| # |
Date |
Type |
Current Affairs |
No. Of Views |
Status |
Action |
| 11 |
03-06-2026 |
Odia |
-
1.ଇରାନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଘାତକ ଡ୍ରୋନ୍ ଦ୍ବାରା ଉପସାଗରୀୟ ଅଞ୍ଚଳରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ କରିଛି।
-
2.ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶର କ୍ୱେଟା ସହରରେ ଗତ ସପ୍ତାହରେ ଏକ ସଟଲ୍ ଟ୍ରେନ୍ ଉପରେ ହୋଇଥିବା ବୋମା ଆକ୍ରମଣରେ ଜଡିତ ୧୭ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନୀ ସୁରକ୍ଷା ବାହିନୀ ଏନକାଉଣ୍ଟର କରିଛନ୍ତି।
-
3.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଓଏସ୍ଏମ୍ ବିବାଦ ଏବଂ ଶୀର୍ଷ ଅଧିକାରୀଙ୍କ ବଦଳି ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀଙ୍କ ଆବେଦନ ପ୍ରକ୍ରିୟାର ପ୍ରଥମ ଦିନରେ ହିଁ ଏହି ଭୟଙ୍କର ସାଇବର ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ପୋର୍ଟାଲକୁ ଅଚଳ କରିବା ପାଇଁ ମାତ୍ର ଦୁଇ ମିନିଟ୍ ମଧ୍ୟରେ ପ୍ରାୟ ୧.୫ ମିଲିୟନ୍ (୧୫ଲକ୍ଷ) ଆଟାକ୍ (ସେବା ପ୍ରତ୍ୟାଖ୍ୟାନ) ସୃଷ୍ଟି କରିଥିଲେ।
-
4.ଦେଶରେ ତରଳୀକୃତ ପେଟ୍ରୋଲିୟମ୍ ଗ୍ୟାସ୍ (ଏଲ୍ପିଜି) ବ୍ୟବହାର ୫ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଚଳିତ ବର୍ଷ ମେ ମାସରେ ଗତବର୍ଷ ତୁଳନାରେ ଏଲ୍ପିଜି ବ୍ୟବହାର ୧୯ ପ୍ରତିଶତ ହ୍ରାସ ପାଇ ୨.୧୨ ନିୟୁତ ଟନ୍କୁ ଖସିଆସିଛି।
-
5.ରାଷ୍ଟ୍ରାୟତ୍ତ କମ୍ପାନିଗୁଡ଼ିକ ଘରୋଇ ସିଲିଣ୍ଡର ପିଛା ସଂପ୍ରତି ୬୫୦ ଟଙ୍କାର କ୍ଷତି ସହୁଛନ୍ତି।
-
6.ଦେଶର ଦରଦାମ୍ ହିସାବ ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ପାଇକାରୀ ମୁଦ୍ରାସ୍ଫୀତିରେ ସଂଶୋଧନ କରାଯାଇଛି। ଏଥିପାଇଁ ୨୦୨୨-୨୩କୁ ନୂଆ ଆଧାର ବର୍ଷ ଭାବେ ଗ୍ରହଣ କରାଯାଇଛି ଓ ଏହି ହିସାବ ପାଇଁ ବିଚାରକୁ ନିଆଯାଉଥିବା ସାମଗ୍ରୀ ସଂଖ୍ୟା ୬୯୭ରୁ ବଢ଼ାଇ ୯୫୭ କରାଯାଇଛି।
-
7.ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ ପୂର୍ବରୁ କଂପ୍ଲାନ ଓ ରେଡ୍ ବୁଲ୍ ଭଳି ବ୍ରାଣ୍ଡ୍ର ପ୍ରଚାର ଲାଗି ଏହି ୧୫ବର୍ଷୀୟ ବାଳକ ୧ କୋଟି ଟଙ୍କା ଲେଖାଏଁ ନେଉଥିଲେ। ଏବେ କିନ୍ତୁ ବ୍ରାଣ୍ଡ ପିଛା ପାଖାପାଖି ୨କୋଟି ନେଉଥିବା ଜଣାପଡ଼ିଛି।
-
8.ଆଇଏମ୍ଡିର କହିବା କଥା ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ୪ରେ କେରଳମ୍ ଛୁଇଁ ପାରେ । ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ଅଗ୍ରସର କରିବାକୁ ପାଗ ଅନୁକୂଳ ରହିଛି । କେରଳମ୍ ବ୍ୟତୀତ ଦକ୍ଷିଣ- ପଶ୍ଚିମ, ଦକ୍ଷିଣ-ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପକୁ ମଧ୍ୟ ଜୁନ ୪ରେ ମୌସୁମୀ ଛୁଇଁ ପାରେ ।
-
9.ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ଏକ ବିଶ୍ୱସ୍ତରୀୟ ଖଣି ସଂଗ୍ରହାଳୟ ନିର୍ମାଣ ହେବ ା ଏଥିପାଇଁ ଓଡ଼ିଶା ସରକାର ଏକ ଆପତ୍ତିବିହୀନ ପ୍ରମାଣପତ୍ର ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
-
10.ଶିମିଳିପାଳରେ ବାଘୁଣୀ ‘ଜିନ୍ନତ’ ମା' ହୋଇଛି । ଗତ ୨୮ ତାରିଖରେ ‘ଜିନ୍ନତ’ ୪ଟି ଛୁଆ ଜନ୍ମ ଦେଇଛି । ‘ଜିନ୍ନତ’ ୪ଟି ଛୁଆ ଜନ୍ମ କରିଥିବା କ୍ୟାମେରାରେ ଟ୍ରାପ୍ ହୋଇଛି ।
-
11.ପିଏମ୍ ସୂର୍ଯ୍ୟଘର ଏକ୍ସିଲେନ୍ସ ଆୱାର୍ଡ଼’ ପାଇଁ ଓଡ଼ିଶା ମନୋନୀତ ହୋଇଛି । ବିଶେଷକରି ସର୍ବାଧିକ ଗ୍ରାହକଙ୍କ ଆବେଦନ, ସର୍ବାଧିକ ସୌର ସ୍ଥାପନ ଓ ସର୍ବାଧିକ ଡିସ୍କମ୍ ଯାଞ୍ଚ କ୍ଷେତ୍ରରେ ମଧ୍ୟମ ଧରଣର ଗ୍ରାହକ ସଂଖ୍ୟା ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି ।
-
12.ମଙ୍ଗଳବାର ଆଣ୍ଟି-ରେଡିଏସନ୍ ମିସାଇଲ୍ “ରୁଦ୍ରମ୍୨”ର ସଫଳ ପରୀକ୍ଷଣ କରାଯାଇଛି । ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଅର୍ଗାନାଇଜେସନ୍ (ଡିଆରଡିଓ) ପକ୍ଷରୁ ଭାରତୀୟ ବାୟୁସେନାର ସୁଖୋଇ-୩୦ଏମ୍କେଆଇ ଫାଇଟର୍ ଜେଟ୍ରୁ ଏହି ପରୀକ୍ଷଣ କରାଯାଇଛି ।
-
13.ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ବର୍ତ୍ତମାନ ଅନୁସୂଚିତ ଜନଜାତି ବର୍ଗ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ହାର ୧୨ ପ୍ରତିଶତରୁ ୨୨.୫ ପ୍ରତିଶତକୁ ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ୮ ପ୍ରତିଶତରୁ ୧୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି ।
-
14. ଟ୍ରମ୍ପ୍, ଲେବାନନ୍ ଉପରେ ଇସ୍ରାଏଲ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି ।
-
15.ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ଼ଗଡ଼ ନିକଟସ୍ଥ ବୋରିବନ୍ଧସ୍ଥିତ ପ୍ରାଚୀନ ସୁବର୍ଣ୍ଣକେଶରୀ ମନ୍ଦିର ପରିସରରେ ପ୍ରାୟ ୧୦୦୦ ବର୍ଷ ପୁରୁଣା ପ୍ରସ୍ତର ଅଭିଲେଖ ଉଦ୍ଧାର ହୋଇଛି।
|
19 |
Y |
|
| 12 |
03-06-2026 |
English |
-
1.The United States Trade Representative (USTR), under Section 301 of the Trade Act of 1974, has proposed to impose an additional 12.5 per cent tariff on India and 59 other economies over allegations of using forced labour to produce imported goods.
-
2.US military said that Iranian missiles fired at Kuwait and Bahrain failed or were shot down, and that the US launched strikes on an Iran facility in response.
