Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1171 16-01-2024 Odia
  1. ତାମିଲନାଡୁର ଜଣେ ମହିଳା ତାଙ୍କ ଝିଅର ସ୍ମୃତିରେ ଏକ ସରକାରୀ ବିଦ୍ୟାଳୟର ସମ୍ପ୍ରସାରଣ ପାଇଁ ୪ କୋଟି ଟଙ୍କା ମୂଲ୍ୟର ଏକ ଜମି ଦାନ କରିଛନ୍ତି। ଆୟୀ ଅମ୍ମାଲ ନାମରେ ମଧ୍ୟ ପରିଚିତ ପୂରନମ୍ ଚାହୁଛନ୍ତି ଯେ ଦୁଇବର୍ଷ ତଳେ ମୃତ୍ୟୁବରଣ କରିଥିବା ତାଙ୍କ ଝିଅ ନାମରେ ବିଦ୍ୟାଳୟର ନାମକରଣ କରାଯାଉ। 

  2. ମନ୍ଦିର ସହର ଅଯୋଧ୍ୟାରେ ଦେଶର ପ୍ରଥମ ୭ ତାରକା ବିଳାସପୂର୍ଣ୍ଣ ହୋଟେଲ ହେବାକୁ ଯାଉଛି, ଯେଉଁଠାରେ କେବଳ ନିରାମିଷ ଖାଦ୍ୟ ପରିବେଷଣ କରାଯିବ। ଏହି ସହରରେ ଆସନ୍ତା ସୋମବାର ଭବ୍ୟ ରାମମନ୍ଦିର ଉନ୍ମୋଚନ ହେବାକୁ ଯାଉଛି।

  3. ଜାନୁଆରି ୨୨ରେ ଭଗବାନ ରାମ ଆମକୁ ଦର୍ଶନ ଦେବେ ଏବଂ ମୁଁ ଭାଗ୍ୟବାନ୍ ଯେ ମୋତେ ଅଯୋଧ୍ୟା ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସମାରୋହକୁ ନିମନ୍ତ୍ରଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି।

  4. ଗାଜାରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଏବଂ ସ୍ଥଳ ଅପରେସନ ଯୋଗୁଁ ୧୦୦ ଦିନରେ ୧୦,୦୦୦ରୁ ଅଧିକ ଶିଶୁ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ପିଲା ନିଖୋଜ ଅଛନ୍ତି।

  5. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ (ଜନମନ) ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍‌ଏୱାଇ-ଜି)ର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି।

  6. ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ସପକ୍ଷରେ ମହାରାଷ୍ଟ୍ର ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଥା‌କରେ ଗୋଷ୍ଠୀ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

  7. ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ସୋମବାର କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କ ଦଳ ଏକାକୀ ନିର୍ବାଚନ ଲଢ଼ିବ। ତେବେ ନିର୍ବାଚନ ପରବର୍ତ୍ତୀ ମେଣ୍ଟକୁ ସେ ଅସ୍ୱୀକାର କରିନାହାନ୍ତି।

  8. ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ଗର୍ଭଗୃହ ପାଇଁ କର୍ଣ୍ଣାଟକର ପ୍ରସିଦ୍ଧ ମୂର୍ତ୍ତିଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲଲାଙ୍କ ମୂର୍ତ୍ତି ଚୟନ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ସୋମବାର ଏହି ସୂଚନା ଦେଇଛନ୍ତି।

  9. ୟୁକ୍ରେନ କହିଛି ଯେ ରବିବାର ରାତିରେ ଆଜୋଭ ସାଗରରେ ଏକ ସୁପରିକଳ୍ପିତ ଏବଂ କାର୍ଯ୍ୟକାରୀ ଅପରେସନରେ ରୁଷିଆର ଏକ ବହୁମୂଲ୍ୟ ଗୁପ୍ତଚର ବିମାନକୁ ଖସାଇ ଦିଆଯାଇଛି। ଏହି ଗୁପ୍ତଚର ବିମାନର ମୂଲ୍ୟ ପ୍ରାୟ ୨୭୪ ନିୟୁତ ପାଉଣ୍ଡ (୨,୭୯୨.୮ କୋଟି ଟଙ୍କା) ହେବା ଅନୁମାନ କରାଯାଉଛି ।

  10. ଦେଶରେ ଦାରିଦ୍ର୍ୟକୁ ନେଇ ନୀତି ଆୟୋଗ ଏକ ରିପୋର୍ଟ ଜାରି କରିଛନ୍ତି । ଆୟୋଗ ପକ୍ଷରୁ ୨୦୨୨-୨୩ ପାଇଁ ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ ଗତ ୯ ବର୍ଷମଧ୍ୟରେ ୨୪.୮୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟ ସୀମାରେଖାରୁ ବାହାରକୁ ଆସିଛନ୍ତି।

  11. ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ମୁଖ୍ୟ କ୍ରିଷ୍ଟାଲିନା ଜୋର୍ଜିଭାଙ୍କ ଏକ ମନ୍ତବ୍ୟ ଚିନ୍ତା ଆହୁରି ବଢ଼ାଇ ଦେଇଛି। ଏଆଇ ବିଶ୍ବର ୪୦ ପ୍ରତିଶତ ଚାକିରିକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି।

  12. ବର୍ତ୍ତମାନ ଫାସ୍‌ଟ୍ୟାଗ୍‌ ଜରିଆରେ ଟୋଲ୍ ସଂଗ୍ରହ କରାଯାଉଥିବା ବେଳେ ସେହି ସ୍ଥାନରେ ଜିପିଏସ୍‌ଭିତ୍ତିକ ବ୍ୟବସ୍ଥା ଲାଗୁ କରିବା ଉପରେ ବିଚାର କରଯାଉଛି। ଏହି ନୂଆ ବ୍ୟବସ୍ଥାର ପରୀକ୍ଷଣ ଆରମ୍ଭ ହୋଇଛି। ବୈଧ ବାଲାନ୍ସ ଥାଇ ମଧ୍ୟ KYC ସମ୍ପୂର୍ଣ୍ଣ ହୋଇ ନ ଥିଲେ ଜାନୁଆରୀ ୩୧ ପରେ ବ୍ୟାଙ୍କଗୁଡ଼ିକ ଫାସ୍‌ଟାଗ୍‌କୁ ଅକାମୀ କରିଦେବେ କିମ୍ବା ଏହାକୁ କଳା ତାଲିକାଭୁକ୍ତ କରିବେ।

  13. ବିଦେଶରେ ଲିଥିଅମ୍‌ ଖଣି ଅନୁସନ୍ଧାନ ଓ ଉତ୍ତୋଳନ ପାଇଁ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍‌ (କାବିଲ୍) ଓ ଆର୍ଜେଣ୍ଟିନାର କାଟାମାର୍କା ପ୍ରଦେଶର କଂପାନି କେମେନ୍ ଏସ୍‌ଇ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି।

  14. ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପ୍ରତିଷ୍ଠାର ୧୫୦ତମ ବର୍ଷ ଅବସରରେ କୃଷକମାନଙ୍କ ପାଇଁ ପାଣିପାଗ ପୂର୍ବାନୁମାନ ପୋର୍ଟାଲ ‘ପଞ୍ଚାୟତ ମୌସମ ସେବା’ର ଶୁଭାରମ୍ଭ କରାଯାଇଛି।

  15. ଜାନୁଆରୀ ୨୨ରେ ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯିବ। ରାମ ମନ୍ଦିରର ଗର୍ଭ ଗୃହ ଏବେ ପ୍ରସ୍ତୁତ। ଯାହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି ।

