# |
Date |
Type |
Current Affairs |
No. Of Views |
Status |
Action |
531 |
05-12-2024 |
Odia |
-
1.ଅନ୍ତରୀଣ ସରକାରର ପ୍ରମୁଖ ପରାମର୍ଶଦାତା ତଥା ନୋବେଲ ବିଜେତା ମହମ୍ମଦ ୟୁନୁସ୍ ଶେଖ୍ ହସିନାଙ୍କ ଶାସନ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିବା ସହ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ଦାବିକୁ ଦୋହରାଇଛନ୍ତି।
-
2.ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମାଇକେଲ ବର୍ନିଅର ଅନାସ୍ଥା ଭୋଟରେ ହାରିଯାଇଛନ୍ତି। ଫଳରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ପଡ଼ିବ।
-
3.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ପୁରୀ ବେଳାଭୂମିରେ ନୌସେନା ଦିବସ ସମାରୋହରେ ଯୋଗ ଦେବା ସହିତ ଭାରତୀୟ ନୌସେନା ଦ୍ୱାରା ଆୟୋଜିତ ସମରକୌଶଳ ପ୍ରଦର୍ଶନ ଦେଖିଛନ୍ତି।
-
4.ନୌସେନାର ଦମ୍; ଜାହାଜ, ଯୁଦ୍ଧ ବିମାନ, ହେଲିକପ୍ଟର ଓ ଜେଟ୍ର ଗର୍ଜନରେ ପୁରୀର ବ୍ଳୁ-ଫ୍ଳାଗ ବିଚ୍ କମ୍ପିଲା ।
-
5.ବରଗଡ଼: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ।
-
6.ଭୁବନେଶ୍ୱର ଏମ୍ସରେ ପୂର୍ବ ଭାରତରେ ପ୍ରଥମ ଅତ୍ୟାଧୁନିକ ୪-ଡି ସ୍ପାଇନ୍ ଓ ଗେଟ୍ ଆନାଲିସିସ୍ ପରୀକ୍ଷାଗାର ଉଦଘାଟିତ।
-
7.ଡିସେମ୍ବର ୨୫ରେ ଆସିବ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା।
-
8.RBI କହିଲା, ଟଙ୍କିକିଆ ଛୋଟ କଏନ ଓ ୨ ଟଙ୍କିଆ କଏନ ଅଚଳ ହୋଇନି, ବଜାରରରେ ଚଳୁଛି ସବୁ କଏନ
-
9.ଭୂମିକମ୍ପରେ ଥରିଲା ମାଲକାନଗିରି, ରିକ୍ଟର ସ୍କେଲରେ ତୀବ୍ରତା ୫.୩
-
10.ଏଡ୍ଟେକ୍ କମ୍ପାନି ଅନ୍ଏକାଡେମିକୁ ୮୦୦ ନିୟୁତ ଡଲାରରେ କିଣିବା ଲାଗି ଆଲେନ୍ କ୍ୟାରିୟର ଇନ୍ଷ୍ଟିଚ୍ୟୁଟ୍ କଥାବାର୍ତ୍ତା କରୁଛି। ଏହାପରେ ଉଭୟ ସଂସ୍ଥା ମଧ୍ୟରେ ମିଶ୍ରଣ ହେବାର ସମ୍ଭାବନା ରହିଛି।
-
11.ବିଶ୍ବର ସର୍ବବୃହତ୍ ବ୍ୟାଙ୍କ ଠକେଇ କରିଥିବା ଅଭିଯୋଗରେ ଭିଏତ୍ନାମର ମହିଳା ରିଅଲ ଇଷ୍ଟେଟ୍ ବ୍ୟବସାୟୀ ଟ୍ରୁଓଙ୍ଗ ମାଇ ଲାନ୍ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ବେଆଇନ ଉପାୟରେ ସେ ୧୨.୫ ବିଲିଅନ ଡଲାର (୧,୦୫,୯୩୬ କୋଟି ଟଙ୍କା)ର ଠକେଇ କରିଥିବା ଅଭିଯୋଗ ରହିଛି।
-
12.ଆପଲ୍ କମ୍ପାନିର ଆଇଫୋନ୍ ଉତ୍ପାଦନରେ ଭାରତ ପାଞ୍ଚ ବର୍ଷ ଭିତରେ ଚୀନ୍ ସମକକ୍ଷ ହୋଇଯିବ ବୋଲି ଆକଳନ କରାଯାଇଛି।
-
13.ଓଡିଶା ରାଜ୍ୟରେ ୨ ଲକ୍ଷ ୩୦ ହଜାର ଷଣ୍ଢ ଅଛନ୍ତି । ଷଣ୍ଢ ସଂଖ୍ୟା ହ୍ରାସ ପାଉଛି।
-
14.ପ୍ରୋବା-୩ ମହାକାଶଯାନରେ ତ୍ରୁଟି, ପିଏସଏଲଭି-ସି୫୯ ଉତକ୍ଷେପଣ ସମୟ ଘୁଞ୍ଚିଲା।
-
15.ଗୋମାଂସ ଉପରେ ଆସାମ ରାଜ୍ୟ ସରକାର ନିଷେଧାଦେଶ ଜାରି କଲେ ।
-
16.ବ୍ରାହ୍ମଣ ସମ୍ପ୍ରଦାୟ ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୫ ପ୍ରତିଶତ ରହିଛନ୍ତି। ବର୍ତ୍ତମାନ ସମଗ୍ର ଦେଶରେ ୪ ଜଣ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ଅଛନ୍ତି। ଭଜନଲାଲ ଶର୍ମା ,ହିମନ୍ତ ବିଶ୍ୱ ଶର୍ମା ମମତା ବାନାର୍ଜୀ ଓ ବର୍ତ୍ତମାନ ଦେବେନ୍ଦ୍ର ଫଡନାଭିସ୍ ସିଏମ୍ ।
-
17.ପୂର୍ବତଟ ରେଳତଟ ଅଧିନସ୍ଥ ତିନି ରେଳଡିଭିଜନ ମଧ୍ୟରୁ ୱାଲ୍ଟିୟର ହଟିବାକୁ ଯାଉଛି। ପୂର୍ବତଟ ରେଳତଟ ଅଧୀନରେ ଖୋର୍ଦ୍ଧା, ୱାଲ୍ଟିଟୟର ଓ ସମ୍ବଲପୁର ଡିଭିଜନ ରହିଛି।
-
18.ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ପୁଷ୍ପା-୨ ଗୁରୁବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।
-
19.ଫୋନପେ ଡେଙ୍ଗୁ ଓ ମ୍ୟାଲେରିଆ ପାଇଁ ଏକ ନୂଆ ଶସ୍ତା ବୀମା ପ୍ଲାନ୍ ନେଇଆସିଛି । ମାତ୍ର ୫୯ ଟଙ୍କା ପ୍ରତି ବର୍ଷ ହୋଇପାରେ । ଏହି ସ୍ବାସ୍ଥ୍ୟ ବୀମା ଯୋଜନା ଡେଙ୍ଗୁ, ମ୍ୟାଲେରିଆ ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭର ପ୍ରଦାନ କରିଥାଏ ।
-
20.ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଡିଲେଡରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍ ଗୋଲାପୀ ବଲରେ ଖେଳାଯିବ।
|
255 |
Y |
|
532 |
05-12-2024 |
English |
-
1.Indian Navy’s efforts in empowering women are praiseworthy, President Droupadi Murmu said during the Navy Day celebrations at the Blue Flag Beach here, Wednesday
-
2.President Droupadi Murmu Wednesday stressed the need for extensive research in Ayurveda as it holds remedies for many diseases.
