Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
831 05-07-2024 Odia
  1. 1.ଚଳିତ ଜୁଲାଇ ୭ ତାରିଖ ରବିବାର ଦିନ ଶ୍ରୀଜୀଉମାନଙ୍କର ପବିତ୍ର ଘୋଷଯାତ୍ରା ଅବସରରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସହଯୋଗରେ ଘୋଷଯାତ୍ରାର ସିଧାପ୍ରସାରଣ କରିବ।

  2. 2.ନୀତି ଆୟୋଗ ସମଗ୍ର ଦେଶର ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକଗୁଡିକରେ ଛଅଟି ପ୍ରମୁଖ ସୂଚକାଙ୍କ ହାସଲ କରିବା ପାଇଁ ନିରନ୍ତର ପ୍ରୟାସ ଆରମ୍ଭ କରିବା ପାଇଁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ତିନି ମାସର ଅଭିଯାନ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ କରିଛି। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ୧୧୨ଟି ଆକାଂକ୍ଷୀ ଜିଲ୍ଲା ଏବଂ ୫୦୦ଟି ଆକାଂକ୍ଷୀ ବ୍ଲକରେ ଚିହ୍ନଟ  ହୋଇଛି ।

  3. 3.ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

  4. 4.ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଇସ୍ରାଏଲର ବିଭିନ୍ନ ସାମରିକ ଘାଟି ଉପରକୁ ୨୦୦ରୁ ଅଧିକ ରକେଟ୍ ନିକ୍ଷେପ କରିଛି।

  5. 5.ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡର ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ୨୦୧୯ ମାର୍ଚ୍ଚ ୩୧ରୁ ୨୦୨୩ ଡିସେମ୍ବର ମଧ୍ୟରେ ଭୁବନେଶ୍ବରରେ ମହିଳା ନିବେଶକଙ୍କ ସଂଖ୍ୟାରେ ୨.୮ ଗୁଣା ବୃଦ୍ଧି ଘଟିଛି। ସେମାନେ ନିବେଶ କରିଥିବା ରାଶି ପରିମାଣ ଏହି ପାଞ୍ଚ ବର୍ଷରେ ୨.୫ ଗୁଣା ବୃଦ୍ଧି ପାଇଛି।

  6. 6.ଗରିବ ଲୋକେ ମହଙ୍ଗା ଔଷଧ କିଣି ପାରନ୍ତି ନାହିଁ। ସରକାର ଏହି ସମସ୍ୟାକୁ ଗୁରୁତର ସହ ନେବା ସହ ପ୍ରାୟ ୧୦୦ ପ୍ରକାରର ଔଷଧ ଦାମ୍ ହ୍ରାସ କରିବା ନେଇ ଯୋଜନା କରୁଛନ୍ତି। ବିଶେଷ କରି ଅଧିକ ଦିନ ଧରି ରହୁଥିବା ରୋଗ ପାଇଁ ବ୍ୟବହାର କରାଯାଉଥିବା ଔଷଧ ମୂଲ୍ୟ ଶସ୍ତା ହୋଇପାରେ।

  7. 7.ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଲାଗି ସରକାର ମଧ୍ୟାହ୍ନଭୋଜନ, ପୋଷାକ ବଣ୍ଟନ, ସାଇକେଲ ବଣ୍ଟନ ଭଳି ଯୋଜନା କରୁଛନ୍ତି। ତଥାପି ଉପସ୍ଥାନ ହାର ବଢୁନାହିଁ। ଏପରି ସ୍ଥଳେ ରାଜସ୍ଥାନ ସରକାର ଏକ ନୂଆ ଯୋଜନା ଆଣିଛନ୍ତି, ଯାହା ଅଧୀନରେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲକୁ ଯିବା ଆସିବା ଖର୍ଚ୍ଚ ଦେବେ ସରକାର।

  8. 8.ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ଆଉ ପାଞ୍ଚଗୋଟି ସେବାକୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ରେ ଅନ୍ତର୍ଭୁକ୍ତ କରିବେ।

  9. 9.ନାରାୟଣ ସାକାର ହରି ଓରଫ ଭୋଲେ ବାବାଙ୍କ ପାଖରେ ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଥିବା ଦାବି କରାଯାଉଛି। ହାଥରସ ମାମଲାରେ ୮୦ ହଜାର ଲୋକଙ୍କ ପାଇଁ ଅନୁମତି ନେଇ ଲକ୍ଷଲକ୍ଷ ଲୋକଙ୍କୁ ଏକାଠି କରିଥିବା ଫଳରେ ୧୨୧ ଜଣଙ୍କ ମୃତ୍ୟୁ ଘଟିଛି। ପଶ୍ଚିମ ୟୁପି ସମେତ ରାଜ୍ୟରେ ତାଙ୍କର ୨୪ଟି ଆଶ୍ରମ ରହିଛି।

  10. 10.ପବିତ୍ର ଅମରନାଥ ଗୁମ୍ଫାକୁ ଯାଉଥିବା ରାସ୍ତାରେ ପ୍ରବଳ ବର୍ଷା ଜାରି ରହିଛି । ଏହା ସତ୍ତ୍ବେ ୫,୬୦୦ରୁ ଅଧିକ ତୀର୍ଥଯାତ୍ରୀ ଗୁରୁବାର ଜମ୍ମୁରୁ ଅମରନାଥ ଗୁମ୍ଫାର ଦୁଇଟି ବେସ୍ କ୍ୟାମ୍ପ ବାଲତାଲ ଏବଂ ପହଲଗାମ ଅଭିମୁଖେ ବାହାରିଛନ୍ତି।

  11. 11.ଦିଲ୍ଲୀର ପ୍ରାୟ ୧୫୦ ଜଣ ଓକିଲ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ କେଜ୍ରିୱାଲ ମାମଲାରେ ହାଇକୋର୍ଟଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଯାଇଛି । ହାଇକୋର୍ଟ ଜାମିନ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ, ଯାହାର ଶୁଣାଣି ଏପର୍ଯ୍ୟନ୍ତ ହୋଇନାହିଁ।

  12. 12.ଓଡିଶା ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ଚାଷୀଙ୍କୁ ଫସଲ ପାଇଁ ୧୧ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବେ।

  13. 13.ଖୁବ୍‌ଶୀଘ୍ର ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଖୋଲିବ। ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି।

