# |
Date |
Type |
Current Affairs |
No. Of Views |
Status |
Action |
3411 |
12-10-2020 |
Odia |
ଆଜିର ଅନୁଚିନ୍ତା –
ସବୁବେଳେ ସବୁକିଛି ପାଇବାର ଆଶା ହିଁ ମଣିଷକୁ ଦୁଃଖ ଓ ଅଶାନ୍ତିର ବାତାବରଣ ମଧ୍ୟକୁ ଟାଣିନିଏ,ତେଣୁ ଈଶ୍ବର ଯାହା ଦେଇଛନ୍ତି ସେଥିରେ ଖୁସି ହେବା ଉଚିତ୍ ।ତେବେ ଯାଇ ଏ ସଂସାରରେ ଶାନ୍ତିରେ ବଞ୍ଚି ପାରିବା ।
- ଭାରତରେ ପ୍ରତି ଦିନ ୮୭ ଜଣ ଯୁବତୀ ଦୁଷ୍କର୍ମର ଶିକାର ହେଉଛନ୍ତି ଏବଂ ଶହଶହ ମହିଳା ନିର୍ଯାତନା ଭୋଗୁଛନ୍ତି । ଏକ ବିଶ୍ଵସ୍ତରୀୟ ସର୍ବେକ୍ଷଣ ଅନୁସାରେ ୨୨ଟି ଦେଣର ୫୮% ବାଳିକା ଓ ଯବୁତୀ ଅନଲାଇନ ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ଅନଲାଇନ ନିର୍ଯାତନାକୁ ମଧ୍ୟ ଅନେକ ସମୟରେ ଏଡ଼ା ଯାଇ ପାରିବ
- ଦେଶର ୫ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ୮ଟି ବେଳାଭୂମିକୁ ୟୁଏନଇପି, ୟୁଏନଡବ୍ଲୁଟିଓ, ଏଫଇଇ, ଆଇୟୁସିଏନର ସଦସ୍ୟମାନଙ୍କୁ ନେଇ ଗଠିତ ଆନ୍ତର୍ଜାତିକ ବିଚାରକମଣ୍ଡଳୀ ବ୍ଲୁ ଫ୍ଲାଗ ସମ୍ମାନ ପ୍ରଦାନ କରିଛନ୍ତି।
- ଲୋକନାୟକ ଜୟପ୍ରକାଶ ନାରାୟଣ ଏବଂ ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି ।
- ଭୁବନେଶ୍ୱର ରେ ଅନ୍ତର୍ଜାତୀୟ ବାଳିକା ଦିବସରେ ରାଜ୍ୟର କିଶୋରୀମାନଙ୍କ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସ୍ବତନ୍ତ୍ର ପ୍ୟାକେଜ ‘ଅଦ୍ବିକା’ ଲୋକାର୍ପିତ କରିଛନ୍ତି ।
- କୁଏତର ସମ୍ରାଟ ଶେକ୍ ସବାହ୍ ଅଲ୍-ଅହମ୍ମଦ ଅଲ୍-ଜାବେର୍-ଅଲ୍-ସବାହଙ୍କ ବିୟୋଗ
- ଦୁବାଇ: ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୦ର ୨୬ ତମ ମ୍ୟାଚ୍ରେ ରବିବାର ସନରାଇଜର୍ସ ହାଇଦ୍ରାବାଦ୍କୁ ୫ ଓ୍ଵିକେଟ୍ରେ ପରାସ୍ତ କରିଛି
- ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
- କରୋନା ଭୂତାଣୁ ସାର୍ସ-ସିଓଭି-୨ ମୋବାଇଲ ସ୍କ୍ରିନ ଉପରେ ପ୍ରାୟ ୪ ସପ୍ତାହ (୨୮ଦିନ) ସକ୍ରିୟ ରହିଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି। ଅଷ୍ଟ୍ରେଲିଆର ନ୍ୟାସନାଲ ସାଇନ୍ସ ଏଜେନ୍ସି ଅଧୀନ କମନୱେଲଥ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଅାର ରିସର୍ଚ୍ଚ ଅର୍ଗାନାଇଜେସନ (ସିଏସଆଇଆରଓ)ର ବୈଜ୍ଞାନିକମାନେ ଗବେଷଣାରୁ ଜାଣି ପାରିଛନ୍ତି ଯେ ବ୍ୟାଙ୍କ ନୋଟ୍, ଗ୍ଲାସ, ଇସ୍ପାତ ଭଳି ପୃଷ୍ଠ ଉପରେ କରୋନା ଭୂତାଣୁ ୨୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ।
- ଆଗାମୀ ଦିନରେ ଦେଶର ସମସ୍ତ ମେଲ ଓ ଏକ୍ସପ୍ରେସ ଟ୍ରେନରୁ ହଟିବ ଦ୍ବିିତୀୟ ଶ୍ରେଣୀ ସ୍ଲିପର କୋଚ୍ । ଏହି ସବୁ କୋଚ ଏସି ବଗିରେ ପରିଣତ ହେବ।
- ସ୍ପେନର ରାଫେଲ ନାଡାଲ ୨୦ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ହାସଲ
|
3412 |
12-10-2020 |
English |
- The BRICS Bank, has approved infrastructure projects worth 741 million dollars in India.
