-
୧୧୩ଟି ଇଲେକ୍ଟ୍ରିକ୍ ବସ୍ ଭାରତୀୟ ସେନାରେ ସାମିଲ ହେଲା । ସେନାଙ୍କ ପାଇଁ ଏହା ଏକ ବଡ଼ ପଦକ୍ଷେପ।
-
ପାକିସ୍ତାନର ପ୍ରତିଟି ଇଞ୍ଚ ଜମି ବ୍ରହ୍ମୋସ ମିସାଇଲର ରେଞ୍ଜରେ ରହିଛି। ଅପରେସନ ସିନ୍ଦୂର କେବଳ ଗୋଟିଏ ଟ୍ରେଲର ଥିଲା। ଏହି ଟ୍ରେଲର ପାକିସ୍ତାନକୁ ସବୁ କିଛି ବୁଝାଇ ଦେଇଛି ବୋଲି ଶ୍ରୀ ସିଂହ କହିଛନ୍ତି।
-
ସୁପ୍ରିମ୍କୋର୍ଟ ନିକଟରେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ତ୍ୱରିତ ସମାଧାନ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସାରା ଦେଶରେ ୮.୮ ଲକ୍ଷରୁ ଅଧିକ ଏକ୍ଜିକ୍ୟୁସନ ପିଟିସନ (କାର୍ଯ୍ୟାନ୍ୱୟନ ଆବେଦନ) ପଡ଼ିରହିଛି।
-
ଇସ୍କନ ଅଦିନିଆ ରଥଯାତ୍ରା ନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୋକ୍ତି ରଖିଲା । ଗଜପତି ମହାରାଜାଙ୍କ ତାଗିଦ ପରେ ଇସ୍କନ ଅଦିନିଆ ରଥଯାତ୍ରା କରିନାହିଁ କି ଆଗକୁ କରିବ ନାହିଁ।
-
ବାଂଲାଦେଶର ଢାକା ବିମାନବନ୍ଦରରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ବିମାନ ବନ୍ଦରର କାର୍ଗୋ ଟର୍ମିନାଲରେ ନିଆଁ ଲାଗିଯାଇଛି।
-
ଦିଲ୍ଲୀରେ ସାଂସଦ ରହୁଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ନିଆଁ ଲାଗି ବହୁ ଗାଡି ପୋଡି ପାଉଁଶ ହୋଇଯାଇଛି।
-
ବିହାର ବିଧାନସଭା ନିର୍ବାଚନ ପାଇଁ ବିରୋଧୀ ମହାମେଣ୍ଟରେ ଆସନ ବୁଝାମଣା ଚୂଡାନ୍ତ ହୋଇପାରି ନଥିବାବେଳେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି। ଶୁକ୍ରବାର କଂଗ୍ରେସ ଦଳ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି।
-
ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି ଯାହା ଦ୍ୱାରା କାର୍ଯ୍ୟକ୍ଷେତ୍ରରେ ସମାନ ସୁଯୋଗ, ଅନ୍ତର୍ଭୁକ୍ତ ଚିକିତ୍ସା ସେବା ସହିତ ସୁରକ୍ଷା ଟ୍ରାନ୍ସଜେଣ୍ଡରଙ୍କୁ ପ୍ରଦାନ କରାଯାଇପାରିବ।
-
ଜିଏସଟି (GST) ହ୍ରାସର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିଛି। ତେବେ ସରକାର ୫୪ଟି ସାମଗ୍ରୀର ଦର ଉପରେ ନଜର ରଖିଛନ୍ତି, ଯେପରିକି ଦର ହ୍ରାସର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ ।