-
3.Devendra Fadnavis has been unanimously elected as the Maharashtra BJP legislature party leader at a meeting here Wednesday, paving the way for his appointment as the Chief Minister for the third non-consecutive term.
-
4.Assam government has decided to ban serving and consumption of beef in restaurants, hotels and public places.
-
5.In her fi rst public address after fl eeing Bangladesh four months back, ousted Prime Minister Sheikh Hasina has mounted a stinging attack on the country’s interim leader Muhammad Yunus, accusing him of perpetrating “genocide” and failing to protect minorities including Hindus.
-
6.France’s far-right and left-wing forces are expected to join together Wednesday to oust Prime Minister Michel Barnier’s government in a historic no-confi dence vote prompted by budget disputes.
-
7.The state has recorded a whopping 5.20 lakh dog bite cases between January 2023 and October 2024, according to data provided by the state government in the Assembly Wednesday.
-
8.Four persons were arrested for allegedly gangraping a 14-year-old girl at Mahulpali area in Sambalpur district late Saturday night.
-
9. Delhi’s women helpline 181 received over 2.41 lakh calls between July and November 2024.
-
10.The apex court in September 2023 stayed the criminal defamation proceedings against Murugan on a complaint fi led by Chennai-based Murasoli Trust for his alleged defamatory statements at a press conference in December, 2020.
-
11.Araijeet Singh Hundal slammed four goals as defending champions India defeated arch rivals Pakistan 5-3 in the summit clash to win a hat-trick of titles in the men’s junior Asia Cup here Wednesday.
-
12.The rupee slumped by 7 paise to hits its lowest-ever closing level of 84.75 against the US dollar Wednesday amid a strengthening greenback and increase in crude prices.
-
13.India voted in favour of a UN General Assembly resolution that called for the withdrawal of Israel from the Palestinian territory occupied since 1967, including East Jerusalem, and reiterated the call for achieving a comprehensive, just and lasting peace in West Asia.
-
14.Rise in dependence on smartphones and their excessive usage are adversely impacting relationships between parents and children in India, a survey commissioned that According to the survey, 76 per cent of parents and 71 per cent of children agree that they cannot live without their smartphones.
-
15.The ISRO has rescheduled the launch of PSLV-C59 to Thursday due to an “anomaly” detected in the PROBA-3 spacecraft, the agency announced Wednesday, minutes before the scheduled launch.
|
202 |
Y |
|
533 |
04-12-2024 |
Odia |
-
1.ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଗାଜା ଆତଙ୍କବାଦୀଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ସେ ଦାୟିତ୍ୱ ଗ୍ରହଣ କରିବା ବେଳକୁ ବନ୍ଦୀମାନଙ୍କୁ ମୁକ୍ତ କରାଯାଇ ନ ଥାଏ ତେବେ ଭୟାନକ ପରିଣାମ ଭୋଗିବାକୁ ପଡ଼ିବ।
-
2.ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ମୋବାଇଲ ମାଲଓ୍ବେର ଆକ୍ରମଣ ଜନିତ ମାମଲା ସର୍ବାଧିକ ରହିଥିବା ନେଇ ଆମେରିକୀୟ କ୍ଲାଉଡ୍ ସିକ୍ୟୁରିଟି କମ୍ପାନୀ ଜେଡ୍ସ୍କେଲର ପ୍ରକାଶ କରିଛି।
-
3.ରାଷ୍ଟ୍ରପତି ଦୌପଦୀ ମୁର୍ମୁ ୫ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ନୌସେନା ଦିବସରେ ଯୋଗଦେବା, ଭୁବନେଶ୍ବରରେ ଜୁଡିସିଆଲ କୋର୍ଟର ଲୋକାର୍ପଣ କରିବା ଭଳି ଐତିହାସିକ କାର୍ଯ୍ୟକ୍ରମରେ ଯୋଗଦେବେ।
-
4.ସଂସଦରେ ଉସ୍ଥାପନ କରାଯାଇଥିବା ତଥ୍ୟ ଏହା କହୁଛି। ବର୍ଷକ ପୂର୍ବେ ଦେଶରେ ୨,୫୭,୯୪୦ ଏଟିଏମ୍ ଥିଲା। ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ସେହି ସଂଖ୍ୟା ୨,୫୫,୦୭୮କୁ ହ୍ରାସ ପାଇଛି।
-
5.ଦକ୍ଷିଣ କୋରିଆରେ ରାଜନୈତିକ ଅଚଳାବସ୍ଥା ଲାଗି ରହିବା ଫଳରେ ରାଷ୍ଟ୍ରପତି ୟୁନ୍ ସୁକ୍ ୟେଓଲ ମଙ୍ଗଳବାର ରାତିରେ ‘ଜରୁରୀକାଳୀନ ସାମରିକ ଆଇନ’ ଘୋଷଣା କରିଥିଲେ। ତେବେ ଏହାର ୬ ଘଣ୍ଟା ପରେ ଏହାକୁ ସେ ରାଷ୍ଟ୍ର ବିରୋଧୀ ତତ୍ତ୍ୱଙ୍କୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ହଟାଇ ଦେଇଛନ୍ତି।
-
6.ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ) ଆକୃଷ୍ଟ କରିବା କ୍ଷେତ୍ରରେ ଓଡ଼ିଶା ପଛରେ ରହିଯାଇଛି। ଗତ ୫ ବର୍ଷ ମଧ୍ୟରେ ଦେଶକୁ ମୋଟ ୨୬୨୫୩୭.୯ ନିୟୁତ ଡଲାର ଆସିଥିବାବେଳେ ଏଥିରୁ ଓଡ଼ିଶାକୁ ମାତ୍ର ୧୭୨.୩୨ ନିୟୁତ ଡଲାର (୧୪୫୯ କୋଟି ଟଙ୍କା) ଆସିଛି।
-
7. ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୟମାସର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ହ୍ରାସ ପାଇବା ପରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଉପରେ ଚାପ ବୃଦ୍ଧି ପାଇଛି।
-
8.ବାତ୍ୟା ଫେଙ୍ଗଲ୍ ତାମିଲନାଡୁର ୧୪ଟି ଜିଲ୍ଲାରେ ବିନାଶ ଘଟାଇବା ସହିତ ୧.୫ କୋଟି ଲୋକଙ୍କୁ ପ୍ରଭାବିତ କରିଛି। ୨.୧୧ ଲକ୍ଷ ହେକ୍ଟର ଚାଷ ଜମିରେ ଜଳମଗ୍ନ ହୋଇଛି। ବାତ୍ୟା ଯୋଗୁ ଭିତ୍ତିଭୂମିରେ ବଡ଼ ଧରଣର କ୍ଷୟକ୍ଷତି ଘଟିଛି।
