# |
Date |
Type |
Current Affairs |
No. Of Views |
Status |
Action |
3241 |
27-01-2021 |
Odia |
- ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ଅରାଜକତା ଓ ଉପଦ୍ରବ କରିଥିବା କୃଷକ ଦେଶ ବିରୋଧୀ ଶକ୍ତିକୁ ବିଷ ଓଗାଳିବାକୁ ସୁଯୋଗ ଦେଇଛନ୍ତି।
- କେନ୍ଦ୍ର ସରକାର ଗୁଇନ୍ଦା ରିପୋର୍ଟକୁ ଦୃଷ୍ଟିରେ ରଖି ଏଥର ଗଣତନ୍ତ୍ର ଦିବସ ପରେଡକୁ ସଂକ୍ଷିପ୍ତ କରିଦେଇଥିଲେ। ଗଣତନ୍ତ୍ର ଦିବସ ପରେଡର ରୁଟ ପାଖାପାଖି ୫ କିଲୋମିଟର ଛୋଟେଇ ଦିଆଯାଇଥିଲା।
- ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ଲାଲକିଲ୍ଲାର ଯେଉଁ ପ୍ରାଚୀର ଉପରେ ପତାକା ଉତ୍ତୋଳନ କରନ୍ତି କୃଷକ ସେଠାରେ ପହଞ୍ଚି ପତାକା ଉଡାଇଛନ୍ତି। ଦିଲ୍ଲୀରେ ପୂର୍ବରୁ ଏମିତି ସ୍ଥିତି କେବେ ଦେଖିବାକୁ ମିଳିନଥିଲା।
- ଆମେରିକା ଦକ୍ଷିଣ ଏସିଆର ତିନିଟି ଦେଶ ପାଇଁ ନିଜ ଟ୍ରାଭେଲ ଆଡ଼ଭାଇଜାରୀ ଜାରି କରିଛି | ଆଉ ଏହି ଟ୍ରାଭେଲ ଆଡ଼ଭାଇଜାରୀରେ ପାକିସ୍ତାନକୁ ଯିବା ବିପଦପୂର୍ଣ୍ଣ ବୋଲି କୁହାଯାଇଛି |
- ଭାରତର ୭୨ତମ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ଏବଂ ବୃକ୍ଷରୋପଣ ଅଭିଯାନ ସହ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ମସ୍ଜିଦ୍ ପ୍ରକଳ୍ପର ଶୁଭାରମ୍ଭ ହୋଇଛି।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇଣ୍ଡିଆ ଗେଟ୍’ ଅଞ୍ଚଳରେ ଥିବା ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
- ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ(ଏସ୍ଡିଏମ୍ସି) ଅଧୀନରେ ଥିବା ଅଞ୍ଚଳରେ ଏଣିକି କାଠରେ ନୁହେଁ ଗୋବର ଘସି(ଗୋବରରୁ ତିଆରି ଏକ ଜାଳେଣି)ରେ କରାଯିବ ଶବ ସତ୍କାର।
- ଭାରତର ଶେଷ ଭାଇସ୍ରୟ ଲର୍ଡ ଲୁଇ ମାଉଣ୍ଟ୍ବେଟେନ୍ଙ୍କ ବଡ଼ଝିଅ ପାଟ୍ରିସିଆଙ୍କର ଗୋଟାଏ ହୀରାହାର, ଜୟପୁରରେ ନିର୍ମିତ ରତ୍ନଖଚିତ ହଳେ ହାତୀ ଓ ଅନେକ ଭାରତୀୟ ହସ୍ତଶିଳ୍ପ ସାମଗ୍ରୀ ସମେତ ୩୫୦ଟି ବ୍ୟକ୍ତିଗତ ସାମଗ୍ରୀ ମାର୍ଚ ମାସରେ ଲଣ୍ଡନ୍ରେ ନିଲାମ କରାଯିବ
- ମିଳିତ ଜାତିସଂଘ ଭାରତର ଅର୍ଥନୀତି ଖୁବ୍ ଶୀଘ୍ର ଉତ୍ସାହଜନକ ଭାବେ ବୃଦ୍ଧି ପାଇବା ନେଇ ଆଶା ପ୍ରକାଶ କରିଛି । ଗତ ବର୍ଷ ଅର୍ଥ ବ୍ୟବସ୍ଥାରେ ୯.୬ ପ୍ରତିଶିତ ହ୍ରାସ ଦେଖିବାକୁ ମିଳିଥିଲା । କିନ୍ତୁ ଏହି କ୍ୟାଲେଣ୍ଡର ବର୍ଷରେ ୭.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ୟୁଏନ୍ ଆଶା କରିଥିବା କହିଛି।
- ଚୀନର ଆଇନଗତଃ ଚ୍ୟାଲେଞ୍ଜ ଏବଂ କଠୋରତା ନୀତିକୁ ବିଚାର କରି ଭାରତ ସବୁଦିନ ପାଇଁ ୫୯ଟି ଚାଇନିଜ୍ ଆପକୁ ବ୍ୟାନ୍ ଘୋଷଣା କରିଛି । ଏଥି ମଧ୍ୟରେ ଚୀନର ଲୋକପ୍ରିୟ ଭିଡିଓ ଆପ୍ ଟିକ୍ ଟକ୍, ବାଇଡୁ, ୱି ଚ୍ୟାଟ୍, ଆଲିବାବାର ୟୁସି ବ୍ରାଉଜର, ସପିଙ୍ଗ୍ ଆପ୍ କ୍ଲବ୍ ଫ୍ୟାକ୍ଟ୍ରି, ଏମ୍ ଆଇ ଭିଡିଓ କଲ୍ ଏବଂ ବିଗୋ ଲାଇଭ୍ ଭଳି ଆପ୍ ସାମିଲ୍ ଅଛି ।
- ଦେଶବାସୀ ଆନନ୍ଦ ଉଲ୍ଲାସର ସହ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରୁଛନ୍ତି । ଏହି ଅବସରରେ ପ୍ରତିବର୍ଷ ଭଳି ନୂଆଦିଲ୍ଲୀର ରାଜପଥରେ ପରେଡ୍ ଆୟୋଜିତ ହୋଇଛି । ସାରା ବିଶ୍ୱ ଭାରତର ଶକ୍ତି, ସଂସ୍କୃତି ଓ ପରମ୍ପରାର ଝଲକ ଦେଖୁଛି ।
- ୨୦୨୧ ପାଇଁ ଘୋଷଣା ହେଲା ପଦ୍ମ ପୁରସ୍କାର। ଚଳିତବର୍ଷ ମୋଟ ୧୧୯ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର। ପଦ୍ମ ପୁରସ୍କାର ମଧ୍ୟରେ ପଦ୍ମଶ୍ରୀ, ପଦ୍ମ ବିଭୂଷଣ ଓ ପଦ୍ମ ଭୂଷଣ ପୁରସ୍କାର ଦିଆଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଲିକା ପ୍ରକାଶ ପାଇଛି। ୭ ଜଣଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ମିଳିବାକୁ ଥିବା ବେଳେ ୧୦ ଜଣଙ୍କୁ ମିଳିବ ପଦ୍ମ ଭୂଷଣ ପୁରସ୍କାର।
- ପ୍ରାକୃତିକ ପରିବେଶରେ ବିଶ୍ୱରେ ସବୁଠୁ ଅଧିକ ୧୮ ଫୁଟର ଅଣ୍ଡିରା ଓ ୧୬ ଫୁଟର ମାଈ ଧଳା କୁମ୍ଭୀର ଠାବ ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ନଦୀ, ନାଳରେ ୧୬ଟି ଧଳା ବଉଳା କୁମ୍ଭୀର ଅଛନ୍ତି।
- ୨୦୨୦ ବର୍ଷର ରାଜ୍ୟପାଳ ପୁରସ୍କାର ପାଇବା ପାଇଁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ ମନୋନୀତ ହୋଇଛନ୍ତି। ପ୍ରତିବର୍ଷ ପୁଲିସ୍ ବିଭାଗର କର୍ମଚାରୀ ମାନଙ୍କୁ ଏଭଳି ସମ୍ମାନଜନକ ଗଭର୍ଣ୍ଣର ଆୱାର୍ଡ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥାଏ।
- ଓଡ଼ିଶାରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପି ନାହିଁ, ବରଂ ରାଜସ୍ଥାନରେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ଉପରକୁ ଚାଲିଯାଇଛି |
- ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ଦୀର୍ଘ ଦିନ ପରେ ଆକ୍ରାନ୍ତଙ୍କ ସଂକ୍ୟା ୧୦୦ରେ ସୀମିତ ହୋଇଛି। ଆଉ ଚିହ୍ନଟ ପଜିଟିଭ ୯୯।
- ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଆନୁକୂଲ୍ୟରେ ଆୟୋଜିତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ର ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ୍ ଆସନ୍ତା ଜୁନ୍ ୧୮ରୁ ୨୨ ପର୍ଯ୍ୟନ୍ତ ଖେଳାଯିବ। ଜୁନ୍ ୨୩କୁ ରିଜର୍ଭ ଦିନ ଭାବେ ରଖାଯାଇଥିବା ଆଇସିସି ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି।
- ୩୦ ଜଣ ସେନା ଅଧିକାରୀଙ୍କୁ ପରମ ବିଶିଷ୍ଟ ସେବା ମେଡାଲ (ପିଭିଏସ୍ଏମ୍) ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ସେନାର ଉପମୁଖ୍ୟ ନିଯୁକ୍ତ ହୋଇଥିବା ଓଡ଼ିଆ ସେନା ଅଫିସର ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି।
- ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ୍ ସେନା ସହ ସଂଘର୍ଷରେ ସହିଦ ହୋଇଥିବା ଓଡ଼ିଆ ଯବାନ ନାଏବ ସୁବେଦାର ନନ୍ଦୁରାମ ସୋରେନଙ୍କୁ ମରଣୋତ୍ତର ଭାବେ ବୀରଚକ୍ର ସମ୍ମାନରେ ସମ୍ମାନିତ କରାଯିବ ।
- ତାମିଲନାଡୁର ଉଦ୍ୟୋଗପତି ଶ୍ରୀଧର ଭେମ୍ବୁ ବିଶ୍ବର ୫୯ତମ ଧନୀ ଭାରତୀୟ ।ବାର୍ଷିକ କାରବାର ୨୫୦୦ କୋଟି ଟଙ୍କା ।ସୁଦୂର ଆମେରିକାରୁ ଚାଲିଆସି ଜନ୍ମମାଟି ସେବାରେ ଲାଗିଗଲେ । ନିଷ୍ଠାପର ସେବା ଏବଂ ନିଜର ଉତ୍ସର୍ଗୀକୃତ ମନୋଭାବ ପାଇଁ ତାଙ୍କୁ ସମ୍ମାନସୂଚକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିବା ପାଇଁ ଘୋଷଣା କରାଯାଇଛି ।
|
639 |
Y |
|
3242 |
27-01-2021 |
English |
- The fighter jet conducted Eklavya formation by flying at a height of around 300 meter along with two Jagaur and two MIG-29 aircraft.
