| # |
Date |
Type |
Current Affairs |
No. Of Views |
Status |
Action |
| 21 |
03-12-2025 |
Odia |
-
1.ଆସନ୍ତାବର୍ଷ ଏପ୍ରିଲରୁ ୨୦୨୭ ଫେବୃଆରୀ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଦେଶବ୍ୟାପୀ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା କରାଯିବ। ୨୦୨୭ ଫେବୃଆରୀରୁ ଦ୍ୱିତୀୟପର୍ଯ୍ୟାୟ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ।
-
2.ଆସନ୍ତା ଡିସେମ୍ବର ୯ ଦିନ ଏସଆଇଆର ଉପରେ ଲୋକସଭାରେ ଆଲୋଚନା କରାଯିବ। ମଧ୍ୟାହ୍ନ ୧୨ଟାରୁ ୧୦ଘଣ୍ଟା ଧରି ଏହି ପ୍ରସଙ୍ଗରେ ଆଲୋଚନା କରାଯିବ।
-
3.ସଞ୍ଚାର ସାଥୀ ଆପ୍ ସମ୍ପୂର୍ଣ୍ଣ ଇଚ୍ଛାଧୀନ ଓ ଯେକୌଣସି ସମୟରେ ଡିଲିଟ୍ କରିପାରିବେ। ନୂଆ ଫୋନ୍ରେ ପ୍ରି-ଇନ୍ଷ୍ଟଲ କରିବା କେବଳ ସଚେତନତା ପାଇଁ ଏବଂ ଏହାର ବ୍ୟବହାର ବାଧ୍ୟତାମୂଳକ ନୁହେଁ। ମନ୍ତ୍ରୀ କହିଛନ୍ତି, ଆପ୍ ରେଜିଷ୍ଟ୍ରେସନ ବିନା ନିଷ୍କ୍ରିୟ ରହେ ଏବଂ କୌଣସି ନଜର ରଖିବା ବା କଲ୍ ମନିଟରିଂ କରେନାହିଁ।
-
4.ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମ୍ସିଡି)ର ୧୨ଟି ୱାର୍ଡରେ ହୋଇଥିବା ଉପନିର୍ବାଚନର ଫଳାଫଳ ଭୋଟ ଗଣତି ପରେ ବୁଧବାର ଘୋଷଣା କରାଯିବ।
-
5.ଭାରତର ସର୍ବବୃହତ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନଭେମ୍ବର ୩୦, ୨୦୨୫ରେ ଘୋଷଣା କରିଥିଲା ଯେ ଏହା ଏହାର m-Cash ସେବାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବ। ଡିସେମ୍ବର ୧, ୨୦୨୫ରୁ, OnlineSBI ପ୍ଲାଟଫର୍ମ ଏବଂ YONO Lite ଆପ୍ ରେ mCASH ବ୍ୟବହାର କରି ଟଙ୍କା ପଠାଇବା ଆଉ ସମ୍ଭବ ହେଉନାହିଁ ।
-
6.ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପିଏମଓର ନାଁ ନାମ ବଦଳିଲା । ଏବେ ଏହାକୁ ସେବାତୀର୍ଥ ନାମରେ ଜଣାଯିବ ।
-
7.ବିଶ୍ୱର ଶୀର୍ଷ ଧନୀ ତଥା ଏକ୍ସ-ଏଆଇ ପ୍ରତିଷ୍ଠାତା ଏଲନ ମସ୍କ କହିଛନ୍ତି, ଏକ ବିନାଶକାରୀ ଯୁଦ୍ଧ ଅନିବାର୍ଯ୍ୟ ଏବଂ ଏହା ପରମାଣୁ ଯୁଦ୍ଧ ହୋଇପାରେ। ଏହା ଆଗାମୀ ୫ ବର୍ଷ ଭିତରେ କିମ୍ବା ଅତି ବେଶିରେ ୧୦ ବର୍ଷ ମଧ୍ୟରେ ହେବ।
-
8.ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪ ଓ ୫ ତାରିଖରେ ନୂଆଦିଲ୍ଲୀ ଗସ୍ତ କରିବା ପୂର୍ବରୁ ତାଙ୍କର କାର୍ଯ୍ୟସୂଚୀ ସ୍ପଷ୍ଟ କରିଛନ୍ତି। ଭାରତ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତିକୁ ମଞ୍ଜୁରୀ ଦିଆଯାଇଛି। ରୁଷ ଭାରତକୁ ଏକ ବୁଡ଼ାଜାହାଜ ପରମାଣୁ ଚାଳିତ SSN (ଚକ୍ର-ଶ୍ରେଣୀ) ବୁଡ଼ାଜାହାଜ ଭଡ଼ା ଦେବ।
-
9.ଇମ୍ରାନଙ୍କ ଭଉଣୀ ଉଜମା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରେ ଭେଟିବା ପାଇଁ ଯାଇଛନ୍ତି । ଜେଲରେ ଇମ୍ରାନଙ୍କୁ ଭେଟିବା ପରେ ସେ ସୁସ୍ଥ ଥିବା ଭଉଣୀ ସୂଚନା ଦେଇଛନ୍ତି।
-
10.ରାଜ୍ୟରେ ଜୁଆ ଖେଳିକି ଧରାପଡ଼ିଲେ ଆଉ ଜେଲ୍ ଯିବାକୁ ପଡ଼ିବନି। କେବଳ ଜରିମାନା ଦେଇଦେଲେ ସରକାର ଜୁଆ ଖେଳିବାଜନିତ ଅପରାଧକୁ ମାଫ୍ କରିଦେବେ। ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ଜନବିଶ୍ଵାସ ବିଲ୍, ୨୦୨୫ ଆଣିଛନ୍ତି। ପୂର୍ବରୁ ଜୁଆ ଖେଳିଲେ ଯେଉଁ ୧ମାସରୁ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଥିଲା ତାହାକୁ ସଂପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି।
-
11. ସରକାର ଏଥର ପ୍ରଥମଶ୍ରେଣୀରେ ନାମଲେଖା ପାଇଁ ଅନ୍ବେଷା ପୋର୍ଟାଲ ଖୋଲିଲେ ନାହିଁ। ୨୦୧୫ରୁ ଆରମ୍ଭ ହୋଇଥିବା ଏହି ଯୋଜନା ଚାଲିବ କି ଆଗକୁ ବନ୍ଦ ହୋଇଯିବ ସେ ନେଇ ବିରୋଧୀଦଳ ଆଶା-ଆଶଙ୍କାରେ ରହିଛନ୍ତି।
-
12.ଲୋକସେବା ଭବନରେ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ଟ୍ରଷ୍ଟବୋର୍ଡ ବୈଠକ ଡକାଯାଇ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଡିଏମ୍ଏଫ୍ ଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପ୍ରଭାବିତ ଗ୍ରାମଗୁଡ଼ିକୁ ଚିହ୍ନଟ କରାଯିବ। ଖଣି ଅଞ୍ଚଳର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଜନବସତି ଗୁଡିକରେ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
-
13.ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ର ଶେଷରେ କ୍ଷମା ମାଗିଛନ୍ତି।
-
14.ବାଲେଶ୍ଵର ଜିଲା ସୋର ଅଞ୍ଚଳରେ ଥିବା ଖଞ୍ଜାମାହଳର ପଥର ଖାଦାନରେ ଜିଲାପ୍ରଶାସନ ତରଫରୁ ୧୬୩ ଧାରା ଲାଗୁ କରାଯାଇଛି । ବିଭିନ୍ନ ସମୟରେ ପଥରଖାଦାନରୁ ପଥର ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହେଉଥିଲା।
-
15.ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ହଠାତ ଆଇପିଏଲ ନିଲାମରୁ ଓହରି ଯାଇଛନ୍ତି । ଆଇପିଏଲ ୨୦୨୬ ମିନି ନିଲାମ ପୂର୍ବରୁ ସେ ଏହି ନିଷ୍ପତି ନେଇଛନ୍ତି । ଡିସେମ୍ବର ୧୬ରେ ଆବୁଧାବିରେ ଏହି ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ତାଙ୍କ ପୂର୍ବରୁ ଆନ୍ଦ୍ରେ ରସେଲ ଓ ଫାପ ଡୁ ପ୍ଳେସି ମଧ୍ୟ ଆଇପିଏଲ ନିଲାମରୁ ଓହରି ଯାଇଥିଲେ ।
|
39 |
Y |
|
| 22 |
03-12-2025 |
English |
-
1.Census 2027 will be conducted in two phases, the first between April and September 2026 and the second in February 2027.