-
9.ଚଳିତ ନବନିର୍ବାଚିତ ସପ୍ତଦଶ ଓଡିଶା ବିଧାନସଭାରେ ୭୩% କୋଟିପତି ବିଧାୟକ ଥିବାବେଳେ ସେମାନେ ନିୟମିତ ବ୍ୟବଧାନରେ ବାରମ୍ବାର ନିଜର ଦରମା ବୃଦ୍ଧି ଦାବି କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
-
10.ଲୋକ ସଭାରେ ମଙ୍ଗଳବାର ବ୍ୟାଙ୍କିଂ ଆଇନ୍ ସଂଶୋଧନ ବିଲ୍ ପାରିତ ହୋଇଛି। ଏହି ବିଲ୍ରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ୪ ନୋମିନି ଯୋଡ଼ିବାର ବ୍ୟବସ୍ଥା କରାଯାଇଛି।
-
11.ନିଖୋଜ ଥିବା ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଗତ ନଭେମ୍ବର ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଉକ୍ତ ସମୟ ମଧ୍ୟରେ ସର୍ବମୋଟ ୩୩୪ ନିଖୋଜ ଶିଶୁ ଆମ ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
-
12.ଗତ ତିନି ବର୍ଷରେ ୨୩୩ ଓଡ଼ିଆ ଲୋକ ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଯାଇ ଜୀବନ ହରାଉଛନ୍ତି ।
-
13.ଜୟପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର। ମାତ୍ର ଦଶ ବର୍ଷର ଚାକିରିରେ ସେ ଆୟ ବହିର୍ଭୁତ ସମ୍ପତ୍ତି ୧୮ ପ୍ଲଟ ସହିତ ପ୍ରାୟ ଏକ କେଜିଏ ସୁନା ନିଜ ସମ୍ପତ୍ତିରେ ଯୋଡ଼ିଛନ୍ତି।.
-
14.ଦୀର୍ଘଦିନର ଦାବି ଓ ପ୍ରୟାସକୁ ନିକଟରେ କେନ୍ଦ୍ର ସରକାର ସମ୍ମତି ଜଣାଇବା ସହିତ ଚାଇନାରୁ ଆମଦାନୀ କରାଯାଉଥିବା ତଥା ସୋଲାର ପ୍ୟାନେଲ ପାଇଁ ପ୍ରମୁଖ ଉପାଦାନଗୁଡିକ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ଲଗାଯାଇଛି।
-
15.ଦଶମ ଇଣ୍ଡିଆ ଗ୍ରୀନ୍ ଉତ୍ପାଦନ ଚ୍ୟାଲେଞ୍ଜ (ଆଇଜିଏମ୍ସି) କାର୍ଯ୍ୟକ୍ରମରେ ଜେଏସ୍ଏଲ୍ର ହିସାର ୟୁନିଟକୁ ସମ୍ମାନଜନକ ସ୍ବର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଛି।
|
260 |
Y |
|
534 |
04-12-2024 |
English |
-
1.President Droupadi Murmu, who arrived here Tuesday on a fi veday visit to the state, unveiled a statue of Santali writer and educator Pandit Raghunath Murmu in the Capital City.
-
2.The Centre’s proposal to set up a strategic oil reserve near Chandikhole in Jajpur district has failed to make any headway as the state government is yet to take a call on closure of black granite mines on the foothills of Dankari hills under Dharmasala block, a report said.
-
3.Two National Institute of Technology (NIT), Rourkela faculty members represented India at the recently-concluded 9th BRICS Young Scientist Forum (YSF) 2024 held in Russia.
-
4.University Grants Commission (UGC) chairman M Jagadesh Kumar said recently that higher education institutions should adopt the semester system instead of holding annual examinations for better evaluation of students and improving their learning process.
-
5.Former CBI director Vijay Shankar breathed his last Tuesday after prolonged illness, his family said. He was 76.
-
6.The Indian Cyber Crime Coordination Centre (I4C), a wing of the Ministry of Home Affairs, has identifi ed and blocked more than 1,700 Skype IDs and 59,000 WhatsApp accounts used for digital fraud, Lok Sabha was informed Tuesday.
-
7.Chief Justice of India Sanjiv Khanna Tuesday recused himself from hearing a batch of pleas challenging the exclusion of the CJI from the panel meant for selecting the chief election commissioner and election commissioners.
-
8.Delhi High Court's Chief Justice Manmohan was Tuesday appointed as a judge of the Supreme Court.
-
9.President-elect Donald Trump is demanding the immediate release of Israeli hostages still being held in Gaza, saying that if they are not freed before he is sworn into office for a second term there will be “HELL TO PAY.”
-
10.South Korean President Yoon Suk Yeol declared martial law late Tuesday. Parliament voted to lift the declaration, with the National Assembly .
-
11.The RBI has asked banks to ‘urgently’ reduce the number of inoperative or frozen accounts by taking necessary steps and also report their numbers quarterly.
-
12.The Lok Sabha Tuesday passed the Banking Laws (Amendment) Bill, 2024, which allows bank account holders to have up to four nominees in their accounts.
-
13.India has recorded a sharp increase in exports for several key product categories with the country maintaining or improving its rank among the top ten global suppliers.
-
14.PhonePe Tuesday announced the launch of a new and affordable insurance plan for dengue and malaria on its platform, starting at just Rs59 per year. The affordable health coverage plan offers comprehensive year-round coverage of up to Rs1 lakh for medical expenses related to vector and air-borne diseases.
-
15.The Supreme Court Tuesday stayed the death sentence of a 30-year–old man convicted of the rape and murder of a 19-year-old engineering student in Jharkhand’s capital Ranchi.
