| # |
Date |
Type |
Current Affairs |
No. Of Views |
Status |
Action |
| 1 |
20-05-2026 |
Odia |
-
1.ୟୁଆଇଡିଏଆଇର ନୂତନ ନିର୍ଦ୍ଦେଶ ଅନୁଯାୟୀ ମାଗଣା ଆଧାର କାର୍ଡ ଅପଡେଟ୍ ପାଇଁ ଶେଷ ତାରିଖକୁ ଗୋଟିଏ ବର୍ଷ ଏବେ ଜୁନ୍ ୧୪, ୨୦୨୭ ପର୍ଯ୍ୟନ୍ତ କରାଯାଇଛି।
-
2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ତାଙ୍କ ପାଞ୍ଚ-ରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀର ରାଜଧାନୀ ରୋମରେ ପହଞ୍ଚିଥିଲେ। ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନି ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ।
-
3.ଆମେରିକା ସମୁଦ୍ର ପଥରେ ପରିବହନ ହେଉଥିବା ରୁଷୀୟ ତୈଳ ଉପରେ କଟକଣାରୁ ମୁକ୍ତିକୁ ଗୋଟିଏ ମାସ ପାଇଁ ବୃଦ୍ଧି କରିଛି।
-
4.ଖୁବ୍ଶୀଘ୍ର ଇ-୩୦ ପେଟ୍ରୋଲ ଆଣିବା ବିଷୟରେ ସରକାର ବିଚାର କରୁଛନ୍ତି। ଦେଶରେ ଏବେ ଇ-୨୦ ପେଟ୍ରୋଲ ବିକ୍ରି ହେଉଛି। ସେଥିରେ ୮୦ ପ୍ରତିଶତ ପେଟ୍ରୋଲ ଓ ୨୦ ପ୍ରତିଶତ ଇଥାନଲ୍ ରହୁଛି।
-
5.ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଦିଲ୍ଲୀର ଭାରତ ମଣ୍ଡପମଠାରେ ଅନୁଷ୍ଠିତ ହେବାକୁ ଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗଦେବେ।
-
6.ସୋସିଆଲ ମିଡିଆ ‘ଏକ୍ସ’ ବ୍ଲୁ ଟିକ୍ ହାସଲ କରି ନଥିବା ବ୍ୟବହାରକାରୀମାନଙ୍କ ଉପରେ କେତେକ କଟକଣା ଲଗାଇବା ଉପରେ ବିଚାର କରୁଛି। ବ୍ଲୁ ଟିକ୍ ନଥିଲେ ଦିନକୁ ସର୍ବାଧିକ ୫୦ ପୋଷ୍ଟ ଓ ୨୦୦ ରିପ୍ଲାଏ କରିହେବ। ସେମାନେ ଦିନକୁ ସର୍ବାଧିକ ୫୦୦ ଡାଇରେକ୍ଟ ମେସେଜ୍ କରିପାରିବେ।
-
7.ବ୍ରିଟେନର ପ୍ରମୁଖ ବ୍ୟାଙ୍କ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ଏହାର ୭୦୦୦ କର୍ମଚାରୀଙ୍କୁ ଛଟେଇ କରିବା ଯୋଜନା ରଖିଛି। କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଭାବକୁ ଦୃଷ୍ଟିରେ ରଖି କମ୍ପାନି ୨୦୩୦ ସୁଦ୍ଧା ଏହି ସଂଖ୍ୟାର କର୍ମଚାରୀ କମ୍ କରିବ ।
-
8.ମଧ୍ୟପ୍ରଦେଶ ଧାରସ୍ଥିତ ଭୋଜଶାଳାରେ ପୂଜା କରିବା ପାଇଁ ଅନୁମତି ମିଳିବା ପରେ ହିନ୍ଦୁ ସଂଗଠନଗୁଡ଼ିକ ଆଶାବାଦୀ ଯେ ସେମାନଙ୍କୁ ଦିଲ୍ଲୀର କୁତବ ମୀନାର ପରିସରରେ ମଧ୍ୟ ପୂଜା କରିବାକୁ ଅନୁମତି ମିଳିବ।
-
9.ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ ୪୪.୮ ଡିଗ୍ରି ରେକର୍ଡ ହୋଇଛି। ରାଜ୍ୟର ୨୧ଟି ସହର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା।
-
10.ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାନ୍ ଫାଲଟା ଉପନିର୍ବାଚନ ଲଢ଼ିବେନି। ସେ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି।
-
11.ମାଲକାନଗିରି ତମସା ଗାଁର ଦେବା ମାଡକାମୀ ମିଆଜାକି ଆମ୍ବ ଚାଷ କରିଛନ୍ତି। ଭାରତ ବଜାରରେ ଏହା କିଲୋଗ୍ରାମ ପିଛା ୩ହଜାରରୁ ୧୦ ହଜାର ଟଙ୍କା ଯାଏଁ ରହିଛି। ଚାରି ବର୍ଷ ତଳେ ମାଲକାନଗିରିର ସର୍ବ କୁମାର ବିଷୋୟୀ ନାମକ ବ୍ୟକ୍ତି ତାଂକୁ ଏହି ବୃକ୍ଷର ଚାରା ପ୍ରଦାନ କରିଥିଲେ।
-
12.ଆମେରିକାର ଇଦାହୋ ସହରସ୍ଥିତ ମାଉଣ୍ଟେନ ହୋମ୍ ବାୟୁସେନା ଘାଟିରେ ରବିବାର ଏୟାର ଶୋ’ ଚାଲିଥିବାବେଳେ ବାୟୁସେନାର ଦୁଇଟି ଲଢୁଆ ଜେଟ୍ ମଧ୍ୟରେ ଧକ୍କା ହୋଇ ଦୁଇଟି ବିମାନ ଆକାଶମାର୍ଗରେ ଧ୍ବଂସ ହୋଇଥିବା ଜଣାପଡିଛି।
-
13.ଓଡିଶା ସରକାର ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସବୁ ସବଡିଭିଜନରେ ଶୀତଳ ଭଣ୍ଡାର ପାଇଁ ବ୍ୟବସ୍ଥା କରୁଛନ୍ତି। ଅନ୍ୟପକ୍ଷେ ୨ ବର୍ଷ ମଧ୍ୟରେ କୋରାପୁଟରେ ୧ ଲକ୍ଷ ଏକର ଜମିରେ କଫି ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
-
14.କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ “ଅପରେସନ ବୈତରଣୀ” କାର୍ଯ୍ୟାନୁଷ୍ଠାନରେ ୧୦ ଜଣ ବାଲି ମାଫିଆ ଓ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
-
15.ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ମଙ୍ଗଳବାର ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶୁବମନ ଗିଲଙ୍କୁ ୧୫ ଜଣିଆ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି।
|
12 |
Y |
|
| 2 |
20-05-2026 |
English |
-
1.The National Highways Authority of India (NHAI) will launch Odisha’s first-ever Bee Corridor project with the beginning of the monsoon season in June. Under this initiative, nearly 20,000 flowering plants will be planted along highways in Sambalpur, Berhampur and Dhenkanal.
