# |
Date |
Type |
Current Affairs |
No. Of Views |
Status |
Action |
2291 |
29-05-2022 |
English |
- A team of researchers at the Indian Institute of Technology (IIT) Kanpur Saturday announced that it has developed a novel touch-sensitive smart watch for visually impaired persons that are equipped with modern techniques.
- Aviation regulator Directorate General of Civil Aviation (DGCA) Saturday said it has imposed a fine of `5 lakh on IndiGo airline for denying boarding to a specially-abled child at Ranchi airport May 7
- It seems that the Silver City has become a hub for manufacturing and marketing of fake and adulterated products. The Malgodown police Saturday claimed to have seized huge quantities of adulterated sauce from a godown in the locality and a manufacturing unit in Barang area.
- The Archaeological Survey of India (ASI) has added Srimandir heritage corridor project to its list of unauthorised projects under Bhubaneswar circle.
- Mobile gaming now represents 61 per cent of the overall gaming market and is set to surpass $136 billion in 2022, growing 1.7x faster than the gaming market overall, a new report has shown
- Globally, users downloaded 45 per cent more mobile games per week in Q1 2021 from pre-pandemic levels, clocking in at over 1.1 billion games per week.
- Over 21,000 private vehicles have been challaned for violating designated bus lanes within two months of the launch of an enforcement drive by Delhi government's Transport department, according to officials.
- The BJD named three new candidates - Sulata Deo, Manas Ranjan Mangarj and Niranjan Bishi - and renominated Sasmit Patra for the Rajya Sabha polls.
- Recognising its efforts in controlling tobacco consumption, the World Health Organization (WHO) has selected Jharkhand for the World No Tobacco Day (WNTD) Award-2022, an official said on Sunday.
- The Centre has given an extension in service to senior Indian Police Service (IPS) officer and Gujarat Director General of Police Ashish Bhatia for another eight months beyond his date of superannuation at the end of this month.
|
545 |
Y |
|
2292 |
28-05-2022 |
Odia |
- ବରିଷ୍ଠ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ ପାଇବେ ଧର୍ମପଦ ପୁରସ୍କାର। ଆଜି ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ୨୦୨୧ ମସିହା ପାଇଁ ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି। ଜୀବନବ୍ୟାପି ସାଧନା ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ଦିଆଯିବ। ଧର୍ମପଦ ପୁରସ୍କାର ବାବଦକୁ ୫ ଲକ୍ଷ ଓ ସ୍ୱତନ୍ତ୍ର ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଦିଆଯିବ ବୋଲି ଜଣାପଡିଛି।
- ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଶୁକ୍ରବାର ସାକ୍ଷାତ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ସୁବ୍ରମଣ୍ୟନ୍ ସ୍ବାମୀ। ଦୁହିଁଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ରୁଦ୍ଧଦ୍ୱାର ଆଲୋଚନା ହୋଇଛି।
- ପ୍ରଥମ ଥର ପାଇଁ ହିନ୍ଦୀ ଉପନ୍ୟାସକୁ ମିଳିଛି ଅନ୍ତର୍ଜାତୀୟ ’ବୁକର’ ପୁରସ୍କାର । ପ୍ରଖ୍ୟାତ ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ହିନ୍ଦୀ ଉପନ୍ୟାସ ରେତ ସମାଧୀ ବା ଟମ୍ବ ଅଫ୍ ସ୍ୟାଣ୍ଡକୁ ମିଳିଛି ଏହି ସମ୍ମାନଜନକ ଆନ୍ତର୍ଜାତୀୟ ପୁରସ୍କାର । ଭାରତୀୟ ଭାଷାରେ ବୁକର ପୁରସ୍କାର ପାଇବାରେ ପ୍ରଥମ ଉପନ୍ୟାସ ଭାବେ କୀର୍ତ୍ତିମାନ ସୃଷ୍ଟି କରିଛି ରାତ ସମାଧୀ । ଦିଲ୍ଲୀର ଲେଖିକା ଗୀତାଞ୍ଜଳି ଶ୍ରୀ ଏହାକୁ ହିନ୍ଦୀ ଭାଷାରେ ଲେଖିଥିବା ବେଳେ ଡେଜି ରକବେଲ ଏହାକୁ ଇଂରାଜୀରେ ଅନୁବାଦ କରିଥିଲେ ।
- ବହୁ ଚର୍ଚ୍ଚିତ କୋର୍ଡେଲିଆ ଡ୍ରଗ୍ସ ପାର୍ଟି ମାମଲାରେ ଜୁନିୟର କିଙ୍ଗ ଖାନଙ୍କୁ କ୍ଲିନ ଚିଟ ଦେଇଛି ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଆଜି ଏନସିବି ପକ୍ଷରୁ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ଦାଖଲ ଚାର୍ଜସିଟରେ ଆର୍ଯ୍ୟନଙ୍କ ସମେତ ଅନ୍ୟ ୫ ଜଣଙ୍କ ନାଁ ନଥିବା ଜଣାପଡ଼ିଛି ।
- ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ପୂରିଛି ୯୩ ଦିନ । ଭୟଙ୍କର ଯୁଦ୍ଧରେ ଛାରଖାର ହୋଇଛି ୟୁକ୍ରେନର ଅଧିକାଂଶ ସହର।
- ଜାପାନର ଜଣେ ବ୍ୟକ୍ତିଙ୍କ ଅଜବ କାରନାମା ପାଇଁ ସବୁଠି ଚର୍ଚ୍ଚାରେ। ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜାପାନର ଟୋକୋ ନାମକ ଯୁବକ କୁକୁର ବେଶ ଧାରଣ କରିଛନ୍ତି।
- ଇସ୍ରାଏଲର କମ୍ପାନୀ Watergen ଭାରତରେ ଲଞ୍ଚ କରିଛି ଏକ ଅଭିନବ ପ୍ରଡକ୍ଟ। ଆଉ ଏଥିପାଇଁ କମ୍ପାନୀ ପକ୍ଷରୁ SMV Jaipuria Group ସହ ପାର୍ଟନରସିପ୍ କରିଛି ।ଏହି ମେସିନ୍ ଏମ୍ବିଅଣ୍ଟ ଏୟାରରୁ ମିନରଲାଇଜଡ୍, ସେଫ୍ ଡ୍ରିଙ୍କିଂ ୱାଟର୍ ତିଆରି କରିପାରିବ । ଏହି ଅପରେସନ୍ ଆରମ୍ଭ ହେବାର ଏକ ବର୍ଷ ମଧ୍ୟରେ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ମଧ୍ୟ ଭାରତରେ ଲଞ୍ଚ କରାଯିବ ।
- ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧ ସତ୍ତ୍ୱେ ତାଇଓ୍ୱାନ ଚାରିପଟେ ସମରାଭ୍ୟାସ କରିବା ଲାଗି ଚୀନର ଘୋଷଣା ।
- ଭାରତରେ ରାସ୍ତାକଡ଼ରୁ ପରିବା କିଣିବା ଭଳି ଆମେରିକୀୟ ବନ୍ଧୁକ କିଣିଥାନ୍ତି । ଆଉ ଏବେ ଆମେରିକାର ଏହି ବନ୍ଧୁକ ରଖିବା ପରମ୍ପରା ଦେଶ ପାଇଁ ପାଲଟିଛି ମୁଣ୍ଡବିନ୍ଧାର କାରଣ । ଆମେରିକାର ଜନସଂଖ୍ୟା ଯେତିକି ତା’ଠାରୁ ଅଧିକ ବନ୍ଧୁକ ରହିଛି ଦେଶରେ ।
- ସଞ୍ଜୟ ରାଉତ ନିତିନ ଗଡକରୀଙ୍କୁ ପ୍ରଶଂସା କରିବାବେଳେ କହିଛନ୍ତି ଯେ ବିକାଶ ପ୍ରତି ଗଡକରୀଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭିନ୍ନ ଏବଂ ସେ ବିକାଶ କାର୍ଯ୍ୟରେ ରାଜନୀତିକୁ କେବେ ଦେଖି ନାହାଁନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ ଆଜି ଆମେ ଦେଶରେ ଯାହା ବିକାଶ ଦେଖୁଛୁ, ଏଥିରେ ପ୍ରାୟ ୯୦% ନିତିନ ଗଡକରୀଙ୍କର ହାତ ରହିଛି |
- ଦୁର୍ନୀତି ଅଭିଯୋଗରେ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ ହୋଇଥିବା ପଞ୍ଜାବର ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ଶୁକ୍ରବାର ଦିନ ମୋହାଲିର ଏକ ଅଦାଲତ ୧୪ ଦିନ ପାଇଁ ନ୍ୟାୟିକ ହେପାଜତ (ଜେଲ)କୁ ପଠାଇ ଦେଇଛନ୍ତି।
- ରୁଷରୁ ପ୍ରଚୁର ପରିମାଣରେ ତେଲ ମଗାଇଛି ଭାରତ । ଏସବୁ ତେଲ ଜାହାଜରେ ଭର୍ତ୍ତି ହୋଇ ଭାରତ ଅଭିମୁଖେ ଆସୁଛି ବୋଲି ଜଣାପଡ଼ିଛି । କେବଳ ଭାରତ ନୁହେଁ, ଚୀନ ମଧ୍ୟ ପ୍ରଚୁର ପରିମାଣରେ ତେଲ ଅର୍ଡର ଦେଇଛି ।
- ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପି ଚୌତାଲାଙ୍କୁ ଚାରି ବର୍ଷ ଜେଲ ଦଣ୍ଡ ଓ ୫୦ ଲକ୍ଷ ଟଙ୍କାର ଆର୍ଥିକ ଜରିମାନାରେ ଦଣ୍ଡିତ କରିଛନ୍ତି।
- ୬ଜଣ ହାଇକୋର୍ଟ ବିଚାରପତିଙ୍କୁ ବଦଳି କରିବା ଲାଗି ସୁପ୍ରିମ୍ କୋର୍ଟ କଲିଜିୟମ୍ ସୁପାରିସ କରିଛନ୍ତି। ବିଚାରପତି ଅସାନୁଦ୍ଦନ ଅମାନୁଲ୍ଲା ଆନ୍ଧ୍ର ପ୍ରଦେଶ ହାଇକୋର୍ଟରୁ ପାଟନା ହାଇକୋର୍ଟ, ବିଚାରପତି ଚିତ୍ତରଞ୍ଜନ ଦାଶ ଓଡ଼ିଶା ହାଇକୋର୍ଟରୁ କାଲ୍କାଟା ହାଇକୋର୍ଟକୁ ବଦଳି ହେବେ।
- ଦେଶର ସର୍ବବୃହତ ଡ୍ରୋନ୍ ଉତ୍ସବ ‘ଭାରତ ଡ୍ରୋନ୍ ମହୋତ୍ସବ-୨୦୨୨’କୁ ଉଦଘାଟନ କରି ଶ୍ରୀ ମୋଦୀ କହିଛନ୍ତି ଯେ ଡ୍ରୋନ୍ ଏକ ଉନ୍ନତ ଯନ୍ତ୍ର, ଯାହା ଖୁବ୍ ଶୀଘ୍ର ପ୍ରତ୍ୟେକ ଲୋକଙ୍କ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ହେବାକୁ ଯାଉଛି। କୃଷିଠାରୁ ଆରମ୍ଭ କରି ପ୍ରତିରକ୍ଷା, ପର୍ଯ୍ୟଟନ ଓ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ଡ୍ରୋନ୍ଉ ନ୍ନତ ସେବା ପ୍ରଦାନରେ ସହାୟତା କରିବ।
- ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ (ଇନ୍ଷ୍ଟିଚ୍ୟୁଟ ଅଫ୍ ମ୍ୟାଥ୍ମେଟିକ୍ସ)କୁ ଏକ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଭାବରେ ଗଢ଼ିତୋଳିବାକୁ ଉଦ୍ୟମ ହେବ ବୋଲି ସରକାରୀ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି।
- ଓଡ଼ିଶା ବାୟୋଟେକ୍ ଫାର୍ମ ଇମଜେନେକ୍ସ ଇଣ୍ଡିଆର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଯେ କୌଣସି ଅଞ୍ଚଳରେ ଏହି କିଟ୍ ପହଂଚିପାରିବ । ଓଡିଶା ସ୍ଥିତ ବାୟୋଟେକ୍ କମ୍ପାନୀ ଇମଜେନେକ୍ସ ଇଣ୍ଡିଆ ଏହି ରାପିଡ୍ ଆଂଟିଜେନ୍ କିଟ୍ ପ୍ରସ୍ତୁତ କରିବ ।
- ବିଶ୍ୱ ବ୍ୟାଙ୍କ ମୁଖ୍ୟଙ୍କ ଚେତାବନୀ ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଇତିମଧ୍ୟରେ ତିନି ମାସ ଟପିଗଲାଣି। ଏହି ଯୁଦ୍ଧ ଏବେ ସାରା ବିଶ୍ୱକୁ ପ୍ରଭାବିତ କରିବାକୁ ଯାଉଛି। ଯୁଦ୍ଧ ବନ୍ଦ ହେବାର ନାମ ଧରୁନାହିଁ। ଏହି ଯୁଦ୍ଧ ବିଶ୍ୱରେ ମାନ୍ଦାବସ୍ଥା ଆଣିବ ବୋଲି ବିଶ୍ୱ ବ୍ୟାଙ୍କ ମୁଖ୍ୟ ଚେତାବନୀ ଦେଇଛନ୍ତି।
- ଆଗାମୀ ୨ରୁ ୩ ଦିନ ମଧ୍ୟରେ କେରଳରେ ମୌସୁମୀ ଆରମ୍ଭ ହେବାକୁ ପରିସ୍ଥିତି ଅନୁକୂଳ ଥିବା ପରି ଲାଗୁଛି ବୋଲି ଆଇଏମଡି କହିଛନ୍ତି।
- ଆରବିଆଇ କହିଛି, ୨୦୨୦-୨୧ରେ ମୋଟ ନୋଟ ପ୍ରଚଳନରେ ୨୦୦୦ ଟଙ୍କିଆ ନୋଟର ଭାଗଦାରୀ ୧୭.୩ ପ୍ରତିଶତରୁ ହ୍ରାସ ହୋଇ ଏବେ ୧୩.୮ ପ୍ରତିଶତ ରହିଛି।
|
525 |
Y |
|
2293 |
28-05-2022 |
English |
- India today recorded 2,685 fresh COVID-19 cases that took its infection tally to 4,31,50,215, while the number of active cases increased to 16,308, according to Union Health Ministry data.
- Over 21,000 private vehicles have been challaned for violating designated bus lanes within two months of the launch of an enforcement drive by Delhi government's Transport department, officials said on Friday.
- The department of medical oncology and haematology at the All India Institute of Medical Sciences (AIIMS) Bhubaneswar has started a dedicated seven-bed intensive care unit (ICU) in a bid to provide comprehensive care to patients with cancer and haematological disorders
- The Odisha government has made affixation of high-security registration plates (HSRPs) mandatory for all classes of vehicles which were registered prior to April 1, 2019.
- Eminent painter Lalat Mohan Patnaik will get the Dharmapada Award for the year 2021, the Odisha Lalit Kala Akademi announced Friday
- Odisha Chief Minister Naveen Patnaik today inaugurated a three-storeyed car parking facility at the Nandankanan Zoological Park . The building has been constructed at an expenditure of Rs 3542.79 lakh.
- Odisha Chief Minister Naveen Patnaik today inaugurated a state-of-the-art Cyber Security Operation Centre at OCAC here. The centre will help protect data, applications and ICT infrastructure of the state from security threats. The CSOC has been set up by state Electronics & IT Department and OCAC.
- The President has named Justice Pradip Kumar Mohanty, Judicial Member of the Lokpal, to be the acting Chairperson of the Lokpal due to the vacancy created by the completion of the tenure of Justice Pinaki Chandra Ghose.
- The Supreme Court Collegium had recommended repatriation of Orissa High Court's Judge Justice Chitta Ranjan Dash to Calcutta High Court.
- DR Music, the promoter of Blackswan, announced the names of Shreya Lenka and Gabriela Dalcin to be the 5th and 6th member of the K-pop group on Thursday.
- The petroleum dealers in Odisha have decided to shut fuel refilling stations for 12 hours on May 27 and 28.
- The new set of 16-coach semi-high speed Vande Bharat Express trains, two of which are expected to hit the tracks for trials in August, will be manufactured at an estimated cost of ₹ 115 crore each, officials said on Friday.
- The AAP government has approved a project worth ₹ 16.03 crore for strengthening 12 key roads in the capital, including the stretch in front of the Akshardham Temple that connects Delhi with Noida, an official statement said on Friday.
- The government has asked the Finance Ministry to take action against former NCB officer Sameer Wankhede for his alleged "shoddy work" while probing a 'drugs-on-cruise' case.
- A Delhi court on Friday awarded a four-year jail term to former Haryana Chief Minister Om Prakash Chautala in a disproportionate assets (DA) case.
- Bengal on Friday announced exemption of registration fees, motor vehicles and additional taxes for two and four wheeled electric vehicles and all categories of CNG-operated vehicles from April
- The Akshay Kumar-led period drama Prithviraj will now be titled Samrat Prithviraj, Yash Raj Films (YRF) announced Friday following multiple discussions with the Shree Rajput Karni Sena that had objected to the earlier name on grounds that it was disrespectful.
- The Biju Janata Dal (BJD) has declared an income of Rs 73.347 crore in 2020-21, which is third highest after DMK and YSR Congress among the 31 regional political parties, said a report by the Association for Democratic Reforms (ADR).
- A toll gate on Barahagoda-Nandatikara RD road in Bargarh district will be removed.
- India's first semi-high speed freight train is likely to hit the tracks by December, officials said Friday
|
543 |
Y |
|
2294 |
27-05-2022 |
English |
- During a review meeting of the ‘Mo Sarkar’ initiative, Chief Minister Naveen Patnaik stated IMR in the State has declined by 39 points. Patnaik informed at present 36 infants die in every 1,000 live births in the State. The IMR in Odisha is the lowest among all the States, he added.
- Crude oil pipeline of the Indian Oil Corporation Limited (IOCL) burst near the IOCL township in Paradip.
- 0The ‘Sambad CEO Conclave 2022’, the first-of-its-kind conclave in Odisha, will give insight on leadership, objectivity and future requirements of the businesses. ‘Sambad’, is organizing the ‘Sambad CEO Conclave 2022’ on June 3, 2022.
- Odisha Chief Minister Naveen Patnaik along with Governor of Andhra Pradesh, Biswabhushan Harichandan took part in the Vigraha Pratistha and Maha Samprokshanam rituals of Sri Venkateswara temple at Bhubaneswar which was also graced by Sri Swaroopanandendra Saraswathi Swami of Visakha Sharada Peetham.
