# |
Date |
Type |
Current Affairs |
No. Of Views |
Status |
Action |
3411 |
10-10-2020 |
Odia |
ଆଜିର ଅନୁଚିନ୍ତା ....
ଜୀବନରେ ଲୋକଙ୍କ କଥାକୁ ଶୁଣି କେବେ କିଛି ଭାବିବନି କାରଣ ସେମାନେ ତ ଅମୃତ ଭଣ୍ଡା କିଣିଲାବେଳେ ମଧ୍ୟ୍ୟ ପଚାରି ଦିଅନ୍ତି ମିଠା ଅଛି କି ନାହିଁ କିନ୍ତୁ ତାପରେ ଲୁଣ ଲଗେଇ ଖାଆନ୍ତି।
- ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗାମ(ଡବ୍ଲ୍ୟୁଏଫପି)କୁ ଏହି ସମ୍ମାନ ମିଳିବ। ବିଶ୍ୱରେ କ୍ଷୁଧା ମୁକ୍ତି ପାଇଁ ଲଢ଼େଇ ଓ କ୍ଷୁଧା ବିରୋଧୀରେ କାର୍ଯ୍ୟ କରୁଥିବାରୁ ଡବ୍ଲ୍ୟୁଏଫପିକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଚୟନ କରାଯାଇଛି। ଯେଉଁ ସବୁ ଅଞ୍ଚଳରେ କ୍ଷୁଧା ପାଇଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ସେଠାରେ ଏହା ଶାନ୍ତିଦୂତ ଭାବରେ କାର୍ଯ୍ୟ କରିଆସିଛି।
- କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ଵାନଙ୍କ ପରଲୋକ ପରେ ତାଙ୍କ ବିଭାଗ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଦାୟିତ୍ତବ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପ୍ରଦାନ କରାଯାଇଛି । ପୀୟୂଷ ଏବେ ରେଳ ମନ୍ତ୍ରଣାଳୟ ସହିତ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ ରହିଛନ୍ତି ।
- ଭାରତକୁ ସହାୟତା ଦେବା ନିମନ୍ତେ ବିଶ୍ଵର ସବୁଠୁ ମାରାତ୍ମକ ବୁଡ଼ାଜାହାଜ ପଠାଇଲା ଆମେରିକା ।
- . ଜିଓ ପୋଷ୍ଟପେଡ୍ ପ୍ଲସ୍ ଆରମ୍ଭ କଲା ପ୍ରଥମ ମାଗଣା ‘କ୍ୟାରି-ଫରୱାର୍ଡ କ୍ରେଡିଟ୍ ଲିମିଟ୍ ବ୍ୟବସ୍ଥ। ।
- ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆର୍ଡିଓ) ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟି ରେଡିଏସନ୍ କ୍ଷେପଣାସ୍ତ୍ର ‘ରୁଦ୍ରମ୍’ର ସଫଳ ପରୀକ୍ଷଣ ହୋଇଛି।
- . ଭାରତକୁ ମିଳିଲା ସୁଇସ୍ ବ୍ୟାଙ୍କ ଆକାଉଣ୍ଟରେ ଦ୍ୱିିତୀୟ ତାଲିକା । ଭାରତ ସମେତ ୮୬ଟି ଦେଶକୁ ତଥ୍ୟ ଯୋଗାଇଲେ ସୁଇଜରଲ୍ୟାଣ୍ଡ ସରକାର । ମୋଟ୍ ୩୧ ଲକ୍ଷ ଆକାଉଣ୍ଟର ତଥ୍ୟ ଦେଲା ଏଫଟିଏ ।
- ଭାରତ ସ୍ୱିସ୍ ବ୍ୟାଙ୍କ ଜମା କଳାଧନ ସମ୍ପର୍କରେ ଭାରତକୁ ମିଳିଛି ଦ୍ବିତୀୟ ପର୍ଯ୍ୟାୟ ତାଲିକା । ଏଥିରେ ୩୧ ଲକ୍ଷ ଆକାଉଣ୍ଟର ସୂଚନା ରହିଛି । ସ୍ୱିଜରଲ୍ୟାଣ୍ଡ ସହିତ ସ୍ୱୟଂଚାଳିତ ବିନିମୟ ସୂଚନା ଚୁକ୍ତି ଅନୁସାରେ ଏହି ତଥ୍ୟ ଭାରତକୁ ମିଳିଛି।
- ଆସନ୍ତା ଡିସେମ୍ବରରୁ ଲୋକମାେନ ୨୪ ଘଣ୍ଟିଆ ଆରଟିଜିଏସ୍ (ରିଅଲ୍ ଟାଇମ୍ ଗ୍ରସ ସେଟେଲ୍ମେଣ୍ଟ୍) ସୁବିଧା ପାଇପାରିବେ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି।
- ଚୀନର ମୋବାଇଲ ଭିଡିଓ ଆପ୍ ଟିକ୍ଟକ୍କୁ ଶେଷରେ ଏହାର ବନ୍ଧୁ ରାଷ୍ଟ୍ର ପାକିସ୍ତାନ ମଧ୍ୟ ନିଷିଦ୍ଧ କରିଛି। ଅଶ୍ଳୀଳ ବିଷୟବସ୍ତୁ ଏଥିରେ ଛଡ଼ାଯାଉଥିବାରୁ ପାକିସ୍ତାନର ଦୂରସଂଚାର କର୍ତ୍ତୃପକ୍ଷ ଉକ୍ତ ଆପ୍କୁ ନିଷିଦ୍ଧ ଘୋଷଣା କରିଛନ୍ତି।
- ଘର ଏବଂ ଅଟୋମୋବାଇଲ୍ ଋଣର ସୁଧହାର ଅପରିବର୍ତ୍ତିତ ରହିଥିବାରୁ ଏହାର ଇଏମଆଇ ନିକଟ ଭବିଷ୍ୟତରେ ହ୍ରାସ ହେବାର ସମ୍ଭାବନା ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶୁକ୍ରବାର ଏହାର ଦ୍ବି-ମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି।
|
691 |
Y |
|
3412 |
10-10-2020 |
English |
- The Norwegian Nobel Committee has decided to award the Nobel Peace Prize for 2020 to the World Food Programme (WFP).
- India has successfully test-fired the Rudram – an Anti-Radiation Missile on October 9, 020.
- The India Meteorological Department (IMD) has announced that it would soon launch a dynamic, impact-based cyclone warning system.
- The World Economic Forum (WEF) has announced that it will hold its Annual Meeting in Lucerne-Burgenstock, Switzerland from May 18 to 21, 2021.
- King of Jordan, Abdullah II ibn Al Hussein has appointed Bishr al-Khasawneh, policy advisor to the king, as new Prime Minister of the country.
