-
ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ପରିଚାଳନା ନିର୍ଦ୍ଦେଶକ ଭାବେ କ୍ରିଷ୍ଟାଲିନା ଜୋର୍ଜିଭା ପୁନର୍ବାର ନିର୍ବାଚିତ ହୋଇଛନ୍ତି। ଏହି ପଦରେ ସେ ଆଉ ପାଞ୍ଚ ବର୍ଷ କାର୍ଯ୍ୟ କରିବେ।
-
ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନ୍ଫ୍ରାଷ୍ଟ୍ରକଚର୍ସ ଲିମିଟେଡ ଏବେ ଚର୍ଚ୍ଚାରେ ଅଛି।ତାଙ୍କ କମ୍ପାନିର ମୂଲ୍ୟ ୬୭,୫୦୦ କୋଟି ଟଙ୍କାରେ ଏବଂ ନିଜର ସଂପତ୍ତି ୧୯,୨୩୦ କୋଟି ଟଙ୍କାରେ ପହଞ୍ଚିଛି। ଆନ୍ଧ୍ର ପ୍ରଦେଶର କୃଷ୍ଣା ଜିଲ୍ଲାରେ ଏକ କୃଷକ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ସେ ତାଙ୍କ ମାତାପିତାଙ୍କର ୫ମ ସନ୍ତାନ ଥିଲେ।
-
ବାଗ୍ଚୀ କରୁଣାଶ୍ରୟ ପାଲିଆଟିଭ୍ କେୟାର ସେଣ୍ଟର ସ୍ଥାପନ କରିଥିବା ବାଗ୍ଚୀ ଦମ୍ପତି ସୁବ୍ରତ ଓ ସୁସ୍ମିତାଙ୍କୁ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପ୍ର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ପ୍ରଶଂସା କରିଛନ୍ତି।
-
୨୦୧୫ ଜୁନ୍ ମାସରେ ପ୍ୟାରିସ୍ ଗସ୍ତ ସମୟରେ ୩ ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଟିକସଦାତାଙ୍କ ୬.୭୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲେ ବୋଲି ଚଣ୍ଡିଗଡ଼ର ଅଡିଟ୍ ମହାନିର୍ଦେଶକ (କେନ୍ଦ୍ରୀୟ)ଙ୍କ ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି।
-
ବଲିଉଡ଼ ଅଭିନେତା ସଲମାନ ଖାନଙ୍କ ମୁମ୍ବଇସ୍ଥିତ ବାସଭବନ ବାହାରେ ଗୁଳି ଫୁଟିବା ଶବ୍ଦ ଶୁଣାଯାଇଛି। ରବିବାର ସକାଳ ୫ଟା ସମୟରେ ମୋଟରସାଇକେଲରେ ଆସି ଜଣେ ଅଜଣା ବ୍ୟକ୍ତି ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ଘର ବାହାରେ ଅନେକ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
-
ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୀର୍ଘ ୭ ମାସ ହେଲା ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି। ପ୍ରଥମେ ୧୭୦ଟି ବିସ୍ଫୋରକ ଲଦେଇ ଡ୍ରୋନ୍ ଛାଡି ଇସ୍ରାଏଲ ଉପରେ ୩୦ଟି କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ୧୨୦ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଆକ୍ରମଣ ସୂଚନା ମିଳିବା ମାତ୍ରେ ୯୯ ପ୍ରତିଶତ ଡ୍ରୋନ ଓ କ୍ଷେପଣାସ୍ତ୍ରକୁ ଖସାଇ ଦିଆଯାଇଥିବା ଇସ୍ରାଏଲ ଦାବି କରିଛି।
-
ରୁଷ୍ ଅଧିକୃତ ଏକ ସହର ଉପରେ ୟୁକ୍ରେନ୍ ଆକ୍ରମଣ କରିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ରୁଷ୍ ସେନାର ବରିଷ୍ଠ ଅଧିକାରୀ ୟେଭେଗ୍ନି ବାଲ୍ଟ୍ସ୍କି ଏନେଇ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ୍ରେ ସୂଚିତ କରିଛନ୍ତି।
-
ଇରାନ୍ ଓ ଇସ୍ରାଏଲ ମଧ୍ୟରେ ଏବେ ଯେଉଁ ତିକ୍ତତା ଦେଖିବାକୁ ମିଳିଛି ତାହା ପଛରେ ୪୫ ବର୍ଷ ପୁରୁଣା ଶତ୍ରୁତା ରହିଛି। ୧୯୭୯ ଇରାନ୍ ବିପ୍ଳବ ସମୟରେ ଆମେରିକା ସହ ଜଡ଼ିତ ଥିବା ପହଲବୀ ରାଜବଂଶକୁ ଉଚ୍ଛେଦ କରାଯାଇଥିଲା।
-
ଲୋକସଭା ନିର୍ବାଚନ-୨୦୨୪ ପାଇଁ ବିଜେପିର ଇସ୍ତାହାର ‘ମୋଦୀ କୀ ଗ୍ୟାରେଣ୍ଟି’ ଉନ୍ମୋଚନ କରିଛନ୍ତି। ଏଥିରେ ୟୁନିଫର୍ମ ସିଭିଲ କୋଡ୍ (ସମାନ ନାଗରିକ ସଂହିତା ଏବଂ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ନୀତି ଲାଗୁ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଏନ୍ଆର୍ସି ବାଦ୍ ପଡ଼ିଛି।
