Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1 12-11-2025 Odia
  1. 1.ହଙ୍ଗେରୀୟ-ବ୍ରିଟିଶ୍‌ ଲେଖକ ଡାଭିଡ୍‌ ଜାଲେ ଭାରତୀୟ ଔପନ୍ୟାସିକା କିରନ୍‌ ଦେଶାଇଙ୍କୁ ପଛରେ ପକାଇ ୨୦୨୫ ବୁକର୍‌ ପୁରସ୍କାର ବିଜୟୀ ହୋଇଛନ୍ତି। ଲୋକପ୍ରିୟ ଉପନ୍ୟାସ ‘ଫ୍ଲେସ୍‌’ ପାଇଁ ତାଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଇଛି।

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାରଠାରୁ ଭୁଟାନକୁ ଦୁଇ ଦିନିଆ ଗସ୍ତରେଯାଇଛନ୍ତି। ତାଙ୍କ ଗସ୍ତ ସମୟରେ, ସେ ଭୁଟାନ ସରକାରଙ୍କ ଦ୍ୱାରା ଆୟୋଜିତ ବିଶ୍ୱ ଶାନ୍ତି ପ୍ରାର୍ଥନା ମହୋତ୍ସବରେ ଯୋଗଦେବେ, ଯାହା ବିଶ୍ୱ ଶାନ୍ତି ଏବଂ ମାନବତାର ଉନ୍ନତି ପାଇଁ ଆୟୋଜିତ ହେଉଛି।

  3. 3.ଅସୁସ୍ଥ ସ୍ବାମୀଙ୍କ ପାଇଁ ଚିନ୍ତାରେ ଥିବ‌ା ବେଳେ କିଛି ଗଣମାଧ୍ୟମ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ବଜାଉଥିବା ମିଥ୍ୟା ଖବର ହେମାଙ୍କୁ ଖବୁ କଷ୍ଟ ଦେଇଛି। 

  4. 4.କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ ୧୧୦ ବର୍ଷୀୟ ବୃଦ୍ଧା କାଲିୟା ଦେବୀ ମତଦାନ କରିଛନ୍ତି।

  5. 5.ବିହାର ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୭.୧୪%ରେ ପହଞ୍ଚିଛି। ଏହା ସହିତ ୨୭ ବର୍ଷର ରେକର୍ଡ ଭଙ୍ଗ ହୋଇଛି।

  6. 6.୯ଟି ସଂସ୍ଥାର ‘ବୁଥ୍‌ ବାହୁଡ଼ା ମତ’ ଅନୁଯାୟୀ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବ। ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ ନିର୍ବାଚନ ହୋଇଥିବା ୨୪୩ ଆସନରୁ ଏନ୍‌ଡିଏ ମେଣ୍ଟ ୧୩୦ରୁ ୧୬୭ ଆସନରେ ଜିତିବ। 

  7.  7.ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ଗତକାଲି ସନ୍ଧ୍ୟାରେ ହୋଇଥିବା ଭୟାନକ ବିସ୍ଫୋରଣ ଏକ ଆତ୍ମଘାତୀ ଆତଙ୍କୀ ଆକ୍ରମଣ  ବୋଲି ଆଜି ଦିଲ୍ଲୀ ପୁଲିସ ସ୍ପଷ୍ଟ କରିଛି। ପାକିସ୍ତାନରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦର ଫରିଦାବାଦ ମଡ୍ୟୁଲ୍‌ ଏହି ଆକ୍ରମଣ କରିଛି ବୋଲି  ତଦନ୍ତରୁ ଜଣାପଡ଼ିଛି। 

  8. 8. ଦିଲ୍ଲୀ ନିକଟସ୍ଥ ଫରିଦାବାଦରେ ବିପୁଳ ବିସ୍ଫୋରକ ଜବତ ମାମଲାରେ ଗିରଫ ହୋଇଥିବା ଲକ୍ଷ୍ନୌର ଜଣେ ମହିଳା ଡାକ୍ତର ଶାହୀନ୍‌ ଶାହିଦକୁ ଭାରତରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ମହିଳା ଶାଖା ପ୍ରତିଷ୍ଠା ଦାୟିତ୍ବ ଦିଆଯାଇଥିଲା।

  9. 9.ମଙ୍ଗଳବାର ଦିନ ପାକିସ୍ତାନର ଇସଲାମାବାଦରେ ଦିଲ୍ଲୀ ଭଳି ଘଟଣା ଘଟିଛି। ଇସଲାମାବାଦରେ ଥିବା ଏକ କୋର୍ଟ ବାହାରେ ପାର୍କିଂ ହୋଇଥିବା ଏକ କାର୍ ବିସ୍ଫୋରଣ ହେବା ଫଳରେ ଅତି କମରେ ୯ଜଣଙ୍କର ମୃତ୍ୟୁ ହୋଇଛି।

  10. 10. ଚଳିତବର୍ଷ ଅକ୍ଟୋବର ମାସରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ କ୍ଷେତ୍ରରେ ଏସ୍‌ଆଇପି (ସି‌ଷ୍ଟମେଟିକ୍‌ ଇନଭେଷ୍ଟମେଣ୍ଟ୍‌ ପ୍ଲାନ୍‌) ନିବେଶ ଭଲ ରହିଛି। ଏସ୍ଆଇପି ନିବେଶ ‌ସ୍ତର ରେକର୍ଡ ୨୯,୫୨୯ କୋଟିରେ ପହଞ୍ଚିଛି। ସେପ୍ଟେମ୍ବର ମାସରେ ଏହା ୨୯,୩୬୧ କୋଟି ଟଙ୍କାରେ ରହିଥିଲା ବୋଲି ଆମ୍ଫି(ଆସୋସିଏସନ୍ ଅଫ୍ ମ୍ୟୁଚୁଆଲ୍‌ ଫଣ୍ଡ୍‌ସ ଇନ୍‌ ଇଣ୍ଡିଆ) ତଥ୍ୟରୁ ଜଣାଯାଇଛି।

  11. 11.ରୁଷ୍‌ରୁ ଭାରତୀୟ କମ୍ପାନିଗୁଡ଼ିକ ତେଲ କିଣିବା ବନ୍ଦ କରିଛନ୍ତି। ଡିସେମ୍ବର ମାସରେ ଆସିବାକୁ ଥିବା ତେଲ ପାଇଁ ୫ଟି ଭାରତୀୟ କମ୍ପାନି ଆଦେଶନାମା ରୁଷ୍‌କୁ ଦେଇନାହାନ୍ତି ।

  12. 12. ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ)। ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ଅନୁମୋଦନ ଦେଇଛନ୍ତି। 

  13. 13.ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଡିସେମ୍ବର ୧୭ ତାରିଖରେ OTET-୨୦୨୫ ପରୀକ୍ଷା ଅନୁଷ୍ଠିତ ହେବ।

  14. 14.ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଭାରତର ବେରୋଜଗାରୀ ହାର ପୂର୍ବ ତ୍ରୈମାସିକର ୫.୪%ରୁ ହ୍ରାସ ପାଇ ୫.୨%ରେ ପହଞ୍ଚିଛି।

  15. 15.ନିଜ ଉତ୍ପାଦକୁ ଭଲ ଦେଖାଇବାକୁ ଯାଇ ଅନ୍ୟମାନଙ୍କ ଉତ୍ପାଦକୁ 'ଧୋକା' କହିବା ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀକୁ ମହଙ୍ଗା ସାବ୍ୟସ୍ତ ହୋଇଛି । ତିନି ମଧ୍ୟରେ ଚ୍ୟୱନପ୍ରାସ ବିଜ୍ଞାପନକୁ ହଟାଇବାକୁ ଦିଲ୍ଲୀ ହାଇକୋର୍ଟ ପତଞ୍ଜଳିକୁ ନିର୍ଦ୍ଦେଶ ଦେଇଛନ୍ତି ।

22 Y
2 12-11-2025 English
  1. 1.ISRO Tuesday said it has successfully conducted an important test on main parachutes for the Gaganyaan Crew Module at the Babina Field Firing Range (BFFR) in Uttar Pradesh’s Jhansi November 3.