  16. ୨୦୨୦ ଠାରୁ ବିଶ୍ବର ୫ଜଣ ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ୨ଗୁଣରୁ ଅଧିକ ହୋଇଥିବା କଥା ଆଜି ଦାତବ୍ୟ ସଙ୍ଗଠନ ‘ଅକ୍ସଫାମ୍‌’ କହିଛି। ସେମାନେ ହେଉଛନ୍ତି, ଏଲନ୍‌ ମସ୍କ୍‌, ବର୍ଣ୍ଣାର୍ଡ ଆର୍ଣ୍ଣନଲ୍‌ଟ୍‌, ଜେଫ୍‌ ବେଜୋସ୍‌, ୱାରେନ୍‌ ବଫେଟ୍‌ ଓ ଲେରି ଏଲିସନ୍‌ସ୍‌।

  17. ଲୋହିତ ସାଗରରେ ଆମେରିକାର ଏକ ଯୁଦ୍ଧଜାହାଜକୁ ୟେମେନ୍‌ର ହୋଉଥି ବିଦ୍ରୋହୀମାନେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି।

  18. ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ପାଇଁ ଏକ ଖୁସି ଖବର ଆସିଛି। ସୂଦୂର ପୂର୍ବର ସବୁଠାରୁ ବଡ ସୁନା ଖଣି ଏଠାରେ ମିଳିଛି ।

  19. ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ସେମାନେ ଦ୍ୱୀପ ଦେଶର ଜଳରେ ମାଛ ଧରିବା ଅଭିଯୋଗ ହୋଇଛି।

  20. ଭାରତୀୟ ବାସୁମତି ଚାଉଳକୁ ବିଶ୍ୱର ଶ୍ରେଷ୍ଠ ଚାଉଳ ମାନ୍ୟତା ମିଳିଛି। ଲୋକପ୍ରିୟ ଖାଦ୍ୟ ବିଶ୍ଳେଷଣକାରୀ ସଂସ୍ଥା ‘ଟେଷ୍ଟ ଆଟ୍‌ଲାସ୍’ ପକ୍ଷରୁ ବାସୁମତି ଚାଉଳକୁ ବର୍ଷ ୨୦୨୩-୨୪ ପାଇଁ ବିଶ୍ୱର ସର୍ବୋତ୍ତମ ଚାଉଳ ମାନ୍ୟତା ପ୍ରଦାନ କରାଯାଇଛି। ନିକଟରେ ଏହି ସଂସ୍ଥା ବିଶ୍ୱର ୧୦୦ ଶ୍ରେଷ୍ଠ ବ୍ୟଞ୍ଜନ ତାଲିକାରେ ଭାରତକୁ ୧୧ ତମ ସ୍ଥାନରେ ରଖିଥିଲା।

361 Y
1172 16-01-2024 English
  1. Jatin Das Centre of Arts (JDCA), in collaboration with Odisha Sahitya Akademi (OSA), released the Poster Poems of eminent Odia poets at an event held here on the premises of JDCA, Monday

  2. Chief Minister Naveen Patnaik urged Monday the people of Odisha to light diyas (lamp), blow conch shells, beat cymbals, recite devotional hymns and perform kirtans to celebrate the inauguration of the much-awaited Temple Heritage Corridor Project in Puri, January 17

  3. Several pregnant women admitted to a hospital here want to have their deliveries January 22 to coincide with the inauguration of the Ram Temple in Ayodhya.

  4. Acknowledging the contributions of farmers in the water sector, the state government will observe Pani Panchayat Pakhya (Pani Panchayat Fortnight) from January 16 to 30.

  5. : Researchers from the Central University of Odisha (CUO) have identified a number of nutrition-rich little millets (Suan) cultivated by tribals of Koraput hills in Eastern Ghats that can be used to create high-value functional foods according to them.

  6.  Citizens of Mayurbhanj and Keonjhar districts, mostly tribal communities, have welcomed the Geographical Indication (GI) tagging of Kai Chutney from Mayurbhanj district. The Kai or Nali Pimpudi (red ant) Chutney received the prestigious GI tag along with others indigenous items January 2.

  7. The AAP and the Congress forged an alliance Monday for the upcoming Chandigarh mayoral polls. Under the arrangement, the Aam Aadmi Party (AAP) will fight for the mayor's seat while the Congress will contest the posts of senior deputy mayor and deputy mayor, senior Congress leader Pawan Kumar Bansal said

  8. The Uddhav Thackeray faction of the Shiv Sena Monday moved the Supreme Court challenging Maharashtra Legislative Assembly Speaker Rahul Narwekar’s order declaring the Sena bloc led by Chief Minister Eknath Shinde as the “real political party” after its split in June 2022.

  9. The Enforcement Directorate has summoned BRS leader K Kavitha for a fresh round of questioning in connection with its probe into the Delhi excise policylinked money laundering case, official sources said Monday.

  10. A missile fired from Yemen struck a USowned ship just off the coast of Yemen in the Gulf of Aden, less than a day after Yemen's Houthi rebels fired an anti-ship cruise missile toward an American destroyer in the Red Sea, officials said.

  11. Ukraine said Monday it had destroyed a Russian Beriev A-50 spy plane and an Ilyushin Il-22 airborne command post in the Sea of Azov area, dealing a blow to Russian military operations in occupied southern Ukraine

  12. From Uttar Pradesh's Pakhawaj to Tamil Nadu's Mridang, different classical instruments from across the country will be played to celebrate the Ram Mandir consecration ceremony in Ayodhya, the temple trust has said.

  13. Anybody who wants to board Rahul Gandhi's 'Mohabbat ki Dukaan' bus for the Bharat Jodo Nyay Yatra must get a 'special ticket' which has a picture of the former Congress president in his yatra avatar printed on it.

  14. Jharkhand Chief Minister Hemant Soren told the Enforcement Directorate (ED) that it can record his statement in a money laundering case at his secretariat on January 20, sources said on Monday night.

  15. YouTube on Monday sought more time from the National Commission For Protection of Child Rights (NCPCR) to comply with the top child rights body's directions to remove videos portraying sexual abuse acts involving women and minors

393 Y
1173 15-01-2024 Odia
  1. ମାଳଦ୍ୱୀପ ରାଷ୍ଟ୍ରପତି କହିଛନ୍ତି ଯେ ଭାରତୀୟ ସେନା ମାର୍ଚ୍ଚ ୧୫ ସୁଦ୍ଧା ଦେଶ ଛାଡିଯିବା ଉଚିତ ।

  2. ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ମଣିପୁରର ଥୋଉବାଲ୍‌ରୁ ଆରମ୍ଭ କରିଛନ୍ତି। ଏହି ଯାତ୍ରା ୧୫ଟି ରାଜ୍ୟର ୬୭୦୦ କିମି ଅତିକ୍ରମ କରିବ ଏବଂ ୧୧୦ଟି ଜିଲ୍ଲାରେ ପହଞ୍ଚିବ।

  3. ସନ୍ତୋଷୀ ଦୁର୍ଗା ନାମକ ଛତିଶଗଡ଼ର ଜଣେ ମହିଳାଙ୍କୁ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ ମିଳିଛି।ବର୍ତ୍ତମାନ ସୁଦ୍ଧା ସେ ୭୦୦ରୁ ଅଧିକ ଶବ ବ୍ୟବଚ୍ଛେଦ କରିସାରିଲେଣି।

  4. ଅଯୋଧ୍ୟା ରାମମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୨ ତାରିଖରେ ହେବ।୫୫ଟି ଦେଶର ୧୦୦ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି।

