# |
Date |
Type |
Current Affairs |
No. Of Views |
Status |
Action |
3461 |
15-09-2020 |
Odia |
1. କୃଷି ସଂକ୍ରାନ୍ତୀୟ ୩ଟି ବିଲ୍ ଲୋକସଭାରେ ଉପସ୍ଥାପିତ ।
2. ସୀମାରେ ଚୀନ୍ ବିଛାଇଛି ଅପଟିକାଲ ଫାଇବର କେବୁଲ, ଭାରତକୁ ଭରସା ରେଡିଓ ।
3. ସମଗ୍ର ଭାରତରେ ସେପ୍ଟେମ୍ବର ୧୫ ତାରିଖ ଇଞ୍ଜିନିୟର ଦିବସ ରୂପେ ପାଳିତ ହେଉଛି ା ୧୮୬୧ ମସିହାର ଏହି ପବିତ୍ର ଦିନରେ ନବଭାରତର ଅନ୍ୟତମ ନିର୍ମାତା ଇଞ୍ଜିନିୟର ମୋକ୍ଷଗୁଣ୍ଡମ୍ ବିଶ୍ବେଶ୍ବରାୟା ମହୀଶୂର (ଆଧୁନିକ କର୍ଣ୍ଣାଟକ) ରାଜ୍ୟର ମୁଖିନହାଲି ଗ୍ରାମରେ ଜନ୍ମଲାଭ କରିଥିଲେ
4. ୨୦୦୭ରେ ଜାତିସଂଘ ପକ୍ଷରୁ ଏକ ପ୍ରସ୍ତାବ ଗୃହୀତ ହେବାପରେ ପ୍ରତିବର୍ଷ ଆଜିର ଦିନଟିକୁ ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଇଆସୁଛି।
5. ତାଜମହଲ ନିକଟରେ ନିର୍ମାଣାଧୀନ ମୋଗଲ ସଂଗ୍ରହାଳୟ ବର୍ତ୍ତମାନ ଛତ୍ରପତି ଶିବାଜୀଙ୍କ ନାମରେ ନାମିତ ହେବ। ସଂଗ୍ରହାଳୟରେ ଶିବାଜୀଙ୍କ ଇତିହାସ ମଧ୍ୟ ଲିପିବଦ୍ଧ ହେବ।
6. ଆଇପିଏଲ୍ର ଚଳିତ ସଂସ୍କରଣରେ କଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳର ନେତୃତ୍ବ ନେବେ ଦିନେଶ କାର୍ତ୍ତିକ।
7. ଜାତୀୟ ହୋମିଓପାଥି କମିଶନ୍ ବିଲ୍ ୨୦୧୯ ଓ ଜାତୀୟ ଭାରତୀୟ ଚିକିତ୍ସା ପଦ୍ଧତି କମିଶନ୍ ବିଲ୍ ୨୦୨୦ ଲୋକସଭାରେ ଗୃହିତ ହୋଇଛି। ଉଭୟ ହୋମିଓପାଥି ଚିକିତ୍ସା ଓ ଭାରତୀୟ ଚିକିତ୍ସା ପଦ୍ଧତି ପାଇଁ ଦକ୍ଷ ଡାକ୍ତର ଯୋଗାଇବା ହେଉଛି ଏହି ବିଲ୍ର ମୂଳ ଲକ୍ଷ୍ୟ। ଦୁଇଟି ଯାକ ବିଲ୍ ଗତ ମାର୍ଚ୍ଚ ମାସରେ ରାଜ୍ୟସଭାର ଅନୁମୋଦନ ଲାଭ କରିଥିଲା।
8. ଦୁଇ ବର୍ଷରେ ବାଘ ଓ ହାତୀ ପ୍ରକଳ୍ପରେ ଓଡିଶାକୁ ମିଳିଛି ୩୬ କୋଟି :ସାତକୋଶିଆ ପାଇଁ ୧୧.୧୯ କୋଟି ଓ ଶିମିଳିପାଳ ବାଘ ଅଭୟାରଣ୍ୟକୁ ମିଳିଛି ୧୫.୬୮ କୋଟି -ହାତୀଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ମିଳିଛି ୯.୬୮ କୋଟି
9. ଆନ୍ତର୍ଜାତିକ ସ୍ତରରେ କୋଭିଡ ମୃତ୍ୟୁହାର ୩. ୨ ପ୍ରତିଶତ ଥିବାବେଳେ ଭାରତରେ ଏହା ୧.୬୫% ରହିଛି। ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତ ମାନଙ୍କ ମଧ୍ୟରୁ ୦.୫ ଭାଗ ଲୋକଙ୍କୁ ଭେଣ୍ଟିଲେଟର ଆବଶ୍ୟକ ପଡୁଛି ଓ ୧ ପ୍ରତିଶତରୁ କମ୍ ଲୋକଙ୍କୁ ଆଇସିୟୁରେ ରଖାଯାଇଛି।
10.ଆସନ୍ତା ଅକ୍ଟୋବର ଏବଂ ନଭେମ୍ବରରେ ୟୁରୋପରେ ଅତି ଜଟିଳ ସ୍ଥିତି ଉପୁଜିବ ଏବଂ ଅଧିକ କରୋନା ମୃତ୍ୟୁ ହେବ ବୋଲି (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ‘ହୁ’ ୟୁରୋପ୍ ନିର୍ଦ୍ଦେଶକ ହାନ୍ କ୍ଲୁଗ୍ କହିଛି। ଗତ କିଛି ସପ୍ତାହ ମଧ୍ୟରେ ୟୁରୋପ୍ରେ ହଠାତ୍ ସଂକ୍ରମଣ ବଢ଼ିଯାଇଛି। ବିଶେଷ କରି ସ୍ପେନ୍ ଏବଂ ଫ୍ରାନ୍ସରେ ପୂର୍ବାପେକ୍ଷା ଅଧିକ ସଂକ୍ରମଣ ବଢ଼ିଛି।
11. ବର୍ତ୍ତମାନର ଇସ୍ପାତ ପୁଞ୍ଜଗୁଡିକର ବିକାଶ ସହ ପରିବେଶ ଅନୁକୂଳ ସବୁଜିମା ଭରା ଇସ୍ପାତ ପୁଞ୍ଜର ବିକାଶ ନେଇ ଏହି ଚିଠା ନୀତିରେ ଉଲ୍ଲେଖ ରହିଛି।
ଏହି ଇସ୍ପାତ ପୁଞ୍ଜ ଦେଶକୁ ଆତ୍ମନିର୍ଭର କରିବା ସହ ବିଶେଷକରି ପୂର୍ବ ଭାରତରେ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବ । ଇସ୍ପାତ ମନ୍ତ୍ରାଳୟର ପୂର୍ବୋଦୟ ନୀତିର ଅଂଶବିଶେଷ ଭାବେ ଏହି ଇସ୍ପାତ ପୁଞ୍ଜଗୁଡିକ ଦେଶର ପୂର୍ବଭାଗ ଛତିଶଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶରେ ପ୍ରତିଷ୍ଠା କରାଯିବ ।