-
3.A coaching institute of educator Faisal Khan, popularly known as 'Khan Sir', was allegedly vandalised and pelted with stones in Patna, police said Wednesday.
-
4.Hackers have reportedly manipulated Meta's AI-powered support chatbot to gain control of several prominent Instagram accounts, according to cybersecurity researchers.
-
5.Odisha government Tuesday issued a notification for implementing the enhanced quota for SC and ST and introducing a quota for the Socially and Economically Backward Classes (SEBC) in medical and technical education starting from the academic year 2026-27.
-
6.President Droupadi Murmu and Prime Minister Narendra Modi will attend the Odisha government's second anniversary celebrations at Rairangpur in Mayurbhanj district June 20.
-
7.Sonam Wangchuk Tuesday expressed support for the Cockroach Janta Party (CJP) campaign demanding the resignation of Union Education Minister Dharmendra Pradhan and said he would join the group's planned protest in Delhi June 6.
-
8.Senior bureaucrats Lokhande Prashant Sitaram and Varun Bhardwaj were Tuesday appointed as the CBSE's new chairperson and secretary.
-
9.A total of 31 persons have been named in chargesheets filed by the NIA in four separate cases linked to alleged road blockades and illegal detention of judicial officers engaged in the Special Intensive Revision (SIR) in West Bengal's Malda.
-
10.Maharashtra government acquires Air India building in south Mumbai for Rs 1,601 crore to consolidate offices.
-
11.DK Shivakumar will take the oath as the chief minister of Karnataka today.
-
12.The Defence Research and Development Organisation (DRDO) and the Indian Air Force (Indian Air Force) have successfully conducted flight-tests of the RudraM-II air-to-surface missile from an airborne platform.
-
13.Dr. Kanwar Vishal Singh, IPS, assumed charge as the Deputy Inspector General (DIG) of the Special Task Force (STF), Odisha.
-
14.Chief Minister Mohan Charan Majhi said Odisha has become a national example in sustainable development and solar energy use.
-
15.Tigress Jinnat gave birth to four healthy cubs in Odisha’s Similipal Tiger Reserve on May 28, marking a major success for tiger conservation efforts.
|
18 |
Y |
|
| 13 |
02-06-2026 |
Odia |
-
1.କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି। ଏହା ଦ୍ୱାରା ସୁପ୍ରିମକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି, ଯାହା ଅନୁମୋଦିତ ୩୮ ଜଣଙ୍କ ତୁଳନାରେ ଜଣେ କମ୍।
-
2.ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଲେବାନନ୍ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରୁଛନ୍ତି। ଲେବାନନରେ ଆକ୍ରମଣ ବନ୍ଦ କରିବାକୁ ଟ୍ରମ୍ପ ନେତାନ୍ୟାହୁଙ୍କୁ ଫୋନ୍ କରିଥିଲେ।
-
3.ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଭିଯୋଗ ଦେଇଥିବା ୧୪ହଜାର ୬୫୧ଟି ଅଭିଯୋଗ ମଧ୍ୟରୁ ୧୪ହଜାର ୪୬ ଅର୍ଥାତ ୯୬% ଅଭିଯୋଗର ସମାଧାନ କରାଯାଇଛି।
-
4.ରାଜ୍ୟରେ ବିଜେପି ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ବିଭାଗର ବହୁ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ହେବ। ଏଥିରେ ପୂର୍ତ୍ତ ବିଭାଗ ୧୩୮୨୩କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବ।
-
5.ଦେଶରେ ତୈଳ ସଙ୍କଟକୁ ନଜରରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏଣିକି ଯେତିକି ସରକାରୀ ଗାଡ଼ି କିଣାଯିବ ତାହା ଇଭି (ବିଦ୍ୟୁତ ଯାନ) ହେବ। ଅତି ଆବଶ୍ୟକ ନଥିଲେ ଡିଜେଲ୍ ଗାଡ଼ି କିଣାଯିବନି।
-
6.ଗତ ମେ ମାସରେ ରେକର୍ଡ ପରିମାଣର ୟୁପିଆଇ କାରବାର ହୋଇଛି। ଏହି ମାସରେ ୨୩୨୦ କୋଟି ଥରରେ ୨୯.୯୦ ଲକ୍ଷ କୋଟି ଟଙ୍କାର ପେମେଣ୍ଟ୍ ହୋଇଥିଲା।
-
7.ଚଳିତ ବର୍ଷ ମେ ମାସରେ ଓଡ଼ିଶାରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ୫ ପ୍ରତିଶତ ହ୍ରାସ ପାଇଛି। ଏହି ମାସରେ ରାଜ୍ୟରେ ୪୦୫୦ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିଲା।
-
8.ଭାରତ ଏବଂ ଓମାନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେଲା।
-
9.ଦ୍ୱିବାର୍ଷିକ ଏବଂ ଉପ-ନିର୍ବାଚନ ସମେତ 27 ଟି ରାଜ୍ୟସଭା ଆସନ ପାଇଁ ଏବଂ 3 ଟି ରାଜ୍ୟର ରାଜ୍ୟ ବିଧାନସଭା ପରିଷଦ ପାଇଁ ନାମାଙ୍କନ ଆରମ୍ଭ ହୋଇଛି।
