# |
Date |
Type |
Current Affairs |
No. Of Views |
Status |
Action |
2991 |
10-06-2021 |
Odia |
- ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୬୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୩୪୪୬ ଏବଂ ସ୍ଥାନୀୟ ସଂକ୍ରମିତ ୨୬୫୧ ରହିଥିବା ଜଣାଯାଇଛି।
- କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନରେ ପୃଥିବୀର ସବୁଠାରୁ ବଡ଼ ବଉଳା କୁମ୍ଭୀର ଠାବ ହୋଇଛି। ଏହି କୁମ୍ଭୀରର ଲମ୍ବ ପ୍ରାୟ ୨୧ ଫୁଟ୍।
- ଆଇପିଏସ୍ ସ୍ତରରେ ଅଦଳବଦଳ: ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ୍ ବିଭାଗ ଆଇଜି ଓ ନରସିଂହ ଭୋଳଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ଭାବେ ଦାୟିତ୍ୱ, ହିମାଂଶୁ ଲାଲଙ୍କୁ ପୂର୍ବାଞ୍ଚଳ ଆଇଜି ଓ ଦୀପକ କୁମାରକୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ
- ବିଟ୍ କଏନକୁ ମିଳିଲା ଆଇନଗତ ସ୍ୱୀକୃତି। ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବରେ ଏଲ୍ ସାଲଭାଡର ଏହାକୁ ବୈଧ ମୁଦ୍ରା ଭାବରେ ଆଇନଗତ ସ୍ୱୀକୃତି ପ୍ରଦାନ କରିଛି। ଦୈନନ୍ଦିନ ବ୍ୟବହାରରେ ଏକ କ୍ରିପଟୋକରେନ୍ସିକୁ ଗ୍ରହଣ କରିବାରେ ଏହା ପ୍ରଥମ ରାଷ୍ଟ୍ର ହୋଇଛି।
- ରାଜ୍ୟ କ୍ୟାବିନେଟରେ ମିଳିଲା ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ, ସେଥିମଧ୍ୟରୁ ୪ଟି ପ୍ରସ୍ତାବ ନିର୍ମାଣ ଓ ପ୍ରଶସ୍ତୀକରଣ ହେବ ବିଜୁ " ଏକ୍ସପ୍ରେସ୍ ୱେ "। ରାଜ୍ୟ କ୍ୟାବିନେଟରେ ମିଳିଲା ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ, ସେଥିମଧ୍ୟରୁ ୪ଟି ପ୍ରସ୍ତାବ ନିର୍ମାଣ ଓ ପ୍ରଶସ୍ତୀକରଣ ହେବ ବିଜୁ " ଏକ୍ସପ୍ରେସ୍ ୱେ " ।
- କୋଭିଡ ମୁକାବିଲା ପାଇଁ ବିଏମସିକୁ ପୁଣି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆଉ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।
- ୭ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମସ୍ତ ଭିତ୍ତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ ହୋଇଛି ।
- ଏଣିକି ପିତାମାତା କୋଭିଡ-୧୯ ପଜିଟିଭ ହେଲେ ସରକାରୀ କର୍ମଚାରୀଙ୍କୁ ମିଳିବ ସ୍ୱତନ୍ତ୍ର କାଜୁଆଲ ଲିଭ । କେନ୍ଦ୍ର ସରକାରଙ୍କ କର୍ମଚାରୀ, ଜନ ଅଭିଯୋଗ ଓ ପେନସନ୍ ମନ୍ତ୍ରାଳୟର ଘୋଷଣା ।
- ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲେ କେନ୍ଦ୍ର ସରକାର । ଧାନ କ୍ୱିଣ୍ଟାଲ ପିଛା MSP ୧୯୪୦ ଟଙ୍କାକୁ ବୃଦ୍ଧି ନେଇ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସୂଚନା ।
- ଔଷଧ ଦୋକାନୀ ଏବଂ କର୍ମଚାରୀଙ୍କୁ ଟିକାକରଣ ପାଇଁ ନିର୍ଦେଶ। ପ୍ରାଥମିକତା ଭିତ୍ତିରେ ଟିକାକରଣ ପାଇଁ ସବୁ ଜିଲାପାଳଙ୍କୁ ନିର୍ଦେଶ ଦେଲେ ଏସିସିଏସ୍ ପ୍ରଦୀପ୍ତ ମହାପାତ୍ର ।
- ଭାରତୀୟ ରେଳବାଇକୁ ୭୦୦ ମେଗାହର୍ଜ ବ୍ୟାଣ୍ଡରେ ୫ ମେଗାହର୍ଜ ସ୍ପେକ୍ଟ୍ରମ୍ ଆବଣ୍ଟନକୁ କେନ୍ଦ୍ର କ୍ୟାବିନେଟ୍ ର ଅନୁମୋଦନ।
- ବ୍ଲାକ୍, ହ୍ୱାଇଟ୍ ଓ ୟେଲୋ ଫଙ୍ଗସ୍ ପରେ ଗାଜିଆବାଦର ଜଣେ ରୋଗୀଙ୍କ ଠାରୁ ହର୍ପିସ୍ ସିମ୍ପ୍ଲେକ୍ସ ନୂଆ ଭାଇରସ୍ ଚିହ୍ନଟ । ଡାକ୍ତର ଦାବି ଏହା ଅତ୍ୟନ୍ତ ବିପଜ୍ଜନକ ।
- ଦୁଇ ବର୍ଷ ବଢ଼ିଲା ଆରବିଆଇ ଡେପୁଟି ଗଭର୍ଣ୍ଣର ମହେଶ କୁମାର ଜୈନଙ୍କ କାର୍ଯ୍ୟକାଳ ।
- ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗର ଟପ୍-୨୦୦ରେ ଆଇଆଇଟି ବମ୍ବେ ସହ ଭାରତର ତିନି ବିଶ୍ଵ ବିଦ୍ୟାଳୟ ସାମିଲ ।
- ଓଡିଶାର ୫ ସହରରେ ଶହେ ଟପିଲା ପେଟ୍ରୋଲ ଦର । ଡିଜେଲ୍ ବି ଟପିଲା ଶହେ । ପକେଟ୍ ଉପରେ ପେଟ୍ରୋଲ ମାଡକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ।
- ଟିକଟକ୍, ଓ୍ବିଚାଟକୁ ନିଷିଦ୍ଧ କରିବାକୁ ଟ୍ରମ୍ପ ଜାରି କରିଥିବା ନିର୍ଦ୍ଦେଶକୁ ରଦ୍ଦ କଲେ ବାଇଡେନ ।
- ଭାରତକୁ ଗ୍ରିପେନ ଲଢୁଆ ବିମାନ ବିକ୍ରି ପାଇଁ ସ୍ବିଡେନରୁ ମିଳିଲା ପ୍ରସ୍ତାବ ।
- କରୋନା ରୋଗୀଙ୍କୁ ସହାୟତା ଦେବାକୁ ପୁଣି ଆଗକୁ ଆସିଲେ ଅଭିନେତ୍ରୀ ଉର୍ବଶୀ ରୌତେଲା । ଦାନକଲେ ୨ କୋଟି ୩୫ ଲକ୍ଷ ଟଙ୍କାର ଅକ୍ସିଜେନ କନସେଂଟ୍ରେଟର ।
- ଦକ୍ଷିଣ ମହାସାଗରକୁ ବିଶ୍ୱର ପଞ୍ଚମ ମହାସାଗର ଚିହ୍ନଟ କଲେ ନ୍ୟାସନାଲ ଜିଓଗ୍ରାଫି କାର୍ଟୋଗ୍ରାଫର ।
- ଚୀନର ମହାଧନୀଙ୍କୁ ପଛରେ ପକାଇ ଅରବପତିଙ୍କ ଲିଷ୍ଟରେ ଚମକିଲେ ଅମ୍ବାନୀ ଏବଂ ଅଦାନୀ, ଅଧିକାର କଲେ ଯଥାକ୍ରମେ ୧୨ ଏବଂ ୧୪ ତମ ସ୍ଥାନ ।
|
556 |
Y |
|
2992 |
09-06-2021 |
Odia |
- ଆମେରିକାର ରାଷ୍ଟ୍ରପତି ଜୋ ବିଡେନ 16 ଜୁନ୍ ରେ ଜେନେଭାରେ ରୁଷର ଭ୍ଲାଡିମିର୍ ପୁଟିନ୍ଙ୍କୁ ଭେଟିବେ | ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କର ପୁନରୁଦ୍ଧାର ଉପରେ ଉଭୟ ନେତା ଆଲୋଚନା କରିବେ।