12.ସଂସଦରେ ଦି ଫାର୍ମର୍ସ ପ୍ରଡ୍ୟୁସ୍ ଟ୍ରେଡ୍ ଆଣ୍ଡ୍ କମର୍ସ (ପ୍ରମୋସନ ଆଣ୍ଡ୍ ଫାସିଲିଟେସନ) ଅଧ୍ୟାଦେଶ, ୨୦୨୦ ଓ ନିଶ୍ଚିତ ମୂଲ୍ୟ ଓ କୃଷି ସେବା ଉପରେ କୃଷକ (ସଶକ୍ତୀକରଣ ଓ
| 692 |
Y |
|
3462 |
15-09-2020 |
English |
1 The Asian Development Bank (ADB) on September 14, 2020, announced that it has appointed Takeo Konishi as a Country Director of India
2 Scientists have come up with a device that can facilitate the flow of blood from the veins in the legs thus preventing Deep Vein Thrombosis (DVT). The device can bring relief to patients affected by prolonged immobility, bedridden state, post-operative immobilization, paralysis of legs, majority of whom are affected by DVT
3 Yoshihide Suga, Japan’s Chief Cabinet Secretary on September 14, 2020,won the leadership vote of the ruling Liberal Democratic Party (LDP) of Japan. He will soon secure the post of the new Prime Minister
4 Japan’s Naomi Osaka defeated Victoria Azarenka of Belarus to clinch the Women’s Singles title in the 2020 US Open Tennis tournament
5 The Defence Research and Development Organisation (DRDO) performed a major technological feat when it flew a cruise vehicle at a hypersonic speed of Mach six for 20 seconds
6 The United Nations Convention on International Settlement Agreements Resulting from Mediation has come into force
7 The Chinese company Zhenhua Data Information Technology Co. Limited is monitoring over 10,000 Indian individuals and organisations in its global database of foreign targets
8 Every year, 14th September is celebrated as Hindi Diwas in India
9 A team of neuroscientists from the National Institute of Mental Health and Neuro Sciences (NIMHANS) has developed Indian Brain Templates (IBT) and a brain atlas
10 The Uttar Pradesh government is going to constitute a Special Security Force (SSF) in the state
11 Subhash Kamath has been elected as the chairman of the board of governors of the Advertising Standards Council of India (ASCI)
12 Lewis Hamilton (Mercedes-Great Britain) has won the Formula One Tuscan Grand Prix 2020 held at Mugello Circuit, Italy
13 India and the United States held a bilateral 2+2 Inter-sessional meeting in virtual mode. During the meeting, both sides reviewed the progress and developments in bilateral ties in defence, security, and foreign policy areas