-
10.ସାମ୍ପ୍ରତିକ ଝଡ଼ ପରେ ଗଠନଗତ ଭାବରେ ଅସ୍ଥିର ହୋଇଯାଇଥିବା ଆର୍ଜେଣ୍ଟିନା ଫୁଟବଲ୍ ଷ୍ଟାର ଲିଓନେଲ୍ ମେସିଙ୍କ 70 ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ସୋମବାର ଲେକ୍ ଟାଉନ୍ ରୁ ହଟାଯାଇଛି।
-
11.କ୍ୟାବିନେଟ କ୍ଷତିପୂରଣ ସହାୟତାକୁ ହେକ୍ଟର ପିଛା ୭୫,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଅନୁମୋଦନ କରିବା ପରେ ଦିଲ୍ଲୀର ପ୍ରାୟ ୧୦,୦୦୦ ଚାଷୀ ୨୦୨୫ ମୌସୁମୀ ଋତୁରେ ପ୍ରବଳ ବର୍ଷା ଏବଂ ଜଳବନ୍ଦୀ ଯୋଗୁଁ ହୋଇଥିବା ଫସଲ କ୍ଷତି ପାଇଁ ବର୍ଦ୍ଧିତ କ୍ଷତିପୂରଣ ପାଇବେ।
-
12.ଓଡ଼ିଶାର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟଗୁଡ଼ିକର ସେମାନଙ୍କର ତିନି ଜଣ ପୂର୍ବତନ ଛାତ୍ର ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୨୬ ପାସ୍ କରିଛନ୍ତି।
-
13..ରିଲାଏନ୍ସ କମ୍ୟୁନିକେସନର ପୂର୍ବତନ ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ଅମିତାଭ ଝୁନଝୁନୱାଲାଙ୍କୁ କମ୍ପାନୀ ଦ୍ୱାରା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ହୋଇଥିବା ୨,୯୨୯.୦୫ କୋଟି ଟଙ୍କାର କ୍ଷତି ସହିବା ମାମଲାରେ ସିବିଆଇ ଗିରଫ କରିଛି।
-
14.ଭାରତର ପ୍ରସିଦ୍ଧ ଏବଂ କିମ୍ବଦନ୍ତୀ ଗାୟିକା ସୁମନ କଲ୍ୟାଣପୁରଙ୍କ ପରଲୋକ । ରବିବାର ସନ୍ଧ୍ୟାରେ ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି ।
-
15.ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପ୍ରବେଶ କରିବା ପାଇଁ ପରିସ୍ଥିତି ଅନୁକୂଳ। ଏହା ଉତ୍ତର-ପୂର୍ବ ଏବଂ ଦକ୍ଷିଣ ଉପଦ୍ୱୀପ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଣିବାର ଆଶା କରାଯାଉଛି।
|
36 |
Y |
|
| 14 |
02-06-2026 |
English |
-
1.Representatives of 11 countries will participate in the second technical meeting of the Disaster Risk Reduction (DRR) Group of BRICS to be hosted by Odisha from June 3-5 in Puri.
-
2.Odisha Chief Minister Mohan Charan Majhi said that nearly 96 per cent of complaints received through the CM's Grievance Redressal Cell have been resolved.
-
3.Cockroach Janta Party (CJP) founder Abhijeet Dipke has said he rejected several job offers in the United States and decided to return to India to raise concerns about issues affecting students and young people.
-
4.The President, after consultation with the Chief Justice of India (CJI), had appointed Justices Sheel Nagu, Shree Chandrashekhar, Sanjeev Sachdeva and Arun Palli, along with senior advocate V. Mohana, as judges of the apex court.
-
5.The United States said that it bombed radar and drone sites in Iran after Tehran shot down an American drone over the weekend.
-
6.CBI arrested a former Group Managing Director of Reliance Communications, Amitabh Jhunjhunwala, in connection with the loss of Rs 2,929.05 crore caused to the State Bank of India by the company.
-
7.The apex court’s decision that the NEET-UG 2026 re-examination will proceed as scheduled under the current format. Admit cards for the re-test are expected to be released by June 14.
-
8.The free trade agreement between India and Oman came into force .
-
9.Nominations for elections to 27 Rajya Sabha seats, including biennial and bye-elections, and to the State Legislative Councils in 3 states began .
-
10.A 70-foot-tall statue of Argentine football star Lionel Messi, which had become structurally unstable following recent storms, was removed from Lake Town Monday.
-
11.Nearly 10,000 farmers in Delhi will receive enhanced compensation for crop losses caused by heavy rainfall and water logging during the 2025 monsoon season after the Cabinet approved a hike in compensation assistance to Rs 75,000 per hectare.
-
12.Odisha’s Eklavya Model Residential Schools have achieved a landmark moment as three of their alumni cleared the Odisha Civil Services Examination 2026 .
-
13.Rajasthan Police's Cyber Crime Branch has urged citizens to verify the authenticity and status of mobile phones before purchasing them, particularly second-hand devices.
-
14.The Odisha government has made it mandatory for all departments to buy electric vehicles (EVs) for official use.