  5. ଅଭିନେତା ପ୍ରକାଶ ରାଜ ଦାବି କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାଙ୍କୁ ପ୍ରାର୍ଥୀ କରିବା ପାଇଁ "ତିନୋଟି ରାଜନୈତିକ ଦଳ" ତାଙ୍କ ପଛରେ ପଡ଼ିଯାଇଛନ୍ତି ।

  6. ରାଜସ୍ଥାନର ଜାଲୋର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ସରକାରୀ ଶିକ୍ଷକଙ୍କ ଦ୍ବାରା ଛାତ୍ରୀ ଦୁଷ୍କର୍ମର ଶିକାର ହେବାପରେ ଜୀବନ ହାରି ଦେଇଛନ୍ତି। ମୃତକଙ୍କ ବୟସ ୧୬ବର୍ଷ ହେବ ବୋଲି ଜଣାପଡ଼ିଛି।

  7. ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାରେ ଯୋଗ ଦେବେ ବୋଲି କିଛି ଦିନ ଧରି ଗୁଜବ ଚାଲିବା ପରେ ଆଜି ବରିଷ୍ଠ ନେତା ମିଲିନ୍ଦ ଦେୱଡ଼ା କଂଗ୍ରେସ୍‌ ପାର୍ଟିରୁ ଇସ୍ତଫା ଦେଇଛନ୍ତି।

  8. ପୂର୍ବ ଉପକୂଳ ସମୁଦ୍ର ମଧ୍ୟକୁ ଉତ୍ତର ‌କୋରିଆ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଆଜି ଦକ୍ଷିଣ କୋରିଆ କହିଥିବା କଥା ନିଉଜ୍‌ ଏଜେନ୍‌ସି ‘ଏପି’ ରିପୋର୍ଟ କରିଛି।

  9. ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ନଜରରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୧୭ ତାରିଖକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି।

  10. ଗୁଡ଼ି ଉଡାଇବା ସମୟରେ ସତର୍କତା ଅବଲମ୍ବନ କରିବା ସହ ବିପଦଜନକ ମାଞ୍ଜା ସୂତା ବ୍ୟବହାର ନ କରି ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ଓଡିଶା ପୋଲିସ ପରାମର୍ଶ ଦେଇଛି ।

  11. ଖୋଲିଲା ଭିତରକନିକା । ଜାନୁଆରୀ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଓ ପକ୍ଷୀ ଗଣନା ନିମନ୍ତେ ଭିତରକନିକାକୁ ବନ୍ଦ ରଖାଯାଇଥିଲା ।

  12. ହିଟ୍‌ ଆଣ୍ଡ ରନ୍‌ ଦୁର୍ଘଟଣାରେ ମୃତକ ଓ ଗୁରୁତରଙ୍କ କ୍ଷତିପୂରଣ ବର୍ଷକୁ ବର୍ଷ ବଢ଼ାଇବା ପାଇଁା ବିଚାର କରିବା ନିମନ୍ତେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

  13. ଭାରତ-ମାଳଦ୍ଵୀପ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବହୁ ସେଲିବ୍ରେଟିଙ୍କ ସମେତ ଅନେକ ଭାରତୀୟ ମାଳଦ୍ଵୀପ ବୁଲିଯିବା ଯୋଜନାକୁ ବାତିଲ କରିଛନ୍ତି।

  14. ଜଣେ ବୃଦ୍ଧ ପିତାଙ୍କୁ ରଖିବା ପୁଅର ପବିତ୍ର କର୍ତ୍ତବ୍ୟ ବୋଲି ଝାଡଖଣ୍ଡ ହାଇକୋର୍ଟ କହିଛନ୍ତି।

  15. ସଂସଦ ସୁରକ୍ଷା ଉଲ୍ଲଙ୍ଘନ ମାମଲାରେ ଦିଲ୍ଲିର ପଟିଆଲା ହାଉସ୍‌‌ କୋର୍ଟ ୬ ଜଣ ଅଭିଯୁକ୍ତଙ୍କୁ ଚଳିତ ମାସ ୨୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।

374 Y
1174 15-01-2024 English
  1. The Commissionerate Police has arrested a former lecturer for cheating a contractor of more than `7 lakh by impersonating a senior IPS officer and Superintendent of Police (SP) in the state Vigilance department, said Goutam Kisan, the ACP Zone-V Sunday

  2.  Maldivian President Mohamed Muizzu has asked India to withdraw its military personnel from his country by March 15.

  3. Bharat Jodo Nyay Yatra Begins.The yatra will cover a distance of 6,713 km, straddling 100 Lok Sabha constituencies and 337 assembly segments and covering 110 districts. It will conclude in Mumbai March 20 after 67 days.

  4. The Odisha government has declared January 17, the day of the dedication of Srimandir Parikrama Prakalpa in Puri, as a public holiday.

  5. A total of 10 flights were diverted, nearly 100 delayed and some cancelled at the Delhi airport Sunday morning as low visibility conditions due to dense fog disrupted operations.

  6. 5T and Nabin Odisha Chairman Kartik Pandian visited the pilgrim town of Puri Sunday and inspected different works of the Srimandir Parikrama Prakalpa ahead of its inauguration January 17.

  7. The Primary School Teachers’ Association in Odisha has threatened to go on strike again from January 29 if the state government fails to fulfil their three-point charter of demands.

  8. Railway Minister Ashwini Vaishnaw said Sunday he will not contest the Lok Sabha elections from the Balasore constituency, putting speculations to rest.

  9. The Opposition in Maharashtra Sunday attacked Union Minister Narayan Rane for his comments on the Shankaracharyas and sought his dismissal from the Narendra Modi government and an apology from the BJP.

  10. The Supreme Court has directed the Centre to consider whether the compensation amounts in case of death and grievous injury in hit-and-run accidents can be enhanced annually.

  11. We are on the path to victory and we will not stop until we achieve victory said  Benjamtin Netanyahu Israel prime Minister.

  12. National security advisors of several countries met here Sunday to discuss a peace formula for Ukraine and pushed for early restoration of peace in the war-hit country, with the host Switzerland asserting that India can play a key role with its influence and relations with Russia.

  13. Bangalore has overtaken Delhi in terms of the highest number of private cars in India. According to the Delhi Statistical Handbook 2023, released by the state government, the number of private cars registered in Delhi stood at 2.071 million units as March 31 last year, reflecting a 38.8 per cent drop since March 31, 2021

  14. Odisha are poised to take a first innings lead against Madhya Pradesh in their Ranji Trophy Elite Group D encounter being played in Indore. At stumps on the third day, Sunday, hosts Madhya Pradesh were 246 for the loss of six wickets in reply to Odisha’s massive first innings score of 498.

  15. Ram devotees from various corners of Tripura convened at Swami Vivekananda Maidan in Agartala to mark the 'Pran Pratistha' of Ram Temple in Ayodhya on January 22.