-
2.The Lok Sabha will take up a debate on the 150th anniversary of National Song ‘Vande Mataram’ Monday and on electoral reforms Tuesday, Parliamentary Affairs Minister Kiren Rijiju said
-
3.The Tata Group donated Rs758 crore to the Bharatiya Janata Party (BJP) weeks after the Union government announced over Rs44,000 crore in subsidies to two of its semiconductor units, an investigation by Scroll it has revealed. The donations were made in April 2024, days before the general election.
-
4.A Parliamentary panel has asked the government to explore the feasibility of amending the penal provisions for publishing or telecasting fake news to include cancelling the accreditation of the journalist or the creator found guilty.
-
5.At least 16 stretches across major rivers in Odisha have been identified as polluted.
-
6.A total of 1,396 people and 5,609 animals lost their lives in man-animal conflicts in the state of Odisha in the last 10 years.
-
7.Only 25 of the 207 mega piped water supply projects have been completed between financial years 2020- 21 and 2025-26, Panchayati Raj and Drinking Water (PR&DW) Minister Rabi Narayan Naik told the Assembly .
-
8.The Opposition BJD asked the state government to intervene and ensure that Rs 7,145 crore ‘illegally’ collected from around one crore power consumers in the name of ‘minimum charges’ or ‘monthly minimum fixed charges’ be refunded with the interest amount.
-
9.Social media influencer Shubhankar Mishra, who has been booked for allegedly hurting the religious sentiments of Lord Jagannath devotees, tendered an apology for his controversial video on the 12th-century shrine.
-
10.It was revealed that Rs34,052 crore had been collected from 11 DMF districts by October this year, with around 55 per cent already utilised. The Chief Minister urged officials to expedite spending to ensure timely delivery of basic services to the public.
-
11.Pakistan’s former prime minister Imran Khan is alive but subjected to “mental torture in solitary confinement”, his sister Uzma Khan said.
-
12.In a bid to tackle dipping birth rates, the Chinese government has decided to impose value-added tax on contraceptives from January 2026.
-
13.The 14th edition of the Joint Military Exercise EKUVERIN between the Indian Army and the Maldives National Defence Force (MNDF) commenced in kochi. The exercise will be conducted from 2 to 15 December 2025.
-
14.Hong Kong’s leader said Tuesday a judge-led committee will investigate the cause of the city’s deadliest fire in decades and review oversight of building renovations blamed for fanning an inferno that killed at least 156 people.
-
15.The global green economy has surpassed USD 5 trillion and is projected to exceed USD 7 trillion in annual value by 2030. with India expected to clock the highest growth in renewable electricity capacity and generation.
|
23 |
Y |
|
| 23 |
02-12-2025 |
Odia |
-
1.ଦିଲ୍ଲୀରେ ଦେଖାଦେଉଥିବା ବାୟୁ ପ୍ରଦୂଷଣ ସମସ୍ୟାର ସମାଧାନ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହେବା ଆବଶ୍ୟକ। ଏଥିପାଇଁ ଏକ ସ୍ପଷ୍ଟ ଏବଂ କାର୍ଯ୍ୟକାରୀ ହୋଇପାରୁଥିବା ରଣନୀତି ପ୍ରସ୍ତୁତ କରିବାକୁ ହେବ ବୋଲି ସୁପ୍ରିମକୋର୍ଟ ସୋମବାର ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍) କର୍ତ୍ତୃପକ୍ଷଙ୍କୁ କହିଛନ୍ତି।
-
2.‘ଡିଜିଟାଲ୍ ଆରେଷ୍ଟ’ ସ୍କାମ୍ ସହ ଜଡ଼ିତ ମାମଲାର ତଦନ୍ତ କରିବାକୁ ସୁପ୍ରିମ୍କୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। କୃତ୍ରିମ ବୁଦ୍ଧିମତା (ଏଆଇ) ଓ ମେସିନ୍ ଲର୍ଣ୍ଣିଂ ଟୁଲ୍ସ ବ୍ୟବହାର କରି ଏଭଳି ଆକାଉଣ୍ଟକୁ ଚିହ୍ନଟ କରିବା ଓ ଅପରାଧର ଆୟକୁ ଫ୍ରିଜ୍ କରିବା ପାଇଁ ସୁପ୍ରିମ୍କୋର୍ଟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସହାୟତା ମାଗିଛନ୍ତି।
-
3.ପୁରୀ ଓ ଭୁବନେଶ୍ବର ରାଜଭବନର ନାମ ବଦଳିଲା । ନୂଆ ନାଁ ହେଲା 'ଲୋକଭବନ'।
-
4.ଓଡିଶାରେ ରେ ଗତ ୧୬ ମାସରେ ୩୩ଟି ନୂଆ ସୂଚନା ପ୍ରଯୁକ୍ତି (ଆଇଟି) କମ୍ପାନି ସେମାନଙ୍କ ୟୁନିଟ୍ ସ୍ଥାପନ କରିଛନ୍ତି। ରାଜ୍ୟରେ ୨୦୧୬-୧୭ରେ ୩୪୦୦ କୋଟି ଟଙ୍କାର ସଫ୍ଟୱେର ରପ୍ତାନି ହୋଇଥିଲା। ତା’ପରଠାରୁ ଲଗାତାର ଭାବେ ସେଥିରେ ବୃଦ୍ଧି ହେଉଛି।
-
5.ଆମେରିକୀୟ ଡଲାରତୁଳନାରେ ଭାରତୀୟ ଟଙ୍କା ପୁଣି ଦୁର୍ବଳ ହେବାରେ ଲାଗିଛି। ସୋମବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୦ ଟଙ୍କା ଆଡ଼କୁ ଅଗ୍ରସର ହୋଇଥିଲା।
-
6.ସଂସଦର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହି ଅଧିବେଶନରେ ସଂସଦ ଦେଶ ବିଷୟରେ କ'ଣ ଭାବୁଛି, ଦେଶ ପାଇଁ କ'ଣ କରିବାକୁ ଚାହୁଁଛି ଏବଂ ଦେଶ ପାଇଁ କ'ଣ କରିବାକୁ ଯାଉଛି ତାହା ଉପରେ ଧ୍ୟାନ ଦିଆଯିବା ଉଚିତ।
-
7. କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ରାଜ୍ୟସଭାର ନୂତନ ଅଧ୍ୟକ୍ଷ ଭାବେ ସ୍ୱାଗତ କରିବା ସହ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଅପ୍ରତ୍ୟାଶିତ ବିଦାୟ ବିଷୟ ଉଲ୍ଲେଖ କରିଛନ୍ତି।
-
8.ଦେଶରେ ନିର୍ମିତ କିମ୍ବା ଆମଦାନି ହେଉଥିବା ପ୍ରତ୍ୟେକ ନୂତନ ସ୍ମାର୍ଟଫୋନରେ 'ସଞ୍ଚାର ସାଥୀ' ଆପ୍ ପ୍ରି-ଇନଷ୍ଟଲ କରିବା ବାଧ୍ୟତାମୂଳକ ହେବ। ଏହି ନିୟମ କାର୍ଯ୍ୟକାରୀ କରିବା ପାଇଁ କମ୍ପାନୀଗୁଡ଼ିକୁ ୯୦ ଦିନ ସମୟ ଦିଆଯାଇଛି।
-
9.ଜାପାନ କମ୍ପାନି ସାଇନ୍ସ ପ୍ରଥମ ମାନବ ୱାସିଂ ମେସିନ୍ ଲଞ୍ଚ କରିଛି। ଏହି ମେସିନରେ ମଣିଷ ଚିତ ହୋଇ ଶୋଇପଡ଼ିବା ପରେ ଆପଣାଛାଏଁ ଏକ ଢାଙ୍କୁଣୀ ଘୋଡ଼ାଇ ହୋଇଯାଇଥାଏ। ତା'ପରେ ମେସିନ୍ ସ୍ୱୟଂଚାଳିତ ଭାବରେ ପାଣି ପକାଇ, ଫେଣ କରି କୋମଳ ମସାଜ୍ ଭଳି କୌଶଳ ବ୍ୟବହାର କରି ଶରୀରକୁ ସଫା କରିଦେଇଥାଏ।
-
10.ପାକିସ୍ତାନ ସେନାର ଫିଲ୍ଡ ମାର୍ଶଲ ଅସିମ ମୁନିରଙ୍କୁ ଦେଶର ପ୍ରଥମ ସିଡିଏଫ ବା ଚିଫ ଅଫ ଡିପେନ୍ସ ଫୋର୍ସ କରିବା ଲାଗି ସମ୍ବିଧାନରେ ସଂଶୋଧନ କରାଯାଇଛି।
-
11.ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି। ଦୁଇ ଦିନିଆ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୁଟିନ ବାହାରକୁ ଗଲେ ଯାହା ଖାଆନ୍ତି ତାହା ରୁଷରୁ ଅଣାଯାଇଥାଏ ।
-
12. ସଂଶୋଧିତ ଆଇନ ଅନୁସାରେ ଏଣିକି ଜଳ ପ୍ରଦୂଷଣ କ୍ଷେତ୍ରରେ ଶିଳ୍ପାନୁଷ୍ଠାନଗୁଡ଼ିକ ନାମରେ ମାମଲା ରୁଜୁ କରିବା ପରିବର୍ତ୍ତେ ୧୦ହଜାରରୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ।
-
13.ମହାରାଷ୍ଟ୍ରରେ ସ୍ଥାନୀୟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ । ଏଥିରେ ୨୬୪ଟି ପୌର ପରିଷଦ ଏବଂ ନଗର ପଞ୍ଚାୟତ ପାଇଁ ମତଗ୍ରହଣ କରାଯିବ ।ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟା ଜାନୁଆରୀ ୩୧ ସୁଦ୍ଧା ସମାପ୍ତ ହେବାକୁ ଯାଉଛି।
-
14.୨୬ ବର୍ଷୀୟ ବଡି ବିଲ୍ଡର ତଥା ପାରା ଆଥଲେଟ୍ ରୋହିତ ଧନଖଡ଼ ହତ୍ୟାର ଶିକାର ହୋଇଛନ୍ତି ।୨୦ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି।
-
15.ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ବ୍ୟକ୍ତିଗତ କାରଣ ଯୋଗୁଁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
|
35 |
Y |
|
| 24 |
02-12-2025 |
English |
-
1.India achieved 48.7 per cent decline in annual new HIV infections and 81.4 per cent reduction in AIDS-related deaths between 2010 and 2024, according to government data.
-
2.The Supreme Court Monday came down heavily on the Reserve Bank of India (RBI) asking as to why it was not using Artificial Intelligence (AI) to find out and freeze bank accounts used by cyber criminals.
-
3.The Telecom Ministry has privately asked smartphone makers to pre-load all new devices with a state-owned cyber security app that cannot be deleted, a government order showed, a move likely to antagonise Apple and privacy advocates.
-
4.Odisha has renamed its official Raj Bhavans as Lok Bhavan. The capital’s Raj Bhavan will now be called Lok Bhavan, while the Puri Raj Bhavan has been renamed Lok Bhavan, Puri.
-
5.The state government has identified 51 Bangladeshi infiltrators in different districts and 49 of them were deported to their nation.
-
6.The coastal security system along the 480-kmlong Odisha coastline, the state government has deployed drones, all-terrain vehicles (ATVs), fast interceptor vessels besides releasing Rs26.149 crore budgetary allocations in the current fiscal.
-
7.Odisha IT Policy 2025, aligned with the state’s long-term vision for 2036 and 2047, aims at creating one million employment opportunities during the policy period.
-
8.The Odisha government approved the extension of enhanced state support under the Mahatma Gandhi National Rural Employment Guarantee Act (MGNREGA) until the financial year 2028–29.
-
9.The Odisha Cricket Association (OCA) has offered the first ticket for the upcoming T20 match between India and South Africa December 9 to Lord Jagannath.
-
10.The Bhubaneswar Excise Department on Monday arrested three individuals, including a woman, from the Mainshikhala Basti area and seized 340 grams of brown sugar worth Rs34 lakh.
-
11. Persistent drinking water shortages and groundwater depletion in Odisha were highlighted in the Rajya Sabha Monday, along with the measures underway to ensure safe and sustainable water supply across the state.
-
12. A man believed to have died 25 years ago unexpectedly returned home Sunday night, leaving his family and the entire Bhagia village under this block in Balasore district in disbelief.
-
13.Smrutirekha Nayak of Chhend area here has earned a place in the Asia Book of Records for creating a unique Pattachitra of Lord Jagannath using Odia letters. She has also been honoured with the title of Grand Master for her art.
-
14.Delhi’s air quality deteriorated again Monday as the Air Quality Index (AQI) moved closer to the “very poor” category.