- ଦୀପିକା କୁମାରୀ, ଅଙ୍କିତା ଭକତ ଏବଂ କୋମାଲିକା ବାରୀଙ୍କ ତିନି ସଦସ୍ୟ ବିଶିଷ୍ଟ ଭାରତୀୟ ମହିଳା ତୀରନ୍ଦାଜୀ ଦଳ ଗତକାଲି (08 ଜୁନ୍) ବିଶ୍ୱ ଅଲିମ୍ପିକ୍ ଯୋଗ୍ୟତା ଟୁର୍ନାମେଣ୍ଟରେ ଭାଗ ନେବାକୁ ପ୍ୟାରିସରେ ପହଞ୍ଚିଥିଲେ। ବର୍ତ୍ତମାନ ଭାରତୀୟ ଧନୁର୍ଦ୍ଧରମାନେ ପ୍ୟାରିସରେ ବାଧ୍ୟତାମୂଳକ 10 ଦିନିଆ କ୍ୟାଣ୍ଟିନ୍ କରିବେ ଏବଂ ମୁଖ୍ୟ କାର୍ଯ୍ୟକ୍ରମ ପାଇଁ ଅନୁକୂଳ ହେବେ |
- ସଂସଦର ମୌସୁମୀ ଅଧିବେଶନ ଜୁଲାଇରୁ ଆରମ୍ଭ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀ କହିଛନ୍ତି
- କୋଭାଇଡ୍ -19 ଟିକା ଉଭୟ ଡୋଜ ପାଇଥିବା ବିମାନ ଯାତ୍ରୀଙ୍କୁ ନକାରାତ୍ମକ ପରୀକ୍ଷା ରିପୋର୍ଟ ବିନା ଦେଶ ମଧ୍ୟରେ ଯାତ୍ରା କରିବାକୁ ଅନୁମତି ଦେବା ପାଇଁ କେନ୍ଦ୍ର ଏକ କୌଶଳ ଅବଲମ୍ବନ ଉପରେ ବିଚାର କରୁଛି।,
- କେନ୍ଦ୍ର ବଜେଟ୍ 2021 ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021-22 ମସିହାରେ 2 ଟି ସରକାରୀ କ୍ଷେତ୍ର ବ୍ୟାଙ୍କ ଏବଂ ଗୋଟିଏ ସାଧାରଣ ବୀମା କମ୍ପାନୀ ଘରୋଇକରଣ ଘୋଷଣା କରିଛନ୍ତି। ।
- ଅମରାବତୀ ମହାରାଷ୍ଟ୍ରର ଜଣେ ସ୍ୱାଧୀନ ସାଂସଦ ନବନୀତ କୌର ରାଣାଙ୍କୁ ଏକ ଜାଲ୍ ଜାତି ପ୍ରମାଣପତ୍ର ଦାଖଲ କରିଥିବାରୁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରା 2 ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା।
- କେନ୍ଦ୍ରୀୟ ଭିସ୍ତା ପୁନ ନିର୍ମାଣ ପ୍ରକଳ୍ପରେ ଏକ ନୂତନ ସଂସଦ ଭବନ, ସଂସଦର ସଦସ୍ୟଙ୍କ କାର୍ଯ୍ୟାଳୟ, ସେଣ୍ଟ୍ରାଲ୍ ଭିସ୍ତା ଆଭେନ୍ୟୁ (ରାଜପଥ) ର ପୁନ ମଡେଲିଂ, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପାଇଁ ନୂତନ ଆବାସ ନିର୍ମାଣ, 10 ଟି ଗଠିତ ଆନ୍ତ ସଂଯୁକ୍ତ ସାଧାରଣ ସଚିବ ଅନ୍ତର୍ଭୁକ୍ତ ଅଟେ । ନୂତନ ଅଟ୍ଟାଳିକା ଏବଂ ରାଜପଥର ଉଭୟ ପାର୍ଶ୍ୱରେ କିଛି ଅଟ୍ଟାଳିକା ଭାଙ୍ଗିବା |
- ଭାରତୀୟ ମହାକାଶ ଗବେଷଣା ସଂଗଠନ ତିନି ପ୍ରକାରର ଭେଣ୍ଟିଲେଟର ବିକଶିତ କରିଛି |PRANA '("Programmable Respiratory Assistance for the Needy Aid') ଏକ AMBU (Artificial Manual Breathing unit ବ୍ୟାଗ୍ ର ସ୍ୱୟଂଚାଳିତ ସଙ୍କୋଚନ ଉପରେ ଆଧାରିତ |ଟ୍ରମା ସହାୟତା (SVASTA) ପାଇଁ ଗ୍ୟାସ୍ ଚାଳିତ ଭେଣ୍ଟିଲେଟର 'ସ୍ପେସ୍ ଭେଣ୍ଟିଲେଟର ସହାୟକ ବ୍ୟବସ୍ଥା | ବିଦ୍ୟୁତ ଶକ୍ତି ବିନା କାମ କରିବ। ' VaU ହେଉଛି ଏକ ସ୍ୱଳ୍ପ ମୂଲ୍ୟର ଭେଣ୍ଟିଲେଟର ଯାହା ବ୍ୟବହାରରେ ବ୍ୟବସାୟିକ ଉଚ୍ଚ-ଶେଷ ଭେଣ୍ଟିଲେଟର ପରି |
- ଏଣିକି ଗୁଗୁଲ ଷ୍ଟୋରେଜରେ ରଖିପାରିବେନି ମାଗଣା ଏବଂ ଅସୀମିତ ଡାଟା, ଜୁନରୁ ବଦଳିଲା ନିୟମ ।
- .ଆଗାମୀ ଦିନରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ସହ ୫ କୋଟି ପିଏନଜି ସଂଯୋଗ ଲକ୍ଷ୍ୟ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା ।
- ପଶୁଙ୍କ ପାଇଁ ଆସିଲା କୋଭିଡ୍ ଟିକା । ବିଶ୍ୱର ପ୍ରଥମ ଭାକସିନ୍ ବିକଶିତ କରିଛି ରୁଷ୍ ।
- ତୃତୀୟ ଲହର ମୁକାବିଲା ପାଇଁ ତାଲିମ ନେବେ ୧୧୧୪ ଡାକ୍ତର, ୧୦୩୬ ସ୍ବାସ୍ଥ୍ୟକର୍ମୀ, ପ୍ରସ୍ତୁତ ହୋଇଛି ୩ହଜାର ବେଡ ।
- ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୧ ତାରିଖ ଦିନ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ୪ଘଣ୍ଟିଆ ବିକ୍ଷୋଭ ଓ ଧାରଣା ଦେବେ କଂଗ୍ରେସ ଦଳ ।ଆସନ୍ତା ୧୧ ତାରିଖ ଦିନ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ୪ଘଣ୍ଟିଆ ବିକ୍ଷୋଭ ଓ ଧାରଣା ଦେବେ କଂଗ୍ରେସ ଦଳ ।
- ଜୁଲାଇରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଚାଲିଛି ।
- ଦୈନିକ ଟିକାଦାନକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।
- ବାତ୍ୟା କ୍ଷୟକ୍ଷତି ଆକଳନ କରି ଦିଲ୍ଲୀ ଫେରିଲା କେନ୍ଦ୍ରୀୟ ଟିମ୍ । ପ୍ରାୟ ୭୦କୋଟିରୁ ଅଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ନେଇ ଦିଆଗଲା ରିପୋର୍ଟ
- ଏଲଏସିରେ ପଇଁତରା ମାରିଲା ଚୀନର ପ୍ରାୟ ୨୧-୨୨ଟି ଚୀନର ଯୁଦ୍ଧ ବିମାନ ।
- କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ୍ ନିୟମରେ ପରିବର୍ତ୍ତନ, ନିୟମ ଅନୁସାରେ ପ୍ରୋଭିଡେଣ୍ଟ ଫଣ୍ଡ୍ର ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବରରେ ଆଧାର ସଂଯୋଗ କରିବା ହେଲା ବାଧ୍ୟତାମୂଳକ ।
- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପାଇଁ ଅଫିସିଆଲ୍ସ ଘୋଷଣା କଲା ଆଇସିସି । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଫାଇନାଲ୍ ମ୍ୟାଚ୍ ଜୁନ୍ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଉଥାମ୍ପଟନରେ ଖେଳାଯିବ।
- ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଲା ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରୀ “ଦ ମାଉଣ୍ଟେନ୍ ହକି ‘ ।
|
599 |
Y |
|
2993 |
09-06-2021 |
English |
- The World Health Organisation issued a warning, asking the Indian government to be careful at the very beginning as the fear of the third wave is still not eliminated.