-
2.Indian Railways has converted the highly patronised Bhanjapur–Puri–Bhanjapur Special trains into regular Express services
-
3.ISKCON organised Shree Jagannath Ratha Yatra at Jacksonville Beach, Florida, on Saturday, May 16, 2026, despite a formal protest letter submitted by Odia residents of Florida. Community members expressed strong objections.
-
4.The Kerala-based company will run 16 centres across all seven emirates, replacing BLS International, which has managed outsourced consular services since 2011.
-
5.Former Bangladesh Prime Minister Sheikh Hasina warned that the country could face “dark days” similar to those between 2001 and 2006 if the BNP remains in power.
-
6.West Bengal politics,Trinamool Congress candidate Jahangir Khan announced his withdrawal from the upcoming Falta Assembly re-poll scheduled for May 21.
-
7.Fame India, an acclaimed rating magazine, has listed 100 District Magistrates (DMs) in its survey findings as the “outstanding and best-performing” administrative heads .From Odisha, Amrit Ruturaj (Khordha), Dattatraya Bhausaheb Shinde (Cuttack), Subhankar Mohapatra (Sundargarh), and V. Keerthi Vasan (Ganjam) have been placed in the list.
-
8.Russian President Vladimir Putin arrived in Beijing Tuesday night on a two-day state visit for talks with his Chinese counterpart Xi Jinping, days after US leader Donald Trump travelled to China.
-
9.The drones that targeted the United Arab Emirates' Barakah nuclear power plant all came from Iraq, the country's Defence Ministry said Tuesday.
-
10.The inventory work of the Puri Jagannath Temple's 'Ratna Bhandar' or treasury resumed here Tuesday amid tight security.
-
11.Ganjam district administration Tuesday launched a campaign with aim of making the district plastic-free through weekly cleanliness drives across all panchayats.
-
12.A special drive named ‘Operation Baitarani’. Police conducted simultaneous raids at 12 locations across Anandapur, Ghasipura, Nandipada and Ghatagaon police station areas, targeting suspected sand mafia operators involved.
-
13.A Delhi court Tuesday dismissed the bail plea of former JNU student Umar Khalid, accused in the 2020 northeast Delhi riots, saying the grounds for seeking the relief are unreasonable.
-
14.The Delhi High Court has sentenced YouTuber Gulshan Pahuja, who runs the channel "Fight 4 Judicial Reforms", to six months’ simple imprisonment in two criminal contempt cases for making derogatory and scandalous remarks against the judiciary and judicial officers.
-
15.Odisha reeled under intense heatwave conditions Tuesday, with 21 places recording temperatures of 40 degrees Celsius or above.