-
15.The lord Ayyappa temple here has recorded a significant surge in revenue during the first 15 days of the ongoing annual mandala-makaravilakku pilgrimage season, with total collections touching Rs 92 crore.
|
28 |
Y |
|
| 25 |
01-12-2025 |
Odia |
- 1.ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ କହିଛନ୍ତି ,ମୋକଦ୍ଦମାର ଗରିବ ପକ୍ଷଙ୍କୁ ନ୍ୟାୟ ଦେବା ତାଙ୍କର ପ୍ରାଥମିକତା । ସେ ଗରିବଙ୍କୁ ନ୍ୟାୟ ଦେବା ନିମନ୍ତେ ରାତି ଅଧ ଯାଏ କୋର୍ଟରେ ବସିପାରିବେ।
-
2.ନିର୍ବାଚନ କମିଶନ ଶନିବାର ବୁଥ୍ସ୍ତରୀୟ ଅଫିସର (ବିଏଲ୍ଓ)ମାନଙ୍କ ପାରିଶ୍ରମିକକୁ ୬,୦୦୦ ଟଙ୍କାରୁ ୧୨,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ବିଏଲ୍ଓ ସୁପରଭାଇଜରମାନଙ୍କ ପାରିଶ୍ରମିକ ୧୨,୦୦୦ ଟଙ୍କାରୁ ୧୮,୦୦୦ ଟଙ୍କାକୁ ବଢ଼ାଇ ଦିଆଯାଇଛି।
-
3.କେନ୍ଦ୍ର ସରକାର ଘର ଭଡ଼ା ନିୟମ 2025 କାର୍ଯ୍ୟକାରୀ କରିଛନ୍ତି। ଘର ମାଲିକ ଏବଂ ଭଡ଼ାଟିଆ ଉଭୟଙ୍କୁ ସେମାନଙ୍କର ଭଡ଼ା ଚୁକ୍ତିନାମା ଅନଲାଇନରେ ପଞ୍ଜୀକରଣ କରିବାକୁ ପଡ଼ିବ।
-
4.ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର ଡି. ସୁବାରାଓ କହିଛନ୍ତି ଯେ, ନୋଟ୍ ଦେଇ ଭୋଟ୍ ଜିତିବା ଦେଶର ଭବିଷ୍ୟତ କ'ଣ ହେବ ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି।
-
5.ନିର୍ବାଚନ କମିଶନ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ସମୟସୀମା ବୃଦ୍ଧି କରିଛନ୍ତି।
-
6.ପ୍ରବୀଣ କନ୍ନଡ ଅଭିନେତା ଉମେଶଙ୍କ ନଭେମ୍ବର ୩୦, ୨୦୨୫ରେ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ୩୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
-
7.ଉଦ୍ୟୋଗୀ ତଥା ନିବେଶକ ନିଖିଲ କାମାଥଙ୍କ ‘People of WTF’ ପୋଡକାଷ୍ଟରେ କଥାବାର୍ତ୍ତା ବେଳେ ଟେସଲା ଏବଂ ସ୍ପେସ୍ ଏକ୍ସ ମୁଖ୍ୟ ଇଲନ୍ ମସ୍କ କହିଛନ୍ତି, “ମୁଁ ଯେକୌଣସି ବ୍ୟକ୍ତିଙ୍କର ବଡ଼ ପ୍ରଶଂସକ, ଯିଏ ବିଦ୍ରୋହୀ ହେବାକୁ ଚାହୁଁଛନ୍ତି। ତେଣୁ, ମୁଁ ଭାବୁଛି ଯିଏ ନିଏ ତାହା ଠାରୁ ଅଧିକ ଦିଏ, ସେମାନଙ୍କ ପାଇଁ ମୋର ସମ୍ମାନ ରହିଛି।”
-
8.ସରକାରୀ କର୍ମଚାରୀମାନେ ସମ୍ପତ୍ତି ତାଲିକା ନଦେଲେ ପଦୋନ୍ନତି ହେବନାହିଁ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଚିଠି ଜାରି ହୋଇଛି ।
-
9.ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଜିଲ୍ଲାରୁ ଆସିଥିବା ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣରେ ୮୭୧ ଜଣ ଏବଂ ପିଏମ୍-ଜନମନରେ ୫୦ ଜଣ ହିତାଧିକାରୀ କେଉଁଠି ଘର କରିବେ ସେନେଇ ସେମାନଙ୍କୁ ଜମି ଚିହ୍ନଟ କରି ଦିଆଯାଇନି। ଏଥିପାଇଁ ଜିଲ୍ଲାପାଳ, ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀମାନେ ବିଡିଓ, ତହସିଲଦାରମାନଙ୍କ ସହ ପ୍ରତି ମାସର ପ୍ରଥମ ଶନିବାର ବୈଠକ କରି ସମସ୍ୟାର ସମାଧାନ କରନ୍ତୁ।
-
10.ସିଗାରେଟ୍, ପାନ ସମଲା ଓ ଗୁଟ୍ଖା ଭଳି ତମାଖୁ ଉପରେ ଚଢ଼ା ସେସ୍ ଲଗାଇବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତ ହୋଇଛନ୍ତି।
-
11.ଆମେରିକାର କାଲିଫର୍ନିଆର ଲୁସିଲ୍ ଆଭେନ୍ୟୁରେ ଏକ ଗୁଳିକାଣ୍ଡ ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।
-
12.ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯିବ। ଚଳିତଥର ୪୨ ହଜାର ଦର୍ଶକ ମ୍ୟାଚ ଦେଖିବେ। ତେବେ ୨୩ ହଜାର ଟିକେଟ ବିକ୍ରି କରାଯିବ। ୧୮ ହଜାର ୪୦୦ କମ୍ପ୍ଲିମେଣ୍ଟାରୀ ପାସ୍ ଦିଆଯିବ।
-
13.ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜରେ ୨୮ ଟିକିଆ ହାତୀପଲ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ହାତୀପଲଙ୍କୁ ଦେଖି ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।
-
14.ଦେଶରେ ପ୍ରତିଦିନ ସୁନା ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ସପ୍ତାହ ମଧ୍ୟରେ ୨୪କ୍ୟାରେଟ ସୁନା ମୂଲ୍ୟ ପ୍ରାୟ ୩,୯୮୦ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୨କ୍ୟାରେଟ ସୁନା ମୂଲ୍ୟ ୩,୬୫୦ ମହଙ୍ଗା ହୋଇଛି ।
-
15.ନୟାଗଡ଼ରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିବାବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଜିଲାର ଶରଣକୁଳ ଥାନା ଗୋଡ଼ିପଡ଼ାରେ ଏହି ବନ୍ଧୁକ ତିଆରି କାରଖାନା ଠାବ ହୋଇଛି।
-
16.ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ସ୍ଥିତି ଅତି ଖରାପ ରହିଛି। ନିଖୋଜ ହୋଇଥିବା ଶିଶୁମାନଙ୍କ ମଧ୍ୟରୁ ଓଡ଼ିଶା ୨୦୨୩ରେ ମାତ୍ର ୩୨.୫ ପ୍ରତିଶତ ଉଦ୍ଧାର କରିପାରିଛି।
-
17.ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ଭାରତୀୟ ଭାଷା ଏବଂ ମାତୃଭାଷାର ହ୍ରାସ ପାଉଥିବାରୁ ଚିନ୍ତା ପ୍ରକାଶ କରିଛନ୍ତି।
-
18.କେନ୍ଦ୍ର ସରକାର ସାଇବର ଠକେଇର ମୁକାବିଲା କରିବା ଲକ୍ଷ୍ୟ ନେଇ ମେସେଜିଂ ଆପ୍ଗୁଡ଼ିକୁ ସିମ୍ ବାଇଣ୍ଡିଂ କରିବାକୁ କହିଛନ୍ତି। ୱେବ୍ ଆଧାରିତ ସେବାକୁ ପ୍ରତି ୬ ଘଣ୍ଟାରେ ଆପେ ଲଗ୍ଆଉଟ୍ କରିବା ପାଇଁ ବ୍ୟବସ୍ଥା କରିବାକୁ କମ୍ପାନିଗୁଡ଼ିକୁ କୁହାଯାଇଛି। ଟେଲିକମ୍ ବିଭାଗ ଜାରି କରିଥିବା ଏହି ନିର୍ଦ୍ଦେଶ ହ୍ବାଟସ୍ଆପ୍, ଟେଲିଗ୍ରାମ, ସିଗ୍ନାଲ୍, ଅରଟଇ, ସ୍ନାପ୍ଚାଟ୍, ସେୟାରଚାଟ୍ ଆଦିକୁ ପ୍ରଭାବିତ କରିବ।
-
19.ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ୍ରେ ବିରାଟ କୋହଲିଙ୍କ ଶତକ ରାଞ୍ଚିରେ ବଡ଼ ଉପଲବ୍ଧି । ୧୦୨ଟି ବଲ୍ ଖେଳି ଶତକ ହାସଲ।
-
