# |
Date |
Type |
Current Affairs |
No. Of Views |
Status |
Action |
2871 |
07-08-2021 |
Odia |
- କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରୁ ଉନ୍ନତମାନ ୯ଟି ନୂତନ କିସମ ଧାନ ଉଦ୍ଭାବିତ ହୋଇଛି ବୋଲି ନିର୍ଦେଶକ ଡଃ ଦୀପଙ୍କର ମାଇତି କହିଛନ୍ତି। ୧୯୬୮ ମସିହାରୁ ନୂତନ ଧାନ କିସମ ଉଦ୍ଭାବନ ହେବା ଦିନଠୁ ଆଜିର ଏହି ୯ ଗୋଟି ନୂତନ ଧାନ କିସମକୁ ମିଶାଇ ଆଜି ସୁଦ୍ଧା ୧୫୪ ଧାନ କିସମ ଉଦ୍ଭାବିତ ହୋଇଥିବା କୁହାଯାଇଛି।
- ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ନାମ ମୋଦି ସରକାର ବଦଳାଇ ଛନ୍ତି । ସରକାର ଏବେ ହକିର ଯାଦୁଗର ମେଜର ଧ୍ୟାନଚନ୍ଦଙ୍କ ନାମରେ ଖେଳରତ୍ନ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ଆଜି ଦୁଇବର୍ଷ ପୂରଣ ହୋଇଛି। ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ସଂସଦରେ ଏହି ଆଇନ ଗୃହୀତ କରାଇଥିଲେ। ଜମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା।
- ଓଡ଼ିଶାରେ ପାଖାପାଖି ୧୮ ହଜାର ୩୨୯ ଜଣ କଏଦୀଙ୍କୁ କୋଭିଡ ଟିକା ଦିଆଯାଇଛି | ଲୋକସଭାରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏନେଇ ସୂଚନା ଦେଇଛନ୍ତି |
- 1985 ମସିହାରୁ ନନ୍ଦନକାନନରେ ଟଏ ଟ୍ରେନ ଆରମ୍ଭ ହୋଇଥିଲା ମାତ୍ର 2013 ମସିହାରେ ଏହାର ଯାନ୍ତ୍ରିକ ତ୍ରୁଟି ଯୋଗୁ ବନ୍ଦ ପଡ଼ିଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା 3 କୋଟି 5 ଲକ୍ଷ ଟଙ୍କା ବ୍ୟୟରେ ବଗି ଓ ଟ୍ରାକର ନବୀକରଣ କରାଯାଇଛି । ଏହି ଟ୍ରେନରେ ଏକା ଥରକେ 72 ଜଣ ପର୍ଯ୍ୟଟକ ବୁଲିବାର ମଜା ନେଇପାରିବେ । ଏଥର ଟ୍ରେନରେ ବସି ନନ୍ଦନକାନନ ବୁଲିବେ ପର୍ଯ୍ୟଟକ ।
- ଚଳିତ ମାସରେ ସେରମ ଇନଷ୍ଟିଚ୍ୟୁଟ ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ କୋଭାଭାକ୍ସର ଟ୍ରାଏଲ କରାଯିବ । ୧୨ରୁ ୧୭ ବର୍ଷ ବୟସ୍କ ୪୬୦ ପିଲା ଓ ୨ରୁ ୧୧ ବର୍ଷ ବୟସ୍କ ଆଉ ୪୬୦ ପିଲାଙ୍କ କ୍ଷେତ୍ରରେ ଟ୍ରାଏଲ କରାଯିବ । ପୂର୍ବରୁ ପିଲାଙ୍କ କ୍ଷେତ୍ରରେ ଭାରତୀୟ ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ କୋଭାକ୍ସିନ ଓ ଜାଇଡସ କାଡିଲାର ଟ୍ରାଏଲ ଆରମ୍ଭ କରିଛି ।
- ଗତ 24ଘଣ୍ଟାରେ ଭୁବନେଶ୍ୱରରେ 36ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 831କୁ ବୃଦ୍ଧି ପାଇଛି । ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ବିଏମ୍ସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।
- ଅକ୍ସିଜେନ୍ ଅଭାବ ଯୋଗୁଁ କେଉଁ ରାଜ୍ୟରେ କେତେ କୋଭିଡ୍ ମୃତ୍ୟୁ ହୋଇଛି ସେନେଇ କେନ୍ଦ୍ର ସରକାର ରାଜ୍ୟମାନଙ୍କଠାରୁ ତଥ୍ୟ ମାଗିଥିଲେ। ତେବେ ୧୩ଟି ରାଜ୍ୟ ଏ ବାବଦ ତଥ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଥିବା ଜଣାପଡ଼ିଛି। ଏଥିମଧ୍ୟରୁ ୧୨ ଟି ରାଜ୍ୟ ଅକ୍ସିଜେନ୍ ଅଭାବରୁ କୌଣସି ମୃତ୍ୟୁ ହୋଇନଥିବା କହିଛନ୍ତି।
- ଭାରତାୟ ବିମାନ ପ୍ରାଧିକରଣ (ଏଏଆଇ) ଦ୍ବାରା ପରିଚାଳିତ ୧୩୬ ବିମାନବନ୍ଦରରୁ ପାଖାପାଖି ୭୫ ପ୍ରତିଶତ କ୍ଷତିରେ ଚାଲିଛି। ସେଥିମଧ୍ୟରୁ ଗତ ତିନିବର୍ଷରେ ଝାରସୁଗୁଡ଼ା ବିମାନ ବନ୍ଦରରେ କୌଣସି ଲାଭ ହୋଇନଥିବା ଦର୍ଶାଇଥିଲେ।
- ଭାରତର ଅଧ୍ୟକ୍ଷତାରେ ଜାତିସଂଘ ନିରାପତ୍ତା ପରିଷଦର ବୈଠକ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ବୈଠକରେ ପ୍ରଥମେ ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତି ଉପରେ ଆଲୋଚନା ହୋଇଛି। ଭାରତ ମଧ୍ୟ ଆଫଗାନିସ୍ତାନରେ ହିଂସାର ଅବସାନ ଉପରେ ଗୁରୁତ୍ବ ଦେଉଛି। ହିଂସାତ୍ମକ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ ସହିତ ଆଲୋଚନା ମାଧ୍ୟମରେ ଏହାର ରାଜନୈତିକ ସମାଧାନ ଚାହୁଛି।
- ଫ୍ୟୁଚର୍ ଗ୍ରୁପ୍ର ରିଟେଲ୍ କାରବାରକୁ କିଣିବା ଲାଗି ରିଲାଏନ୍ସ ରିଟେଲ୍ ଯେଉଁ ୨୪,୭୩୧ କୋଟି ଟଙ୍କାର ଚୁକ୍ତି କରିଥିବା ତାହାକୁ ସୁପ୍ରିମ୍କୋର୍ଟ ଅଟକାଇ ଦେଇଛନ୍ତି। ଏହି ଚୁକ୍ତି ବିରୋଧରେ ଆମାଜନ୍ ଦାୟର କରିଥିବା ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ ମିଶ୍ରଣ ଅଟକାଇବା ଲାଗି ସିଙ୍ଗାପୁରର ମଧ୍ୟସ୍ଥତା କୋର୍ଟ ଗତ ଅକ୍ଟୋବରରେ ଯେଉଁ ରାୟ ପ୍ରକାଶ କରିଛନ୍ତି ତାହା ଯୁକ୍ତିଯୁକ୍ତ ମନେ ହେଉଛି। ସେଥିପାଇଁ ସେହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବୈଧ ଘୋଷଣା କରିଛନ୍ତି।
- ପ୍ରଥମେ ଭାରତରେ ଚିହ୍ନଟ ହୋଇଥିବା ଡେଲ୍ଟା ଏବେ ବିଶ୍ବବ୍ୟାପୀ ବ୍ୟାପିଲାଣି। ତେବେ ବ୍ରିଟେନ୍ରେ ବୈଜ୍ଞାନିକମାନେ ଏନେଇ ଏକ ଚେତାବନୀ ଦେଇଛନ୍ତି। ବୈଜ୍ଞାନିକମାନେ କହିଛନ୍ତି, ଟିକାକରଣ କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ରୋକିପାରିବନି।
- ୨୦୨୦ରୁ ୨୦୨୧ ମଧ୍ୟରେ ଦେଶରେ କୋଭିଡ୍ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ମଧ୍ୟରୁ ମୋଟ୍ ୧୦୧ ସାମ୍ବାଦିକଙ୍କ ପରିବାର ସଦସ୍ୟଙ୍କ ପାଇଁ ୫.୦୫ କୋଟି ଟଙ୍କା ମଂଜୁର ହୋଇଛି। ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାପାଇଁ ସ୍ବିକୃତୀ ଦିଆଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଛନ୍ତି।
- ପଶ୍ଚିମବଙ୍ଗରେ ଦୁର୍ଗାପୂଜା ଛୁଟି ପରେ ସ୍କୁଲ, କଲେଜ ଖୋଲିବାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି।
- ବିଲ୍ ଓ ମେଲିଣ୍ଡା ଗେଟସ୍ ପରସ୍ପର ଠାରୁ ଆନୁଷ୍ଠାନିକ ଭାବେ ଅଲଗା ହେବାର ଦୁଇ ଦିନ ପରେ ବିବାହ ବିଚ୍ଛେଦକୁ ନେଇ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ମୁହଁ ଖୋଲିଛନ୍ତି। ବିଚ୍ଛେଦ ବେଶ ଦୁଃଖଦାୟକ ବୋଲି ସେ କହିଛନ୍ତି।
- ଅଗଷ୍ଟ ୪ ସୁଦ୍ଧା ଦେଶରେ ୮୩ଟି ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୩୩ଟି ମାମଲା ଚିହ୍ନଟ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୧୧ ଏବଂ ତାମିଲନାଡ଼ୁରେ ୧୦ଟି ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି।
- ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ୧୩ତମ ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା) ସମ୍ମିଳନୀ ଅନୁଷ୍ଠିତ ହେବ। ତୃତୀୟ ଥର ପାଇଁ ବ୍ରିକ୍ସ ସମ୍ମିଳନୀରେ ଅଧ୍ୟକ୍ଷତା କରିବ ଭାରତ।
- ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଦୁଇ ଓଡ଼ିଆ ଖେଳାଳି ଦୀପ୍ଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହିତ ଆର୍ଥିକ ପୁରସ୍କାର ପ୍ରଦାନ ଲାଗି ଘୋଷଣା କରାଯାଇଛି। ଦୀପ୍ଗ୍ରେସ ଓ ନମିତାଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଓଓଏ ସମ୍ପାଦକ ଅଭିଜିତ୍ ପାଲ ସୂଚନା ଦେଇଛନ୍ତି।
- ଝାଡ଼ଖଣ୍ଡର ଧାନବାଦ ଜିଲା ବିଚାରପତି ଉତ୍ତମ ଆନନ୍ଦଙ୍କୁ ହତ୍ୟା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ତଦନ୍ତକାରୀ ସଂସ୍ଥା ସିବିଆଇକୁ ତୀବ୍ର ସମାଲୋଚନା କରିଛନ୍ତି। ବିଚାରପତିଙ୍କୁ ବିଭିନ୍ନ ସମୟରେ ମାଫିଆ ଓ ଗୁଣ୍ଡାମାନେ ଧମକ ଦେଉଛନ୍ତି; କିନ୍ତୁ ଅଭିଯୋଗ କଲେ ସିବିଆଇ ଏଥିପ୍ରତି ଗୁରୁତ୍ବ ଦେଉ ନାହିଁ।
- ଗତ 24 ଘଣ୍ଟା ମଧ୍ୟରେ ଭାରତ 44,643 ନୂତନ COVID-19 ମାମଲା ରିପୋର୍ଟ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି।
|
537 |
Y |
|
2872 |
07-08-2021 |
English |
- India reported 44,643 new COVID-19 cases in the last 24 hours, said the Union Ministry of Health and Family Welfare on Friday.
- Nine new varieties of improved paddy have been invented from the National Rice Research Center at Vidyadharpur in Cuttack, said Dr. Deepankar Maiti, Director. Since the inception of the new rice variety in the year 1968, 154 varieties of rice have been invented, including the 9 new varieties of rice.
- The Governing Council of State Council of Educational Research and Training (SCERT) of Delhi has adopted the framework of ‘deshbhakti’ curriculum on Friday.