-
15.The southwest monsoon is expected to arrive in Kerala in the next two to three days, the India Meteorological Department said in its forecast Friday. Typically, the season begins around June 1.
|
28 |
Y |
|
| 15 |
01-06-2026 |
Odia |
-
1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍' ମାଧ୍ୟମରେ ସେ ଓଡ଼ିଶାର ବେଲପଣାକୁ ପ୍ରଶଂସା କରିଛନ୍ତି । କେବଳ ବେଲପଣା ନୁହେଁ ଓଡ଼ିଶାର ସୁବର୍ଣ୍ଣରେଖା ଆମ୍ବକୁ ମଧ୍ୟ ମୋଦୀ ପ୍ରଶଂସା କରିଛନ୍ତି ।
-
2.ଏନଏସ୍ ରାଜା ସୁଭ୍ରମଣି ତୃତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ୱ ନେଇଛନ୍ତିି । ପ୍ରଥମ ସିଡିଏସ ବିପିନ ରାୱତ, ଦ୍ୱିତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାପ ଅନୀଲ ଚୌହାନଙ୍କ ପରେ ଦେଶର ତୃତୀୟ ସିଡିଏସ ହୋଇଛନ୍ତି ରାଜା ସୁବ୍ରମଣି ।
-
3.ଭାରତୀୟ ମୂଲ୍ୟବୋଧକୁ ଭିତ୍ତିକରି ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି ।
-
4.ଜାନୁଆରି ୨୦୨୬ର ୟୁନିସେଫ୍ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ୨୩୪ ନିୟୁତରୁ ଅଧିକ ସ୍କୁଲ ବୟସର ପିଲା ସଙ୍କଟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୫ ନିୟୁତ ପିଲା ସ୍କୁଲ ଶିକ୍ଷାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି କିମ୍ବା କୌଣସି ଶିକ୍ଷା ପାଇ ନାହାନ୍ତି। ୟୁନିସେଫ୍ ରିପୋର୍ଟରେ ଦାବି କରିଛି ଯେ, ୨୦୨୬ ଶେଷ ସୁଦ୍ଧା ଆହୁରି ୬ ନିୟୁତ ପିଲା ସ୍କୁଲ ଛାଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।
-
5.ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନା ଜୁନ ୧ରୁ ୪ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ହେବ। ଏଥିରେ ଅନ୍ତରୀଣ ବାଣିଜ୍ୟ ରାଜିନାମାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ।
-
6.ଇରାନ ଓ ଆମେରିକା ମଧ୍ୟରେ ସ୍ଥାୟୀ ଯୁଦ୍ଧବିରତିକୁ ନେଇ ଅନିଶ୍ଚିତତାର ଅନ୍ତ ହେଉନାହିଁ। ଯୁଦ୍ଧ ବନ୍ଦ ଲାଗି ଆମେରିକା ଇରାନ ପାଖକୁ କେତେକ କଠୋର ସର୍ତ୍ତ ପଠାଇଥିଲା।
-
7.ଓଡିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆଇପିଏସ୍ ଅଧିକାରୀ ଅନନ୍ୟା ଅୱସ୍ତିଙ୍କୁ ରାଜ୍ୟପାଳଙ୍କ ଏଡିସି (ପୁଲିସ) ଭାବେ ନିଯୁକ୍ତି ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଅନନ୍ୟା ଅୱସ୍ତି ଓଡିଶା ରାଜ୍ୟପାଳଙ୍କ ସମ୍ମାନଜନକ ଏଡିସି ପଦବୀରେ ନିଯୁକ୍ତ ହେବାରେ ପ୍ରଥମ ମହିଳା ଆଇପିଏସ୍ ଅଧିକାରୀ ।
-
8.ଭାରତର ପ୍ରଖ୍ୟାତ ଏବଂ କିମ୍ବଦନ୍ତୀ ଗାୟିକା ସୁମନ କଲ୍ୟାଣପୁରଙ୍କ ରବିବାର ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଛି। ସେ ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
-
9.ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ ଆଜି ବାଣିଜ୍ୟିକ ଏଲପିଜି ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ୧୯କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୪୨ ଟଙ୍କା ବୃଦ୍ଧି ପାଇଛି, ଯାହା ଜାତୀୟ ରାଜଧାନୀ ଦିଲ୍ଲୀରେ ଏହାର ମୂଲ୍ୟ ୩୦୧୩.୫୦ ଟଙ୍କାକୁ ବୃଦ୍ଧି କରିଛି।
-
10. କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ଅନ୍-ସ୍କ୍ରିନ୍ ମାର୍କିଂ (OSM) ସିଷ୍ଟମକୁ ନେଇ ବିବାଦ ସମ୍ପର୍କରେ ଏକ ବଡ଼ ୟୁ-ଟର୍ଣ୍ଣ ନେଇଛି । ଉତ୍ତର ପତ୍ରର ଡିଜିଟାଲ୍ ମୂଲ୍ୟାୟନକୁ ନେଇ ଗତ କିଛି ଦିନ ଧରି ଚାଲିଥିବା ପ୍ରବଳ ହଙ୍ଗାମା ମଧ୍ୟରେ, ବୋର୍ଡ ଶେଷରେ ସ୍ୱୀକାର କରିଛି ଯେ ଏହାର ସିଷ୍ଟମରେ ଗମ୍ଭୀର ସୁରକ୍ଷା ଦୁର୍ବଳତା ରହିଛି ।
-
11.ରବିବାର ଉତ୍ତରାଖଣ୍ଡରେ ହଠାତ୍ ପାଗର ପରିବର୍ତ୍ତନ ହୋଇଥିଲା। ଫଳରେ ପର୍ବତଠାରୁ ସମତଳ ଅଞ୍ଚଳ ପର୍ଯ୍ୟନ୍ତ ସବୁକିଛି ଥରାଇ ଦେଇଥିଲା। କେଦାରନାଥରେ ୩ ତୀର୍ଥଯାତ୍ରୀଙ୍କ ପ୍ରାଣହାନି ଘଟିଛି।
-
12.ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ ୬ ଲକ୍ଷରୁ ଅଧିକ ଏହି ପ୍ରଜାତିର କଇଁଛ ଅଣ୍ଡାଦାନ ପାଇଁ ଆସିଥିଲେ। ମାତ୍ର ଅଣ୍ଡାଦାନ ନ କରି ସେମାନେ ଫେରିଯାଇଛନ୍ତି। ଅନୁକୂଳ ପାଗରେ ଅଣ୍ଡାଦାନ କରିବା ଏମାନଙ୍କ ସ୍ବଭାବ। ଚଳିତ ବର୍ଷ ଅତ୍ୟଧିକ ଗରମ ପାଇଁ ଅଣ୍ଡାଦାନ ସମ୍ଭବ ହୋଇ ନ ଥାଇପାରେ।
-
13.ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।
-
14.ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ବେଳେ ଘଟିଥିବା ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୮୦ ଜଣ ଗିରଫ ହୋଇଛନ୍ତି।
-
15.ଗୁଜରାଟକୁ ୫ ୱିକେଟ୍ରେ ହରାଇ ଲଗାତାର ଦ୍ୱିତୀୟ ଆଇପିଏଲ୍ ଟ୍ରଫି ଜିତିଲା ଆରସିବି ଫାଇନାଲ୍ ରେ ୧୨ ବଲ୍ ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ୫ ୱିକେଟ୍ରେ ହରାଇ ଦେଇଛି । ଏହା ଆରସିବିର ଲଗାତାର ଦ୍ୱିତୀୟ ଆପିଏଲ୍ ଟ୍ରଫି ହାସଲ ।
|
32 |
Y |
|
| 16 |
01-06-2026 |
English |
-
1.Indian mountaineer Shradha Gupta has successfully summited Mount Everest (8,849 metres) the highest point on Earth, completing one of the most demanding achievements in high-altitude climbing.