- 17 tableaux from states and union territories and nine from different Union ministries and paramilitary forces took part in the 72nd Republic day parade.
- In a first, the tableau of the Union Territory of Ladakh, which came into existence in 2019 following the abrogation of Article 370, was displayed in this year's Republic Day parade.
- The Delhi Police Tuesday said protesting farmers violated the conditions pre-agreed for their tractor parade and resorted to violence and vandalism, leaving many police personnel injured.
- More than 80 Delhi Police personnel were injured - many seriously so - on Tuesday after violent clashes with groups of farmers who broke police barricades and stormed into the city on Republic Day to hold a tractor rally in protest of the agriculture laws
- Over 56 per cent of MLAs in Assam, including Chief Minister Sarbananda Sonowal and NEDA convenor Himanta Biswa Sarma, have assets worth over ₹ 1 crore, as per a latest report.
- Passengers who had booked train tickets but couldn't reach the railway stations in Delhi area in time because of farmers' tractor rally can apply for free refund, the Northern Railways has announced.
- Flight Lieutenant Bhawana Kanth, the first woman in India to qualify for combat mission in a fighter jet, today became the first woman fighter pilot to participate in the Republic Day fly-past.
- A Rafale fighter jet - one of the eight inducted into the Indian Air Force over the last year - took part in the Republic Day celebrations for the first time as it carried out the demanding and spectacular "Vertical Charlie" maneuver alone and was part of the "Eklavya" formation with four other fighter jets.
- A tree plantation drive and raising of the national flag on India's 72nd Republic Day marked the formal beginning of the project to construct a mosque at Uttar Pradesh's Ayodhya.
- Tiktok, WeChat and 57 other Chinese apps stand permanently banned from India after notices were issued to them last year.
- As India celebrates its 72nd Republic Day, its jawans are joining in by hoisting flags in some of the country's most remote and inhospitable areas where they stand guard all year round, including Ladakh.
- IMF projects 11.5 per cent growth rate for India in 2021
- The "halari paghdi" (royal turban) in shades of red with yellow dots was gifted to the PM by royal family of Jamnagar.
- India's economic growth is forecast to be 7.3% in 2021, the fastest-growing major economy with only China coming in a close second with a 7.2% projected growth rate in the calendar year 2021, the report said
- As many as 9,102 daily new cases were added to the national tally in the last 24 hours after 237 days. The daily new cases were 9,304 on 4th June 2020
- After a long time of over seven months, Odisha’s single-day COVID-19 tally slipped below 100 today. With 99 fresh cases detected in last 24 hours, the state’s total caseload today further surged to 3,34,529
- Members of the Indian cricket team will assemble in Chennai on January 27 ahead of the first Test against England that begins at the M. Chidambaram Stadium on February 5.
- After violent clashes with between the police and the protesting farmers in the national capital on Tuesday, the Samyukt Kisan Morcha (SKM) called off the Republic Day tractor rally and appealed to the protesters to immediately return to their respective protest sites.
- Andhra Pradesh reported 141 more recoveries and two fresh fatalities in a day, a health department bulletin said
|
795 |
Y |
|
3243 |
26-01-2021 |
Odia |
- ବିଶ୍ଵର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ରର ୭୨ ତମ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ସମସ୍ତଙ୍କୁ ରାଷ୍ଟ୍ରପତି ଶୁଭକାମନା ଜଣାଇବା ସହିତ ଦେଶ ପ୍ରତି କୃଷକଙ୍କଠାରୁ ଆରମ୍ଭ କରି ବୈଜ୍ଞାନିକ, ଯବାନଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟକର୍ମୀ, ଡାକ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ଅବଦାନ ଉପରେ ଆଲୋକପାତ କରିଛନ୍ତି।
- ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ସାହସିକତା ପୁଲିସ ପଦକ ଘୋଷଣା କରାଯାଇଛି। ଦେଶର ୨୦୫ ଜଣଙ୍କୁ ସାହସିକତା ପଦକ ମିଳିବ।
- ଭାରତୀୟ ଇସ୍ପାତ କର୍ତ୍ତୃପକ୍ଷ ଲିମିଟେଡ୍ (ସେଲ୍) ଗ୍ୟାସରୁ ଇଥାନଲ୍ ଉତ୍ପାଦନ କରିବା ଯୋଜନା କରୁଛି। ସେଲ୍ ଏହାର ଚନ୍ଦ୍ରପୁରସ୍ଥିତ ଫେରୋ ଆଲୟ ପ୍ଲାଣ୍ଟରେ ଏହି ପ୍ରକଳ୍ପ କରିବ। ଏଥିପାଇଁ ୪୦୦ କୋଟି ଟଙ୍କା ବିନିଯୋଗ ହେବ।
- ଆମେରିକାର ଇଲେକ୍ଟ୍ରିକ୍ କାର ନିର୍ମାତା ଟେସ୍ଲା ନିକଟରେ ଭାରତରେ ଏହାର ସହାୟକ କମ୍ପାନି ପ୍ରତିଷ୍ଠା ପାଇଁ ପଞ୍ଜୀକରଣ କରିସାରିଛି। ବେଙ୍ଗାଲୁରୁରେ ଟେସ୍ଲା ଇଣ୍ଡିଆ ମୋଟର୍ସ ଆଣ୍ଡ ଏନର୍ଜି ପ୍ରାଇଭେଟ ଲିମିଟେଡ ନାମରେ ଏହା ପଞ୍ଜୀକୃତ ହୋଇଛି।
- ବ୍ରାଜିଲରେ ଏକ ସ୍ଥାନୀୟ ମ୍ୟାଚ ପୂର୍ବରୁ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଗତ ରବିବାର ହୋଇଥିବା ଏହି ବିମାନ ଦୁର୍ଘଟଣାରେ ଏକ ଫୁଟବଲ୍ କ୍ଲବର ୪ ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
- ‘ଅସମାନତା ଭୂତାଣୁ’ ଶୀର୍ଷକ ଏହି ରିପୋର୍ଟରେ ଉଲ୍ଲେଖ ଅଛି ଯେ, କେବଳ ୨୦୨୦ ଏପ୍ରିଲ୍ ମାସରେ ଲକ୍ଡାଉନ୍ ସମୟରେ ଭାରତର କୋଟିପତିମାନଙ୍କର ସମ୍ପତ୍ତି ହାରାହାରି ୩୫% ବୃଦ୍ଧି ପାଇଥିବା ବେଳେ ୮୪% ପରିବାର ଭିନ୍ନ ଭିନ୍ନ ପରିମାଣର ଆୟ ହରାଇଛନ୍ତି।
- ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗରେ ବାଇଡେନ୍ ପ୍ରଶାସନ ୪ଜଣ ଭାରତୀୟ-ଆମେରିକୀୟଙ୍କୁ ବରିଷ୍ଠ ପଦବୀରେ ନିଯୁକ୍ତି ଦେଇଛି। ପ୍ରଥମ ଭାରତୀୟ-ଆମେରିକୀୟ ଭାବେ ତାରକ ଶାହାଙ୍କୁ ଏହି ବିଭାଗରେ ‘ଚିଫ୍ ଅଫ୍ ଷ୍ଟାଫ୍’ ଭାବେ ନିଯୁକ୍ତି ମିଳିଛି।
- ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାମ ପ୍ରାୟ ୩ ବର୍ଷରେ ପୂରଣ ହେବ। ଏଥିରେ ୧୧ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।
- ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାର ଅଗ୍ରାଧିକାର କ୍ଷେତ୍ର ପାଇଁ ନାବାର୍ଡ ପକ୍ଷରୁ ୧୧୦୭୩୫ କୋଟି ଟଙ୍କାର ଋଣ ଯୋଜନା ପ୍ରସ୍ତୁତ କରାଯାଇଛି ।
- ତିନୋଟି ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ଏଥିପାଇଁ ସେ ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ସମେତ ହାଇକୋର୍ଟର ବିଚାରପତି, ସବୁ ସାଂସଦ ଓ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି।
- ଏଥର ଯୁକ୍ତ୨ ପ୍ରଶ୍ନପତ୍ରରେ ୫୦% ମଲଟିପୁଲ ଚଏସ ରହିବ, ଯେଉଁଥିରେ୧ ମାର୍କର ୫୦ ଟି ପ୍ରଶ୍ନ ରହିବ। ଅପରପକ୍ଷରେ ୩୦% ପ୍ରଶ୍ନ ସଂକ୍ଷିପ୍ତ ଉତ୍ତରମୂଳକ ହେବ। ପ୍ରତ୍ୟେକ ପ୍ରଶ୍ନର ମାର୍କ ୨ କିମ୍ବା ୩ ଲେଖାଏଁ ରହିବ। ବାକି ୨୦% ଦୀର୍ଘ ଉତ୍ତରମୂଳକ ହେବ।
- ଭୋଟରମାନେ, ଭୋଟରପୋର୍ଟାଲ.ଇସିଆଇ.ଜିଓଭି.ଇନ୍ (voterportal.eci.gov.in) ଓ୍ବେବ୍ସାଇଟ୍ରେ ଲଗ୍ଇନ୍ କରି ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ ।
- ପୂର୍ବତନ ବାର୍କ(BARC) ଇଣ୍ଡିଆ ସିଇଓ ପାର୍ଥ ଦାସଗୁପ୍ତା ମୁମ୍ବାଇ ପୋଲିସକୁ ଦେଇଥିବା ଲିଖିତ ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ ଲିଖିତ ବୟାନରେ ପାର୍ଥ ଦାସଗୁପ୍ତାର କହିଛନ୍ତି ଅର୍ଣ୍ଣବ ତାଙ୍କୁ ୧୨ ହଜାର ଡଲାର ଦେଇଛନ୍ତି। ତାଙ୍କ ୩ ବର୍ଷ କାର୍ଯ୍ୟକାଳରେ ଅର୍ଣ୍ଣବ ମୋଟ ୪୦ ଲକ୍ଷ ଟଙ୍କା ଦେଇଥିବା ଲେଖିଛନ୍ତି ପାର୍ଥ।
- ବ୍ୟାଙ୍କ ଅଫ୍ ଆମେରିକା ଭାରତରେ କାର୍ଯ୍ୟ କରୁଥିବା ୨୪ ହଜାର କର୍ମଚାରୀଙ୍କୁ ଆର୍ଥିକ ସହାୟତା ଦେବ । କରୋନା ପ୍ୟାକେଜ କୁହାଯାଉଥିବା ଏହି ଆର୍ଥିକ ସହାୟତା ବାର୍ଷିକ ୧ ଲକ୍ଷ ଡ଼ଲାର ( ୭୫ ଲକ୍ଷ ଟଙ୍କା)ରୁ କମ୍ ବେତନ ପାଉଥିବା କର୍ମଚାରୀଙ୍କୁ ପ୍ରଦାନ କରାଯିବ ।
- ଭାରତ ଗସ୍ତ ପୂର୍ବରୁ ଇଂଲଣ୍ଡ କ୍ରିକେଟ୍ ଟିମ୍ ଦମଦାର ପ୍ରଦର୍ଶନ କରି ଶ୍ରୀଲଙ୍କା ଠାରୁ ୨-୦ରେ ସିରିଜ୍ ଛଡାଇ ଆଣିଛି । ଗଲରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନରେ ଶ୍ରୀଲଙ୍କାକୁ ୬ ଓ୍ବିକେଟ୍ରେ ହରାଇ ସିରିଜ୍ ହାତେଇଛି ଇଂଲଣ୍ଡ । ଶ୍ରୀଲଙ୍କା ବିପକ୍ଷ ସିରିଜ୍ର ମୁଖ୍ୟ ନାୟକ ହେଉଛନ୍ତି ଅଧିନାୟକ ଜୋ ରୁଟ୍ । ସେ ୨ଟି ଟେଷ୍ଟ୍ ମ୍ୟାଚ୍ରୁ ୧୦୬.୫୦ ହାରରେ ମୋଟ ୪୨୬ ରନ୍ କରିଛନ୍ତି ।
- କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ୮ ବର୍ଷ ପୁରୁଣା ଗାଡି ଉପରେ ଟିକସ ଲଗାଇବାକୁ ବିଚାର କରୁଛି | ଗ୍ରୀନ ଟ୍ୟାକ୍ସ ନାମରେ ଏହି ଟିକସ ଲାଗୁ କରିବାକୁ ପରିବହନ ମନ୍ତ୍ରାଳୟ ମଞ୍ଜୁରୀ ଦେଇଛି |
- ଖୁବ୍ ଶୀଘ୍ର ପୁରୁଣା ୫, ୧୦ ଓ ୧୦୦ ଟଙ୍କାର ନୋଟ୍କୁ ବଜାରରୁ ପ୍ରତ୍ୟାହାର କରିବାକୁ ଆର୍ବିଆଇ ଚିନ୍ତା କରୁଥିବା ଜଣାପଡ଼ିଛି ବୋଲି ନିକଟରେ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା। ମାତ୍ର ଏହି ଖବରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ) ଗୁଜବ ଅଟେ ବୋଲି ଏକ ଟ୍ବିଟ୍ କରି ସୂଚନା ଦେଇଛି।
- ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପରୀକ୍ଷଣ ହେଲା ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଆକାଶ କ୍ଷେପଣାସ୍ତ୍ର। ଆକାଶର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର। ଏହାର ଓଜନ ୭୨୦ କିଲୋଗ୍ରାମ, ଲମ୍ବ ୫.୭୮ମିଟର। ଶବ୍ଦର ବେଗଠାରୁ ଅଢେ଼ଇଗୁଣ ଅଧିକ ବେଗରେ ଆକାଶ ସ୍ଥିରୀକୃତ ଟାର୍ଗେଟ୍କୁ ଲକ୍ଷ୍ୟଭେଦ କରିଥିଲା।
- ଏ ବର୍ଷ ଓଡ଼ିଶାରୁ କଶ୍ୟପ କୁମାର ପଟ୍ଟନାୟକଙ୍କୁ ସାହସିକତା ନିମନ୍ତେ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ ପ୍ରଦାନ କରାଯିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ଉଲ୍ଲେଖ ଅଛି।
- ଟ୍ରାକ୍ଟର ରାଲି ପରେ ପାର୍ଲାମେଣ୍ଟ ଚଲୋ ଡାକରା ଦେଲେ କୃଷକ। ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଦିନ ଚାଷୀଙ୍କୁ ଟ୍ରାକ୍ଟର ରାଲି ପାଇଁ ଅନୁମତି ମିଳିଛି। ଏନେଇ ହଜାର ହଜାର ଚାଷୀ ପ୍ରସ୍ତୁତ ବି ଅଛନ୍ତି। ଏହା ପରେ ପୁଣି ଫେବୃଆରୀ ୧ ଦିନ ସଂସଦ ବଭବ ଅଭିମୁଖେ ପାଦରେ ଚାଲି ଚାଲି ନୂଆ କୃଷି ଆଇନ୍ ବିରୋଧରେ ବିଦ୍ରୋହ କରିବେ ବୋଲି କୃଷକ ସଂଗଠନ ଘୋଷଣା କରିଛନ୍ତି ।
|
719 |
Y |
|
3244 |
26-01-2021 |
English |
- On the eve of Republic Day, President Ram Nath Kovind said justice, liberty, equality, and fraternity, outlined in the Preamble of the Constitution, are sacred to everybody in the nation.
- DRDO conducted the successful maiden launch of Akash-NG (New Generation) Missile from the Integrated Test Range off the coast of Odisha today. Akash-NG is a new generation Surface-to-Air Missile meant for use by the Indian Air Force with an aim of intercepting high maneuvering low RCS aerial threats.
- Odisha Chief Minister Naveen Patnaik today urged Union Ministers Dharmendra Pradhan and Pratap Sarangi, Orissa High Court judges, all MLAs and MPs of the state to adopt schools under the Mo School initiative.
- With an aim at including the Self Help Groups (SHGs) for successful implementation of various schemes of the State, the Government has decided to provide mobile phones to all Anganwadi workers
- The Covid pandemic has led to a rise in inequality, and it would take an unskilled worker 10,000 years to make what Ambani made in an hour during the pandemic and three years to make what Mukesh Ambani made in a second.
- The Election Commission is likely to engage 1 lakh central security personnel in the upcoming Bengal Assembly elections.
- Irked by the recent exodus from her party, Trinamool Congress supremo Mamata Banerjee on Monday said that those who wanted to shift sides must quit immediately and the TMC’s door will remain shut for the turncoats in the future.