- Mario José Molina, the only Mexican scientist to receive the Nobel Prize, passed away.
- World Post Day is observed on 9th October every year.
- Meghalaya government has partnered with Israel to establish a one of a kind Centre of Excellence(CoE) on high-value vegetables in the state to improve the livelihoods of farmers.
- Amazon India has partnered with IRCTC to provide its customers with the facility to book reserved train tickets on Amazon.
- Britain’s Prince William has launched a new 50-million pound Earthshot Prize, aimed at funding the most innovative solutions to some of the world’s most pressing environmental challenges.
- The World Bank projected India’s GDP to contract by 9.6% this FY-21.
- Nilesh Shah has been re-elected as the Chairman of Association of Mutual Funds in India (AMFI).
- The Central Mechanical Engineering Research Institute (CMERI) has transferred its High Flow Rate Fluoride & Iron Removal technology to Capricans Aqua Private Limited, West Bengal.
- The Assisted Reproductive Technology (Regulation) Bill, 2020 has been introduced in the Lok Sabha.
- The Mumbai Police has claimed about a scam about the manipulation of TRPs (Target Rating Points) by some TV channels by rigging the devices used by the Broadcast Audience Research Council (BARC) India.
|
713 |
Y |
|
3413 |
09-10-2020 |
English |
- The Nobel Prize in Literature for 2020 is awarded to the American poet Louise Glück “for her unmistakable poetic voice that with austere beauty makes individual existence universal”.
- The World Bank in its biennial Poverty and Shared Prosperity Report mentions that Covid-19 can add around 7-40 million new poor in Sub-Saharan Africa and around 49-57 million in South Asia region.
- The Government of India (GoI) has appointed M. Rajeshwar Rao as the new Deputy Governor of Reserve Bank of India (RBI).
- Russia has test-fired the Hypersonic Cruise missile called TSIRKON (Zircon) successfully in the white Sea.
- The Union Cabinet has approved the ratification of seven chemicals listed under Stockholm Convention on Persistent Organic Pollutants (POPs).
- Minister of Textiles Smriti Irani launched the first ever Brand and Logo for Indian Cotton on Second World Cotton Day on October 7, 2020.
- Prime Minister Narendra Modi has launched a campaign called Jan Andolan for COVID-19 Appropriate Behaviour on October 8, 2020.
- Uttar Pradesh Chief Minister inaugurated a new cryogenic oxygen plant that has been commissioned by INOX Air Products (INOX AP). This is the biggest plant in the state and will help to supply oxygens in hospitals.
- India’s first advanced manufacturing hub (AMHUB) to be set up in Tamil Nadu.
- The Indian Air Force (IAF) is celebrating its 88th anniversary on October 8, 2020.
- The RBI has said to the industry body for venture capital and private equity funds that finance companies can not be set up with foreign direct investment (FDI) from Mauritius.