- Dr Randeep Guleria, the director of All India Institute of Medical Sciences (AIIMS), Delhi has said on Tuesday that he doesn't think that Covid-19 will have a serious impact on children.
- The Delhi High Court on Monday, declined to stay a single-judge order, which had allowed unaided private schools to collect annual and development fees from the students for the period post the lockdown in Delhi in 2020.
- India has been elected to the Economic and Social Council (ECOSOC) for the 2022-24 term. The 54-member Economic and Social Council is one of the six main organs of the United Nations (UN). India was elected in the Asia-Pacific States category along with Afghanistan, Kazakhstan, and Oman in the elections held on Monday.
- The central government will provide free vaccines to states for all above 18 years starting June 21, sources close to the Union Finance Ministry on Tuesday said the programme will cost around Rs 50,000 crore.
- BJP leader Swapan Dasgupta and three others took oath as members of the upper house in the presence of Vice President Venkaiah Naidu on Tuesday. Besides Mr Dasgupta, senior advocate Mahesh Jethmalani, journalist John Brittas and CPI(M) leader V Sivadasan also took oath.
- Monsoon Session of Parliament will begin on its normal schedule in July, Parliamentary Affairs Minister Pralhad Joshi said
- The Centre is considering a mechanism to allow air passengers who have got both doses of the Covid-19 vaccine to travel within the country without a negative test report.
- The Tamil Nadu Chief Minister M.K.Stalin has appealed to the Chief Ministers of various states on the issue of providing a moratorium on repayment of loans to MSMEs by the Union Govt.
- The Centre could privatise the two-state run banks — Central Bank of India and Indian Overseas Bank soon , In the Union Budget 2021, Union finance minister Nirmala Sitharaman announced privatising of 2 public sector banks and one general insurance company in 2021-22.
- An Independent MP from Amaravati Maharashtra, Navneet Kaur Rana, was fined Rs 2 lakh by the Bombay High Court for submitting a fake caste certificate. The actor-turned-politician's candidature was challenged by a former MP and Shiv Sena leader Anandrao Adsul.
- The govt has launched a new e-filing portal to make tax filing easy for all categories of taxpayers . Normally, the due date for ITR filing for salaried taxpayers remains 31st July. However, due to the COVID pandemic, the due date has been extended to 30th Sept 2021 this year.
- But, in case your self assessment tax after covering of TDS amount is more than Rs 1 lakh, then you may be charged interest for filing beyond 31st July. Therefore, it is better to file your ITR before 31st July, in case your tax liability even after TDS is more than Rs.1 lakh. www.incometax.gov.in The mobile app will also be released subsequent to the initial launch of the portal, to enable taxpayers to get familiar with the various features.
- The Central Vista redevelopment project involves building a new Parliament building, offices to Members of Parliament, re-modelling of Central Vista Avenue (Rajpath), constructing new residences for the Vice President and the Prime Minister, inter-connected common secretariat comprising 10 new buildings and demolishing some buildings on either side of the Rajpath.
- The Indian Space Research Organisation has developed three types of ventilators.PRANA ' ("Programmable Respiratory Assistance for the Needy Aid') is based on the automated compression of an AMBU (Artificial Manual Breathing unit) bag.Gas-powered ventilator 'Space Ventilator Aided System for Trauma Assistance (SVASTA) . will work without electric power.' VaU is a low-cost ventilator similar to commercial high-end ventilators in use.
- Permanent Mission of India to the United Nation on Tuesday announced that India has been elected to the UN Economic and Social Council for the term starting from 2022 till 2024 . Here ECOSOC is a 54-member Economic and Social Council, established in 1954 by a United Nations charter. it helps in advancing economic, social and environmental dimensions of sustainable development.
- US President Joe Biden to meet Russia Prez Vladimir Putin in Geneva on 16 June . Both leaders will discuss on restoration of good relationship between two countries.
- Three Indian para shuttlers, including world number one Pramod Bhagat, on Tuesday officially qualified for the Paralympics, scheduled to be held from August 25 to September 5.
- Three-member Indian women’s recurve archery team of Deepika Kumari, Ankita Bhakat and Komalika Bari reached Paris yesterday (08 June) to compete in World Olympic qualification tournament beginning 17th of June. Now Indian archers will undergo mandatory 10-day quarantine in Paris and get acclimatized for the main event.
- The second edition of the Lanka Premier League (LPL) T20 tournament will be held in a bio-secure environment between July 30 and August 22.
|
650 |
Y |
|
2994 |
08-06-2021 |
English |
- India's total tally of COVID-19 cases surged to 2,89,96,473 with 86,498 new infections being reported in a day, while the recoveries have crossed 2.73 crores, according to the Union Health Ministry data updated on Tuesday. India today reported 86,498 new Covid cases in the last 24 hours, its lowest in 66 days, showed government data. The daily positivity rate stood at 4.62 per cent.
- In Odisha June 8: As many as 5,896 persons in the state tested positive for Covid-19 in the past 24 hours. New Positive Cases: 5896, Inquarantine:3332, Local contacts: 2564.
- Dr Santrupt Misra has accepted the role as the Chairman of Project Advisory Committee (PAC) on Ekamra Plan 7th june21..
- PM Modi announces free vaccine to all above 18 yrs from 21st June; Says, no state has to spend on vaccine and supply of vaccine will increase in next few days
- Govt extends Pradhan Mantri Garib Kalyan Anna Yojana till Deepawali; 80 crore poor to be benefitted under scheme
- Vice Admiral Rajesh Pendharkar assumes Charge as Director General Naval Operations
- World Bank approves USD 500 million program to help boost India's MSME sector
- Navi Mumbai Municipal Corporation announces financial assistance of Rs 1000 for all its students for unlimited internet packs
- Maharashtra CM Uddhav Thackeray says, ASHA workers will have huge role in preventing possible 3rd wave of Coronavirus infection
- Russian President Vladimir Putin signed a law that formalises Russia`s exit from the Open Skies arms control treaty, a pact that allows unarmed surveillance flights over member countries.
- Interpol launches global database named “I-Familia” to identify missing persons through family DNA. I-Familia is the first database to do this on a global scale and provide standardized interpretation guidelines.
