# |
Date |
Type |
Current Affairs |
No. Of Views |
Status |
Action |
1701 |
14-04-2023 |
Odia |
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ହରିଶ୍ଚନ୍ଦ୍ର ସହାୟତାକୁ ଗ୍ରାମାଞ୍ଚଳ ପାଇଁ ୨ ହଜାରରୁ ୩ ହଜାର ଟଙ୍କା, ସହରାଞ୍ଚଳ ଓ ପୁରୀ ସ୍ୱର୍ଗଦ୍ବାର ପାଇଁ ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
-
କାଲି ବାରିପଦାରେ ସର୍ବାଧିକ ତାପମାତ୍ରା ୪୩.୫ ଡ଼ିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ୨୫ଟି ସହରର ତାପାମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ଡିଗ୍ରୀ ରେକର୍ଡ କରାଯାଇଛି ।
-
ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ଅତିକ୍ ଅହମ୍ମଦଙ୍କ ପୁଅ ଅସଦ ନିହତ । ଉମେଶ ପାଲ୍ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଥିଲା ଅସଦ୍ । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅସଦକୁ ଏନକାଉଣ୍ଟର କରିଛି ୟୁପି ପୋଲିସ ।
-
ରାଜ୍ୟ ରାଜଧାନୀ ଭୁବନେଶ୍ବରର ୭୫ ତମ ପ୍ରତିଷ୍ଠା ଦିବସ। ଭୁବନେଶ୍ବର ପାଳୁଛି ପ୍ଲାଟିନମ ଜୁବଲି। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ରାଜଧାନୀର ଶୁଭ ଦେଇଥିଲେ।
-
୬ ମାସ ପରେ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ନିୟମିତ କରିଛି ଗଣଶିକ୍ଷା ବିଭାଗ। ଫଳରେ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଧାରଣା ସ୍ଥଗିତ ହୋଇଛି।
-
ବେଦାନ୍ତ ଆଲୁମିନିୟମର ସହାୟକ କମ୍ପାନୀ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ବାଲ୍କୋ)କୁ ନିକଟରେ ସମ୍ମାନଜନକ ‘ପ୍ୟାଟ୍ ଟପ୍ ପ୍ରଦର୍ଶନକାରୀ’ ପୁରସ୍କାର ପ୍ରଦାନ କରାଯାଇଛି।
-
ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମାର୍ଚ୍ଚରେ ଗାଡ଼ି ବିକ୍ରି ଓଡ଼ିଶା ବଜାରରେ ବୃଦ୍ଧି ଘଟିଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ମୋଟ ୬୫,୨୪୫୫ ୟୁନିଟ୍ ଗାଡ଼ି ରାଜ୍ୟରେ ବିକ୍ରି ହୋଇଛି ।
-
ମାନହାନୀ କେସ୍ରେ ଦଣ୍ଡ ପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆବେଦନର ରାୟ ଏପ୍ରିଲ ୨୦ ତାରିଖରେ ଆସିବ। ସୁରତର ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି।
-
ୟୁରୋପୀୟ ଦେଶ ସ୍ବିଡେନ ପାକିସ୍ତାନରେ ଥିବା ତା’ର ଦୂତାବାସକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରି ଦେଇଛି।
-
ରାଷ୍ଟ୍ରୀୟ ରୋଜଗାର ମେଳାରେ ୭୦ ହଜାରରୁ ଅଧିକ ଯୁବକଯୁବତୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏହି ମେଳାରେ ଭାଗ ନେଇ ନିଯୁକ୍ତିପତ୍ର ବାଣ୍ଟିଛନ୍ତି।
-
ଆମେରିକା ଏବଂ ଦକ୍ଷିଣ କୋରିଆ ସହ ତିକ୍ତତା ମଧ୍ୟରେ ଉତ୍ତର କୋରିଆ ଗୁରୁବାର ସକାଳେ ପୁଣି ଥରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।
-
ଆମେରିକା ଶିକାଗୋସ୍ଥିତ ଏକ ଷ୍ଟାର୍ଟଅପ୍ କମ୍ପାନୀର ୨ ଭାରତୀୟ ବଂଶୋଦ୍ଭବ ଏକ୍ଜିକ୍ୟୁଟିଭ୍ ୧ ବିଲିୟନ୍ ଡଲାର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୦ ସପ୍ତାହର ଟ୍ରାଏଲ୍ ପରେ ହେଲ୍ଥ ଟେକ୍ନୋଲୋଜି କମ୍ପାନୀର ସହ-ପ୍ରତିଷ୍ଠାତା ଏବଂ ପୂର୍ବତନ ସିଇଓ ଋଷି ଶାହ ୨୨ରୁ ୧୯ କାଉଣ୍ଟରେ ଦୋଷୀ ହୋଇଥିବାବେଳେ କମ୍ପାନୀର ପୂର୍ବତନ ଅଧ୍ୟକ୍ଷା ଶ୍ରଦ୍ଧା ଅଗ୍ରଓ୍ବାଲ ୧୭ରୁ ୧୫ଟି କାଉଣ୍ଟରେ ଏବଂ ପୂର୍ବତନ ଚିଫ୍ ଅପରେଟର ଅଫିସର ବ୍ରାଡ୍ ପର୍ଡି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
-
ଡ୍ରୋନ ଯୋଗେ ପାକିସ୍ତାନ ସୀମାରେ ଚାଲିଥିବା ନିଶାଦ୍ରବ୍ୟ କାରବାରକୁ ପୁଣିଥରେ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ପାକିସ୍ତାନରୁ ଡ୍ରୋନ ଯୋଗେ ଆସିଥିବା ବିପୁଳ ପରିମାଣର ଡ୍ରଗ୍ସକୁ ଆଜି ବିଏସ୍ଏଫ ଯବାନମାନେ ଜବତ କରିଛନ୍ତି। ଜବତ ହୋଇଥିବା ୪ ପ୍ୟାକେଟ ଡ୍ରଗ୍ସର ଓଜନ ୪.୫ କେଜି ବୋଲି ଜଣାପଡ଼ିଛି।
-
ଟିଭି ତଥା ଫିଲ୍ମ ଜଗତର ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଉତ୍ତରା ବାବକର ପୁଣେର ଏକ ଘରୋଇ ହସ୍ପିଟାଲରେ ୭୯ ବର୍ଷରେ ଗତ ମଙ୍ଗଳବାର ଆଖି ବୁଜିଛନ୍ତି।
-
ମେ’ ୧୦ରେ ଭୋଟ ଦେବାକୁ ଯାଉଥିବା କର୍ଣ୍ଣାଟକାରୁ ଏବେ ନୋଟ ଜବତ ହେବା ଆରମ୍ଭ ହୋଇ ଯାଇଛି। ଆଜି ବେଙ୍ଗାଲୁରୁ ପୁଲିସ୍ ୨ ଜଣ ବ୍ୟକ୍ତିଙ୍କ ଠାରୁ ନଗଦ ୧ କୋଟି ଟଙ୍କା ଜବତ କରିଛି। ଦୁଇ ଜଣ ଯାକ ଏତେ ଟଙ୍କା କେଉଁଠୁ ଆଣିଲେ ଓ କୁଆଡ଼େ ନେଉଥିଲେ, ସେକଥା ଜଣାପଡ଼ିଛି। ସିଟି ମାର୍କେଟ ନିକଟରେ ଗୋଟିଏ ଅଟୋ ମଧ୍ୟରୁ ଏତେ ପରିମାଣର ନଗଦ ଟଙ୍କା ଜବତ ହେବା ସମସ୍ତଙ୍କୁ ଚକିତ କରିଛି।
-
ବୈଦେଶିକ ମୁଦ୍ରା ବିନିମୟ ନିୟମ ଉଲ୍ଲଂଘନ କରିଥିବା କାରଣରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଖବର ପ୍ରସାରଣକାରୀ ସଂସ୍ଥାନ ‘ବିବିସି ଇଣ୍ଡିଆ’ ନାମରେ ‘ଫରେନ୍ ଏକ୍ସଚେଞ୍ଜ୍ ମ୍ୟାନେଜ୍ମେଣ୍ଟ୍ ଆକ୍ଟ୍’ (ଏଫ୍ଇଏମ୍ଏ) ମାମଲା ରୁଜୁ କରିଥିବା କଥା ସରକାରୀସୂତ୍ରରୁ ଉଦ୍ଧାର କରି ‘ପିଟିଆଇ’ ରିପୋର୍ଟ କରିଛି।
-
ନଦୀ ତଳେ ନିର୍ମିତ ଟନେଲରେ ଚାଲିବା ପରେ ବୁଧବାର କୋଲକାତା ମେଟ୍ରୋ ଇତିହାସ ସୃଷ୍ଟି କରିଛି। ଭାରତରେ ଏହା ପ୍ରଥମ ବୋଲି କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ। ହୁଗୁଳି ନଦୀ ତଳେ ଚାଲିଥିବା ଏହି ମେଟ୍ରୋର ପ୍ରଥମ ଯାତ୍ରାରେ ସେଥିରେ ବସିଥିଲେ କେତେଜଣ ଅଫିସର ଓ ଇଂଜିନିୟର।
-
ପୂର୍ବତନ ଆଇପିଏଲ କମିଶନର ଲଳିତ ମୋଦୀଙ୍କୁ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଭାରତୀୟ ନ୍ୟାୟ ପାଳିକା ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି। ଲଳିତ ମୋଦୀ ଆଇନଠାରୁ ଊର୍ଦ୍ଧ୍ଵରେ ନୁହଁନ୍ତି ବୋଲି ଖଣ୍ଡପୀଠ କହିଛନ୍ତି । କ୍ଷମା ପ୍ରାର୍ଥନା କରି କୋର୍ଟରେ ଏକ ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
-
ଶାହିଦ କପୁର କିଛି ଦିନ ତଳେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବ୍ଲଡି ଡାଡି’ର ଘୋଷଣା କରିଥିଲେ। ଏବେ ଦର୍ଶକଙ୍କୁ ବଡ଼ ଉପହାର ସ୍ବରୂପ ଫିଲ୍ମର ଟିଜର୍ ଭେଟି ଦେଇଛନ୍ତି ଅଭିନେତା। ଏଥିରେ ଶାହିଦଙ୍କ ଜବରଦସ୍ତ ଅନ୍ଦାଜ୍ ଦେଖିବାକୁ ମିଳିଛି।
-
ରାଜସ୍ଥାନ ରୟାଲ୍ସର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ବିଶୃଙ୍ଖଳିତ ଆଚରଣ ପାଇଁ ଦଣ୍ଡିତ ହୋଇଛନ୍ତି। ସେ ଆଇପିଏଲର କୋଡ ଅଫ କଣ୍ଡକ୍ଟ ଭାଙ୍ଗି ଥିବାରୁ ତାଙ୍କ ମ୍ୟାଚ୍ ଫି’ ୨୫% କଟିଛି। ବୁଧବାର ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ୍ରେ ସେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
|
435 |
Y |
|
1702 |
14-04-2023 |
English |
-
Chief Minister Naveen Patnaik Thursday enhanced the assistance being provided to perform last rites under Harischandra Sahayata Yojana. Under the scheme, `2,000 is being provided for the beneficiaries in rural areas and `3,000 in urban areas.
-