- A total of Rs 5.05 crore has been sanctioned for the family members of 101 journalists who lost their lives in Covida between 2020 and 2021 in the country. Union Minister of State for Health Bharati Praveen Pawar has said that Rs 5 lakh has been sanctioned to each family.
- Schools and colleges are likely to reopen after the Durga Puja holidays in West Bengal, Chief Minister Mamata Banerjee has informed.
- The department said universities and colleges for physical classroom teaching and hostel accommodation will reopen from August 16 for PG First Year and UG Pre-Final Year students.
- Punjab School Education and Public Works Department Minister Vijay Inder Singla today said the state government has decided to name roads and schools after Olympic medal-winning players.
- The Himachal Pradesh government on Friday announced an award of ₹ 1 crore for Varun Kumar after the Indian men's hockey team won the bronze medal at the Tokyo Olympics.
- The Parliamentary Standing Committee on Education, Women, Children, Sports and Youth Affairs in a Press Release today appreciated the efforts of Odisha Chief Minister Naveen Patnaik in transforming the performance of national men’s and women’s hockey teams.
- The National Testing Agency (NTA) has declared result of the Joint Entrance Examination Main (JEE) Main 2021 Session-3. Duggineni Venkata Paneesh from Andhra Pradesh has emerged as the topper in the General category. Aman Panda is Odisha topper with 99.91 percentile.
- The 13th BRICS (Brazil, Russia, India, China, South Africa) Conference will be held on September 9. India will chair the BRICS summit for the third time.
- . As of August 4, there have been 83 cases of Delta Plus in the country. Maharashtra has the highest number of 33 cases, with 11 in Madhya Pradesh and 10 in Tamil Nadu.
- Of the 136 airports operated by the Indian Aviation Authority (AAI), about 75 per cent are operating at a loss. Of these, the Jharsuguda airport has not benefited in the last three years.
- Himachal Pradesh Chief Minister Jai Ram Thakur Friday announced an award of Rs 1 crore for Varun Kumar, a resident of of Dalhousie in Chamba district who is also part of the Indian men’s hockey team that won the bronze medal at the Tokyo Olympics.
- Chief Justice of India N V Ramana, heading a two-judge bench, said vacancies of 20 presiding officers, 110 judicial members and 111 technical members were pending across the country in various tribunals.
- Leaders of 14 opposition parties met at Parliament House and decided to visit the protest site, where a select group of farmer leaders have been holding a Kisan Sansad (farmers’ parliament) since July 22 to mark seven months of the protests at Delhi's border points against the laws.
- Rejecting the appeal of a husband against divorce, a division bench of the Kerala High Court said that treating a wife’s body as something that is owed to the husband and committing sexual acts against her will is nothing but marital rape.
- India soars high on COVID19 vaccination, historic record of 50 crore doses administered to date. Health Minister Mansukh Mandaviya said in a tweet.
- US-based vaccine maker Novavax has filed regulatory submissions for emergency use authorization in India.
- Jharkhand has announced ₹ 50 lakh each to Hockey players Salima Tete and Nikki Pradhan for their stellar performance at the Tokyo Olympics, Chief Minister Hemant Soren said.
|
632 |
Y |
|
2873 |
06-08-2021 |
English |
- The Kerala Assembly passed an unanimous resolution urging the Centre to withdraw its Electricity Amendment Bill, 2021, saying it would facilitate free entry of private players into the sector.
- Parliament on Thursday passed a bill which allows the central government to prohibit strikes, lockouts, and layoffs in units engaged in essential defence services.
- Union Minister Nitin Gadkari on Thursday said that ₹ 100 crore has been sanctioned to restore the roads affected by unprecedented rains in Konkan and Western Maharashtra.
- Mr Dahiya will get ₹ 4 crore, a government job and a plot at concessional rate, the Haryana government said in a statement. An indoor wrestling stadium equipped with modern facilities will be built in Mr Dahiya's village, Nahari, Chief Minister Manohar Lal Khattar said.
- The Odisha government on Thursday allowed opening of physical classes for Class-IX student across the state from August 16. This was informed by School and Mass Education Department. The teaching hour for Class-IX students will be from 9.00 a.m. to 12.30 p.m. excluding Sundays and Public Holidays.
- The Chief Minister said that the state government has always been with the poor and is working to protect their interests. “Over Rs 2,000 crore has been deposited in the accounts of small shopkeepers, small farmers, Mission Shakti members.”
- Odisha Chief Minister Naveen Patnaik today released Rs 11 crore special Covid assistance to one lakh dairy farmers in the state.
- Women and Child Development minister Tukuni Sahu today inaugurated a help desk for children termed as “SAMPARK” by the Odisha State Child Protection Society in collaboration with UNICEF, India.
- Odisha Chief Minister Naveen Patnaik spoke to two family members of two hockey players. “I am very happy that two Odia players played well in the Tokyo Olympics. I congratulate you as the hockey team won medal,” said Naveen.
- Tokyo: Indian grappler Ravi Kumar Dahiya brings Silver Medal for India after losing to ROC’s Zavur Uguev a two-time World Championships gold medallist in the final of the 57kg category of men’s freestyle wrestling. Ravi becomes the second Indian wrestler, after Sushil Kumar, to win the silver medal at the Olympic Games.
