Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
191 04-06-2025 Odia
  1. 1. ବିଶ୍ବବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ଜଳବାୟୁଜନିତ ଚରମ ଘଟଣାର ପ୍ରଭାବକୁ ଅନୁଭବ କରିଛନ୍ତି। ଆସନ୍ତା ଦଶନ୍ଧିରେ ଏଭଳି ଘଟଣା ଦ୍ବାରା ୭୫ ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ପ୍ରଭାବିତ ହେବେ। 

  2. 2.ଭୋଟ ପ୍ରତିଶତ ସମ୍ପର୍କିତ ତଥ୍ୟରେ ସ୍ୱଚ୍ଛତା ଏବଂ ଶୀଘ୍ର ସୂଚନା ପାଇଁ ଭାରତୀୟ ନିର୍ବାଚନ କମିସନ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ପ୍ରତ୍ୟେକ ପୋଲିଂ ବୁଥରୁ ଭୋଟିଂ ସଂଖ୍ୟା ରିଅଲ ଟାଇମରେ ଉପଲବ୍ଧ ହେବ। ଏହି ନୂତନ ବ୍ୟବସ୍ଥା ଆଗାମୀ ବିହାର ବିଧାନସଭା ନିର୍ବାଚନ ସହିତ ଆରମ୍ଭ ହେବ।

  3. 3. ରୁଷ ଉପରେ ୟୁକ୍ରେନ  ଆଉ ଏକ ବଡ଼ ଆକ୍ରମଣ କରିଛି । ଏଥର ୟୁକ୍ରେନୀୟ ସେନା କ୍ରିମିୟା ସେତୁ ଉପରେ ୧୧୦୦ କିଲୋଗ୍ରାମ ବିସ୍ଫୋରକ ପାଣି ତଳେ ରଖି ଉଡ଼ାଇ ଦେଇଛି। 

  4. 4.ଉତ୍ତରପ୍ରଦେଶର ଆଗ୍ରାରେ ପ୍ରବଳ ଗରମ ହେତୁ ଯମୁନା ନଦୀକୁ ଗାଧୋଇବାକୁ ଯାଇଥିବା ଚାରିଜଣ ବାଳିକା ବୁଡ଼ି ଯାଇଥିବା ବେଳେ ଦୁଇଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। 

  5. 5.କନ୍ନଡ-ତାମିଲ ଭାଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅଭିନେତା କମଲ ହାସନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ହାଇକୋର୍ଟ କମଲଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି,‘ "ଆପଣଙ୍କର କହିବାର ଅଧିକାର ଅଛି, କିନ୍ତୁ ଲୋକଙ୍କ ଭାବନାକୁ ଆଘାତ ଦେବାରେ କୌଣସି ଅଧିକ‌ାର ନାହିଁ। 

  6. 6.ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣର ଦରପୋଡ଼ା ନଗଦ ଟଙ୍କା ମିଳିବା  ଏବଂ ଏଥିରେ ତାଙ୍କର ଦୋଷ ପ୍ରମାଣିତ ହୋଇଥିବାରୁ ତାଙ୍କ ବିରୋଧରେ କେନ୍ଦ୍ର ସରକାର ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

  7.  7.ଉତ୍ତରାଖଣ୍ଡ କ୍ୟାଡରର ୨୦୧୫ ବ୍ୟାଚର ଆଇପିଏସ୍ ଅଧିକାରୀ ରଚିତା ଜୁୟାଲ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଆଇପିଏସ୍ ଅଧିକାରୀ ରଚିତା ଜୁୟାଲଙ୍କ ବାପା ମଧ୍ୟ ଉତ୍ତରାଖଣ୍ଡ ପୁଲିସରେ ଅଛନ୍ତି। ତାଙ୍କ ସ୍ୱାମୀ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ହୋଇଥିବା ବେଳେ  ଶ୍ୱଶୁର ରାଘବ ଜୁୟାଲ ଜଣେ ଜଣାଶୁଣା ଚଳଚ୍ଚିତ୍ର ଅଭିନେତା। 

  8. 8.ଭାରତର ଅପରେସନ ସିନ୍ଦୂର ବିଷୟରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଅନିଲ ଚୌହାନ କହିଛନ୍ତି ଯେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର ପାଞ୍ଚ ମିନିଟ୍ ପରେ ପାକିସ୍ତାନକୁ ସୂଚନା ଦିଆଯାଇଥିଲା।

  9. 9.ଟ୍ରାଫିକ୍‌ ପୋଷ୍ଟରେ ବଡ଼ ପରିବର୍ତ୍ତନ ହେବ । ଏଣିକି ସବୁ ଟ୍ରାଫିକ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ। ଫଳରେ ଟ୍ରାଫିକ ପୋଷ୍ଟରେ ଅଟକୁଥିବା ଯାତ୍ରୀମାନେ ଭଲ ଅକ୍ସିଜେନ ପାଇପାରିବେ।

  10. 10.ଦେବଗଡ଼ ଜିଲ୍ଲାରେ ୨୦୫ କୋଟି ଟଙ୍କାର ୧୧ଟି ସ୍ବାସ୍ଥ୍ୟ ପ୍ରକଳ୍ପ ଓ ୪ ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

  11. 11.ପାକିସ୍ତାନର ପଞ୍ଜାବ ଜିଲାରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ)ର କମାଣ୍ଡର ଅବଦୁଲ ଅଜିଜ ଏସାରକୁ ହତ୍ୟା – ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଲା।

  12. 12.ଫର୍ଟିଲାଇଜର ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏଫଏଆଇ)ର ନୂଆ ଅଧ୍ୟକ୍ଷ ଭାବେ ଉଦ୍ୟୋଗପତି ଶୈଲେଶ ସି. ମେହଟା ନିର୍ବାଚିତ ହୋଇଛନ୍ତି। 

  13. 13.ଟିଭି ଅଭିନେତ୍ରୀ ଦୀପିକା କକ୍କର ଆଜିକାଲି ତାଙ୍କ ଜୀବନର ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଦୀପିକାଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲିଭର କ୍ୟାନସର ହୋଇଛି। ଏନେଇ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। 

  14. 14.ଦେଶର ଲୋକପ୍ରିୟ ଶିକ୍ଷକ ତଥା ୟୁଟ୍ୟୁବର ଖାନ୍ ସାର୍ ନିଜ ବିବାହ ପରେ ପାଟଣାରେ ବିବାହ ଭୋଜିର ଆୟୋଜନ କରିଛନ୍ତି । ଏହି ଅବସରରେ ସାରା ଦେଶର ଶିକ୍ଷକ ତଥା ଅନେକ ନେତା ଯୋଗ ଦେଇଥିଲେ ।

  15. 15.ଭୁବନେଶ୍ୱର ସମେତ ଓଡ଼ିଶାର ୧୦ ଜିଲା ପାଇଁ ଅରେଞ୍ଜ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ମାଲକାନଗିରି, ଖୋର୍ଦ୍ଧା (ଭୁବନେଶ୍ୱର ସହ), ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ରାୟଗଡ଼ା, ସୁନ୍ଦରଗଡ଼, ନୟାଗଡ଼ ଓ କେନ୍ଦୁଝର।

143 Y
192 04-06-2025 English
  1. 1.The Union government is set to move an impeachment motion against Allahabad High Court’s Justice Yashwant Varma in Parliament and will seek to build an all-party consensus for action against the judge facing allegations of corruption after the discovery of a large amount of cash from his official residence in Delhi.