20. ଆଇପିଏଲରୁ ଅବସର ଘୋଷଣା କରିଛନ୍ତି ବିଶ୍ୱ କ୍ରିକେଟର ବିସ୍ଫୋରକ ଅଲରାଉଣ୍ଡର ଭାବେ ପରିଚିତ ୱେଷ୍ଟଇଣ୍ଡିଜର ଆନ୍ଦ୍ରେ ରସେଲ। ସେ କୋଲକାତା ନାଇଟ ରାଇଡର୍ସ ଟିମ ସହିତ ଜଡିତ ରହିବେ ।
|
47 |
Y |
|
| 26 |
01-12-2025 |
English |
-
1.Chief Justice of India (CJI) Surya Kant said that giving justice to the poor is his priority. He can sit in court till midnight to give justice to the poor.
-
2.The Election Commission on Saturday increased the salary of Booth Level Officers (BLOs) from Rs 6,000 to Rs 12,000. Similarly, the salary of BLO supervisors has been increased from Rs 12,000 to Rs 18,000.
-
3.The Union government has implemented the House Rent Rules 2025. Both the landlords and the tenants will have to register their tenancy agreements online.
-
4. Former Reserve Bank of India Governor D. Subbarao said that he is worried about the future of a country that wins votes by giving notes.
-
5. The Election Commission has extended the deadline for the Special Intensive Revision (SIR) process in 12 states and union territories.
-
6. Veteran Kannada actor Umesh passed away on November 30, 2025 at the age of 80. He acted in over 350 films.
-
7. The state government has asked its employees to submit their updated annual property statements for being considered for promotion.
-
8 The central government is ready to impose a cess on tobacco products like cigarettes, pan samla and gutkha.
-
9 The first match of the five-match Twenty20 series between India and South Africa will be played at the Barabati Stadium on December 9. This time, 42,000 spectators will watch the match. Of these, 23,000 tickets will be sold. 18,400 complimentary passes will be given.
-
10. 28 elephants have been seen roaming around in Kalyansinghpur range of Rayagada district.
-
11.Gold prices are increasing day by day in the country. In the last week, the price of 24-carat gold has increased by about Rs 3,980, while the price of 22-carat gold has become expensive by Rs 3,650.
-
12. A domestic gun manufacturing factory was raided in Nayagarh, and two people were arrested.
-
13. Odisha's performance in rescuing missing children is very poor. Odisha has rescued only 32.5 percent of the missing children in 2023.
-
14. Rashtriya Swayamsevak Sangh chief Mohan Bhagwat has expressed concern over the decline of Indian languages and mother tongues.
-
15. The central government has asked messaging apps to do SIM binding with an aim to combat cyber fraud This directive issued by the Department of Telecom will affect WhatsApp, Telegram, Signal, Arti, Snapchat, ShareChat etc.
-
16.The state government is seriously considering bringing a separate cow-protection law to shut down illegal slaughterhouses and cow smuggling.
-
17.Trouble mounted for social media (SM) influencer Subhankar Mishra after a senior servitor of Srimandir in Puri filed a police complaint Sunday, accusing him of hurting the sentiments of Lord Jagannath’s devotees.
-
18.Police Sunday busted a well-organised cyber fraud racket operating in Rourkela and nearby areas as they arrested four people, including three employees of private banks.
-
19.Delhi Police has filed an FIR against Congress leaders Sonia Gandhi and Rahul Gandhi and other accused in the National Herald case on a complaint by the ED .
-
20.Israeli Prime Minister Benjamin Netanyahu asked the country’s president Sunday for a pardon in his long-running corruption trial, arguing that criminal proceedings were hindering his ability to govern and a pardon would be good for Israel.
|
33 |
Y |
|
| 27 |
30-11-2025 |
Odia |
-
1.ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ରୁ ଆରମ୍ଭ ହୋଇ ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ମୋଟ ୧୫ ଟି ବୈଠକ ଅନୁଷ୍ଠିତ ହେବ।
-
2.ଏସିଆ ପାୱାର ଇଣ୍ଡେକ୍ସ ୨୦୨୫ ଅନୁଯାୟୀ, ଭାରତ ବିଶ୍ୱର ତୃତୀୟ ବୃହତ୍ତମ ପ୍ରତିରକ୍ଷା ଶକ୍ତି ପାଲଟିଛି। ଏହା ସହିତ ବିଦେଶୀ ନିବେଶ କ୍ଷେତ୍ରରେ ଭାରତ ଚୀନକୁ ପଛରେ ପକାଇ ଦେଇଛି।
-
