| # |
Date |
Type |
Current Affairs |
No. Of Views |
Status |
Action |
| 1 |
12-01-2026 |
Odia |
-
1.ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଏହାର ଶକ୍ତିଶାଳୀ ରକେଟ୍ PSLV-C62 ଜରିଆରେ ‘ଅନ୍ୱେଷା’ ନାମକ ଏକ ଅତ୍ୟାଧୁନିକ ସାଟେଲାଇଟ୍ ଉତ୍କ୍ଷେପଣ କରିବାକୁ ଯାଉଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଦ୍ୱାରା ପ୍ରସ୍ତୁତ ଏହି ସାଟେଲାଇଟ୍ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏକ ‘ସୁପର ପାୱାର’ ଭାବେ କାର୍ଯ୍ୟ କରିବ।
-
2.ଇରାନରେ ସରକାର ବିରୋଧୀ ବିଦ୍ରୋହ ଏବେ ତୃତୀୟ ସପ୍ତାହରେ ପ୍ରବେଶ କରିଛି। ଅର୍ଥନୈତିକ ସଙ୍କଟ, ମୂଲ୍ୟବୃଦ୍ଧି ଓ ଦମନମୂଳକ ଶାସନ ବିରୋଧରେ ଦେଶବ୍ୟାପୀ ବିରୋଧ ଜାରି ରହିଛି, ଯାହା ଇସଲାମିକ ଗଣତନ୍ତ୍ରର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି।
-
3.ଆମେରିକା ଏକ ଅଜ୍ଞାତ ଓ ଅତ୍ୟଧିକ ଉନ୍ନତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଟାର୍ଗେଟ୍ କରି ସାମରିକ ଅଭିଯାନ କରିଛି । ଭେନେଜୁଏଲାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସ୍ୱୀକାର କରିଛି ଯେ, ଏହି ଅପରେସନରେ ପ୍ରାୟ ୧୦୦ ଜଣ ସୁରକ୍ଷା କର୍ମୀ ନିହତ ହୋଇଛନ୍ତି।
-
4.ଆମେରିକାର କେନ୍ଦ୍ରୀୟ କମାଣ୍ଡ(ସେଣ୍ଟ୍କମ୍) ବାହିନୀ ଓ ସହଯୋଗୀ ବାହିନୀର ମିଳିତ ଅପରେସନ୍ ‘ହକ୍ ଆଇ’ ଅଭିଯାନରେ ସିରିଆରେ ଅନେକ ଇସ୍ଲାମିକ ଷ୍ଟେଟ୍(ଆଇଏସ୍) ଶିବିର ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରାଯାଇଛି।
-
5.ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ, ଗ୍ରୋକ୍ ଏଆଇ ସହିତ ଜଡିତ ଅଶ୍ଳୀଳ ବିଷୟବସ୍ତୁ ବିବାଦ ସମ୍ପର୍କରେ ନିଜର ଭୁଲ ସ୍ୱୀକାର କରିଛି। ଏହା ଭାରତୀୟ ଆଇନ ଅନୁଯାୟୀ କାର୍ଯ୍ୟ କରିବ ବୋଲି କମ୍ପାନୀ ଭାରତ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛି।
-
6.କଲମ୍ବିଆରେ ଏକ ବଡଧରଣର ବିମାନ ଦୁର୍ଘଟଣା ଘଟିଛି। ଏଥିରେ ପ୍ରସିଦ୍ଧ ଗାୟକ ୟେସନ୍ ଜିମେନେଜଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୋଟ ଛଅ ଜଣ ପ୍ରାଣ ହରାଇଛନ୍ତି।
-
7.ଗତବର୍ଷ (୨୦୨୫)ରେ ଦେଶରେ ୨୩ ଲକ୍ଷରୁ ଅଧିକ ଇଲେକ୍ଟ୍ରିକ ଯାନ (ଇଭି) ବିକ୍ରି ହୋଇଛି ଯାହା ୨୦୨୪ରେ ହୋଇଥିବା ବିକ୍ରି ତୁଳନାରେ ୪ ପ୍ରତିଶତ ଅଧିକ। ବିଭିନ୍ନ ରାଜ୍ୟ ସରକାର ଦେଇଥିବା ପ୍ରୋତ୍ସାହନ ଓ ଉତ୍ସବ ଋତୁ ଅଫର ପ୍ରଭାବରେ ଇଭି ବିକ୍ରି ବଢ଼ିଛି।
-
8.ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟ ଆଡମିରାଲ ଅରୁଣ ପ୍ରକାଶଙ୍କୁ SIR ନୋଟିସ୍ ପଠାଇଛନ୍ତି ନିର୍ବାଚନ କମିଶନ। ଯାହାକୁ ନେଇ ବିବାଦ ଦେଖା ଦେଇଛି।
-
9.ଦେଶର ସାଧାରଣ ବଜେଟ ଫେବୃଆରୀ ୧, ୨୦୨୬ ରେ ସଂସଦରେ ଉପସ୍ଥାପିତ ହେବାକୁ ଯାଉଛି।
-
10.ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୩ର ଟାଇଟଲ୍ ଜିତିଥିବା ପ୍ରଖ୍ୟାତ ଗାୟକ ଏବଂ ଅଭିନେତା ପ୍ରଶାନ୍ତ ତମାଙ୍ଗଙ୍କ ଦେହାନ୍ତ ହୋଇଛି ।
-
11.ଭୁବନେଶ୍ୱରରୁ ଦୁର୍ଦ୍ଦାନ୍ତ ଅପରାଧୀ ନିରଞ୍ଜନ ସ୍ୱାଇଁ (ନଣ୍ଡା) ଗିରଫ । ନଣ୍ଡାକୁ ଧଉଳି ଥାନା ପୁଲିସ ଗିରଫ କରିଛି । ନଣ୍ଡା ନାଁରେ ପୂର୍ବରୁ କମିଶନରେଟ ପୁଲିସର ବିଭିନ୍ନ ଥାନାରେ ୭୮ଟି ମାମଲା ରହିଛି ।
-
12.ରାସ୍ତାରୁ ବାଲି ହଟାଇବା ପାଇଁ କଡା ତାଗିଦ କଲେ ପରିବହନ ଆୟୁକ୍ତ । ଏନଏଚ ସହ ଅନ୍ୟାନ୍ୟ ଅଧିକାରୀଙ୍କୁ ରାସ୍ତାରୁ ବାଲି ହଟାଇବାକୁ ଚିଠି ଲେଖିଲେ ଆୟୁକ୍ତ ।
-
13.ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଲିଭ୍ ଇନ୍ ପାର୍ଟନରଙ୍କୁ ପରିବାର ପେନ୍ସନରେ ସାମିଲ କରିବା ନେଇ ବିଚାର କରିବାକୁ ଦିଲ୍ଲୀ ହାଇକୋର୍ଟ ଶନିବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
14.ବିରାଟ କୋହଲିଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି।
-
15.ଦେଶର ସର୍ବବୃହତ୍ ଆଇଟି କମ୍ପାନୀ ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ (TCS) ଏହାର ‘ୱାର୍କ ଫ୍ରମ୍ ଅଫିସ୍’ ନୀତିକୁ କଡ଼ାକଡ଼ି କରିଛି। ନିର୍ଦ୍ଦିଷ୍ଟ କ୍ୱାର୍ଟରରେ ଅଫିସ୍ ଆସିବାର ନିୟମ ପାଳନ କରିନଥିବା କିଛି କର୍ମଚାରୀଙ୍କର ବାର୍ଷିକ ଦରମା ବୃଦ୍ଧି ପ୍ରକ୍ରିୟାକୁ କର୍ପୋରେଟ୍ ସ୍ତରରେ ବନ୍ଦ ରଖାଯାଇଛି।
|
13 |
Y |
|
| 2 |
12-01-2026 |
English |
-
1.Tehran Sunday threatened to retaliate against Israel and US military bases in the event of US attacks on Iran.