356 Y
1175 14-01-2024 Odia
  1. ଚୀନ୍‌ରୁ ଫେରିବା ପରେ ମୁଇଜୁ ଭାରତ ଉଦ୍ଦେଶ୍ୟରେ କହିଛନ୍ତି ଯେ ଆମକୁ ଧମକାଇବା ଲାଇସେନ୍ସ କାହା ପାଖରେ ନାହିଁ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆମେ କ୍ଷୁଦ୍ର ଦେଶ ହୋଇପାରୁ, କିନ୍ତୁ କେହି ଆମକୁ ଧମକାଇ ପାରିବେ ନାହିଁ କି ଏହି ଲାଇସେନ୍ସ କାହା ପାଖରେ ନାହିଁ।

  2. ପଶ୍ଚିମବଙ୍ଗର ଗଙ୍ଗାସାଗର ମେଳାକୁ ଯାଉଥିବା ଉତ୍ତରପ୍ରଦେଶର ୩ ଜଣ ସାଧୁଙ୍କୁ ଗୁରୁବାର ଉଲଗ୍ନ କରି ଆକ୍ରମଣ କରିବା ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ସାଧୁମାନେ ଅପହରଣକାରୀ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରିବା ପରେ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଏହି ଘଟଣା ଘଟିଛି।

  3. ତାଇୱାନର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଚୀନର ସ୍ୱପ୍ନକୁ ଭାଙ୍ଗି ଦେଇଛି । ଏହି ନିର୍ବାଚନରେ ଚାଇନା ସମର୍ଥକ ପ୍ରାର୍ଥୀଙ୍କୁ ପ୍ରବଳ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ସେପଟେ ଚୀନର କଠୋର  ବିରୋଧୀ ପ୍ରାର୍ଥୀ ଧମାକାଦାର ବିଜୟ ହାସଲ କରିଛନ୍ତି।

  4. ଝାଡ଼ଖଣ୍ଡର ଦୁମକା କୋର୍ଟ ପରିସରରେ କାମ କରୁଥିବା ହାବିଲଦାର ସର୍ଗୁନ ହରିଜନ ନାମକ ବ୍ୟକ୍ତି ନାଁରେ ଏକ ଗୁରୁତର ଅଭିଯୋଗ ଆସିଛି । କୋର୍ଟରେ ଚାକିରି କରାଇଦେବା ନାଁରେ ୬୧ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଦୁମକା, ସାହିବଗଞ୍ଜ, ଗୋଡ୍ଡା ଓ ପାକୁରର ୨୩ ଜଣ ଦୁମକା ନଗର ଥାନାରେ ଅଭିଯୋଗ

  5. କେରଳର ତିରୁଅନନ୍ତପୁରମ୍‌ରେ ଥିବା ଦୂରଦର୍ଶନ ଚାନେଲ୍‌ ଷ୍ଟୁଡିଓରେ ‘ଲାଇଭ୍‌ ପ୍ରୋଗ୍ରାମ୍’ ପ୍ରସାରଣ ବେଳେ ଶୁକ୍ରବାର ସନ୍ଧ୍ୟାରେ ଜଣେ କୃଷି ବିଶେଷଜ୍ଞ ଚେତା ହରାଇ ମରିଯାଇଥିବା କଥା ପୁଲିସ କହିଛି।

  6. ୟୁରୋପର ବିମାନ ନିର୍ମାତା ଏୟାରବସ୍‌ ୨୦୨୩ରେ ରେକର୍ଡ ସଂଖ୍ୟକ ବିମାନ ବରାଦ ହାସଲ କରିଛି। କଂପାନି ବିଭିନ୍ନ ଦେଶର ଏୟାରଲାଇନ୍ସଠାରୁ ୨୦୯୪ଟି ବିମାନ ‌ଲାଗି ବରାଦ ପାଇଛି।

  7. ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିକାରୀ ମାଇକେଲ୍ ଦେବବ୍ରତ ପାତ୍ରଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଏକ ବର୍ଷ ବଢ଼ାଇଛନ୍ତି। ସେ ଏହି ପଦରେ ୨୦୨୫ ଜାନୁଆରି ପର୍ଯ୍ୟନ୍ତ କାମ କରିବେ।

  8. ମୁମ୍ବାଇ ବିମାନବନ୍ଦରରେ ବ୍ୟାଗ୍‌ ଯାଞ୍ଚ ବେଳେ ଜଣେ ଯାତ୍ରୀଙ୍କ ୧ ଲକ୍ଷେ ଟଙ୍କା ସହ ୭୮ ବର୍ଷର ଏକ ବହୁ ପୁରୁଣା ଫାଉଣ୍ଟେନ୍‌ ପେନ୍‌ ଚୋରି ହୋଇଯାଇଛି।

  9. ଆଗାମୀ ୨ ବର୍ଷ ବିଶ୍ୱ ପାଇଁ ସବୁଠାରୁ ବଡ ବିପଦପୂର୍ଣ୍ଣ ହେବାକୁ ଯାଉଛି। ଏହାର କାରଣ କୌଣସି ପ୍ରାକୃତିକ ଦୁର୍ବିପାକ ନୁହେଁ ତାହା ହେଉଛି ହ୍ବାଟସଆପ୍‌ ୟୁନିଭରସିଟି।

  10. ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅଶ୍ଳୀଳ ଭିଡିଓ ଦେଖିବା ନିଶାକୁ ନେଇ ମାଡ୍ରାସ ହାଇକୋର୍ଟ ମାମଲାର ଶୁଣାଣି କରିଛନ୍ତି। କୋର୍ଟ ଅଶ୍ଳୀଳ ଭିଡିଓ ଦେଖିବାକୁ ନିଶା ବା ମାଦକ ଦ୍ରବ୍ୟ ପିଇବା ସହ ତୁଳନା କରିଛନ୍ତି।

  11. ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ୨.୫ କିଲୋ ଓଜନର ସ୍ବର୍ଣ୍ଣଖଚିତ ଧନୁତୀର ଉପହାର ଦିଆଯିବ ବୋଲି ଜଣାପଡିଛି। ଚେନ୍ନଇରେ ଏହି ଧନୁ ତୀର ପ୍ରସ୍ତୁତ କରାଯାଉଛି। ୧୯ ସୁଦ୍ଧା ଏହା ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି।

  12. ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ବିଏସ୍‌ପି ନେତା ଅଫ୍‌ଜଲ ଆନ୍‌ସାରୀ ତାଙ୍କର ଲୋକସଭା ସଦସ୍ୟ ପଦ ଫେରିପାଇଛନ୍ତି। ଶୁକ୍ରବାର ଲୋକସଭା ସଚିବାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି।

  13. ସଙ୍ଗିତ ଜଗତର ପ୍ରଖ୍ୟାତ ଶାସ୍ତ୍ରୀୟ ଗାୟିକା ଡକ୍ଟର ପ୍ରଭା ଅତ୍ରେଙ୍କ ୯୨ବର୍ଷ ବୟସରେ ପୁଣେ ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି।

  14. ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ର ଭର୍ଚୁଆଲ ବୈଠକ ଶେଷ ହୋଇଛି। ଶନିବାର ଅନୁଷ୍ଠିତ ହୋଇଥିବା ବୈଠକରେ ମେଣ୍ଟର ଅଧ୍ୟକ୍ଷ ଭାବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଦାୟିତ୍ୱ ଦିଆଯାଇଛି।

  15.  ଗତ ବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳ ଗୁଡିକରେ ୧୭୯୩ଟି ବଉଳାକୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୮୧୧କୁ ବୃଦ୍ଧି ପାଇଛି । ଅର୍ଥାତ୍ ଗତବର୍ଷ ଠାରୁ ଚଳିତ ବର୍ଷ ୧୮ କୁମ୍ଭୀର ଅଧିକ ଥିବା ଚଳିତ ବର୍ଷର କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡିଛି।

  16. ଭାରତ ୨୦୨୮ ସୁଦ୍ଧା ପ୍ରଥମ ମହାକାଶ ଷ୍ଟେସନ ବନାଇବାକୁ ଲକ୍ଷ୍ୟ ରଖିଛି। ୨୦୩୫ ସୁଦ୍ଧା ମନୁଷ୍ୟକୁ ମହାକାଶକୁ ପଠାଇବାକୁ ଚାହୁଁଛି। ଦଶମ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଟରେ ସାମିଲ ହୋଇ ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ ଏହି ମନ୍ତବ୍ୟ ଦେଇଛନ୍ତି।

