Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
181 08-06-2025 Odia
  1. 1. ବ୍ରିକ୍ସ ରାଷ୍ଟ୍ର ସମୂହ ଭାରତର ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପହଲଗାଓଁରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ମିଳିତ ଭାବେ ଦୃଢ଼ ନିନ୍ଦା କରିଥିଲେ। ଏହା ସହିତ ଆତଙ୍କବାଦ ବିରୋଧରେ ଗଠନମୂଳକ ଭାବେ ଶୂନ୍ୟ ସହନଶୀଳ ନୀତି ଆପଣାଇବାକୁ ରାଷ୍ଟ୍ରଗୁଡ଼ିକ ଆହ୍ବାନ କରିଛନ୍ତି।

  2. 2.ଭାରତରେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ୨୦୧୧-୧୨ରେ ୩୪.୪୪ କୋଟି ରହିଥିଲା। ୨୦୨୨-୨୩ରେ ଏହି ସଂଖ୍ୟା ହ୍ରାସ ପାଇ ୭.୫୨ କୋଟିରେ ରହିଛି। ଅର୍ଥାତ୍‌ ପ୍ରାୟ ୨୭ କୋଟି ଲୋକ ଏହି ସମୟ ଭିତରେ ଉତ୍କଟ ଦାରିଦ୍ର୍ୟ କବଳରୁ ମୁକ୍ତ ହେବାରେ ସକ୍ଷମ ହୋଇଛନ୍ତି। 

  3. 3.ଆର୍ସେଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍ଏନ୍ଏସ୍ ଇଣ୍ଡିଆ) ଦେଶର ଦୁଇଟି ଐତିହାସିକ ରେଳ ସେତୁ ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଇସ୍ପାତ ଯୋଗାଇ ଭାରତର ଆଧୁନିକ ଭିତ୍ତିଭୂମି ପ୍ରକଳ୍ପରେ ଏହାର ଯୋଗଦାନକୁ ଆହୁରି ସୁଦୃଢ଼ କରିଛି। ଚେନାବ ନଦୀରେ ନିର୍ମିତ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ ପାଇଁ ୭୦% ଫ୍ଲାଟ୍ ଇସ୍ପାତ ଏବଂ ଭାରତର ପ୍ରଥମ କେବୁଲ-ଷ୍ଟେଡ୍ ରେଳ ସେତୁ - ଅଞ୍ଜିଖାଡ୍ ପାଇଁ ୧୦୦% ଇସ୍ପାତ ଯୋଗାଇଛି।

  4. 4.ଜାତୀୟ ପୋର୍ଟାଲ୍  ତଥ୍ୟ ଅନୁଯାୟୀ ଏବେ ସୁଦ୍ଧା  ଭାରତବର୍ଷରେ ୫୨,୭୬,୪୦୩ଟି ପରିବାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ପାଇଁ ଆବେଦନ କରିଥିବା ବେଳେ  ୧୦,୭୭,୫୮୫ ଉପଭୋକ୍ତାଙ୍କ ଘରେ ସୌର ପ୍ଲାଣ୍ଟ ବସିଛି। ଯାହାକି ଆବେଦନକାରୀ ସଂଖ୍ୟାର ୨୦ ପ୍ରତିଶତ। ସେହି ପରିପ୍ରେକ୍ଷୀରେ ଓଡ଼ିଶାରେ ୧,୧୪,୯୧୧ ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୬୨୩୦ ପରିବାର ଉ‌ପଭୋକ୍ତା ହୋଇଛନ୍ତି, ଯାହାକି ୫ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି।

  5. 5.ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୧୨ତାରିଖରେ ରାଜ୍ୟ ସରକାର ସହରାଞ୍ଚଳର ଗରିବ ଲୋକଙ୍କୁ ଘର ଭେଟି ଦେବେ। ୭୬ଟି ସହରାଞ୍ଚଳର ୫୩୨୮ଜଣଙ୍କୁ ଘର ବଣ୍ଟା ହେବ।

  6. 6.ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭାବପ୍ରବଣ ପୋଷ୍ଟରେ  ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି ଯେ ସରକାର କୌଣସି ପ୍ରକାରେ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି। ‘ମୁଁ ବଞ୍ଚି ରହିପାରେ କିମ୍ବା ନପାରେ କିନ୍ତୁ ମୁଁ ଆପଣଙ୍କୁ ଏକ ସତ କହିବାକୁ ଚାହୁଛି,  ଯଦି ଆଜି ମୋ ପାଖରେ ଟଙ୍କା ଥାଆନ୍ତା, ତେବେ ମୁଁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥାନ୍ତି’ ବୋଲି ମଲ୍ଲିକ ପୋଷ୍ଟ କରିଛନ୍ତି।

  7. 7.ରଥ ଚକ ବିକ୍ରି ପାଇଁ ମୂଲ୍ୟ ସ୍ଥିରୀକୃତ ହୋଇଛି। ୨୦୨୩ରେ ପ୍ରତ୍ୟେକ ରଥ ଚକର ଦାମ ୫୦ ହଜାର ଟଙ୍କା ରହିଥିଲା। ଚଳିତ ବର୍ଷ ଏହା ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକର ମୂଲ୍ୟ ରହିଛି ୧ଲକ୍ଷ ୫୦ ହଜାର ଟଙ୍କା। ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଚକର ମୂଲ୍ୟ ରଖାଯାଇଛି ୨ଲକ୍ଷ। ଶ୍ରୀଜଗନ୍ନାଥଙ୍କ ରଥ ଚକର ମୂଲ୍ୟ ୩ଲକ୍ଷ ଟଙ୍କା ସ୍ଥିର ହୋଇଛି।

  8. 8.ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର  ଜିଲ୍ଲାରେ ୩୨୩ କୋଟିରୁ ଅଧିକ ଟଙ୍କାର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୮୦ କୋଟି ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ଉଦ୍‍ଘାଟିତ ହୋଇଛି ଏବଂ ପ୍ରାୟ ୨୪୪ କୋଟି ଟଙ୍କା ମୂଲ୍ୟର ୪୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

  9. 9.ବିଶ୍ୱର ଅନେକ ଦେଶ ଚୀନ୍ ଋଣର ବୋଝ ତଳେ କାନ୍ଦୁଛନ୍ତି, ସେମାନଙ୍କ ମଧ୍ୟରୁ ତିନୋଟି ହେଉଛି ଭାରତର ପଡ଼ୋଶୀ। ଚୀନ୍ ତାର ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ (BRI) ଅଧୀନରେ ଅନେକ ଦେଶକୁ କୋଟି କୋଟି ଡଲାର ଋଣ ଦେଇଥିଲା, କିନ୍ତୁ ବର୍ତ୍ତମାନ ସେହି ଋଣ ଏହି ରାଷ୍ଟ୍ରଗୁଡ଼ିକ ପାଇଁ ଆର୍ଥିକ ଦାସତ୍ୱର ଫାଶ ପାଲଟିଛି। 

  10. 10. କୋଟିପତି ବ୍ୟବସାୟୀ ଏଲନ ମସ୍କ ଆମେରିକା ରାଜନୀତିରେ ନୂଆ ପରିବର୍ତ୍ତନ ଆଣିବା ଲାଗି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବା ପରେ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳ ‘ଦ ଆମେରିକାନ ପାର୍ଟି’ ଗଠନ କରିବାକୁ ଘୋଷଣା କରିଛନ୍ତି। 

  11. 11.କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସିମଲାର ଆଇଜିଏମସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

  12. 12. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ  ଅର୍ବୁଦପତି ଏଲନ୍ ମସ୍କଙ୍କ ମଧ୍ୟରେ ବିବାଦକୁ ନେଇ ରୁଷ୍ ଆମୋଦିତ ହୋଇଛି।

  13. 13.ଦେଶରେ କୋଭିଡ ଆତଙ୍କ ୫,୭୫୦ସଂକ୍ରମିତ  ଓ ଓଡ଼ିଶାରେ ୩୮। ସତର୍କ ରହିବା ପାଇଁ କେନ୍ଦ୍ରର ତାଗିଦ।

  14. 14.ଫୁଲବାଣୀରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ହସ୍ପିଟାଲର ଉଦ୍‍ଘାଟନ।

  15. 15.ଆସାମ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ତେବେ ୧୪ଟି ଜିଲ୍ଲାର ୪ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ଏବେ ବି ବନ୍ୟା ପ୍ରଭାବରେ ରହିଛନ୍ତି। 

132 Y
182 08-06-2025 English
  1. 1.India's extreme poverty rate declined sharply to 5.3 per cent over a decade from 27.1 per cent in 2011-12 even as the World Bank revised upwards its threshold poverty line to USD 3 per day

  2. 2.Chief Minister Mohan Charan Majhi Saturday inaugurated a 100-seat government medical college and a 650-bed hospital at Phulbani, the district headquarters of Kandhamal.