PM Narendra Modi virtually distributed about 71,000 appointment letters to the newly inducted recruits in events held at 45 different locations across the country April 13, 2023. Union Minister Dharmendra Pradhan handed over appointment letters to 231 new recruits while another central minister Bishweswar Tudu distributed 183 appointment letters to the new recruits at Cuttack.
-
Gangster-turned-politician Atiq Ahmad’s son Asad and an accomplice, both wanted in the Umesh Pal murder case, were killed in an encounter with the Uttar Pradesh Police in Jhansi Thursday, officials said.
-
The Enforcement Directorate has registered a FEMA case against news broadcaster BBC India for alleged foreign exchange violations, official sources said Thursday, two months after the Income-Tax department surveyed its office premises in February.
-
Efforts to cement Opposition unity gathered pace Thursday with Congress president Mallikarjun Kharge meeting NCP chief Sharad Pawar and Bihar Chief Minister Nitish Kumar holding talks with Left veterans Sitaram Yechury and D Raja.
-
The Chief Electoral Officer (CEO), Odisha Nikunja Bihari Dhal issued formal notification for byelection to Jharsuguda Assembly seat, Thursday.
-
The Supreme Court Thursday came down heavily on ex-IPL commissioner Lalit Modi over his remarks against the judiciary made in social media posts and directed him to tender an unconditional apology on social media platforms and national newspapers.
-
A Surat Sessions Court hearing an appeal seeking stay on Congress leader Rahul Gandhi's conviction in a criminal defamation case has reserved its verdict, which will now be pronounced April 20, 'Bar and Bench' reported.
-
The Delhi High Court Thursday said the city government ought to provide uniforms to school students belonging to the Economically Weaker Sections (EWS) and not cash.
-
The Supreme Court Thursday made some strong observations against the manner in which the Karnataka government scrapped the 4 per cent OBC quota for Muslims and placed them under the Economically Weaker Section (EWS) category, saying the foundation of the decision-making process is “highly shaky and flawed”
-
The country’s exports rose by about 6 per cent to a “record” $447 billion during 2022- 23 on account of healthy growth in the outbound shipments of sectors such as petroleum, pharma and chemicals and marine, Commerce and Industry Minister Piyush Goyal said Thursday.
-
This is a first-of-its-kind of cattle insurance plan in the state that offers compensation to dairy farmers for economic loss due to a decline in milk yield during the summer.
-
India's Northeastern state Assam created history and marked its name in the Guinness Book of World Records on Thursday by performing the traditional Bihu dance at a single venue.
-
Countries must do more to avert the costly consequences of growing global trade fragmentation and help avert a "second Cold War," the International Monetary Fund's managing director said Thursday.
-
Indian Finance Minister Nirmala Sitharaman said on Thursday there was a greater acceptance among Group of 20 member countries that any new regulations on the crypto assets need to be globally coordinated.
|
460 |
Y |
|
1703 |
13-04-2023 |
Odia |
-
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ କରି ଏକ ନୂତନ ସଂଚାର ସୃଷ୍ଟି ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
-
ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡ଼ିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ୧୪ଟି ସହରର ତାପାମାତ୍ରା ୪୦ ଡିଗ୍ରି ଥିବା ବେଳେ ଗୋପାଳପୁର ୨୯ ବର୍ଷର ରେକର୍ଡ ଭଙ୍ଗ କରିଛି।
-
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିଲ୍ଲୀ ଗସ୍ତରେ ଯାଇ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଏହି ଭେଟଘାଟ ଖଡଗେଙ୍କ ସରକାରୀ ବାସଭବନରେ ହୋଇଛି । ଏହା ପୂର୍ବରୁ ନୀତିଶ ଲାଲୁ ଯାଦବଙ୍କୁ ବି ଭେଟିଥିଲେ । ଏହି ଆଲୋଚନା ବୈଠକରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ ।
-
ରାଜ୍ୟରେ ଏବର୍ଷ ପାୱାର୍ କଟ୍ ହେଇନି କି ହେବାର ସମ୍ଭାବନା ବି ନାହିଁ। ବିଦ୍ୟୁତ କାଟ ନ ହେଉଣୁ ହେବାର ଆଶଙ୍କା କରୁଛନ୍ତି। ଯଦି ବିଜୁଳି କଟୁଛି ତାର ଅର୍ଥ ନୁହଁ କି ପାୱାର୍ କଟ୍ ହେଉଛି। ଅନେକ କାରଣରୁ ନେଇ ବିଜୁଳି କଟା ହୋଇଥାଏ।
-
ଏଲନ ମସ୍କ ଟୁଇଟ କରି କିଛି ନୂଆ ସୂଚନା ଦେଇଛନ୍ତି। ଏଥିରେ ମସ୍କ ପୁରୁଣା ବ୍ଲୁ ଟିକ ଧାରକଙ୍କୁ କେବଳ ୮ ଦିନ ସମୟ ଦେଇଛନ୍ତି। ମସ୍କ ସ୍ପଷ୍ଟ ଭାବେ କହିଛନ୍ତି, ଯେଉଁମାନଙ୍କ ନିକଟରେ ବ୍ଲୁ ଟିକ ସବସ୍କ୍ରିପଶନ ନାହିଁ, ସେମାନଙ୍କ ହ୍ୟାଡରରୁ ୨୦ ଏପ୍ରିଲରୁ ବ୍ଲୁ ଟିକ ହଟାଇ ଦିଆଯିବ।
-
ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ସବୁଠୁ ଧନୀ ଆନ୍ଧ୍ର ପ୍ରଦେଶର ମୁ୍ଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି ଏବଂ ତେବେ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
-
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ହେଉଛନ୍ତି ସବୁଠାରୁ ଉଚ୍ଚଶିକ୍ଷିତ ମୁଖ୍ୟମନ୍ତ୍ରୀ। ସେ ଫିଲୋସଫିରେ ଡକ୍ଟରେଟ ପାଇଥିବା ବେଳେ ପଲିଟିକାଲ ସାଇନ୍ସରେ ଏମଏ ଓ ଆଇନ୍ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ସେହିଭଳି ପୂର୍ବରୁ ଅଟୋ ଡ୍ରାଇଭର ଥିବା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ହେଉଛନ୍ତି ଦେଶର ସବୁଠାରୁ କମ୍ ପାଠ ପଢିଥିବା ମୁଖ୍ୟମନ୍ତ୍ରୀ। ସେ ଦଶମ ଯାଏଁ ପାଠ ପଢିଛନ୍ତି।
-