-
2.Odisha State Housing Board (OSHB) is set to significantly expand affordable and inclusive housing across the state with four major housing projects proposed for FY 2026-27, expected to create nearly 6,877 dwelling units.
-
3.A major fire broke out at the fish market near Press Chhak, Cuttack reducing large portions of the marketplace to ashes.
-
4. Chief Minister Mohan Charan Majhi Sunday urged universities in Odisha to prepare a roadmap for inclusive development and help transform the state into a major growth engine of the country
-
5.The Central Board of Secondary Education (CBSE) said on Sunday that its cybersecurity team is monitoring the portal vulnerabilities, assuring smooth functioning in coming days.
-
6.The first address by Nepal's Prime Minister Balendra Shah on Sunday triggered a political storm as he claimed that the South Asian country has also encroached on Indian territory.
-
7.Governor and Chancellor Dr. Hari Babu Kambhampati called upon universities in Odisha to evolve into globally competitive, socially responsible and technologically advanced institutions while remaining deeply rooted in Indian values.
-
8.Odisha Governer Hari Babu Kambhampati has appointed IPS officer Ananya Awasthi as the Aide-de-Camp (ADC) to the Governor, making her the first woman to serve in the prestigious position.
-
9.West Bengal Chief Minister Suvendu Adhikari announced that 35 ministers will be sworn in on Monday as part of the expansion of his cabinet.
-
10.In a telling sign of growing discontent within the Trinamool Congress ranks, 60 of the party's 80 Bengal MLAs skipped a meeting at former chief minister Mamata Banerjee's house on Saturday.
-
11.TMC MP Kalyan Banerjee Sunday alleged that he suffered head injuries after being mobbed by BJP workers in front of a police station in West Bengal's Hooghly district.
-
12.The enumeration phase of the Special Intensive Revision (SIR) of electoral rolls in Odisha, Mizoram, Sikkim, and Manipur has started.
-
13The Supreme Court has held that cases involving the trafficking of children for Commercial Sexual Exploitation (CSE) can attract charges under the stringent POCSO Act, alongside the relevant provisions of the Bharatiya Nyaya Sanhita and the Immoral Traffic (Prevention) Act.
-
14.South Odisha is poised for a major economic and infrastructure transformation as the newly created Rayagada Railway Division of East Coast Railway begins operations from June 1.
-
15.Virat Kohli anchored the chase with 75 not out as Royal Challengers Bengaluru proved their class in all departments to clinch a second consecutive Indian Premier League title victory, with a 5-wicket win over Gujarat Titans Sunday. Kohli scored 75 not out off 42.
|
19 |
Y |
|
| 17 |
31-05-2026 |
English |
-
1.In a major relief for beneficiaries, medical tests conducted up to three days before a patient's hospital admission will now be covered under Ayushman Bharat scheme, Odisha Health Minister Mukesh Mahaling announced Saturday.
-
2.The swearing-in ceremony of KPCC President D.K. Shivakumar as the next Chief Minister of Karnataka will be held June 3 at the Glass House in Lok Bhavan.
-
3.Odisha government Saturday announced financial assistance of Rs 1.8 crore for the celebration of the annual Sital Sasthi festival in Sambalpur district.
-
4.Over 45,000 booth-level officers fanned out across Odisha Saturday to carry out a massive door-to-door survey as part of the Special Intensive Revision (SIR) of voter rolls in Odisha.
-
5.Admiral Tripathi said the Navy's efforts are not aimed at any specific nation, but rather at ensuring the absolute security of India's maritime interests.
-
6.Defence Secretary Rajesh Kumar Singh said Saturday that a BrahMos missile deal with Vietnam had already been signed, while a similar pact involving Indonesia was in the final stages.
-
7.The National Testing Agency (NTA) Saturday announced revised timings for the Common University Entrance Test for admission to undergraduate courses (CUET-UG) 2026, after a "technical glitch" delayed the examination at some centres May 30.
-
8.A US district judge ruled that the addition of US President Donald Trump's name to the John F. Kennedy Center for the Performing Arts was unlawful and ordered it removed within two weeks.
-
9.Iranian Foreign Ministry spokesman Esmaeil Baghaei said that no agreement has been finalised with the United States yet
-
10. Israeli Prime Minister Benjamin Netanyahu has described India as a "huge power" where there is "an absolutely crazy love for Israel" despite what he called efforts to delegitimise the Jewish state elsewhere
-
11.Booth Level Officers (BLOs) fanned out across all 147 Assembly constituencies, going door-to-door to verify voter details, identify eligible new voters, and remove names of deceased or shifted individuals. BLOs distribute forms to over 2.59 lakh voters on Day 1 in statewide intensive revision campaign
-
12.Odisha Vigilance arrested cooperative official Patitapaban Majhi for misappropriating Rs. 33.80 lakh from the Garhsantri Service Co-operative Society under Angul United Central Co-operative Bank.
