# |
Date |
Type |
Current Affairs |
No. Of Views |
Status |
Action |
861 |
21-06-2024 |
Odia |
-
1.ଆଜି ୧୦ମ ବିଶ୍ଵ ଯୋଗ ଦିବସ। ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି।
-
2.ମଦ ଦୁର୍ନୀତି ମାମଲାରେ ନିମ୍ନ ଅଦାଲତରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦିଆଯାଇଥିବା ଜାମିନ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ଏହି ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଜାମିନ ନାମଞ୍ଜୁର କରିଛନ୍ତି।
-
3.ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ରେ ବଡ଼ ଧରଣର ଅନିୟମିତତା ଅଭିଯୋଗ ଆସିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କାର୍ଯ୍ୟର ଯାଞ୍ଚ ପାଇଁ କେନ୍ଦ୍ର ସରକାର ଗୁରୁବାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।
-
4.୬୬ ବର୍ଷରେ ପାଦ ଦେଇଛନ୍ତି ରାଷ୍ଟପତି ଦ୍ରୌପଦୀ ମୁର୍ମୁ। ଜନ୍ମ ଦିନ ଅବସରରେ ସକାଳୁ ରାଷ୍ଟ୍ରପତି ସ୍ଥାନୀୟ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ।
-
5.ବାୟୁ ପ୍ରଦୂଷଣ ଶିଶୁଙ୍କ ସ୍ବାସ୍ଥ୍ୟକୁ ଅତି ସାଂଘାତିକ କ୍ଷତି ପହଞ୍ଚାଉଛି। ବିଷାକ୍ତ ବାୟୁ ପ୍ରତି ବର୍ଷ ବିଶ୍ବରେ ପ୍ରାୟ ୮ ଲକ୍ଷ ଶିଶୁଙ୍କ ଜୀବନ ନେଉଛି ଏବଂ ପ୍ରତି ଘଣ୍ଟାରେ ୮୦ ଜଣ ଶିଶୁ ପ୍ରଦୂଷଣଜନିତ ମୃତ୍ୟୁର ଶିକାର ହେଉଥିବା ଏକ ଆକଳନରୁ ଜଣାପଡ଼ିଛି।
-
6.ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ପାଟନା ପୁଲିସ ୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ସ୍ୱୀକାରୋକ୍ତି ଅନୁସାରେ ଲିକ୍ ହୋଇଥିବା ପ୍ରଶ୍ନପତ୍ର ପ୍ରଦାନ କରିବା ପାଇଁ ଏକ ଗ୍ୟାଙ୍ଗ ଦ୍ୱାରା ଜଣପିଛା ୩୨ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା।
-
7.୩୭ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ସୁହାସ ସୁବ୍ରମଣ୍ୟମ୍ ଭର୍ଜିନିଆ କଂଗ୍ରେସ ଆସନ (ସଂସଦୀୟ ଆସନ) ପାଇଁ ଡେମୋକ୍ରାଟିକ୍ ଦଳର ପ୍ରାଥମିକ ନିର୍ବାଚନରେ ବିଜୟ ଲାଭ କରିଛନ୍ତି।
-
8.ଟି-୨୦ ବିଶ୍ବକପ୍ ୨୦୨୪ର ସୁପର-୮ରେ ଭାରତୀୟ ଦଳ ଆଜି ଆଫଗାନିସ୍ତାନ ବିପକ୍ଷ ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ଭାରତୀୟ କ୍ରିକେଟ ଜଗତରେ ଏକ ଦୁଃଖଦ ଘଟଣା ଘଟିଛି ।
-
9.ଗୋଟିଏ ପଟେ ଭାରତ ଏଥର ରେକର୍ଡ ଭାଙ୍ଗି ଗରମ ଅନୁଭବ କରୁଛି। ସେପଟେ ସାଉଦି ଆରବରେ ମଧ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳୁଛି । ପ୍ରବଳ ଗରମ ମଧ୍ୟରେ ମକ୍କାରେ ହଜ୍ ଯାତ୍ରା ସମୟରେ ୧୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି।
-
10.ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ୍)ରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଡିଜିଟାଲ୍ ଇଣ୍ଡିଆକୁ ପ୍ରାଧାନ୍ୟ ଦେଇ ବିଭାଗ ପକ୍ଷରୁ ସମସ୍ତ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯିବ।
-
11.ଅନ୍ତର୍ଜାତୀୟ ବଜାରରେ ପ୍ରତିଯୋଗିତା ସତ୍ତ୍ବେ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ମୋଟ ସାମୁଦ୍ରିକ ଖାଦ୍ୟ ରପ୍ତାନି ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଭାରତରୁ ମୋଟ ୧୭ ଲକ୍ଷ ୮୧ ହଜାର ୬୦୨ ଟନ୍ ସାମୁଦ୍ରିକ ଖାଦ୍ୟ ରପ୍ତାନି କରାଯାଇଛି, ଯାହାର ମୂଲ୍ୟ ୬୦,୫୨୩.୮୯ କୋଟି ଟଙ୍କା।
-
12.ଜୁନ୍ ୨୧ରେ ସମଗ୍ର ବିଶ୍ୱରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ କରାଯାଇଛି।
-
13.ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏକ ୧୧ଦିନିଆ ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ୍ ଫେୟାର (ବିଆଇଟିଏଫ୍)ର ଆୟୋଜନ କରାଯାଉଛି। ଏହି ମେଳା ୨୦୨୪ ଜୁନ୍ ୨୧ରୁ ଜୁଲାଇ ୧ ପର୍ଯ୍ୟନ୍ତ ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ଜନତା ମଇଦାନଠାରେ ଆୟୋଜନ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
-
14.ଆମେରିକା ସମେତ ବିଶ୍ବର ଅନେକ ଦେଶରେ ଏବେ ତାପମାତ୍ରା ଭୀଷଣ ବଢିବାରେ ଲାଗିଛି । ଏସିଆ ଓ ୟୁରୋପ ମହାଦେଶରେ ଲୋକେ ଗରମରେ ହନ୍ତସନ୍ତ ହେଉଛନ୍ତି । ସାଉଦି ଆରବରେ ତାପମାତ୍ରା ୫୧ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି ।
-
15.ସ୍ବିସ୍ ବ୍ୟାଙ୍କରେ ଥିବା ଭାରତୀୟଙ୍କ ସମ୍ପତ୍ତି ୨୦୨୩ରେ ୭୦% କମିଛି। ଏହା ୪ବର୍ଷର ସର୍ବନିମ୍ନ ସ୍ତର ୧.୦୪ ବିଲିୟନ ସ୍ବିସ୍ ଫ୍ରାଙ୍କ (୯ ହଜାର ୭ଶହ ୭୧ କୋଟି ଟଙ୍କା)ରେ ପହଞ୍ଚିଥିବା ସ୍ବିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ଗୁରୁବାର ତଥ୍ୟ ପ୍ରକାଶ କରିଛି।
|
286 |
Y |
|
862 |
21-06-2024 |
English |
-
1.PM Modi did different yoga asanas in an indoor hall along with a reduced number of guests due to the rain in Srinagar. Moderate to heavy rain was reported throughout the Kashmir Valley.