- Outside Patna airport, Tejashwi Yadav told reporters the "politically motivated" raids won't end anytime soon."It was not the first time, and it is not going to be the last," he said as reporters surrounded him when he walked out of the terminal in Patna airport.
- India's Adani Wilmar Ltd. is an outlier among Asia's newly listed stocks. The food company has almost tripled since its debut while most newcomers are trading under water.
- A policeman was on Thursday arrested for allegedly demanding and accepting a bribe of ₹ 25,000 from a man accused in a rape case in Maharashtra's Thane district, an official said.
- The Municipal Corporation of Delhi (MCD) has appointed three deputy commissioners and 22 additional deputy commissioners in its different zones
- Mamata Banerjee's government in West Bengal has decided to introduce a bill in the assembly to make the Chief Minister - and not the Governor - Chancellor of all state universities in Bengal.
- A district court, which on Thursday heard arguments of Muslim side on the maintainability of the Gyanvapi-Shringar Gauri complex case, fixed May 30 as the next date of hearing in the case.
- A Delhi court on Thursday granted interim protection from arrest till May 30 to Congress MP Karti Chidambaram.
- Delhi Chief Minister Arvind Kejriwal has directed all state-run sports facilities in the city to stay open for sportspersons till 10 pm, his deputy Manish Sisodia said on Thursday.
- Veteran lawyer and former Union minister Kapil Sibal resigned from the Congress and filed his nomination for the Rajya Sabha on Wednesday with the backing of the Samajwadi Party.
- Senior Kerala politician and BJP ally P.C. George, who is accused in a hate speech case, was arrested on Wednesday after a court cancelled his interim bail.
- In a significant order, the Supreme Court on Thursday recognised sex work as a profession. It told the police that they should neither interfere nor take criminal action against consenting sex workers.
|
533 |
Y |
|
2295 |
27-05-2022 |
Odia |
- ଭାରତୀୟ ଲେଖିକା ଗୀତାଞ୍ଜଳି ଶ୍ରୀଙ୍କର ହିନ୍ଦୀ ଉପନ୍ୟାସ ‘ଟୁମ୍ ଅଫ୍ ସ୍ୟାଣ୍ଡ୍’କୁ (ମୂଳ ହିନ୍ଦୀ ‘ରେତ୍ ସାମଧି’) ( ଓଡ଼ିଆରେ ‘ସୈକତ ସାମାଧି’) ଆନ୍ତର୍ଜାତିକ ‘ବୁକର୍ ପୁରସ୍କାର’ ମିଳିଛି। ଏହି ଉପନ୍ୟାସ ହେଉଛି ‘ବୁକର୍ ପୁରସ୍କାର’ ପାଇବାରେ ଯେକୌଣସି ଭାରତୀୟ ଭାଷାରେ ପ୍ରଥମ ପୁସ୍ତକ।
- ଆସନ୍ତାମାସରୁ ଗାଡ଼ି ମାଲିକଙ୍କୁ ତୃତୀୟ ପକ୍ଷ ବୀମା ଭାବେ ଅଧିକ ରାଶି ଗଣିବାକୁ ହେବ। ତେବେ ଇଲେକ୍ଟ୍ରିକ୍ ଯାନ, ହାଇବ୍ରିଡ୍ ଯାନ ଉପରେ ଯଥାକ୍ରମେ ୧୫% ଓ ୭.୫%ର ରିହାତି ମିଳିବ। ଶିକ୍ଷାନୁଷ୍ଠାନ ବସ୍ଗୁଡ଼ିକ ମଧ୍ୟ ପ୍ରିମିୟମ୍ ଉପରେ ୧୫% ରିହାତି ପାଇପାରିବେ। ଭିଣ୍ଟେଜ୍ କାର୍ ଭାବେ ପଞ୍ଜୀକୃତ ହୋଇଥିବା ଘରୋଇ କାର୍ ପ୍ରିମିୟମ୍ରେ ୫୦%ର ରିହାତି ପାଇଁ ଅନୁମତି ଦିଆଯାଇଛି ।
- ଟିଭି ଅଭିନେତା ଅମରିନ୍ ଭଟ୍ଟଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କ ସମେତ ୪ଜଣଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ଗୁରୁବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ଘଟିଛି ।
- ରୁଷ ସୈନ୍ୟମାନେ ୟୁକ୍ରେନର ପୂର୍ବ ଡୋନ୍ବାସ ଅଞ୍ଚଳରେ ଥିବା ୟୁକ୍ରେନର ୪୦ରୁ ଅଧିକ ସହର ଉପରେ ଘନ ଘନ କ୍ଷେପଣାସ୍ତ୍ର ଓ ରକେଟ ମାଡ କରିଛନ୍ତି। ଏଥିସହିତ ସେମାନେ ନାଗରିକଙ୍କ ପାଇଁ ଶେଷ ମୁଖ୍ୟ ପ୍ରସ୍ଥାନ ପଥକୁ ଅବରୋଧ କରିବା ପ୍ରୟାସ ଆରମ୍ଭ କରିଛନ୍ତି।
- କେନ୍ଦ୍ର ସରକାରଙ୍କ ଟେଲକମ୍ ମନ୍ତ୍ରଣାଳୟ ନିୟମ ମୁତାବକ, ଏଣିକି ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ କମ୍ପାନୀ ସିମ୍ କାର୍ଡ ଦେବ ନାହିଁ । ୧୮ ବର୍ଷରୁ ଅଧିକ ବୟସର ପିଲାଙ୍କୁ ସିମ୍ ପାଇଁ ପାଇଁ ଆଧାର ବା ଡିଜିଲକରରେ ଡକ୍ୟୁମେଣ୍ଟ ଭେରିଫାଏ କରିବାକୁ ପଡ଼ିବ ।
- ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍ (ଆଇଏସବି) ର ୨୦ବର୍ଷ ପୂରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ହାଇଦ୍ରାବାଦରେ ପହଞ୍ଚିଥିଲେ। ହେଲେ ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ପହଞ୍ଚି ନଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)।
- ବ୍ରିଟେନର ନ୍ୟାସନାଲ ବ୍ରଡକ୍ରାଷ୍ଟର BBC ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନିର ବୟାନ ଅନୁସାରେ, ଆସନ୍ତା କିଛି ବର୍ଷରେ ୧୦୦୦ କର୍ମଚାରୀଙ୍କୁ କମ୍ପାନିରୁ ବାହାର କରାଯିବ। ଏହାଦ୍ୱାରା ପ୍ରତିବର୍ଷ ପ୍ରାୟ ୫୦ କୋଟି ପାଉଣ୍ଡର ସଞ୍ଚୟ ହୋଇପାରିବ।
- ଖଣି କ୍ଷେତ୍ରରେ ଅଭିବୃଦ୍ଧିକୁ ପୁଣି ଫେରାଇ ଆଣିବାକୁ ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ସରକାର । ଖଣିଜ ବ୍ଲକଗୁଡ଼ିକର ଏକ୍ସପ୍ଲୋରେସନ ବା ସନ୍ଧାନ କାର୍ଯ୍ୟ ପାଇଁ ପୂର୍ବରୁ ଆବଶ୍ୟକ ହେଉଥିବା ଜଙ୍ଗଲ ଅନୁମତି ବା ଫରେଷ୍ଟ କ୍ଲିୟରାନ୍ସ ନିୟମକୁ ପ୍ରତ୍ୟାହାର କରିନେବାକୁ କେନ୍ଦ୍ର ଖଣି ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି ।
