Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
3201 15-02-2021 Odia
  1. ନ୍ୟୁଜିଲାଣ୍ଡର ସବୁଠୁ ବଡ଼ ସହର ଅକଲାଣ୍ଡରେ ତିନି ଦିନିଆ ଲକଡାଉନ କରାଯାଇଛି। ଏହି ଲକଡାଉନ୍ ରବିବାର ମଧ୍ୟରାତ୍ରରୁ କାର୍ଯ୍ୟକାରୀ ହେବ।
  2. ଚେନ୍ନାଇରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ଅର୍ଜୁନ ମୁଖ୍ୟଯୁଦ୍ଧ ଟ୍ୟାଙ୍କ (ଏମକେ-୧ଏ) ସେନାକୁ ହସ୍ତାନ୍ତର କରିଛନ୍ତି। ସେ ଏହି ଅତ୍ୟାଧୁନିକ ଟ୍ୟାଙ୍କର ସଲାମୀ ମଧ୍ୟ  ଗ୍ରହଣ କରିଛନ୍ତି।
  3.  ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ମାମଲା ବନ୍ଦ ହୋଇଯାଇଛି । ଶନିବାର ମହାଭିଯୋଗ ପ୍ରସ୍ତାବକୁ ନେଇ ସିନେଟରେ ଭୋଟିଂ ହୋଇଥିଲା । ଏଥିରେ ୫୭ଟି ଭୋଟ୍ ତାଙ୍କ ବିରୋଧରେ ପଡିଥିବା ବେଳେ ୪୩ଟି ଭୋଟ୍ ତାଙ୍କ ସପକ୍ଷରେ ପଡିଥିଲା । ତେଣୁ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ବହୁମତ ମିଳିନଥିଲା ।
  4. କୃଷି ଆଇନ ବିରୋଧରେ ଦିଲ୍ଲୀରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କୁ ସମର୍ଥନ କରିଛନ୍ତି ମହାତ୍ମା ଗାନ୍ଧିଙ୍କ ନାତୁଣୀ ତାରା ଗାନ୍ଧି ଭଟ୍ଟାଚାର୍ଯ୍ୟ। ଆନ୍ଦୋଳନକୁ ତାଙ୍କର ସମର୍ଥନ ଜଣାଇବା ଲାଗି ସେ ଶନିବାର ଗାଜିପୁର ବର୍ଡରରେ ପହଞ୍ଚିଥିଲେ। 
  5. ଅର୍ଥମନ୍ତ୍ରୀ ଲୋକସଭାରେ କହିଛନ୍ତି ଯେ, ଭାରତର ବ୍ୟବସାୟ ଜନସଙ୍ଘରୁ ବିଜେପିର ଯାତ୍ରା ଭଳି । ନାଗରିକ, ଟିକସ୍ ଦାତା ଆଦି ଦେଶର ଆର୍ଥିକ ମୂଳଦୁଆ ମଜବୁତ ଦିଗରେ କାମ କରୁଛନ୍ତି । 
  6. ବିଶ୍ୱର କେବଳ ଏକ ପ୍ରତିଶତ ଗାଡି ଭାରତରେ ଥିବାବେଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା(୧୦ ପ୍ରତିଶତ) ଭାରତରେ ଘଟିଥାଏ | ସଡକ ସୁରକ୍ଷା ଉପରେ ବିଶ୍ୱ ବ୍ୟାଙ୍କର ରିପୋର୍ଟରେ କିଛି ଏଭଳି ସୂଚନା ଦିଆଯାଇଛି | 
  7. ଫେବ୍ରୁଆରି ୧୫ ମଧ୍ୟରାତ୍ରିରୁ ବାଧ୍ୟତାମୂଳକ ଭାବେ ଲାଗୁ ହେବ ଫାସଟ୍ୟାଗ ।
  8. ବିଜେପି ମମତା ସରକାରଙ୍କ ବିରୋଧରେ ପରିବର୍ତ୍ତନ ରଥଯାତ୍ରା ଆରମ୍ଭ କରିଥିବାବେଳେ ଟିଏମସି(ତୃଣମୂଳ କଂଗ୍ରେସ) ‘ଦିଦିର ଦୂତ’ ଯାତ୍ରା ଶୁଭାରମ୍ଭ କରିଛି | 
  9. ବାଇଡେନ୍‌ ପ୍ରଶାସନ ‘ସାଧାରଣ ସେବାରେ ପ୍ରବୀଣ’ ଦୁଇଜଣ ଭାରତୀୟ ବଂଶୋଦ୍ଭବଙ୍କୁନିଯୁକ୍ତ କରିଛି।  ସୋନାଲୀ ନିଜ୍‌ହଓ୍ଵାନ୍‌ ‘ଡାଇରେକ୍ଟର୍‌ ଅଫ୍‌ ଆମେରିକର୍ପସ୍‌ ଷ୍ଟେଟ୍‌ ଆଣ୍ଡ୍‌ ନ୍ୟାସ୍‌ନାଲ୍‌’ର ନିର୍ଦେଶକ ଏବଂ ପ୍ରିଷ୍ଟନ୍‌ଙ୍କୁ ‘ଏକ୍‌ଷ୍ଟର୍‌ନାଲ୍‌ ଆଫେୟାର୍ସ’ର ନୂତନ ମୁଖ୍ୟ ଭାବେ ମନୋନୀତ କରାଯାଇଛି।
  10. ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡ଼େଙ୍କ ୧୪ ମାସର କାର୍ଯ୍ୟକାଳ ସରିବାକୁ ଆଉ ମାତ୍ର ମାସକରୁ ଅଳ୍ପ ଅଧିକ ବାକି ରହିଛି।
  11.  ଦେଶରେ ନିର୍ମାଣ ହୋଇଥିବା ଯୁଦ୍ଧ ବିମାନ ତେଜସ୍‌ର ସଫଳତା ପରେ ଏବେ ସ୍ବଦେଶୀ ଯୁଦ୍ଧ ଟ୍ୟାଙ୍କ ‘ଅର୍ଜୁନ’ ସେନାରେ ସାମିଲ ହେବାକୁ ଯାଉଛି। ଆସନ୍ତାକାଲି ୧୧୮ଟି ଅର୍ଜୁନ ଟ୍ୟାଙ୍କ ଆନୁଷ୍ଠାନିକ ଭାବେ ସେନାରେ ସାମିଲ ହେବ 
  12. ଏଲପିଜି ଗ୍ୟାସ୍‌ ସିଲିଣ୍ଡର ପିଛା ଦର ଆଉ ୫୦ ଟଙ୍କା ମହଙ୍ଗା ହୋଇଛି। ସବସିଡି ଗ୍ୟାସ୍‌ ସିଲିଣ୍ଡରରେ ଏହି ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ରବିବାର ମଧ୍ୟ ରାତ୍ରରୁ ରାଷ୍ଟ୍ରୀୟ ରାଜଧାନୀରେ ନୂଆ ଦର ଲାଗୁ ହେବ ବୋଲି ଘୋଷଣା କରାଯାଇଛି।
  13. ଭାରତରେ ୩ଟି ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ସମର୍ଥନ କରିଛି ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଏକ ସଂଗଠନ।
  14. ପତିଆଲାରେ ଚଳିତ ଫେବୃଆରୀ ୧୮ରେ ପ୍ରଥମ, ୨୫ରେ ୨ୟ ଓ ମାର୍ଚ୍ଚ ୫ରେ ୩ୟ ଇଣ୍ଡିଆନ ଗ୍ରାଁ ପ୍ରି ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଓଡ଼ିଆ ଧାବିକା ଅଲିମ୍ପିଆନ ଦୂତି ଚାନ୍ଦ ଓ ଧାବକ ଅମିୟ ମଲ୍ଲିକ ଅଂଶଗ୍ରହଣ କରିବେ। 
  15. ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ ମ୍ୟାଚର ୨ୟ ଦିନରେଇଂଲଣ୍ଡ ନିଜ ପ୍ରଥମ ଇନିଂସରେ ୧୩୪ରନରେ ଅଲଆଉଟ ହେବା ପରେ ଭାରତ ୨ୟ ଇନିଂସରେ ଗୋଟିଏ ଓ୍ବିକେଟ ହରାଇ ୫୪ ରନ କରି ୨୪୯ ରନରେ ଅଗ୍ରଣୀ ହୋଇପାରିଛି ।
679 Y
3202 15-02-2021 English
  1. FASTag mandatory from Feb 15 midnight; vehicles sans tag to pay double toll fee
  2. Seventeen Indian fishermen  have been apprehended by Pakistan Maritime Security Agency (PMSA) in the Arabian Sea, an official of a fishermen's association claimed on Saturday.