-
2.Chief Minister Mohan Charan Majhi Sunday laid the foundation stone for a mega water supply project worth Rs 451.24 crore to providing 24-hour safe drinking water to the people of Sambalpur city.
-
3.Microblogging platform X admitted its mistake and removed about 3,500 pieces of content, as well as deleted over 600 accounts, after the Union Information Technology (IT) Ministry raised concerns over obscene content linked to Elon Musk.
-
4.Police busted a well-organised interstate cyber fraud gang and arrested 12 members involved in cheating people across the country, officials said Sunday.
-
5.The cyber fraudsters seem to have found opportunity with many reported cases of fake E-challan, which compromised their data and also resulted in loss of money.
-
6.The Delhi High Court has observed that the right to pursue higher or professional education, though not explicitly listed as a fundamental right under the Constitution, imposes an affirmative obligation on governments and cannot be curtailed lightly.
-
7.Panic gripped Chandrasekharpur area Sunday afternoon after smoke began billowing from an electric bus near a depot, marking second such safety scare for the City’s public transport.
-
8.The state government has demanded support from the Centre for development of roads and National Highways (NHs) projects in the state involving an investment of Rs 41,580 crore.
-
9.The annual crocodile census has concluded at Ghodahada dam in Digapahandi block of Ganjam district, with forest officials recording a total of 95 mugger crocodiles this year.
-
10.Stakeholders warned that without swift corrective measures, continued curtailment in Rajasthan could slow renewable capacity additions, create stressed assets, and pose risks to India's target of achieving 500 GW of non-fossil capacity by 2030.
-
11.Regular Tamil language classes are likely to be introduced in schools and colleges of Uttar Pradesh’s Varanasi as part of efforts to deepen cultural and linguistic exchanges, officials said.
-
12.The death toll in the crackdown on nationwide protests in Iran spiked Sunday to at least 538 people, activists said.
-
13.India proposes requiring smartphone makers to share source code with the government and make several software changes as part of a raft of security measures, prompting behind-the scenes opposition from giants like Apple and Samsung.
-
14.American Grandmaster Wesley So showed remarkable consistency to clinch the title in the Open category with a round to spare, while India's Nihal Sarin ended as runner-up in the Tata Steel Chess India Blitz chess tournament here Sunday.
-
15.Jed Snowden came off the bench in the shootout to secure a 3-1 win for the Vedanta Kalinga Lancers against HIL GC after the two teams were locked 1-1 at the end of regulation time in the men's Hockey India League (HIL) here Sunday.
|
5 |
Y |
|
| 3 |
11-01-2026 |
Odia |
-
1.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରିନ୍ଲାଣ୍ଡ ଦଖଲ ପାଇଁ ଶକ୍ତି ପ୍ରୟୋଗ କରିବାକୁ ଚେତାବନୀ ଦେବା ପରେ ୟୁରୋପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
-
2.ଆମେରିକାର କେନ୍ଦ୍ରୀୟ କମାଣ୍ଡ ସିରିଆରେ ଅନେକ ଇସଲାମିକ୍ ଷ୍ଟେଟ୍ଲ ଲକ୍ଷ୍ୟସ୍ଥଳ ବିରୁଦ୍ଧରେ ବଡ଼ଧରଣର ବିମାନ ଆକ୍ରମଣ ଆରମ୍ଭ କରିଛି।
-
3.ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ବର୍ଷ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଚଳିତ ମାସ ୨୭ରୁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ନିମନ୍ତେ ବିଦ୍ୟାର୍ଥୀ ଅନ୍ଲାଇନରେ ମାର୍ଚ୍ଚ ୨୬ ଆବେଦନର ଶେଷ ତାରିଖ ରହିଛି।
-
4.ଇରାନ ସରକାରଙ୍କ ନିର୍ଦ୍ଦେଶରେ ସୁରକ୍ଷା ବାହିନୀ ଅନେକ ସ୍ଥାନରେ ଗୁଳି ଚଳାଇଥିବା ରିପୋର୍ଟ ସାମ୍ନାକୁ ଆସିଛି । ରାଜଧାନୀ ତେହେରାନର ଛଅଟି ହସ୍ପିଟାଲରେ ୨୧୭ ଜଣ ପ୍ରତିବାଦକାରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରାଯାଇଛି।
-