ସୁନା କାରିଗର ଏବଂ ଅଳଙ୍କାର ବ୍ରିକ୍ରେତାଙ୍କ ପାଇଁ ବଡ଼ ଖବର। ଆସନ୍ତା ଜୁନ୍ ମାସ ପରେ ବ୍ୟବସାୟୀମାନେ ପୁରୁଣା ସୁନା ଅଳଙ୍କାର ବିକ୍ରି କରିପାରିବେନାହିଁ। କାରଣ ଏହି ସମୟ ପରେ ବ୍ୟବସାୟୀମାନଙ୍କୁ ବିନା ହଲମାର୍କ ସୁନା ଅଳଙ୍କାର ବିକ୍ରି ପାଇଁଁ ଅନୁମତି ମିଳିବନାହିଁ।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଅଜମୈର-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି।
-
କାଲିଫର୍ନିଆ ରାଜ୍ୟ ବିଧାନସଭା ଆମେରିକି କଂଗ୍ରେସକୁ ଔପଚାରିକ ଭାବେ ଭାରତରେ ୧୯୮୪ ହୋଇଥିବା ଶିଖ ବିରୋଧି ହିଂସାକୁ ନରସଂହାର ଭାବେ ମାନ୍ୟତା ଦେବା ଓ ନିନ୍ଦା କରିବାକୁ କହି ଏକ ପ୍ରସ୍ତାବ ପାସ କରିଛନ୍ତି।
-
ୟୁକ୍ରେନ୍ର ଜାପୋରିଝିଆ ଓବ୍ଲଷ୍ଟେରେ ରୁଷିଆ ୪୫ ମାଇଲ (ପ୍ରାୟ ୭୨ କି.ମି.) ପ୍ରତିରକ୍ଷା ଖାଇ ଖୋଳିଥିବା ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି। ନିକଟରେ ସେଣ୍ଟିିନେଲ୍-୨ ସାଟେଲାଇଟ୍ ଛବିରୁ ଏହି ଟ୍ରେଞ୍ଚ୍ ଦେଖିବାକୁ ମିଳିଛି।
-
ବ୍ରିଟେନର ସାଇବର-ସ୍ପାଇଂ ଏଜେନ୍ସି ଗଭର୍ନମେଣ୍ଟ କମ୍ୟୁନିକେଶନ୍ସ ହେଡ୍କ୍ୱାର୍ଟର୍ସ (ଜିସିଏଚ୍କ୍ୟୁ)ର ମୁଖ୍ୟ ପଦ ପାଇଁ ପ୍ରଥମ ମହିଳା ଭାବେ ଆନେ କିଷ୍ଟ-ବଟଲର ଦାୟିତ୍ୱ ଗ୍ରହଣ କରିବେ।
-
ମାଇକ୍ରୋ ବ୍ଲଗିଂ ଜାଏଣ୍ଟ ଟୁଇଟରରୁ ବାହାର ହୋଇଥିବା ପୂର୍ବତନ ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସମେତ ଆଉ ୨ ପୂର୍ବତନ ଏକ୍ଜିକ୍ୟୁଟିଭ୍ ଏଲନ ମସ୍କଙ୍କ ବିରୋଧରେ ଏକ କୋର୍ଟରେ ମକଦ୍ଦମା ଦାଏର କରିଛନ୍ତି।
-
ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ବେଲଦଳ ଅଞ୍ଚଳରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ। ବେଦାନ୍ତର ୧୦ ହଜାର ଏକର ଜମି ଅଧିଗ୍ରହଣକୁ ବେଆଇନ କହିଲେ ସୁପ୍ରିମକୋର୍ଟ। ଏଥିସହ ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା କରାଯିବା ସହ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି କୋର୍ଟ।
-
ବିଭିନ୍ନ ତହସିଲରେ କାର୍ଯ୍ୟରତ ୬୦୦ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରିବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
ଆସନ୍ତା ୧୬ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା.. ରାଜ୍ୟ ମଧ୍ୟକୁ ବଙ୍ଗୋପସାଗରରୁ ବାୟୁପ୍ରବାହ ସମ୍ଭାବନା ଯୋଗୁଁ ଉତ୍ତର ଉପକୂଳ ସମେତ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ବର୍ଷା ସମ୍ଭାବନା..
-
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ କେଶବ ମହିନ୍ଦ୍ରାଙ୍କ ୯୯ ବର୍ଷ ବୟସରେ ପରଲୋକ ଘଟିଛି।
-
ପଞ୍ଜାବ ବଠିଣ୍ଡାରେ ମିଲିଟାରୀ ଷ୍ଟେସନ ଭିତରେ ବୁଧବାର ଗୁଳିକାଣ୍ଡରେ ୪ ଜଣ ଯବାନ ଶହୀଦ୍ ହୋଇଛନ୍ତି।
-
ଜମ୍ମୁ-କାଶ୍ମୀରରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୦ ରେକର୍ଡ କରାଯାଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସକାଳ ୧୦ଟା ୧୦ରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପର ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ।
-
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି।
|
429 |
Y |
|
1704 |
13-04-2023 |
English |
- The Supreme Court collegium headed by Chief Justice DY Chandrachud on Wednesday recommended the names of seven district judges for appointment as judges of the Madhya Pradesh High Court.
- Prime Minister Narendra Modi will distribute about 71,000 appointment letters to newly inducted recruits today at 10:30 am via video conferencing.
- The Anti-Corruption Bureau (ACB) on Wednesday arrested a police sub-inspector for allegedly accepting a bribe of ₹ 75,000 from a man accused in a case here in central Maharashtra, police said.
- Union minister Nitin Gadkari on Wednesday inaugurated an upgraded stretch between Dhaula Kuan and IGI Airport here and pledged ₹ 1,500 crore for revamping of roads in Delhi.
- A court in the Bihar capital has asked Congress leader Rahul Gandhi to appear before it on April 25 in a defamation suit filed over his purported remark on Modi surname.
- Serum Institute of India CEO Adar Poonawalla on Wednesday said the company has restarted manufacturing of COVID-19 vaccine Covishield amid rising numbers of cases of the virus infection.
- The Enforcement Directorate (ED) today told a Delhi court that AAP leader Manish Sisodia, arrested in a money laundering case related to the alleged excise scam, had planted fabricated e-mails to show that there was a public approval for the policy.
- Mercury is on the rise at many places in Odisha and IMD has warned of ‘heat wave’ in the State. Fourteen places of the State witnessed day temperatures above 40 Degree Celsius yesterday.
- The Supreme Court today upheld the Orissa High Court verdict in 2010 wherein it had quashed the land acquisition process for the proposed Vedanta University project in Puri terming it illegal and void. While dismissing the case, the court also imposed a cost of Rs 5 lakh on Anil Agarwal Foundation.
- Leading caller identification app Truecaller on Wednesday said its Live Caller ID is now available for premium subscribers on iPhones globally, including in India, for the first time.
- In a major relief for electricity consumers in Odisha, Energy Minister Pratap Keshari Deb today said there will be no power cut in the state this year. The minister’s statement holds significance as the state is currently reeling under blistering heatwave situation.
- AIIMS Bhubaneswar Inks MoU With IIT Bhubaneswar On Artificial Intelligence. Education AIIMS Bhubaneswar and IIT Bhubaneswar have signed a Memorandum of Understanding (MoU) to promote academic and research collaboration in various areas of health and technology.
- Indian medical students, who returned home from Ukraine following the Russian invasion, will be allowed to take a key examination from India.