  3. The Odisha Legislative Assembly is all set to go paperless during the upcoming budget session, beginning on February 18.
  4. A doctor in Sambalpur district has opened a 'One Rupee' clinic to provide treatment to the poor and underprivileged people.
  5. The price of Liquefied Petroleum Gas (LPG) has been hiked again in Delhi. The price of a 14.2 kg LPG cylinder for domestic use will be costlier by Rs 50. 
  6.  Vice President M Venkaiah Naidu and Prime Minister Narendra Modi on Sunday paid tributes to the CRPF jawans who were killed in the terror attack in Pulwama district of south Kashmir
  7. Prime Minister Narendra Modi on Sunday handed over the indigenously developed Arjun Main Battle Tank Mark 1A to the Army 
  8. A 21-year-old climate activist has been arrested from Bengaluru for being allegedly involved in sharing the "toolkit" related to the farmer's protest on social media, police said
  9. The Central government on Saturday approved Rs 3,113.05 crore additional assistance to five states and Union Territories (UTs) which were affected by natural disasters during 2020, the Ministry of Home Affairs (MHA) said on Saturday. The assistance is being provided to Andhra Pradesh, Bihar, Tamil Nadu, Madhya Pradesh and Puducherry, which were affected by floods, cyclones (Nivar and Burevi) and pest attack.
  10. Prime Minister Narendra Modi on Sunday unveiled projects of around  6,000 crore in Kerala including a petrochemical complex and ferries for inland waterways at Willingdon Islands, asserting that these projects will energise India's growth trajectory and tourism.
  11. West Bengal Minister of State for Parliamentary Affairs Tapas Roy has said that the Left-Congress alliance doesn't have the strength to put up a fight against the BJP and claimed that only his party chief Mamata Banerjee can take them on.
  12. Accusing the BJP and RSS of dividing Assam, Congress leader Rahul Gandhi on Sunday said that his party will protect every principle of the Assam Accord and will never implement the Citizenship (Amendment) Act if voted to power in the state.
  13. Delhi Police has announced a reward of  1 lakh for information leading to the arrest of Lakhbir Singh alias Lakha Sidhana, who is wanted for his involvement in the Republic Day violence in the national capital.
  14. Shiv Sena on Sunday accused Prime Minister Narendra Modi of ridiculing protesters including farmers agitating against the three farm laws and those who fought for India's independence after he used word ''andolanjeevi'' (one who thrives on protests).
  15. American electric car giant Tesla's first manufacturing unit in India will be set up in Karnataka, Chief Minister BS Yediyurappa said in a statement.

 

721 Y
3203 14-02-2021 English
  1. Lok Sabha was adjourned on Saturday as the first phase of the Budget session concluded.The House would reconvene on March 8 after recess. The Budget session usually is held in two phases.
  2. he drive to collect Samarpan Nidhi was launched on January 15 and so far, Rs 1,511 crore has been collected, said Swami Govind Dev Giri,
  3. The Uttar Pradesh government has announced the withdrawal of cases registered against the public pertaining to lockdown violation during the COVID-19 pandemic to around 2.5 lakh people.
  4. A bill to merge the Jammu and Kashmir (J&K) cadre of all-India services officers with the Arunachal Pradesh, Goa, Mizoram Union Territory (AGMUT) cadre was passed by Lok Sabha on Saturday by a voice vote.The Jammu and Kashmir Reorganisation (Amendment) Bill, 2021 has already been passed by Rajya Sabha.
  5. The Sena also criticised the delay in governor's approval of 12 names recommended by the state cabinet for their nomination to the Legislative Council from his quota.
  6. The protests over the farm laws refuse to end even as the government has spent nearly Rs 8 crore in the ‘myth-busting’ campaign on the three legislations. The amount was spent by different government departments between September 2020 and January 2021. 
  7. Prime Minister Narendra Modi will hand over the Arjun Main Battle Tank Mark-1A (MK-1A) to the Indian Army on February 14 in Chennai, Tamil Nadu.
  8. The Supreme Court has issued bailable warrants against the chairperson of an NGO for not depositing the cost of ₹ 25 lakh imposed on it for filing 64 PILs over the years without any success and "repeatedly misusing" the jurisdiction of the top court.
  9. The Shiv Sena, which is in power in Maharashtra, on Saturday accused state Governor Bhagat Singh Koshyari of toeing the BJP's line, and said that if the centre wants the Constitution to be upheld, it should recall him.
  10. Every year World Radio Day is celebrated on February 13. This year is the 10th anniversary of World Radio Day
  11. Union minister Harsh Vardhan on Friday said that the Scientific Social Responsibility policy is proposed to be put before the Cabinet very soon.
  12. Inter-caste marriages will possibly reduce caste and community tensions, the Supreme Court has said
  13. India is the largest producer and consumer of pulses in the world, contributing nearly 24 per cent to the global output, Agriculture Minister Narendra Singh Tomar said on Saturday.
  14. The Goa government will spend 100 crore of the 300 crore announced by the Centre for the Liberation Day celebrations for developing panchayats and municipality areas, chief minister Pramod Sawant said on Saturday.
  15. India has vaccinated 80,52,454 people until 6 pm on Saturday. According to the doctors, the second round of Covid-19 vaccine booster dose is to be given to a beneficiary after a gap of 28 days
  16. Indian Railway Catering And Tourism Corporation Limited(IRCTC) will restart the first set of "private" Tejas Express trains, the Delhi-Lucknow and Mumbai Ahmedabad Tejas Express trains
  1. The Agartala-Anand Vihar Tejas Express service is planned to start on 15 February
  2. The Union Public Service Commission (UPSC) has issued an advertisement to recruit 30 persons at the Joint Secretary and Director level in the Central administration through Lateral Entry.
  3. The Finance Secretary has said that the new system of faceless assessment and appeal would help bring down tax disputes substantially.
  4. The Centre has withdrawn the draft heritage bylaws issued by the National Monuments Authority (NMA) for Shree Jagannath Temple in Puri, Odisha.