5.ଦିନେ ଷଷ୍ଠ ଶ୍ରେଣୀରେ ପାସ କରିବା ପାଇଁ ଅସମର୍ଥ ଥିଲେ କିନ୍ତୁ ନିଜର ଅଦମ୍ୟ ସାହସ ଏବଂ କଠିନ ପରିଶ୍ରମ ଜରିଆରେ ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷାରେ ଅଲ୍ ଇଣ୍ଡିଆରେ ୨ ନମ୍ବର ରାଙ୍କ୍ ହାସଲ କଲେ। ଆଇଏଏସ ରୁକ୍ମିଣୀ ରିଆରଙ୍କ ବିଷୟରେ କହିବୁ ଯିଏ ବିନା କୋଚିଂରେ ସିଭିଲ୍ ସର୍ଭିସ ପରୀକ୍ଷାରେ ପାସ୍ କରିବାରେ ସଫଳ ହୋଇଥିଲେ।
-
6.ଭୁବନେଶ୍ୱରରୁ ରାଉରକେଲାକୁ ଆସୁଥିବା ବେଳେ ଜଲଦା କାଏଁସର ଗ୍ରାମର ଏକ ପଡିଆ ନିକଟରେ ଟେକ୍ନିକାଲ ତ୍ରୁଟି ଯୋଗୁଁ ଏକ ୯ ସିଟର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡିଯାଇଛି| ଏହାଫଳରେ ୨ ପାଇଲଟଙ୍କ ସମେତ ୬ ଆହତ ହୋଇଥିବା ଜଣାଯାଇଛି।
-
7.କୌଣସି ଛାତ୍ର ବା ଛାତ୍ରୀ ବିଦ୍ୟାଳୟରେ ୭ ଦିନ କିମ୍ବା ଅଧିକ ସମୟ ପାଇଁ ଅନୁପସ୍ଥିତ ରହିଲେ, ଓଡ଼ିଶାର ସ୍କୁଲ ଶିକ୍ଷକମାନେ ସେମାନଙ୍କ ଘରକୁ ଯିବେ। କାହିଁକି ପିଲା ଅନୁପସ୍ଥିତ ଅଛନ୍ତି ବୁଝିବେ ସ୍କୁଲ୍ କର୍ତ୍ତୃପକ୍ଷ।
-
8.ପ୍ରତିବର୍ଷ ଭାରତରେ ପ୍ରାୟ 150,000 ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି। ଏହି ମୃତ୍ୟୁ ମଧ୍ୟରୁ ଅନେକ ଚିକିତ୍ସା ଅଭାବରୁ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ ଶୀଘ୍ର ସଡ଼କ ଦୁର୍ଘଟଣା ପୀଡିତଙ୍କ ପାଇଁ “ନଗଦମୁକ୍ତ ଚିକିତ୍ସା ଯୋଜନା” ଆରମ୍ଭ କରିବାକୁ ଯାଉଛନ୍ତି।
-
9.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲାଗୁ କରିବାର ଇଙ୍ଗିତ ବିଶ୍ୱ ଏବଂ ଘରୋଇ ବ୍ୟବସାୟିକ ମହଲରେ ଏକ ଉତ୍ତେଜନା ସୃଷ୍ଟି କରିଛି।
-
10.ସମ୍ବଲପୁରରେ ଶନିବାର ୨୫ଟି ଇ-ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍ ବ୍ୟବସ୍ଥା କରିବାକୁ ସେ ଘୋଷଣା କରିଛନ୍ତି।
-
11.ନ୍ୟୁଜିଲାଣ୍ଡ କ୍ରିକେଟ (NZC) ବିଶ୍ୱର ୧୦ଟି ଧନୀ କ୍ରିକେଟ ବୋର୍ଡ ତାଲିକାରେ ଶେଷ ସ୍ଥାନରେ ଅଛି ।
-
12.ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ବଢ଼ୁଥିବା ଆକ୍ରମଣ ମଧ୍ୟରେ, ମଠ ସଂଗଠନ ଜମାତ-ଏ-ଇସଲାମି ଏବେ ହିନ୍ଦୁ ପର୍ବଗୁଡ଼ିକୁ ଟାର୍ଗେଟ କରିଛି। ମକର ପାଳନ ନକରିବାକୁ ସିଧାସଳଖ ଧମକ ଦେଇଛନ୍ତି ।
-
13.ଭାରତୀୟ ନୌସେନା ପଶ୍ଚିମବଙ୍ଗର ହଳଦିଆରେ ନୂତନ ନୌସେନା ଘାଟି ସ୍ଥାପନ ପ୍ରକ୍ରିୟା ତ୍ବରାନ୍ବିତ କରିଛି। ଏହି ବିଶାଳ ଘାଟି ବଙ୍ଗୋପସାଗରର ଉତ୍ତର ଅଞ୍ଚଳରେ ଭାରତର ସାମୁଦ୍ରିକ ଉପସ୍ଥିତିକୁ ଅଧିକ ମଜବୁତ କରିବ।
-
14.ଜାନୁଆରୀ ୧୭ରୁ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କଲକାତା ଏବଂ ଗୌହାଟି ମଧ୍ୟରେ ଏହି ପ୍ରଥମ ଟ୍ରେନ୍ ଚଳାଚଳ କରିବ ।
-
15.ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବାରମ୍ବାର ସ୍ଲିପର ବସ ପୋଡି ଘଟଣା ଆସିବା ପରେ ବଡ ପଦକ୍ଷେପ ନେଇଛନ୍ତି। ପ୍ରତି ବସରେ ପାଣିଟାଙ୍କି ରଖିବାକୁ ନିର୍ଦ୍ଦେଶ ଦେଲେ ।
|
14 |
Y |
|
| 4 |
11-01-2026 |
English |
-
1.Chief Minister Mohan Charan Majhi Saturday unveiled 25 development projects worth over Rs 948 crore in Sambalpur.
-
2.National Security Advisor (NSA) Ajit Doval said India has to strengthen itself not just at the borders, but in every other way, including economically, to “avenge” a painful history of attacks and subjugation.
-
3.At least six people suffered minor injuries when a small aircraft of a private airline in which they were flying made a crash landing near Rourkela on Saturday.
-
4.A love affair, a betrayal, and a plan for revenge have emerged as the motive behind the sensational murder of the first woman auto driver in Uttar Pradesh's Jhansi.
-
5.Eight persons were arrested in Gujarat's Navsari district for allegedly gangraping a 15-year-old girl.
-
6.Chief Minister Mohan Charan Majhi flagged off 25 e-buses in Odisha’s Sambalpur city.
-
7.Kolkata Police have detained a prominent Bargarh-based gold jeweller in Odisha in connection with an alleged default in payment for gold worth several lakhs of rupees.
-
8.The Odisha government has directed school authorities to visit the homes of students who remain absent for a week or more.
-
9.Despite sharp opposition over the Rs500 parking fee at its guest houses, Shree Jagannath Temple Administration (SJTA) in Puri ruled out any possibility of rollback and said the decision was taken to ensure better organisation of space and management at the facilities.
-
10.Tourism experts have urged concerned stakeholders for promotion of uniqueness in potential states like Odisha and Chhattisgarh.
-
11.In a first of-its-kind initiative in India, the Hyderabad City Police recently launched ‘C-Mitra’ (Cyber-Mitra), a virtual help desk that enables victims of cybercrime to register First Information Reports (FIRs) without visiting a police station.
