Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1 07-06-2026 Odia
  1. 1.ରାଷ୍ଟ୍ରାୟତ୍ତ ତେଲ କମ୍ପାନିଗୁଡ଼ିକ ୧୪.୨ କିଗ୍ରା ବିଶିଷ୍ଟ ଘରୋଇ ଏଲ୍‌ପିଜି ଦର ୨୯ ଟଙ୍କା ବୃଦ୍ଧି କରିଛନ୍ତି।

  2. 2.ଗବେଷକମାନେ ସ୍ପଷ୍ଟ କରିଛନ୍ତି ଯେ, ୧୯୯୩ ରୁ ୨୦୧୦ ମସିହା ମଧ୍ୟରେ ବିଶ୍ୱବ୍ୟାପୀ ପ୍ରାୟ ୩୧.୫ ଇଞ୍ଚ (୮୦୦ ମିଲିମିଟର) ଭୂତଳ ଜଳ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯାଇଛି। 

  3. 3.ଓଡିଶାରେ ୧୪୭ତମ ସିଙ୍ଗଲ୍‌ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ ବୈଠକରେ ଆଜି ୩୭୯୩.୩୩ କୋଟି ଟଙ୍କା ମୂଲ୍ୟର ୨୪ଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ମିଳିଛି।

  4. 4.ସୂଚନା ଅନୁଯାୟୀ, ଭେଲ୍‌ ଓ ସେଲ୍‌ ଗତ ୩ ବର୍ଷ ହେଲା ବାର୍ଷିକ ୫ ହଜାର କୋଟି ଟଙ୍କାର ଟିକସ ପରବର୍ତ୍ତୀ ଲାଭ ହାସଲ କରିବାରେ ସମର୍ଥ ହୋଇନାହାନ୍ତି। ମହାରତ୍ନ ମାନ୍ୟତା ପାଇଁ ବାର୍ଷିକ ଟିକସ ପରବର୍ତ୍ତୀ ଲାଭ ୫୦୦୦ କୋଟିରୁ ଅଧିକ ହେବା ଆବଶ୍ୟକ।

  5. 5.ବିଶିଷ୍ଟ ସମ୍ବିଧାନ ବିଶେଷଜ୍ଞ ଡକ୍ଟର ସୁଭାଷ କାଶ୍ୟପଙ୍କର ୯୭ ବର୍ଷ ବୟସରେ ଦେହାନ୍ତ ହୋଇଛି।

  6. 6.ବାରଣାସୀ ଠାରେ କାଶିକା ଆର୍ଟିଷ୍ଟ ଗ୍ରୁପ୍ ପକ୍ଷରୁ ଅନ୍ତର୍ଜାତୀୟ କଳା ପ୍ରଦର୍ଶନୀ ଗତ ୪ରୁ ୬ତାରିଖ ପର୍ୟ୍ୟନ୍ତ ତିନିଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ବର ଜିଲା ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ ଅଧୀନ ନରେନ୍ଦ୍ର ପାତ୍ରଙ୍କ ପୁଅ ପ୍ରଦୀପ ଉକ୍ତ କଳା ପ୍ରଦର୍ଶନୀରେ ନିଜର ଚମତ୍କାରୀତା ଦେଖାଇଥିଲେ।

  7. 7.ସାମ୍ପଲ୍ ରେଜିଷ୍ଟ୍ରେସନ୍ ସିଷ୍ଟମ୍ ୨୦୨୪ର ରିପୋର୍ଟ ଅନୁଯାୟୀ, ଦେଶରେ ପ୍ରତି ୧, ୦୦୦ ଜୀବିତ ଜନ୍ମରେ ଶିଶୁ ମୃତ୍ୟୁ ହାର ହ୍ରାସ ପାଇ ୨୪ରେ ପହଞ୍ଚିଛି। ୨୦୧୯ରେ ଏହି ସଂଖ୍ୟା ୩୦ ଥିଲା।

  8. 8.ଭାରତରେ ପ୍ରାୟ ୬୦ ପ୍ରତିଶତରୁ ଅଧିକ ଜଳସେଚନ କେବଳ ଏହି ଜଳ ଉପରେ ନିର୍ଭର କରେ। ଅପରପକ୍ଷରେ, ଆମେରିକାରେ ବୃହତ୍‌ ସ୍ତରର ବ୍ୟାପାରିକ ଚାଷ ଏବଂ ବିଭିନ୍ନ ଶିଳ୍ପାଞ୍ଚଳର ଆବଶ୍ୟକତା ପାଇଁ ମାଟି ତଳୁ ବ୍ୟାପକ ପରିମାଣର ଜଳ ନିଷ୍କାସନ କରାଯାଉଛି।

  9. 9.କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମୋଟ୍‌ ସମ୍ପତ୍ତି ମୂଲ୍ୟ ୩୮.୭୬ କୋଟି। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସମୟରେ ଖଡ଼ଗେ ଦାଖଲ କରିଥିବା ସତ୍ୟପାଠରେ ଏହି ଘୋଷଣା କରିଛନ୍ତି।

  10. 10.ଉତ୍ତର ପ୍ରଦେଶର ବାଲିଆ ଜିଲାରେ ଅବସ୍ଥିତ ପ୍ରସିଦ୍ଧ ‘ସୁରହା ତାଲ’ (ଜୟ ପ୍ରକାଶ ନାରାୟଣ ପକ୍ଷୀ ଅଭୟାରଣ୍ୟ)କୁ ଅନ୍ତର୍ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ଆଦ୍ରଭୂମି ବା ଭାରତର ୧୦୦ତମ ‘ରାମସାର ସାଇଟ୍’ ଭାବେ ମାନ୍ୟତା ମିଳିଛି। ଏହି ସଫଳତା ସହ ଭାରତରେ ରାମସାର ସାଇଟ୍‌ଗୁଡ଼ିକର ସଂଖ୍ୟା ଶହେ ଛୁଇଁଛି।

  11. 11. ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ ନିର୍ମିତ ଟେଣ୍ଟ ଭାଙ୍ଗି ପଡ଼ି ପଡିଥିବା ବେଳେ ପ୍ରାୟ ୨୫୦ଟି ଷ୍ଟଲ ବର୍ଷା ପବନରେ ମାଟିରେ ମିଶି ଯାଇଛି। ଏନେଇ ଅନ୍ତର୍ଜାତୀୟସ୍ତରରୁ ଆସିଥିବା ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି।