  2. 2.The Supreme Court Tuesday sought separate responses of the Election Commission (EC) on pleas filed by DMK, CPI(M), West Bengal Congress and Trinamool Congress leaders challenging the Special Intensive Revision (SIR) of the electoral rolls in Tamil Nadu and West Bengal respectively.

  3. 3.India and Bhutan Tuesday inaugurated a 1,020-MW hydropower project built with Indian assistance as Prime Minister Narendra Modi said progress and prosperity of the two countries is closely linked and that there will be greater focus on boosting connectivity.

  4. 4.The Advertising Standards Council of India (ASCI) Tuesday said 76 per cent of India's top digital stars have been found wanting on disclosure norms while peddling sponsored content.

  5. 5.In the by-election to Nuapada Assembly seat in Odisha, over 79 per cent of the 2.53 lakh voters exercised their franchise till 7 pm Tuesday, an offi cial said.

  6. 6.Voter enthusiasm continued to mark the second and final phase of the Bihar Assembly elections, with a historic 69% turnout recorded across the constituencies until 5 pm.

  7. 7.The Central government approved a Central Bureau of Investigation (CBI) investigation into the police Sub-Inspector recruitment scam.

  8. 8.The Regional Chief Conservator of Forests (RCCF), Berhampur Circle, Odisha, has bagged the first rank (joint winner) in the ‘Best Institute Other Than School and College Outside Campus’ category at the 6th National Water Awards, officials said Tuesday.

  9. 9.A ‘yellow’ alert, asking people to ‘be aware’, was issued for Jharsuguda, Kandhamal, and Sundargarh districts for November 12.

  10. 10.Five Odisha districts(Ganjam, Kalahandi, Rayagada, Cuttack, and Mayurbhanj) will receive the prestigious Jal Sanchay Jan Bhagidari (JSJB) Awards 2025 from President Droupadi Murmu at a ceremony at Vigyan Bhawan in New Delhi November 18.

  11. 11.Three people, including an elderly woman and two farmers, were trampled to death in separate wild elephant attacks in the state late Monday night and early Tuesday, sparking fear and outrage over growing jumbo incursions into human settlements.

  12. 12.Former West Bengal education minister Partha Chatterjee, one of the key accused in the cash-for-school jobs scam, was released on bail Tuesday, three years and three months after he was arrested by the Enforcement Directorate July 23, 2022.

  13. 13.Tata Trusts Tuesday inducted Neville Tata, son of Tata Trusts chairman Noel Tata, and group veteran Bhaskar Bhat, to the board of Sir Dorabji Tata Trust (SDTT) with effect from November 12 for a period of three years.

  14. 14. Star archers Deepika Kumari and Dhiraj Bommadevara were back to their best after missing out on the team berths, as India secured at least three individual medals in recurve events of the Asian Archery Championships here Tuesday.

  15. 15.Transitioning from shorter formats to the rigours of red-ball cricket takes time, and India captain Shubman Gill spent close to an hour and a half at the nets, fine-tuning his technique ahead of the opening Test against South Africa, starting here Friday.

13 Y
3 11-11-2025 Odia
  1. 1.ସୁପ୍ରିମକୋର୍ଟ ଭଡାଟିଆ ଓ ମାଲିକ ମାମଲାରେ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଭଡ଼ାଟିଆ, ଯିଏ କୌଣସି ସମ୍ପତ୍ତିରେ ଭଡ଼ା ଦେବା ବଦଳେ ରେଣ୍ଟ ଡିଡ୍ (ଭଡ଼ା ବୁଝାମଣା) ରେ ରହୁଛନ୍ତି ସେ ପରେ ଘର ମାଲିକଙ୍କ ମାଲିକାନା ହକ୍ କୁ ଚ୍ୟାଲେଞ୍ଜ କରିପାରିବେ ନାହିଁ।
  2. 2.ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ଦାବି କରି ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଆଉ ଏହି ପ୍ରସଙ୍ଗରେ ସୁପ୍ରିମ ଅଦାଲତ ଚାରି ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି।  

  3. 3.ତାମିଲନାଡୁର ମାୟିଲାଦୁଥୁରାଇ ଜିଲ୍ଲାର ୧୪ ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଛି। ସେମାନେ ଚଳିତ ମାସ ୮ ତାରିଖରେ ମାଛ ଧରିବାକୁ ଯାଇଥିଲେ।

  4. 4ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତର ରଣନୈତିକ ସ୍ୱାର୍ଥକୁ ବୃଦ୍ଧି କରିବ।

  5. 5.ଟ୍ରମ୍ପ କହିଛନ୍ତି ଯେ ଖୁବ ଶୀଘ୍ର ପ୍ରତ୍ୟେକ ଆମେରିକୀୟ ନାଗରିକ (ଧନୀ ବ୍ୟକ୍ତି ବ୍ୟତୀତ) ୨,୦୦୦ ଡଲାର ପେମେଣ୍ଟ ପାଇବେ। ଏହି ପରିମାଣ ତାଙ୍କ ପ୍ରଶାସନ ଦ୍ୱାରା ସଂଗୃହୀତ ଟାରିଫ ରାଜସ୍ବରୁ ପ୍ରଦାନ କରାଯିବ।

  6. 6.ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ହୋଇଥିବା ବିସ୍ଫୋରଣ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଆଶଙ୍କା କରାଯାଉଛି।

  7. 7.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନ୍‍କୁ ଦୁଇ ଦିନିଆ ଗସ୍ତରେ ଯିବେ । ଭାରତ ଓ ଭୁଟାନ୍‍ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗ ଏବଂ ସ୍ୱତନ୍ତ୍ର ବନ୍ଧୁତ୍ୱକୁ ଅଧିକ ସଶକ୍ତ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ

  8. 8.ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ରାଜ୍ୟ ବାର୍ କାଉନସିଲ୍ ନିର୍ବାଚନ ସମ୍ପୃକ୍ତ ରାଜ୍ୟ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ହେବ ବୋଲି ସୋମବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  9. 9.ବଲିଉଡ୍‌ ଅଭିନେତ୍ରା ଧର୍ମେନ୍ଦ୍ରଙ୍କ ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲରେ ୮୯ ବର୍ଷ ବୟସରେ ଦେହାନ୍ତ ।

  10. 10.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ହ୍ରାସ କରିବା ପାଇଁ ଇଙ୍ଗିତ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଭାରତ ରୁଷରୁ ତେଲ କିଣିଥିବାରୁ ଏହି ଶୁଳ୍କ ଲଗାଯାଇଥିଲା, ଯାହାକୁ ଭାରତ ଏବେ ବନ୍ଦ କରିଦେଇଛି।

  11. 11.ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଅଧିବେଶନର ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