-
12.ISRO will kick off its 2026 launch calendar January 12 with the PSLV C62 mission to deploy the EOS-N1 earth observation satellite and 14 other payloads into space.
-
13.The Pakistan Navy Saturday successfully test-fired a surface-to-air missile during an exercise in the North Arabian Sea, according to an official release.
-
14.The United Nations is forecasting that the global economy will grow by 2.7 per cent this year, slightly lower than last year's estimate, citing the impact of higher US tariffs, economic uncertainties and geopolitical tensions.
-
15.PV Sindhu's impressive run came to an end after a straight-game defeat to China's Wang Zhiyi in the women's singles semifinals of the season-opening Malaysia Open Super 1000.
|
9 |
Y |
|
| 5 |
10-01-2026 |
Odia |
-
1.ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ ।
-
2.ପଶ୍ଚିମବଙ୍ଗରେ ଇଡି ଓ ମମତା ବାନାର୍ଜୀ ମୁହାଁମୁହିଁ ଘଟଣାରେ ଇଡ଼ିକୁ ଲାଗିଛି ଶକ୍ତ ଝଟକା । ଇଡି ନିବେଦନ ଖାରଜ କଲେ କୋଲକତା ଉଚ୍ଚ ଅଦାଲତ । ଆସନ୍ତା ୧୪ ତାରିଖରେ ଶୁଣାଣି ଘୁଞ୍ଚାଇ ଥିଲେ ଉଚ୍ଚ ଅଦାଲତ । ଏହାକୁ ବିରୋଧ କରି ଅନ୍ୟ ଏକ ବେଞ୍ଚରେ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ ଇଡି । ଜରୁରୀ ଶୁଣାଣି ଆବେଦନ ଖାରଜ କରିଛି କୋଲକତା ଉଚ୍ଚ ଅଦାଲତ ।
-
3.100 ରେଳ ଅଧିକାରୀ ପୁରସ୍କୃତ ହେଲେ; ଶ୍ରେଷ୍ଠ ପ୍ରଦର୍ଶନକାରୀ ରେଳ ଜୋନକୁ ମିଳିଲା 26ଟି ଶିଲ୍ଡ, ପୂର୍ବତଟ ରେଳବାଇର ୩ କର୍ମଚାରୀ ପୁରସ୍କାର ପାଇଲେ।
-
4.ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁରରେ ତିନି ସହରରେ ଦକ୍ଷତା କେନ୍ଦ୍ର ହେବ।
-
5.ଗୋପାଳପୁରରେ ଟାଟା ସୋଲାର ସେଟ୍ ୧୦,୦୦୦ କୋଟି ଟଙ୍କା ନିବେଶ କରିବ ।
-
6.ଭୁବନେଶ୍ଵର ଶୈଳଶ୍ରୀବିହାରସ୍ଥିତ ସୂର୍ଯ୍ୟୋଦୟ ବ୍ୟାଙ୍କର ଜଣେ ପଦସ୍ଥ ଅଧିକାରୀ ତୁଷାରକାନ୍ତି ଦାସଙ୍କ ନେତୃତ୍ବରେ କନ୍ଧମାଳରେ ଶତାଧିକ ଗ୍ରାହକଙ୍କ ନାମରେ ମ୍ୟୁଲ୍ ଆକାଉଣ୍ଟ ଖୋଲାଯାଇଥିଲା। ଠକେଇର ତଦନ୍ତ କରି କନ୍ଧମାଳ ପୁଲିସ ମୁଖ୍ୟ ଅଭିଯୁକ୍ତ ତୁଷାରକାନ୍ତିଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି।
-
7.ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଡ଼ିଶା ଗ୍ରୀଡ୍ ଇନସାଇଟ୍: http://ogri.optcl.co.inର ଶୁଭାରମ୍ଭ କରିଛନ୍ତି। ଏଥିରେ ରାଜ୍ୟର ୨୦୧ଟି ଗ୍ରୀଡ୍ ସମ୍ପର୍କିତ ସମସ୍ତ ଭୌଗଳିକ ଏବଂ ବୈଷୟିକ ତଥ୍ୟ ଏହି ୱେବସାଇଟରେ ଉପଲବ୍ଧ ରହିବ।
-
8.ଜାନୁଆରିରେ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକ୍କା ଘର। ଏନେଇସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ।
-
9.୨୦୧୩ ମସିହା ଜାନୁଆରି ପହିଲାରେ ରାଜ୍ୟ ସରକାର ଗୁଟ୍ଖା ଉତ୍ପାଦନ, ବିକ୍ରି ଓ ବିତରଣ ସମେତ ନିକୋଟିନଯୁକ୍ତ ପାନ ମସଲାକୁ ନିଷିଦ୍ଧ ଘୋଷଣା କରିଥିଲେ। ଏହାଭିତରେ ୧୩ବର୍ଷ ବିତିଗଲାଣି। ସରକାରଙ୍କ ଏହି ଉଦ୍ୟମଟି ସଂପୂର୍ଣ୍ଣ ପାଣିରେ ପଡ଼ିଛି। ଆଜି ବି ସବୁଠି ଗୁଟ୍ଖା ବିକ୍ରି ଚାଲିଛି।
-
10.ପ୍ରଦୂଷଣ ପ୍ରମାଣପତ୍ର ମାମଲାରେ ରାଜ୍ୟ ସରକାରଙ୍କ ଉଚ୍ଚ ଅଦାଲତଙ୍କ ବଡ଼ ଝଟକା । ମୋଟର ଯାନ ଆଇନ ଉଲଙ୍ଘନ ଅଭିଯୋଗରେ ପରିବହନ ପ୍ରାଧିକରଣକୁ ନୋଟିସ ।ପିୟୁସିସି ପ୍ରସଙ୍ଗରେ ପରିବହନ ସଚିବ ଓ ରାଜ୍ୟ ପରିବହନ ପ୍ରାଧିକରଣକୁ ଜବାବ ମାଗିଲା ଉଚ୍ଚ ଅଦାଲତ ।
-
11.ଚଳିତ ମାସ ବସନ୍ତ ପଞ୍ଚମୀରୁ ଭକ୍ତଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିପାରେ । ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାର ପ୍ରଥମ ୩ ଦିନରେ ବିନା ଶୁଳ୍କରେ ଦର୍ଶନ କରିବେ ଭକ୍ତ । ପରେ ୧୦ଟଙ୍କା ଟିକଟ କାଟି ଦର୍ଶନ କରିବେ ଭକ୍ତ । ନାଟମଣ୍ଡପରେ ଶୀତତାପ ନୀୟନ୍ତ୍ରିତ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ସାରିଥିବା କହିଛନ୍ତି ଶ୍ରୀ ପାଢ଼ୀ ।
-
12.ଛତିଶଗଡ଼ର ଦନ୍ଦେୱାଡାରେ ୬୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଧ୍ୟରେ ବାରସେ ଦେବା ମଧ୍ୟ ସାମିଲ ଅଛନ୍ତି। କୁହାଯାଉଛି ଯେ, ଏମାନଙ୍କ ନାମରେ ୧ କୋଟି ୧୯ ଲକ୍ଷ ଟଙ୍କା ପୁରସ୍କାର ଥିଲା।
-
13.ଉତ୍ତରପ୍ରଦେଶର ମୋଦୀନଗରଠାରେ ଆରମ୍ଭ ହୋଇଥିବା ଅସ୍ମିତା ମହିଳା ଭାରୋତ୍ତୋଳନ ଲିଗ୍ରେ ଓଡ଼ିଆ ଝିଅ ବନିତା ନାୟକ ୩ଟି ରୌପ୍ୟ ପଦକ ଜିତିଛନ୍ତି।