- Evaluation of answer sheets of the offline Matric examination, which concluded today, will begin from August 12, informed Board of Secondary Education (BSE) President Ramashish Hazra said.
- The CBSE on Thursday informed the Supreme Court that it will conduct examinations for improvement of marks of classes 10 and 12 candidates from August 25 to September 15, and fixed September 30 as the date for declaration of results. The Indian Certificate of Secondary Education (ICSE) board said it will commence improvement exams on August 16 and declare results around September 20.
- The government has no plan to block any social media platform in the country, the Parliament was informed on Thursday.
- Noted writer Paramita Satpathy will be awarded the prestigious Sarala Puraskar instituted by IMFA's charitable wing IMPaCT for her novel ‘Abhipreta Kala’ which has been published by Paschima Publications, Bhubaneswar in the year 2016. Satpathy will be receiving the 42nd edition of the foremost literary award of Odisha..
- Cabinet Committee on Economic Affairs has approved the continuation of ‘Samagra Shiksha Scheme’ for school education for further five years. scheme would continue from April 1, 2021 to March 31, 2026. This scheme emphasises on improving the quality of school education by focussing on two T’s – Teacher and Technology.
- The Indian govt has given the green signal to a landmark rule. In a bid to attract more people to consider and buy electric vehicles, the central government has scrapped the registration fees of electric cars completely.
- Bombay High Court has asked Maharashtra Govt to consider issuing a vaccination card to allow fully inoculated people to travel in local trains. Stating that it is a matter of livelihood of poor people who cannot afford to spend too much on travel.
- The Supreme Court on 05 Aug (Thursday) agreed to hear a batch of petitions seeking a court-monitored SIT probe into Pegasus snooping controversy on August 10 as it asked the petitioners to serve copies of their respective petition on the Centre.
- Central Water Commission of India & World Bank signed a $250 million project on 4 Aug 2021 for long-term dam safety program. This project will help in strengthening dam safety by building dam safety guidelines, bringing in global experience, and by introducing innovative technologies.
- India reported 42,982 fresh COVID-19 cases on Thursday, which was a slight increase in the number of cases from Wednesday. The country also reported 533 deaths on Thursday.
|
578 |
Y |
|
2874 |
06-08-2021 |
Odia |
- କଡ଼ା ମୁକାବିଲା ସତ୍ତ୍ୱେ ପରାଜିତ ହେଲା ଭାରତୀୟ ମହିଳା ହକି ଦଳ । ଗ୍ରେଟ୍ ବ୍ରିଟେନ ବିପକ୍ଷ ମ୍ୟାଚ୍ରେ ୪-୩ରେ ପରାସ୍ତ ହୋଇଛି ଭାରତୀୟ ମହିଳା ହକି ଦଳ । ପ୍ରଥମ କ୍ୱାର୍ଟରରେ ମ୍ୟାଚ୍ ୦-୦ ଗୋଲରେ ସ୍ଥିତି ବରାବର ରହିଥିଲା ।
- ଗୋଟିଏ ଦିନରେ ରାଜ୍ୟରୁ ଚିହ୍ନଟ ହେଲେ ଆଉ ୧୨୦୮ ପଜିଟିଭ୍ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୭୦୨ ଜଣ ଥିବା ବେଳେ, ଲୋକାଲ କେସ ରହିଛି ୫୦୬ । ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ଜଣ ଥିବା କେଳେ କଟକରୁ ୧୭୩, ଷ୍ଟେଟ ପୁଲରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
- ଗଣମାଧ୍ୟମ ରିପୋର୍ଟ ସତ୍ୟ ହେଲେ ଅଭିଯୋଗ ସାଙ୍ଘାତିକ: ପେଗାସସ୍ ମାମଲାରେ କହିଲେ ସୁପ୍ରିମ୍ କୋର୍ଟ । ଅଗଷ୍ଟ 10 (ଗୁରୁବାର) ରେ ସୁପ୍ରିମକୋର୍ଟ ଅଗଷ୍ଟ 10 ରେ ପେଗାସସ୍ ସ୍ନୁପିଙ୍ଗ ବିବାଦ ଉପରେ କୋର୍ଟଙ୍କ ଦ୍ୱାରା ତଦାରଖ ହୋଇଥିବା SIT ଯାଞ୍ଚ ପାଇଁ ଏକ ବ୍ୟାଚ୍ ଶୁଣାଣି କରିବାକୁ ରାଜି ହୋଇଥିଲେ ।
- ଟୋକିଓରେ ଲେଖାହେଲା ନୂଆ ଇତିହାସ । ୪୧ ବର୍ଷ ପରେ ଖୁସି ଆଣିଦେଲା ଶେଷ ୬ ସେକେଣ୍ଡର ଚମକପ୍ରଦ ହକି । ଜର୍ମାନୀକୁ ମାତ୍ ଦେଇ ବ୍ରୋଞ୍ଜ ଜିତିଲା ଟିମ୍ ଇଣ୍ଡିଆ । ଭାରତ ଇତିହାସରେ ଲିପିବଦ୍ଧ ହୋଇ ରହିବ ୫ ଅଗଷ୍ଟ : ପ୍ରଧାନମନ୍ତ୍ରୀ ।
- ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଉଡିଗଲା ଯାତ୍ରୀବାହୀ ବୋଲେରୋ : ଛତିଶଗଡ ଦାନ୍ତେୱାଡାରେ ନକ୍ସଲଙ୍କ ବିସ୍ଫୋରଣରେ ଜଣେ ମୃତ, ୯ଆହତ ।
- ଡେଲଟା ଭାରିଆଣ୍ଟ ପାଇଁ ବୁଷ୍ଟର ଡୋଜ ଦେବାକୁ ମନା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓ ନିର୍ଦ୍ଦେଶକ କହିଲେ ଧନୀ ରାଷ୍ଟ୍ରରେ ଅଧିକ ହୋଇଛି ଟିକାକରଣ, ପଛରେ ପଡ଼ିଛନ୍ତି ଗରିବ ଦେଶ ।
- ବଢିଲା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମସ୍ୟା, ନିର୍ବାଚନ ପୂର୍ବରୁ ଅମରିନ୍ଦର ସିଂହଙ୍କୁ ଛାଡିଲେ ପ୍ରଶାନ୍ତ କିଶୋର ।
- ୧୬ ତାରିଖରୁ ଖୋଲିବ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ । ସକାଳ ୯ଟାରୁ ୧୨ଟା ୩୦ ଯାଏଁ ହେବ ପାଠପଢା ।
- କମିପାରେ କୋଭିସିଲ୍ଡ ଭାକ୍ସିନର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ, ୪୫ ବର୍ଷରୁ ଅଧିକ ଆୟୁ ବର୍ଗଙ୍କୁ ମିଳିବ ଛାଡ଼ ।
- ଦୁଗ୍ଧ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା, ୧ ଲକ୍ଷ ଚାଷୀ ପାଇଲେ ୧୧ କୋଟି ଟଙ୍କାର ସହାୟତା ।
- ୧୯୮୪ ଶିଖ୍ ବିରୋଧୀ ଦଙ୍ଗା: ମୃତକଙ୍କ ପରିବାରକୁ ୩.୫୦ ଲକ୍ଷ ଓ ଆହତଙ୍କୁ ୧.୨୫ ଲକ୍ଷ ଟଙ୍କା ଦେବେ କେନ୍ଦ୍ର ସରକାର ।
- ୨୦୧୨ ବିବାଦୀୟ ପଶ୍ଚାତଗାମୀ ଟ୍ୟାକ୍ସ ଆଇନକୁ ସମାପ୍ତ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର, କ୍ୟାବିନେଟ ଦେଲା ମଞ୍ଜୁରୀ ।
- ସକାଳୁ ସକାଳୁ ସାରା ଦେଶରେ ଖେଳିଗଲା ଶିହରଣ । ହକି ଦଳ ମେଡାଲ ଜିତିବା ପରେ ଖୁସିରେ ଝୁମିଲା ଦେଶ । ଦୁଇ ଓଡ଼ିଆ ଖେଳାଳିଙ୍କ ପରିବାରକୁ ନବୀନ ନିବାସକୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ।
- ଓଡ଼ିଶାକୁ ୨୦୧୪-୧୫ ରୁ ୨୦୨୧-୨୨ ପର୍ଯ୍ୟନ୍ତ ସ୍ବଚ୍ଛ ଭାରତ ( ଗ୍ରାମୀଣ) ଯୋଜନାରେ ମିଳିଛି ୨୬୮.୪୧ କୋଟି ଟଙ୍କା ।
- ଆଫଗାନିସ୍ତାନ ସେନାର ବଡ଼ ଅପରେସନ୍ : ୨୪ଘଣ୍ଟା ମଧ୍ୟରେ ୩୦୦ରୁ ଅଧିକ ତାଲିବାନୀ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଲା ।
- କର୍ଣ୍ଣାଟକ ହାଇକୋର୍ଟ କରପସନ ମାମଲାରେ ଅଗଷ୍ଟ ୧୭ ତାରିଖ ସୁଧା ୟେଦୁରପା ଓ ତାଙ୍କ ପୁଅଙ୍କୁ ହାଜର ହେବା ପାଇଁ ଦେଲେ ନୋଟିସ ।
- ଭାଙ୍ଗିଲା ୨୧ ବର୍ଷର ସଂପର୍କ, ବାର୍ସିଲୋନା କ୍ଲବରୁ ଅଲଗା ହେଲେ ମହାନ ଫୁଟବଲର୍ ଲିଓନେଲ୍ ମେସି ।