- American Olympic hurdles champion Brianna Rollins-McNeal was banned for 5 years in a doping case, ruling her out of this year's Tokyo Games and the 2024 Paris Games.
- Taking to Twitter the Odisha CM said, “Every life is precious. No one is safe until every one is vaccinated. As a nation we stand united in this fight against #Covid19 pandemic. Thank PM Shri @narendramodi ji for making vaccination a national mission.”
- Top officials on Monday said a blueprint is in place to ensure a total supply of 187.2 crore doses by the year-end that would be enough for the country's 94 crore 18-plus population.
- Abhishek Banerjee said the Trinamool Congress would go about its expansion more systematically than before, though he didn't share any details.
- The Opposition Chief Ministers also made it known that the change in policy was because of their pressure and the Supreme Court's criticism of the government's vaccine policy.
- The Union Health Ministry issued standard operating procedures (SOPs) for vaccination of people undertaking international travel for educational or employment, or as part of the national contingent for Tokyo Olympics.
- In Kochi, United Democratic Front parliamentarians from Kerala staged a protest in front of the Lakshadweep Administrator's Office in solidarity with the protestors, demanding withdrawal of the proposed "anti-people laws" by the union government.
- For those practicals and subjects that need external evaluation, the external evaluators will decide on an exam date in consultation with the internal examiners and conduct viva voce through an online meeting. CBSE Class 12 practical exams to be held online only; marks by June 28.
- At least 26 persons were killed on Monday in lightning strikes in various parts of West Bengal, a state disaster management official said. According to the news agency ANI, as many as Eleven people died in Hooghly district, nine in Murshidabad and two people died each in Bankura, East Midnapore, and West Midnapore districts respectively.
|
646 |
Y |
|
2995 |
08-06-2021 |
Odia |
- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୯୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୫୩ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଚିହ୍ନଟ କରାଯାଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୩୩୩୨ ଏବଂ ସ୍ଥାନୀୟ ସଂକ୍ରମିତ ୨୫୬୪ ଜଣ ରହିଛନ୍ତି।
- ମୁକ୍ତାକାଶ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ରୁଷିଆ ଓହରି ଯାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଦିନ ଏ ସଂମ୍ପର୍କିତ ଏକ ଆଇନରେ ସ୍ୱାକ୍ଷର କରିଛନ୍ତି।
- କୋଭିଡ-୧୯ କାରଣରୁ ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଗୁରୁତର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛି। ଏଭଳି ଜଟିଳ ପରିସ୍ଥିତିରେ ଏହାକୁ ସହାୟତା କରିବ ବିଶ୍ୱବ୍ୟାଙ୍କ। ଦେଶର ଏମଏସଏମଇ କ୍ଷେତ୍ରକୁ ପୁନଃ ସୁଦୃଢ କରିବାକୁ ବିଶ୍ୱବ୍ୟାଙ୍କ ୫୦୦ ନିୟୁତ ଡଲାରର ଏକ ଯୋଜନା ପ୍ରସ୍ତୁତ କରିଛି।
- ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ ମାଗଣା ଟୀକା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ । ଜୁନ ୨୧ ସୋମବାର ଠାରୁ ଆରମ୍ଭ ହେବ ଟୀକାକରଣ ।
- ନଭେମ୍ବର ମାସ ଯାଏ ୮୦ କୋଟି ଲୋକଙ୍କୁ ମିଳିବ ମାଗଣା ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ।
- ମହାକାଶ ଯାତ୍ରାରେ ଯିବେ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ । ଆସନ୍ତା ଜୁଲାଇ ୨୦ ତାରିଖରେ ବ୍ଲୁ ଅରିଜିନ୍ ବିମାନରେ ସେ ଏହି ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଯଦି ଜେଫ୍ ବେଜୋସ ମହାକାଶକୁ ଯାତ୍ରା କରନ୍ତି, ତେବେ ସେ ପ୍ରଥମ ଅରବପତି ଭାବେ ମହାକାଶ ଯାତ୍ରା କରିବେ ।
- ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତ୍ତିକୁ କାଏମ ରଖିଲେ ହାଇକୋର୍ଟ । ୨୦୧୯ ଅଗଷ୍ଟ ୭ ରାୟକୁ ଚ୍ୟାଲେଂଜ କରି ହୋଇଥିବା ୬ଟି ରିଟ୍ ପିଟିସନ୍ ହେଲା ଖାରଜ ।
- ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ୨୦୦ କୋଟି ଡୋଜ୍ ଟିକା ଉପଲବ୍ଧ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ।
- କୁନି ପିଲାଙ୍କ କରୋନା ଟିକା । କ୍ଲିନିକାଲ ଟ୍ରାଏଲ ପାଇଁ ସରକାରଙ୍କ ଅନୁମୋଦନ ପରେ ଟିକା ପରୀକ୍ଷା ପାଇଁ ଦିଲ୍ଲୀ ଏମ୍ସରେ ଆରମ୍ଭ ହେଲା ସ୍କ୍ରିନିଂ ପ୍ରକ୍ରିୟା ।
- ଶକ୍ତିଶାଳୀ ହେବ ଭାରତୀୟ ନୌସେନା, ଜୁଲାଇରେ ମିଳିବ ଘାତକ ହେଲିକପ୍ଟର ରୋମିଓ । ଏଥିପାଇଁ ୨୦୨୦ ରୁ ଭାରତ ଏବଂ ଆମେରିକା ମଧ୍ୟରେ ୧୬ ହଜାର କୋଟି ଟଙ୍କାର ଡିଲ୍ ହୋଇଥିଲା ।
- ଟିକାକରଣକୁ ବ୍ୟାପକ କରିବା ପାଇଁ କେଜ୍ରିୱାଲ ସରକାର ଆରମ୍ଭ କଲେ ‘ବୁଥ୍ ଯେଉଁଠି, ଟିକା ଦିଆଯିବ ସେଇଠି’ ଯୋଜନା । ଜୁନ୍ ମାସ ଭିତରେ ୪୫ ବର୍ଷରୁ ଅଧିକଙ୍କୁ ଟିକାକରଣର ଟାର୍ଗେଟ୍
- ମହାକାଶକୁ ଯାଉଥିବା ପ୍ରଥମ କୋଟିପତି ହେବେ ଆମାଜନ ସିଇଓ ଜେଫ ବେଜୋସ । ସେ ଜୁଲାଇ ୨୦ ରେ ନିଜ ଭାଇଙ୍କ ସହ ମହାକାଶକୁ ଯିବେ ।
- ଜୁଲାଇ ୨୩ରୁ ଆରମ୍ଭ ହେଉଥିବା ଅଲମ୍ପିକ୍ କ୍ରୀଡ଼ା ପାଇଁ ଭାରତର ୧୪ଟି ବିଭାଗରେ ଭାଗ ନେବେ ୫୬ ପୁରୁଷ ଓ ୪୪ ମହିଳା ପ୍ରତିଯୋଗୀ, ମନ ଲଗାଇ କରୁଛନ୍ତି ଅଭ୍ୟାସ ।
- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜୁଲାଇ ୧୩ରୁ ଆରମ୍ଭ ହେବ ଦିନିକିଆ ଓ ଟି-୨୦ ସିରିଜ୍ । ଏହି ସିରିଜ୍ର ପୂରା ପ୍ରସାରଣ ଟେନ ସ୍ପୋର୍ଟ୍ସ ରେ ହେବ ।
- ଆଇପିଏଲର ଅବଶିଷ୍ଟ ମ୍ୟାଚ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଅକ୍ଟୋବର ୧୫ ଯାଏଁ ଖେଳାଯିବ । ୟୁଏଇର ଶାରଜାହ ଏବଂ ଆବୁ ଧାବୀରେ ଆଇପିଏଲର ଅବଶିଷ୍ଟ ମ୍ୟାଚ ଖେଳାଯିବ ।
- ଜମି ଜବରଦଖଲକାରୀ କେବେହେଲେ ଆଇନର ଶରଣ ନେଇପାରିବେ ନାହିଁ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏଥିସହିତ ଆରାବଳି ଜଙ୍ଗଲ ଅଞ୍ଚଳରେ ଏକ ଗ୍ରାମ ନିକଟରେ ଜବର ଦଖଲ କରି ଗଢି ଉଠିଥିବା ପ୍ରାୟ ୧୦ ହଜାର ଆବାସିକ ନିର୍ମାଣ ସମେତ ସମସ୍ତ ଜବରଦଖଲ ସେଠାରୁ ହଟାଇବାକୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ହରିଆଣା ଓ ଫରିଦାବାଦ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଉଚ୍ଛେଦ ଅଭିଯାନ ସମୟରେ ପୂର୍ଣ୍ଣ ପୁଲିସ ସୁରକ୍ଷା ଯୋଗାଇଦେବାକୁ ମଧ୍ୟ ସୁପ୍ରିମ କୋର୍ଟ ଫରିଦାବାଦ ଡେପୁଟି ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
- ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଦଳର ଖେଳାଳିଙ୍କୁ ଖୁସିଖବର ମିଳିଥିଲା। ବିଳମ୍ବରେ ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ୮/୯ ଦିନ ତଳେ ମହିଳା ଖେଳାଳିଙ୍କୁ ୨୦୨୦ରେ ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍ର ପୁରସ୍କାର ରାଶି ବିସିସିଆଇ ପ୍ରଦାନ କରିସାରିଛି।
- ସୋମବାର ଏଠାରେ ଖେଳା ଯାଇଥିବା ଫିଫା ବିଶ୍ବକପ୍-୨୦୨୨ ଓ ଏସିଆନ କପ୍ ଯୋଗ୍ୟତା ପର୍ଯ୍ୟାୟ ଫୁଟ୍ବଲ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଗ୍ରୁପ୍-ଇର ଏହି ମ୍ୟାଚ୍ରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ୨ଟି ଗୋଲ୍ ବଳରେ ବାଂଲାଦେଶକୁ ୨-୦ ଗୋଲ୍ରେ ଭାରତ ପରାସ୍ତ କରିଛି। ଫଳରେ ଗ୍ରୁପ୍-ଇରେ ଭାରତ ପ୍ରଥମ ବିଜୟ ହାସଲ କରିଛି।
- ଭାରତୀୟ ଆୟକର ବିଭାଗ ସୋମବାରଠାରୁ ନିଜର ନୂଆ ୱେବସାଇଟ ଆରମ୍ଭ କରିଛି। କରଦାତା ଏହି ୱେବସାଇଟ ମାଧ୍ୟରେ ଟିକସ ଫେରସ୍ତ ପାଇଁ ଆବେଦନ କଲେ ଯଥାଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରିବ। ମୋବାଇଲରେ ଏହି ୱେବସାଇଟ୍ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଚଳିତ ମାସ ୧୮ ତାରିଖ ଠାରୁ ଏଥିରେ ଆଇଟିଆର ଦାଖଲ ହେବା ଆରମ୍ଭ କରାଯିବ ବୋଲି ଆୟକର ବିଭାଗ ସୂଚନା ଦେଇଛି
- ନ୍ୟାୟାଳୟ ଭିତରେ ଶୁଣାଣି ପ୍ରକ୍ରିୟାର ରେକର୍ଡିଂ ଓ ସିଧା ପ୍ରସାରଣ ପାଇଁ ସୁପ୍ରିମକୋର୍ଟ ଇ-କମିଟି ପକ୍ଷରୁ ଚିଠା ଢାଞ୍ଚା ନିୟମ ଜାରି କରାଯାଇଛି। ଏ ସଂକ୍ରାନ୍ତରେ ମତାମତ, ଉପଦେଶ ଓ ପରାମର୍ଶ ଦେବା ପାଇଁ ସବୁ ଭାଗିଦାରୀମାନଙ୍କୁ ଅନୁରୋଧ କରାଯାଇଛି। ସୁପ୍ରିମକୋର୍ଟ ଇ-କମିଟି ୱେବ୍ସାଇଟ୍ www.ecommitteesci.gov.inରେ ଚିଠା ନିୟମ ଢାଞ୍ଚା ଉପଲବ୍ଧ ରହିଛି।
|
565 |
Y |
|
2996 |
07-06-2021 |
English |
- AIADMK's top leader O Panneerselvam today urged Prime Minister Narendra Modi to abolish the National Eligibility cum Entrance Test (NEET) and other similar examinations for all professional and other courses.
- The doorstep delivery of oxygen concentrators facility was launched in Bhubaneswar, Berhampur, Cuttack, Rourkela and Sambalpur.
- the Centre on Sunday said that 24.60 crore Covid vaccine doses have been provided to states/UTs till date.
- It said that it has so far provided, both through the free of cost category and through direct state procurement category, more than 24 crore vaccine doses (24,60,80,900) to states/UTs, and of this, total consumption, including wastages, is 22,96,95,199 doses (as per data available at 8 a.m. on Sunday).
- The ''Noorjahan'' mango, cultivated in Madhya Pradesh's Alirajpur district, is fetching a higher price this year thanks to the good yield and sheer size of the fruit compared with the last year.
- The Oxygen Expresses have delivered more than 26,281 metric tonnes (MT) of Liquid Medical Oxygen (LMO) in more than 1,534 tankers to various states across the country, the Railways Ministry informed on Sunday.
- The tussle between Delhi government and Centre over doorstep delivery of ration turned bitter today with the Chief Minister accusing the Central government of blocking it.
- The Delhi government has started free distribution of five kg food grains to non-PDS beneficiaries, Food and Civil Supplies Minister Imran Hussain said on Saturday.
- The Directorate General of Drug Administration (DGDA) of Bangladesh has approved the second Chinese COVID 19 vaccine ‘CoronaVac’ manufactured by the Sinovac company
- According to the India Meteorological Department, Southwest Monsoon has further advanced into northeastern states, Sub-Himalayan West Bengal, Maharashtra, Telangana, Karnataka, Tamil Nadu and Andhra Pradesh.
- Covid-19 vaccine trial among children of 12 to 18 yrs of age group begins in Nagpur, Maharashtra.
- Delhi CM Arvind Kejriwal asked PM Modi, why the doorstep ration delivery scheme by his govt was stalled by the Centre and appealed to PM to allow its implementation in the national interest. He also said that "If pizza, burgers, smartphones and clothes can be delivered at home, then why can't ration be delivered at their doorstep.
- The main accused in Aligarh hooch tragedy that killed 35, was arrested : Accused Rishi Sharma, who carried a reward of Rs 1 lakh on his arrest, was held near Bulandshahr border in western Uttar Pradesh.
- Kerala Chief Minister Pinarayi Vijayan on Sunday welcomed the withdrawal of order by GB Pant Hospital that asked nurses not to communicate in Malayalam while on duty. Pinarayi Vijayan said that the Malayalee nurses are exemplary service providers in many hospitals in Delhi, including Govind Ballabh Pant Institute of Postgraduate Medical Education and Research (GIPMER).
- Bihar govt gives ex-gratia of Rs 4 lakh each to families of 3,727 Covid victims.
- AIIMS Delhi will start the screening for clinical trials of Bharat Bitotec's Covaxin COVID-19 vaccine on children.
- Union Education Minister , Ramesh Pokhriyal ‘Nishank’ approved the release of Performance Grading Index (PGI) 2019-20 for States and Union Territories of India.
- Tamara Zidansek became the first woman from Slovenia to reach the singles quarter-finals of a Grand Slam with a 7-6(4), 6-1 victory over unseeded Romanian at the French Open.