|
240 |
Y |
|
535 |
03-12-2024 |
Odia |
-
1. ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଅପରେସନ୍ କୌଶଳ ଦେଖାଇବେ ନୌବୀର। ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ। ନୌସେନାର ଏହି ପରାକ୍ରମକୁ ଦେଖିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ।
-
2.ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ୍ ୨୦ ଜାନୁଆରୀ ୨୦୨୫ରେ ଶପଥ ନେବେ। ଏହା ପୂର୍ବରୁ ତାଙ୍କର କେତେକ ମନ୍ତବ୍ୟ ବିଶ୍ୱ ଭୂରାଜନୈତିକ ତଥା ଅର୍ଥନୈତିକ ଦୃଶ୍ୟପଟରେ ବଡ଼ ପରିବର୍ତ୍ତନକୁ ଇଙ୍ଗିତ କରିଛି।
-
3.ଗୁଜରାଟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶକ୍ତିସିଂହ ଗୋହିଲ କହିଛନ୍ତି ଯେ ଭୂପେନ୍ଦ୍ର ଝାଲା ନାମକ ଏହି ବିଜେପି କର୍ମୀ ଲୋକଙ୍କୁ ୨ ବର୍ଷରେ ଟଙ୍କା ଡବଲ କରିବ କହି ପ୍ରାୟ ୬ ହଜାର କୋଟି ନେଇ ଫେରାର ହୋଇଯାଇଛନ୍ତି ।
-
4.ଆଫ୍ରିକାର ଦେଶ ଗିନିରେ ଏକ ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ସଂଘର୍ଷ ଓ ଦଳାଚକଟା ରେ ୫୬ ଜଣ ଲୋକ ପ୍ରାଣ ହରାଇଛନ୍ତି।
-
5.ରାଜନୀତି ହେଉଛି ଅସନ୍ତୁଷ୍ଟ ଲୋକମାନଙ୍କ ସାଗର, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ଅସନ୍ତୁଷ୍ଟ ଏବଂ ବର୍ତ୍ତମାନର ପଦଠାରୁ ଉଚ୍ଚ ପଦ ପାଇଁ ଇଚ୍ଛା କରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ସୋମବାର କହିଛନ୍ତି।
-
6.ନଭେମ୍ବର ମାସରେ ଓଡ଼ିଶାରେ ୪୭୦୪ କୋଟି ଟଙ୍କାର ଜିଏସ୍ଟି( ସାମଗ୍ରୀ ଓ ସେବା ଟିକସ) ଆଦାୟ ହୋଇଛି। ଗତବର୍ଷ ନଭେମ୍ବରରେ ଏହି ରାଶି ୪୨୯୫ କୋଟି ଟଙ୍କା ରହିଥିଲା।
-
7.ଶମ୍ଭୁ ଓ ଖାନାଉରି ସୀମାରେ ଆନ୍ଦୋଳନରତ ଚାଷୀ ନେତାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଠୋର ଚେତାବନୀ ଦିଆଯାଇଛି। ଆନ୍ଦୋଳନ ସମୟରେ ସାଧାରଣ ଲୋକ ଯେଭଳି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
8.୨୦୨୩ ବ୍ୟାଚ୍ କର୍ଣ୍ଣାଟକ କ୍ୟାଡରର ୨୬ ବର୍ଷୀୟ ଯୁବ ଆଇପିଏସ୍ ଅଫିସର୍ ହର୍ଷ ବର୍ଦ୍ଧନ ରବିବାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ନିକଟରେ ତାଙ୍କର ଟ୍ରେନିଂ ଶେଷ ହୋଇଥିଲା।
-
9.ଅମୃତସରର ସ୍ବର୍ଣ୍ଣ ମନ୍ଦିରର ଅକାଳ ତଖତ ସାହିବ ସୋମବାର ସୁଖବୀର ସିଂହ ବାଦଲଙ୍କ ବିରୋଧରେ ଦଣ୍ଡାଦେଶ ଘୋଷଣା କରିଛି । ଦଣ୍ଡାଦେଶ ଅନୁସାରେ ସୁଖବୀର ବାଦଲଙ୍କୁ ବ ବାଥରୁମ ସଫା କରିବାକୁ ପଡିବ ।
-
10.ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ପ୍ୟାକେଜ୍ ହୋଇଥିବା ପାନୀୟ ଜଳ ଓ ମିନେରାଲ୍ ଓ୍ବାଟରକୁ 'ହାଇ ରିସ୍କ ଫୁଡ୍' ଅର୍ଥାତ୍ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ପାନୀୟ ଭାବେ ବର୍ଗୀକରଣ କରିବାକୁ ନିଷ୍ପତ୍ତି ନେଇଛି ।
-
11.ଓଡିଶା ରାଜ୍ୟରେ ବିଜେପି ସରକାର ଆସିବା ପରେ ୫ମାସରେ ୫୦୯ଟି ଦୁଷ୍କର୍ମ ମାମଲା, ୪୧ ଗଣଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ମହିଳା ବିରୋଧୀ ସମୁଦାୟ ୯୨୪୮ଟି ମାମଲା ରୁଜୁ ହୋଇଛି।
-
12.ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୫.୪ ପ୍ରତିଶତ ସହ ଦୁଇ ବର୍ଷର ନିମ୍ନ ସ୍ତରକୁ ଖସିଯାଇଛି। ଜିଡିପି ହିସାବ ଲାଗି ୨୦୧୧-୧୨କୁ ଆଧାର ବର୍ଷ ଭାବେ ବ୍ୟବହାର କରାଯାଉଥିଲା।
-
13.ଆଦାନୀଙ୍କ ସଂସ୍ଥା ଆଦାନୀ ପାୱାରଠାରୁ ବାଲାଂଦେଶ ଅଧା ବିଜୁଳି କିଣିବାକୁ ନିଷ୍ପତ୍ତି ନେଇଛି। ଶୀତଦିନ ଲାଗି ବିଦ୍ୟୁତ ଚାହିଦା କମ୍ ଥିବାରୁ ଅଧା ବିଜୁଳି ଦେବାକୁ କମ୍ପାନିକୁ ବାଂଲାଦେଶ କହିଛି।
-
14.ଆଇଆଇଟି ମାଡ୍ରାସରେ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ପଢ଼ୁଥିବା ଜଣେ ଛାତ୍ରଙ୍କୁ ‘ଜେନ୍ ଷ୍ଟ୍ରିଟ୍’ ନାମକ ଏକ କମ୍ପାନି ବାର୍ଷିକ ୪.୩ କୋଟି ଟଙ୍କାରେ ଚାକିରି ପ୍ରସ୍ତାବ ଦେଇଛି।
-
15.ଭାରତୀୟ ବୈଜ୍ଞାନିକମାନେ ଏକ ନୂଆ ଆଣ୍ଟିବାୟୋଟିକ୍ ବିକଶିତ କରିଛନ୍ତି। ନାଫିଥ୍ରୋମାଇସିନ୍ ନାମକ ଭାରତର ଏହି ପ୍ରଥମ ସ୍ବଦେଶୀ ଆଣ୍ଟିବାୟୋଟିକ୍ ବିଭିନ୍ନ ଔଷଧକୁ ପ୍ରତିରୋଧ କରୁଥିବା ବ୍ୟାକ୍ଟେରିଆଗୁଡ଼ିକର ମୁକାବିଲା କରିପାରିବ।
|
212 |
Y |
|
536 |
03-12-2024 |
English |
-
1.State govt has formed a task force for formation of Southern Odisha Development Council (SODC), says CM Mohan Charan Majhi
-
2.Electronics and IT minister Mukesh Mahaling said Monday that the government will ensure Internet facilities are available in all villages of Odisha by March 2025.
-
3.The government and Opposition parties reached an agreement Monday to break the impasse in Parliament with dates announced for discussions on the Constitution in the Lok Sabha and the Rajya Sabha.
-
4.As many as 6,368 cases of cyber frauds have been registered in the state during the last three years (2021 to 2023) wherein crooks swindled Rs125.63 crore from people.