|
9 |
Y |
|
| 3 |
19-05-2026 |
Odia |
-
1.ସରକାର ଦେଶର ୧୮ଟି ସହରରେ ଜଳ ମେଟ୍ରୋ ପରିବହନ ବ୍ୟବସ୍ଥା ପ୍ରଚଳନ କରିବା ପାଇଁ ଏକ ଯୋଜନାରେ କାମ କରୁଛନ୍ତି।
-
2.ତିରୁଅନନ୍ତପୁରମର କେନ୍ଦ୍ରୀୟ ଷ୍ଟାଡିୟମରେ ସକାଳ ୧୦ଟାରେ କେରଳର ମୁଖ୍ୟମନ୍ତ୍ରୀ ଭାବରେ କଂଗ୍ରେସ ନେତା ଭି.ଡି. ସତିଶନ୍ ଶପଥ ଗ୍ରହଣ କରିଛନ୍ତି।
-
3.ଭାରତୀୟ ବାୟୁସେନା ସ୍କ୍ବାଡ୍ରନ୍ ଲିଡର ସାନ୍ୟା ପ୍ରତିଷ୍ଠିତ କ୍ୟାଟ୍-ଏ ଯୋଗ୍ୟ ଫ୍ଲାଇଂ ପ୍ରଶିକ୍ଷକ (QFI) ଯୋଗ୍ୟତା ହାସଲ କରି ପ୍ରଥମ ମହିଳା ଅଧିକାରୀ ହୋଇ ଏକ ଐତିହାସିକ ଗୌରବ ହାସଲ କରିଛନ୍ତି।
-
4.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଭୋଟର ତାଲିକାରୁ ନାମ ବାଦ ଦେବା ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ଦେଶାନ୍ତର କରାଯିବ।
-
5.ଓଡ଼ିଶା ସରକାର ନୂତନ ଯୋଜନା, 'ମୋ ଗାଁ ମୋ ତହସିଲ' ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ରାଜସ୍ୱ ସେବା ପହଞ୍ଚାଇବ।ରେ ସାହାଯ୍ୟ କରିବ ।
-
6.ତୈଳ ସଂକଟକୁ ଦୃଷ୍ଟିରେ ରଖି ଓଡିଶା ହାଇକୋର୍ଟ ଭର୍ଚୁଆଲ୍ ମୋଡ୍ରେ ଚାଲିବ । ଆସନ୍ତା ୧୯ ଓ ୨୧ରେ ଭର୍ଚୁଆଲ୍ ମୋଡ୍ରେ ହାଇକୋର୍ଟ ଚାଲିବ। ଏହାସହିତ ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ ଭର୍ଚୁଆଲ୍ ମୋଡ୍ରେ ହେବ ।ଏହି ସମୟରେ ମାତ୍ର ୫୦% କର୍ମଚାରୀ କୋର୍ଟରେ ଉପସ୍ଥିତ ରହିବେ ।
-
7.ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (SEBI) ଖୁବ୍ ଶୀଘ୍ର ଭୁବନେଶ୍ୱରରେ ଏକ ଶାଖା କାର୍ଯ୍ୟାଳୟ ଖୋଲିବ।
-
8.ତେଲ କମ୍ପାନିଗୁଡ଼ିକ ଏବେବି ଦିନକୁ ୭୫୦ କେଟି ଟଙ୍କାର କ୍ଷତି ସହୁଛନ୍ତି। ବଜାର ଦରଠାରୁ କମ୍ ଦାମ୍ରେ ପେଟ୍ରୋଲ, ଡିଜେଲ୍ ଓ ଏଲ୍ପିଜି ବିକୁଥିବାରୁ ସେମାନଙ୍କର ଏହି କ୍ଷତି ହେଉଛି।
-
9.ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (DRC) ଏବଂ ଉଗାଣ୍ଡାର କିଛି ଅଂଶରେ ସମ୍ପ୍ରତି ଇବୋଲା ପ୍ରକୋପ ମଧ୍ୟରେ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରବେଶ ସ୍ଥାନ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ନଜର ଏବଂ ପ୍ରସ୍ତୁତି ପଦକ୍ଷେପକୁ ମଜବୁତ କରାଯାଉଛି।
-
10.ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ମିଶାଇ ମୋଟ ବିଚାରପତି ସଂଖ୍ୟା ୩୩ରୁ ୩୮କୁ ବୃଦ୍ଧି ପାଇଛି।
-
11.ପେଟ୍ରୋଲ, ଡିଜେଲ ମୂଲ୍ୟ ପ୍ରତି ଲିଟର ପ୍ରାୟ ୯୦ ପଇସା ବୃଦ୍ଧି, ଗୋଟିଏ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଥର।
-
12.ଆସାମ ପୋଲିସର କ୍ରାଇମ୍ ବ୍ରାଞ୍ଚ ସୁରଜେୱାଲାଙ୍କୁ ମେ ୨୩ ରେ ଗୌହାଟୀରେ ତଦନ୍ତକାରୀଙ୍କ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି।
-
13.ଇସଲାମାବାଦ ଇରାନ ଯୁଦ୍ଧରେ ମୁଖ୍ୟ ମଧ୍ୟସ୍ଥତା ଭାବରେ କାର୍ଯ୍ୟ କରୁଥିବା ବେଳେ ମଧ୍ୟ ପାକିସ୍ତାନ ରିୟାଦ ସହିତ ସାମରିକ ସହଯୋଗ ବୃଦ୍ଧି କରି ଏକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ ସାଉଦି ଆରବରେ ୮,୦୦୦ ସୈନ୍ୟ, ଏକ ସ୍କ୍ୱାଡ୍ରାନ୍ ଲଢ଼ୁଆ ବିମାନ ଏବଂ ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିଛି।
-
14.ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା, ସପ୍ଲିମେଣ୍ଟାରୀ HSC ଏବଂ SOSC (ଦ୍ୱିତୀୟ) ପରୀକ୍ଷା ୨୦୨୬ ପାଇଁ ଅନଲାଇନ୍ ଫର୍ମ ଦାଖଲର ଶେଷ ତାରିଖକୁ ମଇ ୨୫ ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି କରିଛି।
-
15.ବ୍ରାଜିଲ ଫିଫା ବିଶ୍ୱକପ୍-୨୦୨୬ ପାଇଁ ଦଳ ଘୋଷଣା କରିଛି। ଷ୍ଟାର ଖେଳାଳି ନେମାର ଜୁନିଅର ୨୬ ଜଣିଆ ଦଳରେ ସାମିଲ ହୋଇଛନ୍ତି।
|
10 |
Y |
|
| 4 |
19-05-2026 |
English |
-
1.The IAF on Monday said Squadron Leader Saanya has achieved a historic first by becoming the first woman officer to earn the coveted Cat-A Qualified Flying Instructor (QFI) qualification.
-
2.The Shree Jagannath Temple Administration (SJTA) today wrote to the district administration of Hapur and urged it to take appropriate steps to prevent Bhagaban Shree Jagannath Ratha Yatra Seva Samiti from holding the Rath Yatra on June 14.