  2. 2.Delhi, Tripura and Tamil Nadu are among the top performers in dealing with challenges related to adult literacy and education while Uttarakhand, Gujarat and Himachal Pradesh lag behind in certifi cation outcomes, according to results of the Foundational Literacy Numeracy Assessment Test (FLNAT).

  3. 3.Facing allegations of fudged voter turnout figures, the Election Commission Tuesday said it is introducing a technology-driven system to provide timely updates on approximate voting percentage data which “signifi cantly” reduces the time lag associated with the present method.

  4. 4.During a hearing on upcoming Tamil fi lm ‘Thug Life’, the Karnataka High Court Tuesday criticised actor and filmmaker Kamal Haasan for his recent remark suggesting that “Kannada was born out of Tamil”, and observed that a “single apology could have resolved the situation.”

  5. 5.The flood situation in Assam deteriorated Tuesday with six more people dying, taking the toll in this year’s deluge and landslides to 17, while the number of the affected population increased to over 6.33 lakh in 21 districts, an official bulletin said.

  6. 6.The Punjab Cabinet Tuesday gave its nod to waive loans amounting Rs68 crore taken by over 4,000 Dalit families from the Punjab Scheduled Castes Land Development and Finance Corporation, Chief Minister Bhagwant Mann said.

  7. 7.Deployment of 2,300 electric autos at Metro stations, installing of mist sprayers at 13 pollution hotspots and audit of PUC centres every six months -- these are some of the features of the Air Pollution Mitigation Plan 2025 launched by Delhi Chief Minister Rekha Gupta Tuesday.

  8. 8.The Calcutta High Court Tuesday directed the West Bengal government to produce the case diary in connection with the arrest of law student Sharmistha Panoli June 5, when her interim bail prayer will be heard again.

  9. 9.The Supreme Court has said any law made by Parliament or a state legislature cannot be held to contempt of court.

  10. 10.In a major fillip to healthcare and education sectors in Deogarh district, Chief Minister Mohan Charan Majhi Tuesday launched 15 projects, including a 300-bed hospital, worth a total of Rs205 crore.

  11. 11.Odisha-cadre IAS officer Ashish Thakare, who is currently serving as Secretary of the Board of Revenue, is set to proceed on Central deputation. Thakare has been appointed as Director in D/o Empowerment of Persons with Disabilities, Delhi, for five years.

  12. 12.Four people have been arrested and brown sugar worth Rs 40 lakh seized from their possession during raids in Balasore and Khurda districts, police said Tuesday.

  13. 13.With the early onset of monsoon rains in the state, Minister for Housing and Urban Development Krushna Chandra Mahapatra reviewed the monsoon preparedness and took stock of the drainage situation in the Capital city Tuesday.

  14. 14.Ukraine has detonated a massive underwater blast targeting the key road and rail bridge connecting the Russian-occupied Crimean peninsula to Russia, damaging its underwater supports.

  15. 15.Royal Challengers Bengaluru (RCB) and Virat Kohli washed away 18 years of hurt and disappointment on a dream Tuesday night, conquering Punjab Kings by six runs to lift their maiden Indian Premier League (IPL) title here Tuesday.

