Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1611 30-05-2023 Odia
  1. ଉତ୍ତର କୋରିଆ ଜୁନରେ ପ୍ରଥମ ଗୁପ୍ତଚର ଉପଗ୍ରହ ଲଞ୍ଚ କରିବାକୁ ପ୍ରସ୍ତୁତ ହେଲାଣି। ଉତ୍ତର କୋରିଆର ସରକାରୀ ସମାଚାର ଏଜେନ୍ସିର ସାମରିକ ମାମଲାର ପ୍ରଭାରି ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରର ସୂଚନା ଅନୁଯାୟୀ କହିଛି ଯେ ନିୟୋଜିତ ଲଞ୍ଚର ଉଦ୍ଦେଶ୍ୟ ବର୍ତ୍ତମାନ ସମୟ ଆଧାରରେ ଆମେରିକା ସାମରିକ କାର୍ଯ୍ୟକଳାପ ଉପରେ ନଜର ରଖିବ।

  2. ମଣିପୁରରେ ହିଂସା ଥମୁନି। ହିଂସାରେ ଜ‌ଣେ ପୁଲିସ ସମେତ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ସାନି ହିଂସା ଯୋଗୁ ଇମ୍ଫାଲରେ ପୁଣିଥରେ କର୍ଫ୍ୟୁ ଜାରି ହୋଇଛି। ଦୋକାନ ବଜାର ସବୁ ବନ୍ଦ ରହିଛି।

  3. ନରେନ୍ଦ୍ର ମୋଦୀ କହିଛନ୍ତି, ଏନ୍‌ଡିଏ ଗଠନ ହେବାର ଇତିମଧ୍ୟରେ ୨୫ ବର୍ଷ ପୂରଣ ହୋଇଛି। ଏହାକୁ ଖୁବ୍ ବଡ଼ ଆକାରରେ ପାଳନ କରାଯିବା ଉଚିତ। କାରଣ ଏନ୍‌ଡିଏ ବ୍ୟତୀତ କୌଣସି ମେଣ୍ଟ ଆଜିଯାଏ ଏତେଦିନ ଏକାଠି ରହିପାରି ନାହାନ୍ତି।

  4. ଭବିଷ୍ୟତରେ ଜନ୍ତର ମନ୍ତରରେ ଆନ୍ଦୋଳନ ପାଇଁ ଆବେଦନ କରିଲେ କୁସ୍ତିଯୋଦ୍ଧାମାନଙ୍କୁ ଏଥିପାଇଁ ଆଉ ଅନୁମତି ଦିଆଯିବ ନାହିଁ। ଜନ୍ତର ମନ୍ତର ଛଡ଼ା ସେମାନଙ୍କୁ ଅନ୍ୟ ଉପଯୁକ୍ତ ସ୍ଥାନରେ ଅନୁମତି ଦିଆଯିବ। ଗତକାଲିର ଘଟଣା ପରେ ଦିଲ୍ଲୀ ପୁଲିସ ଆଜି ଏହା କହିଛି।

  5. ଶ୍ରୀଜୀଉଙ୍କ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ମଧ୍ୟରେ ଜୁନ ୧୯ ତାରିଖରେ ନବଯୌବନ ଦର୍ଶନ, ଜୁନ ୨୦ ତାରିଖରେ ରଥଯାତ୍ରା, ୨୮ ରେ ବାହୁଡା ଯାତ୍ରା, ୨୯ ରେ ସୁନାବେଶ ଓ ଜୁଲାଇ ୧ ତାରିଖରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀରେ ସମାଗମ ହେବେ ।

  6. ପ୍ରଥମ ଥର ପାଇଁ କୋରାପୁଟର ବିରଳ କିସମର କଳାବତୀ ଚାଉଳ ଏବେ ଆସାମ ଯିବ ବୋଲି ଜଣାପଡ଼ିଛି। ଯାହା କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ବିଭିନ୍ନ କିସମର ଧାନ ଉତ୍ପାଦନରେ କୋରାପୁଟ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ରହି ଆସିଛି ।

  7. ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବ‌ାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଜୁଲାଇ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆପାତତଃ ସ୍ଥିର କରିଛନ୍ତି।

  8. ଜନତା ମଇଦାନରେ ଚାଲିଥିବା ଅଷ୍ଟମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଓ ଗ୍ଲୋବାଲ ବିଜନେସ୍ କାର୍ଣ୍ଣିଭାଲ୍‌ର ନବମ ଦିନରେ ୩୦ହଜାରରୁ ଊର୍ଦ୍ଧ୍ବ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ପାଖାପାଖି ୨.୫କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବେପାର ହୋଇଛି।

  9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଶୁଭାରମ୍ଭ କରିଛନ୍ତି। ଏହା ମଧ୍ୟ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ।

  10. ନିର୍ବାଚନ କମିଶନ ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ରାଜସ୍ଥାନ ଏବଂ ମିଜୋରାମ ଭଳି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିଜ ନିଜ ରାଜ୍ୟର ଭୋଟର ତାଲିକା ଅପଡେଟ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

  11. ୨୦୨୪ ଲୋକସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ସହ ମେଣ୍ଟ ପ୍ରସଙ୍ଗରେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ ଯଦି ଆଦର୍ଶଗତ ମତଭେଦ ଥାଏ, ତେବେ ମେଣ୍ଟ ହୋଇପାରିବ ନାହିଁ।

  12. ବିଶ୍ବର ବହୁ ଚର୍ଚ୍ଚିତ ପ୍ରଯୁକ୍ତି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଓଡ଼ିଶା ସରକାର ଆପଣାଇଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ ଆର୍ଟିଫିସିଆଲ୍ ଏଆଇ ଓ ଯୁବବର୍ଗଙ୍କ ପାଇଁ ଏଆଇର ଶୁଭାରମ୍ଭ କରିଛନ୍ତି।

  13. ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ)ର ଶ୍ରମ ଶକ୍ତି ସର୍ବେକ୍ଷଣରୁ ଏହି ଚିତ୍ର ସାମ୍ନାକୁ ଆସିଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ ତ୍ରୈମାସିକରେ ସହରାଞ୍ଚଳ ବେକାରି ହାର ୬.୮ ପ୍ରତିଶତ ରହିଛି ଯାହ‌ା ୨୦୧୮-୧୯ ପରେ ସବୁଠୁ କମ୍। ୨୦୨୨-୨୩ ଆର୍ଥିକ ବର୍ଷର ସମସ୍ତ ଚାରିଟି ତ୍ରୈମାସିକରେ ଶ୍ରମ ଶକ୍ତିରେ ଅଂଶଗ୍ରହଣ ହାର ମଧ୍ୟ ସର୍ବାଧିକ ସ୍ତରରେ ରହିଥିଲା।

  14. ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗାଇଡ୍‌ଲାଇନ୍ ଜାରି କରିଥିଲେ ମଧ୍ୟ କିଛି ବ୍ୟାଙ୍କ କର୍ପୋରେଟ୍ ଗଭର୍ଣ୍ଣାସ୍‌ ନିୟମକୁ ବି ଠିକ୍ ଭାବେ ପାଳନ କରୁନାହାନ୍ତି। ‌

  15. କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କରି ଦକ୍ଷ ମାନବ ସମ୍ବଳ ସୃଷ୍ଟି କ୍ଷେତ୍ରରେ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଲୋକସେବା ଭବନରେ ଓଡ଼ିଶା ଫର୍‌‌ ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସିଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସି ଫର୍‌‌ ୟୁଥ୍‌‌କାର୍ଯ୍ୟକ୍ରମର ଲୋକାର୍ପଣ କରିଛନ୍ତି।

  16. ୨୦୧୯ ନିର୍ବାଚନୀ ଇସ୍ତାହାରରେ ୩ ହଜାର ୭୩୧ କିମି ରାସ୍ତା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ୬ ହଜାର ୨୪ କିମି ରାସ୍ତା ନିର୍ମାଣ ହୋଇଛି । ଆଗକୁ ୬ ହଜାର କୋଟି ଟଙ୍କାରେ ୧୫ଶହ ବିଜୁସେତୁ ନିର୍ମାଣ ଲକ୍ଷ୍ୟ ଅଛି । ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ବାର୍ଷିକ ସମୀକ୍ଷା କରିବା ପରେ ରାଜ୍ୟବାସୀଙ୍କୁ ବିଭାଗ ଏପରି ହିସାବ ଦେଇଛି ।

  17. ଜମ୍ମୁ କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯିବାବେଳେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଥିବା ଜଣାପଡିଛି ।

  18. ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌ର ଖେଳାଳି କାଇଲିନ୍‌ ଏମ୍‌ବାପେ ଲିଗ୍‌-୧ର ଚଳିତ ଋତୁ ପାଇଁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ପିଏସ୍‌ଜିକୁ ରେକର୍ଡ ୧୧ ଥର ଫ୍ରେଞ୍ଚ୍‌ ଟାଇଟଲ୍‌ ଜିତାଇବା ପରେ ଏମ୍‌ବାପେ ଲଗାତାର ଚତୁର୍ଥ ଥର ଏହି ପୁରସ୍କାରର ହକ୍‌ଦାର ହୋଇଛନ୍ତି।