- The Supreme Court Monday sought responses from the Centre, Press Council of India (PCI) and News Broadcasters Association (NBA) on a PIL seeking setting up of a media tribunal to adjudicate on complaints against media, channels and networks.
- This year the President has approved conferment of 119 Padma Awards including 1 duo case (in a duo case, the Award is counted as one). The list comprises 7 Padma Vibhushan, 10 Padma Bhushan and 102 Padma Shri Awards.
- Sculptor Sudarshan Sahoo will be conferred with the Padma Vibhushan award for the year 2021. He is among the seven who will receive the highest civilian Award.
- Five personalities from Odisha from different fields were awarded Padma Shri this year.Shanti Devi was awarded Padma Shri for her distinguished service in the field of Social Work.Purnamasi Jani will receive Padma Shri for the work in Art field. Rajat Kumar Kar will get the award in Literature and Education, Krishna Mohan Pathi in Medicine and Nanda Prusty in Literature and Education field.
- Anvesh Subham Pradhan from Bhubaneswar was one among the 32 Pradhan Mantri Rashtriya Bal Puraskar (PMRBP) awardees who joined Prime Minister Narendra Modi during a virtual interaction at 12 PM on 25.01.21
- Odisha government will provide Braille textbooks for visually impaired Plus-II Arts students this academic year. The printing of these Braille textbooks has begun at the Braille Printing Press in Berhampur.
- The Ram temple in Ayodhya will be built in around three years and the construction cost of the project will exceed Rs 1100 crore, a prominent functionary of the temple trust has said.
- As many as 13 police personnel from Odisha have been conferred with the prestigious President’s Medal in various categories on the eve of Republic Day-2021.
- The Covid pandemic has led to a rise in inequality, and it would take an unskilled worker 10,000 years to make what Ambani made in an hour during the pandemic and three years to make what Mukesh Ambani made in a second.
- Colonel Santosh Babu, who was among the 20 soldiers that died in the line of duty in a brutal hand-to-hand combat with Chinese troops in eastern Ladakh's Galwan Valley last year, has been awarded with the second highest wartime gallantry award, the Maha Vir Chakra, for showing "conspicuous bravery in face of enemy, exemplary leadership and astute professionalism."
- The Election Commission on Monday rolled out the electronic version of the voters' photo identity card which can be stored on mobile phones and downloaded on personal computers.
- Jyoti Kumari, the 16-year-old girl who carried her ailing father for 1,200 kilometres from Haryana to Bihar's Darbhanga on a cycle during the coronavirus lockdown last year, is among the thirty-two children to be awarded the Pradhan Mantri Rashtriya Bal Puraskar.
- President Ram Nath Kovind has approved the conferring of Jeevan Raksha Padak awards for meritorious acts of saving lives to 40 people, including a Kerala man who will be honoured with the Sarvottam Jeevan Raksha Padak posthumously.
|
726 |
Y |
|
3245 |
25-01-2021 |
Odia |
1.ପୂର୍ବ ଲଦାଖ୍ ରେ ସେନାର ଅତିକ୍ରମଣକୁ ନେଇ ଜାରି ରହିଥିବା ଉତ୍ତେଜନା ଏବେ ଆହୁରି ଜଟିଳ ସ୍ଥିତିକୁ ଆସିଛି। ପୂର୍ବରୁ କୋର୍ କମାଣ୍ଡରସ୍ତରୀୟ ଆଲୋଚନାରେ ଦୁଇ ଦେଶ ମଧ୍ୟରେ ଯେଉଁ ବୁଝାମଣା ହୋଇଥିଲା ତାହାକୁ ଚୀନ୍ ଉଲ୍ଲଂଘନ କରି ସେନା ମୁତୟନ ବଢ଼ାଇ ଚାଲିଛି।
2.ଶାସକ କମ୍ୟୁନିଷ୍ଟ ପାର୍ଟିରୁ ଓଲିଙ୍କୁ ବହିଷ୍କାର କରାଯିବା ସହିତ ଦଳରେ ତାଙ୍କ ସଦସ୍ୟତା ରଦ୍ଦ କରିଦିଆଯାଇଛି।
3.ବର୍ଷୀୟାନ ଚଳଚ୍ଚିତ୍ର ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କର୭୨ ବର୍ଷ ରେ ରବିବାର ଦିନ ପରଲୋକ ଘଟିଛି।
4.ଭୁବନେଶ୍ୱରରେ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସର ରାଜ୍ୟସ୍ତରୀୟ ପ୍ୟାରେଡ୍ ଉତ୍ସବର ନେତୃତ୍ବ ନେବେ କଳାହାଣ୍ଡି ଜିଲା କେସିଙ୍ଗା ପୁଲିସ ଏସ ଡ଼ି ପି ଓ ଏସ୍ . ସୁଶ୍ରୀ। ଏସ. ସୁଶ୍ରୀ। ସେ ହେଉଛନ୍ତି ୨୦୧୮ ବ୍ୟାଚ୍ର ଆଇପିଏସ ଅଧିକାରୀ।
5.୩ ଜଣ ଓଡ଼ିଶା କ୍ୟାଡ଼ର ଆଇଏଏସ ଅଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଅବସ୍ଥାପିତ କରାଯାଇଛି । ଆଇଏଏସ୍ ଉପେନ୍ଦ୍ର ପ୍ରସାଦ ସିଂହଙ୍କୁ କେନ୍ଦ୍ର ବୟନ ସଚିବ, ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଜିଭିଭି ଶର୍ମାଙ୍କୁ କେମିକାଲ କନଭେନସନ ଜାତୀୟ ପ୍ରାଧିକରଣର ଅଧ୍ୟକ୍ଷ ଓ ଗୁଜରାଟ କ୍ୟାଡ଼ର ୧୯୮୮ ବ୍ୟାଚ୍ ଓଡ଼ିଆ ଆଇଏଏସ ବିଦ୍ୟୁତ୍ ବିହାରୀ ସ୍ବାଇଁଙ୍କୁ କେନ୍ଦ୍ର ଅଣୁ-କ୍ଷୁଦ୍ର-ମଧ୍ୟମ ଶିଳ୍ପ ବିଭାଗ ସଚିବ ଭାବରେ ନିଯୁକ୍ତି ମିଳିଛି ।
6.ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍ ଏକ ମାମଲାର ଶୁଣାଣି କରି କହିଛନ୍ତି, କୌଣସି ଗତିବିଧିକୁ ଯୌନ ଶୋଷଣ ସେତେବେଳେ ବିବେଚନା ଯେତେବେଳେ, ‘ଯୌନ ଉଦ୍ଦେଶ୍ୟ ରଖି ସ୍କିନ୍ ଟୁ ସ୍କିନ୍ ସଂଯୋଗ ହେବ’ । କୋର୍ଟ ଏହା ମଧ୍ୟ କହିଛନ୍ତି କେବଳ ‘ଜବରଦସ୍ତି ଛୁଇଁବା ବା ସ୍ପର୍ଶ କରିବା’କୁ ଯୌନ ଶୋଷଣ ବୋଲି ଧରାଯିବ ନାହିଁ ।
7.ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ) ପକ୍ଷରୁ ନିର୍ମାଣ କରାଯାଉଥିବା ଲାଇଟ କମ୍ବାଟ୍ ଏୟାରକ୍ରାଫ୍ଟ ବା ତେଜସ ଏକ ୪ର୍ଥ ପିଢିର ଲଢୁଆ ବିମାନ । ଏହା ଏକ ସିଙ୍ଗଲ ଇଂଜିନ ମଲଟିରୋଲ ଲଢୁଆ ବିମାନ । ବିଶ୍ବର ଅନ୍ୟ ଲଢୁଆ ବିମାନ ସହ ଏହା ସମକକ୍ଷ ବୋଲି ହାଲ ଦାବି କରୁଛି । ଭାରତର ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏଲସିଏ ମାର୍କ୧ଏ ବା ତେଜସ ବିମାନ ଖରିଦ ପାଇଁ ଅନେକ ବିଦେଶୀ ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଛନ୍ତ
8.ଚଳିତ ବର୍ଷ ଉତ୍ତରାଖଣ୍ଡର ହରିଦ୍ବାରରେ କୁମ୍ଭମେଳା ଅନୁଷ୍ଠିତ ହେବ । ଏହା କରୋନା କଟକଣା ମଧ୍ୟରେ ହେବ । ପାରମ୍ପରିକ ଭାବେ କୁମ୍ଭ ମେଳା ସାଢେ ୩ ମାସ ପାଇଁ ହୋଇଥାଏ । କିନ୍ତୁ ଏଥର କରୋନା କଟକଣା ପାଇଁ ମେଳାର ଅବଧିକୁ ୪୫ ଦିନରେ ସୀମିତ ରଖାଯାଇଛି ।
9.ତାଇଓ୍ବାନକୁ ସହାୟତା କରିବାକୁ ଆମେରିକା ନୌସେନାର ଶକ୍ତିଶାଳୀ ଯୁଦ୍ଧପୋତ ୟୁଏସଏସ ଥିଓଡୋର ରୁଜଭେଲ୍ଟ ଦକ୍ଷିଣ ଚୀନ ସାଗରରେ ପ୍ରବେଶ କରିଛି ।
10.ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ)ର ନୂଆ ସଭାପତି ଭାବେ ଶିଳ୍ପୋଦ୍ୟୋଗୀ ବ୍ରହ୍ମାନନ୍ଦ ମିଶ୍ର ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ସେ ମୋଟ ୪୭୨ ଭୋଟ ପାଇ ନୂଆ ସଭାପତି ହୋଇଛନ୍ତି।
11.ଦେଶର ପ୍ରମୁଖ ଘରୋଇ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୧୩୧୦୧ କୋଟି ଟଙ୍କାର ନିଟ୍ ଲାଭ କରିଛି। ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ତୁଳନାରେ ଏହା ୧୩ ପ୍ରତିଶତ ଅଧିକ।
12.ଡେନ୍ମାର୍କର ଭିକ୍ଟର ଆକ୍ସେଲସେନ୍ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ସୁପର ସି ରିଜ୍-୧୦୦୦ ଟାଇଟଲ ବିଜୟୀ ହୋଇଛନ୍ତି
13.ସରକାରଙ୍କ ପକ୍ଷରୁ‘ମୋ କଲେଜ’ କାର୍ଯ୍ୟାକ୍ରମ ଆରମ୍ଭ ହେବାକୁଯାଉଛି । ମାର୍ଚ୍ଚ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ ।
14.ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇବେ ଓଡ଼ିଶାର ଅନ୍ୱେଷ ଶୁଭମ ପ୍ରଧାନ
