Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1 19-12-2025 Odia
  1. 1.ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଓମାନରେ ପହଞ୍ଚିଛନ୍ତି। ତାଙ୍କୁ ଓମାନ ତରଫରୁ ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ନାନିତ କରାଯାଇଛି।
  2. 2.ରୁଷ ରାଷ୍ଟ୍ରପତି ପୁଟିନ ଚେତାବନୀ ଦେଇଛନ୍ତି ଯେ, ଯଦି କିଭ୍ ଏବଂ ଏହାର ପାଶ୍ଚାତ୍ୟ ସହଯୋଗୀମାନେ ଶାନ୍ତି ଆଲୋଚନାରେ କ୍ରେମଲିନ୍‌ର ଦାବିକୁ ପ୍ରତ୍ୟାଖ୍ୟାନ କରନ୍ତି, ତେବେ ମସ୍କୋ ୟୁକ୍ରେନ୍‌ରେ ନିଜର ଲାଭ ବୃଦ୍ଧି କରିବାକୁ ଚେଷ୍ଟା କରିବ ।

  3. 3.ଗଣତନ୍ତ୍ର ଦିବସ-୨୦୨୬ ପାଇଁ ୟୁରୋପୀୟ ସଂଘ (EU)ର ଶୀର୍ଷ ନେତା, ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ଏବଂ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟାଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯିବ।

  4. 4.ରାଜ୍ୟସଭାରେ ପରମାଣୁ ଶକ୍ତିର ସ୍ଥାୟୀ ଉପଯୋଗ ଏବଂ ଉନ୍ନତି ବିଲ୍ ୨୦୨୫ ( ଶାନ୍ତି ବିଲ୍, ୨୦୨୫) ଗୃହୀତ ହୋଇଛି। ରାଜ୍ୟସଭା ଏହି ବିଲକୁ ବାଚନିକ ଭୋଟ ଦ୍ୱାରା ପାସ୍ କରିଛି ।

  5. 5.ଷ୍ଟାଚ୍ୟୁ ଅଫ୍ ୟୁନିଟି ତିଆରି କରି ଇତିହାସ ସୃଷ୍ଟି କରିଥିବା ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାରଙ୍କ ଦେହାନ୍ତ।

  6. 6.ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନ୍‌ସିଏସ୍‌) ଅନୁଯାୟୀ ଗୁରୁବାର ସକାଳେ ମିଆଁମାରରେ ୪.୪ ତୀବ୍ରତାର ଏକ ଭୂମିକମ୍ପ ହୋଇଛି ।

  7. 7.ଲୋକସଭାରେ ବହୁ ବିରୋଧ ପରେ ଭିବି-ଜି ରାମ୍-ଜି ବିଲ୍  ପାରିତ ହେଲା ।

  8. 8.୨୦୧୨ମସିହାରେ ମହାରାଷ୍ଟ୍ରରେ ଜଣେ ଦୁଇ ବର୍ଷର ଶିଶୁ କନ୍ୟାକୁ ଚକୋଲେଟ୍‌ ଦେଇ ଅପହରଣ କରି ଦୁଷ୍କର୍ମ ଏବଂ ହତ୍ୟା କରିଥିଲା ଅଭିଯୁକ୍ତ ରବି ଅଶୋକ ଘୁମାରେ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୧୯ରେ ଅକ୍ଟୋବର ୩ତାରିଖରେ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ । ଦୋଷୀଙ୍କ ରାଜକ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

  9. 9.ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ପଦବୀରେ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି।

  10. 10.ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ଠାରେ ଥିବା ପ୍ରାଚୀନ ଐତିହ୍ୟସ୍ଥଳୀରୁ ବେଆଇନ ଜବରଦଖଲ ଉଚ୍ଛେଦ ଲାଗି ପ୍ରତ୍ନତତ୍ତ୍ୱ ବିଭାଗ ପଦକ୍ଷେପ ନେଇଥିବା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ।

  11. 11.ନବକଳେବର ଚଳଚ୍ଚିତ୍ର  ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ ଏବଂ ଭାରତର ବିଭିନ୍ନ ସ୍ଥାନ) ଏବଂ ୪ଟି ମହାଦେଶ (ଉତ୍ତର ଆମେରିକା, ଏସିଆ, ଆଫ୍ରିକା ଓ ଇଉରୋପ) ଜୁରି ଯାତ୍ରା କରି ଏପର୍ଯ୍ୟନ୍ତ ପ୍ରାୟ ୧୩ଟି ସହରରେ ଦର୍ଶକମାନଙ୍କ ପାଖରେ ପହଞ୍ଚିଛି ।

  12. 12.ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ନୂତନ ଭାବେ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ (MKBY) ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ୫୧,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ବାଲ୍ୟ ବିବାହ ରୋକିବା ଏବଂ କନ୍ୟା ସନ୍ତାନର ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଅଟେ।

  13. 13.ମହାରାଷ୍ଟ୍ରର ୟବତମାଲ ଜିଲାର ଆର୍ନି ତହସିଲ ଅନ୍ତର୍ଗତ ଶେନ୍ଦୁରୁସାନି ଗ୍ରାମ ପଞ୍ଚାୟତରେ ମାତ୍ର ୩ ମାସ ମଧ୍ୟରେ ୨୭,୩୯୭ ଜନ୍ମ ପଞ୍ଜିକରଣ କରାଯାଇଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଗ୍ରାମର ମୋଟ ଜନସଂଖ୍ୟା ମାତ୍ର ୧,୫୦୦।

  14. 14.ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ପ୍ରସଙ୍ଗକୁ ଅଦାଲତୀ ଝଟକା ଲାଗିଛି। ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ମେ’୧୩ରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଚିଠିକୁ ହାଇକୋର୍ଟ ରଦ୍ଦ କରିଛନ୍ତି।

  15. 15.କଟକ ପ୍ରତାପନଗରୀ ଅଞ୍ଚଳର ଏକ ଘରୋଇ ହସ୍‌ପିଟାଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ସ୍କୁଲରୁ ଫେରିବା ରାସ୍ତାରେ ଦୁଷ୍କର୍ମର ଶିକାର ହୋଇଥିବା ଏହି ନାବାଳିକା ଗର୍ଭବତୀ ହୋଇଥିଲେ।

  16. 16.ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦ ପାକିସ୍ତାନୀ ଭିକାରୀଙ୍କୁ ନିଜ ଦେଶରୁ ବାହାର କରିଦେଇଛି।

  17. 17.ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ ରେକର୍ଡ ପରିମାଣର ୩୧ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଏଣିକି ଆଉ ଠିକାରେ ଶିକ୍ଷକ ନିଯୁକ୍ତ ହେବେନାହିଁ। ରାଜ୍ୟରେ ଶିକ୍ଷକ ଅଭାବ ଦୂର କରିବା ପାଇଁ ୩ ବର୍ଷ ମଧ୍ୟରେ ୪୫ ହଜାର ଶିକ୍ଷକ ପଦବୀ ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯାଇଛି।