- The Government of India has approved a memorandum of cooperation (MoC) in the field of cyber-security between India and Japan.
- The Supreme Court (SC) has upheld the right to peaceful protest against the law but also cleared that public ways and public spaces cannot be occupied and that too indefinitely.
- The Cabinet Committee on Economic Affairs (CCEA) chaired by the Prime Minister has approved the Policy framework on reforms in the exploration and licensing sector for enhancing domestic exploration and production of oil and gas.
- The Kuwaiti government, headed by Prime Minister(PM) Sabah Al Khalid Al Sabah submitted its resignation to Emir Nawaf Al Ahmed Al Jaber Al Sabah in anticipation of the upcoming general elections that are due to be held in November 2020.
|
699 |
Y |
|
3414 |
09-10-2020 |
Odia |
ଆଜିର ଅନୁଚିନ୍ତା ......
ଅପ୍ରିୟ କିନ୍ତୁ ସତ, ଦୁନିଆରେ ସବୁ ଜିନିଷ ଅତି ସହଜରେ ମିଳିଯାଏ ହେଲେ ଯାହା ଖୋଜିଲେ ବି ମିଳେନି ତା ହେଉଛି ନିଜର "ଦୋଷ" !
- ଆମେରିକୀୟ କବୟତ୍ରୀ ଲୁଇସ୍ ଗ୍ଲୁକ୍ ଚଳିତ ବର୍ଷ ସାହିତ୍ୟ(ଲିଟେରେଚର୍) ପାଇଁ ନୋବେଲ୍ ପୁରସ୍କାର ପାଇବେ ବୋଲି ଘୋଷଣା କରାଯାଇଛି। ‘for her unmistakable poetic voice that with austere beauty makes individual existence universal’ ପାଇଁ ସେ ବିଶ୍ୱ ସାହିତ୍ୟର ଏହି ସମ୍ମାନଜନକ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।
- କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ତଥା ଏଲ୍ଜେପି (ଲୋକ ଜନଶକ୍ତି ପାର୍ଟି)ର ପ୍ରତିଷ୍ଠାତା ରାମ ବିଳାସ ପାଶ୍ବାନ(୭୪)ଙ୍କର ଆଜି ପରଲୋକ ଘଟିଛି ।
- . ଭୁବନେଶ୍ୱର: ସିଏଟ ସ୍ପେସିଆଲିଟି ପକ୍ଷରୁ ଏହାର ନୂତନ ରେଞ୍ଜର କୃଷି ଟାୟାର “ବର୍ଦ୍ଧନ”ର ଶୁଭାରମ୍ଭ କରାଯାଇଛି ।
- ଭାରତରେ ଅକ୍ସଫୋର୍ଡ, ଷ୍ଟାଣ୍ଡଫୋର୍ଡ ଓ ୟେଲ ଭଳି ପ୍ରତିଷ୍ଠିତ ବିଦେଶ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଖୋଲିବାକୁ ଯାଉଛି। ବିଦେଶୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଭାରତରେ ଖୋଲିବା ପାଇଁ ସରକାର ନୂଆ ଆଇନ ପ୍ରଣୟନ କରିବେ।
- ଜମିଜମା ରେକର୍ଡ ସଂରକ୍ଷଣ କ୍ଷେତ୍ରରେ କେନ୍ଦ୍ର ସରକାର ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହାଦ୍ବାରା କାହାକୁ ଆଉ ନିଜ ପାଖରେ କବଲା କିମ୍ବା ପଟ୍ଟା ରଖିବାକୁ ପଡ଼ି ନ ପାରେ। ଆଧାର କାର୍ଡ ଭଳି ଏକ ଡିଜିଟାଲ କାର୍ଡରେ ସମସ୍ତ ଭୂସମ୍ପତ୍ତିର ରେକର୍ଡ ବା ବିବରଣୀ ଉପଲବ୍ଧ ହେବ।
- ବିଶ୍ଵରେ ପ୍ରତିବର୍ଷ ୨ ନିୟୁତ ମୃତ ଶିଶୁ ଜନ୍ମ ପୂର୍ବରୁ ଆଖି ବୁଜି ଦେଉଛନ୍ତି । ଅର୍ଥାତ୍ ପ୍ରତି ପ୍ରତି ୧୬ ସେକେଣ୍ଡରେ ଗୋଟିଏ ମୃତ ଶିଶୁ ଜନ୍ମ ହେଉଛନ୍ତି। ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ଦେଇଛି ଏହି ସୂଚନା ।
- ଦିଲ୍ଲୀରୁ ବାଙ୍ଗାଲୋର ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (୬ଇ୧୨୨)ରେ ଜଣେ ମହିଳା ଏକ ସନ୍ତାନ ଜନ୍ମ ଦେଇଥିଲେ। ବିମାନଟି ବୁଧବାର ସନ୍ଧ୍ୟା ୭.୪୦ରେ ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିଥିଲା । ଧାର୍ଯ୍ୟ ଅବଧି ପୂର୍ବରୁ ଜନ୍ମ ହୋଇଥିବା ଶିଶୁ ଓ ତାର ମା’ ସୁସ୍ଥ ଅଛନ୍ତି ବୋଲି ଇଣ୍ଡିଗୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ।
- ଓଡ଼ିଶାରେ ୧୨ ନୂଆ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୮୭୯୬ କୋଟିର ପୁଞ୍ଜିନିବେଶ ।
- ଭାରତରେ ଖୁବଶୀଘ୍ର ପ୍ରଚଳିତ ହେବ ୫ଜି ସେବା, ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଶୁଭାରମ୍ଭରେ କହିଲେ ମୁକେଶ ଅମ୍ବାନି ।
- ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୯.୬ ପ୍ରତିଶତକୁ ହ୍ରାସ ପାଇବା ନେଇ ବିଶ୍ୱ ବ୍ୟାଙ୍କ୍ ଆକଳନ କରିଛି।
|
692 |
Y |
|
3415 |
08-10-2020 |
Odia |
ଆଜିର ଅନୁଚିନ୍ତା ......