892 Y
3204 14-02-2021 Odia
  1. ଆମେରିକା ଯଦି ନିଜର ଭିତ୍ତିଭୂମି ବିକାଶ ଖର୍ଚ୍ଚକୁ ନ ବଢ଼ାଏ, ତେବେ ଚୀନ୍‌ ଆମଠାରୁ ଆମ ଦାନା ଛଡ଼େଇନେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସତର୍କ କରାଇ ଦେଇଛନ୍ତି।
  2. ମାଇକ୍ରୋସପ୍ଟର ସହ ସଂସ୍ଥାପକ ତଥା ସମାଜସେବୀ ବିଲ୍‌ ଗେଟ୍‌ସ ୨୦୧୫ରେ ବିଶ୍ୱକୁ ମହାମାରୀ ସମ୍ପର୍କରେ ସଚେତନ କରାଇଥିଲେ। ଏବେ ବିଲ୍‌ ଗେଟ୍‌ସଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ କହିଛନ୍ତି, ଆଗାମୀ ଯୁଦ୍ଧରେ ମିସାଇଲ ବା ନ୍ୟୁକ୍ଲିୟର ସହ ନୁହେଁ, ଭାଇରସ ସହ ଆମକୁ ଲଢିବାକୁ ପଡ଼ିପାରେ।
  3. କେନ୍ଦ୍ର ସରକାର ଫ୍ୟାଷ୍ଟଟ୍ୟାଗ୍‌ ବାଧ୍ୟତାମୂଳକ କରିବାକୁ ପୂର୍ବରୁ ଘୋଷଣା କରିଛନ୍ତି । ସରକାର ଫେବୃଆରୀ ୧୫ ତାରିଖ ଠାରୁ ଲାଗୁ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି 
  4. ଏବେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ଲାଗି ମଧ୍ୟ ଏହାକୁ ଜରୁରି କରାଯାଇଛି। ଯାହା ଦେଶରେ ୧ ଏପ୍ରିଲ ୨୦୨୧ରୁ ଲାଗୁ ହେବ।
  5. ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଆରମ୍ଭ ହେବ।
  6.  ଡା.ରାମଚନ୍ଦାନୀ ଶୁକ୍ରବାର ଠାରୁ ଏକ କ୍ଲିନିକ୍ ଖୋଲିଛନ୍ତି। କ୍ଲିନିକକୁ ଚିକିତ୍ସା ସେବା ପାଇବା ପାଇଁ ଆସୁଥିବା ରୋଗୀଙ୍କୁ ମାତ୍ର ଏକ ଟଙ୍କା ଫି ଦେବାକୁ ପଡ଼ିବ। ତେବେ କୌଣସି ଏକ କ୍ଲିନିକ୍‌ରେ ଟଙ୍କାଟିଏ ଫି ଦେଇ ଚିକିତ୍ସା ସେବା ପାଇବା ପଶ୍ଚିମ ଓଡିଶାରେ ପ୍ରଥମ ବୋଲି ଜଣାପଡିଛି।
  7.  ରାଷ୍ଟ୍ରୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଅନେକ ସହରରୁ ଦିଲ୍ଲୀକୁ ନନ୍ ଷ୍ଟପ୍ ବିମାନ ସେବା ଆରମ୍ଭ କରିଛି। ଏୟାର ଇଣ୍ଡିଆ ରାଞ୍ଚି, କୋଲକାତା, ଯୋଧପୁର, ବେଙ୍ଗାଲୁରୁ ଓ ଆସାମ ରାଜଧାନୀ ଦିବ୍ରୁଗଡରୁ ଦିଲ୍ଲୀ ଯାଏଁ ବିମାନ ସେବା ଆରମ୍ଭ କରିଛି। 
  8.  ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ଏପ୍ରିଲ୍‌ ୧ରୁ ଚଳାଯିବା ନେଇ ସେମିତି କୌଣସି ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ କରାଯାଇନାହିଁ ବୋଲି ଶନିବାର ରେଳବାଇ ପକ୍ଷରୁ କୁହାଯାଇଛି ।
  9.  ରାଜ୍ୟପାଳ ବିଜେପି ଦିଶା ନିର୍ଦେଶରେ କାର୍ଯ୍ୟ କରୁଛନ୍ତି। ଏହା ସହ ଯଦି କେନ୍ଦ୍ର ସରକାର ଚାହୁଁଛନ୍ତି ସମ୍ବିଧାନ ବଞ୍ଚିରହୁ ତେବେ ରାଜ୍ୟପାଳଙ୍କୁ ପ୍ରତ୍ୟାହାର କରିନିଅନ୍ତୁ ବୋଲି ଶିବସେନା ଦାବି ମଧ୍ୟ କରିଛି।
  10. ଚାଷୀ ଆନ୍ଦୋଳନ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ଦ୍ବାରା ଗଠିତ କମିଟି ଇତିମଧ୍ୟରେ ପଞ୍ଜାବ, ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଓ କର୍ଣ୍ଣାଟକ ସମେତ ୧୮ଟି ରାଜ୍ୟ ସରକାରଙ୍କ ସହ ନୂତନ କୃଷି ଆଇନ ସମ୍ପର୍କରେ ଆଲୋଚନା କରି ସାରିଲେଣି ବୋଲି କହିଛନ୍ତି।
  11. କୋଟିଆ ମାମଲାରେ ସୁପ୍ରିମ କୋର୍ଟ ଆଜି ଆନ୍ଧ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ୧୯ ତାରିଖ ପୂର୍ବରୁ ଜବାବ ଦେବାପାଇଁ କୁହାଯାଇଛି। 
  12. ୨୦୨୦ ମସିହାରେ ଆନ୍ଧ୍ରପ୍ରଦେଶ, ବିହାର, ତାମିଲ୍‌ନାଡ଼ୁ, ପୁଦୁଚେରୀ ଏବଂ ମଧ୍ୟପ୍ରଦେଶରେ ହୋଇଥିବା ପ୍ରାକୃତିକ ଦୁର୍ବିପାକ ଏବଂ ପଙ୍ଗପାଳ ଆକ୍ରମଣର କ୍ଷତିକୁ ବିଚାର କରି ୩ ହଜାର ୧ଶହ ୧୩ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି ।
  13.  ୨୦୨୧ ବିଶ୍ୱ ରେଡିଓ ଦିବସର ଶୀର୍ଷକ ‘ନୂଆ ବିଶ୍ୱ – ନୂଆ ରେଡିଓ’ ରହିଛି।
  14. ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ଲାଗି ଆଜି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ବିକାଶ ଭବନ ଓ ବିଶ୍ୱନାଥ ପାଠାଗାରର କିଛି ଅଂଶ ଭଙ୍ଗା ଯାଇଛି । ଏହା ଛଡ଼ା ଏକ ସ୍କୁଲ ମଧ୍ୟ ଭଙ୍ଗା ଯାଇଛି ।
  15. ୨୦୨୦ରେ ଦେଶରେ ମୋଟ ୯୬୫ ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ପ୍ରତିଦିନ ହିସାବରେ ଦେଖିଲେ ଦୈନିକ ୨/୩ ଥର ଭୂକମ୍ପନ ହୋଇଥିବା ନ୍ୟାଶନାଲ ସେଣ୍ଟର ଅଫ ସେସିମୋଲୋଜି (ଏନସିଏସ) ତରଫରୁ ସୂଚନା ଦିଆଯାଇଛି।
  16. ଉତ୍ତରପ୍ରଦେଶର ଯୋଗୀ ସରକାର କରୋନା ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଓ ସଟଡାଉନର  ସାମାନ୍ୟ ଭୁଲ କରିଥିବା ବ୍ୟକ୍ତିଙ୍କ ଉପରୁ କେସ ଉଠାଇନେବାକୁ ନିଷ୍ପତ୍ତି ନେଇଛନ୍ତି | ଏହା ଦ୍ୱାରା ପ୍ରାୟ ଅଢେଇଲକ୍ଷ ଲୋକଙ୍କୁ ଲାଭ ମିଳିବ 
  17. କେନ୍ଦ୍ର ସରକାର ଫ୍ୟାମିଲି ପେନସନ୍ କ୍ଷେତ୍ରରେ ଏକ ସୁଦୂରପ୍ରସାରୀ ସଂସ୍କାର ଆଣିଛନ୍ତି। ଏହାର ସର୍ବାଧିକ ସୀମାକୁ ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
  18. ରାଜ୍ୟରେ ପଞ୍ଜୀକୃତ ୮୩ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି। ହେଲେ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଥମ ଡୋଜ୍ ଟିକାକରଣ ପାଇଁ ବଢ଼ା ଯାଇଥିବା ଅବଧି ଆଜି ଶେଷ ହେଉଛି। 
  19. ଗତ ୭ ତାରିଖରେ କରାଯାଇଥିବା ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଶୀତ କମିଛି। ଏଥିସହ ବର୍ଷାର ସମ୍ଭାବନା ଅଧିକ ହୋଇଛି। ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। 
  20. ଓଡ଼ିଶାର ଜଣାଶୁଣା ସାମ୍ବାଦିକ,ଲେଖକ,ସମ୍ପାଦକ ତଥା ବିଶିଷ୍ଟ ପରିବେଶ କର୍ମୀ ଅଭୟ ସିଂହଙ୍କର ଦେହାନ୍ତ ହୋଇଯାଇଛି।
638 Y
3205 13-02-2021 Odia
  1. ଏକାମ୍ର କ୍ଷେତ୍ରରୁ ବାଇ ଲ ପ୍ରତ୍ୟାହାର କରୁ କେନ୍ଦ୍ର ପ୍ରସଙ୍ଗ ଉଠାଇବାକୁ ଓଡିଆ ସାଂସଦଙ୍କୁ ଅପିଲ୍ ଟ୍ଵିଟ୍ କରି ଦାବି କଲେ ମୁଖ୍ୟମନ୍ତ୍ରୀ
  2. ତୃତୀୟ କିସ୍ତିରେ ଚାଷୀଙ୍କୁ ମିଳିଲା ୨୦୦୦ ଟଙ୍କା