14 Minister of State for External Affairs V Muraleedharan participated in the 27th ASEAN regional forum
15 Austria’s Dominic Thiem defeated Alexander Zverev to win the men’s singles title at the 2020 US Open tournament.
|
773 |
Y |
|
3463 |
14-09-2020 |
English |
1 For the first time since the end of the cold war in 1990, the whole of Germany resonated with the sound of the emergency siren as an emergency test. 10th September will now be observed as National Warning Day or Warn tag across the country
2 Starling Bank becomes the first British bank to charge interest to its customers on their savings in the bank.
3 Standing Committee of Nepal’s Communist Party finally concluded the prolonged meeting which convened in July and was long due. It is the longest meeting conducted by the party in recent times
4 The animal trial of the Covaxin BBV 152, has shown protection and reduction in the replication of SARS-Cov 2 virus in nose, throat and lung tissues. The animal trials were conducted on 20 monkeys in India and three different vaccine candidates were tried on them.
5 Google-owned YouTube has reached 20 million music and premium paid subscribers and over 2 million YouTube TV paid subscribers
6 PUBG the popular gaming App removed from Google Play store and Apple App store following India's ban
7 National award-winning director Chaitanya Tamhan's “The Disciple” has won the FIPRESCI award at the 77th Venice Film Festival
8 Drugs Controller General of India (DCGI) has directed Serum Institute of India to suspend the new recruitments which were about to happen for recent phase 2 and 3 clinical trials of the Oxford COVID-19 vaccine till further orders
9 A new study suggests that volcanic ash may have a larger influence on the planet's climate than scientists previously suspected
10 Punjab government’s agency; PEDA is playing a stellar role to curb in weeding out the stubble burning problem indigenously which is one of the biggest problems in north India
11 Manoj Sinha, Lieutenant-Governor of Jammu and Kashmir recently launched a new grievance redressal portal. The newly launched portal will be linked to the Union government’s grievance mechanism
12 SEBI in order to revamp its IT infrastructure network and communication system has shortlisted some of the top companies like Bharti Airtel, Wipro, and Tata Communication
13 The Jammu & Kashmir government has announced major a health scheme in which the government will provide universal health insurance to its residents free of cost.
14 Prime Minister Narendra Modi addressed the ‘Grih Pravesham’ event in Madhya Pradesh through video conferencing. During the event 1.75 Lakh Families were delivered pucca houses under the Pradhan Mantri Awas Yojana- Grameen (PMAY-G)
15 Bollywood actress Madhuri Dixit’s online dance training venture ‘Dance With Madhuri’ (DWM), which she started with her husband Shriram Nene in 2013, has witnessed a 5X growth during the lockdown |
785 |
Y |
|
3464 |
14-09-2020 |
Odia |
1. ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ସିଂହ ନିର୍ବାଚିତ ହୋଇଛନ୍ତି।
2. ପ୍ରକାଶ ପାଇଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନେଇ ଡିପିଆଇଆଇଟି ରାଙ୍କିଙ୍ଗ । ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ(ଡିପିଆଇଆଇଟି) ପକ୍ଷରୁ ପ୍ରକାଶିତ ଏହି ରାଙ୍କିଙ୍ଗରେ ରାଜ୍ୟମାନଙ୍କ ମଧ୍ୟରେ ଗୁଜରାଟ ଶୀର୍ଷରେ ରହି ପ୍ରଥମ ସ୍ଥାନ ଅଧିକାର କରିଛି ।
3. ମୁଡିସ୍ ଇନ୍ଭେଷ୍ଟର୍ସ ସର୍ଭିସ୍ ଆଜି ଦେଶର ଆର୍ଥିକ ଅଭିବୃଦ୍ଧିରେ ଢେର ହ୍ରାସ ଘଟୁଥିବା ରିପୋର୍ଟରେ ଦର୍ଶାଇଛି। ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକବର୍ଷରେ ଭାରତର ଅଭିବୃଦ୍ଧି ମାଇନସ୍ ୧୧.୫% ରହିବ।
4. ହର୍ଷବର୍ଦ୍ଧନ କହିଛନ୍ତି ଯେ ୨୦୨୧ ପ୍ରଥମ ତ୍ରୟମାସିକ ମଧ୍ୟରେ କରୋନା ଟିକା ପ୍ରସ୍ତୁତ ହୋଇଯିବ।
5. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ତଥା ଆକାଶବାଣୀର ଅବସରପ୍ରାପ୍ତ ପ୍ରଯୋଜକ ନଦୀୟା ବିହାରୀ ମହାନ୍ତିଙ୍କ କଟକର ଏକ ଘରୋଇ ହସ୍ପିଟାଲ୍ରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା।
6. ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାଶ। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।
7. ରାଜ୍ୟରେ ଦୀର୍ଘ ୪୬ବର୍ଷ ହେଲା ଶତାଧିକ ପୁରୁଣା କାଳିଆ ଆଇନ କେବଳ କାଗଜପତ୍ରରେ ଚାଲୁ ରହିଛି। ଯାହାକି କାଳକ୍ରମେ ସାଂପ୍ରତିକ ପରିସ୍ଥିତି ଅନୁଯାୟୀ ଗୁରୁତ୍ୱ ହରାଇଲାଣି। ଆଇନ ବିଭାଗ ପକ୍ଷରୁ ‘ଓଡ଼ିଶା ରିପେଲିଂ ଆଇନ-୨୦୨୦’ଅଣାଯାଇଛି। ଏଥିରେ ୬୯୯ଟି ପୁରୁଣାକାଳିଆ ଆଇନ ବନ୍ଦ କରାଯିବା ଲାଗି ପ୍ରସ୍ତାବ ରହିଛି।
8. ଏକ ଅବମାନନା ମାମଲାର ରାୟ ଆଧାରରେ ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ ତାଙ୍କ ଉପରେ ଅଦାଲତଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ୧ ଟଙ୍କାର ଜରିମାନା ରାଶିକୁ ଆଜି ସୁପ୍ରିମ କୋର୍ଟ ରେଜିଷ୍ଟ୍ରିରେ ଦାଖଲ କରିଛନ୍ତି।
9. ୟୋଶିହିଡ଼େ ସୁଗା ଜାପାନର ଶାସକ ଦଳର ନୂତନ ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସିଞ୍ଜୋ ଆବେଙ୍କ ସ୍ଥାନରେ ସେ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ।
10. ଆସନ୍ତା ସେପ୍ଟେମ୍ବର ୨୯ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ ବୋଲି ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । |
694 |
Y |
|
3465 |
13-09-2020 |
English |
1 As per the official data, the Centre’s fiscal deficit for the first three months of fiscal 2020-21 (April-June) was Rs. 6.62 lakh crore, which is 83% of the budgeted target for the whole year
2 The state government of Meghalaya has launched India’s Biggest “Piggery Mission” with an outlay of Rs 209 Crores
3 United Nations Children’s Fund (UNICEF) has appointed Bollywood Actor Ayushmann Khurrana as its celebrity advocate for children’s rights campaign “For Every Child”
4 India has been ranked 105th position “Global Economic Freedom Index 2020 Annual Report” by Canada’s Fraser Institute, which has been released in India in conjunction with Center for Civil Society, New Delhi-based think tank
5 The Parliamentary Standing Committee on Personnel, Public Grievances, Law and Justice has presented its report “Functioning of the Virtual Courts/Courts Proceedings through VideoConferencing”
6 The Ministry of Mines has requested the Forest Advisory Committee (Ministry of Environment, Forest and Climate Change) to exempt digging exploratory boreholes from Net Present Value (NPV)
7 The Ministry of Housing and Urban Affairs has launched the Climate Smart Cities Assessment Framework (CSCAF) 2.0, along with the ‘Streets for People Challenge’ under the Smart Cities Mission.