-
5.Chief Minister Mohan Charan Majhi Monday informed the Assembly that 769 cases related to rape of minors were reported in the state during the fi ve months since June 10.
-
6.Of the 500-tonne of solid waste generated in the Bhubneswar City every day, around 30-tonne constitutes plastic waste, a report by India Clean Air Network (ICAN) reveals.
-
7.The Supreme Court Monday refused to relax the emergency measures under Stage 4 of the Graded Response Action Plan (GRAP) dealing with air pollution in the national capital unless a consistent downward trend was noticed in the AQI level.
-
8.The construction of the Delhi-Dehradun expressway, which will drastically reduce the travel time between the two cities, is in its final stages.
-
9.IPS officer Harsh Bardhan, who died in a road accident in Karnataka while on his way to take up his first posting, had cleared the civil services examination in his maiden attempt, sources close to his family said Monday.
-
10.Germany will remain Ukraine’s strongest supporter in Europe said Olaf Scholz , Chancellor,Germany.
-
11. India’s manufacturing sector growth fell to a joint 11-month low of 56.5 in November, restricted by competitive conditions and inflationary pressures amid a softer increase in factory orders, a monthly survey said Monday.
-
12.Retirement fund body EPFO has invested `34,207.93 crore in exchange traded funds (ETFs) during the April-October period this fi scal year, Parliament was informed Monday.
-
13.About 70-75 per cent of GST revenues collected in 2023-24 fi scal year came from the 18 per cent slab, while just 5-6 per cent came from the 12 per cent bracket, Parliament was informed Monday.
-
14.The Reserve Bank Monday said 98.08 per cent of the `2,000 banknotes have been returned to the banking system, and only `6,839 crore worth such notes are still with the public.
-
15.The Delhi High Court sought the Enforcement Directorate’s (ED) response Monday on a plea moved by AAP leader Manish Sisodia challenging a trial court’s order taking cognisance of a chargesheet fi led in a money-laundering case linked to the alleged excise policy scam.
-
16.A Delhi court Monday fixed December 9 for the recording of statements of two former police offi cials as witnesses in a 1984-anti Sikh riots case against Congress leader Jagdish Tytler.
-
17.Civil services coaching teacher and motivational speaker Avadh Ojha joined the Aam Aadmi Party Monday in the presence of party chief Arvind Kejriwal and senior leader Manish Sisodia.
-
18.Odisha Chief Minister Mohan Charan Majhi told the Assembly Monday that 123 Maoists and 11 security personnel were killed in encounters in different parts of the state since 2014
-
19.India is set to experience a milder winter with fewer cold wave days, the weather office said Monday and forecast above-normal minimum temperatures during the season.
-
20.India’s Paralympic champion Nitesh Kumar has been nominated for the Men’s Para-Badminton Player of the Year honour as Olympic champions Denmark’s Viktor Axelsen, South Korea’s An Se Young headlined BWF Annual Awards nominations
|
237 |
Y |
|
537 |
02-12-2024 |
Odia |
-
1.ଆରଏସଏସ ମୁଖ୍ୟ ମୋହନ ଭାଗବତ ଜନସଂଖ୍ୟାକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଜନସଂଖ୍ୟା ହ୍ରାସ ଚିନ୍ତାର ବିଷୟ । ଏଥିପାଇଁ ଗୋଟିଏ ପରିବାରରେ ଅତି କମରେ ୩ ଟି ସନ୍ତାନ ହେବା ଉଚିତ ।
-
2.ତିନି ଦିନ ବ୍ୟାପୀ ରାଜଧାନୀରେ ଚାଲିଥିବା ଡିଜି ଆଇଜିପି ସମ୍ମିଳନୀ ଶେଷ ହୋଇଛି। ବୈଠକରେ ଯୋଗଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଦିଲ୍ଲୀ ଫେରିଯାଇଛନ୍ତି।
-
3.ଜୟ ଶାହ ଆଇସିସି ଅଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଛନ୍ତି। ଏହା ସହ ସେ ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ହୋଇଛନ୍ତି।
-
4.ଦୀପାବଳି, ଧନତାରେସ, ଛଠ ଓ ବିବାହ ଋତୁ ଯୋଗୁଁ ଗତ ନଭେମ୍ବର ମାସରେ ଜିଏସଟି ଆଦାୟରେ ଚମତ୍କାର ବୃଦ୍ଧି ଘଟି ୧ ଲକ୍ଷ ୮୨ ହଜାର କୋଟିରେ ପହଞ୍ଚିଛି ।
-
5.କ୍ରମାଗତ ୫ ମାସ ଧରି ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି। ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି।ବାଣିଜ୍ୟିକ ସିଲିଣ୍ଡରର ଦରରେ ୧୬.୫୦ଟଙ୍କା ବୃଦ୍ଧି ପାଇଛି।
-
6.ରାଜ୍ୟ ଓ୍ବକଫ୍ ବୋର୍ଡ ଗଠନ ପାଇଁ ପୂର୍ବ ସରକାର ସମୟରେ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି।
-
7.ଟେଲିଭିଜନ ଏବଂ ସିନେମା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶୋବିଥା ଶୋଭାନ୍ନାଙ୍କ ମୃତଦେହ ହାଇଦ୍ରାବାଦସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି।
-