  3. ସ୍ବାସ୍ଥ୍ୟବିଭାଗର ଆକଳନ ଅନୁଯାୟୀ ଶୁକ୍ରବାର ସୁଦ୍ଧା ପ୍ରାୟ ୪ଲକ୍ଷ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ୍‌ ଯୋଦ୍ଧା ଟିକା ନେଇ ସାରିଲେଣି। ଆସନ୍ତାକାଲି ୨ୟ ପର୍ଯ୍ୟାୟର ଶେଷ ଦିନ। ଇତିମଧ୍ୟରେ ୮୩.୧% ସ୍ବାସ୍ଥ୍ୟକର୍ମୀ ଏବଂ ୫୭.୭% ସମ୍ମୁଖ କୋଭିଡ୍‌ ଯୋଦ୍ଧା ଟିକା ନେଇ ସାରିଲେଣି 
  4. ଦକ୍ଷିଣ ଦିଲ୍ଲୀରେ ଏବେ ଗ୍ରାହକଙ୍କୁ ଖାଦ୍ୟ ପରିବେଷଣ କରୁଥିବା ରେଷ୍ଟୁରାଣ୍ଟ ମାନେ ନନ୍ ଭେଜ୍‌ ଖାଦ୍ୟ ପରଷିବା ବେଳେ ସେମାନଙ୍କ ପସନ୍ଦ ପଚାରି ସେହି ଅନୁସାରେ ପରଷିବେ। ଏଥିରେ ସେମାନଙ୍କୁ ପରଷା ଯାଉଥିବା ଖାଦ୍ୟ ‘ହଲାଲ’ ନା  ‘ଝଟକା’ ଗ୍ରାହକ ଜାଣିପାରିବେ।
  5. ଚାମୋଲୀ ଜିଲ୍ଲା ଋଷିଗଙ୍ଗା ନଦୀ ଉପରି ଭାଗରେ ଏକ ହ୍ରଦ ସୃଷ୍ଟି ହୋଇଥିବା ଏବେ ଜଣାପଡିଛି। ଯାହାକୁ ନେଇ ସମଗ୍ର ଜିଲ୍ଲା ଏବେ ଆତଙ୍କିତ ଅବସ୍ଥାରେ। ଉପଗ୍ରହରୁ ମିଳିଥିବା ଚିତ୍ରରୁ ଏହି ହ୍ରଦର ସୂଚନା ମିଳିଛି।
  6. ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥବା ବେଳେ ଚଣ୍ଡୀଗଡ଼ ଓ ଉତ୍ତରାଖଣ୍ଡରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି।
  7. ଏଥି ସହିତ ଜମ୍ମୁରେ ଭୂକମ୍ପର ଜୋର୍‌ଦାର ଝଟ୍‌କା ଅନୁଭୂତ ହୋଇଛି। 
  8. ବୁର୍ଲା ଭିମସାରରେ ଡ଼ାକ୍ତରମାନେ କୋଭିଡ଼-୧୯ ଟିକାର ଦୁଇଟି ଡ଼ୋଜ ପରେ ଆଣ୍ଟିବଡ଼ି ଆଞ୍ଚଳିକ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟରର(ଆରଏମଆସି) ସାଇଣ୍ଟିଷ୍ଟ ବୈଜ୍ଞାନିକ ମାନଙ୍କ ମିଳିତ ମିଳିତ ସହଯୋଗରେ ଅଧ୍ୟୟନ କରାଯିବ। 
  9. ରାକେଶ ଟିକାୟତ ସଫା ସଫା କହିଛନ୍ତି ଯେ, ‘କୃଷି ଆଇନ ପ୍ରତ୍ୟାହାର ହେବା ପରେ ଯାଇ ଚାଷୀମାନେ ଘରକୁ ଫେରିବେ ।
  10. ପ୍ରଥମ କରି କୌଣସି ସ୍ପେସ୍‌ ଏଜେନ୍ସି ଭାରତୀୟ ଶିଳ୍ପ ସାହାର୍ଯ୍ୟରେ ସାଟେଲାଇଟ୍‌ ଏବଂ ରକେଟ୍‌ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛି ।ଏହି ଦୁଇଟି କମ୍ପାନୀର ସାଟେଲାଇଟ୍‌ରେ ସୋଲାର୍‌ ପ୍ୟାନେଲ୍‌କୁ ଲାଗାଇବାରେ ଇସ୍ରୋ ସହାୟତା କରିଛି ।
  11.  କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାରେ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ବିରୋଧୀ ଦଳର ନେତା ଭାବେ ଚୟନ କରାଯାଇଛି ।
  12. ଲଦାଖସ୍ଥିତ ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସିରେ ଦୀର୍ଘ ୯ ମାସ ଧରି ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଏହା ଧିରେଧିରେ ପ୍ରଶମିତ ହେବାରେ ଲାଗିଛି । ଉଭୟ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ପରେ ଚୀନ୍ ପଛକୁ ହଟିଛି ।
  13. ୫୦ବର୍ଷରୁ ଅଧିକ ବର୍ଷର ଲୋକଙ୍କୁ ୨୦୨୧ ମାର୍ଚ୍ଚରୁ କରୋନା ସଂକ୍ରମଣରୁ ରକ୍ଷା ପାଇ ପାଇଁ ଟିକା ଦେବା ଆରମ୍ଭ କରାଯିବ। 
  14.  ବରିଷ୍ଠ ଟିଏମସି ନେତା ତଥା ରାଜ୍ୟସଭା ସାଂସଦ ଦୀନେଶ ତ୍ରିବେଦୀ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି।
  15. ବିଧାନସଭା ନିର୍ବାଚନ ପୂର୍ବରୁ ଆସାମ ସରକାର ଶୁକ୍ରବାର ମଧ୍ୟରାତ୍ରିରୁ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୫ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକି ଦେଶର ସବୁଠାରୁ କମ୍‌ ଦର ହେବ।
  16. ‘କୋଟିଆ’ରେ ଅନୁପ୍ରବେଶ ସଂକ୍ରାନ୍ତରେ ଆନ୍ଧ୍ର ସରକାରଙ୍କ ବିରୋଧରେ ଦାଖଲ କରାଯାଇଥିବା ଅଦାଲତ ଅବମାନନା ମାମଲାର ତ୍ବରିତ ଶୁଣାଣି କରି ସୁପ୍ରିମକୋର୍ଟ ପ୍ରତିପକ୍ଷ ଆନ୍ଧ୍ର ପ୍ରଦେଶକୁ ନୋଟିସ୍ ଜାରି କରିଛନ୍ତି। 
  17. କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଆଗାମୀ ଦିନରେ ଆହୁରି ବ୍ୟାପକ କରିବାକୁ ଯୋଜନା ହେଉଛି। ଚାଷୀ ଆନ୍ଦୋଳନର ମୁଖ୍ୟ ସ୍ଥଳ ଦିଲ୍ଲୀ ସିଂଘୁ ସୀମାରେ ଦୀର୍ଘକାଳୀନ ଆନ୍ଦୋଳନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିିଛି।
  18. ଓଡ଼ିଶା କ୍ରି‌କେଟ୍‌କୁ ବିଗତ ଏକ ଦଶନ୍ଧି ଧରି ସେବା କରିଥିବା ବୋଲିଂ ଅଲରାଉଣ୍ଡର୍‌ ଦୀପକ ବେହେରା ଗୁରୁବାର ଅପ୍ରତ୍ୟାଶିତ ଭାବେ ସବୁ ଫର୍ମାଟ୍‌ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।
  19. ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଉଦ୍ୟୋଗ ଆଧାର ପୋର୍ଟାଲ ଅନୁସାରେ ୨୦୧୫ ଜୁନ୍‍ ମାସରୁ ୨୦୨୦ ମସିହା ମଧ୍ୟରେ ଦେଶରେ ୧ କୋଟି ୨ ଲକ୍ଷ ୩୨ ହଜାର ୪୬୮ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପଞ୍ଜିକୃତ ହୋଇଛି।
  20. ମୋଗଲ ଉଦ୍ୟାନ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲା ରହିବ। ସତର୍କତାମୂଳକ ପଦକ୍ଷେପ ଭାବରେ, ଚଳିତ ବର୍ଷ ୱାକ-ଇନ୍‍ ପ୍ରବେଶ ଉପଲବ୍ଧ ହେବ ନାହିଁ। ଭ୍ରମଣକାରୀଙ୍କୁ କେବଳ ଅଗ୍ରୀମ ଅନଲାଇନ ଟିକଟ ବୁକିଂ ମାଧ୍ୟମରେ ଉଦ୍ୟାନ ବୁଲି ଦେଖିବାକୁ ଅନୁମତି ଦିଆଯିବ। 
  21. ୨୦୧୯ ଜୁନ୍ ପରଠାରୁ ‘କାଳିଆ’ ସହାୟତା ମିଳି ନ ଥିବାରୁ ରାଜ୍ୟ ସରକାର ଓଡ଼ିଶାର ୫୩ ଲକ୍ଷ ଚାଷୀଙ୍କୁ ୧୨ ଶହ କୋଟି ଟଙ୍କା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ଜରିଆରେ ବାଣ୍ଟିବେ। ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି ଅର୍ଥ ସିଧାସଳଖ ଦିଆଯିବ। 
642 Y
3206 13-02-2021 English
  1. Union Minister of State (Independent Charge) Development of North Eastern Region (DoNER), MoS PMO, Personnel, Public Grievances, Pensions, Dr.Jitendra Singh on Friday said the upper ceiling for family pension has been raised from Rs 45,000 to Rs 1,25,000 per month.