105 Y
193 03-06-2025 Odia
  1. 1. କଞ୍ଜରଭେଟିଭ୍‌ ନେତା କାରୋଲ ନଓରୋକି ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସୋମବାର ଚୂଡ଼ାନ୍ତ ଗଣତି ଅନୁଯାୟୀ ନଓରୋକି ୫୦.୮୯ ପ୍ରତିଶତ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଓ୍ବାର୍ସା ମେୟର ରାଫାଲ ଟ୍ରଜାସ୍କୋଓସ୍କି ୪୯.୧୧ ପ୍ରତିଶତ ଭୋଟ ପାଇଛନ୍ତି। 
  2. 2.ଆଇଆଇଟି ସମେତ ଦେଶର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଅନୁଷ୍ଠିତ ଜେଇଇ ଆଡଭାନ୍ସଡ୍‌ ଫଳ ପ୍ରକାଶ ପାଇଛି।   ଆଇଆଇଟି ଦିଲ୍ଲୀ ଜୋନ୍‌ର ଛାତ୍ର ରଜିତ୍‌ ଗୁପ୍ତା ୩୬୦ରୁ ୩୩୨ ମାର୍କ ରଖି କମନ୍‌ ରୢାଙ୍କ ଲିଷ୍ଟ (ସିଆର୍‌ଏଲ୍‌)ର ୧ ନମ୍ବରରେ ରହିବା ସହ ଦେଶରେ ଟପର୍‌ ହୋଇଛନ୍ତି। ହଂସ ଦାରୁକ ୩୯ତମ ସ୍ଥାନରେ ରହିବା ସହ ଓଡ଼ିଶା ଟପର୍‌ ହୋଇଥିବା କୁହାଯାଉଛି।
  3. 3.ଏମକେସିଜି ମେଡିକାଲରେ ପୁଣି ରେଗିଂ, ରେଗିଂ କରିଥିବା ଦୁଇ ହାଉସ ସର୍ଜନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା।
  4. 4.ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଆକ୍ରମଣ ଓ ପ୍ରତିଆକ୍ରମଣ ପରେ ଆଜି ଦୁଇ ଦେଶ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ତୁର୍କୀ ରାଜଧାନୀ ଇସ୍ତାନବୁଲଠାରେ ହୋଇଛି।
  5. 5.ଭାରତରେ ରୁଷ ଦୂତବାସର ଉପମୁଖ୍ୟ ରୋମାନ ବାବୁଶକିନ୍ କହିଛନ୍ତି ଯେ ଅବଶିଷ୍ଟ ଏସ-୪୦୦ ରେଜିମେଣ୍ଟ ଚଳିତ ବର୍ଷ ଶେଷ କିମ୍ବା ୨୦୨୬ରେ ଯୋଗାଇ ଦିଆଯିବ ।
  6. 6.ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନେତୃତ୍ୱାଧୀନ ସରକାରଙ୍କ ବାଣିଜ୍ୟ ନୀତିକୁ ବିରୋଧ କରି ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନର ଅନେକ ହଜାର ଉତ୍ତେଜିତ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି।
  7. 7.ଜୁନ ୧୫ରେ ହେବାକୁ ଥିବା ନିଟ୍ ପିଜି ୨୦୨୫ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷାକୁ ଗୋଟିଏ ସିଫ୍ଟରେ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ  ଇନ ମେଡିକାଲ ସାଇନ୍ସେସ (ଏନବିଏଏମଏସ) ପକ୍ଷରୁ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ।
  8. 8.ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କାର ନୋଟଗୁଡ଼ିକର ଏକ ବଡ଼ ସଂଖ୍ୟା ଏବେ ବି ଲୋକଙ୍କ ପାଖରେ ପଡ଼ି ରହିଛି। ଏଗୁଡ଼ିକର ମୋଟ ମୂଲ୍ୟ ୬୧୮୧ କୋଟି ଟଙ୍କା ହେବ। ଗତ ମେ ୧ ତାରିଖ ସୁଦ୍ଧା ଏହି ପରିମାଣ ୬୨୬୬ କୋଟି ଟଙ୍କା ଥିଲା । ଅର୍ଥାତ୍ ଆଉ ବିଶେଷ ପରିମାଣର ୨୦୦୦ ଟଙ୍କିଆ ନୋଟ ଫେରୁନାହିଁ । 
  9. 9. ଜି୨୦ ଶେର୍ପା ତଥା ପୂର୍ବତନ ନୀତି ଆୟୋଗ ସିଇଓ ଆମିତାଭ କାନ୍ତଙ୍କ ମତ ଅନୁସାରେ, ଭାରତ ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ ଡଲାରର ଅର୍ଥନୀତି ହେବ।
  10. 10.ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ କମ୍ପାନି ଟେସ୍‌ଲାର ଭାରତରେ କାର୍‌ ତିଆରି କରିବାରେ କୌଣସି ଆଗ୍ରହ ନାହିଁ। ଏହା କେବଳ ସୋ’ରୁମ୍ ଖୋଲିବାକୁ ଚାହୁଛି।
  11. 11.ଶିଳ୍ପପତି ଗୌତମ ଆଦାନୀ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍‌ ଦାବି କରିଛି। ମୁନ୍ଦ୍ରା ବନ୍ଦର ଜରିଆରେ କମ୍ପାନି ଇରାନରୁ ମଗାଇଥିବା ଏଲ୍‌ପିଜିକୁ ନେଇ ଆମେରିକା ତଦନ୍ତ କରୁଛି।
  12. 12.ବିହାର ବିଧାନସଭା ନିର୍ବାଚନ ୨ରୁ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ, ନିର୍ବାଚନ ଆୟୋଗ ବିହାରର ନିର୍ବାଚନ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ସମୟରେ ଦୀପାବଳି ଓ ଛଟ୍‌ ଛୁଟିକୁ ବିଚାର କରିପାରନ୍ତି।
  13. 13.ଓଡ଼ିଶାରେ କୋଭିଡ ମାମଲା ବୃଦ୍ଧି ପାଇଛି ଏବଂ ନୂଆ ତିନୋଟି ମାମଲା ଚିହ୍ନଟ ହେବା ପରେ ରାଜ୍ୟରେ ସକ୍ରିୟ ପଜିଟିଭ ମାମଲା ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।
  14. 14.ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ସ୍ବାଭାବିକ ତାରିଖ ଜୁନ୍ ପହିଲାର ୮ ଦିନ ପୂର୍ବରୁ ମେ ୨୪ରେ ପହଞ୍ଚିଥିଲା। ତେବେ ସଅଳ ମୌସୁମୀ ଯେ ସବୁବେଳେ ଭଲ ଫଳ ଦେବ, ତା’ର କୌଣସି ଗ୍ୟାରେଣ୍ଟି ନାହିଁ।
  15. 15.ଓମ୍‌ଫେଡ୍‌ କ୍ଷୀର ଦର ଲିଟର ପିଛା ୨ ଟଙ୍କା ବଢ଼ିବ ବୋଲି ‘ବିଶ୍ବ ଦୁଗ୍ଧ ଦିବସ’ ଅବସରରେ ସୂଚନା ଦିଆଯାଇଥିଲା। କିନ୍ତୁ ଏହି ବର୍ଦ୍ଧିତ ଦର ତତ୍‌କାଳ ଲାଗୁ ହେବ ନାହିଁ।  ବର୍ଦ୍ଧିତ ଦର ଲାଗୁ ହେବାକୁ ପ୍ରାୟ ୧୫ ଦିନ ବିଳମ୍ବ ହେବ ବୋଲି ସେ କହିଛନ୍ତି। 
  16. 16.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭଦ୍ରକ ଜିଲ୍ଲାର ବାଲିଆପଡା ଠାରେ ପ୍ରାୟ ୨୭୫ କୋଟି ଟଙ୍କାର ସମୁଦାୟ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
  17. 17. ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଚଳିତ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ନୂଆ ମଦ ନୀତି ରାଜ୍ୟରେ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।
  18. 18.ପୁଲିସ ମାଲଖାନାରୁ ୫୧ ଲକ୍ଷ ଟଙ୍କା ଏବଂ ସୁନା ଅଳଙ୍କାର ଚୋରି କରିନେଇଥିବା ଜଣେ ହେଡ୍‌ କନଷ୍ଟେବଳ ଧରାପଡ଼ିଛନ୍ତି। ଦିଲ୍ଲୀ ପୁଲିସର ସ୍ଵତନ୍ତ୍ର ସେଲ୍‌ ଅଭିଯୁକ୍ତ କନଷ୍ଟେବଳ ଖୁର୍ସିଦଙ୍କୁ ଗିରଫ କରିଛି।
  19. 19.ସାଧାରଣ ଲୋକଙ୍କୁ ୪ଦିନ ପରେ ଆଶ୍ୱସ୍ତି ଦେବାକୁ ଯାଉଛି ଆରବିଆଇ । ସାରା ଦେଶରେ ଗୃହ ଋଣ ଏବଂ କାର ଋଣର ମାସିକ କିସ୍ତି (ଇଏମଆଇ) ପୁଣି ଥରେ ହ୍ରାସ ପାଇପାରେ । ଆରବିଆଇ ଏନେଇ ଆସନ୍ତା ୬ ତାରିଖରେ ଏକ ବଡ ନିଷ୍ପତ୍ତି ନେବାକୁ ଯୋଜନା କରୁଛି ।
  20. 20.ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ତଥା ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଦିନିକିଆ କ୍ରିକେଟରୁ ସୋମବାର ଅବସର ଘୋଷଣା କରିଛନ୍ତି। 
  21. 21.ବ୍ରିଟେନ୍ସ ଗଟ୍‌ ଟାଲେଣ୍ଟ’ରେ ଚମକିଲେ ଭାରତର ଝିଅ ବିନିତା ଛେତ୍ରୀ, ଶୁଭେଚ୍ଛା ଜଣାଇଲେ ଆସାମ ମୁଖ୍ୟମନ୍ତ୍ରୀ।
159 Y
194 03-06-2025 English
  1. 1.The NEET PG 2025 examination has been postponed following a directive from the Supreme Court. The move comes after the court ordered that the postgraduate medical entrance test must be held in a single shift to maintain transparency and fairness.

  2. 2.Security forces Monday recovered over 5 tonnes of explosive materials looted by Maoists in Sundargarh district.

  3. 3.Chief Minister Mohan Charan Majhi inaugurated and laid the foundation stones for 13 development projects worth around Rs275 crore at Balia Pada in Bhadrak district.

  4. 4.Forty-eight years after trundling on tyres used for Boeing aircraft, the chariot used during ISKCON's Rath Yatra in Kolkata has got new tyres that are used for Sukhoi 4th generation fi ghter jets.

  5. 5.State Higher Education department has extended the deadline for submitting the Common Application Form (CAF) for Plus III (Undergraduate) admissions through Student Academic Management System (SAMS) portal till June 4.

  6. 6.The Special Task Force (STF) of Odisha Police has seized two elephant tusks worth a total of Rs 50 lakh and detained one person on the charge of smuggling wildlife body parts, an offi - cial statement said.

  7. 7.Australian Deputy Prime Minister Richard Marles will visit India this week as part of a four-nation trip that is aimed at boosting Canberra’s security cooperation with South and Southeast Asia.

  8. 8.Prime Minister Narendra Modi will chair a meeting of the Union Council of Ministers Wednesday, the first after India's punitive military action against Pakistan under Operation Sindoor launched in response to the Pahalgam terror attack.

  9. 9.Science and Technology Minister Jitendra Singh launched ‘Bharat Gen’, an indigenously developed artificial intelligence-based multimodal Large Language Model (LLM) for Indian languages.

  10. 10.The Delhi Bar Association (Tis Hazari) has exempted its members from wearing the compulsory black coats in summer in the district court.