  12. 12.ବାଲିଗୁଡ଼ାର ଆଇଟିଡିଏ ସହକାରୀ ର୍ନିବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ରେଡ କରିବା ପରେ କେବଳ ଭୁବନେଶ୍ବରରେ ୪ଟି ବହୁତଳ କୋଠା ସହ ବାବୁଙ୍କର ବିପୁଳ ସମ୍ପତ୍ତି ରହିଥିବା ବେଳେ ତାକ ବ୍ୟାଙ୍କ୍‌ ଲକ୍‌ରରୁ ୨କୋଟି ଟଙ୍କା ନଗଦ ଠାବ ହୋଇଛି।

  13. 13. କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି।

  14. 14.ବିସିସିଆଇ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ନୂତନ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି।

  15. 15.ଆଉ ମାତ୍ର ୪ରୁ ୫ଦିନ ମଧ୍ୟରେ ଓଡ଼ିଶାରେ ସ୍ପର୍ଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଶନିବାର ସୂଚନା ଦିଆଯାଇଛି।

14 Y
2 07-06-2026 English
  1. 1.Domestic cooking gas prices have been increased by Rs 29 per cylinder, marking the second hike in the last three months .

  2. 2.The southwest monsoon is likely to set in over Odisha during the next six to eight days, said the IMD on Saturday.

  3. 3.The Odisha government on Saturday cautioned hospitals empanelled under the AB-PMJAY-GJAY scheme against charging beneficiaries for pre-hospitalisation and post-hospitalisation diagnostics and related services.

  4. 4.The Odisha Vigilance have recovered around Rs 2 crore in cash from the bank lockers of Baikuntha Nath Behera, the Assistant Executive Engineer (AEE) of the Integrated Tribal Development Agency (ITDA), Baliguda .

  5. 5.The government on Saturday said it has amended the standard operating procedure for determination of net quantity and standard pack sizes of edible oils.

  6. 6.Mahant Devanand Maharaj stabbed to death inside Kota monastery

  7. 7.New Delhi: National Testing Agency (NTA) Saturday dismissed as "false" and "fraudulent" claims circulating on social media about alleged leak or sale of the NEET-UG 2026 re-examination question paper and warned of strict action against those spreading such content

  8. 8. Hundreds of protesters gathered at Delhi's Jantar Mantar Saturday under the banner of the Cockroach Janta Party (CJP), demanding Education Minister Dharmendra Pradhan's resignation over alleged irregularities in examinations and recruitment tests.  

  9. 9.Pakistan Tehreek-e-Insaf (PTI)-led provincial government in Khyber Pakhtunkhwa accused the federal government of denying adequate medical treatment to former Prime Minister and PTI founder Imran Khan and his wife,

  10. 10.India and the United States held the 29th edition of Army-to-Army Staff Talks in Hawaii, discussing ways to deepen bilateral defence cooperation .

  11. 11.The US military said it shot down four Iranian drones that were launched toward the Strait of Hormuz Friday.

  12. 12.Team Agnirath, a group of engineering students from IIT Madras, is preparing to take on competitors from across the world in an eight-day, 2,300-kilometre endurance race from Johannesburg to Cape Town between September 10 and 17.

  13. 13.The racket was exposed first in Damoh, where three doctors posted under the National Health Mission at Sanjeevani Clinics were arrested. Fake Doctors Found In Madhya Pradesh, Purchased Degrees For Rs 10 Lakh.

  14. 14.After peaking at over 2.19 lakh machines in FY23, the number of ATMs has steadily declined to about 2.09 lakh in FY26.

  15. 15.The 2026 FIFA World Cup cannot be entirely blamed for the sharp fall in the US markets on Friday.

9 Y
3 06-06-2026 Odia
  1. 1.୨୦୨୬-୨୭ ଆର୍ଥିକବର୍ଷ ପାଇଁ  ଜିଡିପି ଅଭିବୃଦ୍ଧି ୬.୯ ପ୍ରତିଶତ ରହିବ ବୋଲି ପୂର୍ବରୁ ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିଥିବାବେଳେ ତାହା ୬.୬ ପ୍ରତିଶତକୁ ଖସିଯିବ ବୋଲି ଆକଳନ କରାଯାଇଛି।

  2. 2.ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖିଛି।  ରେପୋ ରେଟ ୫ ଦଶମିକ ୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଛି। 

  3. 3.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଉଷୁନା ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା ୨୦ ଟଙ୍କା ରୁ ୪୦ ଟଙ୍କାକୁ ଓ ଅରୁଆ ଦର କ୍ୱିଣ୍ଟାଲ ପିଛା ୧୦ ଟଙ୍କା ରୁ ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

  4. 4.ଆରବିଆଇ ଗଭର୍ନର ସଞ୍ଜୟ ମଲହୋତ୍ରା ଘୋଷଣା କରିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ‘ପଲିମର’ କରେନ୍ସି ନୋଟ ପ୍ରଚଳନ କରିବା ପ୍ରସ୍ତାବ ଉପରେ ବିଚାର କରୁଛି।

  5. 5.ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା କୌଣସି ବ୍ୟକ୍ତିଙ୍କୁ ସେହି ଚାକିରି ପାଇଁ ଚୟନ କରାଯାଇପାରିବ ନାହିଁ, ଯାହା ସ୍ପଷ୍ଟ ଭାବେ କମ୍‌ ଯୋଗ୍ୟତା ବିଶିଷ୍ଟ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।

  6. 6.ବେଙ୍ଗାଲୁରୁଭିତ୍ତିକ ଏହି କମ୍ପାନିରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର ଜାଲିଆତି ହୋଇଛି। କମ୍ପାନିର ବାସ୍ତବ ପ୍ରଦର୍ଶନ ତୁଳନାରେ କାଗଜପତ୍ରରେ ଅଧିକ କାରବାର ଦର୍ଶାଯାଇଛି। ଏହି ଘଟଣାରେ ସେବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କମ୍ପାନିର ସିଏମ୍‌ଡି ରାଜେଶ ମେହେଟ୍ଟାଙ୍କୁ ପୁଞ୍ଜି ବଜାରରୁ ଅନ୍ୟାଦେଶ ପର୍ଯ୍ୟନ୍ତ ବାସନ୍ଦ କରିଛି। 