-
2.In a setback for Arvind Kejriwal, Delhi High Court paused his release order in a corruption case related to the Delhi Liquor Policy until Enforcement Directorate's petition is heard.
-
3.Vice President Jagdeep Dhankhar and Prime Minister Narendra Modi were among a host of prominent leaders who wished President Droupadi Murmu a long and healthy life on her 66th birthday on Thursday.
-
4.The state government Thursday said schools will revert to their regular timetable from June 22.
-
5.Amid unprecedented outrage over alleged irregularities in NEETUG 2024, the Supreme Court sought responses from the Centre, National Testing Agency (NTA) and others on a slew of petitions, including those seeking scrapping of the all-India medical entrance test and a courtmonitored probe, Thursday
-
6.At least 22 persons succumbed to heat-related illnesses at Delhi’s three premier healthcare facilities, including Ram Manohar Lohia Hospital, in the last 24 hours, officials said, Thursday
-
7.Senior BJP leader Surama Padhy was Thursday elected unopposed the Speaker of the Odisha Assembly.
-
8.The Indian Institute of India (IIT) Bombay has imposed a fine of up to `1.2 lakh on eight students, who performed a play that allegedly mocked Lord Ram and portrayed the ‘Ramayana’ in a bad light, a fellow student said Thursday.
-
9.The Election Commission of India (ECI) has received applications from six states for checking/verification of “burnt memory/microcontroller of EVMs” used in the recently held Lok Sabha elections, an official statement said Thursday.
-
10.In a setback to the Nitish Kumar government in Bihar, the Patna High Court Thursday struck down its last year’s decision to raise quotas for Dalits, backward classes and tribals from 50 to 65 per cent.
-
11.The Financial Intelligence Unit (FIU) has slapped a penalty of `18.82 crore on the world’s largest crypto exchange Binance for alleged contravention of the country's anti-money laundering law.
-
12.The unrelenting heatwave sweeping large parts of the country has claimed at least 114 lives and left more than 40,984 people grappling with suspected heatstroke between March 1 and June 18 this year, Health Ministry sources said Thursday.
-
13.Lt Gen NS Raja Subramani is set to be the next Vice Chief of Army Staff with the government clearing his appointment to the post, official sources said Thursday.
-
14.Funds parked by Indian individuals and firms in Swiss banks, including through local branches and other financial institutions, fell sharply by 70 per cent in 2023 to a four-year low of 1.04 billion Swiss Francs (`9,771 crore), annual data from Switzerland’s central bank showed Thursday
-
15.Retirement fund body Employees’ Provident Fund Organisation (EPFO) added a record 18.92 lakh net members in April, payroll data released Thursday showed.
|
312 |
Y |
|
863 |
20-06-2024 |
Odia |
-
1.ଚୀନର ସିଂଘୁଆ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ବିଶ୍ବର ପ୍ରଥମ ଇଲେକ୍ଟ୍ରୋନିକ୍ ଚର୍ମ ବା ଇ-ସ୍କିନ୍ ବିକଶିତ କରିପାରିଛନ୍ତି।
-
2.ଦେଶ ଭିତରେ ବ୍ୟାଙ୍କ୍ ମାଧ୍ୟମରେ ଟଙ୍କା ନେଣଦେଣ ପାଇଁ ଆଇଏଫ୍ଏସ୍ କୋଡ୍ ଆବଶ୍ୟକ ହେଉଥିବା ବେଳେ ଅନ୍ୟଦେଶ ସହ ଟଙ୍କା ଦେଣନେଣ ପାଇଁ ଆବଶ୍ୟକ ହୁଏ ସ୍ବିଫ୍ଟ୍ କୋଡ୍। ଏହାକୁ ‘ବ୍ୟାଙ୍କ୍ ଆଇଡେଣ୍ଟିଫାୟର୍ କୋଡ୍‘ ବା ସଂକ୍ଷେପରେ ‘ବିିକ୍‘ ମଧ୍ୟ କୁହାଯାଏ। ସ୍ବିଫ୍ଟ କହିଲେ ‘ସୋସାଇଟି ଫର୍ ୱାର୍ଲଡୱାଇଡ୍ ଇଣ୍ଟରବ୍ୟାଙ୍କ୍ ଫାଇନାନ୍ସିଆଲ୍ ଟେଲିକମ୍ୟୁନିକେସନ୍‘କୁ ବୁଝାଏ।
-
3.ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ ଯେତେବେଳେ ଜଣେ ସାଥୀ ବୈବାହିକ ସଂପର୍କରେ ଥାଆନ୍ତି, ସେତେବେଳେ ଲିଭ-ଇନ୍ ସମ୍ପର୍କ ବୈଧ ନୁହେଁ ଜଷ୍ଟିସ୍ ଆରଏମଟି ଟିକା ରମଣ କହିଛନ୍ତି ଦୁଇଜଣ ବୟସ୍କ ଯିଏ ଏକାଠି ରହୁଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କୁ ବିବାହ କରିସାରିଛନ୍ତି, ସେମାନଙ୍କ ଲିଭ୍-ଇନ ସାଥିଙ୍କର କୌଣସି ସମ୍ପତ୍ତି ଉତ୍ତରାଧିକାରୀ କିମ୍ବା ଉତ୍ତରାଧିକାରୀ ହେବାର ଅଧିକାର ନାହିଁ ତେବେ ସେ ଉତ୍ତରାଧିକାର ଅଧିକାର ଦାବି କରି ପାରିବେ ନାହିଁ।
-
4.ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହାଜତ ମିଆଦ ଆସନ୍ତା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
-
5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ବିହାରରେ ଥିବା ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ଉଦ୍ଘାଟନ କରିଛନ୍ତି।
-
6.ଚଳିତ ବର୍ଷ ହଜ୍ ଯାତ୍ରା ସମୟରେ ଅସହ୍ୟ ଗରମ ପାଇଁ ୫୭୭ ଜଣ ହଜ୍ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୬୮ ଜଣ ଭାରତୀୟ ଅଛନ୍ତି। ମକ୍କାର ଗ୍ରାଣ୍ଡ୍ ମସଜିଦରେ ଗତ ସୋମବାର ତାପମାତ୍ରା ୫୧.୮ ଡିଗ୍ରି ସେଲସିୟସ ଥିଲା।
-
7.ବିବାହ ବନ୍ଧନରେ ବାନ୍ଧିହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡରେ ନାଦିଆଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ଅରୁଣ ।
-