-
3.Train No. 08011/08012 Bhanjapur–Puri–Bhanjapur Special will now operate as Train No. 18017/18018 Bhanjapur–Puri–Bhanjapur Express. The regular services will commence from Bhanjapur in Baripada on May 21 and from Puri on May 22.
-
4.The Orissa High Court in Cuttack will switch to virtual mode amid call for optimum utilization of fuel in view of worldwide energy crisis caused by the Middle East conflict.
-
5.the Odisha government is set to launch a new scheme, ‘Mo Gaon Mo Tahasil’ (My Village, My Tahasil). This will bringrevenue services closer to the people in rural areas.
-
6.The Securities and Exchange Board of India (SEBI) will soon open a branch office in in Bhubaneswar .
-
7.The Parliamentary Standing Committee on Education, Women, Children, Youth and Sports will review the progress made in the investigation intoNEET-UG -2026 PAPER LEAK on May 21.
-
8.Indian Railways on Monday unveiled the design of India’s first bullet train, which will operate on the Mumbai-Ahmedabad High-Speed Rail (MAHSR) corridor
-
9.Surveillance and preparedness measures are being strengthened at points of entry and across the public health system as a matter of caution amid the recent Ebola outbreak in parts of the Democratic Republic of Congo (DRC) and Uganda.
-
10.Prime Minister Narendra Modi was conferred with Norway's top honour, Grand Cross of the Royal Norwegian Order of Merit, by King Harald V in Oslo Monday.
-
11.Petrol, Diesel Prices Hiked by Nearly 90 Paise Per Litre, second time In a week
-
12.According to sources, the Crime Branch of Assam Police has directed Surjewala to appear before investigators in Guwahati on May 23.
-
13.Pakistan has deployed 8,000 troops, a squadron of fighter jets and an air defence system to Saudi Arabia under a mutual defence pact, ramping up military cooperation with Riyadh even as Islamabad serves as the main mediator in the Iran war.
-
14.The Delhi High Court Monday refused to grant immediate relief to grappler Vinesh Phogat "without hearing the other side" after she sought a direction permitting her to compete in the selection trials May 30-31 for this year's Asian Games despite being declared "ineligible".
-
15.The Board of Secondary Education (BSE), Odisha, extended the deadline for online form submission for the Supplementary HSC and SOSC (2nd) Examination 2026 to midnight of May 25.
|
7 |
Y |
|
| 5 |
18-05-2026 |
Odia |
-
1.ବର୍ତ୍ତମାନର ଶୁଷ୍କ ଓ ଧୂଳିଝଡ଼ରେ ଆବୃତ ମଙ୍ଗଳ ଗ୍ରହ ଦିନେ ପାଣିରେ ଭରପୂର ଥିଲା। ପ୍ରାୟ ୩୫୦ କୋଟି ବର୍ଷ ପୂର୍ବେ ଏହି ଲାଲ ଗ୍ରହରେ ଏକ ପ୍ରଳୟଙ୍କରୀ ବନ୍ୟା ଆସିଥିଲା।
-
2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁଇଡେନ୍ ରବିବାର ଏହାର ସର୍ବୋଚ୍ଚ ସମ୍ମାନ ‘ରୟାଲ ଅର୍ଡର ଅଫ୍ ପୋଲାର ଷ୍ଟାର୍, ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍’ରେ ସମ୍ମାନିତ କରିଛି।
-
3.ଦୁଇଟି ଆଫ୍ରିକୀୟ ରାଷ୍ଟ୍ରରେ ଇବୋଲା ଭାଇରସର ପ୍ରକୋପ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱ ସ୍ବାସ୍ଥ୍ୟ ସ୍ଵାଥ୍ୟ ସଂଗଠନ ଏହାକୁ ଏକ ସ୍ବାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି।
-
4.ପ୍ରାୟ ୨୦୦୦୦ ଟନ୍ ଏଲପିଜି ବହନ କରୁଥିବା ଟ୍ୟାଙ୍କର୍ ‘ସିମି’ ସୁରକ୍ଷିତ ଭାବରେ ଗୁଜରାଟର କଚ୍ଛ ଜିଲାର କାଣ୍ଡଲା ବନ୍ଦରରେ ପହଞ୍ଚିଛି। ଟ୍ୟାଙ୍କରଟି ମେ’ ୧୩ ତାରିଖରେ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ପାର କରି ଭାରତରେ ପହଞ୍ଚିଛି।
-
5.ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହା ମଧ୍ୟରେ, ଇରାନ ସମ୍ପର୍କରେ ଏକ ପ୍ରଶ୍ନ ପଚରାଯିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରୋଧିତ ହୋଇଥିଲେ।
-
6.ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍ ରବିବାର ଜୋର୍ଦାର ଡ୍ରୋନ୍ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି।
-
7.ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍ ଜେନେରେଟର ଜଳିଯାଇଛି।
-
8.୮୫ ବର୍ଷୀୟ ଫିଲ୍ମନିର୍ମାତା କେ. ରାଜନ ଚେନ୍ନାଇର ଅଡ୍ୟାର ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