-
14.ଡିୟୁରେ ଚାଲିଥିବା ଦ୍ବିତୀୟ ଖେଲୋ ଇଣ୍ଡିଆ ବିଚ୍ ଗେମ୍ସର ପେନ୍ଚାକ୍ ସିଲାଟ୍ରେ ଓଡ଼ିଶା ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ବିଚ୍ ପେନ୍ଚାକ୍ ସିଲାଟ୍ ଟାଣ୍ଡିଂ ଇଭେଣ୍ଟ୍ (କ୍ଲାସ୍ ସି) ୫୫ରୁ ୬୦ କେଜି ବର୍ଗରେ ଓଡ଼ିଶାର ସୋହିଲ ଗୁରୁଙ୍ଗ ରୌପ୍ୟ ପଦକ ଜିତିଛନ୍ତି।
-
15.ଜେଏସ୍ଡବ୍ଲ୍ୟୁ ସୁର୍ମା ହକି କ୍ଲବ୍ ଚଳିତ ପୁରୁଷ ହକି ଇଣ୍ଡିଆ ଲିଗ୍ରେ ପ୍ରଥମ ବିଜୟ ବିଜୟ ପାଇଛି। ନିଜର ପ୍ରଥମ ଦୁଇ ମ୍ୟାଚ୍ ହାରିଥିବା ଏହି ଦଳ ଶୁକ୍ରବାର ହାଇଦ୍ରାବାଦ ତୁଫାନ୍ସକୁ ୩-୧ (୧-୧) ସୁଟ୍ଆଉଟ୍ରେ ପରାସ୍ତ କରିଛନ୍ତି ।
|
16 |
Y |
|
| 6 |
10-01-2026 |
English |
-
1.The Budget session of Parliament will be held from January 28 to April 2, Parliamentary Affairs Minister Kiren Rijiju said Friday
-
2.Russia fires powerful hypersonic missile overnight at a target in Ukraine near the border with NATO-member Poland.
-
3.Iran was largely cut off from the outside world Friday after authorities blacked out the internet to curb growing unrest, as video showed buildings aflame in anti-government protests raging in cities across the country.
-
4.The state government Friday announced that as many as 10 lakh pucca houses will be handed over to beneficiaries under Pradhan Mantri Awas Yojana (PMAY) this month.
-
5.Fourteen people died in Himachal’s Sirmaur after a bus fell into a 500-foot deep gorge, police said Friday.
-
6.The Phase-II of the Odisha Skill Development Project (OSDP) and Tata Power Renewable Energy Limited’s integrated solar manufacturing facility were among the 11 proposals approved by the state Cabinet.
-
7.Kanak Vardhan Singh Deo, Deputy Chief Minister of Odisha, Agriculture & Farmers’ Empowerment, Energy, Friday launched the Odisha Grid Insight (OGrI) Portal (ogri.optcl.co.in) at Lok Seva Bhawan.
-
8.Kandhamal district cyber police have busted a major cyber fraud involving transactions worth Rs6.27 crore, arresting fi ve persons, including the alleged mastermind, police said Friday.
-
9.West Bengal Chief Minister Mamata Banerjee Friday led a massive protest march in south Kolkata against the Enforcement Directorate’s searches linked to political consultancy fi rm I-PAC, as her TMC mounted a show of street strength ahead of the 2026 Assembly poll.
-
10.As many as 63 Naxalites, 36 of them carrying a collective bounty of over `1.19 crore, surrendered in Chhattisgarh's Dantewada district Friday.
-
11.The Supreme Court has agreed to hear a plea relating to the upcoming elections of the Jammu and Kashmir Cricket Association (JKCA) and directed that the poll results should not be declared.
-
12.The Enforcement Directorate Friday filed a money laundering case in the Sabarimala gold loss case in Kerala, official sources said.
-
13.India Friday pressed Bangladesh to “swiftly and fi rmly” deal with attacks on minorities in that country and described as “troubling” the attempts to attribute the incidents to extraneous reasons.
-
14.Four people including a woman were killed and two others suffered serious injuries in separate elephant attacks in Jharkhand, officials said Friday.
-
15.Elon Musk's AI chatbot Grok is preventing most users from generating or editing any images after a global backlash that erupted after it started spewing sexualised deepfakes of people.