- ବଢିଲା ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଅଡୁଆ। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ।।
- ଯୁଦ୍ଧ-ବିକ୍ଷତ ଆଫଗାନିସ୍ତାନରେ ତାଲିବାନମାନଙ୍କ ପ୍ରକୋପ ବୃଦ୍ଧି ପାଉଥିବାରୁ ସେଠାରେ ହିଂସାକାଣ୍ଡ ରୋକିବା ସହ ଶାନ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ରୁଷ୍ ଆଗଭର ହୋଇଛି। ଆଫଗାନିସ୍ତାନ ପରିସ୍ଥିତି ସଂକ୍ରାନ୍ତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଂଶ ଗ୍ରହଣ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍ ଓ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇଥିବା ବେଳେ ଭାରତ ବାଦ ପଡ଼ିଛି।
- ଦୀର୍ଘ ଦିନ ଧରି ଭିଜିଲାନ୍ସ ମାମଲା ବିଚାରାଧୀନ ରହିଲେ ତାହା କୌଣସି ଅଧିକାରୀ ବା କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ବାଧକ ହେବା ଅନୁଚିତ। ଏଭଳି ମାମଲାର କେବେ ଅନ୍ତ ଘଟିବ ତାହା ଜଣା ନଥିବାରୁ ଏଥିପାଇଁ ସଂପୃକ୍ତ କର୍ମଚାରୀ ଅଥବା ଅଧିକାରୀଙ୍କ ପଦୋନ୍ନତି ଅଟକାଇ ରଖାଯିବ ନାହିଁ।
|
594 |
Y |
|
2875 |
05-08-2021 |
English |
- Odisha on Thursday reported 1,342 fresh Covid positive cases informed the Information and Public Relations (I&PR) Department, taking the total tally to 9,83,523. A total of 1,342 new Covid positives include 775 quarantine cases and 567 are local contacts. The positivity rate today stands at 2.2%.
- The Parliament has passed the Coconut Development Board (Amendment) Bill, 2021.
- Over 48.52 crore doses of COVID vaccine administered so far; National recovery rate stands at 97.37%
- Income Tax Return Filing ITR Last Date: Income Tax Return of Individuals, Professionals, Small Businesses etc. (Non-Audit Cases) last date has been extended for 30 Sep 2021.
- Karnataka CM Basavaraj Bommai inducted 29 ministers into his cabinet on 04 Aug (Wednesday). In the new cabinet, 8 ministers are Lingayats, 7 Vokkaligas, 7 OBCs, 3 SCs, 2 Brahmins, 1 ST and 1 Reddy. Former minister Shashikala Jolle is the lone woman representative in the new cabinet.
- Ram temple in Ayodhya to open for 'darshan' to devotees by 2023 end.The entire temple complex will, however, be ready by 2025.
- The Telangana High Court on 04 Aug (Wednesday) directed the state government not to release funds under the controversial government order (GO) Rt 208 issued by chief secretary Somesh Kumar, until further orders. The issue pertains to G O Rt 208 issued by the Chief Secretary on June 7 sanctioning about Rs 60 crore ‘towards pending contempt cases pending in the High Court.
- PEGASUS is a spyware developed by the Israeli cyberarms firm NSO Group that can be covertly installed on mobile phones (and other devices) running most versions of iOS and Android.Pegasus was discovered in August 2016 after a failed installation attempt on the iPhone of a human rights activist led to an investigation revealing details about the spyware.
- India's first indigenous aircraft carrier Vikrant, the largest and most complex warship to be built in the country, began its sea trials on 04 Aug (Wednesday) , in a major milestone ahead of its planned induction into the Indian Navy by August next year.
- The Swarnim Vijay Victory Flame, commemorating 50 Years of Indian Armed Forces' victory over Pakistan in the 1971 Indo-Pak War, reached the frozen frontiers of Siachen Glacier on Tuesday (August 3),
- The US has approved the sale of Harpoon Joint Common Test Set (JCTS) and related equipment to India for an estimated cost of $82 million, a decision which it said will help strengthen the bilateral strategic ties and improve the security of a major defensive partner in the Indo-Pacific region.
- India is likely to receive the last batch of Rafale fighter jets from France later this year. At a time when India and China are facing a protracted stalemate on the border, Rafales will greatly support the IAF.
- The situation in Afghanistan is of deep concern to all members of the UN Security Council, India's Permanent Representative to the UN and President of Security Council for the month of August TS Tirumurti said.
- India & China have agreed to disengage their troops from the Gogra Heights area of eastern Ladakh. The two sides had deployed their troops against each other in this region since May last year.
- Popular messaging application WhatsApp has finally added the disappearing photos and videos feature to the stable version of the app. The feature is called 'View Once' and works similarly to Instagram's expiring media feature.
- The Indian men’s hockey team & wrestler Ravi Kumar (57kg freestyle) have a chance to clinch medals for the country on August 5, Thursday.
- Women’s semifinal, India vs Argentina (1-2)- India Lost their game in Semifinal and now fight for bronze medal against Great Britain on August6.
- Shree Jagannath temple in Odisha’s Puri, which were closed due to the Covid-19, will reopen for devotees from August 16. From August 16 to 20 Puri residents and servitors will be allowed for darshan while the public will be allowed for the darshan of Lord Jagannath and his siblings from August 23.
- Indian grappler Ravi Kumar Dahiya won his opening-round bout by technical superiority against Colombia's Oscar Tigreros to secure a quarterfinal spot in the 57kg quarterfinals at the Tokyo Olympics on Wednesday.
- Indian Men’s Hockey team won the bronze medal after defeating Germany 5-4 at Tokyo Olympics on Thursday.The winning ended a 41-year wait for a medal.