- A rare Blue Moon will be spotted on October 31, that is, Halloween, for the first time in 76 years.
- A two-day Coastal Security Exercise namely ‘Sagar Kavach’ conducted by the Indian Navy along with Indian Coast Guard and all stakeholders involved in Coastal Security from the coast of Kerala.
- Australian players will miss out on the four-match tournament of women's T20 challenge to be held from November 4 to 9 as the dates clash with the Women's Big Bash League (WBBL)
- Hathras Victim's Family To Appear Before High Court Monday Amid Tight Security
- Tata Technologies and GKN Automotive To Set Up A Global E-Mobility Software Engineering Centre In India
- After Delhi's "Baba Ka Dhaba", People Queue Up At Agra's "Kanji Bada" Following Viral Video
- Nepal's Tourism Minister, Who Once Declared Country Covid-Free, Tests Positive
- Kolkata Metro Services Disrupted After Woman Attempts Suicide On Tracks
- PM Says Property Cards Scheme "Historical Move To Transform Rural India"
- China Backs Iran Nuclear Deal, Calls For New Middle East Forum
- International Day of Girl Child is being celebrated on 12th October 2020
- Mexico's government announced that it paid $159.88 million to WHO to secure access to COVID-19 vaccines through the agency's COVAX plan.
- BCCI has announced Mithali Raj, Harmanpreet Kaur, Smriti Mandhana as captains of the 3 teams in Women’s T20 challenge, to be held in UAE in the month of November.
- Coronavirus vaccine update: Donald Trump official says delivery expected in January 2021
|
720 |
Y |
|
3413 |
11-10-2020 |
English |
- The Department of Posts is celebrating National Postal Week from 9-5 October 2020, to mark the occasion of the World Postal Day 0n 10th October.
- Protesters in Kyrgyzstan have captured key government buildings, including the Parliament house and the presidential office and the situation is like a coup.
- A US House of Representatives panel submitted the report of a bipartisan investigation into the working of big technology companies like Amazon, Apple, Google and Facebook.
- The Real Time Gross Settlement System (RTGS), used for large value transactions, will be made available round-the-clock from December 2020.
- First woman chief justice of Kerala High Court, Justice KK Usha passes away.
- World Mental Health Day is observed globally on 10th October every year.
- he Union Minister Piyush Goyal has been assigned the additional charge of Ministry of Consumer Affairs, Food and Public Distribution in addition to his existing portfolios, following the death of union minister Ram Vilas Paswan.
- The Uttar Pradesh government has signed a concession agreement with representatives of Zurich Airport International for designing, building and operating Noida International Airport at Jewar for a period of 40 years.
- RIL Chairman Mukesh Ambani, has topped the Forbes India Rich list for 2020 for the 13th consecutive year.
- NABARD has inked three MoU with State Bank of India (SBI) to extend credit support for various NABARD projects.
- Uttarakhand Government has launched the “Mukhya Mantri Saur Swarojgar Yojana” at the Veer Chandra Singh Garhwali Auditorium in Dehradun, Uttarakhand.
- The Monetary Policy Committee of the Reserve Bank of India (RBI) has announced the extension of its accommodative policy stance for the rest of this year as well as 2021-22 and forecasted a GDP revival in coming months.
- The Supreme Court has sought a response from the National Commission for Protection of Child Rights (NCPCR), to its request to eight States for immediate repatriation of children living in care homes with their families.
- The Department of Science and Technology (DST) and International Business Machines Corporation (IBM) India have announced collaborations to scale up the initiatives, Vigyan Jyoti and Engage with Science.
- The Election Commission of India (ECI) has increased the broadcast time allotted to recognised political parties on Doordarshan and All India Radio to aid campaigning for elections to the Legislative Assembly of Bihar, 2020.
|
703 |
Y |
|
3414 |
11-10-2020 |
Odia |
ଆଜିର ଅନୁଚିନ୍ତା ......
ଅପ୍ରିୟ କିନ୍ତୁ ସତ, ଦୁନିଆରେ ସବୁ ଜିନିଷ ଅତି ସହଜରେ ମିଳିଯାଏ ହେଲେ ଯାହା ଖୋଜିଲେ ବି ମିଳେନି ତା ହେଉଛି ନିଜର "ଦୋଷ" !