-
13.Under exercise PRAGATI 2026, troops from different nations interacted, shared strategies and fought under combined scenarios.
-
14.According to the Delhi government, Haryana has now assured that a minimum of 1,000 cusecs of water will continue to be supplied through the Munak Canal.
-
15.The ruling Aam Aadmi Party (AAP) swept the local body polls, winning 958 wards. The Congress managed to secure only 397 wards, reigniting concerns within the party over leadership, internal unity and electoral strategy in punjab.
|
24 |
Y |
|
| 18 |
31-05-2026 |
Odia |
-
1.ଆୟୁଷ୍ମାନ କାର୍ଡରେ ଏଣିକି ରୋଗୀ ଆଡ୍ମିଟ୍ ପୂର୍ବରୁ ସବୁ ମେଡିକାଲ୍ ପରୀକ୍ଷା ହେବ । ନକଲେ ହସ୍ପିଟାଲ ବିରୋଧରେ ହେବ ଆକ୍ସନ। ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି ।
-
2.ଆଇସିଏଆରକେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ଏକ ଅଭିନବ ଉତ୍ପାଦ ଇକୋଲାଇମ୍+ ବିକଶିତ କରିଛି । ଏହି ଉତ୍ପାଦ ଓଡ଼ିଶାର ଅମ୍ଳୀୟ ମାଟିରେ ୧୦-୧୫% ଡିଏପି ସଂରକ୍ଷଣ କରିପାରିବ । ଇକୋଲାଇମ୍+ ଅମ୍ଳୀୟ ମାଟି ପରିଚାଳନା ଏବଂ ରାସାୟନିକ ସାର ସଂରକ୍ଷଣର ଏକ ପ୍ରଭାବଶାଳୀ ପ୍ରଯୁକ୍ତିବିଦ୍ୟାର ପ୍ରଦର୍ଶନ କରିଛ।
-
3.ନୁ୍ୟୟର୍କ ଟାଇମ୍ସ'ର ଏକ ରିପୋର୍ଟ ଅନୁଯାୟୀ, ଯଦି ଇରାନ-ଆମେରିକା ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୁଏ, ତେବେ ଇରାନକୁ ପୁନଃନିର୍ମାଣ କରିବା ଉଦେ୍ଦଶ୍ୟରେ ୩୦୦ ଆରବ ଡଲାର (ପ୍ରାୟ ୨୮.୫୩ ଲକ୍ଷ କୋଟି ଟଙ୍କା)ର ଏକ ବହୁ ମୂଲ୍ୟ (ପୁନଃନିର୍ମାଣ ପାଣ୍ଠି) ମିଳିପାରେ ।
-
4. ଆମେରିକାର ନୂତନ ଗ୍ରିନ କାର୍ଡ ନୀତି ସମ୍ପର୍କରେ ପ୍ରବାସୀ ଚିନ୍ତାକୁ ଦୂର କରିବାକୁ ଟ୍ରମ୍ପ ପ୍ରଶାସନ ଚେଷ୍ଟା କରିଛି। ଗୃହ ସୁରକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ ଅଧିକାଂଶ ଗ୍ରୀନ କାର୍ଡ ଆବେଦନକାରୀଙ୍କୁ ସେମାନଙ୍କର ସ୍ଥାୟୀ ବାସସ୍ଥାନ (ଗ୍ରିନ କାର୍ଡ) ଆବେଦନ ସମୀକ୍ଷା କରାଯାଉଥିବା ସମୟରେ ଆମେରିକା ଛାଡିବାକୁ ପଡ଼ିବ ନାହିଁ।
-
5. ମହାରାଷ୍ଟ୍ରର ପୁଣେରେ ବିଷାକ୍ତ ମଦ ପିଇ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତ୍ୟୁ ସମଗ୍ର ରାଜ୍ୟକୁ ଚକିତ କରିଛି।
-
6.ସଂପ୍ରତି ପାଇକାରୀ ମୁଦ୍ରାସ୍ଫୀତି ଉଚ୍ଚସ୍ତରରେ ରହିଛି। ଏଥିପାଇଁ ଆଗାମୀ ଦିନରେ ଖୁଚୁରା ମୁଦ୍ରାସ୍ଫୀତି ମଧ୍ୟ ବଢ଼ିବା ଆଶଙ୍କା ରହିଛି। ଏସବୁ ଦୃଷ୍ଟିରୁ ସରକାରଙ୍କୁ ସତର୍କ ରହିବାକୁ ହେବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
-
7.ଦିଲ୍ଲୀ ସରକାରଙ୍କ ଅନୁଯାୟୀ, ହରିୟାଣା ଏବେ ନିଶ୍ଚିତ କରିଛି ଯେ ମୁନକ କେନାଲ ମାଧ୍ୟମରେ ସର୍ବନିମ୍ନ ୧୦୦୦ କ୍ୟୁସେକ୍ ପାଣି ଯୋଗାଣ ଜାରି ରହିବ।
-
8.ପଞ୍ଜାବରେ ଶାସକ ଆମ ଆଦମୀ ପାର୍ଟି (ଆପ) ସ୍ଥାନୀୟ ସଂସ୍ଥା ନିର୍ବାଚନରେ ୯୫୮ଟି ୱାର୍ଡ ଜିତିବା ସହିତ ସଫଳ ହୋଇଛି। କଂଗ୍ରେସ କେବଳ ୩୯୭ଟି ୱାର୍ଡ ହାସଲ କରିବାରେ ସଫଳ ହୋଇଛି।
-
9.କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ କେପିସିସି ସଭାପତି ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ ସମାରୋହ ଜୁନ୍ ୩ ତାରିଖରେ ଲୋକଭବନସ୍ଥିତ ଗ୍ଲାସ୍ ହାଉସ୍ ରେ ଅନୁଷ୍ଠିତ ହେବ।
-
10ଓଡ଼ିଶା ସରକାର ଶନିବାର ସମ୍ବଲପୁର ଜିଲ୍ଲାରେ ବାର୍ଷିକ ସୀତଳ ଷଷ୍ଠୀ ମହୋତ୍ସବ ପାଳନ ପାଇଁ ୧.୮ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
-
11.ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ର ଅଂଶ ଭାବରେ ଦ୍ୱାର-ଦ୍ୱାର ସର୍ଭେ କରିବା ପାଇଁ ଶନିବାର ସାରା ଓଡ଼ିଶାରେ ୪୫,୦୦୦ ରୁ ଅଧିକ ବୁଥ୍-ସ୍ତରୀୟ ଅଧିକାରୀ ବାହାରିଥିଲେ।
-
12.ଆଡମିରାଲ ତ୍ରିପାଠି କହିଛନ୍ତି ଯେ ନୌସେନାର ପ୍ରୟାସ କୌଣସି ନିର୍ଦ୍ଦିଷ୍ଟ ଦେଶ ପାଇଁ ନୁହେଁ, ବରଂ ଭାରତର ସାମୁଦ୍ରିକ ସ୍ୱାର୍ଥର ସମ୍ପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ।
-
13.ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଶନିବାର କହିଛନ୍ତି ଯେ ଭିଏତନାମ ସହିତ ଏକ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଚୁକ୍ତି ସ୍ୱାକ୍ଷରିତ ହୋଇସାରିଛି, ଯେତେବେଳେ ଇଣ୍ଡୋନେସିଆ ସହିତ ସମାନ ଚୁକ୍ତି ଶେଷ ପର୍ଯ୍ୟାୟରେ ଅଛି।
-
14.କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ ସମାରୋହ ଜୁନ୍ ୩ ତାରିଖରେ ଲୋକଭବନସ୍ଥିତ ଗ୍ଲାସ୍ ହାଉସ୍ ରେ ଅନୁଷ୍ଠିତ ହେବ।
-