8.ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ର ବିଡିଓ ଭାବେ କାର୍ଯ୍ୟ କରୁଥିଲେ।
-
9.ଚଳିତ ବର୍ଷ ୪୩୦୦ ଧନୀ ଲୋକ ଭାରତ ଛାଡ଼ିବେ ବୋଲି ହେଲ୍ନି ପ୍ରାଇଭେଟ୍ ୱେଲ୍ଥ ମାଇଗ୍ରେସନ୍ ରିପୋର୍ଟ ୨୦୨୪ରେ ଆକଳନ କରାଯାଇଛି। ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)କୁ ପସନ୍ଦର ସ୍ଥାନ ଭାବେ ଚୟନ କରୁଛନ୍ତି। ଶୂନ ଆୟକର ନୀତି, ଗୋଲ୍ଡେନ୍ ଭିସା, ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଲୋକମାନେ ସେହି ଦେଶରେ ରହିବାକୁ ପସନ୍ଦ କରୁଛନ୍ତି।
-
10.ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦେଶର ବିଭିନ୍ନ ସହରରେ ୧୮ ଜୁନ୍ ୨୦୨୪ ରେ ହେବାକୁ ଥିବା ୟୁଜିସି-ଏନଇଟି ଜୁନ୍ ୨୦୨୪ ପରୀକ୍ଷାକୁ ବାତିଲ କରିଦେଇଛି।
-
11.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ସତ୍ୟ ବୋଲି ପ୍ରମାଣିତ ହେଉଛି। ଲୋକ ସଭା ନିର୍ବାଚନ ସମୟରେ ଏକ ରାଲିରେ ସେ ଷ୍ଟକ ମାର୍କେଟ ବିଷୟରେ ଦେଇଥିବା ପୂର୍ବାନୁମାନ ଏପର୍ଯ୍ୟନ୍ତ ୧୦୦ ପ୍ରତିଶତ ସଠିକ ପ୍ରମାଣିତ ହୋଇଛି।
-
12.ଧାନ, ରାଗି, ବାଜରା, ମକା, କପା ସମେତ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ବୁଧବାର କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଥିବା ସୂଚନ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
-
13.ତାଇୱାନକୁ ୩୬୦ ମିଲିୟନ ଡଲାର ମୂଲ୍ୟର ନୂତନ ଅସ୍ତ୍ର ବିକ୍ରିକୁ ବାଇଡେନ ପ୍ରଶାସନ ଅନୁମୋଦନ କରିଛି। ଏଥିରେ 291Altius-600M ସିଷ୍ଟମ ଅନ୍ତର୍ଭୁକ୍ତ ।
-
14.୨୧ ଜୁନରେ ଆକାଶରେ ବିରଳ ଦୃଶ୍ୟ ଦେଖିବାକୁ ମିଳିବ । ସାରା ବିଶ୍ବ ପାଇଁ ଏହା ବହୁତ ଖାସ୍ ହେବ । ସେଦିନ ପୂର୍ଣ୍ଣିମା ରାତି ।
-
15.ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ଏହି ବୈଠକରେ ବିରୋଧୀ ଦଳ ନେତା ଭାବେ ଚୟନ କରାଯାଇଛି। ବିଜେଡି ବିଧାୟକ ଦଳ ବୈଠକରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିରୋଧୀ ଦଳ ଉପନେତା, ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଓ ପ୍ରତାପ ଦେବଙ୍କୁ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଭାବେ ଚୟନ କରାଯାଇଛି।
|
291 |
Y |
|
864 |
20-06-2024 |
English |
-
1.The government Wednesday raised the minimum support price (MSP) for paddy by 5.35 per cent to `2,300 per quintal for the 2024-25 kharif marketing season.
-
2.Approximately 4,300 millionaires are expected to leave India this year, with a significant number choosing the UAE as their permanent destination, according to a report by international investment migration advisory firm ‘Henley & Partners’. Last year the same firm had reported that 5,100 Indian millionaires had relocated abroad.
-
3.Former CM Naveen Patnaik said Wednesday he would be the Leader of the Opposition (LoP) in the Odisha Legislative Assembly.
-
4.Senior BJP leader and Ranpur MLA Surama Padhy filed Wednesday her nomination papers for the election to the post of Speaker of the Odisha Legislative Assembly.
-
5.The State Transport Authority (STA) has undertaken a host of measures, including special buses from Cuttack and Bhubaneswar to Puri and police assistance at bus stops, to ensure devotees reach the Holy City and take back pleasant memories during Rath Yatra.
-
6.State Higher Education Minister Suryabanshi Suraj Wednesday said that the government is committed to implementing the New Education Policy (NEP) in order to promote poor and meritorious students of the state.
-
7. Chief Minister Mohan Charan Majhi has urged the people to give their suggestions and participate in the Budget-making process.
-
8.Prime Minister Narendra Modi will mark this year’s International Day of Yoga June 21 in Srinagar during which he will address the gathering and also participate in a yoga session.
-
9.“We will never go with those who tried to finish off the Shiv Sena “ said Uddhav Thackeray. SHIV SENA (UBT) CHIEF.
-
10India has received 20 per cent below normal rainfall since the start of the monsoon period June 1, and overall precipitation for the entire month will also be subpar, the India Meteorological Department (IMD).
-
11.The Tibetans have the right to self-determination and should be allowed to practise their religion freely, US House Foreign Affairs Committee chair Michael McCaul said Wednesday after he led a delegation here to meet spiritual leader Dalai Lama.
-
12.Delhi Water Minister Atishi Wednesday said that she has written to Prime Minister Narendra Modi over the water crisis in the national capital and threatened to go on an indefinite hunger strike from June 21 if the issue is not resolved within a couple of days.
-
13.Air pollution contributed to 8.1 million deaths worldwide in 2021, with India and China recording 2.1 million and 2.3 million fatalities, respectively, according to a report released Wednesday.
-
14.A diplomat in Saudi Arabia said Wednesday that 68 Indian nationals died during the hajj pilgrimage this year marked by searing heath, bringing the overall tally to more than 600.