  3. 3.Chief Minister Mohan Charan Majhi inaugurated and laid the foundation stones for 10 development projects worth Rs 750 crore in Kandhamal.

  4. 4.Prime Minister Narendra Modi will visit Odisha June 20 and attend a mega celebration for the fi rst anniversary of the BJP's maiden government in the state.

  5. 5.The United Nations Office for Disaster Risk Reduction (UNDRR) has conferred the prestigious Sasakawa Award on Mrutyunjay Mohapatra, the Director General (DG) of the India Meteorological Department (IMD).

  6. 6.The Odisha government Saturday announced that the beneficiaries of the Pradhan Mantri Awas Yojana (PMAY) would be provided up to two tractor-loads of sand for free of cost for construction of house under the scheme.

  7. 7.TP Central Odisha Distribution Limited (TPCODL), a joint venture of Tata Power and Government of Odisha, has stepped up its campaign to accelerate solar rooftop installations across Central Odisha under the PM Surya Ghar - Muft Bijli Yojana (PMSGMBY).

  8. 8.Indian astronaut Shubhanshu Shukla and three others are set to embark on the Axiom Space’s fourth human spacefl ight from NASA’s Kennedy Space Centre in Florida June 10 and are likely to dock at the International Space Station June 11 at about 10 PM IST, after a nearly 28-hour journey.

  9. 9. Senior Congress leader Sonia Gandhi was Saturday taken to Indira Gandhi Medical College Hospital in Shimla after she complained of high blood pressure, a party offcial said.

  10. 10.Nearly 86.5 lakh deaths were reported in the country during 2022, a significant decline of more than 15 per cent from Covid-affected 2021 which had recorded over 1.02 crore deaths, according to a new data from the Civil Registration System (CRS).

  11. 11.Russian attacks targeting the eastern Ukrainian city of Kharkiv killed at least four people and wounded more than two dozen others Saturday, offi cials said, as hopes for peace dimmed further

  12. 12.US President Donald Trump said Friday that he has no plans to speak with Elon Musk, signaling the president and his former ally might not resolve their feud over a sweeping taxcut bill any time soon.

  13. 13.China Saturday approved some export license applications for rare earth-related metals -- critical components used in manufacturing of automobiles, semiconductors, mobile phones and a host of other industries.

  14. 14.China Saturday came to a standstill as millions of anxious parents crowded around exam centres all over the country as 13.35 million students wrote a highly competitive national entrance exam for admission to Chinese universities.

  15. 15.Tesla is the worst-performing largecap stock this year, thanks to declining electric vehicle demand, Chief Executive Elon Musk's political controversies over his ties to far-right groups, and now, his public feud with President Donald Trump.

112 Y
183 07-06-2025 Odia
  1. 1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍‌ଘାଟନ କରିଛନ୍ତି। ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍‌ଘାଟିତ: ଗଡ଼ିଲା ଦୁଇଟି ‘ବନ୍ଦେ ଭାରତ’।
  2. 2.ଆସନ୍ତା ଅଗଷ୍ଟ ୩ ତାରିଖରେ ନିଟ୍ ପିଜି ୨୦୨୫ ପରୀକ୍ଷା ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ। ଏଥିଲାଗି ସୁପ୍ରିମକୋର୍ଟ ଏନବିଇର ଆବେଦନକୁ ମଞ୍ଜୁରୀ ଦେଇଛନ୍ତି।

  3. 3.ଷ୍ଟାରଲିଙ୍କକୁ ଲାଇସେନ୍ସ ମିଳିବା ପରେ, ଏବେ କୁହାଯାଇପାରେ ଯେ ସାଟେଲାଇଟ୍ ଇଣ୍ଟରନେଟ୍ ପାଇଁ ଅପେକ୍ଷା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମସ୍କଙ୍କ କମ୍ପାନୀ ଗତ ମାସରେ ଲେଟର ଅଫ୍ ଇଣ୍ଟେଣ୍ଟ ପାଇଥିଲା। 

  4. 4.ଅଯୋଧ୍ୟା ରାମମନ୍ଦିରରେ ଏଯାବତ ୪୫କିଲୋଗ୍ରାମ ସୁଦ୍ଧ ସୁନାର ବ୍ୟବହାର କରାଯାଇଥିବା ନେଇ ମନ୍ଦିର ସମିତର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ପ୍ରତିକ୍ରିୟା ଦେଇ କହିଛନ୍ତି।

  5. 5.ଭାରତରେ ୫ ଟଙ୍କାର ବିସ୍କୁଟ ଲୋକଙ୍କ ସାମାନ୍ୟ ଭୋକକୁ ମେଣ୍ଟାଇଥାଏ। ସେହି ସମୟରେ, ଏହି ଦୁନିଆରେ ଏକ ସ୍ଥାନ ଅଛି ଯେଉଁଠାରେ ୫ ଟଙ୍କାର ବିସ୍କୁଟର ମୂଲ୍ୟ ୨୪୦୦ ଟଙ୍କାରେ ପହଞ୍ଚିଛି। ଗାଜାର ବାସିନ୍ଦା ମହମ୍ମଦ ଜୱାଦ ସୋସିଆଲ ମିଡିଆରେ ଏପରି ଦାବି କରିଛନ୍ତି।

  6. 6.ଋଣ ଗ୍ରହୀତାମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବଡ଼ ଉପହାର ଦେଇଛି। ଆରବିଆଇ ଏହାର ମନିଟାରି ପଲିସି କମିଟି(ଏମପିସି) ବୈଠକରେ ରେପୋ ରେଟ୍‌ ୦.୫% ଅର୍ଥାତ ୫୦ ବେସିସ ପଏଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଯାହାଫଳରେ ରେପୋ ରେଟ୍‌ ୬ ପ୍ରତିଶତରୁ ଖସି ୫.୫%ରେ ପହଞ୍ଚିଛି।

  7. 7.ରୁଷ୍‌ ପ୍ରାୟ ୫ ଘଣ୍ଟା‌ ଧରି ସ୍ଥଳଭାଗ, ଆକାଶ ଓ ସମୁଦ୍ରରୁ ୟୁକ୍ରେନର ସହରକୁ ଟାର୍ଗେଟ୍‌ କରି ୪୦୭ଟି ଡ୍ରୋନ୍‌  ଏବଂ ୪୬ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲେ। ଏଥିରେ ୪୦ଟି ‌କ୍ରୁଜ୍‌ ମିସାଇଲ୍‌ ଏବଂ ୬ଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି। 

  8. 8. ବାଂଲାଦେଶରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ୨୦୨୬ ଅପ୍ରେଲ ପ୍ରଥମ ସପ୍ତାହରେ ବାଂଲାଦେଶରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର କାର୍ଯ୍ୟ କରୁଛି। 

  9. 9.କାନାଡାରେ ଅନୁଷ୍ଠିତ ହେଉଥିବା ଜି-୭ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଜି-୭ ଶିଖର ସମ୍ମିଳନୀ ପାଇଁ ଭାରତକୁ ନିମନ୍ତ୍ରଣ ପଠାଇଛନ୍ତି।