-
9.ଭାରତକୁ ନକ୍ସଲବାଦରୁ ସଫଳତାର ସହିତ ମୁକ୍ତ କରିବା ପରେ, ସ୍ବରାଷ୍ଟମନ୍ତ୍ରୀ ଅମିତ ଶାହା ଏବେ ଦେଶକୁ ନିଶାମୁକ୍ତ କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରିଛନ୍ତି।
-
10.ଭାରତୀୟ ପରିବାରଗୁଡ଼ିକ ଏବେ LPG ସଂଯୋଗ କିମ୍ୱା PNG ସଂଯୋଗ ରଖିପାରିବେ କିନ୍ତୁ ଉଭୟ ନୁହେଁ। ଯଦି ଆପଣଙ୍କର ବର୍ତ୍ତମାନ ଉଭୟ ସଂଯୋଗ ଅଛି, ତେବେ ଆପଣଙ୍କୁ ସେମାନଙ୍କ ମଧ୍ୟରୁ ଗୋଟିଏକୁ ହସ୍ତାନ୍ତର କରିବାକୁ ପଡିବ।
-
11.ମେ ୧୫ ତାରିଖରେ ବେଆଇନ ଭାବେ ଗଠିତ ‘କୋର୍ଟ ଅଫ୍ ଆର୍ବିଟ୍ରେସନ୍ (ସିଓଏ) ଦ୍ୱାରା ଜାରି କରାଯାଇଥିବା ରାୟକୁ ଭାରତ ଶନିବାର ପ୍ରତ୍ୟାଖ୍ୟାନ କରିଛି ଏବଂ କହିଛି ଯେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ନିଷ୍ପତ୍ତି ଅପରିବର୍ତ୍ତିତ ରହିଛି।
-
12.ଭାରତୀୟ ମ୍ୟୁଚୁଆଲ୍ ଫଣ୍ଡ ସଂଘ (ଆମ୍ଫି)ର ୨୦୨୬ ଫେବ୍ରୁଆରି ତଥ୍ୟ ଅନୁସାରେ ଓଡ଼ିଶାରେ ମ୍ୟୁଚୁଆଲ୍ ଫଣ୍ଡ୍ର ପରିଚାଳନା ଅଧୀନ ସମ୍ପତ୍ତି (ଏୟୁଏମ୍) ୭୮,୫୬୮ କୋଟି ଟଙ୍କା ରହିଛି। ମାସିକ ଏୟୁଏମ୍ ବୃଦ୍ଧିରେ ଓଡ଼ିଶା ନିୟମିତ ଭାବେ ଜାତୀୟ ତାଲିକାର ଶୀର୍ଷ ସ୍ଥାନରେ ରହୁଛି।
-
13.ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା (Restricted Category)ରେ ସାମିଲ କରିଛନ୍ତି।
-
14.୧ ମଇ, ୨୦୨୬ ଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୯୩ ବୃଦ୍ଧି କରାଯାଇଛି। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ, ଦିଲ୍ଲୀରେ ୧୯ କିଲୋଗ୍ରାମର ଏଲପିଜି ସିଲିଣ୍ଡରର ମୂଲ୍ୟ ଏବେ ୩,୦୭୧.୫୦ ହୋଇଛି।
-
15.ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି।
|
21 |
Y |
|
| 6 |
18-05-2026 |
English |
- 1.Congress's VD Satheesan, who was chosen by the party 10 days after the Kerala election results were declared, took oath as Kerala Chief Minister on Monday morning at the Central Stadium in Thiruvananthapuram.
-
2.Prime Minister Narendra Modi was on Sunday conferred with Sweden's Royal Order of Polar Star, the highest honour awarded to a Head of Government by the Scandinavian nation.
-
3.The Delhi government will offer collateral-free loans of up to Rs 10 crore to women-led startups and self-help groups (SHGs), with the government acting as guarantor, Chief Minister Rekha Gupta announced
-
4.An Odia youth identified as A. Rameya from Madhabandh village under Chikiti block, had travelled to Russia a month ago for work died in a drone strike in Ukraine amid the ongoing Russia‑Ukraine war.
-
5.The state government has approved the design for the proposed pedestrian bridge over the Brahmani River to connect the Vedavyas Shaivite shrine in Rourkela.
-
6.The state government has reduced the fund allocation for the Shri Anna Abhiyan for 2026-27 by 31 per cent.
-
7. A vessel carrying 20,000 metric tonnes of Liquefied Petroleum Gas (LPG) arrived at Deendayal Port Authority in Kandla in Gujarat.
-
8.A fresh petition has been filed before the Supreme Court seeking immediate transition of the National Eligibility-cum-Entrance Test (NEET-UG) to a Computer-Based Test (CBT) mode.
-
9.The Central Board of Secondary Education (CBSE) has notified implementation of the three-language formula for Class IX from July 1, 2026.
-
10.Chief Justice of India Surya Kant Saturday issued a strongly worded clarification on his 'parasites' remarks, saying he was "pained" by media reports that suggested he criticised youth. "
-
11.WHO Director-General Tedros Adhanom Ghebreyesus declared the Ebola disease outbreak in Congo and Uganda a public health emergency of international concern Sunday after more than 300 suspected cases and 88 deaths.
-
12.Allahabad High Court grants bail to five accused for throwing non-veg food waste in River Ganga.
-
13.Keonjhar police launched a massive crackdown on the sand mafia, conducting raids at 12 locations across Anandapur, Ghasipura, and Nandipada police limits. Rs 25 Lakh Cash Seized, over 30 Vehicles Confiscated.
-
14.The Council of Higher Secondary Education (CHSE) will release results for Arts, Science, Commerce, and Vocational streams simultaneously declared on May 20.