8.ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ(TRAI) ଟ୍ରେସେବିଲିଟି ଗାଇଡ୍ଲାଇନ୍ ଆଣିଛି। ଏହା ଡିସେମ୍ବର ପହିଲାରୁ ଲାଗୁ ହେବ। ଏହାର ପ୍ରଭାବ ଦେଶର ଟେଲିକମ୍ ବ୍ୟବହାରକାରୀଙ୍କ ଉପରେ ପଡ଼ିବ।
-
9.ଯାଜପୁର ଜିଲ୍ଲା ବରୀ ବ୍ଲକ୍ର ପ୍ରସିଦ୍ଧ ବୌଦ୍ଧପୀଠ ରତ୍ନଗିରିରେ ପ୍ରତ୍ନତାତ୍ତ୍ବିକ ଖନନ କାର୍ଯ୍ୟ ଆରମ୍ଭ ହୋଇଛି।
-
10.ପରିବାହନ ବିଭାଗର ତଥ୍ୟ ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ ରାଜ୍ୟରେ ଇ-ଚାଲାଣ ବାବଦକୁ ଆଦାୟ ହୋଇ ନପାରି ପଡ଼ି ରହିଛି ୧୨ ଶହ ୧୫ କୋଟି ଟଙ୍କା। ୨୯ ଲକ୍ଷ ୭୭ ହଜାର ୭୧୮ଟି ଇ-ଚାଲାଣ ବାବଦକୁ ପରିବହନ ବିଭାଗରେ ଜରିମାନା ଦାଖଲ କରି ନାହାନ୍ତି ଗାଡ଼ି ମାଲିକ।ଅନାଦେୟ ଜରିମାନ ଅର୍ଥ ଆଦାୟ କରିବାକୁ ଏବେ ୱାନ୍ ଟାଇମ୍ ସେଟେଲମେଣ୍ଟ ବା OTS ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର।
-
11.୩୫ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଉଦ୍ଘାଟିତ ହୋଇଛି।
-
12.ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ଆସିବା ଏକ ପ୍ରକାର ବନ୍ଦ ରହିଥିବାବେଳେ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରୁ ୩୦୦ ଟ୍ରକ ଆଳୁ ଗାଡି ଆସି ରାଜ୍ୟରେ ପହଞ୍ଚିବ।
-
13.ଚଳିତବର୍ଷ ହାରାହାରି ବିବାହ ଖର୍ଚ୍ଚ ୩୬.୫ ଲକ୍ଷ ଟଙ୍କା ଥିବାବେଳେ ବିଶେଷ ବିବାହସ୍ଥଳ (ଡେସ୍ଟିନେସନ୍ ୱେଡିଂ) ଖର୍ଚ୍ଚ ହାରାହାରି ୫୧ ଲକ୍ଷ ଟଙ୍କା ରହିଛି। ଗତବର୍ଷ ତୁଳନାରେ ୨୦୨୪ରେ ବିବାହ ଖର୍ଚ୍ଚ ପ୍ରାୟ ୭ପ୍ରତିଶତ ବୃଦ୍ଧିପାଇଛି।
-
14.ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ନୂଆ କଂସ ଚୟନ କାର୍ଯ୍ୟକ୍ରମ ଶେଷ ହୋଇଛି। ବିଜୁ ପଟ୍ଟନାୟକ ଟାଉନ ହଲରେ ଚାଲିଥିଲା ଚୟନ ପ୍ରକ୍ରିୟାରେ ଭୁବନେଶ୍ଵର ପ୍ରଧାନଙ୍କୁ ନୂଆ କଂସ ଭାବେ ମନୋନୀତ କରିଛନ୍ତି ୩ ଜଣିଆ ବିଚାରକ କମିଟି।
-
15.ଓଡିଶାରେ ୨୦୨୪-୨୫ ଆର୍ଥିକ ବର୍ଷର ଏବେ ସୁଦ୍ଧା ୬୫ଟି ହାତୀଙ୍କ ଜୀବନ ଗଲାଣି। ବିଦ୍ୟୁତ୍ ଆଘାତରେ ମରିଥିବା ୨୩ ହାତୀଙ୍କୁ ବାଦ୍ ଦେଲେ ଟ୍ରେନ୍ ଦୁର୍ଘଟଣାରେ ୩ଟି ମରିଛନ୍ତି। ହର୍ପିସ୍ ଭୂତାଣୁ ଆକ୍ରାନ୍ତରେ ତିନି, ଅନ୍ୟାନ୍ୟ ରୋଗରେ ୧୨, ବୟସାଧିକ କାରଣରୁ ୧୧, ନିଜ ନିଜ ଭିତରେ ଲଢ଼େଇ କରି ୪ଟି ହାତୀଙ୍କ ଜୀବନ ଯାଇଛି।
-
16.ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗାଁ କାଞ୍ଜିଅଁଳା ଯାତ୍ରା ମଞ୍ଚରେ କଳାକାର ଜିଅନ୍ତା ଘୁଷୁରି ମାରି ଖାଇବା ଓ ସାପ ଖେଳକୁ ନେଇ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
-
17.ମାଲକାନଗିରି ଜିଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲା ଚାଲାପାକା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୭ ମାଓବାଦୀ ମୃତ୍ୟୁବରଣ କରିଛନ୍ତି।
-
18.ମଧ୍ୟପ୍ରଦେଶର ସୌନ୍ଧା ଗୋହଦରେ ରହୁଥିବା କମଲା ବାଇଙ୍କ ପେଟରେ ଗତ ଦୁଇବର୍ଷ ହେବ ଯନ୍ତ୍ରଣା ହେଉଥିଲା। କମଲା ବାଇଙ୍କ ପେଟ ଭିତରେ ଏକ କଇଁଚି ରହିଥିବା ଦେଖିବାକୁ ପାଇଥିଲେ ସ୍କାନ କରିଥିବା ଡାକ୍ତର। ପରେ ପୁଣିଥରେ ଅସ୍ତ୍ରୋପଚାର କରି ସୁରକ୍ଷିତ ଭାବେ ଏହି କଇଁଚିକୁ ପେଟରୁ ବାହାର କରାଯାଇଛି।
-
19.ମିଳିତ ଜାତିସଂଘର ୧୭ତମ ସଂଖ୍ୟାଲଘୁ ଅଧିବେଶନରେ ଉଇଘର ମୁସ୍ଲିମ ସଂପ୍ରଦାୟ ଉପରେ ଚୀନର ଦମନଲୀଳା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି।
-
20.ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଇରାନ ଆଣବିକ ପରୀକ୍ଷା କରିବାକୁ ଚାହୁଁଛି। ବାସ୍ତବରେ ଇରାନରୁ ଦୁଇଟି ବଡ଼ ଖବର ଆସିଛି । ପ୍ରଥମ ଖବର ହେଉଛି ଇରାନ ୬୦୦୦ନୂତନ ସେଣ୍ଟ୍ରିଫୁଗ୍ ସ୍ଥାପନ କରିବ ଏବଂ ଦ୍ୱିତୀୟରେ ଇରାନ ଏହାର ଆଣବିକ ସିନ୍ଧାନ୍ତକୁ ବଦଳାଇପାରେ।
|
213 |
Y |
|
538 |
02-12-2024 |
English |
-
1.President-elect Donald Trump Saturday warned BRICS countries against any move to replace the US dollar and has sought a commitment from the nine-member group that includes India, Russia, China, and Brazil.
-
2.In a shocking display of inhuman behaviour, an actor consuming a live pig on the stage during a drama performance has sparked widespread outrage in the state.
-
3.Chief Minister Mohan Charan Majhi inaugurated the annual Konark Dance Festival and International Sand Art Festival in Puri Sunday.
-
4.Potato prices in the state will be stabilised soon after arrival of 300 trucks loaded with the tuber from Uttar Pradesh Monday, Potato prices in the state will be stabilised soon after arrival of 300 trucks loaded with the tuber from Uttar Pradesh Monday.
-
5.Amid tight security, members of a judicial commission Sunday visited the Shahi Jama Masjid Sambhal and other areas that witnessed violence over a court-ordered survey of the Mughal-era mosque.
-
6.The India Meteorological Department (IMD) Sunday issued a red alert for four districts in the state, forecasting extremely heavy rains December 2.
-
7.Republican President-elect Donald Trump said Saturday he wanted former National Security offi cial and loyalist Kash Patel to lead the FBI, signaling an intent to drive out the bureau’s current director, Christopher Wray.
-
8.Dozens of ISKCON members who possessed valid travel documents were turned back Sunday by Bangladesh’s immigration police from Benapole border crossing when they tried to cross into India, a media report said.
-
9.Gross GST collections grew 8.5 per cent to over Rs1.82 lakh crore in November on higher revenues from domestic transactions.