  18. 18.ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। 

  19. 19.ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ଦୁଇ ଦିନ ମଧ୍ୟରେ ଡାକ୍ତର ମମତା ଡିଜିଟାଲ ଆରେଷ୍ଟର ଶିକାର ହୋଇ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇର ଶିକାର ହୋଇଥିଲେ। ଡାକ୍ତର ମମତାଙ୍କ ଅଭିଯୋଗ କ୍ରମେ ରାୟଗଡା ପୋଲିସ ଏବଂ ସାଇବର ସେଲ ବିଭାଗ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

  20. 20.ଫ୍ରାନ୍‌ସ ତଥା ପ୍ୟାରିସ ସେଣ୍ଟ ଜର୍ମାନ ଫରୱାର୍ଡ ଓସୁମେନେ ଡେମ୍ବେଲେ ପୁରୁଷ ଓ ସ୍ପେନ ତଥା ବାର୍ସିଲୋନାର ମିଡଫିଲଡର ଆଇଟାନେ ବୋନମାତି ମହିଳାରେ ଫିଫା ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି।

11 Y
2 19-12-2025 English
  1. 1.Parliament late Thursday passed the VB-G RAM G Bill that seeks to replace the 20-year-old MGNREGA and guarantee 125 days of rural wage employment every year.

  2. 2.China opposes ‘unilateral bullying’ after US orders blockade of sanctioned tankers entering & leaving Venezuela.

  3. 3.The ban on entry of non-Delhi private vehicles below BS VI standards and the enforcement of the ‘No PUC, No Fuel’ rule came into force in the national capital .

  4. 4.Three Naxalites, including a woman, collectively carrying a reward of Rs12 lakh, were killed in an encounter with security personnel in Chhattisgarh’s Sukma district Thursday, police said.

  5. 5.Twenty-six Indians working in the Russian armed forces have reportedly died, while seven have been marked as missing by the Russian side, the government told Parliament Thursday.

  6. 6.Renowned sculptor Ram Sutar, whose creations included the gigantic Statue of Unity at Kevadia and the iconic Mahatma Gandhi statue at the Parliament complex, died late Wednesday night at his Noida residence. He was 100.

  7. 7.Parliament Thursday passed the nuclear energy Bill, with the Rajya Sabha giving its nod to the legislation seeking to open the tightly-controlled civil nuclear sector for private participation.

  8. 8.Ousted Nepal Prime Minister KP Sharma Oli was Thursday elected as the CPN-UML’s chairman for the third consecutive term with a two-thirds majority.

  9. 9.At least 149 students and seven private educational institutions have been booked for allegedly obtaining post-matric scholarships by submitting forged income and caste certificates, officials said.

  10. 10.To support women-led enterprises and strengthen their economic participation, the state government Thursday disbursed over Rs90 crore as loan interest waivers to more than 1.55 lakh self-help groups (SHGs) across the state.

  11. 11.The inspector in-charge (IIC) of Dasmantpur police station in Koraput was arrested by Vigilance sleuths Thursday while allegedly accepting a bribe of Rs20,000 from a relative of an accused.

  12. 12.TP Odisha Distribution Companies Wednesday clarified that the levy of Additional Security Deposit (ASD) on electricity bills is a statutory and regulatory requirement mandated under the Electricity Act, 2003 and in accordance with Odisha Electricity Regulatory Commission (OERC) regulations.

  13. 13.The state government has approved the construction of 235 new hostels for tribal and other backward class students, SC and ST Development Minister Nityanand Gond said Thursday

  14. 14.Chief Minister Mohan Charan Majhi Thursday unveiled the newly designed wall and desk calendars published by the Shree Jagannath Temple Administration (SJTA), featuring captivating photographs of Lord Jagannath.

  15. 15.The prime accused behind Dhauli gang rape case, absconding since the crime came to the fore, was arrested by the Commissionerate Police.

7 Y
3 18-12-2025 Odia
  1. 1.ପ୍ରଧାନମନ୍ତ୍ରୀ ଇଥିଓପିଆ ସଂସଦକୁ ସମ୍ବୋଧନ କରିଛନ୍ତି । ମୋଦୀ କହିଛନ୍ତି ଯେ ଏହା ମୋ ପାଇଁ ଗର୍ବର ବିଷୟ କି ଲୋକତନ୍ତ୍ରର ମହିନ୍ଦରକୁ ଆସିଛି ।

  2. 2.ଲୋକସଭାରେ ବୁଧବାର ସଷ୍ଟେନେବଲ୍ ହାର୍ନେସିଙ୍ଗ୍ ଆଣ୍ଡ୍ ଆଡ୍‌ଭାନ୍ସମେଣ୍ଟ୍ ଅଫ୍ ନ୍ୟୁକ୍ଲିଅର୍ ଏନର୍ଜି ଫର୍ ଟ୍ରାନ୍ସଫର୍ମିଙ୍ଗ୍ ଇଣ୍ଡିଆ (ଭାରତକୁ ପରିବର୍ତ୍ତନ କରିବା ପାଇଁ ପରମାଣୁ ଶକ୍ତିର ସ୍ଥାୟୀ ଉପଯୋଗ ଏବଂ ଉନ୍ନତି (‘ଶାନ୍ତି’)  ବିଲ୍‌, ୨୦୨୫କୁ ଅନୁମୋଦନ ମିଳିଛି।

  3. 3.ଭାରତ ଏବଂ ଓମାନ ଆଜି (ଡିସେମ୍ବର ୧୮)ରେ ମସ୍କଟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବେ। ଏହା ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ବୃଦ୍ଧି କରିବ।

  4. 4.ଭାରତୀୟ ସେନାକୁ ବଳକା ତିନୋଟି ବୋଇଂ ଆପାଚେ ଆକ୍ରମଣକାରୀ (ଏଏଚ୬୪ଇ) ହେଲିକପ୍ଟର ମିଳିଛି ।

  5. 5.ଗତ ଅକ୍ଟୋବର ଓ ନଭେମ୍ବର ଭଳି ଏଥର ମଧ୍ୟ ରିଜର୍ଭ ବ୍ୟାଙ୍କ ଦୃଢ଼ ପଦକ୍ଷେପ ନେଇଥିଲା। ଫଳରେ ମୁଦ୍ରା ବିନିମୟ ବଜାରରେ କାରବାର ଆରମ୍ଭ ବେଳକୁ ୯୧ ଟଙ୍କା ସ୍ତର ଅତିକ୍ରମ କରିଥିବା ଟଙ୍କା ମୂଲ୍ୟରେ ଦ୍ରୁତ ସୁଧାର ଘଟି ଏକ ଡଲାର ମୂଲ୍ୟ ୮୯ ଟଙ୍କା ୭୫ ପଇସା ଭଳି ଉନ୍ନତ ସ୍ଥିତିକୁ ଚାଲିଆସିଥିଲା।