  10. 10 କନ୍ଧମାଳ ଜିଲ୍ଲାର ସ୍ବତନ୍ତ୍ର ପ୍ରଜାତିର ଦେଶୀ କୁକୁଡ଼ାକୁ ‘ଫୁଲବାଣୀ କୁକୁଡ଼ା’ ନାମକରଣ କରାଯାଇଛି। ଏହି କୁକୁଡ଼ା ମାଂସରେ ଔଷଧୀୟ ଗୁଣ ଏହାର ସ୍ବତନ୍ତ୍ରତାକୁ ଦର୍ଶାଇଥାଏ। ବିପଦ ଆସିଲେ ଏହି କୁକୁଡ଼ା ଭୂମି ଉପରୁ ୩୦ରୁ ୫୦ ଫୁଟ ଉଚ୍ଚ ଓ ଲମ୍ବା ଉଡ଼ିପାରନ୍ତି। କେବଳ ଏତିକି ନୁହେଁ, ଶତ୍ରୁ ମୁକାବିଲାରେ ବି ଏମାନେ ବେଶ୍ ପାରଙ୍ଗମ।

  11. 11.ଭାରତୀୟ ଗୟଳ। ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ସିଡ୍ୟୁଲ୍‌-୧ରେ ଅଛି ଏହି ବନ୍ୟଜୀବ। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍‌ ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟରେ ଚଳିତ ବର୍ଷ ଗଣନାରୁ ୭୮୮ଟି ଗୟଳ ଥିବା ଜଣାପଡ଼ିଛି।

  12. 12.ପରିବହନ ପ୍ରାଧିକରଣର ତଥ୍ୟ ଅନୁଯାୟୀ, ରାଜ୍ୟରେ ୧ କୋଟି ୬ଲକ୍ଷ ଗାଡ଼ି ପଞ୍ଜୀକୃତ ହୋଇଛି। ସେଥିରୁ ୧୫ ଲକ୍ଷ ଗାଡ଼ି ବର୍ତ୍ତମାନ ରାଜ୍ୟରେ ଚଳାଚଳ କରୁନାହାନ୍ତି। ବାକି ୯୦ ଲକ୍ଷ ଗାଡ଼ିରୁ ୮୦ ପ୍ରତିଶତ ହେଉଛି ଦୁଇଚକିଆ ଗାଡ଼ି। ଚଳାଚଳ କରୁଥିବା ଗାଡ଼ିରୁ ପ୍ରାୟ ୨୦ ଲକ୍ଷ ଗାଡ଼ିର ପିୟୁସି (ପଲ୍ୟୁସନ୍‌ ଅଣ୍ଡର୍‌ କଣ୍ଟ୍ରୋଲ୍‌) ସାର୍ଟିଫିକେଟ୍ ରହିଛି। ଅବଶିଷ୍ଟ ପ୍ରାୟ ୭୦ ଲକ୍ଷ ଗାଡ଼ିର ଏହି ସାର୍ଟିଫିକେଟ୍ ନାହିଁ। 

  13. 13.ଭାରତ ସଞ୍ଚାର ନିଗମ ଲିମିଟେଡ୍ ମଧ୍ୟ ଖୁବ୍ ଶୀଘ୍ର ୫ଜି ସେବା ଆରମ୍ଭ କରିବାକୁ ଯାଉଛି। ଭଲ ସଂଯୋଗ ପାଇଁ ୧ ଲକ୍ଷ ନୂତନ ୪ଜି ମୋବାଇଲ୍ ଟାୱାର ସ୍ଥାପନ କରିବାର କାମ ମଧ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। କମ୍ପାନୀ ୯୩ ହଜାରରୁ ଅଧିକ ଟାୱାରକୁ ଲାଇଭ୍ କରିଛି। କମ୍ପାନୀର ୨୨୯ ଟଙ୍କାର ଏକ ଶସ୍ତା ପ୍ଲାନ୍‌ ଆଣିଛି। ଉପଭୋକ୍ତାମାନେ ପ୍ରତିଦିନ ୨ଜିବି ଡାଟାର ସୁବିଧା ଏଥିରେ ପାଇବେ।

  14. 14. ଇଣ୍ଡୋନେସିଆ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ-୨୦୨୫ର କ୍ବାଟର ଫାଇନାଲରୁ ଭାରତର ଏକ ନମ୍ବର ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି-ଚିରାଗ ସେଟ୍ଟି ବିଦାୟ ନେଇଛନ୍ତି। ଏଥି ସହିତ ପ୍ରତିଯୋଗିତାରୁ ଭାରତୀୟଙ୍କ ଅଭିଯାନ ଶେଷ ହୋଇଛି।

  15. 15.ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ), ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ଚାଲିଥିବା ୧୫ ବର୍ଷରୁ କମ୍‌ ଆନ୍ତଃଜିଲା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭୁବନେଶ୍ବର ଏଫ୍‌ସି ଓ ବରଗଡ଼ ଏଫ୍‌ସି ପ୍ରବେଶ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ଫାଇନାଲ ରବିବାର ରାଉରକେଲାର ବିର୍ସା ମୁଣ୍ଡା ଆଥ୍‌ଲେଟିକ୍‌ ଷ୍ଟାଡ଼ିୟମରେ ଖେଳାଯିବ।

139 Y
184 07-06-2025 English
  1. 1.Prime Minister Narendra Modi Friday inaugurated the world’s highest railway bridge over the Chenab river, which was completed at a cost of Rs1,486 crore in more than eight years.

  2. 2.Prime Minister Narendra Modi Friday said he will be attending the G7 Summit later this month in Canada and that he looked forward to meeting his newly elected Canadian counterpart Mark Carney.

  3. 3.Reserve Bank of India (RBI) cut interest rates by a larger-than-expected 50 basis points Friday, and unexpectedly reduced the cash reserve ratio for banks to make available more money to lend in a bid to boost the economy.

  4. 4.A total of 45 kilograms of pure gold has been used in the construction of the Ram Temple in Ayodhya, according to Nripendra Mishra, the chairman of the Ram Temple Construction Committee.

  5. 5.The Delhi government will launch a pilot project to install 20 water ATMs through Corporate Social Responsibility (CSR) initiative, providing cold drinking water to the public.

  6. 6.The Supreme Court Friday allowed the National Board of Examination (NBE) to conduct August 3, the NEET-PG 2025 exam in one shift in line with the top court's directions

  7. 7.A sessions court here has enhanced the compensation granted to a woman from Rs 5 lakh to Rs 1 crore in a domestic violence case, ruling that her husband was “rolling in money”.

  8. 8. As the total Covid-19 cases in Odisha reached 38, state health services director Amarendra Nath Mohanty advised people with symptoms for the infection not to visit Puri during the upcoming Rath Yatra later this month, official sources said Friday

  9. 9.The government is committed to providing government jobs to 1.5 lakh people in five years, Chief Minister Mohan Charan Majhi Friday said that so far, 27,428 youths were given appointments in a span of 12 months.

  10. 10.The state Cabinet, led by Chief Minister Mohan Charan Majhi, Friday approved four proposals including the launch of two new schemes -- Mukhyamantri Sahari Bikash Yojana (MSBY) and 'Development of Biotechnology'.

  11. 11.Senior minister Suresh Pujari Friday asked officials to prepare a roadmap for the overall development of the disputed Kotia region within one month. Twenty-one of the 28 villages of the Kotia cluster are claimed by both Odisha and neighbouring Andhra Pradesh, and a case over the dispute has been pending with the Supreme Court since 1968.

  12. 12. Senior BJP leader and former MLA Mohammad Rafi q died at a private hospital in Bargarh district Friday.

  13. 13.The population of Indian bison (Gaur) in Debrigarh wildlife sanctuary has increased to 788 from 659 in six months.

  14. 14.Russian air defence forces shot down three drones attempting to attack Moscow, Sergei Sobyanin, the Russian capital’s mayor, said Friday.

  15. 15.Security Exchange Board of India (SEBI) has ordered the attachment of bank accounts and shares and mutual fund holdings of Mehul Choksi to recover dues Rs2.1 crores in a case of violation of insider trading rules in the shares of Gitanjali Gems.