  14. 14.ରାଜ୍ୟରେ ଓଡ଼ିଆ ଭାଷାରେ ଡାକ୍ତରୀ ପାଠ ପଢାଯିବ। ଏଥିପାଇଁ କେଉଁସବୁ ବ୍ୟବସ୍ଥା ଆପଣାଯିବ ତାହା ସ୍ଥିର କରିବା ପାଇଁ ରାଜ୍ୟ ସରକାର ଏକ ୨୨ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି।

  15. 15.ବାର୍ବଡସରେ ଫସି ରହିଥିବା ଟି-୨୦ ବିଶ୍ୱ ଚାମ୍ପିୟନ ଟିମ ଇଣ୍ଡିଆର ଖେଳାଳିମାନେ ଭାରତ ଫେରିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଓ୍ବାଙ୍ଖଡେ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ଦଳକୁ ୧୨୫ କୋଟି ଟଙ୍କାର ଚେକ୍‌ ଦିଆଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା।

294 Y
832 05-07-2024 English
  1. 1.India asks international community to “isolate and expose” those countries that harbour terrorists, provide safe havens and condone terrorism.

  2. 2.Prime Minister Narendra Modi will pay a visit to Russia from July 8 to 9 to hold the 22nd India-Russia annual summit that will review the entire range of multifaceted ties between the two countries, the Ministry of External Affairs (MEA) announced Thursday.

  3. 3.Ukraine’s military said Thursday its troops had pulled back from part of Chasiv Yar in the easter n Donetsk region, a day after Russia said its forces had taken control of a district in the strategic town.

  4. 4.The state government Thursday formed a fresh high-level committee, headed by former judge of Orissa High Court Justice Biswanath Rath, to supervise the reopening of Srimandir Ratna Bhandar for its repair and inventory of valuables in it, Law Minister Prithiviraj Harichandan said.

  5. 5.Chief Minister Mohan Charan Majhi Thursday asked the Bhubaneswar Municipal Corporation (BMC) to prepare a `200 crore action plan to mitigate urban flooding in the state capital.

  6. 6.Jharkhand Mukti Morcha (JMM) executive president Hemant Soren Thursday took oath as the 13th Chief Minister of Jharkhand. He was administered the oath of office and secrecy by Governor CP Radhakrishnan at the Raj Bhavan here, an official said.

  7. 7.The Centresponsored housing scheme Pradhan Mantri Awas Yojana (PMAY) has allegedly gone haywire in the tribal dominated Rayagada district as over 862 beneficiaries have failed to build a house despite receiving work orders.

  8. 8.A sea of 110 beauties from around 30 countries Thursday visited Agra, Uttar Pradesh to witness one of the seven wonders of the world ‘Taj Mahal’.

  9. 9.Union Education Minister Dharmendra Pradhan reviewed the development of school textbooks in accordance with the New Curriculum Framework (NCF) at a meeting here Thursday.

  10. 10Amid a row over compensation to “Agniveer” martyrs, the Congress Thursday said the government should bring a “white paper” on the Agnipath scheme for short-term military recruitment, so that the country gets to know the reality of the ground situation.

  11. 11.The 147th edition of the annual Rath Yatra of Lord Jagannath will take place July 7 in Ahmedabad where more than 22,000 security personnel will guard the event which draws lakhs of devotees, an official said Thursday.

  12. 12.A PIL has been filed in the Supreme Court seeking directions to the Bihar government to undertake a structural audit and set up an expert committee to identify bridges that can be either strengthened or demolished based on the findings.

  13. 13.A total of 213 convict prisoners lodged in prisons across Telangana were granted premature release by the state government. The Telangana Prisons department conducted counselling programme and job fair for the released prisoners on the premises of the Central Prison, Cherlapalli here Wednesday, an official release said.

  14. 14.Indian real estate market remained buoyant in January-June this year, with housing sales hitting an 11-year high at 1.73 lakh units and office demand at a record 34.7 million square feet across eight major cities, according to Knight Frank.

  15. 15.The victory parade of the T20 World Cup winning Indian team commenced after a two-hour delay as complete crowd chaos along the stretch of South Mumbai brought the traffic to a halt after Rohit Sharma and his men touched down little after 5.00pm here Thursday.

306 Y
833 04-07-2024 Odia
  1. 1.କେନ୍ଦ୍ର ସରକାର ୮ଟି କ୍ୟାବିନେଟ୍‌ କମିଟି ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିମଧ୍ୟରୁ ଅଧିକାଂଶ କମିଟିରେ ମୁଖ୍ୟ ଅଛନ୍ତି। ସରକାର ଆଜି ନିଯୁକ୍ତି, ଆବାସ, ଅର୍ଥନୈତିକ ବ୍ୟାପାର, ସଂସଦୀୟ ବ୍ୟାପାର, ରାଜନୈତିକ ବ୍ୟାପାର, ସୁରକ୍ଷା, ବିନିଯୋଗ ଏବଂ ବିକାଶ, ଦକ୍ଷତା, ନିଯୁକ୍ତି ଓ ଜୀବିକା ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଗଠନ କରିଛନ୍ତି।

  2. 2.କୋଭିଡ୍ ମହାମାରୀ ଆହ୍ବାନ ସତ୍ତ୍ବେ ୨୦୨୨-୨୪ରେ ଭାରତର ଦାରିଦ୍ର୍ୟ ହାର ୮.୫ ପ୍ରତିଶତକୁ ଖସିଆସିଛି। ୨୦୨୧-୨୨ରେ ଏହି ହାର ୨୧.୨ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା ବୋଲି ନ୍ୟାସନାଲ୍ କାଉନ୍‌ସିଲ୍ ଫର ଆପ୍ଲାଏଡ୍ ଇକୋନମିକ୍ ରିସର୍ଚ୍ଚ (ଏନ୍‌ସିଏଇଆର୍‌)ର ଏକ ରିପୋର୍ଟରୁ ଜଣାପଡ଼ିଛି।

  3. 3.ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ସେ ଏବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି।

  4. 4.ଧର୍ମାନ୍ତରୀକରଣ ହେଉଥିବା ଧର୍ମସଭାଗୁଡ଼ିକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ ବୋଲି ଆଲ୍ଲାହାବାଦ ହାଇକୋର୍ଟ କହିଛନ୍ତି।