  2. TMC MP Dinesh Trivedi announced his resignation from the Rajya Sabha
  3. India has become the fastest country in the world to achieve over 70 lakh vaccinations against Covid-19. India
  4. Petrol and diesel will become cheaper by Rs 5 in Assam from Friday midnight, while the 25 per cent additional cess on liquor will also be removed
  5. The Supreme Court on Friday issued a notice to the Centre and Twitter on a plea seeking a mechanism to check content on Twitter spreading hatred through fake news 
  6. Congress MP Mallikarjun Kharge is set to replace Ghulam Nabi Azad as Leader of Opposition in the Rajya Sabha, sources said.
  7. Odisha Chief Minister Naveen Patnaik on Friday urged the Centre to withdraw the National Monuments Authority’s (NMA) heritage bylaws for two more temples in the State. Patnaik took to Twitter and demanded withdrawal of the draft bylaws for Ananta Basudev and Brahmeswar Temple of Ekamra Kshetra
  8.  Commercial air service is scheduled to start from the Jeypore airstrip in Koraput district in the next six to eight months.
  9. The Supreme Court has served a notice to the Andhra Pradesh government to file its response on a writ petition filed by the Odisha Government
  10. The Odisha Legislative Assembly is all set to go paperless with the implementation of the 'e-Vidhan project' from the upcoming budget session starting on February 18, an official said today.
  11. SC seeks replies of Centre, states on delay in payment of dues of Rs 15,683 crore to sugarcane farmers
  12. The BJP’s Bengal chapter has an incomparable social media wing comprising 60 lakh-strong manpower and 40,000 WhatsApp groups.
  13. Jharkhand govt ropes in IIM to train teachers posted in Model Schools
  14. A former president of the Indian Newspaper Society (1987-88) and chairman of UNI (1984-86), Ghosh was well known in print media circles. 
  15. Union Minister for Agriculture and Farmers Welfare and Food Processing Industries Narendra Singh Tomar laid the foundation stone of a regional centre of Indian Pulses Research Institute (IIPR) at Khurda on the occasion of the World Pulses Day.
  16. Tata Motors Ltd – country’s largest vehicle manufacturer by revenue – on Friday announced the appointment of Marc Llistosella as the managing director and chief executive officer of its India business which comprises the commercial and passenger vehicle businesses
  17. Severely hit by the COVID-19 pandemic, Delhi Metro has appealed to the Centre to revise the safety protocols to allow it to operate trains with at least full seating capacity to make up for the revenue shortfall.
  18. Central government’s ambitious program National Digital Health Mission (NDHM) has used only approximately 50% of the allocated budget for creating health IDs in 2020-21.
  19. Indian Railways plan to connect all the state capitals in the country's north-eastern part received a boost after the Union government in its Budget for the year 2021-22 has allocated Rs.1, 000 crore for the Bairabi – Sairang project in Mizoram.
  20. The upper ceiling of the family pensions has been increased to ₹1.25 lakh from existing ₹45,000 per month, union minister Jitendra Singh said. This move is aimed at bringing 'ease of living' for the family members of the deceased employees, the minister said.

 

716 Y
3207 12-02-2021 Odia
  1. ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ କୂଳରୁ ଭାରତ ଏବଂ ଚୀନ୍‌ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିବା ସହ ମୁତୟନ ହୋଇଥିବା ଯୁଦ୍ଧାସ୍ତ୍ରକୁ ମଧ୍ୟ ହଟାଇଦିଆଯାଇଛି।
  2.  ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସୈନ୍ୟ ଅପସାରଣ ସଂକ୍ରାନ୍ତ ରିପୋର୍ଟ ଆସୁଥିବା ବେଳେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲଦାଖର ସାମ୍ପ୍ରତିକ ପରିସ୍ଥିତି ଉପରେ ରାଜ୍ୟସଭାରେ ଏକ ବିବୃତି ଦେଇଛନ୍ତି।
  3. କେନ୍ଦ୍ର ସରକାର ଗୁରୁବାର ସଂସଦରେ କହିଛନ୍ତି ଯେ, କୃଷକମାନଙ୍କ ବିରୋଧ ଯୋଗୁଁ ପ୍ରତିଦିନ ପ୍ରାୟ ୧.୮ କୋଟି ଟଙ୍କା ସରକାର ହରାଉଛନ୍ତି । 
  4.  ଏବେ ବିମାନ ଯାତ୍ରା ବାବଦେ ଅଧିକ ୩୦ ପ୍ରତିଶତ ବ୍ୟୟ କରିବାକୁ ହେବ। ସରକାର ଏୟାର ଫେୟାର ବ୍ୟାଣ୍ଡରେ ସଂଶୋଧନ କରିଛନ୍ତି। ଏଥିରେ ସର୍ବନିମ୍ନ ଓ ସର୍ବାଧିକ ଯାତ୍ରୀଭଡା ନୂଆକରି ନିର୍ଦ୍ଧାରିତ ହୋଇଛି। ସର୍ବ ନିମ୍ନ ଦରରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଭଡା ବୃଦ୍ଧି ହୋଇଥିବା ବେଳେ ସର୍ବାଧିକ ଦରରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ଜଣାପଡିଛି।