  17. ୫ଟି ସ୍କୁଲ ରୂପାନ୍ତରୀକରଣର ଚତୁର୍ଥ ପର୍ଯ୍ୟାୟରେ ଆଜି ୬ଟି ଜିଲ୍ଲାର ୩୨୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  18. ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୨ ତାରିଖରେ ହେବ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବତନ୍ତ୍ର ୧୧ ଦିନିଆ ପୂଜା ଆରମ୍ଭ କରିଛନ୍ତି।

  19. ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳର ବରିଷ୍ଠ ଅଲ୍‌ରାଉଣ୍ଡର ମିଚେଲ ସାଣ୍ଟ୍‌ନର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଶୁକ୍ରବାର ଏଠାରେ ପାକିସ୍ତାନ ବିପକ୍ଷରେ ଖେଳା ଯାଇଥିବା ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ସାଣ୍ଟ୍‌ନର ଖେଳିନଥିଲେ।

  20. ଭ୍ରମଣକାରୀ ଆଫଗାନିସ୍ତାନକୁ ୧ମ ଟି୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ ଦଳ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ଭାରତ ତରଫରୁ ଶିଭମ୍‌ ୪୦ଟି ବଲ୍‌ରୁ ୬୦ ରନ୍ କରି ଅପରାଜିତ ଥିଲେ। ଶିଭମ୍‌ଙ୍କ ବ୍ୟାଟିଂ ବଳରେ ଭାରତ ସହଜ ବିଜୟ ହାସଲ କରିଥିଲା।

376 Y
1176 14-01-2024 English
  1. Israel keeps up bombardments in the Gaza Strip as its deadly war on Hamas reaches 100 days with no end in sight.

  2. A consensus emerged on the name of Congress president Mallikarjun Kharge to be chairperson of the Opposition bloc INDIA, while JD(U) chief Nitish Kumar’s name was proposed for convener’s post, pending approval of parties absent at the alliance meeting Saturday, according to sources.

  3. The Rahul Gandhi-led Bharat Jodo Nyay Yatra will begin from violencehit Manipur Sunday, in what is being seen as the party’s bid to set the narrative in the run-up to the Lok Sabha polls and put the spotlight on issues such as unemployment, price rise and social justice.

  4. Anticipating a huge turnout of around five lakh devotees, five-layer security arrangements have been put in place in Puri, akin to measures taken during the annual Rath Yatra, for the inauguration of the temple heritage corridor project January 17, officials said.

  5. Integrated lignite and coal mining and power generation company NLC India Ltd has awarded over `15,000 crore engineering, procurement and construction (EPC) contract to Bharat Heavy Electricals Limited (BHEL) for 2,400 MW pit head green field thermal power project in Odisha, the two companies said

  6. Odisha discoms, a joint venture of Tata Power and the Odisha government, is organising the ‘My Odisha, India’s Pride’ contest, which has received over 400 entries from young people in form of paintings, sketches, poems, essays, and short stories.

  7. India has registered a strong protest with the UK over the visit to Pakistan Occupied Kashmir (PoK) by its High Commissioner to Islamabad along with another British official.

  8. After he failed to appear before the Enforcement Directorate, Chief Minister Arvind Kejriwal has been summoned for the fourth time in less than three months by the agency for questioning January 18 in the Delhi excise policy-linked money laundering case, official sources said Saturday.

  9. All the guests coming to the consecration ceremony at the Ram temple January 22 will be given 'Ramraj', the soil extracted during the temple's foundation laying, as a ‘gift', the Uttar Pradesh government said Saturday.

  10.  Russia launched dozens of attacks over Ukraine overnight, the Ukrainian air force said Saturday, as Kyiv pushes for more air defence. “A total of 40 means of enemy air attack were recorded,” the air force said, adding it destroyed eight missiles.

  11. The nationalist Muslim organisation 'Muslim Rashtriya Manch' (MRM) claimed on Saturday that 74% Muslims are happy with the construction of the Ram temple in Ayodhya and believe that Narendra Modi is the most successful Prime Minister of India.

  12. Samajwadi Party president Akhilesh Yadav on Saturday thanked the Ram Mandir trust for inviting him to the 'Pran Pratishtha' on January 22 and said he would visit the temple with his family after the event.

  13. A case was registered against Andhra Pradesh Deputy Chief Minister Narayana Swamy following a complaint by a Telangana Congress leader that he made derogatory comments against party leader Sonia Gandhi, police said on Saturday.

  14. A Delhi court on Saturday sent the six accused arrested in connection with the Parliament security breach case to judicial custody till January 27.

  15. Asian Games gold medallists Satwiksairaj Rankireddy and Chirag Shetty Saturday beat World Champion Korean pair of Seo Seung Jae and Kang Min Hyukdished in straight games to advance to the Malaysia Open Super 1000 men’s doubles final in their first tournament of the season.

340 Y
1177 13-01-2024 Odia
  1. ଓଡିଶା ଉପକୂଳରୁ  ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ ମିସାଇଲର ନ୍ୟୁ ଭର୍ସନ (AKASH-NG)ର ସଫଳ ପରୀକ୍ଷଣ ହୋଇଛି।

  2. ଜାନୁଆରି ୧୭ ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ସିଧାସଳଖ ଆସି ଦୋଳବେଦି କୋଣରେ ରହିବ। ସାଢ଼େ ୧ଟାରୁ ୨ଟା ଭିତରେ ଗଜପତି ମହାରାଜା ଯଜ୍ଞର ପୂର୍ଣ୍ଣାହୁତି ଦେବେ। ପରେ ନିମନ୍ତ୍ରିତ ଅତିଥି ପରିକ୍ରମା ପ୍ରକଳ୍ପର ଅନ୍ତଃପ୍ରଦକ୍ଷିଣ(ଇନର୍‌ କରିଡର୍‌) କରିବେ।

  3. ଜନତା ମଇଦାନଠାରେ ‘କୃଷି ଓଡିଶା-୨୦୨୪’ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ଅଧିକ ଭାଗିଦାରୀ ପାଇଁ ଆହ୍ୱାନ ଦେଇଛନ୍ତି।

  4. ଡାକ୍ତର ରୋଗ ବିଷୟରେ କିମ୍ବା କଣ ମେଡିସିନ୍‌ ଲେଖିଲେ ତାହା କେବଳ ମେଡିସିନ୍‌ ଦୋକାନୀ ହିଁ ବୁଝନ୍ତି। ଯାହାକୁ ନେଇ ଗତ କିଛି ଦିନ ତଳେ ଓଡିଶା ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ଯାାକୁ ନେଇ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ପ୍ରେସକ୍ରିପସନ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  5. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ (ଏମଟିଏଚ୍ଏଲ୍)ର ଉଦଘାଟନ କରିଛନ୍ତି। ୧୭,୮୪୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଛି । ଏହାକୁ ଦେଶର ଦୀର୍ଘତମ ସାମୁଦ୍ରିକ ପୋଲ ବୋଲି କୁହାଯାଉଛି

  6. ବିଜୁ ଜନତା ଦଳ (ବିଜେଡି)କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ହାଇକୋର୍ଟ ଓଡ଼ିଶା ସରକାର ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ଦଳୀୟ ଚିହ୍ନ ‘ଶଙ୍ଖ’କୁ ବ୍ୟବହାର କରୁଥିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି

  7. ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ଅବଦୁଲ ସଲାମ ଭୁଟ୍ଟବୀର ହୃଦଘାତରେ ମୃତ୍ୟୁ ଘଟିଛି। ପାକିସ୍ତାନରେ ସରକାରୀ ହାଜତରେ ଥିବା ସମୟରେ ହୃଦଘାତରେ ତାର ମୃତ୍ୟୁ ହୋଇଥିବା ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି।