  12. 12.ଦେଶର ରାଜଧାନୀ ନୂଆଦିଲ୍ଲୀର ପ୍ରସିଦ୍ଧ ଜବାହରଲାଲ ନେହେରୁ ଷ୍ଟାଡିୟମକୁ ଭାଙ୍ଗିବା କାମ ଖୁବ୍ ଶୀଘ୍ର ଆରମ୍ଭ ହେବ। କ୍ରୀଡ଼ା ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ, ଏହି ସ୍ଥାନରେ ଏକ କ୍ରୀଡ଼ା ସହର(ସ୍ପୋର୍ଟ୍ସ ସିଟି) ନିର୍ମାଣ କରାଯିବ।

  13. 13.ବ୍ଲୁ ଅରିଜିନ୍ କମ୍ପାନିର ନ୍ୟୁ ଗ୍ଲେନ୍ ରକେଟ୍‌ରେ ମଙ୍ଗଳ ଗ୍ରହକୁ ଉଚ୍ଚାଭିଳାଷୀ ଏସ୍କାପେଡ୍ ମିସନ ପାଇଁ ନୂତନ ଉତ୍‌କ୍ଷେପଣ ତାରିଖ ଓ ସମୟ ଘୋଷଣା କରାଯାଇଛି। ନୂତନ ଘୋଷଣା ଅନୁସାରେ, ନଭେମ୍ବର ୧୩ ତାରିଖ ଦିନ ଭାରତୀୟ ସମୟ ରାତି ୧ଟା ୨୦ରେ ନ୍ୟୁ ଗ୍ଲେନ୍ ରକେଟ୍ ଦ୍ବାରା ଉତ୍‌କ୍ଷେପିତ ହେବା ପରେ ନାସାର ଏସ୍କାପେଡ୍ ମିସନ ମଙ୍ଗଳ ଗ୍ରହ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିବ।

  14. 14.ଛୋଟ ପିଲାମାନେ ଯଦି କମ୍‌ ବୟସରୁ ‌ଅନଲାଇନ୍‌ ଗେମିଂ ଦୁନିଆରେ ପଶିବେ ତାହେଲେ ପିଲାମାନଙ୍କର ଉଭୟ ଶାରୀରିକ ଓ ମାନବିକ ବିକାଶ ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଉଥିବାରୁ ଗବେଷକ, ଶିକ୍ଷାବିତ୍‌ ଏବଂ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି।

  15. 15.ଓଲିଉଡର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାରଙ୍କୁ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି।

37 Y
4 11-11-2025 English
  1. 1.Bollywood has lost one of its greatest icons, Dharmendra, who passed away at the age of 89 in Mumbai .

  2. 2.President Droupadi Murmu is scheduled to address the Odisha Legislative Assembly on the opening day of its fifth session of the 17th Assembly, which will begin on November 27.

  3. 3.Noted Odia music composer Abhijit Majumdar, who has been under treatment at AIIMS Bhubaneswar for the past two months, has been shifted from the Intensive Care Unit (ICU) to the Medicine Ward.

  4. 4.A high-intensity explosion ripped through a slow-moving car at a traffic signal near the Red Fort metro station Monday evening, killing at least eight people and gutting several vehicles, officials said.

  5. 5.Refuting Biju Janata Dal’s (BJD’s) allegations, Chief Electoral Officer (CEO) RS Gopalan Monday said no Electronic Voting Machines (EVMs) were covertly moved from Ganjam district to Nuapada November 9 ahead of the byelection to the constituency.

  6. 6.DNA testing cannot be ordered in a routine manner and must be subject to stringent safeguards to protect the dignity of individuals and the legitimacy of children born during the wedlock, the Supreme Court said Monday.

  7. 7.Chief Justice of India BR Gavai Monday flagged the dangers of artificial intelligence, citing a morphed video circulating on social media that falsely depicted a shoe-throwing incident in his courtroom.

  8. 8.The mercury dropped below 15 degrees Celsius at more than 10 places in Odisha Monday.

  9. 9.Odia poet and writer Suryasnata Tripathy has been selected for the SOA Yuva Sahitya Puraskar 2025, which will be presented during the valedictory session of the 3rd SOA Literary Festival at Siksha ‘O’ Anusandhan (SOA) University here November 30.

  10. 10.Arya Rajendran, one of India's youngest Mayors, bid an emotional farewell as she vacated the Thiruvananthapuram Corporation chair on Monday following the announcement of local body elections by the State Election Commission.

  11. 11.The Supreme Court Monday sought the response of the Centre to examine a plea seeking implementation of the 2023 Nari Shakti Vandan Act which reserves onethird seats for women in the Lok Sabha and the state assemblies.

  12. 12.Singing the “Vande Mataram” will be made compulsory in every school and educational institution of the state, Uttar Pradesh.

  13. 13.Pakistan’s Senate, the upper house of parliament, Monday gave a nod to the controversial 27th Constitutional Amendment to create a new post of Chief of Defence Forces and set up a constitutional court.

  14. 14.Paytm (One 97 Communications Ltd), India's full-stack merchant payments leader serving MSMEs and enterprises, has launched a fully redesigned version of its flagship app, integrating artificial intelligence-driven features to streamline and personalise everyday transactions for its users.

  15. 15.Rupee depreciates 8 paise to settle at 88.73 against the US dollar in a muted session, weighed down by elevated crude oil prices.

14 Y
5 10-11-2025 Odia
  1. 1.ଆଫ୍ରିକୀୟ ରାଷ୍ଟ୍ର ବୋତ୍‌ସ୍ବାନାରୁ ଖୁବ୍‌ଶୀଘ୍ର ଆଉ ୮ଟି ଚିତା ଭାରତ ଅଣାଯିବ । ଇତିମଧ୍ୟରେ ଭାରତ ଆସିବାକୁ ଥିବା ଦୁଇଟି ଅଣ୍ଡିରା ଚିତାଙ୍କୁ ଧରାଯାଇ ଗୋଟିଏ ମାସ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଛି। ଡାକ୍ତରୀ ପରୀକ୍ଷା ପରେ ଛଅ ମାଈ ଚିତାଙ୍କ ସହ ଏମାନଙ୍କୁ ଭାରତ ଅଣାଯିବ।

  2. 2.ବିହାର ସରକାର 2,400 MW ଭାଗଲପୁର (ପିରପୈନ୍ତି) ବିଦ୍ୟୁତ ପ୍ରକଳ୍ପ ପାଇଁ ଆଦାନୀ ପାୱାର ଲିମିଟେଡକୁ ଚୁକ୍ତିନାମା ପ୍ରଦାନ କରିଛନ୍ତି। ଏହି ବିଦ୍ୟୁତ ପ୍ରକଳ୍ପରେ ଆଦାନୀଙ୍କ ପ୍ରାୟ 30,000 କୋଟି ଟଙ୍କାର ଯୋଜନାବଦ୍ଧ ନିବେଶ ଶିଳ୍ପ କାର୍ଯ୍ୟକଳାପକୁ ବୃଦ୍ଧି କରିବ।

  3. 3.ପାକିସ୍ତାନ ଏବେ ଏହାର ସେନାମୁଖ୍ୟ ଅସୀମ ମୁନିରଙ୍କୁ ଅଭୂତପୂର୍ବ କ୍ଷମତା ପ୍ରଦାନ କରିଛି।    ପାକିସ୍ତାନ ସଂସଦ  ଏକ ଐତିହାସିକ ପଦକ୍ଷେପରେ ୨୭ତମ ସାମ୍ବିଧାନିକ ସଂଶୋଧନ ପାସ୍‌ କରିଛି ଏବଂ ଏହା ଦ୍ବାରା ସେନା ମୁଖ୍ୟ ମୁନିରଙ୍କୁ  ସ୍ଥଳସେନା, ନୌସେନା ଓ ବାୟୁସେନାର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି।