3.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦକ୍ଷିଣ ଗୋଆର କନାକୋନାସ୍ଥିତ ପର୍ତ୍ତଗାଲୀ ଗାଁରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତ୍ତଗାଲୀ ଜୀବୋତ୍ତମ ମଠରେ ଭଗବାନ ଶ୍ରୀରାମଙ୍କ ୭୭ ଫୁଟ ଉଚ୍ଚ ବିଶ୍ବର ସବୁଠାରୁ ବଡ କାଂସ୍ୟ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି।
-
4.ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଜୋରସୋରରେ ଆଗେଇ ଚାଲିଛି। ଗଭୀର ଖାଇ ଉପରେ ନିର୍ମିତ ୮୦ ଫୁଟ ଉଚ୍ଚ ପୋଲ ଉପରେ ଗଡ଼ିବ ଟ୍ରେନ୍। ଏହି ରେଳପଥରେ ଟ୍ରେନ୍ ଗଡ଼ିବା ପାଇଁ ବୌଦ୍ଧ ଜିଲ୍ଲାରେ ୪ଟି ସୁଡ଼ଙ୍ଗ (ଟନେଲ୍) ସହ କରଞ୍ଜକଟା ଓ ତିଲକୂପ ଗ୍ରାମ ନିକଟରେ ଦୁଇଟି ବଡ଼ ଭାୟାଡକ୍ଟ ନିର୍ମାଣ ହେଉଛି।
-
5.ରାଜ୍ୟରେ ଏବେ ୭୪୨୨୪ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ତାହା ମଧ୍ୟରୁ ୨୦୧୫୦ଟି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ୭୩୮୯ଟି କେନ୍ଦ୍ରର ଘର ନିର୍ମାଣାଧୀନ ଅଛି।
-
6.ଓଡିଶା ରାଜ୍ୟ ସରକାର ୪୧୪୫ ମନ୍ଦିରର ଆର୍ଥିକ ଅନୁଦାନ ରାଶି ବଢ଼ାଇଛନ୍ତି। ପୂର୍ବରୁ ଏହା ୫ କୋଟି ଟଙ୍କା ଥିବାବେଳେ ଏବେ ତାହାକୁ ସାଢ଼େ ୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଦେବୋତ୍ତର ବିଭାଗ ଅଧୀନରେ ଏବେ ରାଜ୍ୟରେ ୧୮ ହଜାରରୁ ଅଧିକ ମନ୍ଦିର ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
-
7.ଓଡିଶାରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ବର, ଭଦ୍ରକ, କଟକ, ବ୍ରହ୍ମପୁର, ଯାଜପୁର, କେନ୍ଦୁଝରରେ ଖୋଲିବାକୁ ଯୋଜନା କରାଯାଇଛି।
-
8.ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ଆଉ ୧୫ ମାଓବାଦୀ ପୁଣି ଆତ୍ମସମର୍ପଣ କଲେ । ଏମାନେ ଆଇଏମ୍ଏମ୍ସି ପ୍ରବକ୍ତା ଅନନ୍ତ ଓରଫ ବିକାଶ ନାଗପୁର ସମେତ ୧୫ ହାର୍ଡକୋର୍ ମାଓବାଦୀ।
-
9.ଓଡିଶାରେ ରାଜ୍ୟରେ ୮ଲକ୍ଷ ୧୬ ହଜାର ହିତାଧିକାରୀଙ୍କ ରାସନ କାର୍ଡ କଟିଛି। ୯୬ ପ୍ରତିଶତ ଇ-କେୱାଇସି ଶେଷ ହୋଇଛି।
-
10.ଓଡିଶାରେ ସରଜମିନ ତଦନ୍ତ ପରେ ଶୁଭଦ୍ରା ଯୋଜନାରେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯୋଡ଼ି ହୋଇଛନ୍ତି ।
-
11.ଦୁବାଇରେ ଆୟୋଜିତ ହୋଇଯାଇଛି ୫ ଷ୍ଟାର ଚଳଚ୍ଚିତ୍ର ସମ୍ମାନ ଉତ୍ସବ । ମହାଶ୍ଵେତା ରାୟଙ୍କୁ ମିଳିଲା ଗୋଲ୍ଡେନ୍ ଏରା ଅଫ୍ ଇଣ୍ଡିଆନ୍ ସିନେମା ସମ୍ମାନ ।
-
12.ବିଜୁ ଜନତା ଦଳ (ବିଜେଡି)ର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇଙ୍କୁ ଦଳୀୟ ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ କରିଛନ୍ତି।
-
13.ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଏଣିକି ନିଯୁକ୍ତ ପିଅନ ହେବେ । ନୂତନ ପଦବୀ ସୃଷ୍ଟି ହେବା ସହ ଦରମା ୧୩ ହଜାର ୧୬୦ ଟଙ୍କା ରହିବ।
-
14.କଫ ସିରପ ଯୋଗୁ ଅନେକ ଶିଶୁ ମୃତ୍ୟୁ ଏବଂ ପ୍ରତିକୂଳ ପ୍ରଭାବକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଏହାର ମନମୁଖୀ ବିକ୍ରୟକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଇଛନ୍ତି।
-
15.ଡିସେମ୍ବର ମାସ ଆରମ୍ଭ ହେବାକୁ ଯାଉଛି। ଆଉ ବର୍ତ୍ତମାନ ବ୍ୟାଙ୍କ ଗ୍ରାହକମାନେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କାରଣ ଏହି ମାସରେ ବ୍ୟାଙ୍କଗୁଡ଼ିକ 18 ଦିନ ପାଇଁ ବନ୍ଦ ରହିବ।
-
16.ଆଇସିସି ଚେୟାରମ୍ୟାନ ଜୟ ଶାହାଙ୍କୁ ଭାରତୀୟ ମହିଳା କ୍ରିକେଟ୍ରେ ଉଲ୍ଲେଖନୀୟ ଯୋଗଦାନ ଲାଗି ସିଏନ୍ଏନ୍-ନ୍ୟୁଜ ୧୮ ପକ୍ଷରୁ ଇଣ୍ଡିଆନ ଅଫ୍ ଦି ଇୟର ପୁରସ୍କାର ବିତରଣ ଉତ୍ସବରେ ଆଉଟ୍ଷ୍ଟାଣ୍ଡିଂ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି।
-
17.ଏଫ୍ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବ ବିଶ୍ଵକପ ପଞ୍ଚମ ସଂସ୍କରଣ-୨୦୨୫ ତାମିଲନାଡୁରେ ଆରମ୍ଭ ହୋଇଛି। ଶୁକ୍ରବାର ଉଦ୍ଘାଟନୀ ଦିବସରେ ୮ ଟି ମ୍ୟାଚ ଖେଳାଯାଇଥିଲା।
-
18.ଶ୍ରୀଲଙ୍କାରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଥିବା ବାତ୍ୟା ‘ଦିତ୍ୱାହ’ କ୍ରମାଗତ ଭାବରେ ଉତ୍ତର ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଥିବାରୁ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍କୁଲ-କଲେଜ ବନ୍ଦ ଘୋଷଣା କରାଯିବା ସହ ରିଲିଫ୍ କାର୍ଯ୍ୟ ପାଇଁ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି।
-
19.ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆତିଥ୍ୟ ପ୍ରଦାନ କରିବାକୁ ଯାଉଥିବାରୁ ରୁଷ୍ ଉଭୟ ଦେଶ ପାଇଁ ପରସ୍ପର ଅଞ୍ଚଳରେ ସାମରିକ କର୍ମଚାରୀ, ଯୁଦ୍ଧ ଜାହାଜ ଓ ଯୁଦ୍ଧ ବିମାନ ମୁତୟନ କରିବାକୁ ଭାରତ ସହ ମିଳିତ ବ୍ୟବସ୍ଥା କରିବାକୁ ପଦକ୍ଷେପ ନେଇଛି।
-
20.ଡିସେମ୍ବର ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବାକୁ ଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବ ନାହିଁ । ସର୍ବସାଧାରଣଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବା ପ୍ରସ୍ତାବ ସାମୟିକ ଭାବେ ସ୍ଥଗିତ କରାଯାଇଛି ।
|
39 |
Y |
|
| 28 |
30-11-2025 |
English |
1. 1.The winter session of Parliament will begin from December 1 and continue till December 19, in which a total of 15 meetings will be held.
2. 2.According to the Asia Power Index 2025, India has become the world's third largest defense power. Along with this, India has surpassed China in the field of foreign investment.