|
10 |
Y |
|
| 7 |
09-01-2026 |
Odia |
-
1.କେନ୍ଦ୍ରୀୟ ଏଜେନ୍ସି ତୃଣମୂଳ କଂଗ୍ରେସ (ଟିଏମ୍ସି) ଦଳର ଦସ୍ତାବିଜ ଚୋରି କରିଥିବା ଅଭିଯୋଗ କରିଛନ୍ତି। ମମତା ବଳପୂର୍ବକ ଇଡି ଜବତ କରିଥିବା ଓ ମନିଲଣ୍ଡରିଂର ପ୍ରମାଣ ଥିବା ଦସ୍ତାବିଜ, ହାର୍ଡଡିସ୍କ ଆଦି ଛଡ଼ାଇ ନେଇଥିବା ଇଡି ଅଭିଯୋଗ କରିଛି। ପରେ ମମତା ବାନାର୍ଜୀଙ୍କ ବିରୋଧରେ ଇଡି ଓ ଇଡି ବିରୋଧରେ ତୃଣମୂଳ କଂଗ୍ରେସ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିବା ଜଣାପଡ଼ିଛି।
-
2.ଆମେରିକା ଗତକାଲି ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ରୁଷ୍ର ପତାକା ଲାଗିଥିବା ଏକ ତୈଳବାହୀ ଜାହାଜ ଜବତ କରିଥିବାରୁ ମସ୍କୋ ଏହାର ତୀବ୍ର ବିରୋଧ କରିଛି। ପାଲଟା ଜବାବରେ ଆମେରିକୀୟ ଜାହାଜକୁ ମଧ୍ୟ ଜବତ ପାଇଁ ପଦକ୍ଷେପ ନିଆଯିବ ବୋଲି ରୁଷ୍ର ଘୋଷଣା ତୀବ୍ର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି।
-
3. ରୁଷୀୟ ତେଲ ଟ୍ୟାଙ୍କରକୁ ଆମେରିକା କବଜା କରିବା ଘଟଣାରେ ଆମେରିକା କବଜାରେ ୩ ଭାରତୀୟ ।
-
4.ସ୍ଥାନୀୟ ଗଙ୍ଗାଧର ମଣ୍ଡପ ଠାରେ ସମ୍ୱଲପୁରୀ ଧନୁଯାତ୍ରା କମିଟି ତରଫରୁ ତୃତୀୟ ବର୍ଷ ଧନୁଯାତ୍ରା ନିମନ୍ତେ ପାରମ୍ପରିକ ରୀତିନୀତିରେ ସମ୍ୱଲପୁର ବ୍ରହ୍ମ ପଣ୍ଡିତ ମହାସଭା ତରଫରୁ ମଞ୍ଚପୂଜା ଓ ଶୁଭସ୍ତମ୍ଭ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି ।
-
5.ବିଗତ ଚାରି ଦିନରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ସମସ୍ତ କମ୍ପାନୀର ମୋଟ ବଜାର ପୁଞ୍ଜି ପ୍ରାୟ ୮ ଲକ୍ଷ କୋଟି ହ୍ରାସ ପାଇ ପ୍ରାୟ ୪୭୪ ଲକ୍ଷ କୋଟିକୁ ଖସିଯାଇଛି ।
-
6.ପରିବହନ ମନ୍ତ୍ରୀ ପିୟୁସିସି ଯାଞ୍ଚ ତାରିଖ ଏପ୍ରିଲ ପହିଲାକୁ ବୃଦ୍ଧି କରିଛନ୍ତି । ଟୋଲଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ କଟିବ ନାହିଁ ପ୍ରଦୂଷଣ ଚାଲାଣ । ପ୍ରଦୂଷଣ ଜରିମାନା ରାଶିର ତର୍ଜମା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
-
7.ନୂଆବର୍ଷ ସମୟରେ ଅବୈଧ ମାଦକ ଦ୍ରବ୍ୟ କାରବାର ଉପରେ ଅବକାରୀ ବିଭାଗ ଏକ ସ୍ୱତନ୍ତ୍ର ଚଢ଼ାଉ କରିଥିଲା । ଅବକାରୀ ବିଭାଗ ଏହି ସ୍ୱତନ୍ତ୍ର ଚଢ଼ାଉରେ ୧କୋଟି ୪୪ଲକ୍ଷ ଟଙ୍କାର ମାଦକ ଦ୍ରବ୍ୟ ଜବତ କରିଛି । ଡିସେମ୍ବର ୨୦ ତାରିଖରୁ ଏହି ଚଢ଼ାଉ ଆରମ୍ଭ ହୋଇଛି ।
-
8.ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଶୁକ୍ରବାର ତାପମାତ୍ରା ହ୍ରାସ ପାଇ ମାଇନାସ ୧ ଡିଗ୍ରୀରେ ପହଞ୍ଚିଛି ।
-
9.ସୁଭଦ୍ରା ଯୋଜନା ଅଧୀନରେ ଆର୍ଥିକ ସହାୟତା ଏହି ମାସ ମଧ୍ୟରେ ୪.୫୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ନିକଟକୁ ଜମା କରାଯିବ।
-
10.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (HLCA) ଗୁରୁବାର ୫୫,୭୮୩ କୋଟି ଟଙ୍କାର ସାତଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି ଏବଂ ଏହି ପ୍ରକଳ୍ପଗୁଡ଼ିକ ୧୪,୫୦୭ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରଖିଛି।
-
11.ଆନ୍ଦୋଳନରତ ଓଡ଼ିଶା ସରକାରୀ ଡାକ୍ତରମାନେ ଗୁରୁବାର ସେମାନଙ୍କର ଆନ୍ଦୋଳନ ସ୍ଥଗିତ ରଖିବା ଘୋଷଣା କରିଛନ୍ତି ଏବଂ ଶୁକ୍ରବାରଠାରୁ ଓପିଡି ସେବା ପୁନର୍ବାର ଆରମ୍ଭ କରିବେ ବୋଲି ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛନ୍ତି।
-
12.ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଓଡ଼ିଶା ପଲିଟେକ୍ନିକ୍ ରାଙ୍କିଂର ଚତୁର୍ଥ ସଂସ୍କରଣ ପ୍ରକାଶିତ ହୋଇଛି। କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ (BOSE) ପ୍ରଥମ ସ୍ଥାନ ଅଧିକାର କରିଛି।
-
13.କଟକ ଜିଲ୍ଲାର ନରସିଂହପୁର ବ୍ଲକ ଅନ୍ତର୍ଗତ ଦୁଇଟି ଆଦିବାସୀ ବହୁଳ ଗ୍ରାମ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସୌରଚାଳିତ ଗ୍ରାମ ପାଲଟିଛି।
-
14.ଚଳିତ ମାସ ୧୬ ତାରିଖରୁ ରାଜସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ୬୯ତମ ଜାତୀୟ ବିଦ୍ୟାଳୟ ଖୋ-ଖୋ କ୍ରୀଡାରେ ଓଡିଶା ତରଫରୁ ପ୍ରତିନିଧିତ୍ଵ କରିବେ ରାଇକିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୁଶାନ୍ତୀ ପ୍ରଧାନ ।
-
15.ମାଲେସିଆ ଓପନ୍-୨୦୨୬ରେ ପିଭି ସିନ୍ଧୁଙ୍କୁ ତାଙ୍କର କ୍ୱାର୍ଟରଫାଇନାଲ୍ ମ୍ୟାଚ୍ ଜିତିବା ପାଇଁ କୋର୍ଟରେ ମାତ୍ର ୧୧ ମିନିଟ୍ ଆବଶ୍ୟକ ଥିଲା। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତୃତୀୟ ମାନ୍ୟତା ଆକାନେ ୟାମାଗୁଚି ଆଘାତ ସହିତ ଅବସର ନେବା ପରେ ସେ ପ୍ରଥମ ଖେଳ ୨୧-୧୧ରେ ଜିତିଛନ୍ତି।
|
32 |
Y |
|
| 8 |
09-01-2026 |
English |
-
1.Odisha Financial assistance under Subhadra Yojana will be credited to over 4.57 lakh beneficiaries within this month.