  11. 11. The Aam Aadmi Party (AAP) and the Congress Monday sharply criticised the Delhi BJP government, claiming “nearly 800 slum homes were demolished in Madrasi Camp, just a day after Chief Minister Rekha Gupta publicly assured that no slums would be touched”.

  12. 12. Iran is poised to reject a US proposal to end a decades-old nuclear dispute, an Iranian diplomat said Monday, dismissing it as a “non-starter” that fails to address Tehran’s interests or soften Washington’s stance on uranium enrichment.

  13. 13.Peace talks between Russia and Ukraine in Istanbul ended barely an hour after they began Monday, a day after a massive Ukrainian drone attack on Russia’s nuclear-capable strategic bombers.

  14. 14.India’s new Electric Vehicle (EV) policy outlook seems brighter for India as the government has decided to lower import tax for foreign automakers that pledge to invest in domestic EV production, as it looks to strengthen local manufacturing and draw in global industry leaders.

  15. 15.NMDC aims to increase iron ore production by 22 per cent to 55 million tonnes in FY26, as part of its aggressive 100 million tonnes expansion plan by 2030.

118 Y
195 02-06-2025 Odia
  1. 1.ସୁପ୍ରିମକୋର୍ଟର ପ୍ରତୀକ ଚିହ୍ନ ପୁଣି ଥରେ ବଦଳିଛି। ନୂଆ ପ୍ରତୀକ ଚିହ୍ନ ହଟିଥିବା ବେଳେ ପୁରୁଣା ପ୍ରତୀକ ଚିହ୍ନ କୁ ଭାରତର ପ୍ରଧାନ ବିଚାର ପତି (ସିଜେଆଇ) ଜଷ୍ଟିସ୍ ବି.ଆର. ଗଭଇ  ପୁନଃ ସ୍ଥାପନା କରିଛନ୍ତି।  କେବଳ ଏତିକି ନୁହେଁ ସୁପ୍ରିମକୋର୍ଟ କରିଡୋରରେ ଲଗାଯାଇଥିବା କାଚ ଦ୍ୱାର ଗୁଡିକୁ ହଟାଯିବ ଓ ସୁପ୍ରିମକୋର୍ଟ ପୁଣି ପୁରୁଣା ରୂପକୁ ଫେରିବ।
  2. 2.ୟୁକ୍ରେନ ସେନା ରୁଷୀୟ ବାୟୁସେନାକୁ ଟାର୍ଗେଟ କରିଛି। କିଭ୍ ଇଣ୍ଡିପେଣ୍ଡେଣ୍ଟ ଏକ ସୂତ୍ରକୁ ଉଦ୍ଧାର କରି ଲେଖିଛନ୍ତି ଯେ ଏହି ଆକ୍ରମଣରେ ୪୦ ରୁ ଅଧିକ ରୁଷୀୟ ବୋମା ବିସ୍ଫୋରଣକାରୀ ଜେଟ୍ କ୍ଷତିଗ୍ରସ୍ତ ହୋଇଛି।

  3. 3.ଗାଜାରେ ଇସ୍ରାଏଲର ଏକ ବଡ଼ ଆକ୍ରମଣ । ପାଲେଷ୍ଟାଇନର ଔଷଧ ସାମଗ୍ରୀ ବଣ୍ଟନ କେନ୍ଦ୍ର ନିକଟରେ ଇସ୍ରାଏଲର ଆକ୍ରମଣରେ ପ୍ରାୟ ୪୦ ଜଣ ପ୍ରାଣ ହରାଇଥିବା ସୂଚନା ଅନୁଯାଇ  ୧୫୦ରୁ ଅଧିକ ଆହତ ହୋଇଛନ୍ତି  ।

  4. 4.ଭାରତରେ ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ବୁଲେଟ୍ ଟ୍ରେନର ଟ୍ରାଏଲ ରନ ଜାପାନରେ ଆରମ୍ଭ ହୋଇଛି । 

  5. 5. ରୁଷ ପୁଣି ଥରେ ଭାରତକୁ ପଞ୍ଚମ ପିଢ଼ିର ସୁ-୫୭ଇ ଲଢ଼ୁଆ ବିମାନ ଦେବାକୁ ଅଫର ଦେଇଛି | 

  6. 6.ମେ ମାସରେ ଦେଶର ଜିଏସଟି ରାଜସ୍ବ ୧୬.୪ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ ୧ ହଜାର ୫୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହା ୨ୟ ସର୍ବାକାଳୀନ ମାସିକ ଜିଏସଟି ସଂଗ୍ରହ । ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ରେକର୍ଡ ୨ ଲକ୍ଷ ୩୬ ହଜାର କୋଟିକୁ ବୃଦ୍ଧି ପାଇଥିଲା ।

  7. 7.ତୈଳ ବିପଣନ କମ୍ପାନିଗୁଡ଼ିକ (ଓଏମସି) ଗ୍ୟାସ ସିଲିଣ୍ଡରର ଦର ହ୍ରାସ କରିଛନ୍ତି। ଜୁନ୍ ୧ଠାରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୨୪ ଟଙ୍କା ହ୍ରାସ ପାଇଛି।

  8. 8.ବାଂଲାଦେଶକୁ ସ୍ୱାଧୀନ କରିଥିବା ଏହାର ଜାତୀୟ ପିତା ବଙ୍ଗ ବନ୍ଧୁ ମୁଜିବୁର ରହମାନଙ୍କ ଚିହ୍ନବର୍ଣ୍ଣ ଦେଶରୁ ଲିଭାଇକୁ ଦେବାକୁ ଚାହାନ୍ତି ମହମ୍ମଦ ୟୁନୁସଙ୍କ ସରକାର। ବାଂଲାଦେଶର ମୁଦ୍ରା ଟାକାରୁ ମୁଜିବୁର ରହମାନଙ୍କ ଫଟୋ ହଟାଇ ଦିଆଯାଇଛି। ସେହି ସ୍ଥାନରେ ଏକ ହିନ୍ଦୁ ମନ୍ଦିର ଓ ବୌଦ୍ଧ ମନ୍ଦିର ଭଳି ଐତିହ୍ୟର ଫଟୋ ରଖାଯାଇଛି।

  9. 9. ଲଗାଣ ବର୍ଷା ଫଳରେ ଦେଶର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଯୋଗୁଁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସଡ଼କ ପରିବହନ, ରେଳ ଏବଂ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଆସାମ, ତ୍ରିପୁରା, ସିକିମ ଏବଂ ଅରୁଣାଚଳ ପ୍ରଦେଶରେ ବନ୍ୟା ଯୋଗୁଁ ୩୦ ଜଣ ଲୋକଙ୍କ ଜୀବନ ଯାଇଛି।

  10. 10.ନବରଙ୍ଗପୁର ଜିଲ୍ଲା ଝରିଗାଁ ଅନ୍ତର୍ଗତ ହାତିବାଡି ଗ୍ରାମ୍ୟ ଜଙ୍ଗଲରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଦୋକାନ ଗୃହ ଓ ଘର ମୋଟ ୨୮ ଗୋଟି ଉଛେଦ କରିଛି।

  11. 11.କେନ୍ଦ୍ରାପଡ଼ାର ଜରି ମାଉସୀ ଭାବେ ପରିଚିତ ଖଇରାବାଦ ଗାଁର କମଳା ମହାରଣାଙ୍କର  ୬୬ ବର୍ଷ ବୟସରେ  ପରଲୋକ ଘଟିଛି।