-
15.The Indian automobile industry grew 19 per cent to `10.22 lakh crore in FY24 driven by a robust growth in the utility and sports utility vehicle (SUV) segment, a report said .
|
294 |
Y |
|
865 |
19-06-2024 |
Odia |
-
1.ଲେହ ଲଦାଖର ଆକାଶରେ ଡବଲ ସନ୍ ହାଲୋ (ଦ୍ବୈତ ସୌରପ୍ରଭା ବଳୟ) ନାମକ ଏକ ବିରଳ ମହାକାଶୀୟ ଘଟଣା ଦେଖିବାକୁ ମିଳିଥିଲା, ଯାହା ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
-
2.ବର୍ତ୍ତମାନ ଦ୍ବାରକାରୁ ପୁରୀ ପର୍ଯ୍ୟନ୍ତ ସିଧା ଯାତ୍ରା ଏତେଟା ସହଜ ନୁହେଁ। ଦେଶରେ ଏହି ଦୁଇ ପ୍ରମୁଖ ଧାମ ମଧ୍ୟରେ ଦୂରତା ପ୍ରାୟ ୨୧୫୦ କିମି ଓ ଯାତ୍ରା ସମୟ ୪୫ ଘଣ୍ଟାରୁ ଅଧିକ ଲାଗିଥାଏ। ଯଦି ପୂର୍ବ- ପଶ୍ଚିମ ଏକ୍ସପ୍ରେସ ୱେ ନିର୍ମାଣ କରାଯାଏ, ଦୁଇ କ୍ଷେତ୍ର ମଧ୍ୟରେ ଯାତ୍ରା ସୁବିଧାଜନକ ହୋଇପାରିବ।
-
3.ଷ୍ଟକ୍ହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ସିପ୍ରି) ଗତକାଲି ପ୍ରକାଶିତ ନୂତନ ଇୟରବୁକ୍ରେ କହିଛି ଯେ ଭାରତ ୨୦୨୩ରେ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରକୁ ସାମାନ୍ୟ ବିସ୍ତାର କରିଛି।
-
4.ମହାରାଷ୍ଟ୍ରରେ ଜଣେ ମହିଳା ନିଜ କାର୍କୁ ପାହାଡ଼ରୁ ପଛୁଆ ଚଳାଇବା ବେଳେ ଏହା ୩୦୦ ଫୁଟ୍ ତଳକୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି।
-
5.ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଅଭିଯୋଗ କରିଛି ଯେ ୱାଇଏସ୍ଆର୍ସିପି ସୁପ୍ରିମୋ ୱାଇଏସ୍ ଜଗନ ମୋହନ ରେଡ୍ଡୀ ସରକାରୀ ଅର୍ଥର ବ୍ୟାପକ ଦୁରୁପଯୋଗ କରି ବିଶାଖାପାଟଣା ସ୍ଥିତ ଏକ ପାହାଡ଼ ଉପରେ ପ୍ରାସାଦ ନିର୍ମାଣ କରିଛନ୍ତି।
-
6.ଗତ ପାଞ୍ଚ ବର୍ଷ ମଧ୍ୟରେ ଜାତୀୟ ରେଳ ସୁରକ୍ଷା ନାମରେ ମୋଟ ୧୦୮୭୪୨.୫୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୭-୧୮ ବର୍ଷରେ ୧୭୨୫୯.୫୩ କୋଟି, ୨୦୧୮-୧୯ ରେ ୧୯୫୯୫.୬୩ କୋଟି, ୨୦୧୯-୨୦ରେ ୧୬୭୯୯.୬୧ କୋଟି, ୨୦୨୦-୨୧ରେ ୨୭୭୧୩.୩୧ କୋଟି ଏବଂ ୨୦୨୧-୨୨ ବର୍ଷରେ ୨୭୩୭୪.୪୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
-
7.କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର୍ ଦର୍ଶନ ଥୁଗୁଦୀପାଙ୍କୁ ଗତ ସପ୍ତାହରେ ଜଣେ ପ୍ରଶଂସକଙ୍କୁ ହତ୍ୟା କରିଥିବା ଅପରାଧରେ ପୁଲିସ ଗିରଫ କରିଛି। ମୃତ ପ୍ରଶଂସକଙ୍କ ନାମ ରେଣୁକା ସ୍ବାମୀ ବୋଲି ଜଣାପଡ଼ିଛି।
-
8.ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ମୁଦ୍ରାସ୍ଫୀତି ଉପରେ ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି ଯେ ଖୁଚୁରା ମୁଦ୍ରାସ୍ଫୀତି ଚାରି ପ୍ରତିଶତ ଲକ୍ଷ୍ୟକୁ ଆଣିବାକୁ ଆରବିଆଇ ଚେଷ୍ଟା କରୁଛି, କିନ୍ତୁ ଦେଶରେ ଖାଦ୍ୟ ମୂଲ୍ୟ ବୃଦ୍ଧି ଯୋଗୁ ମୁକାବିଲା ପ୍ରକ୍ରିୟା ମନ୍ଥର ଗତିରେ କାର୍ଯ୍ୟ କରୁଛି।
-
9.ସୋସିଆଲ ମିଡିଆ ‘ଏକ୍ସ’ରେ ଆକାଉଣ୍ଟ ଖୋଲିବେ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶକ୍ରମେ କର୍ମଚାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି।
-
10.ନୂଆ ମୁଖ୍ୟମନ୍ତ୍ରୀଙ୍କୁ ତୃତୀୟ ମହଲା ଆବଣ୍ଟିତ ହେବା ପରେ ସେଠାରେ ଥିବା ସଚିବାଳୟ ସେବା କ୍ୟାଡରର ୨୨ ଜଣ ଅଫିସରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଡେପୁଟି ସେକ୍ରେଟାରିଙ୍କ ସମେତ ୬ ଜଣ ସେକ୍ସନ ଅଫିସର, ୧୫ ଜଣ ଏଏସ୍ଓ।
-
11.ଥାଇଲାଣ୍ଡରେ ମଧ୍ୟ ସମଲିଙ୍ଗୀ ବିବାହ ବୈଧ ହୋଇଯିବ। ଏହାର ନ୍ୟାଶନାଲ ଆସେମ୍ଲିରେ ଏନେଇ ଜଡ଼ିତ ବିଧେୟକ ପାରିତ ହୋଇଛି। ଏବେ ଥାଇଲାଣ୍ଡର ରାଜା ମହା ବଜିରାଲୋକୋର୍ନ ମଞ୍ଜୁରୀ ଦେବା ପରେ ଏହି ବିବାହକୁ ଆଇନଗତ ମାନ୍ୟତା ମିଳିବ।
-
12.ରାଜ୍ୟରେ ନୂଆ ସରକାର ଗଠନ ହୋଇଛି। ବିଧାନସଭା ନୂଆ ରୂପ ନେଇଛି। ବିଧାୟକଙ୍କୁ ବୈଷୟିକ କ୍ଷେତ୍ରରେ ଦକ୍ଷ କରାଯିବ। ବିନା କାଗଜରେ ପରିଚାଳନା ହେବ ବିଧାନସଭା। ଏଥିପାଇଁ ବାଚସ୍ପତିଙ୍କ ସମେତ ସମସ୍ତ ବିଧାୟକଙ୍କ ଆସନରେ ଲାଗିଛି ଆଇ-ପ୍ୟାଡ୍।
-
13.ଟି୨୦ ବିଶ୍ୱକପ୍ର ଲିଗ୍ ପର୍ଯ୍ୟାୟ ମଙ୍ଗଳବାର ଶେଷ ହୋଇଛି। ନିକୋଲାସ୍ ପୁରନଙ୍କ ୯୮ ରନ୍ ବଳରେ ଆଫଗାନିସ୍ତାନକୁ ୧୦୪ ରନ୍ରେ ପରାସ୍ତ କରିଛି ଓ୍ବେଷ୍ଟଇଣ୍ଡିଜ୍। ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍ ୨୦ ଓଭରରେ ୫ ଉଇକେଟ ହରାଇ ୨୧୮ ରନ୍ କରିଥିଲା।
-
14.ଭାରତୀୟ ଗ୍ରାଣ୍ଡମାଷ୍ଟର ଅର୍ଜୁନ ଏରିଗାସିଙ୍କଠାରୁ ଆଉ ଏକ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଆର୍ମେନିଆର ଜର୍ମୁକ୍ଠାରେ ମଙ୍ଗଳବାର ଶେଷ ହୋଇଥିବା ଆଭାଜ୍ଞାନ ମେମୋରିଆଲ ଚେସ୍ ଟୁର୍ନାମେଣ୍ଟର ଟାଇଟଲ ବିଜୟୀ ହୋଇଛନ୍ତି
-
15.ଛତିଶଗଡ଼ର ବିଳାସପୁରସ୍ଥିତ ବାହତରାଇ ଆଥଲେଟିକ୍ସ ଷ୍ଟାଡିୟମରେ ସୋମବାର ଶେଷ ହୋଇଥିବା ୧୯ଶ ଜାତୀୟ ଯୁବ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଶାର ପ୍ରତୀକ ମହାରଣା।
|
312 |
Y |
|
866 |
19-06-2024 |
English |
-
1.The toll in the train accident in West Bengal's Darjeeling district rose to 10, an official said Tuesday.