  5. 5.ଦେଶର ପ୍ରସିଦ୍ଧ ବାଇକ ନିର୍ମାତା ବଜାଜ ଅଟୋ ଖୁବ ଶୀଘ୍ର ଦେଶରେ ପ୍ରଥମ ସିଏନ୍‌ଜି ବାଇକ ଲଞ୍ଚ କରିବାକୁ ଯାଉଛି। ଏହି ବାଇକ ୧୨୫ ସିସି ଇଞ୍ଜିନ ସହିତ ଲଞ୍ଚ ହେବ।

  6. 6.ଲୋକସଭା ନିର୍ବାଚନ ପରେ ଏହି ପ୍ରଥମ ଅଧିବେଶନରେ ଉଭୟ ଶାସକ ଓ ବିରୋଧୀ ଦଳ ପରସ୍ପରକୁ ନିଶାଣ କରିଥିଲେ। ସମ୍ବିଧାନ ଉଲ୍ଲଂଘନ ଅଭିଯୋଗ ଆଣି ବିରୋଧୀ ସାଂସଦମାନେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ।

  7. 7.ଆତଙ୍କବାଦ ମାମଲାରେ ଜେଲରେ ୪ ବର୍ଷ ଧରି ବନ୍ଦୀ ଥିବା ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ଅବସରରେ କୋର୍ଟ ମୌଖିକ ଭାବେ ଏନ୍‌ଆଇଏର ବିଳମ୍ବିତ ତଦନ୍ତକୁ ସମାଲୋଚନା କରି କହିଛନ୍ତି, ଆଇନର ଉପହାସ କରନାହିଁ।

  8. 8.ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍‌ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦକୁ ଫେରିବେ।

  9. 9.ଭାରତୀୟ ସେନା ଏବେ ଏକ ବଡ ପଦକ୍ଷେପ ନେଇଛି | ସୈନ୍ୟ ପରିବହନ ପାଇଁ ଭାରତୀୟ ସେନା ପ୍ରାୟ ୧୧୩ଟି ହାଇଡ୍ରୋଜେନ ବସ୍ କିଣିଛି। ଏହି ବସ୍ ୨୫୦ କିଲୋମିଟରର ମାଇଲେଜ ଦେଉଥିବାବେଳେ ଏହି ୪୦ ସିଟ୍ ବିଶିଷ୍ଟ ବସ୍ ମୁଖ୍ୟତଃ ସମତଳ ଏବଂ ପାହାଡ ଅଞ୍ଚଳରେ ନିୟୋଜିତ ହେବ |

  10. 10.ଭାରତର ଟ୍ବିଟର ଭାବେ ପରିଚିତ ସ୍ବଦେଶୀ ସୋସିଆଲ ମିଡିଆ ‘କୁ’ର ଯାତ୍ରା ଶେଷ ହେବାକୁ ଯାଉଛି। ଅନ୍ୟ ସଂସ୍ଥା ସହ ମିଶ୍ରଣ ଲାଗି କମ୍ପାନି କର୍ତ୍ତୃପକ୍ଷ କରିଥିବା ଉଦ୍ୟମ ବିଫଳ ହେବା ପରେ ପ୍ଲାଟଫର୍ମକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

  11. 11.ବୁଧବାର ବିରୋଧୀ ଦଳର ଏମପିମାନେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ସମୟରେ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ବିଜେଡି ନେତା ତଥା ରାଜ୍ୟସଭା ଏମପି ଶସ୍ମିତ ପାତ୍ର ବିଜେଡିର ନେତୃତ୍ୱ ନେଇ ଇଣ୍ଡିଆ ମେଣ୍ଟ ପଛେ ପଛେ କକ୍ଷ ତ୍ୟାଗ କରିଥିଲେ।

  12. 12.ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡ଼ିକ ବିଭିନ୍ନ କାରଣ ଦର୍ଶାଇ ୨୦୨୪ ଜୁଲାଇ ୩ରୁ ନୂଆ ତାରିଫ୍‌ ପ୍ଲାନ୍‌ ଲାଗୁ କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ୫-ଜି ସେବା ପାଇବା ପାଇଁ ଗ୍ରାହକମାନଙ୍କୁ ୭୧ ପ୍ରତିଶତ ଅଧିକ ଦେବାକୁ ପଡ଼ିବ।

  13. 13.ହନ୍‌ସଲ ମେହତାଙ୍କ ନିର୍ଦ୍ଦେଶିତ ତଥା ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଦି ବକିଂହାମ୍‌ ମର୍ଡର୍ସ’ର ରିଲିଜ୍‌ ତାରିଖ ସୋମବାର ଘୋଷଣା କରାଯାଇଛି।

  14. 14.ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବା ଯୋଜନାରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପାଇଁ ୪୦୦ ଇ-ବସ୍‌ ଅଣାଯିବ। ଭୁବନେଶ୍ୱର, କଟକ ଓ ରାଉରକେଲା ସହର ପାଇଁ ୧୦୦ ଲେଖାଏ ଏବଂ ସମ୍ବଲପୁର ଓ ବ୍ରହ୍ମପୁର ସହର ପାଇଁ ୫୦ଟି ଇ-ବସ୍‌ ଯୋଗାଇ ଦିଆଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।

  15. 15.ଅଗଷ୍ଟ ୫, ୨୦୧୬ ରେ ଜନ୍ମ ହୋଇଥିବା ଧଳା ବାଘୁଣୀ ମୌସୁମୀ ଗର୍ଭଧାରଣ ସହିତ ବାଘ ସଂରକ୍ଷଣରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି।

289 Y
834 04-07-2024 English
  1. The Modi government Wednesday constituted various Cabinet Committees, including the country’s highest decision making bodies on security, economic and political affairs.

  2. Poverty in India is estimated to have declined to 8.5 per cent in 2022-24 from 21.2 per cent in 2011-12, despite the challenges posed by the pandemic, according to a research paper by the economic think tank NCAER.

  3. Nearly 33,000 deaths in 10 cities in India every year can be attributed to air pollution levels that are below India's national clean air threshold. The report has been published in Lancet Planetary Health.

  4.  Jharkhand Chief Minister Champai Soren resigned from his post, following which JMM leader Hemant Soren called on Governor CP Radhakrishnan and staked claim to form the government.

  5. The state government has decided to add 400 ebuses to the fleet of ‘Mo Bus’ under PM e-Bus Sewa, Housing and Urban Development Minister Krushna Chandra Mahapatra said .