  8. ପ୍ରାପ୍ତବୟସ୍କଙ୍କ ନିମିତ୍ତ ଉଦ୍ଦିଷ୍ଟ ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀଙ୍କୁ ଜାନୁଆରି ୬ ତାରିଖ ଦିନ ପେରୁ ଅନ୍ତର୍ଗତ ତ୍ରୁଜିଲୋରେ ଥିବା ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।

  9. ଜାନୁଆରି ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆଗରୁ ୧୧ଦିନିଆ ‘ଅନୁଷ୍ଠାନ’ ବା ଦେବାରଧନାଦି କର୍ମ କରିବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।

  10. କର୍ଣ୍ଣାଟକର ଏକ ଲଜ୍ ରୁମ୍‌ ମଧ୍ୟକୁ ପଶି ଆନ୍ତଃଧାର୍ମିକ ଦମ୍ପତିଙ୍କୁ ମାଡ଼ ମାରିଥିବା ୬ଜଣ ବ୍ୟକ୍ତିଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିବା କଥା ପୁଲିସ କହିଛି।

  11. ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ଝାରସୁଗୁଡାରେ ‘ପ୍ରୋଜେକ୍ଟ ପଞ୍ଛି’ର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଥିଲା।

  12. ମଧ୍ୟପ୍ରଦେଶ ସରକାର ୩ ମହିଳା ବିଚାରପତିଙ୍କ ପ୍ରଦର୍ଶନ ସନ୍ତୋଷଜନକ ନୁହେଁ ଦର୍ଶାଇ ସେମାନଙ୍କୁ ବହିଷ୍କାର କରିଥିବାବେଳେ ସୁପ୍ରିମକୋର୍ଟ ନିଜଆଡ଼ୁ ଉକ୍ତ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି।

  13. କୌଣସି ବିଦେଶୀ ନାଗରିକଙ୍କୁ ଭାରତରେ ରହିବାର ଏବଂ ବସତି ସ୍ଥାପନ କରିବାର କୌଣସି ଅଧିକାର ନାହିଁ। ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି।

  14. ଭାରତରେ ପ୍ରଥମ ବୁଲେଟ୍‌ ଟ୍ରେନ୍‌ ୨୦୨୬ରୁ ଗଡ଼ିବା ଆରମ୍ଭ ହେବ। ଏହି ଟ୍ରେନ୍‌ ସୁରଟ ଏବଂ ବିଲିମୋରା ମଧ୍ୟରେ ଚାଲିବ।

  15. UIDAI  ଓ୍ବେବସାଇଟ୍‌ ଅନୁଯାୟୀ, ସାଧାରଣତଃ  ଆଧାର କାର୍ଡ  ୯୦% ଅପ୍‌ଡେଟ୍‌ ଅନୁରୋଧ ୩୦ ଦିନ ମଧ୍ୟରେ ପୂରଣ ହୋଇଥାଏ। 

  16. ୨୦୧୬ରେ ବଙ୍ଗୋପସାଗରରେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର ଏଏନ୍-୩୨ ବିମାନର ଭଗ୍ନାବଶେଷ ଚେନ୍ନାଇ ଉପକୂଳଠାରୁ ୩୧୦ କିଲୋମିଟର ଦୂରରେ ଠାବ ହୋଇଛି।

  17. ଅଯୋଧ୍ୟା ରାମ ମନ୍ଦିରରେ ବହୁ ପ୍ରତୀକ୍ଷିତ ପ୍ରାଣ ପ୍ରତିଷ୍ଠା ସମାରୋହ ଆଗାମୀ ୨୨ ତାରିଖ ଦିନ ଅନୁଷ୍ଠିତ ହେବ। ଏଥିରେ ସନାତନ ଧର୍ମର ଚାରି ଶଙ୍କରାଚାର୍ଯ୍ୟ ସାମିଲ ହେବେନାହିଁ।

  18. ମହାନଦୀ ଜଳବିବାଦ ମାମଲାର ବିଚାର ପାଇଁ ଗଠିତ ଟ୍ରିବ୍ୟୁନାଲ୍‌ ଆଜି ଝାଡ଼ଖଣ୍ଡ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ପୂର୍ବ ନିର୍ଦ୍ଦେଶ ସତ୍ତ୍ବେ ଝାଡ଼ଖଣ୍ଡ ସରକାର ସାକ୍ଷୀ ତାଲିକା ଓ ସତ୍ୟପାଠ ଦାଖଲ କରିପାରିନଥିବାରୁ ପ୍ରବଳ ବିରକ୍ତ ହୋଇଥିଲେ ଟ୍ରିବ୍ୟୁନାଲ୍‌ ।

  19. ତାଳଚେର ଟ୍ରାଫିକ ଇନିସପେକ୍ଟର ଜିତେନ୍ଦ୍ର ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।  ଜିତେନ୍ଦ୍ରଙ୍କ ପାଖରୁ ବର୍ତ୍ତମାନ ସୁଦ୍ଧା ମୋଟ ୨୪ ଲକ୍ଷ ଟଙ୍କା ଜବତ ହୋଇଛି।

  20. ଲ୍‌କିସ୍‌ ବାନୋ ଗଣବଳାତ୍କାର ମାମଲାରେ ୧୧ ଅପରାଧୀଙ୍କୁ ଦିଆଯାଇଥିବା କ୍ଷମାକୁ ସୁପ୍ରିମକୋର୍ଟ ଗତ ସୋମବାର ଖାରଜ କରିଦେଇ ସେମାନଙ୍କୁ ଜେଲ୍‌କୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନେ ଏପର୍ଯ୍ୟନ୍ତ ଆତ୍ମସମର୍ପଣ କରିନାହାନ୍ତି। ୧୧ ଅପରାଧୀଙ୍କ ମଧ୍ୟରୁ ୯ ଜଣଙ୍କ ଖୋଜଖବର ମିଳୁନାହିଁ।

388 Y
1178 13-01-2024 English
  1. The Delhi High Court Friday refused to entertain a petition filed by the Odisha Bharatiya Janata Party (BJP) general secretary Jatin Mohanty against the Biju Janata Dal (BJD) and the Odisha government for using the ‘conch’ symbol in advertisements of various state government schemes.

  2. Acting on the direction of the Orissa High Court, the state government has instructed doctors in the state to write post-mortem reports, prescriptions and medico legal reports in block letters or legible handwriting or typed form only so that their handwriting doesn’t create any confusion.

  3. India Friday conducted a successful flight test of the new generation AKASH missile from the Integrated Test Range (ITR), Chandipur off the coast of Odisha, officials said.

  4. The wreckage of a transport aircraft of the Indian Air Force (IAF) has been located at the depth of around 3.4 km in the Bay of Bengal, nearly seven-and-a-half years after the plane with 29 personnel on board went missing.

  5. The Mahanadi Water Disputes Tribunal Friday continued the cross-examination of the witness produced by Odisha on the aspect of socio-economic development in Mahanadi basin of the state.

  6. Rituals for the grand opening of the Srimandir Parikrama Prakalpa began here Friday with Gajapati Maharaja Dibyasingha Deb inviting priests for the ‘Maha Yajna’ which will begin January 15.

  7. A team of Vigilance sleuths has recovered approximately `24.24 lakh cash among other valuables, from the possession of an OMVD traffic inspector.

  8. Over 1.40 lakh overage vehicles were scrapped in the financial year 2022-23 as against 4,923 deregistered vehicles in the 2021-22 fiscal, according to the Statistical Handbook-2023.