- The ‘Renewable Energy (RE) Policy’, 2022 launched by the Government of Odisha and Mission ‘Sustainable is attainable’ of Tata Power, TP Northern Odisha Distribution Ltd (TPNODL), a joint venture between Tata Power and the Government of Odisha, launched its Mission “Saurayan” with the aspirational objective of Solarisation of all feasible domestic units in its license area. The initiative will also cover TPNODL’s office buildings through rooftop solar units.
- Keshub Mahindra, a pioneer of Indian auto industry and Mahindra & Mahindra Ltd Chairman Emeritus, died Wednesday morning in Mumbai at the age 99, breathed his last at his home peacefully, the company confirmed.
- Jagan Mohan Reddy of Andhra Pradesh tops the list of richest Chief Ministers of India. Odisha Chief Minister Naveen Patnaik is third in the list and in between the two is Arunachal Pradesh CM, Pema Khandu.
- The Chief Ministers with the least amount of assets include West Bengal’s Mamata Banerjee (`15 lakh), Kerala’s Pinarayi Vijayan (`1 crore) and Haryana’s Manohar Lal (also `1 crore). The report also states that out of the 30 CMs whose assets are public, 29 are crorepatis.
- The district administration has lodged an FIR against 41 people, including Union Minister Arjun Munda, five BJP MPs and three MLAs, in connection with laying siege to the Secretariat in Ranchi. Apart from these, thousands of unidentified BJP workers have also been made accused.
- Prime Minister Narendra Modi flagged off poll-bound Rajasthan’s first Vande Bharat express Wednesday.
- MS Dhoni (32 n o, 17b, 1x4, 3x6) gave a glimpse of the good old days of thrilling finishes but unheralded Rajasthan Royals seamer Sandeep Sharma (1/30) nailed a couple of perfect block-hole deliveries to earn a three-run victory for Rajasthan Royals over Chennai Super Kings in a close IPL encounter, here Wednesday.
|
491 |
Y |
|
1705 |
12-04-2023 |
Odia |
- ବିଏସ୍କେୱାଇ କାର୍ଡ ଆପେ ଆପେ ନବୀକରଣ ହୋଇଥାଏ,ପ୍ରତିବର୍ଷ ସେପ୍ଟେମ୍ବର ୧ରେ ସ୍ୱୟଂକୃତ ଭାବେ କାର୍ଡ ନବୀକରଣ ହୁଏ। ହିତାଧିକାରୀ ଏହାକୁ ନବୀକରଣ କରିବା କିମ୍ବା ରିଚାର୍ଜ କରିବା ଆବଶ୍ୟକ ନାହିଁ।
- ଏପ୍ରିଲ ୧୨ ତାରିଖରୁ ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ। ସ୍କୁଲ ସହିତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ଆଜି କୋଭିଡ୍ ଓ ହିଟୱେଭକୁ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ଏହାପରେ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।
- ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗଟ କରିଛନ୍ତି। ସୁବ୍ରମଣ୍ୟମ ସ୍ୱାମୀ ଟ୍ବିଟ୍ କରି କହିଛନ୍ତି, “ଆଜିର ଖବରକାଗଜର ମୁଖ୍ୟ ଖବର ହେଉଛି ଅମିତ ଶାହାଙ୍କ ବୟାନ – ‘ଭାରତୀୟ ସୀମା ସୁରକ୍ଷିତ ଏବଂ ଏହାକୁ କେହି ଅତିକ୍ରମଣ କରିପାରିବେ ନାହିଁ।’ ଏହା ଏକ ଡାହାମିଛ କିମ୍ବା ତାଙ୍କ ଅଜ୍ଞତା । ସେ ଗୃହମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି । ”
- ରାଜସ୍ଥାନ କଂଗ୍ରେସର କନ୍ଦଳ। ବିଧାନସଭା ନିର୍ବାଚନ ଆଉ ୮ମାସ ବାକିଥିବା ବେଳେ ରାଜସ୍ଥାନ କଂଗ୍ରେସରେ ପୁଣି ଗୋଷ୍ଠୀ କନ୍ଦଳ ଦଳୀୟ ହାଇକମାଣ୍ଡର ସମସ୍ୟା ବଢ଼ାଇଛି। ନିଜ ଦଳର ସରକାର ବିରୋଧରେ ହିଁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ଅନଶନରେ ବସିଛନ୍ତି।
- ରାଜଧାନୀରେ ଗତ ୨ ଦିନ ହେବ ଅନୁଭବ ହେଉଛି ପ୍ରବଳ ତାତି। ଗତ କାଲି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ଯରୁ ଝାରସୁଗୁଡାର ତାପମାତ୍ରା ସର୍ବୋଚ୍ଚ ରହିଛ। ଝାରସୁଗୁଡାର ତାପମାତ୍ରା ୪୦.୮ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
- ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (ଏମ୍ଏସ୍ଆଇଏଲ୍)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେଣ ନିର୍ମିତ ନ୍ୟୁ ଜିମ୍ନିର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି।
- ଚଳିତ ବର୍ଷ ସ୍ବାଭାବିକ ହେବ ମୌସୁମୀ ବର୍ଷା । ମୌସୁମୀ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏ ନେଇ ପ୍ରେସମିଟରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
- ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଅପ୍ରେଲ ୧୫ରୁ ଜୁନ୍ ୧୪ ଯାଏ ୬୧ ଦିନ ବିଭିନ୍ନ ପ୍ରଜାତିର ମାଛ ସଂଖ୍ୟାରେ ବୃଦ୍ଧି ନିମନ୍ତେ ଓଡ଼ିଶା ଉପକୂଳରେ ମାଛଧରା ନିଷେଧାଜ୍ଞା ଲାଗୁ ହୋଇଛି । ଏଥିରେ ଉଲ୍ଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
- ନୂଆ ଶିକ୍ଷାବର୍ଷ (୨୦୨୩-୨୪) ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇଛି। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୩୨ ଦିନ ପାଠପଢ଼ା ହେବାକୁ ଥିବା ବେଳେ ୮୦ଟି ଛୁଟି ଦିବସ ଏବଂ ୫୩ଟି ରବିବାର ରହିଛି। ମେ ୫ ତାରିଖରୁ ଜୁନ୍ ୧୭ ତାରିଖ ଯାଏ ଖରା ଛୁଟି ଘୋଷଣା କରାଯାଇଛି।
- ଆଇନଜୀବୀଙ୍କ ଆଇନ ଡିଗ୍ରି ଯାଞ୍ଚ ହେବ। ନକଲି ଆଇନଜୀବୀଙ୍କୁ ମଧ୍ୟ ଚିହ୍ନଟ କରାଯିବ। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପି ଏସ ନରସିଂହା ଏବଂ ଜଷ୍ଟିସ୍ ଜେ ପି ପରଦିୱାଲାଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ସୋମବାର ଏ ସଂକ୍ରାନ୍ତରେ ଏକ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
- ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍)କୁ ସୋମବାର ଜାତୀୟ ରାଜନୈତିକ ଦଳର ମାନ୍ୟତା ମିଳିଛି। ମୁଖ୍ୟ ନିର୍ବାଚନ କମିସନଙ୍କ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଏହି ଦଳ ଜାତୀୟ ଦଳର ମାନ୍ୟତା ହାସଲ କରିଛି। ଅପରପକ୍ଷେ ତୃଣମୂଳ କଂଗ୍ରେସ(ଟିଏମସି), ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି) ଏବଂ ସିପିଆଇକୁ ଝଟକା ଲାଗିଛି।
- ସୋସିଆଲ ମିଡିଆର ଜଣାଶୁଣା କମ୍ପାନୀ ମେଟା ୟୁଜର୍ସଙ୍କ ପାଇଁ ‘ଟେକ ଇଟ ଡାଉନ’ ଟୁଲ ଲଞ୍ଚ କରି ଦେଇଛି। ଏହି ଟୁଲ ସାହାଯ୍ୟରେ ପ୍ଲାଟଫର୍ମରେ ନ୍ୟୁଡ କଣ୍ଟେଣ୍ଟକୁ ସୁର୍କୁଲେଟ କରିବାରୁ ରୋକାଯାଇ ପାରିବ।
- ୨୦୨୪ ନିର୍ବାଚନ ଲଢ଼ିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଯୋଜନା କରୁଥିବା କହିଛନ୍ତି। ତେବେ ସେ ଏନେଇ ଘୋଷଣା କରିବାକୁ ପ୍ରସ୍ତୁତ ହୋଇନାହାନ୍ତି ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ କହିଛନ୍ତି।