  6. Justice Bidyut Ranjan Sarangi was appointed as the Chief Justice of Jharkhand High Court, the Law ministry said. Justice Sarangi is at present a judge of the Orissa High Court.

  7. Two unaligned and key regional parties charted separate political paths in Parliament’s first session in the Modi government’s third term as the Biju Janata Dal (BJD) joined the Opposition in targeting the treasury benches, while the YSR Congress Party (YSRCP) kept away from such protests and remained sympathetic to Centre.

  8. Forest department will plant mangroves in a coastal village of Ganjam district to mitigate cyclone impacts and curb soil erosion, officials said Wednesday.

  9. Social media platform Koo, which had pitched itself as a rival and viable alternate to X, is shutting down.

  10. A total of 10 bridges have collapsed in the last 15 days in Bihar.

  11. Holding that the right to a speedy trial cannot depend on the severity of the alleged crime, the Supreme Court Wednesday rebuked the National Investigation Agency (NIA) for its delay in prosecuting a counterfeit currency case that resulted in the accused being lodged in jail for four years without trial.

  12. Lord Jagannath’s blessing and an indomitable passion to do something different with 21 types of seeds have catapulted a Steel City girl into the India Book of Records (IBR).

  13. Andhra Pradesh Mines, Geology and Excise Minister K Ravindra Wednesday said the government will supply sand free to everybody in the state by adopting a free sand policy in three months' time to prop up construction works.

  14. A sovereign rating upgrade for India in the next 24 months is possible if the central government is able to prudently manage its finances and bring down fiscal deficit to 4 per cent of GDP, an S&P Global Ratings official said Wednesday.

  15. The Calcutta High Court on Wednesday acquitted a person who was arrested on the charge of criticising a state minister on social media.

310 Y
835 03-07-2024 Odia
  1. 1.ରିଚା ଚଢ଼ା ଓ ଅଲି ଫଜଲଙ୍କ ନିର୍ମିତ, ଶୁଚି ତଲାତିଙ୍କ ନିର୍ଦ୍ଦେଶିତ ଏବଂ ଓଡ଼ିଆ ଝିଅ ପ୍ରୀତି ପାଣିଗ୍ରାହୀଙ୍କ ଅଭିନୀତ ‘ଗର୍ଲସ୍‌ ଓ୍ବିଲ୍‌ ବି ଗର୍ଲସ୍‌’ ଫିଲ୍ମ ସୋମବାର ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ଚାଲିଥିବା ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଏଲ୍‌ଏ)ରେ ସମ୍ମାନଜନକ ଗ୍ରାଣ୍ଡ ଜୁରି ପୁରସ୍କାର ଜିତିଛି।

  2. 2.ସୋମବାର ସ୍ବିଡେନ ନୂତନ ପିତୃତ୍ୱ ନିୟମ ଲାଗୁ କରିଛି। ଏହା ଅଧୀନରେ, ଜେଜେମା-ଜେଜେବାପାମାନେ ଶିଶୁ ଜନ୍ମର ପ୍ରଥମ ବର୍ଷରେ ତିନିମାସ ପର୍ଯ୍ୟନ୍ତ ନାତି ନାତୁଣୀଙ୍କ ଯତ୍ନ ନେବା ପାଇଁ ଦରମା ସହିତ ପିତୃତ୍ୱ ଛୁଟି ପାଇପାରିବେ।

  3. 3.ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାର ଖବର ହେଡଲାଇନରୁ ଅଦୃଶ୍ୟ ହୋଇଥାଇପାରେ, କିନ୍ତୁ ସୀମାରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଛି। ଏକ ଆମେରିକୀୟ ରିପୋର୍ଟରେ ଏହି ଦାବି କରାଯାଇଛି।

  4. 4.ନିଟ ୟୁଜି ପେପର ଲିକ ବିବାଦକୁ ନେଇ ଏକ ବଡ ଅପଡେଟ ଆସିଛି। ନିଟ ପରୀକ୍ଷା ସହ ଜଡିତ ସମସ୍ତ ମାମଲା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଦ୍ୱାରା ଶୁଣାଣି ହେବ।

  5. 5.ଜୁଲାଇ ୫ ତାରିଖରେ ଲୋକସଭା ସଦସ୍ୟ ଭାବେ ଶପଥ ନେବାକୁ କଶ୍ମୀର ନେତା ଶେଖ୍ ଅବଦୁଲ ରସିଦଙ୍କୁ ଦିଲ୍ଲୀର ଏକ ଅଦାଲତ ମଙ୍ଗଳବାର ଦୁଇ ଘଣ୍ଟିଆ ପ୍ୟାରୋଲ ପ୍ରଦାନ କରିଛନ୍ତି।

  6. 6.ଭଗବାନ ବୁଦ୍ଧଙ୍କ ଅବତାର ବୋଲି ବିଶ୍ୱାସ କରାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ନେପାଳର ଏକ ଅଦାଲତ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି

  7. 7.ମଙ୍ଗଳବାର ଭାରତର ଶେୟାର ମାର୍କେଟ୍‌ ନୂଆ ସ୍ତରରେ ପହଞ୍ଚି ରେକର୍ଡ କରିଛି । ପ୍ରଥମଥର ପାଇଁ ବମ଼୍େବ ଷ୍ଟକ୍‌ ଏକ୍ସଚେଞ୍ଜର ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୮୦ ହଜାର ପଏଣ୍ଟ ପାର କରି ଇତିହାସ ରଚିଛି ।

  8. 8.ଏ ବର୍ଷ ଦୁଇ ଦିନ ଧରି ରଥଟଣା କାର୍ଯ୍ୟକ୍ରମ ଥିବାରୁ ରଥଯାତ୍ରା ପରଦିନ ମଧ୍ୟ ଛୁଟି ରହିବ। ତେଣୁ ଜୁଲାଇ ୭ ତାରିଖ ସହିତ ଜୁଲାଇ ୮ ତାରିଖ ମଧ୍ୟ ଛୁଟି ଘୋଷଣା କରାଗଲା।