  9. The Delhi government launched the 'Sugamya Sahayak' scheme to empower the persons with benchmark disabilities by providing them aids and appliances, Social Welfare Minister Raaj Kumar Anand said Thursday.

  10. The AAP’s Rajya Sabha nominees in Delhi -- Sanjay Singh, ND Gupta and Swati Maliwal -- have been elected unopposed, officials said Friday. No candidate from any other party filed nomination for the elections.

  11. The ED resumed its raids Friday and searched the residences of state Fire and Emergency Services Minister Sujit Bose, TMC MLA Tapas Roy and another TMC leader in connection with the alleged irregularities in civic body recruitments.

  12. The Supreme Court Friday took cognisance of termination of the services of six women civil judges by the Madhya Pradesh government for their unsatisfactory performance and issued notice to the registrar general of the high court seeking a response.

  13. Japan successfully launched a rocket carrying a government intelligence-gathering satellite Friday on a mission to watch movements at military sites in North Korea and to improve responses to natural disasters.

  14.  British Prime Minister Rishi Sunak Friday travelled to the Ukrainian capital of Kyiv on a surprise visit after unveiling GBP 2.5 billion for 2024-25 in military aid to the country locked in conflict with Russia, an increase of GBP 200 million on the previous two year.

  15. Indian Oil Corp, the country’s top refiner, will open 300 ethanol fuel stations, federal road transport minister Nitin Gadkari said Friday.

  16. India’s edible oil imports declined 16 per cent annually in December to 13.07 lakh tonne due to lower shipments of crude and refined palm oils, according to industry data released Friday.

  17. Delhi Chief Minister Arvind Kejriwal has been summoned for questioning by the Enforcement Directorate for the fourth time. He has been asked to appear before the probe agency on January 18.

  18. The Supreme Court on Friday told a lawyer, who was sentenced to six months imprisonment after being held guilty of criminal contempt for making "scandalous, unwarranted and baseless imputations" against several sitting judges of the Delhi High Court.

  19. Three key education officers have been suspended nearly a month after the CBSE cancelled the affiliation of 25 schools in Manipur over alleged paperwork fraud.

  20. A delegation representing the Ram Temple Trust on Friday called on President Droupadi Murmu and formally invited her to attend the consecration ceremony in Ayodhya on January 22.

381 Y
1179 12-01-2024 Odia
  1. ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରି ୯ ରେ ଶେଷ ହେବ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି।  ଜାନୁଆରୀ ୩୧ରେ ବଜେଟ୍ ଅଧିବେଶନ ଆରମ୍ଭ ହେବା ପରେ ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ।

  2. ଶ୍ରୀ ମୋଦୀ ଅଟଳ ବିହାରୀ ବାଜପେୟ ପେୟୀ ଶେଓ୍ବାରୀ – ନାଭା ସେବା ଅଟଳ ସେତୁ ଲୋକାର୍ପଣ କରିବେ। ୧୭ହଜାର ୮୪୦ କୋଟି ଟଙ୍କା ବ୍ୟୟରେ ଅଟଳ ସେତୁ ନିର୍ମାଣ କରାଯାଇଛି। ଏହି ୨୧.୮ କିଲୋମିଟର ଦୀର୍ଘ ଓ ୬ ଲେନ୍ ବିଶିଷ୍ଟ ସେତୁ ସମୁଦ୍ର ଉପରେ ୧୬.୫ କିଲୋମିଟର ରହିଥିବା ବେଳେ ସ୍ଥଳପଥରେ ୫.୫ କିଲୋମିଟର ରହିଛି।

  3. ବିବାଦ ପରେ ବି କିଛି ଭାରତୀୟ ମାଳଦ୍ବୀପ ବୁଲି ଯାଉଥିବା ସାମ୍ନାକୁ ଆସିଛି। ଗତ ୩ଦିନ ମଧ୍ୟରେ ମାଳଦ୍ବୀପକୁ ୧୪୦୦ରୁ ଅଧିକ ଭାରତୀୟ ବୁଲିବାକୁ ଯାଇଥିବା ସାମ୍ନାକୁ ଆସିଛି।

  4. ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳ ସହ ଆସନ ବାଣ୍ଟିବା ନେଇ କଂଗ୍ରେସ ନିରନ୍ତର ବୈଠକ କରୁଛି। ତେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ସିଟ୍ ବାଣ୍ଟିବା ନେଇ କଂଗ୍ରେସ ସହିତ ବୈଠକ କରିବ ନାହିଁ। 

  5. ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ମଧ୍ୟରେ ଇନ୍ଦୋର ସପ୍ତମ ଥର ପାଇଁ ପ୍ରଥମ ସ୍ଥାନରେ ରହିଛି। ଇନ୍ଦୋର ସହିତ ମିଳିତ ଭାବେ ସୁରଟ ମଧ୍ୟ ଚଳିତ ବର୍ଷ ପ୍ରଥମ ସ୍ଥାନ ଅଧିକାର କରିଛି। 

  6. କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ରିପୋର୍ଟ। ଭୁବନେଶ୍ୱରକୁ ମିଳିଛି ୱାଟର ପ୍ଲସ୍‌ ଉତ୍କର୍ଷତା ଆୱାର୍ଡ।

  7. ସଦ୍ୟତମ ତଥ୍ୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ପ୍ରତ୍ୟକ୍ଷ ଟିକସ ଆଦାୟ ପ୍ରାୟ ୧୯ ପ୍ରତିଶତ ବୃଦ୍ଧି ପାଇ ୧୪.୭୦ ଲକ୍ଷ କୋଟି ଟଙ୍କା ରେ ପହଞ୍ଚିଛି। ଆୟକର ବିଭାଗ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି।

  8. ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠର ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ପତଞ୍ଜଳି ଗୁରୁକୁଳମ୍‌ର ଶିଳାନ୍ୟାସ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ ଅତିଥି ଭାବେ ଯୋଗଦେଇ ଭା‌ରତର ଏହି ସର୍ବବୃହତ ଗୁରୁକୁଳ ସମେତ ଆଚାର୍ଯ୍ୟକୂଳମର ନୂଆ ଶାଖାର ଶିଳାନ୍ୟାସ କରିଥିଲେ।

  9. ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ୩୮୯ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଗୁଡିକ ମଧ୍ୟରେ ରହିଛି ଗଞ୍ଜାମ ଜିଲ୍ଲାର ୧୪୯ ହାଇସ୍କୁଲ, ଝାରସୁଗୁଡ଼ାର ୧୧, ଜଗତସିଂହପୁରର ୫୭, କେନ୍ଦ୍ରାପଡ଼ାର ୧୧୨, ବରଗଡ଼ର ୬୦ ରୂପାନ୍ତରିତ ସ୍କୁଲ।

  10. ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି ।

  11. ରାଜ୍ୟ ସରକାର ରାଜ୍ୟର ୧୨୭ ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୭୧୩.୬୫ କୋଟି ଟଙ୍କାର ବିଭିନ୍ନ ଶିଳ୍ପ ପ୍ରକଳ୍ପରେ ପୁଞ୍ଜି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

  12. ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ‘ଓ୍ବାନ୍‌ ନେଶନ୍‌,ଓ୍ବାନ୍‌ ଇଲେକ୍ସନ’ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ‘ଓ୍ବାନ୍‌ ନେଶନ୍‌,ଓ୍ବାନ୍‌ ଇଲେକ୍ସନ’ ଠିକ ନୁହେଁ।