- ରାଜ୍ୟପାଳଙ୍କ ପରିବର୍ତ୍ତେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳାଧିପତି ହେବେ। ରାଜ୍ୟ ଶିକ୍ଷା ମନ୍ତ୍ରୀ ବ୍ରତ୍ୟା ବାସୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି କ୍ୟାବିନେଟ ଦ୍ୱାରା ଅନୁମୋଦନ ହୋଇଛି ଏବଂ ବର୍ତ୍ତମାନ ବିଧାନସଭାରେ ଆଇନରେ ସଂଶୋଧନ କରି ଏହାକୁ କାର୍ଯ୍ୟକାରୀ କରାଯିବ।
- ସହମତିରେ ବେଶ୍ୟାବୃତ୍ତି କରୁଥିବା ଯୌନକର୍ମୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନ କରିବା ସହ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଲାଗି ଆଜି ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି।
- ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ମୌସୁମୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଆରବ ସାଗର, ସଂପୂର୍ଣ୍ଣ ମାଳଦ୍ବୀପ, ଲକ୍ଷଦ୍ବୀପର ନିକଟବର୍ତ୍ତୀ ଅଂଚଳ ଓ କୋମୋରିନ ଅଂଚଳର କିଛି ଅଂଶରେ ପହଞ୍ଚିବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବ ଅଟକଳ ଅନୁସାରେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ମେ ୨୭ରେ କେରଳ ଛୁଇଁବାର ଥିଲା ।
- ରାଜ୍ୟ ସଭା ନିମନ୍ତେ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟର ଦଳ ତରଫରୁ ତୃତୀୟ ପ୍ରାର୍ଥୀ ଭାବେ ଜୟନ୍ତ ଚୌଧୁରୀଙ୍କୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ମନୋନୀତ କରିଛନ୍ତି।
- ଦେଶର ସର୍ବାଧିକ ଜରାଶ୍ରମ ଓଡ଼ିଶାରେ ରହିଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ ମୋଟ ୫୩୪ଟି ଜରାଶ୍ରମ ଥିବାବେଳେ କେବଳ ଓଡ଼ିଶାରେ ରହିଛି ୮୫।
- ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଗୁରୁବାର ତାମିଲକୁ ହିନ୍ଦୀ ସହ ସମକକ୍ଷ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି। ଏହାସହ ଭାରତ ସରକାରଙ୍କ କାର୍ଯ୍ୟାଳୟ ଏବଂ ମାଡ୍ରାସ ଉଚ୍ଚ ନ୍ୟାୟାଳୟରେ ଏହାକୁ ସରକାରୀ ଭାଷାର ମାନ୍ୟତା ଦେବା ପାଇଁ କହିଛନ୍ତି। ଏହା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସେହି ସମାନ ମଞ୍ଚରୁ ଜବାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ତାମିଲ ଭାଷା ଶାଶ୍ୱସ୍ତ ଏବଂ ତାମିଲ ସଂସ୍କୃତି ସାରା ବିଶ୍ୱରେ ବ୍ୟାପ୍ତ ।
- ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ଏବେ ପଞ୍ଜାବର ପଟିଆଲା କେନ୍ଦ୍ରୀୟ କାରାଗାରରେ ବନ୍ଦି ହୋଇ ରହିଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ତା ଖରାପ ଥିବାରୁ ସେ କଠିନ କାମ କରିବେ ନାହିଁ। ସେଥିପାଇଁ ଜେଲ୍ରେ ସେ ଏବେ କିରାଣୀ ଭାବେ କାମ କରିବେ। ପ୍ରଥମେ ୩ ମାସ ପ୍ରଶିକ୍ଷଣ ପାଇଁ ତାଙ୍କୁ ଏବେ ଦରମା ମିଳିବ ନାହିଁ।
- ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରରେ ୟୁଜରଙ୍କ ଗୋପନୀୟତା ପରିପ୍ରକାଶ କରିବାର ଅଭିଯୋଗ ଆସିଛି । ଏହାରୁ ନେଇ ଟ୍ବିଟର ଉପରେ ୧୫ କୋଟି ଡଲାରର ଜରିମାନା ମଧ୍ୟ ଲଗାଯାଇଛି । ଏହାସହ କମ୍ପାନୀ ନିଡ ୟୁଜରଙ୍କ ଡାଟାର ସୁରକ୍ଷା ପାଇଁ ମାନକ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି
- ସମଗ୍ର ଦେଶରେ ଓଡ଼ିଶା ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି। ଏସ୍ଆର୍ଏସ୍ ବୁଲେଟିନ୍ ଅନୁଯାୟୀ ୨୦୦୫ରୁ ୨୦୨୦ ମସିହା ମଧ୍ୟରେ ଶିଶୁ ମୃତୁ୍ୟହାର ୩୯ ପଏଣ୍ଟ ହ୍ରାସ ପାଇଛି। ଏବେ ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି ।
- ଚଳିତ ବର୍ଷ ପୂର୍ବତଟ ରେଳପଥ ମେ’ ୨୮ ଦିନ ୬୭ତମ ଜାତୀୟ ରେଳ ପୁରସ୍କାର ଉତ୍ସବ-୨୦୨୨ ଆୟୋଜନ କରୁଛି।
- ଭାରତରେ ବିଏମ୍ଡବ୍ଲୁର i4 ସିଡାନ୍ ଇଲେକ୍ଟ୍ରିକ୍ କାର୍ ଲଞ୍ଚ୍ ହୋଇଛି । ଏହାକୁ ଥରେ ଚାର୍ଜ କଲେ ୫୯୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏଥିରେ ୮୩.୯ କିଲୋଓ୍ୱାଟର ବ୍ୟାଟେରୀ ପ୍ୟାକ ରହିଛି । କାର୍ର ମୂଲ୍ୟ ଭାରତୀୟ ମୁଦ୍ରା ଅନୁସାରେ ୬୯.୯ ଲକ୍ଷ ଟଙ୍କା । ଏହାକୁ ମାତ୍ର ୧୦ ମିନିଟ୍ ଚାର୍ଜ କଲେ ୧୬୪ କିଲୋମିଟର ଯାତ୍ରା କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
- ବାଙ୍ଗଲାଦେଶରେ ଆସନ୍ତା ଜୁନ ୧୫ରୁ ୨୧ ତାରିଖ ମଧ୍ୟରେ ପ୍ରଥମ ଡିଜିଟାଲ୍ ଜନଗଣନା ହେବ। ଏହା ବାଂଲାଦେଶର ଷଷ୍ଠ ଜନଗଣନା। ଏଥିରେ ୩ ଲକ୍ଷ ୭୦ ହଜାର ଜନଗଣନାକାରୀ, ୬୪ ହଜାର ପର୍ଯ୍ୟବେକ୍ଷକ ଓ ୪ ହଜାର ୫୦୦ ଅଫିସର ଅଂଶ ଗ୍ରହଣ କରିବେ।
|
511 |
Y |
|
2296 |
26-05-2022 |
Odia |
- ଭାରତୀୟ ଅଲିମ୍ପିକ୍ ଆସୋସିଏସନର ସଭାପତି ପଦରୁ ନରିନ୍ଦର ବାତ୍ରା ଇସ୍ତଫା ଦେଇଛନ୍ତି। ବାତ୍ରା ୨୦୧୭ରେ ଆନ୍ତର୍ଜାତୀୟ ହକି ଫେଡେରେସନ୍ (FIH) ର ସଭାପତି ହୋଇଥିଲେ | ହକି ଇଣ୍ଡିଆ ପାଣ୍ଠି ସହ ଜଡିତ ୩୫ ଲକ୍ଷ ଟଙ୍କା ଅପବ୍ୟବହାର ଅଭିଯୋଗରେ ସିବିଆଇ ଗତ ମାସରେ ନରିନ୍ଦର ବତ୍ରାଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା।
- ଏକ ନୂଆ ଅଧ୍ୟୟନ ଅନୁସାରେ ଜଳବାୟୁ ପରିବର୍ତ୍ତନ ଆମ ନିଦ ଉପରେ ବି ପ୍ରଭାବ ପକାଉଛି ।କୋପନହାଗନ ବିଶ୍ବ ବିଦ୍ୟାଳୟର ଗବେଷକମାନଙ୍କ ଗବେଷଣା ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ରାତିର ତାପମାତ୍ରା ବୃଦ୍ଧି ପାଉଛି । ଏହା ଯୋଗୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଦ ଆସୁନାହିଁ । ଲୋକମାନେ ବିଳମ୍ବିତ ରାତିରେ ଶୋଉଛନ୍ତି ଓ ବିଳମ୍ବରେ ଉଠୁଛନ୍ତି । ଏହାଫଳରେ ଆମେ ବହୁମୂଲ୍ୟ ରାତ୍ରିକାଳୀନ ନିଦ୍ରା ହରାଉଛନ୍ତି ଓ ସକାଳେ ଉଠିବା ବେଳେ କ୍ଲାନ୍ତ ଅନୁଭବ କରୁଛନ୍ତି ।
- ମଙ୍ଗଳବାର ଦିନ ଟେକ୍ସାସ୍ ଅନ୍ତର୍ଗତ ୟୁଭାଲ୍ଡି କାଉଣ୍ଟିସ୍ଥିତ ଏକ ଏଲିମେଣ୍ଟାରି ସ୍କୁଲ୍ରେ ଜଣେ ତରୁଣ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୨୧ଜଣ ନିହତ ହୋଇଥିଲେ। ଟେକ୍ସାସ୍ର ଗଭର୍ଣ୍ଣର୍ ଗ୍ରେଗ୍ ଆବୋଟ୍ ଏନେଇ ସୂଚନା ଦେଇଥିଲେ।
- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅନ୍ୟତମ ହତ୍ୟାକାରୀ ଏ. ଜି. ପେରାରୀବଲନ ନିକଟରେ ମୁକ୍ତ ହୋଇଥିଲେ | ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁକ୍ତ ହୋଇଥିବା ଏ. ଜି. ପେରାରୀବଲନଙ୍କୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସ୍ୱାଗତ କରିଥିଲେ |