- ରିଜର୍ଭ ବ୍ୟାଙ୍କ କହିଛି ସୁଧ ଉପରେ ସୁଧ ଛାଡ ପାଇଁ ଯେକୌଣସି ନିର୍ଦ୍ଦେଶ ଦେଶର ଅର୍ଥନୈତିକ ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ।
- . ଦୁବାଇ ରେ ଚଳିତ ଆଇପିଏଲର ଶନିବାର ଅନୁଷ୍ଠିତ ୨ୟ ମ୍ୟାଚରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅଧିନାୟକ ବିରାଟ କୋହଲିଙ୍କ ଦର୍ଶନୀୟ ଅପରାଜିତ ୯୦ ବଳରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନଇ ସୁପର କିଙ୍ଗ୍ସକୁ ୩୭ ରନରେ ଆର୍ସିବି ପରାସ୍ତ କରିଛି ।
- . ଖବ୍ଶୀଘ୍ର YouTubeରୁ କରିପାରିବେ ସପିଂ ! ଫ୍ଲିପ୍କାର୍ଟ ଓ ଆମାଜନ୍କୁ ଦେବ ଟକ୍କର ।
- . ଗୁଆହାଟୀ ର ଆସାମରେ ଶାସକ ଭାଜପା ସରକାରଙ୍କ ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ରାଜ୍ୟରେ ସମସ୍ତ ସରକାରୀ ମଦ୍ରାସା ବନ୍ଦ କରାଯିବ ।
- . ଉତ୍ତରାଖଣ୍ଡ ସରକାର ଖୁବ୍ ଶୀଘ୍ର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଯାହାର ନାମ ‘ସୌଭାଗ୍ୟବତୀ’ ଯୋଜନା ରଖିଛନ୍ତି।
- ପୂର୍ବରୁ ଜୁଲାଇରେ ସିବିଏସ୍ଇ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ ଘୋଷଣା କରିଥିଲେ। ଆଇସିଏସ୍ଇ ମଧ୍ୟ ସମାନ ପଦକ୍ଷେପ ନେଇଥିଲା। ଏବେ ଏହାକୁ ୫୦ ପ୍ରତିଶତ କରିବା ପାଇଁ ଯୋଜନା ଚାଲିଛି। ସେହିଭଳି ବାର୍ଷିକ ପରୀକ୍ଷାକୁ ୪୫ରୁ ୬୦ ଦିନ ବିଳମ୍ବିତ କରିବା ପାଇଁ ଚିନ୍ତା କରାଯାଉଛି।
- ତାଳଚେର ମଣ୍ଡାପାଳ ସ୍ଥିତ ଉପଖଣ୍ଡ ସରକାରୀ ଡାକ୍ତରଖାନାର ରକ୍ତଭଣ୍ଡାରରେ ଶନିବାର ବିରଳ ବମ୍ବେ ଫେନୋଟାଇପ୍ ବ୍ଲଡ୍ ଗ୍ରୁପ୍ର ରକ୍ତ ସଂଗ୍ରହ କରାଯାଇଛି। ଦୁର୍ଲଭ କୁମାର ସାହୁ ଓ ମାନସ ରଞ୍ଜନ ପ୍ରଧାନ ଭୁବନେଶ୍ୱରରୁ ଏଠାକୁ ଆସି ସସ୍ମିତା ସାମଲ ନାମକ ଜଣେ ଅସହାୟ ମହିଳାଙ୍କୁ ଏହି ରକ୍ତଦାନ କରିଥିବା ଜଣାପଡ଼ିଛି।
- ଏକ ଆମେରିକୀୟ ଆଇଟି କମ୍ପାନୀ ଭାରତରେ ୫.୪୮ ଲକ୍ଷ ଭାରତୀୟଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଛି । ଏହି କମ୍ପାନୀ ହେଉଛି ସେଲ୍ସଫୋର୍ସ ।
- ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ ସ୍ବରୂପ ଆଜି ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରୁ ନିର୍ମିତ ତିନି ଥାକିଆ ରାସ୍ତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି।
- ମାଇକ୍ରୋସଫ୍ଟର କର୍ମଚାରୀମାନେ ବର୍ତ୍ତମାନ ଘରୁ ଅବସର ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। ଅନ୍ୟ ଅର୍ଥରେ କହିଲେ, ଯଦି ଜଣେ କର୍ମଚାରୀ ସବୁଦିନ ପାଇଁ ଘରୁ କାମ କରିବାକୁ ଚାହାଁନ୍ତି, ତେବେ ସେ ତାହା କରିପାରିବେ।
|
674 |
Y |
|
3415 |
10-10-2020 |
Odia |
ଆଜିର ଅନୁଚିନ୍ତା ....