  6. 6.ଭାରତୀୟ ବୀମା କମ୍ପାନିକୁ ବିଦେଶୀ ନିବେଶକମାନେ ସମ୍ପୂର୍ଣ୍ଣ କିଣିପାରିବେ। ବୀମା କ୍ଷେତ୍ରରେ ୧୦୦% ଏଫ୍‌ଡିଆଇକୁ ଅନୁମତି ଦେବା ସମ୍ପର୍କିତ ‘ସବ୍‌କା ବୀମା ସବ୍‌କି ସୁରକ୍ଷା’ ବିଲ୍‌ ସଂସଦରେ ଗୃହୀତ ହୋଇଛି।

  7. 7.ରିପୋର୍ଟ ଅନୁଯାୟୀ, ଟେଲିକମ୍ କମ୍ପାନୀଗୁଡ଼ିକ ୨୦୨୬ରେ ସେମାନଙ୍କର 4G ଏବଂ 5G ରିଚାର୍ଜ ପ୍ଲାନର ମୂଲ୍ୟରେ ଯଥେଷ୍ଟ ବୃଦ୍ଧି କରିପାରନ୍ତି। ବାସ୍ତବରେ ୨୦୧୯, ୨୦୨୧ ଏବଂ ୨୦୨୪ ମସିହାରେ ମୋବାଇଲ୍ ରିଚାର୍ଜ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।

  8. 8.ଆସନ୍ତା ଜାନୁଆରୀ ୬ ତାରିଖରୁ ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ ଏବଂ ନନ୍ଦନକାନନ ପରି ପ୍ରମୁଖ ସ୍ଥାନମାନଙ୍କରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଏହି ଗଣନା କାର୍ଯ୍ୟ କରାଯିବ।

  9. 9.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଗ୍ରେଟର୍‌ ବ୍ରହ୍ମପୁର’ ଘୋଷଣା କରିବା ସହ ତୁରନ୍ତ ଡିପିଆର୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୬୦୦୦ କୋଟିରେ ବ୍ରହ୍ମପୁର-ଜୟପୁର ରାସ୍ତା ୬ ଥାକିଆ ହେବ। ୫୨ କୋଟିରେ ବ୍ରହ୍ମପୁର ସହରରେ ରାସ୍ତା ଫିଟିବ।

  10. 10.ନୂଆବର୍ଷରୁ  ରାଜ୍ୟରେ ୧୫ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। ସରକାରଙ୍କ ପାଖରେ କାର୍ଡର ଅଭାବ ନାହିଁ।

  11. 11.ଶଙ୍କରପୁରରେ ଦେଢ଼ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ  କରାଯାଇଥିବା ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ଅଶୋକ କୁମାର ବେହେରା(୪୮)  କୁ ଗିରଫ କରି ବୁଧବାର ତାକୁ କୋର୍ଟ ଚାଲାଣ କରାଯାଇଛି  ।

  12. 12.ମୁହଁ ଢାଙ୍କି ଶୋଇବାରୁ ଅକ୍ସିଜେନ୍‌ ସ୍ତର ୧୫-୨୦% ପର୍ଯ୍ୟନ୍ତ ହ୍ରାସ ପାଏ ଏବଂ ଫୁସ୍‌ଫୁସ୍‌କୁ ଅକ୍ସିଜେନ୍‌ ଗ୍ରହଣ କରିବାକୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ ବୋଲି ବେଙ୍ଗାଲୁରୁର ସ୍ପର୍ଶ ହସ୍ପିଟାଲ୍‌ର ପଲ୍‌ମୋନୋଲୋଜିଷ୍ଟ ବା ଛାତି ରୋଗ ବିଶେଷଜ୍ଞ ଡା. ଶିବରାଜ ଅଜ୍ଜି କାରିୟପ୍ପଲା ଲକ୍ଷ୍ମଣ କହିଛନ୍ତି। ଏହାର ପ୍ରଭାବ ନିଦ ଉପରେ ପଡେ ଯାହାଫଳରେ ନିଦ ବାରମ୍ବାର ଭାଙ୍ଗେ।

  13. 13.କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଜଗବନ୍ଧୁ ମହାରଣାଙ୍କ ଘରେ ଗୁଣି ଗାରେଡ଼ି ପାଇଁ ୧୦ ଫୁଟ ଗଭୀର ଗାତ ଭିତରେ ପୂଜା ଚାଲିଥିଲା।ଏହି ସମୟରେ ହଠାତ୍ ମାଟି ଧସି ଯାଇଥିଲା। ଫଳରେ ଜଗବନ୍ଧୁ ମାଟି ତଳେ ରହିଯାଇଥିଲେ। ଗ୍ରାମବାସୀମାନେ ଦୁଇ ଗୁଣିଆ ଙ୍କୁ ଅଟକ ରଖିଛନ୍ତି ।

  14. 14.ଓଡ଼ିଶାର ଜଣାଶୁଣା ସିନେ ପ୍ରଯୋଜକ,ବିତରକ ତଥା ବିଶିଷ୍ଟ ବ୍ୟବସାୟୀ ରବୀନ୍ଦ୍ର ମୋହନ ସାହୁ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା।

  15. 15.ଉତ୍ତର ଭାରତରେ ଘନ କୁହୁଡ଼ି ଏବଂ ବିଷାକ୍ତ କୁହୁଡ଼ି ତାଣ୍ଡବ ଜାରି ରଖିଛି। ଗତକାଲି ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ କୁହୁଡ଼ି ଯୋଗୁଁ ବାତିଲ କରାଯାଇଥିଲା। ଆମ୍ପାୟର୍‌ମାନେ ଆଲୋକ ଏବଂ ପିଚ୍‌ ଅବସ୍ଥାର  ୬ ଥର ନୀରିକ୍ଷଣ କରିଥିଲେ। କିନ୍ତୁ ରାତି ୯:୩୦ ସୁଦ୍ଧା ପରିସ୍ଥିତିରେ କୌଣସି ଉନ୍ନତି ନହେବାରୁ ମ୍ୟାଚ୍‌କୁ ବାତିଲ୍‌  କରାଯାଇଛି।  

20 Y
4 18-12-2025 English
  1. 1.President Droupadi Murmu visited the Sripuram Golden Temple here Wednesday and offered prayers during her brief visit to Tamil Nadu.

  2. 2.Out of 10.13 lakh government schools across India, 5,149 have no students at all. And more than 70 per cent of these schools reporting zero enrolment in the 2024-25 academic year are in Telangana and West Bengal, according to government data.

  3. 3.India and Oman will sign a free trade agreement Thursday in Muscat, opening greater opportunities for sectors such as textiles, food processing, automobiles, auto components, and gems and jewellery.

  4. 4.Electronic cigarettes remain completely banned under Indian law, the government Wednesday informed Parliament that no case related to the seizure of e-cigarettes and vape devices with narcotic substances has been investigated by the Narcotics Control Bureau (NCB).