-
10. Jet fuel, or ATF, price Sunday was hiked by 1.45 per cent and rates of commercial LPG used in hotels and restaurants increased by Rs16.5 per 19-kg cylinder in the monthly revision done in line with international oil price trends
-
11.Foreign direct investment in India rose by 45 per cent year-on-year to USD 29.79 billion in April-September this fi scal on healthy infl ows in services, computer, telecom and pharma sectors, according to government data.
-
12.India’s overall coal production rose by 7.2 per cent to 90.62 million tonnes (MT) in November compared to 84.52 MT in the same month of last year, the coal ministry said in a statement Sunday.
-
13.ISRO's trusted workhorse Polar Satellite Launch Vehicle (PSLV) will blast off from Sriharikota spaceport in Andhra Pradesh December 4 carrying ESA's Proba-3 mission, the Indian space agency said Sunday.
-
14.A whopping 1.3 crore digital life certifi cates were generated during a month-long special campaign by the government to further simplify the process for pensioners across the country.
-
15.Top seeded Indians PV Sindhu and Lakshya Sen showcased their class and dominance to clinch the women’s and men’s singles titles, respectively, at the Syed Modi International badminton tournament Lucknow Sunday
|
261 |
Y |
|
539 |
01-12-2024 |
Odia |
-
1.ସମୁଦ୍ର ଭିତରେ ଥିବା ଖଣିରୁ ଗୁରୁତ୍ବପୂର୍ଣ୍ଣ ଧାତବ ସାମଗ୍ରୀ ଉତ୍ତୋଳନ ହେବ। କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୧୩ଟି ଖଣିର ନିଲାମ ପ୍ରକ୍ରିୟା ନିକଟରେ ଆରମ୍ଭ କରିଛନ୍ତି।ଭାରତରେ ଇଇଜେଡ୍ (ଏକ୍ସକ୍ଲୁସିଭ ଇକୋନୋମିକ୍ ଜୋନ୍)ରେ ଥିବା ଖଣିଜସାମଗ୍ରୀଗୁଡ଼ିକ ଭିତ୍ତିଭୂମି, ବିଦ୍ୟୁତ ଯାନ ଏବଂ ଅକ୍ଷୟ ଶକ୍ତି, ଆଦି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶଳ ଦିଗରେ ଆଗକୁ ନେବ।
-
2.ଦେଶର ବିଦେଶୀ ମୁଦ୍ରା ଭଣ୍ଡାର କ୍ରମାଗତଭାବେ ଅଷ୍ଟମ ସପ୍ତାହ ପାଇଁ ହ୍ରାସ ପାଇଛି। ନଭେମ୍ବର ୨୨ରେ ଶେଷ ହୋଇଥିବା ସପ୍ତାହରେ ଏଥିରେ ୧.୩୧ ବିଲିଅନ ଡଲାର ହ୍ରାସ ଘଟିଛି। ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ୬୫୬.୫୮୨ ବିଲିଅନ ଡଲାରକୁ କମିଛି।
-
3. ୨୦୧୦ ମସିହା ବେଳକୁ ଓଡ଼ିଶାର ପାଖାପାଖି ୧୮ ଜିଲ୍ଲାରେ ନକ୍ସଲଙ୍କ ଦବ୍ଦବା ଥିଲା। ୨୦୦୪ ମସିହା ପରଠୁ ଓଡ଼ିଶାରେ ନକ୍ସଲଙ୍କ ଉତ୍ପାତ ଚରମ ସୀମାରେ ପହଞ୍ଚିବାରେ ଲାଗିଥିଲା।ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ନକ୍ସଲମାନେ ଓଡ଼ିଶାରେ ନେତୃତ୍ବ ନେଉଛନ୍ତି।
-
4.ସମଲିଙ୍ଗୀ ଯୌନ ସଂପର୍କ(ଏମ୍ଏସ୍ଏମ୍) କାରଣରୁ ରାଜ୍ୟରେ ଏଚ୍ଆଇଭି ସଂକ୍ରମଣ ବଢ଼ୁଛି। ବିଗତ କିଛିବର୍ଷ ହେବ କଲେଜ ପିଲା ଓ ଯୁବଗୋଷ୍ଠୀ ଏଥିପାଇଁ ଏଚ୍ଆଇଭିର ଶିକାର ହେଉଥିବା ନଜରକୁ ଆସିଛି। ସାଧାରଣ ନାଗରିକ, ଗର୍ଭବତୀ ମହିଳା ଓ ମହିଳା ଯୌନକର୍ମୀଙ୍କ କ୍ଷେତ୍ରରେ ଥିବା ସଂକ୍ରମଣ ହାର(ଟିପିଆର)ଠାରୁ ପୁରୁଷ ଯୌନକର୍ମୀ ସଂକ୍ରମଣ ହାର ଅଧିକ ରହିଛି।
-
5.ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଗାଡ଼ି ଆସିବା ବନ୍ଦ ହେବାକୁ ୨ଦିନ ହେଲାଣି। ଏହାଭିତରେ ବଜାରରେ ଆଳୁ ଦର ବଢ଼ିଗଲାଣି। ଲୋକମାନେ କେଉଁଠି ଆଳୁ କେଜି ୪୦ ଟଙ୍କା ତ ଆଉ କେଉଁଠି ୪୫ ଟଙ୍କାରେ କିଣୁଛନ୍ତି।
-
6.କନ୍ଧମାଳରୁ କଟକ ବଡ଼ଡାକ୍ତରଖାନା। ୧୨ଘଣ୍ଟା ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବିବେକ କହଁର। ଏସ୍ସିବି ଟ୍ରମା ୟୁନିଟ୍ରେ ୪ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ ତାଙ୍କ ମୁଣ୍ଡରୁ କୁରାଢ଼ିକୁ ବାହାର କରାଯାଇଛି।
-
7.ଭୁବନେଶ୍ବର ମେଟ୍ରୋ ଟ୍ରେନ୍ ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬କିଲୋମିଟର ମଧ୍ୟରେ ୧୮ଟି ଷ୍ଟେସନ ରହିବ। ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ଓ କଟକ ସହ ଭୁବନେଶ୍ୱର ଓ କଟକ ସହର ଅନ୍ୟ ଅଂଚଳରେ ଚଳାଚଳ କରିବ।
-
8.୨୦୨୩-୨୪ରେ ଇପିଏଫଓ ୪.୪୫ କୋଟିର ଦାବି ସମାଧାନ କରି ୧.୮୨ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛି। ଚଳିତ ଆର୍ଥିକବର୍ଷରେ ବର୍ତ୍ତମାନ ସୁଦ୍ଧା ୩.୮୩ କୋଟି ସଂଖ୍ୟକ ଦାବିର ସମାଧାନ କରାଯାଇ ୧.୫୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଲାଣି।
-
9.‘ଦ ଟେଲିଗ୍ରାଫ୍’କୁ ଜେଲେନସ୍କି କହିଛନ୍ତି, ଆମେ ନିଜ ଦେଶର ଅଧିକୃତ ଜମି କେବଳ ‘ନାଟୋ’ର ଛତ୍ରଛାୟା ଅଧୀନରେ ହିଁ ହସ୍ତାନ୍ତର କରିବୁ। ନାଟୋ ମାଧ୍ୟମରେ ଏହି ଚୁକ୍ତି ସଂପାଦନ ହେଲେ ଆମେ ନିଜ ଅଂଚଳ ଅସ୍ଥାୟୀ ଭାବେ ଛାଡ଼ିଦେବୁ। ଯଦି ରୁଷ୍ ଏହାକୁ ଗ୍ରହଣ କରିବ ତା’ହେଲେ ଆମେ ଅଧିକୃତ ଅଂଚଳ ରୁଷ୍କୁ ଛାଡ଼ିବୁ ବୋଲି ସେ କହିଛନ୍ତି।
-
10.ଆମେରିକାର ଆମେରିକୀୟ ବିଶ୍ୱବିଦ୍ୟାଳୟ ଭାରତୀୟ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଜାନୁଆରୀ ୨୦ ପୂର୍ବରୁ ନିଜ ନିଜ ଦେଶକୁ ଫେରିବାକୁ କହିଛନ୍ତି।
-
11.ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ କ୍ୟାବିନେଟ ଧର୍ମାନ୍ତରଣ ବିରୋଧୀ ବିଲକୁ ଅନୁମୋଦନ କରିଛି । ଏହି ବିଲ ଅନୁସାରେ ବଳପୂର୍ବକ ଧର୍ମପରିବର୍ତ୍ତନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।
-