- ଗଞ୍ଜାମ-କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ଗତକାଲି ରାତି ପ୍ରାୟ ଗୋଟାଏରେ ଏକ ଟୁରିଷ୍ଟ ବସ ଓଲଟି ପଡ଼ିବାରୁ ୬ ଜଣଙ୍କ ଜୀବନ ଯାଇଥିଲା। ସେମାନଙ୍କ ମଧ୍ୟରେ ୪ ପୁରୁଷ ଓ ୨ ମହିଳା ଥିବା ପୁଲିସ ସୂଚନା ଦେଇଥିଲା।
- ମେ ୧୬ ତାରିଖ ଦିନ ଦଳରୁ ଇସ୍ତଫା ଦେଇଥିବା କଂଗ୍ରେସର ପ୍ରଭାବଶାଳୀ ନେତା କପିଲ୍ ସିବଲ୍ ‘ସମାଜବାଦୀ ପାର୍ଟି’ର ସମର୍ଥନରେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା କଥା ସେ ନିଜେ କହିଛନ୍ତି।
- ତାମିଲନାଡୁରେ ବିଜେପି ପଦାଧିକାରୀଙ୍କୁ ହତ୍ୟା। ମୃତକ ଜଣକ ୩୦ ବର୍ଷିୟ ବାଲଚନ୍ଦର। ବାଲଚନ୍ଦର ବିଜେପିର ଆନୁସୂଚିତ ଜାତି ଶାଖାର ଚେନ୍ନାଇ କେନ୍ଦ୍ରୀୟ ଜିଲ୍ଲା ସଚିବ ଥିଲେ।
- ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ହାଭଭାବକୁ ନେଇ ଆଶଙ୍କାରେ ଥିବା ବିଜେପି ଏବେ ତାର ପ୍ଲାନ-ବିରେ କାମ ଆରମ୍ଭ କରିଦେଇଛି। ନିର୍ବାଚନରେ ଜନତାଦଳ ୟୁନାଇଟେଡ(ଜେଡିୟୁ)ରୁ ସମର୍ଥନ ନ ମିଳିବା ସ୍ଥିତିରେ ଓଡିଶାର ବିଜୁ ଜନତା ଦଳ (ବିଜେଡି) ଓ ଆନ୍ଧ୍ରର ୱାଇଏସଆର କଂଗ୍ରେସ ସମର୍ଥନ ହାସଲ ଲାଗି ବିଜେପି ଉଦ୍ୟମ ଆରମ୍ଭ କରିଦେଇଛି।
- କ୍ୟାପ୍ଟେନ୍ ଅଭିଳାଶା ବାରାକ ଦେଶର ପ୍ରଥମ ମହିଳା ଅଫିସର ଭାବେ ଯୁଦ୍ଧ ବିମାନ ଉଡ଼ାଇବାକୁ ଅନୁମତି ପାଇଛନ୍ତି। ସେ ପ୍ରଥମ ମହିଳା କମ୍ବାଟ ଏଭିଏଟର ଭାବେ ନିଯୁକ୍ତ ହୋଇଛନ୍ତି।
- ବ୍ରିଟେନର କୋଭେଣ୍ଟ୍ରି ସହରର ନିର୍ମିତ ହୋଇଛି ସ୍ୱତନ୍ତ୍ରଧରଣର ବିମାନ ବନ୍ଦର ଏୟାର-ୱାନ୍। ଏହି ବିମାନ ବନ୍ଦରଟି ଫ୍ଲାଇଂ କାର, ଡ୍ରୋନ ଓ ଫ୍ଲାଇଂ ଟ୍ୟାକ୍ସିଙ୍କ ଉଡାଣ ଓ ଅବତରଣ ଲାଗି ବ୍ୟବହୃତ ହେବ। ଫ୍ଲାଇଂ କାର ଦୀର୍ଘ ସମୟରୁ ମଣିଷର ସ୍ୱପ୍ନ ହୋଇ ରହିଛି।
- ଭାରତ ନିର୍ବାଚନ ଆୟୋଗ ଆରପି ଅଧିନିୟମ ୧୯୫୧ର ଧାରା ୨୯-ଏ ଓ ୨୯-ସିର ପାଳନ କରୁନଥିବା ଦେଶର ୨ ହଜାର ୧୦୦ରୁ ଅଧିକ ପଞ୍ଜିକୃତ ଅଣମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ (ଆରୟୁପିପିଏସ)ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବେ।
- ଦ୍ୱିତୀୟ ଥର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ହୋଇଛନ୍ତି ଟେଡ୍ରୋସ ଅଦନୋମ ଘେବ୍ରେୟସସ। ହୁ ମୁଖ୍ୟ ଭାବେ ଟେଡ୍ରୋସଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ମିଳିତ ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସିର ସଦସ୍ୟ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି। ଏନେଇ ମଙ୍ଗଳବାର ସବୁ ରାଷ୍ଟ୍ର ମିଳିତ ସହମତି ପ୍ରକାଶ କରିଛନ୍ତି।
- କେନ୍ଦ୍ରର ମୋଦି ସରକାର କେନ୍ଦ୍ର ସରକାର ପ୍ରାଥମିକ ପର୍ଯ୍ୟାୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ଲାଗି ଏକ୍ସାଇଜ ଡ୍ୟୁଟି ହ୍ରାସ କରିଛନ୍ତି। କେବଳ ଏତିକି ନୁହେଁ ସୋୟାବିନ ଓ ସନଫ୍ଲାୱାର ଅଏଲ ଆମଦାନୀକୁ ମଧ୍ୟ ୨ ବର୍ଷ ପର୍ଯ୍ୟନ୍ତ ନିଶୁଳ୍କ କରିଛନ୍ତି। ସେହିପରି ଗୃହ ନିର୍ମାଣ ଖର୍ଚ୍ଚ ନିୟନ୍ତ୍ରଣ ଲାଗି ଷ୍ଟିଲର ଆମଦାନୀ ଶୁଳ୍କ ମଧ୍ୟ ଛାଡ କରିଛନ୍ତି।
- ବରିଷ୍ଠ ଓକିଲ କପିଲ ଶିବଲ ସୁପ୍ରିମକୋର୍ଟରେ କେସ୍ ଲଢିବା ଲାଗି ପ୍ରତି ଶୁଣାଣିରେ ୨୦ରୁ ୨୫ ଲକ୍ଷ ଟଙ୍କା ଫି ନେଉଥିବା ବେଳେ ହାଇକୋର୍ଟରେ ଶୁଣାଣି ନିମନ୍ତେ ୯ରୁ ୧୬ ଲକ୍ଷଟଙ୍କା ଚାର୍ଜ କରୁଛନ୍ତି।
- ଡାକ୍ତରମାନେ ଏକ କ୍ଲିନିକାଲ୍ ପରୀକ୍ଷା ସମୟରେ ଏକ ଭୂତାଣୁକୁ ମନୁଷ୍ୟର ଇଂଜେକ୍ସନ୍ ଦେଇଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ଶରୀରରେ କର୍କଟ କୋଷକୁ ମାରିବା । ଏହି ଜୀବାଣୁ ପଶୁମାନଙ୍କ ଉପରେ ସକରାତ୍ମକ ଫଳାଫଳ ଦେଖାଇଛି। ଏହି ଚିକିତ୍ସାକୁ ଅଙ୍କୋଲାଇଟିସ୍ ଭାଇରସ୍ ଥେରାପି କୁହାଯାଏ | ଅଙ୍କୋଲାଇଟିକ୍ ଭାଇରସ୍ ହେଉଛି ଏକ ଇମ୍ୟୁନୋଥେରାପି, ଯାହା କର୍କଟ କୋଷକୁ ସଂକ୍ରମଣ ଏବଂ ନଷ୍ଟ କରିବା ପାଇଁ ଭାଇରସ୍ ବ୍ୟବହାର କରିଥାଏ।
- ସାମୁଦ୍ରିକ ମାଇକ୍ରୋବାୟୋଲୋଜି ପାଇଁ ମ୍ୟାକ୍ସ ପ୍ଲାନ୍କ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ସମୁଦ୍ର ଭିତରେ ଚିନିର ଏକ ପର୍ବତ ଆବିଷ୍କାର କରିଛନ୍ତି । ପୃଥିବୀ ମହାସାଗରରେ ସମୁଦ୍ର ତୃଣଭୂମି ତଳେ ଚିନିର ବିଶାଳ ପର୍ବତ ଦେଖିବାକୁ ମିଳିଥିବା ନେଇ ବୈଜ୍ଞାନିକ ମାନେ କହିଛନ୍ତି।
- ଟ୍ରାଫିକ ନିୟମ ଉଲ୍ଲଂଘନ କରି ଅନେକ ଗାଡ଼ି ଚାଳକଙ୍କଠାରୁ ହଜାର ହଜାର ଟଙ୍କାର ଜରିମାନା ଆଦାୟ ହେଉଛି । ଏସବୁ ପରେ ବି ଅନେକ ଲୋକ ଟ୍ରାଫିକ ନିୟମକୁ ମାନିବାକୁ ନାରାଜ୍ । ତେବେ ଅନେକ ଗାଡ଼ି ଚାଳକଙ୍କର ରୁଙ୍ଗ ରୁଟରେ ଡ୍ରାଇଭିଂ କରିବାର ଅଭ୍ୟାସ ଥାଏ । ଏଣିକି ରଙ୍ଗ ରୁଟରେ ଗାଡ଼ି ଚଳାଉଥିବା ସମୟରେ ଧରାପଡ଼ିଲେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ବାତିଲ୍ ହୋଇପାରେ ।
- ୧୫ ଟଙ୍କାରେ ଦିନେ ମାସ୍କ ବିକ୍ରି ହେଉଥିବା ଦାମ ୧୫ ହଜାର ଟଙ୍କା ନିର୍ଦ୍ଧାରଣ କରାଯାଇଛି । ତେବେ ଏହି ମାସ୍କକୁ ଲଞ୍ଚ କରିଛି ଏଲଜି କମ୍ପାନୀ ।
- ଚଳିତ ରାଷ୍ଟ୍ରପତି ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପ୍ରୟାସରେ ରହିଛି କ୍ଷମତାସୀନ ବିଜେପି । ରାଜନୀତିକ ଗଣିତ ମୁତାବକ, ରାଷ୍ଟ୍ରପତି ନିର୍ବାଚନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପାଖରେ ଏବେ ୪୮.୯ ପ୍ରତିଶତ ଭୋଟ ରହିଥିବା ବେଳେ ବିରୋଧୀ ମାନଙ୍କ ପାଖରେ ରହିଛି ୫୧.୧ ପ୍ରତିଶତ ଭୋଟ ।
- ନ୍ୟାସନାଲ ମେଡକାଲ କମିଶନ (ଏନଏମସି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇ କୁହାଯାଇଛି ଯେ ଏଣିକି ଏମବିବିଏସ ଡିଗ୍ରୀଧାରୀ ବା ଏଲୋପ୍ୟାଥିର ରେଜିଷ୍ଟର୍ଡ ଡାକ୍ତରମାନେ ନିଜର ନାମ ପୂର୍ବରୁ ଡକ୍ଟର ବଦଳରେ ମେଡିକାଲ ଡକ୍ଟର ଲେଖି ପାରିବେ । ରାଷ୍ଟ୍ରୀୟ ଚିକିତ୍ସା ଆୟୋଗର ଏନଏମସି ଆକ୍ଟ ୨୦୧୯ ଅନୁଯାୟୀ ରେଜିଷ୍ଟର୍ଡ ଡାକ୍ତରଙ୍କ ପାଇଁ ପ୍ରଫେସନାଲ ଆଚାର ସଂହିତା ଡ୍ରାଫ୍ଟ ଜାରି କରାଯାଇଛି । ଏହାଦ୍ୱାରା ଏଲୋପ୍ୟାଥି ଡାକ୍ତରଙ୍କୁ ସହଜରେ ଚିହ୍ନଟ କରାଯାଇ ପାରିବ ବୋଲି କୁହାଯାଇଛି ।
|
522 |
Y |
|
2297 |
26-05-2022 |
English |
- Veteran actor Biraj Dash died today at a private hospital here after a prolonged illness. He was 63. Dash was suffering from lungs cancer and had been admitted to the private hospital for past four months.