  5. 5.The protesters, marching under the banner of July Oikya (July Unity), were chanting anti-India slogans and raising several demands, including the extradition of deposed prime minister Sheikh Hasina and others who fled the country during and after the July uprising last year in Dhaka.

  6. 6.Vehicles that do not have BS-VI engines will not be allowed to enter the national capital from today as part of rigorous anti-pollution measures adopted by the Delhi government.

  7. 7.Parliament on Wednesday passed the 'Sabka Bima Sabki Raksha (Amendment of Insurance Laws) Bill, 2025', with Finance Minister Nirmala Sitharaman assuring that opening up sector will attract new insurers, intermediaries and allied service providers.

  8. 8.The Delhi High Court on Wednesday clarified that couples seeking divorce by mutual consent are not necessarily required to live separately for at least one year, as prescribed under the Hindu Marriage Act (HMA), 1955.

  9. 9.US President Donald Trump ordered Tuesday a “blockade” of all sanctioned oil tankers entering and leaving Venezuela, in Washington’s latest move to increase pressure on Nicolas Maduro’s government, targeting its main source of income.

  10. 10.Silver prices breach the record `2 lakh-per-kilogram mark in the national capital for the fi rst time.

  11. 11.Meher Castelino, the first Miss India and a celebrated fashion journalist, passed away at the age of 81 .

  12. 12.Chief Minister Mohan Charan Majhi Wednesday announced that Berhampur city will be expanded and developed as Greater Berhampur City. The road connecting Berhampur and Jeypore will be upgraded to a six-lane highway at a cost of Rs6,000 crore

  13. 13.The Odisha government will set up a Centre of Excellence (CoE) in Semiconductor Materials and Devices at IIIT-Bhubaneswar at a cost of Rs 400 crore.

  14. 14.The growing use of platforms such as ChatGPT, Gemini and Perplexity has made India the world's largest market for large language model (LLM) adoption, a foreign brokerage said Wednesday.

  15. 15.Prize money for next year's World Cup will be 50% higher than the previous edition with world governing body FIFA agreeing a record $727 million fi nancial contribution to the tournament Wednesday.

15 Y
5 17-12-2025 Odia
  1. 1.ଏଲନ ମକ୍ସ ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଛନ୍ତି ଯାହାଙ୍କ ମୋଟ ସମ୍ପତ୍ତି ୬୦୦ ବିଲିୟନ (ପ୍ରାୟ ୫୪ ଲକ୍ଷ କୋଟି ଟଙ୍କା) ଡଲାର ଅତିକ୍ରମ କରିଛି। ଗତ ୨୪ଘଣ୍ଟା ମଧ୍ୟରେ ତାଙ୍କର ସମ୍ପତ୍ତି ୧୬୭ ବିଲିୟନ ଡଲାର ବୃଦ୍ଧି ପାଇଛି। 

  2. 2.ଇଥିଓପିଆ ପ୍ରଧାନମନ୍ତ୍ରୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ଆବି ଅହମ୍ମଦ ଅଲି ବିମାନବନ୍ଦରରେ ଉପସ୍ଥିତ ରହି ମୋଦୀଙ୍କୁ ସ୍ବାଗତ କରିଥିଲେ। ଏହା ପରେ ସେ ମୋଦୀଙ୍କୁ ନିଜ କାର୍‌ରେ ବସାଇ ବିମାନବନ୍ଦରରୁ ହୋଟେଲକୁ ନେଇଥିଲେ।

  3. 3.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୩୦ରୁ ଅଧିକ ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ବୃଦ୍ଧି କରିଛନ୍ତି।

  4. 4.ବୀମା ଆଇନରେ ପରିବର୍ତ୍ତନ କରିବା ଲାଗି ଲୋକସଭାରେ ଆଗତ କରାଯାଇଥିବା ସବ୍‌କା ବୀମା ସବ୍‌କା ରକ୍ଷା ବିଲ୍ ୨୦୨୫ ମଙ୍ଗଳବାର ଗୃହୀତ ହୋଇଛି। ଏହି ବିଲ୍ ଦ୍ୱାରା ବୀମା ଆଇନ ୧୯୩୮, ଜୀବନ ବୀମା ନିଗମ ଆଇନ ୧୯୫୬ ଓ ଆଇଆରଡିଏ ଆଇନ ୧୯୯୯ରେ ପରିବର୍ତ୍ତନ କରାଯିବ।

  5. 5.ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ ତିଆରି ପାଇଁ ବ୍ୟବହୃତ ହେଉଥିବା କୋଇଲା ଓ କାଠ ଜଳା ତନ୍ଦୁର ଉପରେ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ପକ୍ଷରୁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି।

  6. 6.ପଟୱାରୀ ନିଯୁକ୍ତି ପରୀକ୍ଷାରେ ଠକେଇ ଏବଂ ଠକେଇ ସହିତ ଜଡିତ ବ୍ୟାପମ ଦୁର୍ନୀତି ମାମଲାରେ ମଙ୍ଗଳବାର ଇନ୍ଦୋରର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ୧୦ ଜଣଙ୍କୁ ପାଞ୍ଚ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

  7. 7.ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପରେ ନିର୍ବାଚନ କମିସନଙ୍କ ପକ୍ଷରୁ ପଶ୍ଚିମବଙ୍ଗ, ରାଜସ୍ଥାନ, ଗୋଆ, ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଓ ଲାକ୍ଷାଦ୍ବୀପ ପାଇଁ ଚିଠା ଭୋଟର ତାଲିକା ଜାରି କରାଯାଇଛି। ଜାରି ତାଲିକା ଅନୁଯାୟୀ ପଶ୍ଚିମବଙ୍ଗରେ ୫୮ ଲକ୍ଷ ଲୋକ ଭୋଟର ବାଦ ପଡିଛନ୍ତି।

  8. 8.ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ ୭୪ ଲକ୍ଷ ଟଙ୍କାରେ ପହଞ୍ଚିବାରୁ ସେ ନିଜ କିଡନୀ ବିକ୍ରି କରିବାକୁ ବାଧ୍ୟ ହେଲେ ।

  9. 9.ଜାତୀୟ ରାଜଧାନୀ ଦିଲ୍ଲୀର ବିଗିଡ଼ି ଯାଉଥିବା ବାୟୁ ଗୁଣବତ୍ତାକୁ ନେଇ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିରସା ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ ୯-୧୦ ମାସ ମଧ୍ୟରେ କୌଣସି ନିର୍ବାଚିତ ସରକାର ପାଇଁ ପ୍ରଦୂଷଣକୁ ସମ୍ପୂର୍ଣ୍ଣ ରୂପେ ହ୍ରାସ କରିବା ସମ୍ଭବ ନୁହେଁ।

  10. 10.ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି ।

  11. 11.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି, ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ କରୁଛନ୍ତି। ତାଙ୍କର ଚାରି ଦିନିଆ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦି ଡିସେମ୍ବର ୧୭-୧୮ ରେ ଓମାନ ଗସ୍ତ କରିବେ।