-
2.President Donald Trump has withdrawn the US from 66 international organisations, including UN bodies and the India-led International Solar Alliance (ISA), calling the institutions ‘redundant’ and ‘contrary’ to America’s interests.
-
3.The High-Level Clearance Authority (HLCA), led by Chief Minister Mohan Charan Majhi, Thursday approved seven industrial projects worth Rs55,783 crore and having the potential to generate 14,507 jobs.
-
4.Agitating Odisha government doctors announced the suspension of their stir and assured the administration they would resume OPD services from Friday.
-
5.The mercury level dropped to zero degree Celsius in Mayurbhanj’s Similipal National Park even as the IMD warned of cold wave conditions in several districts of Odisha Thursday.
-
6.The fourth edition of the Odisha Polytechnic Ranking for the academic year 2023–24 was unveiled . Bhubanananda Odisha School of Engineering (BOSE), Cuttack.
-
7.Two tribal dominated villages under Narsinghpur block in Cuttack district have become the first fully solar-powered villages of the state following the project’s inauguration Thursday.
-
8.The Supreme Court Thursday said if the vice president can exercise the functions of the president in the absence of the president, then why cannot the Rajya Sabha deputy chairman exercise the functions of the chairman in the absence of the chairman.
-
9.Justice Manoj Kumar Gupta was appointed as the chief justice of the Uttarakhand High Court .
-
10.A court in Thalassery Thursday sentenced seven RSS-BJP activists to life imprisonment in connection with the 2008 murder of a CPI(M) local leader.
-
11.Twelve newly-elected councillors in the Ambernath Municipal Council in the district, suspended by the Congress for joining a post-poll front led by the BJP, have formally joined the saffron party.
-
12.Pakistan and Saudi Arabia are in talks to convert about $2 billion of Saudi loans into a JF-17 fi ghter jet deal, two Pakistani sources said, deepening military cooperation months after the two nations signed a mutual defence pact last year.
-
13.Bangladesh’s interim government Thursday said it has asked its key missions in India, including at New Delhi, to suspend visa services over security concerns.
-
14.Five-time world champion Viswanathan Anand recovered from an early setback to register two victories and emerge as joint leader with Nihal Sarin after six rounds of the Tata Steel Chess India Rapid here Thursday.
-
15.Still basking in the glory of their maiden ODI World Cup triumph, India’s effervescent women cricketers will return to competitive action in the fourth Women’s Premier League starting here Friday, kicking off their build-up to this year’s T20 World Cup.
|
19 |
Y |
|
| 9 |
08-01-2026 |
Odia |
- 1.ସାରା ଦେଶରେ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ। ରାଜ୍ୟଗୁଡ଼ିକ ଘର ତାଲିକା ଓ ଗୃହ ଗଣନା କରିବେ। ଏହି ୬ମାସ ମଧ୍ୟରୁ ଓଡ଼ିଶାରେ ଏପ୍ରିଲରୁ ମେ’ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ ।
-
2.ଭାରତ ସରକାର ପାସପୋର୍ଟ ସେବା ୨.୦ ଅଧୀନରେ ଇ-ପାସପୋର୍ଟ ସିଷ୍ଟମ ଆରମ୍ଭ କରିଛନ୍ତି, ଯାହା ଭବିଷ୍ୟତ ପାଇଁ ପାସପୋର୍ଟ ସେବାକୁ ଅପଡେଟ୍ କରୁଛି। ଏବେ, ଏକ ନୂତନ ପାସପୋର୍ଟ ପାଇବା କିମ୍ବା ପୁରୁଣା ପାସପୋର୍ଟ ନବୀକରଣ କରିବା ପରେ, ନାଗରିକମାନେ ଏକ ଚିପ୍ ସହିତ ଏକ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଇ-ପାସପୋର୍ଟ ପାଇବେ।
-
3.ଚଳିତ ଆର୍ଥିକ ବର୍ଷ (୨୦୨୫-୨୬)ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୪ ପ୍ରତିଶତ ରହିବ ବୋଲି ପରିସଂଖ୍ୟାନ ମନ୍ତ୍ରଣାଳୟ ଜାରି କରିଥିବା ପ୍ରଥମ ଅଗ୍ରିମ ଆକଳନରେ ଉଲ୍ଲେଖ କରାଯାଇଛି।
-
4.କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଏହାର କର୍ମଚାରୀ ପେନ୍ସନ୍ ସ୍କିମ୍ (ଇପିଏସ୍-୯୫)ରେ ବ୍ୟାପକ ପରିବର୍ତ୍ତନ ଆଣିବା ସୂଚନା ଅନୁସାରେ ସର୍ବନିମ୍ନ ମାସିକ ପେନ୍ସନ୍ ଯାହା ବର୍ତ୍ତମାନ ୧୦୦୦ ଟଙ୍କା ରହିଛି ତାହା ୫ ଗୁଣା ବୃଦ୍ଧି ପାଇ ୫୦୦୦ ଟଙ୍କା ହୋଇଯିବ।
-
5.ଉତ୍ତର ପ୍ରଦେଶରେ ଝିଅମାନଙ୍କ ପାଇଁ ଶିକ୍ଷା ସହଜ ହେବ। ଯଦି ଦୁଇଟି ଝିଅ ଗୋଟିଏ ସ୍କୁଲରେ ପଢ଼ନ୍ତି, ତେବେ ସରକାର ଦ୍ୱିତୀୟ ଝିଅର ଶିକ୍ଷା ଫି’ ମାଗଣା କରିବାକୁ ଯୋଜନା କରୁଛନ୍ତି।
-
6.ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ୨୦୨୭ ପାଇଁ ଆମେରିକାର ସାମରିକ ବଜେଟକୁ ୧.୫ ଟ୍ରିଲିୟନ ଡଲାରରେ ସୀମିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି।
-
7.ବାଂଲାଦେଶରେ ରାଜନୈତିକ ହିଂସା ନିରନ୍ତର ଜାରି ରହିଛି। ରାଜଧାନୀ ଢାକାରେ ଅଜ୍ଞାତ ଆକ୍ରମଣକାରୀମାନେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଯୁବ ନେତା ଅଜିଜୁର ରହମାନ ମୁସାବ୍ବିରଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
-