- କେତେକ ରୋଗରେ ଗୋମୂତ୍ର ପିଇବା ଉପକାରୀ ବୋଲି କୁହାଯାଏ, କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି , ଏହାକୁ ପିଇବା ମଣିଷ ପାଇଁ ଉପଯୁକ୍ତ ନୁହେଁ। ରିସର୍ଚ୍ଚ ଅନୁଯାୟୀ, ଏଥିରେ କିଛି କ୍ଷତିକାରକ ବ୍ୟାକ୍ଟେରିଆରହିଥାଏ, ଯାହା ଶରୀରକୁ କ୍ଷତି ପହଞ୍ଚାଇପାରେ। ଦେଶର ପ୍ରାଥମିକ ପ୍ରାଣୀ ଅନୁସନ୍ଧାନ ସଂସ୍ଥା ବରେଲି ସ୍ଥିତ ଭାରତୀୟ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନ (ଆଇଭିଆରଆଇ) ଦ୍ୱାରା କରାଯାଇଥିବା ରିସର୍ଚ୍ଚରୁ ଜଣାପଡିଛି, କେତେକ ବ୍ୟାକ୍ଟେରିଆ ଉପରେ ଗୋମୂତ୍ର ଅଧିକ ପ୍ରଭାବଶାଳୀ ଥିଲା।
- ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ ଲଗାତାର ହତ୍ୟା ଧମକ ମିଳୁଛି। ଏବେ ଏହାକୁ ନେଇ ସମଗ୍ର ବଲିଉଡରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି। ଏଥର ମଙ୍ଗଳବାର ମିଳିଥିବା ହତ୍ୟା ଧମକ ମାମଲାରେ ମୁମ୍ବାଇ ପୋଲିସ ଜଣଙ୍କୁ ଗିରଫ କରିଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରୋଜଗାର ମେଳା’କାର୍ଯ୍ୟକ୍ରମ ଅଧୀନରେ ଗୁରୁବାର ପ୍ରାୟ ୭୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ମଙ୍ଗଳବାର ଏକ ବିବୃତ୍ତିରେ ଏହି ସୂଚନା ଦେଇଛି।
- ହଲିଉଡ୍ ଅଭିନେତା ରିଚାର୍ଡ ଗେରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସଭାମଞ୍ଚ ଉପରେ ଚୁମ୍ବନ ଦେଇଥିବା ନେଇ ୨୦୦୭ ମସିହାରେ ହୋଇଥିବା ଅଶ୍ଳୀଳତା ମାମଲାରେ ଦୋଷମୁକ୍ତ ହୋଇଛନ୍ତି ଅଭିନେତ୍ରୀ ଶିଳ୍ପା।
- ଚାଷରେ ପଶିଲେ ଘରୋଇ କଂପାନି। ପାଞ୍ଚଟି ସଂସ୍ଥାକୁ କ୍ଲଷ୍ଟର ଫାର୍ମିଂ (ପୁଞ୍ଜ ଚାଷ) ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟର ୫୦ ହଜାର ହେକ୍ଟର ଜମିରେ ସେମାନେ ପରୀକ୍ଷାମୂଳକ ଭାବେ ଚାଷ କରିବେ। ସେମାନେ ୭୫୦ କୋଟି ଟଙ୍କା ବିନିଯୋଗ କରିବେ।
- ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁଙ୍କ ମୋବାଇଲ ସିଏଫଏସଏଲ ଯିବ.. ସେଣ୍ଟ୍ରାଲ ଫରେନସିକ ଲ୍ୟାବ ପଠାଇବାକୁ ଇଡି କୋର୍ଟଙ୍କ ନିର୍ଦେଶ.। ରାଜ୍ୟର ବହୁ ଚର୍ଚ୍ଚିତ ବ୍ଲାକମେଲିଂ ମାମଲାରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଛି। ମଙ୍ଗଳବାର ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ।
- ଏଚ-୩-ଏନ-୮ ବାର୍ଡ ଫ୍ଲୁ ଯୋଗୁ ପ୍ରଥମ ମୃତ୍ୟୁ ପୃଥିବୀରେ ରେକର୍ଡ କରାଯାଇଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କହିଛି ଯେ, ଚାଇନାର ଜଣେ ମହିଳାଙ୍କର ବାର୍ଡ ଫ୍ଲୁରେ ମୃତ୍ୟୁ ଘଟିଛି।
|
463 |
Y |
|
1706 |
12-04-2023 |
English |
-
Former Congress president Sonia Gandhi has accused Prime Minister Narendra Modi and his government of ‘systematically dismantling’ all three pillars of India's democracy, saying their actions demonstrate a ‘deep-rooted disdain’ for the democracy.
-
As the state Tuesday turned into a virtual cauldron after mercury crossed 40 degrees Celsius at nine places and weatherman issued heatwave warning from April 13 to 15, Chief Minister Naveen Patnaik directed the administration to keep schools and anganwadi centres shut till April 16.
-
Cow urine, which has been touted as a miracle medicine for decades, has now found to be unsuitable for direct human consumption as it contains potentially harmful bacteria.
-
A mock drill was conducted at SCB Medical College and Hospital in Cuttack, Tuesday, amid rise in Covid-19 cases in the state.
-
:The Supreme Court has directed all the High Courts of the country, including Orissa High Court, to submit their response to amicus curiae Siddhart Luthra on the progress of installation of closedcircuit television (CCTV) cameras on the court premises.
-
Expressing concern over exploitation of Biju Swasthya Kalyan Yojana (BSKY) beneficiaries by nefarious elements, the state government has asked all district Collectors and superintendents of police (SPs) to crack down on the fraudulent activities.
-
“Don't mess around with my authority,” an angry Chief Justice of India (CJI) D Y Chandrachud Tuesday warned a lawyer when he mentioned a case for early hearing before a Supreme Court bench presided over by him.
-
India Tuesday firmly rejected China's objection to Home Minister Amit Shah's visit to Arunachal Pradesh and asserted that the state "was, is and will" always remain an integral and inalienable part of India.
-
India recorded 7,830 new coronavirus infections, while the active cases increased to 40,215, according to the Union Health Ministry data updated on Wednesday.
-
The Supreme Court on Tuesday held government employees are entitled to annual increment even if they retire a day after earning the financial benefit.
-
Odisha Chief Minister Naveen Patnaik on Tuesday directed the administration to keep all anganwadi centres and schools closed from April 12 till April 16 in view of rising temperatures across the state.
-
Expertise in various aspects of Puranas, the Vedas and other components of the Indian knowledge system can be "creditised" by students, according to the new National Credit Framework (NCrF) released by the University Grants Commission on Tuesday.
-
The Punjab Vigilance Bureau has summoned former Chief Minister Charanjit Singh Channi for questioning in an alleged disproportionate assets case on Wednesday, official sources said.
-
The trains will run on the Regional Rapid Transit System (RRTS) corridors, being implemented to connect key urban nodes across the National Capital Region (NCR), they said.
-
The Kerala High Court on Tuesday granted an interim stay on the National Green Tribunal order imposing a fine of ₹ 100 crore on Cochin Corporation over the Brahmapuram waste plant fire.