  7. 7.ନାଲ୍‌କୋରେ ଠିକାଦାରମାନଙ୍କ ଦ୍ୱାରା ନିୟୋଜିତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ କର୍ପୋରେଟ୍ ବେତନ ପ୍ୟାକେଜ୍ ସୁବିଧା ପ୍ରଦାନ ପାଇଁ ଏହି ଏମ୍‌ଓୟୁ ହୋଇଛି। ଏହି ବୁଝାମଣାପତ୍ରର ଏକ ପ୍ରମୁଖ ବିଶେଷତ୍ୱ ହେଉଛି ଠିକା କର୍ମଚାରୀଙ୍କ ପାଇଁ ଦୁର୍ଘଟଣା ବୀମା ସୁବିଧାକୁ ଅନ୍ତର୍ଭୁକ୍ତ କରିବା, ଯାହା ସ୍ଥାୟୀ କର୍ମଚାରୀଙ୍କ ପାଇଁ ଉପଲବ୍ଧ ସୁବିଧା ସହିତ ସମାନ ଅଟେ। 

  8. 8.ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଭାରତୀୟ ଅର୍ଥନୀତି ଚାପରେ ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଉଚ୍ଚସ୍ତରରେ ରହିବା ଫଳରେ ସବ୍‌ସିଡି ବୋଝ ବଢ଼ିଯାଇଛି। 

  9. 9.ତେଲ ବିକ୍ରି କରିବା ପାଇଁ ସ୍ବତନ୍ତ୍ର ଫ୍ଲେକ୍ସ ଫୁଏଲ୍‌ ପମ୍ପ ସ୍ଥାପନ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏଭଳି ୫୦୦ ଓ ୨୦୨୭ ସୁଦ୍ଧା ୫୦୦୦ ପମ୍ପ ସ୍ଥାପନ କରିବା ଯୋଜନା ରହିଛି ।

  10. 10.କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶନିବାର ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ

  11. 11.ଦେଶର ପ୍ରମୁଖ ସରକାରୀ ତୈଳ କମ୍ପାନୀ ‘ଅଏଲ ଇଣ୍ଡିଆ କୁ ଆଣ୍ଡାମାନ ସମୁଦ୍ରର ଗଭୀର ଜଳଭାଗରେ ପ୍ରାକୃତିକ ଗ୍ୟାସ ଆବିଷ୍କାର କରିବାରେ ଏକ ବଡ଼ ସଫଳତା ମିଳିଛି।

  12. 12.ତାମିଲନାଡୁରେ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ତାମିଲନାଡୁର ପୂର୍ବତନ ଭାଜପା ସଭାପତି କେ. ଆନ୍ନାମଲାଇ ଦଳରୁ ଇସ୍ତଫା ଦେଇଛନ୍ତି।

  13. 13. ‘ବିଜନେସ ଷ୍ଟାଣ୍ଡାର୍ଡ’ର ରିପୋର୍ଟରେ ହୋଇଥିବା ଖୁଲାସା ଅନୁଯାୟୀ, ଆଗାମୀ ସମୟରେ ଦେଶ ମଧ୍ୟରେ ଏଟିଏମ ସେବା ବିପର୍ଯ୍ୟସ୍ତ ହୋଇପାରେ।

  14. 14.ସରକାରଙ୍କ ପକ୍ଷରୁ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଚଳିତମାସ ୨ ତାରିଖରେ ୯ ସ୍ଥାନର ନାମ ପରିବର୍ତ୍ତନକୁ ସୁପାରିସ କରିବା ସହିତ ୨୭ ଜିଲାରେ ୫୦ରୁ ଅଧିକ ନାମ ବଦଳାଇବାକୁ ସୁପାରିସ କରିଛନ୍ତି।

  15. 15.ଇଣ୍ଡୋନେସିଆ ଓପନ ସୁପର-୧୦୦୦ ବ୍ୟାଡ୍‌ମିଣ୍ଟନ ଚମ୍ପିଆନସିପ୍‌ରେ ପୁରୁଷ ଯୁଗଳ କ୍ବାର୍ଟରଫାଇନାଲରେ ଭାରତୀୟ ଯୋଡ଼ି ଏମ୍‌.ଆର୍‌. ଅର୍ଜୁନ ଓ ଏ. ହରିହରନ ଯୋଡ଼ି ପହଞ୍ଚିଛନ୍ତି।

27 Y
4 06-06-2026 English
  1. 1.Abhijeet Dipke, founder of the online movement Cockroach Janta Party (CJP), arrived in Delhi Saturday ahead of a planned demonstration at Jantar Mantar, and gets Police Permission For Delhi Protest.

  2. 2.The US military said it shot down four Iranian drones that were launched toward the Strait of Hormuz Friday

  3. 3.The Central Board of Secondary Education (CBSE) has announced an extension of the deadline for Class 12 students seeking verification and re-evaluation of their answer sheets to June 7 midnight.

  4. 4.India's economy grew at a higher pace of 7.7 per cent during 2025-26 as compared to 7.1 per cent in 2024-25, according to government data released Friday. In January-March period of the 2025-26 fiscal year, the gross domestic product (GDP) has been estimated.

  5. 5.Milling charges across the state increased.  The milling charge for parboiled rice has been increased from Rs 20 to Rs 40 per quintal, while the milling charge for raw rice has been raised from Rs 10 to Rs 20 per quintal.

  6. 6.Hot and humid weather conditions continued to prevail in Odisha capital on Saturday, with the city recording extremely high humidity levels early in the morning.

  7. 7. Putin  said that the "Su-57 is among the most advanced platforms and has been offered to India," .

  8. 8. As many as 1,076 Indian nationals have been deported from the US this year so far, the Ministry of External Affairs (MEA) said Friday.

  9. 9.At least four persons, including a couple, were killed in separate incidents of lightning strikes in Odisha.

  10. 10.The Bhubaneswar Development Authority (BDA) has decided to undertake a comprehensive redevelopment of the Priyadarshini Market Complex at CRPF Square, one of the city's prominent commercial hubs.

  11. 11.India Friday launched E85 fuel, a high-ethanol blend designed for flex-fuel vehicles, at Rs 20 a litre discount to normal petrol. 