-
2.The Supreme Court Tuesday said even if there was “0.001 per cent negligence” on the part of anyone in the conduct of the NEETUG 2024 examination, it should be thoroughly dealt with.
-
3.Chief Minister Mohan Chanran Majhi Tuesday announced that all the left-out eligible farmers in Odisha will receive funds under the PM Kisan Samman Nidhi within 15 days. Majhi made this announcement while addressing his first public meeting after becoming the chief minister of Odisha June 12.
-
4.Chief Minister Mohan Charan Majhi, deputy chief ministers – Kanak Vardhan Singh Deo and Pravati Parida - and BJD president Naveen Patnaik took oath as members of the 17th Odisha Legislative Assembly here Tuesday.
-
5.The Orissa High Court Tuesday upheld the merit list prepared by the Odisha School Education Programme Authority (OSEPA) for the recruitment of junior teachers in primary and upper primary schools in January this year.
-
6.National Council for Educational Research and Training (NCERT) Director DP Saklani has lamented that parents remain fascinated by English-medium schools even though many don’t have trained teachers, saying it is “no less than suicide” as government schools now provide quality education.
-
7.The Health and Family Welfare department Tuesday directed all DHHs, SDHS, CHCS and PHCs to open official social media handle ‘X’. Health and Family Welfare Commissioner-cum-Secretary Shalini Pandit wrote to Directors of Capital hospital, Bhubaneswar, Rourkela Government hospital, CDMs and PHOs to open official social media handle 'X'
-
8.Priyanka Gandhi’s presence in the Lok Sabha would strengthen the Opposition benches and Wayanad would have a very strong person to represent them in Parliament, Congress MP from Thiruvananthapuram Shashi Tharoor said Tuesday.
-
9.Large parts of northern and eastern India remained in the grip of a sweltering heat wave Tuesday, driving power demands to record highs with warmer-than-usual nights further exacerbating people’s distress.
-
10.A special court here Tuesday remanded former JD(S) MP Prajwal Revanna, who is facing charges of rape and sexual abuse, to judicial custody till June 24.
-
11.The Union home ministry has appointed senior IAS officer Ashwani Kumar as MCD commissioner. He was the first special officer of the unified Municipal Corporation of Delhi (MCD)
-
12.Assam Home Secretary Siladitya Chetia Tuesday shot himself dead inside the ICU of a private hospital where his wife passed away moments earlier, police said.
-
13.Around nine in 10 professionals in India (91 per cent) are facing barriers such as feeling burnt out or family responsibilities that are getting in the way of learning new skills, a report showed Tuesday.
-
14.China Tuesday urged US President Joe Biden not to sign the Tibet policy bill, warning of resolute measures, as it expressed “strong concern” over the visit of a high-level US Congress delegation to Dharamshala to meet the Dalai Lama.
-
15.Fitch Ratings Tuesday raised India’s growth forecast for the current fiscal to 7.2 per cent, from 7 per cent projected in March, saying elevated consumer confidence will drive spending, besides increased investments.
