ମଧ୍ୟରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ୧୨୦ କୋଟି ଟଙ୍କା ମୂଲ୍ୟର କାରବାର କରାଯାଉଛି। ଆମେରିକାରେ ଗୋଟିଏ ବର୍ଷରେ କେବଳ ୪୦ କୋଟି ଟଙ୍କା ଡିଜିଟାଲ କାରବାର ହେଉଛି ।
-
ବାଲେଶ୍ବର ଲୋକସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ପ୍ରାର୍ଥୀ କରିଛି।
-
ବରମୁଣ୍ଡାସ୍ଥିତ ବାବାସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲ (ବିଏସ୍ଏବିଟି)ର ନବକଳେବର ଚର୍ଚ୍ଚାରେ ଥିଲା ବେଳେ ଏହାକୁ ସମ୍ପ୍ରସାରଣ କରି ପରିସୀମା ବୃଦ୍ଧି କରିବାକୁ ବିଡିଏ ନିଷ୍ପତ୍ତି ନେଇଛି। ବସ୍ଷ୍ଟାଣ୍ଡ ନିକଟେରେ ଥିବା ଏକ ଘରୋଇ କମ୍ପାନୀର ୱାର୍କସପ୍ର ଜମିକୁ ଏଥିପାଇଁ ଅଧିଗ୍ରହଣ କରାଯାଇଛି।
-
ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହେଲା ବିଜେଡି। ନିର୍ବାଚନରେ ନିୟୋଜିତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନାଲି ଆଖି ଦେଖାଉଥିବା ନେଇ ବିଜେଡିର ଏକ ଟିମ ସିଇଓଙ୍କୁ ଭେଟି ଫେରାଦ ହୋଇଛି।
-
ଭାରତରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜନୈତିକ ଦଳମାନେ ସର୍ଚ୍ଚ ଇଞ୍ଜିନ ଗୁଗଲ ଜରିଆରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି।ମାର୍ଚ୍ଚ ୧ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳ ତରଫରୁ ବିଜ୍ଞାପନ ବାବଦରେ ଗୁଗଲକୁ ୫୨ କୋଟି ଟଙ୍କା ମିଳିଛି।
-
ମଧ୍ୟପ୍ରଦେଶର ରେଓ୍ଵା ଓ ସତନା ଜିଲ୍ଲାରେ ଜନସଭାକୁ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଚିନ୍ତାଧାରାକୁ ସମର୍ଥନ କରିବା ସହ ତାଙ୍କ ଦଳକୁ ‘୨୪ କ୍ୟାରେଟ ସୁନା’ ଏବଂ କଂଗ୍ରେସକୁ ‘କଳଙ୍କି ଲଗା ଲୁହା’ ବୋଲି କହିଛନ୍ତି।