|
467 |
Y |
|
1707 |
11-04-2023 |
Odia |
-
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ମାନବ ସେବା ମାଧବ ସେବା ସଙ୍ଗେ ସମାନ ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଛନ୍ତି, ସ୍ୱାସ୍ଥ୍ୟସେବା ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପାଠପଢ଼ିବା ସହ ପ୍ରଶିକ୍ଷଣ ନେଉଥିବା ଡାକ୍ତର ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
-
ଦେଶରେ ଦ୍ରୁତ ଗତିରେ ବିକାଶ କରୁଥିବା ୧୦ ଶ୍ରେଷ୍ଠ ରାଜ୍ୟ ତାଲିକାରେ ଓଡ଼ିଶା ରହିଛି । ଓଡ଼ିଶା ଅଷ୍ଟମସ୍ଥାନରେ ରହିଛି । ଓଡିଶାରେ ଔଦଗିକ ଏବଂ ଅର୍ଥନୈତିକ ବିକାଶ ଅଧିକ ହୋଇଛି । ମାତ୍ର ଏହି ତାଲିକାର ଏକ ନମ୍ବରରେ ରହିଛି ଗୁଜୁରାଟ ।
-
ଦୁବାଇରେ ଅନୁଷ୍ଠିତ ନିଲାମୀ କାର୍ଯ୍ୟକ୍ରମ ସମୟରେ ଜଣେ ବ୍ୟକ୍ତି ତାଙ୍କ କାର ପାଇଁ ‘ପି ୭’ ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ କିଣିଥିଲେ। ଏଥିପାଇଁ ବ୍ୟକ୍ତିଜଣକ ମୋଟ ୫୫ଲକ୍ଷ ଦିରହମ୍ ଅର୍ଥାତ୍ ପ୍ରାୟ ୧୨୨.୫କୋଟି ଟଙ୍କା ଦେଇଥିବା ଜଣାପଡ଼ିଛି।
-
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରର ମାଲିକ ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିବା ଆରମ୍ଭ କରିଦେଇଛନ୍ତି।
-
ତାଇୱାନ ମୁହାଁ ଚାଇନାର ଯୁଦ୍ଧ ବିମାନ ଏବଂ ୧୧ ଟି ଯୁଦ୍ଧ ଜାହାଜ ହୋଇଛନ୍ତି। ଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏହି ସୂଚନା ଦେଇଛି।
-
ଗ୍ରୀସ ଏବଂ ମାଲ୍ଟା ମଧ୍ୟରେ ମଝି ସମୁଦ୍ରରେ ଏକ ଜାହାଜ ବୁଡ଼ି ଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି। ଜାହାଜରେ ୪୦୦ରୁ ଅଧିକ ଯାତ୍ରୀ ଥିଲେ।
-
ଶ୍ରୀଲଙ୍କାର ନୋରୋଚୋଲାଇରେ ଚାଇନା ଦ୍ୱାରା ନିର୍ମିତ ଏକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ବିଷାକ୍ତ ଏସିଡ ବାହାରିବା କାରଣରୁ ଦୁନିଆର ସର୍ବ ପୁରାତନ ବୃକ୍ଷ ମହାବୋଧି ବୃକ୍ଷ ପ୍ରତି ସଙ୍କଟ ସୃଷ୍ଟି ହୋଇଛି।
-
କ୍ରମାଗତ ଭାବେ ଦେଶରେ କୋଇଲା ଆମଦାନୀ ବଢ଼ି ଚାଲିଛି। ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ଶେଷ ମଧ୍ୟରେ ପ୍ରାୟ ୩୨% କୋଇଲା ଆମଦାନୀ ହୋଇଥିବା ଜଣାପଡିଛି।
-
‘ଦ କଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କ ଆପତ୍ତିଜନକ ଟୁଇଟ୍ ପାଇଁ ଦିଲ୍ଲୀ ହାଇକୋର୍ଟରେ ସୋମବାର ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି।
-
କର୍ନାଟକ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ପାଇଁ ଏକ ବଡ଼ ଖୁସି ଖବର। ସୋମବାର କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି)କୁ ଜାତୀୟ ଦଳର ମାନ୍ୟତା ଦେଇଛନ୍ତି। ଆପକୁ ଜାତୀୟ ଦଳ ମାନ୍ୟତା ଦେଇ ଏନସିପି, ଟିଏମସି ଓ ସିପିଆଇ ଭଳି ଦଳଠାରୁ ନିର୍ବାଚନ ଆୟୋଗ ଜାତୀୟ ଦଳ ମାନ୍ୟତା ପ୍ରତ୍ୟାହାର କରି ନେଇଥିବା ଜଣାପଡ଼ିଛି।
-
ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ଏପ୍ରିଲ ୨୬ରେ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
-
ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀ ବିରୋଧରେ ଘରକୁ ଘର ଅଭିଯାନ ସମୟରେ ଦଳ ୧୦ଲକ୍ଷରୁ ଅଧିକ ଦସ୍ତଖତ ସଂଗ୍ରହ କରିଛି। ଏହାପରେ ସିସୋଡିଆ ଏବଂ ଜୈନଙ୍କ ଗିରଫଦାରୀକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ପଠାଯିବ ବୋଲି ଏଏପିର ଦିଲ୍ଲୀ ୟୁନିଟ ସଂଯୋଜକ ଗୋପାଳ ରାୟ କହିଛନ୍ତି।
-
ଭାରତର ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଳ କରାଯାଇଥିବା ଦୁଇଟି ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।
-
ଅଯୋଧ୍ୟା ଗସ୍ତରେ ଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ରାଜ୍ୟସଭା ସଦସ୍ୟ କପିଲ ସିବଲ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ପିଠିରେ ଛୁରା ଭୁଷିଥିବା ଲୋକମାନେ ବାଲାସାହେବ ଠାକରେଙ୍କ ସିନ୍ଧାନ୍ତକୁ ଆଗେଇ ନେଇ ପାରିବେ ନାହିଁ।
-
‘ବିବିସି’କୁ ସରକାରୀ ଅନୁଦାନପ୍ରାପ୍ତ ଗଣମାଧ୍ୟମ ସଂସ୍ଥାନ କହି ‘ଟୁଇଟର୍’ ମାଲିକ ଏଲନ୍ ମସ୍କ୍ ନୂଆ ବିବାଦର ସୂତ୍ରପାତ କରିଛନ୍ତି। ସେପଟେ, ‘ବିବିସି’ ମଧ୍ୟ ଏଭଳି ବର୍ଗୀକରଣ ଉପରେ ତୁରନ୍ତ ପ୍ରତିକ୍ରିୟା ବ୍ୟକ୍ତ କରି ଏହାକୁ ଖଣ୍ଡନ କରିଛି।
-
ରାଜ୍ୟରେ ବଢିବ ଦିନ ତାପମାତ୍ରା। ଆଗାମୀ ୨ ରୁ ୩ଦିନରେ ୨ ରୁ ୩ ଡିଗ୍ରୀ ଯାଏଁ ଦିନ ତାପମାତ୍ରା ବୃଦ୍ଧି ନେଇ ରହିଛି ସମ୍ଭାବନା। ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବରେ ବଢିବ ତାପମାତ୍ରା। ଏନେଇ ଆଜି ଭୁବନେଶ୍ୱର ପାଣିପାଗ ବିଭାଗର ପକ୍ଷରୁ ସୂଚନା ମିଳିଛି।
-
ପୋଷ୍ଟମାଷ୍ଟର ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଘଟଣା ପ୍ରସଙ୍ଗରେ ଆଜି ଗଣମାଧ୍ୟମକୁ ପିଏମଜି ନିର୍ଦେଶକ ସୁରେଶଚନ୍ଦ୍ର ବାରିକଙ୍କ ସୂଚନା ଦେଇ କହିଛନ୍ତି ଯେ ପୋଷ୍ଟମାଷ୍ଟର ଓ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟରଙ୍କ ସାର୍ଟିଫିକେଟ ଯାଞ୍ଚ କରାଯିବ। ୨୦୧୮ ପରେ ପାଇଥିବା କର୍ମଚାରୀଙ୍କ ସାର୍ଟିଫିକେଟ ଯାଞ୍ଚ ହେବ।
-
ଓଡ଼ିଶା ଡଙ୍ଗା ନିୟମ-୨୦୦୪ର କଡ଼ାକଡ଼ି ଅନୁପାଳନ କରିବା ସହ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନିର୍ଦେଶ ଦେଇଛନ୍ତି।
-
ପିପିଲି ନିକଟବର୍ତ୍ତୀ ଉତ୍ତରାବଜାର ସ୍ଥିତ ଶକୁନ୍ତଳା ପ୍ୟାଲେସ ଆର୍ଟ ଗ୍ୟାଲେରୀ ଠାରେ ଚତୁର୍ଥ ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଶିବିର ଓ ପ୍ରଦର୍ଶନୀ ଜଳେଶ୍ୱର ଆର୍ଟ ଫାଉଣ୍ଡେସନର ମିଳିତ ସହଯୋଗରେ ଶକୁନ୍ତଳା ପ୍ୟାଲେସ ଆର୍ଟ ଗ୍ୟାଲେରୀ ପକ୍ଷରୁ ଆୟୋଜିତ ହୋଇଛି । ଏହି ଆର୍ନ୍ତଜାତୀୟ ଶିବିର ଓ ପ୍ରଦର୍ଶନୀରେ ଭାରତ ସମେତ ନେପାଳ, ତୁର୍କୀ, ବାଲାଂଦେଶ ଓ ଭିଏତନାମା ରାଷ୍ଟ୍ରର ୧୭ଜଣ ମହିଳା ଓ ୩୦ଜଣ ପୁରୁଷ ଚିତ୍ରଶିଳ୍ପୀ ଯୋଗ ଦେଇଛନ୍ତି।
-
ଚଳିତ ଆଇପିଏଲ୍ରେ ପ୍ରଥମ ଏବଂ ଆଇପିଏଲ୍ ଇତିହାସରେ ୨୨ତମ ହ୍ୟାଟ୍ରିକ୍ ନେଇଛନ୍ତି ରସିଦ୍ ଖାଁ। ରବିବାର କଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଗୁଜରାଟ ଟାଇଟାନ୍ସର ଅସ୍ଥାୟୀ ଅଧିନାୟକ ରସିଦ୍ ଖାଁ ଇନିଂସର ୧୭ଶ ଓଭରର ପ୍ରଥମ ୩ଟି ବଲ୍ରେ ୩ଟି ୱିକେଟ ନେଇ ଏହି କୃତିତ୍ବ ହାସଲ କରିଛନ୍ତି।
|
491 |
Y |
|
1708 |
11-04-2023 |
English |
-
India will get 9% of its electricity from nuclear sources by 2047, the centenary year of the country's independence, Union Minister Jitendra Singh said.