|
306 |
Y |
|
867 |
18-06-2024 |
Odia |
-
1.ଆଇଏମ୍ଡି (ଭାରତୀୟ ପାଣିପାଗ ବିଭାଗ) ରିପୋର୍ଟ ଅନୁଯାୟୀ ଦକ୍ଷିଣର ମାତ୍ର ଅଳ୍ପ କିଛି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସବୁ ଅଞ୍ଚଳରେ ଚଳିତ ଜୁନ୍ ୧ରୁ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଛି। କିଛି ଉତ୍ତରପଶ୍ଚିମ ରାଜ୍ୟରେ ଗ୍ରୀଷ୍ମଲହରୀ ଯୋଗୁଁ ଅତି ସାଂଘାତିକ ସ୍ଥିତି ଉପୁଜିଛି।
-
2.ରାହୁଲ ଗାନ୍ଧୀ ଶେଷରେ ୱାୟନାଡ଼ ଆସନକୁ ନିଜ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ପ୍ରିୟଙ୍କା ୱାୟନାଡ଼ ଆସନରୁ ନିର୍ବାଚନୀ ରାଜନୀତିକୁ ପ୍ରବେଶ କରିବେ। ରାହୁଲ ରାଏବରେଲି ଆସନର ସାଂସଦ ରହିବେ।
-
3.ବିଭିନ୍ନ କମ୍ପାନିର ସାବୁନ୍ ଦାମ୍ ଗତ କିଛିଦିନ ଭିତରେ ୨-୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ବଡି ୱାସ୍ ଦାମ୍ ୨-୯ ପ୍ରତିଶତ, କେଶ ତେଲ ୮-୧୧ ପ୍ରତିଶତ ଏବଂ କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଦାମ୍ ୩-୧୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି।
-
4.ପଶ୍ଚିମବଙ୍ଗରେ ଏକ ବଡ଼ଧରଣର ରେଳ ଦୁର୍ଘଟଣା ଘଟିଛି। ଅଗରତାଲାରୁ ସିୟାଲଦହ ଆସୁଥିବା କାଞ୍ଚନଜଙ୍ଘା ଏକ୍ସପ୍ରେସ୍କୁ ପଛପଟୁ ଏକ ମାଲ୍ବାହୀ ଟ୍ରେନ୍ ଧକ୍କା ଦେଇଛି। ଫଳରେ ୩ ରେଳ କର୍ମଚାରୀଙ୍କ ସମେତ ୧୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି।
-
5.ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭିତ୍ତିକ ଆପ୍ ପଢଏଆଇ ୟୁପିଏସସି ପ୍ରିଲିମିନାରି ପରୀକ୍ଷା ୨୦୨୪ରେ ୨୦୦ରୁ ୧୭୦ରୁ ଅଧିକ ମାର୍କ ହାସଲ କରି ୭ ମିନିଟ୍ ମଧ୍ୟରେ ପୁରା ପେପରକୁ ସମାଧାନ କରି ସାଧାରଣ ସ୍କୋର ଠାରୁ ଅଧିକ ଯୋଗ୍ୟତା ଅର୍ଜନ କରିଛି ଯାହା ସାଧାରଣତଃ ୧୦୦ରୁ କମ୍ ରହିଥାଏ।
-
6.ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (ନିଟ୍) ପରିଚାଳନାରେ ଅନିୟମିତତା ଅଭିଯୋଗ ପ୍ରମାଣିତ ହେଲେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)ର କର୍ମକର୍ତ୍ତାଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ
-
7.ଗାଡ଼ି ଡିଲର୍ ସଂଘ ଏଫ୍ଏଡିଏର ଓଡ଼ିଶା ଶାଖା ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ ବାଇକ୍ ଓ ସ୍କୁଟର ଭଳି ଦୁଇଚକିଆ ଯାନ ବିକି ଗତବର୍ଷ ତୁଳନାରେ ୧୮.୩୬ ପ୍ରତିଶତ ବଢ଼ିଥିବା ବେଳେ ତିନିଚକିଆ ବିକ୍ରି ୨୩.୭୫ ପ୍ରତିଶତ ବଢ଼ିଛି।
-
8.କେନ୍ଦ୍ର ସରକାର ଚାଷୀଙ୍କୁ ଜୁନ୍ ୧୮ରେ ପିଏମ୍-କିଷାନ ଯୋଜନାରେ ୧୭ତମ କିସ୍ତି ପ୍ରଦାନ କରିବାକୁ ଯାଉଛନ୍ତି। ସାରା ଦେଶରେ ଏହି ଦିନକୁ ପିଏମ୍-କିଷାନ ଉତ୍ସବ ଦିବସ ଆକାରରେ ପାଳନ କରାଯାଉଛି।
-
9.୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ନିମନ୍ତେ ସୋମବାର ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ୨ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନାମଲେଖା ପାଇଁ ଆବେଦନ କରିଛନ୍ତି। ସୋମବାର ରାତି ୮ଟା ସୁଦ୍ଧା ୨,୨୯,୮୨୦ ଜଣ ଆବେଦନ କରିଥିବାବେଳେ ୨,୨୭,୮୪୯ ଜଣ ଅନ୍ଲାଇନ୍ରେ ଫି’ ଦାଖଲ କରିଛନ୍ତି।
-
10.ମୁମ୍ବାଇ ନର୍ଥ ଓ୍ବେଷ୍ଟ ଆସନରୁ ଶିବସେନା (ଶିନ୍ଦେ) ଟିକେଟରେ ନିର୍ବାଚନ ଲଢ଼ି ମାତ୍ର ୪୮ ଭୋଟ ବ୍ୟବଧାନରେ ଜିତିଥିବା ରବୀନ୍ଦ୍ର ଓ୍ବାଇକର ଭୋଟଗଣତିରେ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଜୁନ୍ ୪ରେ ଗୋରେଗାଓଁସ୍ଥିତ ଭୋଟ ଗଣତି କେନ୍ଦ୍ରରେ ରବୀନ୍ଦ୍ରଙ୍କ ଶାଳକ ମଙ୍ଗେଶ ପାଣ୍ଡିଲକର ଜଣେ ନିର୍ବାଚନ ଅଧିକାରୀଙ୍କଠାରୁ ମୋବାଇଲ୍ ଫୋନ୍ ନେଇ ସେଥିରେ ସେ ଓ୍ବାନ୍ ଟାଇମ୍ ପାସ୍ଓ୍ବାର୍ଡ (ଓଟିପି) ବାହାର କରି ଇଭିଏମ୍କୁ ଖୋଲିଥିଲେ।
-
11.ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍ସିଇଆର୍ଟି) ପାଠ୍ୟପୁସ୍ତକଗୁଡ଼ିକରେ ଦେଶର ନାଁ ଉଭୟ ଭାରତ ଏବଂ ଇଣ୍ଡିଆ ବ୍ୟବହାର କରାଯିବ। ଏନ୍ସିଇଆର୍ଟି ଅଧ୍ୟକ୍ଷ ଦୀନେଶ ପ୍ରସାଦ ସାକ୍ଲାନି ଏକ ଗଣମାଧ୍ୟମକୁ ସାକ୍ଷାତ୍କାର ଦେବା ଅବସରରେ ଏହି ସୂଚନା ଦେଇଛନ୍ତି।
-
12.ଆସନ୍ତା ୨୦ ତାରିଖରେ ରାଜ୍ୟରେ ନୂଆ ବାଚସ୍ପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ୧୯ ତାରିଖରେ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ।
-
13.ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରାଯାଇଛି। ଏହା ସହିତ ଗୁରୁତର ଆହତଙ୍କୁ ଅଢ଼େଇ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରାଯାଇଛି। ମାନବୀୟ ତ୍ରୁଟି ଯୋଗୁ ଘଟିଛି ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣା। ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି
-
14.ଜୁଲାଇ ୪ ତାରିଖରେ ବ୍ରିଟେନରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଏହାପୂର୍ବରୁ ଏକ ବଡ ପୂର୍ବାନୁମାନ କରାଯାଇଛି। ତାହା ପୁଣି ବର୍ତ୍ତମାନର ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପରାଜୟର ପୂର୍ବାନୁମାନ। ସଦ୍ୟତମ ୩ଟି ସର୍ବେକ୍ଷଣରେ କୁହାଯାଇଛି ଯେ, ଏଥର ସାଧାରଣ ନିର୍ବାଚନରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ନେତୃତ୍ଵରେ ଥିବା କନଜରଭେଟିଭ୍ ପାର୍ଟିର ମୂଳପୋଛ ହେବ।
-
15.ରଥଯାତ୍ରା ଶେଷ ପରେ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସୋମବାର ପୁରୀ ଗସ୍ତରେ ଆସି ଛତିଶା ନିଯୋଗ ସହ ଆଲୋଚନା ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହା କହିଛନ୍ତି।
|
296 |
Y |
|
868 |
18-06-2024 |
English |
-
1.“Bharat” and “India” will be used interchangeably in NCERT textbooks as is the case in the country's Constitution, National Council of Educational Research and Training (NCERT) Director Dinesh Prasad Saklani has said.