  12. 12.CJI Surya Kant delivered a lecture at Birkbeck College, London, on June 4. During the question-and-answer session, some attendees raised questions on alleged suppression of dissent in India. They also tried to question the Chief Justice on his recent "cockroach" remark.

  13. 13.Assam Govt hikes Dearness Allowance to 60%, Over 8 Lakh Employees .

  14. 14.Senior IPS officer Sunil Achayya's wife Sandhya Achayya was killed in a wild elephant attack while inspecting work at a coffee plantation near Titimati in Kodagu district on Friday.

  15. 15.India's first woman combat helicopter pilot, Major Abhilasha Barak, received on Friday the UN 2005 Military Gender Advocate of the Year Award,

22 Y
5 05-06-2026 Odia
  1. 1.ଇରାନ ସହ ଯୁଦ୍ଧ ଶେଷ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ବୟାନ ଦେବା ପରେ  ମୋଜତବା ଏକ   ଲିଖିତ ବାର୍ତ୍ତା ମାଧ୍ୟମରେ ଦାବି କରିଛନ୍ତି ଯେ ଆମେରିକା ଓ ଇସ୍ରାଏଲ୍ ସାମରିକ ସ୍ତରରେ ସମ୍ପୂର୍ଣ୍ଣ ଭାବେ ପରାଜିତ ହୋଇଛନ୍ତି।

  2. 2.ଗୁଜରାଟରେ ‘ଅପରେସନ୍‌ ଡେଲଟା ହଣ୍ଟ୍‌’ ଅଧୀନରେ ଏକାଧିକ ସହର ଏବଂ ଜିଲ୍ଲାମାନଙ୍କରେ ଚଢ଼ଉ କରାଯାଇଛି ଏବଂ ୩୬୨ ବେଆଇନ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି।

  3. 3.ଏୟାରଲାଇନ୍ସକୁ ଆର୍ଥିକ ଦୃଷ୍ଟିରୁ ସ୍ଥିର  ରଖିବା ପାଇଁ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅଧୀନରେ ସରକାର ଘରୋଇ ବିମାନ କମ୍ପାନୀ ପାଇଁ ବିମାନ ଟର୍ବାଇନ୍ ଇନ୍ଧନ (ATF) ର ମୂଳ ମୂଲ୍ୟ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତି ଲିଟର ୮୬.୩୨ ଟଙ୍କା ସ୍ଥିର କରିଛନ୍ତି।

  4. 4.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ଉତ୍ତର ପତ୍ର ଯାଞ୍ଚ ଏବଂ ପୁନଃମୂଲ୍ୟାୟନ ପ୍ରକ୍ରିୟାରେ ୫୬,୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।

  5. 5.ଆବୁଧାବିର BAPS ହିନ୍ଦୁ ମନ୍ଦିରକୁ ମର୍ଯ୍ୟାଦାଜନକ 'ସହିଷ୍ଣୁତା ପୁରସ୍କାର ୨୦୨୬'ରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ବିଶ୍ୱ ଶାନ୍ତି ପ୍ରତି BAPS ର ପ୍ରତିବଦ୍ଧତା ଏବଂ ସହନଶୀଳତା, ପାରସ୍ପରିକ ସମ୍ମାନ ପ୍ରୋତ୍ସାହନରେ ଏହାର ଅବଦାନକୁ ସ୍ୱୀକୃତି ଦିଏ।

  6. 6.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ପୁରୀ ଜିଲ୍ଲାର ପିପିଲିରେ ଏକ 'ଆପ୍ଲିକ୍ ଏବଂ ହସ୍ତଶିଳ୍ପ ହବ୍' ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

  7. 7.ଭାରତ ପାଣିପାଗ ବିଭାଗ (IMD) ସୂଚନା ଅନୁଯାଇ ଜୁନ୍ ୪ ତାରିଖରେ ମୌସୁମୀ କେରଳରେ ପହଞ୍ଚିଥିଲା, ଯାହା ଏହାର ସାଧାରଣ ଆରମ୍ଭ ତାରିଖ ଜୁନ୍ ୧ ତାରିଖଠାରୁ ତିନି ଦିନ ବିଳମ୍ବରେ ହୋଇଥିଲା।

  8. 8.ଭାରତର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ଗୁରୁବାର କହିଛି ଯେ ନେଟୱାର୍କ ଅପ୍ଟିମାଇଜେସନ୍ ପାଇଁ ଏହା ହଂକଂ ଏବଂ କ୍ରାବି ସମେତ ଛଅଟି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ଅସ୍ଥାୟୀ ଭାବରେ କାର୍ଯ୍ୟ ବନ୍ଦ ରଖିଛି।

  9. 9.ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖାନଲ ଭାରତ  ପ୍ରତିରକ୍ଷା ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ନିମନ୍ତ୍ରଣରେ ଜୁନ୍ ୫ ରୁ ୭ ତାରିଖ ଭାରତ ଗସ୍ତ କରିବେ।

  10. 10.ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍ଜିଟି), ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଭୀମପୁର ବାଲି ଶଯ୍ୟାରେ କଥିତ ବେଆଇନ ବାଲି ଖନନର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

  11. 11.ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୫ରେ ଗଞ୍ଜାମ ଜିଲ୍ଲା ତିନୋଟି ପ୍ରତିଷ୍ଠିତ ସମ୍ମାନ ହାସଲ କରି ଓଡ଼ିଶାକୁ ଗୌରବ ଆଣିଛି। ଗଞ୍ଜାମ ଜିଲ୍ଲା ୩ କୋଟି ଟଙ୍କାର ପୁରସ୍କାର ରାଶି ଜିତିଛି। ମନ୍ଦାର ଏବଂ ପୋତାଲମପୁର ଜିପି ଯଥାକ୍ରମେ ୩୭.୫ ଲକ୍ଷ ଏବଂ ୨୫ ଲକ୍ଷ ଟଙ୍କା ପାଇଛନ୍ତି।

  12. 12.କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ସାତ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି, ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ, ଦଳ ମନସୁର ଅଲି ଖାନଙ୍କ ସହିତ ଏହାର ଗଣମାଧ୍ୟମ ଏବଂ ପ୍ରଚାର ବିଭାଗ ପ୍ରଭାରୀ ପବନ ଖେରାଙ୍କୁ ମଧ୍ୟ କର୍ଣ୍ଣାଟକରୁ ପ୍ରାର୍ଥୀ କରିଛି।