  9. 9.ଉତ୍ତରପ୍ରଦେଶର ହାଥ୍‌ରସରେ ଆୟୋଜିତ ଏକ ଧାର୍ମିକ କ‌ାର୍ଯ୍ୟକ୍ରମରେ ଦଳାଚକଟା ଯୋଗୁଁ ୧୧୬ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି।  ତେବେ ଏହି ସତସଙ୍ଗ କରୁଥିବା ବାବା ଭୋଲେ ବାବା ନାରାୟଣ ସାକର ବିଶ୍ୱ ହରିଙ୍କୁ ଏବେ ପୁଲିସ ଖୋଜୁଛି ।

  10. 10.ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଦିତ୍ୟ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

  11. 11.ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୟୁନିଭର୍ସିଟି ଲ’ କଲେଜରେ ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମ ଜାରି ରହିବ। ଏନେଇ ମଙ୍ଗଳବାର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଛାତ୍ରୀଛାତ୍ରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଚଳିତବର୍ଷ ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମକୁ ହଟାଇ ଦିଆଯାଇଥିଲା, ଯାହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

  12. 12.ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟକୁ ଜୁନ୍‌ ୮ ତାରିଖରେ ପ୍ରବେଶ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାଷ ପାଇଁ ଭଲ ବର୍ଷା ହୋଇନାହିଁ। ସ୍ବାଭାବିକଠାରୁ ୨୬ ପ୍ରତିଶତ କମ୍‌ ବର୍ଷା ହୋଇଛି। ଜୁନ୍‌ ପହିଲାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୨୨୭ ମିଲିମିଟର ବର୍ଷା ହେବା ଜାଗାରେ ହୋଇଛି ମାତ୍ର ୧୬୮.୮ ମିଲିମିଟର। ଆଧାରୁ ଅଧିକ ଜିଲାରେ ଏବେ ବର୍ଷା ନିଅଣ୍ଟିଆ ସ୍ଥିତି ଦେଇ ଗତିକରୁଛି।

  13. 13.ଭାରତରେ ୫୫୦ ମିଲିୟନରୁ ଅଧିକ ହ୍ବାଟ୍ସଆପ୍‌ ବ୍ୟବହାରକାରୀ ଅଛନ୍ତି। ଯଦି ହ୍ବାଟ୍ସଆପ୍‌ କୌଣସି ଆକାଉଣ୍ଟ ବିଷୟରେ ଅଭିଯୋଗ ପାଏ, ତେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ତେବେ ଏହା ବାଧ୍ୟତାମୂଳକ ନୁହେଁ ଯେ ହ୍ବାଟ୍ସଆପ୍‌ କାର୍ଯ୍ୟାନୁଷ୍ଠାନ ସ୍ଵରୂପ କେବଳ ଆକାଉଣ୍ଟ ବ୍ୟାନ୍ କରିବ।

  14. 14.ଆସନ୍ତା ୬ତାରିଖ ବେଳକୁ ଏକ ନିମ୍ନଚାପ ରେଖା ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷା ପରିମାଣ ବଢିବ ବୋଲି ଆକଳନ କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର।

  15. 15.କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେବା ପରେ ଅଭିଜ୍ଞ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକଙ୍କୁ ଏକ ବଡ଼ ଦାୟିତ୍ଵ ମିଳିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ମେଣ୍ଟର ତଥା ବ୍ୟାଟିଂ ପ୍ରଶିକ୍ଷକ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି।

285 Y
836 03-07-2024 English
  1. 1.A stampede at a religious congregation Tuesday killed 121 people, most of them women, as devotees suffocated to their deaths and bodies piled atop each other in the worst such tragedy in recent years

  2. 2.Chief Minister Mohan Charan Majhi Tuesday announced a two-day holiday for the upcoming Rath Yatra, July 7 and 8, marking a special occasion after 53 years.

  3. 3.Steel barricades were installed near Gadagadia Ghat of Mahanadi in Cuttack, Tuesday, to prevent drowning incidents.

  4. 4.The state government is planning to increase pensions and allowances for eligible beneficiaries across various schemes in the state. Efforts are underway to raise pensions for elderly, widows and persons with disabilities (PwDs).

  5. 5.State forest department has decided to translocate 64 deer from the Taptapani deer park, designated as the mini zoo, to Lakhari Valley in Ganjam and Chandaka wildlife sanctuary, an official said.

  6. 6.The Telangana government has decided to expand the disaster management wing of the Greater Hyderabad Municipal Corporation (GHMC) to offer various services, including protecting government assets like water bodies against the threat of encroachments.

  7. 7.The Bihar government has formed a high-level committee to investigate the recent bridge collapses across the state, including six incidents in the past 13 days. The latest collapse took place at Khausi Dangi village in Kishanganj Sunday, involving a small bridge built over Boond river in 2009-10 with MPLAD funds

  8. 8.Assam’s flood situation remained critical Tuesday with over 6.71 lakh people affected in 20 districts in the second wave of flooding this year.

  9. 9. The southwest monsoon has covered the entire country six days ahead of the normal date despite making sluggish progress during mid-June, the India Meteorological Department (IMD) said .

  10. 10.India’s markets regulator SEBI has slapped Hindenburg Research with a show cause notice for alleged ‘unfair trade practices’ in its 2023 broadside against the Adani Group - a move that the US firm termed as ‘nonsense’ and an attempt to ‘silence and intimidate’ those exposing corruption.

  11. 11.A replica of Ayodhya's Ram Mandir would be on display during the India Day parade in New York on August 18, which attracts thousands of Indian Americans from in and around New York.

  12. 12.The Lok Sabha passed a resolution on Tuesday condemning Opposition's disruptions during Prime Minister Narendra Modi's address, with Union minister Rajnath Singh saying these actions "shredded" parliamentary norms.

  13. 13.The Narendra Modi government has made key changes to National Security Council Secretariat (NSCS) with promotion of deputy NSA Rajinder Khanna to Additional NSA and appointing Special Director of Intelligence Bureau TV Ravichandran as Deputy NSA.

  14. 14.Former Chhattisgarh Chief Minister Bhupesh Baghel on Tuesday slammed BJP MP Santosh Pandey for his statement in Lok Sabha over the alleged Mahadev app scam and wondered why the betting platform had not been banned by the Centre and state

  15. 15.At least 12 Indian nationals suspected to be involved in cybercrimes were arrested and their equipment seized during a raid in central Sri Lanka, a media report said on Tuesday.