-
2.At least five Maoists, including two women, were killed in an encounter with security forces near Lipunga, under Gua police station in Jharkhand’s West Singhbhum district Monday.
-
3.Chief Minister Mohan Charan Majhi Monday said Collectors would take decisions on reopening of schools after the summer vacation, keeping in view the prevailing weather conditions in their respective districts.
-
4.Congress leader Rahul Gandhi will keep the Raebareli Lok Sabha seat in Uttar Pradesh and vacate Wayanad seat in Kerala from where his sister Priyanka Gandhi Vadra will contest, Congress chief Mallikarjun Kharge said Monday.
-
5.Senior Odisha Administrative Service (OAS) officer and Keonjhar Sub-Collector Trilochan Mohanty was appointed as Joint Secretary to Chief Minister Mohan Charan Majhi, Monday.
-
6.Prepare a 100-day worksheet to implement key initiatives of the Mission Shakti scheme, deputy CM Pravati Parida instructed officials while holding a review meeting here, Monday.
-
7.The Gujarat government Monday instructed authorities in Panchmahal district to reinstall centuries-old Jain idols at their original place near the stairs leading to Kalika Mata temple on Pavagadh hill after community members staged protests over their alleged removal from the site.
-
8.The UNESCO has shortlisted seven most beautiful museums in the world for the prestigious Prix Versailles Award, including the Smritivan Earthquake Memorial Museum of Bhuj.
-
9.An Artificial Intelligence based app, PadhAI, scored over 170 marks out of 200 in the UPSC preliminary exams 2024 solving the entire paper within seven minutes and qualifying above the general score which usually remains under 100. The score places PadhAI’s score in the top 10 nationally, if not rank 1, an official release said
-
10.The government is considering lowering personal tax rates for certain categories of individuals, which could help boost consumption in the Asia’s third-largest economy, two government sources told Reuters.
-
11.The Kanchanjunga Express was travelling from Agartala in Tripura to Sealdah in Kolkata when a goods train hit it from behind near Rangapani station, close to New Jalpaiguri Monday morning, resulting in the deaths of nine people and injuries to 41.
-
12.Nine nuclear-armed nations including the US, Russia, France, China, India and Pakistan, continued to modernise their nuclear arsenals and several of them deployed new nuclear-capable weapon systems in 2023, a Swedish think-tank said on Monday.
-
13.Delhi's Water Minister Atishi on Monday appealed Haryana government to release the water and solve the problems of the people of Delhi amid the escalating water crisis and sweltering heat.
-
14.Union Home Minister Amit Shah on Monday said the Ministry of Home Affairs (MHA) will talk to both Meitei and Kuki communities at the earliest so as to bridge the ethnic divide in Manipur.
-
15.Union Agriculture and Rural Development Minister Shivraj Singh Chouhan on Monday resigned as the MLA from his traditional Budhni seat in Madhya Pradesh, days after getting elected to the Lok Sabha from Vidisha in the state.
|
320 |
Y |
|
869 |
17-06-2024 |
Odia |
-
1.ଆମେରିକାର ପୁର୍ଟୋ ରିକୋ ନିର୍ବାଚନରେ ଶତାଧିକ ଇଭିଏମ୍ରେ ମତଦାନ ଅନିୟମିତତା ହୋଇଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଉଲ୍ଲେଖ କରି ମସ୍କ ଇଭିଏମ୍ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିଲେ।
-
2.ଆମେରିକାରେ ଟେକ୍ସାସ୍ର ରାଉଣ୍ଡ ରକ୍ ପାର୍କ ଓ ମିସିଗାନ୍ର ୱାଟର ପାର୍କରେ ଗଣ-ଗୁଳିକାଣ୍ଡ ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଶିଶୁଙ୍କ ସହ ୧୬ ଆହତ ହୋଇଛନ୍ତି।
-
3.ପାଣ୍ଠି ଯୋଗାଡ଼ କରିବାରେ ସମସ୍ୟା ଓ ଖର୍ଚ୍ଚ କାଟ ଉପରେ ଷ୍ଟାର୍ଟଅପ୍ଗୁଡ଼ିକ ଗୁରୁତ୍ବ ଦେଉଥିବାରୁ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ଚଳିତ ବର୍ଷ ଭାରତୀୟ ଷ୍ଟାର୍ଟଅପ୍ଗୁଡ଼ିକ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିଛନ୍ତି।
-
4.ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି) ପକ୍ଷରୁ ପ୍ରସ୍ତୁତ ଦ୍ବାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ଅଯୋଧ୍ୟା ଦଙ୍ଗା ସମ୍ପର୍କିତ ଅଧ୍ୟାୟର ଅନେକ ବିଷୟକୁ ହଟାଇ ଦିଆଯାଇଛି।
-
5.ମ୍ୟୁଚୁଆଲ ଫଣ୍ଡ ପ୍ରତି ବଢ଼ୁଛି ଲୋକଙ୍କ ଆଗ୍ରହ । ନିବେଶର ନୂଆ ମାଧ୍ୟମକୁ ଲୋକେ କରୁଛନ୍ତି ପସନ୍ଦ। ଏଥିପାଇଁତ’ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ଦୁଇ ମାସରେ ହିଁ ୮୧ ଲକ୍ଷରୁ ଅଧିକ ନିବେଶକ ମ୍ୟୁଚୁଆଲ ଫଣ୍ଡ୍ ସହ ଯୋଡ଼ି ହୋଇଛନ୍ତି।
-
6.ଅଯୋଧ୍ୟା ଗଲା ୩୨୦୦ କିଲୋର ଧନୁ, ୩୦୦୦ କିଲୋର ଗଦା ; ରାଜସ୍ଥାନର ଭକ୍ତ କଲେ ଦାନ ।
-
7.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ମାସ ୨୦ରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାକ୍ ବଜେଟ୍ ବୈଠକ ଆରମ୍ଭ କରିବେ।
-
8.ସରକାରୀ ମୋବାଇଲ୍ ଫୋନ୍ ଦ୍ବାରା ଇଭିଏମ୍ ହ୍ୟାକ୍ କରିବା ଅଭିଯୋଗ ଆଣି ଶିବସେନା ସାଂସଦ ରବୀନ୍ଦ୍ର ୱୈକରଙ୍କ ଶଳା ମଙ୍ଗେଶ ପାନ୍ଦିଲ୍କର ଓ ନିର୍ବାଚନ ଅଧିକାରୀ ଦୀନେଶ ଗୌରବଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି।