-
15.Two sisters in rural Jodhpur died by suicide after years of gang‑rape, blackmail, and alleged police negligence, sparking massive outrage and demands for justice
|
17 |
Y |
|
| 7 |
17-05-2026 |
Odia |
-
1.ମୌସୁମୀ ବର୍ଷା ଉପରେ ଏବେ ଏକ ବଡ଼ ସଙ୍କଟ । ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ଏକ ପ୍ରଭାବଶାଳୀ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ଦେଶରେ ସ୍ୱାଭାବିକଠାରୁ ଯଥେଷ୍ଟ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କ କରାଇ ଦେଇଛି।
-
2.ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲ ଭରତ ପରାସରଙ୍କ ପକ୍ଷରୁ ଇନ୍ଧନ ସଞ୍ଚୟ ଲାଗି ଜାରି ନିର୍ଦେଶନାମା ଅନୁଯାୟୀ ଗ୍ରୀଷ୍ମ ଅବକାଶ ଓ ଅନ୍ୟାନ୍ୟ ଆଂଶିକ କାର୍ଯ୍ୟଦିବସରେ ବିଚାରପତିମାନେ ଭର୍ଚୁଆଲ (ଆଭାସି) ମାଧ୍ୟମରେ ମାମଲାର ଶୁଣାଣି କରିବେ।
-
3.ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ନୂଆ ନିୟମ ଅନୁଯାୟୀ, ଦମ୍ପତିମାନେ ତୃତୀୟ ସନ୍ତାନ ଜନ୍ମ କଲେ ସେମାନଙ୍କୁ ୩୦,୦୦୦ ଟଙ୍କା ଏବଂ ଚତୁର୍ଥ ସନ୍ତାନ ଜନ୍ମ କଲେ ୪୦,୦୦୦ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ। ଜନସଂଖ୍ୟାକୁ ସ୍ଥିର ରଖିବା ପାଇଁ ମୋଟ ପ୍ରଜନନ ହାର କୁ ୨.୧ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
-
4.ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କେତେକ ବେକାର ଯୁବକ ଓ ଯୁବତୀଙ୍କୁ ‘ଅସରପା’ ଭଳି ପତଙ୍ଗ ସହ ତୁଳନା କରିଛନ୍ତି। ଏକ ଆବେଦନର ଶୁଣାଣି କାଳରେ ପ୍ରଧାନ ବିଚାରପତି କହିଥିଲେ ଯେ କେତେକ ବେକାର ଯୁବକ ଓ ଯୁବତୀ ଗଣମାଧ୍ୟମ ପ୍ରତିନିଧି, ସୋସିଆଲ ମିଡିଆ ବ୍ୟବହାରକାରୀ, ଆରଟିଆଇ କର୍ମୀ କିମ୍ବା ସାମାଜିକ କର୍ମୀ ସାଜି ସମସ୍ତଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରୁଛନ୍ତି।
-
5.କିଛି ପୁରୁଣା ତାପଜ ଶକ୍ତି ପ୍ରକଳ୍ପ ଜାଗାରେ ଆଣବିକ ଶକ୍ତି ପ୍ରକଳ୍ପ ନିର୍ମାଣ କରାଯିବାର ଯୋଜନା ରହିଛି। ଏହାର ପୂର୍ଣ୍ଣାଙ୍ଗ ରୂପରେଖ ପ୍ରସ୍ତୁତ ହୋଇ ନଥିଲେ ମଧ୍ୟ ପ୍ରାରମ୍ଭିକ ଭାବେ ଭାରତ ସରକାର ତିନିଟି ପୁରୁଣା କୋଇଲା ଭିତ୍ତିକ ଶକ୍ତି ପ୍ରକଳ୍ପର ଭିତ୍ତିଭୂମିକୁ ଏଥିପାଇଁ ଉତ୍ସର୍ଗ କରିବାର ଯୋଜନା ରଖିଛନ୍ତି।
-
6.ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୬.୨୯ ବିଲିଅନ୍ ଡଲାର ବୃଦ୍ଧି ପରିଲକ୍ଷିତ ହୋଇଛି। ଫଳରେ ଚଳିତ ମାସ ୮ ତାରିଖ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଏହା ୬୯୬.୯୯ ବିଲିଅନ୍ ଡଲାରରେ ପହଞ୍ଚିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ସୂତ୍ରରୁ ପ୍ରକାଶ।
-
7.ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ସରକାରୀ କାର୍ଯ୍ୟାଳୟରେ ଭିଆଇପି ଚେୟାରରେ ଦେଖାଯାଉଥିବା ଦୀର୍ଘଦିନର “ଟାୱେଲ୍ ସଂସ୍କୃତି”କୁ ବନ୍ଦ କରିଛନ୍ତି।
-
8.ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର ୨୦୧୧ରୁ ଜାରି ହୋଇଥିବା ସମସ୍ତ ୧.୬୯ କୋଟି ଏସ ସି, ଏସ ଟି , ଓବିସି ବର୍ଗ ପ୍ରମାଣପତ୍ରକୁ ପୁନଃ ଯାଞ୍ଚ କରିବାକୁ ଜିଲା ମାଜିଷ୍ଟ୍ରେଟ୍ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
9.ଐତିହାସିକ ଭୋଜଶାଳାରେ ଏଣିକ ବର୍ଷସାରା ପୂଜାର୍ଚ୍ଚନା ହେବ। ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଭୋଜଶାଳା ସମ୍ପର୍କରେ ଏକ ନୂତନ ପ୍ରଶାସନିକ ନିର୍ଦ୍ଦେଶ ଜାରି କରିଛି।
-
10. ଓଡିଶାରେ ଦୁଇ ଦିନରେ ତେଲ ବିକ୍ରିରେ ୩୭ ପ୍ରତିଶତ ବୃଦ୍ଧି ହୋଇଛି।
-
11.ପ୍ରଶାସନର ବୁଲଡୋଜରଗୁଡ଼ିକ ହାଓଡ଼ା ଷ୍ଟେସନ ବାହାରେ ଅବସ୍ଥିତ ଗଙ୍ଗା ଘାଟ ଏବଂ ବସ୍ ଷ୍ଟାଣ୍ଡ ପାଖରେ ଫୁଟପାଥ୍ ଏବଂ ସାଧାରଣ ରାସ୍ତାରେ ବେଆଇନ ଭାବରେ ଚାଲୁଥିବା ଦୋକାନ ଏବଂ ବ୍ୟବସାୟଗୁଡ଼ିକୁ ଧ୍ୱଂସ କରିଦେଇଥିଲେ।
-
12.ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ମେ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଥାନା ଅଧୀନରେ ସ୍ବତନ୍ତ୍ର ଅଭିଯାନ କରାଯାଇ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଅଭିଯାନରେ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇ ୧ ହଜାର ୭୭୧ ଜଣଙ୍କୁ ଗିରଫ କରାଯାଇଛି। ଫେରାର ଥିବା ୧୯୦ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।
-
13.ଏଲ ପି ଜି ସମ୍ପର୍କିତ ଏକ ଭଲ ଖବର ଆସିଛି। ବିଶେଷକରି, ଦୁଇଟି ଜାହାଜ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ଦେଇ ଯାଇଛି । ଏହି ଦୁଇଟି ବିଶାଳ ଜାହାଜ ମିଳିତ ଭାବରେ ମୋଟ 66,392 ମେଟ୍ରିକ ଟନ ରନ୍ଧନ ଗ୍ୟାସ ଭାରତକୁ ନେଇ ଯାଉଛି।
-
14.୨୦୨୬ ଆଇପିଏଲ ଫାଇନାଲ ଦିନ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମୋହସିନ ନକଭି ଅହମଦାବାଦରେ ଉପସ୍ଥିତ ରହିପାରନ୍ତି।
-
15.ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ।
|
23 |
Y |
|
| 8 |
17-05-2026 |
English |
-
1.Prime Minister Narendra Modi on Saturday met King of the Netherlands Willem-Alexander and Queen Maxima at the Royal Palace and discussed close cooperation in digital technology, innovation, fintech and blue economy.
-