12.୫୫ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ (ଆଇଏଫ୍ଏଫ୍ଆଇ ୨୦୨୪) ଗୋଆର ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଇନ୍ଡୋର ଷ୍ଟାଡିୟମରେ ଗୁରୁବାର ଉଦ୍ଯାପିତ ହୋଇଯାଇଛି। ଶେଷଦିନରେ ଫିଲିପ୍ ନୋୟସେଙ୍କୁ ସତ୍ୟଜିତ ରାୟ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଥିବାବେଳେ ବିକ୍ରାନ୍ତ ମେସିଙ୍କୁ ଇଣ୍ଡିଆନ୍ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାର ଦିଆଯାଇଛି।
-
13.ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ଫେଙ୍ଗାଲ’ର ରୂପ ନେଇଥିବାବେଳେ ଶନିବାର ରାତିରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ତାମିଲନାଡ଼ୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ସହ ପବନ ଲାଗିରହିଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ କୋହଲା ପାଗ ରହିଥିବାବେଳେ ବିଭିନ୍ନ ସ୍ଥାନରେ ବର୍ଷା ରେକର୍ଡ ହୋଇଛି।
-
14.ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ(TRAI) ଟ୍ରେସେବିଲିଟି ଡିସେମ୍ବର ପହିଲାରୁ ଆପଣଙ୍କୁ ନିଜ ଫୋନ୍ରେ ମେସେଜ୍ ଏବଂ ଓ୍ବାନ୍ ଟାଇମ୍ ପାସଓ୍ବାର୍ଡ(ଓଟିପି) ପାଇବାକୁ ବିଳମ୍ବ ହୋଇପାରେ। ନୂଆ ଟ୍ରେସେବିଲିଟି ନିୟମକୁ ସ୍କାମ୍, ସ୍ପାମ୍ ଏବଂ ଫିଶିଂ ଭଳି ସାଇବର ଅପରାଧକୁ ରୋକିବାକୁ ଏବଂ କମର୍ଶିଆଲ ମେସେଜ୍କୁ ଟ୍ରାକ୍ କରିବାକୁ ନେଇ ଟ୍ରାଇ ଆଣିଛି।
-
15.ଉତ୍ତରପ୍ରଦେଶର ବାରାଣସୀ କ୍ୟାଣ୍ଟନମେଣ୍ଟ ରେଳଷ୍ଟେଶନରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗାଡ଼ି ପାର୍କିଂ ସ୍ଥାନରେ ନିଆଁ ଲାଗିବାରୁ ପ୍ରାୟ ୨୦୦ ଦୁଇଚକିଆ ଯାନ ଜଳିଯାଇଛି।
|
221 |
Y |
|
540 |
01-12-2024 |
English |
-
1.The first-phase of Bhubaneswar Metro project, encompassing a total of 26 kilometers under 20 stations, would be completed by the end of December, 2027, said Bhubaneswar Lok Sabha MP Aparajita Sarangi Saturday.
-
2.Maoist activities have come down substantially in Odisha over the last few years, and only 60- 70 members of the proscribed organisation are active in the state, a senior BSF offi cer said Saturday.
-
3.The Kalinga Institute of Medical Sciences (KIMS) has announced plans to establish 20 corporate-style hospitals across as many districts in Odisha, each with 100 beds.
-
4.Following West Bengal Chief Minister Mamata Banerjee’s abrupt decision to impose restrictions on potato supply to Odisha and other states, the Pragatishil Alu Byabsayee Samiti in the neighbouring state has warned of a statewide strike starting Tuesday.
-
5.Two persons were arrested for allegedly killing a leopard in a forest in Kandhamal district, offi cials said Saturday.
-
6.Jammu and Kashmir Lieutenant Governor Manoj Sinha Friday terminated two government employees from service for their alleged terror links, officials said.
-
7.In a security scare, a man was detained for allegedly splashing some liquid on AAP supremo Arvind Kejriwal during his 'padyatra' in south Delhi's Malviya Nagar Saturday, police said.
-
8.The CBI has arrested three Delhi Police personnel for allegedly receiving a bribe of Rs1 lakh to allow an illegal betting racket (satta) to operate, offi cials said Saturday.
-
9.The Syrian army said Saturday dozens of its soldiers had been killed in a major attack by rebels who swept into the city of Aleppo in the northwest, forcing the army to redeploy in the biggest challenge to President Bashar al-Assad in years.
-
10.Palestinian militant group Hamas published a video of an Israeli-American hostage Saturday, in which he pleads for US President-elect Donald Trump to secure his release from captivity.
-
11.Leading FMCG makers such as HUL and Wipro have hiked soap prices by around 7 -8 per cent to offset the impact of a surge in palm oil prices, a key raw material for the product.
-
12.India hopes that the incoming administration of US President-elect Donald Trump could help keep global crude oil prices low, which would reduce the South Asian country's import bill and support its faltering economic growth.
-
13.All-India House Price Index (HPI) increased 4.3 per cent annually in the second quarter of the 2024-25 fi scal year as compared to 3.3 per cent growth in the previous quarter and 3.5 per cent growth a year ago, according to data released by the Reserve Bank of India (RBI).
-
14.A mild intensity earthquake, measuring 2.9 on the Richter scale, hit Assam's Karbi Anglong district early Saturday, offi cials said.
-
15.PV Sindhu and Lakshya Sen make it to women’s and men’s singles fi nals, respectively, at Syed Modi Int'l Super 300 tournament.
|
204 |
Y |
|