୧୫.ଆମେରିକାର ପୁର୍ବତନରଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କବିରୋଧରେ ସଂସଦରେ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବ ଆସନ୍ତା ଫେବୃଆରୀ ୯ ତାରିଖରେ ବିଚାର ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି
୧୬. ବେଗୁନିଆ -ବୋଲଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ର ଙ୍କ ରବିବାର ଦିନ ସନ୍ଧ୍ୟାରେ ୬୮ବର୍ଷ ବୟସ ରେ ପରଲୋକ ହୋଇଯାଇଛି ।
17.ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଭାରତ (ଆଇଏଫଏଫଆଇ)ର ୫୧ତମ ସଂସ୍କରଣ ରବିବାର ଉଦ୍ଯାପିତ ହୋଇଛି। ଶ୍ୟାମାପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଚାଲିଥିବା ଏହି ମହୋତ୍ସବରେ ‘ଇନ ଟୁ ଦ ଡାର୍କନେସ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଗୋଲଡେନ ପିକକ୍ ପୁରସ୍କାର ଲାଗି ମନୋନୀତ ହୋଇଛି।
18.ଓଡ଼ିଶା ରାଜ୍ୟ ଚେସ୍ ସଂଘ ଦ୍ବାରା ଆୟୋଜିତ ପ୍ରଥମ ସମର ବିଜୟ ମହାନ୍ତି ସ୍ମାରକୀ ଚେସ୍ ପ୍ରତିଯୋଗିତାରେ ଫିଡେ ମାଷ୍ଟର ସୌମ୍ୟ ରଞ୍ଜନ ମିଶ୍ର (୬) ବିଜେତା ଆଖ୍ୟା ଅର୍ଜନ କରିଛନ୍ତି।
19.କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ପିଛି ୮୬ଟଙ୍କା ୩୮ ପିଇସା ଓ ଡିଜେଲ ୮୨ଟଙ୍କା ୬୮ପଇସାରେ ପହଞ୍ଚିଛି।
20.ବିଶ୍ବ ଅର୍ଥନୈତିକ ଦୃଶ୍ୟପଟରୁ ଗତବର୍ଷ ଜୁନ୍ର ଅଭିବୃଦ୍ଧିକୁ ବିଚାରକୁ ନେଇ ୨୦୨୦ ଅକ୍ଟୋବରରେ ବିଶ୍ବବ୍ୟାଙ୍କ ଦାରିଦ୍ର୍ୟ ଉପରେ କରୋନା ପ୍ରଭାବ ଉପରେ ଏକ ଆକଳନ କରିଥିଲା। ଏଥିରେ କରୋନା ପାଇଁ ୨୦୨୦ରେ ୮.୮ କୋଟିରୁ ୧୧.୫ କୋଟି ଲୋକ ଗରିବ ହୋଇଯିବେ ବୋଲି ବିଶ୍ବବ୍ୟାଙ୍କ କହିଥିଲା। କିନ୍ତୁ ଚଳିତମାସରେ ବିଶ୍ବବ୍ୟାଙ୍କ ଏହାର ସଦ୍ୟତମ ଆକଳନ ପ୍ରକାଶ କରିଛି। ଏଥିରେ କରୋନା ପାଇଁ ବିଶ୍ବରେ ୧୧.୯ କୋଟିରୁ ୧୨.୪ କୋଟି ଲୋକ ଗରିବ ହୋଇଯିବେ ବୋଲି କୁହାଯାଇଛି। |
696 |
Y |
|
3246 |
25-01-2021 |
English |
- Thirty-two children have been awarded the ‘Pradhan Mantri Rashtriya Bal Puraskar’ this year for their exceptional abilities and outstanding accomplishments in the fields of innovation, scholastics, sports, arts, culture, social service and bravery.
- Delhi Police on Sunday said it has taken an in-principle decision to allow farmers to hold their proposed tractor rally inside the territory of the national capital on January 26
- The rally organised by Akhil Bharatiya Kisan Sabha will be held in Mumbai on January 25, a statement issued by the organisation said on Saturday.
- Amazon has been ordered to pay Rs 45,000 to a law student who was promised a laptop for Rs 190 only, but it wasn't delivered.
- Madhavan, Chairman and Managing Director of Hindustan Aeronautics Limitedalso said that a number of countries have shown keen interest in procurement of the Tejas aircraft and that the first export order is likely to come by in the next couple of years.
- The e-elector photo identity card is non-editable digital version of the elector photo identity card and it can be saved in facilities such as digital locker and can be printed in the PDF format, Election Commission officials said.
- With the State government inoculating 22,364 more healthcare workers (HCWs) on Saturday, the total number of beneficiaries in Odisha crossed 1.5 lakh mark.
- The ruling Nepal Communist Party’s splinter faction led by Pushpa Kamal Dahal ‘Prachanda’ on Sunday expelled Prime Minister K P Sharma Oli from the party’s general membership, according to media reports.
- A COVID cess may be levied on the higher income groups, said experts. Finance Minister Nirmala Sitharaman will present the Union Budget on 1 February, 2021
- Indian Railways operated the longest freight train from Bhilai D Cabin to Korba
- The Delhi police estimated that about 15,000 tractors are present at Delhi border points now
- After a gap of almost a year, schools for classes 9 and 10 students (the academic year 2020 -21) in Telangana are set to reopen from 1 February and shall function till 26 May.
- SpiceJet Chairman and Managing Director Ajay Singh tweeted, 'Delighted to start flights to this strategic airport located on our border with China'
- All MLAs of the Aam Aadmi Party in Punjab will move towards Delhi on tractors from Shambhu at Punjab-Haryana border on Monday to support the tractor parade of farmers on Republic Day, said the party's state unit.
- President Ram Nath Kovind will address the nation on Monday on the eve of the 72nd Republic Day, which will be broadcast at 7:00 PM on All India Radio and Doordarshan TV channels across India.
- From Nashik alone, 20,000 farmers had joined the march and we are expecting 50,000 farmers will reach in Mumbai on January 25 from other parts of the state.
- AirAsia India commenced Bhubaneswar to Pune direct flight operation from Biju Patnaik International Airport (BPIA) here on Sunday.
- Anvesh Subham Pradhan has been awarded the ‘Pradhan Mantri Rashtriya Bal Puraskar 2021 from Odisha won the award under Scholastic category.
- People who have received Covid-19 jabs could still pass the virus on to others, UK’s Deputy Chief Medical Officer Jonathan Van-Tam has warned.
- Bruno Fernandes's stunning free-kick inflicted more misery on Liverpool as Manchester United progressed to the fifth round of the FA Cup with a thrilling 3-2 win at Old Tafford on Sunday.
|
693 |
Y |
|
3247 |
24-01-2021 |
English |
- Farmers protesting the central government's new agricultural laws said on Saturday that they will hold a 100-km tractor rally in Delhi on Republic Day after getting a go-ahead from the Delhi Police that set aside the initial resistance from authorities for the demonstration.
- Over a thousand large dams in India will be roughly 50 years old in 2025 and such aging embankments across the world pose a growing threat, according to a United Nations (UN) report which notes that by 2050, most people on Earth will live downstream of tens of thousands of dams built in the 20th century.
- Union Home Minister Amit Shah on Saturday rolled out the "Ayushman CAPF" scheme, extending the benefit of the central health insurance programme to the personnel of all armed police forces in the country.
- The Election Commission of India will formally launch the e-EPIC (Electronic Electoral Photo Identity Card) programme on January 25, the National Voter's Day.
- Prime Minister Narendra Modi today visited the Netaji Bhawan in Kolkata and paid tribute to Netaji Subhash Chandra Bose on his 124th birth anniversary.