  13. 13.କେନ୍ଦ୍ର ସରକାର ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ସୀମା ନିର୍ଦ୍ଧାରଣ ବିଲ୍ ପୁନଃଜୀବିତ କରିବା ଏବଂ ଦୀର୍ଘ ଦିନ ଧରି ପଡ଼ି ରହିଥିବା ନିର୍ବାଚନମଣ୍ଡଳୀ ପୁନଃନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପାଇଁ ସକ୍ରିୟ ଭାବରେ ବିଚାର କରୁଛି।

  14. 14.ରାଜ୍ୟରେ ଅବୈଧ ବସତି ଏବଂ ଜନସଂଖ୍ୟାଗତ ପରିବର୍ତ୍ତନକୁ ନେଇ ଆଦିବାସୀ ଗୋଷ୍ଠୀମାନଙ୍କ ଦ୍ୱାରା ଉଠାଯାଇଥିବା ଚିନ୍ତା ପରେ ଅରୁଣାଚଳ ପ୍ରଦେଶ ସରକାର ୧୫ଟି ମସଜିଦ ସ୍ଥାନକୁ ସିଲ୍ କରିଛନ୍ତି।

  15. 15.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ "ଭଲ ବନ୍ଧୁ" ଭାବରେ ବର୍ଣ୍ଣନା କରି ଏବଂ ଦୁଇ ଦେଶ ଏକ ଚୁକ୍ତିରେ ପହଞ୍ଚିବେ ବୋଲି ବିଶ୍ୱାସକୁ ସଙ୍କେତ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକା ଏବଂ ଭାରତ ଏକ ବାଣିଜ୍ୟ ଚୁକ୍ତି ଆଡକୁ ଅଗ୍ରସର ହେଉଛନ୍ତି।

24 Y
6 05-06-2026 English
  1. 1.The government has fixed the basic price of aviation turbine fuel (ATF) for domestic airlines at Rs 86.32 per litre for up to three years under the new price stabilisation scheme aimed at keeping airlines financially viable.

  2. 2.The Central Board of Secondary Education (CBSE) has reported a massive response to its answer-sheet verification and re-evaluation process, with more than 56,000 applications submitted by students.

  3. 3.The BAPS Hindu Mandir in Abu Dhabi has been honoured with the prestigious 'Tolerance Award 2026'. The honour recognises BAPS’ commitment to global peace and its contributions to the promotion of tolerance, mutual respect.

  4. 4.Chief Minister Mohan Charan Majhi today laid foundation for an ‘Applique and Handicrafts Hub’ at Pipili in Odisha’s Puri district.

  5. 5.The India Meteorological Department (IMD) on Thursday informed about the onset of the  Southwest Monson over Kerala. The monsoon reached Kerala on June 4, three days later than its normal onset date of June 1.

  6. 6.India's largest airline IndiGo said Thursday it has temporarily suspended operations to six international destinations, including Hong Kong and Krabi, as part of network optimisation.

  7. 7.Nepal's Minister for Foreign Affairs Shisir Khanal will visit India from June 5 to 7 at the invitation of his Indian counterpart S Jaishankar.

  8. 8.The National Green Tribunal (NGT) has ordered a probe into alleged illegal sand mining at the Bhimpur Sand Bed in Odisha’s Ganjam district.

  9. 9.Ganjam district has brought laurels to Odisha by securing three prestigious honours at National Panchayat Awards-2025. Ganjam district won prize money of Rs 3 crore, while Mandar and Potalampur GPs received Rs 37.5 lakh and Rs 25 lakh, respectively.

  10. 10.The Congress Thursday announced its list of seven candidates for the Rajya Sabha elections, renominating party chief Mallikarjun Kharge from Karnataka. The party also fielded its media and publicity department in-charge Pawan Khera from Karnataka, along with Mansoor Ali Khan.

  11. 11.The Centre is actively considering reviving the Delimitation Bill and completing the long-pending constituency redrawing exercise ahead of the 2029 Lok Sabha elections.

  12. 12.The Arunachal Pradesh government has sealed 15 mosque sites following concerns raised by indigenous groups over illegal settlements and demographic changes in the state.

  13. 13.A serving Deputy Collector in Madhya Pradesh has come under scrutiny after being arrested in a rape case a woman on false marriage promise.

  14. 14.Himanta Sarma's cabinet will have 17 ministers, while two berths will be left vacant.

  15. 15.US President Donald Trump has said the United States and India are moving towards a trade agreement, while describing Prime Minister Narendra Modi as a “good friend” and signalling confidence that the two countries will reach a deal.

12 Y
7 04-06-2026 Odia
  1. 1.ଜାପାନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏଜେନ୍ସି (JST) ଦ୍ୱାରା ଆୟୋଜିତ ପ୍ରତିଷ୍ଠିତ 'ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମ (SSHP) ୨୦୨୬' ରେ ଭାରତର ପ୍ରତିନିଧିତ୍ଵ କରି ଓଡ଼ିଶାର ଚାରି ଜଣ ଛାତ୍ରଛାତ୍ରୀ ସଫଳତାର ସହ ନିଜର ଦଶଦିନିଆ (୨୧ ମେ ରୁ ୩୧ ମେ ୨୦୨୬) ଜାପାନ ଗସ୍ତ ସମାପ୍ତ କରି ଦେଶକୁ ଫେରିଛନ୍ତି।

  2. 2.ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବ୍ୟାପୀ ୭୫ଟି ମନୋନୀତ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ (EMRS)ରେ ‘ମହାକାଶ ପ୍ରୟୋଗଶାଳା ବା ସ୍ପେସ୍ ଲ୍ୟାବ୍'ର ଭର୍ଚୁଆଲ୍ ଉଦଘାଟନ କରିଛନ୍ତି।

  3. 3.ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ତୃଣମୂଳ କଂଗ୍ରେସ ବିଧାୟକ ଋତବ୍ରତ ବାନାର୍ଜୀଙ୍କୁ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ରଥୀନ୍ଦ୍ରନାଥ ବୋଷ୍‌ ବି‌ରୋଧୀ ଦଳ ନେତା ନିଯୁକ୍ତ କରିଛନ୍ତି।

  4. 4.ଆମେରିକା ଉପରେ ପ୍ରତିଶୋଧ ନେବାକୁ ଯାଇ ଇରାନ ବୁଧବାର ସକାଳେ କୁଏତ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଦ୍ୱାରା ଆକ୍ରମଣ କରିଛି।