  12. 12.ଓମ୍‌ଫେଡ୍‌ କ୍ଷୀର ଦାମ୍‌ ଲିଟର ପିଛା ୨ ଟଙ୍କା ବଢିବ।  ଏଥିସହ ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ।  ବିଶ୍ବ ଦୁଗ୍ଧ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୂଚନା।

  13. 13.ଚଳିତ ବର୍ଷ ଖଣି କାର୍ଯ୍ୟକଳାପରୁ ରାଜ୍ୟ ସରକାର ୪୭,୪୬୭.୯୩ କୋଟି ଟଙ୍କାର ଟିକସ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଲୁହାପଥର, କୋଇଲା ଓ ବକ୍ସାଇଟ୍‌ ଭଳି ପ୍ରମୁଖ ଖଣିଜ ପଦାର୍ଥରୁ ୪୬,୫୬୭.୨୮ କୋଟି ଟଙ୍କାର ଟିକସ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଲଘୁ ଖଣିଜରୁ ୯୦୦.୦୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରହିଛି।

  14. 14.ଦେଶବ୍ୟାପୀ କରୋନା ସଂକ୍ରମଣ ପୁଣି  ଦ୍ରୁତ ଗତିରେ ବଢ଼ିଚାଲିଛି। ଏବେ କରୋନାର ସକ୍ରିୟ ମାମଲା ୩ ହଜାର ଟପିଥିବା ବେଳେ ବିଭିନ୍ନ ରାଜ୍ୟରେ ସତର୍କତା ପଦକ୍ଷେପ ପାଇଁ ଗୁରୁତ୍ବାରୋପ କରାଯାଇଛି।  କେରଳରେ ସର୍ବାଧିକ ୧୩୩୬ ଜଣ ସଂକ୍ରମିତ ହୋଇଛନ୍ତି।

  15. 15.ୟୁକ୍ରେନ୍‌ ରୁଷ୍‌ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବାୟୁସେନା ଘାଟି ଓଲେନିଆ ଓ ବେଲିଆ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ଏହି ଆକ୍ରମଣରେ ୟୁକ୍ରେନ୍‌ ସେନା ଶକ୍ତିଶାଳୀ ଡ୍ରୋନ୍ ବ୍ୟବହାର କରି ଉଭୟ ବାୟୁସେନା ଘାଟିକୁ ଛାରଖାର କରିଦେଇଛି। ଏଥିରେ ରୁଷ୍‌ର ୪୦ଟି ଯୁଦ୍ଧ ବିମାନ ନଷ୍ଟ ହୋଇଥିବା ୟୁକ୍ରେନ୍‌ ଦାବି କରିଛି।

  16. 16.ଦକ୍ଷିଣ ଗାଜାର ରାଫାରେ ଥିବା ଆମେରିକା ଅନୁଦାନପ୍ରାପ୍ତ ସହାୟତା ବିତରଣ କେନ୍ଦ୍ର ନିକଟରେ ଆଜି ସକାଳେ ଇସ୍ରାଏଲ ସେନା ଗୁଳି ଚଳାଇବାରୁ ୩୧ ଜଣ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ୧୧୫ରୁ ଅଧିକ ଆହତ ହୋଇଛନ୍ତି।

  17. 17.ବଲୁଚିସ୍ତାନରେ ଚାଲିଥିବା ବିଦ୍ରୋହ ପାକିସ୍ତାନର ମୂଳଦୁଆକୁ ଦୋହଲାଇ ଦେଇଛି। ପାକିସ୍ତାନର ସୁରବ ସହରର ଅଧିକାଂଶ ଅଂଚଳକୁ ବିଦ୍ରୋହୀମାନେ ନିୟନ୍ତ୍ରଣ  କରିନେଇଛନ୍ତି।   

  18. 18.ରୁଷ୍‌ର ବ୍ରାୟାନସ୍କ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହେବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣରେ ଏକ ପୋଲ୍‌ର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ  ଏହି ଦୁର୍ଘଟଣା ଘଟିଛି।

  19. 19.ଦକ୍ଷିଣ କୋରିଆର ଗୁମିରେ ଆୟୋଜିତ ୨୬ତମ ଏସୀୟ ଦୌଡ଼କୁଦ ଚମ୍ପିଆନସିପ​‌େ​‌ର ଓଡ଼ିଆ ଧାବିକା ଅଲିମ୍ପିଆନ ଶ୍ରାବଣୀ ନନ୍ଦ ଚମକିଛନ୍ତି। ଦେଶ ପାଇଁ ଶ୍ରାବଣୀ ମହିଳା ରିଲେରେ ରୌପ୍ୟ ପଦକ ଜିତିଛନ୍ତି।

  20. 20.ଦକ୍ଷିଣ କୋରିଆର ଗୁମିରେ ଚାଲିଥିବା ୨୬ତମ ଏସୀୟ ଦୌଡ଼କୁଦ ଚମ୍ପିଆନସିପ ଉଦଯାପିତ ହୋଇ ଯାଇଛି। ଏଥିରେ ଭାରତ ୮ ସ୍ବର୍ଣ୍ଣ, ୧୦ ରୌପ୍ୟ ଓ ୬ଟି କାଂସ୍ୟ ସହ ୨୪ଟି ପଦକ ଜିତି ଦ୍ବିତୀୟ ସ୍ଥାନ ହାସଲ କରିଛି।

139 Y
196 02-06-2025 English
  1. 1.Prime Minister Narendra Modi on Sunday took to X to share a picture of meeting with the Asian Development Bank (ADB) president Masato Kanda at his official residence, where the latter promised to pledge $10 billion for Indian urban infrastructure development over a period of five years.

  2. 2.At least 31 people killed and over 150 wounded Sunday while on their way to receive food in the Gaza Strip.

  3. 3.A Ukrainian drone attack has destroyed more than 40 Russian planes deep in Russia's territory, a Ukrainian security official told.

  4. 4.Gross GST collections remained above the Rs2 trillion mark for the second month in a row, rising 16.4 per cent in May to over Rs 2.01 lakh crore.

  5. 5.A talented software professional from Odisha is making waves in healthcare innovation in the United States through the power of artifi cial intelligence (AI).

  6. 6.India's Shubhanshu Shukla is set for his maiden space flight as part of Axiom Space's fourth commercial mission to the International Space Station, which is scheduled for lift-off onboard SpaceX's Falcon-9 rocket from the Kennedy Space Centre in Florida June 8.

  7. 7.Consumers will have to shell out Rs2 more per litre of OMFED milk as the state government Sunday decided to increase the milk price by Rs4 per litre of which the government will bear Rs2.

  8. 8. Chief Minister Naveen Patnaik visited the historic Kalinga Studio Sunday and directed officials to prepare a Detailed Project Report (DPR) for its modern transformation.

  9. 9.The Nashik-Trimbakeshwar Simhastha Kumbh Mela will begin October 31, 2026, with the traditional hoisting of flags at the two prominent pilgrimage towns, while the fi rst ‘Amrut Snan’ or ritual dip in the Godavari river will take place August 2, 2027.

  10. 10.At least 34 people have died in floods and landslides in the northeastern states -- Assam, Manipur, Tripura, Sikkim, Arunachal Pradesh and others -- over the last three days.

  11. 11.The CBI has arrested a senior Indian Revenue Service (IRS) officer, along with an associate, for allegedly accepting a bribe of rs25 lakh from a pizza chain owner, officials said Sunday.

  12. 12.An Indian who arrived at Mumbai's Chhatrapati Shivaji Maharaj International Airport from Thailand was found to be carrying 48 highly venomous snakes and fi ve turtles, an offi cial said Sunday.