  12. 12.ରାଜଗାଙ୍ଗପୁର ତହସିଲ ମାଳିଡିହିର ପୂର୍ବତନ ରାଜସ୍ଵ ନିରୀକ୍ଷକ ମାନସୀ ସାହୁଙ୍କୁ ୩ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। 

  13. 13.ଚଳିତ ବର୍ଷ ଆଇଟି ଏବଂ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ଚାକିରିର ଚାହିଦା ଅଧିକ ରହିଥିବା ବେଳେ ଡିଜିଟାଲ କାମ ବଢ଼ିବା ସହିତ ସଫ୍ଟୱେର୍ ଡେଭଲପର୍, ଡାଟା ଏନାଲିଷ୍ଟ ଏବଂ ସାଇବର ସୁରକ୍ଷା ସହିତ ଜଡ଼ିତ ବୃତ୍ତିଗୁଡ଼ିକର ଚାହିଦା ମଧ୍ୟ ବୃଦ୍ଧି ପାଇଥିଲା।

  14. 14.୨୦ ବର୍ଷରୁ ଅଧିକ ସମୟ ହେଲା ସମ୍ବଲପୁରଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିଡ୍‌ନି ରୋଗ ପ୍ରବଣ ହୋଇସାରିଛି। ରେଢ଼ାଖୋଲ ଏନ୍‌ଏସି ଅନ୍ତର୍ଗତ କୁହି, ପୋଡ଼ାବଲଣ୍ଡା, ପୁରୁଣାଗ଼ଡ଼, ବଂଶାଜାଲ ସମେତ ୧୦ ପଞ୍ଚାୟତରେ ରୋଗୀସଂଖ୍ୟା ବଢ଼ିବାରେ ଲାଗିଛନ୍ତି।

  15. 15.ରାଜଧାନୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାକୁ ରାଜ୍ୟ ସରକାର ରେଡ୍‌ ଫ୍ଲାଗ ଅନ୍ତର୍ଭୁକ୍ତ କରାଯାଇଛି।

  16. 16.ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍ ଏବଂ ଅନ୍ୟାନ୍ୟ ସମାନ ସାମଗ୍ରୀର ବିକ୍ରି, ସଂରକ୍ଷଣ, ବିତରଣ, ବିଜ୍ଞାପନ, ପ୍ରଚାର ଏବଂ ପ୍ରଦର୍ଶନ ଉପରେ ତୁରନ୍ତ ନିଷେଧାଦେଶ ଜାରି କରିଛନ୍ତି।

  17. 17.ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨ ଲକ୍ଷ ଟଙ୍କାରେ ପହଞ୍ଚିଛି ।

  18. 18.୧୯ ବର୍ଷରୁ କମ୍‌ ଏସିଆ କପ୍‌ର ଏକ ମ୍ୟାଚରେ ମଙ୍ଗଳବାର ଭାରତ ମାଲେସିଆକୁ ୩୧୫ ରନରେ ପରାଜିତ କରିଛି। ଭାରତୀୟ ବ୍ୟାଟ୍ସମ୍ୟାନ ଅଭିଜ୍ଞାନ କୁଣ୍ଡୁଙ୍କୁ ବିସ୍ଫୋରକ ଦ୍ବିଶତକ ବଳରେ ଟିମ ଇଣ୍ଡିଆକୁ ଏହି ସହଜ ବିଜୟ ମିଳିଛି।

  19. 19.ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

  20. 20.IPL ନିଲାମ ଇତିହାସରେ ସବୁଠାରୁ ମହଙ୍ଗା ଅନ୍‌କ୍ୟାପ୍ଡ୍ ଖେଳାଳି ଭାବେ ଉତ୍ତର ପ୍ରଦେଶର ଯୁବ ତାରକା ପ୍ରଶାନ୍ତ ବୀର ରେକର୍ଡ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍ (CSK) ଏହି ୨୦ ବର୍ଷୀୟ ଅଲରାଉଣ୍ଡରଙ୍କୁ କିଣିବା ପାଇଁ ୧୪.୨୦ କୋଟିରେ କିଣିଛି।

21 Y
6 17-12-2025 English
  1. 1.Delhi Court on Tuesday sought a response from the Directorate General of Civil Aviation on a plea by the Indian Pilots Guild seeking contempt action against authorities for allegedly not fully implementing the new flight duty time limitation norms.

  2. 2.A court here Tuesday refused to take cognisance of the Enforcement Directorate’s (ED) money laundering charge against Congress leaders Rahul Gandhi, Sonia Gandhi, and five others in the National Herald case.

  3. 3.The release of West Bengal’s post–SIR draft electoral rolls ahead of Assembly elections early next year Tuesday stirred up a hornet’s nest, with 5,820,898 voters struck off the rolls, bringing the state’s total electorate down to 7,08,16,631.

  4. 4.Elon Reeve Musk, who was the first to surpass $500 billion in net worth in October, owns an estimated 42 per cent stake in Space X, which is preparing to go public next year, Reuters reported last week.

  5. 5.Two alleged gunmen who attacked a Hanukkah event at Sydney’s Bondi Beach had travelled to the Philippines before the assault, which killed 15 people, and appeared to be inspired by Islamic State, police said Tuesday

  6. 6.HDFC Bank has got the Reserve Bank's nod to hike its stakes in another private sector lender, IndusInd Bank, up to 9.5 per cent.

  7. 7.A 22-year-old man was arrested on Tuesday in Sitapur district for allegedly abducting a 16-year-old girl and raping her repeatedly for nearly two weeks.

  8. 8.Congress President Mallikarjun Kharge on Tuesday reacted strongly to a local Delhi court's decision refusing to take cognisance of the Enforcement Directorate's (ED) chargesheet in the National Herald money laundering case.

  9. 9.Madhya Pradesh has already lost 54 tigers in 2025. Since the launch of Project Tiger in 1973.

  10. 10.Chief Minister Mohan Charan Majhi Tuesday unveiled Pharmaceutical and Medical Devices Policy-2025, aiming to attract investment of Rs25,000 crore and create 1 lakh jobs by 2030.

  11. 11.The Economic Offences Wing (EOW) of Odisha Police has arrested a couple from Greater Noida in Uttar Pradesh (UP) on the charge of duping investors of Rs 20 crore in the name of share trading, an offi cial statement said Tuesday.

  12. 12.An international digital fraud syndicate allegedly involved in cheating its victims of over Rs 50 crore by impersonating law enforcement offi cials has been busted, with the arrest of 10 people.

  13. 13.Odisha State Warehousing Corporation (OSWC) paid a dividend amount of Rs81,59,845 to the state government for the financial year 2022–23, reflecting the corporation’s continued profitability and efficient use of storage infrastructure across the state.

  14. 14.The mating season of Olive Ridley turtles has begun near Rushikulya river mouth in Ganjam district, as the administration increased patrolling to keep away poachers, an offi cial said.