  5. 5.ଓଡିଶା ଉପକୂଳ ଅଞ୍ଚଳରେ ସୁଗମ ଯାତାୟତ।ରାଜ୍ୟରେ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ। ରାମେଶ୍ବରରୁ ପାରାଦୀପ ୧୬୩ କିମି ରାସ୍ତା ପାଇଁ କେନ୍ଦ୍ରର ମଞ୍ଜୁରୀ ଦେଇଛି । ଏଠି ପାଇଁ ମୋଟ ବ୍ୟୟ ଅଟକଳ ୮ ହଜାର ୩ ଶହ କୋଟି ବ୍ୟୟ ବରାଦ କରାଯାଇଛି।

  6. 6.ଦିଲ୍ଲୀ ମାଲବ୍ୟ ନଗର ରେସ୍ତୋରାଁରେ ଘଟିଥିବା ଅଗ୍ନିକାଣ୍ଡରେ ୨୧ ମୃତକଙ୍କ ମଧ୍ୟରୁ ୧୮ ଜଣ ବିଦେଶୀ ବୋଲି ସୂଚନା ମିଳିଛି।

  7. 7. ତାମିଲ ସିନେମାର ସୁପରଷ୍ଟାର ଥଲାପାତି ବିଜୟ ସମ୍ପତି ମିଳିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ, ୬୪୮ କୋଟିରୁ ଅଧିକ । ବିଜୟ ଭାରତର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ବନିଯାଇଛନ୍ତି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନ ମୋହନ ରେଡ୍ଡୀ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି।

  8. 8.ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନ୍ଦ ଗଣ୍ଡ କହିଛନ୍ତି, ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି। ୯୦% ବହି ଛପା ସାରିଲାଣି; ପିଲାଙ୍କ ପାଖରେ ପହଞ୍ଚୁଛି। ବାକି ୧୦% ବହି ଖରା ଛୁଟି ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ।

  9. 9.ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସାମରିକ ସଂଘର୍ଷ ଆଜି ପୁଣି ଭୀଷଣ ରୂପ ନେଇଛି। ଇରାନପକ୍ଷରୁ କୁଏତ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ କରି କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଆତ୍ମଘାତୀ ଡ୍ରୋନ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି।

  10. 10. ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟ ଫ୍ରେଡେରିକସେନ ପିଲାମାନଙ୍କ ସୋସିଆଲ ମେଡିଆ ବ୍ୟବହାର ଏବଂ ଧୂମ୍ରପାନ ମଧ୍ୟରେ ଏକ ତୁଳନା କରି ବଡ଼ ବିବାଦ ସୃଷ୍ଟି କରିଛନ୍ତି। ଡିଜିଟାଲ ପ୍ଲାଟଫର୍ମ ପିଲାମାନଙ୍କର କେଉଁଭଳି କ୍ଷତି କରୁଛି ତାହା ଚିହ୍ନଟ କରିବାରେ ସମାଜ ବିଫଳ ହୋଇଛି ବୋଲି ସେ କହିଛନ୍ତି। 

  11. 11.ୟୁକ୍ରେନରେ ରୁଷ୍‌ ନିୟନ୍ତ୍ରଣରେ ଥିବା ଡୋନେସ୍କ ଅଞ୍ଚଳରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ୧୧ ଜଣ ଆହତ ହୋଇଛନ୍ତି।

  12. 12.ଏକ ସ୍ପଷ୍ଟୀକରଣରେ ରିଜର୍ଭ ବ୍ୟାଙ୍କ କହିଛି ଯେ ଭଣ୍ଡାରରୁ କିଛି ସୁନା ବିକ୍ରି କରାଯାଇଥିବା ଖବର ସତ ନୁହେଁ। ଭଣ୍ଡାରରେ ୮୮୦.୫୨ ଟନ୍‌ ସୁନା ରହିଛି।

  13. 13.ଦକ୍ଷିଣ ମୁମ୍ବାଇରେ ଥିବା ଏୟାର ଇଣ୍ଡିଆ କୋଠାକୁ ୧୬୦୧ କୋଟି ଟଙ୍କାରେ ମହାରାଷ୍ଟ୍ର ସରକାର କିଣିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ଉପସ୍ଥିତିରେ ଏହି କାରବାର ହୋଇଛି।

  14. 14.କେନ୍ଦ୍ର କ୍ୟାବିନେଟ ଦେଶର ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ବିମାନ ଚଳାଚଳ କ୍ଷେତ୍ରକୁ ଆର୍ଥିକ ଝଟକାରୁ ରକ୍ଷା କରିବା ପାଇଁ ମୋଟ ୩୯,୨୯୦ କୋଟି ଟଙ୍କାର ଛଅଟି ପ୍ରମୁଖ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବରେ ବୁଧବାର ଅନୁମୋଦନ କରିଛନ୍ତି।

  15. 15.ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରମାଣପତ୍ର ତୁରନ୍ତ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ମିଳିବ। ଏସବୁ ପ୍ରମାଣପତ୍ର ଦେବାରେ ବିଳମ୍ବ କଲେ ସମ୍ପୃକ୍ତ ଅଫିସରଙ୍କ ବିରୁଦ୍ଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।  

  16. 16.ଫୁଟବଲ ମହାକୁମ୍ଭ ଫିଫା ଫୁଟବଲ ବିଶ୍ବକପ୍‌ ଜୁନ୍‌ ୧୧ରୁ ଆମେରିକା, କାନାଡା ଓ ମେକ୍ସିକୋରେ ଖେଳାଯିବ।

20 Y
8 04-06-2026 English
  1. 1.US President Donald Trump has said that the Strait of Hormuz would reopen immediately upon the signing of a proposed agreement with Iran.

  2. 2.Cabinet Committee on Economic Affairs (CCEA) approved the construction of a new coastal highway from Rameshwar to Paradeep on Hybrid Annuity Model (HAM) in Odisha. The highway will reportedly be constructed under two packages with a combined total length of 160.18 km and a combined total capital cost of Rs 8,300.79 crore.

  3. 3.The India-United States trade deal was 99 per cent complete.