296 Y
837 02-07-2024 Odia
  1. 1.‘୨୦୨୪ ଗ୍ଲୋବାଲ୍ ରିପୋର୍ଟ ଅନ୍ ଫୁଡ୍ କ୍ରାଇସିସ୍’ ନାମକ ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଶେଷ କରି ଚୀନରେ ଖାଦ୍ୟ ଉତ୍ପାଦନ ୨୨.୪ ପ୍ରତିଶତ, ଭାରତରେ ୧୬.୧ ପ୍ରତିଶତ ଓ ଆମେରିକାରେ ୧୨.୬ ପ୍ରତିଶତ କମିଯିବ ।
  2. 2.ଚାଇନାର ସ୍ପେସ୍‌ ପାୟୋନିଅର କମ୍ପାନୀ ଦ୍ୱାରା ‘ତିଆନ୍‌ଲଙ୍ଗ୍‌-୩’ ରକେଟକୁ ପରୀକ୍ଷଣ କରାଯାଉଥିବାବେଳେ ଏହା ହଠାତ୍‌ ଉତ୍‌କ୍ଷେପିତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

  3. 3.ବିନା ଅନୁମତିରେ ତାଳଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ବନ ବିଭାଗ ଅନୁମତି ବିନା ନିଜ ବାଡିରୁ ମଧ୍ୟ ତାଳ ଗଛ କାଟିପାରିବେନି। ତାଳ ଗଛ କଟାରେ ରୋକ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ୱାଳଙ୍କ ପକ୍ଷରୁ ସୋମବାର ସୂଚନା ମିଳିଛି। ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁରେ ରୋକ ଲଗାଇବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ଚଳିତ ବର୍ଷ ୧୯ ଲକ୍ଷ ତାଳଗଛ ଲଗାଯିବ।

  4. 4.ଭାରତୀୟମାନେ ବିଦେଶ ଯାଉଥିବା ବେଳେ ସେଠାରେ ବିପୁଳ ପରିମାଣର ଖର୍ଚ୍ଚ କରୁଛନ୍ତି। ଦଶନ୍ଧି ଭିତରେ ବିଦେଶରେ ଭାରତୀୟଙ୍କ ଖର୍ଚ୍ଚରେ ୨୯ ଗୁଣା ବୃଦ୍ଧି ଘଟିଛି। ଭାରତୀୟମାନେ ବିଦେଶରେ କରିଥିବା ଖର୍ଚ୍ଚରେ ଭ୍ରମଣର ଭାଗ ୫୩.୬ ପ୍ରତିଶତ ରହିଛି। ସମ୍ପର୍କୀୟଙ୍କ ଭରଣପୋଷଣରେ ସେମାନେ ୧୫.୯ ପ୍ରତିଶତ, ଉପହାର ବାବଦରେ ୧୧.୩ ପ୍ରତିଶତ ଏବଂ ପିଲାଙ୍କ ପାଠପଢ଼ାରେ ୧୧ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି।

  5. 5.ବିଶ୍ବର ସବୁଠୁ କ୍ଷୁଦ୍ର ପ୍ରଜାତି ହାତୀର ମାନ୍ୟତା ରଖିଥିବା ‘ବୋର୍ଣ୍ଣୀୟ ହାତୀ’ ଏବେ ବିଲୋପନର ପାଦଦେଶରେ। ଆନ୍ତର୍ଜାତିକ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍) ଦ୍ବାରା ବିପନ୍ନ ଘୋଷିତ ଏହି ପଶୁସମ୍ପଦ ଦେଖିବାକୁ ଖୁବ୍ କୌତୁକିଆ ଅଟେ।

  6. 6.ସାଢ଼େ ୪ ବର୍ଷ ବିତିଗଲା ସରିଲାନି ହଂସପାଳ ଫ୍ଲାଏ ଓଭର କାମ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଛତିଶଗଡ଼ର ଠିକାସଂସ୍ଥା ବ୍ରିଜେଶ ଅଗ୍ରୱାଲ୍‌କୁ ୩ ଥର ଅବଧି ବଢ଼ାଗଲା। ହେଲେ ନିର୍ମାଣରେ ଅହେତୁକ ବିଳମ୍ବ ପାଇଁ ଏହି ସଂସ୍ଥାର ଟେଣ୍ଡର ବାତିଲ କରିଛି ଏନ୍‌ଏଚ୍‌ଏଆଇ।

  7. 7.ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ନିମନ୍ତେ କାର୍ଯ୍ୟକାରୀ ହୋଇଥିବା ପଞ୍ଚଶୀଳ ନୀତିର ୭୦ତମ ବାର୍ଷିକୀ ଉତ୍ସବ ଚୀନ ପାଳନ କରିଛି। ଏହି ଅବସରରେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ନେହରୁଙ୍କ ପଞ୍ଚଶୀଳ ନୀତିକୁ ପ୍ରଶଂସା କରିଛନ୍ତି।

  8. 8.ରାଜ୍ୟରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ଜୁନ୍ ମାସରେ ହ୍ରାସ ପାଇଛି। ଚଳିତ ବର୍ଷ ମେ’ରେ ୫୦୨୭ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ଜୁନ୍‌ରେ ତା’ଠାରୁ ୪୦ କୋଟି ଟଙ୍କା କମ୍ ଅର୍ଥାତ ୪୯୮୭.୨୭ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିବା ବାଣିଜ୍ୟ କର ଓ ଜିଏସ୍‌ଟି କମିସନରେଟ୍ ତରଫରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି।

  9. 9.ସମ୍ବଲପୁର ଜିଲ୍ଲାର ଚାରୁଲତା କରଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ନିଯୁକ୍ତି ମିଳିଛି। ତାଙ୍କ କାର୍ଯ୍ୟକାଳ ଜୁଲାଇ ପହିଲାରୁ ଆରମ୍ଭ ହୋଇଛି।

  10. 10.ଦେଶରେ କମିଲା ବାଣିଜ୍ୟିକ ଏଲ୍‌ପିଜି ଦର। ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଭଳି ମେଟ୍ରୋ ସହର ସମେତ ସମଗ୍ର ଦେଶରେ ୧୯ କିଲୋଗ୍ରାମ୍‌ର ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଉପରେ ୩୦ ଟଙ୍କା ମୂଲ୍ୟ ହ୍ରାସ ଘୋଷଣା କରିଛନ୍ତି ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ।