2."I am pained to read how a section of the media has misquoted my oral observations made during the hearing of a frivolous case yesterday," Chief Justice of India Surya Kant said
-
3.The India Meteorological Department (IMD) has warned that the country will receive significantly less rainfall than normal this year due to an influential climate change originating in the Pacific Ocean.
-
4.As per the instructions issued by Supreme Court Secretary General Bharat Parasar to save energy, the judges will hear cases through virtual during summer vacations and other partial working days.
-
5. Andhra Pradesh Chief Minister Chandrababu Naidu has announced that his government will give incentives of Rs 30,000 to families on the birth of a third child and Rs 40,000 for the fourth.
-
6.There are plans to build nuclear power projects on the site of some old thermal power stations.
-
7.Tamil Nadu Chief Minister Joseph Vijay has put an end to the long-standing “towel culture” of VIP chairs in government offices.
-
8..West Bengal’s Shubhendu government has directed district magistrates to re-verify all 1.69 crore SC, ST and OBC category certificates issued since 2011.
-
9.Historical Bhojshala to be open for worship all year round. Following the historic decision of the Madhya Pradesh High Court, the Archaeological Survey of India has issued a new administrative order regarding Bhojshala.
-
10.Petrol Diesel sales in Odisha have increased by 37 per cent in two days.
-
11.Indian two ships have safely passed through the Strait of Hormuz. Together, these two huge ships are carrying a total of 66,392 metric tons of cooking gas to India.
-
12.Prices of Compressed Natural gas (CNG) have been hiked by Rs 1/kg in Delhi.The prices now stands at Rs 80.09 per kilogram.
-
13.The WHO urged countries bordering the DRC to activate emergency-response mechanisms, strengthen surveillance and conduct screening at border crossings and major internal transport routes.
-
14.Pakistan Cricket Board (PCB) chief Mohsin Naqvi is likely to be present in Ahmedabad on the day of the 2026 IPL final.
-
15.The International Cricket Council (ICC) will not provide funds to Cricket Canada (CC) for the next 6 months due to operational lapses.
|
14 |
Y |
|
| 9 |
16-05-2026 |
Odia |
-
1.ଇରାନର ବୈଦେଶିକ ମନ୍ତ୍ରୀ ସୈଦ ଆବାସ ଆରାଘଚି ଶୁକ୍ରବାର କହିଛନ୍ତି ଯେ ଇରାନ ସହିତ ସଂଘର୍ଷରେ ଲିପ୍ତ ଦେଶଗୁଡ଼ିକର ଜାହାଜ ବ୍ୟତୀତ ହରମୁଜ୍ ପ୍ରଣାଳୀ ସମସ୍ତ ଜାହାଜ ପାଇଁ ଖୋଲା ରହିଛି।
-
2.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତିନି ଦିନିଆ ଚାଇନା ଗସ୍ତ ଶେଷ ହୋଇଛି। ବେଜିଂ ଗସ୍ତକୁ ନେଇ ଟ୍ରମ୍ପ କହିଛନ୍ତି ଯେ, ଏହା ଏକ ଅବିଶ୍ୱସନୀୟ ଯାତ୍ରା ଥିଲା।
-
3.ଇସ୍ରାଏଲ ଏବଂ ଲେବାନନ୍ ଯୁଦ୍ଧବିରତିକୁ ଆହୁରି ୪୫ ଦିନ ପାଇଁ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି।
-
4.ହାଇକୋର୍ଟରେ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ସଂପର୍କିତ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ପୁଣି ସମୟ ଲୋଡ଼ାଯିବା ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି।
-
5.ନେପାଳର ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସରକାରଙ୍କ ବିବାଦୀୟ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। ଏହା ଦ୍ବାରା ଭାରତରୁ ନେପାଳକୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ ଭାରୀ କଷ୍ଟମ୍ ଶୁଳ୍କ ଲାଗୁ କରାଯାଇଥିଲା।
-
6.କେନ୍ଦ୍ର ସରକାର ପୁଣି ଥରେ ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ରପ୍ତାନି ଉପରେ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ (SAED)ର ହାର ସଂଶୋଧନ କରିଛନ୍ତି। ଏ ସମ୍ପର୍କରେ ଏକ ବିଜ୍ଞପ୍ତି ମେ ୧୫ରେ ଜାରି କରାଯାଇଛି।
-
7.ତୈଳ କମ୍ପାନିଙ୍କ କ୍ଷତି ଅସହ୍ୟ ହେବା ପରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୩ ଟଙ୍କା ବଢ଼ିଛି।
-
8.କେରଳରେ ଭିଡି ସତୀଶନ ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।
-
9.ପୁଣେ ବହୁଚର୍ଚ୍ଚିତ ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟରମାଇଣ୍ଡ ପିଭି କୁଲକର୍ଣ୍ଣିକୁ ସିବିଆଇ ଗିରଫ କରିଛି।
-
10.ନିଟ୍-ୟୁଜି ପରୀକ୍ଷା ନୂତନ ତାରିଖ ଅନୁଯାୟୀ ଆସନ୍ତା ଜୁନ ୨୧ ତାରିଖରେ ହେବ।