  4. 4.President Droupadi Murmu inaugurated Space Labs in 75 selected Eklavya Model Residential Schools (EMRSs) across the country, including 13 schools in Odisha

  5. 5.The Odisha government has directed all departments to make advance payments equivalent to two months’ fuel expenditure to designated fuel stations.

  6. 6.Odisha is set to take a major step towards clean and sustainable urban transportation with the proposed Green Hydrogen Mobility Project, which aims to introduce hydrogen-powered public buses in the state.

  7. 7.The CBI has arrested the Income Tax Superintendent at Odisha’s Bhadrak for taking Rs 4,000 as bribe from an individual.

  8. 8.The Delhi Police have confirmed that of the 21 people who lost their lives in a fire incident that broke out at the multi-storied Lemon Green Restaurant in Malviya Nagar on Wednesday morning, 17 are foreign nationals.

  9. 9. The Union Cabinet approved one-time budgetary support of Rs 10,000 crore for Oil Marketing Companies (OMCs) to provide ATF price stabilisation support to Scheduled Indian Airlines for their domestic and international operations amid the West Asia crisis. 

  10. 10.The Enforcement Directorate served a summons to Trinamool Congress MP Abhishek Banerjee Wednesday, asking him to appear before it June 15 in connection with the primary school recruitment irregularities case.

  11. 11.To make donations to the Shree Jagannath Temple in Puri more convenient and transparent, the state government is set to introduce an e-Hundi system (the digital donation platform).

  12. 12.The government Wednesday approved a one-time budgetary support of Rs 10,000 crore for oil marketing companies to provide ATF price stabilisation to Indian airlines for domestic and international operations.

  13. 13.The Reserve Bank of India on Wednesday said there is no change in the physical stock of gold, which remains unchanged at 880.52 tonnes.

  14. 14.US Trade Representative has proposed slapping 12.5 per cent additional duties on 54 countries, including India.

  15. 15.The ‘Mr Perfectionist' of Hindi film industry, Aamir Khan, is all set to enter a new phase of his love life as he will be getting married for the third time to his ladylove, Gauri Spratt.

18 Y
9 03-06-2026 Odia
  1. 1.ଇରାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଘାତକ ଡ୍ରୋନ୍ ଦ୍ବାରା ଉପସାଗରୀୟ ଅଞ୍ଚଳରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ କରିଛି।

  2. 2.ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶର କ୍ୱେଟା ସହରରେ ଗତ ସପ୍ତାହରେ ଏକ ସଟଲ୍ ଟ୍ରେନ୍ ଉପରେ ହୋଇଥିବା ବୋମା ଆକ୍ରମଣରେ ଜଡିତ ୧୭ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନୀ ସୁରକ୍ଷା ବାହିନୀ ଏନକାଉଣ୍ଟର କରିଛନ୍ତି।

  3. 3.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ଓଏସ୍‌ଏମ୍‌ ବିବାଦ ଏବଂ ଶୀର୍ଷ ଅଧିକାରୀଙ୍କ ବଦଳି ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀଙ୍କ ଆବେଦନ ପ୍ରକ୍ରିୟାର ପ୍ରଥମ ଦିନରେ ହିଁ ଏହି ଭୟଙ୍କର ସାଇବର ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ପୋର୍ଟାଲକୁ ଅଚଳ କରିବା ପାଇଁ ମାତ୍ର ଦୁଇ ମିନିଟ୍ ମଧ୍ୟରେ ପ୍ରାୟ ୧.୫ ମିଲିୟନ୍ (୧୫ଲକ୍ଷ) ଆଟାକ୍ (ସେବା ପ୍ରତ୍ୟାଖ୍ୟାନ) ସୃଷ୍ଟି କରିଥିଲେ।

  4. 4.ଦେଶରେ ତରଳୀକୃତ ପେଟ୍ରୋଲିୟମ୍‌ ଗ୍ୟାସ୍‌ (ଏଲ୍‌ପିଜି) ବ୍ୟବହାର ୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଚଳିତ ବର୍ଷ ମେ ମାସରେ ଗତବର୍ଷ ତୁଳନାରେ ଏଲ୍‌ପିଜି ବ୍ୟବହାର ୧୯ ପ୍ରତିଶତ ହ୍ରାସ ପାଇ ୨.୧୨ ନିୟୁତ ଟନ୍‌କୁ ଖସିଆସିଛି।

  5. 5.ରାଷ୍ଟ୍ରାୟତ୍ତ କମ୍ପାନିଗୁଡ଼ିକ ଘରୋଇ ସିଲିଣ୍ଡର ପିଛା ସଂପ୍ରତି ୬୫୦ ଟଙ୍କାର କ୍ଷତି ସହୁଛନ୍ତି।

  6. 6.ଦେଶର ଦରଦାମ୍‌ ହିସାବ ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ପାଇକାରୀ ମୁଦ୍ରାସ୍ଫୀତିରେ ସଂଶୋଧନ କରାଯାଇଛି। ଏଥିପାଇଁ ୨୦୨୨-୨୩କୁ ନୂଆ ଆଧାର ବର୍ଷ ଭାବେ ଗ୍ରହଣ କରାଯାଇଛି ଓ ଏହି ହିସାବ ପାଇଁ ବିଚାରକୁ ନିଆଯାଉଥିବା ସାମଗ୍ରୀ ସଂଖ୍ୟା ୬୯୭ରୁ ବଢ଼ାଇ ୯୫୭ କରାଯାଇଛି।

  7. 7.ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍‌ ପୂର୍ବରୁ କଂପ୍ଲାନ ଓ ରେଡ୍‌ ବୁଲ୍‌ ଭଳି ବ୍ରାଣ୍ଡ୍‌ର ପ୍ରଚାର ଲାଗି ଏହି ୧୫ବର୍ଷୀୟ ବାଳକ ୧ କୋଟି ଟଙ୍କା ଲେଖାଏଁ ନେଉଥିଲେ। ଏବେ କିନ୍ତୁ ବ୍ରାଣ୍ଡ ପିଛା ପାଖାପାଖି ୨କୋଟି ନେଉଥିବା ଜଣାପଡ଼ିଛି।

  8. 8.ଆଇଏମ୍ଡିର କହିବା କଥା ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ୪ରେ କେରଳମ୍ ଛୁଇଁ ପାରେ । ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ଅଗ୍ରସର କରିବାକୁ   ପାଗ ଅନୁକୂଳ ରହିଛି । କେରଳମ୍ ବ୍ୟତୀତ ଦକ୍ଷିଣ- ପଶ୍ଚିମ, ଦକ୍ଷିଣ-ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପକୁ ମଧ୍ୟ ଜୁନ ୪ରେ ମୌସୁମୀ ଛୁଇଁ ପାରେ ।