- The World Health Organisation has thanked India for "continued support" in the fight against the COVID-19 pandemic. India has been sending vaccines to countries in the Southeast Asian neighbourhood and to others like Brazil and Morocco. South Africa will also get the vaccine soon.
- Jawaharlal Nehru University (JNU) after an RTI reply revealed that the varsity spent over Rs 9.90 lakh over the unveiling event of a statue of Swami Vivekananda in the campus. The statue was unveiled by Prime Minister Narendra Modi via video conference on November 12 last year.
- The military talks are slated to be held at the Moldo border point on the Chinese side of the Line of Actual Control (LAC) in eastern Ladakh, the sources said on Saturday.
- A team of doctors has been constituted to evaluate and monitor the former Bihar chief minister's condition and he has been admitted under Dr Rakesh Yadav, professor of Cardiology at AIIMS.
- India has received 8 Rafale jets, 3 more expected by month end: IAF chief
- More than eight years after his death, the ruling Shiv Sena honoured its founder and patriarch Bal Thackeray by installing a nine-feet tall bronze statue inside a traffic island near the National Gallery of Modern Art on MG Road in south Mumbai, on the occasion of his 95th birth anniversary
- The Supreme Court on Friday refused to accord early hearing to the plea related to mining major Vedanta’’s Sterlite copper unit at Tuticorin in Tamil Nadu which is closed since May 2018 over pollution concerns
- The Centre on Friday told the Supreme Court that it was not in favour of granting one extra opportunity to those civil services aspirants who could not appear in their last attempt in the exams conducted by the UPSC last year due to the COVID-19 pandemic
- South Africa has welcomed the United Nations’ Treaty on Prohibition of Nuclear Weapons (TPNW), which entered into force on Friday to ban nuclear weapons from the world.
- Central African Republic has declared a 15-day state of emergency throughout the country as a coalition of armed groups seeks to overthrow the newly re-elected President Faustin-Archange Touadera
- President Joe Biden on Wednesday revoked a recent Trump administration report that aimed to promote “patriotic education” in schools but that historians mocked and rejected as political propaganda.
- Indian Railway Catering and Tourism Corporation (IRCTC) will soon resume its e-catering services in phase-wise manner for the passengers travelling in the currently operating special trains
- Deputy Chief Minister Manish Sisodia on Thursday distributed cheques worth Rs 7.48 crore as financial assistance to 307 sportspersons. In a function organised at Chhatrasal Stadium, he urged the sportspersons from Delhi to achieve big and make Delhi and the entire nation proud.
- With the State government inoculating 22,364 more healthcare workers (HCWs) on Saturday, the total number of beneficiaries in Odisha crossed 1.5 lakh mark.
- India will be displaying some of its key military assets, such as T-90 tanks and BrahMos missile system, during the 72nd Republic Day celebrations on Rajpath, with a marching-cum-band contingent of the Bangladesh armed forces all set to take part in the ceremonial parade for the first time.
|
708 |
Y |
|
3248 |
24-01-2021 |
Odia |
- ଆଜି ଦେଶବ୍ୟାପୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳିତ ହୋଇଛି।
- ପୁରୁଣା ୫, ୧୦ ଓ ୧୦୦ ଟଙ୍କାର ନୋଟ୍ କୁ ପ୍ରତ୍ୟାହାର କରିବାକୁ ଆର ବି ଆଇ ଯୋଜନା କରୁଛି । ଚଳିତବର୍ଷ ମାର୍ଚ ଓ ଏପ୍ରିଲ୍ ସୁଦ୍ଧା ଏହି ପୁରୁଣା ନୋଟ୍ଗୁଡ଼ିକ ପୂରାପୂରି ଅଚଳ ହୋଇଯିବ ବୋଲି ପ୍ରସ୍ତାବ ରହିଛି ।
- ଭାରତୀୟ ରେଳରର ସମସ୍ତ ହେଲ୍ପଲାଇନ ନମ୍ବରକୁ ‘୧୩୯’ ସହିତ ମିଶ୍ରଣ କରାଯାଇଅଛି।
- କରୋନା ମହାମାରୀର ପ୍ରଭାବ ସତ୍ତ୍ବେ ୨୦୨୦ ନଭେମ୍ବର ସୁଦ୍ଧା ରାଜ୍ୟ ରପ୍ତାନିରେ ୫୫% ବୃଦ୍ଧି ପାଇଥିବାରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି।
- ପାକିସ୍ତାନ ଭାରତରେ ଅଶାନ୍ତି ସୃଷ୍ଟି କରିବା ଲାଗି ସୀମାନ୍ତରେ ସୁଡ଼ଙ୍ଗ ଖୋଳି ଜାମ୍ମୁ-କାଶ୍ମୀରକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଛି।
- ଦିଲ୍ଲୀର ଏକ ଏନଜିଓ ସେଣ୍ଟର ଫର କାଟାଲାଇଜିଂ ଚେଞ୍ଜ(ସି୩) , ଡିଜିଟାଲ୍ ଏମ୍ପାଓ୍ବାରମେଣ୍ଟ ଫାଉନଡେସନ୍ ସହ ମିଳିତ ଭାବେ ଭାରତୀୟ କିଶୋରୀଙ୍କ ପାଖରେ ଡିଜିଟାଲ୍ ଆକ୍ସେସ୍ ସମ୍ପର୍କରେ ସର୍ଭେ କରିଛି। ସର୍ଭେ ଅନୁସାରେ ୪୨ ପ୍ରତିଶତ କିଶୋରୀଙ୍କୁ ଦିନକୁ ଘଣ୍ଟାଏରୁ କମ୍ ସମୟ ମୋବାଇଲ ବ୍ୟବହାର କରିବାକୁ ଅନୁମତି ମିଳୁଛି।
- ଜାନୁଆରୀ ୨୬ରେ କୃଷକ ଏହି ଦେଶରେ ପ୍ରଥମ ଥର ଗଣତନ୍ତ୍ର ଦିବସରେ ପରେଡ୍ କରିବେ। ପାଞ୍ଚ ପର୍ଯ୍ୟାୟର ଆଲୋଚନା ପରେ କୃଷକଙ୍କ ଏହି ଦାବିକୁ ସ୍ଵୀକାର କରିଛି ଦିଲ୍ଲୀ ପୁଲିସ।
- ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ କାର୍ବନ୍ ଡାଇଅକ୍ସାଇଡ ନିର୍ଗମନ କମ୍ କରୁଥିବା କାର୍ବନ୍ କ୍ୟାପଚର୍ ଟେକ୍ନୋଲୋଜି ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କୁ ୧୦ କୋଟି ଡଲାର ଅର୍ଥାତ ୭୩୦ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।
- ୨୪ଘଣ୍ଟା ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ହରିଦ୍ୱାରରର ଜଣେ କଲେଜ ପଢ଼ୁଆ ଛାତ୍ରୀ ସୃଷ୍ଟି ଗୋସ୍ବାମୀ ।
- ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନକ ଅନୁଯାୟୀ ଏହି ଜଣ ପିଇବା ଯୋଗ୍ୟ। କୌଣସି ପ୍ରକାର ରାସାୟନିକ ପ୍ରତିକ୍ରିୟା ବିନା ବା ଅତ୍ୟଧିକ ଚାପ ଓ ତାପ ବିନା ବାୟୁରୁ ପିଇବା ଉପଯୋଗୀ ଜଳ ପ୍ରସ୍ତୁତ ହୋଇପାରୁଛି। ଏହାକୁ କରି ଦେଖାଇଛନ୍ତି ସିଙ୍ଗାପୁର ଜାତୀୟ ବିଶ୍ବବିଦ୍ୟାଳୟ (ଏନୟୁଏସ୍)ର ଗବେଷକ। ଗବେଷକମାନେ ଏମିତି ଏକ ଜିନିଷ ତିଆରି କରିଛନ୍ତି ଯାହାକୁ ବ୍ୟବହାର କରି ବାୟୁରୁ ଜଳ ତିଆରି ହୋଇପାରୁଛି। ଏହାକୁ ‘ଏରୋଜେଲ୍’ ବୋଲି କୁହାଯାଉଛି।
- ଲୋକପ୍ରିୟ ଟକ୍ ସୋ ହୋଷ୍ଟ୍ ଲ୍ୟାରି କିଙ୍ଗ୍ଙ୍କ ୮୭ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି
- ଖୋଲିଲା ଭିତର କନିକା । କମ୍ଭାର ଗଣନା ପାଇଁ ଗତ ୧୫ତାରିଖରୁ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ । ତେବେ ଉଦ୍ୟାନରେ ପ୍ରବେଶ ସମୟରେ କୋଭିଡ଼ କଟକଣା ମାନିବାକୁ ନିର୍ଦ୍ଦେଶ।
- ଝାରସୁଗୁଡ଼ା ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
- କଟକରେ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବସ୍ ଟର୍ମିନାଲ ପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ । ଖାନନଗରରେ ୧୨ ଏକର ଜାଗାରେ ନିର୍ମାଣ ହେବାକୁ ଯାଉଛି ଏହି ଅତ୍ୟାଧୁନିକ ବସ୍ ଟର୍ମିଟାଲ୍ । ଏହି ବସ୍ ଟର୍ମିନାଲ୍ରେ ୧୮୦ଟି ବସ୍ ପାର୍କିଂ କରି ହେବ ।
- 15. ଜାନୁଆରି ୨୭ ତାରିଖରେ ଶ୍ରୀଲଙ୍କାକୁ ୫୦୦,୦୦୦ ଡୋଜ୍ ଭାରତରେ ନିର୍ମିତ ‘କୋଭିସିଲ୍ଡ୍’ ଟିକା ଉପହାର ଭାବେ ପଠାଇବ ବୋଲି ଭାରତ ଘୋଷଣା କରିଛି। ଜାନୁଆରି ୨୭ରେ ଟିକା ତାଙ୍କ ଦେଶରେ ପହଞ୍ଚିବ ବୋଲି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବାୟ ରାଜପକ୍ଷ ମଧ୍ୟ ଘୋଷଣା କରିଛନ୍ତି।
- କୋଭିଡ୍ ମୁକାବିଲା ଦିଗରେ ଭାରତ ଯେଭଳି ଲଗାତାର ଭାବେ ସମଗ୍ର ବିଶ୍ବକୁ ସହଯୋଗର ହାତ ବଢ଼ାଇଛି ସେଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’) ମୁଖ୍ୟ ଟେଡ୍ରସ୍ ଆଦନମ୍ ଉଭୟ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି।
- ଶ୍ରୀମନ୍ଦିରର ଜଗମୋହନ ପାଖରେ ଥିବା ହୁଣ୍ଡିରେ ଶନିବାର ଦିନ ଦାନ ପାଖାପାଖି ୯ ଲକ୍ଷ ୨୯ ହଜାର ୧୪୨ ଟଙ୍କା ଦାନ ଆକାରରେ ମିଳିଥିବାବେଳେ ୧ ଗ୍ରାମ ୩୦ ମିଲିଗ୍ରାମ ସୁନା ଓ ୮୬ ଗ୍ରାମ ୨୦୦ ମିଲିଗ୍ରାମ ଓଜନର ରୂପା, ଭକ୍ତ ଦାନ ହୁଣ୍ଡିରେ ପକାଇଥିବା ଜଣାପଡିଛି।
- ବାୟୁସେନା ମୁଖ୍ୟ ରାକେଶ କୁମାର ସିଂହ ଭଦୋରିଆ କହିଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଯଦି ଚୀନ୍ ସେନା ଆକ୍ରମଣାତ୍ମକ ହେବ, ତେବେ ଭାରତ ବି ଏହାର ମୁହଁତୋଡ଼ ଜବାବ ଦେବ ବୋଲି ଚରମବାଣୀ ଶୁଣାଇଛନ୍ତି।
- ରାଜ୍ୟ ସ୍ତରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟତା ପାଇଛନ୍ତି। ପୁଣି ଥରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଯୋଗୀ ଆଦିତ୍ୟନାଥ। ଇଣ୍ଡିଆ ଟୁଡେ ଗ୍ରୁପ-କାର୍ଭି ଇନ୍ସାଇଟ୍ସ ଦ୍ବାରା କରାଯାଇଥିବା ମୁଡ୍ ଅଫ୍ ଦ ନେଶନ (ଏମଓଟିଏନ) ସର୍ଭେ ୨୦୨୧ରେ ଏହା ପ୍ରକାଶ କରାଯାଇଛି।
- ପଞ୍ଜାବ ସରକାର ନିର୍ମାଣ ଶ୍ରମିକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି | ଆସନ୍ତା ଆର୍ଥିକ ବର୍ଷ ଏପ୍ରିଲ ୨୦୨୧ ରୁ ନିର୍ମାଣ ଶ୍ରମିକଙ୍କ ଝିଅର ବିବାହ ସମୟରେ ୫୧ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି |
|
660 |
Y |
|
3249 |
23-01-2021 |
Odia |
- ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି।
- ପ୍ରଫେସର ସଞ୍ଜୟ ନାୟକ ରେଭେନ୍ସା ବିଶ୍ବ ବିଦ୍ୟାଳୟର ନୂତନ କୁଳପତି ଭାବେ ୪ ବର୍ଷ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ପ୍ରଦାନ କରିଛନ୍ତି।
- ସୋସିଆଲ ମିଡିଆ ଯଥା ଫେସବୁକ, ଟ୍ୱିଟର, ହ୍ବାଟସ୍ ଆପ୍ ଏବଂ ଟେଲିଗ୍ରାମ ଆଦିରେ ସରକାରୀ ମନ୍ତ୍ରୀ, ସାଂସଦ, ବିଧାୟକ କିମ୍ବା ସରକାରୀ କର୍ମଚାରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିହାର ସରକାର କଡ଼ା ଚେତାବନୀ ଦେଇଛନ୍ତି।
- ସିବିଆଇ ଭାରତରେ ୫.୬୨ ଲକ୍ଷ ଫେସବୁକ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ମାମଲାରେ କେମ୍ବ୍ରିଜ୍ ଆନାଲିଟିକା ଲିମିଟେଡ୍ ଏବଂ ଗ୍ଲୋବାଲ ଟାଇମ୍ସ ପ୍ରାଇଭେଟ୍ ଲିମିଟେଡ୍ ବିରୁଦ୍ଧରେ ମାମଲା ରୁଜୁ କରିଛି ।
- ନରୱେର ସାଂସଦ ଟ୍ରିନେ ସ୍କି ଗ୍ରାଣ୍ଡେ ଏକ ବଡ଼ ନିର୍ଣ୍ଣୟ ନେଇଛନ୍ତି । ସେ ଆନ୍ତର୍ଜାତିକ ଫ୍ୟାକ୍ଟ ଚେକିଂ ନେଟୱର୍କକୁ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛନ୍ତି
- ସରକାରୀ ଅଧିକାରୀଙ୍କ ଦ୍ୱରା ଚିହ୍ନଟ ବସ୍ତିରେ ରହୁଥିବା ପରିବାରଙ୍କୁ ଫ୍ଲାଟ୍ ବାଣ୍ଟିବା ପକ୍ରିୟା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ଏହି ଫ୍ଲାଟ୍ ଗୁଡିକ ଦେଢ ଲକ୍ଷରୁ ମଧ୍ୟ କମ୍ ଟଙ୍କାରେ ନିର୍ମିତ ହୋଇଛି । ବସ୍ତି ବାସିନ୍ଦାଙ୍କ ଥଇଥାନ ନିମନ୍ତେ ୯ ହଜାର ୩୧୫ଟି ଫ୍ଲାଟ୍ ପ୍ରସ୍ତୁତ କରାଯାଇଛି ।
- କୃଷି ଆଇନ୍ କୁ ନେଇ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ୧୧ମ ବୈଠକ ସମାପ୍ତ ହୋଇଛି। ହେଲେ ଏହି ବୈଠକ ମଧ୍ୟ ନିଷ୍ଫଳ ହୋଇଛି।
- ହକି ଦୁନିଆରଆଗାମୀ କ୍ରୀଡ଼ା ପ୍ରତିଭାମାନଙ୍କ ବିକାଶ ଓ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିଷ୍ଠା କରାଯାଇଥିବା ଓଡ଼ିଶା ନଭଲ ଟାଟା ହକିହାଇ ପରଫରମାନ୍ସ ସେଣ୍ଟର-ଏଚ୍ପିସି ପକ୍ଷରୁ କଳିଙ୍ଗ ହକି କମ୍ପେ୍ଲକ୍ସରେ ଏହାର ପ୍ରଥମ ବାଳକ ଆବାସିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ପାଇଁ ମୋଟ ୩୧ ଜଣ ପ୍ରଶିକ୍ଷାର୍ଥୀଙ୍କୁ ମନୋନୀତ କରାଯାଇଛି।
- ଚଳିତବର୍ଷ ହେବାକୁ ଥିବା ଆଇପିଏଲ ନିଲାମୀରେ ସାମିଲ ପାଇଁ ୬ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ, ତାରିଣୀ ସା ମନୋନୀତ ହୋଇଛନ୍ତି।
- ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସହିତ ଫ୍ୟୁଚର ଗ୍ରୁପ୍ର ପ୍ରସ୍ତାବିତ ବହୁ କୋଟି ଡଲାର ଚୁକ୍ତି ପରେ ଏହା ଦୃତ ଗତିରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ବି ଏସ ଇ ରେ, ଫ୍ୟୁଚର ରିଟେଲ ସେୟାରଗୁଡିକ ୮୧.୩୫ରେ ପହଞ୍ଚିଛି । ଯାହାକି ପୂର୍ବ ତୁଳନାରେ ୫ପ୍ରତିଶତ ଅଧିକ
- ପୂର୍ବତନ ପ୍ରଧାନ ବିଚାରପତି (ସିଜେଇ) ରଂଜନ ଗୋଗେଇଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ସ୍ତରର ‘ଜେଡ୍ ପ୍ଲସ୍’ ଭିଆଇପି ସୁରକ୍ଷା ବଳୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି।
- ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍ ପ୍ରଶାସନର କିଛି ବିଦେଶ ନୀତି ଓ ଜାତୀୟ ସୁରକ୍ଷା ସଂକ୍ରାନ୍ତ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ବଦଳାଇଦେବା ଭଳି ରହିଥିବା ନିର୍ଦ୍ଦେଶନାମାଗୁଡ଼ିକ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ପ୍ୟାରିସ ରାଜିନାମାରେ ଆମେରିକା ପୁଣି ଯୋଗଦେବା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଆମେରିକାର ଓହରିଯିବା ନିଷ୍ପତ୍ତିକୁ ଅଟକାଇବା, ଆପ୍ରବାସ ନୀତିରେ କଟକଣା କୋହଳ କରିବା, ମୁସଲିମ୍ ସମ୍ପ୍ରଦାୟଙ୍କ ଗମନାଗମନରେ ଲାଗିଥିବା କଟକଣା ହଟାଇନେବା ଏବଂ ତୁରନ୍ତ ନିର୍ମାଣାଧୀନ ମେକ୍ସିକୋ ସୀମା ପ୍ରାଚୀରର ନିର୍ମାଣ ବନ୍ଦ କରିବା ଆଦି ରହିଛି।
- ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ଦୁଇଟି ଇତିହାସ ରଚିଛନ୍ତି। ପ୍ରଥମ ମହିଳା ଭାବେ ଉପରାଷ୍ଟ୍ରପତି ଆସନ ମଣ୍ଡନ କରିଛନ୍ତି, ଏବଂ ସେ ପ୍ରଥମ ଅଣଶ୍ବେତାଙ୍ଗୀ ଭାବେ ହ୍ବାଇଟହାଉସ୍ର ଦ୍ବିତୀୟ ସର୍ବାଧିକ କ୍ଷମତାଶୀଳ ବ୍ୟକ୍ତିତ୍ବ
- ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ନେବେ। ୫୦ ବର୍ଷରୁ ଅଧିକ ବୟସର ସମସ୍ତ ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟରେ ଟିକା ନେବେ ବୋଲି ଜଣାପଡ଼ିଛି।
- କୋଭିଡ୍-୧୯ ମହାମାରୀ କାରଣରୁ ୨୦୨୦ରେ ଶେଷ ସୁଯୋଗ ହରାଇଥିବା କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି)ର ସିଭିଲ ସର୍ଭିସ ପରୀକ୍ଷାର୍ଥୀମାନଙ୍କୁ ଆଉ ଅତିରିକ୍ତ ସୁଯୋଗ ପ୍ରଦାନ କରାଯିବ ନାହିଁ ବୋଲି ଆଜି (ଶୁକ୍ରବାର) କେନ୍ଦ୍ର ସରକାର କହିଛନ୍ତି।
- ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ସମ୍ପ୍ରତି ତାଙ୍କ ହୋଟେଲ୍ ଓ ରିସର୍ଟ ବ୍ୟବସାୟ ପ୍ରତି ଧ୍ୟାନ ଦେଇଛନ୍ତି।