15.ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ, ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ୱାଭାବିକଠାରୁ ଯଥେଷ୍ଟ କମ୍ ବର୍ଷା ହେବ। ଦେଶରେ ମୋଟ ସ୍ୱାଭାବିକ ବର୍ଷାର ୯୦ ପ୍ରତିଶତ ବୃଷ୍ଟିପାତ ଆକଳନ କରାଯାଇଛି।
|
36 |
Y |
|
| 19 |
30-05-2026 |
Odia |
-
1.ସୁପ୍ରିମକୋର୍ଟ ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ସଂରକ୍ଷଣ କରିବାର ତିନି ମାସ ମଧ୍ୟରେ ରାୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
2.ଆମେରିକାର ଏକ କୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ପ୍ରସିଦ୍ଧ କେନେଡି ସେଣ୍ଟର ଫର୍ ଦି ପରଫର୍ମିଂ ଆର୍ଟସ୍ ନାମକରଣ ସମ୍ପୂର୍ଣ୍ଣ ବେଆଇନ ବୋଲି ରାୟ ଦେଇଛନ୍ତି। କୋର୍ଟ କୋଠାରୁ ଟ୍ରମ୍ପଙ୍କ ନାମ ତୁରନ୍ତ ହଟାଇବାକୁ ଶୁକ୍ରବାର ଦିନ ନିର୍ଦ୍ଦେଶ ଦେଇଛନ୍ତି।
-
3.ଆଜିଠାରୁ ସାରା ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଥ୍ ସ୍ତରୀୟ ଅଧିକାରୀ (BLO) ଗଣନା ଫର୍ମ ବଣ୍ଟନ କରିବା, ବାସିନ୍ଦାଙ୍କୁ ପୂରଣ କରିବାରେ ସହାୟତା କରିବା ଏବଂ ପୂରଣ ହୋଇଥିବା ଫର୍ମ ସଂଗ୍ରହ କରିବା ପାଇଁ ସାରା ରାଜ୍ୟରେ ଘର ଘର ଯାଞ୍ଚ ଆରମ୍ଭ କରିବେ।
-
4.ଭୁବନେଶ୍ୱରରେ ପ୍ରସ୍ତାବିତ 'ନୂତନ ସହର' ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ପାଇଁ ଓଡ଼ିଶା ସରକାର ଅଂଶୀଦାରମାନଙ୍କ ସହିତ ଏକ ପରାମର୍ଶ ବୈଠକ କରିଛନ୍ତି।
-
5.ରାଜ୍ୟରେ ଏକ ଆଡଭାନ୍ସଡ୍ ପ୍ୟାକେଜିଂ ସବଷ୍ଟ୍ରେଟ୍ ମ୍ୟାନୁଫ୍ୟାକ୍ଚରିଂ ସୁବିଧା ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଇଣ୍ଟେଲ୍ ଏବଂ ଆମେରିକାର 3D ଗ୍ଲାସ୍ ସଲ୍ୟୁସନ୍ସ (3DGS) ସହିତ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛନ୍ତି - ଏହା ଭାରତରେ ପ୍ରଥମ ପ୍ରକାରର ପ୍ରକଳ୍ପ।
-
6.ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଂଘ ଲିମିଟେଡ୍ (OMFED) ୨୦୨୫-୨୬ ଆର୍ଥିକ ବର୍ଷ (FY) ମଧ୍ୟରେ ସର୍ବାଧିକ ୧,୦୩୬.୮୨ କୋଟି ଟଙ୍କାର କାରବାର ରେକର୍ଡ କରିଛି।
-
7.ଚିଲିକା ରାଜସ୍ବ ବିଭାଗ ଛଅ ଘଣ୍ଟାର କସରତ କରି ବାଲୁଗାଁ ଅଞ୍ଚଳରେ ଥିବା ଚିଲିକାର ଜଳରାଶିକୁ ଅଧା ଘେରିମୁକ୍ତ କରିଛି। ଗୋଟିଏ ଦିନରେ ପ୍ରଶାସନ ପ୍ରାୟ ୯୦୦ ଏକର ଜମିରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିଥିବା ବେଳେ ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ଘେରି ଉଚ୍ଛେଦ ବାକି ଥିବା ଜଣାପଡ଼ିଛି।
-
8.ମଧ୍ୟପ୍ରାଚ୍ୟ ଯୁଦ୍ଧ ଜନିତ ବିପଦ ସତ୍ତ୍ବେ ଚଳିତ ଆର୍ଥିକବର୍ଷରେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୬.୯ ପ୍ରତିଶତ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା କୁହାଯାଇଛି।
-
9.ଦେଶର ସୀମାର ୧୫ କିଲୋମିଟର ମଧ୍ୟରେ ଅବୈଧ ନିର୍ମାଣ ପ୍ରତି 'ଶୂନ୍ୟ ସହନଶୀଳତା' ନୀତି ଲାଗୁ କରିବାକୁ ଅମିତ ଶାହ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
10.ଭାରତର ଦ୍ୱିତୀୟ ସର୍ବବୃହତ ଆଇଟି କମ୍ପାନୀ ଶୁକ୍ରବାର ଦିନ ଏହାର ବାର୍ଷିକ ରିପୋର୍ଟରେ କହିଛି ଯେ ଇନଫୋସିସ୍ ସିଇଓ ସଲିଲ୍ ପାରେଖଙ୍କ ବାର୍ଷିକ ଦରମା 2026 ଆର୍ଥିକ ବର୍ଷରେ 2.5 ପ୍ରତିଶତ ବୃଦ୍ଧି ପାଇ 82.6 କୋଟି ଟଙ୍କା (8.69 ନିୟୁତ ଡଲାର) ହୋଇଛି।
-
11.ପଞ୍ଜାବରେ ଶାସକ ଆମ ଆଦମୀ ପାର୍ଟି ଶୁକ୍ରବାର ଦିନ ଗଣନା କରାଯାଇଥିବା 1,765 ଟି ୱାର୍ଡ ମଧ୍ୟରୁ 862 ଟି ୱାର୍ଡ ଜିତି 102 ଟି ନାଗରିକ ସଂସ୍ଥାରେ ପ୍ରଭାବଶାଳୀ ବିଜୟ ହାସଲ କରିଛି। ମେ ୨୬ ତାରିଖରେ ମୋଟ ୧,୯୭୭ଟି ୱାର୍ଡରେ ମତଦାନ ହୋଇଥିଲା।
-
12.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହାର ଫଳାଫଳ ପରବର୍ତ୍ତୀ ଯାଞ୍ଚ ଏବଂ ପୁନଃମୂଲ୍ୟାୟନ ପୋର୍ଟାଲ୍ ଖୋଲିବାକୁ ଜୁନ୍ ୧, ୨୦୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛି।
-
13.ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି NEET-UG ପେପର୍ ଲିକ୍ ବିବାଦର ତଦନ୍ତ ବ୍ୟକ୍ତିଗତ ଭାବରେ ତଦାରଖ କରୁଛନ୍ତି।
-
14.ଜାତୀୟ ସୁରକ୍ଷା ଦୃଷ୍ଟିରୁ ଦଳର X ହ୍ୟାଣ୍ଡେଲକୁ ଅବରୋଧ କରିବା ବିରୋଧରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନରେ କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରିବାକୁ ମନା କରିଦେଇଛନ୍ତି।
-
15. ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଏହାର ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁକାଳୀନ ବୃଷ୍ଟିପାତକୁ ଦୀର୍ଘକାଳୀନ ହାରାହାରି (ଏଲ୍ପିଏ)ର ୯୦ ପ୍ରତିଶତକୁ ହ୍ରାସ କରିଛି। ଫଳସ୍ୱରୂପ ଜୁନ୍ ମାସରେ ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟା ବୃଦ୍ଧି ସହିତ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ଆଶଙ୍କା ରହିଛି।