ଉତ୍ତମ ପୁରୁଷ ଓ ଉତ୍ତମ ପୁସ୍ତକ କୁ ଜାଣିବା କଷ୍ଟକର,ଏମାନଙ୍କୁ ଜାଣିବାକୁ ହେଲେ ଗଭୀର ଅଧ୍ୟୟନ ନିତାନ୍ତ ଆବଶ୍ୟକ ।
- ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ସିବିଆଇ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହ ଶିମଲାଙ୍କ ବାସଭବନରେ ଝୁଲୁଥିବାବେଳେ ପୁଲିସ ଜବତ କରିଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।
- ନକଲି ବିଶ୍ବବିଦ୍ୟାଳୟ ତାଲିକାରେ ଉତ୍ତର ପ୍ରଦେଶର ସର୍ବାଧିକ ୮ଟି ବିଶ୍ବବିଦ୍ୟାଳୟ ରହିଛି। ଦିଲ୍ଲୀରେ ୭ଟି ଓ ପଶ୍ଚିମବଙ୍ଗରେ ୨ଟି ନକଲି ବିଶ୍ବବିଦ୍ୟାଳୟ ରହିଛି। ସେହିପରି କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଓ ଆନ୍ଧ୍ର ପ୍ରଦେଶରେ ଗୋଟିଏ ଲେଖାଏଁ ନକଲି ବିଶ୍ବବିଦ୍ୟାଳୟ ରହିଛି ବୋଲି ୟୁଜିିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଓଡ଼ିଶାର ରାଉରକେଲା ନବଭାରତ ଶିକ୍ଷା ପରିଷଦ ବିଶ୍ବବିଦ୍ୟାଳୟ ଏବଂ ବାରିପଦା ଉତ୍ତର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ନକଲି ବିଶ୍ବବିଦ୍ୟାଳୟ ଭାବେ ୟୁଜିସି ପକ୍ଷରୁ ଚିହ୍ନଟ ତାଲିକାରେ ସ୍ଥାନ ପାଇଛି .
- ବର୍ତ୍ତମାନ ମହାମାରୀ ହେତୁ୨୦୨୧ ସୁଦ୍ଧା ୧୫ ମିଲିୟନ (୧୫୦ ନିୟୁତ) ଲୋକ ଅତ୍ୟଧିକ ଦାରିଦ୍ର୍ୟରେ ପଡ଼ିବେ ବୋଲି ବିଶ୍ଵ ବ୍ୟାଙ୍କ ଆକଳନ କରିଛି।
- ରେଳ ବୋର୍ଡ ୩୯ଟି ନୂଆ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ରେଳ ମଣ୍ଡଳ ଚୟନ ପ୍ରକ୍ରିୟାକୁ ଅନୁମୋଦନ କରିଛି।
- 5. ୱିଗର ମୁସଲମାନଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ମିଳିତ ଜାତିସଂଘର ଦେଶ ସମୂହ ଚୀନକୁ ନିନ୍ଦା କରିଛନ୍ତି । ୩୯ ଦେଶ ଚୀନ ବିରୋଧରେ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଆଣିଛନ୍ତି । ଚୀନ୍ ଜିନଜିଆଙ୍ଗରେ ପ୍ରାୟ ୨ ନିୟୁତ ଉଇଗର ମୁସଲମାନଙ୍କୁ ଅଟକ ରଖି ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି।
- ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକଙ୍କୁ ୪୧ତମ ଶାରଳା ପୁରସ୍କାର ପ୍ରଦାନ କରାଯିବ। ଶ୍ରୀ ନାୟକ ତାଙ୍କ କବିତା ସଂକଳନ ‘ସେତେବେଳକୁ ନଥିବ’ ନିମନ୍ତେ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି।
- ରସାୟନ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି। ଏଥର ୨ ମହିଳା ବୈଜ୍ଞାନିକ ଇମାନୁଏଲ୍ ଚାର୍ପେଣ୍ଟର ଏବଂ ଜେନିଫର ଏ. ଦୌଡ଼ନାଙ୍କୁ ମିଳିବ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର। ଜିନ୍ ଏଡିଟିଂ ମେଥଡ୍ ନେଇ ଉଭୟଙ୍କୁ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନ ଦିଆଯାଇଛି।
- ପୂର୍ବଭଳି ରେଳ ଯାତ୍ରୀମାନେ ଟ୍ରେନ ଛାଡିବାର ପାଞ୍ଚ ମିନିଟ ପୂର୍ବରୁ ମଧ୍ୟ ସଂରକ୍ଷିତ ଟିକେଟ ବୁକ୍ କରିପାରିବେ। କରୋନା ମହାମାରୀ ସମୟରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନର ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇଛି।