103 Y
185 06-06-2025 Odia
  1. 1.ପାକିସ୍ତାନକୁ ଜାତିସଂଘର ଆତଙ୍କବାଦୀ ନିରୋଧୀ କମିଟିର ନେତୃତ୍ଵ ନେବା ଦାୟିତ୍ଵ ମିଳିଛି। ଯାହା ଏକ ହାସ୍ୟାସ୍ପଦ ପାଲଟିଛି।
  2. 2.କଲିକତା ହାଇକୋର୍ଟ ‘ଅପରେସନ୍‌ ସିନ୍ଦୂର’ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଜେଲ୍‌ ଯାଇଥିବା ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି ।

  3. 3.ଚଳିତ ବର୍ଷ ଅମରନାଥ ଯାତ୍ରା ଜୁଲାଇ ୩ ରୁ ଆରମ୍ଭ ହୋଇ ୩୮ ଦିନ ପର୍ଯ୍ୟନ୍ତ ଚାଲିବ।

  4. 4.ବେଙ୍ଗାଲୁରୁସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଡା ମାମଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।

  5. 5.ଏନକାଉଣ୍ଟରରେ କେନ୍ଦ୍ରୀୟ କମିଟି ସଦସ୍ୟ (ସିପିଆଇ-ମାଓବାଦୀ) ନିରସିଂହାଚଲମ ଓରଫ ଗୌତମ ଓରଫ ସୁଧାକର ଓରଫ ବାଲକ୍ରିଷ୍ଣା ଓରଫ ରାମା ରାଜୁ ଓରଫ ଆର.ଆର ଓରଫ ଅରବିନ୍ଦ ଓରଫ ସୋମନ୍ନାର ମୃତ୍ୟୁ ଘଟିଛି। ସୁଧାକର ଉପରେ ଏକ କୋଟି ଟଙ୍କାର ପୁରସ୍କାର ରହିଥିଲା।

  6. 6.ଗତ ବର୍ଷ ଜାନୁଆରି ମାସରେ ଅଯୋଧ୍ୟାରେ ନିର୍ମାଣାଧୀନ ରାମମନ୍ଦିରରେ ଭଗବାନ ରାମଙ୍କ ବାଳକ ମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ରାମ ମନ୍ଦିରର ଉପର ମହଲାରେ ଭବ୍ୟ ରାମ ଦରବାରର ପ୍ରାଣପ୍ରତିଷ୍ଠା ସଂପୂର୍ଣ୍ଣ ହୋଇଛି । ଅଭିଜିତ ମୂହୂର୍ତ୍ତରେ ଏହି ପ୍ରାଣପ୍ରତିଷ୍ଠା ହୋଇଥିଲା ।

  7. 7.ଫ୍ରାନ୍ସର ଅଗ୍ରଣୀ ପ୍ରତିରକ୍ଷା କମ୍ପାନୀ ଡାସଲ୍ଟ ଆଭିଏସନ୍ ଏବଂ ଭାରତର ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ୍ (ଟିଏଏସଏଲ୍) ରାଫେଲ୍ ଲଢ଼ୁଆ ବିମାନ ନିର୍ମାଣ ପାଇଁ ଚାରୋଟି ଉତ୍ପାଦନ ସ୍ଥାନାନ୍ତର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।

  8. 8.ଭାରତୀୟ ରେଳବାଇ ତତ୍କାଳ ଟିକେଟ୍ ବୁକିଂ ପାଇଁ ଇ-ଆଧାରକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛି ।

  9. 9.ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ର ସହାୟକ କମ୍ପାନି ନୁମାଲିଗଡ଼ ରିଫାଇନାରି ଲିମିଟେଡ୍‌ ଓଡ଼ିଶାରେ ଏକ ବିମାନ ଇନ୍ଧନ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି।

  10. 10.ଚଳିତ ଜୁନ୍‌ରେ ଓଡିଶାର ରାସନ୍‌ କାର୍ଡ ପାଇଁ ଇ-କେୱାଇସି ଯାଞ୍ଚ ସରିବ ।

  11. 11.ମଧ୍ୟପ୍ରଦେଶର ଉଜ୍ଜୟିନୀ ରାଜ୍ୟ ପୁଲିସ ଟ୍ରେନିଂ ସେଣ୍ଟରରେ ମହୁମାଛି ଆକ୍ରମଣରେ ୫-୬ ଜଣ ପୁଲିସ ଅଧିକାରୀ ଆହତ ହୋଇଛନ୍ତି । ଘଟଣାରେ ଜଣେ ଟିଆଇଙ୍କ ମୃତ୍ୟୁ ହେବା ସହ ୫ ଜଣ ଆହତ ହୋଇଛନ୍ତି ।

  12. 12.ଆରବିଆଇ ପକ୍ଷରୁ ଫ୍ଲିପକାର୍ଟକୁ ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ(ଏନବିଏଫସି)ର ଲାଇସେନ୍ସ ପ୍ରଦାନ କରିଛି। ଏହାଫଳରେ ଫ୍ଲିପକାର୍ଟ ନିଜ ଇ-କମର୍ସ ପ୍ଲାଟଫର୍ମରେ ସିଧାସିଳଖ ଋଣ ଦେଇପାରିବ।

  13. 13.ଇସ୍ରାଏଲ ୭ ଅକ୍ଟୋବର, ୨୦୨୩ରେ ହମାସ ଆକ୍ରମଣ ସମୟରେ ବନ୍ଧକ ରଖାଯାଇଥିବା ଦୁଇ ଇସ୍ରାଏଲୀ-ଆମେରିକୀୟଙ୍କ ମୃତଦେହ ଉଦ୍ଧାର କରିଛି। ଗୁରୁବାର ଇସ୍ରାଏଲୀ ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି।

  14. 14.ଜାପାନରେ ଜନ୍ମହାର ଦ୍ରୁତଗତିରେ ହ୍ରାସ ପାଉଥିବାରୁ ସେଠାକାର ସରକାର ଚିନ୍ତିତ ହୋଇପଡିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ୨୦୨୪ରେ ୬,୮୬,୦୬୧ ଶିଶୁ ଜନ୍ମଗ୍ରହଣ କରିଥିଲେ। ଏହା ପୂର୍ବବର୍ଷ ତୁଳନାରେ ୪୧ ହଜାର କମ୍‌ ବୋଲି କୁହାଯାଇଛି।

  15. 15.୧୨ ଦେଶର ଲୋକଙ୍କୁ ଆମେରିକା ମନା ଆଫଗାନିସ୍ତାନ, ମିଆଁମାର, କଙ୍ଗୋ, ଇରାନ, ଲିବିଆ, ସୋମାଲିଆ, ସୁଦାନ, ୟେମେନ, ହୈତି, ଇରିଟ୍ରିଆ, ଚାଡ଼, ଇକ୍ଵାଟୋରିଆଲ୍ ଗିନି ଉପରେ ଆମେରିକାରେ ପ୍ରବେଶ ନେଇ କଟକଣା ଲଗାଇଛି ଟ୍ରମ୍ପ ସରକାର।  ଏଥିସହ ଅନ୍ୟ ୭ଟି ଦେଶରୁ ଆସୁଥିବା ଲୋକଙ୍କ ଉପରେ ଆଂଶିକ କଟକଣା ଲାଗୁ କରାଯାଇଛି।

  16. 16.ଗୁଜରାଟ ସରକାର ୨୦ ଏକର ଜଙ୍ଗଲ ଜମିରେ ସିନ୍ଦୂର ବନ ତିଆରି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଭୁଜର ଉପକଣ୍ଠ ମୀର୍ଜାପୁରରେ ଏହି ବନ ତିଆରି ହେବ। ଯାହା ଭୁଜ-ମାଣ୍ଡଭି ରାସ୍ତାରେ ଅବସ୍ଥିତ। ସିନ୍ଦୂର ବଣରେ ୩୫ ପ୍ରକାରର ଚାରାରୋପଣ କରାଯିବ।