- ଆସନ୍ତା ଏପ୍ରିଲ ମାସ ବେଳକୁ ଏହି ନୋଟ୍ ଫେରାଇ ନେବା ପାଇଁ ରିଜର୍ଭ ବ୍ୟାଙ୍କ ଯୋଜନା କରୁଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚା ଆରମ୍ଭ ହୋଇ ଯାଇଛି । ଏହି ନୋଟ ବନ୍ଦ କରି ଦିଆଯିବ ଅର୍ଥାତ ଅଚଳ ହୋଇଯିବ । ଏହା ବଦଳରେ ୫ ଓ ୧୦ ଟଙ୍କିଆ ମୁଦ୍ରା ବ୍ୟବହାର ହେବ ବୋଲି କୁହାଯାଉଛି ।
- ସରକାରଙ୍କ ସହ ଏକାଦଶ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀର ବ୍ୟସ୍ତବହୁଳ ବାହ୍ୟ ରିଙ୍ଗ ରୋଡରେ ଜାନୁଆରି ୨୬ ଗଣତନ୍ତ୍ର ଦିବସରେ ସେମାନଙ୍କର ପ୍ରସ୍ତାବିତ ଟ୍ରାକ୍ଟର ରାଲି ଅନୁଷ୍ଠିତ ହେବ।
- ଓଡ଼ିଶାର ଅଧା ଲୋକଙ୍କ ପାଖରେ ମଧ୍ୟ ଇଣ୍ଟରନେଟ୍ ସେବା ପହଞ୍ଚି ନାହିଁ। ରାଜ୍ୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ମାତ୍ର ୪୬ ଜଣଙ୍କ ପାଖରେ ଇଣ୍ଟରନେଟ୍ ପହଞ୍ଚିଛି। ଏକ୍ଷେତ୍ରରେ ଦେଶର ଅନେକ ରାଜ୍ୟ ଠାରୁ ଓଡ଼ିଶା ପଛୁଆ ରହିଛି।
- ପେଟ୍ରୋଲ୍ ଦର ନିୟମିତ ବୃଦ୍ଧି ପାଉଥିବାରୁ ସିଏନ୍ଜି ଓ ପେଟ୍ରୋଲ୍ ଦର ଭିତରେ ଥିବା ଅନ୍ତର ଧୀରେ ଧୀରେ ବଡ଼ ହେବାରେ ଲାଗିଛି। ପେଟ୍ରୋଲ୍ ତୁଳନାରେ ସିଏନ୍ଜି ଶସ୍ତାରେ ଉପଲବ୍ଧ ହେଉଛି।
|
662 |
Y |
|
3250 |
23-01-2021 |
English |
- Bhajan Samrat Narendra Chanchal passed away at the age of 80. Born in Amritsar, Narendra Chanchal who considered Jalandhar as his workplace is no more with us.
- With the government's talks with farmer unions hitting a roadblock, Agriculture Minister Narendra Singh Tomar on Friday said some "forces" definitely want protests to continue for their own personal and political motives and no resolution is possible when the sanctity of agitation is lost.
- The Karnataka Chief Minister, BS Yediyurappa recently launched Avalokana software. The software will enable the state government to access data on expenditures and sanctions incurred on 1,800 programmes.
- The Indian government is planning to sell its stake in the IT major, Tata Communications Ltd. The government owns a stake of 26.1 percent in the IT firm.
- The Indian Army is to conduct a large scale joint military exercise Kavach in the Andaman Sea and Bay of Bengal. The exercise is to be held under the aegis of Andaman and Nicobar Command. The Joint Military Exercise Kavach will involve Indian Navy, Indian Army, Indian Air Force and Indian Coast Guard.
- The Reserve Bank of India (RBI) has imposed a monetary penalty of Rs 2 crore on Standard Chartered Bank–India for delays in reporting of frauds. The penalty has been imposed on the bank for non-compliance with certain directions issued by it contained in the ‘Reserve Bank of India (Frauds – Classification and Reporting by commercial banks and select FIs) Directions 2016’.
- Uttarakhand Chief Minister, Trivendra Singh Rawat will inaugurate the first child-friendly police station of Uttarakhand, which is meant to provide a friendly environment to children associated with crimes.
- A Rajya Sabha member now, Former CJI Ranjan Gogoi will be included in the Z+ security category, sources said on Friday.
- The Appointments Committee of the Cabinet has appointed Siddhartha Mohanty as the managing director of India’s largest insurer Life Insurance Corporation (LIC) from February 1 onwards
- Former Arunachal Governor Mata Prasad has passed away at the age of 95. He served as minister in the Congress government in Uttar Pradesh in 1988- 89 and appointed as Governor of Arunachal Pradesh in 1993.
- Class 10 students will appear the matriculation or annual high school certification (HSC) examination exams in Odisha this year at their own schools, sources at Board of Secondary Education (BSE) said on Friday.
- In a massive crackdown on traffic violators, the driving licenses (DLs) of over 4,000 persons have been suspended in Odisha in the last 21 days. The DLs of 4267 persons have been suspended for three months on the charges of various traffic violations including drunken driving in different parts of the State on 220121
- The board of Sundaram Finance has named Rajiv Lochan (director Strategy) as managing director with effect from April 1. Sundaram Finance Ltd has made top-level changes as the current managing director T.T. Srinivasaraghavan will be retiring on March 31, 2021.
- Legal action will be taken against those making objectionable comments on social media against the government, ministers, MPs MLAs or government officials.
- The government has denied permission to the protesting farmers to organize a tractor rally on the Outer Ring Road in Delhi on the occasion of Republic Day on January 26.
- Shares of Reliance Industries rose by more than 3 percent on Thursday, extending its rally over the past sessions. The shares of Reliance Industries rose to Rs 2,110 in the session.
- India is supplying COVID-19 vaccines being manufactured in the country to neighbouring countries including Bhutan, Maldives, Nepal, Myanmar and Bangladesh but has not received any request from Pakistan.
- The Uttar Pradesh (UP) Police, in Mumbai for last three days, recorded statements of makers of Amazon web series "Tandav" in a case of "hurting religious sentiments" filed against them in state capital Lucknow on January 20.
- NCP president Sharad Pawar on Friday said he will take part in a protest planned in Mumbai to express support for farmers agitating against the new agri-marketing laws enacted by the Modi government.
- The University Grants Commission (UGC) has extended the last date for completing the Master’s degree or equivalent course with requisite percentage of marks as per the eligibility of National Eligibility Test (NET). As per the latest notification issued by UGC, the last date has been extended till December 31, 2021.
|
707 |
Y |
|