  13. ଗୁରୁବାର ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ ଏନ୍‌ସିଆର୍‌ରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ହିନ୍ଦୁକୁଶ ଅଞ୍ଚଳରେ ଏହାର ତୀବ୍ରତା ୬.୧ ରହିଥିଲା। ଜମ୍ମୁ-କଶ୍ମୀରର ପୁଞ୍ଚ ଅଞ୍ଚଳରେ ବି ଭୂକମ୍ପ ଅନୁଭୂତ ହୋଇଛି।

  14. ନେପାଳରୁ ୨୧୦୦୦ ପୁରୋହିତ ଭଗବାନ ଶ୍ରୀ ରାମ ସହର ଅଯୋଧ୍ୟାକୁ ଆସିବାକୁ ଯାଉଛନ୍ତି।

  15. ୨୦୨୩ ବର୍ଷ ପାଇଁ ଶାହରୁଖ୍ ଖାନ୍‌ଙ୍କୁ ଇଣ୍ଡିଆନ୍ ଅଫ୍ ଦି ଇୟର୍ ଆୱାର୍ଡରେ ସମ୍ମାନୀତ କରାଯାଇଛି।

  16. ସଦ୍ୟତମ ସର୍ବେକ୍ଷଣରୁ ଜଣାପଡିଛି ଯେ, ଚଳିତ ବର୍ଷ ସମଗ୍ର ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତୀୟଙ୍କ ଦରମା ସର୍ବାଧିକ ବୃଦ୍ଧି ପାଇବ। ଏହାର କାରଣ ହେଉଛି ବିଶ୍ବବ୍ୟାପୀ ଅର୍ଥନୈତିକ ମନ୍ଥରତା ମଧ୍ୟରେ ଅନ୍ୟ ଦେଶ ତୁଳନାରେ ଭାରତର ଅର୍ଥନୀତି ଅଧିକ କୋହଳ ରହିଛି।

  17. ସର୍ବେକ୍ଷଣ ଅନୁସାରେ, ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୨୦୨୪ରେ ୬.୭% ହାରାହାରି ବେତନ ବୃଦ୍ଧି(୨୦୨୩ରେ ୬.୮%) ସହ ଭିଏତନାମ ଦ୍ବିତୀୟ ସ୍ଥାନରେ ରହିଛି, ଏହାପରେ ୬.୫%(ଗତ ବର୍ଷ ୬.୪%) ସହ ଇଣ୍ଡୋନେସିଆ ରହିଛି।

  18. ମାରାତ୍ମକ ନିପା ଭାଇରସ ପାଇଁ ସିଏଚ୍ଏଡିଓକ୍ସ୧ ଏନ୍‌ଆଇଭି ନାମକ ଟିକାର ସଫଳ ପ୍ରି-କ୍ଲିନିକାଲ ପରୀକ୍ଷଣ ପରେ ଏହା ମାନବ ପରୀକ୍ଷଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୮ରୁ ୫୫ ବର୍ଷ ବୟସର ୫୨ ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ଏହି ପରୀକ୍ଷଣ କରାଯାଉଛି।

  19. ବିଶ୍ବର ସବୁଠୁ ମୂଲ୍ୟବାନ କଂପାନିର ମାନ୍ୟତା ହରାଇଛି ଆପଲ୍‌। ବିଲ୍‌ ଗେଟ୍‌ସଙ୍କ କମ୍ପାନି ମାଇକ୍ରୋସଫ୍ଟକୁ ସେହି ମାନ୍ୟତା ମିଳିଛି। ଆଇଫୋନ୍ ନିର୍ମାଣ କରୁଥିବା ଆପଲ୍‌ ଦୀର୍ଘଦିନ ପର୍ଯ୍ୟନ୍ତ ନିଜ ପାଖରେ ସେହି ମାନ୍ୟତା ରଖିଥିଲା।

  20. ବର୍ତ୍ତମାନ ପରିସ୍ଥିତିରେ ୟୁପିଆଇ ହେଉଛି ବିଶ୍ବର ସବୁଠୁ ‌ଶ୍ରେଷ୍ଠ ପେମେଣ୍ଟ୍ (ପୈଠ) ବ୍ୟବସ୍ଥା। ଏହା ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମିରେ ପରିଣତ ହୋଇଛି।

365 Y
1180 12-01-2024 English
  1. A brief Budget Session of Parliament is likely to start January 31 and conclude February 9, sources said Thursday. President Droupadi Murmu will address a joint sitting of the two Houses January 31, they said.

  2. All four Shankaracharyas – pontiffs of major Hindu shrines – will not attend the consecration ceremony of the Ram temple in Ayodhya January 22, the Scroll reported.

  3. Chief Minister Naveen Patnaik Thursday unveiled the logo of the first World Odia Language Conference (Biswa Odia Bhasa Sammilani) with the tagline ‘Language in the Future’. Language in the Future’. The conference is scheduled to take place from February 3 to 5.

  4. The state government has adopted a wellplanned strategy to ensure the overall safety and security of tribal students in all SSD schools and hostels especially girl boarders.

  5. In view of the fact that the newly inaugurated Ayodhya airport will witness unprecedented rush January 22 when the Pran Pratishtha ceremony takes place at the Ram temple, concerned officials have decided to adopt the ‘drop-and-move’ policy.

  6.  IT major Google will develop a digitisation agenda for Telangana in farming, education and health sectors.

  7. The Uttar Pradesh government has unveiled a plan to boost religious tourism and improve sanitation along the Saryu Ghats in Ayodhya by installing 500 pre-fabricated toilets along the river bank.

  8. National Conference (NC) president Farooq Abdullah did not appear before the Enforcement Directorate .

  9. The situation in Jammu and Kashmir’s Rajouri-Poonch region is a matter of “concern” and enhancing deployment of troops, boosting intelligence apparatus and reaching out to local people are part of measures being initiated to contain terrorist activities in the area, Chief of Army Staff Gen Manoj Pande said Thursday.

  10. The India Meteorological Department will provide panchayat-level weather forecast from next week, particularly to help small farmers plan farming better and cut down climate-induced losses, its chief Mrutyunjay Mohapatra said Thursday.

  11. Indore bagged the cleanest city of India title for the seventh time in a row while Surat came out a joint winner for the top rank in the Central government’s annual cleanliness survey, the results of which were announced Thursday.

  12. The Supreme Court Thursday extended by six months the interim bail of former Maharashtra minister Nawab Malik in a money laundering case.

  13. The UK government will introduce new legislation to overturn the convictions of hundreds of post office managers who were wrongly convicted of theft and fraud.

  14.  Papua New Guinea’s Prime Minister declared a state of emergency Thursday, suspending government and police officials after 16 people were killed in rioting in the Pacific island nation.

  15. The net direct tax collection so far this fiscal rose 19.41 per cent to Rs 14.70 lakh crore, reaching about 81 per cent of the full-year target, the income tax department said Thursday.

  16. Rating agency ICRA expects the government to peg the fiscal deficit target at 5.3 per cent of GDP and keep disinvestment proceeds estimates to below Rs 50,000 crore in the interim budget for 2024-25.

  17.  India’s fringe players, led by Shivam Dube, made the opportunity count to set up a six-wicket win over Afghanistan in the first T20I of the three-match series here Thursday.

  18. Prime Minister Narendra Modi will inaugurate the Atal Bihari Vajpayee Sewri--Nhava Sheva Atal Setu, built at cost of about ₹ 17,840 crore.

  19. West Bengal Chief Minister Mamata Banerjee has once again asked the central government to change the name of her state to 'Bangla'.

  20. The Lok Sabha Secretariat on Thursday revoked the disqualification of BSP leader Afzal Ansari as a member of the Lower House after the Supreme Court conditionally suspended his conviction in a Gangsters Act case.

381 Y