- କରୋନା ମହାମାରୀ ଯୋଗୁଁ ବହୁ ସଂଖ୍ୟାରେ ଆମେରିକୀୟ ଚାକିରି ହରାଇବା କାରଣରୁ ଟ୍ରମ୍ପ୍ ପ୍ରଶାସନ ଏବେ ଏଚ୍-୧ବି ଭିସା ନେଇ ଅଧିକ କଟକଣା ଜାରି କରିଛି। ଆମେରିକାର ହୋମ୍ଲ୍ୟାଣ୍ଡ ସିକ୍ୟୁରିଟି ଏବଂ ଶ୍ରମ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମ ଅନୁସାରେ ଏଚ୍-୧ବି ଭିସାକୁ ଅଧିକ କଠୋର କରାଯାଇ
- ଓଡ଼ିଶାର ଗ୍ରାମୀଣ ଓ ସହରାଞ୍ଚଳର ୧୫ ରୁ ୫୯ ବୟସର ମହିଳାମାନେ ପ୍ରତ୍ୟେକ ଦିନ ୩୧୦ ମିନିଟ ଅର୍ଥାତ ୫ ଘଣ୍ଟା ୧୦ ମିନିଟ ବିନା ପାରିଶ୍ରମିକରେ ଗୃହକାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ୧୫ ରୁ ୨୯ ବୟସର ମହିଳାମାନେ ୨୬୬ ମିନିଟ୍ ଓ ୬ ବର୍ଷରୁ ଉର୍ଦ୍ଧ୍ବ ମହିଳାମାନେ ପ୍ରତ୍ୟେକ ଦିନ ୨୬୦ ମିନିଟ୍ ବିନା ପାରିଶ୍ରମିକରେ ଗୃହକାର୍ଯ୍ୟ କରୁଛନ୍ତି। କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ବୟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ‘ଟାଇମ୍ ୟୁଜ୍’ ବା ସମୟ ଉପଯୋଗ ସର୍ଭେ ରିପୋର୍ଟରୁ ଏହିଭଳି ରୋଚକ ତଥ୍ୟ ମିଳିଛି
|
3416 |
08-10-2020 |
English |
- The 2020 Nobel Prize in Chemistry is awarded to Emmanuelle Charpentier and Jennifer A. Doudna “for the development of a method for genome editing”.
- Senior IPS officer, M A Ganapathy has been appointed as the Director-General of Bureau of Civil Aviation Security (BCAS).
- The Centre for Development of Advanced Computing (C-DAC) will be commissioning India’s largest HPC-AI supercomputer ‘PARAM Siddhi – AI’.
- India and Myanmar are working towards the operationalization of the Sittwe port in the Rakhine state of Myanmar in the first quarter of 2021.
- World Cotton Day (WCD) is observed globally on 7th October since 2019.
- The Indian Coast Guard have launched a 98-metre offshore patrol vessel ‘Vigraha’ at a private shipyard in Kattupalli, Chennai on October 7, 2020.
- Delhi Chief Minister Arvind Kejriwal announced that the Delhi Government will be doing the Bio-Decomposer spraying from October 11, 2020 in order to counter the stubble burning issue.
- A study by the Commonwealth Scientific and Industrial Research Organisation (CSIRO) reports that 14 million tonnes of harmful microplastics are present in the bottom of the world’s deep oceans.
- The Gujarat State Government launched the “Digital Seva Setu Programme” for rural areas .
- My Ganga My Dolphin campaign was launched on 7th October, 2020 on the occasion of Ganga River Dolphin Day.
- Prasar Bharati and IFFCO signed a MoU in order to broadcast and promote new agriculture technology and innovations.