- India reported at least 2,124 new COVID-19 cases on Wednesday, taking the total tally of coronavirus cases to 4,31,42,192, while the active cases increased to 14,971, according to the Union Health Ministry.
- The Delhi government has brought in a scheme under which financial incentive will be provided to those buying electric cycles. According to the scheme guidelines, e-cycle buyers will get a purchase incentive of 25 per cent of the price with a cap of maximum ₹ 5,500 a piece. An additional incentive of ₹ 2,000 will be given to the first 1,000 individual owners of e-cycles.
- A Jawaharlal Nehru statue was vandalised in Madhya Pradesh's Satna. A video circulating on social media showed a dozen people trying to damage the statue with sticks and rocks. One of them even tries to break the statue using a hammer.
- Bypolls to three Lok Sabha and seven assembly seats across six states will be held on June 23, the Election Commission said on Wednesday. The 3 Lok Sabha seats are in Uttar Pradesh and in Punjab.
- Captain Abhilasha Barak Wednesday became the first woman combat aviator in Indian Army.
- The Chief Minister awarded nine banks for their performance in priority sector lending, namely agriculture, Mission Shakti and MSMEs He awarded `5 lakh to the banks for winning the first prize, `3 lakh for the second prize and `2 lakh for the third prize
- The 34th Executive Council Meeting of Mo School Abhiyan, chaired by School and Mass Education department Principal Secretary Bishnupada Sethi, Wednesday approved projects worth `21.90 crore in 26 districts.
- The Union Cabinet on Wednesday approved the sale of the government's residual 29.58 per cent stake in Hindustan Zinc Ltd, which at current prices would fetch over ₹ 38,000 crore to the exchequer, sources said.
- A total of 1,20,806 fatal accidents were reported during the calendar year 2020, and victims were largely young people in productive age groups, according to a new report released by the Ministry of Road Transport and Highways (MoRTH).
- Chief Minister Naveen Patnaik today awarded nine banks for best performance in priority sector lending, namely Agriculture, Mission Shakti and MSMEs. The Chief Minister had decided to award these banks and districts in last SLBC meeting.
- Residents of the capital city here will soon have access to clean drinking water from tap round-the-clock. For this, Bhubaneswar Smart City Limited (BSCL) will spend Rs 20 core under Smart City Mission.
- In a tragic incident, at least six persons were killed and 42 others sustained injuries as a bus carrying tourists from West Bengal overturned at Kalinga Ghat near Durgaprasad on Ganjam-Kandhamal border,
- The NIA court in New Delhi today awarded life imprisonment to Kashmiri separatist leader Yasin Malik. Malik was presented before Special NIA Judge Praveen Singh of Patiala House Court amid tight security in connection with the terror funding case.
- Senior leader and former minister Kapil Sibal on Wednesday filed the nomination for Rajya Sabha as independent with Samajwadi Party’s support in the presence of party chief Akhilesh Yadav.
- The Centre has allowed import of a quantity of 20 lakh tonnes, each of crude soyabean oil and crude sunflower oil per year, for a period of two years at zero customs duty
- Post the transformation of high schools in first and second phase of High School Transformation, over 2000 high schools out of the remaining 4310 schools will be transformed in the third phase of the programme.
- A 35-year-old woman was shot dead by terrorists in Jammu and Kashmir's Budgam district today. A 10-year-old, the woman's nephew, was also injured in the attack.
- Despite many difficulties, 10-year-old specially-abled Seema has not given up on her dream of becoming a teacher.
- School and Mass Education (S&ME) Minister Samir Ranjan Dash Wednesday said more and more parents are now showing their interest in government schools for the education of their children.
|
525 |
Y |
|
2298 |
25-05-2022 |
Odia |
- ଆସନ୍ତା ୧୦ତାରିଖରେ ରାଜ୍ୟସଭା ନିର୍ବାଚନ । ଦେଶର ୧୫ଟି ରାଜ୍ୟର ୫୭ଟି ଆସନରେ ହେବ ନିର୍ବାଚନ ।
- ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ବଳରେ ଭାରତୀୟ ପୁରୁଷ ହକି ଟିମ୍ ୪ ଦଶନ୍ଧି ପରେ ଅଲମ୍ପିକ୍ସରେ ପଦକ ହାସଲ କରିବାକୁ ସମର୍ଥ ହୋଇଛି । ସେହିପରି ମହିଳା ହକି ଟିମ୍ ମଧ୍ୟ ଅଲମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି ।
- ଓଡ଼ିଶାରେ ଇଣ୍ଟରନାସନାଲ୍ ଅଲମ୍ପିକ କମିଟି (ଆଇଓସି) ଦ୍ୱାରା ପ୍ରଥମ ଅଲମ୍ପିକ ଭାଲ୍ୟୁସ ଏଡୁକେସନ ପ୍ରୋଗ୍ରାମ (ଓଭିଇପି)ର ଶୁଭାରମ୍ଭ ହୋଇଛି ।
- ଜାପାନରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ବାଡ୍ ମେଣ୍ଟର ବୈଠକ ଚାଲିଥିବାବେଳେ ଜାପାନ ବାୟୁସେନା ନିକଟରେ ଚୀନ ଓ ରୁଷର ଲଢୁଆ ବିମାନଗୁଡ଼ିକ ଉଡ଼ୁଥିବା ଜାପାନ ପକ୍ଷରୁ କୁହାଯାଇଛି ।
- ଦିଲ୍ଲୀରେ ଥିବା କୁତବ ମିନାର ପରିସରରେ ୨୭ଟି ହିନ୍ଦୁ ମନ୍ଦିର ଏବଂ ଜୈନ ମନ୍ଦିରର ପୁନଃନିର୍ମାଣ ସମ୍ପର୍କିତ ଏକ ଆବେଦନ ଉପରେ ସାକେତ କୋର୍ଟରେ ଶୁଣାଣି ହୋଇଛି । ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଜୁନ ୯ରେ କୋର୍ଟ ଏହି ମାମଲାର ରାୟ ପ୍ରକାଶ କରିବେ