  17. 17.ସମ୍ପ୍ରତି ରେଳବାଇ କଟରାରୁ ଶ୍ରୀନଗର ଯିବା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ସେବା ଆରମ୍ଭ କରିଛି। ଆଇଆରସିଟିସି ଏହି ସୁପରଫାଷ୍ଟ ଟ୍ରେନରେ ଯାତ୍ରା ପାଇଁ ବୁକିଂ ମଧ୍ୟ ଆରମ୍ଭ କରି ଦେଇଛି। 

  18. 18. ’ୟେ ରିସ୍ତା କ୍ୟା କେହଲାତା ହୈ’ର ‌ଫେମ ଅକ୍ଷରା ଚରିତ୍ରରେ ଅଭିନୟ କରିଥିବା ହିନା ଖାନଙ୍କ ପାଇଁ ପରିଚୟର ଆବଶ୍ୟକତା ହୋଇ ନଥାଏ।  ସମ୍ପ୍ରତି ହିନା ତାଙ୍କ ଦୀର୍ଘକାଳୀନ ପ୍ରେମିକ ରକିଙ୍କୁ ବିବାହ କରିଛନ୍ତି। 

  19. 19.ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯିବ। ଏହା ସହିତ ଆହତମାନଙ୍କ ପାଇଁ ଏକ ଆରସିବି କେୟାର୍ସ ପାଣ୍ଠି ତିଆରି ହୋଇଛି।

  20. 20.ପ୍ୟାରିସରେ ଆୟୋଜିତ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପିକ୍ସରେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିବା ଓଡ଼ିଆ କ୍ରୀଡ଼ାବିତ ସୁଚିତ୍ରା ପରିଡ଼ାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। 

  21.  ବିଶେଷ ସୂଚନା -  ଏହାକୁ ଦେଖିବାକୁ ଯେଉଁ ଲିଙ୍କ ପଠା ଯାଉଛି ତାହା ଯଦି ଆପଣଙ୍କ  ମୋବାଇଲରେ  ଖୋଲୁନି ତେବେ ଆପଣ ଗୁଗୁଲ କ୍ରୋମ open କରି  ଡାହାଣ ପଟ ଉପରେ ଥିବା ତିନୋଟି ଡଟକୁ  କ୍ଲିକ କରନ୍ତୁ । ସେଥିରେ କେତୋଟି option ଦେଖାଇବ - new tab  ,newincogni,History,.......... History ଉପରେ କ୍ଲିକ କରି  delete browsing data ରେ କ୍ଲିକ କରି History Clear କରନ୍ତୁ। ମଝିରେ ମଝିରେ ଏପରି କଲେ - ଗୁଗୁଲ କ୍ରୋମ ଭଲ ଭାବରେ କାମ କରେ ।

144 Y
186 06-06-2025 English
  1. 1.Donald Trump suspends the entry into US of foreign nationals seeking to study or participate in exchange programmes at Harvard University.

  2. 2.Silver prices hit a lifetime high of `1,04,100/kg in Delhi Thursday, and gold prices up `430 amid global cues.

  3. 3.US President Donald Trump has signed a proclamation banning the citizens of 12 countries from entering the US, saying the move was needed to protect against ‘foreign terrorists’ and other security threats.

  4. 4.French aerospace major Dassault Aviation and Tata Advanced Systems Ltd (TASL) will jointly manufacture fuselage for Rafale combat jets in India from 2028, marking production of the critical component for the first time outside France.

  5. 5.Social activist Medha Patkar was Thursday morning not allowed to enter Rayagada district, which has been witnessing protests over bauxite mining.

  6. 6.Projects worth Rs1.5 lakh crore have been implemented since January this year when the state government organised ‘Utkarsh Odisha: Make in Odisha Conclave’, Chief Minister Mohan Charan Majhi said while performing the groundbreaking ceremony for 12 industrial projects worth Rs28,084 crore in Ganjam district.

  7. 7.The state government has decided to make mask rule mandatory for students showing cold symptoms, while those with serious health issues will be advised to stay home and isolate once the schools reopen after the summer holidays.

  8. 8.Maharashtra Chief Minister Devendra Fadnavis inaugurated the final 76-km-long stretch of the Samruddhi Mahamarg, making the entire 701-km Mumbai-Nagpur corridor fully functional and bringing down the travel time between the two cities to eight hours from around 18 hours.

  9. 9.The Vande Bharat train service between Katra and Srinagar to be inaugurated by Prime Minister Narendra Modi Friday will start its commercial operations for public from June 7, the Northern Railway said.

  10. 10. Chief Justice of India Justice BR Gavai has warned against giving primacy to technology in the justice delivery system, saying it would erode public faith in judiciary and beseeched courts not to lose sight of humanity.

  11. 11.Businesswoman Pratima Dhond is all set to become the first-ever woman president of the 117-year Goa Chamber of Commerce and Industry.

  12. 12.The idol of Raja Ram was consecrated and the Ram Darbar inaugurated at the Ram Jamnabhoomi complex Thursday, a major step towards completion of a grand temple that has been at the intersection of political and religious discourse for three decades.

  13. 13.The Calcutta High Court on Thursday granted interim bail to social media infl uencer Sharmistha Panoli, who was arrested by Kolkata Police for allegedly uploading a video with communal comments.

  14. 14.Prime Minister Narendra Modi Thursday led the World Environment Day celebrations by launching a major reforestation effort to revive the 700-km-long Aravalli mountain range, aimed at strengthening the region's ability to combat climate change, tackle air pollution and improve groundwater levels.

  15. 15.Three unexploded US bombs from World War II were defused Wednesday in Cologne after the German city’s biggest evacuation since the end of the war.

  16. 16.The United States Wednesday vetoed a draft UN Security Council resolution that demanded an “immediate, unconditional and permanent ceasefire” between Israel and Hamas militants in Gaza and unhindered aid access across the war-torn enclave.

  17. 17.Apple has brought in Tata Group to handle repairs for iPhones and MacBook devices in its fast-growing Indian market, signalling the Indian conglomerate's deepening role in US tech giant's supply chain, two people familiar with the matter said.

  18. 18.India's coal-fi red electricity generation witnessed a signifi cant 9.5 per cent decline in May, the steepest in fi ve years, and renewable energy generation rose to a record high, government data showed.

  19. 19.Senior advocate and former BJD MP Pinaki Misra has married TMC MP Mahua Moitra in Germany, reports said. A section of media said they got married in Germany May 30.

  20. 20.Shubman Gill and Gautam Gambhir are embarking on their fi rst tour of England Thursday night -- Gill on his maiden tour as Test captain, while Gambhir will be going there for the fi rst time as head coach.

118 Y
187 05-06-2025 Odia
  1. 1. ପ୍ରଧାନ ବିଚାରପତି (ସିଜେଆଇ) ଭୂଷଣ ଆର୍ ଗୱାଇ ବିଚାରପତିମାନଙ୍କୁ ଅବସର ପରେ ତୁରନ୍ତ ସରକାରୀ ପଦବି ଗ୍ରହଣ କରିବା କିମ୍ବା ନିର୍ବାଚନ ଲଢ଼ିବାରୁ ଦୂରେଇ ରହିବା ପାଇଁ କହିଛନ୍ତି। ଏଭଳି ଅଭ୍ୟାସ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଜନସାଧାରଣଙ୍କ ବିଶ୍ୱାସ କମିଯାଉଛି ବୋଲି ସେ  ସତର୍କ କରାଇ ଦେଇଛନ୍ତି। 

  2. 2.ୟୁକ୍ରେନ ସହିତ ରୁଷିଆ ସମଗ୍ର ୟୁରୋପ ପାଇଁ ବିପଦ ପାଲଟିଛି। ୟୁକ୍ରେନର ଡ୍ରୋନ୍ ଆକ୍ରମଣ ପରେ, ରୁଷିଆ ପ୍ରତିଶୋଧର ନିଆଁରେ ଜଳୁଛି । ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ତାଙ୍କର ଟାର୍ଗେଟ ୟୁକ୍ରେନକୁ ସାହାଯ୍ୟ କରୁଥିବା ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ହୋଇପାରେ।