  19. ଉତ୍ତର ପ୍ରଦେ‌ଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସୋମବାର ଓଡ଼ିଶାକୁ ୪ (୧ ସ୍ବର୍ଣ୍ଣ, ୨ ରୌପ୍ୟ, ୧ କାଂସ୍ୟ) ପଦକ ମିଳିଛି। ଓଡ଼ିଶାର ଦୁଇ ବିଶ୍ବବିଦ୍ୟାଳୟ କିଟ୍‌ (୨) ଓ ଉତ୍କଳ (୨)ର ଖେଳାଳିମାନେ ଏହି ପଦକ ଜିତିଛନ୍ତି।

  20. ମାଂସପେଶୀ ଟାଣି ହୋଇଯିବାରୁ ଅଲିମ୍ପିକ୍ ବିଜେତା ଭାରତୀୟ ଜାଭଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ଫନି ବ୍ଲାଙ୍କର୍ସ-କୋଏନ ଗେମ୍ସରୁ ଓହରିଯାଇଛନ୍ତି। ଜୁନ୍ ୪ ତାରିଖରେ ଏହି ପ୍ରତିଯୋଗିତା ନେଦରଲାଣ୍ଡ୍ସର ହେଙ୍ଗେଲୋରେ ଅନୁଷ୍ଠିତ ହେବ। ଏହା ଏକ ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍‌ ଗୋଲ୍ଡଡ ଲେବୁଲ୍‌ ପ୍ରତିଯୋଗିତା ଥିବାରୁ ନୀରଜ ଏଥି ପାଇଁ ପ୍ରସ୍ତୁତି ଚଳାଇଥିଲେ।

447 Y
1612 30-05-2023 English
  1. India successfully put into orbit the first of its second generation navigation satellite NVS-01 Monday in a copy book style.

  2. The Election Commission has asked chief electoral officers of poll-bound states of Madhya Pradesh, Chhattisgarh, Telangana, Rajasthan and Mizoram to carry out a fresh special summary revision to update the electoral rolls.

  3. In a bid to boost rural connectivity, the state government is planning to construct 1,500 new bridges under Biju Setu Yojana (BSY) with an outlay of Rs 6,000 crore in the next 5 years. This was revealed during a review meeting taken by Chief Minister Naveen Patnaik here Monday

  4. To woo voters ahead of 2024 elections, the state government Monday announced a new rural housing scheme ‘Mo Ghara’. Approximately 4 lakh people will be covered under the new scheme for which the government will bear `2,150 crore in two years

  5. The Rath Yatra, important rituals like Nabajauban Darshan June 19, Bahuda Yatra June 28, Suna Besha June 29 and Niladri Bije July 1 will attract large number of devotees.

  6. The executive committee of Orissa Environmental Society has decided to felicitate distinguished people from the state who have made significant contributions in different areas of environment protection.

  7. The Delhi High Court Monday dismissed a plea challenging the Reserve Bank of India (RBI) and State Bank of India (SBI) notifications, that permits exchange of the withdrawn `2,000 notes without any identity proof.

  8. The Delhi High Court Monday issued a notice to separatist leader Yasin Malik, who is presently serving a life term, on a plea by the National Investigation Agency seeking death penalty for him in a terror funding case.

  9. The solar capacity addition in India fell by 48 per cent year-on-year to 1.9 GW in January-March period of 2023, according to Mercom India Research.

  10.  India has reclaimed its spot as the world’s fifth largest stock market after losing that status to France in January, as foreign investors snap up the Asian nation’s shares, as per reports Monday.

  11.  The state government has decided to develop the Konark temple complex under the Integrated Development of Heritage & Monuments and Tourist Destination Scheme. The project would be implemented with an expenditure of Rs 209.73 crore.

  12. Tarun Ranjan Nayak, working as OAG-III, O/O GRF, TPCODL at Nayapalli in the capital city here and his associate Sailaja Muduli were apprehended by Odisha Vigilance while demanding and accepting Rs10,000 as bribe from a person.

  13. The Congress' lone Lok Sabha member from Maharashtra, Balu Dhanorkar, died at a private hospital in the National Capital Region Tuesday early morning, a party leader said.

  14. Tamil Nadu Chief Minister MK Stalin congratulated Chennai Super Kings (CSK) on their historic win in the final of the Indian Premier League (IPL) and credited the team's victory to its captain Mahendra Singh Dhoni.

  15. Seven people died after a bus carrying pilgrims to the Vaishno Devi shrine skidded off a bridge and fell into a deep gorge in Jammu and Kashmir, officials said today.

  16. Nationalist Congress Party (NCP) leader Ajit Pawar on Monday said that Maha Vikas Aghadi (MVA) will contest the Maharashtra assembly and Lok Sabha polls together to defeat the Shiv Sena-BJP alliance.

  17. As many as 396 MLAs on Monday cast their votes in the bypoll to two vacant seats of the Uttar Pradesh Legislative Council for which both the ruling BJP and the Samajwadi Party have fielded candidates.

  18.  India’s first individual Olympic gold medallist shooter Abhinav Bindra has denounced the police action against the country’s top wrestlers at Jantar Mantar, saying the “horrifying images” had left him “sleepless” and “haunted”.

  19. Back on her “favorite court in the world,” Sloane Stephens looked sharp in her opening match at the French Open with a 6-0, 6-4 win over two-time major finalist Karolina Pliskova.

  20. Batting mainstay Virat Kohli joined the national team’s training session Monday at the picturesque Arundel Castle Cricket Club along with leftarm seamer Jaydev Unadkat, who seemed to have recovered from left shoulder injury. India will play Australia at the Oval in the one-off Test from June 7 to 11.

 

462 Y
1613 29-05-2023 Odia
  1. ଦେଶକୁ ଆଜି ନୂଆ ସଂସଦ ଭବନ ମିଳିଛି। ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।

  2. ଟାଟା ପ୍ରୋଜେକ୍ଟସ୍‌ ଲିଃ ଦ୍ୱାରା ନିର୍ମିତ ନୂତନ ପାର୍ଲାମେଣ୍ଟ ବିଲ୍ଡିଂରେ ପ୍ରାଣୀ ଆକୃତିଠାରୁ ଆରମ୍ଭ କରି ଅତ୍ୟାଧୁନିକ ପ୍ରଯୁକ୍ତି ପର୍ଯ୍ୟନ୍ତ ବିଶେଷତ୍ୱ ଦେଖିବାକୁ ମିଳିଛି। ୬୪,୫୦୦ ବର୍ଗମିଟର ସ୍ଥାନରେ ନିର୍ମିତ ତ୍ରିଭୁଜ ଆକୃତିର ଚାରି ମହଲା ବିଲ୍ଡିଂରେ ବିଶାଳ ସମ୍ବିଧାନ ହଲ୍‌ ରହିଛି, ଯେଉଁଠି ଭାରତର ଗଣତାନ୍ତ୍ରିକ ଐତିହ୍ୟ ପ୍ରଦର୍ଶିତ ହେବ।

  3. ନୂଆ ବିଲ୍ଡିଂରେ ଏମ୍‌ପିମାନେ ସୁବିଧାରେ ବସିବା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି। ଲୋକ ସଭା ପ୍ରକୋଷ୍ଠରେ ୮୮୮ ସଦସ୍ୟ ବସିବା ଲାଗି ଆସନ ରହିଥିବାବେଳେ ରାଜ୍ୟ ସଭା ଚାମ୍ବରରେ ୩୦୦ ଆସନ ରହିଛି। ସେହିପରି ଉଭୟ ଗୃହର ମିଳିତ ଅଧିବେଶନରେ ୧,୨୮୦ ସଦସ୍ୟ ବସିବା ଲାଗି ଆସନ ବ୍ୟବସ୍ଥା କରାଯାଇଛି। ଲୋକ ସଭା ଓ ରାଜ୍ୟ ସଭାର ପ୍ରତି ସଦସ୍ୟଙ୍କ ଡେସ୍କରେ ଟଚ୍‌ ସ୍କ୍ରିନ୍‌ ବ୍ୟବସ୍ଥା ରହିଛି।

  4. ନୂଆ ସଂସଦ ଭବନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ଏବଂ ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧୀନରେ ଥିବା ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ମୁଦ୍ରାର ଓଜନ ୩୪.୬୫ ଗ୍ରାମରୁ ୩୫.୩୫ ଗ୍ରାମ ମଧ୍ୟରେ ରହିବ।

  5. ନୂଆ ସଂସଦରେ ତିନୋଟି ମୁଖ୍ୟଦ୍ବାର ରହିଛି। ସେସବୁ ହେଉଛି; ଜ୍ଞାନଦ୍ବାର, ଶକ୍ତିଦ୍ବାର ଓ କର୍ମଦ୍ବାର। କର୍ମଦ୍ବାରର ଡାହାଣ କାନ୍ଥରେ କୋଣାର୍କ ସୂର୍ଯ୍ୟମନ୍ଦିରର ଚକ୍ର ଶୋଭା ପାଉଛି।

  6. ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଡୋଗାନ ୨୦୨୩ ନିର୍ବାଚନରେ ପୁଣିଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ୬୯ ବର୍ଷୀୟ ଏର୍ଡୋଗାନ ଅଦ୍ୟାବଧି ୨୦ ବର୍ଷ ହେଲା କ୍ଷମତାରେ ରହିଥିବା ବେଳେ ସେ ଆଉ ୫ ବର୍ଷ ପାଇଁ ଶାସନ କ୍ଷମତାରେ ରହିବାକୁ ଯାଉଛନ୍ତି।