  4. 4.ଭାରତର କ୍ଷତି କରିବା ଲାଗି ସେମାନଙ୍କ ବାରମ୍ବାର ପ୍ରୟାସର ଉପଯୁକ୍ତ ଜବାବ ଦେବାକୁ ପଡିବ ବୋଲି ସେ ବେଙ୍ଗାଲୁରୁରେ ‘ସଂଘର ୧୦୦ ବର୍ଷର ଯାତ୍ରା - ନୂତନ ଦିଗ୍‌ବଳୟ’ ଶୀର୍ଷକ ଏକ କାର୍ଯ୍ୟକ୍ରମରେ  ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍ଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି।  

  5. 5.ଆଣ୍ଡାମାନ ଓ ନିକୋବର ଦ୍ଵିପପୁଞ୍ଜ​‌ରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ୧୨:୬ ସମୟରେ ଭୂମିକମ୍ପ ହୋଇଥିବା ସୂଚନା ରହିଛି । ଭୂମିକମ୍ପ ହୋଇଥିବା , ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ସୂଚନା ଦେଇଛି । 

  6. 6.ଉତ୍ତରାଖଣ୍ଡ ପ୍ରତିଷ୍ଠାର ୨୫ତମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡକୁ ୮ ହଜାର କୋଟିର ଉପହାର ଦେଇଛନ୍ତି।

  7. 7.ରାଉଜ୍ ଆଭେନ୍ୟୁ କୋର୍ଟ ଦିଲ୍ଲୀ ଦଙ୍ଗା ମାମଲାରେ ବିଜେପି ନେତା କପିଲ ମିଶ୍ରଙ୍କ ଆବେଦନ ଉପରେ ତାଙ୍କର ରାୟ ଶୁଣାଇବେ।

  8. 8.ସୁପ୍ରିମକୋର୍ଟ ଦେଶରେ ଅନଲାଇନ୍ ଠକେଇ ଏବଂ ଡିଜିଟାଲ୍ ଗିରଫଦାରୀ ବୃଦ୍ଧି ଉପରେ ଏକ ମାମଲାର ଶୁଣାଣି କରିବେ।

  9. 9.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଙ୍ଗୋଲାର ଜାତୀୟ ସଭାକୁ ସମ୍ବୋଧିତ କରିବେ। ଆଙ୍ଗୋଲା ପରେ ସେ ତାଙ୍କର ଛଅ ଦିନିଆ ଆଫ୍ରିକା ଗସ୍ତ କରିବେ।

  10. 10. ବିହାରରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ହେବ ଏବଂ ଶୁକ୍ରବାର ଫଳାଫଳ ପ୍ରକାଶ ପାଇବ

  11. 11."ଦୃଶ୍ୟମ" ଚଳଚ୍ଚିତ୍ର ଦ୍ୱାରା ଅନୁପ୍ରାଣିତ ହୋଇ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛି ଓ ମୃତଦେହକୁ ଏକ ଭାଟିରେ ପୋଡ଼ି ଦେଇଛି। ପୁଣେର ୱାର୍ଜେ ମାଲୱାଡି ପୁଲିସ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ।

  12. 12. ମାରୁତି ସୁଜୁକି ଇଣ୍ଡିଆ ସହିତ ସୁଜୁକି ମୋଟର ଗୁଜରାଟା ପ୍ରାଇଭେଟ ଲିମିଟେଡ କମ୍ପାନି ମିଶିଯିବ। ଏହି ମିଶ୍ରଣ ପ୍ରସ୍ତାବକୁ ଏନ୍‌ସିଏଲ୍‌ଟି (ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ) ମଞ୍ଜୁରି ପ୍ରଦାନ କରିଛି।

  13. 13. ଅକ୍ଟୋବର ମାସରେ ଦେଶରେ ଉଭୟ ନିରାମିଷ ଓ ଆମିଷ ଖାଦ୍ୟ ଥାଳି ଗତବର୍ଷ ଅକ୍ଟୋବର ତୁଳନାରେ ଶସ୍ତା ହୋଇଛି। ନିରାମିଷ ଥାଳି ମୂଲ୍ୟ ୧୭ ପ୍ରତିଶତ କମି ୨୭ ଟଙ୍କା ୮୦ ପଇସା ରହିଛି। ୨୦୨୪ ଅକ୍ଟୋବରରେ ନିରାମିଷ ଥାଳି ମୂଲ୍ୟ ୩୩ ଟଙ୍କା ୩୦ପଇସା ଥିଲା। 

  14. 14. ଗୁଜରାଟ ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍ (ଏଟିଏସ୍) ଜଣେ ଡାକ୍ତରଙ୍କ ସମେତ ତିନି ଜଣ ଇସ୍‌ଲାମିକ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।  

  15. 15.ଉତ୍ତର-ପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଛି। କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଭଦ୍ରକ, ଅନୁଗୋଳ, କେନ୍ଦୁଝର, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ଏବଂ ନବରଙ୍ଗପୁର ଆଦି ପାହାଡ଼ିଆ ଜିଲାରେ ପ୍ରବଳ ଶୀତ ପଡୁଛି।

44 Y
6 10-11-2025 English
  1. 1.Gurugram, Nov 9: A Class XI student was shot at allegedly by his classmate using his father’s licensed pistol in a fl at in Sector 48 here, police said Sunday.

  2. 2.Child labour remains a major menace in Pakistan as over 1.6 million children are engaged in child labour in Sindh province.

  3. 3.The Union government’s month-long cleanliness drive didn’t just decongest offices, it also turned trash into treasure as the government has earned Rs800 crore from selling scrap in October alone, more than the Rs615 crore spent on India’s Chandrayaan-3 lunar mission that made history this year.

  4. 4.The Archaeological Survey of India (ASI) barred tourists from entering the ‘Nata Mandap’ of the Konark Sun Temple in Puri district.

  5. 5.Chief Justice of India BR Gavai Sunday said that legal aid is not merely an act of charity but a moral duty, and those engaged in the legal aid movement must approach their role with an administrative imagination to ensure the rule of law extends to every corner of the country.

  6. 6.New Delhi Parents and environmental activists, staged a protest at the India Gate Sunday against the worsening air quality in the national capital.

  7. 7.The sale of 40 acres of land in Pune’s upscale Mundhwa area for Rs300 crore to a company in which Ajit Pawar’s son Parth Pawar is a majority partner is under scrutiny amid allegations of irregularities and a lack of requisite clearances.

  8. 8.The Delhi Development Authority (DDA) has granted permission to organise “hool Walon Ki Sair”, following the intervention of Lt Governor V K Saxena, Raj Niwas offi cials said Sunday.

  9. 9.A seven-member central team will visit Andhra Pradesh Monday and Tuesday to assess the damages caused by cyclone Montha in six districts.

  10. 10.The Gujarat Anti Terrorist Squad has busted a suspected terror syndicate by arresting a 'doctor' with a Chinese MBBS degree, who was allegedly preparing highly-lethal chemical poison, 'Ricin', and whose handler is associated with the Islamic State Khorasan Province, and two others.

  11. 11.Over 1.6 million children are engaged in child labour in Pakistan's Sindh province, a senior offi - cial said Sunday, citing a recent survey.

  12. 12.Pakistan's joint parliamentary committee of the Senate and National Assembly Sunday approved the 27th constitutional amendment bill with the opposition alleging that the government was sounding “the death knell for the Supreme Court.”

  13. 13.Industry lobby Confederation of Indian Industry (CII), Sunday urged the government to establish a professionally managed India Development and Strategic Fund (IDSF) to fi nance the country's long-term growth, resilience, and secure critical economic interests abroad.