- China has accepted the emergency use of CoronaVac, a COVID-19 vaccine manufactured by Chinese firm Sinovac, for children aged between 03 to 17 yrs.
- Bollywood Legendary actor Dilip Kumar (98 yrs) has been admitted to non-Covid P.D. Hinduja Hospital in suburban Khar in Mumbai on Sunday morning after experiencing breathlessness, his wife and veteran actor Saira Banu said.
|
630 |
Y |
|
2997 |
07-06-2021 |
Odia |
- ଆସନ୍ତା ୧୦ତାରିଖରେ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା, ଏହାର ପ୍ରଭାବରେ ଓଡିଶା ସମେତ ସମଗ୍ର ପୂର୍ବଭାରତରେ ଆସିପାରେ ମୌସୁମୀ
- ସହରରେ ଘରେ ପହଞ୍ଚିବ ଅକ୍ସିଜେନ୍, ଅକ୍ସିଜେନ୍ କନ୍ସନ୍ଟ୍ରେଟର୍ ଡେଲିଭରି ସେବା ଆରମ୍ଭ ।ସହରଗୁଡ଼ିକ ହେଲା ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର।
- ଖୁବଶୀଘ୍ର ଆରମ୍ଭ ହେବ କୋବୋଭ୍ୟାକ୍ସ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ଡିସିଜିଆଇ ଦେଲା ମଞ୍ଜୁରୀ
- ଘରେ ଘରେ ରାସନ ଯୋଜନାକୁ ନେଇ ବିବାଦ: କେନ୍ଦ୍ରକୁ କେଜ୍ରିୱାଲଙ୍କ ପ୍ରଶ୍ନ-ଯଦି ପିଜ୍ଜାର ହୋମ ଡେଲିଭରି ହୋଇପାରୁଛି ତାହେଲେ ରାସନର କାହିଁକି ନୁହେଁ ?
- ଜି ୭ ଦେଶ ମଧ୍ୟରେ ଐତିହାସିକ ରାଜିନାମା, ଗୁଗଲ-ଫେସବୁକ ଉପରେ ଲାଗିବ ୧୫ % କର୍ପୋରେଟ୍ ଟ୍ୟାକ୍ସ
- ମହାରାଷ୍ଟ୍ରରେ ଏକ ଲକ୍ଷ ମୁହାଁ କରୋନାଜନୀତ ମୃତ୍ୟୁ, ମାତ୍ର ୭ଟି ଦେଶ ଅତିକ୍ରମ କରିଛନ୍ତି ଏହି ଗ୍ରାଫ ।
- କୃଷି କ୍ଷେତ୍ରକୁ ପ୍ରଭାବିତ କରିପାରିବ ନାହିଁ କରୋନାର ଦ୍ବିତୀୟ ଲହର, ୩ ପ୍ରତିଶତରୁ ଅଧିକ ରହିବ ଗ୍ରୋଥ୍ ରେଟ୍
- ବିହାରରେ ତୀବ୍ର ହେଲା ଆୟୁର୍ବେଦ ବନାମ ଏଲୋପାଥି ଲଢ଼େଇ, ରାମଦେବଙ୍କ ବିରୋଧରେ ପ୍ରତି ଥାନାରେ ଏତଲା ଦେବେ ଡାକ୍ତର ।
- କରୋନା ଆକ୍ରାନ୍ତଙ୍କ ଫୁସ୍ଫୁସ୍ ସଂକ୍ରମଣ ଚିକିତ୍ସା, ଏସ୍ସିବିରେ ଖୋଲିବ ‘ଏକ୍ମୋ’ ୟୁନିଟ୍ ।କାଳ ହେଉଛି ECMO ଅଭାବ: ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଗୁରୁତର ରୋଗୀ ।
- ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ରିୟାଙ୍କ ବଡ଼ ଖୁଲାସା, ଅଭିନେତାଙ୍କ ପରିବାର ଉପରେ ଲଗାଇଲେ ସଙ୍ଗୀନ ଅଭିଯୋଗ ।
- ଜୁନ ୧୦ରେ ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟପରାଗ ।
- ଆସନ୍ତା ବର୍ଷ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବବୋଲି ମୁଖ୍ୟ ନିର୍ବାଚନ କମିଶନର୍ଙ୍କ ସୂଚନା ।
- ଓଡିଶା ମୋ ପରିବାର ର ସଫଳତା, ମହାମାରୀ ବେଳେ ସଂଗ୍ରହ ହେଲା ୧ ଲକ୍ଷ ୟୁନିଟ୍ ରକ୍ତ ।
- ଚଳିତ ମାସର ପ୍ରଥମ ୪ ଦିନରେ ବିଦେଶୀ ପୁଞ୍ଜି ନିବେଶକମାନେ ୮ହଜାର କୋଟି ଟଙ୍କା ଭାରତୀୟ ପୁଞ୍ଜି ବଜାରକୁ ଛାଡ଼ିଛନ୍ତି
- ଚୀନ ରଚିଲା ଇତିହାସ, ତିନି ବର୍ଷର ଶିଶୁଙ୍କ ପାଇଁ ପ୍ରସ୍ତୁତ କଲା ଟିକା ।
- ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ପାଇଁ ଓ୍ଵିଜଡନ ଚୟନ କଲା ଭାରତର ଚୂଡାନ୍ତ ଏକାଦଶ । ବାଦ ପଡିଲେ ଦ୍ରୁତ ବୋରଲ ଇଶାନ୍ତ ଶର୍ମା
- ଫିଫା ୱାର୍ଲଡ କପ୍ କ୍ୱାଲିଫାୟର, ବ୍ରାଜିଲର କ୍ରମାଗତ ପଞ୍ଚମ ବିଜୟ ।
- ଗ୍ରାମାଞ୍ଚଳ ସଂକ୍ରମଣରେ ଓଡ଼ିଶା ଦେଶରେ ୩ନଂ,ଏବେ ଦୈନିକ ୮୦% ସଂକ୍ରମଣ ଗାଁରୁ।
- ରାଜ୍ୟ ଗୁଡିକର ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଦର୍ଶନ ଗ୍ରେଡିଂ ଇଣ୍ଡେକ୍ସ 2019-20 ପ୍ରକାଶ, 14 ତମ ସ୍ଥାନରେ ଓଡ଼ିଶା।
- କରୋନାରେ ମାଡ ଖାଉଛି ମଧ୍ୟବିତ୍ତ । ୩କୋଟି ୩୦ ଲକ୍ଷ ମଧ୍ୟବିତ୍ତଙ୍କୁ ଗରିବ କରିଦେଲା କରୋନା ।
|
560 |
Y |
|
2998 |
06-06-2021 |
English |
- Union Health Ministry said, states have more than 1.65 crore doses of anti-corona vaccine
- Meet the demands of Maratha reservation, otherwise there will be agitation: Mete to Maharashtra government
- Russian President Putin said - third party should not interfere between India and China
- Malta based company ready to give 6 crore doses of Sputnik V: Haryana Government
- Farmers are adamant on agricultural law, Rakesh Tikait of BKU made it clear that the farmers' movement will continue till 2024
- Rahul is doing hard exercises to win gold medal in Tokyo Olympics, there is no facility of coach
- The Indian Railways has so far delivered more than 25,629 tonnes of liquid medical oxygen to states & Union territories across the country.
- According to the report of India Meteorological Department (IMD) the southwest monsoon has further advanced into more parts of central Arabian Sea, entire coastal Karnataka, Goa, parts of Maharashtra, Telangana and Andhra Pradesh, Tamil Nadu and central Bay of Bengal. However expected in the rainfall activity on June 7-8.
- Kerala state govt has launched ‘Knowledge Economy Mission’ to boost job prospects in the state by supporting knowledge and skillful workers . This Initiative was announced in State Budget. It will be launched to bring ongoing efforts of providing employment to educated people.