  3. 3.ପାକିସ୍ତାନରେ ପ୍ରାୟ ୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅହମଦିଆ ମୁସଲିମ୍ ସମ୍ପ୍ରଦାୟକୁ ଏଥର ବକ୍ରିଇଦ୍ ପାଳନ କରିବାକୁ ଅନୁମତି ଦିଆଯିବ ନାହିଁ। ମରିୟମ ନୱାଜ ସରକାରଙ୍କ ଅଧୀନରେ ଥିବା ଲାହୋର ହାଇକୋର୍ଟ ବାର ଆସୋସିଏସନ ପଞ୍ଜାବ ପୁଲିସକୁ ଏକ ଚିଠି ଲେଖି କଡ଼ା ନିର୍ଦ୍ଦେଶ ଦେଇଛି ଯେ, ଅହମଦୀମାନଙ୍କୁ କୁରବାନି, ଇଦ୍ ନମାଜ ଏବଂ ଇସଲାମିକ ପରମ୍ପରା ପାଳନ କରିବାରୁ ନିବୃତ୍ତ କରାଯିବା ଉଚିତ୍।

  4. 4. ଉତ୍କଳ ସମେତ ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ୧୩ଟି ସରକାରୀ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଣେ ପ୍ରଫେସର ଏକାଥରେ ୧୩ଟି ଯାକ ବିଶ୍ବବିଦ୍ୟାଳୟ ପାଇଁ କ୍ରମାନ୍ବୟରେ ଆବେଦନ କରିପାରିବେ।

  5. 5.ଜାମ୍ମୁ-କାଶ୍ମୀରର ଚେନାବ ନଦୀ ଉପରେ ନିର୍ମିତ ବିଶ୍ବର ସର୍ବୋଚ୍ଚ ରେଳ ସେତୁକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୬ ତାରିଖରେ ଉଦ୍‌ଘାଟନ କରିବେ।

  6. 6.ରାମ ମନ୍ଦିରର ଭୂତଳ ମହଲାରେ ରାମଲଲାଙ୍କ ରୂପେ ବାଳକ ରାମଙ୍କ ପ୍ରାଣ ପ୍ରତିଷ୍ଠା ୨୨ ଜାନୁଆରୀ ୨୦୨୪ରେ ହୋଇ ସାରିଛି। ଏବେ ପ୍ରଥମ ମହଲାରେ ରାଜା ରାମ ଭାବେ ତାଙ୍କର ଦରବାରର ପ୍ରତିଷ୍ଠା ହେଉଛି। ପ୍ରାଣ-ପ୍ରତିଷ୍ଠାର ମୁଖ୍ୟ ଉତ୍ସବ ଗଙ୍ଗା ଦଶହରା ଦିନ ୫ଜୁନ ୨୦୨୫ ରେ ହେଉଛି।

  7. 7.ଦେଶରେ ୧ ମାର୍ଚ୍ଚ ୨୦୨୭ରୁ ଜାତି ଜନଗଣନା କରାଯିବ। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମଗ୍ର ଦେଶରେ ଜାତିଗତ ଜନଗଣନା ଆରମ୍ଭ ହେବା ପୂର୍ବରୁ, ଅକ୍ଟୋବର ୨୦୨୬ରୁ ଜମ୍ମୁ ଏବଂ କଶ୍ମୀର, ଲଦାଖ, ଉତ୍ତରାଖଣ୍ଡ ଭଳି ପାହାଡ଼ିଆ ଅଞ୍ଚଳରେ ଜନଗଣନା ଆରମ୍ଭ ହେବ। 

  8.  8. କେନ୍ଦ୍ର ସରକାର ରକ୍ସୌଲରୁ ହଳଦିଆ ପର୍ଯ୍ୟନ୍ତ ଏକ ନୂତନ ଛଅ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ନିର୍ମାଣକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପରେ ପ୍ରାୟ ୫୪୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

  9.  9. ସ୍ବିଜରଲ୍ୟାଣ୍ଡର ଜେନେଭାଠାରେ ଜାତିସଂଘ ପକ୍ଷରୁ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଅଷ୍ଟମ ବୈଶ୍ବିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ବିପର୍ଯ୍ୟୟ ପ୍ରଶମନ ପ୍ରତି ଭାରତର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି।

  10. 10ଏଟିଏମ୍‌ରୁ ଯେଭଳି ନିୟମିତ ୧୦୦ ଓ ୨୦୦ ଟଙ୍କିଆ ନୋଟ୍ ବାହାରିବ, ସେଥିପାଇଁ ବ୍ୟବସ୍ଥା କରିବାକୁ ସମସ୍ତ ବ୍ୟାଙ୍କ ଓ ଏଟିଏମ୍ ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି। 

  11. 11. ଟାୟାର ନିର୍ମାତା ଏମ୍‌ଆର୍‌ଏଫ୍‌ର ସେୟାର ଭାରତରେ ସବୁଠୁ ମହଙ୍ଗା ସେୟାରର ମାନ୍ୟତାହାସଲ କରିଛି। ଏହାର ଗୋଟିଏ ସେୟାରର ଦାମ୍ ୧,୩୮,୧୦୦ ଟଙ୍କା ରହିଛି। କିଛି ଦିନ ପୂର୍ବେ କମ୍ପାନି ଏହି ମାନ୍ୟତାକୁ ଏଲ୍‌ସିଡ୍‌ ଇନଭେଷ୍ଟମେଣ୍ଟ୍‌ସକୁ ହରାଇଥିଲା। ଆଜି ସେହି ମାନ୍ୟତାକୁ ପୁନର୍ବାର ହାସଲ କରିଛି।

  12. 12.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲାଗୁ କରିଥିବା ପାଲଟା ଶୁଳ୍କ ଯୋଗୁଁ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହେବ। ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନ(ଓଇସିଡି) କହିଛି ଯେ ବିଶ୍ୱବ୍ୟାପୀ ଅଭିବୃଦ୍ଧି ହାର ୩.୧% ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିବାବେଳେ ବର୍ତ୍ତମାନ ତାହା ୨.୯% ହେବ ବୋଲି ଆଶା କରାଯାଉଛି।

  13. 13.ଟିକସ ବୃଦ୍ଧି ସତ୍ତ୍ବେ ଦଶନ୍ଧି ପୂର୍ବ ତୁଳନାରେ ପ୍ରକୃତ ବିମାନ ଭଡ଼ା ୪୦ ପ୍ରତିଶତ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ) ମହାନିର୍ଦେଶକ ୱିଲି ୱାଲ୍ସ ସୋମବାର କହିଛନ୍ତି ଯେ ବିମାନ ଯାତ୍ରୀଙ୍କ ସଂଖ୍ୟା ବାର୍ଷିକ ୫ବିଲିୟନ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି।

  14. 14.ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଏକ ଦଳାଚକଟାରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଠାରେ ହଜାର ହଜାର ପ୍ରଶଂସକ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ପ୍ରଥମ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଟାଇଟଲ୍ ଜିତିବାର ଉତ୍ସବ ପାଳନ କରିବାକୁ ଏକତ୍ରିତ ହୋଇଥିଲେ। 

  15. 15.କଟକ ଜଗତପୁରରେ ନକଲି ମୋବିଲ କମ୍ପାନୀ ଠାବ ହୋଇଛି। ଜଗତପୁର ଥାନା ସୁନାରୀବଣ ଅଞ୍ଚଳରେ ଥିବା ଏହି ନକଲି କମ୍ପାନୀ ଉପରେ ବୁଧବାର ପୁଲିସ ଏବଂ ଓଜନ ମାପ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଚଢାଉ ସମୟରେ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ ହୋଇଛ।

  16. 16.ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ। ତଲାସୀ ଅଭିଯାନ ସମୟରେ ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷା ବାହିନୀ। ସୋମବାର ୨୯୬୦ କେଜି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା।

  17. 17.ଚାଷୀଙ୍କ ସ୍କୁଟି ଡିକିରୁ ଟଙ୍କା ଲୁଟ୍‌ ଅଭିଯୋଗ । ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ଗୌରପଡା ଅଞ୍ଚଳରେ ଏହି ଲୁଟ୍ ଘଟଣା ଘଟିଛି ।