- A MoU was signed between Indian Sign Language Research and Training Center (ISLRTC) and NCERT in order to make education materials accessible for Deaf children.
- The results of the first edition of National Startup Awards (2020) were recently released by the Ministry of Commerce & Industry.
- The Rajasthan government has decided to build temporary shelters for migratory birds near the Sambhar Lake (near Jaipur) before 2020’s winter season.
- Veteran Bollywood actor, Vishal Anand has passed away.
|
699 |
Y |
|
3417 |
07-10-2020 |
English |
- The Puducherry airport has become the first airport of the Airports Authority of India (AAI) which is entirely solar-powered.
- Government of India have appointed economists Jayant R Varma, Shashank Bhide and Ashima Goyal as the new members of Monetary Policy Committee (MPC) which was set up in 016.
- Delhi CM Arvind Kejriwal has announced the launch of the anti-pollution campaign ‘Yudh Pradushan Ke Virudh’ to reduce the pollution level in Delhi.
- IIM Kozhikode to Launch e-Learning Hub for Villagers
- Dr. Harsh Vardhan launches ‘Ayush Standard Treatment Protocol’
- C-DAC will commission ‘PARAM Siddhi – AI’ – India’s fastest HPC-AI Supercomputer
- New Emission Norms of Tractors: Deadline extended till October 2021
- The Ministry of Housing and Urban Affairs (MoHUA) has entered into a Memorandum of Understanding (MoU) with Swiggy to onboard street food vendors on its e-commerce platform.
- Foreign Ministers of QUAD countries to meet in Tokyo
- India-Israel Agreed for Advance Bilateral Cooperation to fight Coronavirus
- Americans Harvey J Alter and Charles M Rice, and British scientist Michael Houghton were awarded the Nobel Prize for Medicine or Physiology, 2020 for the discovery of the Hepatitis C Virus.
- Justice Prafulla Kumar Misra has retired from the post of Goa Lokayukta and has highlighted the issues related to the state office and the proceedings.
- The 12th BRICS Summit is scheduled to be held on 17th November 2020 via video conference.
- The Nobel Prize in Physics 2020 was divided, one half awarded to Roger Penrose for the discovery that black hole formation is a robust prediction of the general theory of relativity. The other half jointly to Reinhard Genzel and Andrea Ghez for the discovery of a supermassive compact object at the centre of our galaxy.
- The Indo-American Chamber of Commerce (IACC) has presented the lifetime achievement award to business icon Ratan Tata for his pioneering role in the Business Relations of India-USA and for his lifetime achievement in Global Leadership.
|
705 |
Y |
|
3418 |
07-10-2020 |
Odia |