8 The National Statistical Office (NSO) has released data, highlighting the decline in the factory output (also called Industrial Production) for the fifth consecutive month, with July 2020 posting a contraction of 10.4% compared to July 2019
9 A recent analysis of samples of patients with the Covid-19 infection has shown a phenomenon called a ‘bradykinin storm’
10 Indian Researchers working on giant radio galaxies (GRG) at Inter-University Centre for Astronomy and Astrophysics (IUCAA) Pune, India and Leiden University, Netherlands, have found nearly 400 new GRGs
11 A motion for breach of privilege was moved in the Maharashtra Assembly against Republic TV’s Managing Director and Editor-in-Chief Arnab Goswami
12 A new and innovative method of using waste material to create salt marshes has helped stop advance of sea, which caused erosion. This phenomenon is called coastal squeeze
13 The 13th edition of Aero India-21 is scheduled to be held at Air Force Station, Yelahanka, Bengaluru, Karnataka from 3 to 07 February 2021
14 The World First Aid Day is observed on the second Saturday of September every year (this year on 12th September) to create awareness about the importance of first aid in preventing injuries and saving lives
15 The rating agency, Moody’s has projected the GDP growth rate for India to contract 11.5 per cent in fiscal 2020-21 (FY21) due to the coronavirus pandemic. |
738 |
Y |
|
3466 |
13-09-2020 |
Odia |
1. କୃଷି ଭିତ୍ତିଭୂମି ପାଣ୍ଠି ଯୋଜନା, ଓଡ଼ିଶାକୁ ମିଳିବ ୨୫୦୦ କୋଟିର ଋଣ
2. ଅକ୍ସଫୋର୍ଡ ୟୁନିଭର୍ସିଟି ପୁଣିଥରେ ଆଷ୍ଟ୍ରାଜେନେକା କରୋନା ଭ୍ୟାକସିନର ଟ୍ରାଏଲ୍ ଆରମ୍ଭ କରିବ। ମେଡିସିନ୍ସ ହେଲଥ ରେଗୁଲେଟୋରୀ ଅଥରିଟି (MHRA) ଭ୍ୟାକସିନର ପୁନର୍ବାର ଟ୍ରାଏଲକୁ ନେଇ କ୍ଲିନଚିଟ୍ ମିଳିଛି।
3. ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆଙ୍କ ନିର୍ଦ୍ଦେଶ ପରେ ଫେଭିପିରାଭିର ଟାବଲେଟ୍ ଓ ରେମଡେସିଭିର ଇଞ୍ଜେକ୍ସନକୁ ଓଡ଼ିଶାରେ ବ୍ରିକି ପାଇଁ ରାଜ୍ୟ ସରକାର ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଏହି ଦୁଇ ଔଷଧ ଓ ଇଞ୍ଜେକ୍ସନକୁ କୋଭିଡ୍ ଚିକିତ୍ସା ପାଇଁ ଉପଯୋଗ କରାଯାଉଛି।
4. ‘ହେଟ୍ ସ୍ପିଚ୍’ ଅଭିଯୋଗ: ଫେସ୍ବୁକ୍ ଅଧିକାରୀଙ୍କୁ ହାଜର ହେବାକୁ ନୋସିଟ୍ ଦେଲେ ଦିଲ୍ଲୀ ବିଧାନସଭା କମିଟି ।
5. ଚୀନ ପଟୁ ବିପଦ ବଢୁଛି, ଉତ୍ତରାଖଣ୍ଡରେ ଏୟାର ଡିଫେନ୍ସ ରାଡାର, ବିମାନଘାଟି ନିର୍ମାଣ କରିବ ବାୟୁସେନା ।
6. ରାଜ୍ୟରେ ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲାରେ ଥିବା ଜିଲାସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାରବିଭାଗୀୟ ଅଦାଲତରେ ଇ-ଲୋକ ଅଦାଲତ ଅନୁଷ୍ଠିତ ହୋଇଛି।
7. କୋଭିଡ୍ ମହାମାରୀ ଯୋଗୁ ଲାଗୁ କରାଯାଇଥିବା ଲକ୍ଡାଉନ୍ରେ ନିଯୁକ୍ତି ହରାଇଥିବା ବେରୋଜଗାରଙ୍କ ପାଇଁ ଭଲ ଖବର। କାରଣ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏହି ବେରୋଜଗାରଙ୍କୁ ଦେବେ ମାସକର ଅଧା ଦରମା। କେବଳ କର୍ମଚାରୀ ରାଜ୍ୟ ବୀମା ଯୋଜନା (ଇଏସ୍ଆଇସି) ସଦସ୍ୟମାନେ ଏହାର ଲାଭ ନେଇପାରିବେ।
8. ଆଇପିଏଲ୍ ଇତିହାସରେ ପ୍ରଥମଥର ପାଇଁ ଆମେରିକାର ଜଣେ କ୍ରିକେଟର ଖେଳିବାକୁ ଯାଉଛନ୍ତି। ସେ ହେଉଛନ୍ତି କଲକାତା ନାଇଟ ରାଇଡର୍ସ (କେକେଆର୍)ର ଫାଷ୍ଟବୋଲର ଅଲୀ ଖାଁ।
9. ଓଡ଼ିଆ ସିନେ ଜଗତର ଜଣେ ଖ୍ୟାତନାମା ନିର୍ଦେଶକ ଶିଶିର ମୋହନ ପତି(ବୁଟୁ)ଙ୍କର ପରଲୋକ ହୋଇଛି। ଗତକାଲି ରାତି ପ୍ରାୟ ସାଢେ ୮ଟା ସମୟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା।