  18. 18.ଜୁନ୍‌ ୫ ବିଶ୍ୱ ପରିବେଶ ଦିବସରୁ ସେପ୍ଟେମ୍ବର ୩୦ ମଧ୍ୟରେ ୧୦ କୋଟି ଗଛ ଲଗାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀ ବିଶେଷକରି ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି। 

  19. 19. କନ୍ଧମାଳ ଜିଲ୍ଲାରେ କଳାଧାନ (କଳାବତୀ) ଓ କଳାଗହମ ଚାଷର ସଫଳତା ପରେ ଏବେ ପ୍ରଥମ କରି କଳାହଳଦୀ ଚାଷ ଆରମ୍ଭ ହୋଇଛି। କନ୍ଧମାଳ ଜୈବିକ ହଳଦୀ ଏହାର ଗୁଣବତ୍ତା ଓ ସ୍ବାତନ୍ତ୍ରୢ ଦୃ‌ଷ୍ଟିରୁ ବିଶ୍ବବଜାରରେ ପହଞ୍ଚିପାରିଛି ଓ ଜିଆଇ ଟ୍ୟାଗ୍‌ ମଧ୍ୟ ହାସଲ କରିସାରିଛି।

  20. 20.ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁର ମାଲିକ ୟୁନାଇଟେଡ୍ ସ୍ପିରିଟ୍ସ କମ୍ପାନିର ନେଟ୍ ୱର୍ଥ ୨୦୨୫ରେ ପ୍ରାୟ ୧୧.୯୫ ବିଲିୟନ ଆମେରିକୀୟ ଡଲାର ହେବ ବୋଲି ଆକଳନ କରାଯାଇଛି। ଭାରତୀୟ ମୁଦ୍ରାରେ ଏହି କମ୍ପାନିର ନେଟ୍ ୱର୍ଥ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। 

143 Y
188 05-06-2025 English
  1. 1. India’s 16th Census with caste enumeration will be carried out in 2027 with the reference date of October 1, 2026 in snow-bound areas like Ladakh and of March 1, 2027 in the rest of the country.

  2. 2.India has been elected to the UN Economic and Social Council (ECOSOC) for a three-year term starting next year with a commitment to championing development, getting 181 out of the 187 valid votes cast.

  3. 3.The Monsoon session of Parliament will be held from July 21 to August 12, Union Minister Kiren Rijiju said Wednesday.

  4. 4.A century-old dream of connecting the Kashmir Valley by rail is finally turning into reality as Prime Minister Narendra Modi is set to flag off the first Vande Bharat train from Katra to Kashmir Friday.

  5. 5.Australia backs India's fight against terrorism and it considers ties with New Delhi crucial for Canberra’s national interest, Australian Deputy Prime Minister Richard Marles said Wednesday.

  6. 6.The Enforcement Directorate (ED) Wednesday said it has arrested an alleged mastermind in a multi-crore land “scam” in Goa. Rohan Harmalkar.

  7. 7.The Central Empowered Committee (CEC) has told the Supreme Court that illegal mining has continued and intensified in Assam's Parkup Pahar area near the Kaziranga National Park, despite a 2019 top court order banning all mining and related activities in and around the park's eco-sensitive zone.

  8. 8.Iran’s Supreme Leader Ayatollah Ali Khamenei said Wednesday that abandoning uranium enrichment was “100%” against the country’s interests, rejecting a central US demand in talks to resolve a decades-long dispute over Tehran’s nuclear ambitions.

  9. 9.The Confederation of All India Traders (CAIT) and Meta have launched an initiative to equip 25K women traders across India with digital skills using the WhatsApp Business App.

  10. 10.The government has not made any amendments to the foreign direct investment (FDI) policy for countries sharing land border with India, sources said Wednesday.

  11. 11.The state government today issued a notification for the appointment of Vice Chancellors in 13 public universities in Odisha.

  12. 12.Chief Minister Mohan Charan Majhi Wednesday launched development projects worth Rs 308 crore in Dhenkanal district.

  13. 13.Chief Minister Mohan Charan Majhi will lay the foundation stones for 12 industrial projects worth Rs 28,120 crore at Chhatrapur in Odisha’s Ganjam district on June 5 (Thursday).

  14. 14.Odisha Vigilance arrested Assistant Sub-Inspector (ASI) Babita Suna of Mahila Police Station, Berhampur, while she was accepting a bribe of ₹10,000 from a complainant in connection with a case she was investigating.

  15. 15.A duplicate engine oil manufacturing unit operating in the Sunariban area near Khairapol under Jagatpur police limits in Cuttack

  16. 16.Police, in a joint raid today, rescued around 300 cattle from various locations in Betnoti block of Odisha's Mayurbhanj district.

  17. 17.Reaffirming the state government’s commitment to making land administration modern and people oriented, Chief Minister Mohan Charan Majhi Wednesday said no one in Odisha will remain landless.

  18. 18.The Odisha Police Wednesday claimed to have so far recovered 3.8 tonnes of the five tonnes of explosives looted by Maoists from near a stone quarry in Sundargarh district .

  19. 19.French wildcard entry Lois Boisson upset sixth-ranked Mirra Andreeva 7-6 (6), 6-3 Wednesday in front of a boisterous and largely partisan crowd at Roland-Garros to reach the semifi nals of the French Open.

  20. 20.A lacklustre India lost 0-2 against Thailand in an international football friendly in a reality check ahead of their crucial Asian Cup qualifying round match, here Wednesday

 

109 Y
189 04-06-2025 Odia
  1. 1. ବିଶ୍ବବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ଜଳବାୟୁଜନିତ ଚରମ ଘଟଣାର ପ୍ରଭାବକୁ ଅନୁଭବ କରିଛନ୍ତି। ଆସନ୍ତା ଦଶନ୍ଧିରେ ଏଭଳି ଘଟଣା ଦ୍ବାରା ୭୫ ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ପ୍ରଭାବିତ ହେବେ। 

  2. 2.ଭୋଟ ପ୍ରତିଶତ ସମ୍ପର୍କିତ ତଥ୍ୟରେ ସ୍ୱଚ୍ଛତା ଏବଂ ଶୀଘ୍ର ସୂଚନା ପାଇଁ ଭାରତୀୟ ନିର୍ବାଚନ କମିସନ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ପ୍ରତ୍ୟେକ ପୋଲିଂ ବୁଥରୁ ଭୋଟିଂ ସଂଖ୍ୟା ରିଅଲ ଟାଇମରେ ଉପଲବ୍ଧ ହେବ। ଏହି ନୂତନ ବ୍ୟବସ୍ଥା ଆଗାମୀ ବିହାର ବିଧାନସଭା ନିର୍ବାଚନ ସହିତ ଆରମ୍ଭ ହେବ।

  3. 3. ରୁଷ ଉପରେ ୟୁକ୍ରେନ  ଆଉ ଏକ ବଡ଼ ଆକ୍ରମଣ କରିଛି । ଏଥର ୟୁକ୍ରେନୀୟ ସେନା କ୍ରିମିୟା ସେତୁ ଉପରେ ୧୧୦୦ କିଲୋଗ୍ରାମ ବିସ୍ଫୋରକ ପାଣି ତଳେ ରଖି ଉଡ଼ାଇ ଦେଇଛି। 

  4. 4.ଉତ୍ତରପ୍ରଦେଶର ଆଗ୍ରାରେ ପ୍ରବଳ ଗରମ ହେତୁ ଯମୁନା ନଦୀକୁ ଗାଧୋଇବାକୁ ଯାଇଥିବା ଚାରିଜଣ ବାଳିକା ବୁଡ଼ି ଯାଇଥିବା ବେଳେ ଦୁଇଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। 

  5. 5.କନ୍ନଡ-ତାମିଲ ଭାଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅଭିନେତା କମଲ ହାସନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ହାଇକୋର୍ଟ କମଲଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି,‘ "ଆପଣଙ୍କର କହିବାର ଅଧିକାର ଅଛି, କିନ୍ତୁ ଲୋକଙ୍କ ଭାବନାକୁ ଆଘାତ ଦେବାରେ କୌଣସି ଅଧିକ‌ାର ନାହିଁ। 