-
The Supreme Court Monday dismissed a plea against the Agnipath scheme, to induct youth into all three-armed forces divisions for a period of four years
-
The Election Commission Monday recognised the Aam Aadmi Party (AAP) as a national party and withdrew the national party status of the All India Trinamool Congress, Nationalist Congress Party (NCP) and the Communist Party of India (CPI).
-
Odisha sizzled Monday with mercury crossing 40 degrees Celsius mark Monday for the first time this summer season as hot and humid weather conditions have made a comeback to state.
-
The Western Odisha Development Council (WODC) has approved 566 projects recommended by MPs, MLAs and others worth Rs 54.81 crore during its meeting held here Monday, an official said.
-
The Chief Post Master General (CPMG), Odisha has sought a Central Bureau of Investigation (CBI) probe into the multi-state fake certificate racket, an official said Monday.
-
Rourkela Steel Plant (RSP) ended the financial year 2022-23 with a string of records in key production areas, an official said Monday.
-
The Supreme Court Monday asked the Centre to prepare Standard Operating Procedure (SOP) and formulate a national model to be adopted by all the states and Union Territories for managing menstrual hygiene for girls studying in schools.
-
Senior BJP leader and central minister Bisheswar Tudu’s remark that many of the officers appointed through the Union Public Service Commission (UPSC) are ‘dacoits’, has evoked a strong reaction in Odisha with former Chief Secretary Sahadev Sahu terming Monday the comment as ‘defamatory’.
-
PM Modi will flag off Rajasthan's first Vande Bharat Express train on April 12 (Wednesday) via video conferencing. The train connecting Delhi Cantt to Ajmer will cover the distance in 5 hours and 15 minutes. It will be faster by 60 minutes as compared to the Shatabdi Express running on the same route.
-
Fifth regional workshop on PM GatiShakti to begin at Varanasi; Six states including Uttar Pradesh, Haryana, Jharkhand, Bihar, Odisha & West Bengal to participate in workshop.
-
Union Home & Cooperation Minister Amit Shah to visit Namti field & pay homage at Walong War Memorial, Arunachal Pradesh.
-
Karnataka will soon have India’s first post office constructed using 3D printing technology at Cambridge Layout in Ulsoor, Bangalore. It is being implemented by Larsen & Toubro, which has experience in constructing 3D-printed buildings. 3D printing or additive manufacturing is a process of making three-dimensional solid objects from a digital file.
-
Congress leader Rahul Gandhi to visit Wayanad along with his sister & AICC general secretary Priyanka Gandhi. Duo to also take part in a road show & conference in Kalpetta as part of reception.
-
19 tunnels will be built in Jammu and Kashmir at a cost of Rs 25 lakh crore to boost road connectivity. It is expected to improve tourism and safety in the region. Union minister for road transport and highways, Nitin Gadkari, said
-
Tamil Nadu Governor RN Ravi has given his assent to a Bill banning online gambling which was adopted in March by the state Assembly for a second time, official sources said Monday, just hours after the TN Assembly adopted a resolution urging the Centre and President to fix a timeframe for Governors to approve Bills adopted by the House.
-
Mutual funds remained bullish on the Indian equities in 2022-23 and invested `1.82 lakh crore largely due to a strong interest from retail investors and the correction in the market that led to reasonable valuation.
-
The Centre today informed the Supreme Court that the government will table the Digital Personal Data Protection Bill in the upcoming Monsoon Session of Parliament in July.
-
India recorded 5,676 new coronavirus infections, while the active cases increased to 37,093, according to the Union Health Ministry data updated on Tuesday.
-
The Supreme Court today allowed the Rashtriya Swayamsevak Sangh (RSS) to carry out its rallies in Tamil Nadu, rejecting the MK Stalin-led DMK government's request.
|
454 |
Y |
|
1709 |
10-04-2023 |
Odia |
-
ଦେଶରେ ଥିବା ବ୍ୟାଘ୍ର ପ୍ରକଳ୍ପଗୁଡ଼ିକରେ ପ୍ରଭାବୀ ପରିଚାଳନା ମୂଲ୍ୟାୟନରେ ଶିମିଳିପାଳ ଶ୍ରେଷ୍ଠ ୧୨ ବ୍ୟାଘ୍ର ପ୍ରକଳ୍ପରେ ସାମିଲ ହୋଇଛି। ୯୦.୧୫ ପ୍ରତିଶତ ମାର୍କ ସହ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପ୍ରଭାବୀ ପରିଚାଳନା ମୂଲ୍ୟାୟନ (ଏମ୍ଇଇ) ‘ଏକ୍ସଲେଣ୍ଟ’ ଶ୍ରେଣୀରେ ରହିଛି।
-
ଓଡ଼ିଶାରେ ପ୍ରଥମଥର ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀ-ହାୱଡ଼ା ମଧ୍ୟରେ ଏହି ଦ୍ରୁତଗାମୀ ଏବଂ ଅତ୍ୟାଧୁନିକ ଟ୍ରେନ୍ ଚଳାଚଳ କରିବ। ପୁରୀ-ହାୱଡ଼ା ମଧ୍ୟରେ ୫୦୦ କିମି ରେଳ ଲାଇନ୍ରେ ସପ୍ତାହକୁ ତିନି ଥର ଏହା ଚଳାଚଳ କରିବା ସମ୍ଭାବନା ଅଛି।
-
୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ପରିକଳ୍ପନା ଧୀରେ ଧୀରେ ବାସ୍ତବ ରୂପ ନେଉଛି। ୨୦୧୭ରୁ ୨୦୨୩ ଭିତରେ ଓଡ଼ିଶାରେ ମୁଣ୍ଡପିଛା ଆୟ ବଢିଛି। ପଛରେ ପଡିଛନ୍ତି ଉତ୍ତରପ୍ରଦେଶ ଓ ଗୁଜରାଟ। ଏହି ୬ବର୍ଷ ଭିତରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୭୩ପ୍ରତିଶତକୁ ବଢିଛି।
-
ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ଏହି ପ୍ରସ୍ତାବ ମଧ୍ୟରେ FPO ପାଇଁ ସହାୟତା ପାଣ୍ଠି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଓଡ଼ିଶା ପରିବାର ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ। ରାଜ୍ୟ ବାହାରେ ଓ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ଖୋଲିବ ନିର୍ଦ୍ଦେଶାଳୟ । ସେହିପରି ୭ଟି ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ମିଳିଛି।
-
ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ବିଜେଡି । ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଦଳର ଆୟ ଓ ବ୍ୟୟକୁ ନେଇ ପ୍ରକାଶ ପାଇଛି ରିପୋର୍ଟ ।
-
କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍ ବୈଠକ । ଜାପାନରୁ ଆଭାସୀ ଜରିଆରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ।
-
ଭାରତୀୟ ଆମେରିକୀୟ ଡାକ୍ତର ଚିରଞ୍ଜିବୀ କାଠୁରିଆ ଭାରତରେ ଉଡ଼ନ୍ତା ଟାକ୍ସି ଓ ଡ୍ରୋନ୍ ନିର୍ମାଣ କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୦୪ରେ ଆମେରିକାର ସିନେଟ୍ ଦୌଡ଼ରେ ସାମିଲ ହୋଇଥିବା କାଠୁରିଆଙ୍କ କଂପାନି ଜଣ୍ଟ୍ ଏୟାର ମୋବିଲିଟି ଆସନ୍ତା ଚାରି ବର୍ଷ ଭିତରେ ଉଡ଼ନ୍ତା ଟାକ୍ସି ବିକାଶ କରିବାକୁ ଯୋଜନା ରଖିଛି।