-
9.ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଥିବା ଏକ ମଦ କାରଖାନାରୁ ୩୯ ଜଣ ବାଳକ ଓ ୧୯ ଜଣ ବାଳିକାଙ୍କୁ ପୁଲିସ ଉଦ୍ଧାର କରିଛି। ଏହି ପିଲାମାନଙ୍କୁ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ବଳପୂର୍ବକ କାମରେ ନିୟୋଜିତ କରାଯାଇଥିଲା।
-
10.ଏକାଧିକ ସ୍ଥାନରେ ଜନସେବା କାର୍ଯ୍ୟକ୍ରମରେ ଅଧିକାଂଶ ଲୋକଙ୍କ ସାମିଲ ହେବା ନେଇ ଲିମକା ବୁକ୍ ଅଫ୍ ରେକର୍ଡରେ ଭାରତୀୟ ରେଳବାଇ ସ୍ଥାନ ପାଇଛି। ରେଳ ମନ୍ତ୍ରଣାଳୟ ଚଳିତ ବର୍ଷ ଫେବ୍ରୁଆରି ୨୬ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଯେଉଁଥିରେ ଦୁଇ ହଜାରରୁ ଅଧିକ ସ୍ଥାନରେ ୪୦ ଲକ୍ଷ ୧୯ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ।
-
11.ବିହାରର ପଟନା ଅନ୍ତର୍ଗତ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୬ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଯାତ୍ରୀମାନଙ୍କୁ ଖୋଜିବା ଲାଗି ଏସଡିଆରଏଫ ପକ୍ଷରୁ ଉଦ୍ୟମ ଜାରି ରହିଛି।
-
12.ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ କାରଣ ଖୋଜା ଆରମ୍ଭ ହୋଇଛି। ତେବେ ଡିପ୍ଥେରିଆ ରୋଗରେ ସମସ୍ତ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
-
13.ରାଜ୍ୟର ସମସ୍ତ ସରକାରୀ ଚାକିରିରେ ଟ୍ରାନ୍ସଜେଣ୍ଡର ବା କିନ୍ନରଙ୍କ ପାଇଁ ଏକ ପ୍ରତିଶତ ସଂରକ୍ଷଣ ନିଶ୍ଚିତ କରିବାକୁ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
14.ଇଦ-ଉଲ-ଅଜାହ ପର୍ବ ମଧ୍ୟରେ ସୌଦି ଆରବରେ ବହୁ ସଂଖ୍ୟାରେ ହଜ ତୀର୍ଥଯାତ୍ରୀ ଏକତ୍ରିତ ହୋଇଥିଲେ। ହଜ ସମୟରେ ପାରଦ ୪୭ ଡିଗ୍ରୀ ଉପରେ ପହଞ୍ଚିଛି। ବିଶେଷ କରି ବୟସ୍କମାନଙ୍କ ପାଇଁ ଏହା ଅସୁବିଧା ବୃଦ୍ଧି କରିଛି । ମକ୍କାରେ ଅତ୍ୟଧିକ ଉତ୍ତାପ ଯୋଗୁଁ ୬ଜଣଙ୍କର ମୃତ୍ୟୁ ହୋଇଛି।
-
15.ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟସ୍ ମୁତାବକ ପ୍ରତି ତିନିବର୍ଷରେ ରନତ୍ଭଣ୍ଡାର ଖୋଲାହେବା ନିୟମ ରହିଥିବାବେଳେ ଆଜିକୁ ପ୍ରାୟ ୪୫ ବର୍ଷ ହେବ ଏହା ଖୋଲାଯାଇନାହିଁ
|
302 |
Y |
|
870 |
17-06-2024 |
English |
-
1.Billionaire industrialist Gautam Adani met the Prime Minister of Bhutan on Sunday and announced the signing of an agreement for a 570 MW green hydro plant in the country. Mr Adani also metBhutan's King Jigme Khesar Namgyel Wangchuck.
-
2.Amid the large-scale requirement for shoulder-fired air defence missiles, DRDO is going to carry out trials of the indigenous shoulder-fired air defence missiles before handing them over to the Indian Army for user trials.
-
3.Union Railway Minister Ashwini Vaishnaw announced on Sunday that the first trial run of the Sangaldan-Reasi train was completed, a significant milestone of crossing the world's tallest railway bridge, Chenab.
-
4.Two accused including an examination mafia confessed their role in the question paper leak in the National Eligibilitycum-Entrance Test (NEET), an official of the Economic Offences Unit (EOU) of Bihar Police said Sunday.
-
5.Days after the death of five kids at Munushpadar village under Kashipur block in Rayagada district, the Health department Sunday confirmed the underlying disease to be diphtheria.
-
6.Rejecting accusations of saffronisation of school curriculum, NCERT’s director has said that references to Gujarat riots and Babri masjid demolition were modified in school textbooks because teaching about riots “can create violent and depressed citizens.”
-
7.Chief Minister Mohan Charan Majhi Sunday convened a crucial meeting with senior government officials for the smooth conduct of the upcoming Snana Purnima and Rath Yatra in Puri.
-
8.At a time when social media is abuzz with posts that the newly-formed BJP government is going to put a ban on sale of liquor in the state, the government has clarified this piece of information is fake.
-
9.Bhubaneswar,Intensifying the crackdown against traffic violators, the Commissionerate Police claimed to have collected a fine of `89,100 from the seizure of 143 vehicles, Friday and Saturday night.
-
10.The Calcutta High Court has directed the West Bengal government to ensure one per cent reservation for transgender persons in all public employment in the state.
-
11.More than 15 lakh devotees took holy dip in the Ganga in Haridwar on the occasion of Ganga Dussehra Sunday, officials said.
-
12.Elon Muskrun X Corp has banned 2,29,925 accounts in India between April 26 and May 25, mostly for promoting child sexual exploitation and non-consensual nudity.
-
13.At least 19 Jordanian and Iranian pilgrims have died while on the hajj pilgrimage in Saudi Arabia, authorities from their countries said Sunday, as temperatures soar in the kingdom. “Fourteen Jordanian pilgrims died.
-
14.The Reserve Bank of India Sunday said it has been awarded the ‘Risk Manager of the Year Award 2024’ by the London-based publishing house Central Banking.
-
15. Finance Minister Nirmala Sitharaman is likely to hold pre-budget consultations with industry chambers June 20, sources said. The budget for 2024-25 fiscal is likely to be presented in Parliament in the second half of July.
|
293 |
Y |
|