(Credit to : DD NEWS/ NDTV/ The Tribune/ Deccan Chronicle /samajalive.in / nandighoshatv.com / sambad.in / sambadenglish.com / prameyanews.com / kalingatv.com / news.abplive.com) |
578 |
Y |
|
2876 |
05-08-2021 |
Odia |
- ଗତ ୨୪ ଘଣ୍ଟା ମଧ୍ୟରେ ୪୨,୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗୋଟିଏ ଦିନରେ ୪୧,୭୨୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୩,୦୯,୭୪,୭୪୮ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଲେଣି। ଦେଶରେ ସଂପ୍ରତି ୪,୧୧,୦୭୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ପାଞ୍ଚ ବର୍ଷର ଅବଧି ଲାଗି ଅର୍ଥାତ୍ ୨୦୨୧-୨୨ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ସଂଶୋଧିତ ସମଗ୍ର ଶିକ୍ଷା ଯୋଜନା ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ମୋଟ ୨,୯୪,୨୮୩.୦୪ କୋଟି ଟଙ୍କା ଖର୍ଚ୍ଚ ହେବ ଓ ସେଥିରୁ କେନ୍ଦ୍ର ସରକାର ୧,୮୫,୩୯୮.୩୨ କୋଟି ଟଙ୍କା ଖର୍ଚ୍ଚ କରିବେ।
- ରାଜଧାନୀ ଉପକଣ୍ଠ ଅନ୍ଧାରୁଆଠାରେ ଭାରତ ବାୟୋଟେକ୍ ପକ୍ଷରୁ ହେବାକୁ ଥିବା ଟିକା ଉତ୍ପାଦନ କେନ୍ଦ୍ରରେ ଜୁନ ୨୦୨୨ରୁ ଭୁବନେଶ୍ୱରରେ କରୋନା ଟିକା ଉତ୍ପାଦନ ହେବ । ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବଙ୍କ ସହ ଆଲୋଚନା କଲେ ଭାରତ ବାୟୋଟେକ ଅଧ୍ୟକ୍ଷ ।
- ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଡ୍ରାଇଭର ସିଟରେ ଭାରତ । ପ୍ରଥମ ଟେଷ୍ଟ: ଭାରତ ବିରୋଧରେ ୧୮୩ ରନ୍ ରେ ସମସ୍ତ ୱିକେଟ ହରାଇଲ ଇଂଲଣ୍ଡ ଦଳ ।
- ଅଗଷ୍ଟ ୧୬ରୁ ଖୋଲିବ ପୁରୀ ଶ୍ରୀମନ୍ଦିର । ପ୍ରଥମ ୫ ଦିନ ପୁରୀବାସୀ କରିବେ ଦର୍ଶନ, ଟୀକାର ୨ଟି ଡୋଜ କିମ୍ବା ନେଗେଟିଭ୍ ରିପୋର୍ଟ ନଥିଲେ ମିଳିବନି ପ୍ରବେଶ ଅନୁମତି ।
- ଅଗଷ୍ଟ ୯ରୁ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ
- ଟୋକିଓ ଅଲମ୍ପିକ୍ସ ମହିଳା ହକି ସେମିଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନା ଠାରୁ ୨-୧ ଗୋଲରେ ଭାରତ ପରାସ୍ତ, ବ୍ରୋଞ୍ଜ ପଦକ ପାଇଁ ଖେଳିବ ଦଳ
- ଅକ୍ଟୋବର ୨୪ ଟି-ଟ୍ୱେଣ୍ଟି ବିଶ୍ୱକପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ
- ଟୋକିଓ ଅଲିମ୍ପିକ୍ସ: ୬୯ କେଜି ବର୍ଗ ସେମିରେ ତୁର୍କୀ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ହାରିଲେ ଭାରତୀୟ ବକ୍ସର ଲଭଲିନା ବୋରଗୋହେନ, ମିଳିଲା ଅଲିମ୍ପିକ୍ସ କାଂସ୍ୟ ପଦକ ।
- ସମସ୍ତ ସରକାରୀ ବିଦ୍ୟାଳୟରେ ହେବ ପ୍ଲେ ସ୍କୁଲ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଘରୋଇ ଭଳି ସରକାରୀ ସ୍କୁଲରେ ବି ହେବ ପ୍ଲେ ସ୍କୁଲ । ସମଗ୍ର ଶିକ୍ଷା ଯୋଜନାର ଦ୍ୱିତୀୟ ଭାଗକୁ କେନ୍ଦ୍ରର ଅନୁମୋଦନ । ଖର୍ଚ୍ଚ ହେବ ପ୍ରାୟ ୩ ଲକ୍ଷ କୋଟି ।
- ସୋମବାର ଦିନ :ଭାରତୀୟ ଧାବିକା ଦୂତି ଚାନ୍ଦ ୨୦୦ ମିଟର ହିଟ୍ କୁ ୨୩.୮୫ ସେକେଣ୍ଡରେ ଅତିକ୍ରମ କରିବା ସହିତ ସପ୍ତମ ସ୍ଥାନରେ ରହିଥିଲେ। ଅଲିମ୍ପିକ୍ସ ପୂର୍ବରୁ ସେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଭାବରେ ୨୩ ସେକେଣ୍ଡରେ ଉକ୍ତ ଦୂରତା ଅତିକ୍ରମ କରିଥିଲେ। ଏଥିସହିତ ଦୂତି ସେମିଫାଇନାଲରେ ଭାଗନେବାରୁ ବଂଚିତ ହୋଇଛନ୍ତି।
- ଅଲମ୍ପିକ୍ରେ ଇତିହାସ ରଚିଲା ଭାରତ। ଟିମ୍ ଇଣ୍ଡିଆ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଆଣିଛି। ବ୍ରୋଞ୍ଜ ପଦକ ମ୍ୟାଚ୍ରେ ୫-୪ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି।
- ଆଜିଠାରୁ ଖୋଲିବ କଟକ ସହରର ସମସ୍ତ ଧର୍ମାନୁଷ୍ଠାନ । ସକାଳ ୬ରୁ ରାତି ୮ ଯାଏ ଖୋଲା ରହିବ ଧର୍ମାନୁଷ୍ଠାନ । ୫୦ ଜଣ ଭକ୍ତ କିମ୍ବା ଧର୍ମାନୁଷ୍ଠାନରେ ୫୦ ପ୍ରତିଶତ ଭକ୍ତଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି। ଶନିବାର ଏବଂ ରବିବାର ସର୍ଟଡାଉନ ପାଇଁ ଭକ୍ତଙ୍କ ପ୍ରବେଶ ଉପରେ ବାରଣ କରାଯାଇଛି । କୋଭିଡ୍ କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ ।
- କୋଭିଡ୍-୧୯ ମହାମାରୀ ହେତୁ ଅନାଥ ହୋଇଥିବା ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ‘ଆୟୁଷ୍ମାନ ଭାରତ’ ଯୋଜନାରେ ମାଗଣାରେ ୫ ଲକ୍ଷ୍ ଟଙ୍କାର ସ୍ବାସ୍ଥ୍ୟ ବୀମା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା କଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି।
- କରୋନା ମହାମାରୀର ନିଦାନ ଉପରେ ପ୍ରଭାବୀ ଉପସ୍ଥାପନ କରି ଅନ୍ତର୍ଜାତୀୟସ୍ତରରେ ପ୍ରଫେସର ଡାକ୍ତର ଦୀପକ ରାଉତ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ନାଁ ରଖିଛନ୍ତି। କରୋନା ମହାମାରୀ ସମୟରେ ସାମଗ୍ରିକ ସ୍ୱାସ୍ଥ୍ୟସେବାର ଏକ ଅଭିନବ ଦିଗ୍ଦର୍ଶନ ଦେଇ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି ।
- ଦେଶର ସମଗ୍ର ଶିକ୍ଷା ଯୋଜନା ୨.୦କୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ୨ ଲକ୍ଷ ୯୪ ହଜାର ୨୮୩ କୋଟି ଟଙ୍କାରେ କେନ୍ଦ୍ରର ଅଂଶ ୧ ଲକ୍ଷ ୮୫ ହଜାର ୩୯୮ କୋଟି ରହିବ। ୨୦୨୧ ଏପ୍ରିଲ ୧ରୁ ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଦୀର୍ଘ ୫ ବର୍ଷ ଧରି ଏହା କାର୍ଯ୍ୟକାରୀ ହେବ।
- ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର)ରେ ୨୦୨୧-୨୨ଶିକ୍ଷା ବର୍ଷରୁ ନାମଲେଖା ହେବ ବୋଲି କହିଥିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ।
- ରେଳ ମନ୍ତ୍ରଣାଳୟ ଭିମ୍ ଆପ୍ଲିକେସନ ସମେତ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ଆପ୍ ବ୍ୟବହାର କରି ଟିକେଟ୍ କ୍ରୟ ଉପରେ ୫% ରିହାତି ପ୍ରଦାନ କରୁଛି। କମ୍ପୁଟରୀକୃତ ଯାତ୍ରୀ ସଂରକ୍ଷଣ କେନ୍ଦ୍ରରୁ ଟିକେଟ କ୍ରୟ ଉପରେ ଏହି ରିହାତି ଉପଲବ୍ଧ।
- ଓଡ଼ିଶାରେ ପ୍ରବେଶ ପାଇଁ ଆଉ ଦୁଇ ଡୋଜ୍ ଟିକା ସାର୍ଟିଫିକେଟ୍ କି କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବନି। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକଙ୍କ ଉପରେ ରାଜ୍ୟ ସରକାର ଯେଉଁ କଟକଣା ଲଗାଇଥିଲେ ତାହାକୁ ଆଜି ଉଠାଇ ଦେଇଛନ୍ତି।
- ବଲାଙ୍ଗୀରରେ ମୁଖ୍ୟ ସଚିବ, ୫-ଟି ସଚିବଙ୍କ ସମୀକ୍ଷା ୨୦୨୨ ଶେଷ ସୁଦ୍ଧା ମେଡିକାଲ କଲେଜ କାମ ସରିବ ବଲାଙ୍ଗୀର : ବଲାଙ୍ଗୀରର ଜୀବନରେଖା ଲୋୟର ସୁକତେଲ ପ୍ରକଳ୍ପ। ଲୋୟର ସୁକତେଲ ପ୍ରକଳ୍ପର ସ୍ପିଲ୍ୱେ କାମ ୭୫ ପ୍ରତିଶତ ସରିଲାଣି।
(Credit to : DD NEWS/ NDTV/ The Tribune/ Deccan Chronicle /samajalive.in / nandighoshatv.com / sambad.in / sambadenglish.com / prameyanews.com / kalingatv.com / news.abplive.com) |
576 |
Y |
|
2877 |
04-08-2021 |
English |
- Amrita Behura of Odisha has secured the first position in the Central Board of Secondary Education (CBSE) 12th board exams. Amrita, is the daughter of Amiya Kumar and Meeta Rani, has secured A1 grade in all subjects.
- As many as 301 elephants and 1,401 humans lost their lives in the last three years due to human-elephant conflict, the Rajya Sabha was told on Monday.