-
11.ରାଜ୍ୟରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ଘଟିଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମକୁ ୪୦୫୦ ଟଙ୍କା ହ୍ରାସ ପାଇ ୧,୪୪,୭୫୦ ଟଙ୍କା ହୋଇଛି।
-
12.ଉତ୍ତରପ୍ରଦେଶର ଉନ୍ନାଓ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଦେଇଛନ୍ତି, ଯେଉଁଥିରେ ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ଆଜୀବନ କାରାଦଣ୍ଡ ନିଲମ୍ବନ କରାଯାଇଥିଲା।
-
13.ରୋଗୀଙ୍କ ପରିବାରର ଅଭିଯୋଗ ମୁତାବକ କାଠଯୋଡ଼ି ନଦୀ ବ୍ରିଜ ଉପରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ, ଆଉ ଏହାର କିଛି ସମୟ ପରେ ରୋଗୀଙ୍କର ମୃତ୍ୟୁ ହୋଇଯାଇଥିଲା ।
-
14.ଦୀର୍ଘ ୧୮ ବର୍ଷ ତଦନ୍ତ ଚାଲିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗ୍ମୁଟ୍ (ଅରୁଣାଚଳ, ଗୋଆ, ମିଜୋରାମ ଓ କେନ୍ଦ୍ରଶାସିତ ଅଞ୍ଚଳ) କ୍ୟାଡରର ବରିଷ୍ଠ ଆଇଏଏସ ଅଫିସର ପଦ୍ମା ଜୟସ୍ବାଲଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
-
15.ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆକଳନ ଅନୁଯାୟୀ, ମୌସୁମୀ ମେ ୨୨ରୁ ୩୦ ତାରିଖ ଭିତରେ କେରଳ ଛୁଇଁପାରେ।
|
34 |
Y |
|
| 10 |
16-05-2026 |
English |
-
1.Iranian Foreign Minister Seyed Abbas Araghchi Friday said that the Strait of Hormuz remains open to all vessels, except for those belonging to countries engaged in a conflict with Iran.
-
2.In a a historic verdict ,the the Madhya Pradesh High Court has recognised the Bhojshala complex as a Hindu temple and the property of King Bhoj.
-
3.Hydrogen-powered buses introduced by Indian Oil Corporation Limited and the Delhi Metro Rail Corporation (DMRC) here mark a significant step towards clean and sustainable mobility in India.
-
4.Israel and Lebanon have agreed to extend the ceasefire for another 45 days.
-
5.The High Court has expressed displeasure over the state government's repeated delay in hearing a case related to pension of retired employees of aided schools and colleges.
-
6.Nepal's Supreme Court has stayed a controversial decision by Prime Minister Balen Shah's government. This imposed heavy customs duty on goods exported to Nepal from India.
-
7.The central government has once again revised the rates of Special Additional Excise Duty (SAED) on exports of petrol, diesel and aviation fuel. A notification in this regard was issued on May 15.
-
8.As per the notification, the fares of ordinary as well as express buses have been hiked by 2 paise per kilometre. The fares of deluxe and AC deluxe buses have been increased by 4 paise per km.
-
9.India and the United Arab Emirates signed key agreements, during the visit of Prime Minister Narendra Modi on the supply of LPG and strategic petroleum reserves, and an investment to the tune of $5 billion US dollars in Indian Infrastructure .
-
10.The National Eligibility cum Entrance Test (NEET) will shift to a computer-based examination model from next year. The National Testing Agency (NTA) will hold the NEET re-examinations on June 21.
-
11.Odisha Chief Minister Mohan Charan Majhi has announced a 2 per cent hike in the Dearness Allowance (DA) for the state government employees. With this hike, the DA has gone up to 60 per cent.
-
12.A 13-year-old girl was allegedly raped and impregnated by a relative in Odisha’s Mayurbhanj district.
-
13.In a heartbreaking incident amid the ongoing fule shortage concerns in Odisha, a patient allegedly died after the ambulance carrying him ran out of fuel midway on the Khathajodi bridge.
-
14.There has been a sharp decline in the prices of gold and silver in the state. In Bhubaneswar, the price of 22-carat gold has fallen by Rs 40,500 per 10 grams to Rs 1,44,750.
-
15.India can play a "greater role" in bringing peace to West Asia because of its friendly ties with almost all countries in the region, Iranian Foreign Minister Abbas Araghchi said Friday, amid mounting global concern over the economic fallout of the US-Israel war.
|
24 |
Y |
|