  13. 13.Bangladesh's International Crimes Tribunal Sunday indicted former prime minister Sheikh Hasina and two others on several charges, including mass murder, for their alleged role in the violent crackdown on student-led protests last year.

  14. 14.UK government fi gures Sunday showed that more than 1,100 migrants arrived in the country Saturday in small boats from France across the English Channel, the highest number recorded on a single day so far this year.

  15. 15.Canara Bank Sunday officially scrapped the penalty for not maintaining a minimum balance in savings accounts starting June 1

  16. 16. Starting July 1, major private sector banks like HDFC Bank and ICICI Bank will increase charges on various credit card and banking services.

  17. 17.The Delhi High Court has passed an order protecting the personality and publicity rights of Sadhguru Jaggi Vasudev, founder of Isha Foundation, and restrained various rogue websites and unknown entities from misusing his personality traits.

  18. 18.Paris Saint-Germain win their fi rst Champions League title Saturday with a 5-0 demolition of Inter Milan.

  19. 19.Oscar Piastri won the Spanish Grand Prix ahead of McLaren teammate Lando Norris as McLaren continued its early dominance of the Formula 1 championship Sunday.

  20. 20.Reigning world champion D Gukesh's roller-coaster ride continued with the Indian suffering a defeat in an Armageddon tiebreak as he slipped to tied-fi fth place, while Arjun Erigaisi upset American world No 2 Hikaru Nakamura to maintain his fourth position in Norway Chess.

113 Y
197 01-06-2025 Odia
  1. 1.ଦକ୍ଷିଣ କୋରିଆର ଗୁମିରେ ଚାଲିଥିବା ୨୬ତମ ଏସୀୟ ଦୌଡ଼କୁଦ ଚମ୍ପିଆନସିପ ଉଦଯାପିତ ହୋଇ ଯାଇଛି। ଏଥିରେ ଭାରତ ୮ ସ୍ବର୍ଣ୍ଣ, ୧୦ ରୌପ୍ୟ ଓ ୬ଟି କାଂସ୍ୟ ସହ ୨୪ଟି ପଦକ ଜିତି ଦ୍ବିତୀୟ ସ୍ଥାନ ହାସଲ କରିଛି।

  2. 2.ଜୁନ୍‌ ୧୨ରେ ମୋହନ ସରକାରଙ୍କ ଏକବର୍ଷ ପୂର୍ତ୍ତି ଅବସରରେ ସେହିଦିନ ଠାରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସଂଯୁକ୍ତ ଆରବ ଏମିରାତ୍‌(ୟୁଏଇ) ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିବ।

  3. 3.ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣ ଫାଇନାଲ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ପ୍ରବେଶ କରିଥିବାରୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି। ଏହାର ପ୍ରଭାବରେ ଫାଇନାଲ୍‌ ମ୍ୟାଚ୍‌ ପାଇଁ ବିଜ୍ଞାପନ ଦରରେ ମଧ୍ୟ ବୃଦ୍ଧି ଘଟିଛି। ଆଇପିଏଲ୍‌ ଫାଇନାଲ୍‌ର ୧୦ ସେକେଣ୍ଡ୍‌ର ଟିଭି ବିଜ୍ଞାପନ ଦାମ୍ ୧୮ ଲକ୍ଷ ଟଙ୍କା ହୋଇଛି।

  4. 4.ଶନିବାର ସୁଦ୍ଧା, ଭାରତରେ କୋଭିଡ୍-୧୯ର ୩୩୯୫ ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୮୫ଟି ନୂଆ ମାମଲା ଚିହ୍ନଟ ହୋଇଛି ।

  5. 5.୨୦୨୨ ଓଡ଼ିଶା ଜୁଡିସିଆଲ୍‌ ସର୍ଭିସ୍‌ ପରୀକ୍ଷାରେ ଜଣେ ବିଚାର ବିଭାଗୀୟ ସେବା ଆଶାୟୀଙ୍କ ଉତ୍ତର ଖାତା ମୂଲ୍ୟାୟନରେ ଭୁଲ୍‌ ସ୍ୱୀକାର କରିବାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ମନା କରିଥିବାରୁ ସୁପ୍ରିମ୍‌କୋର୍ଟ  କଡ଼ା ସମାଲୋଚନା କରିଛନ୍ତି।

  6. 6.ସରକାରୀ ଓକିଲଙ୍କ ପାଇଁ ନୂଆ ଏସ୍ଓପି। ଫୌଜଦାରୀ ମାମଲାରେ ଅଯଥା ତାରିଖ ଗଡ଼ାଇବେନି, ମାସିକିଆ ରିପୋର୍ଟ ଦେବାକୁ ହେବ ।

  7. 7.କଟକ ମେଡ଼ିକାଲରେ ବନ୍ଦ ହୋଇଗଲା ଅସ୍ଥିମଜ୍ଜା ପ୍ରତିରୋପଣ ବ୍ୟବସ୍ଥା। ବିଶେଷଜ୍ଞ ଡାକ୍ତର ନାହାନ୍ତି ।

  8. 8.ବ୍ରହ୍ମପୁର ରାସ୍ତା ଓ କୋଠାବାଡ଼ି ଡିଭିଜନ ୧ର ଲାଞ୍ଚୁଆ ସରକାରୀ ଇଞ୍ଜିନିୟରଙ୍କର ମିଳିଲା ୧୧ ପ୍ଲଟ, ୨ ଫ୍ଲାଟ୍, ବହୁମହଲା କୋଠା। ଚଢ଼ାଉ ବେଳେ ବାହାରକୁ ଟଙ୍କା ଫିଙ୍ଗିଲେ।

  9. 9.ନୟାଗଡରେ ପଞ୍ଚରିଡ଼ା ବନପାଳଙ୍କୁ ନିଜ ପତ୍ନୀ, ପୁଅ ଜିଅନ୍ତା ଜାଳିଦେଲେ ।

  10. 10.ଲଗାଣ ବର୍ଷାରେ ଆସାମ, ଅରୁନାଚଳ, ମେଘାଳୟରେ ୧୯ ମୃତ୍ୟୁ । ଉତ୍ତର ଭାରତରେ ବନ୍ୟା ଓ ଭୂସ୍ଖଳନ ସ୍ଥିତି।

  11. 11.କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୨୪ ଟଙ୍କା କମିଲା, ଆଜିଠୁ  ଦର ଲାଗୁ ହେବ ।

  12. 12.ଭାରତୀୟ ସେନା ମୁଖ୍ୟ  ଅପରେସନ୍‌ ସିନ୍ଦୂରରେ ଲଢ଼ୁଆ ବିମାନ ହରାଇଥିବା  ସ୍ଵୀକାର କଲେ।

  13. 13.ଥାଇଲାଣ୍ଡର ଓପଲ ସୁଚାତା ଚୁଆଙ୍ଗ୍ସରି ୨୦୨୫ର ବିଶ୍ଵ ସୁନ୍ଦରୀ ହେଲେ

  14. ଭାରତ-ଚୀନ୍-ରୁଷିଆ ପୁଣି ଏକାଠି ହେବେ ବୋଲି ସଙ୍କେତ ପାଇବା ପରେ ୫୦୦ ପ୍ରତିଶତ ଶୁଳ୍କ ଲାଗୁ ପାଇଁ ଆମେରିକାର ଧମକ ଦେଲା ।

  15. 15.ଉତ୍ତର ପ୍ରଦେଶ ପୁଲିସର ଆତଙ୍କବାଦ ନିରୋଧୀ ବାହିନୀ (ଏଟିଏସ୍‌) ଦ୍ବାରା ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ବାରାଣସୀରୁ ଗିରଫ ଟୁଫେଲ୍‌ ମକ୍‌ସୁଦ୍‌(୩୪)କୁ ଜେରାରୁ ଅତି ଭୟାନକ ତଥ୍ୟ ମିଳିଛି। ତା’ ସଂସ୍ପର୍ଶରେ ୮୦୦ ଯୁବକ ଯୁବତୀ ରହିଥିଲେ

159 Y
198 01-06-2025 English
  1. 1.The Centre has reduced the basic custom duty on crude palm oil, crude soyabean oil and crude sunflower oil to 10 per cent, a move aimed at bringing down the retail prices of cooking oils and protecting domestic processors.