- Union Agriculture Minister Narendra Singh Tomar said procurement at Minimum Support Price (MSP) by central and State agencies said over three years the number of farmers benefited from Government procurement at MSP rose from One crore 71 lakh 50 thousand in 2018-19 to Two crore 10 lakh Seven thousand in 2020-21.
- The Essential Defence Services Bill, 2021 : Essentially, the Essential Defence Services Bill is aimed at preventing the staff of the government-owned ordnance factories from going on a strike. Around 70,000 people work with the 41 ordnance factories around the country.
- The Tribunals Reforms Bill, 2021 , which proposes to abolish certain more tribunals and authorities and to provide for a mechanism to file appeal directly to the Commercial Court or the High Court.
- Juvenile Justice (Care and Protection of Children) Amendment Bill, 2021. : Amendment Bill provides district and additional district magistrates the power to issue adoption orders and examine the work of various child welfare authorities, including the child welfare committee and district child protection unit. It also categorises many undefined crimes where no minimum sentence was prescribed.
- Factoring Amendment Bill, 2021 : The passed Bill in the Rajya Sabha on July 28. It aims to aid the MSME (micro, small and medium enterprises) sector.
- The General Insurance Business (Nationalisation) Amendment Bill, 2021: on 02 Aug, Lok Sabha passed the Bill which will allow the govt to reduce its share in the state-owned general insurance companies, helping achieve its divestment targets. Divestment refers to the government’s selling of part of its ownership in state-run corporations.
- India’s e-Commerce market continues to grow at Year on Year rate of 5 percent despite COVID challenge, as per National Association of Software & Services Companies (NASSCOM).
- PM Modi to invite Indian Olympics contingent to be special guests at Independence Day.
- Andhra Pradesh govt intends to take up certain grievances vis-à-vis the declaration of gazette notification on Godavari and Krishna River Management Boards with the Centre for their quick redressal.
- Spice Jet to Commence 16 New Flights on Domestic Routes From August 2021. Bhavnagar will now be connected to Delhi, Mumbai and Surat with direct flights starting 20 Aug.
- Leaders of thirteen like-minded non-BJP parties attended the breakfast meeting hosted by former Congress chief Rahul Gandhi at the Constitution Club to forge a joint opposition strategy in the face of parliamentary disruptions over the issue of debate on Pegasus spyware matter. The Aam Aadmi Party (AAP) and Bahujan Samaj Party (BSP), however, skipped it.
- PM Modi will preside over a debate on maritime security at the United Nations Security Council (UNSC) on August 9. Ministry of External Affairs spokesperson Arindam Bagchi said.
- The Quadrilateral Security Dialogue (QSD, also known as the Quad) is a strategic dialogue between the United States, Japan, Australia and India that is maintained by talks between member countries.
- Afghanistan has seen a fresh spell of violence erupt in the last few days, in the aftermath of the withdrawal of US-NATO troops from the country. Intense fighting has been reported from most parts of the country between the Afghan security forces and the Taliban fighters.
- The Indian men's hockey team lost to world champions Belgium and will now contest for a bronze medal against Germany on August 5. The men's hockey team last won an Olympic bronze at the 1972 Munich Olympics.
- Sonam Malik lost her 62 kg Round of 16. In track and field, Annu Rani and Tajinderpal Singh were nowhere close to their top form and exited Tokyo 2020.
- India's Neeraj Chopra has entered the finals of the Men's Javelin Throw with a throw of 86.65m in his first attempt. This is an automatic qualification mark.
- The Centre on Tuesday informed the Lok Sabha that Uttar Pradesh Chief Minister Yogi Adityanath-led government has sent a proposal for renaming the Jhansi Railway Station as Veerangana Laxmibai Railway Station.
|
599 |
Y |
|
2878 |
04-08-2021 |
Odia |
- ନୀରଜ ସେମିଫାଇନାଲ ରାଉଣ୍ଡରେ ୮୬. ୬୫ ମିଟର ଥ୍ରୋ କରି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଏହି ଦମଦାର ପ୍ରଦର୍ଶନ ଫଳରେ ନୀରଜ ପଦକ ଆଶା ଉଜ୍ଜିବୀତ କରିଛନ୍ତି । ଫାଇନାଲରେ ପହଞ୍ଚିବାକୁ ହେଲେ ୮୩. ୫୦ ମିଟର ଥ୍ରୋ କରିବା ଜରୁରି ଥିଲା, ହେଲେ ନୀରଜ ଏହାଠୁ ଅଧିକ ମିଟର ଫୋପାଡି ଫାଇନାଲରେ ପ୍ରବେଶ କରିଛନ୍ତି ।
- କେବଳ ଧର୍ମ ପରିବର୍ତ୍ତନ ପାଇଁ ବିବାହ ଠିକ ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି ।
- ହାତ ଛଡ଼ା ହେଲା ଆଉ ଏକ ପଦକ । ମହିଳା ଡିସକସ୍ ଥ୍ରୋ ଫାଇନାଲରେ ଷଷ୍ଠ ସ୍ଥାରେ ରହିଛନ୍ତି ଭାରତୀୟ ପ୍ରତିଯୋଗୀ କମଲପ୍ରୀତ କୌର ।
- ଫ୍ରାନ୍ସର ତିନି ଜଣ ସାମ୍ବାଦିକଙ୍କ ଫୋନରେ ସ୍ପାଇୱେୟାର ଠାବ ହୋଇଛି ବୋଲି କହିଛି ଫ୍ରାନ୍ସର ଗୁଇନ୍ଦା ସଂସ୍ଥା । ପେଗାସସ ଜରିଆରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଇରାକ ରାଷ୍ଟ୍ରପତି ବାରହମ ସାଲି ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସାଇରିଲ ରାମୋଫାସାଙ୍କୁ ଟାର୍ଗେଟ କରାଯାଇଥିଲା । ଏହା ସହ ଦେଶ ବିଦେଶର ଅନେକ ରାଜନେତା, ମନ୍ତ୍ରୀ, ବିଚାରପତି, ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଇଥିବା ଖବର ପ୍ରକାଶ ପାଇବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।
- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୮ ଜଣ ପ୍ରାଣ ହରାଇଛନ୍ତି। ସେହିଭଳି ଦିନକ ମଧ୍ୟରେ କଟକରୁ ୧୦, ପୁରୀ ୯, ମୟୁରଭଞ୍ଜ ୬ ଏବଂ ଅନୁଗୁଳ ଜିଲାରେ ୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।
- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୧୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୭୬୨ ଏବଂ ସ୍ଥାନୀୟ ସଂକ୍ରମିତ ୫୫୩ ଜଣ ରହିଛନ୍ତି।
- ICMR ର ସୂଚନା : ପୁଣି ନମ୍ବର ୱାନ ହେଲା ସ୍ୱଦେଶୀ ଟିକା କୋ-ଭ୍ୟାକ୍ସିନ , ଡେଲ୍ଟା ପ୍ଲସ ଭାରିଏଣ୍ଟ ପାଇଁ ମଧ୍ୟ ପ୍ରଭାବଶାଳୀ।
- ଅଗଷ୍ଟ ୧୫ରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବାକୁ ଅଲିମ୍ପିକ୍ସରେ ଯୋଗଦେଇଥିବା ପ୍ରତିଯୋଗୀଙ୍କୁ ନିମନ୍ତ୍ରଣ କରିବେ ମୋଦୀ, ପ୍ରତିଯୋଗୀଙ୍କୁ ସମ୍ପର୍ଦ୍ଧିତ କରିବେ।
- ଦେଶର ୧୮ଟି ଜିଲ୍ଲାରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା: ଦେଶର ୪୪ ଜିଲ୍ଲାରେ ୧୦ ପ୍ରତିଶତ ଉପରେ ରହିଛି ପଜିଟିଭ ସଂଖ୍ୟା, କେରଳରେ ସର୍ବାଧିକ ୧୦ ଜିଲ୍ଲାରେ ୧୦% ଉପରେ ପଜିଟିଭ।
- ସିବିଏସଇ ଦଶମ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପାସ ହାର ୯୮.୧୨%, ଆନନ୍ଦପୁର ଶାଳପଡ଼ାର ଅମ୍ରିତରାଜ ବିଶ୍ୱାଳ ୯୯.୪୦% ରଖି ଟପ୍ପର।
- ପୌର ନିର୍ବାଚନ ବିଳମ୍ବ ନେଇ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପିର ଏକ ଟିମ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବାକୁ ଦାବି।
- ଆସନ୍ତା ଅଗଷ୍ଟ ୨୧ରୁ ୨୪ ଯାଏଁ ଇଣ୍ଡୋ ପାସିଫିକ୍ ସମୁଦ୍ର ଭିତରେ ଆରମ୍ଭ ହେବ ମାଲବାର ସାମୁଦ୍ରିକ ଅଭ୍ୟାସ, କ୍ୱାଡ ଦେଶ ସମୂହ ପ୍ରସ୍ତୁତ, ସାମିଲ ହେବେ ଭାରତୀୟ ଜାହାଜ ଆଇଏନଏସ ରଣବିଜୟ ଏବଂ ଶିଭାଲିକ୍।
- ଟୀକାକରଣ ହୋଇଥିବା ସମସ୍ତ କର୍ମଚାରୀଙ୍କୁ ନେଇ ଖୋଲିବ ସରକାରୀ ଅଫିସ .
- ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଠିକ୍ ନୁହେଁ- ଆହ୍ଲାବାଦ୍ ହାଇକୋର୍ଟ, ଦେଲେ ଯୋଦ୍ଧା-ଆକବରଙ୍କ ଉଦାହରଣ ।
- ଭାରତ-ଚୀନ ସୀମା ବିବାଦ : ସେନା ସ୍ତରୀୟ ବୈଠକରେ ନିଷ୍ପତ୍ତି, ଗୋଗ୍ରା ହାଇଟସରୁ ସେନା ପ୍ରତ୍ୟାହାର କରିବେ ଉଭୟ ଦେଶ ।
- ପ୍ରକାଶ ପାଇଲା ସିବିଏସ୍ଇ ଦଶମ ପରୀକ୍ଷାଫଳ, ପାସ୍ ହାର ୯୯.୦୪ ପ୍ରତିଶତ । ସିବିଏସଇ ମାଧ୍ୟମରେ ଭୁବନେଶ୍ୱର ଜୋନରେ ପାସ ହାର ରହିଲା ୯୯ ଦଶମିକ ୬୨ ପ୍ରତିଶତ ।
- ହାଇକୋର୍ଟ ଶୁଣାଣିର ସିଧା ପ୍ରସାରଣକୁ ବିରୋଧ । ପ୍ରତ୍ୟାହାର ଦାବିରେ ଆଇନଜୀବୀଙ୍କ କୋର୍ଟ ବର୍ଜନ ।
- ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍ ।
- ନ୍ୟୁଜର୍ସିସ୍ଥିତ ଥେଲ୍ମା ଏଲ୍. ସ୍ୟାଣ୍ଡ୍ମିୟର ଏଲିମେଣ୍ଟାରୀ ସ୍କୁଲ୍ରେ ପଢ଼ୁଥିବା ୧୧ ବର୍ଷୀୟା ଛାତ୍ରୀ ନତାଶା ପେରିଙ୍କୁ ଜନ୍ ହପ୍କିନ୍ସ ସେଣ୍ଟର୍ ଫର୍ ଟ୍ୟାଲେଣ୍ଟେଡ୍ ୟୁଥ୍ ଟ୍ୟାଲେଣ୍ଟ (ଭିଟିୱାଇ) ସର୍ଚ୍ଚର ଅଂଶ ସ୍ବରୂପ କରାଯାଇଥିବା ସ୍ୟାଟ୍ (ଏସ୍ଏଟି), ଆକ୍ଟ (ଏସିଟି) ଆଦି ବିଭିନ୍ନ ପ୍ରକାର ଆକଳନରେ ଅସାଧାରଣ କୃତିତ୍ବ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଛି।
- ଆଫଗାନିସ୍ତାନର ଜାତୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ବାହିନୀ (ଏଏନଡିଏସଏଫ) ଦ୍ୱାରା ଚାଲିଥିବା ଅପରେସନରେ ବିଗତ ୨ ଦିନରେ ୨୫୦ରୁ ଅଧିକ ତାଲିବାନ ଆତଙ୍କବାଦୀ ନିପାତ ହୋଇଛନ୍ତି।
|
565 |
Y |
|
2879 |
03-08-2021 |
Odia |
- ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା ତଥା ସଭାପତି ଭାବେ ନିଯୁକ୍ତ ହେଲେ ଅବସରପ୍ରାପ୍ତ ଆଇଏଏସ୍ ଉପେନ୍ଦ୍ର ତ୍ରିପାଠୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା (ଶିକ୍ଷା) ଭାବେ କାର୍ଯ୍ୟ କରୁଛନ୍ତି । ୧୯୮୦ ବ୍ୟାଚ କର୍ଣ୍ଣାଟକ କ୍ୟାଡରର ଆଇଏଏସ୍ ହେଉଛନ୍ତି ଉପେନ୍ଦ୍ର ତ୍ରିପାଠୀ । ପୂର୍ବରୁ ଆଦର୍ଶ ବିଦ୍ୟାଳୟ ସଂଗଠନ ନେଇ ତାଙ୍କର ଅଭିଜ୍ଞତା ରହିଛି ।
- ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ବାମପନ୍ଥୀ ଚିନ୍ତାଧାର ସହ ଜଡ଼ିତ ଅରୁଣ ଦେ ୧୯୭୧ରେ ସିପିଆଇରେ ଯୋଗ ଦେଇଥିଲେ । ସିପିଆଇ ଦଳ ସହ ୧୯୯୪ ସହ ଜଡ଼ିତ ଥିଲେ । ସିପିଆଇ ପ୍ରାର୍ଥୀ ଭାବେ ସେ ତିନି ଥର ବାଲେଶ୍ୱର ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ ।
- ଦେଶରେ ପିଲାଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା। ୨୦୧୭ରୁ ୨୦୧୯ ମଧ୍ୟରେ ଦେଶରେ ୧୪ରୁ ୧୮ ବୟସ୍କ ୨୪ ହଜାର ପିଲା ଆତ୍ମହତ୍ୟା କରିଛନ୍ତି।
- ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ହକି ଟିମ୍ ଅଲମ୍ପିକ୍ସର ସେମିଫାଇନାଲରେ ପହଂଚିଛି । ଫାଇନାଲ ଓ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଟିମ୍ ଇଣ୍ଡିଆ । ଶେଷ ଥର ପାଇଁ ୧୯୮୦ ମସ୍କୋ ଅଲମ୍ପିକ୍ସରେ ଭାରତୀୟ ଟିମ୍ ସେମିଫାଇନାଲରେ ପହଂଚିଥିଲା ।
- ମହିଳା ଡିସକସ୍ ଥ୍ରୋ ଫାଇନାଲରେ ଷଷ୍ଠ ସ୍ଥାରେ ରହିଛନ୍ତି ଭାରତୀୟ ପ୍ରତିଯୋଗୀ କମଲପ୍ରୀତ କୌର ।
- ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 'ଇ-ରୁପି' ର ଆରମ୍ଭ କରିଛନ୍ତି। ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ଇ-ଭାଉଚର-ଆଧାରିତ ଡିଜିଟାଲ ପେମେଣ୍ଟ ଇ-ରୁପିକୁ ପ୍ରଧାନମନ୍ତ୍ରୀ ମୋଦୀ ଲଞ୍ଚ କରିଛନ୍ତି |
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଅମରଜିତ ସିହ୍ନା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି | ତେବେ ସେ କାହିଁକି ଇସ୍ତଫା ଦେଲେ ତାହା ଜଣାପଡ଼ିନାହିଁ | ମିଳିଥିବା ସୂଚନା ମୁତାବକ ଅମରଜିତ ହେଉଛନ୍ତି ୧୯୮୩ ବିହାର କ୍ୟାଡରର ଜଣେ ଆଇଏଏସ ଅଫିସର |
- ସରକାରଙ୍କ ଏକ ପରିସଂଖ୍ୟାନ ଅନୁଯାୟୀ ଦେଶରେ ୨୦୧୭ରୁ ୨୦୧୯ ମଧ୍ୟରେ ୧୪ରୁ ୧୮ ଆୟୁ ବର୍ଗର ୨୪,୫୬୮ ଜଣ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୪ ହଜାରରୁ ଅଧିକ ପିଲା ପରୀକ୍ଷାରେ ବିଫଳତା ପାଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
- ଟୋକିଓ ଅଲିମ୍ପିକ୍ସ: ଭାରତୀୟ ଧାବିକା ଦୂତି ଚାନ୍ଦ ଏଠାରେ ଚାଲିଥିବା ର ୨୦୦ ମିଟର ହିଟ୍କୁା ୨୩.୮୫ ସେକେଣ୍ଡରେ ଅତିକ୍ରମ କରିବା ସହିତ ସପ୍ତମ ସ୍ଥାନରେ ରହିଥିଲେ।
- ପର୍ଯ୍ୟଟକଙ୍କ ପାଇଁ ଆଜି ଠାରୁ ଖୋଲିଲା କୋଣାର୍କ। କରୋନାର ୨ୟ ତରଙ୍ଗ ପାଇଁ ଏପ୍ରିଲ ୧୬ରୁ ଦୀର୍ଘ ସାଢେ ୩ ମାସ ମନ୍ଦିର ବନ୍ଦ ରଖାଯାଇଥିଲା ।
- ଇଣ୍ଡିଆନ୍ ସିଭିଲ୍ ଆକାଉଣ୍ଟସ୍ ସର୍ଭିସର ଦୀପକ ଦାସ ଆଜି ନୂଆ କଣ୍ଟ୍ରୋଲର ଜେନେରାଲ ଅଫ୍ ଆକାଉଣ୍ଟସ୍ (ସିଜିଏ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସିଜିଏ ପଦବୀ ଅନଙ୍କୃତ କରିବାରେ ଦୀପକ ଦାସ ହେଉଛନ୍ତି ୨୫ ତମ ଅଧିକାରୀ। ସେ ୧୯୮୬ ବ୍ୟାଚ୍ ଇଣ୍ଡିଆନ୍ ସିଭିଲ୍ ଆକାଉଣ୍ଟସ୍ ସର୍ଭିସ୍ (ଆଇସିଏସ୍) ଅଧିକାରୀ।
- ଦେଶରେ ଜୁଲାଇ ମାସରେ ସାମଗ୍ରୀ ଓ ସେବା କର (ଜିଏସଟି) ରାଜସ୍ବ ସଂଗ୍ରହ ଏକ ଲକ୍ଷ ୧୬ ହଜାର କୋଟି ଅତିକ୍ରମ କରିଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଯାହା ଅର୍ଥନୀତିରେ ଦ୍ରୁତ ପୁନରୁଦ୍ଧାରର ସଙ୍କେତ ଦେଉଛି ଏବଂ ଚଳିତ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ଅଧିକ ହେବ ବୋଲି ଆଶା କରାଯାଉଛି।
- ଅଷ୍ଟ୍ରେଲିଆର ତୃତୀୟ ବୃହତ୍ତମ ସହର ତଥା କ୍ବିନ୍ସଲାଣ୍ଡ୍ ରାଜଧାନୀ ବ୍ରିସବେନ୍ ଏବଂ ସିଡ଼୍ନିରେ ସଂକ୍ରମଣ ବଢ଼ୁଥିବାରୁ ଏଠାରେ କୋଭିଡ୍ କଟକଣା କଡ଼ାକଡ଼ି କରାଯାଇଛି।
- ପ୍ରବଳ ହଟ୍ଟଗୋଳ ମଧ୍ୟରେ ସୋମବାର ରାଜ୍ୟସଭାରେ ପାରିତ ହୋଇଛି ‘ଇନଲେଣ୍ଡ ଭେସେଲ୍ ବିଲ୍’-୨୦୨୧।
- ବିହାର ମୁଖ୍ୟମନ୍ତ୍ରୀ ତଥା ଏନଡିଏ ସହଯୋଗୀ ନୀତୀଶ କୁମାର ପେଗାସସ୍ ଦୁର୍ନୀତି ମାମଲାରେ ତଦନ୍ତ ଦାବି କରିଛନ୍ତି।
- ଉଚ୍ଚନ୍ୟାୟାଳୟରେ ମାମଲାର ସିଧା ପ୍ରସାରଣ ବ୍ୟବସ୍ଥା ସହିତ ଇ-ସେବା ଉଦ୍ଘାଟିତ ।
- ଟୋକିଓ ଅଲିମ୍ପିକ୍ସ: ଭାରତୀୟ ଧାବିକା ଦୂତି ଚାନ୍ଦ ଏଠାରେ ଚାଲିଥିବା ର ୨୦୦ ମିଟର ହିଟ୍କୁ ୨୩.୮୫ ସେକେଣ୍ଡରେ ଅତିକ୍ରମ କରିବା ସହିତ ସପ୍ତମ ସ୍ଥାନରେ ରହିଥିଲେ।
- ଟୋକିଓ ଅଲିମ୍ପିକ୍ସ ୨୦୨୧ର ମହିଳା ହକି କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି।
- ଅଲିମ୍ପିକ ଫାଇନାଲରେ ଅଶ୍ବାରୋହୀ ଫୌଆଦ ମିର୍ଜା, ୨ ଦଶନ୍ଧୀ ପରେ ପ୍ରଥମ ଭାରତୀୟ ଭାବେ କଲେ ରେକର୍ଡ ।