10. ଆମେରିକା ଓ ଇସ୍ରାଏଲର ବିରୋଧ ମଧ୍ୟରେ ଶୁକ୍ରବାର ଜାତିସଂଘରେ ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ ଏକ ସଂକଳ୍ପ ପାରିତ ହୋଇଯାଇଛି। ମୋଟ ୧୯୩ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ଉପସ୍ଥିତ ଥିବା ୟୁକ୍ରେନ୍ ଓ ହଙ୍ଗେରି ସଂକଳ୍ପ ସପକ୍ଷରେ ମତଦେବାରୁ ବିରତ ରହିଥିବା ବେଳେ ଏହା ୧୬୯-୨ ଭୋଟରେ ପାରିତ ହୋଇଯାଇଛି।
|
899 |
Y |
|
3467 |
12-09-2020 |
English |
- .The Department of Posts has launched a scheme called "Five Star Villages" which seeks to bridge the gaps in public awareness and reach of postal products and services, especially in interior villages
- The Punjab Energy Development Agency (PEDA) in association with the Govt. of Punjab, is creating alternatives for paddy stubble utilisation.
- Andhra Pradesh has topped the Ease of Doing Business rankings released by Department for Promotion of Industry and Internal Trade (DPIIT)
- The Union Ministry of Shipping launched ‘SAROD-Ports’ (Society for Affordable Redressal of Disputes - Ports) through virtual ceremony in New Delhi. SAROD-Ports will advise and assist in settle ment of disputes through arbitrations in the maritime sector
- Scientists at the Aryabhatta Research Institute of Observational Sciences (ARIES), Nainital (Uttarakhand) have evaluated the near surface ozone in the Brahmaputra River Valley (BRV)
- The National Green Tribunal (NGT) has directed the Central Pollution Control Board (CPCB) to lay down guidelines pertaining to disposal of cigarette and beedi butts within three months
- The Union government has constituted an expert committee to measure the economic impact of wai ing of interest and interest on interest on the Covid-19 related loan moratorium
- Hubballi Railway Station in Karnataka will now be known as ‘Shree Siddharoodha Swamiji Railway Station.
- Police Officer Poonam Khatri crowned Wushu World Champion
- The World Health Organisation’s independent panel for pandemic preparedness and response ap pointed former health secretary, Preeti Sudan as one of its 11 panellists from across the world
- A two-day conclave on ‘School Education in 21st Century’ commenced virtually. The conclave has been organised by Ministry of Education as part of Shikshak Parv 2020.
- State Bank of India is planning to launch a loan scheme named “SAFAL” for organic cotton growers.
- The Minister of State for External Affairs V Muraleedharan represented India at the 10th East Asia Summit held virtually on international and regional developments including COVID-19 pandemic.
- On September 11, 2020, India and China agreed on five-point action plan for quick disengagement of troops and avoid actions that will escalate tensions
- .Chief minister Naveen Patnaik announced a special package of Rs 300 crore in livelihood support for the flood affected farmers.The flood in the Brahmani and Mahanadi river system in August had affected 1.4 million people in the state and left 22 people dead.