  5. ଏବେ ସୁଦ୍ଧା ୩୪୦ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି କେନ୍ଦ୍ର ସରକାର। ଗତ ୬ ବର୍ଷର ପ୍ରଦର୍ଶନ ଆଶାନୁରୂପ ନହୋବରୁ ସେମାନଙ୍କୁ ଅବସର ଦିଆଯାଇଛି। 
  6. ପ୍ରଖ୍ୟାତ ଚଳଚିତ୍ର ଅଭିନେତା କମଲ ହସନ୍‌ ସ୍ଥାପନା କରିଥିବା ରାଜନୈତିକ ଦଳ ମକ୍କଲ ନିଥି ମୟମ( ଏମଏନଏମ) ପାର୍ଟି ଗୁରୁବାର ତାଙ୍କୁ ଦଳର ସ୍ଥାୟୀ ସଭାପତି ମନୋନୀତ କରିଛି। 
  7. ପାଣ୍ଠି ସଂଗ୍ରହ ନେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ଆଦାୟ ହୋଇସାରିଲାଣି ତାହା କହିବା ସମ୍ଭବପର ନୁହେଁ । ଆନୁମାନିକ ଭାବେ ପ୍ରାୟ ୧୦୦୦ କୋଟି ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟକୁ ଆସିସାରିଛି ।
  8.  ଆନ୍ଦୋଳନରତ କୃଷକ ସଂଗଠନ ଫେବୃଆରୀ ୧୮ ତାରିଖରେ ୪ ଘଣ୍ଟିଆ ରାଜ୍ୟବ୍ୟାପୀ ‘ରେଳରୋକ’ ଅଭିଯାନର ଘୋଷଣା କରିଛି । 
  9. ଜଣେ ୧୮ ବର୍ଷରୁ କମ୍ ବୟସର ମୁସଲିମ ଯୁବତୀ ବିବାହ କରିରାରିବେ ଏନେଇ ଏକ ମାମଲାର ଶୁଣାଣି କରି କହିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ।
  10. ନୌସେନା ଯୁଦ୍ଧତରୀ ଆଇଏନଏସ୍‌ ବିରାଟ ଡିସମେଣ୍ଟାଲ କାର୍ଯ୍ୟ ବର୍ତ୍ତମାନ ଲାଗି ସ୍ଥଗିତ ରଖିବା ନିମନ୍ତେ ସୁପ୍ରିମକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଜାହାଜକୁ ସ୍କ୍ରାପରେ ପରିଣତ କରିବାକୁ ସରକାରଙ୍କଠାରୁ କିଣିଥିବା କମ୍ପାନୀକୁ ଏ ନେଇ କୋର୍ଟ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି। 
  11. ଭାରତମାଳା ପରିଯୋଜନାରେ ରାୟପୁର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ୪୬୫ କିଲୋମିଟର ରହିଛି। ଏହି ଅର୍ଥନୈତିକ କରିଡର ରାସ୍ତା ୬ଲେନ୍‍ ବିଶିଷ୍ଟ ହୋଇଥିବାବେଳେ ଏହା ୩ଟି ରାଜ୍ୟ ଛତିଶଗଡ, ଓଡିଶା ଓ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରିବ। 
  12.  ଚାଷୀ ମାନଙ୍କ ସମସ୍ୟାସର ସମାଧାନ ପାଇଁ ବିଜେପି ପକ୍ଷରୁ ପୂର୍ବରୁ ବିଭିନ୍ନ ପ୍ରକାରର ଆନ୍ଦୋଳନ କରାଯାଇଥିବା ସତ୍ୱେ ଏ ପର୍ଯ୍ୟନ୍ତ ସେମାନଙ୍କର ସମସ୍ୟାର ସମାଧାନ କରାଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି। ଏଣୁ ଆସନ୍ତା ୧୩ ତାରିଖରେ ଶନିବାର ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ୩ ଘଣ୍ଟିଆ ଚକା ଜାମ କରିବ ବିଜେପି। 
  13. ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ଦଳ ୨୨୭ ରନ୍‌ ବ୍ୟବଧାନରେ ଭାରତକୁ ପରାସ୍ତ କରିଛି। 
  14. ଅଜିମ୍‌ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟ ଦ୍ବାରା ୫ଟି ରାଜ୍ୟର ୪୪ ଜିଲ୍ଲା ଅନ୍ତର୍ଗତ ୧,୧୩୭ଟି ବିଭିନ୍ନ ସ୍କୁଲ୍‌ର ୧୬,୦୬୭ ଜଣ ପିଲାଙ୍କୁ ସାମିଲ କରାଯାଇ ସଂପନ୍ନ ହୋଇଥିବା ଏହି ଅନୁଧ୍ୟାନରେ ଏଭଳି ନିର୍ଯାସ ମିଳିଛି। ସେଥିରୁ ହାରାହାରି ୯୨ ପ୍ରତିଶତ ବିଦ୍ୟାର୍ଥୀଙ୍କ ଠାରେ ଅତି କମ୍‌ରେ ଗୋଟିଏ ସ୍ବତନ୍ତ୍ର ଭାଷାଜ୍ଞାନ ଆହରଣ କରିବାର ଦକ୍ଷତାରେ ହ୍ରାସ ଘଟିଥିବା ବେଳେ ୮୨ ପ୍ରତିଶତ ଛାତ୍ରଛାତ୍ରୀ ଅତି କମ୍‌ରେ ଗୋଟିଏ ଗାଣିତିକ କୌଶଳ ଆହରଣ କରିବାର ଦକ୍ଷତା ମଧ୍ୟ ହରାଇ ବସିଥିବା ଜଣାଯାଇଛି।
  15.  ଚୀନ୍‌ ଗୁରୁବାର ବିବିସି ନ୍ୟୁଜ୍‌ ଚ୍ୟାନେଲର ପ୍ରସାରଣକୁ ନିଷିଦ୍ଧ କରିଛି। ଚୀନ୍‌ ପରିପ୍ରେକ୍ଷୀରେ ପ୍ରସାରଣ ନିର୍ଦ୍ଦେଶାବଳି ଉଲ୍ଲଂଘନ କରିଥିବାରୁ ଏହାର ନ୍ୟୁଜ୍‌ କାର୍ଯ୍ୟକ୍ରମକୁ ଚୀନ୍‌ରେ ପ୍ରସାରଣ ହେବାକୁ ଦିଆଯିବ ନାହିଁ
  16. ଓଡିଆ ଭାଷାକୁ ୨୦୧୪ରୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା ସତ୍ତ୍ୱେ ଏହି ଭାଷାର ପ୍ରଚାର ଓ ପ୍ରସାର ପାଇଁ କୌଣସି ସମର୍ପିତ ସେଣ୍ଟର ଅଫ ଏକ୍ସଲେନ୍ସ ସ୍ଥାପନ କରାଯାଇନାହିଁ କି ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇନାହିଁ।
  17. ଭାରତୀୟ ବଜାରକୁ ପ୍ରବେଶ କରିବ ଦେଶର ପ୍ରଥମ ସିଏନଜି ଟ୍ରାକ୍ଟର।ଇନ୍ଧନ ବାବଦକୁ ସିଏନଜି ଟ୍ରାକ୍ଟରରେ ବର୍ଷକୁ ଲକ୍ଷେ ଟଙ୍କା କମ୍‌ କରିହେବ ବୋଲି ଗୁରୁବାର ସରକାରଙ୍କ ପକ୍ଷରୁ କୁହାଯାଇଛି।
  18. କରୋନା ଭାଇରସ ମହାମାରୀକୁ ନେଇ ବ୍ରଟିଶ ବୈଜ୍ଞାନିକ ସାରା ବିଶ୍ୱକୁ ସତର୍କ କରିଛନ୍ତି। ଏହି ଭୂତାଣୁର ନୂଆ ଷ୍ଟ୍ରେନ୍‌ ହୁଏତ ପୃଥିବୀକୁ ଦ୍ୱିତୀୟବାର ଆକ୍ରାନ୍ତ କରିପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି।
  19.  ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି। ଏହିକ୍ରମରେ ଗୁରୁବାର ପେଟ୍ରଲ ଓ ଡିଜେଲ ମୂଲ୍ୟ ଚଳିତମାସରେ  ପୁଣିଥରେ ବଢିଛି।ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପେଟ୍ରୋଲ ଓ ଡିଜେଲରୁ ସରକାର ଆଦାୟ କରୁଥିବା ଶୁଳ୍କ ଛାଡ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।
  20. ଗୁରୁବାର ପଶ୍ଚିମବଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବଡ଼ ବୟାନ ଦେଇଛନ୍ତି । ଶାହା କହିଛନ୍ତି କୋଭିଡ-୧୯ ଟିକାକରଣ ସମାପ୍ତ ହୋଇଯିବା ପରେ ପଶ୍ଚିମବଙ୍ଗରେ ମାତୁଆ ସମୁଦାୟ ସମେତ ଶରଣାର୍ଥୀଙ୍କୁ ସିଏଏ ଅନୁଯାୟୀ ଭାରତୀୟ ନାଗରିକତା ଦେବା ପ୍ରକ୍ରିୟା ଆରମ୍ଭ ହେବ।

 

643 Y
3208 12-02-2021 English
  1. The Biden administration on Wednesday said that there is no change in the US’ policy on Jammu and Kashmir and welcomed the resumption of 4G mobile internet in the region.
  2. The Indian Navy’s first Vice Admiral from Odisha, Dr Barunikanta Rakshit passed away on Wednesday evening while undergoing treatment at a hospital in New Delhi. He was 89.
  3. India's COVID-19 infection tally climbed to 1,08,71,294 with 12,923 new cases in a day, while 1,05,73,372 people have recuperated so far pushing the national recovery rate to 97.26 per cent on Thursday, according to Union Health Ministry data.