-
ସିରସା କଲାର ପୋଲିସ ଷ୍ଟେଶନ ଅଧୀନରେ ଥିବା କରହିଆ ଗ୍ରାମରେ, ଶୁକ୍ରବାର ବିଳମ୍ବିତ ସାରେ, ପତ୍ନୀ ଉତ୍ସବ ପାଇଁ ତାଙ୍କ ପସନ୍ଦର ଅଳଙ୍କାର ଏବଂ ଅନ୍ୟାନ୍ୟ ଜିନିଷ କିଣିବାକୁ ଜିଦ ଧରିଥିଲେ। ଯୁକ୍ତିତର୍କ ଏତେ ବଢ଼ିଗଲା ଯେ ପତ୍ନୀ ନିଜ କୋଠରୀରେ ନିଜକୁ ବନ୍ଦ କରି ନିଜ ଶାଢ଼ିରେ ଫାଶି ଦେଇଥିଲେ।
-
୧୯୮୪ ମସିହାରେ ହରିୟାଣାରେ ହୋଇଥିବା ଶିଖ ଦଙ୍ଗାରେ ମୃତ୍ୟୁବରଣ କରିଥିବା ୧୨୧ ଜଣଙ୍କ ପରିବାରକୁ ଦେବ ଦୀପାବଳି, ନଭେମ୍ବର ୫ ତାରିଖରେ ସରକାରୀ ଚାକିରିର ନିଯୁକ୍ତି ପତ୍ର ମିଳିବ।
-
ପଞ୍ଜାବର ଅମୃତସରରୁ ବିହାରର ସହରସା ଅଭିମୁଖେ ଯାଉଥିବା ଗରିବ ରଥ ଟ୍ରେନ୍ (୧୨୨୦୪)ରେ ପଞ୍ଜାବର ସିରହିନ୍ଦ ଷ୍ଟେସନ୍ ନିକଟରେ ୧୯ ନମ୍ବର ଏସି ବଗିରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଲୁଧିଆନାର ଅନେକ ବ୍ୟବସାୟୀ ଏହି ବଗିରେ ଯାତ୍ରା କରୁଥିଲେ। ରେଳବାଇ ଓ ଅଗ୍ନିଶମ ବିଭାଗର ତତ୍ପରତା ବଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
-
ମୁଦ୍ରାସ୍ଫୀତି ଗତ ୮ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଖୁଚୁରା ମୁଦ୍ରାସ୍ଫୀତି ମାତ୍ର ୧.୫୪%ରେ ପହଞ୍ଚିଥିବାବେଳେ ଖାଦ୍ୟ ମୁଦ୍ରାସ୍ଫୀତି ନକାରାତ୍ମକ (-୨.୩%) ହୋଇଛି। ଏହା ସାଧାରଣ ପରିବାରଗୁଡ଼ିକୁ ବଡ଼ ଉତ୍ସବ ପାଳନ କରିବାର ଆର୍ଥିକ ସ୍ୱାଧୀନତା ଦେଇଛି।
-
ଆସନ୍ତା ସୋମବାର ଦୀପାବଳି ପାଇଁ ସ୍କୁଲ ଛୁଟି। ସେପଟେ ସୋମବାର କଲେଜ ଓ ବିଶ୍ଵ ବିଦ୍ୟାଳୟ ମଧ୍ୟ ଛୁଟି ଘୋଷଣା ହୋଇଛି । ଦୀପାବଳି ପାଇଁ ଅତିରିକ୍ତ ଛୁଟି ଭାବେ ଘୋଷଣା କରାଯାଇଛି।
-
ୱାଟରମ୍ୟାନ ଭାବେ କାମ କରୁଥିଲେ। ତାଙ୍କ ମାସିକ ଦରମା ୫ ହଜାର ଟଙ୍କା ଥିଲା। ଦୀର୍ଘ ୨୭ ମାସ ହେଲା କାମ କରୁଥିଲେ ହେଁ ଠିକ ଭାବରେ ଦରମା ମଳୁ ନଥିଲା । ନିଜର ଦରମା ମାଗିଲେ ସ୍ଥାନୀୟ ଅଧିକାରୀମାନେ ମାନସିକ ନିର୍ଯାତନା ଦେଉଥିଲେ। ସମୟକ୍ରମେ ଏହା ଅସହ୍ୟ ହେବାରୁ କର୍ଣ୍ଣାଟକର ଚାମରଜାନଗର ଜିଲ୍ଲା ସ୍ଥିତ ପଞ୍ଚାୟତ ଅଫିସରେ ଜୀବନ ହାରିଛନ୍ତି ଜଣେ ବ୍ୟକ୍ତି।