|
769 |
Y |
|
3468 |
12-09-2020 |
Odia |
1. ଆର୍ଯ୍ୟ ସମାଜର ଜଣାଶୁଣା ସନ୍ଥ ସ୍ବାମୀ ଅଗ୍ନିବେଶଙ୍କର ଆଜି ନୂଆଦିଲ୍ଲୀର ଏକ ଡ଼ାକ୍ତରଖାନାରେ ୮୦ ବର୍ଷ ବୟସରେ ପରଲୋକ ଘଟିଛି ।
2. ହୋମ୍ ଡେଲିଭରୀରେ ଆମୱେ ଇଣ୍ଡିଆର ୨୦୦% ବୃଦ୍ଧି ।
3. ଆସନ୍ତା ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଆରମ୍ଭ ହେବ । ଏହାସହ ଓପନ୍ ସ୍କୁଲ ସପପ୍ଲିମେଂଟାରୀ ପରୀକ୍ଷା ମଧ୍ୟ ସେହି ଦିନ ଠାରୁ ଆରମ୍ଭ ହେବ ।
4. ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ‘ଗରିମା’ କାର୍ଯ୍ୟକ୍ରମ – ୫୦ କୋଟିର କର୍ପସ ପାଣ୍ଠି ଏବଂ ସଫେଇ କର୍ମଚାରୀଙ୍କ ପାଇଁ ରାଜ୍ୟ କମିଶନ ଗଠନ କରାଯିବ – ମୁଖ୍ୟମନ୍ତ୍ରୀ ।
5.ବନ୍ୟା ପ୍ରଭାବିତ ଚାଷୀ ପାଇଁ ବଡ ଘୋଷଣା । ୩୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
6.ମସ୍କୋରେ ଭାରତ-ଚୀନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ଶେଷ,ସୀମାରେ ଶାନ୍ତି ପାଇଁ ଉଭୟ ଦେଶ ମଧ୍ୟରେ ପଞ୍ଚସୂତ୍ରୀ ସହମତି,ଏସ୍. ଜୟଶଙ୍କର-ୱାଙ୍ଗ ୟି କଥାବାର୍ତ୍ତା ନେଇ ମିଳିତ ବିବୃତି,ବର୍ତ୍ତମାନର ସୀମା ସ୍ଥିତି କୌଣସି ଦେଶକୁ ଲାଭବାନ କରିବ ନାହିଁ, ବିବାଦ ଦୂର ପାଇଁ ଉଭୟ ଦେଶର ନେତା ଯତ୍ନବାନ ହେବେ |
7.ସେପ୍ଟେମ୍ବର ୧୪ରୁ ହାଇସ୍କୁଲ ସାର୍ଟିଫିକେଟ୍ ଓ ଓପଲ ସ୍କୁଲ ସାର୍ଟିଫିକେଟ ସପ୍ଲିମେଂଟାରୀ ପରୀକ୍ଷା ଆରମ୍ଭ । ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସୂଚନା । ୧୫୩ଟି କେନ୍ଦ୍ରରେ ହେବ ସପ୍ଲିମେଂଟାରୀ ପରୀକ୍ଷା
8.୧୪ ଟି ରାଜ୍ୟକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କଲା କେନ୍ଦ୍ର, ଯେଉଁ ୧୪ଟି ରାଜ୍ୟକୁ ସରକାର ଏହି ଟଙ୍କା ଦେଇଛନ୍ତି ସେଗୁଡ଼ିକ ହେଲା ମଧ୍ୟରେ ହିମାଚଳ ପ୍ରଦେଶ, କେରଳ, ମଣିପୁର, ଆନ୍ଧ୍ରପ୍ରଦେଶ, ଆସାମ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ, ତାମିଲନାଡୁ ଏବଂ ତ୍ରିପୁରା ଅନ୍ତର୍ଭୁକ୍ତ!!
9.ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଅକ୍ଟୋବରରେ ଖୋଲିବାକୁ ବିଚାର ବିମର୍ଶ ଚାଲୁ ରହିଛି ବୋଲି ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ୍ ସୂଚନା ଦେଇଛନ୍ତି।
10.ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ୩୦୦ କୋଟିର ପ୍ୟାକେଜ୍ ଘୋଷଣା, ହେକ୍ଟର ପିଛା ମିଳିବ ୬,୮୦୦ ଟଙ୍କା।
|
705 |
Y |
|
3469 |
11-09-2020 |
English |
- International Day to Protect Education from Attack is observed on 9 September. The day aims to highlight the importance of safeguarding schools as places of protection and safety for students and educators.
- The Ministry of Health and Family Welfare has decided that in order to curb fake, sub-standard and expired drugs, the drug names and expiry date will also be written in Hindi/Regional languagealong with English.
- India and Japan have signed an agreement concerning Reciprocal Provision of Supplies and Services between the Armed Forces of India and the Self-Defense Forces of Japan.
- Former Lok Sabha MP and Bollywood actor, Paresh Rawal have been appointed as the new Chairman of National School of Drama by President Ram Nath Kovind
- The country’s second and South India’s first “Kisan Train” was flagged off from Anantapur in Andhra Pradesh to Adarsh Nagar Railway Station in Delhi. Andhra Pradesh Chief Minister YS Jagan Mohan Reddy & Union Minister for Agriculture Narendra Singh Tomar flagged off the train via a video link.
- Atal Innovation Mission (AIM), NITI Aayog, has launched the Aatmanirbhar Bharat ARISE-Atal New India Challenges to spur applied research and innovation in Indian MSMEs and start-ups.
- Chief Minister of Andhra Pradesh has launched two nutrition schemes ‘YSR Sampoorna Poshana’ and ‘YSR Sampoorna Poshana Plus’ to provide nutritious food to pregnant women, lactating mothers and children in the state.