  15. 15. NIT Rourkela student team, 'SWADES', secured first position at the 'Smart India Hackathon (SIH) 2025'.

  16. The state Assembly Tuesday passed 12 Bills, including the Greater Bengaluru Governance (Second Amendment) Bill. The Greater Bengaluru Bill makes provisions for all MPs and MLAs who stay in the state capital and are on the electoral roll in the city to be members of the Greater Bengaluru Authority.

  17. 17.The Supreme Court Tuesday agreed to hear Allahabad High Court judge Yashwant Varma’s plea challenging the constitution of an inquiry committee by the Lok Sabha Speaker to probe corruption charges against him.

  18. 18.Abhigyan Kundu delivered a record-breaking innings to lead India to a dominant win over Malaysia in their Under-19 Asia Cup Group A match in Dubai.

  19. 19.World Championship silver medallist Aishwary Pratap Singh Tomar delivered a landmark performance at the 68th Shooting Nationals Tuesday, firing a world record 470.5 to clinch gold in the men’s 50m rifle 3 positions final at the Madhya Pradesh State Shooting Range.

  20. 20.Indian boxer Faizan Anwar won the WBA (World Boxing Association) Intercontinental Championship, defeating Russia’s Khuseyn Baysangurov by split decision in a well-fought 10-round professional bout.

15 Y
7 16-12-2025 Odia
  1. 1. ଟ୍ରମ୍ପପ୍ରଶାସନର ଏଚ୍‌-୧ବି ଭିସା ଫି ବୃଦ୍ଧିକୁ ଆମେରିକାର ‌୨୦ଟି ରାଜ୍ୟ ବିରୋଧ କରିଛନ୍ତି। ଏଚ୍‌-୧ବି ଭିସା ଫି ୧ ଲକ୍ଷ ଡଲାରକୁ ବୃଦ୍ଧି କରାଯିବା

  2. 2.ପାକିସ୍ତାନର ଲାହୋର ବିଶ୍ୱବିଦ୍ୟାଳୟ ପରିଚାଳନା ବିଜ୍ଞାନ (LUMS) ଦ୍ୱାରା ପ୍ରାଚୀନ ଭାଷା ସଂସ୍କୃତର ଆନୁଷ୍ଠାନିକ ଶିକ୍ଷାଦାନ ଆରମ୍ଭ ହୋଇଛି। ଏହି ପାଠ୍ୟକ୍ରମରେ ସଂସ୍କୃତ ଭାଷା ସହିତ ମହାଭାରତ ଏବଂ ଭଗବଦ ଗୀତା ଭଳି ପ୍ରାଚୀନ ଗ୍ରନ୍ଥଗୁଡ଼ିକର ଅଧ୍ୟୟନ ଅନ୍ତର୍ଭୁକ୍ତ ହେବ।

  3. 3.ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫିର ଅତିକମରେ ଦୁଇଟି ଦିନିକିଆ ମ୍ୟାଚ୍ ଖେଳିବାକୁ ବର୍ତ୍ତମାନର ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି।

  4. 4.କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ବାତିଲ କରି ଗ୍ରାମୀଣ ନିଯୁକ୍ତି ପାଇଁ ଏକ ନୂତନ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ‘ବିକଶିତ ଭାରତ ନିଯୁକ୍ତି ଏବଂ ଜୀବିକା ମିଶନ (ଗ୍ରାମୀଣ) କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା। କିନ୍ତୁ ନୂଆ ଜି ରାମ ଜି ଯୋଜନାରେ କୁହାଯାଇଛି ଯେ କେନ୍ଦ୍ର ଓ ଅଧିକାଂଶ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଖର୍ଚ୍ଚ ବହନ କରିବେ।

  5. 5.ବ୍ରିଟେନର ଏକ ନୂଆ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ବର୍ତ୍ତମାନର ଆଇନ ଅନୁଯାୟୀ, ପ୍ରାୟ ୯ ନିୟୁତ ଲୋକ, ଅର୍ଥାତ ଦେଶର ଜନସଂଖ୍ୟାର ୧୩ ପ୍ରତିଶତ, ସେମାନଙ୍କର ବ୍ରିଟିଶ ନାଗରିକତା ହରାଇପାରନ୍ତି।

  6. 6.ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର ଶୀର୍ଷ କମାଣ୍ଡର ରାଏଦ ସଇଦଙ୍କ ମୃତ୍ୟୁ ହୋଇଛି।

  7. 7.ଭାରତୀୟ ସେନା, ନୌସେନା ଏବଂ ବାୟୁସେନାରେ ଅଧିକାରୀ ହୋଇ ଦେଶ ସେବା କରିବାର ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସସି) ନ୍ୟାସନାଲ ଡିଫେନ୍ସ ଏକାଡେମୀ ଏବଂ ନୌସେନା ଏକାଡେମୀ ପରୀକ୍ଷା (ଏନଡିଏ ଏବଂ ଏନଏ) ୨୦୨୬ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

  8. 8.ଓଡ଼ିଆ ପୁଅ ସୁମିତ ସିଂହ ଦୀର୍ଘ ୪୮ ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ ଚାଲି ଚାଲି ସୃଷ୍ଟି କରିଛନ୍ତି ଏକ ବିରଳ ବିଶ୍ଵ ରେକର୍ଡ। ସେ ଏହି ସମୟ ମଧ୍ୟରେ ଟ୍ରେଡ ମିଲ୍‌ରେ ୨୦୧ କିଲୋମିଟର ପଥ ଚାଲିଛନ୍ତି।

  9. 9.ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହୋଇଛନ୍ତି ।

  10. 10.ଶିଶୁ କର୍କଟ ଚିକିତ୍ସା ନିମନ୍ତେ ଓଡିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏବଂ କ୍ୟାନକିଡ୍ସ କିଡ୍ସକ୍ୟାନ ମଧ୍ୟରେ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରେ ବୁଝାମଣାପତ୍ର  ସ୍ୱାକ୍ଷର ହୋଇଛି ।

  11. 11.କେନ୍ଦ୍ରାପଡ଼ାରେ ଶୀତଳଭଣ୍ଡାର ଲୋକାର୍ପଣ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କଲେ ।

  12. 12.କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଆସାମ ନିର୍ବାଚନ ପ୍ରଭାରୀ ଦାୟିତ୍ବ ମିଳିଛି।

  13. 13.ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜର ପୋଷ୍ଟ ଗ୍ରାଜୁଏଟ୍ (ପିଜି) ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡରେ ବ୍ୟାପକ ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ଜାନୁଆରୀ ୧, ୨୦୨୬ରୁ ଲାଗୁ ହେବ ବର୍ଦ୍ଧିତ ଷ୍ଟାଇପେଣ୍ଡ।