  11. 11.ଉର୍ଜା ଗଙ୍ଗା ଯୋଜନାର ଅଂଶ ସ୍ବରୂପ ସ୍ଥାପନ କରାଯାଉଥିବା ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ଗ୍ୟାସ୍‌ ପାଇପ୍‌ଲାଇନ୍ କାର୍ଯ୍ୟରେ ୯ ମାସର ବିଳମ୍ବ ହେବ। ଏହାର ନିର୍ମ‌ାଣ କାର୍ଯ୍ୟ ୨୦୨୫ ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ରାଷ୍ଟ୍ରାୟତ୍ତ ଗ୍ୟାସ୍ କମ୍ପାନି ଗେଲ୍‌  ସୂଚନା ଦେଇଛି 

  12. 12.ଦୀର୍ଘ ୧୬ ବର୍ଷ ପରେ ସାଧାରଣ ଲୋକଙ୍କ ପାଇଁ ଖୋଲିଲା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ। ୨୦୦୮ ମସିହାରେ ଶେଷଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଅଭିଯୋଗ ଶୁଣିଥିଲେ।

  13. 13.ବର୍ତ୍ତମାନ ସୁଦ୍ଧା ୨୦୦୦ଟଙ୍କିଆ ନୋଟର ମୋଟ ୯୭.୮୭ ପ୍ରତିଶତ ବ୍ୟାଙ୍କିଙ୍ଗ୍‌ ସିଷ୍ଟମକୁ ଫେରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବିବୃତି ଜାରି କରି କହିଛି।

  14. 14.୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ଅବଧିକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

  15. 15.କେନିଆରେ ବିଦ୍ରୋହ, ୩୯ ମୃତ। ନୂତନ ଆୟକରକୁ ବିରୋଧ କରି କେନିଆରେ ବିଦ୍ରୋହ ଦେଖିବାକୁ ମିଳିଛି। ସରକାର ବିରୋଧୀ ଆନ୍ଦୋଳନରେ ୩୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୬୦ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

293 Y
838 02-07-2024 English
  1. 1.“After 16 years, the chief minister’s Grievance Cell was opened to the public. Former Chief Minister Naveen Patnaik had visited the cell for the last time in 2008.

  2. 2.The Reserve Bank of India (RBI) said Monday 97.87 per cent of the `2000 denomination banknotes have returned to the banking system, and only `7,581 crore worth of the withdrawn notes are still with the public.

  3. 3. Cutting of palm trees will need the permission of the Forest department, Principal Conservator of Forests (PCCF) Debidutta Biswal stated here Monday. Biswal stated that palm trees can be very useful in preventing lightning-related deaths and injuries.

  4. 4.Chief Secretary Manoj Ahuja has emphasized on the implementation of various plans and programmes as envisaged in the election manifesto of the newly formed state government.

  5.  5.The state has recorded collection of `2,039.71 crore of State GST (OGST+IGST settlement) during June 2024 against `1,650.82 crore during the corresponding period last year, registering a phenomenal growth of 23.56 per cent.

  6. 6.The Supreme Court Monday posted for hearing after two weeks a plea alleging OMR sheet manipulation in the controversy-ridden NEETUG, 2024. The plea came up for hearing before a vacation bench of Justice CT Ravikumar and Justice Manoj Misra.

  7. 7.The National Testing Agency announced the revised rank list for the medical entrance exam NEET-UG .

  8. 8.The United States is deepening its relationship with India in several key areas, a senior administration official said Monday.

  9. 9.Andhra Pradesh Deputy Chief Minister Pawan Kalyan on Monday said he declined to accept his salary and any special allowances, including new furniture for his office, considering the precarious financial condition of the state.

  10. 10.Six cases of Zika virus infection have been reported in Pune city. The patients include two pregnant women.

  11. 11.In a united front, 21 animal protection organisations have expressed strong support for the central government's proposed ban on Pit Bulls and similar foreign dog breeds amid a surge in illegal dog fighting and attacks.

  12. 12.India's power consumption rises nearly 9% to 152.38 billion units in June

  13. 13.Amit Shah Home Minister says it will take up to three-four years for the ‘entire process’ and relevant ‘technical aspects’ of the three criminal laws to become fully applicable; three laws available in all languages

  14. 14.Veteran Sri Lankan Tamil leader Rajavarothiam Sampanthan, who dedicated his political life to pursuing a just solution to the island nation’s Tamil question, passed away in Colombo late on Sunday. He was 91.

  15. 15.Prominent American lawmakers have pledged their support to Indian Americans to fight against Hinduphobia and discrimination against the minority Hindu community in the U.S.

284 Y
839 01-07-2024 Odia
  1. 1.ଦେଶରେ ୩ଟି ନୂଆ ଆପରାଧିକ ଆଇନ ଆଜି(ସୋମବାର)ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ।

  2. 2.ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଉପ ବାଚସ୍ପତି ପଦ ପାଇଁ ସମାଜବାଦି ପାର୍ଟି (ଏସପି) କୁ ସୁଯୋଗ ଦେବାକୁ ଦାବି କରିଛନ୍ତି।

  3. 3.ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି।

  4. 4.ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରବିବାର ୩୦ତମ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଜେନେରାଲ ମନୋଜ ପାଣ୍ଡେଙ୍କ ସ୍ଥାନ ନେଇଛନ୍ତି।

  5. 5.୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସରମନୋଜ ଆହୁଜା ରବିବାର ଅପରାହ୍ନରେ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି।

  6. 6.ପ୍ରକୃତ କୃଷକମାନଙ୍କୁ ପିଏମ କିସାନ ସାମ୍ମାନ ନିଧି, କିସାନ କ୍ରେଡିଟ କାର୍ଡ ସମେତ ସମସ୍ତ ସରକାରୀ ଯୋଜନାର ସୁବିଧା ପ୍ରଦାନ କରିବାକୁ କୃଷକଙ୍କ ରେଜିଷ୍ଟ୍ରି ପ୍ରସ୍ତୁତ ହେବ।

  7. 7.ମହାରାଷ୍ଟ୍ରର ଠାଣେରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍‌ନାକୁ ଆସିଛି। ଜଣେ ମହିଳା କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଭଏସ ଟେକ୍ନୋଲୋଜିକୁ ବ୍ୟବହାର କରି ତାଙ୍କ ପଡ଼ୋଶୀଙ୍କଠାରୁ ୬.୬ ଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି

  8. 8.ସନ୍ଦେଶଖାଲିରେ ତୃଣମୂଳ କଂଗ୍ରେସର ଜିଲ୍ଲାପରିଷଦ ସଦସ୍ୟ ଶାହଜାହନ୍‌ ଶେଖ୍‌ଙ୍କ ଆତଙ୍କରାଜ ଘଟଣା ତାଜା ରହିଥିବା ବେଳେ ଆଜି ପୁଣି ଜଣେ ଟିଏମ୍‌ସି ନେତା ତେଜମୁଲ୍‌ ଏକ କଙ୍ଗାରୁ କୋର୍ଟରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି।

  9. 9.ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାଯୁତି ସରକାର ଆଜି ଦୁଇ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସହଯୋଗୀ ଦଳକୁ ସମର୍ଥନ ଜଣାଇଥିବାରୁ କୃତଜ୍ଞତା ଜଣାଇଛନ୍ତି।

  10. 10.ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଭାବେ ଆଇଏଏସ୍ ସୁଜାତା ସୌନିକ ଦାୟିତ୍ୱ ଗ୍ରହଣ କରିଛନ୍ତି | ସେ ରାଜ୍ୟରେ ଏହି ପଦବୀରେ ଅବସ୍ଥାପିତ ପ୍ରଥମ ମହିଳା ଅଧିକାରୀ ହୋଇଛନ୍ତି।

  11. 11.ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିକାରୀ ସିଦ୍ଧାର୍ଥ ମହାନ୍ତିଙ୍କୁ କମ୍ପାନିର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଦାୟିତ୍ବ ପ୍ରଦାନ କରାଯାଇଛି।

  12. 12.ମୋବାଇଲ୍ ନମ୍ବର ପୋର୍ଟ ପାଇଁ ନବମ ଥର ପାଇଁ ସଂଶୋଧନ କରାଯାଇଛି, ଯାହା ଅନୁଯାୟୀ ବର୍ତ୍ତମାନ ବ୍ୟବହାରକାରୀଙ୍କୁ ମୋବାଇଲ୍ ନମ୍ବର ପୋର୍ଟ ପାଇଁ ୭ ଦିନ ଅପେକ୍ଷା କରିବାକୁ ପଡିବ।

  13. 13.ସଂସ୍କୃତ ଭାଷାରେ ସମ୍ବାଦ ପରିବେଷଣକୁ ୫୦ ବର୍ଷ ପୂରଣ ହୋଇଥିବାରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ କାର୍ଯ୍ୟକ୍ରମରେ ଆକାଶବାଣୀ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି।

  14. 14.ବିହାର ପରେ ଏବେ ଝାଡ଼ଖଣ୍ଡରେ ମଧ୍ୟ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି। ଗିରିଡିହ ଜିଲା ଦେଓରି ବ୍ଲକର ଅର୍‌ଗା ନଦୀ ଉପରେ ନିର୍ମାଣାଧୀନ ଏହି ସେତୁର ପିଲାର୍‌ ପ୍ରବଳ ବର୍ଷା ହେତୁ ଦବି ଯିବା କାରଣରୁ ଏହା ଭୁଶୁଡ଼ି ପଡ଼ିଛି।

  15. 15.ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଟି-୨୦ ବିଶ୍ବକପ ବିଜୟୀ ଭାରତୀୟ ଦଳ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଟି-୨୦ ବିଶ୍ବକପ ବିଜେତା ଭାରତୀୟ ଦଳକୁ ବିସିସିଆଇ ପକ୍ଷରୁ ୧୨୫ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ସମ୍ପାଦକ ଜୟ ଶାହା ସୂଚନା ଦେଇଛନ୍ତି।

285 Y
840 01-07-2024 English
  1. India has prepared a checklist of its entire fauna, covering 1,04,561 species, becoming the first country in the world to do so.

  2. For the financial year ending on March 31, 2024, the deadline for individuals to submit their Income Tax Returns (ITRs) is July 31, 2024. However, filing ITRs can be a complex process, particularly for individual taxpayers who might struggle with the various schedules and disclosures required.

  3. As the Bharatiya Nyay Sanhita came into force today, the first FIR was filed against a street vendor for obstructing a road near New Delhi Railway Station.

  4. Gen Upendra Dwivedi, who has vast operational experience along the frontiers with China and Pakistan, Sunday assumed charge as the 30th Chief of the Army Staff.

  5. Three new criminal laws will come into effect across the country from Monday, bringing widespread changes in India’s criminal justice system and ending colonial-era laws.

  6. Senior IAS officer Manoj Ahuja Sunday took charge as the Chief Secretary of Odisha. He assumed charge from Pradeep Kumar Jena who retired from service during the day at the Lok Seva Bhawan here.

  7. Chief Minister Mohan Charan Majhi Sunday said that Ratna Bhandar (treasury) of Puri Srimandir will be reopened soon and an inventory of the valuables stored inside it will be made.

  8. Chief Minister Mohan Charan Majhi said that ‘Subhadra Yojana’, a financial assistance scheme promised by the BJP in its election manifesto, will roll out September 17, the birthday of Prime Minister Narendra Modi.

  9.  Railway Minister Ashwini Vaishnaw said new railway projects worth `1 lakh crore will be implemented in Odisha in the next five years.

  10. Chief Electoral Officer (CEO) of Odisha and 1993- batch IAS officer Nikunja Bihari Dhal has been appointed the Additional Chief Secretary to Chief Minister Mohan Charan Majhi.

  11. With an aim to make Chilika Lake a zero-emission zone, the state government has decided to introduce solar/ electric powered boats in the lake soon.

  12. The ‘recent suicide’ of a weaver at Sircilla in Telangana has brought to the fore the alleged lack of work and adequate income in this textile hub, with the issue leading to a war of words between the Opposition BRS and the Congress.

  13. Andhra Pradesh’s Minister for Transport, Mandipalli Ramprasad Reddy said Sunday that the state government will soon roll out free travel facility for women in Andhra Pradesh State Road Transport Corporation (APSRTC) buses.

  14. The Central Bureau of Investigation, probing the alleged malpractices in conducting the NEET-UG exam at a private school in Godhra of Gujarat in May, Sunday arrested its owner.

  15. Indian stock indices gave a stellar performance in the June quarter of FY 2024-25. During the April- June period, Indian stock market capitalisation increased by 13.8 per cent, the highest among the top 10 stock markets.

301 Y