ଆଜିର ଅନୁଚିନ୍ତା ......
ଯିଏ ରାଗରେ ଭୁଲ୍ କରନ୍ତି ସିଏ ବଦଳି ଯାଆନ୍ତି ହେଲେ ଯିଏ ଆତ୍ମଗର୍ବରେ ଭୁଲ୍ କରନ୍ତି ସିଏ କେବେ ବଦଳନ୍ତି ନାହିଁ ।
- ଅନ୍ତରୀକ୍ଷରେ ରହିଥିବା ରହସ୍ୟମୟ କୃଷ୍ଣଗର୍ତ୍ତ ସମ୍ପର୍କରେ ନୂତନ ତଥ୍ୟ ଆବିଷ୍କାର କରିଥିବା ତିନି ଜଣ ବିଶିଷ୍ଟ ବୈଜ୍ଞାନିକ ପଦାର୍ଥବିଜ୍ଞାନରେ ଚଳିତବର୍ଷର ସମ୍ମାନଜନକ ନୋବେଲ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ୟୁକେର ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟର ରୋଜର ପେନ୍ରୋଜ୍, ଜର୍ମାନୀର ଗାର୍ଚିଂ ସ୍ଥିତ ମାକ୍ସ ପ୍ଲାଙ୍କ ଇନ୍ଷ୍ଟିଚ୍ୟୁଟ୍ ଫର୍ ଏକ୍ସଟ୍ରାଟେରେଷ୍ଟ୍ରିଆଲ୍ ଫିଜିକ୍ସର ରେନ୍ହାର୍ଡ ଗେଞ୍ଜେଲ୍ ଏବଂ ଆମେରିକାର ବର୍କଲେ ସ୍ଥିତ କାଲିଫର୍ଣ୍ଣିଆ ବିଶ୍ବ ବିଦ୍ୟାଳୟର ଆଣ୍ଡ୍ରି ଘେଜ୍।
- ଶ୍ରବଣ ବାଧିତ ଛାତ୍ରଛାତ୍ରୀମାନଙ୍କୁ ସହଜ ଶିକ୍ଷାଗତ ସାମଗ୍ରୀ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ଭାରତୀୟ ସାଙ୍କେତିକ ଭାଷା ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ର ଏବଂ ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।
- ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ୍ ମଙ୍ଗଳବାର ନୂଆଦିଲ୍ଲୀରେ ୧୨ଟି ଭିନ୍ନ ଭିନ୍ନ କ୍ଷେତ୍ରକୁ ପ୍ରଥମ ଜାତୀୟ ଷ୍ଟାର୍ଟ ଅପ୍ ପୁରସ୍କାରଗୁଡ଼ିକୁ ପ୍ରଦାନ କରିଛନ୍ତି। ସେଗୁଡ଼ିକ ମଧ୍ୟରେ କୃଷି, ଶିକ୍ଷା, ଉଦ୍ୟୋଗ ବୈଷୟିକ ଜ୍ଞାନ, ଶକ୍ତି, ଅର୍ଥ, ଖାଦ୍ୟ, ସ୍ୱାସ୍ଥ୍ୟ, ଶିଳ୍ପ ଓ ସହରାଞ୍ଚଳ ସେବା ରହିଛି।
- ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ ଆଜି ହାଥରାସ୍ ମାମଲାର ଶୁଣାଣି କରି ଏହି ମାମଲାକୁ ଅତି ଭୟାନକ ଏବଂ ବିସ୍ମୟଜନକ ବୋଲି କହିଛନ୍ତି।
- ୨୦୧୭-୧୮ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ଟିକସ ଓ ଅଣଟିକସ ରାଜସ୍ବ ବାବଦରେ ୭୯୫.୧୮ କୋଟି ଟଙ୍କା ହରାଇଛନ୍ତି ।
- ୨୦୨୧ ଏପ୍ରିଲ୍ ସୁଦ୍ଧା ଓଡ଼ିଶାର ସବୁ ପଞ୍ଚାୟତକୁ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ ।
- ଜାତୀୟ ପଦକ ବିଜେତା ନୟାଗଡ଼ ଜିଲାର ମହିଳା ରଗ୍ବୀ ଖେଳାଳି ସୁଜାତା ପ୍ରଧାନ ଓ ଯାଜୁପର ଜିଲା ସୁକିନ୍ଦା ବ୍ଲକ ଦୁଧଯୋରୀ ପଞ୍ଚାୟତର ମହିଳା ଫୁଟବଲ ଖେଳାଳି ଲକ୍ଷ୍ମୀ ମୁଣ୍ଡାଙ୍କୁ କିସ୍ରେ ନିଯୁକ୍ତି ପ୍ରଦାନ କରାଯାଇଛି।
- ପ୍ରସାର ଭାରତୀ ଏବଂ ଭାରତୀୟ କୃଷକ ସାର ସମବାୟ ଲିମିଟେଡ୍, ଇଫକୋ ମଧ୍ୟରେ ନୂତନ କୃଷି ପ୍ରଯୁକ୍ତିବିଦ୍ୟା ଏବଂ କୃଷି ସହ ଜଡିତ ନୂତନ ଉଦ୍ଭାବନ ବିଷୟରେ ସୂଚନା ଦେବା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି।
- -‘ଆୟୁଷ-୬୪’ ଔଷଧ ସେବନ ପାଇଁ ଆୟୁଷ ମନ୍ତ୍ରାଳୟର ନୂଆ ନିର୍ଦ୍ଦେଶାବଳି ଜାରି । ପ୍ରତିଦିନ ଅଶ୍ବଗନ୍ଧା ଚୂର୍ଣ୍ଣ ୧-୩ ଗ୍ରାମ କିମ୍ବା ଏହାର ୫୦୦ ଏମ୍ଜି ବଟିକା ସେବନ କରିବାକୁ ହେବ। ଏହା ବ୍ୟତୀତ ଗରମ ପାଣି କିମ୍ବା ଖିର ସହିତ ପ୍ରତିଦିନ ୧୦ ଗ୍ରାମ ଚ୍ୟବନପ୍ରାସ ଖାଇବାକୁ କୁହାଯାଇଛି।
- ରାଜ୍ୟ ଅକ୍ଷୟ ଶକ୍ତି ନୀତି ଅନୁଯାୟୀ ୨୦୨୨ ସୁଦ୍ଧା ୨୭୫୦ ମେଗାୱାଟ୍ କ୍ଷମତାର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ୨୦୧୮ ଶେଷ
|
3419 |
06-10-2020 |
English |
- DRDO successfully flight tested the Supersonic Missile Assisted Release of Torpedo (SMART)
- Xanthomonas oryzae pv. oryzae is commonly known as Xoo infection. It is an bacterial leaf blight disease in rice.
- India and S. Africa move to WTO on COVID-19 Prevention.
- Provision of Postal Ballot for Elderly and People with Disabilities Issued
- PV-EDGE 2020- To be Oragnised by NITI Ayog, Renewable Ministry and Invest India.