ଜୀବନରେ ଲୋକଙ୍କ କଥାକୁ ଶୁଣି କେବେ କିଛି ଭାବିବନି କାରଣ ସେମାନେ ତ ଅମୃତ ଭଣ୍ଡା କିଣିଲାବେଳେ ମଧ୍ୟ୍ୟ ପଚାରି ଦିଅନ୍ତି ମିଠା ଅଛି କି ନାହିଁ କିନ୍ତୁ ତାପରେ ଲୁଣ ଲଗେଇ ଖାଆନ୍ତି।
- ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗାମ(ଡବ୍ଲ୍ୟୁଏଫପି)କୁ ଏହି ସମ୍ମାନ ମିଳିବ। ବିଶ୍ୱରେ କ୍ଷୁଧା ମୁକ୍ତି ପାଇଁ ଲଢ଼େଇ ଓ କ୍ଷୁଧା ବିରୋଧୀରେ କାର୍ଯ୍ୟ କରୁଥିବାରୁ ଡବ୍ଲ୍ୟୁଏଫପିକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଚୟନ କରାଯାଇଛି। ଯେଉଁ ସବୁ ଅଞ୍ଚଳରେ କ୍ଷୁଧା ପାଇଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ସେଠାରେ ଏହା ଶାନ୍ତିଦୂତ ଭାବରେ କାର୍ଯ୍ୟ କରିଆସିଛି।
- କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ଵାନଙ୍କ ପରଲୋକ ପରେ ତାଙ୍କ ବିଭାଗ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଦାୟିତ୍ତବ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପ୍ରଦାନ କରାଯାଇଛି । ପୀୟୂଷ ଏବେ ରେଳ ମନ୍ତ୍ରଣାଳୟ ସହିତ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ ରହିଛନ୍ତି ।
- ଭାରତକୁ ସହାୟତା ଦେବା ନିମନ୍ତେ ବିଶ୍ଵର ସବୁଠୁ ମାରାତ୍ମକ ବୁଡ଼ାଜାହାଜ ପଠାଇଲା ଆମେରିକା ।
- . ଜିଓ ପୋଷ୍ଟପେଡ୍ ପ୍ଲସ୍ ଆରମ୍ଭ କଲା ପ୍ରଥମ ମାଗଣା ‘କ୍ୟାରି-ଫରୱାର୍ଡ କ୍ରେଡିଟ୍ ଲିମିଟ୍ ବ୍ୟବସ୍ଥ। ।
- ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆର୍ଡିଓ) ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟି ରେଡିଏସନ୍ କ୍ଷେପଣାସ୍ତ୍ର ‘ରୁଦ୍ରମ୍’ର ସଫଳ ପରୀକ୍ଷଣ ହୋଇଛି।
- . ଭାରତକୁ ମିଳିଲା ସୁଇସ୍ ବ୍ୟାଙ୍କ ଆକାଉଣ୍ଟରେ ଦ୍ୱିିତୀୟ ତାଲିକା । ଭାରତ ସମେତ ୮୬ଟି ଦେଶକୁ ତଥ୍ୟ ଯୋଗାଇଲେ ସୁଇଜରଲ୍ୟାଣ୍ଡ ସରକାର । ମୋଟ୍ ୩୧ ଲକ୍ଷ ଆକାଉଣ୍ଟର ତଥ୍ୟ ଦେଲା ଏଫଟିଏ ।
- ଭାରତ ସ୍ୱିସ୍ ବ୍ୟାଙ୍କ ଜମା କଳାଧନ ସମ୍ପର୍କରେ ଭାରତକୁ ମିଳିଛି ଦ୍ବିତୀୟ ପର୍ଯ୍ୟାୟ ତାଲିକା । ଏଥିରେ ୩୧ ଲକ୍ଷ ଆକାଉଣ୍ଟର ସୂଚନା ରହିଛି । ସ୍ୱିଜରଲ୍ୟାଣ୍ଡ ସହିତ ସ୍ୱୟଂଚାଳିତ ବିନିମୟ ସୂଚନା ଚୁକ୍ତି ଅନୁସାରେ ଏହି ତଥ୍ୟ ଭାରତକୁ ମିଳିଛି।
- ଆସନ୍ତା ଡିସେମ୍ବରରୁ ଲୋକମାେନ ୨୪ ଘଣ୍ଟିଆ ଆରଟିଜିଏସ୍ (ରିଅଲ୍ ଟାଇମ୍ ଗ୍ରସ ସେଟେଲ୍ମେଣ୍ଟ୍) ସୁବିଧା ପାଇପାରିବେ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି।
- ଚୀନର ମୋବାଇଲ ଭିଡିଓ ଆପ୍ ଟିକ୍ଟକ୍କୁ ଶେଷରେ ଏହାର ବନ୍ଧୁ ରାଷ୍ଟ୍ର ପାକିସ୍ତାନ ମଧ୍ୟ ନିଷିଦ୍ଧ କରିଛି। ଅଶ୍ଳୀଳ ବିଷୟବସ୍ତୁ ଏଥିରେ ଛଡ଼ାଯାଉଥିବାରୁ ପାକିସ୍ତାନର ଦୂରସଂଚାର କର୍ତ୍ତୃପକ୍ଷ ଉକ୍ତ ଆପ୍କୁ ନିଷିଦ୍ଧ ଘୋଷଣା କରିଛନ୍ତି।
- ଘର ଏବଂ ଅଟୋମୋବାଇଲ୍ ଋଣର ସୁଧହାର ଅପରିବର୍ତ୍ତିତ ରହିଥିବାରୁ ଏହାର ଇଏମଆଇ ନିକଟ ଭବିଷ୍ୟତରେ ହ୍ରାସ ହେବାର ସମ୍ଭାବନା ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶୁକ୍ରବାର ଏହାର ଦ୍ବି-ମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି।
|
693 |
Y |
|
3416 |
10-10-2020 |
English |
- The Norwegian Nobel Committee has decided to award the Nobel Peace Prize for 2020 to the World Food Programme (WFP).