- High Court Bans Illegal Use Of 'Khadi' Brand For Beauty Pageant/Business: Illegally using the brand name "Khadi" of Khadi and Village Industries Commission (KVIC) have been restrained by the Delhi High Court from carrying out any "misleading" activities in the name of Khadi.
- The central govt. has blocked plans to launch doorstep delivery of rations in Delhi from next week. Anil Baijal, IAS has rejected the file for implementation of Doorstep Delivery of Ration citing 2 reasons - centre is yet to approve the scheme, and an ongoing court case. Previously Cabinet passed a decision to remove the name 'Mukhyamantri Ghar Ghar Ration Yojna' for the scheme and to implement doorstep delivery as part of the existing NFS Act, 2013.
- The Trinamool Congress has promoted Lok Sabha MP Abhishek Banerjee (Nephew of Mamata Banerjee) to the General Secretary post in West Bengal after an organisational meeting at Kolkata.
- The Income Tax Department is launching its new e-filing portal www.incometax.gov.in on 7th June, 2021. New taxpayer friendly portal integrated with immediate processing of Income Tax Returns (ITRs) to issue quick refunds to taxpayers.
- The Ministry of Social Justice and Empowerment has launched the SAGE (Senior care Aging Growth Engine) initiative and SAGE portal for elderly persons initiative : This will be a “one-stop access” of elderly care products and services by credible start-ups. Their products should be able to provide across sectors such as health, housing, care centers. India’s elderly population is on the rise as per surveys. It is expected to increase from around 7.5% in 2001 to almost 12.5% by 2026, and surpass 19.5% by 2050.
- Lieutenant Governor of Ladakh, RK Mathur, launched the YounTab scheme. Under the scheme, about 12,300 tablets were distributed among them in Leh to the students.
- Indian Navy’s oldest Hydrographic Survey Ship ‘INS Sandhayak’ decommissioned : retired after serving for 40 years at Naval Dockyard in Visakhapatnam.
- The Defence Acquisition Council (DAC), in its meeting chaired by Defence Minister Rajnath Singh, has approved proposals concerning capital acquisitions of various equipment for modernisation and operational needs of the armed forces amounting to approx Rs 6,000 crore.
- INS Chakra, India's lone nuclear-powered attack submarine, returns to Russia. Indian Navy's only nuclear-powered attack submarine, the INS Chakra, which was taken on lease from Russia, is believed to be on its way back to the country of its origin. INS Chakra, an Akula class vessel, was taken on lease from Russia in 2012.
- Solar Eclipse 2021: The 'Ring Of Fire' Solar Eclipse Coming Up On June 10 : The first Solar Eclipse of 2021 will be visible on Thursday, June 10, 2021. A solar eclipse occurs when the Moon comes in between the Earth and the Sun. It will be an annular solar eclipse.
- US President Joe Biden expanded restrictions on American investments in certain Chinese companies with alleged ties to the country's military and surveillance efforts. Joe Biden barred U.S. investors from financial interests in 59 Chinese companies, continuing some portions of the tough tack former President Donald Trump took with China.
|
608 |
Y |
|
2999 |
06-06-2021 |
Odia |
- ରାଜ୍ୟରେ ଗୋଟିଏ ଦିନରେ ୭୦୦୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୬୭ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୩୯୨୧ ଏବଂ ସ୍ଥାନୀୟ ସଂକ୍ରମିତ ୩୦୮୧ ଜଣ ରହିଛନ୍ତି।
- ଭୁବନେଶ୍ୱରରେ ପହଞ୍ଚିଲା ୨.୨୭ ଲକ୍ଷ କୋଭିସିଲ୍ଡ ଟିକା।
- ଯୁକ୍ତ ୨ ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରଣ ପାଇଁ ଗଠନ ହେଲା ୧୪ ଜଣିଆ ବିଶେଷଜ୍ଞ କମିଟି । ୧୦ ଦିନ ଭିତରେ କମିଟି ଦେବ ରିପୋର୍ଟ ।
- କରୋନା କାଳରେ ବୀମା କମ୍ପାନୀ ମାନଙ୍କ ସହ ବୈଠକ କଲେ ଅର୍ଥମନ୍ତ୍ରୀ । ତୁରନ୍ତ କ୍ଲେମ ଉପରେ ଫୋକସ୍ ଦେବାକୁ ପରାମର୍ଶ।
- ଲକଡାଉନ୍ ସରିବା ବେଳକୁ କୋଭିଡ୍ ସଂକ୍ରମଣ ହାର ୫%କୁ ଖସି ଆସିଥିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ ।
- ଏଣିକି ପାଠ ପଢ଼ା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା, ଆଜିଠାରୁ ୧୯୨୯କୁ ଫୋନ୍ କରି ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ ।
- ଆଜିଠାରୁ ଭୁବନେଶ୍ୱରର ମାର୍କେଟ ଅଞ୍ଚଳରେ ହେବ କରୋନା ଟେଷ୍ଟିଂ । ମୋବାଇଲ୍ ଭ୍ୟାନ ପଠାଯାଇ କରାଯିବ ଆଣ୍ଟିଜେନ୍ ଏବଂ ଆରଟିପିସିଆର ଟେଷ୍ଟ । ପ୍ରେସମିଟରେ ସୂଚନା ଦେଲେ ବିଏମସି କମିସନର ।