- India – Bahrain discussed on Bilateral Cooperation in Financial Sector
- First Monday of October (October 5) observed as World Habitat Day
- The Chief Minister of Delhi will be among the five urban leaders from around the world to speak at the ‘Daring Cities 2020’ conference on 7th October.
- The French territory of New Caledonia voted against independence from France in a referendum held recently.
- The UP Govt. decided to conduct polygraph and narcoanalysis tests of the accused and all involved police personnel in the alleged gangrape and murder of a 19-year old in Hathras last month.
- A successful trial of the nuclear-capable Shaurya missile was conducted by India.
- According to a recent study in Himachal Pradesh’s Kinnaur district, only 10% of saplings said to be planted were actually found on the site and their survival rate was as low as 3.6%.
- The Delhi High Court has ruled that the presumption of guilt engrafted in Section 29 of the Protection of Children from Sexual Offences (POCSO) Act, 2012 gets triggered and applies only once the trial begins, that is after charges are framed against the accused.
- Scientists from the Centre for Plant Molecular Biology (CPMB) have uncovered the mechanism by which a bacterium called Xoo interacts with rice plants and causes disease.
- India participated at the Science & Technology Ministerial Roundtable, organized in the 17th annual Science and Technology in Society (STS) Forum.
|
665 |
Y |
|
3420 |
06-10-2020 |
Odia |
ଆଜିର ଅନୁଚିନ୍ତା ......
କଷ୍ଟ ମଣିଷକୁ ପରିବର୍ତ୍ତନ କରେ,କଷ୍ଟ ମଣିଷକୁ ଶକ୍ତିଶାଳୀ କରେ,ପ୍ରତିଟି କଷ୍ଟର ଅଭିଜ୍ଞତା ହିଁ ଆମ ପାଇଁ ଏକ ନୂତନ ଶିକ୍ଷା ।
- ୪୨ତମ ଜିଏସଟି କାଉନସିଲ ବୈଠକ; ରାଜ୍ୟଗୁଡ଼ିକୁ ମିଳିବ ୨୦ ହଜାର କୋଟି କ୍ଷତିପୂରଣ।
- ଆମେରିକା ନିକଟରେ ବିଶ୍ଵର ସବୁଠୁ ଅଧିକ ସୁନା: ଭାରତର ସ୍ଥାନ ବିଶ୍ଵରେ ୯ମ
- କରୋନା ସଙ୍କଟ ମଧ୍ୟରେ ଅନେକ କମ୍ପାନୀ କର୍ମଚାରୀଙ୍କ ଦରମା ହ୍ରାସ କରୁଥିବାବେଳେ ଟାଟା କନ୍ସଲଟାନ୍ସ ସର୍ଭିସେସ୍ (ଟିସିଏସ୍) ଦେଇଛି ଆଶ୍ଵସ୍ତିର ଖବର । କମ୍ପାନୀ ଦେଶର ବିଭିନ୍ନ କ୍ୟାମ୍ପସରୁ ଚଳିତ ବର୍ଷ ୪୦ ହଜାର ଫ୍ରେସର୍ସଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି ।
- ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦ ମଙ୍ଗଳବାର ବିଧାନସଭାରେ ପାରିତ ହୋଇଛି।
- ଅକ୍ଟୋବର ୧୫ ପରେ ସ୍କୁଲ୍ ଖୋଲିବା ଲାଗି ‘ଏସ୍ଓପି’ ତଥା ‘ଗାଇଡ୍ଲାଇନ୍’ ଜାରି କଲେ କେନ୍ଦ୍ର ସରକାର।
- ବାଲେଶ୍ବରର ପୂର୍ବତନ ସାଂସଦ ତଥା ଭୋଗରାଇର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଡ. କାର୍ତ୍ତିକେଶ୍ବର ପାତ୍ରଙ୍କ ୭୯ବର୍ଷ ବୟସରେ ଦେହାନ୍ତ ହୋଇଛ
- ୨୦୨୧ ଏପ୍ରିଲରୁ ଲାଗୁ ହେବ ଟ୍ରାକ୍ଟରରୁ ବାହାରୁଥିବା ପ୍ରଦୂଷଣ ମାନଦଣ୍
- ଆଇପିଏଲ୍ ଆଜି ରୋହିତ ଶର୍ମାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍ସର ମୁକାବିଲା ଷ୍ଟିଭ୍ ସ୍ମିଥ୍ଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍ସ ଦଳ ସହ ହେବ
- ୩ ହସ୍ତତନ୍ତ ସମିତିକୁ ବିନା ସୁଧରେ ୨୫ କୋଟି ଋଣ
- ୧୯୯୯ରେ ଝାଡ଼ଖଣ୍ଡର ଏକ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ସଂକ୍ରାନ୍ତ ଏକ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ବତନ୍ତ୍ର ଅଦାଲତ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛି ।
|
645 |
Y |
|