  7. ନେଦରଲାଣ୍ଡର ହେଗଠାରେ ହଜାର ହଜାର ଜଳବାୟୁ କର୍ମୀ ଆନ୍ଦୋଳନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧,୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଡଚ୍ ପୁଲିସ ଦ୍ବାରା ଗିରଫ କରାଯାଇଥିବା ଜଣାପଡ଼ିଛି।

  8. ଋଷିଆର ବିଦେଶ ମନ୍ତ୍ରୀ ସେର୍ଗେଇ ଲାଭରୋଭ ରବିବାର ପାଶ୍ଚାତ୍ୟ ଦେଶମାନଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ୟୁକ୍ରେନକୁ ଆମେରିକା ନିର୍ମିତ ଏଫ୍ -୧୬ ଲଢୁଆ ବିମାନ ଯୋଗାଇଦେବାକୁ ରାଜି ହୋଇ ଏସବୁ ଦେଶ ନିଆଁ ସହ ଖେଳୁଛନ୍ତି, ରୁଷ ଏହାର ଜବାବ ଦେବ ବୋଲି ସେ କହିଛନ୍ତି ।

  9. ଋଣ ସଙ୍କଟ ସହ ସଂଘର୍ଷ କରୁଥିବା ଆମେରିକା ଦେବାଳିଆ ହେବାକୁ ଯାଉଥିବା ବେଳେ ଏବେ ଲାଗୁଛି କି ଖୁବଶୀଘ୍ର ଆମେରିକା ଏହି ସଙ୍କଟରୁ ବାହାରି ଆସିବ।

  10. ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ଏଥି ସହିତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଅଞ୍ଚଳରେ ରୁଷିଆର ସୈନ୍ୟଙ୍କ ଅଭିଯାନକୁ ଆହୁରି ଜୋରଦାର କରିବାକୁ ସୀମା ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି।

  11. ହିଂସାଗ୍ରସ୍ତ ମଣିପୁରରେ ଗତରାତିରେ ସଶସ୍ତ୍ର ଉଗ୍ରପନ୍ଥୀମାନେ ବ୍ୟାପକ ହିଂସା ଭିଆଇଛନ୍ତି।ସୁରକ୍ଷା ବାହିନୀ ଓ ଉଗ୍ରପନ୍ଥୀଙ୍କ ମଧ୍ୟରେ ସନ୍ଧ୍ୟା ସୁଦ୍ଧା ଗୁଳି ବିନିମୟ ଜାରି ରହିଥିବା ବେଳେ ଏଥିରେ ମୋଟ ୪୦ ଉଗ୍ରପନ୍ଥୀ ନିହତ ହୋଇଥିବା ଜଣାପଡ଼ିଛି।

  12. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ତାଙ୍କର ୧୦୧ତମ ମନ୍ କୀ ବାତ୍‌ରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବି ଡି ସବରକରଙ୍କୁ ସ୍ମରଣ କରିଛନ୍ତି।

  13. ମହାମାରୀ କାରଣରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିବା ଜନଗଣନା ପ୍ରକ୍ରିୟା ୨୦୨୪ ଏପ୍ରିଲ-ମେ ମାସରେ ହେବାକୁ ଥିବା ପରବର୍ତ୍ତୀ ଲୋକସଭା ନିର୍ବାଚନ ପୂର୍ବରୁ ହେବାର ସମ୍ଭାବନା ନାହିଁ।

  14. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂତନ ପାର୍ଲାମେଣ୍ଟ ଭବନ ଉଦ୍‌ଘାଟନ ଉତ୍ସବକୁ କଂଗ୍ରେସ ସମେତ ୨୧ ବିରୋଧୀ ଦଳ ବର୍ଜନ କରିଛନ୍ତି।

  15. ଓଡ଼ିଶାର ପ୍ରସିଦ୍ଧ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳ ମା’ ସମଲେଶ୍ୱରୀଙ୍କ ମନ୍ଦିର ରାଜ୍ୟର ଏକ ଆକର୍ଷଣୀୟ ସ୍ଥାନରେ ପରିଣତ ହେବ । ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କୁ ଏଠାରେ ଏକ ଅନନ୍ୟ ଅନୁଭୂତି ମିଳିବା ସହିତ ସ୍ଥାନୀୟ ଲୋକାଙ୍କ ସାମାଜିକ ଓ ଆର୍ଥିକ ବିକାଶରେ ସହାୟକ ହେବ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ‘୫-ଟି’ ସଚିବ ଭିକେ ପାଣ୍ଡିଆନ ସମ୍ବଲପୁର ଗସ୍ତ କରି ମା’ ସମଲେଇ ମନ୍ଦିର ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି।

  16. ଓଡ଼ିଶା ସରକାରର ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଆମେରିକାର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫ୍‌ବିଆଇ)ର ସହାୟତା ଲୋଡିଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି।

  17. ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଆସନ୍ତା ଜୁନ ୨୦ ତାରିଖ ପର୍ଯ୍ୟନ୍ତ ପିଲାମାନେ +୨ରେ ନାମଲେଖା ପାଇଁ ଆବେଦନ କରିପାରିବେ । ଏହାପରେ ଜୁନ ୨୮ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା ।

  18. ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳମାର୍ଗରେ ଭଦ୍ରକ ଏବଂ କଟକ ରେଲଓ୍ବେ ଷ୍ଟେଶନ ମଧ୍ୟରେ ୩ୟ ଲାଇନ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।

  19. ନେପାଳର କାଠମାଣ୍ଡୁରେ ରବିବାର ଶେଷ ହୋଇଥିବା ଏନ୍‌ଏସ୍‌ସି କାଭା (ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ) ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ରେ ଭାରତ ଚାମ୍ପିୟନ ହୋଇଛି।

  20. ଉତ୍ତର ପ୍ରଦେଶର ଗ୍ରେଟର ନଏଡାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ସୁଇମିଂ ଇଭେଣ୍ଟରେ ଓଡ଼ିଶାର ପ୍ରତ୍ୟାଶା ରାୟ ରବିବାର ଆଉ ଏକ ରୌପ୍ୟ ପଦକ ହାସଲ କରିଛନ୍ତି।

452 Y
1614 29-05-2023 English
  1. Prime Minister Narendra Modi inaugurated the new Parliament building here Sunday morning and expressed hope that it will become a cradle of empowerment, igniting dreams and nurturing them into reality.

  2. The inauguration of the new Parliament building Sunday was marked with a boycott by 21 opposition parties which accused Prime Minister Narendra Modi of treating the event like his "coronation", and said democracy is run by people not by buildings.

  3. Congress leader Rahul Gandhi received a new ordinary passport Sunday, two days after a local court granted its no objection to the issuance of the same, sources said. They said the passport office had assured Gandhi in the morning that the passport would be issued to him Sunday and he got it in the afternoon.

  4. The decadal Census, which was postponed for an indefinite period due to the pandemic, is unlikely to be held before the next Lok Sabha elections that are due in AprilMay 2024, officials said.

  5. The Bhubaneswar Zonal Unit of Narcotics Control Bureau (NCB) Sunday seized 273.8 Kg of ganja during a raid in the City. The NCB has apprehended two persons including the driver of the vehicle carrying the contraband items. Both the accused persons are residents of Dhanbad district in Jharkhand.

  6. : Remains of an ancient temple belonging to medieval period were retrieved Sunday during the de-silting of a pond at Dadpur village about 12km from Bhawanipatna Sadar block of Kalahandi district, sources said Sunday. As a result, District Collector P Anvesha Reddy had to issue orders to stop the work and seal the area to prevent people from barging into the site.

  7. Punjab has set up a Special Investigation Team (SIT) for investigating cases of human trafficking, especially women from Punjab to Middle East countries under visit and employment visas, who are being exploited, an official said Sunday.

  8. Manipur Chief Minister N Biren Singh Sunday said nearly 40 armed militants involved in torching houses and firing at civilians have been killed by security forces since they began an operation to bring peace to the north eastern state beset by ethnic rioting.

  9. To mark the inauguration of the new Parliament building and honour the workers who made it possible, Haryana Chief Minister Manohar Lal Khattar Sunday announced an increase of the scholarship of the children whose parents are registered with the state Labour Welfare Board.

  10. The global electric vehicle (EV) market reached 11 million units last year with a penetration rate of 14 per cent, as more countries double down on electrification, connection, autonomous driving and sharing in the automobile industry.

  11. Unified Payments Interface (UPI), which is driving the digital payments revolution, accounted for about 75 per cent of the total transaction volume in the retail segment during 2022-23, said the PwC report titled “The Indian Payments Handbook – 2022-27”.

  12. Favourites Uttar Pradesh Hockey won the 13th Hockey India Sub-Junior Men’s national championships Sunday defeating Hockey Odisha 7-1 in the final played at the iconic Birsa Munda Stadium here. In another match played on the day Hockey Haryana beat Hockey Madhya Pradesh 4-2 finish third.

  13. Congress leaders from Delhi and Punjab met the party leadership here in separate meetings on Monday, and suggested them not to support the Aam Aadmi Party on the Delhi services Ordinance issue, sources said.

  14. Delhi Chief Minister Arvind Kejriwal on Monday urged Lieutenant Governor V K Saxena to take strict action over the murder of a minor girl in Shahbad Dairy here and said it was his responsibility to maintain law and order in the city.