  2. 2.Chief of Defence Staff (CDS) Gen Anil Chauhan Saturday acknowledged losses of aircraft in India's recent military hostilities with Pakistan but dismissed as ‘absolutely incorrect’ Islamabad's claim of downing six Indian fighter jets .

  3. 3.Five persons have been killed in landslides in Assam in the last 24 hours as incessant rain has led to fl oods in six districts, affecting over 10,000 people.

  4. 4.In a major technological upgrade, the Tamil Nadu Forest Department is introducing advanced drones to strengthen its operations in wildlife monitoring, forest fi re control, and anti-poaching efforts.

  5. 5.Mock drills were conducted Saturday across states and Union Territories along India’s western border— from Jammu and Kashmir to Gujarat—to enhance emergency preparedness amid ongoing tensions with Pakistan, offi cials said.

  6. 6.The state government has appointed Dr Amarendra Nath Mohanty as Director of Health Services. Mohanty earlier served as director of the State Institute of Health & Family Welfare.

  7. 7.Two more persons tested positive for Covid in Odisha, taking the total number of cases in the state to seven, Health and Family Welfare (H&FW) department Commissioner-cum-Secretary Aswathy S said Saturday.

  8. 8.Vigilance sleuths Saturday arrested Baikuntha Nath Sarangi – Chief Engineer, Plan Roads, Rural Works department – on the last day of his service for amassing disproportionate assets (DA) to the tune of 483 per cent of his known sources of income.

  9. 9.Eight members of the outlawed CPI (Maoists) surrendered before police in Mulugu district of Telangana Saturday, police said.

  10. 10.Hundreds of foreign companies left Russia after the 2022 invasion of Ukraine, including major US fi rms like Coca-Cola, Nike, Starbucks, ExxonMobil and Ford Motor Co.

  11. 11.At least 151 people have now been confirmed dead after heavy rainfall unleashed flooding in a market town in northcentral Nigeria, the local emergency services told.

  12. 12.Central Board of Indirect Taxes and Customs (CBIC) Saturday debunked a claim circulating on social media about delays and corruption in granting GST registration, saying the applicant has yet to furnish details sought by Delhi state GST officers.

  13. 13.The Securities and Exchange Board of India (SEBI) has confi rmed the suspension of LS Industries, its promoter Profound Finance, and four other individuals from participating in the securities markets.

  14. 14.More than 60 United Nations offices, agencies and operations have been ordered to submit proposals by mid-June to cut 20% of their staff, as part of a major reform effort to consolidate operations in the face of a critical funding crunch.

  15. 15.An anti-drone system has been installed at the Taj Mahal, securing a 500-metre radius by disabling unauthorized drones entering the airspace, enhancing monument safety, police confirmed Friday.

118 Y
199 31-05-2025 Odia
  1. 1.ଓଡ଼ିଶା ସରକାରଙ୍କ ଚାକିରିଆମାନେ ଯଦି ଇସ୍ତଫା ଦିଅନ୍ତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ଇସ୍ତଫା ପତ୍ରକୁ ୯୦ଦିନ ମଧ୍ୟରେ ଫେରାଇ ନେବାକୁ ଚାହିଁବେ ତେବେ ସରକାର ତାକୁ ଗ୍ରହଣ କରିବେ। ମାତ୍ର ପୂର୍ବରୁ ସରକାରୀ ଚାକିରିଆ ଯଦି ଚାକିରିରୁ ଇସ୍ତଫା ଦେଉଥିଲେ ତାଙ୍କ ପାଇଁ ଏସଂକ୍ରାନ୍ତରେ କୌଣସି ସ୍ବତନ୍ତ୍ର ମାର୍ଗଦର୍ଶିକା ନ ଥିଲା। ମାତ୍ର ଭାରତ ସରକାରଙ୍କ ଚାକିରିଆଙ୍କ କ୍ଷେତ୍ରରେ ଇସ୍ତଫା ଓ ସ୍ବେଚ୍ଛାକୃତ ଅବସରର ପୁନର୍ବାର ସୁଯୋଗ ରହିଥିଲା।

  2. 2.ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଚାକିରିଆଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଡ଼ିଶା ସିଭିଲ ସର୍ଭିସ(ପେନ୍‌ସନ) ନିୟମ-୧୯୯୨ରେ କେତେକ ସଂଶୋଧନ ଅଣାଯାଇଛି। ଦିବ୍ୟାଙ୍ଗ ଓ ସ୍ବାମୀ ପରିତ୍ୟକ୍ତା ଏବଂ ଝିଅମାନଙ୍କ ଭବିଷ୍ୟତକୁ ନିଶ୍ଚିତ କରାଯାଇଛି।

  3. 3.ଓଡ଼ିଶା ଗ୍ରାମୀଣ ଉନ୍ନୟନ (ଆରଡବ୍ଲୁ) ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗିଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଚାଲିଥିବା ଚଢ଼ାଉରେ ପ୍ରାୟ ୨.୧ କୋଟି ଟଙ୍କା ଜବତ ହୋଇଛି। ଏହି ଚଢ଼ାଉ ଶୁକ୍ରବାର ସକାଳୁ ଭୁବନେଶ୍ୱର ଏବଂ ଅନୁଗୁଳରେ ଏକକାଳୀନ ଭାବେ ଆରମ୍ଭ ହୋଇଛି।

  4. 4.ମାର୍ଚ୍ଚ ୩୧, ୨୦୨୫ରେ ସମାପ୍ତ ୨୦୨୪-୨୫ ଆର୍ଥକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ଧୀମା ହୋଇଯାଇଛି । ଯାହାକି ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ୯.୨ ପ୍ରତିଶତ ଥିଲା । ଗତ ୪ଟି ଆର୍ଥିକ ବର୍ଷରେ ଏହାକୁ ସବୁଠାରୁ ଧୀମା ଜିଡିପି ଅଭିବୃଦ୍ଧି ହାର ।

  5. 5.କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ପୁଞ୍ଚରେ ପାକିସ୍ତାନୀ ଆକ୍ରମଣର ଉପଯୁକ୍ତ ଜବାବ ଦେବା ପାଇଁ ସୀମା ସୁରକ୍ଷା ବାହିନୀ (ବିଏସଏଫ)କୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଜମ୍ମୁ ସୀମାରେ ଜବାବୀ କାର୍ଯ୍ୟାନୁଷ୍ଠାନରେ ୧୧୮ରୁ ଅଧିକ ପାକିସ୍ତାନୀ ପୋଷ୍ଟ ନଷ୍ଟ ଏବଂ କ୍ଷତିଗ୍ରସ୍ତ ହୋଇଛି।