- The Indian arm of Fitch Ratings, India Ratings and Research (Ind-Ra) has projected India’s FY21 GDP growth forecast at -11.8% as against its earlier prediction of -5.3%. The rating agency estimates the economic loss in FY21 to be Rs 18.44 lakh crore.
- Anil Jain becomes new President of All India Tennis Association
- Prime Minister Narendra Modi has inaugurated the Patrika Gate in Jaipur, Rajasthan through video conference. The Patrika Gate was built by the Patrika group of Newspapers on the Jawaharlal Nehru Marg in Jaipur.
- India, Australia and France held a dialogue for the first time under a trilateral framework. The focus of the dialogue was on possibility of enhancing maritime security cooperation between the three countries in the Indo-Pacific region.
- Recently, Korean Peninsula and Japan were hit by two typhoons named Maysak and Haishen.
- Zvezda, a research and development enterprise, has started manufacturing space suits for Indian astronauts, who are likely to be part of the Gaganyaan mission.
- Newly discovered deep seabed channels beneath Thwaites Glacier in West Antarctica may be the pathway for warm ocean water to melt the underside of the ice.
- In a bid to motivate people to join the Skill India Mission, the “Kaushalcharya Award” has been conferred to Nini Tripathy, ATO at ITI Bhubaneswar, for her contribution in creating future-ready Skilled in Odisha workforce
|
834 |
Y |
|
3470 |
11-09-2020 |
Odia |
1. ପୋଲାଭରମ ପ୍ରକଳ୍ପ ପଛୁଆ ଜଳ ଯୋଗୁଁ ପ୍ରଭାବିତ ରାଜ୍ୟ ଓଡ଼ିଶା, ଛତିଶଗଡ଼ ଓ ତେଲଙ୍ଗାନା ସହ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ଜାତୀୟ ସବୁଜ ପ୍ରାଧିକରଣ ଦ୍ୱାରା ଗଠିତ ବୈଷୟିକ କମିଟି ପ୍ରସ୍ତାବ ଦେଇଛି।
2. ଭାରତ ଚାପରେ କୁଲଭୂଷଣ ଯାଦବ ମାମଲାରେ ପାକିସ୍ତାନ ସରକାର ଆଇନ ପରିବର୍ତ୍ତନ କରିବେ ନାହିଁ, ଭାରତକୁ ପାକିସ୍ତାନ କୋର୍ଟ ସହ ସହଯୋଗ କରିବାକୁ ପଡିବ ବୋଲି ପାକିସ୍ତାନ କହିଛି ।
3. ୩୦% ପର୍ଯ୍ୟନ୍ତ କମିପାରେ ରାଜ୍ୟର ଓଡ଼ିଆ ଓ ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟ ଗୁଡିକର ଫି ।
4. ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ଟି ସିଏନଜି ଷ୍ଟେସନକୁ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
5. ମର୍ଯ୍ୟାଦାଜନକ ଥୋମାସ କପ୍, ଉବେର କପ୍ ତଥା ଡେନ୍ମାର୍କ ଓପନ ଓ ମାଷ୍ଟର ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି ।
6. ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେବ ଆଉ ଏକ ଟିମ୍ ! ସ୍ବିଡେନ୍ ଦଳର ମୁଖ୍ୟ କୋଚ୍ ହେବେ ଏହି ମହାନ୍ ଫିଲ୍ଡର ।
7.ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ ଆଜି ଋଣ ପରିଶୋଧ ସ୍ଥଗନ ବା ମୋରାଟୋରିୟମ ଅବଧିକୁ ଚଳିତମାସ ୨୮ ଯାଏ ବୃଦ୍ଧି କରିଛନ୍ତି ।
8. ବଲିଉଡର ପ୍ରଖ୍ୟାତ ଅଭିନେତା ତଥା ପୂର୍ବତନ ବିଜେପି ସାଂସଦ ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।
9 .ସ୍ବତନ୍ତ୍ର ଅଦାଲତରେ ହେବ ରାଜନେତାଙ୍କ ଅପରାଧିକ ମାମଲାର ବିଚାର; ନିର୍ଦେଶ ଦେଲେ ସୁପ୍ରିମକୋର୍ଟ
10.ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୬ଟି ନୂଆ ସିଏନ୍ଜି ଷ୍ଟେସନର ଲୋକାର୍ପଣ କରିଛନ୍ତି।
(ଗଣମାଧ୍ୟମରୁ ସଂଗୃହିତ) |
757 |
Y |
|