  15. The Congress bit the Rajasthan bullet today, summoning Chief Minister Ashok Gehlot to Delhi for a parley with Rahul Gandhi and party chief Mallikarjun Kharge.

460 Y
1615 28-05-2023 Odia

 

  1. ଆଜି ସକାଳ ୭.୩୦ରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ନୂଆ ସଂସଦ ଭବନରେ ହୋମ ଆରମ୍ଭ ହୋଇଛି। ହୋମରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଓ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା। ପୂଜା ପରେ ପ୍ରଧାନମନ୍ତ୍ରୀ ‘ସେ‌ଙ୍ଗୋଲ୍‌’ ଗ୍ରହଣ କରି ତାହାକୁ ନୂଆ ସଂସଦରେ ସ୍ଥାପନା କରିବେ।

  2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ଏହି ସମୟରେ, ଆମେରିକାର କଂଗ୍ରେସ କମିଟି ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଭାରତକୁ ନାଟୋ ପ୍ଲସର ଏକ ଅଂଶ କରିବାକୁ ସୁପାରିଶ କରିଛି।

  3. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଅନୁପସ୍ଥିତ ରହିବା ଏହା ପ୍ରଥମ ଘଟଣା ନୁହେଁ। ନିତି ଆୟୋଗଙ୍କ ମୋଟ ଆଠଟି ପରିଚାଳନା ପରିଷଦ ବୈଠକ ମଧ୍ୟରୁ ନବୀନ ୫ଟିରେ ‌ଯୋଗ ଦେଇଛନ୍ତି।

  4. ମଣିପୁରରେ ସଦ୍ୟ ହିଂସା ଉପୁଜିବାପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଣିପୁର ଗସ୍ତ କରି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି।

  5. ପାକିସ୍ତାନର ଜାତୀୟ କବି ମହମ୍ମଦ ଇକବାଲଙ୍କୁ ରାଜନୀତି ବିଜ୍ଞାନ ସିଲାବସରୁ ବାଦ୍ ଦେବା ପାଇଁ ଆଗତ ପ୍ରସ୍ତାବକୁ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଏକାଡେମିକ୍ କାଉନସିଲ ଅନୁମୋଦନ କରିଛି। ପ୍ରସିଦ୍ଧ ଜାତୀୟତାବାଦୀ ସଂଗୀତ ‘ସାରେ ଜହାଁ ସେ ଅଚ୍ଛା’କୁ ଇକବାଲ ହିଁ ଲେଖିଥିଲେ।

  6. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ଅନୁଷ୍ଠିତ ନିତି ଆୟୋଗର ପରିଚାଳନା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାନ୍ତି।

  7. କର୍ଣ୍ଣାଟକରେ ସରକାର ଗଠନ କରିବାର ସପ୍ତାହକ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ୨୪ ଜଣ ନୂଆ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି।

  8. ଓଡ଼ିଶାରେ ମାର୍ଚ୍ଚ ମାସରେ ପ୍ରାୟ ୧.୧ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡ଼ି ହୋଇଛନ୍ତି। ଚଳିତବର୍ଷ ଫେବ୍ରୁଆରିରେ ରାଜ୍ୟରେ ୩ କୋଟି ୩୧ ଲକ୍ଷ ୫୮ ହଜାର ୯୫୨ ଜଣ ମୋବାଇଲ ଫୋନ ଗ୍ରାହକ ରହିଥିଲେ। କିନ୍ତୁ ମାର୍ଚ୍ଚରେ ଏମାନଙ୍କ ସଂଖ୍ୟା ୩ କୋଟି ୩୦ ଲକ୍ଷ ୪୯ ହଜାର ୪୭୧କୁ ବୃଦ୍ଧି ପାଇଛି।

  9. କ୍ରମାଗତ ଦୁଇ ସପ୍ତାହ ଧରି ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇବା ପରେ ଉକ୍ତ ସପ୍ତାହରେ ଏଥିରେ ୬.୧ ବିଲିଅନ ଡଲାର ହ୍ରାସ ଘଟିଛି। ଉଲ୍ଲେଖlଯୋଗ୍ୟ, ୨୦୨୧ ଅକ୍ଟେବାରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ୬୪୫ ବିଲିଅନ ଡଲାରରେ ପହଞ୍ଚିଥିଲା। କିନ୍ତୁ ତାହା ପରଠାରୁ ଏଥିରେ ହ୍ରାସ ଓ ଅସ୍ଥିରତା ଦେଖାଦେଇଛି।

  10. ମଙ୍ଗଳ ଗ୍ରହ ଭଳି ପରିବେଶରେ ଗୋଟିଏ ବର୍ଷ ବିତାଇବାକୁ ଯାଉଛନ୍ତି କାନାଡ଼ାର ମହିଳା ଜୀବବିଜ୍ଞାନୀ କେଲି ହଷ୍ଟନ୍‌। ଏଥିପାଇଁ ସେ ପ୍ରସ୍ତୁତି ଚଳାଇଛନ୍ତି।

  11. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକା ବଡ ପଦକ୍ଷେପ ନେଇଛି। ଆମେରିକାରେ ଦୀପାବଳିରେ ସଂଘିୟ ଅବକାଶ ଘୋଷଣା କରିବାକୁ ୟୁଏସ କଂଗ୍ରେସ(ସଂସଦ)ରେ ବିଧେୟକ ଉପସ୍ଥାପନ କରାଯାଇଛି।

  12. ଏବେ ୧୫ ବର୍ଷ ପରେ ବି ଆଇପିଏଲ୍‌ ବିଶ୍ବର ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକ ମଧ୍ୟରେ ଗଣା ହେଉଛି। ଚଳିତ ସଂସ୍କରଣରେ ବିଜେତାଙ୍କୁ ୨୦ କୋଟି ଓ ଉପବିଜେତାଙ୍କୁ ୧୩ କୋଟି ଟଙ୍କା ପୁରସ୍କାର ଦିଆଯିବ।

  13. କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଜଦନ୍ତ ରତ୍ନ ପଲଙ୍କ ପୁରୁଣା ହୋଇଗଲାଣି। ପଲଙ୍କର ଗୋଡ଼ ସହ ଅନ୍ୟାନ୍ୟ ସ୍ଥାନ ଭାଙ୍ଗି ଦୋହଲିଲାଣି। ଲାଗିଥିବା ରୁପା ଛାଡିଗଲାଣି। ତେଣୁ ଏହାକୁ ମରାମତି କରାଯିବ। ସେହିପରି ଆଉ ଏକ ସେଟ୍ ରତ୍ନ ପଲଙ୍କ ନୂତନ ଭାବେ ତିଆରି କରାଯିବ।

  14. ସ୍ବଚ୍ଛ ନୋଟ୍‌ ନୀତି ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପ୍ରସାରରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିନେଇଛି। ଜନସାଧାରଣଙ୍କୁ ୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବାକୁ ସେପ୍ଟେମ୍ବର ୩୦ ଯାଏ ମହଲତ ଦିଆଯାଇଛି। ଅପରପକ୍ଷେ ୨୦୦୦ଟଙ୍କିଆ ନୋଟ୍ ଜମା ଏବଂ ବଦଳ ପାଇଁ ଗ୍ରାହକଙ୍କୁ ଚାର୍ଜ ଦେବାକୁ ପଡିବ।

  15. ପ୍ରଧାନମନ୍ତ୍ରୀ, କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଟିମ୍ ଇଣ୍ଡିଆ ଭାବରେ କାର୍ଯ୍ୟ କରିବା ଉଚିତ ଏବଂ ବିକଶିତ ଭାରତ @ ୨୦୪୭ ପାଇଁ ଲୋକଙ୍କ ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ କରିବା ଉଚିତ ବୋଲି ଗୁରୁତ୍ବାରୋପ କରିଛନ୍ତି ।

  16. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଅନ୍ୟମାନଙ୍କ ବିରୋଧରେ ଗୋଟିଏ ଅଭିଯୋଗ ଦାଖଲ କରାଯାଇଛି। ଏମାନେ ସଂସଦର ନୂଆ ବିଲଡିଂ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉଦଘାଟନ କରିବାକୁ ଦାବି କରିଥିଲେ। ଏହି ସମୟରେ ତାଙ୍କ ଜାତିକୁ ନେଇ ଲୋକଙ୍କୁ ସରକାରଙ୍କ ବିରୋଧରେ ଉସକାଇବାକୁ ଚେଷ୍ଟା କରିଥିବା ଅଭିଯୋଗକାରୀ ଦାବି କରିଛନ୍ତି ।

  17. ପଡ଼ୋଶୀ ରାଜ୍ୟର ବେପାରୀ କୋରାପୁଟରେ ଡେରା ପକାଇଥିବାରୁ ଓଡ଼ିଶାରେ ଅଦା ଦର ଆକାଶ ଛୁଆଁ ହୋଇଛି। ଯେଉଁ ଅଦାକୁ ଚାଷୀମାନେ ୫ ଟଙ୍କାରେ ବିକି ଦେଉଥିଲେ, ତାହା ଏବେ ବଜାରରେ ୧୬୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ବର୍ତ୍ତମାନ ଯେଉଁ ଅଳ୍ପ ଅଦା ଅମଳ ହେଉଛି, ସେଥିରୁ ଚାଷୀ ଭଲ ରୋଜକାର କରିପାରିବ ବୋଲି ଜଣାପଡ଼ିଛି।