|
29 |
Y |
|
| 20 |
30-05-2026 |
English |
-
1.The Supreme Court directed all high courts to pronounce judgements within three months of reserving orders, stressing that delays cause irreparable loss to litigants.
-
2.The Special Intensive Revision (SIR) of the electoral rolls will commence in Odisha from Saturday, with Booth Level Officers (BLOs) launching a door-to-door verification across the state to distribute enumeration forms, assist residents in filling them out, and collect the completed forms.
-
3.The Odisha government today held a consultation meeting with the stakeholders for preparation of the master plan for the proposed ‘New City’ in Bhubaneswar.
-
4.The Odisha government has signed a Memorandum of Understanding (MoU) with Intel and 3D Glass Solutions (3DGS) of the US for establishment of an Advanced Packaging Substrate Manufacturing Facility in the state -- a first-of-its-kind project in India.
-
5. The Odisha State Cooperative Milk Producers’ Federation Ltd. (OMFED) has recorded the highest-ever turnover of Rs 1,036.82 crore during 2025-26 financial year (FY).
-
6.The Higher Education Department in Odisha has issued the notification for admission into undergraduate programmes for the academic session 2026–27. The department also commenced the admission process for the Apprenticeship Embedded Degree Programme (AEDP) in the state.
-
7.The Indian economy is expected to remain resilient in 2026-27, despite the challenging external environment characterised by elevated energy and commodity prices, rising logistics costs, volatility in global financial markets and uncertainties surrounding global trade policies, according to RBI annual report released on Friday.
-
8.Amit Shah has directed authorities to enforce a 'zero tolerance' policy towards illegal constructions within 15 km of the country's borders.
-
9.Vice Admiral Ajay Kochhar, PVSM, AVSM, NM, assumed charge as the 48th Vice Chief of the Naval Staff (VCNS) on Friday, a Defence Ministry official said.
-
10.Ten persons died in the Phugewadi area of Pimpri Chinchwad, while four others from the Pandhare Mala area in Pune's Hadapsar succumbed after consuming suspected spurious liquor.
-
11.Infosys CEO Salil Parekh's annual pay rose 2.5 per cent to Rs 82.6 crore ($8.69 million) in fiscal year 2026, India's second-largest IT company said in its annual report on Friday.
-
12.The ruling Aam Aadmi Party (AAP) in Punjab on Friday achieved an impressive victory in 102 civic bodies by winning 862 wards of the 1,765 that have been counted. A total of 1,977 wards went to the polls on May 26.
-
13.The Central Board of Secondary Education (CBSE) postponed the opening of its post-result verification and re-evaluation portal for Class 12 students to June 1, 2026.
-
14.The Supreme Court on Friday was informed that Prime Minister Narendra Modi is personally supervising the investigation into the NEET-UG paper leak controversy
-
15.The Delhi High Court refused immediate relief to Cockroach Janta Party founder Abhijeet Dipke on his petition challenging the blocking of the party’s X handle on national security grounds.
|
23 |
Y |
|