-
କାନାଡ଼ାରେ ପଢ଼ୁଥିବା ହରିୟାଣା ସୋନିପତର ଜଣେ ୨୪ ବର୍ଷୀୟ ଛାତ୍ରଙ୍କୁ ଏପ୍ରିଲ ୧୨ ତାରିଖରେ ଭାନ୍କୁଭରରେ ଗୁଳିକରି ହତ୍ୟା କରାଯାଇଛି ।
-
ଲୋକସଭା ନିର୍ବାଚନ ପାଇଁ ରାଜନେତା ଓ ରାଜନୈତିକ ଦଳର ପ୍ରତିନିଧିମାନେ ଦେଶବ୍ୟାପୀ ପ୍ରଚାର କରୁଥିବାରୁ ଚାର୍ଟାର୍ଡ ବିମାନ ଓ ହେଲିକପ୍ଟଟର ଚାହିଦା ୪୦ ପ୍ରତିଶତକୁ ବୃଦ୍ଧି ପାଇଛି।
-
ଡାଲିର ହୋର୍ଡିଂକୁ ରୋକିବା ଏବଂ ମୂଲ୍ୟ ହ୍ରାସ କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି। ଏଭଳି କାର୍ଯ୍ୟରେ ଜଡିତ ବ୍ୟବସାୟୀମାନଙ୍କୁ ସରକାର ଚେତାବନୀ ଦେଇଛନ୍ତି।
-
ରିଦ୍ଧି ପଟେଲ ନାମକ ଜଣେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଆମେରିକାରେ ଗିରଫ କରାଯାଇଛି। କାଲିଫର୍ଣ୍ଣିଆର ବେକରଫିଲ୍ଡର ମେୟରଙ୍କ ବିରୋଧରେ ସେ ଆତଙ୍କୀ ଧମକ ଦେଇଥିବା ଅଭିଯୋଗ ହୋଇଛି। ବୁଧବାର ସିଟି କାଉନସିଲ ବୈଠକରେ ଯୋଗଦେଇ ରିଦ୍ଧି ପଟେଲ ଇସ୍ରାଏଲ-ହମାସ ବିବାଦ ପାଇଁ ଅସ୍ତ୍ରବିରତି ପ୍ରସ୍ତାବକୁ ସମର୍ଥନ ନ କରିବା ପାଇଁ ଅଧିକାରୀମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି।
-
ଭାରତୀୟ ସେନା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଟ୍ୟାଙ୍କବିଧ୍ୱଂସୀ ଗାଇଡେଡ୍ ମିଶାଇଲ୍ ସିଷ୍ଟମ୍ର ସଫଳ ପରୀକ୍ଷା କରିଛି।
-
ଉତ୍ତର ପୂର୍ବ ଦିଲ୍ଲୀରୁ କହ୍ନେୟା କୁମାରଙ୍କୁ କଂଗ୍ରେସ ଟିକେଟ ଦେଇଛି। କହ୍ନେୟା କୁମାର ଭାଜପା ପ୍ରାର୍ଥୀ ମନୋଜ ତିୱାରୀଙ୍କୁ ଟକ୍କର ଦେବେ। ସେହିପରି ଦିଲ୍ଲୀର ଚାନ୍ଦନୀ ଚୌକ ଆସନରୁ ଜେପି ଅଗ୍ରୱାଲ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀର ଉଦିତ ରାଜଙ୍କୁ ଟିକେଟ ଦିଆଯାଇଛି।
-
ଲୋକ ସଭା ନିର୍ବାଚନ ୨୦୨୪ ଅଭିଯାନରେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଉତ୍ତରପ୍ରଦେଶର ବିଭାଜନ କାର୍ଡ ଖେଳିଛନ୍ତି। ମୁଜାଫରନଗରରେ ଅନୁଷ୍ଠିତ ରାଲିରେ ମାୟାବତୀ କହିଛନ୍ତି, ଯଦି ବିଏସପି ସରକାର ଗଠନ ହୁଏ ତେବେ ପଶ୍ଚିମ ଉତ୍ତରପ୍ରଦେଶକୁ ଅଲଗା ରାଜ୍ୟ ଘୋଷଣା କରାଯିବ।
-
ତେଲଗୁ ଓ ହିନ୍ଦୀ ଫିଲ୍ମର ସୁପରଷ୍ଟାର ରାମ ଚରଣ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ଚେନ୍ନାଇ ବିଶ୍ୱବିଦ୍ୟାଳୟରେ ତାଙ୍କୁ ଲିଟରେଚରରେ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରାଯାଇଛି। ୩୯ବର୍ଷ ବୟସରେ ସେ ଏହି ଡିଗ୍ରୀ ହାସଲ କରିଛନ୍ତି।
-
ଗୁଜରାଟର ଗାନ୍ଧୀନଗର ଲୋକ ସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିପକ୍ଷରେ କଂଗ୍ରେସରୁ ସୋନାଲ ପଟେଲ ଲଢ଼େଇ କରିବେ।
-
ମୋବାଇଲ୍ ଫୋନ୍ ଉତ୍ପାଦନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆକଳନ କରାଯାଇଛି ଯେ ୨୦୨୪-୨୫ ଆର୍ଥିକବର୍ଷରେ କାରବାର ୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରି ୪.୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ।
-
ଦେଶର ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏହା ଅଧୀନରେ, ପଲିସିଧାରୀମାନଙ୍କୁ ପୁରୁୂଣା ରୋଗର ଚିକିତ୍ସା ପାଇଁ ଆଉ ୩୬ ମାସରୁ ଅଧିକ ଅପେକ୍ଷା କରିବାକୁ ପଡିବନାହିଁ। ପୂର୍ବରୁ ଏହି ରୋଗଗୁଡିକର ଚିକିତ୍ସା ପାଇଁ ଅପେକ୍ଷା ସମୟ ୪୮ ମାସ ରହିଥିଲା। ନୂତନ ନିୟମ ଏପ୍ରିଲ ପହିଲାଠାରୁ କାର୍ଯ୍ୟକାରୀ ହୋଇଛି।