  18.  କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଗର୍ଜିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଏହି ପ୍ରସଙ୍ଗରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ କରିଥିବା ବେଳେ ଭାରତ ସରକାର ନିଦର ଉଠନ୍ତୁ ଓ ତୁରନ୍ତ ଜାରି କରିଥିବା ଅଧ୍ୟାଦେଶକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି ।

  19. ଆମେରିକାର ଫୁଲେର୍ଟନ କଲେଜର ସର୍ବକନିଷ୍ଠ ଗ୍ରାଜୁଏଟ୍‌ କ୍ଲୋଭିସ୍‌ ହଙ୍ଗ୍‌ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ମାତ୍ର ୧୨ ବର୍ଷ ବୟରେ ସେ ୫ ଡିଗ୍ରୀ ହାସଲ କରିଛନ୍ତି।

  20. ଉପକୂଳ ସୁରକ୍ଷାକୁ ବଢ଼ାଇବା ପାଇଁ କେନ୍ଦ୍ର ସରକାର ମତ୍ସ୍ୟଜୀବୀଙ୍କୁ ୩.୫ ଲକ୍ଷ ଯୋଗାଯୋଗ ଟ୍ରାନ୍ସପଣ୍ଡର ମାଗଣାରେ ଯୋଗାଇବାକୁ ଯାଉଛନ୍ତି। ଏହା ମତ୍ସ୍ୟଜୀବୀଙ୍କୁ ଟ୍ରାକ କରିବା ଏବଂ ସେମାନଙ୍କ ବ୍ୟବସାୟକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ ।

 

443 Y
1616 28-05-2023 English
  1. Prime Minister Narendra Modi today installed a historic sceptre 'Sengol' next to the Lok Sabha Speaker's seat in the newly constructed Parliament building.

  2. Premium hand-knotted carpets weaved laboriously by as many as 900 artisans from Uttar Pradesh for a whopping "10 lakh man-hours" will adorn the floors of Lok Sabha and Rajya Sabha in the new Parliament building.

  3. Four people were arrested on Saturday in connection with the attack on senior TMC leader Abhishek Banerjee's convoy, in which state minister Birbaha Hansda's vehicle was vandalised, police said.

  4. The protesting wrestlers said lon Saturday evening that there was a lot of "pressure" to call off Mahila Mahapanchayat they have planned in front of the new Parliament building on Sunday, but they'll go ahead with the "peaceful" march come what may.

  5. Karnataka Chief Minister Siddaramaiah on Saturday said that strict action will be taken against any organization that disturbs peace and harmony in the state.

  6. Army chief General Manoj Pande on Saturday arrived in Manipur to review the law and order situation as the state reported rising incidents of sporadic violence over the last few days, officials said.

  7. Enabling policies and grassroot initiatives of Modi-led government have led to social and economic transformation of the country since 2014, and the nation is all set to become the fourth largest economy in world within two years, said Union minister

  8. The Rouse Avenue court on Saturday took cognizance of the supplementary charge sheet filed by the Central Bureau of Investigation against former Delhi Deputy Chief Minister Manish Sisodia and others in the Excise policy case.

  9. The Congress government in Karnataka was expanded on Saturday with 24 MLAs taking oath as ministers and the party seeking to give representation to various castes and groups

  10. India is among the top source countries for qualified mathematics and science teachers being lured with “international relocation payments” of GBP 10,000 as part of an overseas drive to fill classroom vacancies in England, according to a UK media report Saturday.

  11. The Higher Education (HE) department has withheld the salary of principals and head clerks of 233 colleges for gross negligence and failure to carry out the instruction of higher authorities

  12. Lions’ Gate, the main entrance to Srimandir in Puri, will be coated with silver during the annual Rath Yatra, when the deities will be away from the 12th century shrine, Shree Jagannath Temple Administration (SJTA) chief administrator Ranjan Kumar Das said, Saturday.

  13. Active investor facilitations and Odisha’s progressive Tourism Policy have helped welcome global hospitality brands and amusement park with investments worth over `5,000 crore, said Tourism Minister Aswini Kumar Patra, Saturday

  14. The Enforcement Directorate (ED) Saturday said that they have attached immovable properties worth `36.3 crore and seized `34.7 lakh lying in the bank account of Udayanidhi Stalin Foundation in Tamil Nadu. The firm is accused of receiving the proceeds of crime amounting to `1 crore.

  15. Russia Saturday dismissed criticism from US President Joe Biden over Moscow’s plan to deploy tactical nuclear weapons in Belarus, saying Washington had for decades deployed just such nuclear weapons in Europe.

  16. A lacklustre India suffered their second successive defeat in the European leg of the FIH Men’s Hockey Pro League, going down to dominant hosts Great Britain 2-4 here Saturday

  17. Court is not an institution to sermonise society on morality and ethics and rather, it is bound by the rule of law while taking decisions, the Supreme Court has said.

  18. Kolkata police said it had registered an FIR against the producer and director of the film 'Diary of West Bengal' alleging that the movie's trailer had promoted enmity between different groups.

  19. West Bengal Chief Minister Mamata Banerjee on Saturday apologised to the people of Egra area in Purba Medinipur district of the state for a blast at an illegal firecracker factory here, in which 12 people were killed and many injured.

  20. "Now, just once, try to disturb the peace in society. Then we will show the power of Babasaheb Ambedkar's Constitution, said Mr. Kharge.

460 Y
1617 27-05-2023 Odia
  1. ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ସମ୍ପର୍କିତ ସମସ୍ତ ମାମଲାକୁ ଆଲ୍ଲାହାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି। ମଥୁରା ଜିଲା କୋର୍ଟରେ ଶୁଣାଣି ହେଉଥିବା ଉକ୍ତ ମାମଲାଗୁଡ଼ିକୁ ଏଣିକି ହାଇକୋର୍ଟ ଶୁଣାଣି କରିବେ।

  2. ଶୁକ୍ରବାର ଦିନ ରୁଷ୍‌ର ଗୋଟାଏ କ୍ଷେପଣାସ୍ତ୍ର ପୂର୍ବାଞ୍ଚଳ ୟୁକ୍ରେନ୍‌ ସହର ନିପ୍ରୋରେ ଥିବା ଏକ କ୍ଲିନିକ୍‌ରେ ପଡ଼ିବାରୁ ୨ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୩୦ଜଣ ଆହତ ହୋଇଛନ୍ତି।

  3. ଆଇଆଇଟିଟିଏମ୍‌ କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଦେଶର ୪୦ଟି ପ୍ରମୁଖ ଐତିହ୍ୟ ସ୍ଥଳର ନିକଟରେ ସର୍ଭେ କରାଯାଇଥିଲା। ଏହି ସର୍ଭେରୁ ଜଣାପଡ଼ିଛି ଯେ ୨୦୧୪ରୁ ଲଗାତାର ସ୍ମାରକୀଗୁଡ଼ିକୁ ଘରୋଇ ଓ ବିଦେଶୀ ପର୍ଯ୍ୟଟକମାନଙ୍କ ସଂଖ୍ୟା ହ୍ରାସ ପାଉଛି।

  4. ଗ୍ରାମୀଣ ଗରିବଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୨୦୨୦ରେ ଦେଶରେ ଆରମ୍ଭ ‌ହୋଇଥିଲା ସ୍ବାମିତ୍ବ ‌ଯୋଜନା। ୨୦୨୨ ଡିସେମ୍ବର ସୁଦ୍ଧା ଏହି ଯୋଜନାରେ ଦେଶର ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏକ କୋଟି ୭ ଲକ୍ଷ ୧୬ ହଜାର ୧୩ ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି। ଓଡିଶାରେ ଏହି ସଂଖ୍ୟା ରହିଛି ମାତ୍ର ୩୧୬।

  5. ଗତବର୍ଷଠାରୁ ଷ୍ଟାର୍ଟଅପ୍ ଜଗତରେ ଆରମ୍ଭ ହୋଇଥିବା ଛଟେଇ ଧାରା ଏବେବି ଜାରି ରହିଛି। ଇତିମଧ୍ୟରେ ୨୭ ହଜାରରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି। ସେମାନଙ୍କ ଭିତରୁ ୮୦୦୦ରୁ ଅଧିକ କର୍ମଚାରୀ ୨୦୨୩ରେ ଛଟେଇ ହୋଇଛନ୍ତି।

  6. ଜଳବାୟୁ ପରିବର୍ତ୍ତନକୁ ନେଇ ଜାତିସଂଘ ପକ୍ଷରୁ ଗଠନ କରାଯାଇଥିବା ଉପଦେଷ୍ଟା କମିଟିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କୁ ସାମିଲ କରାଯାଇଛି। ଏହି କମିଟିରେ ଭାରତର ସୁନିତା ନାରାୟଣ ମଧ୍ୟ ରହିଛନ୍ତି।

  7. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ନବୀକରଣ କାର୍ଯ୍ୟ ପାଇଁ ମୋଟ୍‌ ୫୨.୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଦିଲ୍ଲୀ ସରକାରଙ୍କ ଭିଜିଲାନ୍ସ ବିଭାଗ ଦ୍ବାରା ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ନିକଟରେ ଆଜି ଏନେଇ ଏକ ରିପୋର୍ଟ ଦାଖଲ କରାଯାଇଛି।