  6. 6.ଭାରତର ସର୍ବୋଚ୍ଚ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଫୁଡ୍‌ ବିଜ୍‌ନେସ୍‌ ହାଉସ୍‌ଗୁଡ଼ିକ ଉପରେ କଠୋର ଆଭିମୁଖ୍ୟ ଦେଖାଇଛନ୍ତି। କମ୍ପାନୀଗୁଡ଼ିକ କୌଣସି ଖାଦ୍ୟ ପ୍ୟାକେଟ, ଲେବଲ୍‌ ଓ ବିଜ୍ଞାପନରେ ‘୧୦୦% ବିଶୁଦ୍ଧ’ ଦାବି କରିପାରିବେ ନାହିଁ ବୋଲି ଫୁଡ୍‌ ସିକ୍ୟୁରିଟି ଆଣ୍ଡ୍‌ ଷ୍ଟାଣ୍ଡାଡର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। 

  7. 7.ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ୨୦୦ ଏବଂ ୫୦୦ ମୂଲ୍ୟର ନକଲି ନୋଟ (ଫେକ ଇଣ୍ଡିଆନ କରେନ୍ସି ନୋଟ୍ସ – FICNs) ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

  8. 8.ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ସ୍ନାତକ ଚିକିତ୍ସା ପାଠ୍ୟକ୍ରମରେ ନାମଲେଖା ପାଇଁ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ନ୍ୟାସନାଲ ଏଲିଜିବିଲିଟି କମ ଏନଟ୍ରାନ୍ସ ଟେଷ୍ଟ (NEET) ଦୁଇଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ଆୟୋଜିତ ହେବା ଉଚିତ।

  9. 9.ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ୍ ଏକ ବଡ଼ ବୟାନ ଦେଇ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ରୁଷ, ଭାରତ ଓ ଚୀନ (ଆରଆଇସି)ର ଶକ୍ତିକୁ ସକ୍ରିୟ କରିବା ସମୟ ଆସିଯାଇଛି।

  10. 10.‘ଅପରେସନ ସିନ୍ଦୂର’ ସମୟରେ ପାକିସ୍ତାନକୁ ସାମରିକ ସହାୟତା ଦେବା ନେଇ ତୁର୍କୀ ଏୟାରଲାଇନ୍ସ ସହ ସମସ୍ତ ଚୁକ୍ତି ବାତିଲ କରିବା ପାଇଁ କେନ୍ଦ୍ର ସରକାର ଇଣ୍ଡିଗୋକୁ ନିର୍ଦେଶ ଦେଇଛନ୍ତି।

  11. 11.ନାଇଜେରିଆର ନାଇଜର ରାଜ୍ୟରେ ପ୍ରବଳ ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ବିତ୍ପାତରେ ୮୮ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

  12. 12.ଭୁବନେଶ୍ୱରର ଇଡି ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି ସିବିଆଇ । ଖଣି ମାମଲାର ରଫାଦଫା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ୫୦ଲକ୍ଷର ଡିଲ୍‍ ହୋଇଥିଲା, ସେଥିରୁ ପ୍ରଥମେ ୨୦ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଥିଲା ସିବିଆଇ ।

  13. 13.IPL 2025 ର ଫାଇନାଲ ମ୍ୟାଚ ଜୁନ ୩ରେ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ କ୍ୱାଲିଫାୟର-୩ ଜିତି RCB ଦଳ ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। 

  14. 14.୨୦୨୨ରେ ପୌରୀ ଗଡ଼ୱାଲର ଏକ ରିସୋର୍ଟରେ ଜଣେ ଭିଆଇପି ଅତିଥିଙ୍କୁ ଅତିରିକ୍ତ ସେବା ଯୋଗାଇବାକୁ ମନା କରିବାରୁ ଜଣେ ୧୯ ବର୍ଷୀୟ ରିସେପ୍ସନିଷ୍ଟଙ୍କୁ ହତ୍ୟା କରିବା ଅଭିଯୋଗରେ ଉତ୍ତରାଖଣ୍ଡର ଏକ ଅଦାଲତ ବିଜେପିରୁ ବହିଷ୍କୃତ ଜଣେ ନେତାଙ୍କ ପୁଅ ସମେତ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

  15. 15.ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲା ତାଲିକାରୁ ଛତିଶଗଡର ବସ୍ତରକୁ ବାଦ ଦିଆଯାଇଛି । ବସ୍ତରକୁ ରେଡ ଲିଷ୍ଟରୁ ବାଦ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ।

157 Y
200 31-05-2025 English
  1. 1.The Supreme Court Friday issued directions that the postgraduate medical entrance exam scheduled for June 15 be conducted in a single shift, saying holding it in two shifts ‘creates arbitrariness’.

  2. 2.External Affairs Minister S Jaishankar Friday asserted that India will never give in to nuclear blackmail, and those who “sponsor, nurture and utilize” terrorism should be made to pay a heavy price.

  3. 3.India’s economic growth slowed to 7.4 per cent in the January-March period, and pulled down the annual growth rate for 2024-25 to a fouryear low of 6.5 per cent, mainly due to the manufacturing sector.

  4. 4.The Hindu Kush Himalaya, where glaciers feed rivers supporting two billion people, could lose up to 75 per cent of its ice by the end of the century if global temperatures rise by 2 degrees Celsius, according to a new study.

  5. 5.The Supreme Court Friday initiated suo motu contempt proceedings against Chandigarh-based journalist and YouTuber Ajay Shukla for his "scandalous", defamatory and contemptuous remarks against a few apex court judges in a video uploaded on his channel.

  6. 6.More than 118 Pakistani forward posts and their surveillance system were completely destroyed by the BSF during Operation Sindoor, dealing a major blow to the neighbouring country.

  7. 7.The prestigious National Defence Academy Friday witnessed history as the first batch of 17 female cadets marched alongside more than 300 male counterparts towards the ‘Antim Pag’ in a spectacular display of integration.

  8. 8.Two Indian peacekeepers, Brigadier General Amitabh Jha and Havildar Sanjay Singh, who lost their lives while serving under the UN fl ag last year, were honoured posthumously by the United Nations on International Day of UN Peacekeepers

  9. 9.The Income Tax department Friday said it has made available the excel utility for ITR-1 and ITR-4 for AY 2025-26, which will enable taxpayers to fi le their income tax returns. With the enabling of these utilities, taxpayers can start fi ling their ITRs for income earned in 2024-25

  10. 10. A deputy director of the Enforcement Directorate (ED) in Odisha – arrested for taking Rs20 lakh as bribe from a Bhubaneswar-based businessman – was remanded to judicial custody for 14 days .

  11. 11.Odisha’s fi rst BJP MLA Prasanna Patanayak died at a private hospital here Friday, family sources said. Patanayak was 76.

  12. 12. IFFCO announces Rs3,811 cr as profit before tax for the FY24-25 along with 47 per cent increase in the sales of nano fertilisers. This FY, 365.09 Lakh bottles of Nano-Fertilizers were sold as compared to 248.95 lakh bottles sold in the previous FY (2023-2024). IFFCO recorded a turnover of Rs41,244 crore during the FY 24-25

  13. 13.Israel has accepted a new US proposal for a temporary ceasefire with Hamas, the White House says.

  14. 14.Pakistan President Asif Ali Zardari Friday signed into law a bill fi xing the minimum age for marriage at 18 years to curb child marriages despite opposition from right-wing clerics.

  15. 15.India's top men's doubles pair of Satwiksairaj Rankireddy and Chirag Shetty stayed on course for their maiden title of the season, storming into the Singapore Open semifi nals with a straightgame win over world No 1 Malaysian duo of Goh Sze Fei and Nur Izzuddin here Friday.

109 Y