3. 3.Prime Minister Narendra Modi on Friday unveiled the world's largest bronze statue of Lord Shri Ram, 77 feet high, at the Shri Sansthan Gokarna Portgali Jeewattham Math in Portgali village in South Goa's Canacona.
4. 4.The Khordha-Balangir railway is progressing at full speed. The train will run on an 80 feet high bridge built over a deep ditch. For the train to run on this railway, four tunnels are being constructed in Boudh district along with two big viaducts near Karanjkata and Tilakup villages.
5.5. There are currently 74244 Anganwadi centres in the state. Out of which 20150 centres do not have their own buildings. 7389 centres have houses under construction.
6. 6.The Odisha state government has increased the financial grant amount for 4145 temples. Earlier it was Rs 5 crore, now it has been increased to Rs 7.5 crore. The minister has informed that there are now more than 18,000 temples in the state under the Devotee Department.
7.7. 15 more POCSO courts will be opened in Odisha. The process has started in this regard. It is planned to open them in Balasore, Bhadrak, Cuttack, Berhampur, Jajpur, Keonjhar.
8. 8.15 more Maoists surrendered in Maharashtra's Gadchiroli district. These are IMMC spokesperson Anant alias Vikas Nagpur and 15 hardcore Maoists.
9. 9.Ration cards of 816,000 beneficiaries have been cancelled in Odisha. 96 percent e-KYC has been completed.
10. 10.After the land survey in Odisha, more than 17 lakh women have joined subhadra scheme.
11. 11.The 5-star film award ceremony has been organized in Dubai. Mahasweta Roy was given the Golden Era of Indian Cinema Award.
12.12. Biju Janata Dal (BJD) Bhadrak district Bant Block President Manoranjan Ghadik has been suspended by party president Naveen Patnaik.
13.13. Every panchayat in the state will now have a designated peon. With the creation of the new post, the salary will be Rs 13,160.
14. 14.In view of the many child deaths and adverse effects due to cough syrup, the central government has taken strict steps to stop its indiscriminate sale.
15. 15.The month of December is about to begin. And now bank customers may face some problems. Because banks will be closed for 18 days in this month.
16.16. ICC Chairman Jay Shah has been awarded the Outstanding Achievement Award by CNN-News18 at the Indian of the Year Awards ceremony for his outstanding contribution to Indian women's cricket.
17. 17.The fifth edition of the FIH Junior Men's Hockey World Cup 2025 has begun in Tamil Nadu. Eight matches were played on the opening day on Friday.
18. 18.Cyclone 'Ditwah', which caused devastating damage in Sri Lanka, is steadily moving towards the coast of north Tamil Nadu and Puducherry, prompting authorities to take extensive measures. Schools and colleges have been closed and the government is ready for relief work.
19. 19.Russia has taken steps to make joint arrangements with India for the deployment of military personnel, warships and fighter jets in each other's territory as Prime Minister Narendra Modi visits New Delhi to host President Vladimir Putin.
20. 20.The Srigundicha temple, which was scheduled to open for devotees from December 1, will not open. The proposal to open the Srigundicha temple for the public has been temporarily stayed. |
30 |
Y |
|
| 29 |
29-11-2025 |
Odia |
-
1.ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧରଙ୍କୁ ଏକ ବିରଳ ପଦକ୍ଷେପରେ ଜାତିସଂଘ (UN)ର ଏକ ଗୁରୁତ୍ୱପୂର୍ଣ୍ଣ ତଦନ୍ତକାରୀ ପ୍ୟାନେଲର ମୁଖ୍ୟ ଭାବରେ ମନୋନୀତ କରାଯାଇଛି।
-
2.ଏସିଆ ପାୱାର ଇଣ୍ଡେକ୍ସ ୨୦୨୫ ଅନୁଯାୟୀ, ଭାରତ ବିଶ୍ୱର ତୃତୀୟ ବୃହତ୍ତମ ପ୍ରତିରକ୍ଷା ଶକ୍ତି ପାଲଟିଛି। ଏହା ସହିତ ବିଦେଶୀ ନିବେଶ କ୍ଷେତ୍ରରେ ଭାରତ ଚୀନକୁ ପଛରେ ପକାଇ ଦେଇଛି।
-
3.ରାଜ୍ୟର ସରକାରୀ ହାଇସ୍କୁଲ ଓ କେନ୍ଦ୍ରୀୟ ବିଦ୍ୟାଳୟର ୧୩ହଜାର ୪୧୩ଜଣ ବିଦ୍ୟାର୍ଥୀ ୯ମ ଶ୍ରେଣୀ ପାସ୍ କରିପାରି ନାହାନ୍ତି। ନବମରେ ଫେଲ୍ ହୋଇଥିବାରୁ ସେମାନେ ପୁଣିଥରେ ଶିକ୍ଷା ଗ୍ରହଣ କରୁଛନ୍ତି। କିଛି ଜଣ ଦ୍ୱିତୀୟ ଥର ପରୀକ୍ଷା ଦେଇ ସେଥିରେ କୃତକାର୍ଯ୍ୟ ହୋଇ ଦଶମ ଶ୍ରେଣୀରେ ପଢ଼ୁଛନ୍ତି।
-
4.ମୁଖ୍ୟମନ୍ତ୍ରୀ ବିଧାନସଭାରେ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ।
-
5. ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଗତ ୩ ବର୍ଷର ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ ଏକା ସଙ୍ଗେ ସଙ୍ଗୀତ, ଲୋକକଳା, ବାଦ୍ୟ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ଓଡ଼ିଶୀ କଣ୍ଠ ସଙ୍ଗୀତ ଓ ଶବ୍ଦ ନୃତ୍ୟ ଆଦିକୁ ଏକାଡେମୀର ସର୍ବୋଚ୍ଚ ସ୍ବୀକୃତି ମିଳିଛି ।
-
6.୨୦୨୩ ମସିହା ପାଇଁ ବର୍ଷିୟାନ୍ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ ଓ ମୋଗଲ ତାମସାର ପ୍ରଖ୍ୟାତ ଗୁରୁ ବାଦଲ ଶିକ୍ଦାରଙ୍କୁ ପ୍ରଦାନ କରାଯାଇଛି ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’। ସେହିଭଳି ୨୦୨୪ ମସିହା ପାଇଁ ବିଶିଷ୍ଟ ବଂଶୀ ବାଦକ ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକ ଓ ଓଡ଼ିଶୀ ନୃତ୍ୟଗୁରୁ ସୁଧାକର ସାହୁଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।
-
7.୨୦୨୫ ମସିହା ପାଇଁ ଓଡ଼ିଶୀ କଣ୍ଠ ସଙ୍ଗୀତ ଗୁରୁ ଘନଶ୍ୟାମ ପଣ୍ଡା ଓ ଶବ୍ଦ ନୃତ୍ୟଗୁରୁ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ସହ ଉପଢ଼ୌକନ ଦେଇ ସମ୍ବର୍ଧିତ କରାଯାଇଛି।
-
8.ଜବରଦଖଲକାରୀଙ୍କୁ ନିସ୍ତାର ନାହିଁ। ରାଜ୍ୟର ସମସ୍ତ କଲେଜରୁ ଜବରଦଖଲ ହଟିବ ।
-
9.ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ୧,୮୩,୨୧୬ଜଣ ଛାତ୍ରଛାତ୍ରୀ ଡ୍ରପଆଉଟ୍ ଥିବାବେଳେ ‘ଆସ ସ୍କୁଲ ଯିବା’ ଅଭିଯାନ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୬୦,୭୨୯ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଫେରାଇ ଅଣାଯାଇଛି।
-
10.ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ଲାଗି ଅତିରିକ୍ତ ବଜେଟରେ ନୂଆ ଯୋଜନା ‘ଶକ୍ତିଶ୍ରୀ’ ଘୋଷଣା କରାଯାଇଛି। ସେଥିପାଇଁ ୧୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