  8. ସାରା ଦେଶରେ ମୌସୁମୀ ପ୍ରଥମ ମାସରେ ନିଅଣ୍ଟିଆ ବର୍ଷା ହେବାକୁ ଥିବା ବେଳେ ଓଡ଼ିଶାରେ ମଧ୍ୟ ବର୍ଷାର ପରିମାଣ କମ୍‌‌ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌‌ଡି) ପକ୍ଷରୁ କୁହାଯାଇଛି।  ରାଜ୍ୟରେ  ଜୁନ୍‌‌ ମାସରେ ନିଅଣ୍ଟିଆ ବର୍ଷା ହେବ। ଦେଶରେ ହାରାହାରି ବର୍ଷା ଦୀର୍ଘକାଳୀନ ପରିମାଣର ୯୪ ପ୍ରତିଶତ ପଶ୍ଚିମ ଭାରତରେ ୯୨ ପ୍ରତିଶତ ଏବଂ ଓଡ଼ିଶାରେ ୯୫-୯୬ ପ୍ରତିଶତ ହେବାର ସମ୍ଭାବନା ରହିଛି।

  9. କୋଭିଡ୍‌‌ ମହାମାରୀ ଜନିତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ବନ୍ଦ ହେବ। ସୂଚନାଯୋଗ୍ୟ ଯେ କୋଭିଡ୍‌‌ ମହାମାରୀ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ବିଭାଗ ନର୍ସିଂ ଅଫିସର, ଫାର୍ମାସିଷ୍ଟ, ଲ୍ୟାବ୍‌‌ ଟେକ୍ନିସିଆନ୍‌‌, ରେଡିଓଗ୍ରାଫର, ବହୁମୁଖୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେମାନଙ୍କ ନିଷ୍ଠାପର ଉଦ୍ୟମ ହେତୁ ସରକାରୀ ନିଯୁକ୍ତି ପରୀକ୍ଷାରେ ସେମାନଙ୍କୁ ଅତିରିକ୍ତ ୫% ମାର୍କ ଦେବା ପାଇଁ ସରକାର ଗତବର୍ଷ ଘୋଷଣା କରିଛନ୍ତି।

  10. ଏମ୍‌ସ ଭୁବନେଶ୍ୱରରେ ଏମ୍‌ବିବିଏସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନ ଦିଗରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହିତ ସକ୍ରିୟ ଭାଗିଦାରୀତା ତଥା ସହଯୋଗ ନିମନ୍ତେ ଟିଚିଙ୍ଗ୍‌ ଆସିଷ୍ଟାଣ୍ଟ୍‌(ଟିଏ) ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌(ଆର୍‌ଏ) କାର୍ଯ୍ୟକ୍ରମ ଆରମ୍ଭ ହେବ।

  11. ହରେକୃଷ୍ଣ ମହତାବ ରାଜ୍ୟ ଲାଇବ୍ରେରୀରେ ୱାଇଫାଇ ବ୍ୟବସ୍ଥା ଉପଲ୍‌ବଧ କରାଯିବ।   ରାଜ୍ୟ ପାଠାଗାରରେ ଭିଡ କମାଇବା ପାଇଁ ବାପୁଜୀ ନଗରରେ ଜନ ଲାଇବ୍ରେରୀ ଖୋଲାଯିବ। ସେଠାରେ  ଅତ୍ୟାଧୁନିକ ସୁବିଧା ସୁଯୋଗର ବିକାଶ କରାଯିବ। ସେଠାରେ ମଧ୍ୟ ଫୁଡକୋର୍ଟର ବ୍ୟବସ୍ଥା ରଖାଯିବ।

  12. କାଳବୈଶାଖୀଜନିତ ବର୍ଷାକୁ ଦୃଷ୍ଟିରେ ରଖି ଆଗାମୀ ୫ ଦିନ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ସମୟରେ ଘଣ୍ଟାପ୍ରତି ୩୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

  13. ଭୁବନେଶ୍ୱରରେ ମେଟ୍ରୋ କାମ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜୁନ ମାସରେ ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଭିତ୍ତିପ୍ରସ୍ତରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  14. ଜାତୀୟ ଶିକ୍ଷା ନୀତି କ୍ରୀଡାକୁ ଏକ ବିଷୟ ଭାବେ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଛି ଯାହା ପାଠ୍ୟକ୍ରମର ଏକ ଅଂଶ ହେବ। ଦେଶର ପ୍ରଥମ ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ନିର୍ମାଣ ଏହି ଲକ୍ଷ୍ୟକୁ ଆହୁରି ମଜ୍‌ବୁତ କରିବ।

  15. ଜଣେ ବ୍ୟକ୍ତି ଆମେରିକାରେ ୩୩ ବର୍ଷ ସଜ୍ଜା କାଟିବା ପରେ ଏବେ ନିର୍ଦୋଷରେ ଖଲାସ ହୋଇଛନ୍ତି । ସେ ଏକ ହତ୍ୟା ଉଦ୍ୟମ ମାମଲାରେ ଜେଲ୍‌ରେ ଥିଲେ । ମାତ୍ର ଏହି ଘଟଣା ବେଳେ ସେ ଉପସ୍ଥିତ ନଥିବା ଏବେ ପ୍ରମାଣିତ ହୋଇଛି ।

  16. ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକସ୍ଥିତ ଲେଣ୍ଡ ଗ୍ରାମରୁ ଏକ ମୁଣ୍ଡ ବିହୀନ ବୁଦ୍ଧମୂର୍ତ୍ତି ଓ ପଥର ନିର୍ମିତ ୨ଟି ଆଙ୍କୋର ଉଦ୍ଧାର କରାଯାଇଛି। ଏହି ମୂର୍ତ୍ତି କାରୁକାର୍ଯ୍ୟ ଶୈଳୀକୁ ଅନୁଧ୍ୟାନ ପରେ ଏହା ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଜଣାପଡ଼ିଛି।

  17. ସତ୍ୟେନ୍ଦ୍ର ଜୈନଙ୍କୁ ଆଜି ସୁପ୍ରିମକୋର୍ଟ ସ୍ୱାସ୍ଥ୍ୟଗତ ଆଧାରରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଜେ.କେ. ମାହେଶ୍ୱରୀ ଓ ପି.ଏସ. ନରସିମ୍ହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଜୈନଙ୍କୁ ନିଜ ପସନ୍ଦର ହସ୍ପିଟାଲରେ ଚିକିତ୍ସିତ ହେବାକୁ ଅନୁମତି ଦେଇଛନ୍ତି। ଜୁଲାଇ ୧୦ ସୁଦ୍ଧା ଚିକିତ୍ସା ସମ୍ପର୍କିତ ସମସ୍ତ ଦସ୍ତାବିଜ ଦାଖଲ କରିବାକୁ କୋର୍ଟ କହିଛନ୍ତି।

  18. ଚାଇନାରେ ପୁଣିଥରେ ଆସିପାରେ କରୋନାର ଲହର। ଆଉ ଏହି ଲହର ଏତେ ବିପଦଜନକ ଯେ ଆଶଙ୍କା କରାଯାଉଛି କି ଜୁନରେ ପ୍ରତି ସପ୍ତାହରେ ସାଢେ ୬ କୋଟି ଲୋକ କରୋନାର ଏହି ଲହରରେ ସଂକ୍ରମିତ ହୋଇପାରନ୍ତି।

  19. ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ରମେଶ ଦେବକୀନନ୍ଦନ ଧନୁକାଙ୍କୁ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି। ସେ ଆସନ୍ତା ୩୦ରେ ୬୨ ବର୍ଷରେ ପଦାର୍ପଣ କରିବା ସହ ଅବସର ନେବେ।

  20. ଉରୁଗୁଏ ବିପକ୍ଷରେ ୩-୨ ଗୋଲ୍‌ରେ ବିଜୟ ହାସଲ କରି ଇଂଲଣ୍ଡ ୨୦ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏଥିସହିତ ଦଳ ଅନ୍ୟତମ ଟାଇଟଲ ଫେଭରାଇଟ୍‌ ହୋଇ ଉଭା ହୋଇଛି।

461 Y
1618 27-05-2023 English
  1. A week after assuming power in Karnataka, the Congress on Friday released a list of 24 legislators who will be sworn in as ministers on May 27, according to party leaders.

  2. The Centre will issue a commemorative `75 coin to mark the inauguration of the Parliament Building May 28 by the PM. The weight of this coin could be 34.65- 35.35 gram. One side of the coin will bear the image of Lion Capitol of Ashoka Pillar in the centre flanked by the word ‘Bharat’ in Devnagri script and ‘INDIA’ in English.

  3. The Council of Higher Secondary Education (CHSE) will declare the results for Plus II exams by May 31. The council will confirm the final date of the result declaration May 28. As per reports, Science and Commerce results will be declared by May-end while that of Arts and vocational course will be declared by June 8.

  4. Work for the much-awaited metro rail project in Bhubaneswar capital region is likely to start by the end of this year, Housing and Urban Development Minister Usha Devi said Friday.

  5. Puri SP Kanwar Vishal Singh reviews preparedness for Rath Yatra in the Pilgrim City, Friday.

  6. All households in 115 urban local bodies (ULBs) of Odisha will have piped drinking water supply by December 2023, Housing and Urban Development (H&UD) Minister Usha Devi said, Friday.