8.ମାଓବାଦୀଙ୍କ ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନ୍ର ୨୬ଜଣ ସଦସ୍ୟ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।
-
9.ସୁପ୍ରିମକୋର୍ଟ ବୁଲା କୁକୁର ମାମଲାର ଶୁଣାଣି ମତ ଦେଇ କୁହାଯାଇଛି ଯେ କୁକୁର କେତେବେଳେ କାମୁଡ଼ିବ ତାହା ନିର୍ଣ୍ଣୟ କରିବା ପାଇଁ କେହି ତା’ର ମନ ପଢ଼ିପାରିବ ନାହିଁ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ରାଜ୍ୟଗୁଡ଼ିକ ଏସମ୍ପର୍କରେ ପ୍ରତିକ୍ରିୟା ଦେଇନାହାଁନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
-
10.ରାଜ୍ୟରେ ମୋଟ ୧୨୦୦୦କୋଟି ବ୍ୟୟ ଅଟକଳରେ ୨୨୦୦ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩୦ଗୋଟି ଜିଲ୍ଲାରେ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
-
11. ବେଦାନ୍ତ ଗ୍ରୁପର ଅଧ୍ୟକ୍ଷଏବଂ ପ୍ରସିଦ୍ଧ ଉଦ୍ୟୋଗପତି ଅନିଲ୍ ଅଗ୍ରୱାଲଙ୍କ ବଡ଼ ପୁଅ ଅଗ୍ନିବେଶ ଅଗ୍ରୱାଲଙ୍କର ବୁଧବାର ନ୍ୟୁୟର୍କରେ ନିଧନ ହୋଇଯାଇଛି। ସେ କେବଳ ୪୯ ବର୍ଷର ଥିଲେ।
-
12.ଦିର୍ଘଦିନ ପରେ ଆମେରିକା ଓ ରୁଷିଆ ମଧ୍ୟରେ ପୁଣି ମୁହାଁମୁହିଁ ହୋଇଛନ୍ତି । ସୂଚନ ଅନୁସାରେ ଆମେରିକା ରୁଷିଆର ତେଲ ଟ୍ୟାଙ୍କରକୁ ନିଜ କବଜାକୁ ନେଇଛି ।
-
13. ଭାରତର ଅର୍ଥନୀତିକୁ ମାପିବାର ମୁଖ୍ୟ ମାପକ ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ (GDP) ବଦଳରେ ନେଟ୍ ଡୋମେଷ୍ଟିକ୍ ପ୍ରଡକ୍ଟ (NDP) ଆସିପାରେ। ଦେଶର ଅର୍ଥନୀତିକୁ ଆକଳନ କରିବାର ମୂଳ ମାପକରେ ପରିବର୍ତ୍ତନ ଆଣିବା ପାଇଁ ପରିସଂଖ୍ୟାନ ମନ୍ତ୍ରଣାଳୟ ବିଚାର କରୁଥିବା ଜଣାପଡ଼ିଛି।
-
14.ପାଣିପାଗ ବିଭାଗ ଜାନୁଆରୀ ୮ ତାରିଖରେ ତାମିଲନାଡୁ, କେରଳ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପାଇଁ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ।
-
15.ଭାରତରେ ଟି-୨୦ ବିଶ୍ୱକପ ମ୍ୟାଚ ନ ଖେଳିବା ଜିଦରେ ଅଟଳ ବାଂଲାଦେଶ କ୍ରିକେଟ ବୋର୍ଡ। ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ବିଶ୍ୱକପ ମ୍ୟାଚର ସ୍ଥାନ ବଦଳାଇବାକୁ କହିଥିଲା ବିସିବି।
|
19 |
Y |
|
| 10 |
08-01-2026 |
English |
-
1.Odisha has begun preparations for the Census-2027, with the first phase set to start in April 2026.
-
2.Prime Minister Narendra Modi Wednesday received a phone call from his Israeli counterpart Benjamin Netanyahu, who shared an update on the Gaza Peace Plan and reaffirmed their shared resolve to fight terror.
-
3.ISRO is gearing up for its first launch of the new year with the PSLV-C62 mission January 12 from Sriharikota in Andhra Pradesh
-
4.Chief Minister Mohan Charan Majhi Wednesday launched the Godabarish Mishra Model Primary School scheme and laid the foundation stone for 118 such schools across the state.
-
5.Filmmaker Aditya Dhar’s ‘Dhurandhar’ has become the highest-grossing Indian film of all time in a single language with a net India collection of over Rs831 crore, the makers said.
-
6.Justice Sangam Kumar Sahoo was sworn in as the Chief Justice of the Patna High Court Wednesday.
-
7.The state government has decided to conduct a comprehensive survey of urban local bodies (ULBs), especially the drinking water-deficient pockets, soon to streamline the potable water system and tide over the seasonal water shortage.
-
8. Former Vice President M Venkaiah Naidu Wednesday denounced slogans against Prime Minister and the Home Minister on the JNU campus and called those students “misled”.
-
9.An elephant killed 13 people in two days in separate attacks in Jharkhand’s West Singhbhum district, creating panic in the region, a senior forest offi cial said Wednesday.
-
10.The US seized a Russian-flagged oil tanker that was being shadowed by a Russian submarine Wednesday, after a more than two-week-long pursuit across the Atlantic as part of a US “blockade” of Venezuelan oil exports, two US officials told Reuters.
-
11.Pakistan and Bangladesh air chiefs held talks on “potential procurement” of JF-Thunder fi ghter jets by Dhaka as a mark of deepening defence ties between the two countries, the Pakistani military has said.
-
12.National Aluminium Company Limited (NALCO) has appointed Anil Kumar Singh as Director (Commercial) on its Board, further strengthening the leadership of the Navratna PSU.
-
13.The Bangladesh Cricket Board (BCB) Wednesday said the ICC is "willing to work closely" with it to address "security concerns" around the team's participation in the T20 World Cup in India even though its demand for a change of venue has not yet been accepted.
-
14.Mercury dipped to zero degrees Celsius at Similipal National Park in Mayurbhanj district – an eight-degree dip in the past 48 hours.
-
15.G Udayagiri in Kandhamal district recorded a minimum temperature of 3 degrees Celsius Wednesday, while Phulbani town registered 5 degrees Celsius, followed by Rourkela (5.1 degrees Celsius) and Jharsuguda (5.4 degrees Celsius), , the IMD said.
|
15 |
Y |
|