  4. India has become the fastest country in the world to achieve over 70 lakh vaccinations against COVID-19 in only 26 days, while it took 27 days for the US and 48 days for the UK to reach the same figures, the Union Health Ministry said 
  5.  The Supreme Court on Thursday said the 2016 law on rights of persons with disabilities is the “statutory manifestation of a constitutional commitment” and it assures them that “they are assets, not liabilities and that they make us stronger, not weaker”.
  6. Three more people have been arrested in connection with the violence that erupted during the farmers' tractor parade in north Delhi's Burari on Republic Day, police said on Thursday.The three men -- Gurjeet Singh (34), Guru Prakash (34) and Rajendra Singh (41) -- were arrested
  7. Chhattisgarh health minister TS Singh Deo has said that the state government will not use the indigenously developed Covaxin vaccine against coronavirus until its final phase of trials is completed.
  8. Haryana wants to bring a law as soon as possible against religious conversion through force or fraudulent means, Home Minister Anil Vij said on Thursday as he directed officers to prepare a draft of an anti-conversion law.
  9. Custodial violence which lead to the death of a person is "abhorrent" and “not acceptable in the civilized society”, the Supreme Court on Thursday said, while refusing to compound the offence of two policemen, accused of assaulting a man, who later succumbed to injuries in 1988 in Odisha.
  10. Tamil Nadu, Kerala, West Bengal, Assam and the Union Territory of neighbouring Puducherry are likely to go to polls in April or May.
  11. The Gujarat HC has suspended till March 10 the lower court's proceedings in a criminal defamation case filed against Rahul Gandhi.
  12. Varanasi, an engineer from Telangana, has bagged the VLCC Femina Miss India World 2020 title. Haryana's Manika Sheokand was declared VLCC Femina Miss Grand India 2020 while Uttar Pradesh's Manya Singh crowned VLCC Femina Miss India 2020 Runner Up.
  13. The average expenditure by Odisha on human development (education, health, water supply and sanitation) during the period of 2015-21 had been 25% vis-à-vis 31% by Assam and 27% by Chhattisgarh
  14. Shri Ram Janmabhoomi Teerth Kshetra secretary Champat Rai said people from all communities have generously donated for the construction of the temple. The accounts of the trust in three nationalised banks show an amount of over Rs 1,000 crore, he said.
  15. Odisha Chief Minister Naveen Patnaik on Thursday inaugurated 14 projects worth Rs 28 crore in his own assembly constituency of Hinjili in Ganjam district
  16. Centre plans to sell 20 per cent stake in National Fertilizers Ltd (NFL) through ‘offer for sale’.
  17. Twitter on Wednesday said that it has taken a range of enforcement actions, including permanent suspension in certain cases, against more than 500 accounts escalated across orders from the Indian government for the clear violations of its rules.
  18. Prime Minister Narendra Modi on Wednesday declared that these laws are “optional and not compulsory”.
  19. Maharashtra Governor Bhagat Singh Koshyari was forced to deboard from a state government aircraft at Mumbai Airport as he planned to fly to Dehradun and then go to Mussoorie for an official function, officials said here on Thursday.
  20. SS Rajamouli is currently all focussed on shooting the climax of his ambitious project RRR that stars NTR and Ram Charan in the lead. Post the back to back success of two movies from the Baahubali franchise, the expectations from RRR movie are quite high. And the same goes true for any other movie that the director will helm next
688 Y
3209 11-02-2021 Odia

 

  1. ନୂତନ କୃଷି ଆଇନ ଆଇନଗୁଡ଼ିକ ‘ଇଚ୍ଛାଧୀନ ଏବଂ ବାଧ୍ୟତାମୂଳକ ନୁହେଁ’ ବୋଲି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଅର୍ପଣ କରିବା ଅବସରରେ ସ୍ପଷ୍ଟ କରି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
  2. ଇକ୍‌ବାଲ୍‌ ସିଂହ ନାମକ ଏହି ‘ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌’ ତାଲିକାଭୁକ୍ତ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ପଞ୍ଜାବର ହୋସିଆର୍‌ପୁରରୁ ଗିରଫ କରାଯାଇଥିଲା।
  3. ଆରବ ଜଗତର ସର୍ବପ୍ରଥମ ଗ୍ରହାନ୍ତର ଅଭିଯାନର ବିଜୟସ୍ୱରୂପ ମଙ୍ଗଳବାର ଦିନ ‘ୟୁନାଇଟେଡ୍‌ ଆରବ ଏମିରେଟ୍‌ସ୍‌’ର ଏକ ମହାକାଶଯାନ ମଙ୍ଗଳ ଗ୍ରହର କକ୍ଷ ପଥରେ ପ୍ରବେଶ କରିଛି। 
  4. ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ମଙ୍ଗଳବାର ଦିନ ଭାରତ-ପ୍ରାଶାନ୍ତ ଅଞ୍ଚଳରେ ଅନ୍ୟତମ ବିଶିଷ୍ଟ ଅଂଶୀଦାର ଆଖ୍ୟା ଦେବା ସହ ଅଗ୍ରଣୀ ବୈଶ୍ୱିକ ଶକ୍ତିଭାବେ ଭାରତର ଅଭ୍ୟୁଦୟକୁ ସ୍ୱାଗତ କରିଛି।
  5.  ରାଜ୍ୟସଭାରୁ ଅବସର ନେଇଥିବା ବରିଷ୍ଠ କଂଗ୍ରେସ ସାଂସଦ ଗୁଲାମ ନବି ଆଜାଦ୍‌(୭୧)ଙ୍କୁ ଆଜି ବିଭିନ୍ନ ଦଳର ନେତାମାନେ ଭାବପୂର୍ଣ୍ଣ ବିଦାୟ ଜଣାଇଛନ୍ତି। ଏହି ଅବସରରେ ସେ ନିଜକୁ ଜଣେ ଭାରତୀୟ ମୁସ୍‌ଲିମ୍‌ ଭାବେ ବହୁତ ଗର୍ବ କରନ୍ତି ବୋଲି ଆଜାଦ୍‌ କହିଛନ୍ତି।
  6. ଉତ୍ତରାଖଣ୍ଡରେ ହିମଶୈଳ ଫାଟି ସଂଘଟିତ ବନ୍ୟା ବିଭୀଷିକାର ଆଜି ତୃତୀୟ ଦିନରେ ଆଉ ୭ଟି ମୃତଦେହ ମିଳିଛି। ଏହାକୁ ମିଶାଇ ମୋଟ ୩୩ଟି ଶବ ଉଦ୍ଧାର ହୋଇଥିବା ବେଳେ ଅଦ୍ୟାବଧି ୧୭୫ ଜଣରୁ ଅଧିକ ନିଖୋଜ ରହିଛନ୍ତି।
  7. କରୋନା ଟିକାକରଣରେ ୯୭% ସନ୍ତୁଷ୍ଟ, ୬୪ ଲକ୍ଷରୁ ଅଧିକ ଲୋକ ଟିକା ନେଲେଣି
  8. ବିଶ୍ବରେ ସବୁଠାରୁ ଅଧିକ ସଡ଼କ ଦୁର୍ଘଟଣା ଭାରତରେ ହେଉଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।
  9. ବୁଧବାର ଦିନ କଂଗ୍ରେସ ମହାସଚିବ ଓ ଉତ୍ତର ପ୍ରଦେଶ କଂଗ୍ରେସ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଶାକୁମ୍ଭରୀ ଦେବୀଙ୍କ ଦର୍ଶନ କରି ଉତ୍ତର ପ୍ରଦେଶରେ ନିଜ ଅଭିଯାନ ଆରମ୍ଭ କରିଛନ୍ତି। 
  10. ଦେଶରେ କୋବିଡ ଆରୋଗ୍ୟ ହାର ୯୭.୨୭ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୧୩ ହଜାରରୁ ଅଧିକ ଲୋକ କୋବିଡରୁ ଆରୋଗ୍ୟ ଲାଭ କରିଛନ୍ତି। 
  11. ମାଇକ୍ରୋବ୍ଲଗିଂ ସାଇଟ୍‌ର ବିକଳ୍ପ ଭାବେ ଗତବର୍ଷ tooter ନାମରେ ଏକ ୱେବସାଇଟ୍‌ ଲଞ୍ଚ ହୋଇଥିଲା। ଏବେ ‘koo’ ଆପ୍‌ ଟ୍ବିଟରର ବିକଳ୍ପ ଭାବେ ଉଭା ହୋଇଛି।