- India has successfully test-fired the Rudram – an Anti-Radiation Missile on October 9, 020.
- The India Meteorological Department (IMD) has announced that it would soon launch a dynamic, impact-based cyclone warning system.
- The World Economic Forum (WEF) has announced that it will hold its Annual Meeting in Lucerne-Burgenstock, Switzerland from May 18 to 21, 2021.
- King of Jordan, Abdullah II ibn Al Hussein has appointed Bishr al-Khasawneh, policy advisor to the king, as new Prime Minister of the country.
- Mario José Molina, the only Mexican scientist to receive the Nobel Prize, passed away.
- World Post Day is observed on 9th October every year.
- Meghalaya government has partnered with Israel to establish a one of a kind Centre of Excellence(CoE) on high-value vegetables in the state to improve the livelihoods of farmers.
- Amazon India has partnered with IRCTC to provide its customers with the facility to book reserved train tickets on Amazon.
- Britain’s Prince William has launched a new 50-million pound Earthshot Prize, aimed at funding the most innovative solutions to some of the world’s most pressing environmental challenges.
- The World Bank projected India’s GDP to contract by 9.6% this FY-21.
- Nilesh Shah has been re-elected as the Chairman of Association of Mutual Funds in India (AMFI).
- The Central Mechanical Engineering Research Institute (CMERI) has transferred its High Flow Rate Fluoride & Iron Removal technology to Capricans Aqua Private Limited, West Bengal.
- The Assisted Reproductive Technology (Regulation) Bill, 2020 has been introduced in the Lok Sabha.
- The Mumbai Police has claimed about a scam about the manipulation of TRPs (Target Rating Points) by some TV channels by rigging the devices used by the Broadcast Audience Research Council (BARC) India.
|
715 |
Y |
|
3417 |
09-10-2020 |
English |
- The Nobel Prize in Literature for 2020 is awarded to the American poet Louise Glück “for her unmistakable poetic voice that with austere beauty makes individual existence universal”.
- The World Bank in its biennial Poverty and Shared Prosperity Report mentions that Covid-19 can add around 7-40 million new poor in Sub-Saharan Africa and around 49-57 million in South Asia region.
- The Government of India (GoI) has appointed M. Rajeshwar Rao as the new Deputy Governor of Reserve Bank of India (RBI).
- Russia has test-fired the Hypersonic Cruise missile called TSIRKON (Zircon) successfully in the white Sea.
- The Union Cabinet has approved the ratification of seven chemicals listed under Stockholm Convention on Persistent Organic Pollutants (POPs).
- Minister of Textiles Smriti Irani launched the first ever Brand and Logo for Indian Cotton on Second World Cotton Day on October 7, 2020.
- Prime Minister Narendra Modi has launched a campaign called Jan Andolan for COVID-19 Appropriate Behaviour on October 8, 2020.
- Uttar Pradesh Chief Minister inaugurated a new cryogenic oxygen plant that has been commissioned by INOX Air Products (INOX AP). This is the biggest plant in the state and will help to supply oxygens in hospitals.
- India’s first advanced manufacturing hub (AMHUB) to be set up in Tamil Nadu.
- The Indian Air Force (IAF) is celebrating its 88th anniversary on October 8, 2020.
- The RBI has said to the industry body for venture capital and private equity funds that finance companies can not be set up with foreign direct investment (FDI) from Mauritius.
- The Government of India has approved a memorandum of cooperation (MoC) in the field of cyber-security between India and Japan.
- The Supreme Court (SC) has upheld the right to peaceful protest against the law but also cleared that public ways and public spaces cannot be occupied and that too indefinitely.
- The Cabinet Committee on Economic Affairs (CCEA) chaired by the Prime Minister has approved the Policy framework on reforms in the exploration and licensing sector for enhancing domestic exploration and production of oil and gas.