  9. 9.ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ଏକ ବିଶ୍ୱସ୍ତରୀୟ ଖଣି ସଂଗ୍ରହାଳୟ ନିର୍ମାଣ ହେବ ା ଏଥିପାଇଁ ଓଡ଼ିଶା ସରକାର ଏକ ଆପତ୍ତିବିହୀନ ପ୍ରମାଣପତ୍ର ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

  10. 10.ଶିମିଳିପାଳରେ ବାଘୁଣୀ ‘ଜିନ୍ନତ’ ମା' ହୋଇଛି । ଗତ ୨୮ ତାରିଖରେ ‘ଜିନ୍ନତ’ ୪ଟି ଛୁଆ ଜନ୍ମ ଦେଇଛି । ‘ଜିନ୍ନତ’ ୪ଟି ଛୁଆ ଜନ୍ମ କରିଥିବା କ୍ୟାମେରାରେ ଟ୍ରାପ୍ ହୋଇଛି ।

  11. 11.ପିଏମ୍ ସୂର୍ଯ୍ୟଘର ଏକ୍ସିଲେନ୍ସ ଆୱାର୍ଡ଼’ ପାଇଁ ଓଡ଼ିଶା ମନୋନୀତ ହୋଇଛି । ବିଶେଷକରି ସର୍ବାଧିକ ଗ୍ରାହକଙ୍କ ଆବେଦନ, ସର୍ବାଧିକ ସୌର ସ୍ଥାପନ ଓ ସର୍ବାଧିକ ଡିସ୍କମ୍ ଯାଞ୍ଚ କ୍ଷେତ୍ରରେ ମଧ୍ୟମ ଧରଣର ଗ୍ରାହକ ସଂଖ୍ୟା ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି ।

  12. 12.ମଙ୍ଗଳବାର ଆଣ୍ଟି-ରେଡିଏସନ୍ ମିସାଇଲ୍ “ରୁଦ୍ରମ୍୨”ର ସଫଳ ପରୀକ୍ଷଣ କରାଯାଇଛି । ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଅର୍ଗାନାଇଜେସନ୍ (ଡିଆରଡିଓ) ପକ୍ଷରୁ ଭାରତୀୟ ବାୟୁସେନାର ସୁଖୋଇ-୩୦ଏମ୍କେଆଇ ଫାଇଟର୍ ଜେଟ୍ରୁ ଏହି ପରୀକ୍ଷଣ କରାଯାଇଛି ।

  13. 13.ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ବର୍ତ୍ତମାନ ଅନୁସୂଚିତ ଜନଜାତି ବର୍ଗ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ହାର ୧୨ ପ୍ରତିଶତରୁ ୨୨.୫ ପ୍ରତିଶତକୁ ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ୮ ପ୍ରତିଶତରୁ ୧୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି ।

  14. 14. ଟ୍ରମ୍ପ୍, ଲେବାନନ୍ ଉପରେ ଇସ୍ରାଏଲ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି ।

  15. 15.ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ଼ଗଡ଼ ନିକଟସ୍ଥ ବୋରିବନ୍ଧସ୍ଥିତ ପ୍ରାଚୀନ ସୁବର୍ଣ୍ଣକେଶରୀ ମନ୍ଦିର ପରିସରରେ ପ୍ରାୟ ୧୦୦୦ ବର୍ଷ ପୁରୁଣା ପ୍ରସ୍ତର ଅଭିଲେଖ ଉଦ୍ଧାର ହୋଇଛି।

16 Y
10 03-06-2026 English
  1. 1.The United States Trade Representative (USTR), under Section 301 of the Trade Act of 1974, has proposed to impose an additional 12.5 per cent tariff on India and 59 other economies over allegations of using forced labour to produce imported goods. 

  2. 2.US military said that Iranian missiles fired at Kuwait and Bahrain failed or were shot down, and that the US launched strikes on an Iran facility in response.

  3. 3.A coaching institute of educator Faisal Khan, popularly known as 'Khan Sir', was allegedly vandalised and pelted with stones in Patna, police said Wednesday.

  4. 4.Hackers have reportedly manipulated Meta's AI-powered support chatbot to gain control of several prominent Instagram accounts, according to cybersecurity researchers.

  5. 5.Odisha government Tuesday issued a notification for implementing the enhanced quota for SC and ST and introducing a quota for the Socially and Economically Backward Classes (SEBC) in medical and technical education starting from the academic year 2026-27.

  6. 6.President Droupadi Murmu and Prime Minister Narendra Modi will attend the Odisha government's second anniversary celebrations at Rairangpur in Mayurbhanj district June 20.

  7. 7.Sonam Wangchuk Tuesday expressed support for the Cockroach Janta Party (CJP) campaign demanding the resignation of Union Education Minister Dharmendra Pradhan and said he would join the group's planned protest in Delhi June 6.

  8. 8.Senior bureaucrats Lokhande Prashant Sitaram and Varun Bhardwaj were Tuesday appointed as the CBSE's new chairperson and secretary.

  9. 9.A total of 31 persons have been named in chargesheets filed by the NIA in four separate cases linked to alleged road blockades and illegal detention of judicial officers engaged in the Special Intensive Revision (SIR) in West Bengal's Malda.

  10. 10.Maharashtra government acquires Air India building in south Mumbai for Rs 1,601 crore to consolidate offices.

  11. 11.DK Shivakumar will take the oath as the chief minister of Karnataka today.

  12. 12.The Defence Research and Development Organisation (DRDO) and the Indian Air Force (Indian Air Force) have successfully conducted flight-tests of the RudraM-II air-to-surface missile from an airborne platform.

  13. 13.Dr. Kanwar Vishal Singh, IPS, assumed charge as the Deputy Inspector General (DIG) of the Special Task Force (STF), Odisha.

  14. 14.Chief Minister Mohan Charan Majhi said Odisha has become a national example in sustainable development and solar energy use.

  15. 15.Tigress Jinnat gave birth to four healthy cubs in Odisha’s Similipal Tiger Reserve on May 28, marking a major success for tiger conservation efforts.

16 Y