  7. The state government has decided to stop incentives to workers handling the Covid-19 pandemic and other related activities. The decision was taken Friday and came against the backdrop of World Health Organisation (WHO) declaring that Covid-19 is no more a global health emergency.

  8. China may soon become the world's first country with oral insulin availability, according to a report Friday.

  9. As the state library has become old, it will be renovated with new benches, tables and other furniture. Besides, the flooring and other infrastructures will also be improved. The government is planning to open a public library at Bapuji Nagar to prevent over-crowding of the state library. The new public library will also have state-of-the-art facilities with a food court.

  10. In a good news for animal lovers, a total of 35 hatchlings were found playing with their mother crocodile in the river at Satkosia Crocodile Breeding Centre in Angul district, Thursday.

  11.  Daringbadi in Kandhamal district which is known as the Kashmir of Odisha added another feather to its cap following the unveiling of a watchtower constructed atop the highest hill in Greenbadi panchayat.

  12. All the cases related to the Krishna Janmabhoomi dispute will now be heard by the Allahabad High Court. The high court has transferred the cases currently being heard in the lower court in Mathura to itself.

  13. A Delhi court Friday granted a no-objection certificate (NOC) to Congress leader Rahul Gandhi for issuance of an 'ordinary passport' for three years instead of 10, the period for which it is normally issued, following an objection raised by BJP leader Subramanian Swamy.

  14. The Supreme Court Friday granted jailed former Delhi minister Satyendar Jain interim bail for six weeks on medical grounds, saying a citizen has a right to receive treatment of his choice in a private hospital at his own expense.

  15. The Himachal Pradesh government on Thursday announced that doctors recruited henceforth across departments, including Health and Family Welfare and Animal Husbandry, will not be entitled to NonPracticing Allowance (NPA).

  16. Himachal Pradesh government discussed plans to encourage the use of electric vehicles and has set a target to transform the state into a ‘Green Energy State’ by March 2026.

  17. As many as 175 sheep have died in Bhaksa village of Gorakhpur district in Uttar Pradesh after being administered medication for deworming. The animals belonged to one Naresh Pal, a resident of Bhaksa village.

  18. German police have been left red-faced after a member of the public was able to slip into a VIP convoy for Chancellor Olaf Scholz and then give him a hearty hug as he prepared to board a plane at Frankfurt Airport.

  19. Leading fintech company PhonePe has announced that the company has become the first digital payments app to successfully enable the linkage of two lakh RuPay credit cards to the Unified Payments Interface (UPI). It has also processed a Total Payment Value (TPV) of `150 crore via RuPay Credit on UPI.

  20. The Academic Council of Delhi University on Friday passed a motion to remove a chapter on Pakistan's national poet Muhammad Iqbal, also known as Allama Iqbal, from the political science syllabus, members of the statutory body confirmed.

480 Y
1619 26-05-2023 Odia
  1. କୋର୍ଟ ରାୟ ଦେବା ପରେ ବି ଲୋକଙ୍କୁ ନ୍ୟାୟ ମିଳୁନାହିଁ। ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଉନାହିଁ। ଗାଁରେ ଏପରି ଅନେକ ମାମଲା ଦେଖିବାକୁ ମିଳୁଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ବୁଧବାର ଝାଡ଼ଖଣ୍ଡ ହାଇକୋର୍ଟର ନୂଆ ଭବନ ଉଦ୍‌ଘାଟନ କରି ରାଷ୍ଟ୍ରପତି ଏଥିପ୍ରତି ଚିନ୍ତା ପ୍ରକଟ କରିଛନ୍ତି। ସେ ଏପରି କିଛି ଲୋକଙ୍କ ତାଲିକା ନିଜ ପାଖରେ ରଖିଛନ୍ତି। ଏହାକୁ ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି।

  2. ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ମହାଶକ୍ତିଶାଳୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତରେ ରାତି ସମୟରେ ସଫଳତାର ସହ ଭାରତୀୟ ବାୟୁସେନାର ଏକ ମିଗ୍-୨୯କେ ଲଢୁଆ ବିମାନ ଅବତରଣ କରିଛି। ଏହି ସଫଳତା ସହିତ ଦେଶର ସାମରିକ ଶକ୍ତି ଆହୁରି ବୃଦ୍ଧି ପାଇଛି।

  3. ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମାଈ ଚିତା ଜ୍ୱାଲାର ଗୁରୁବାର ଆଉ ଦୁଇ ଛୁଆଙ୍କର ମୃତ୍ୟୁ ହୋଇଛି । ଭୀଷଣ ଗରମ ଯୋଗୁଁ ଚିତା ଶାବକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଏହାପୂର୍ବରୁ ମଙ୍ଗଳବାର ମଧ୍ୟ ଏକ ଚିତା ଛୁଆର ମୃତ୍ୟୁ ଘଟିଥିଲା ।

  4.  ଗତକାଲି ମଧ୍ୟାହ୍ନ ବେଳକୁ ମଧ୍ୟ ପ୍ରବଳ ଖରା ଯୋଗୁଁ ବାହାରକୁ ଯିବା ଅସମ୍ଭବ ହୋଇପଡୁଥିଲେ ବି ଦିନ ୨ଟା ୩୦ରେ ପାଗରେ ପରିବର୍ତ୍ତନ ଆସିଛି। କାଳବୈଶାଖୀ ଆଜି ଭୁବନେଶ୍ବର, କଟକ, ଖୋର୍ଦ୍ଧା, ପୁରୀ, ‌ଢେଙ୍କାନାଳ, ଗତସିଂହପୁର, ଯାଜପୁର, ନୟାଗଡ ଓ ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ମଧ୍ୟମଧରଣର ବର୍ଷା ହୋଇଛି।

  5. ଆସନ୍ତା ୨୮ ତାରିଖରେ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ତାରିଖ ଘୋଷଣା କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। 

  6. ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ। ଏସଏଏମଏସ୍ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।

  7. ଆସନ୍ତା ଶିକ୍ଷାବର୍ଷରୁ କଲେଜ ଛାତ୍ରଛାତ୍ରୀମାନଙ୍କୁ ମିଳିବ ମାଗଣା ୱାଇଫାଇ । ବୈଷୟିକ ଶିକ୍ଷାନୁଷ୍ଠାନ, କଲେଜ, ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ମାଗଣା ୱାଇଫାଇ ସହ ୧ ଜିବି ଡାଟା ମାଗଣା ମିଳିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସୂଚନା ଦେଇଛନ୍ତି।

  8. ୨୦୦୦ ମସିହାରେ ଓଡିଶା ରାଜ୍ୟରେ ମାତ୍ର ୫୪୮ ଯୁକ୍ତ ତିନି କଲେଜ ଥିଲା, ଏବେ ଏହା ୧୦୨୪ରେ ପହଞ୍ଚିଛି। ସେହିପରି ବିଶ୍ଵବିଦ୍ୟାଳୟ ୬ରୁ ୨୫ରେ ପହଞ୍ଚିଛି। ୨୦୦୦ ମସିହାରେ ୩.୨ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ତିନିରେ ନାଁ ଲେଖାଇ ଥିବା ବେଳେ ୨୦୨୩ରେ ଏହା ୬.୫ ଲକ୍ଷ ହୋଇଛି।

  9. ୟୁରୋପର ସର୍ବବୃହତ୍‌ ଅର୍ଥନୀତି ମାନ୍ଦାବସ୍ଥାକୁ ଚାଲିଯାଇଥିବା ଗୁରୁବାର ସ୍ପଷ୍ଟ ହେବା ପରେ ୟୁରୋ ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି। ଫେଡେରାଲ ଷ୍ଟାଟିଷ୍ଟିକାଲ୍‌ ଅଫିସ୍‌ ପକ୍ଷରୁ ଗୁରୁବାର ଜାରି ତଥ୍ୟାନୁସାରେ ଜର୍ମାନୀର ମୋଟ ଘରୋଇ ଉତ୍ପାଦ (ଜିଡିପି) ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ୦.୩% ହ୍ରାସ ପାଇଛି। ଏହା ପୂର୍ବରୁ ୨୦୨୨ ଶେଷ କ୍ୱାର୍ଟରରେ ଦେଶର ଅର୍ଥନୀତି ୦.୫% ସଙ୍କୁଚିତ ହୋଇଥିଲା।

  10. ଅଷ୍ଟାଦଶ ଶତାବ୍ଦୀର ମହୀଶୂର ଶାସକ ଟିପୁ ସୁଲତାନଙ୍କ ବ୍ୟକ୍ତିଗତ ଶୟନକକ୍ଷରୁ ମିଳିଥିବା ଏକ ଖଣ୍ଡା ସବୁ ରେକର୍ଡ ଭାଙ୍ଗିଦେଇଛି। ଲଣ୍ଡନର ବୋନ୍‌ହାମ୍ସରେ ଏହା ୧୪ ନିୟୁତ ପାଉଣ୍ଡରେ ନିଲାମ ହୋଇଛି।

  11. ବିଶ୍ବର ବଡ଼ ବଡ଼ ଧନୀଙ୍କ ସମ୍ପତ୍ତିରେ ହ୍ରାସ ଘଟୁଥିବା ବେଳେ ଭାରତୀୟ ଧନୀମାନଙ୍କ ସମ୍ପତ୍ତିରେ ବୃଦ୍ଧି ଘଟୁଛି। ଗତ ୨୪ ଘଣ୍ଟା ଭିତରେ ବିଶ୍ବର ତିନି ପ୍ରମୁଖ ଧନୀ ବର୍ନାର୍ଡ ଆର୍ନଲ୍ଟ, ଜେଫ୍‌ ବେଜୋସ୍ ଓ ୱାରେନ୍ ବଫେଙ୍କ ସମ୍ପତ୍ତି ହ୍ରାସ ପାଇଛି।