-
୨୦୨୨-୨୩ ଆର୍ଥିକ ବର୍ଷରେ ବଢ଼ିଛି କୋଇଲା ଆମଦାନୀ, କେବଳ ୧୧ ମାସରେ ବୃଦ୍ଧି ହୋଇଛି ୩୨ ପ୍ରତିଶତ।
-
ତାଇୱାନ ମୁହାଁ ଚାଇନାର ଯୁଦ୍ଧ ବିମାନ ଏବଂ ୧୧ ଟି ଯୁଦ୍ଧ ଜାହାଜ ହୋଇଛନ୍ତି। ଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏହି ସୂଚନା ଦେଇଛି।
-
ଆଦାନୀ ଗ୍ରୁପର କର୍ପୋରେଟ୍ ମାମଲାର ମୁଖ୍ୟ ଅମନ କୁମାରଙ୍କ NDTV ବୋର୍ଡରୁ ଇସ୍ତଫା ।
-
ଟିଭିରେ ଆଇପିଏଲ୍ ପ୍ରଥମ ମ୍ୟାଚ୍ରେ ବିଜ୍ଞାପନଦାତାଙ୍କ ସଂଖ୍ୟାରେ ୪୦ ପ୍ରତିଶତ ହ୍ରାସ ।
-
ଓସ୍କାର ପୁରସ୍କାର ପାଇଥିବା ସିନେମା ଦ ଏଲିଫ୍ୟାଣ୍ଟ ହ୍ବିସପର୍ସର ଦୁଇ ମୁଖ୍ୟ ଚରିତ୍ର ବୋମାନ ଓ ବେଲି ଦମ୍ପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟି ସେମାନଙ୍କ ସହିତ ଆଲୋଚନା କରିଛନ୍ତି।
-
ମାଲକାନଗିରି ସ୍ଵାଭିମାନ ଅଞ୍ଚଳରେ ସୁଟିଂ ହେବ ସୁପର ହିଟ ଚଳଚ୍ଚିତ୍ର ପୁଷ୍ପାର ପାର୍ଟ୍ -୨। ଏ ନେଇ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ଠାରୁ ଅନୁମତି ଲୋଡିଛନ୍ତି ପ୍ରଯୋଜକ।
-
ତଫସିଲଭୁକ୍ତ ଜନଜାତି ବର୍ଗରେ ସାମିଲ ହେବା ଦାବିରେ କୁର୍ମି ସଂପ୍ରଦାୟର ଦୁଇଟି ସଂଗଠନ ୫ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି। ଏଥିଯୋଗୁ ଟ୍ରେନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି।
-
ୟୁକ୍ରେନର ଉପ ବିଦେଶ ମନ୍ତ୍ରୀ ଏମିନେ ଝାପାରୋଭା ଆଜିଠାରୁ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ୨୦୨୧ ଫେବ୍ରୁଆରିରେ ଯୁଦ୍ଧ ହେବାଠାରୁ ସେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି।
-
ଆମେରିକାର ବୈଦେଶିକ ବିଭାଗ ଭିଜା ଆବେଦନ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। କିଛି ଅଣ-ପ୍ରବାସୀ ଭିଜା ଉପରେ ଏହି ଶୁଳ୍କ ବୃଦ୍ଧି କରାଯାଇଛି।.
-
ଡେନ୍ମାର୍କର ମାଗ୍ନସ ଜୋହାନସେନଙ୍କ ବିପକ୍ଷ ଫାଇନାଲରେ ରୋମାଞ୍ଚକ ବିଜୟ ସହ ଭାରତର ପ୍ରିୟାଂଶୁ ରାଜାଓ୍ବତ୍ ଏଠାରେ ଚାଲିଥିବା ଓର୍ଲିନ୍ସ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି।
-
ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା କର୍ନାଟକରେ ପୂର୍ବତନ ଏମ୍ପି ବି.ଏନ୍. ଚନ୍ଦ୍ରାପ୍ପାଙ୍କୁ ରବିବାର ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି।
-
ରାହୁଲ ଅର୍ଦ୍ଧଶତକ ଆଗରେ ଫିକା ପଡିଲା ଧାଓ୍ଵନଙ୍କ ଇନିଂସ, IPLରେ ହାଇଦ୍ରାବାଦର ପ୍ରଥମ ବିଜୟ ।
-
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ଏକ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୩ ଓ୍ୱିକେଟରେ ହରାଇଛି କୋଲକାତା ନାଇଟ ରାଇଡର୍ସ । ଶେଷ ଓଭରରେ ୫ଟି ଛକା ମାରି ଦଳକୁ ବିଜୟ ଦେଇଥିଲେ ରିଙ୍କୁ ସିଂହ।
|
436 |
Y |
|
1710 |
10-04-2023 |
English |
-
India’s coal imports increased by 32 per cent to 148.58 million tonne (MT) in AprilFebruary FY23 against 112.38 MT in the year-ago period, according to a report.
-
Mumbai Police have registered a case against rapper Umesh Khade for his song allegedly against government and the administrative system, an official said Sunday
-
Chief Minister Naveen Patnaik Sunday conducted a Cabinet meeting online from Japan. This was his first Cabinet meeting held from a foreign location. Patnaik, who is on a visit to the East Asian nation to attract investments to Odisha, presided over the cabinet meeting through the virtual mode from Kyoto, around 6,000 km from state capital Bhubaneswar.
-
India’s tiger population rose by 200 in the past four years to reach 3,167 in 2022, the latest tiger census data released by Prime Minister Narendra Modi here Sunday revealed.
-
In a good news for movie buffs, Allu Arjunstarrer upcoming film ‘Pushpa 2’ will be shot in Swabhiman Anchal of Malkangiri district.
-
The state Cabinet, chaired by Chief Minister Naveen Patnaik digitally from Japan, Sunday approved over `1,138.31 crore for execution of 11 piped water projects that are expected to benefit around 7 lakh people in four districts.
-
The AAP Sunday launched the "Degree Dikhao Campaign" under which party leaders will share with the public their educational qualifications every day.
-
Assam Chief Minister Himanta Biswa Sarma has said that the state government has withdrawn at least 27,000 cases related to minor crimes with an aim to reduce the burden on the judiciary.
-
Eight of the top 10 valued firms added Rs 82,169.3 crore in market valuation last week, with HDFC twins emerging as the biggest winners amid an overall positive trend in equities
-
GAIL Gas Ltd, the city gas arm of the nation’s largest gas firm GAIL (India) Ltd, Sunday announced a reduction of up to Rs 7 in the prices of CNG and piped cooking gas following a reduction in input gas price.
-
Vice President Jagdeep Dhankhar to inaugurate Scientific Convention on World Homoeopathy Day at Vigyan Bhawan.
-
Union Home & Cooperation Minister Amit Shah to lay a wreath at Kibithoo Remembrance Hut, launch Vibrant Village Programme at Kibithoo in Arunachal Pradesh,Minister to also have an interactive session with ITBP personnel
-
Union Health & Family Welfare Minister Dr Mansukh Mandaviya, to visit AIIMS, Jhajjar to oversee mock drill & COVID preparedness of hospital with respect to handling of patients
-
Delhi Transport Minister Kailash Gahlot on Sunday laid the foundation stone of Kirari Bus depot, which is being constructed to house 140 buses.
-
Delhi Lieutenant Governor VK Saxena on Sunday said the Yamuna river will be cleaned in the national capital by June 30.
-
The urban local body polls in Uttar Pradesh will be held in two phases, on May 4 and 11, the state Election Commission announced on Sunday.
-
National Conference chief Farooq Abdullah said "dates cannot be erased from history" after the NCERT altered contents related to the Mughal era from its textbooks.
-
The daily positivity rate was recorded at 6.91 per cent while the weekly positivity rate was pegged at 3.67 per cent India logged 5,880 new coronavirus cases, while the active cases have increased to 35,199, according to the Union Health Ministry data updated on Monday.
-
The top court had on October 17 issued a notice to its Registry on a plea by Mr. Govindacharya seeking a direction for a special arrangement with YouTube for safeguarding the copyright over the court's live-streamed proceedings.
-
Supreme Court will hear pleas seeking identification of minorities at state level on Monday, including those challenging constitutional validity of National Minority Commission Act, 1992 and National Commission for Minority Educational Institutions Act, 2004.
|
461 |
Y |
|