-
11.ତାଳଚେରରେ ବିଜେପିର ଅପରେସନ ଲୋଟସ। ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ତାଳଚେର ପୌର ପରିଷଦ ଅଧ୍ୟକ୍ଷ ପବିତ୍ର ଭୂତିଆ। ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ୧୩ କାଉନସିଲର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।
-
12.ଆଧାର ଅପ୍ଡେଟ୍ କରିବା ପାଇଁ ଏବେ ଘରେ ବସି ଆଧାର ଅପ୍ଡେଟ୍ କରିପାରିବେ । (UIDAI) ନୂଆ ଆଧାର ଆପ୍ରେ ଏହି କାମ କରିପାରିବେ । ଏହି ଆପ୍ ନଭେମ୍ବର ୯ ତାରିଖରେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଲଞ୍ଚ କରାଯାଇଛି।
-
13.୨୦୨୫-୨୬ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୮.୨ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି।
-
14.ଓଡିଶା ରାଜ୍ୟରେ ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ପୁନଃ ଖୋଲାଯିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ଗୁରୁବାର ସ୍ପଷ୍ଟ କରିଛନ୍ତି।
-
15.ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ନେଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ବିଧାୟକ ଲକ୍ଷ୍ମଣ ବାଗ୍ଙ୍କ ବିରୋଧରେ ମାମଲା ଚାଲିବ।
-
16.ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ନୂଆ ବିଚାରପତି ନିଯୁକ୍ତି ଓ ବଦଳି ଲାଗି ପ୍ରଚଳିତ କଲେଜିୟମ୍ ବ୍ୟବସ୍ଥାର ଉଚ୍ଛେଦ ଉପରେ ପୁନଃବିଚାର କରାଯିବ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ କହିଛନ୍ତି। କଲେଜିୟମ୍ ବ୍ୟବସ୍ଥା ଉଚ୍ଛେଦ କରି ତା’ ସ୍ଥାନରେ ନ୍ୟାସନାଲ ଜୁଡିସିଆଲ ଆପଣ୍ଟମେଣ୍ଟ କମିସନ (ଏନଜେଏସି)କୁ କାର୍ଯ୍ୟକାରୀ କରାଯିବ।
-
17.କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ମିଶ୍ରଣ ପାଇଁ ଆଲୋଚନା ହେଉଥିବା ବ୍ୟାଙ୍କଗୁଡ଼ିକ ମଧ୍ୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ୟୁକୋ ବ୍ୟାଙ୍କ ଏବଂ ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ ଅନ୍ତର୍ଭୁକ୍ତ।
-
18.ଭାରତର ମାଇକ୍ରୋଫାଇନାନ୍ସ ଉଦ୍ୟୋଗ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ଭଳି ପ୍ରମୁଖ ରାଜ୍ୟରେ ଋଣ ଖିଲାପ ବଢ଼ିବା ଯୋଗୁଁ ଆସେଟ୍-ଗୁଣବତ୍ତା ସୂଚକାଙ୍କ ଖରାପ ହେବାରେ ଲାଗିଛି।
-
19.ଯଦି ଜଣେ ମୋବାଇଲ୍ ଗ୍ରାହକଙ୍କ ନାମରେ ନିଆଯାଇଥିବା ସିମ୍ କାର୍ଡ଼କୁ ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଥିବାର ଦେଖାଯାଏ, ତେବେ ମୋବାଇଲ୍ ଗ୍ରାହକ ସେଥିପାଇଁ ଦାୟୀ ଏବଂ ଦଣ୍ଡନୀୟ ହୋଇପାରନ୍ତି।
-
20.ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ରେ ଭାରତର ୦-୨ରେ ଶୋଚନୀୟ ପରାଜୟ ସତ୍ତ୍ୱେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ତିନି ଫର୍ମାଟ୍ରେ ନିଜ ଦାୟିତ୍ୱ ଜାରି ରଖିବେ।
|
39 |
Y |
|
| 30 |
29-11-2025 |
English |
-
1.The state government has tabled a supplementary budget of Rs17,440 crore for the financial year (FY) 2025-26 in addition to the main budget of Rs2.90 lakh crore passed in February this year.
-
2.Major alloctions are Rs4,329 crore for food supplies and consumer welfare dept ,Rs2,000 for school and mass education Rs1422 crore for finance Rs1,152 crore for health and family welfare, Rs900 crore for works department, Rs858 crore for agriculture and farmers’ empowerment, Rs807 crore for Mission Shakti ,Rs751 crore for women and child development.
-
3.The Odisha government has launched a revised Maoist surrender and rehabilitation policy with a provision of maximum financial assistance up to Rs1.20 crore and also enhanced reward money for surrendered fire arms.
-
4.The Indian economy grew by a higher than expected 8.2 per cent - a six-quarter high .
-
5.Commerce and Transport (C&T) department convened an workshop on PM GatiShakti, marking a pivotal milestone in strengthening coordinated and data-driven infrastructure development across the state through the adoption of a Geo-Spatial Logistics Planning Framework.
-
6.A young woman from Slovakia travelled across continents and reached Paralakhemundi in Gajapati district to marry her long-time partner, illustrating what many describe as the power of committed love.
-
7.Himachal Pradesh Chief Minister Sukhvinder Singh Sukhu released Rs 460cr for expansion of Kangra Airport.
-
8.The Assam Assembly Friday passed an amendment bill which will enable the government to distribute land in tea estates’ labour lines among the workers for housing ownership.
-
9.The Supreme Court Friday asked the Maharashtra government and its state election commission to conduct local body elections and made it clear that poll results of all bodies, including where 50 per cent ceiling on quota have been breached, will depend on its verdict.
-
10. A Trinamool Congress delegation Friday alleged before the Election Commission top brass that around 40 SIR-related deaths had occurred in West Bengal so far.
-
11.Jharkhand Chief Minister Hemant Soren Friday marked one year of his second government by distributing appointment letters among 9,000 youth for recruitment to state departments
-
12.The inflation rate in Delhi remained substantially lower than in other metro cities and the national average last year, especially in the fuel and light group, according to a government report.
-
13.The Supreme Court Friday dismissed a plea of Byju Raveendran, the promoter of Think and Learn Private Limited that operates ed-Tech firm Byju, challenging an NCLAT order which has mandated that the settlement of the BCCI’s claim be placed before the Committee of Creditors.
-
14.Sri Lanka Friday grappled with one of its worst disasters as cyclonic storm Ditwah wreaked havoc, causing floods and landslides that left more than 80 dead, amid a trail of destruction and damage to infrastructure.
-
15.TP Central Odisha Distribution Limited (TPCODL) has been honoured with the Odisha CSR Excellence Award–2025 by the Odisha CSR Forum.
|
34 |
Y |
|