  14. 14.The National Company Law Tribunal (NCLT) has approved the scheme of amalgamation, in which Suzuki Motor Gujarat is being merged with its parent entity, Maruti Suzuki India, the country's largest carmaker.

  15. 15.Elena Rybakina capped a flawless week at the WTA Finals by stunning world number one Aryna Sabalenka 6-3 7-6(0) in the final Saturday for her fi rst trophy in the season-ending championships and a record $5.235 million in prize money.

22 Y
7 09-11-2025 Odia
  1. 1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିସେମ୍ବର ୧ରୁ ଡିସେମ୍ବର ୧୯, ୨୦୨୫ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ ପାଇଁ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

  2. 2.ବିଶ୍ବ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ ପ୍ରକାଶିତ ଆର୍ଥିକ ‌କ୍ଷେତ୍ର ଆକଳନ କାର୍ଯ୍ୟକ୍ରମ (ଏଫ୍‌ଏସ୍‌ଏପି) ରିପୋର୍ଟରେ ଏହା କୁହାଯାଇଛି। ୨୦୧୭ ମସିହାରେ କରଯାଇଥିବା ଆକଳନ ତୁଳନାରେ ବର୍ତ୍ତମାନ ଆକଳନରେ ଏହି ଉନ୍ନତି ଆସିଛି।

  3. 3.ଚନ୍ଦ୍ରୟାନ-୨ର ଅର୍ବିଟର ଚନ୍ଦ୍ରପୃଷ୍ଠର ଉଭୟ ମେରୁ ଅଞ୍ଚଳରୁ କେତେକ ରାଡାର ଫଟୋ ପଠାଇଛି। ୨୦୧୯ରୁ ଅର୍ବିଟର ପ୍ରାୟ ୧୪୦୦ ରାଡାର ଡେଟାସେଟ୍‌ ପଠାଇଲାଣି। ମିଶନର ଡୁଆଲ୍‌ ଫ୍ରିକ୍ୟୁଏନ୍ସି ସିନ୍ଥେଟିକ୍‌ ଆପେର୍‌ଚର ରାଡାରରୁ ମିଳିଥିବା ଉକ୍ତ ଡେଟାଗୁଡ଼ିକୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଅହମଦାବାଦରେ ଥିବା ସ୍ପେସ୍‌ ଆପ୍ଲିକେଶନ୍ସ ସେଣ୍ଟର (ଏସ୍‌ଏସି) ଅନୁଧ୍ୟାନ କରୁଛି।

  4. 4.ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୪୦୦ ଟପିଛି। ଦିଲ୍ଲୀ  ଆଜି ‘ରେଡ୍‌ ଜୋନ୍‌’ରେ ପ୍ରବେଶ କରି ଦେଶରେ ସର୍ବା‌ଧିକ ପ୍ରଦୂଷିତ ସହର ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି। ସିପିସିବି (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ)ର ତଥ୍ୟ ଦର୍ଶାଉଛି ଯେ ଦିଲ୍ଲୀର ୨୪ ଘଣ୍ଟାର ହାରାହାରି ଏକ୍ୟୁଆଇ ଅପରାହ୍ନ ୪ଟାରେ ୩୬୧ ରହିଛି।

  5. 5.ପର୍ଯ୍ୟଟକ କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ୍ୟମଣ୍ଡପ ଉପରକୁ ଆଉ ଚଢ଼ିପାରିବେନି ବନ୍ଦ କଲା ଏଏସ୍‌ଆଇ ।

  6. 6.ଜାମ୍ମୁ କଶ୍ମୀରର କୁପୱାଡାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଆତଙ୍କବାଦୀ ନିହତ।  

  7. 7.ସମସ୍ତିପୁରରୁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ସରାଇରଞ୍ଜନ ବିଧାନସଭା ନିର୍ବାଚନ ମଣ୍ଡଳୀର ଶୀତଲପଟ୍ଟି ଗାଁ ନିକଟରେ ହଜାର ହଜାର VVPAT ସ୍ଲିପ୍ ଅଳିଆ ଗଦାରେ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି।

  8. 8.ରଥଯାତ୍ରା ସମୟରେ ପୁରୀ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟା ଘଟଣାରେ ଉନ୍ନୟନ କମିସନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିସ୍ କରାଯାଇଛି। 

  9. 9.ଦିନେ ବିଶ୍ୱର ନମ୍ବର ୧ ଖେଳାଳି ଥିବା ତାଇ ଜୁ-ୟିଙ୍ଗ। ଟୋକିଓ ଅଲିମ୍ପିକ୍‌ରେ ରୌପ୍ୟ ପଦକ ବିଜୟିନୀ ଏବଂ ଚାଇନିଜ୍ ତାଇପେର ମହାନ ମହିଳା ବ୍ୟାଡମିଣ୍ଟନ ଖେଳାଳି ତାଇ ଜୁ-ୟିଙ୍ଗ ଖେଳରୁ ଅବସର ଘୋଷଣା କରିଛନ୍ତି।

  10. 10.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଆଉ ୪ଟି 'ବନ୍ଦେ ଭାରତ' ଟ୍ରେନ୍ ଉପହାର ଦେଇଛନ୍ତି। ବାରାଣସୀରୁ ୪ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହୋଇଛି। 

  11. 11..ପଶ୍ଚିମ  ଉତ୍ତର ପ୍ରଦେଶ ବାଗପତ ଜିଲ୍ଲାରେ ୬୯ ଜଣ ବିବାହିତ ମହିଳାମାନେ ନିଜକୁ ଅବିବାହିତା ଝିଅ ଭାବରେ ପରିଚୟ ଦେବାର ଏକ ଘଟଣା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଗଣ ବିବାହ ଯୋଜନା ଅଧୀନରେ ଉତ୍ତର ପ୍ରଦେଶ ସରକାରଙ୍କ ଠାରୁ ନଗଦ ଏବଂ ଜିନିଷପତ୍ରରେ କନ୍ୟା ପାଉଥିବା ଏକ ଲକ୍ଷ ଟଙ୍କାର ପ୍ରଲୋଭନ ପାଇଁ ସେମାନେ ଏଭଳି କରିଥିଲେ। 

  12. 12.ଦେଶରେ ୪୨ ଦିନ ମଧ୍ୟରେ ଦେଶରେ ୫୨ ଲକ୍ଷ ୩୮ ହଜାର ୪୦୧ଟି ଗାଡ଼ି ବିକ୍ରି ହୋଇଛି ବୋଲି ଫେଡେରେସନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (ଏଫଏଡିଏ) ରିପୋର୍ଟରୁ ଜଣାଯାଇଛି।

  13. 13.କଟକ ସହରର ମଣିସାହୁ ଛକରେ ଏକ ଆଜବେଷ୍ଟସ ଘର ଉପରେ କୋଠା ବାଲକୋନୀ ଭୁଶୁଡ଼ି ପଡ଼ିବାରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ୪ ବର୍ଷୀୟ ଶିଶୁ ରହିଥିବା ଜଣାପଡ଼ିଛି। ମୃତକମାନେ ହେଲେ ଅବଦୁଲ ମୁଜାହିଦ(୪), ଅବଦୁଲ ଜଲିଲ(୬୦), ଅବଦୁଲ ଜହିଦ(୩୦)। ଅନ୍ୟ ଜଣେ ମହିଳା ସାଇନା ବେଗମ(୨୯) ଗୁରୁତର ଅଛନ୍ତି।