  14. 14.ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’ । ବରମୁଣ୍ଡା ବସ୍‌ ଟର୍ମିନାଲ ବିଲ୍ଡିଂରେ କାର୍ଯ୍ୟକ୍ଷମ ହେବ

  15. 15.ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD) ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଛି ।ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ।

  16. 16.କେନ୍ଦ୍ରୀୟ ମେକ୍ସିକୋରେ ଏକ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଛୋଟ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅତି କମରେ ସାତ ଜଣଙ୍କର ମୃତ୍ୟୁ ହୋଇଛି।

  17. 17.ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି। କେନ୍ଦ୍ର ସରକାର ଜାରି କରିଥିବା ନଭେମ୍ବର ମାସ ତଥ୍ୟରୁ ଏହା ଜଣାପଡ଼ିଛି। ଗତ ଅକ୍ଟୋବରରେ ବେକାରି ହାର ୫.୨ ପ୍ରତିଶତ ଥିଲା। ମୋଟ ଉପରେ ପୁରୁଷ ବେକାରି ହାର ଗତ ଅକ୍ଟୋବରର ୫.୧ ପ୍ରତିଶତ ତୁଳନାରେ ନଭେମ୍ବରରେ ୪.୬ ପ୍ରତିଶତକୁ ହ୍ରାସ ପାଇଛି।

  18. 18.ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ିଛି। ସୋମବାର ଏକ ଡଲାର ମୂଲ୍ୟ ୯୦ ଟଙ୍କା ୭୦ ପଇସା ହୋଇଯାଇଥିଲା।

  19. 19.ଧଉଳି ବୁଲିବାକୁ ଯାଇଥିବା‌ ଜଣେ ନାବାଳିକାଙ୍କୁ ଦୟା ନଦୀପଠାକୁ ଟେକି ନେଇ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ କେତେକ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି। ମାଡ଼ ମାରି ତାଙ୍କଠାରୁ ସୁନାଚେନ୍ ଓ ଟଙ୍କା ଲୁଟିନେଇଛନ୍ତି।

  20. 20.୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଟିଇଟିର ପରୀକ୍ଷା ସମୟ ବଦଳିଛି । ଏହାର ସମୟ ୩୦ ମିନିଟ୍‌ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଅପରାହ୍ନ ୧.୩୦ ରୁ ୪ଟା ଯାଏଁ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ଏବେ ଏହା ଅପରାହ୍ନ ୨ଟାରୁ ୪.୪୦ ଯାଏଁ ଅନୁଷ୍ଠିତ ହେବ।

30 Y
8 16-12-2025 English
  1. 1.President Droupadi Murmu has rejected the mercy petition of a man convicted of kidnapping, raping and killing a two-year-old girl in Maharashtra in 2012,

  2. 2.The bill to replace the MGNREGA framework with Viksit Bharat Guarantee for Rozgar and Ajeevika Mission (Grameen), or VB-G RAM G, has been introduced in Parliament.

  3. 3.A Bill for single education regulator to set up a 13-member body to regulate institutions of higher education was introduced in the Lok Sabha Monday with the government expressing willingness to refer it to a joint committee.

  4. 4.India has proposed a preferential trade agreement (PTA) with Mexico to help domestic exporters deal with the steep tariffs announced by the South American country.

  5. 5.The Election Commission is set to publish the draft electoral rolls for West Bengal on Tuesday, following the completion of the statewide Special Intensive Revision (SIR) ahead of the 2026 assembly polls.

  6. 6.The Enforcement Directorate has provisionally attached assets worth approximately Rs 5.41 crore in connection with an illegal immigration racket where people were sent illegally to the US through the hazardous "dunky" route.

  7. 7.The rupee Monday crashed to its lowest-ever level of 90.80 before settling at a fresh all-time low of 90.78 against the US dollar.

  8. 8.The Supreme Court Monday said it will list for hearing December 17 a plea related to worsening air pollution levels in Delhi-NCR.

  9. 9.The revised stipend structure will come into effect from January 1, 2026, benefiting around 120 (PG) students studying in government Ayurvedic and Homeopathic medical colleges across the state .

  10. 10.Lieutenant Harshit Deo, an offi cer of Indian Navy, was formally appointed as the Aide-De-Camp (ADC) to Governor Hari Babu Kambhampati Monday.

  11. 11.Senior Odisha Congress leader and former MLA Mohammed Moquim was expelled from the party after he challenged its state leadership, an OPCC leader said Monday.

  12. 12.The state government Monday extended the deadline for submission of applications for Krishi Vidya Nidhi, a scholarship aimed at making higher education accessible to the children of benefi ciaries under the CM-Kisan scheme, to December 20, 2025.

  13. 13.Himachal Pradesh Chief Minister Sukhvinder Singh Sukhu announced that there would be a complete ban on students carrying mobile phones in school premises from pre-nursery to Class XII from the upcoming academic session.

  14. 14.The Supreme Court issued a slew of directions to trial courts Monday to enhance the legibility of verdicts in criminal matters.

  15. 15.A newly recruited AYUSH doctor in Bihar was taken aback Monday when Chief Minister Nitish Kumar pulled the hijab (veil) off her face, while she was receiving her letter of appointment.

10 Y
9 15-12-2025 Odia
  1. 1.ଭାରତରେ ଯୁବପିଢିଙ୍କ ମଧ୍ୟରେ ଅଚାନକ ହେଉଥିବା ମୃତ୍ୟୁକୁ ନେଇ ଚିନ୍ତା ପ୍ରକାଶ ପାଉଥିବାବେଳେ ଏହା ପଛରେ କୋଭିଡ୍ ଟୀକା ଥିବା କେତେକ ମହଲରେ ସଂଦେହ କରାଯାଉଛି। କିନ୍ତୁ ଏମ୍ସ-ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ଏହାକୁ ଖାରଜ କରାଯାଇଛି ।
  2. 2.ନେପାଳରେ ୨୦୦ ଏବଂ ୫୦୦ ଟଙ୍କାର ଭାରତୀୟ ମୁଦ୍ରା ନୋଟ୍ ଏବେ ଚାଳିବ।

  3. 3.ଅଷ୍ଟ୍ରେଲିଆରାଜଧାନୀ ସିଡନୀର ବଣ୍ଡି ବିଚ୍‌ରେ ରବିବାର ସନ୍ଧ୍ୟାରେ ଇହୁଦୀମାନଙ୍କ ଏକ ଉତ୍ସବ ଉପରେ ଦୁଇ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିବର୍ଷା କରିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି। 

  4. 4. ଅଟିଜିମ୍ ଏବଂ ଅନ୍ୟାନ୍ୟ ବୌଦ୍ଧିକ ଅକ୍ଷମତା ଥିବା ଲୋକଙ୍କ ଯତ୍ନ, ପୁନର୍ବାସ ଏବଂ ସୁରକ୍ଷା ପାଇଁ ବ୍ୟାପକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ଏକ ଜାତୀୟ ବିଶେଷଜ୍ଞ କମିଟି ଗଠନ ପାଇଁ ଏକ ଆବେଦନର ସୁପ୍ରିମକୋର୍ଟ ଆଜି (ସୋମବାର) ଶୁଣାଣି କରିବେ।