- The Kuwaiti government, headed by Prime Minister(PM) Sabah Al Khalid Al Sabah submitted its resignation to Emir Nawaf Al Ahmed Al Jaber Al Sabah in anticipation of the upcoming general elections that are due to be held in November 2020.
|
701 |
Y |
|
3418 |
09-10-2020 |
Odia |
ଆଜିର ଅନୁଚିନ୍ତା ......
ଅପ୍ରିୟ କିନ୍ତୁ ସତ, ଦୁନିଆରେ ସବୁ ଜିନିଷ ଅତି ସହଜରେ ମିଳିଯାଏ ହେଲେ ଯାହା ଖୋଜିଲେ ବି ମିଳେନି ତା ହେଉଛି ନିଜର "ଦୋଷ" !
- ଆମେରିକୀୟ କବୟତ୍ରୀ ଲୁଇସ୍ ଗ୍ଲୁକ୍ ଚଳିତ ବର୍ଷ ସାହିତ୍ୟ(ଲିଟେରେଚର୍) ପାଇଁ ନୋବେଲ୍ ପୁରସ୍କାର ପାଇବେ ବୋଲି ଘୋଷଣା କରାଯାଇଛି। ‘for her unmistakable poetic voice that with austere beauty makes individual existence universal’ ପାଇଁ ସେ ବିଶ୍ୱ ସାହିତ୍ୟର ଏହି ସମ୍ମାନଜନକ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।
- କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ତଥା ଏଲ୍ଜେପି (ଲୋକ ଜନଶକ୍ତି ପାର୍ଟି)ର ପ୍ରତିଷ୍ଠାତା ରାମ ବିଳାସ ପାଶ୍ବାନ(୭୪)ଙ୍କର ଆଜି ପରଲୋକ ଘଟିଛି ।
- . ଭୁବନେଶ୍ୱର: ସିଏଟ ସ୍ପେସିଆଲିଟି ପକ୍ଷରୁ ଏହାର ନୂତନ ରେଞ୍ଜର କୃଷି ଟାୟାର “ବର୍ଦ୍ଧନ”ର ଶୁଭାରମ୍ଭ କରାଯାଇଛି ।
- ଭାରତରେ ଅକ୍ସଫୋର୍ଡ, ଷ୍ଟାଣ୍ଡଫୋର୍ଡ ଓ ୟେଲ ଭଳି ପ୍ରତିଷ୍ଠିତ ବିଦେଶ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଖୋଲିବାକୁ ଯାଉଛି। ବିଦେଶୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଭାରତରେ ଖୋଲିବା ପାଇଁ ସରକାର ନୂଆ ଆଇନ ପ୍ରଣୟନ କରିବେ।
- ଜମିଜମା ରେକର୍ଡ ସଂରକ୍ଷଣ କ୍ଷେତ୍ରରେ କେନ୍ଦ୍ର ସରକାର ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହାଦ୍ବାରା କାହାକୁ ଆଉ ନିଜ ପାଖରେ କବଲା କିମ୍ବା ପଟ୍ଟା ରଖିବାକୁ ପଡ଼ି ନ ପାରେ। ଆଧାର କାର୍ଡ ଭଳି ଏକ ଡିଜିଟାଲ କାର୍ଡରେ ସମସ୍ତ ଭୂସମ୍ପତ୍ତିର ରେକର୍ଡ ବା ବିବରଣୀ ଉପଲବ୍ଧ ହେବ।
- ବିଶ୍ଵରେ ପ୍ରତିବର୍ଷ ୨ ନିୟୁତ ମୃତ ଶିଶୁ ଜନ୍ମ ପୂର୍ବରୁ ଆଖି ବୁଜି ଦେଉଛନ୍ତି । ଅର୍ଥାତ୍ ପ୍ରତି ପ୍ରତି ୧୬ ସେକେଣ୍ଡରେ ଗୋଟିଏ ମୃତ ଶିଶୁ ଜନ୍ମ ହେଉଛନ୍ତି। ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ଦେଇଛି ଏହି ସୂଚନା ।
- ଦିଲ୍ଲୀରୁ ବାଙ୍ଗାଲୋର ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (୬ଇ୧୨୨)ରେ ଜଣେ ମହିଳା ଏକ ସନ୍ତାନ ଜନ୍ମ ଦେଇଥିଲେ। ବିମାନଟି ବୁଧବାର ସନ୍ଧ୍ୟା ୭.୪୦ରେ ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିଥିଲା । ଧାର୍ଯ୍ୟ ଅବଧି ପୂର୍ବରୁ ଜନ୍ମ ହୋଇଥିବା ଶିଶୁ ଓ ତାର ମା’ ସୁସ୍ଥ ଅଛନ୍ତି ବୋଲି ଇଣ୍ଡିଗୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ।
- ଓଡ଼ିଶାରେ ୧୨ ନୂଆ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୮୭୯୬ କୋଟିର ପୁଞ୍ଜିନିବେଶ ।
- ଭାରତରେ ଖୁବଶୀଘ୍ର ପ୍ରଚଳିତ ହେବ ୫ଜି ସେବା, ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଶୁଭାରମ୍ଭରେ କହିଲେ ମୁକେଶ ଅମ୍ବାନି ।
- ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୯.୬ ପ୍ରତିଶତକୁ ହ୍ରାସ ପାଇବା ନେଇ ବିଶ୍ୱ ବ୍ୟାଙ୍କ୍ ଆକଳନ କରିଛି।
|
695 |
Y |
|
3419 |
08-10-2020 |
Odia |
ଆଜିର ଅନୁଚିନ୍ତା ......