  12. ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ଭବ୍ୟ ରାମ ମନ୍ଦିର ଲାଗି ଚାନ୍ଦା ଆଦାୟ କରାଯାଉଛି। ଏହି ଅଭିଯାନ ଅଧୀନରେ ରାଜସ୍ଥାନର କୋଟାରେ ଆରଏସଏସର ଜିଲା ସଂଘ ସଞ୍ଚାଳକ ଦୀପକ ଶାହ ଚାନ୍ଦା ଆଦାୟ କରୁଥିବାବେଳେ ତାଙ୍କୁ ଗୁଳିମାଡ଼ କରାଯାଇଛି।
  13.  ହ୍ବାଟସଆପକୁ ଟକ୍କର ଦେବା ପାଇଁ କେନ୍ଦ୍ର ସରକାର ଏକ ମେସେଜିଂ ଆପ୍ ‘ସନ୍ଦେଶ’ ଲଞ୍ଚ କରିଛନ୍ତି। ତେବେ ବର୍ତ୍ତମାନ ଏହା ସରକାରୀ କର୍ମଚାରୀଙ୍କ ପାଇଁ ବ୍ୟବହୃତ ହେବ। ପରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ।
  14. କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ନୂଆ ଶ୍ରମ ନିୟମ ଆଣିବାକୁ ଯାଉଛି। ଏଥିପାଇଁ ଚିଠା ନିୟମ ପ୍ରସ୍ତୁତ କରାଯାଇଛି। ଚିଠା ନିୟମର ବ୍ୟବସ୍ଥା ଅନୁଯାୟୀ ଜଣେ ଶ୍ରମିକ ସପ୍ତାହରେ ୪ଦିନ କାମ କରିବ ଓ ୩ଦିନ ଛୁଟି ପାଇବ। 
  15. ରାଜ୍ୟର ମୋଟ ୧୨ଟିସରକାରୀ ବଶ୍ୱବି ଦ୍  ୟାଳୟର ୫୦୪ଟିସହକାରୀ ପ୍ରଫେସର ପଦବୀ ଫାଙ୍କା ପଡ଼ଛ
  16. ଡ଼ଫ୍ ଆଣ୍ଡ ଫେଲପ୍ସ ଦ୍ବାରା ହେଉଥିବା ‘ସେଲିବ୍ରିଟି ବ୍ରାଣ୍ଡ ଭ୍ୟାଲୁଏସନ୍ ଷ୍ଟଡି ୨୦୨୦’ରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ‘ମୋଷ୍ଟ ଭାଲ୍ୟୁଡ୍ ସେଲେବ’ ର ମାନ୍ୟତା ହାସଲ କରିଛନ୍ତି ।
  17.  ଝାଡଖଣ୍ଡ ସରକାରଙ୍କୁ ରାଜ୍ୟରେ ଥିବା ମଠ ମନ୍ଦିରର ଆୟରୁ ଭାଗ ଦରକାର। ଏଥିଲାଗି ଏବେ ମନ୍ଦିରମାନଙ୍କୁ ନୋଟିସ୍‌ ଜାରି ହେଉଛି। ଏଣୁ ସରକାର ଏବେ ମନ୍ଦିର ଆୟରୁ ନିଜର ଭାଗ ନେବେ ବୋଲି ନୋଟିସ୍‌ରେ ସୂଚିତ କରିଛନ୍ତି।
  18. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟ୍‌ ଅଧିବେଶନରେ ଦୁଇଟି ସରକାରୀ ବ୍ୟାଙ୍କକୁ ଘରୋଇକରଣ କରିବା ନେଇ ଘୋଷଣା କରିଥିଲେ । ଏହାକୁ ନେଇ ସରକାରୀ ବ୍ୟାଙ୍କର କର୍ମଚାରୀମାନଙ୍କ ସଂଗଠନ ୧୫ ଏବଂ ୧୬ ତାରିଖରେ ହରତାଳ କରିବା ନେଇ ଘୋଷଣା କରିଛନ୍ତି ।
  19. ଡିସେମ୍ବର ୩୧, ୨୦୨୦ ସୁଦ୍ଧା ଉଭୟ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଉପରେ ଏୟାର ଇଣ୍ଡିଆର ୪୯୮.୧୭ କୋଟି ଟଙ୍କା ବକେୟା ପଡ଼ିଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀ ଆଜି (ବୁଧବାର) କହିଛନ୍ତି।
  20. ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗ୍ରାମକୁ ଆନ୍ଧ୍ର ସରକାର ନିଜ କବଜାରେ ନେଇସାରିଛନ୍ତି। ଏ ନେଇ ପ୍ରଶାସନ ନିକଟରେ ଖବର ରହିଥିଲେ ମଧ୍ୟ ଏହାକୁ ପ୍ରଶାସନ ଗୁରୁତ୍ବର ସହ ନେଉନଥିବା ଦେଖିବାକୁ ମିଳିଛି।
684 Y
3210 11-02-2021 English
  1. Farmers participating in the ongoing protests against newly enacted three agri laws were not summoned by the National Investigation Agency (NIA), the government told Rajya Sabha on Wednesday.
  2. JD(S) patriarch HD Deve Gowda on Wednesday said his party will not contest byelections for Belgaum Lok Sabha segment, and Basavakalyan, Sindgi and Maski Assembly seats.
  3. Eighteen Indian sailors stuck in China will return to India on February 14, union minister Mansukh Mandaviya said today.
  4. The government and Parliament have great respect for farmers, Prime Minister Narendra Modi said Wednesday, adding that there have been continuous talks with them over their issues.
  5. The number of healthcare and frontline workers vaccinated against COVID-19 has reached 65.28 lakh on day 25 of the nationwide inoculation drive, the Union Health Ministry said on Tuesday.
  6. Farmers announce four-hour nationwide 'rail roko' on Feb 18
  7. India is now conducting its largest-ever naval combat exercise, with warships, submarines, fighter jets, maritime patrol aircraft and helicopters, to test the Navy’s operational preparedness in the wider Indian Ocean Region (IOR).
  8. After the World Health Organization said there is no evidence of coronavirus circulation in any animal species in China, the United States has refused to accept the latest findings by the global health body and said it will independently verify the results using its own intelligence.
  9. "Industrialisation is on top of the priority list of the Nitish Kumar-led government with the support of the Centre. I will try my best to revive the industrial revolution once again," he said.
  10. Minister of State for Ports Mansukh L. Mandaviya had said that the Bill was moved so that India's major ports can compete with major world-class ports.
  11. The Dhanbad Railway Division (DRD) will install solar panels on the 50 km route of the upcoming 160 km section of New Delhi-Howrah route that falls under the division.
  12.  Poland has invited India’s Prime Minister while he will be visiting Portugal for the European Union-India summit (May 2021), and Cornwall, United Kingdom to attend the G7 grouping where India is a special invitee (June 2021).
  13. China warned off a USA warship sailing near contested Paracel islands in the South China Sea (SCS).
  14. The United States announced that it would rejoin the United Nations (UN) Human Rights Council that it left in 2018.The USA will return to the Council as an observer with the aim of seeking election as a full member.
  15. The Central Government has approved three six-lane road projects for Odisha, informed Union Road Transport & Highways Minister Nitin Gadkari .
  16. The Jharkhand Government will provide all kind of help to the people of the State trapped in the glacier disaster in Uttarakhand, Chief Minister Hemant Soren has said.
  17. The Ministry of Agriculture has said that the Indian Council of Agricultural Research (ICAR) has developed a total 838 high yielding and trait specific field crop varieties, of which 578 are climate resilient, 41 short duration and 47 bio-fortified varieties in the last three year.
  18. Chinese authorities are blocking access to Clubhouse, a social media app that allowed users in China to discuss sensitive topics with people abroad including Taiwan and treatment of the country’s Muslim minority.
  19. Israeli Prime Minister Benjamin Netanyahu pleaded not guilty on Monday as his trial on corruption charges resumed in a Jerusalem courtroom just weeks before national elections in which he hopes to extend his 12-year rule.
  20. Uttar Pradesh Chief Minister Yogi Adityanath on Tuesday sent a team of three ministers to Uttarakhand for better coordination with the state in carrying out relief works after the glacier disaster.
874 Y