  14. 14.ଅକ୍ଷୟ ପରିଜାଙ୍କ ଐତିହାସିକ ଫିଲ୍ମ ‘ପାପା ବୁକା’ ଗୋଆରେ ଅନୁଷ୍ଠିତ ୫୬ତମ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଆଇଏଫଏଫଆଇ)ରେ ପ୍ରତିଷ୍ଠିତ ରେଡ କାର୍ପେଟ ଗାଲା ପ୍ରିମିୟର ପାଇଁ ମନୋନୀତ ହୋଇଛି।

  15. 15.ଲକ୍ଷେଶ୍ଵର ପ୍ରଡ଼କ୍ସନ ବ୍ୟାନରରେ ପ୍ରସ୍ତୁତ ତଥା ସୌରଭ ପାଢ଼ୀଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ ର ପୋଷ୍ଟ ପ୍ରଡ଼କ୍ସନ କାମ ଶେଷ ହୋଇଛି। ଆଗାମୀ ଜାନୁଆରୀରେ ଏହାର ଶୁଭମୁକ୍ତି ପାଇଁ ପ୍ରସ୍ତୁତ ହୋଇସାରିଛି।

  16. 16.ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସିଷ୍ଟମ୍‌ରେ ଶୁକ୍ରବାର ସକାଳେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ।

  17. 17.କେବଳ ଦରମା ଓ ପେନସନ ବାବଦରେ ରାଜ୍ୟଗୁଡ଼ିକ ବଜେଟ୍‌ର ୬୨% ବ୍ୟୟ କରୁଛନ୍ତି। ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ଷ୍ଟେଟ୍‌ ଅଫ୍‌ ଷ୍ଟେଟ୍‌ ଫାଇନାନ୍ସ ୨୦୨୫ ଶୀର୍ଷକ ରିପୋର୍ଟରେ କୁହାଯାଇଛି ।

  18. 18.ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ୍ ଡିସେମ୍ବର ୩୧ ସୁଦ୍ଧା କରିବାରେ ବିଫଳ ହେଲେ, ୨୦୨୬ ଜାନୁଆରୀ ପହିଲାରୁ ଆପଣଙ୍କର ପାନ୍‌ କାର୍ଡ ନିଷ୍କ୍ରିୟ ହୋଇଯିବ।

  19. 19.ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସୁନା ଏବଂ ରୁପା ବଦଳରେ ଋଣ ସମ୍ପର୍କରେ ଏକ ନିର୍ଦ୍ଦେଶାବଳୀ ଜାରି କରିଛି।

  20. 20.ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ କବଜା କରିଛି ଭାରତ। ଶେଷ ମ୍ୟାଚଟି ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବାବେଳେ ଟିମ ଇଣ୍ଡିଆ ୨-୧ରେ ଶୃଙ୍ଖଳା ହାତେଇଛି।

42 Y
8 08-11-2025 Odia
  1. 1..ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ଜାତୀୟ ଗୀତ "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ପାଳନ ଲାଗି ଏକ ବର୍ଷବ୍ୟାପୀ ସମାରୋହର ଶୁଭାରମ୍ଭ କରିଛନ୍ତି।

  2. 2.ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇପିଏସ୍ ଅଧିକାରୀ ତାଦାଶା ମିଶ୍ର ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦବୀରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ଝାଡ଼ଖଣ୍ଡ ପୁଲିସ୍ ଫୋର୍ସର ପ୍ରଥମ ମହିଳା ମୁଖ୍ୟ।

  3. 3.ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ହସ୍ପିଟାଲ କ୍ୟାମ୍ପସରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ସୁପ୍ରିମକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  4. 4.ଶ୍ରୀ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ନୂତନ ଚଳଚ୍ଚିତ୍ର 'ମହିମା ଅଲେଖ' ଆଗାମୀ ୫୬ତମ ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (IFFI) ର ସମ୍ମାନଜନକ ଭାରତୀୟ ପାନୋରମାରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି।

  5. 5.ବୈଦ୍ୟୁତିକ ଯାନ ଟେସଲା କମ୍ପାନୀର ଶେୟାର ହୋଲ୍ଡର ବା ଅଂଶୀଦାରମାନେ ନିଜ ସିଇଓ ଏଲନ ମସ୍କଙ୍କ ପାଇଁ ପ୍ରାୟ ୧ ଟ୍ରିଲିଅନ ଡଲାର ପ୍ୟାକେଜର ଦରମାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୮୩୬ ଲକ୍ଷ କୋଟି ଟଙ୍କାରୁ ବି ଅଧିକ।

  6. 6.ଇମ୍ରାନ ହାସ୍‌ମି ଓ ୟାମି ଗୌତମ ଅଭିନୀତି ହିନ୍ଦୀ ଚଳଚ୍ଚିତ୍ର ‘ହକ୍‌’ର ମୁକ୍ତିଲାଭକୁ ବିରୋଧ କରି ଶାହ ବାନୋ ବେଗମଙ୍କ ଝିଅ ସିଦ୍ଦିକା ବେଗମ ଯେଉଁ ପିଟିସନ ଦାଏର କରିଥିଲେ, ତାହାକୁ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଗୁରୁବାର ଖାରଜ କରିଦେଇଛନ୍ତି।

  7. 7.ଖୋର୍ଦ୍ଧା ଆଦର୍ଶ ଥାନା ବାଟ ମଙ୍ଗଳା ହାଟ ପୋଖରୀ ରାସ୍ତାରୁ ୧୫୦ ଗ୍ରାମ ବ୍ରାଉନ ସୁଗାର ଜବତ। ଏହି ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି।

  8. 8.ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତଦେହ ରୁଷିଆର ଏକ ଡ୍ୟାମ୍‌ରୁ ଉଦ୍ଧାର କରାଯାଇଚି। ରାଜସ୍ଥାନର ଅଲୱାର ନିବାସୀ ୨୨ ବର୍ଷୀୟ ଛାତ୍ର ୧୯ ଦିନ ହେଲା ନିଖୋଜ ଥିଲେ। ତାଙ୍କର ମୃତଦେହ ଗୁରୁବାର ଦିନ ରୁଷିଆର ଉଫା ସହରରୁ ଉଦ୍ଧାର କରାଯାଇଛି।

  9. 9.କଥାବାର୍ତ୍ତା ସମୟରେ, ଅନ୍ୟ ଏକ ନମ୍ବରରୁ ଏକ କଲ୍ ଆସେ, ଏବଂ ଠକ ଜଣକ ଦାବି କରେ ଯେ ସେ ଆପଣଙ୍କର ବନ୍ଧୁ। ସେମାନେ ଆପଣଙ୍କୁ ଦୁଇଟି କଲ୍ ମର୍ଜ କରିବାକୁ କୁହନ୍ତି ଯାହା ଦ୍ଵାରା ସେମାନେ ତିନିଜଣ କଥା ହୋଇପାରିବେ। କିନ୍ତୁ କଲଟି ପ୍ରକୃତରେ ଏକ ଭଏସ୍ ଓଟିପି କଲ୍। କଲ ଗୁଡିକ ମର୍ଜ ହେବା ମାତ୍ରେ, ଠକ ଜଣକ ଓଟିପି ଶୁଣିଥାଏ, ଏବଂ ବ୍ୟାଙ୍କ କାରବାରରେ କାର୍ଯ୍ୟକାରୀ କରେ, ଏବଂ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ତୁରନ୍ତ ଖାଲି ହୋଇଯାଏ ।