ଉତ୍ତମ ପୁରୁଷ ଓ ଉତ୍ତମ ପୁସ୍ତକ କୁ ଜାଣିବା କଷ୍ଟକର,ଏମାନଙ୍କୁ ଜାଣିବାକୁ ହେଲେ ଗଭୀର ଅଧ୍ୟୟନ ନିତାନ୍ତ ଆବଶ୍ୟକ ।
- ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ସିବିଆଇ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହ ଶିମଲାଙ୍କ ବାସଭବନରେ ଝୁଲୁଥିବାବେଳେ ପୁଲିସ ଜବତ କରିଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।
- ନକଲି ବିଶ୍ବବିଦ୍ୟାଳୟ ତାଲିକାରେ ଉତ୍ତର ପ୍ରଦେଶର ସର୍ବାଧିକ ୮ଟି ବିଶ୍ବବିଦ୍ୟାଳୟ ରହିଛି। ଦିଲ୍ଲୀରେ ୭ଟି ଓ ପଶ୍ଚିମବଙ୍ଗରେ ୨ଟି ନକଲି ବିଶ୍ବବିଦ୍ୟାଳୟ ରହିଛି। ସେହିପରି କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଓ ଆନ୍ଧ୍ର ପ୍ରଦେଶରେ ଗୋଟିଏ ଲେଖାଏଁ ନକଲି ବିଶ୍ବବିଦ୍ୟାଳୟ ରହିଛି ବୋଲି ୟୁଜିିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଓଡ଼ିଶାର ରାଉରକେଲା ନବଭାରତ ଶିକ୍ଷା ପରିଷଦ ବିଶ୍ବବିଦ୍ୟାଳୟ ଏବଂ ବାରିପଦା ଉତ୍ତର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ନକଲି ବିଶ୍ବବିଦ୍ୟାଳୟ ଭାବେ ୟୁଜିସି ପକ୍ଷରୁ ଚିହ୍ନଟ ତାଲିକାରେ ସ୍ଥାନ ପାଇଛି .
- ବର୍ତ୍ତମାନ ମହାମାରୀ ହେତୁ୨୦୨୧ ସୁଦ୍ଧା ୧୫ ମିଲିୟନ (୧୫୦ ନିୟୁତ) ଲୋକ ଅତ୍ୟଧିକ ଦାରିଦ୍ର୍ୟରେ ପଡ଼ିବେ ବୋଲି ବିଶ୍ଵ ବ୍ୟାଙ୍କ ଆକଳନ କରିଛି।
- ରେଳ ବୋର୍ଡ ୩୯ଟି ନୂଆ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ରେଳ ମଣ୍ଡଳ ଚୟନ ପ୍ରକ୍ରିୟାକୁ ଅନୁମୋଦନ କରିଛି।
- 5. ୱିଗର ମୁସଲମାନଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ମିଳିତ ଜାତିସଂଘର ଦେଶ ସମୂହ ଚୀନକୁ ନିନ୍ଦା କରିଛନ୍ତି । ୩୯ ଦେଶ ଚୀନ ବିରୋଧରେ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଆଣିଛନ୍ତି । ଚୀନ୍ ଜିନଜିଆଙ୍ଗରେ ପ୍ରାୟ ୨ ନିୟୁତ ଉଇଗର ମୁସଲମାନଙ୍କୁ ଅଟକ ରଖି ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି।
- ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକଙ୍କୁ ୪୧ତମ ଶାରଳା ପୁରସ୍କାର ପ୍ରଦାନ କରାଯିବ। ଶ୍ରୀ ନାୟକ ତାଙ୍କ କବିତା ସଂକଳନ ‘ସେତେବେଳକୁ ନଥିବ’ ନିମନ୍ତେ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି।
- ରସାୟନ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି। ଏଥର ୨ ମହିଳା ବୈଜ୍ଞାନିକ ଇମାନୁଏଲ୍ ଚାର୍ପେଣ୍ଟର ଏବଂ ଜେନିଫର ଏ. ଦୌଡ଼ନାଙ୍କୁ ମିଳିବ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର। ଜିନ୍ ଏଡିଟିଂ ମେଥଡ୍ ନେଇ ଉଭୟଙ୍କୁ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନ ଦିଆଯାଇଛି।
- ପୂର୍ବଭଳି ରେଳ ଯାତ୍ରୀମାନେ ଟ୍ରେନ ଛାଡିବାର ପାଞ୍ଚ ମିନିଟ ପୂର୍ବରୁ ମଧ୍ୟ ସଂରକ୍ଷିତ ଟିକେଟ ବୁକ୍ କରିପାରିବେ। କରୋନା ମହାମାରୀ ସମୟରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନର ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇଛି।
- କରୋନା ମହାମାରୀ ଯୋଗୁଁ ବହୁ ସଂଖ୍ୟାରେ ଆମେରିକୀୟ ଚାକିରି ହରାଇବା କାରଣରୁ ଟ୍ରମ୍ପ୍ ପ୍ରଶାସନ ଏବେ ଏଚ୍-୧ବି ଭିସା ନେଇ ଅଧିକ କଟକଣା ଜାରି କରିଛି। ଆମେରିକାର ହୋମ୍ଲ୍ୟାଣ୍ଡ ସିକ୍ୟୁରିଟି ଏବଂ ଶ୍ରମ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମ ଅନୁସାରେ ଏଚ୍-୧ବି ଭିସାକୁ ଅଧିକ କଠୋର କରାଯାଇ