  12. କେନ୍ଦ୍ର ସରକାର ଷ୍ଟାର୍ଟଅପ୍ ଗୁଡ଼ିକରେ ନିବେଶ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୨୧ଟି ଦେଶରୁ ଏଞ୍ଜେଲ ଟିକସ ଛାଡ଼ ଘୋଷଣା କରିଛନ୍ତି।

  13. ଦେଶବ୍ୟାପୀ ଦୁଗ୍ଧର ମାନ ଯାଞ୍ଚ ହେବ। ଦୁଗ୍ଧ ସହିତ ଦୁଗ୍ଧଜାତୀୟ ସାମଗ୍ରୀର ଯାଞ୍ଚ କରିବା ଲାଗି ନିଷ୍ପତ୍ତି ନେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ)। ସବୁ ଜିଲ୍ଲାରୁ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।

  14. ଡଲାର ଇଣ୍ଡଷ୍ଟ୍ରିଜ୍‌ର ସେବାନିବୃତ୍ତ ଅଧ୍ୟକ୍ଷ ଦିନ୍ ଦୟାଲ ଗୁପ୍ତାଙ୍କ ଜୀବନୀ ‘ଏ ମିଲିଅନ ଡଲାର ସ୍ମାଇଲ’କୁ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଉନ୍ମୋଚନ କରିଛନ୍ତି।

  15. ମସ୍କୋ ଗୁରୁବାର କହିଛି ଯେ, ଏହା ସ୍ବିଡେନର ୫ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଏବଂ ସ୍ବିଡେନର ଗଟେନବର୍ଗରେ ଥିବା ଦୂତାବାସ ଓ ସେଣ୍ଟ ପିଟ୍‌ସବର୍ଗରେ ଥିବା କୂଟନୈତିକ ମିସନକୁ ଏହା ବନ୍ଦ କରିବାକୁ ଯାଉଛି।

  16. ୨୦୨୧ ମସିହା ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ଦେଶରେ ୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ | ରେଳବାଇକୁ ମୋଦୀ ଏହି ଟାର୍ଗେଟ ଦେଇଥିବାବେଳେ ଏପର୍ଯ୍ୟନ୍ତ ୧୭ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି |

  17. ୨୦୨୫ ସୁଦ୍ଧା ଭାରତରୁ ଯକ୍ଷ୍ମା ରୋଗ ମୁଳୋତ୍ପାଟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ସାରା ବିଶ୍ୱରେ ଏଥିପାଇଁ ୨୦୩୦ ସମୟସୀମା ଧାର୍ଯ୍ୟ କରାଯାଇଥିବା ବେଳେ ଭାରତ ରହର ୫ ବର୍ଷ ପୂର୍ବରୁ ଲକ୍ଷ ହାସଲ କରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି।

  18. ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ପତ୍ନୀ ବୁଶ୍ରା ଓ ୮୦ ଦଳୀୟ କର୍ମୀଙ୍କୁ ନୋ ଫ୍ଲାଏ ତାଲିକା ଭୁକ୍ତ କରିଛି ପାକିସ୍ତାନ ସରକାର । ଅର୍ଥାତ ଏମାନେ ନିଜ ଦେଶ ଛାଡ଼ି ବାହାରକୁ ଯାଇପାରିବେ ନାହିଁ ।

  19. ମହାଲେଖାକାରଙ୍କ ୧୬ହଜାର ୨୨୭ଟି ନିରୀକ୍ଷଣ (ଇନ୍ସପେକ୍ସନ) ରିପୋର୍ଟ ସାଙ୍ଗକୁ ୬୪ହଜାର ୯୪୨ଟିର ଜବାବ (ପାରା କମେଣ୍ଟ) ଅପେକ୍ଷାରେ ଗଡୁଛି। ଦୀର୍ଘବର୍ଷ ଧରି ବିନିଯୋଗ ପ୍ରମାଣପତ୍ର ନ ଦେବାରୁ ସିଏଜିଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଅଭିଯୋଗ କରାଯାଉଛି। ଏଭଳି ବିଶୃଙ୍ଖଳାକୁ ଦେଖି ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା ଅସନ୍ତୋଷ ବ୍ୟକ୍ତ କରିବା ସହିତ ଅର୍ଥ ପରାମର୍ଶଦାତାଙ୍କୁ ଗରିବଙ୍କ ଟିକସ ଅର୍ଥକୁ ଠିକଣା ବାଟରେ ଖର୍ଚ୍ଚ କରିବାକୁ ତାଗିଦ କରିଛନ୍ତି।

  20. ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ୭୨ଟି ମ୍ୟାଚ୍‌ ଖେଳାଯାଇଛି। ଶେଷ ୨ଟି ମ୍ୟାଚ୍‌ ବାକିଅଛି। ଶୁକ୍ରବାର ବିଶ୍ବର ଏହି ସର୍ବବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଗତବର୍ଷର ଚମ୍ପିଆନ୍ ଗୁଜରାଟ ଟାଇଟାନ୍‌ସ ଓ ସର୍ବାଧିକ ୫ ଥର ଚମ୍ପିଆନ୍ ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ କ୍ବାଲିଫାୟର-୨ ମ୍ୟାଚ୍‌ ଖେଳାଯିବ।

452 Y
1620 26-05-2023 English
  1. The Odisha government has decided to provide free Wi-Fi services in all state-run universities and colleges soon, Higher Education Minister, Rohit Pujari said here Thursday.

  2. A court in Rajasthan’s Alwar district sentenced Thursday four people to seven years imprisonment for lynching Rakbar Khan on the suspicion of cow smuggling in 2018. The fifth accused in the case was acquitted due to lack of evidence.

  3. India’s digital economy has become an example for the entire world, who could have imagined street vendors using digital means to sell fruits, vegetables  said  Droupadi Murmu President of India.

  4. There will be three versions of Vande Bharat trains -- Vande Chair Car, Vande Metro and Vande Sleepers -- by February-March next year, Union Railways Minister Ashwini Vaishnaw said Thursday.

  5. Senior IPS officer Praveen Sood took over as the new CBI director on Thursday and he will be in the post for two years, officials said

  6. Tamil Nadu Chief Minister M K Stalin Thursday urged Union Home Minister Amit Shah to direct Gujarat-based dairy giant Amul to desist from milk procurement in the southern state with immediate effect.

  7. The new project of Tamil Nadu government, 'Verkalai Thedi (In search of roots)' initiated by Chief Minister M.K. Stalin during his visit to Singapore will bring 200 non-resident Tamils every year to the state as part of a cultural exchange programme.

  8. West Bengal government has taken a decision to smoothen the process of transfer of ownership of vested land taken on lease by any individual or institutional entity.

  9. The Centre has accorded ‘Z-plus’ category armed security cover to Punjab Chief Minister Bhagwant Mann in view of possible threats to him emanating from the country and abroad, official sources said.

  10. In a first, a MiG-29K fighter jet undertook a maiden night landing on the indigenously-built aircraft carrier INS Vikrant. The Navy termed it as a ‘historic milestone’

  11. Delhi Chief Minister Arvind Kejriwal and his Punjab counterpart Bhagwant Mann Thursday met Nationalist Congress Party President Sharad Pawar who offered his “full support” to the Aam Aadmi Party in its fight to safeguard its powers against the Bharatiya Janata Party-led Central government.

  12. Jailed AAP leader Satyendar Jain was admitted to an ICU at a government hospital here Thursday after he collapsed in the prison due to dizziness, prompting Chief Minister Arvind Kejriwal to target the Centre over his deteriorating health.

  13. OTT platforms may soon be mandated to display anti-tobacco warnings and disclaimers as are seen in movies screened in theatres and in television programmes with the Health Ministry likely to amend the relevant rules, officials sources said Thursday.

  14. Iran successfully test-launched a ballistic missile with a potential 2,000-km range Thursday, state media said, two days after the chief of Israel’s armed forces raised the prospect of ‘action’ against Tehran over its nuclear programme.

  15. The world's 20 richest countries are fuelling forced labour and account for over half the estimated 50 million people living in “modern slavery,” according to a report released Wednesday.

  16. PTI chief Imran Khan files petition in the Pakistan SC challenging army deployment to aid civilian administration.

  17. India logged 490 new coronavirus infections, while the active cases have decreased to 5,707 from 6,168, according to the Union Health Ministry data updated on Friday.

  18. Luxury automaker BMW India Thursday launched new version of Z4 Roadster in the country priced at `89.3 lakh (ex-showroom). The model comes as a completely built-up unit (CBU)

  19. Rodrygo scored an 89th-minute winner as Real Madrid defeated Rayo Vallecano 2-1 in a Spanish league (La Liga) match marked by tributes to Madrid forward Vinicius Junior.

  20.  A decision on Asia Cup’s fate will be taken on the sidelines of the IPL final, which will be attended by a host of top Asian Cricket Council (ACC) dignitaries, BCCI secretary Jay Shah said Thursday. The Asia Cup has been scheduled for September 1-17 window.

463 Y