- ଗହମ ପରେ ଚିନି ରପ୍ତାନିକୁ ନିଷିଦ୍ଧ କରିବାକୁ ବିଚାର କରୁଛନ୍ତି ଭାରତ ସରକାର । ଦେଶରେ ଚିନି ଉପଲବ୍ଧତା ବୃଦ୍ଧି ଓ ଦର ନିୟନ୍ତ୍ରଣ ପାଇଁ ସରକାର ଏହି ପଦକ୍ଷେପ ଲାଗି ଚିନ୍ତା କରୁଥିବା ଜଣାଯାଇଛି ।
- ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଦୁର୍ନୀତି ଅଭିଯୋଗରେ ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ବିଜୟ ସିଙ୍ଗ୍ଲାଙ୍କୁ ତାଙ୍କ କ୍ୟାବିନେଟ୍ରୁ ବରଖାସ୍ତ କରିଛନ୍ତି। ଏ ନେଇ ପୁଲିସକୁ ଏକ ମାମଲା ରୁଜୁ କରିବାକୁ ସେ କହିଛନ୍ତି।
- ଜୁନ୍ ମାସରେ ପୁଣି ଥରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ବଢ଼ାଇବ। ଏକ ଟିଭି ସାକ୍ଷାତକାରରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜୁନ୍ରେ ସୁଧ ବଢ଼ିବା ଆକଳନ କରିବା ଅତ୍ୟନ୍ତ ସହଜ।
- ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଜର ଏକ୍ସଟର୍ନାଲ ବେଞ୍ଚମାର୍କ ଲେଣ୍ଡିଂ ରେଟ୍ (ଇବିଏଲଆର) ବୃଦ୍ଧି କରାଯାଇଛି । ବ୍ୟାଙ୍କ ପକ୍ଷରୁ ଗୃହଋଣ ଉପରେ ଇବିଏଲଆରକୁ ୫୦ ବେସିସ ପଏଣ୍ଟ ବା ୦.୫ ପ୍ରତିଶତ ବୃଦ୍ଧି କରି ୭.୦୫ ପ୍ରତିଶତ ଧାର୍ଯ୍ୟ କରାଯାଇଛି ।
- ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ ଫଳରେ କେନ୍ଦ୍ର ସରକାରଙ୍କୁ ବାର୍ଷିକ ୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
- ଅନେକ ଲୋକ ଏସିର ତାପମାତ୍ରା ୧୬ ଡିଗ୍ରୀ ରଖିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଠିକ୍ ନୁହେଁ । ଏମିତି କରିବା ଦ୍ବାରା ଆପଣ କେତେ ପ୍ରକାରର ରୋଗର ଶୀକାର ମଧ୍ୟ ହୋଇପାରନ୍ତି । ଏକ ରିସର୍ଚ୍ଚ ଅନୁସାରେ ମନୁଷ୍ୟ ଶରୀର ପାଇଁ ସାମାନ୍ୟ ତାପମାତ୍ରା ୨୪ ଡିଗ୍ରୀ ହୋଇଥାଏ । ଏହାଦ୍ବାରା ଆପଣଙ୍କ ବିଦ୍ୟୁତ ବିଲ୍ ମଧ୍ୟ କମ୍ ଆସିଥାଏ ।
- ରାଜସ୍ଥାନ ସରକାର ରାଜ୍ୟର ଘରୋଇ ବାହନ ଉପରେ ଟୋଲ ଟ୍ୟାକ୍ସ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କମର୍ସିଆଲ ବାହନଙ୍କ ଲାଗି ଟୋଲ ଟ୍ୟାକ୍ସ ପୂର୍ବ ପରି ଅନିବାର୍ଯ୍ୟ ରହିବ। ଏମପିଆରଡିସି ଏଥିଲାଗି ପ୍ରସ୍ତୁତି ଚୂଡ଼ାନ୍ତ କରିଥିବା ବେଳେ ନୂଆ ଟେଣ୍ଡର ଆହ୍ୱାନ ମଧ୍ୟ କରିଛନ୍ତି।
- ହରିୟାଣାର ଗାୟିକ ସଂଗୀତା ଦିଲ୍ଲୀରେ ରହୁଥିଲେ ।ଦୁଇ ସପ୍ତାହ ଧରି ନିଖୋଜ ଥିବା ନିଖୋଜ ଥିଲେ ହରିୟାଣାର କଣ୍ଠଶିଳ୍ପୀ ସଂଗୀତା । ସଂଗୀତାଙ୍କ ମୃତଦେହ ହରିୟାଣା ରାଜ୍ୟର ରୋହତକ ଜିଲ୍ଲାର ଏକ ରାଜପଥ ନିକଟରେ ମିଳିଥିଲା ଯେଉଁଠାରେ ତାଙ୍କୁ ହତ୍ୟାପରେ ପୋତିଦିଆଯାଇଥିଲା ।
- ସାରା ଦେଶରେ ପ୍ରଥମ କରି ଓଡ଼ିଶା ସରକାର ପାଠଶାଳାରୁ ‘ଅଲିମ୍ପିକ୍ସ’ ପ୍ରସ୍ତୁତି ଏପରି ପଦକ୍ଷେପ ନେଇଛନ୍ତି।। ଓଡ଼ିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
- କରୋନା ଭାଇରସ ସଂକ୍ରମଣ ଏବେ ପୂର୍ବାପେକ୍ଷା ହ୍ରାସ ପାଇଛି । କିନ୍ତୁ ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ରବିବାର ଚେତାବନୀ ଦେଇଛନ୍ତି ଯେ, ସଂକ୍ରମଣ ଏବେ ବି ପୂରା ଶେଷ ହୋଇନାହିଁ । ସେ କହିଛନ୍ତି ଏବେବି ସତର୍କତାର ସହିତ ଜଇଁବା ଦରକାର ଅଛି ।
- ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ( ଆରବିଆଇ) ସରକାରଙ୍କୁ ୩୦,୩୦୭ କୋଟି ଟଙ୍କାର ଲାଭାଂଶ ଦେବ। ଏନେଇ ଏକ ପ୍ରସ୍ତାବକୁ ବ୍ୟାଙ୍କର ବୋର୍ଡ ପକ୍ଷରୁ ମଞ୍ଜୁରୀ ମିଳିଛି।
- ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା(ପିଏମଜେଜେବିଓ୍ଵାଇ), ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା(ପିଏମଏସବିଓ୍ଵାଇ)ର ବାର୍ଷିକ ନବୀକରଣ କରିବାର ଶେଷ ତାରିଖ ହେଉଛି ମେ ୩୧।
|
538 |
Y |
|
2299 |
25-05-2022 |
English |
- The Indian Air Force’s (IAF) Eastern Air Command Chief Air Marshal Dilip Kumar Patnaik flew Rafale fighter jet on Monday. He became the first Odia to fly the Rafale fighter.
- India has reported 5.24 lakh COVID-19 deaths - the most after the United States and Brazil - with more than 4.3 crore infections.
- A total 26 children have been diagnosed with the hand, foot and mouth disease (HFMD) in Odisha.
- QUAD Summit 2022: Quad member countries have agreed to hold the next in-person summit in 2023 which will be hosted by Australia, said a Joint Quad Leaders' statement today.
- The Delhi High Court Tuesday sought the response of Delhi Police on a plea by Punjab Police seeking to quash FIR for allegedly abducting BJP leader Tajinder Pal Singh Bagga from his residence here.
- Delhi Chief Minister Arvind Kejriwal on Monday extended a "warm welcome" to the newly appointed new Lieutenant-Governor Vinai Kumar Saxena and assured him "full cooperation" from his government.
- Delhi's Saket Court on Tuesday reserved the order on an appeal regarding the restoration of 27 Hindu and Jain temples in the Qutub Minar complex in Mehrauli.
- The Supreme Court has stayed a National Green Tribunal (NGT) order imposing an environmental compensation of over ₹ 15 crore on Moon Beverages.
- Arvind Kejriwal Flags-Off 150 Electric Buses In Delhi, Offers Free The Delhi government aims to launch 2,000 electric buses within a year, Chief Minister Arvind Kejriwal said on Tuesday after flagging off 150 such buses.
- Prime Minister Narendra Modi on Tuesday encouraged Indian students to apply for the Quad Fellowship programme and join the next generation of STEM leaders and innovators building a better future for humanity.
- Chief Minister Naveen Patnaik today launched Olympic Values Education Programme in 90 schools of Odisha on virtual mode.
- It has been started as a pilot project in schools of Rourkela and Bhubaneswar. It will be expanded to other schools in coming days.
- The Odisha government has appointed 1997-batch IPS Sanjay Kumar as Additional DGP, Modernization following his repatriation from central deputation.
- A young Odia entrepreneur Bijan Barik was recently laurelled Odisha Tycoon Award for his entrepreneurial achievements through his businesses that include fitness gym chain, restaurants, real estate and IT services.
- Mangalabag police arrested five middlemen from the SCB Medical College and Hospital here for allegedly diverting patients to private diagnostic centres.