- ଓଡ଼ିଶାର ଗ୍ରାମୀଣ ଓ ସହରାଞ୍ଚଳର ୧୫ ରୁ ୫୯ ବୟସର ମହିଳାମାନେ ପ୍ରତ୍ୟେକ ଦିନ ୩୧୦ ମିନିଟ ଅର୍ଥାତ ୫ ଘଣ୍ଟା ୧୦ ମିନିଟ ବିନା ପାରିଶ୍ରମିକରେ ଗୃହକାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ୧୫ ରୁ ୨୯ ବୟସର ମହିଳାମାନେ ୨୬୬ ମିନିଟ୍ ଓ ୬ ବର୍ଷରୁ ଉର୍ଦ୍ଧ୍ବ ମହିଳାମାନେ ପ୍ରତ୍ୟେକ ଦିନ ୨୬୦ ମିନିଟ୍ ବିନା ପାରିଶ୍ରମିକରେ ଗୃହକାର୍ଯ୍ୟ କରୁଛନ୍ତି। କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ବୟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ‘ଟାଇମ୍ ୟୁଜ୍’ ବା ସମୟ ଉପଯୋଗ ସର୍ଭେ ରିପୋର୍ଟରୁ ଏହିଭଳି ରୋଚକ ତଥ୍ୟ ମିଳିଛି
|
3420 |
08-10-2020 |
English |
- The 2020 Nobel Prize in Chemistry is awarded to Emmanuelle Charpentier and Jennifer A. Doudna “for the development of a method for genome editing”.
- Senior IPS officer, M A Ganapathy has been appointed as the Director-General of Bureau of Civil Aviation Security (BCAS).
- The Centre for Development of Advanced Computing (C-DAC) will be commissioning India’s largest HPC-AI supercomputer ‘PARAM Siddhi – AI’.
- India and Myanmar are working towards the operationalization of the Sittwe port in the Rakhine state of Myanmar in the first quarter of 2021.
- World Cotton Day (WCD) is observed globally on 7th October since 2019.
- The Indian Coast Guard have launched a 98-metre offshore patrol vessel ‘Vigraha’ at a private shipyard in Kattupalli, Chennai on October 7, 2020.
- Delhi Chief Minister Arvind Kejriwal announced that the Delhi Government will be doing the Bio-Decomposer spraying from October 11, 2020 in order to counter the stubble burning issue.
- A study by the Commonwealth Scientific and Industrial Research Organisation (CSIRO) reports that 14 million tonnes of harmful microplastics are present in the bottom of the world’s deep oceans.
- The Gujarat State Government launched the “Digital Seva Setu Programme” for rural areas .
- My Ganga My Dolphin campaign was launched on 7th October, 2020 on the occasion of Ganga River Dolphin Day.
- Prasar Bharati and IFFCO signed a MoU in order to broadcast and promote new agriculture technology and innovations.
- A MoU was signed between Indian Sign Language Research and Training Center (ISLRTC) and NCERT in order to make education materials accessible for Deaf children.
- The results of the first edition of National Startup Awards (2020) were recently released by the Ministry of Commerce & Industry.
- The Rajasthan government has decided to build temporary shelters for migratory birds near the Sambhar Lake (near Jaipur) before 2020’s winter season.
- Veteran Bollywood actor, Vishal Anand has passed away.
|
702 |
Y |
|