  5. 5.ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ନ୍ୟାୟିକ ବ୍ୟବସ୍ଥାର ଲକ୍ଷ୍ୟ ହେବା ଉଚିତ। ଆଇନଗତ ତତ୍ତ୍ବ‌ରେ ନୁହେଁ ସାଧାରଣ ନାଗରିକଙ୍କ ଜୀବନ୍ତ ଅନୁଭବରେ ଅଦାଲତର ଅସଲୀ ପରୀକ୍ଷା ନିହିତ ଥାଏ। ସମୟରେ ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବା ଉଚିତ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜ‌ଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି।

  6. 6.ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ଯାତ୍ରୀଙ୍କୁ କ୍ଷତିପୂରଣ ବାବଦରେ ଇଣ୍ଡିଗୋ ଏୟାରଲାଇନ୍ସ କର୍ତ୍ତୃପକ୍ଷ ୫୦୦ କୋଟି ଟଙ୍କାରୁ ଅଧିକ ପ୍ରଦାନ କରିବେ ବୋଲି ଜଣାପଡିଛି।

  7. 7.ଭୋଟରଙ୍କ ନିକଟରୁ ଏନୁମେରେସନ ଫର୍ମ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଇସିଙ୍କ ପକ୍ଷରୁ ଚିଠା ତାଲିକା ପ୍ରକାଶ କରାଯାଇଛି। ତଦନୁଯାୟୀ ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନମଣ୍ଡଳୀ ଭବାନୀପୁରରେ ୪୪,୪୭୭ ଭୋଟରଙ୍କ ନାମ ତାଲିକାରୁ ବାଦ ପଡିଥିବା ଜଣାପଡିଛି।

  8. 8.ବିଜେପି ସଂସଦୀୟ ବୋର୍ଡ ବିହାର କ୍ୟାବିନେଟ୍ ମନ୍ତ୍ରୀ ନିତିନ ନବୀନଙ୍କୁ ଜାତୀୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛି।

  9. 9.କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା ଝିଅକୁ ଜନ୍ମଦାତ୍ରୀ ବଳି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ଘର ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରି ଜଣେ ପଡ଼ୋଶୀଙ୍କ ଘରେ ରଖିଛନ୍ତି।

  10. 10.ଦେଶ ସ୍ଵାଧୀନତାର ୭୭ବର୍ଷ ପରେ ବି ଓଡିଶା ରାଜ୍ୟର ୬,୭୦୪ଟି ଗାଁକୁ ରାସ୍ତା ସଂଯୋଗ ହୋଇପାରିଲା ନାହିଁ। ଉନ୍ନତ ଜିଲା କୁହାଯାଉଥିବା ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଆଦି ଜିଲାର କେତେକ ଗାଁକୁ ରାସ୍ତା ନାହିଁ।

  11. 11.ମହମ୍ମଦ ମୋକିମ୍ ଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି କଂଗ୍ରେସରୁ ବହିଷ୍କୃତ କରାଯାଇଛି ।  

  12. 12.କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ  ବିଜେପିର ଉତ୍ତରପ୍ରଦେଶ  ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି।

  13. 13.୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ ଧୂଳି ଚଟାଇ ଦେଇଛି। ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିବାରେ ବିଫଳ ହୋଇଛନ୍ତି ଦକ୍ଷିଣଆଫ୍ରିକା ବ୍ୟାଟ୍ସମ୍ୟାନ। ଯାହାଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୧୭ ରନ କରି ଅଲଆଉଟ ହୋଇଯାଇଛି।

  14. 14.ଆର୍ଜେଣ୍ଟିନା ଫୁଟବଲ ସୁପର୍‌ଷ୍ଟା‌ର ଲିଓନେଲ୍‌ ମେସିଙ୍କ କୋଲକାତା ସଲ୍ଟ ଲେକ୍‌ କାର୍ଯ୍ୟକ୍ରମରେ ଘଟିଥିବା ବ୍ୟାପକ ଭଙ୍ଗାରୁଜା ମାମଲାରେ ଆୟୋଜକ ଶତଦ୍ରୁ ଦତ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି।

  15. 15.ଆଗାମୀ ଦୁଇ ଦିନ ପାଇଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ପୂର୍ବ ଉତ୍ତର ପ୍ରଦେଶ ଏବଂ ଉତ୍ତର-ପୂର୍ବ ମଧ୍ୟପ୍ରଦେଶରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଛି। 

30 Y
10 15-12-2025 English
  1. 1.Chief Justice of India (CJI) Surya Kant Sunday said technology should amplify human judgment and not replace it.

  2. 2.Prime Minister Narendra Modi on Monday departed from Delhi on a three-nation tour, beginning with a visit to Jordan at the invitation of King Abdullah II ibn Al Hussein.

  3. 3.A comprehensive, one-year autopsy-based observational study conducted at AIIMS, Delhi, has found no evidence linking COVID-19 vaccination with sudden deaths among young adults.

  4. 4.ISRO has lined up seven launch missions by March next year. The first of the seven launches is expected to take place next week.

  5. 5.India ranks third in Stanford’s 2025 Global AI Vibrancy Index, highlighting rapid progress.

  6. 6.Gunmen opened fire at a Jewish holiday celebration at Sydney’s Bondi beach Sunday, killing at least 11 people.

  7. 7.The BJP Sunday appointed Nitin Nabin, a Cabinet minister in the Bihar government, as the party’s national working president.

  8. 8.Deputy Chief Minister KV Singh Deo Sunday underscored the need to embrace energy conservation not just as a habit but as a national duty.

  9. 9.The Centre has asked states to nominate women officers and those from Scheduled Caste (SC) and Scheduled Tribe (ST) for appointment in key posts on central deputation so that adequate representation can be provided to them.

  10. 10.A raging fire destroyed nearly 600 sacks of paddy stored on a threshing ground (Dhana Khala) at Jalia village under Udar panchayat of Deogaon block in Bolangir district.

  11. 11.Violence erupted at various places across Kerala, particularly in the northern districts, following the announcement of local body election results on December 13, police said Sunday.

  12. 12.Over 85 per cent of eligible voters exercised their franchise in the second phase of gram panchayat elections in Telangana Sunday.

  13. 13.A court here Sunday sent Satadru Datta, the chief organiser of the Lionel Messi football event at Salt Lake stadium where chaos erupted a day ago, to 14-day police custody.

  14. 14.The Trump administration will begin Monday enhanced screening and vetting of H-1B and its dependent H-4 visa applicants, including checks of their social media profiles.

  15. 15.India has been ranked third in Stanford University's 2025 Global AI Vibrancy tool, which shows progress made across seven pillars comprising research and development, talent, infrastructure, in a year.

18 Y