|
539 |
Y |
|
2300 |
24-05-2022 |
Odia |
- କୋଭିଡ୍-୧୯ର ଆତଙ୍କ ସତ୍ତ୍ୱେ କ୍ୱାଡର ଭୂମିକା ବ୍ୟାପକ ହୋଇଛି । ଆମେରିକା, ଅଷ୍ଟ୍ରେଲିଆ, ଜାପାନ ସମେତ କ୍ୱାଡର ଅନ୍ୟ ସଦସ୍ୟ ଦେଶ ବିଶ୍ୱର ବିଭିନ୍ନ ଗଣତାନ୍ତ୍ରିକ ଶକ୍ତିକୁ ନୂଆ ଜୋଶ ଓ ଶକ୍ତି ଦେଉଥିବା କ୍ୱାଡ୍ ସମ୍ମିଳନୀରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
- ଦୁନିଆର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବାର୍ଷିକ ଲିଷ୍ଟ ଜାରି କରିଛି ଟାଇମ ମାଗାଜିନ । ଏହି ସୂଚୀରେ ଭାରତୀୟ ବ୍ୟବସାୟୀ ଗୌତମ ଅଦାନୀ, ସୁପ୍ରିମକୋର୍ଟର ଆଇନଜୀବୀ କରୁଣା ନନ୍ଦୀ ଏବଂ କାଶ୍ମୀରୀ ସମାଜସେବୀ ଖୁର୍ରମ ପରଭେଜଙ୍କ ନାଁ ସାମିଲ ରହିଛି।
- ବ୍ରହ୍ମପୁର ଏମକେସିଜି ମେଡିକାଲରେ କାର୍ଯ୍ୟରତ ନର୍ସ ଶିବାନୀ ଶିବାନୀ ଦାସ ଜାତୀୟ ଫ୍ଳୋରେନ୍ସ୍ ନାଇଟିଙ୍ଗଲ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ୨୦୨୧ ବର୍ଷ ପାଇଁ ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଶିବାନୀଙ୍କ ନାମକୁ ସୁପାରିଶ୍ କରାଯାଇଛି ।
- ତାଇଓ୍ୱାନ ପ୍ରସଙ୍ଗରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆମେରିକା ଓ ଚୀନ । ତାଇଓ୍ୱାନକୁ ଅଧିକାର କରିବାକୁ ଚୀନ ଉଦ୍ୟମ କଲେ ଆମେରିକା ତାହାର ପ୍ରତିରୋଧ କରିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚେତାଇ ଦେଇଛନ୍ତି ।
- ବିମାନ ଯାତ୍ରୀଙ୍କ ନେଇ କଟକଣା ଜାରି କରିଛି ସାଉଦି ଆରବ । ଭାରତ ସମେତ ଅନ୍ୟ କିଛି ଦେଶରୁ ଫେରୁଥିବା ନାଗରିକଙ୍କ ଉପରେ କଟକଣା ଜାରି କରିଛି ସାଉଦି ଆରବ ।
- ସ୍ୱାସ୍ଥ୍ୟଗତ କାରଣରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ ଶିବାଜୀ ପଟ୍ଟନାୟକ । ବୟସ ଅଧିକ ହେତୁ ବିଭିନ୍ନ ରୋଗରେ ପିଡ଼ିତ ଥିଲେ ସେ । ଆଜି ମଧ୍ୟାହ୍ନରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି । ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି ଶିବାଜୀ ପଟ୍ଟନାୟକ ।
- ଖଦି ଓ ଗ୍ରାମଦ୍ୟୋଗ ଆୟୋଗର ଅଧ୍ୟକ୍ଷ ଥିବା ବିନୟ କୁମାର ସାକ୍ସେନାଙ୍କୁ ଦିଲ୍ଲୀର ନୂଆ ଉପ-ରାଜ୍ୟପାଳ ନିଯୁକ୍ତ କରାଯାଇଛି । ଗତ ସପ୍ତାହରେ ଅନୀଲ କୁମାର ବୈଜଲଙ୍କ ଇସ୍ତଫା ପରେ ଏହି ପଦ ଖାଲି ରହିଥିଲା ।
- ଏବେ ସୁଦ୍ଧା ପୃଥିବୀରେ ସମୁଦାୟ ୯୨ ଜଣ ମଙ୍କିପକ୍ସ ଆକ୍ରାନ୍ତ ହୋଇ ସାରିଛନ୍ତି। ସମସ୍ତ ମାମଲା ୟୁକେ, ୟୁରୋପୀୟ ଦେଶ, ଉତ୍ତର ଆମେରିକା ଓ ଅଷ୍ଟ୍ରେଲିଆ ସମେତ ୧୨ଟି ଦେଶରେ ଚିହ୍ନଟ ହୋଇଛି।
- ଶ୍ରୀମନ୍ଦିର ପରିଚାଳନା କମିଟି ଗୋବର୍ଦ୍ଧନ ପୀଠରେ ପହଁଚି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିଛନ୍ତି
- ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମୁଖିଆ । ନୂତନ ଭାବେ ପିସିସି ସଭାପତି ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ।
- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜ୍ଞାନବାପି ମାମଲାର ଆଜି ବାରାଣସୀ କୋର୍ଟର ବରିଷ୍ଠ ବିଚାରପତି ମାମଲାର ଶୁଣାଣି କରିଛନ୍ତି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ମାନ୍ୟବର କୋର୍ଟ । ଆସନ୍ତାକାଲି ମଇ ୨୪ ଅପରାହ୍ନ ୨ଟା ପର୍ଯ୍ୟନ୍ତ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ଆସନ୍ତାକାଲି କେଉଁଠାରୁ ଶୁଣାଣି ଆରମ୍ଭ ହେବ ସେ ସଂକ୍ରାନ୍ତରେ ରାୟ ଦେବେ ।
- ମିଲିୟନ ଆଶା କର୍ମୀଙ୍କ ପାଇଁ ଭାରତର ଅପହଞ୍ଚ ଇଲାକାରେ ଥିବା ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚି ପାରିଛି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ୭୫ତମ ଓ୍ୱାର୍ଲଡ ହେଲଥ ଆସେମ୍ବଲି ଅବସରରେ WHO ଭାରତର ଆଶା କର୍ମୀଙ୍କୁ ପ୍ରଶଂସା କରି ଏଭଳି ଟ୍ୱିଟ କରିଛି । WHOର ପ୍ରଶଂସା ପରେ ଆଶା କର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡଭୀୟ ।
- କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରି ବିଜେପି ରାଜ୍ୟର କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପି ନେତୃତ୍ୱାଧୀନ ସରକାର ଦେଶର ସଙ୍ଘୀୟ ଢ଼ାଞ୍ଚାକୁ ନଷ୍ଟ କରୁଛନ୍ତି ବୋଲିି ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦିଦି।
- ଦେଶର ସବୁଠ ବଡ଼ ଟିକା କମ୍ପାନି ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦର ପୁନାଓ୍ବାଲା କହିଛନ୍ତି ଯେ ତାଙ୍କ କମ୍ପାନି ପ୍ରାୟ ୨୦ କୋଟି ଡୋଜ୍ କୋଭିଡ୍ ଟିକା ନଷ୍ଟ କରିବାକୁ ବିଚାର କରୁଛି । କାରଣ ଦେଶରେ କୋଭିଡ ଟିକାର ଚାହିଦା କମିଥିବାବେଳେ ପ୍ରଚୁର ପରିମାଣରେ ଟିକା ମହଜୁଦ ରହିଛି । ଏସବୁ ଟିକାକୁ ନଷ୍ଟ କରାଯିବ କାରଣ ସେଗୁଡ଼ିକର ଏକ୍ସପାରି ତାରିଖ ଆସନ୍ତା ଅଗଷ୍ଟ-ସେପ୍ଟେମ୍ବର ମାସ ରେ ପଡ଼ିବ ।
- ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଦ୍ଧି ଯୋଜନା ଅନ୍ୟତମ। ଏହି ଯୋଜନା ମାଧ୍ୟମରେ ପ୍ରତିବର୍ଷ କୃଷକମାନଙ୍କୁ ୬ ହଜାର ଟଙ୍କା ଦିଆଯାଏ। ଏହି ରାଶି ୪ ମାସ ବ୍ୟବଧାନରେ ୩ଟି କିସ୍ତିରେ ମିଳିଥାଏ। ଥରକେ ୨ ହଜାର ଲେଖାଏ ୩ଟି କିସ୍ତିରେ ୬ ହଜାର ଟଙ୍କା କୃଷକଙ୍କୁ କେନ୍ଦ୍ର ସରକାର ଯୋଗାଇ ଦେଇଥାନ୍ତି। ପିଏମ୍ କିଷାନ ଯୋଜନାର ୧୧ତମ କିସ୍ତିର ୨ ହଜାର ଟଙ୍କା ମେ ୩୧ ତାରିଖରେ ମିଳିବ।
- ମେ ୨୪ ତାରିଖରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଚତୁର୍ଥ ମାସରେ ପ୍ରବେଶ କରିବ। ଗତ ୩ ମାସର ଲଢ଼େଇରେ ୟୁକ୍ରେନ୍ର ବ୍ୟାପକ ଅଞ୍ଚଳ ଛାରଖାର ହୋଇଯାଇଛି ଏବଂ ରୁଷ୍ ମଧ୍ୟ ୧୦ ହଜାରରୁ ଅଧିକ ସୈନିକ ହରାଇଛି।
- ଦିଲ୍ଲୀର ବାସିନ୍ଦାମାନଙ୍କ ପାଇଁ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି। ଖବର ସରବରାହ ସଂସ୍ଥା ଏଏନଆଇ ଅନୁସାରେ ଆସନ୍ତାକାଲି ବା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୧୫୦ଟି ଇଲେକ୍ଟ୍ରିକ ବସକୁ ସବୁଜ ସଙ୍କେତ ଦେଖାଇ ସେମାନଙ୍କ ଯାତ୍ରାର ଶୁଭାରମ୍ଭ କରାଇବେ। ଶୁଭାରମ୍ଭ କରିଥିବା ୧୫୦ଟି ଇଲେକ୍ଟ୍ରିକ ବସରେ ଦିଲ୍ଲୀବାସୀମାନେ ଏବେ ୩ ଦିନ ପର୍ଯ୍ୟନ୍ତ ମାଗଣାରେ ଯାତ୍ରା କରିପାରିବେ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି।
- ଡିଫେଣ୍ଡିଂ ଚାମ୍ପିଅନ ଭାରତ ଶେଷ ମୁହୂର୍ତ୍ତରେ ଗୋଲ୍ ବରଣ କରି ଏସିଆ କପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ପୁଲ ଏର ପ୍ରଥମ ମ୍ୟାଚ୍ରେ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ସହ ୧-୧ରେ ଡ୍ର ରହିଛି। ଭାରତ ନବମ ମିନିଟରେ କାର୍ତ୍ତି ସେଲଭମଙ୍କ ଗୋଲ୍ ଜରିଆରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା।
- ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୨ ଜୁନ୍ ମାସ ପାଇଁ ଛୁଟି ତାଲିକା ଜାରି କରିଛି । ଏହି ତାଲିକା ଅନୁସାରେ ଜୁନ୍ ମାସରେ ମୋଟ୍ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ ।
- ଉତ୍ପାଦ ଶୁଳ୍କ ହ୍ରାସ କରାଯିବା ପରେ ପେଟ୍ରୋଲ ଦର ୯.୫ ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ ହ୍ରାସ ହୋଇଛି । ଏବେ ସୋରିଷ ତେଲ ଦର ହ୍ରାସ ହୋଇଛି । ଇଣ୍ଡୋନେସିଆର ରପ୍ତାନୀ ଖୋଲିବା ପରେ ତେଲ ମୂଲ୍ୟ ହ୍ରାସ ଘଟିଛି ।
|
530 |
Y |
|