  10. 10.ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ଲୋକସଭା ସାଂସଦ କଲ୍ୟାଣ ବାନାର୍ଜୀଙ୍କ ବ୍ୟାଙ୍କ ଆଉକାଉଣ୍ଟରୁ ସାଇବର ଠକମାନେ ୫୬ ଲକ୍ଷ ଟଙ୍କା ନେଇ ଯାଇଛନ୍ତି । ଏସ୍‌ବିଆଇର କୋଲକାତା ସ୍ଥିତ ହାଇକୋର୍ଟ ବ୍ରାଞ୍ଚରେ ଥିବା କଲ୍ୟାଣ ବାନାର୍ଜୀଙ୍କ ଆକାଉଣ୍ଟରୁ ଏପରି ଲୁଟ ହୋଇଛି।

  11. 11.ଭାରତ ଆଫଗାନିସ୍ତାନରେ 'ଆଫଗାନ-ହିନ୍ଦୁ' ଗବେଷଣା କେନ୍ଦ୍ର ଖୋଲିବାକୁ ଯାଉଛି ।

  12. 12.ଓଡିଶାରେ ଗୋଟିଏ ଲଘୁଚାପ ଲୋପ୍ରେସର ୧୪ ତାରିଖରେ ଅନ୍ୟଟି ୧୯ ତାରିଖରେ ହେବା ସମ୍ଭାବନା ରହିଛି । ପୁଣି ବର୍ଷାରେ ଭିଜିବ ଓଡ଼ିଶା। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

  13. 13.୨୦୨୯ ସୁଦ୍ଧା ୧ ହଜାର କିମି ରାସ୍ତା କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ' ଅଛି  । ୨୦୧୪-୨୪ ମଧ୍ୟରେ ସଡ଼କ ପଥର ବିକାଶ ପାଇଁ ୧୦ହଜାର କୋଟି ମିଳିଛି'।

  14. 14.ମଧ୍ୟପ୍ରଦେଶର ଉଜ୍ଜୟିନୀରେ ୨୦୦ ବର୍ଷ ପୁରୁଣା ତକିୟା ମସଜିଦ ଭାଙ୍ଗିବା ବିରୋଧରେ ସୁପ୍ରିମ୍‌କୋର୍ଟରେ  ଦାୟର ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହଟାଙ୍କ ଖଣ୍ଡପୀଠ ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି, ଯେଉଁଥିରେ ମସଜିଦ ଭାଙ୍ଗିବା ଓ ଜମି ଅଧିଗ୍ରହଣକୁ ଆଇନଗତ ବୋଲି ଘୋଷଣା କରାଯାଇଛି।

  15. 15.ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ଜିତିଥିବା ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟମାନେ (୬ ନଭେମ୍ବର, ୨୦୨୫) ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ଭାରତୀୟ ମହିଳା କ୍ରିକେଟ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି

32 Y
9 08-11-2025 English
  1. 1.The Supreme Court Friday took note of the “alarming rise” in dog bite incidents in institutional areas like educational centres, hospitals, bus stands and railway stations, and directed the authorities to move such canines to designated shelters.

  2. 2. Fraudsters posing as Mumbai Crime Branch officials duped a senior chartered accountant (CA) of `1.5 crore after subjecting him and his wife to a ‘digital arrest’ for 10 days. The victim, identified as Bijay Kumar Sahu, a resident of VSS Nagar Housing Board Colony under Saheed Nagar police limits.

  3. 3.The Supreme Court Friday said no one blamed the chief pilot of the Air India Dreamliner for the June 12 crash, which claimed 260 lives, and asked his 91-year-old father not to carry any emotional burden.

  4. 4.Union Minister for Road Transport and Highways Nitin Gadkari Friday inaugurated the 84th Annual Session of the Indian Roads Congress (IRC) in Bhubaneswar and announced an additional Rs 1,000 crore road development package for Odisha.

  5. 5.The Orissa High Court (HC) Friday directed Berhampur SP Saravana Vivek M to appear in person November 11.

  6. 6.A large cache of arms, ammunition, and explosives, including sophisticated rifl es, cartridges, and IEDs have been seized following an encounter with Maoists in the Saranda forest along the Odisha-Jharkhand border during a combing operation, security officials said Friday.

  7. 7.Wedding at Delhi’s several historical sites will no longer be a dream, as the city government is planning to open them to a host of events.

  8. 8.A 51-yearold fruit seller who doubled as the mastermind of the notorious “Mamu Gang” -- a group of robbers who targeted banks -- has been arrested by the Crime Branch of Delhi Police, an officer said Friday.

  9. 9.India Friday said that the number of Indian nationals serving in the Russian Army has increased to 44 in view of recruitment in recent months.

  10. 10The Enforcement Directorate Friday said it has made a fresh and the third arrest in connection with a money laundering probe against businessman Anil Ambani’s group company Reliance Power linked to issuance of an alleged fake bank guarantee of Rs 68 crore.

  11. 11.The Election Commission Friday said no repoll has been recommended for the over 45,000 polling stations in 121 seats that went to polls in the fi rst phase of the Bihar Assembly election November 6.

  12. 12.More than half of the registered unrecognised political parties associated with Bihar have failed to make their mandatory financial disclosures public for 2023-24, according to poll rights body the Association for Democratic Reforms (ADR).

  13. 13.The International Cricket Council (ICC) on Friday announced that the next edition of the Women's ODI World Cup in 2029 will feature 10 teams, expanding from the existing eight-team format.

  14. 14.US President Donald Trump said he could travel to India next year, emphasising that Prime Minister Narendra Modi “wants” him to visit while calling him a “great man” and a “friend”.

  15. 15.Nearly 10 kg of plastic was recovered from a cow that died after being hit by a speeding vehicle near here, officials said Friday. The reported incident occurred in neighbouring Thirupuvanam two days ago when the cow was allegedly struck by the vehicle and died on the spot.

10 Y
10 07-11-2025 Odia
  1. 1. ଜାତିସଂଘ ଜଳବାୟୁ ସଙ୍କଟ ଉପରେ ଚେତାବନୀ ଜାରି କରି ୨୦୨୫  ଏ ପର୍ଯ୍ୟନ୍ତ ଉପଲବ୍ଧ ବିଶ୍ବ ରେକର୍ଡରେ ଦ୍ୱିତୀୟ କିମ୍ବା ତୃତୀୟ ଉଷ୍ମତମ ବର୍ଷ ହେବ ବୋଲି ଘୋଷଣା କରିଛି।  ୨୦୨୩ ଓ ୨୦୨୪ ସହ  ୨୦୨୫ ମଧ୍ୟ ଅଭୂତପୂର୍ବ  ରେକର୍ଡ ଭାଙ୍ଗୁଥିବା ଉଷ୍ମ ବର୍ଷର ଶୃଙ୍ଖଳା ଭିତରେ ରହିବ। 

  2. 2.୨୦୨୪ରେ ଗ୍ରୀନହାଉସ ଗ୍ୟାସ୍‌ ସାନ୍ଦ୍ରତା ବିଶ୍ୱବ୍ୟାପୀ ୨.୩% ବୃଦ୍ଧି ପାଇ ନୂଆ ରେକର୍ଡ ସୃଷ୍ଟି କରିଛି। ଯେଉଁଥିରେ ଭାରତ, ଚୀନ୍‌, ରୁଷ୍‌ ଓ ଇଣ୍ଡୋନେସିଆର ନିର୍ଗମନ ଏଥିରେ ବିଶେଷ ଭୂମିକା ନେଇଛି। ଗତ ଦଶନ୍ଧି (୨୦୧୫-୨୦୨୫) ରେକର୍ଡରେ ୧୧ଟି ଉଷ୍ମତମ ବର୍ଷ ରହିଛି ଏବଂ ସମୁଦ୍ରର ଉତ୍ତାପ ଓ ବାୟୁମଣ୍ଡଳୀୟ ଗ୍ୟାସ ନିରନ୍ତର ବୃଦ୍ଧି ପାଇଛି।  