- କେଜ୍ରିୱାଲଙ୍କ ସ୍ୱପ୍ନର ଯୋଜନା ‘ଘରେ ଘରେ ରାସନ’ରେ ରୋକ ଲଗାଇଲେ କେନ୍ଦ୍ର ସରକାର ।
- ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା । ୯୨ ବର୍ଷ ବୟସରେ ବୁର୍ଲା ଭିମସାରରେ ଦେହାନ୍ତ ।
- ମଙ୍ଗଳ ଗ୍ରହରୁ ମାଟି ଆଣିବାକୁ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି ନାସା ।
- ଜୁନ୍ ୧୫ ତାରିଖରୁ ଗୁଜୁରାଟରେ ଲାଗୁ ହେବ ‘ଲଭ୍ ଜିହାଦ’ ଆଇନ: ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲ ।
- ନାଇଜରିଆ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଟ୍ୱିଟର ।
- ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଉତ୍ତର କୋରିଆ, ମାସେ ପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାମ୍ନାକୁ ଆସିଲେ କିମ୍ ଜୋଙ୍ଗ।
- ନାଇଜେରିଆରେ ସୋସିଆଲ ମିଡିଆ ଚଳାଇବାହଁକୁ ଯୋଜନା କରୁଛି ଭାରତର ‘କୁ’।
- ଭାରତ ବାହାରେ ହେବ ଟି-୨୦ ବିଶ୍ୱକପ, ଏନେଇ ICCକୁ ସୂଚନା ଦେଲା BCCI ।
- କୁସ୍ତିଯୋଦ୍ଧା ସାଗର ଧନକଡଙ୍କ ହତ୍ୟା ଅଭିଯୋଗରେ ଜେଲରେ ବନ୍ଦୀ ଥିବା ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଜେଲ୍ରେ ଦିଆଯାଉଥିବା ଖାଦ୍ୟରେ ପେଟ ପୁରୁନାହିଁ। ମାଗୁଛନ୍ତି ପ୍ରୋଟିନଯୁକ୍ତ ଖାଦ୍ୟ ।
- ବିଶିଷ୍ଟ ଗାନ୍ଧୀବାଦୀ ଶିକ୍ଷକ ନେତା ତଥା ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ପରଲୋକ।
- ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା । ୯୨ ବର୍ଷ ବୟସରେ ବୁର୍ଲା ଭିମସାରରେ ଦେହାନ୍ତ ।
- କେନ୍ଦ୍ର ସରକାର ଓ ଟୁଇଟର ମଧ୍ୟରେ ବଢୁଛି ବିବାଦ । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଆରଏସଏସ ମୁଖ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟ୍ୟାଗ ହଟାଇ ପୁଣି ଯୋଡିଲା ଟୁଇଟର।
- ୩ଟି ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍ସ ଟାଇଟଲର ବିଜେତା ସ୍ୱିଜରଲାଣ୍ଡର ଷ୍ଟାନିଆସ୍ ୱାରିଙ୍କା ଆସନ୍ତା ଗ୍ରାଣ୍ଡସ୍ଳାମ୍ ଟେନିସ ଚମ୍ପିଆନ୍ସିପରୁ ଓହରି ଯାଇଛନ୍ତି। ଜୁନ୍ ୨୮ରୁ ଲଣ୍ଡନ୍ରେ ୱିମ୍ବଲଡନ ଚମ୍ପିଆନ୍ସିପ ଆରମ୍ଭ ହେଉଛି। ପୂର୍ବତନ ବିଶ୍ୱର ୩ନଂ ପୁରୁଷ ସିଙ୍ଗଲ୍ସ ଖେଳାଳି ୱାରିଙ୍କାଙ୍କର ଚଳିତବର୍ଷ ପ୍ରାରମ୍ଭରେ ପାଦରେ ଆଘାତ ଲାଗିଥିଲା।
|
578 |
Y |
|
3000 |
05-06-2021 |
Odia |
- NITI ଆୟୋଗ ସୂଚନା ଅନୁସାରେ କରୋନାର ତୃତୀୟ ତରଙ୍ଗ ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ, ଏଥିପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ |
- ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ, ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ :- ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।
- ରାମଦେବଙ୍କ ନୂତନ ବିବୃତ୍ତି ଦେଇ କହିଛନ୍ତି ,"ସୋମବାର ଠାରୁ ମୁଁ ଫାର୍ମା କମ୍ପାନୀଗୁଡିକର ପୋଲ ଖୋଲିବି, ଆପଣ ଯାହା ଚାହାଁନ୍ତି ତାହା କରନ୍ତୁ "|
- ମରିସସ୍ ର ପୂର୍ବତନ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥଙ୍କ ଦେହାନ୍ତରେ ଦେଶରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ଘୋଷଣା ।
- କୋଭିଡ ଯୋଗୁଁ ଦେଶରେ ଅଟକି ରହିଥିବା ବିଦେଶୀ ନାଗରିକଙ୍କର ଭିସା ଅବଧୀ ଅଗଷ୍ଟ ୩୧ ତାରିଖ ଯାଏ ବୃଦ୍ଧି ।
- ହିତାଧିକାରୀଙ୍କୁ ଆଗୁଆ ମିଳିବ ୩ ମାସର ଭତ୍ତା । ଜୁନ୍, ଜୁଲାଇ, ଅଗଷ୍ଟ ମାସର ଭତ୍ତା ଆଗୁଆ ଦିଆଯିବ । ସୂଚନା ଦେଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
- ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭୂମି ପୂଜା ଅନୁଷ୍ଠିତ ହୋଇଛି ।
- ପ୍ରଦୂଷଣ ରୋକିବାକୁ ପୂର୍ବତଟ ରେଳପଥର ଭିନ୍ନ ପଦକ୍ଷେପ,ସବୁଜ ରେଳ ମିଶନର ରହିଛି ଲକ୍ଷ୍ୟ । ୨୦୩୦ ପୂର୍ବରୁ ଏକ “ନେଟ୍ ଜିରୋ କାର୍ବନ ନିର୍ଗମନକାରୀ” ହେବାକୁ ଯାଉଛି।
- ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ)କୁ ରୁଷୀୟ କୋଭିଡ ଟିକା ସ୍ପୁଟନିକ ଭି ଉତ୍ପାଦନ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
- କ୍ଷତିଗ୍ରସ୍ତ ଜମାକାରୀ ଅନଲାଇନ୍ ରେ କରି ପାରିବେ ଆବେଦନ , ଉନ୍ମୋଚନ ହେଲା ଓ୍ଵେବସାଇଟ୍ ।
- www.opid.odisha.gov.inରେ ଅନଲାଇନ୍ ଆବେଦନ କରି ପାରିବେ।
- ଦେଶରେ ୬ଟି ବୁଡ଼ାଜାହାଜ ନିର୍ମାଣ ପାଇଁ ପ୍ରତୀରକ୍ଷା ଅଧିକୃତ ପରିଷଦର ଅନୁମତି ।
- ଆୟକର ବିଭାଗ ଏବେ 15.47 ଲକ୍ଷ ଟିକସଦାତାଙ୍କୁ 26276 କୋଟି ଟଙ୍କା ଫେରସ୍ତ କରିଛି ।
- ଚଳିତ ଜୁନମାସ ୨୪ ତାରିଖରେ Microsoft ଏହାର Windows ଅପରେଟିଂ ସିଷ୍ଟମର ‘ପରବର୍ତ୍ତୀ ଜେନେରେସନ୍’ ଲଞ୍ଚ କରିବ।
- ଚାଇନାର କୃତ୍ରିମ ସୂର୍ଯ୍ୟ ସୃଷ୍ଟି କଲା ୧୨ କୋଟି ଡିଗ୍ରୀ ସେଲସିୟସ ତାପମାତ୍ର ।
- ପ୍ରଥମ ଥର ପାଇଁ ଲ୍ୟାବରେ ପ୍ରସ୍ତୁତ ହେଲା ମା’ କ୍ଷୀର, ଖୁବ ଶୀଘ୍ର ବଜାରକୁ ଆସିବା ସମ୍ଭାବନା । ଆମେରିକାର ମହିଳା ବୈଜ୍ଞାନିକମାନେ ବିଶ୍ୱରେ ପ୍ରଥମ ଥର ପାଇଁ ଏହି ଦୁଗ୍ଧ ପ୍ରସ୍ତୁତ କରିଛନ୍ତି ।
- ଶକ୍ତିଶାଳୀ ହେବ ଭାରତୀୟ ନୌସେନା, ୬ଟି ଆଡ୍ଭାନ୍ସ ସବମରିନ୍ ନିର୍ମାଣ ପାଇଁ ୫୦ ହଜାର କୋଟିର ପ୍ରକଳ୍ପକୁ ମଞ୍ଜୁରୀ ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ ।
- ଫୋବର୍ସ ଧନୀ ଖେଳାଳୀ ତାଲିକାରେ ଏକମାତ୍ର କ୍ରିକେଟର ବିରାଟ କୋହଲି ୨୨୯ କୋଟି ସହ ୫୯ ସ୍ଥାନରେ ଅଛନ୍ତି ।
- ପାଣିପାଗ ବଦଳିଛି। ଏଥର ଉତ୍ତାପ ମଧ୍ୟ ବୃଦ୍ଧି ପାଇଛି, ମୋୖସୁମୀ ବର୍ତ୍ତମାନ କେରଳରେ ଅଛି କିନ୍ତୁ ଅନେକ ରାଜ୍ୟରେ ମୋୖସୁମୀ ତାମିଲନାଡୁରେ ପହଞ୍ଚିବ, ଦୁଇ ତିନି ଦିନ ମଧ୍ୟରେ ମୁମ୍ବାଇରେ ଟକ୍କର ଦେବ |
- ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଫେସବୁକର ବଡ କାର୍ଯ୍ୟ, ଆକାଉଣ୍ଟକୁ 2 ବର୍ଷ ପାଇଁ ସ୍ଥଗିତ ରଖାଯାଇଛି
- ଗତ ତିନିମାସ ମଧ୍ୟରେ କେନ୍ଦ୍ର ସରକାର 28 ହଜାରରୁ ଅଧିକ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ, 19,694 ଟି ସମାଧାନ କରାଯାଇଥିଲା
|
566 |
Y |
|