  6. 6.ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣର ଦରପୋଡ଼ା ନଗଦ ଟଙ୍କା ମିଳିବା  ଏବଂ ଏଥିରେ ତାଙ୍କର ଦୋଷ ପ୍ରମାଣିତ ହୋଇଥିବାରୁ ତାଙ୍କ ବିରୋଧରେ କେନ୍ଦ୍ର ସରକାର ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

  7.  7.ଉତ୍ତରାଖଣ୍ଡ କ୍ୟାଡରର ୨୦୧୫ ବ୍ୟାଚର ଆଇପିଏସ୍ ଅଧିକାରୀ ରଚିତା ଜୁୟାଲ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଆଇପିଏସ୍ ଅଧିକାରୀ ରଚିତା ଜୁୟାଲଙ୍କ ବାପା ମଧ୍ୟ ଉତ୍ତରାଖଣ୍ଡ ପୁଲିସରେ ଅଛନ୍ତି। ତାଙ୍କ ସ୍ୱାମୀ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ହୋଇଥିବା ବେଳେ  ଶ୍ୱଶୁର ରାଘବ ଜୁୟାଲ ଜଣେ ଜଣାଶୁଣା ଚଳଚ୍ଚିତ୍ର ଅଭିନେତା। 

  8. 8.ଭାରତର ଅପରେସନ ସିନ୍ଦୂର ବିଷୟରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଅନିଲ ଚୌହାନ କହିଛନ୍ତି ଯେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର ପାଞ୍ଚ ମିନିଟ୍ ପରେ ପାକିସ୍ତାନକୁ ସୂଚନା ଦିଆଯାଇଥିଲା।

  9. 9.ଟ୍ରାଫିକ୍‌ ପୋଷ୍ଟରେ ବଡ଼ ପରିବର୍ତ୍ତନ ହେବ । ଏଣିକି ସବୁ ଟ୍ରାଫିକ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ। ଫଳରେ ଟ୍ରାଫିକ ପୋଷ୍ଟରେ ଅଟକୁଥିବା ଯାତ୍ରୀମାନେ ଭଲ ଅକ୍ସିଜେନ ପାଇପାରିବେ।

  10. 10.ଦେବଗଡ଼ ଜିଲ୍ଲାରେ ୨୦୫ କୋଟି ଟଙ୍କାର ୧୧ଟି ସ୍ବାସ୍ଥ୍ୟ ପ୍ରକଳ୍ପ ଓ ୪ ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

  11. 11.ପାକିସ୍ତାନର ପଞ୍ଜାବ ଜିଲାରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ)ର କମାଣ୍ଡର ଅବଦୁଲ ଅଜିଜ ଏସାରକୁ ହତ୍ୟା – ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଲା।

  12. 12.ଫର୍ଟିଲାଇଜର ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏଫଏଆଇ)ର ନୂଆ ଅଧ୍ୟକ୍ଷ ଭାବେ ଉଦ୍ୟୋଗପତି ଶୈଲେଶ ସି. ମେହଟା ନିର୍ବାଚିତ ହୋଇଛନ୍ତି। 

  13. 13.ଟିଭି ଅଭିନେତ୍ରୀ ଦୀପିକା କକ୍କର ଆଜିକାଲି ତାଙ୍କ ଜୀବନର ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଦୀପିକାଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲିଭର କ୍ୟାନସର ହୋଇଛି। ଏନେଇ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। 

  14. 14.ଦେଶର ଲୋକପ୍ରିୟ ଶିକ୍ଷକ ତଥା ୟୁଟ୍ୟୁବର ଖାନ୍ ସାର୍ ନିଜ ବିବାହ ପରେ ପାଟଣାରେ ବିବାହ ଭୋଜିର ଆୟୋଜନ କରିଛନ୍ତି । ଏହି ଅବସରରେ ସାରା ଦେଶର ଶିକ୍ଷକ ତଥା ଅନେକ ନେତା ଯୋଗ ଦେଇଥିଲେ ।

  15. 15.ଭୁବନେଶ୍ୱର ସମେତ ଓଡ଼ିଶାର ୧୦ ଜିଲା ପାଇଁ ଅରେଞ୍ଜ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ମାଲକାନଗିରି, ଖୋର୍ଦ୍ଧା (ଭୁବନେଶ୍ୱର ସହ), ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ରାୟଗଡ଼ା, ସୁନ୍ଦରଗଡ଼, ନୟାଗଡ଼ ଓ କେନ୍ଦୁଝର।

141 Y
190 04-06-2025 English
  1. 1.The Union government is set to move an impeachment motion against Allahabad High Court’s Justice Yashwant Varma in Parliament and will seek to build an all-party consensus for action against the judge facing allegations of corruption after the discovery of a large amount of cash from his official residence in Delhi.

  2. 2.Delhi, Tripura and Tamil Nadu are among the top performers in dealing with challenges related to adult literacy and education while Uttarakhand, Gujarat and Himachal Pradesh lag behind in certifi cation outcomes, according to results of the Foundational Literacy Numeracy Assessment Test (FLNAT).

  3. 3.Facing allegations of fudged voter turnout figures, the Election Commission Tuesday said it is introducing a technology-driven system to provide timely updates on approximate voting percentage data which “signifi cantly” reduces the time lag associated with the present method.

  4. 4.During a hearing on upcoming Tamil fi lm ‘Thug Life’, the Karnataka High Court Tuesday criticised actor and filmmaker Kamal Haasan for his recent remark suggesting that “Kannada was born out of Tamil”, and observed that a “single apology could have resolved the situation.”

  5. 5.The flood situation in Assam deteriorated Tuesday with six more people dying, taking the toll in this year’s deluge and landslides to 17, while the number of the affected population increased to over 6.33 lakh in 21 districts, an official bulletin said.

  6. 6.The Punjab Cabinet Tuesday gave its nod to waive loans amounting Rs68 crore taken by over 4,000 Dalit families from the Punjab Scheduled Castes Land Development and Finance Corporation, Chief Minister Bhagwant Mann said.

  7. 7.Deployment of 2,300 electric autos at Metro stations, installing of mist sprayers at 13 pollution hotspots and audit of PUC centres every six months -- these are some of the features of the Air Pollution Mitigation Plan 2025 launched by Delhi Chief Minister Rekha Gupta Tuesday.

  8. 8.The Calcutta High Court Tuesday directed the West Bengal government to produce the case diary in connection with the arrest of law student Sharmistha Panoli June 5, when her interim bail prayer will be heard again.

  9. 9.The Supreme Court has said any law made by Parliament or a state legislature cannot be held to contempt of court.

  10. 10.In a major fillip to healthcare and education sectors in Deogarh district, Chief Minister Mohan Charan Majhi Tuesday launched 15 projects, including a 300-bed hospital, worth a total of Rs205 crore.

  11. 11.Odisha-cadre IAS officer Ashish Thakare, who is currently serving as Secretary of the Board of Revenue, is set to proceed on Central deputation. Thakare has been appointed as Director in D/o Empowerment of Persons with Disabilities, Delhi, for five years.

  12. 12.Four people have been arrested and brown sugar worth Rs 40 lakh seized from their possession during raids in Balasore and Khurda districts, police said Tuesday.

  13. 13.With the early onset of monsoon rains in the state, Minister for Housing and Urban Development Krushna Chandra Mahapatra reviewed the monsoon preparedness and took stock of the drainage situation in the Capital city Tuesday.

  14. 14.Ukraine has detonated a massive underwater blast targeting the key road and rail bridge connecting the Russian-occupied Crimean peninsula to Russia, damaging its underwater supports.

  15. 15.Royal Challengers Bengaluru (RCB) and Virat Kohli washed away 18 years of hurt and disappointment on a dream Tuesday night, conquering Punjab Kings by six runs to lift their maiden Indian Premier League (IPL) title here Tuesday.

103 Y