  3. 3.ବଲିଉଡର ପ୍ରସିଦ୍ଧ ଗାୟିକା ଏବଂ ପ୍ରବୀଣ ଅଭିନେତ୍ରୀ ସୁଲକ୍ଷଣା ପଣ୍ଡିତଙ୍କ ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି।

  4. 4.ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ଭୋଟ୍‌ ଗ୍ରହଣ ଶେଷ ହୋଇଛି ଏବଂ ୬୪.୪୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ୧୮ ଜିଲ୍ଲା ମଧ୍ୟରୁ ବେଗୁସରାଇରେ ମତଦାନ ପ୍ରତିଶତ ସର୍ବାଧିକ ୬୭.୩୨ ରହିଛି। 

  5. 5.ଭାରତର ବଡ଼ ବଡ଼ ଧନୀ ଚଳିତବର୍ଷ ୧୦,୩୮୦ କୋଟି ଟଙ୍କା ଦାନ କରିଛନ୍ତି। ଇଡେଲଗିଭ୍‌ ହୁରୁନ୍‌ ଇଣ୍ଡିଆ ଫିଲାନ୍‌ଥ୍ରୋପି ଲିଷ୍ଟ୍‌ ୨୦୨୫ରୁ ଏହା ଜଣାଯାଇଛି। ଏହି ତାଲିକାରେ ୧୯୧ ଜଣ ଧନୀ ବ୍ୟକ୍ତି ସ୍ଥାନ ପାଇଛନ୍ତି। 

  6. 6.ରାଜ୍ୟ ବିଦ୍ୟୁତ୍‌ଭାର ପ୍ରେରଣ କେନ୍ଦ୍ର (ଏସ୍‌ଏଲ୍‌ଡିସି) ଶିଳ୍ପପତିମାନଙ୍କ ଦ୍ୱାରା ସ୍ଥାପିତ ୧୫ ହଜାର ମେଗାୱାଟ୍‌ କ୍ଷମତାର ନିଜସ୍ୱ ତଥା ସ୍ୱାଧୀନ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ସେମାନଙ୍କର ୭୨ ହଜାର ନିୟୁତ ୟୁନିଟ୍ ବିଦ୍ୟୁତ୍ ବିନା କରରେ ପ୍ରେରଣ କାର୍ଯ୍ୟ ନିୟନ୍ତ୍ରଣ କରୁଛି। ଫଳରେ ରାଜ୍ୟ ଗ୍ରିଡ୍‌ ବାର୍ଷିକ ୧୭୨୮ କୋଟି ଟଙ୍କା ରାଜସ୍ୱ ହରାଉଛି।

  7. 7. ଆୟୁର୍ବେଦ ସାମଗ୍ରୀ ପ୍ରସ୍ତୁତ କରୁଥିବା ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳିକୁ କିଛି ଏଭଳି ଭାଷାରେ ଶୁଣାଇଦେଇଛନ୍ତି କୋର୍ଟ।  ବାସ୍ତବରେ ଦିଲ୍ଲୀ ହାଇକୋର୍ଟରେ ଡାବର ଇଣ୍ଡିଆ ଏବଂ ପତଞ୍ଜଳି ଆୟୁର୍ବେଦ ମଧ୍ୟରେ ଏକ ଆଇନଗତ ବିତର୍କ ପରେ, କୋର୍ଟ ତାଙ୍କର ରାୟ ସଂରକ୍ଷିତ ରଖିଛନ୍ତି। ମାମଲାଟି ପତଞ୍ଜଳିର ନୂତନ ସ୍ୱତନ୍ତ୍ର ଚ୍ୟବନପ୍ରାଶ ବିଜ୍ଞାପନ ସହିତ ଜଡିତ, ଯାହା ଅନ୍ୟ ସମସ୍ତ ବ୍ରାଣ୍ଡକୁ ଠକ ବୋଲି ଅଭିହିତ କରିଥିଲା।

  8. 8. ୨୦୨୩ରେ ୬ ଲକ୍ଷରୁ ଅଧିକ ଭାରତୀୟ ଓଇସିଡି ଅଧୀନରେ ଥିବା ଦେଶଗୁଡ଼ିକୁ କାମ କରିବାକୁ ଯାଇଥିଲେ। ଗତବର୍ଷ ତୁଳନାରେ ଏହା ୮ ପ୍ରତିଶତ ଅଧିକ।

  9. 9.ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ‘କାଲମେଗି’ର ତାଣ୍ଡବ ଦେଖିବାକୁ ମିଳିଛି। ଏଥିରେ ୧୧୪ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ଶତାଧିକ ନିଖୋଜ ଅଛନ୍ତି। ବୁଧବାର ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ଏହି ଝଡ଼ ଯୋଗୁଁ ସେବୁ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ସେବୁ ପ୍ରଦେଶରେ ୭୧ ଜଣ ପ୍ରାଣ ହରାଇଥିବା କୁହାଯାଇଛି।

  10. 10.ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବାଜି ମାରିଛି ବାମପନ୍ଥୀ ମେଣ୍ଟ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)କୁ ନିର୍ବାଚନରେ ପରାଜୟବରଣ କରିବାକୁ ପଡ଼ିଛି। ୪ ପ୍ରମୁଖ ପଦବୀ ଯଥା- ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ପଦବୀରେ ବାମପନ୍ଥୀ ମେଣ୍ଟ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି।

  11. 11.ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପ୍ରାରମ୍ଭିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଏହି ପରୀକ୍ଷାରେ ୨୪୦୫ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

  12. 12.ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆ-ପାସିଫିକ୍ ଅର୍ଥନୈତିକ ସହଯୋଗ ଶିଖର ସମ୍ମିଳନୀ ଅବସରରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ।

  13. 13.ଭାରତର ଆର୍ଥିକ ରାଜଧାନୀ ତଥା ସ୍ୱପ୍ନର ସହର ଭାବେ ପରିଚିତ ମୁମ୍ବାଇକୁ ୨୦୨୫ ମସିହା ପାଇଁ ଏସିଆର ସବୁଠୁ ଖୁସି ସହର ଭାବେ ଘୋଷଣା କରାଯାଇଛି। ‘ଟାଇମ୍ ଆଉଟ୍’ ପକ୍ଷରୁ କରାଯାଇଥିବା ଏକ ବାର୍ଷିକ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି।  

  14. 14.ପାଶ୍ଚାତ୍ୟ ଜର୍ମାନୀର ଏକ ଅଦାଲତ ଜଣେ ପାଲିଏଟିଭ୍ କେୟାର ନର୍ସଙ୍କୁ ୧୦ ଜଣ ରୋଗୀଙ୍କୁ ହତ୍ୟା ଏବଂ ଅନ୍ୟ ୨୭ ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

  15. 15.ଉତ୍ତରାଖଣ୍ଡ ଲାଲପୁରରେ ଜଣେ ଓଡ଼ିଆ ଛାତ୍ରୀ ରାୟଗଡ଼ା ଜିଲା ଜେକେପୁରର ସୃଷ୍ଟି ଶର୍ମା(୨୩)। ସୃଷ୍ଟି ରହୁଥିବା ଭଡ଼ା ଘର ମାଲିକଙ୍କ ପୁଅ ତାଙ୍କୁ ହତ୍ୟା କରି ମୃତଦେହକୁ ଚଦରରେ ଗୁଡ଼ାଇ ଇଟା ଓ ପଥର ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲେ। 

32 Y