- ମାଟ୍ରିକ ଅଫଲାଇନରେ ଚାଲିଥିବା ଅଫଲାଇନ ପରୀକ୍ଷା ଖାତାଦେଖା ଅଗଷ୍ଟ ୧୧ରୁ ଆରମ୍ଭ ହେବ ଏବଂ ଏହା ତିନି ଦିନ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ୭ଟି ଜିଲାର ୯ଟି କେନ୍ଦ୍ରରେ ୧୫ଶହ ପରୀକ୍ଷକ ମାଟ୍ରିକ ଅଫଲାଇନ ପରୀକ୍ଷାଖାତା ଦେଖିବେ।
|
599 |
Y |
|
2880 |
03-08-2021 |
English |
- Retired IAS Upendra Tripathy as Advisor-cum-Working President and Chairman of the Executive Committee of the Odisha Adarsha Vidyalaya Sangathan with the status and rank of Minister of State today.
- Blockade In Assam the NH-306 can have severe consequences on COVID-19 management in Mizoram as essential medical equipment which are sent from other parts of the country can not reach the state.
- PM Modi launched e-RUPI, a person and purpose specific digital payment. e-RUPI is a cashless and contactless instrument for digital payment. It is a QR code or SMS string-based e-Voucher, which is delivered to the mobile of the beneficiaries
- Former MLA of Balasore Sadar and trade union leader Arun Dey passed away 02nd august evening while undergoing treatment at a private hospital in Bhubaneswar. He was 76.
- Biranchi Narayan Sahoo, Private Secretary to Odisha Staff Selection Commission (OSSC) Member, who was arrested by the Vigilance, has been suspended by the commission. He was found in possession of disproportionate assets of more than Rs 3.51 crore, which constitutes 268% of his known sources of income.
- Assam Chief Minister Himanta Biswa Sarma on Monday said two ministers from his government will visit Aizawl on Thursday to hold talks to try resolve the state's long-running border dispute with Mizoram, which erupted in a tragic fire-fight between police forces of the two states a week back.
- The Supreme Court will on Thursday hear a petition challenging the appointment of Rakesh Asthana as the Delhi Police Commissioner.
- Chief Justice NV Ramana on Monday opted out of hearing in the dispute between Andhra Pradesh and Telangana over the sharing of river Krishna waters on legal issues.
- Maharashtra government granting relaxations in COVID-19 curbs in many districts mainly for traders, the Mumbai civic body on Monday also decided to allow all shops to remain open till 10 pm on all days.
- The Culture Ministry launched a unique programme to celebrate Azadi Ka Amrit Mahotsav on Independence Day this year. The initiative, connected with the National Anthem, has been taken up by the Ministry to instill pride and unity among all Indians.
- Bihar Chief Minister and BJP ally Nitish Kumar on Monday backed the opposition demand for an investigation into the Pegasus spyware scandal.
- PM Modi will interact with beneficiaries of Pradhan Mantri Garib Kalyan Anna Yojana (PMGKAY) in Gujarat at 12:30 PM today, 03 Aug through video conferencing. A public participation programme is being launched in the state to create further awareness about the scheme.
- 2 Years After YS Jagan Reddy's Uncle's Murder, main accused in the case has been caught by the Central Bureau of Investigation (CBI). Y S Vivekananda Reddy, a former minister, was found dead at his residence on March 15, 2019.
- J&K police busts Lashkar-e-Taiba (LeT) terror module in Anantnag, 4 arrested. Incriminating materials including hand grenade have also been recovered from their possession. Further investigation into the matter is in progress.
- Bharat Biotech's COVID-19 vaccine Covaxin (BBV152) is effective against Delta Plus (AY.1) variant of the coronavirus, according to a study by the Indian Council of Medical and Research.
- A 5.9 magnitude earthquake struck off the coast of Indonesia’s easternmost Papua region on 02 Aug (Monday).
- Afghanistan will change in the next six months, President Ashraf Ghani has said that the Taliban has become more cruel and oppressive in the last two decades.
- India continued to win hearts on the 10th day of Tokyo Olympics 2020 as the Rani Rampal-led women's hockey team pulled off a historic 1-0 triumph over powerhouse Australia to enter the semi-finals for the first time in the Olympics.
- Kamalpreet Kaur finished sixth in the women's discus throw final with a best throw of 63.70m. After an emotionally charged Sunday, where PV Sindhu won a historic second individual medal (bronze) and the men's hockey team entered the semifinals after a gap of 49 years.
- The University Grants Commission (UGC) has declared 24 "self-styled" institutes fake and found two more in violation of norms, Union Education Minister Dharmendra Pradhan said on Monday.
|
649 |
Y |
|